Difference between revisions of "GChemPaint/C2/Basic-operations/Oriya"

From Script | Spoken-Tutorial
Jump to: navigation, search
(Created page with "{|border =1 |'''Time''' |'''Narration''' |- | 00:01 | ନମସ୍କାର |- | 00:02 | GChemPaintରେ Basic Operations ଉପରେ ଟ୍ୟୁଟ...")
 
Line 496: Line 496:
 
|-
 
|-
 
| 11:21
 
| 11:21
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍କୁ ଲେଖନ୍ତୁ (contact@spoken-tutorial.org)
+
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
 
|-
 
|-
 
| 11:28
 
| 11:28
Line 505: Line 505:
 
|-
 
|-
 
| 11:39
 
| 11:39
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ରେ ଉପଲବ୍ଧ (spoken-tutorial.org/NMEICT-Intro)
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 
|-
 
|-
 
| 11:46
 
| 11:46

Revision as of 09:31, 31 January 2016

Time Narration
00:01 ନମସ୍କାର
00:02 GChemPaintରେ Basic Operations ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
00:11 * ଏକ ବିଦ୍ୟମାନ ଫାଇଲ୍ ଖୋଲିବା
00:14 * ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
00:17 *ଅବଜେକ୍ଟଗୁଡ଼ିକୁ ସିଲେକ୍ଟ, ମୁଭ୍, ଫ୍ଲିପ୍ ଓ ରୋଟେଟ୍ କରିବା
00:21 * ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା
00:25 * ଅବଜେକ୍ଟଗୁଡ଼ିକୁ କଟ୍, କପୀ, ପେଷ୍ଟ ଓ ଡିଲିଟ୍ କରିବା
00:30 ଏଠାରେ ମୁଁ ବ୍ୟବହାର କରୁଛି,
00:32 Ubuntu Linux OS ଭର୍ସନ୍ 12.04,
00:36 GChemPaint ଭର୍ସନ୍ 0.12.10.
00:42 ଏହି ଟ୍ୟୁଟୋରିଆଲ୍ କରିବାକୁ ଆପଣ
00:48 GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହ ପରିଚିତ ଥିବା ଦରକାର
00:52 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:58 ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିବାକୁ
01:01 Dash home ଉପରେ କ୍ଲିକ୍ କରନ୍ତୁ
01:04 ଖୋଲିଥିବା ସର୍ଚ ବାର୍ ରେ GChemPaint ଟାଇପ୍ କରନ୍ତୁ
01:08 GChemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:12 ଏକ ବିଦ୍ୟମାନ ଫାଇଲ୍ ଖୋଲି ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
01:16 File ମେନୁରେ କ୍ଲିକ୍ କରନ୍ତୁ
01:20 Open ସିଲେକ୍ଟ କରି, ତାହା ଉପରେ କ୍ଲିକ୍ କରନ୍ତୁ
01:24 ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଏକ ୱିଣ୍ଡୋ ଖୋଲିଲା
01:29 ଏଠାରୁ, propane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
01:32 ଫାଇଲ୍ ଖୋଲିବାକୁ Open ଉପରେ କ୍ଲିକ୍ କରନ୍ତୁ
01:36 Propane ଷ୍ଟ୍ରକଚର୍ ତଳକୁ କିଛି ଟେକ୍ସଟ୍ ଆଡ୍ କରନ୍ତୁ
01:42 ଟୁଲ୍ ବକ୍ସରୁ Add or modify a text ଟୁଲ୍ ସିଲେକ୍ଟ କରନ୍ତୁ
01:47 Property page ଟେକ୍ସଟ୍ ଟୁଲ୍ ଖୋଲିଲା
01:50 Property Pageରେ Family, Style, Size, Underline ଓ ଅନ୍ୟ କିଛି ଫିଲ୍ଡମାନ ରହିଛି
02:02 Familyରେ ଫଣ୍ଟ ନାମଗୁଡ଼ିକର ତାଲିକା ଅଛି
02:06 ତାଲିକାରେ ସ୍କ୍ରୋଲ୍ କରନ୍ତୁ
02:11 Family ରୁ ମୁଁ Arial Black ସିଲେକ୍ଟ କରିବି
02:15 Propane ଷ୍ଟ୍ରକଚର ତଳେ ଥିବା Display Area ଉପରେ କ୍ଲିକ୍ କରନ୍ତୁ
02:20 ଏକ ସବୁଜ ବାକ୍ସରେ ଗୋଟିଏ ଧପଧପ ହେଉଥିବା କର୍ସର୍ ଆପଣ ଦେଖିପାରିବେ
02:25 Propane ଭାଵରେ କମ୍ପାଉଣ୍ଡର ନାମ ଟାଇପ୍ କରନ୍ତୁ
02:32 ଏବେ, ଷ୍ଟାଇଲ୍ କୁ Bold Italicରେ ପରିବର୍ତ୍ତନ କରନ୍ତୁ
02:35 Propane ଟେକ୍ସଟ୍ ସିଲେକ୍ଟ କରି Bold Italic ସିଲେକ୍ଟ କରନ୍ତୁ
02:42 ମୂଁ ଫଣ୍ଟ ସାଇଜ 16କୁ ବଢ଼ାଇବି
02:46 16କୁ ସ୍କ୍ରୋଲ୍ କରନ୍ତୁ
02:48 ଓ ତା’ଉପରେ କ୍ଲିକ୍ କରନ୍ତୁ
02:50 ଟେକ୍ସଟ୍ ଏ ପରିବର୍ତ୍ତନକୁ ଦେଖନ୍ତୁ
02:53 ଏହାପରେ ଚାଲନ୍ତୁ Underline ଫିଚର୍ ବ୍ୟବହାର କରିବା
02:57 ନିମ୍ନ ଅପ୍ସନ୍ସ ସହ ଏଥିରେ ଗୋଟିଏ ଡ୍ରପ୍ ଡାଉନ୍ ତାଲିକା ଅଛି -
03:00 None,
03:01 Single,
03:02 Double,
03:03 ଓ Low.
03:05 Single ସିଲେକ୍ଟ କରନ୍ତୁ
03:09 ଟେକ୍ସଟ୍ ର ରଙ୍ଗ ବଦଳାନ୍ତୁ
03:12 ଟେକ୍ସଟ୍ ର ଡିଫଲ୍ଟ ରଙ୍ଗ ହେଉଛି Black
03:16 କଲର୍ ଫିଲ୍ଡର ଡ୍ରପ୍ ଡାଉନ୍ ଏରୋରେ କ୍ଲିକ୍ କରନ୍ତୁ
03:20 ଆପଣ ଏଠାରେ ବିଭିନ୍ନ ରଙ୍ଗ ଦେଖିପାରିବେ
03:24 ମୁଁ Purple ସିଲେକେଟ କରିବି
03:28 ଆମେ ଟେକ୍ସଟ୍ ର ପୋଜିଶନ୍ ମଧ୍ୟ ବଦଳାଇପାରିବା
03:32 ପୋଜିଶନ୍ ଫିଲ୍ଡର ରେଞ୍ଜ -100ରୁ 100 ଥାଏ
03:37 ଦେଖନ୍ତୁ, କିପରି ଟେକ୍ସଟ୍ ବଦଳେ
03:40 ଟେକ୍ସଟ୍ ସିଲେକ୍ଟ କରନ୍ତୁ
03:44 ମାଉସ୍ ଦ୍ୱାରା ଅପ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
03:48 ଟେକ୍ସଟ୍ ଉପରକୁ ଘୁଞ୍ଚିଯିବ
03:50 ସେହିପରି, ଯଦି ଆମେ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରିବା, ଟେକ୍ସଟ୍ ତଳକୁ ଘୁଞ୍ଚିବ
03:59 ଟେକ୍ସଟ୍ କୁ ନର୍ମାଲ୍ ପୋଜିଶନ୍ କୁ ଆଣନ୍ତୁ
04:02 ପୋଜିଶନ୍ ଫିଲ୍ଡରେ 0 ଟାଇପ୍ କରନ୍ତୁ
04:05 ଓ Display Areaରେ କ୍ଲିକ୍ କରନ୍ତୁ
04:09 ଏକ ଆସାଇନମେଣ୍ଟ ଭାବେ
04:12 ପ୍ରଥମ ଟ୍ୟୁଟୋରିଆଲର ଆସାଇନମେଣ୍ଟ ଖୋଲନ୍ତୁ
04:15 ଷ୍ଟ୍ରକଚର୍ କୁ n-hexane ଓ n-octane ଭାବେ ଚିହ୍ନିତ କରନ୍ତୁ
04:19 ଫଣ୍ଟ ନାମ, ଫଣ୍ଟ ଆକାର, ଅଣ୍ଡର୍ ଲାଇନ୍ ଓ ଟେକ୍ସଟ୍ ରଙ୍ଗ ବଦଳାନ୍ତୁ
04:26 ଆପଣଙ୍କ ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
04:31 ଏବେ, ଅବଜେକ୍ଟଗୁଡ଼ିକୁ ସିଲେକ୍ଟ ଓ ମୂଭ୍ କରିବା ଶିଖିବା
04:35 Tool Bpxରୁ Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:42 Pentane ଉପରେ କ୍ଲିକ୍ କରନ୍ତୁ
04:44 ମାଉସ୍ ବଟନ୍ କୁ ନଛାଡ଼ି, ଗୋଟିଏ ଭିନ୍ନ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
04:49 ଏବେ, ମାଊସ୍ କୁ ଛାଡ଼ିଦିଅନ୍ତୁ
04:52 ଗୋଟିଏ ଅବଜେକ୍ଟକୁ ଘୂରାନ୍ତୁ
04:55 ଅବଜେକ୍ଟ ଘୂରାଇବା ପାଇଁ Select one or more objects ଟୁଲ୍ ସିଲେକ୍ଟ କରନ୍ତୁ
05:01 ପ୍ରପର୍ଟିଜ୍ ପେଜ୍ ରେ ନିମ୍ନ ଟୁଲ୍ସ ରହିଛି,
05:05 Flip the selection horizontally,
05:08 Flip the selection vertically,
05:10 Rotate the selection
05:13 ଏହି ଟୁଲ୍ସ ବ୍ୟବହାର କରିବା ପାଇଁ
05:14 Pentane ଉପରେ କ୍ଲିକ୍ କରନ୍ତୁ
05:17 Rotate the selection ଅପ୍ସନ୍ ସିଲେକ୍ଟ କରନ୍ତୁ
05:22 Display areaକୁ ଯାଆନ୍ତୁ ଏବଂ ଅବଜେକ୍ଟ ଉପରେ ମାଉସ୍ କୁ ରଖନ୍ତୁ
05:28 Clock-wise ଓ anti-clock-wise ଦିଗରେ ମାଉସ୍ କୁ ଚଲାନ୍ତୁ
05:34 ଅବଜେକ୍ଟର ଘୂର୍ଣ୍ଣନକୁ ଦେଖନ୍ତୁ
05:39 ଏବେ, ଅବଜେକ୍ଟକୁ ଫ୍ଲିପ୍ କରିବା ବିଷୟରେ ଶିଖିବା
05:42 ଚାଲାନ୍ତୁ, Pentane ଷ୍ଟ୍ରକଚର୍ କୁ ଭୂସମାନ୍ତରରେ ଫ୍ଲିପ୍ କରିବା
05:47 ଷ୍ଟ୍ରକଚରକୁ ଭୂସମାନ୍ତର ଭାବେ ଫ୍ଲିପ୍ କରିବାକୁ Flip the selection horizontally ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:55 ଏଠାରେ ଟ୍ୟୁଟୋରିଆଲ୍ କୁ ରୋକନ୍ତୁ ଓ ନିଜକୁ ନିଜ Flip the selection vertically ବ୍ୟବହାର କରନ୍ତୁ
06:03 ଏବେ, ଅବଜେକ୍ଟକୁ ଗ୍ରୁପ୍ ଓ ଆଲାଇନ୍ କରନ୍ତୁ
06:06 ଅବଜେକ୍ଟସ୍ ଗ୍ରୁପ୍ କରିବା ପାଇଁ, ସମସ୍ତ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
06:09 ଏଥିପାଇଁ, Edit ମେନୁକୁ ଯାଇ Select All ଉପରେ କ୍ଲିକ୍ କରନ୍ତୁ
06:15 କିମ୍ୱା ଆପଣ ଏକାସାଙ୍ଗରେ Ctrl ଓ A ଦାବିପାରିବେ
06:20 ଯେକୌଣସି ଗୋଟିଏ ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
06:24 Context ମେନୁ ଖୋଲିଲା
06:26 Group and/or align objects ଅପ୍ସନ୍ ସିଲେକ୍ଟ କରନ୍ତୁ
06:31 ଗୋଟିଏ ଡାୟଲଗ୍ ବକ୍ସ ଖୋଲେ
06:33 Group ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
06:36 ଯଦି Align ଓ Space evenly ଅପ୍ସନ୍ସ ସିଲେକ୍ଟ ହୋଇ ଥାଏ, ସେଗୁଡ଼ିକୁ ଅନଚେକ୍ କରନ୍ତୁ
06:42 OK କ୍ଲିକ୍ କରନ୍ତୁ
06:45 ଦେଖନ୍ତୁ, ଅବଜେକ୍ଟଗୁଡ଼ିକ ଗ୍ରୁପ୍ ହୋଇଗଲା
06:51 ଏବେ, ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରିବା
06:54 ଅବଜେକ୍ଟଗୁଡ଼ିକୁ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
06:58 ଯେକୌଣସି ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:01 Context ମେନୁ ଖୋଲିଲା
07:04 Group properties ଅପ୍ସନ୍ ସିଲେକ୍ଟ କରନ୍ତୁ
07:09 Align ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
07:12 Align ଅପ୍ସନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
07:17 ଅବଜେକ୍ଟ ଆଲାଇନ୍ କରିବା ପାଇଁ ଏଥିରେ କିଛି ଅପ୍ସନ୍ସ ଅଛି
07:22 ମୁଁ Left ସିଲେକ୍ଟ କରିବି
07:25 OK କ୍ଲିକ୍ କରନ୍ତୁ
07:29 ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
07:32 ଏଠାରେ ଟ୍ୟୁଟୋରିଆଲକୁ ରୋକି ନିଜକୁ ନିଜ ଅନ୍ୟ ଆଲାଇନ୍ ଅପ୍ସନ୍ସ ସହିତ ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରନ୍ତୁ
07:41 ଏବେ ଚାଲନ୍ତୁ Cut, Copy ଓ Paste ଅପ୍ସନ୍ସ ବ୍ୟବହାର ଶିଖିବା
07:47 Edit ମେନୁକୁ ଯାଆନ୍ତୁ
07:49 ଏଥିରେ Cut, Copy, Paste ଓ Clear ଅପ୍ସନ୍ସ ପରି ବେସିକ୍ Edit ଅପ୍ସନ୍ସ ରହିଛି
07:57 ଏହିସବୁ ଅପ୍ସନ୍ସ ପାଇଁ ସାଧାରଣ ଶର୍ଟ-କଟ୍ କୀଗୁଡ଼ିକ ହେଉଛି:
08:00 Ctrl+ X କଟ୍ ପାଇଁ
08:02 Ctrl+ C କପୀ ପାଇଁ
08:05 Ctrl+ V ପେଷ୍ଟ ପାଇଁ , ଯାହା GChemPaintରେ ମଧ୍ୟ କାମ କରିବ
08:10 Select one or more objects ଟୁଲ୍ ବ୍ୟବହାର କରି ଗୋଟିଏ କିମ୍ୱା ଅଧିକ ଅବଜେକ୍ଟ ସିଲେକ୍ଟ କରନ୍ତୁ
08:16 ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ
08:18 କଟ୍ କରିବା ପାଇଁ Ctrl+X ଦାବନ୍ତୁ
08:22 Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
08:29 ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କଟ୍ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହୋଇଗଲା
08:35 ଏହାପରେ, ଚାଲନ୍ତୁ Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ କପୀ ଓ ପେଷ୍ଟ କରିବା
08:42 ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ, କପୀ କରିବା ପାଇଁ Ctrl+C ଓ ପେଷ୍ଟ ପାଇଁ Ctrl+V ଦାବନ୍ତୁ
08:50 ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କପୀ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହେଲାନାହିଁ
08:58 Display area କ୍ଲିଅର୍ କରିବା ପାଇଁ, ସବୁ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
09:02 ସମସ୍ତ ଅବଜେକ୍ଟ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
09:06 Edit ମେନୁକୁ ଯାଆନ୍ତୁ
09:08 Clear ଉପରେ କ୍ଲିକ୍ କରନ୍ତୁ
09:11 ଆମର ମୂଳ ଷ୍ଟ୍ରକଚର୍ ଫେରି ପାଇବା ପାଇଁ, Edit ମେନୁକୁ ଯାଆନ୍ତୁ
09:16 Undo ଉପରେ କ୍ଲିକ୍ କରନ୍ତୁ
09:19 କିମ୍ୱା Ctrl+Z ଦାବନ୍ତୁ
09:23 କୀ’ବୋର୍ଡରୁ Delete କୀ’ ଦାବି ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ଅବଜେକ୍ଟକୁ ସିଲେକ୍ଟ କରନ୍ତୁ
09:29 କୀ’ବୋର୍ଡରୁ Delete କୀ’ ଦାବନ୍ତୁ
09:33 ଏବେ ଚାଲନ୍ତୁ, ଷ୍ଟ୍ରକଚରର ଗୋଟିଏ ଭାଗ ଡିଲିଟ୍ କରିବା ପାଇଁ Eraser ଟୁଲ୍ ର ବ୍ୟବହାର ଶିଖିବା
09:39 ଟୁଲ୍ ବକ୍ସରୁ Eraser ଟୁଲ୍ ସିଲେକ୍ଟ କରନ୍ତୁ
09:43 ଷ୍ଟ୍ରକଚରଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଫାଖରେ ମାଉସ୍ କୁ ରଖନ୍ତୁ
09:48 ଷ୍ଟ୍ରକଚରର ଭାଗ ନାଲି ରଙ୍ଗରେ ବଦଳି ଯାଏ
09:53 ଡିଲିଟ୍ କରିବା ପାଇଁ ଷ୍ଟ୍ରକଚରର ନାଳି ରଙ୍ଗ ହୋଇଥିବା ଭାଗ ଉପରେ କ୍ଲିକ୍ କରନ୍ତୁ
09:59 ଆମର ମୂଳ ଷ୍ଟ୍ରକଚର୍ ପାଇବା ପାଇଁ ଏବେ ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ
10:08 ଏବେ ଫାଇଲ୍ କୁ ସେଭ୍ କରନ୍ତୁ
10:11 ଟୁଲ୍ ବାର୍ ରେ ଥିବା Save the current file ବଟନ୍ ଉପରେ କ୍ଲିକ୍ କରନ୍ତୁ
10:16 ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
10:22 ସଂକ୍ଷିପ୍ତରେ
10:24 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, କିପରି -
10:27 * ଏକ ବିଦ୍ୟମାନ ଫାଇଲ୍ ଖୋଲିବା
10:29 * Display Areaରେ ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
10:33 * ଅବଜେକ୍ଟକୁ ସିଲେକ୍ଟ, ମୂଭ୍, ଫ୍ଲିପ୍ ଓ ରୋଟେଟ୍ କରିବା
10:36 * ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା
10:39 *ଅବଜେକ୍ଟଗୁଡ଼ିକୁ Cut, Copy, Paste ଓ Delete କରିବା
10:44 ଏକ ଆସାଇନମେଣ୍ଟ ଭାବେ, Eraser ଟୁଲ୍ ବ୍ୟବହାର କରି
10:48 *n-octane ଷ୍ଟ୍ରକଚର୍ କୁ n-pentaneରେ
10:52 *n-hexane ଷ୍ଟ୍ରକଚର୍ କୁ Ethaneରେ ବଦଳାନ୍ତୁ
10:56 ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
11:00 ଏହି URLରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
11:04 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:08 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
11:13 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍:
11:15 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:18 ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:21 ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
11:28 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:32 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:39 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
11:46 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep