Difference between revisions of "Drupal/C3/Menu-and-Endpoints/Oriya"
(Created page with "{| border=1 |'''Time''' |'''Narration''' |- |00:01 | Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:...") |
|||
Line 24: | Line 24: | ||
|- | |- | ||
|00:45 | |00:45 | ||
− | | ଡିଫଲ୍ଟ | + | | ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id] |
|- | |- | ||
|00:53 | |00:53 | ||
Line 64: | Line 64: | ||
|- | |- | ||
|02:40 | |02:40 | ||
− | | Configuration ଉପରେ କ୍ଲିକ୍ କରନ୍ତୁ. ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL | + | | Configuration ଉପରେ କ୍ଲିକ୍ କରନ୍ତୁ. ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ |
|- | |- | ||
|02:52 | |02:52 | ||
Line 73: | Line 73: | ||
|- | |- | ||
|03:05 | |03:05 | ||
− | | | + | | Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ |
|- | |- | ||
|03:09 | |03:09 | ||
Line 145: | Line 145: | ||
|- | |- | ||
|06:30 | |06:30 | ||
− | | ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି. ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା | + | | ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି. ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ |
|- | |- | ||
|06:41 | |06:41 | ||
Line 292: | Line 292: | ||
|- | |- | ||
|12:39 | |12:39 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Revision as of 17:28, 16 September 2016
Time | Narration |
00:01 | Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ URL Patterns ସେଟ୍ କରିବା ବିଷୟରେ ଶିଖିବା. ଆମେ Menu Management ବିଷୟରେ ମଧ୍ୟ ଶିଖିବା |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:29 | ଏହି ଟ୍ୟୁଟୋରିଆଲରେ ଆମେ, ଆମ ୱେବ୍ ସାଇଟ୍ ପାଇଁ ସଟିକ୍ URL Paths କ୍ରିଏଟ୍ କରିବାର ପ୍ରକ୍ରିୟା ବିଷୟରେ କଥା ହେବା |
00:36 | Endpoints ଓ Aliases - Endpoints ହେଉଛି URL Paths, ଯାହା ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପ୍ରଦର୍ଶିତ କରେ |
00:45 | ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id] |
00:53 | ଏହାକୁ ଗୋଟିଏ ସର୍ଭର୍ କୁ ପଠାଇଲେ, ତାହା Nodeର କଣ୍ଟେଣ୍ଟ ପ୍ରଦର୍ଶିତ କରିବ. IDରେ ଥିବା ଏକ ସଂଖ୍ୟା, ମନୁଷ୍ୟ ପଠନଯୋଗ୍ୟ ନୁହେଁ |
01:02 | ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ.
ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ |
01:19 | ସେହି କଣ୍ଟେଣ୍ଟ ପାଇଁ Alias ହେଉଛି ଏକ ଅବିକଳ୍ପ URL Path. ସେହି କଣ୍ଟେଣ୍ଟ ପ୍ରଦର୍ଶିତ କରିବା ପାଇଁ ଆମେ ମୂଳ କିମ୍ୱା ଅନେକ Aliases ମଧ୍ୟରୁ ଗୋଟିଏର ବ୍ୟବହାର କରିପାରିବା |
01:34 | ଉଦାହରଣସ୍ୱରୂପ, Node/278162 ଓ content/drupal-camp-mumbai-2015 |
01:47 | ଉଭୟ ସମାନ କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତି. ଦ୍ୱିତୀୟଟି ମନେରଖିବାକୁ ସହଜ |
01:54 | ଏବେ ଚାଲନ୍ତୁ URL Patterns କ୍ରିଏଟ୍ କରିବା, ଯାହା ଆମ ପାଖରେ ଥିବା ସମସ୍ତ କଣ୍ଟେଣ୍ଟ ସହିତ ଲାଗୁ ହେବ |
01:59 | URL Paths ସେଟ୍ କରିବାକୁ ତିନୋଟି Modules ଦରକାର |
02:04 | ସେହି ତିନୋଟି Modules ହେଉଛି Pathauto, Token ଓ CToools |
02:13 | ଦୟାକରି ଆପଣଙ୍କ ମେସିନ୍ ରେ Pathauto ଇନଷ୍ଟଲ୍ କରନ୍ତୁ |
02:18 | Pathauto ପ୍ରୋଜେକ୍ଟ ପେଜ୍ କୁ ଫେରିଆସନ୍ତୁ. ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ, Pathauto, Token ଓ CTools ଆବଶ୍ୟକ କରେ |
02:27 | Token ଓ CTools ଇନଷ୍ଟଲ୍ କରନ୍ତୁ. ଏହି Moduleଗୁଡ଼ିକ ଇନଷ୍ଟଲ୍ କରିସାରିବା ପରେ, ସେଗୁଡ଼ିକୁ ON କରନ୍ତୁ |
02:37 | ଥରେ ଆମେ ତାହା କରିସାରିବା ପରେ, ଆମେ ଆଗକୁ ବଢ଼ିବାକୁ ପ୍ରସ୍ତୁତ |
02:40 | Configuration ଉପରେ କ୍ଲିକ୍ କରନ୍ତୁ. ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ |
02:52 | ଡିଫଲ୍ଟ ଭାବରେ, କୌଣସି URL Aliases ଉପଲବ୍ଧ ନାହିଁ |
02:58 | Patterns ଟାବ୍ ଉପରେ କ୍ଲିକ୍ କରନ୍ତୁ. Add Pathauto Pattern ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:05 | Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ |
03:09 | ଏଠାରେ ଆମେ, Forum, Content, Taxonomy Term ଓ User ପାଇଁ ପୃଥକ ପାଟର୍ନ୍ସ କ୍ରିଏଟ୍ କରିପାରିବା |
03:17 | ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି.
Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ |
03:27 | ଟେମ୍ପଲେଟ୍ ଭେରିଏବଲ୍ସକୁ Tokens କୁହାଯାଏ. ସେଗୁଡ଼ିକ ପ୍ରତ୍ୟେକ Entity ପାଇଁ ଜେନେରେଟ୍ ହୋଇଥାଏ |
03:36 | ଏହି ଭେରିଏବଲଗୁଡ଼ିକୁ Token Module ପ୍ରଦାନ କରିଥାଏ. ଯେକୌଣସି Input Formରେ ଯେତେବେଳେ ଆପଣ Browse Available Tokens ଦେଖିବେ, ତେବେ ପ୍ରାକ୍-ପରିଭାଷିତ Tokens ପ୍ରବିଷ୍ଟ କରିପାରିବେ |
03:49 | Token ପ୍ରବେଶ କରାଇବାକୁ ଚାହୁଁଥିବା ସ୍ଥାନରେ Path Pattern ବକ୍ସରେ କ୍ଲିକ୍ କରନ୍ତୁ |
03:55 | ଟାଇପ୍ କରନ୍ତୁ Content/. ତା’ପରେ Browse Available Tokens ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
04:02 | Available Tokens ଦେଖାଇବା ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ |
04:07 | ମନେକରନ୍ତୁ, ଆମେ Content/[Title of the Page] ପରି ପାଟର୍ନ ଚାହୁଁଛେ, ପେଜ୍ ର Title ପାଇଁ Token, Nodes ସେକ୍ସନ୍ ଅନ୍ତର୍ଗତ ଅଛି |
04:18 | Nodes ସେକ୍ସନ୍ ର ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:23 | Token [Node:Title] ଚୟନ କରନ୍ତୁ, ଯାହା ପେଜ୍ ର Title ଦ୍ୱାରା ସ୍ଥାନାନ୍ତରିତ କରାଯିବ |
04:32 | ଏହା, Form ବକ୍ସରେ କର୍ସର୍ ଲୋକେଶନଠାରେ [Node:Title] ପ୍ରବେଶ କରାଇବ |
04:38 | ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ.
ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ |
04:49 | Content Type ଅନ୍ତର୍ଗତ, କେଉଁ Entity Typeରେ ଏହି ପାଟର୍ନ ଲାଗୁ ହେବା ଉଚିତ, ତାହା ଆମେ ସିଲେକ୍ଟ କରିପାରିବା |
04:56 | ସମସ୍ତ Types ସିଲେକ୍ଟ କରନ୍ତୁ, ଯେଉଁଥିରୁ ସେଗୁଡ଼ିକ ସବୁ ପାଇଁ ଏହି ପାଟର୍ନ ଡିଫଲ୍ଟ ହେବ |
05:04 | ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ.
ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା |
05:18 | Label ଫିଲ୍ଡରେ, ଟାଇପ୍ କରନ୍ତୁ Content Type. ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, କ୍ରିଏଟ୍ କରିଥିବା ନୂଆ ପାଟର୍ନ ଯାଞ୍ଚ କରିପାରିବା |
05:31 | ସମସ୍ତ ନୂଆ ଭାବେ ଆଡ୍ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases ଜେନେରେଟ୍ କରିବାକୁ ଏହି ପାଟର୍ନ ଲାଗୁ ହେବ. କିନ୍ତୁ ଏହା, ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases କ୍ରିଏଟ୍ କରିବ ନାହିଁ |
05:45 | ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ ଏହାକୁ ଲାଗୁ କରିବାକୁ, Bulk Generate ଟାବ୍ ଉପରେ କ୍ଲିକ୍ କରନ୍ତୁ. Content Type ସିଲେକ୍ଟ କରି Update ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:58 | ଏହା, URL Aliases ଜେନେରେଟ୍ କରିବା ଆରମ୍ଭ କରିବ. ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ଉପରେ ନିର୍ଭର କରି ଏହା କିଛି ସମୟ ନେଇପାରେ |
06:08 | ଏବେ, List ଟାବ୍ ଉପରେ କ୍ଲିକ୍ କରନ୍ତୁ. ଆମେ, ଆମର କଣ୍ଟେଣ୍ଟ ପାଇଁ URL Aliases ଦେଖିପାରିବା |
06:15 | ଆମ ସାଇଟ୍ ର ପ୍ରତ୍ୟେକ Nodeର /Node/NodeID ସିଷ୍ଟମ୍ ପାଥ୍ ଅଛି |
06:24 | ପ୍ରଥମ Alias କଲମ୍ ରେ ନୂଆ ଭାବେ ଜେନେରେଟ୍ ହୋଇଥିବା URL Alias ଅଛି |
06:30 | ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି. ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ |
06:41 | Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ:
|
06:52 | * Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ
|
07:07 | * ସମୟ ଦ୍ୱାରା ଶ୍ରେଣୀଭୂକ୍ତ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ Date Tokens ବ୍ୟବହାର କରନ୍ତୁ |
07:12 | Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି.
ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା |
07:26 | ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି.
Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ |
07:38 | ସଂକ୍ଷିପ୍ତରେ -
Pathauto ଓ Token Modules ସହିତ ଆମେ
|
07:46 | ଯେକୌଣସି ସମୟରେ Aliases ଓ Bulk Generate Aliases ଡିଲିଟ୍ କରିପାରିବା |
07:52 | ଏବେ ପରଠାରୁ, ପ୍ରତ୍ୟେକ ନୂଆ Node, ଆମେ ସ୍ଥାପିତ କରିଥିବା Patterns ବ୍ୟବହାର କରିବେ |
07:59 | ଚାଲନ୍ତୁ ଏବେ ଆମେ Menus ବିଷୟରେ କଥା ହେବା |
08:03 | ଆମେ, ଆମ ସାଇଟ୍ ରେ ଯାଦୃଚ୍ଛିକ ଭାବେ Menus ଆଡ୍ କରୁଛୁ, ଅଧିକାଂଶ, Views ଓ ବେସିକ୍ ପେଜ୍ ଉପରେ ଭିତ୍ତି କରି |
08:10 | ମେନୁ ସିଷ୍ଟମ୍ କୁ କିପରି ଆମେ ମ୍ୟାନେଜ୍ କରିପାରିବା, ଚାଲନ୍ତୁ ଏବେ ଦେଖିବା |
08:15 | Structureକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ ଓ Menus ଉପରେ କ୍ଲିକ୍ କରନ୍ତୁ |
08:21 | ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ.
ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି |
08:31 | ଆମେ, Main Navigation Menuରେ ବିଶେଷ ଆଗ୍ରହୀ. ତେଣୁ, Edit Menu ଉପରେ କ୍ଲିକ୍ କରନ୍ତୁ |
08:38 | ଆମର ମେନୁ ଲିଙ୍କ୍ସକୁ ଏଠାରେ ଆମେ କ୍ଲିକ୍, ଡ୍ରାଗ୍ ଓ ପୁନଃବ୍ୟବସ୍ଥିତ କରିବାକୁ ସକ୍ଷମ ହେବା |
08:44 | ଚାଲନ୍ତୁ, Home ଓ Upcoming Eventsକୁ ଉପରକୁ ଡ୍ରାଗ୍ କରିବା |
08:49 | ନିଜ ଇଚ୍ଛାନୁସାରେ ଆପଣ ଏହାକୁ ପୁନଃବ୍ୟବସ୍ଥିତ କରିପାରିବେ. ହୋଇଗଲା ପରେ Save କ୍ଲିକ୍ କରନ୍ତୁ |
08:56 | ଏବେ, ଆମ ପାଖରେ Events ଓ Upcoming Events ଅଛି.
Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ |
09:07 | ଏହା ଏକ Sub-Menu କ୍ରିଏଟ୍ କରିବ |
09:10 | ତାହା ବହୁତ ସରଳ. Save କ୍ଲିକ୍ କରି ଆମ ଫ୍ରଣ୍ଟ ପେଜ୍ ଚାଲନ୍ତୁ ଦେଖିବା |
09:15 | ଧ୍ୟାନଦିଅନ୍ତୁ ଯେ, ଏବେ ଆମ ପାଖରେ ଚାରୋଟି ମେନୁ ଅଛି |
09:19 | ଆମର Event Sub-Menu କୁଆଡ଼େ ଗଲା? |
09:23 | ଦୟାକରି ମନେପକାନ୍ତୁ, Drupalରେ ସମସ୍ତ Themes, ସବ୍-ମେନୁ କିମ୍ୱା ଡ୍ରପ୍-ଡାଉନ୍ ମେନୁଗୁଡ଼ିକୁ ସପୋର୍ଟ କରେ ନାହିଁ. ସେଗୁଡ଼ିକ ମଧ୍ୟରୁ Bartik Theme ଗୋଟିଏ |
09:32 | ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା.
Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ |
09:44 | ଗୋଟିଏ ନିର୍ଦ୍ଦିଷ୍ଟ Node ପାଇଁ କିମ୍ୱା ଆମ ସାଇଟ୍ ର ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ସନ୍ ପାଇଁ ଯଦି ଆମକୁ ଏକ Link ଦରକାର ହୁଏ, ତେବେ କ’ଣ ହେବ? |
09:51 | ଉଦାହରଣସ୍ୱରୂପ, ଯଦି ମୁଁ, ମୋର Forums ପାଇଁ ଏକ Menu Link ଚାହିଁବି, ତେବେ ପ୍ରଥମେ ମୁଁ ସାଇଟ୍ ଫେରିଯିବି |
09:58 | Forums Pageକୁ ଯାଇ ପ୍ରକୃତ URL କପୀ କରନ୍ତୁ, ଯାହା ହେଉଛି କେବଳ /forum |
10:05 | ତା’ପରେ ଫେରିଆସି Edit Menu ଓ ତା’ପରେ Add Link ଉପରେ କ୍ଲିକ୍ କରନ୍ତୁ |
10:12 | ଏହାକୁ Forum ନାମରେ Titile ଦିଅନ୍ତୁ ଓ Copy ହୋଇଥିବା ଲିଙ୍କ୍ Paste କରନ୍ତୁ |
10:17 | ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.
ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ |
10:28 | ଉଦାହରଣସ୍ୱରୂପ, ଯଦି ଆମେ ଗୋଟିଏ A ଟାଇପ୍ କରୁଛେ, ତେବେ Titleରେ A ଥିବା ସମସ୍ତ Nodes ଦେଖାଦେବ |
10:38 | ଆମେ ଖୋଜୁଥିବା ସେହି ଗୋଟିକୁ ସିଲେକ୍ଟ କରିବା ଏବଂ ତାହା ଆମକୁ କହିବ ଯେ, ତାହାର Node ID Number 1 ଅଟେ |
10:46 | ଯଦି ଆମେ ଏକ ଇଣ୍ଟରନଲ୍ ପାଥ୍ ଚାହୁଁଛେ, ଯେପରି ଏକ Node ଆଡ୍ କରିବାର ସାମର୍ଥ୍ୟତା, ତେବେ ତାହା /node/add ହେବ |
10:56 | ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ.
କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ |
11:08 | Save କ୍ଲିକ୍ କରନ୍ତୁ ଓ ଏବେ, ଆମ ପାଖରେ Forum ପାଇଁ ଏକ ଲିଙ୍କ୍ ଅଛି |
11:14 | Save କ୍ଲିକ୍ କରନ୍ତୁ. ତାହା କାମ କରୁଛି କି ନାହିଁ ଜାଣିବା ପାଇଁ ପୁଣିଥରେ ଯାଞ୍ଚ କରନ୍ତୁ |
11:21 | ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ.
ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ |
11:34 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
11:38 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
|
11:59 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
12:09 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
12:39 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |