Difference between revisions of "Linux/C2/Ubuntu-Desktop/Oriya"
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:00 | |00:00 | ||
| ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ | | | ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ | | ||
+ | |||
|- | |- | ||
|00:04 | |00:04 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା | | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା | | ||
+ | |||
|- | |- | ||
|00:12 | |00:12 | ||
| ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି | | | ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି | | ||
+ | |||
|- | |- | ||
|00:19 | |00:19 | ||
| ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି | | | ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି | | ||
+ | |||
|- | |- | ||
|00:24 | |00:24 | ||
| ଉପର ବାମପଟ କୋଣରେ ମେନ୍ ମେନୁ ଅଛି | | | ଉପର ବାମପଟ କୋଣରେ ମେନ୍ ମେନୁ ଅଛି | | ||
+ | |||
|- | |- | ||
|00:31 | |00:31 | ||
| Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ | | | Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ | | ||
+ | |||
|- | |- | ||
|00:40 | |00:40 | ||
| ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ | | | ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ | | ||
+ | |||
|- | |- | ||
|00:48 | |00:48 | ||
| ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା | | | ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା | | ||
+ | |||
|- | |- | ||
|00:55 | |00:55 | ||
| ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା | | | ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା | | ||
+ | |||
|- | |- | ||
|01:04 | |01:04 | ||
| ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ | | | ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ | | ||
+ | |||
|- | |- | ||
|01:12 | |01:12 | ||
| ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ | | | ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|01:18 | |01:18 | ||
| ଚାଲନ୍ତୁ କିଛି ସରଳ ଗଣନା କରିବା | | | ଚାଲନ୍ତୁ କିଛି ସରଳ ଗଣନା କରିବା | | ||
+ | |||
|- | |- | ||
|01:22 | |01:22 | ||
| 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ | | 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ | ||
+ | |||
|- | |- | ||
|01:32 | |01:32 | ||
| = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ | | = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ | ||
+ | |||
|- | |- | ||
|01:39 | |01:39 | ||
| ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ | | | ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ | | ||
+ | |||
|- | |- | ||
|01:46 | |01:46 | ||
| ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା | | | ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା | | ||
+ | |||
|- | |- | ||
|01:50 | |01:50 | ||
| ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ | | | ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ | | ||
+ | |||
|- | |- | ||
|01:59 | |01:59 | ||
| ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ | | | ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|02:09 | |02:09 | ||
| ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି | | | ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି | | ||
+ | |||
|- | |- | ||
|02:16 | |02:16 | ||
| ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି | | | ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି | | ||
+ | |||
|- | |- | ||
|02:28 | |02:28 | ||
| ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି | | | ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି | | ||
+ | |||
|- | |- | ||
|02:45 | |02:45 | ||
| ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ | | | ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ | | ||
+ | |||
|- | |- | ||
|02:56 | |02:56 | ||
| ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି | | | ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି | | ||
+ | |||
|- | |- | ||
|03:15 | |03:15 | ||
| ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା | | | ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା | | ||
+ | |||
|- | |- | ||
|03:24 | |03:24 | ||
| ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି | | | ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି | | ||
+ | |||
|- | |- | ||
|03:30 | |03:30 | ||
| ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି | | | ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି | | ||
+ | |||
|- | |- | ||
|03:35 | |03:35 | ||
| ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି | | | ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି | | ||
+ | |||
|- | |- | ||
|03:40 | |03:40 | ||
| ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା | | | ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା | | ||
+ | |||
|- | |- | ||
|03:44 | |03:44 | ||
| ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି | | | ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି | | ||
+ | |||
|- | |- | ||
|03:50 | |03:50 | ||
| http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | | | http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | | ||
+ | |||
|- | |- | ||
|04:00 | |04:00 | ||
| ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା | | | ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା | | ||
+ | |||
|- | |- | ||
|04:12 | |04:12 | ||
| ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା | | | ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା | | ||
+ | |||
|- | |- | ||
|04:19 | |04:19 | ||
| ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ | | | ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ | | ||
+ | |||
|- | |- | ||
|04:25 | |04:25 | ||
| ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ | | | ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ | | ||
+ | |||
|- | |- | ||
|04:30 | |04:30 | ||
| ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା | | | ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା | | ||
+ | |||
|- | |- | ||
|04:36 | |04:36 | ||
| ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା | | | ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
|04:41 | |04:41 | ||
| ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି | | | ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି | | ||
+ | |||
|- | |- | ||
|04:48 | |04:48 | ||
| ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି | | | ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି | | ||
+ | |||
|- | |- | ||
|04:55 | |04:55 | ||
| ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | | | ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | | ||
+ | |||
|- | |- | ||
|05:01 | |05:01 | ||
| ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି | | | ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି | | ||
+ | |||
|- | |- | ||
|05:17 | |05:17 | ||
| ଟର୍ମିନାଲ୍ କ୍ଲୋଜ୍ କରନ୍ତୁ | | ଟର୍ମିନାଲ୍ କ୍ଲୋଜ୍ କରନ୍ତୁ | ||
+ | |||
|- | |- | ||
|05:20 | |05:20 | ||
| ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ | | | ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ | | ||
+ | |||
|- | |- | ||
|05:27 | |05:27 | ||
| ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ | | | ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|05:36 | |05:36 | ||
| ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା | | | ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା | | ||
+ | |||
|- | |- | ||
|05:43 | |05:43 | ||
| ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି | | | ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି | | ||
+ | |||
|- | |- | ||
|05:53 | |05:53 | ||
| ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି | | ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି | ||
+ | |||
|- | |- | ||
|06:00 | |06:00 | ||
| "www.gmail.com" ଟାଇପ୍ କରିବି | | "www.gmail.com" ଟାଇପ୍ କରିବି | ||
+ | |||
|- | |- | ||
|06:04 | |06:04 | ||
| ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ | | | ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ | | ||
+ | |||
|- | |- | ||
|06:09 | |06:09 | ||
| ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି | | | ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି | | ||
+ | |||
|- | |- | ||
|06:15 | |06:15 | ||
| ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ | | | ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ | | ||
+ | |||
|- | |- | ||
|06:22 | |06:22 | ||
| ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | | ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:36 | |06:36 | ||
| ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା | | | ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା | | ||
+ | |||
|- | |- | ||
|06:45 | |06:45 | ||
| ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା | | | ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା | | ||
+ | |||
|- | |- | ||
|06:53 | |06:53 | ||
| ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି | | | ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି | | ||
+ | |||
|- | |- | ||
|07:03 | |07:03 | ||
| ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି | | | ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି | | ||
+ | |||
|- | |- | ||
|07:07 | |07:07 | ||
| ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | | | ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | | ||
+ | |||
|- | |- | ||
|07:12 | |07:12 | ||
| ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା | | | ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା | | ||
+ | |||
|- | |- | ||
|07:21 | |07:21 | ||
| ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ | | | ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ | | ||
+ | |||
|- | |- | ||
|07:35 | |07:35 | ||
| ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି | | | ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି | | ||
+ | |||
|- | |- | ||
|07:48 | |07:48 | ||
| ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ | | | ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ | | ||
+ | |||
|- | |- | ||
|07:53 | |07:53 | ||
| ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ | | | ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ | | ||
+ | |||
|- | |- | ||
|08:08 | |08:08 | ||
| ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା | | | ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା | | ||
+ | |||
|- | |- | ||
|08:37 | |08:37 | ||
| ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ | | | ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ | | ||
+ | |||
|- | |- | ||
|08:42 | |08:42 | ||
| ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା | | | ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା | | ||
+ | |||
|- | |- | ||
|08:46 | |08:46 | ||
| ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି | | | ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି | | ||
+ | |||
|- | |- | ||
|08:57 | |08:57 | ||
| ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି | | | ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି | | ||
+ | |||
|- | |- | ||
|09:09 | |09:09 | ||
| ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା | | | ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା | | ||
+ | |||
|- | |- | ||
|09:13 | |09:13 | ||
| ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା | | | ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା | | ||
+ | |||
|- | |- | ||
|09:18 | |09:18 | ||
| ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି | | | ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି | | ||
+ | |||
|- | |- | ||
|09:27 | |09:27 | ||
| ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା | | | ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା | | ||
+ | |||
|- | |- | ||
|09:29 | |09:29 | ||
| ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ | | | ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ | | ||
+ | |||
|- | |- | ||
|09:34 | |09:34 | ||
| ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା | | | ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା | | ||
+ | |||
|- | |- | ||
|09:42 | |09:42 | ||
| ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି | | | ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି | | ||
+ | |||
|- | |- | ||
|09:56 | |09:56 | ||
| ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା | | | ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା | | ||
+ | |||
|- | |- | ||
|10:08 | |10:08 | ||
| ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା | | | ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା | | ||
+ | |||
|- | |- | ||
|10:16 | |10:16 | ||
| ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ | | | ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ | | ||
+ | |||
|- | |- | ||
|10:25 | |10:25 | ||
| ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି | | | ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି | | ||
+ | |||
|- | |- | ||
|10:31 | |10:31 | ||
| ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା | | | ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା | | ||
+ | |||
|- | |- | ||
|10:37 | |10:37 | ||
| ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ | | | ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|10:44 | |10:44 | ||
| ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ | | | ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ | | ||
+ | |||
|- | |- | ||
|10:52 | |10:52 | ||
| ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ | | | ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ | | ||
+ | |||
|- | |- | ||
|10:58 | |10:58 | ||
| ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା | | | ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା | | ||
+ | |||
|- | |- | ||
|11:10 | |11:10 | ||
| ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | | ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|11:18 | |11:18 | ||
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ||
+ | |||
|- | |- | ||
|11:21 | |11:21 | ||
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ | | |ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ | | ||
+ | |||
|- | |- | ||
|11:31 | |11:31 | ||
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | |ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
+ | |||
|- | |- | ||
|11:41 | |11:41 | ||
| http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | | | http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | | ||
+ | |||
|- | |- | ||
|11:47 | |11:47 |
Revision as of 17:29, 2 February 2015
ree{| border=1 |Time |Narration
|- |00:00 | ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ |
|- |00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା |
|- |00:12 | ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି |
|- |00:19 | ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି |
|- |00:24 | ଉପର ବାମପଟ କୋଣରେ ମେନ୍ ମେନୁ ଅଛି |
|- |00:31 | Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ |
|- |00:40 | ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ |
|- |00:48 | ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା |
|- |00:55 | ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା |
|- |01:04 | ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ |
|- |01:12 | ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ |
|- |01:18 | ଚାଲନ୍ତୁ କିଛି ସରଳ ଗଣନା କରିବା |
|- |01:22 | 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ
|- |01:32 | = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ
|- |01:39 | ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ |
|- |01:46 | ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା |
|- |01:50 | ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ |
|- |01:59 | ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ |
|- |02:09 | ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି |
|- |02:16 | ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି |
|- |02:28 | ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି |
|- |02:45 | ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ |
|- |02:56 | ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି |
|- |03:15 | ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା |
|- |03:24 | ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି |
|- |03:30 | ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି |
|- |03:35 | ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି |
|- |03:40 | ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା |
|- |03:44 | ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି |
|- |03:50 | http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
|- |04:00 | ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା |
|- |04:12 | ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା |
|- |04:19 | ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ |
|- |04:25 | ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ |
|- |04:30 | ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା |
|- |04:36 | ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା |
|- |04:41 | ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି |
|- |04:48 | ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି |
|- |04:55 | ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
|- |05:01 | ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି |
|- |05:17 | ଟର୍ମିନାଲ୍ କ୍ଲୋଜ୍ କରନ୍ତୁ
|- |05:20 | ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ |
|- |05:27 | ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ |
|- |05:36 | ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା |
|- |05:43 | ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି |
|- |05:53 | ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି
|- |06:00 | "www.gmail.com" ଟାଇପ୍ କରିବି
|- |06:04 | ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ |
|- |06:09 | ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି |
|- |06:15 | ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ |
|- |06:22 | ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
|- |06:36 | ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା |
|- |06:45 | ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା |
|- |06:53 | ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି |
|- |07:03 | ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି |
|- |07:07 | ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
|- |07:12 | ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା |
|- |07:21 | ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ |
|- |07:35 | ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି |
|- |07:48 | ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ |
|- |07:53 | ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ |
|- |08:08 | ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା |
|- |08:37 | ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ |
|- |08:42 | ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା |
|- |08:46 | ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି |
|- |08:57 | ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି |
|- |09:09 | ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା |
|- |09:13 | ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା |
|- |09:18 | ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି |
|- |09:27 | ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା |
|- |09:29 | ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ |
|- |09:34 | ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା |
|- |09:42 | ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି |
|- |09:56 | ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା |
|- |10:08 | ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା |
|- |10:16 | ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ |
|- |10:25 | ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି |
|- |10:31 | ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା |
|- |10:37 | ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ |
|- |10:44 | ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ |
|- |10:52 | ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ |
|- |10:58 | ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା |
|- |11:10 | ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
|- |11:18 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
|- |11:21 |ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ |
|- |11:31 |ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
|- |11:41 | http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |
|- |11:47 |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |