Difference between revisions of "PERL/C2/Hash-in-Perl/Oriya"

From Script | Spoken-Tutorial
Jump to: navigation, search
(Created page with "ସ୍କ୍ରିନ୍‌‍ରେ")
 
Line 1: Line 1:
ସ୍କ୍ରିନ୍‌‍ରେ
+
{| border=1
 +
|'''Time'''
 +
|'''Narration'''
 +
 +
|-
 +
| 00:01
 +
| '''Perl'''ରେ '''Hash''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌‍କୁ ସ୍ୱାଗତ
 +
|-
 +
| 00:05
 +
| ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିବା-
 +
|-
 +
|00:09
 +
|''Perl'''ରେ '''Hash''' ଓ
 +
|-
 +
|00:11
 +
| '''hash'''ର ଏଲିମେଣ୍ଟ ଆକ୍ସେସ୍ କରିବା
 +
|-
 +
|00:14
 +
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
 +
|-
 +
| 00:16
 +
| '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍
 +
|-
 +
| 00:21
 +
|'''Perl 5.14.2''' ଓ
 +
|-
 +
| 00:24
 +
| '''gedit''' Text Editor
 +
|-
 +
|00:26
 +
| ଆପଣ ଯେକୌଣସି Text Editor ବ୍ୟବହାର କରିପାରିବେ
 +
|-
 +
|00:30
 +
| '''Perl'''ରେ '''Variables ଓ  Data Structures''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 +
|-
 +
| 00:38
 +
| '''comments, loops, conditional statements''' ଓ '''Arrays''' ଉପରେ ଧାରଣା ଥିଲେ ଆହୁରି ଭଲ
 +
|-
 +
|00:46
 +
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍‌‍ସାଇଟ୍‌‍ରେ ଥିବା ସ୍ପୋକନ୍ ଏହି ସମ୍ପର୍କିତ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
|-
 +
|00:52
 +
|'''Hash''' ହେଉଛି କ୍ରମବିହୀନ ଡାଟାର ସଂଗ୍ରହ
 +
|-
 +
|00:56
 +
| ଏହା ଏକ '''key/value data structure'''
 +
|-
 +
| 00:59
 +
| '''Hash keys''' ହେଉଛି ବିଶିଷ୍ଟ
 +
|-
 +
|01:01
 +
| ତଥାପି, '''Hash'''ର ଡୁପ୍ଲିକେଟ୍ ଭାଲ୍ୟୁ ଥାଇପାରେ
 +
|-
 +
|01:05
 +
| ଏହା ଏକ ''' hash'''ର ଡିକ୍ଲାରେସନ୍
 +
|-
 +
|01:08
 +
| '''hash'''ରୁ ଏକ '''key'''ର ଭାଲ୍ୟୁ କେମିତି ମିଳିବ, ଦେଖିବା
 +
|-
 +
|01:12
 +
| ଏକ '''key'''ର ଭାଲ୍ୟୁ ଆକ୍ସେସ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି-
 +
|-
 +
|01:17
 +
|''' dollar hashName open curly bracket single quote keyName single quote close curly bracket'''
 +
|-
 +
|01:26
 +
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି, ଚାଲନ୍ତୁ '''hash'''କୁ ବୁଝିବା
 +
|-
 +
| 01:31
 +
| ମୁଁ '''gedit'''ରେ '''perlHash dot pl''' ଫାଇଲ୍ ରେ କୋଡ୍ ଟାଇପ୍ କରିସାରିଛି
 +
|-
 +
|01:37
 +
| '''perlHash dot pl''' ଫାଇଲ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 +
|-
 +
|01:42
 +
| ''' Perl'''ରେ '''percentage''' ଚିହ୍ନ ସହିତ ''' Hash''' ଡିକ୍ଲେର୍ ହୋଇଥାଏ
 +
|-
 +
| 01:47
 +
| ଏଗୁଡ଼ିକ ହେଉଛି '''hash'''ର କୀ
 +
|-
 +
|01:49
 +
| ଓ ଏଗୁଡ଼ିକ ହେଉଛି '''hash'''ର ଭାଲ୍ୟୁ
 +
|-
 +
|01:53
 +
| ଧ୍ୟାନଦିଅନ୍ତୁ: '''hash'''ର '''key''' ଆକ୍ସେସ୍ କରିବା ପାଇଁ ଜଣକୁ '''dollar''' ଚିହ୍ନ ବ୍ୟବହାର କରିବାକୁ ପଡ଼ିଥାଏ
 +
|-
 +
|01:59
 +
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 +
|-
 +
|02:02
 +
| ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ ନିମ୍ନ ଭାବରେ '''Perl script''' ଏକଜେକ୍ୟୁଟ୍ କରନ୍ତୁ
 +
|-
 +
|02:08
 +
|''' perl perlHash dot pl'''
 +
|-
 +
|02:11
 +
| ଓ ଏଣ୍ଟର ଦାବନ୍ତୁ
 +
|-
 +
|02:14
 +
| ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 +
|-
 +
|02:19
 +
| ଏବେ, '''hash'''ରୁ '''keys''' କିପରି ଆଡ୍‍ ଓ ଡିଲିଟ୍ କରାଯାଏ, ଦେଖିବା
 +
|-
 +
|02:24
 +
| ଆଡିଙ୍ଗ୍‍ କୀ ପାଇଁ ସିଣ୍ଟାକ୍ସ ହେଉଛି
 +
|-
 +
|02:26
 +
| '''dollar hashName open curly bracket'''
 +
|-
 +
|02:30
 +
|'''single quote KeyName single quote'''
 +
|-
 +
|02:34
 +
|'''close curly bracket equal to $value semicolon'''
 +
|-
 +
|02:40
 +
| ଡିଲିଟିଙ୍ଗ୍‍ କୀ ହେଉଛି '''delete dollar hashName open curly bracket'''
 +
|-
 +
|02:46
 +
|'''single quote KeyName single quote close curly bracket semicolon'''
 +
|-
 +
|  02:53
 +
| ଏବେ, ଏହାକୁ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 +
|-
 +
|  02:58
 +
| ମୁଁ '''hashKeyOperations dot pl''' ଫାଇଲ୍‌‍ରେ କୋଡ୍ ଟାଇପ୍ କରିସାରିଛି
 +
|-
 +
| 03:05
 +
| ଏହା ହେଉଛି '''hash'''ର ଡିକ୍ଲାରେସନ୍
 +
|-
 +
|03:08
 +
| ଆମେ ଏହି '''hash'''ରୁ '''keys''' ଆଡ୍‍ ଓ ଡିଲିଟ୍‍ କରିବା
 +
|-
 +
| 03:13
 +
| ଏଠାରେ ଆମେ, ତିଆରି ହୋଇସାରିଥିବା '''hash'''ରେ ଏକ '''key''' ଯୋଗ କରୁଛେ
 +
|-
 +
| 03:18
 +
| ଏହା ଗୋଟିଏ ଭେରିଏବଲ୍‌‍କୁ ଏକ ଭାଲ୍ୟୁ ଆସାଇନ୍ କରିବା ଭଳି ଅଟେ
 +
|-
 +
|03:23
 +
|'''key''' ଡିଲିଟ୍‍ କରିବା ପାଇଁ '''delete''' କୀୱର୍ଡ ବ୍ୟବହାର କରାଯାଏ
 +
|-
 +
|03:27
 +
| ଡିଲିଟ୍‍ କରିବା ପାଇଁ ଆମକୁ '''key''' ପାସ୍ କରିବାକୁ ହେବ
 +
|-
 +
|  03:31
 +
| ଫାଇଲ୍ ସେଭ୍ କରିବା ପାଇଁ '''Ctrl + S''' ଦାବନ୍ତୁ
 +
|-
 +
|03:35
 +
| ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ,
 +
|-
 +
|  03:40
 +
| ଯେପରି ''' perl hashKeyOperations dot pl'''
 +
|-
 +
|  03:44
 +
|  ଓ ଏଣ୍ଟର ଦାବନ୍ତୁ
 +
|-
 +
|  03:47
 +
| ଟର୍ମିନାଲ୍‌‍ରେ ଆଉଟପୁଟ୍ ଡିସପ୍ଲେ ହେଲା
 +
|-
 +
| 03:52
 +
| '''hash keys''' ଓ '''values'''ର '''sorting''' ଦେଖିବା
 +
|-
 +
| 03:57
 +
| '''sort keys''' ପାଇଁ ସିଣ୍ଟାକ୍ସ ହେଉଛି-
 +
|-
 +
|04:00
 +
|'''sort open bracket keys percentage hashName close bracket semicolon'''
 +
|-
 +
|04:07
 +
| ସେହିପରି, ଆମେ ହାସ୍ ଭାଲ୍ୟୁ କ୍ରମବଦ୍ଧ କରିପାରିବା-
 +
|-
 +
|04:11
 +
|'''sort open bracket values percentage hashName close bracket semicolon'''
 +
|-
 +
|04:18
 +
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''sorting''' functionality ବୁଝିବା
 +
|-
 +
|04:24
 +
| '''gedit'''ରେ '''sortHash dot pl''' ଫାଇଲ୍‌‍କୁ ଫେରିଆସନ୍ତୁ
 +
|-
 +
| 04:30
 +
| ସ୍କ୍ରୀନ୍ ରେ ଆପଣଙ୍କ '''sortHash dot pl''' ଫାଇଲ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 +
|-
 +
| 04:36
 +
| ଏଠାରେ ଆମେ '''address'''ର '''hash''' ଡିକ୍ଲେର୍ କରିଛେ
 +
|-
 +
|04:41
 +
| ଏଠାରେ ''' keys'''କୁ ସଜାଇବା ପାଇଁ ଆମେ '''keys''' function ସହିତ inbuilt function '''sort'''ର ବ୍ୟବହାର କରିଛେ
 +
|-
 +
|04:49
 +
| ଏହା '''hash keys'''କୁ ବର୍ଣ୍ଣାକ୍ଷର କ୍ରମରେ ସଜାଇବ
 +
|-
 +
|04:54
 +
| ସେହିପରି, ଆମେ '''hash'''ର '''values''' ଉପରେ '''sort''' function ବ୍ୟବହାର କରିପାରିବା
 +
|-
 +
|04:59
 +
| '''numeric keys''' ଏବଂ/କିମ୍ବା '''values''' ଉପରେ ମଧ୍ୟ ସଜାଯାଇପାରିବ
 +
|-
 +
|05:05
 +
| ଫାଇଲ୍ ସେଭ୍ କରି ଟର୍ମିନାଲ୍‌‍କୁ ଫେରିଆସନ୍ତୁ
 +
|-
 +
|05:09
 +
| '''perl sortHash dot pl''' ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 +
|-
 +
|05:17
 +
| ଟର୍ମିନାଲ୍‌‍ରେ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
|-
 +
|05:22
 +
| ଏବେ ଦେଖିବା, '''hash'''ର ସମସ୍ତ '''keys''' ଓ '''values''' କେମିତି ପ୍ରାପ୍ତ କରାଯାଏ
 +
|-
 +
|  05:27
 +
|'''Perl''', ସମସ୍ତ '''hash keys''' ଓ '''values''' ପାଇବା ପାଇଁ inbuilt ''' function''' ଯୋଗାଇଦିଏ
 +
|-
 +
|  05:34
 +
|'''hash'''ର ସମସ୍ତ '''keys''' ପୁନରୁଦ୍ଧାର କରିବା ପାଇଁ '''keys function''' ବ୍ୟବହାର କରାଯାଏ
 +
|-
 +
|05:40
 +
| '''values''' function, ସମସ୍ତ ''' keys'''ର '''values''' ରିଟର୍ନ କରେ, ଯେଉଁଠାରେକି
 +
|-
 +
|  05:46
 +
| ''' each''' function, '''hash''' ଉପରେ ପୁନରବୃତ୍ତି କରେ ଓ ''' hash'''ରୁ '''key/value''' ପେୟାର୍‍ ରିଟର୍ନ କରେ
 +
|-
 +
|  05:53
 +
| ଏଗୁଡ଼ିକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 +
|-
 +
| 05:57
 +
| ଏଥିପାଇଁ ଆମେ '''perlHash dot pl''' ସ୍କ୍ରିପ୍ଟ ବ୍ୟବହାର କରିବା, ଯାହାକୁ ଆମେ ପୂର୍ବରୁ ଏହି ଟ୍ୟୁଟୋରିଆଲ୍‌‍ରେ ତିଆରି କରିଛେ
 +
|-
 +
|  06:07
 +
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ;
 +
|-
 +
|  06:12
 +
| ଏବେ, କୋଡ୍ ବୁଝିବା
 +
|-
 +
|06:15
 +
|'''hash''' ରେ '''keys''' function ଏକ '''array''' ରିଟର୍ନ କରେ, ଯାହା '''hash'''ର ସମସ୍ତ '''keys''' ଧାରଣ କରିଥାଏ
 +
|-
 +
|  06:22
 +
|  '''hash''' ରେ '''values''' function, '''hash'''ର ସମସ୍ତ '''keys''' ପାଇଁ ଭାଲ୍ୟୁଗୁଡ଼ିକର ଏକ '''array''' ରିଟର୍ନ କରେ
 +
|-
 +
|  06:30
 +
| '''each''' function, ''' key/value''' ପେୟାର୍‍ ରିଟର୍ନ କରେ
 +
|-
 +
|06:34
 +
| ଏଠାରେ ଆମେ '''while loop''' ବ୍ୟବହାର କରିଛେ
 +
|-
 +
| 06:36
 +
| ଏହା '''hash'''ର ପ୍ରତ୍ୟେକ '''key/value''' ପେୟାର୍‍ ଉପରେ ପୁନରବୃତ୍ତି କରିବ, ଯାହା '''each function''' ଦ୍ୱାରା ରିଟର୍ନ ହୋଇଥିବ
 +
|-
 +
|06:43
 +
| ଫାଇଲ୍ ସେଭ୍ କରିବା ପାଇଁ '''Ctrl + S''' ଦାବନ୍ତୁ
 +
|-
 +
|06:48
 +
| ଏବେ ଟର୍ମିନାଲ୍ ରେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
 +
|-
 +
| 06:53
 +
| '''perl perlHash dot pl'''
 +
|-
 +
| 06:58
 +
| ଓ ଏଣ୍ଟର ଦାବନ୍ତୁ
 +
|-
 +
|  07:01
 +
| ଟର୍ମିନାଲ୍‌‍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା
 +
|-
 +
|  07:05
 +
| ଏବେ '''hash''' ଲୁପ୍ କରିବାର କିଛି ଅନ୍ୟ ମାର୍ଗ ଦେଖିବା
 +
|-
 +
|07:10
 +
| ଆମେ '''hash'''ର ପ୍ରତ୍ୟେକ '''key''' ଉପରେ ପୁନରାବୃତ୍ତି ପାଇଁ ''' foreach loop''' ବ୍ୟବହାର କରିପାରିବା
 +
|-
 +
|07:15
 +
| ତାହାପରେ ଏକ କୀ’ର ଭାଲ୍ୟୁ ଉପରେ ଆକ୍ସନ୍ସର ସେଟ୍ ସମ୍ପାଦନ କରିବା
 +
|-
 +
|07:20
 +
| ସିଣ୍ଟାକ୍ସ ସ୍କ୍ରିନ୍‌‍ରେ ପ୍ରଦର୍ଶିତ ହେଲା
 +
|-
 +
|07:24
 +
| ଏଠାରେ '''foreach loop'''ର ପ୍ରତ୍ୟେକ ପୁନରାବୃତ୍ତି '''hash'''ରୁ '''$variable'''କୁ '''key''' ଆସାଇନ୍ କରିବ
 +
|-
 +
|07:32
 +
| ତାହାପରେ ଏହା, ଭାଲ୍ୟୁ ପାଇବା ପାଇଁ କିମ୍ବା ଆକ୍ସନ୍ସର ଏକ ସେଟ୍ ସମ୍ପାଦନ କରିବା ପାଇଁ ''' $variable''' ବ୍ୟବହାର କରିବ
 +
|-
 +
|07:40
 +
| ସେହିପରି, ଆମେ ସ୍କ୍ରିନ୍‌‍ରେ ପ୍ରଦର୍ଶନ ପାଇଁ '''hash values''' ଲୁପ୍ କରିପାରିବା
 +
|-
 +
|07:47
 +
| ନମୁନା ପ୍ରୋଗ୍ରାମ୍ ଦେଖିବା
 +
|-
 +
|07:49
 +
| '''gedit'''ରେ '''loopingOverHash dot pl''' ଫାଇଲ୍‌‍କୁ ଫେରିଆସନ୍ତୁ
 +
|-
 +
|07:55
 +
| ଆପଣଙ୍କ '''loopingOverHash dot pl'''ରେ ପ୍ରଦର୍ଶିତ ନିମ୍ନ କୋଡ୍ର ଭାଗକୁ ଟାଇପ୍ କରନ୍ତୁ
 +
|-
 +
|08:02
 +
| ଏହି କୋଡ୍‌‍ର ଭାଗ '''hash'''ର ସିଙ୍ଗଲ୍ '''key''' ରିଟର୍ନ କରେ
 +
|-
 +
|08:07
 +
| ଏଠାରେ ଆମ ମାମଲାରେ,
 +
|-
 +
|08:09
 +
| ପ୍ରଥମ ଥର '''dollar key ($key)''', '''Department'''କୁ '''key''' ଭାବେ ଧାରଣ କରିଛି
 +
|-
 +
|08:15
 +
| '''foreach'''ର ପରବର୍ତ୍ତୀ ପୁନରୁକ୍ତିରେ Name key ରିଟର୍ନ ହୋଇଛି
 +
|-
 +
|08:21
 +
| ଧ୍ୟାନଦିଅନ୍ତୁ: '''Hash''' ହେଉଛି କ୍ରମବିହୀନ ଡାଟାର ସଂଗ୍ରହ
 +
|-
 +
|08:26
 +
| ତେଣୁ, '''hash''' କ୍ରିଏଟ୍‍ କରିବା ସମୟରେ ପରିଭାଷିତ ହୋଇଥିବା ରିଟର୍ନ '''keys''' କ୍ରମରେ ରହିବ ନାହିଁ
 +
|-
 +
|08:33
 +
| ''' values''' ଉପରେ ଲୁପ୍ ସମାନ ମାର୍ଗରେ କାମ କରେ
 +
|-
 +
|08:38
 +
| ଫାଇଲ୍ ସେଭ୍ କରିବା ପାଇଁ '''Ctrl + S''' ଦାବନ୍ତୁ
 +
|-
 +
|08:41
 +
| ଏହାପରେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ ପାଇଁ
 +
|-
 +
|08:46
 +
|'''perl loopingOverHash dot pl''' ଟାଇପ୍ କରନ୍ତୁ
 +
|-
 +
|08:50
 +
| ଓ ଏଣ୍ଟର ଦାବନ୍ତୁ
 +
|-
 +
|08:53
 +
| ଟର୍ମିନାଲ୍‌‍ରେ ନିମ୍ନ ଆଉଟପୁଟ୍  ପ୍ରଦର୍ଶିତ ହେଲା
 +
|-
 +
|08:58
 +
| ସଂକ୍ଷିପ୍ତରେ
 +
|-
 +
|08:59
 +
| ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିଲେ -
 +
|-
 +
|09:01
 +
|'''Perl'''ରେ ''' Hash''' ଓ
 +
|-
 +
|09:03
 +
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
 +
|-
 +
|09:05
 +
| ଏକ '''hash'''ର ଏଲିମେଣ୍ଟ ଆକ୍ସେସ୍ କରିବା
 +
|-
 +
|09:08
 +
|ଏକ ଆସାଇନ୍‌‍ମେଣ୍ଟ ଭାବେ -
 +
|-
 +
|09:11
 +
| ''' key''' ଭାବେ '''student name''' ଥିବା '''hash'''
 +
|-
 +
|09:15
 +
| ଓ '''value''' ଭାବେ ତା’ର percentage ଡିକ୍ଲେର୍ କରନ୍ତୁ
 +
|-
 +
|09:18
 +
| '''keys, values''' ଓ '''each''' function ବ୍ୟବହାର କରି '''hash''' ଲୁପ୍ କରନ୍ତୁ
 +
|-
 +
|09:24
 +
| ତାହାପରେ ପ୍ରତ୍ୟେକ ଷ୍ଟୁଡେଣ୍ଟର '''percentage''' ପ୍ରିଣ୍ଟ କରନ୍ତୁ
 +
|-
 +
|09:29
 +
| ନିମ୍ନ ଲିଙ୍କ୍‌‍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
|-
 +
|09:32
 +
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
|-
 +
|09:37
 +
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
|-
 +
| 09:42
 +
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
|-
 +
|09:49
 +
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
|-
 +
|09:53
 +
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌‍ଜିକୁ ଲେଖନ୍ତୁ (contact@spoken-tutorial.org)
 +
|-
 +
| 10:02
 +
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
|-
 +
|10:06
 +
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
|-
 +
|10:15
 +
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
|-
 +
| 10:26
 +
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ
 +
|-
 +
|10:30
 +
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
|-
 +
|10:33
 +
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Revision as of 19:07, 6 May 2015

Time Narration
00:01 Perlରେ Hash ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌‍କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିବା-
00:09 Perl'ରେ Hash
00:11 hashର ଏଲିମେଣ୍ଟ ଆକ୍ସେସ୍ କରିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:16 Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍
00:21 Perl 5.14.2
00:24 gedit Text Editor
00:26 ଆପଣ ଯେକୌଣସି Text Editor ବ୍ୟବହାର କରିପାରିବେ
00:30 Perlରେ Variables ଓ Data Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:38 comments, loops, conditional statementsArrays ଉପରେ ଧାରଣା ଥିଲେ ଆହୁରି ଭଲ
00:46 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍‌‍ସାଇଟ୍‌‍ରେ ଥିବା ସ୍ପୋକନ୍ ଏହି ସମ୍ପର୍କିତ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:52 Hash ହେଉଛି କ୍ରମବିହୀନ ଡାଟାର ସଂଗ୍ରହ
00:56 ଏହା ଏକ key/value data structure
00:59 Hash keys ହେଉଛି ବିଶିଷ୍ଟ
01:01 ତଥାପି, Hashର ଡୁପ୍ଲିକେଟ୍ ଭାଲ୍ୟୁ ଥାଇପାରେ
01:05 ଏହା ଏକ hashର ଡିକ୍ଲାରେସନ୍
01:08 hashରୁ ଏକ keyର ଭାଲ୍ୟୁ କେମିତି ମିଳିବ, ଦେଖିବା
01:12 ଏକ keyର ଭାଲ୍ୟୁ ଆକ୍ସେସ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି-
01:17 dollar hashName open curly bracket single quote keyName single quote close curly bracket
01:26 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି, ଚାଲନ୍ତୁ hashକୁ ବୁଝିବା
01:31 ମୁଁ geditରେ perlHash dot pl ଫାଇଲ୍ ରେ କୋଡ୍ ଟାଇପ୍ କରିସାରିଛି
01:37 perlHash dot pl ଫାଇଲ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
01:42 Perlରେ percentage ଚିହ୍ନ ସହିତ Hash ଡିକ୍ଲେର୍ ହୋଇଥାଏ
01:47 ଏଗୁଡ଼ିକ ହେଉଛି hashର କୀ
01:49 ଓ ଏଗୁଡ଼ିକ ହେଉଛି hashର ଭାଲ୍ୟୁ
01:53 ଧ୍ୟାନଦିଅନ୍ତୁ: hashkey ଆକ୍ସେସ୍ କରିବା ପାଇଁ ଜଣକୁ dollar ଚିହ୍ନ ବ୍ୟବହାର କରିବାକୁ ପଡ଼ିଥାଏ
01:59 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:02 ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ ନିମ୍ନ ଭାବରେ Perl script ଏକଜେକ୍ୟୁଟ୍ କରନ୍ତୁ
02:08 perl perlHash dot pl
02:11 ଓ ଏଣ୍ଟର ଦାବନ୍ତୁ
02:14 ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
02:19 ଏବେ, hashରୁ keys କିପରି ଆଡ୍‍ ଓ ଡିଲିଟ୍ କରାଯାଏ, ଦେଖିବା
02:24 ଆଡିଙ୍ଗ୍‍ କୀ ପାଇଁ ସିଣ୍ଟାକ୍ସ ହେଉଛି
02:26 dollar hashName open curly bracket
02:30 single quote KeyName single quote
02:34 close curly bracket equal to $value semicolon
02:40 ଡିଲିଟିଙ୍ଗ୍‍ କୀ ହେଉଛି delete dollar hashName open curly bracket
02:46 single quote KeyName single quote close curly bracket semicolon
02:53 ଏବେ, ଏହାକୁ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
02:58 ମୁଁ hashKeyOperations dot pl ଫାଇଲ୍‌‍ରେ କୋଡ୍ ଟାଇପ୍ କରିସାରିଛି
03:05 ଏହା ହେଉଛି hashର ଡିକ୍ଲାରେସନ୍
03:08 ଆମେ ଏହି hashରୁ keys ଆଡ୍‍ ଓ ଡିଲିଟ୍‍ କରିବା
03:13 ଏଠାରେ ଆମେ, ତିଆରି ହୋଇସାରିଥିବା hashରେ ଏକ key ଯୋଗ କରୁଛେ
03:18 ଏହା ଗୋଟିଏ ଭେରିଏବଲ୍‌‍କୁ ଏକ ଭାଲ୍ୟୁ ଆସାଇନ୍ କରିବା ଭଳି ଅଟେ
03:23 key ଡିଲିଟ୍‍ କରିବା ପାଇଁ delete କୀୱର୍ଡ ବ୍ୟବହାର କରାଯାଏ
03:27 ଡିଲିଟ୍‍ କରିବା ପାଇଁ ଆମକୁ key ପାସ୍ କରିବାକୁ ହେବ
03:31 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
03:35 ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ,
03:40 ଯେପରି perl hashKeyOperations dot pl
03:44 ଓ ଏଣ୍ଟର ଦାବନ୍ତୁ
03:47 ଟର୍ମିନାଲ୍‌‍ରେ ଆଉଟପୁଟ୍ ଡିସପ୍ଲେ ହେଲା
03:52 hash keysvaluessorting ଦେଖିବା
03:57 sort keys ପାଇଁ ସିଣ୍ଟାକ୍ସ ହେଉଛି-
04:00 sort open bracket keys percentage hashName close bracket semicolon
04:07 ସେହିପରି, ଆମେ ହାସ୍ ଭାଲ୍ୟୁ କ୍ରମବଦ୍ଧ କରିପାରିବା-
04:11 sort open bracket values percentage hashName close bracket semicolon
04:18 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି sorting functionality ବୁଝିବା
04:24 geditରେ sortHash dot pl ଫାଇଲ୍‌‍କୁ ଫେରିଆସନ୍ତୁ
04:30 ସ୍କ୍ରୀନ୍ ରେ ଆପଣଙ୍କ sortHash dot pl ଫାଇଲ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
04:36 ଏଠାରେ ଆମେ addresshash ଡିକ୍ଲେର୍ କରିଛେ
04:41 ଏଠାରେ keysକୁ ସଜାଇବା ପାଇଁ ଆମେ keys function ସହିତ inbuilt function sortର ବ୍ୟବହାର କରିଛେ
04:49 ଏହା hash keysକୁ ବର୍ଣ୍ଣାକ୍ଷର କ୍ରମରେ ସଜାଇବ
04:54 ସେହିପରି, ଆମେ hashvalues ଉପରେ sort function ବ୍ୟବହାର କରିପାରିବା
04:59 numeric keys ଏବଂ/କିମ୍ବା values ଉପରେ ମଧ୍ୟ ସଜାଯାଇପାରିବ
05:05 ଫାଇଲ୍ ସେଭ୍ କରି ଟର୍ମିନାଲ୍‌‍କୁ ଫେରିଆସନ୍ତୁ
05:09 perl sortHash dot pl ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:17 ଟର୍ମିନାଲ୍‌‍ରେ ଆଉଟପୁଟ୍ ପ୍ରଦର୍ଶିତ ହେବ
05:22 ଏବେ ଦେଖିବା, hashର ସମସ୍ତ keysvalues କେମିତି ପ୍ରାପ୍ତ କରାଯାଏ
05:27 Perl, ସମସ୍ତ hash keysvalues ପାଇବା ପାଇଁ inbuilt function ଯୋଗାଇଦିଏ
05:34 hashର ସମସ୍ତ keys ପୁନରୁଦ୍ଧାର କରିବା ପାଇଁ keys function ବ୍ୟବହାର କରାଯାଏ
05:40 values function, ସମସ୍ତ keysvalues ରିଟର୍ନ କରେ, ଯେଉଁଠାରେକି
05:46 each function, hash ଉପରେ ପୁନରବୃତ୍ତି କରେ ଓ hashରୁ key/value ପେୟାର୍‍ ରିଟର୍ନ କରେ
05:53 ଏଗୁଡ଼ିକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
05:57 ଏଥିପାଇଁ ଆମେ perlHash dot pl ସ୍କ୍ରିପ୍ଟ ବ୍ୟବହାର କରିବା, ଯାହାକୁ ଆମେ ପୂର୍ବରୁ ଏହି ଟ୍ୟୁଟୋରିଆଲ୍‌‍ରେ ତିଆରି କରିଛେ
06:07 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ;
06:12 ଏବେ, କୋଡ୍ ବୁଝିବା
06:15 hash ରେ keys function ଏକ array ରିଟର୍ନ କରେ, ଯାହା hashର ସମସ୍ତ keys ଧାରଣ କରିଥାଏ
06:22 hash ରେ values function, hashର ସମସ୍ତ keys ପାଇଁ ଭାଲ୍ୟୁଗୁଡ଼ିକର ଏକ array ରିଟର୍ନ କରେ
06:30 each function, key/value ପେୟାର୍‍ ରିଟର୍ନ କରେ
06:34 ଏଠାରେ ଆମେ while loop ବ୍ୟବହାର କରିଛେ
06:36 ଏହା hashର ପ୍ରତ୍ୟେକ key/value ପେୟାର୍‍ ଉପରେ ପୁନରବୃତ୍ତି କରିବ, ଯାହା each function ଦ୍ୱାରା ରିଟର୍ନ ହୋଇଥିବ
06:43 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
06:48 ଏବେ ଟର୍ମିନାଲ୍ ରେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
06:53 perl perlHash dot pl
06:58 ଓ ଏଣ୍ଟର ଦାବନ୍ତୁ
07:01 ଟର୍ମିନାଲ୍‌‍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା
07:05 ଏବେ hash ଲୁପ୍ କରିବାର କିଛି ଅନ୍ୟ ମାର୍ଗ ଦେଖିବା
07:10 ଆମେ hashର ପ୍ରତ୍ୟେକ key ଉପରେ ପୁନରାବୃତ୍ତି ପାଇଁ foreach loop ବ୍ୟବହାର କରିପାରିବା
07:15 ତାହାପରେ ଏକ କୀ’ର ଭାଲ୍ୟୁ ଉପରେ ଆକ୍ସନ୍ସର ସେଟ୍ ସମ୍ପାଦନ କରିବା
07:20 ସିଣ୍ଟାକ୍ସ ସ୍କ୍ରିନ୍‌‍ରେ ପ୍ରଦର୍ଶିତ ହେଲା
07:24 ଏଠାରେ foreach loopର ପ୍ରତ୍ୟେକ ପୁନରାବୃତ୍ତି hashରୁ $variableକୁ key ଆସାଇନ୍ କରିବ
07:32 ତାହାପରେ ଏହା, ଭାଲ୍ୟୁ ପାଇବା ପାଇଁ କିମ୍ବା ଆକ୍ସନ୍ସର ଏକ ସେଟ୍ ସମ୍ପାଦନ କରିବା ପାଇଁ $variable ବ୍ୟବହାର କରିବ
07:40 ସେହିପରି, ଆମେ ସ୍କ୍ରିନ୍‌‍ରେ ପ୍ରଦର୍ଶନ ପାଇଁ hash values ଲୁପ୍ କରିପାରିବା
07:47 ନମୁନା ପ୍ରୋଗ୍ରାମ୍ ଦେଖିବା
07:49 geditରେ loopingOverHash dot pl ଫାଇଲ୍‌‍କୁ ଫେରିଆସନ୍ତୁ
07:55 ଆପଣଙ୍କ loopingOverHash dot plରେ ପ୍ରଦର୍ଶିତ ନିମ୍ନ କୋଡ୍ର ଭାଗକୁ ଟାଇପ୍ କରନ୍ତୁ
08:02 ଏହି କୋଡ୍‌‍ର ଭାଗ hashର ସିଙ୍ଗଲ୍ key ରିଟର୍ନ କରେ
08:07 ଏଠାରେ ଆମ ମାମଲାରେ,
08:09 ପ୍ରଥମ ଥର dollar key ($key), Departmentକୁ key ଭାବେ ଧାରଣ କରିଛି
08:15 foreachର ପରବର୍ତ୍ତୀ ପୁନରୁକ୍ତିରେ Name key ରିଟର୍ନ ହୋଇଛି
08:21 ଧ୍ୟାନଦିଅନ୍ତୁ: Hash ହେଉଛି କ୍ରମବିହୀନ ଡାଟାର ସଂଗ୍ରହ
08:26 ତେଣୁ, hash କ୍ରିଏଟ୍‍ କରିବା ସମୟରେ ପରିଭାଷିତ ହୋଇଥିବା ରିଟର୍ନ keys କ୍ରମରେ ରହିବ ନାହିଁ
08:33 values ଉପରେ ଲୁପ୍ ସମାନ ମାର୍ଗରେ କାମ କରେ
08:38 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
08:41 ଏହାପରେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ ପାଇଁ
08:46 perl loopingOverHash dot pl ଟାଇପ୍ କରନ୍ତୁ
08:50 ଓ ଏଣ୍ଟର ଦାବନ୍ତୁ
08:53 ଟର୍ମିନାଲ୍‌‍ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେଲା
08:58 ସଂକ୍ଷିପ୍ତରେ
08:59 ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିଲେ -
09:01 Perlରେ Hash
09:03 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
09:05 ଏକ hashର ଏଲିମେଣ୍ଟ ଆକ୍ସେସ୍ କରିବା
09:08 ଏକ ଆସାଇନ୍‌‍ମେଣ୍ଟ ଭାବେ -
09:11 key ଭାବେ student name ଥିବା hash
09:15 value ଭାବେ ତା’ର percentage ଡିକ୍ଲେର୍ କରନ୍ତୁ
09:18 keys, valueseach function ବ୍ୟବହାର କରି hash ଲୁପ୍ କରନ୍ତୁ
09:24 ତାହାପରେ ପ୍ରତ୍ୟେକ ଷ୍ଟୁଡେଣ୍ଟର percentage ପ୍ରିଣ୍ଟ କରନ୍ତୁ
09:29 ନିମ୍ନ ଲିଙ୍କ୍‌‍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:32 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:37 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:53 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌‍ଜିକୁ ଲେଖନ୍ତୁ (contact@spoken-tutorial.org)
10:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:06 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:26 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ
10:30 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:33 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep