Difference between revisions of "Drupal/C3/Menu-and-Endpoints/Oriya"

From Script | Spoken-Tutorial
Jump to: navigation, search
Line 11: Line 11:
 
|-
 
|-
 
|00:15
 
|00:15
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
+
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
Drupal 8 ଓ
+
Firefox ୱେବ୍ ବ୍ରାଉଜର୍
+
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
 
|-
 
|-
 
|00:29
 
|00:29
Line 30: Line 26:
 
|-
 
|-
 
|01:02
 
|01:02
| ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ.  
+
| ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ. ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
+
 
|-
 
|-
 
|01:19
 
|01:19
Line 79: Line 74:
 
|-
 
|-
 
|03:17
 
|03:17
| ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି.  
+
| ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି. Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
+
 
|-
 
|-
 
|03:27
 
|03:27
Line 110: Line 104:
 
|-
 
|-
 
|04:38
 
|04:38
| ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ.   
+
| ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ.  ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ  
ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ  
+
 
|-
 
|-
 
|04:49
 
|04:49
Line 120: Line 113:
 
|-
 
|-
 
|05:04
 
|05:04
| ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ.  
+
| ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ. ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
+
 
|-
 
|-
 
|05:18
 
|05:18
Line 148: Line 140:
 
|-
 
|-
 
|06:41
 
|06:41
| Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ:  
+
| Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ: ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ  
+
ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
+
 
|-
 
|-
 
|06:52
 
|06:52
|Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ
+
|Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
+
 
|-
 
|-
 
|07:07
 
|07:07
Line 160: Line 149:
 
|-
 
|-
 
|07:12
 
|07:12
| Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି.  
+
| Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି. ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
+
 
|-
 
|-
 
|07:26
 
|07:26
| ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି.  
+
| ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି. Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
+
 
|-
 
|-
 
|07:38
 
|07:38
| ସଂକ୍ଷିପ୍ତରେ -  
+
| ସଂକ୍ଷିପ୍ତରେ - Pathauto ଓ Token Modules ସହିତ ଆମେ URL Patterns ସେଟ୍ କରିପାରିବା
Pathauto ଓ Token Modules ସହିତ ଆମେ
+
URL Patterns ସେଟ୍ କରିପାରିବା
+
 
|-
 
|-
 
|07:46
 
|07:46
Line 191: Line 176:
 
|-
 
|-
 
|08:21
 
|08:21
| ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ.  
+
| ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ. ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
+
 
|-
 
|-
 
|08:31
 
|08:31
Line 207: Line 191:
 
|-
 
|-
 
|08:56
 
|08:56
| ଏବେ, ଆମ ପାଖରେ Events ଓ Upcoming Events ଅଛି.  
+
| ଏବେ, ଆମ ପାଖରେ Events ଓ Upcoming Events ଅଛି. Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
+
 
|-
 
|-
 
|09:07
 
|09:07
Line 226: Line 209:
 
|-
 
|-
 
|09:32
 
|09:32
| ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା.  
+
| ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା. Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
+
 
|-
 
|-
 
|09:44
 
|09:44
Line 245: Line 227:
 
|-
 
|-
 
|10:17
 
|10:17
| ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.  
+
| ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
+
 
|-
 
|-
 
|10:28
 
|10:28
Line 258: Line 239:
 
|-
 
|-
 
|10:56
 
|10:56
| ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ.  
+
| ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ. କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
+
 
|-
 
|-
 
|11:08
 
|11:08
Line 268: Line 248:
 
|-
 
|-
 
|11:21
 
|11:21
| ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ.  
+
| ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ. ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
+
 
|-
 
|-
 
|11:34
 
|11:34
Line 275: Line 254:
 
|-
 
|-
 
|11:38
 
|11:38
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,  
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, URL Patterns ସେଟ୍ କରିବା Menu management
URL Patterns ସେଟ୍ କରିବା
+
Menu management
+
 
|-
 
|-
 
|11:59
 
|11:59

Revision as of 17:21, 14 October 2016

Time Narration
00:01 Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ URL Patterns ସେଟ୍ କରିବା ବିଷୟରେ ଶିଖିବା. ଆମେ Menu Management ବିଷୟରେ ମଧ୍ୟ ଶିଖିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ଏହି ଟ୍ୟୁଟୋରିଆଲରେ ଆମେ, ଆମ ୱେବ୍ ସାଇଟ୍ ପାଇଁ ସଟିକ୍ URL Paths କ୍ରିଏଟ୍ କରିବାର ପ୍ରକ୍ରିୟା ବିଷୟରେ କଥା ହେବା
00:36 Endpoints ଓ Aliases - Endpoints ହେଉଛି URL Paths, ଯାହା ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପ୍ରଦର୍ଶିତ କରେ
00:45 ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id]
00:53 ଏହାକୁ ଗୋଟିଏ ସର୍ଭର୍ କୁ ପଠାଇଲେ, ତାହା Nodeର କଣ୍ଟେଣ୍ଟ ପ୍ରଦର୍ଶିତ କରିବ. IDରେ ଥିବା ଏକ ସଂଖ୍ୟା, ମନୁଷ୍ୟ ପଠନଯୋଗ୍ୟ ନୁହେଁ
01:02 ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ. ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
01:19 ସେହି କଣ୍ଟେଣ୍ଟ ପାଇଁ Alias ହେଉଛି ଏକ ଅବିକଳ୍ପ URL Path. ସେହି କଣ୍ଟେଣ୍ଟ ପ୍ରଦର୍ଶିତ କରିବା ପାଇଁ ଆମେ ମୂଳ କିମ୍ୱା ଅନେକ Aliases ମଧ୍ୟରୁ ଗୋଟିଏର ବ୍ୟବହାର କରିପାରିବା
01:34 ଉଦାହରଣସ୍ୱରୂପ, Node/278162 ଓ content/drupal-camp-mumbai-2015
01:47 ଉଭୟ ସମାନ କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତି. ଦ୍ୱିତୀୟଟି ମନେରଖିବାକୁ ସହଜ
01:54 ଏବେ ଚାଲନ୍ତୁ URL Patterns କ୍ରିଏଟ୍ କରିବା, ଯାହା ଆମ ପାଖରେ ଥିବା ସମସ୍ତ କଣ୍ଟେଣ୍ଟ ସହିତ ଲାଗୁ ହେବ
01:59 URL Paths ସେଟ୍ କରିବାକୁ ତିନୋଟି Modules ଦରକାର
02:04 ସେହି ତିନୋଟି Modules ହେଉଛି Pathauto, Token ଓ CToools
02:13 ଦୟାକରି ଆପଣଙ୍କ ମେସିନ୍ ରେ Pathauto ଇନଷ୍ଟଲ୍ କରନ୍ତୁ
02:18 Pathauto ପ୍ରୋଜେକ୍ଟ ପେଜ୍ କୁ ଫେରିଆସନ୍ତୁ. ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ, Pathauto, Token ଓ CTools ଆବଶ୍ୟକ କରେ
02:27 Token ଓ CTools ଇନଷ୍ଟଲ୍ କରନ୍ତୁ. ଏହି Moduleଗୁଡ଼ିକ ଇନଷ୍ଟଲ୍ କରିସାରିବା ପରେ, ସେଗୁଡ଼ିକୁ ON କରନ୍ତୁ
02:37 ଥରେ ଆମେ ତାହା କରିସାରିବା ପରେ, ଆମେ ଆଗକୁ ବଢ଼ିବାକୁ ପ୍ରସ୍ତୁତ
02:40 Configuration ଉପରେ କ୍ଲିକ୍ କରନ୍ତୁ. ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ
02:52 ଡିଫଲ୍ଟ ଭାବରେ, କୌଣସି URL Aliases ଉପଲବ୍ଧ ନାହିଁ
02:58 Patterns ଟାବ୍ ଉପରେ କ୍ଲିକ୍ କରନ୍ତୁ. Add Pathauto Pattern ବଟନ୍ ଉପରେ କ୍ଲିକ୍ କରନ୍ତୁ
03:05 Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
03:09 ଏଠାରେ ଆମେ, Forum, Content, Taxonomy Term ଓ User ପାଇଁ ପୃଥକ ପାଟର୍ନ୍ସ କ୍ରିଏଟ୍ କରିପାରିବା
03:17 ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି. Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
03:27 ଟେମ୍ପଲେଟ୍ ଭେରିଏବଲ୍ସକୁ Tokens କୁହାଯାଏ. ସେଗୁଡ଼ିକ ପ୍ରତ୍ୟେକ Entity ପାଇଁ ଜେନେରେଟ୍ ହୋଇଥାଏ
03:36 ଏହି ଭେରିଏବଲଗୁଡ଼ିକୁ Token Module ପ୍ରଦାନ କରିଥାଏ. ଯେକୌଣସି Input Formରେ ଯେତେବେଳେ ଆପଣ Browse Available Tokens ଦେଖିବେ, ତେବେ ପ୍ରାକ୍-ପରିଭାଷିତ Tokens ପ୍ରବିଷ୍ଟ କରିପାରିବେ
03:49 Token ପ୍ରବେଶ କରାଇବାକୁ ଚାହୁଁଥିବା ସ୍ଥାନରେ Path Pattern ବକ୍ସରେ କ୍ଲିକ୍ କରନ୍ତୁ
03:55 ଟାଇପ୍ କରନ୍ତୁ Content/. ତା’ପରେ Browse Available Tokens ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
04:02 Available Tokens ଦେଖାଇବା ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ
04:07 ମନେକରନ୍ତୁ, ଆମେ Content/[Title of the Page] ପରି ପାଟର୍ନ ଚାହୁଁଛେ, ପେଜ୍ ର Title ପାଇଁ Token, Nodes ସେକ୍ସନ୍ ଅନ୍ତର୍ଗତ ଅଛି
04:18 Nodes ସେକ୍ସନ୍ ର ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ
04:23 Token [Node:Title] ଚୟନ କରନ୍ତୁ, ଯାହା ପେଜ୍ ର Title ଦ୍ୱାରା ସ୍ଥାନାନ୍ତରିତ କରାଯିବ
04:32 ଏହା, Form ବକ୍ସରେ କର୍ସର୍ ଲୋକେଶନଠାରେ [Node:Title] ପ୍ରବେଶ କରାଇବ
04:38 ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ. ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ
04:49 Content Type ଅନ୍ତର୍ଗତ, କେଉଁ Entity Typeରେ ଏହି ପାଟର୍ନ ଲାଗୁ ହେବା ଉଚିତ, ତାହା ଆମେ ସିଲେକ୍ଟ କରିପାରିବା
04:56 ସମସ୍ତ Types ସିଲେକ୍ଟ କରନ୍ତୁ, ଯେଉଁଥିରୁ ସେଗୁଡ଼ିକ ସବୁ ପାଇଁ ଏହି ପାଟର୍ନ ଡିଫଲ୍ଟ ହେବ
05:04 ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ. ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
05:18 Label ଫିଲ୍ଡରେ, ଟାଇପ୍ କରନ୍ତୁ Content Type. ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, କ୍ରିଏଟ୍ କରିଥିବା ନୂଆ ପାଟର୍ନ ଯାଞ୍ଚ କରିପାରିବା
05:31 ସମସ୍ତ ନୂଆ ଭାବେ ଆଡ୍ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases ଜେନେରେଟ୍ କରିବାକୁ ଏହି ପାଟର୍ନ ଲାଗୁ ହେବ. କିନ୍ତୁ ଏହା, ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases କ୍ରିଏଟ୍ କରିବ ନାହିଁ
05:45 ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ ଏହାକୁ ଲାଗୁ କରିବାକୁ, Bulk Generate ଟାବ୍ ଉପରେ କ୍ଲିକ୍ କରନ୍ତୁ. Content Type ସିଲେକ୍ଟ କରି Update ବଟନ୍ ଉପରେ କ୍ଲିକ୍ କରନ୍ତୁ
05:58 ଏହା, URL Aliases ଜେନେରେଟ୍ କରିବା ଆରମ୍ଭ କରିବ. ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ଉପରେ ନିର୍ଭର କରି ଏହା କିଛି ସମୟ ନେଇପାରେ
06:08 ଏବେ, List ଟାବ୍ ଉପରେ କ୍ଲିକ୍ କରନ୍ତୁ. ଆମେ, ଆମର କଣ୍ଟେଣ୍ଟ ପାଇଁ URL Aliases ଦେଖିପାରିବା
06:15 ଆମ ସାଇଟ୍ ର ପ୍ରତ୍ୟେକ Nodeର /Node/NodeID ସିଷ୍ଟମ୍ ପାଥ୍ ଅଛି
06:24 ପ୍ରଥମ Alias କଲମ୍ ରେ ନୂଆ ଭାବେ ଜେନେରେଟ୍ ହୋଇଥିବା URL Alias ଅଛି
06:30 ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି. ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ
06:41 Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ: ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
06:52 Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
07:07 ସମୟ ଦ୍ୱାରା ଶ୍ରେଣୀଭୂକ୍ତ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ Date Tokens ବ୍ୟବହାର କରନ୍ତୁ
07:12 Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି. ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
07:26 ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି. Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
07:38 ସଂକ୍ଷିପ୍ତରେ - Pathauto ଓ Token Modules ସହିତ ଆମେ URL Patterns ସେଟ୍ କରିପାରିବା
07:46 ଯେକୌଣସି ସମୟରେ Aliases ଓ Bulk Generate Aliases ଡିଲିଟ୍ କରିପାରିବା
07:52 ଏବେ ପରଠାରୁ, ପ୍ରତ୍ୟେକ ନୂଆ Node, ଆମେ ସ୍ଥାପିତ କରିଥିବା Patterns ବ୍ୟବହାର କରିବେ
07:59 ଚାଲନ୍ତୁ ଏବେ ଆମେ Menus ବିଷୟରେ କଥା ହେବା
08:03 ଆମେ, ଆମ ସାଇଟ୍ ରେ ଯାଦୃଚ୍ଛିକ ଭାବେ Menus ଆଡ୍ କରୁଛୁ, ଅଧିକାଂଶ, Views ଓ ବେସିକ୍ ପେଜ୍ ଉପରେ ଭିତ୍ତି କରି
08:10 ମେନୁ ସିଷ୍ଟମ୍ କୁ କିପରି ଆମେ ମ୍ୟାନେଜ୍ କରିପାରିବା, ଚାଲନ୍ତୁ ଏବେ ଦେଖିବା
08:15 Structureକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ ଓ Menus ଉପରେ କ୍ଲିକ୍ କରନ୍ତୁ
08:21 ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ. ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
08:31 ଆମେ, Main Navigation Menuରେ ବିଶେଷ ଆଗ୍ରହୀ. ତେଣୁ, Edit Menu ଉପରେ କ୍ଲିକ୍ କରନ୍ତୁ
08:38 ଆମର ମେନୁ ଲିଙ୍କ୍ସକୁ ଏଠାରେ ଆମେ କ୍ଲିକ୍, ଡ୍ରାଗ୍ ଓ ପୁନଃବ୍ୟବସ୍ଥିତ କରିବାକୁ ସକ୍ଷମ ହେବା
08:44 ଚାଲନ୍ତୁ, Home ଓ Upcoming Eventsକୁ ଉପରକୁ ଡ୍ରାଗ୍ କରିବା
08:49 ନିଜ ଇଚ୍ଛାନୁସାରେ ଆପଣ ଏହାକୁ ପୁନଃବ୍ୟବସ୍ଥିତ କରିପାରିବେ. ହୋଇଗଲା ପରେ Save କ୍ଲିକ୍ କରନ୍ତୁ
08:56 ଏବେ, ଆମ ପାଖରେ Events ଓ Upcoming Events ଅଛି. Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
09:07 ଏହା ଏକ Sub-Menu କ୍ରିଏଟ୍ କରିବ
09:10 ତାହା ବହୁତ ସରଳ. Save କ୍ଲିକ୍ କରି ଆମ ଫ୍ରଣ୍ଟ ପେଜ୍ ଚାଲନ୍ତୁ ଦେଖିବା
09:15 ଧ୍ୟାନଦିଅନ୍ତୁ ଯେ, ଏବେ ଆମ ପାଖରେ ଚାରୋଟି ମେନୁ ଅଛି
09:19 ଆମର Event Sub-Menu କୁଆଡ଼େ ଗଲା?
09:23 ଦୟାକରି ମନେପକାନ୍ତୁ, Drupalରେ ସମସ୍ତ Themes, ସବ୍-ମେନୁ କିମ୍ୱା ଡ୍ରପ୍-ଡାଉନ୍ ମେନୁଗୁଡ଼ିକୁ ସପୋର୍ଟ କରେ ନାହିଁ. ସେଗୁଡ଼ିକ ମଧ୍ୟରୁ Bartik Theme ଗୋଟିଏ
09:32 ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା. Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
09:44 ଗୋଟିଏ ନିର୍ଦ୍ଦିଷ୍ଟ Node ପାଇଁ କିମ୍ୱା ଆମ ସାଇଟ୍ ର ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ସନ୍ ପାଇଁ ଯଦି ଆମକୁ ଏକ Link ଦରକାର ହୁଏ, ତେବେ କ’ଣ ହେବ?
09:51 ଉଦାହରଣସ୍ୱରୂପ, ଯଦି ମୁଁ, ମୋର Forums ପାଇଁ ଏକ Menu Link ଚାହିଁବି, ତେବେ ପ୍ରଥମେ ମୁଁ ସାଇଟ୍ ଫେରିଯିବି
09:58 Forums Pageକୁ ଯାଇ ପ୍ରକୃତ URL କପୀ କରନ୍ତୁ, ଯାହା ହେଉଛି କେବଳ /forum
10:05 ତା’ପରେ ଫେରିଆସି Edit Menu ଓ ତା’ପରେ Add Link ଉପରେ କ୍ଲିକ୍ କରନ୍ତୁ
10:12 ଏହାକୁ Forum ନାମରେ Titile ଦିଅନ୍ତୁ ଓ Copy ହୋଇଥିବା ଲିଙ୍କ୍ Paste କରନ୍ତୁ
10:17 ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
10:28 ଉଦାହରଣସ୍ୱରୂପ, ଯଦି ଆମେ ଗୋଟିଏ A ଟାଇପ୍ କରୁଛେ, ତେବେ Titleରେ A ଥିବା ସମସ୍ତ Nodes ଦେଖାଦେବ
10:38 ଆମେ ଖୋଜୁଥିବା ସେହି ଗୋଟିକୁ ସିଲେକ୍ଟ କରିବା ଏବଂ ତାହା ଆମକୁ କହିବ ଯେ, ତାହାର Node ID Number 1 ଅଟେ
10:46 ଯଦି ଆମେ ଏକ ଇଣ୍ଟରନଲ୍ ପାଥ୍ ଚାହୁଁଛେ, ଯେପରି ଏକ Node ଆଡ୍ କରିବାର ସାମର୍ଥ୍ୟତା, ତେବେ ତାହା /node/add ହେବ
10:56 ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ. କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
11:08 Save କ୍ଲିକ୍ କରନ୍ତୁ ଓ ଏବେ, ଆମ ପାଖରେ Forum ପାଇଁ ଏକ ଲିଙ୍କ୍ ଅଛି
11:14 Save କ୍ଲିକ୍ କରନ୍ତୁ. ତାହା କାମ କରୁଛି କି ନାହିଁ ଜାଣିବା ପାଇଁ ପୁଣିଥରେ ଯାଞ୍ଚ କରନ୍ତୁ
11:21 ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ. ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
11:34 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
11:38 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, URL Patterns ସେଟ୍ କରିବା Menu management
11:59 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
12:09 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
12:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep