Difference between revisions of "C-and-Cpp/C2/Increment-And-Decrement-Operators/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || Time || Narration |- | 00:01 | '''C ଓ C++'''ରେ Increment ଏବଂ Decrement ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟ...")
 
 
Line 1: Line 1:
{| border=1
+
{| Border = 1
|| Time
+
|| '''Time'''
|| Narration
+
||'''Narration'''
  
 
|-
 
|-
| 00:01
+
|00:01
| '''C ଓ C++'''ରେ Increment ଏବଂ Decrement ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|'''C ଓ C++'''ରେ Increment ଏବଂ Decrement ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:08
+
|00:08
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
| 00:10
+
|00:10
| Increment ଓ Decrement ଅପରେଟର୍ସ
+
|Increment ଓ Decrement ଅପରେଟର୍ସ
 +
 
 
|-
 
|-
| 00:12
+
| 00:12
 
| '++' ଯେପରି a++ ଯାହା ହେଉଛି ପୋଷ୍ଟଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
 
| '++' ଯେପରି a++ ଯାହା ହେଉଛି ପୋଷ୍ଟଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
 +
 
|-
 
|-
| 00:18
+
|00:18
 
| ++a ଯାହା ହେଉଛି ପ୍ରିଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
 
| ++a ଯାହା ହେଉଛି ପ୍ରିଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
 +
 
|-
 
|-
| 00:22
+
|00:22
|   '--' ଯେପରି a-- ହେଉଛି ପୋଷ୍ଟଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
+
|'--' ଯେପରି a-- ହେଉଛି ପୋଷ୍ଟଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
 +
 
 
|-
 
|-
| 00:27
+
|00:27
| --a ହେଉଛି ପ୍ରିଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
+
| --a ହେଉଛି ପ୍ରିଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
 +
 
 
|-
 
|-
| 00:31
+
|00:31
| ଆମେ ଟାଇପକାଷ୍ଟିଙ୍ଗ ବିଷୟରେ ମଧ୍ୟ ଶିଖିବା
+
|ଆମେ ଟାଇପକାଷ୍ଟିଙ୍ଗ ବିଷୟରେ ମଧ୍ୟ ଶିଖିବା
 +
 
 
|-
 
|-
| 00:35
+
|00:35
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି'''ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍''' ଭର୍ସନ୍ 11.10  
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି'''ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍''' ଭର୍ସନ୍ 11.10  
 +
 
 
|-
 
|-
| 00:40
+
|00:40
 
|'''ଉବୁଣ୍ଟୁ'''ରେ '''gcc''' ଓ '''g++ Compiler''' ଭର୍ସନ୍ 4.6.1
 
|'''ଉବୁଣ୍ଟୁ'''ରେ '''gcc''' ଓ '''g++ Compiler''' ଭର୍ସନ୍ 4.6.1
 +
 
|-
 
|-
| 00:48
+
|00:48
| '''++''' ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ବୃଦ୍ଧି କରେ
+
|'''++''' ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ବୃଦ୍ଧି କରେ
 +
 
 
|-
 
|-
| 00:54
+
|00:54
 
|'''a = a + 1''' ସହିତ '''a++''' ଓ '''++a''' ସମାନ
 
|'''a = a + 1''' ସହିତ '''a++''' ଓ '''++a''' ସମାନ
 +
 
|-
 
|-
| 01:00
+
|01:00
| '''--''' ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ହ୍ରାସ କରେ
+
|'''--''' ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ହ୍ରାସ କରେ
 +
 
 
|-
 
|-
| 01:06
+
|01:06
 
|'''a = a - 1''' ସହିତ '''a--''' ଓ '''--a''' ସମାନ
 
|'''a = a - 1''' ସହିତ '''a--''' ଓ '''--a''' ସମାନ
 +
 
|-
 
|-
| 01:13
+
|01:13
| ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ increment ଓ decrement ର ବ୍ୟବହାର ବୁଝାଇବି
+
|ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ increment ଓ decrement ର ବ୍ୟବହାର ବୁଝାଇବି
 +
 
 
|-
 
|-
| 01:19
+
|01:19
| ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି, ତେବେ କୋଡ୍ ବର୍ଣ୍ଣନା କରିବି
+
|ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି, ତେବେ କୋଡ୍ ବର୍ଣ୍ଣନା କରିବି
 +
 
 
|-
 
|-
| 01:25
+
|01:25
| '''C'''ରେ increment ଓ decrement ଅପରେଟର୍ ପାଇଁ ଆମ ପାଖରେ କୋଡ୍ ଅଛି
+
|'''C'''ରେ increment ଓ decrement ଅପରେଟର୍ ପାଇଁ ଆମ ପାଖରେ କୋଡ୍ ଅଛି
 +
 
 
|-
 
|-
| 01:30
+
|01:30
| ମୁଁ ଏକ ଇଣ୍ଟିଜର୍ ଭେରିଏବଲ୍ '''a''' ନେଇଛି, ଯାହାର '''1''' ଭାଲ୍ୟୁ ରହିଛି
+
|ମୁଁ ଏକ ଇଣ୍ଟିଜର୍ ଭେରିଏବଲ୍ '''a''' ନେଇଛି, ଯାହାର '''1''' ଭାଲ୍ୟୁ ରହିଛି
 +
 
 
|-
 
|-
| 01:35
+
|01:35
| ଏହିପରି ଆମେ '''a'''ର ଭାଲ୍ୟୁରେ ପରିବର୍ତ୍ତନକୁ ଦେଖିବାରେ ସକ୍ଷମ ହୋଇପାରିବା
+
|ଏହିପରି ଆମେ '''a'''ର ଭାଲ୍ୟୁରେ ପରିବର୍ତ୍ତନକୁ ଦେଖିବାରେ ସକ୍ଷମ ହୋଇପାରିବା
 +
 
 
|-
 
|-
| 01:39
+
|01:39
| ଅପରେଟର୍ସର କାର୍ଯ୍ୟ ବିଷୟରେ ଏହା ଆମକୁ ଉତ୍ତମ ଧାରଣା ଦେବ
+
|ଅପରେଟର୍ସର କାର୍ଯ୍ୟ ବିଷୟରେ ଏହା ଆମକୁ ଉତ୍ତମ ଧାରଣା ଦେବ
 +
 
 
|-
 
|-
| 01:47
+
|01:47
| '''postfix''' ଇନକ୍ରିମେଣ୍ଟ ଅପରେଟର୍ କିପରି କାର୍ଯ୍ୟ କରେ, ଆସନ୍ତୁ ଦେଖିବା
+
|'''postfix''' ଇନକ୍ରିମେଣ୍ଟ ଅପରେଟର୍ କିପରି କାର୍ଯ୍ୟ କରେ, ଆସନ୍ତୁ ଦେଖିବା
 +
 
 
|-
 
|-
| 01:51
+
|01:51
| ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 1
+
|ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 1
 +
 
 
|-
 
|-
| 01:55
+
|01:55
| ଏହା ଭାଲ୍ୟୁ ବଦଳାଇବନାହିଁ
+
|ଏହା ଭାଲ୍ୟୁ ବଦଳାଇବନାହିଁ
 +
 
 
|-
 
|-
| 01:57
+
|01:57
| ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପରେ postfix ଅପରେସନ୍ ସଂଘଟିତ ହୁଏ
+
|ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପରେ postfix ଅପରେସନ୍ ସଂଘଟିତ ହୁଏ
 +
 
 
|-
 
|-
| 02:04
+
|02:04
| ଯଦି '''a++''' ଏକ ଅପରେଶନ୍ କାର୍ଯ୍ୟାନ୍ୱିତ ହୁଏ, ତେବେ ଏହା '''a'''ର ସାମ୍ପ୍ରତିକ ଭାଲ୍ୟୁ ଉପରେ କରାଯାଏ
+
|ଯଦି '''a++''' ଏକ ଅପରେଶନ୍ କାର୍ଯ୍ୟାନ୍ୱିତ ହୁଏ, ତେବେ ଏହା '''a'''ର ସାମ୍ପ୍ରତିକ ଭାଲ୍ୟୁ ଉପରେ କରାଯାଏ
 +
 
 
|-
 
|-
| 02:10
+
|02:10
| ତାହାପରେ '''a'''ର ଭାଲ୍ୟୁରେ ବୃଦ୍ଧି କରାଯାଏ
+
|ତାହାପରେ '''a'''ର ଭାଲ୍ୟୁରେ ବୃଦ୍ଧି କରାଯାଏ
 +
 
 
|-
 
|-
| 02:17
+
|02:17
|   ଏବେ ଯଦି ଏଠାରେ ଆମେ '''a'''ର ଭାଲ୍ୟୁ ଦେଖିବା, ତେବେ ଏଥିରେ 1 ର ବୃଦ୍ଧି ହୋଇଛି
+
|ଏବେ ଯଦି ଏଠାରେ ଆମେ '''a'''ର ଭାଲ୍ୟୁ ଦେଖିବା, ତେବେ ଏଥିରେ 1 ର ବୃଦ୍ଧି ହୋଇଛି
 +
 
 
|-
 
|-
| 02:27
+
|02:27
| ପୁନଃ ପରିବର୍ତ୍ତନ ପ୍ରଦର୍ଶନ କରିବା ପାଇଁ ଆମେ 'a' କୁ 1 ମାନିନେବା
+
|ପୁନଃ ପରିବର୍ତ୍ତନ ପ୍ରଦର୍ଶନ କରିବା ପାଇଁ ଆମେ 'a' କୁ 1 ମାନିନେବା
 +
 
 
|-
 
|-
| 02:35
+
|02:35
| ଏବେ ଆମେ prefix increment operatorsକୁ ଫେରିବା
+
|ଏବେ ଆମେ prefix increment operatorsକୁ ଫେରିବା
 +
 
 
|-
 
|-
| 02:38
+
|02:38
| ଏହି printf ଷ୍ଟେଟମେଣ୍ଟ, ସ୍କ୍ରିନ୍ ରେ 2 ପ୍ରିଣ୍ଟ କରେ
+
|ଏହି printf ଷ୍ଟେଟମେଣ୍ଟ, ସ୍କ୍ରିନ୍ ରେ 2 ପ୍ରିଣ୍ଟ କରେ
 +
 
 
|-
 
|-
| 02:42
+
|02:42
| ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
+
|ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
 +
 
 
|-
 
|-
| 02:49
+
|02:49
| ତେଣୁ, 'a'ର ଭାଲ୍ୟୁ ପ୍ରଥମେ 1 ଦ୍ୱାରା ବୃଦ୍ଧି ହୁଏ ଓ ଏହାପରେ ପ୍ରିଣ୍ଟ କରାଯାଏ
+
|ତେଣୁ, 'a'ର ଭାଲ୍ୟୁ ପ୍ରଥମେ 1 ଦ୍ୱାରା ବୃଦ୍ଧି ହୁଏ ଓ ଏହାପରେ ପ୍ରିଣ୍ଟ କରାଯାଏ
 +
 
 
|-
 
|-
| 02:58
+
|02:58
| ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦେଖିବା ପାଇଁ ଆମେ ପୁଣିଥରେ 'a'ର ଭାଲ୍ୟୁ ପ୍ରିଣ୍ଟ କରିବା
+
|ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦେଖିବା ପାଇଁ ଆମେ ପୁଣିଥରେ 'a'ର ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 03:03
+
|03:03
| ଏବେ, ଏହି କୋଡ୍ ଏକଜେକ୍ୟୁଟ୍ କରି ଯାଞ୍ଚ କରିବା
+
|ଏବେ, ଏହି କୋଡ୍ ଏକଜେକ୍ୟୁଟ୍ କରି ଯାଞ୍ଚ କରିବା
 +
 
 
|-
 
|-
| 03:07
+
|03:07
| ମୁଁ ନିମ୍ନ ଲାଇନ୍ସ ଉପରେ କମେଣ୍ଟ ଦେବି, ଟାଇପ୍ କରନ୍ତୁ /*, */
+
|ମୁଁ ନିମ୍ନ ଲାଇନ୍ସ ଉପରେ କମେଣ୍ଟ ଦେବି, ଟାଇପ୍ କରନ୍ତୁ /*, */
 +
 
 
|-
 
|-
| 03:19   
+
|03:19   
|   '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:22
+
|03:22
| ମୁଁ ମୋ ଫାଇଲ୍ କୁ '''incrdecr.c''' ନାମରେ ସେଭ୍ କରିଛି
+
|ମୁଁ ମୋ ଫାଇଲ୍ କୁ '''incrdecr.c''' ନାମରେ ସେଭ୍ କରିଛି
 +
 
 
|-
 
|-
| 03:29
+
|03:29
|   ଏକକାଳୀନ '''Ctrl, Alt''' ଓ '''T ''' ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|ଏକକାଳୀନ '''Ctrl, Alt''' ଓ '''T ''' ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 03:35
+
|03:35
| କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କରନ୍ତୁ '''gcc space incrdecr dot c space minus o space incr'''. ଏଣ୍ଟର ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କରନ୍ତୁ '''gcc space incrdecr dot c space minus o space incr'''. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 03:51
+
|03:51
| କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ''./incr'' (ଡଟ୍ ସ୍ଲାସ୍ ଆଇଏନ୍ସିଆର୍) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ''./incr'' (ଡଟ୍ ସ୍ଲାସ୍ ଆଇଏନ୍ସିଆର୍) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 03:59
+
|03:59
| ସ୍କ୍ରିନ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ ହେବ
+
|ସ୍କ୍ରିନ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
 
|-
 
|-
| 04:01
+
|04:01
| a++ ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
+
|a++ ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
 +
 
 
|-
 
|-
| 04:06
+
|04:06
| ++a ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
+
| ++a ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
 +
 
 
|-
 
|-
| 04:09
+
|04:09
| ଆମେ, ପୂର୍ବ ଆଲୋଚିତ ପରି ସମାନ ରେଜଲ୍ଟ ପାଇବା
+
|ଆମେ, ପୂର୍ବ ଆଲୋଚିତ ପରି ସମାନ ରେଜଲ୍ଟ ପାଇବା
 +
 
 
|-
 
|-
| 04:13
+
|04:13
| ଏବେ ଅବଶିଷ୍ଟ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
+
|ଏବେ ଅବଶିଷ୍ଟ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 04:16
+
|04:16
 
|  ମୁଁ ଏବେ postfix ଓ prefix  decrement ଅପରେଟର୍ସ ବର୍ଣ୍ଣନା କରିବି
 
|  ମୁଁ ଏବେ postfix ଓ prefix  decrement ଅପରେଟର୍ସ ବର୍ଣ୍ଣନା କରିବି
 +
 
|-
 
|-
| 04:21
+
|04:21
| ଏଠାରୁ ଓ ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
+
|ଏଠାରୁ ଓ ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
 +
 
 
|-
 
|-
| 04:29
+
|04:29
| ଏବେ ଆମେ ପୁଣିଥରେ ''a'' କୁ ''1'' ଭାଲ୍ୟୁ ଦେବା
+
|ଏବେ ଆମେ ପୁଣିଥରେ ''a'' କୁ ''1'' ଭାଲ୍ୟୁ ଦେବା
 +
 
 
|-
 
|-
| 04:35
+
|04:35
| ଏହି '''printf''' ଷ୍ଟେଟମେଣ୍ଟ ପୂର୍ବ ବର୍ଣ୍ଣିତ ଭଳି 1ର ଭାଲ୍ୟୁ ଆଉଟପୁଟ୍ ଦେବ
+
|ଏହି '''printf''' ଷ୍ଟେଟମେଣ୍ଟ ପୂର୍ବ ବର୍ଣ୍ଣିତ ଭଳି 1ର ଭାଲ୍ୟୁ ଆଉଟପୁଟ୍ ଦେବ
 +
 
 
|-
 
|-
| 04:40
+
|04:40
| '''a--''' ମୂଲ୍ୟାଙ୍କିତ ହେବା ପରେ '''a'''ର ଭାଲ୍ୟୁରେ ୧ର  ହ୍ରାସ ହେବ, ଯେହେତୁ ଏହା ହେଉଛି ଏକ ପୋଷ୍ଟଫିକ୍ସ ଏକ୍ସପ୍ରେସନ୍  
+
|'''a--''' ମୂଲ୍ୟାଙ୍କିତ ହେବା ପରେ '''a'''ର ଭାଲ୍ୟୁରେ ୧ର  ହ୍ରାସ ହେବ, ଯେହେତୁ ଏହା ହେଉଛି ଏକ ପୋଷ୍ଟଫିକ୍ସ ଏକ୍ସପ୍ରେସନ୍  
 +
 
 
|-
 
|-
| 04:47
+
|04:47
|   ପରବର୍ତ୍ତୀ ଷ୍ଟେଟମେଣ୍ଟ aର ଭାଲ୍ୟୁକୁ o ରୂପେ ପ୍ରିଣ୍ଟ କରିବ
+
|ପରବର୍ତ୍ତୀ ଷ୍ଟେଟମେଣ୍ଟ aର ଭାଲ୍ୟୁକୁ o ରୂପେ ପ୍ରିଣ୍ଟ କରିବ
 +
 
 
|-
 
|-
| 04:51
+
|04:51
| '''a'''ର ଭାଲ୍ୟୁ 1 ହ୍ରାସ ପାଇଯାଇଛି
+
|'''a'''ର ଭାଲ୍ୟୁ 1 ହ୍ରାସ ପାଇଯାଇଛି
 +
 
 
|-
 
|-
|   04:54
+
|04:54
| ଏବେ ଆମ ପାଖରେ prefix decrement operator ଅଛି
+
|ଏବେ ଆମ ପାଖରେ prefix decrement operator ଅଛି
 +
 
 
|-
 
|-
| 04:58
+
|04:58
| ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ 0 ହେବ
+
|ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ 0 ହେବ
 +
 
 
|-
 
|-
| 05:00
+
|05:00
| ଯେହେତୁ ଏହା ଏକ prefix ଅପରେସନ୍ ଅଟେ
+
|ଯେହେତୁ ଏହା ଏକ prefix ଅପରେସନ୍ ଅଟେ
 +
 
 
|-
 
|-
| 05:05
+
|05:05
| ଅପରାଣ୍ଡର ମୂଲ୍ୟାଙ୍କନ ହେବା ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
+
|ଅପରାଣ୍ଡର ମୂଲ୍ୟାଙ୍କନ ହେବା ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
 +
 
 
|-
 
|-
| 05:09
+
|05:09
| ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 0
+
|ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 0
 +
 
 
|-
 
|-
| 05:11
+
|05:11
| aର ଭାଲ୍ୟୁରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ
+
|aର ଭାଲ୍ୟୁରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ
 +
 
 
|-
 
|-
| 05:15
+
|05:15
| '''return 0''' ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
+
|'''return 0''' ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 +
 
 
|-
 
|-
| 05:21
+
|05:21
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:24
+
|05:24
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 05:27
+
|05:27
| କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ରେ ଟାଇପ୍ କରନ୍ତୁ '''gcc space incrdecr dot c space minus o space incr'''. ଏଣ୍ଟର ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ରେ ଟାଇପ୍ କରନ୍ତୁ '''gcc space incrdecr dot c space minus o space incr'''. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 05:42
+
|05:42
| ଏକଜେକ୍ୟୁଟ୍ କରିବା ପାଇଁ '''./incr''' ଟାଇପ୍ କରନ୍ତୁ.  ଏଣ୍ଟର ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ '''./incr''' ଟାଇପ୍ କରନ୍ତୁ.  ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 05:52
+
|05:52
| ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ a-- ପ୍ରିଣ୍ଟ କରିବେ
+
|ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ a-- ପ୍ରିଣ୍ଟ କରିବେ
 +
 
 
|-
 
|-
| 05:56
+
|05:56
| ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ --a ପ୍ରିଣ୍ଟ କରିବେ
+
|ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ --a ପ୍ରିଣ୍ଟ କରିବେ
 +
 
 
|-
 
|-
| 05:59
+
|05:59
| ଏବେ, ଆମେ ଦେଖୁ , increment ଓ decrement ଅପରେଟର୍ କିପରି କାମ କରେ  
+
|ଏବେ, ଆମେ ଦେଖୁ , increment ଓ decrement ଅପରେଟର୍ କିପରି କାମ କରେ  
 +
 
 
|-
 
|-
| 06:05
+
|06:05
| ଯଦି ଆମେ ଏହି ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛେ
+
|ଯଦି ଆମେ ଏହି ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛେ
 +
 
 
|-
 
|-
| 06:07
+
|06:07
| ମୁଁ ଉପରୋକ୍ତ C କୋଡ୍ରେ କିଛି ପରିବର୍ତ୍ତନ କରିପାରିବି
+
|ମୁଁ ଉପରୋକ୍ତ C କୋଡ୍ରେ କିଛି ପରିବର୍ତ୍ତନ କରିପାରିବି
 +
 
 
|-
 
|-
| 06:10
+
|06:10
| ଏଡିଟର୍ କୁ ଫେରିଯିବା
+
|ଏଡିଟର୍ କୁ ଫେରିଯିବା
 +
 
 
|-
 
|-
| 06:13
+
|06:13
| ଏଠାରେ ଆବଶ୍ୟକ କୋଡ୍ ସହିତ '''C++''' ଫାଇଲ୍ ଅଛି
+
|ଏଠାରେ ଆବଶ୍ୟକ କୋଡ୍ ସହିତ '''C++''' ଫାଇଲ୍ ଅଛି
 +
 
 
|-
 
|-
| 06:16
+
|06:16
| ଧ୍ୟାନଦିଅନ୍ତୁ ଯେ, C ଫାଇଲ୍ ହେଡର୍ ଠାରୁ ଏହି '''header''' ଭିନ୍ନ ଅଟେ
+
|ଧ୍ୟାନଦିଅନ୍ତୁ ଯେ, C ଫାଇଲ୍ ହେଡର୍ ଠାରୁ ଏହି '''header''' ଭିନ୍ନ ଅଟେ
 +
 
 
|-
 
|-
| 06:20
+
|06:20
| ଆମ ପାଖରେ '''using namespace''' ଷ୍ଟେଟମେଣ୍ଟ ମଧ୍ୟ ଅଛି
+
|ଆମ ପାଖରେ '''using namespace''' ଷ୍ଟେଟମେଣ୍ଟ ମଧ୍ୟ ଅଛି
 +
 
 
|-
 
|-
| 06:24
+
|06:24
| C++ ରେ ଆଉଟପୁଟ୍ ଷ୍ଟେଟମେଣ୍ଟ '''cout''' ବୋଲି ମଧ୍ୟ ଦେଖନ୍ତୁ
+
|C++ ରେ ଆଉଟପୁଟ୍ ଷ୍ଟେଟମେଣ୍ଟ '''cout''' ବୋଲି ମଧ୍ୟ ଦେଖନ୍ତୁ
 +
 
 
|-
 
|-
| 06:28
+
|06:28
| ଏହିସବୁ ପାର୍ଥକ୍ୟ ବ୍ୟତୀତ ଦୁଇଟିଯାକ କୋଡ୍ ବହୁତ ସମାନ
+
|ଏହିସବୁ ପାର୍ଥକ୍ୟ ବ୍ୟତୀତ ଦୁଇଟିଯାକ କୋଡ୍ ବହୁତ ସମାନ
 +
 
 
|-
 
|-
| 06:33
+
|06:33
| '''.cpp''' ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ
+
|'''.cpp''' ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ
 +
 
 
|-
 
|-
| 06:40  
+
|06:40  
| କୋଡ୍ କମ୍ପାଇଲ୍ କରିବା
+
|କୋଡ୍ କମ୍ପାଇଲ୍ କରିବା
 +
 
 
|-
 
|-
| 06:42
+
|06:42
| ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ '''g++ space incrdecr dot cpp space minus o space incr'''. ଏଣ୍ଟର ଦାବନ୍ତୁ
+
|ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ '''g++ space incrdecr dot cpp space minus o space incr'''. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 07:00
+
|07:00
| ଏକଜେକ୍ୟୁଟ୍ କରିବା ପାଇଁ '''./ incr''' (ଡଟ୍ ସ୍ଲାସ୍ incr) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ '''./ incr''' (ଡଟ୍ ସ୍ଲାସ୍ incr) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 07:07
+
|07:07
| ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
+
|ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
 +
 
 
|-
 
|-
| 07:10
+
|07:10
| ଦେଖନ୍ତୁ, ଏହି ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
+
|ଦେଖନ୍ତୁ, ଏହି ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
 +
 
 
|-
 
|-
| 07:15
+
|07:15
| ଆମେ ଏବେ ଟାଇପ୍ କାଷ୍ଟିଙ୍ଗର କନସେପ୍ଟ ବୁଝିବା
+
|ଆମେ ଏବେ ଟାଇପ୍ କାଷ୍ଟିଙ୍ଗର କନସେପ୍ଟ ବୁଝିବା
 +
 
 
|-
 
|-
| 07:17
+
|07:17
| ଏହା '''C''' ଓ '''C++''' ଉଭୟରେ ଏକାପରି ଲାଗୁ ହେବ
+
|ଏହା '''C''' ଓ '''C++''' ଉଭୟରେ ଏକାପରି ଲାଗୁ ହେବ
 +
 
 
|-
 
|-
| 07:22
+
|07:22
| ଗୋଟିଏ ପ୍ରକାରର ଭେରିଏବଲ୍ କୁ ଅନ୍ୟ ପ୍ରକାର ଭେରିଏବଲ୍‍ ଭଳି କାର୍ଯ୍ୟ କରାଇବା ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହୃତ ହୁଏ
+
|ଗୋଟିଏ ପ୍ରକାରର ଭେରିଏବଲ୍ କୁ ଅନ୍ୟ ପ୍ରକାର ଭେରିଏବଲ୍‍ ଭଳି କାର୍ଯ୍ୟ କରାଇବା ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହୃତ ହୁଏ
 +
 
 
|-
 
|-
| 07:27
+
|07:27
| ଟାଇପ୍ କାଷ୍ଟିଙ୍ଗ, ଆପଣ ଚାହୁଁଥିବା ଡାଟା ଟାଇପ୍ କୁ ପାରେନ୍ଥେସିସ୍ ଭିତରେ ଆବଦ୍ଧ କରି କରାଯାଏ
+
|ଟାଇପ୍ କାଷ୍ଟିଙ୍ଗ, ଆପଣ ଚାହୁଁଥିବା ଡାଟା ଟାଇପ୍ କୁ ପାରେନ୍ଥେସିସ୍ ଭିତରେ ଆବଦ୍ଧ କରି କରାଯାଏ
 +
 
 
|-
 
|-
| 07:33
+
|07:33
| ଆପଣ ଚାହୁଁଥିବା କାଷ୍ଟ ଭେରିଏବଲ୍‍ ର ସାମ୍ନାରେ ଏହି କାଷ୍ଟ ରଖାଯାଏ
+
|ଆପଣ ଚାହୁଁଥିବା କାଷ୍ଟ ଭେରିଏବଲ୍‍ ର ସାମ୍ନାରେ ଏହି କାଷ୍ଟ ରଖାଯାଏ
 +
 
 
|-
 
|-
| 07:38
+
|07:38
| ଏହି '''typecast''' କେବଳ ଗୋଟିଏ ସିଙ୍ଗଲ୍ ଅପରେସନ୍ ପାଇଁ ବୈଧ ଅଟେ
+
|ଏହି '''typecast''' କେବଳ ଗୋଟିଏ ସିଙ୍ଗଲ୍ ଅପରେସନ୍ ପାଇଁ ବୈଧ ଅଟେ
 +
 
 
|-
 
|-
| 07:42
+
|07:42
| ଏବେ ଗୋଟିଏ ସିଙ୍ଗଲ୍ ଅପରେସନ ପାଇଁ '''a''' ଏକ '''float''' ଭେରିଏବଲ୍ ଭାବେ କାର୍ଯ୍ୟ କରିବ
+
|ଏବେ ଗୋଟିଏ ସିଙ୍ଗଲ୍ ଅପରେସନ ପାଇଁ '''a''' ଏକ '''float''' ଭେରିଏବଲ୍ ଭାବେ କାର୍ଯ୍ୟ କରିବ
 +
 
 
|-
 
|-
| 07:47
+
|07:47
| ମୁଁ ଏକ ଉଦାହରଣ ତିଆରି କରିସାରିଛି
+
|ମୁଁ ଏକ ଉଦାହରଣ ତିଆରି କରିସାରିଛି
 +
 
 
|-
 
|-
| 07:50
+
|07:50
| ମୁଁ ଏବେ କୋଡ୍ ବର୍ଣ୍ଣନା କରିବି
+
|ମୁଁ ଏବେ କୋଡ୍ ବର୍ଣ୍ଣନା କରିବି
 +
 
 
|-
 
|-
| 07:54
+
|07:54
| ପ୍ରଥମେ, ଭେରିଏବଲ୍ '''a''' ଓ '''b'''କୁ ଇଣ୍ଟିଜର୍ ଭାବେ ଓ '''c'''କୁ ଫ୍ଲୋଟ୍ ଭାବେ ଘୋଷିତ କରିବା
+
|ପ୍ରଥମେ, ଭେରିଏବଲ୍ '''a''' ଓ '''b'''କୁ ଇଣ୍ଟିଜର୍ ଭାବେ ଓ '''c'''କୁ ଫ୍ଲୋଟ୍ ଭାବେ ଘୋଷିତ କରିବା
 +
 
 
|-
 
|-
| 08:00
+
|08:00
| '''a''' କୁ ଭାଲ୍ୟୁ 5 ଦିଆଯାଇଛି. '''b''' କୁ ଭାଲ୍ୟୁ 2 ଦିଆଯାଇଛି
+
|'''a''' କୁ ଭାଲ୍ୟୁ 5 ଦିଆଯାଇଛି. '''b''' କୁ ଭାଲ୍ୟୁ 2 ଦିଆଯାଇଛି
 +
 
 
|-
 
|-
| 08:06
+
|08:06
| '''a''' ଓ '''b''' ଉପରେ ଅପରେସନ ସଂଚାଳନ କରିବା
+
|'''a''' ଓ '''b''' ଉପରେ ଅପରେସନ ସଂଚାଳନ କରିବା
 +
 
 
|-
 
|-
| 08:10
+
|08:10
| '''a''' କୁ '''b''' ଦ୍ୱାରା ଭାଗ କରିବା. ଭାଗଫଳ '''c'''ରେ ଷ୍ଟୋର୍ ହେବ
+
|'''a''' କୁ '''b''' ଦ୍ୱାରା ଭାଗ କରିବା. ଭାଗଫଳ '''c'''ରେ ଷ୍ଟୋର୍ ହେବ
 +
 
 
|-
 
|-
| 08:14
+
|08:14
| ଦଶମିକର ଦୁଇଟି ସ୍ଥାନ ପର୍ଯ୍ୟନ୍ତର ସଠିକତା ସୂଚିତ କରିବା ପାଇଁ ଆମେ '''%.2f''' ବ୍ୟବହାର କରିଛେ
+
|ଦଶମିକର ଦୁଇଟି ସ୍ଥାନ ପର୍ଯ୍ୟନ୍ତର ସଠିକତା ସୂଚିତ କରିବା ପାଇଁ ଆମେ '''%.2f''' ବ୍ୟବହାର କରିଛେ
 +
 
 
|-
 
|-
| 08:20
+
|08:20
| ସମ୍ଭାବ୍ୟ ପରିଣାମ ୨.୫୦ ବଦଳରେ ପ୍ରଦର୍ଶିତ ପରିଣାମ ୨.୦୦ ହେବ
+
|ସମ୍ଭାବ୍ୟ ପରିଣାମ ୨.୫୦ ବଦଳରେ ପ୍ରଦର୍ଶିତ ପରିଣାମ ୨.୦୦ ହେବ
 +
 
 
|-
 
|-
| 08:25
+
|08:25
| ଭିନ୍ନାତ୍ମକ ଭାଗକୁ କାଢ଼ିଦିଆଯାଏ, କାରଣ ଉଭୟ ଅପେରାଣ୍ଡ '''a''' ଓ '''b''' ହେଉଛି ଇଣ୍ଟିଜର୍
+
|ଭିନ୍ନାତ୍ମକ ଭାଗକୁ କାଢ଼ିଦିଆଯାଏ, କାରଣ ଉଭୟ ଅପେରାଣ୍ଡ '''a''' ଓ '''b''' ହେଉଛି ଇଣ୍ଟିଜର୍
 +
 
 
|-
 
|-
| 08:31
+
|08:31
| real division ସମ୍ପାଦନ ପାଇଁ ଗୋଟିଏ ଅପେରାଣ୍ଡରେ ଫ୍ଲୋଟ୍ ପାଇଁ ଟାଇପ୍ କାଷ୍ଟ ହେବ
+
|real division ସମ୍ପାଦନ ପାଇଁ ଗୋଟିଏ ଅପେରାଣ୍ଡରେ ଫ୍ଲୋଟ୍ ପାଇଁ ଟାଇପ୍ କାଷ୍ଟ ହେବ
 +
 
 
|-
 
|-
| 08:35
+
|08:35
| ଏଠାରେ ଫ୍ଲୋଟ୍ ପାଇଁ '''a''' ଟାଇପ୍ କାଷ୍ଟିଙ୍ଗ କରୁଛେ. ଏବେ '''c''' real divisionର ଭାଲ୍ୟୁ ଧରିଛି
+
|ଏଠାରେ ଫ୍ଲୋଟ୍ ପାଇଁ '''a''' ଟାଇପ୍ କାଷ୍ଟିଙ୍ଗ କରୁଛେ. ଏବେ '''c''' real divisionର ଭାଲ୍ୟୁ ଧରିଛି
 +
 
 
|-
 
|-
| 08:41
+
|08:41
| ବର୍ତ୍ତମାନ real divisionର ରେଜଲ୍ଟ ପ୍ରଦର୍ଶିତ ହୁଏ. ସମ୍ଭାବିତ ଉତ୍ତର ହେଉଛି 2.50
+
|ବର୍ତ୍ତମାନ real divisionର ରେଜଲ୍ଟ ପ୍ରଦର୍ଶିତ ହୁଏ. ସମ୍ଭାବିତ ଉତ୍ତର ହେଉଛି 2.50
 +
 
 
|-
 
|-
| 08:47
+
|08:47
| ''' return 0''' ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
+
|''' return 0''' ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
 +
 
 
|-
 
|-
| 08:51
+
|08:51
|   '''Save''' କ୍ଲିକ୍ କରନ୍ତୁ. '''.c''' (ଡଟ୍ c) ଏକ୍ସଟେନ୍ସନ ସହିତ ଫାଇଲ୍ ସେଭ୍ କରନ୍ତୁ
+
|'''Save''' କ୍ଲିକ୍ କରନ୍ତୁ. '''.c''' (ଡଟ୍ c) ଏକ୍ସଟେନ୍ସନ ସହିତ ଫାଇଲ୍ ସେଭ୍ କରନ୍ତୁ
 +
 
 
|-
 
|-
| 08:55
+
|08:55
| ମୁଁ ମୋ ଫାଇଲ୍ କୁ '''typecast.c''' ନାମରେ ସେଭ୍ କରିଛି
+
|ମୁଁ ମୋ ଫାଇଲ୍ କୁ '''typecast.c''' ନାମରେ ସେଭ୍ କରିଛି
 +
 
 
|-
 
|-
| 08:59
+
|08:59
| ଟର୍ମିନାଲ୍ ଖୋଲନ୍ତୁ
+
|ଟର୍ମିନାଲ୍ ଖୋଲନ୍ତୁ
 +
 
 
|-
 
|-
| 09:01
+
|09:01
| କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ '''gcc space typecast dot c space minus o space type''' ଓ ଏଣ୍ଟର ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ '''gcc space typecast dot c space minus o space type''' ଓ ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 09:17
+
|09:17
| ଏକଜେକ୍ୟୁଟ୍ କରିବା ପାଇଁ '''./type''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ '''./type''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 09:25
+
|09:25
| ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହୁଏ
+
|ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହୁଏ
 +
 
 
|-
 
|-
| 09:27
+
|09:27
| ଦୁଇଟି ଭାଲ୍ୟୁକୁ ଦେଖି ଆମେ ଟାଇପ୍ କାଷ୍ଟିଙ୍ଗର ପ୍ରଭାବ ଦେଖିବା
+
|ଦୁଇଟି ଭାଲ୍ୟୁକୁ ଦେଖି ଆମେ ଟାଇପ୍ କାଷ୍ଟିଙ୍ଗର ପ୍ରଭାବ ଦେଖିବା
 +
 
 
|-
 
|-
| 09:32
+
|09:32
| ଟ୍ୟୁଟୋରିଆଲ୍କୁ ସାରାଂଶିତ କରିବା
+
|ଟ୍ୟୁଟୋରିଆଲ୍କୁ ସାରାଂଶିତ କରିବା
 +
 
 
|-
 
|-
| 09:34
+
|09:34
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
 +
 
 
|-
 
|-
| 09:36
+
|09:36
| increment ଓ decrement ଅପରେଟର୍ସ କିପରି ବ୍ୟବହାର କରାଯାଏ
+
|increment ଓ decrement ଅପରେଟର୍ସ କିପରି ବ୍ୟବହାର କରାଯାଏ
 +
 
 
|-
 
|-
| 09:40
+
|09:40
| Postfix  ଓ Prefix ଗଠନ ବିଷୟରେ ମଧ୍ୟ ଜାଣିଲେ
+
|Postfix  ଓ Prefix ଗଠନ ବିଷୟରେ ମଧ୍ୟ ଜାଣିଲେ
 +
 
 
|-
 
|-
| 09:44
+
|09:44
| ଟାଇପ୍କାଷ୍ଟିଙ୍ଗ ଓ ତାହାର ବ୍ୟବହାର ବିଷୟରେ ମଧ୍ୟ ଶିଖିଲେ
+
|ଟାଇପ୍କାଷ୍ଟିଙ୍ଗ ଓ ତାହାର ବ୍ୟବହାର ବିଷୟରେ ମଧ୍ୟ ଶିଖିଲେ
 +
 
 
|-
 
|-
| 09:47
+
|09:47
| ଏକ ଆସାଇନମେଣ୍ଟ ଭାବେ:
+
|ଏକ ଆସାଇନମେଣ୍ଟ ଭାବେ:
 +
 
 
|-
 
|-
| 09:49
+
|09:49
| ନିମ୍ନ ଏକ୍ସପ୍ରେସନ୍ ର ସମାଧାନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ: a divided by b plus c divided by d
+
|ନିମ୍ନ ଏକ୍ସପ୍ରେସନ୍ ର ସମାଧାନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ: a divided by b plus c divided by d
 +
 
 
|-
 
|-
| 09:56
+
|09:56
| '''a, b, c''' ଓ '''d'''ର ଭାଲ୍ୟୁକୁ ଇନପୁଟ୍ ଭାବେ ୟୁଜର୍ ଠାରୁ ନିଆଯାଇଛି
+
|'''a, b, c''' ଓ '''d'''ର ଭାଲ୍ୟୁକୁ ଇନପୁଟ୍ ଭାବେ ୟୁଜର୍ ଠାରୁ ନିଆଯାଇଛି
 +
 
 
|-
 
|-
| 10:01
+
|10:01
| real division ସମ୍ପାଦନ ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହାର କରନ୍ତୁ
+
|real division ସମ୍ପାଦନ ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହାର କରନ୍ତୁ
 +
 
 
|-  
 
|-  
|   10:05
+
|10:05
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 10:08
+
|10:08
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 10:10
+
|10:10
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 10:15
+
|10:15
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 10:17
+
|10:17
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 10:20
+
|10:20
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 10:24
+
|10:24
|   ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 10:33
+
|10:33
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 10:37
+
|10:37
|   ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 10:44
+
|10:44
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
|-
+
|  10:55
+
|  ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
  
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|-
 +
|10:55
 +
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 12:37, 3 April 2017

Time Narration
00:01 C ଓ C++ରେ Increment ଏବଂ Decrement ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 Increment ଓ Decrement ଅପରେଟର୍ସ
00:12 '++' ଯେପରି a++ ଯାହା ହେଉଛି ପୋଷ୍ଟଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
00:18 ++a ଯାହା ହେଉଛି ପ୍ରିଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
00:22 '--' ଯେପରି a-- ହେଉଛି ପୋଷ୍ଟଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
00:27 --a ହେଉଛି ପ୍ରିଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
00:31 ଆମେ ଟାଇପକାଷ୍ଟିଙ୍ଗ ବିଷୟରେ ମଧ୍ୟ ଶିଖିବା
00:35 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛିଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10
00:40 ଉବୁଣ୍ଟୁରେ gccg++ Compiler ଭର୍ସନ୍ 4.6.1
00:48 ++ ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ବୃଦ୍ଧି କରେ
00:54 a = a + 1 ସହିତ a++++a ସମାନ
01:00 -- ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ହ୍ରାସ କରେ
01:06 a = a - 1 ସହିତ a----a ସମାନ
01:13 ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ increment ଓ decrement ର ବ୍ୟବହାର ବୁଝାଇବି
01:19 ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି, ତେବେ କୋଡ୍ ବର୍ଣ୍ଣନା କରିବି
01:25 Cରେ increment ଓ decrement ଅପରେଟର୍ ପାଇଁ ଆମ ପାଖରେ କୋଡ୍ ଅଛି
01:30 ମୁଁ ଏକ ଇଣ୍ଟିଜର୍ ଭେରିଏବଲ୍ a ନେଇଛି, ଯାହାର 1 ଭାଲ୍ୟୁ ରହିଛି
01:35 ଏହିପରି ଆମେ aର ଭାଲ୍ୟୁରେ ପରିବର୍ତ୍ତନକୁ ଦେଖିବାରେ ସକ୍ଷମ ହୋଇପାରିବା
01:39 ଅପରେଟର୍ସର କାର୍ଯ୍ୟ ବିଷୟରେ ଏହା ଆମକୁ ଉତ୍ତମ ଧାରଣା ଦେବ
01:47 postfix ଇନକ୍ରିମେଣ୍ଟ ଅପରେଟର୍ କିପରି କାର୍ଯ୍ୟ କରେ, ଆସନ୍ତୁ ଦେଖିବା
01:51 ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 1
01:55 ଏହା ଭାଲ୍ୟୁ ବଦଳାଇବନାହିଁ
01:57 ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପରେ postfix ଅପରେସନ୍ ସଂଘଟିତ ହୁଏ
02:04 ଯଦି a++ ଏକ ଅପରେଶନ୍ କାର୍ଯ୍ୟାନ୍ୱିତ ହୁଏ, ତେବେ ଏହା aର ସାମ୍ପ୍ରତିକ ଭାଲ୍ୟୁ ଉପରେ କରାଯାଏ
02:10 ତାହାପରେ aର ଭାଲ୍ୟୁରେ ବୃଦ୍ଧି କରାଯାଏ
02:17 ଏବେ ଯଦି ଏଠାରେ ଆମେ aର ଭାଲ୍ୟୁ ଦେଖିବା, ତେବେ ଏଥିରେ 1 ର ବୃଦ୍ଧି ହୋଇଛି
02:27 ପୁନଃ ପରିବର୍ତ୍ତନ ପ୍ରଦର୍ଶନ କରିବା ପାଇଁ ଆମେ 'a' କୁ 1 ମାନିନେବା
02:35 ଏବେ ଆମେ prefix increment operatorsକୁ ଫେରିବା
02:38 ଏହି printf ଷ୍ଟେଟମେଣ୍ଟ, ସ୍କ୍ରିନ୍ ରେ 2 ପ୍ରିଣ୍ଟ କରେ
02:42 ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
02:49 ତେଣୁ, 'a'ର ଭାଲ୍ୟୁ ପ୍ରଥମେ 1 ଦ୍ୱାରା ବୃଦ୍ଧି ହୁଏ ଓ ଏହାପରେ ପ୍ରିଣ୍ଟ କରାଯାଏ
02:58 ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦେଖିବା ପାଇଁ ଆମେ ପୁଣିଥରେ 'a'ର ଭାଲ୍ୟୁ ପ୍ରିଣ୍ଟ କରିବା
03:03 ଏବେ, ଏହି କୋଡ୍ ଏକଜେକ୍ୟୁଟ୍ କରି ଯାଞ୍ଚ କରିବା
03:07 ମୁଁ ନିମ୍ନ ଲାଇନ୍ସ ଉପରେ କମେଣ୍ଟ ଦେବି, ଟାଇପ୍ କରନ୍ତୁ /*, */
03:19 ସେଭ୍ ରେ କ୍ଲିକ୍ କରନ୍ତୁ
03:22 ମୁଁ ମୋ ଫାଇଲ୍ କୁ incrdecr.c ନାମରେ ସେଭ୍ କରିଛି
03:29 ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
03:35 କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କରନ୍ତୁ gcc space incrdecr dot c space minus o space incr. ଏଣ୍ଟର ଦାବନ୍ତୁ
03:51 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./incr (ଡଟ୍ ସ୍ଲାସ୍ ଆଇଏନ୍ସିଆର୍) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
03:59 ସ୍କ୍ରିନ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ ହେବ
04:01 a++ ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
04:06 ++a ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
04:09 ଆମେ, ପୂର୍ବ ଆଲୋଚିତ ପରି ସମାନ ରେଜଲ୍ଟ ପାଇବା
04:13 ଏବେ ଅବଶିଷ୍ଟ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
04:16 ମୁଁ ଏବେ postfix ଓ prefix decrement ଅପରେଟର୍ସ ବର୍ଣ୍ଣନା କରିବି
04:21 ଏଠାରୁ ଓ ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
04:29 ଏବେ ଆମେ ପୁଣିଥରେ a କୁ 1 ଭାଲ୍ୟୁ ଦେବା
04:35 ଏହି printf ଷ୍ଟେଟମେଣ୍ଟ ପୂର୍ବ ବର୍ଣ୍ଣିତ ଭଳି 1ର ଭାଲ୍ୟୁ ଆଉଟପୁଟ୍ ଦେବ
04:40 a-- ମୂଲ୍ୟାଙ୍କିତ ହେବା ପରେ aର ଭାଲ୍ୟୁରେ ୧ର ହ୍ରାସ ହେବ, ଯେହେତୁ ଏହା ହେଉଛି ଏକ ପୋଷ୍ଟଫିକ୍ସ ଏକ୍ସପ୍ରେସନ୍
04:47 ପରବର୍ତ୍ତୀ ଷ୍ଟେଟମେଣ୍ଟ aର ଭାଲ୍ୟୁକୁ o ରୂପେ ପ୍ରିଣ୍ଟ କରିବ
04:51 aର ଭାଲ୍ୟୁ 1 ହ୍ରାସ ପାଇଯାଇଛି
04:54 ଏବେ ଆମ ପାଖରେ prefix decrement operator ଅଛି
04:58 ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ 0 ହେବ
05:00 ଯେହେତୁ ଏହା ଏକ prefix ଅପରେସନ୍ ଅଟେ
05:05 ଅପରାଣ୍ଡର ମୂଲ୍ୟାଙ୍କନ ହେବା ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
05:09 ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 0
05:11 aର ଭାଲ୍ୟୁରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ
05:15 return 0 ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
05:21 ସେଭ୍ ରେ କ୍ଲିକ୍ କରନ୍ତୁ
05:24 ଟର୍ମିନାଲ୍ କୁ ଫେରିଆସନ୍ତୁ
05:27 କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ରେ ଟାଇପ୍ କରନ୍ତୁ gcc space incrdecr dot c space minus o space incr. ଏଣ୍ଟର ଦାବନ୍ତୁ
05:42 ଏକଜେକ୍ୟୁଟ୍ କରିବା ପାଇଁ ./incr ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
05:52 ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ a-- ପ୍ରିଣ୍ଟ କରିବେ
05:56 ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ --a ପ୍ରିଣ୍ଟ କରିବେ
05:59 ଏବେ, ଆମେ ଦେଖୁ , increment ଓ decrement ଅପରେଟର୍ କିପରି କାମ କରେ
06:05 ଯଦି ଆମେ ଏହି ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛେ
06:07 ମୁଁ ଉପରୋକ୍ତ C କୋଡ୍ରେ କିଛି ପରିବର୍ତ୍ତନ କରିପାରିବି
06:10 ଏଡିଟର୍ କୁ ଫେରିଯିବା
06:13 ଏଠାରେ ଆବଶ୍ୟକ କୋଡ୍ ସହିତ C++ ଫାଇଲ୍ ଅଛି
06:16 ଧ୍ୟାନଦିଅନ୍ତୁ ଯେ, C ଫାଇଲ୍ ହେଡର୍ ଠାରୁ ଏହି header ଭିନ୍ନ ଅଟେ
06:20 ଆମ ପାଖରେ using namespace ଷ୍ଟେଟମେଣ୍ଟ ମଧ୍ୟ ଅଛି
06:24 C++ ରେ ଆଉଟପୁଟ୍ ଷ୍ଟେଟମେଣ୍ଟ cout ବୋଲି ମଧ୍ୟ ଦେଖନ୍ତୁ
06:28 ଏହିସବୁ ପାର୍ଥକ୍ୟ ବ୍ୟତୀତ ଦୁଇଟିଯାକ କୋଡ୍ ବହୁତ ସମାନ
06:33 .cpp ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ
06:40 କୋଡ୍ କମ୍ପାଇଲ୍ କରିବା
06:42 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ g++ space incrdecr dot cpp space minus o space incr. ଏଣ୍ଟର ଦାବନ୍ତୁ
07:00 ଏକଜେକ୍ୟୁଟ୍ କରିବା ପାଇଁ ./ incr (ଡଟ୍ ସ୍ଲାସ୍ incr) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
07:07 ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
07:10 ଦେଖନ୍ତୁ, ଏହି ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
07:15 ଆମେ ଏବେ ଟାଇପ୍ କାଷ୍ଟିଙ୍ଗର କନସେପ୍ଟ ବୁଝିବା
07:17 ଏହା CC++ ଉଭୟରେ ଏକାପରି ଲାଗୁ ହେବ
07:22 ଗୋଟିଏ ପ୍ରକାରର ଭେରିଏବଲ୍ କୁ ଅନ୍ୟ ପ୍ରକାର ଭେରିଏବଲ୍‍ ଭଳି କାର୍ଯ୍ୟ କରାଇବା ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହୃତ ହୁଏ
07:27 ଟାଇପ୍ କାଷ୍ଟିଙ୍ଗ, ଆପଣ ଚାହୁଁଥିବା ଡାଟା ଟାଇପ୍ କୁ ପାରେନ୍ଥେସିସ୍ ଭିତରେ ଆବଦ୍ଧ କରି କରାଯାଏ
07:33 ଆପଣ ଚାହୁଁଥିବା କାଷ୍ଟ ଭେରିଏବଲ୍‍ ର ସାମ୍ନାରେ ଏହି କାଷ୍ଟ ରଖାଯାଏ
07:38 ଏହି typecast କେବଳ ଗୋଟିଏ ସିଙ୍ଗଲ୍ ଅପରେସନ୍ ପାଇଁ ବୈଧ ଅଟେ
07:42 ଏବେ ଗୋଟିଏ ସିଙ୍ଗଲ୍ ଅପରେସନ ପାଇଁ a ଏକ float ଭେରିଏବଲ୍ ଭାବେ କାର୍ଯ୍ୟ କରିବ
07:47 ମୁଁ ଏକ ଉଦାହରଣ ତିଆରି କରିସାରିଛି
07:50 ମୁଁ ଏବେ କୋଡ୍ ବର୍ଣ୍ଣନା କରିବି
07:54 ପ୍ରଥମେ, ଭେରିଏବଲ୍ abକୁ ଇଣ୍ଟିଜର୍ ଭାବେ ଓ cକୁ ଫ୍ଲୋଟ୍ ଭାବେ ଘୋଷିତ କରିବା
08:00 a କୁ ଭାଲ୍ୟୁ 5 ଦିଆଯାଇଛି. b କୁ ଭାଲ୍ୟୁ 2 ଦିଆଯାଇଛି
08:06 ab ଉପରେ ଅପରେସନ ସଂଚାଳନ କରିବା
08:10 a କୁ b ଦ୍ୱାରା ଭାଗ କରିବା. ଭାଗଫଳ cରେ ଷ୍ଟୋର୍ ହେବ
08:14 ଦଶମିକର ଦୁଇଟି ସ୍ଥାନ ପର୍ଯ୍ୟନ୍ତର ସଠିକତା ସୂଚିତ କରିବା ପାଇଁ ଆମେ %.2f ବ୍ୟବହାର କରିଛେ
08:20 ସମ୍ଭାବ୍ୟ ପରିଣାମ ୨.୫୦ ବଦଳରେ ପ୍ରଦର୍ଶିତ ପରିଣାମ ୨.୦୦ ହେବ
08:25 ଭିନ୍ନାତ୍ମକ ଭାଗକୁ କାଢ଼ିଦିଆଯାଏ, କାରଣ ଉଭୟ ଅପେରାଣ୍ଡ ab ହେଉଛି ଇଣ୍ଟିଜର୍
08:31 real division ସମ୍ପାଦନ ପାଇଁ ଗୋଟିଏ ଅପେରାଣ୍ଡରେ ଫ୍ଲୋଟ୍ ପାଇଁ ଟାଇପ୍ କାଷ୍ଟ ହେବ
08:35 ଏଠାରେ ଫ୍ଲୋଟ୍ ପାଇଁ a ଟାଇପ୍ କାଷ୍ଟିଙ୍ଗ କରୁଛେ. ଏବେ c real divisionର ଭାଲ୍ୟୁ ଧରିଛି
08:41 ବର୍ତ୍ତମାନ real divisionର ରେଜଲ୍ଟ ପ୍ରଦର୍ଶିତ ହୁଏ. ସମ୍ଭାବିତ ଉତ୍ତର ହେଉଛି 2.50
08:47 return 0 ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
08:51 Save କ୍ଲିକ୍ କରନ୍ତୁ. .c (ଡଟ୍ c) ଏକ୍ସଟେନ୍ସନ ସହିତ ଫାଇଲ୍ ସେଭ୍ କରନ୍ତୁ
08:55 ମୁଁ ମୋ ଫାଇଲ୍ କୁ typecast.c ନାମରେ ସେଭ୍ କରିଛି
08:59 ଟର୍ମିନାଲ୍ ଖୋଲନ୍ତୁ
09:01 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ gcc space typecast dot c space minus o space type ଓ ଏଣ୍ଟର ଦାବନ୍ତୁ
09:17 ଏକଜେକ୍ୟୁଟ୍ କରିବା ପାଇଁ ./type ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
09:25 ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହୁଏ
09:27 ଦୁଇଟି ଭାଲ୍ୟୁକୁ ଦେଖି ଆମେ ଟାଇପ୍ କାଷ୍ଟିଙ୍ଗର ପ୍ରଭାବ ଦେଖିବା
09:32 ଟ୍ୟୁଟୋରିଆଲ୍କୁ ସାରାଂଶିତ କରିବା
09:34 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
09:36 increment ଓ decrement ଅପରେଟର୍ସ କିପରି ବ୍ୟବହାର କରାଯାଏ
09:40 Postfix ଓ Prefix ଗଠନ ବିଷୟରେ ମଧ୍ୟ ଜାଣିଲେ
09:44 ଟାଇପ୍କାଷ୍ଟିଙ୍ଗ ଓ ତାହାର ବ୍ୟବହାର ବିଷୟରେ ମଧ୍ୟ ଶିଖିଲେ
09:47 ଏକ ଆସାଇନମେଣ୍ଟ ଭାବେ:
09:49 ନିମ୍ନ ଏକ୍ସପ୍ରେସନ୍ ର ସମାଧାନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ: a divided by b plus c divided by d
09:56 a, b, cdର ଭାଲ୍ୟୁକୁ ଇନପୁଟ୍ ଭାବେ ୟୁଜର୍ ଠାରୁ ନିଆଯାଇଛି
10:01 real division ସମ୍ପାଦନ ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହାର କରନ୍ତୁ
10:05 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:08 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:10 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:17 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:20 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:24 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:44 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:55 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep