Difference between revisions of "LibreOffice-Suite-Calc/C2/Introduction-to-LibreOffice-Calc/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 || Visual Cue || Narration |- ||00:00 ||ଲିବ୍ରେଅଫିସ୍ Calc (LibreOffice Calc) ର ପରିଚୟ ନିମନ୍ତେ ସ୍ପୋକେନ୍…')
 
Line 1: Line 1:
 +
'''Resources for recording'''
 +
[[Media:Introduction to calc.zip |Introduction to Calc]]
 +
 
{| border=1
 
{| border=1
|| Visual Cue
+
|| '''Time'''
|| Narration
+
|| '''Narration'''
  
 
|-
 
|-
 
||00:00
 
||00:00
||ଲିବ୍ରେଅଫିସ୍  Calc (LibreOffice Calc) ର ପରିଚୟ ନିମନ୍ତେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
|| ଲିବର୍ ଅଫିସ୍ Calcର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
||00:06
 
||00:06
||ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା:
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
 
||00:08
 
||00:08
||ଲିବ୍ରେଅଫିସ୍  Calc (LibreOffice Calc) ର ପରିଚୟ ସମ୍ବନ୍ଧରେ.
+
|| Calcର ପରିଚୟ
 +
 
 
|-
 
|-
 
||00:12
 
||00:12
||ଲିବ୍ରେଅଫିସ୍  Calc (LibreOffice Calc) ରେ ବିଭିନ୍ନ ଟୁଲ୍ ବାର୍ ଗୁଡିକ ବିଷୟରେ.
+
|| Calcରେ ଥିବା ବିଭିନ୍ନ ଟୁଲ୍ ବାର୍ସ
 +
 
 
|-
 
|-
 
||00:16
 
||00:16
||Calc ରେ ଏକ ନୁଆ ଡକ୍ୟୁମେନ୍ଟ୍ କିପରି ଖୋଲିବା.
+
||ଏକ ନୂଆ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
 +
 
 
|-
 
|-
 
||00:18
 
||00:18
||ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କିପରି ଖୋଲିବା.
+
|| ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
 +
 
 
|-
 
|-
 
||00:21
 
||00:21
||Calc ରେ ଏକ ଡକ୍ୟୁମେନ୍ଟ୍ କୁ କିପରି ସେଭ୍ ଏବଂ ବଂଦ କରିବା.
+
||ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ ବନ୍ଦ କରିବେ |
 +
 
 
|-
 
|-
 
||00:26
 
||00:26
||ଲିବ୍ରେଅଫିସ୍  Calc (LibreOffice Calc) ଲିବ୍ରେଅଫିସ୍ ସୁଟ୍ ର spreadsheet ଅଂଶ ଅଟେ.
+
|| ଲିବର୍ ଅଫିସ୍ Calc ହେଉଛି ଲିବର୍ ଅଫିସ୍ ସୁଟ୍ ର ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ |
 +
 
 
|-
 
|-
 
||00:32
 
||00:32
||ଯେପରି ରାଇଟର୍, ଟେକ୍ସଟ information ସହିତ ବ୍ୟାପକ ରୁପରେ କାର୍ଯ୍ୟ କରେ, spreadsheet ସଂଖ୍ୟାତ୍ମକ information ସହିତ ବ୍ୟାପକ ରୁପରେ କାର୍ଯ୍ୟ କରେ.
+
||ଯେପରି ରାଇଟର୍ ଟେକ୍ସଟ୍ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ, ସେହିପରି ସ୍ପ୍ରେଡଶିଟ୍ ସଂଖ୍ୟାତ୍ମକ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ |
 +
 
 
|-
 
|-
 
||00:40
 
||00:40
||ଏହା ସଂଖ୍ୟା ଗୁଡିକର ଭାଷା ପାଇଁ ଏକ ସଫ୍ଟୱୟାର (Software) କୁହାଯାଇପାରିବ.
+
|| ଏହାକୁ ସଂଖ୍ୟାଗୁଡ଼ିକର ଭାଷା ପାଇଁ ଏକ ସଫ୍ଟୱେର୍ କୁହାଯାଇପାରେ |
 +
 
 
|-
 
|-
 
||00:44
 
||00:44
||ଏହା ମାଇକ୍ରୋସୋଫ୍ଟ୍  ଅଫିସ୍ ସୁଟ୍ (Microsoft Office Suite) ରେ ମାଇକ୍ରୋସୋଫ୍ଟ୍  ଏକସିଲ୍ (Microsoft Excel) ର ସମାନ ଅଟେ.
+
|| ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ଏକ୍ସେଲ୍ ସମକକ୍ଷ ଅଟେ |
 +
 
 
|-
 
|-
 
||00:49
 
||00:49
||ଏହା ଏକ ଫ୍ରି ଏବଂ ଅପେନ୍ ସୋର୍ସ୍ ସଫ୍ଟୱୟାର (Software) ଅଟେ ତେଣୁ, ଏହା କୋପି ହୋଇପାରିବ, ପୁନଃ ବ୍ୟବହାର ଏବଂ ବିନା ମୁଲ୍ୟରେ ବିତରଣ ହୋଇପାରିବ.
+
|| ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ନକଲ, ପୁନଃବ୍ୟବହାର ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ |
 +
 
 
|-
 
|-
 
||00:57
 
||00:57
||ଲିବ୍ରେଅଫିସ୍  ସୁଟ୍ (LibreOffice  suite) ସହିତ ଆରମ୍ଭ କରିବା ପାଇଁ, ଆପଣ Microsoft Windows 2000 କିମ୍ବା ଏହାର ଉଚ ସଂସ୍କରଣ ଗୁଡିକ ଯଥା MS Windows XP କିମ୍ବା MS Windows 7 ବ୍ୟବହାର କରିପାରିବେ କିମ୍ବା ଆପଣ ଆପଣକଂ ଅପେରଟିଂଗ୍ ଶିଷ୍ଟମ୍ ପରି GNU/Linux ବ୍ୟବହାର କରିପାରିବେ.
+
|| ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNU/ଲିନକ୍ସ ବ୍ୟବହାର କରିପାରିବେ |
 +
 
 
|-
 
|-
 
||01:14
 
||01:14
||ଏଠାରେ ଆମେ ଅପେରଟିଂଗ୍ ଶିଷ୍ଟମ୍ ପରି ଉବଣ୍ଟୁ ଲିନକ୍ସ ଭରଜନ୍ 10.04 ଏବଂ ଲିବ୍ରେଅଫିସ୍  ସୁଟ୍ (LibreOffice  suite) ଭରଜନ୍ 3.3.4 ବ୍ୟବହାର କରୁଛୁ.
+
|| ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩..ବ୍ୟବହାର କରୁଛୁ |
 +
 
 
|-
 
|-
 
||01:26
 
||01:26
||ଯଦି ଆପଣକଂ ପାଖରେ ଲିବ୍ରେଅଫିସ୍  ସୁଟ୍ (LibreOffice  suite) ସଂସ୍ଥାପିତ ହୋଇ ନ ଥାଏ, Calc, ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର କରି ସଂସ୍ଥାପିତ କରିପାରିବ.
+
|| ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି Calc ଇନଷ୍ଟଲ୍ କରିହେବ |
 +
 
 
|-
 
|-
 
||01:35
 
||01:35
||ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ବିଷୟରେ ଅଧିକ ସୁଚନା ଜାଣିବା ପାଇଁ, ଦୟାକରି ଏହି ୱେବ୍ ସାଇଟ୍ ରେ ଉବଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲକୁ ନିର୍ଦେଶ କର ଏବଂ ଏହି ୱେବ୍ ସାଇଟ୍ ରେ ନିର୍ଦେଶ ନାମା ଗୁଡିକୁ ଅନୁକରଣ କରି ଲିବ୍ରେଅଫିସ୍  ସୁଟ୍ (LibreOffice  suite) ଡାଉନ୍ ଲୋଅଡ୍ କର.
+
|| ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ |
 +
 
 
|-
 
|-
 
||01:50
 
||01:50
||ପୁର୍ଣ ନିର୍ଦେଶ ନାମା ଲିବ୍ରେଅଫିସ୍  ସୁଟ୍ (LibreOffice  suite) ର ପ୍ରଥମ ଟ୍ୟୁଟୋରିଆଲ ରେ ଉପଲବ୍ଧ ଅଛି
+
|| ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି |
 +
 
 
|-
 
|-
 
||01:56  
 
||01:56  
||ମନେରଖ, ଯେବେ ସଂସ୍ଥାପିତ କରୁଛ, Calc ପାଇଁ “Complete” ସଂସ୍ଥାପନ ର ବ୍ୟବହାର କର.
+
|| ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’Calc’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ |
 +
 
 
|-
 
|-
 
||02:01  
 
||02:01  
||ଯଦି ଆପଣକଂ ପାଖରେ ଲିବ୍ରେଅଫିସ୍  ସୁଟ୍ (LibreOffice  suite) ଆଗରୁ  ସଂସ୍ଥାପିତ ହୋଇଛି, ଆପଣକଂର ସ୍କ୍ରିନ୍ ବାମ ପାଖ ଉପରେ “Applications” ଅପସନ୍ ରେ କ୍ଲିକ୍ କରି ଆପଣ ଲିବ୍ରେଅଫିସ୍ Calc (LibreOffice  Calc) ପାଇବେ ଏବଂ ପରେ “Office” ଏବଂ ତାପରେ “LibreOffice” ଅପସନ୍ ଉପରେ କ୍ଲିକ୍ କର.
+
|| ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ ସ୍କ୍ରୀନ୍ ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ Calc ପାଇପାରିବେ |
 +
 
 
|-
 
|-
 
||02:17
 
||02:17
||ବିଭିନ୍ନ ଲିବ୍ରେଅଫିସ୍ ଅଂଶଗୁଡିକ ସହିତ ଏକ ନୁଆ ଡାଇଲୋଗ୍ ବୋକ୍ସ ଖୋଲିବ.
+
|| ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ |
 +
 
 
|-
 
|-
 
||02:22
 
||02:22
||ଲିବ୍ରେଅଫିସ୍ Calc (LibreOffice  Calc) କୁ ଏକସେସ୍ କରିବା ପାଇଁ, ନୁଆ ଡାଇଲୋଗ୍ ବୋକ୍ସ ରେ “Spreadsheet” ଅଂଶ ଉପରେ କ୍ଲିକ୍ କର.
+
|| ଲିବର୍ ଅଫିସ୍ Calc ଆକ୍ସେସ୍ କରିବା ପାଇଁ, ନୂଆ ଡାୟଲଗ୍ ବକ୍ସରେ ଥିବା ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ |
 
|-
 
|-
 
||02:30
 
||02:30
||ଏହା ମୁଖ୍ୟ Calc ୱିନଡୋ ରେ ଏକ ଖାଲି ଡକ୍ୟୁମେନ୍ଟ୍ ଖୋଲିବ.
+
|| ଏହା, ମୁଖ୍ୟ Calc ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ |
 +
 
 
|-
 
|-
 
||02:35
 
||02:35
||ବର୍ତମାନ ଚାଲ Calc ୱିନଡୋ ର ମୁଖ୍ୟ ଅଂଶ ସମ୍ବନ୍ଧରେ ଶିଖିବା.
+
|| ବର୍ତ୍ତମାନ Calc ୱିଣ୍ଡୋର ମୁଖ୍ୟ କମ୍ପୋନେଣ୍ଟ ବିଷୟରେ ଶିଖିବା |
 +
 
 
|-
 
|-
 
||02:40
 
||02:40
||Calc ରେ ଡକ୍ୟୁମେନ୍ଟ୍ କୁ ଏକ workbook କହନ୍ତି. ଏକ workbook ରେ spreadsheets ନାମକ କେତେକ sheets ଅନ୍ତର୍ଭୁକ୍ତ.
+
|| Calcରେ ଥିବା ଡକ୍ୟୁମେଣ୍ଟ୍ କୁ ଏକ ୱର୍କବୁକ୍ କୁହାଯାଏ | ଏକ ୱର୍କବୁକ୍ ରେ ଅନେକ ଶିଟ୍ସ ଥାଏ, ଯାହାକୁ ସ୍ପ୍ରେଡଶିଟ୍ କୁହାଯାଏ |
 +
 
 
|-
 
|-
 
||02:48
 
||02:48
||ପ୍ରତେକ spreadsheets ରେ cells ଅନ୍ତର୍ଭୁକ୍ତ ଯାହା rows ଏବଂ columns ରେ ସଜାଯାଇଛି. ପ୍ରତେକ row ଏକ ସଂଖ୍ୟା ଦ୍ବାରା ଏବଂ ପ୍ରତେକ column ଏକ ଅଖୟର ଦ୍ବାରା ଚିହ୍ନିତ ଅଟେ.
+
|| ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ସେଲ୍ସ Rows ଓ Columnରେ ବ୍ୟବସ୍ଥିତ ହୋଇଥାଏ | ପ୍ରତ୍ୟେକ Row ସଂଖ୍ୟା ଦ୍ୱାରା ଏବଂ ପ୍ରତ୍ୟେକ Column ଗୋଟିଏ ଅକ୍ଷର ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ |
 +
 
 
|-
 
|-
 
||02:58
 
||02:58
||ଏକ ବିଶେଷ cell, ଯାହା ଏକ row ଏବଂ ଏକ column ର ଏକ intersection କୁ ନିର୍ଦେଶ କରେ ଯାହା ଏହାର ଉପଯୁକ୍ତ row number ଏବଂ column alphabet ଦ୍ବାରା  ଚିହ୍ନିତ ଅଟେ.
+
|| ଏକ ନିର୍ଦ୍ଦିଷ୍ଟ Cell, ଯାହା Row ଓ Columnର ଏକ ଇଣ୍ଟରସେକ୍ସନ୍ କୁ ସନ୍ଦର୍ଭିତ କରିଥାଏ, ତାହାର ଉପଯୁକ୍ତ Row ସଂଖ୍ୟା ଓ Column ଅକ୍ଷର ଦ୍ୱାରା ଚିହ୍ନଟ ହୋଇଥାଏ |
 +
 
 
|-
 
|-
 
||03:09
 
||03:09
||Cells, ପରିଚାଳନ ଏବଂ ପ୍ରଦଶ୍ରନ ପାଇଁ କେତେକ ଅଧିକ data elements ର ସୁଚନା ଧରି ରଖିପାରିବ ଯେପରି  text, numbers, formulas.
+
||Cells, ବିନ୍ୟାସ ଓ ପ୍ରଦର୍ଶନ ପାଇଁ ଅଧିକ ତଥ୍ୟ ଉପାଦାନ ଓ ଟେକ୍ସଟ୍, ସଂଖ୍ୟା, ସୂତ୍ର ପରି ସୂଚନା ରଖିପାରେ |
 +
 
 
|-
 
|-
 
||03:18
 
||03:18
||ପ୍ରତେକ spreadsheet ରେ କେତେକ sheets ରହିପାରିବ ଏବଂ ପ୍ରତେକ sheet ରେ ଏକ million ଠାରୁ ଅଧିକ rows ଏବଂ ଏକ ହଜାରେ columns ରହିପାରିବ ଯାହା କି ଆମ କୁ ଏକ ସିଂଗଲେ ଶିଟ୍ (single sheet) ରେ ଏକ ବିଲିୟନ୍ ଠାରୁ ଅଧିକ କିମ୍ବା ଶହେ କୋଟି cells ଦିଏ.
+
|| ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ଅନେକ ଶିଟ୍ସ ଓ ପ୍ରତ୍ୟେକ ଶିଟ୍ ରେ ଏକ ମିଲିୟନ୍ ରୁ ସାମାନ୍ୟ ଅଧିକ Rows  ଏବଂ ଏକ ହଜାର Columns ଥାଇପାରେ, ଯାହା ଆମକୁ ଏକ ସିଙ୍ଗଲ୍ ଶିଟ୍ ରେ ଏକ ବିଲିୟନ୍ ରୁ ଅଧିକ କିମ୍ୱା ଶହେ କୋଟି Cells ପ୍ରଦାନ କରିଥାଏ |
 +
 
 
|-
 
|-
 
||03:33
 
||03:33
||Calc ୱିନଡୋ ରେ ବିଭିନ୍ନ ଟୂଲ୍ ବାର୍ ଗୁଡିକ ଅଛି ଯଥା: title bar, menu bar, standard toolbar, formatting bar, formula bar ଏବଂ status bar.
+
|| Calc ୱିଣ୍ଡୋରେ ଟାଇଟଲ୍ ବାର୍, ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, ଫର୍ମାଟିଙ୍ଗ୍ ବାର୍, ଫର୍ମୁଲ ବାର୍ ଓ ଷ୍ଟାଟସ୍ ବାର୍ ପରି ବିଭିନ୍ନ ବାର୍ସ ଅଛି |
 +
 
 +
 
 
|-
 
|-
 
||03:45
 
||03:45
||ଏହି ଟୂଲ୍ ବାର୍ ଗୁଡିକ ବ୍ୟତିତ, ଏଠାରେ ଉପରେ “Input line” ଏବଂ “Name box” ନାମକ ଦୁଇଟି ଅତିରିକ୍ତ ଫିଲଡସ୍ (additional fields) ଅଛି.
+
|| ଏହିସବୁ ଟୁଲ୍ ବାର୍ସ ବ୍ୟତୀତ, ଶୀର୍ଷରେ “ଇନପୁଟ୍ ଲାଇନ୍” ଓ “ନେମ୍ ବକ୍ସ” ନାମରେ ଦୁଇଟି ଅତିରିକ୍ତ ଫିଲ୍ଡ ଅଛି |
 +
 
 
|-
 
|-
 
||03:54
 
||03:54
||ଟୂଲ୍ ବାର୍ ଗୁଡିକରେ ସବୁଠାରୁ ସାଧାରଣ ଉପଯୋଗୀ ଅପସନ୍ ଗୁଡିକୁ ଅନ୍ତର୍ଭୁକ୍ତ ଯାହା ସମ୍ବନ୍ଧରେ ଆମେ ଆଗକୁ  ଟ୍ୟୁଟୋରିଆଲ ଗୁଡିକରେ ଶିଖିବା.
+
|| ଟୁଲ୍ ବାର୍ସରେ ଅଧିକାଂଶ ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍ସ ରହିଥାଏ, ଯାହା ବିଷୟରେ ଆମେ ଟ୍ୟୁଟୋରିଆଲ୍ ଅଗ୍ରଗତି ସହିତ ଜାଣିବା |
 +
 
 
|-
 
|-
 
||04:02
 
||04:02
||ବର୍ତମାନ ଆପଣ spreadsheet ର ବାମ କୋଣ ତଳେ Sheet1”, “Sheet 2” and “Sheet 3” ନାମକ ତିନୋଟି sheet tab ଗୁଡିକ ଦେଖିପାରିବେ.
+
|| ଶିଟ୍ ୧, ଶିଟ୍ ୨ ଓ ଶିଟ୍ ୩ ନାମରେ ସ୍ପ୍ରେଡଶିଟ୍ ର ବାମ କୋଣରେ ତିନୋଟି ଶିଟ୍ ଟ୍ୟାବ୍ ଥିବାର ଦେଖନ୍ତୁ |
 +
 
 
|-
 
|-
 
||04:13
 
||04:13
||ଏହି ଟ୍ୟାବ ଗୁଡିକ ଏକ white tab ଥିବା visible sheet ସହିତ ପ୍ରତେକ ବ୍ୟକ୍ତିଗତ sheet କୁ ଏକସେସ୍ ପାଇଁ ସଖ୍ୟମ କରେ.
+
|| ଭିଜିବଲ୍ ଶିଟ୍ ରେ ଧଳା ଟ୍ୟାବ୍ ସହିତ ପ୍ରତ୍ୟେକ ପୃଥକ୍ ଶିଟ୍ ଆକ୍ସେସ୍ କରିବାକୁ ଏହି ଟ୍ୟାବ୍ ଗୁଡ଼ିକ ଏନାବଲ୍ କରିଥାଏ |
 +
 
 
|-
 
|-
 
||04:21  
 
||04:21  
||ଅନ୍ୟ sheet tab ଉପରେ କ୍ଲିକ୍ କରିବା ଦ୍ବାରା ଏହା ବିଶେଷ sheet ପ୍ରଦଶ୍ରୀତ କରେ, ଏବଂ ଏହି  tab ଧଳା ରେ ବଦଳିଯାଏ.
+
|| ଅନ୍ୟ ଶିଟ୍ ଟ୍ୟାବ୍ ରେ କ୍ଲିକ୍ କଲେ ସେହି ନିର୍ଦ୍ଦିଷ୍ଟ ଶିଟ୍ ଟି ପ୍ରଦର୍ଶିତ ହୋଇଥାଏ ଓ ତାହାର ଟ୍ୟାବ୍ ଧଳା ହୋଇଯାଏ |
 +
 
 
|-
 
|-
 
||04:28
 
||04:28
||spreadsheet ର ମୁଖ୍ୟ ଭାଗ, ଏକ ଗ୍ରୀଡ ର ଫର୍ମ୍ ରେ ବିଭିନ୍ନ cell ଗୁଡିକ ଧାରଣ କରେ ଯେଉଁଠାରେ ଡାଟା ପ୍ରବେଶ କରାଯାଇଛି. ପ୍ରତେକ cell ଏକ column ଏବଂ ଏକ row ର intersection ଅଟେ.
+
|| ସ୍ପ୍ରେଡଶିଟ୍ ର ମୁଖ୍ୟ ସ୍ଥାନ, ଯେଉଁଠାରେ ଡାଟା ଏଣ୍ଟର୍ କରାଯାଏ, ସେଥିରେ ଗ୍ରିଡ୍ ଆକାରରେ ବିଭିନ୍ନ Cells ରହିଥାଏ | Column ଓ Rowର ମଧ୍ୟଭାଗରେ ପ୍ରତ୍ୟେକ Cell ରହିଥାଏ |
 +
 
 
|-
 
|-
 
||04:41
 
||04:41
||column ଗୁଡିକ ଉପରେ ଏବଂ row ଗୁଡିକର ବାମର ଶେଷରେ ଗ୍ରେ (gray) ବାକ୍ସ ଗୁଡିକ ଏକ ପର୍ଯ୍ୟାୟ ଅଟେ ଯାହା ଅଖୟର ଏବଂ ସଂଖ୍ୟା ଗୁଡିକୁ ଧାରଣ କରେ.
+
|| Columnsର ଉପର ଭାଗରେ ଓ Rowsର ବାମ ତଳ ଭାଗରେ, ଅକ୍ଷର ଓ ସଂଖ୍ୟା ଥିବା ଗ୍ରେ ବକ୍ସମାନ ରହିଛି | ଏଗୁଡ଼ିକ ହେଉଛି Column ଓ Row ହେଡର୍ସ |
 +
 
 
|-
 
|-
 
||04:53
 
||04:53
||columns “A” ଠାରୁ ଆରମ୍ଭ ହୁଏ ଏବଂ ଡାହାଣ ଆଡକୁ ଯାଏ, ଏବଂ rows “1” ଠାରୁ ଆରମ୍ଭ ହୁଏ ଏବଂ ତଳକୁ ଯାଏ.
+
|| Column “A”ରୁ ଆରମ୍ଭ ହୋଇ ଡାହାଣକୁ ଯାଏ ଓ Row “1”ରୁ ଆରମ୍ଭ ହୋଇ ତଳକୁ ଯାଏ |
 +
 
 
|-
 
|-
 
||05:01
 
||05:01
||ଏହି column ଏବଂ row headers cell ସଂଦର୍ଭ ଗୁଡିକ ତିଆରିକରେ ଯାହା  “Name Box” ଫିଲଡ଼ ରେ ଦେଖାଦିଏ.
+
|| ଏହିସବୁ Column ଓ Row ହେଡର୍ସ, “ନେମ୍ ବକ୍ସ” ଫିଲ୍ଡରେ ପ୍ରଦର୍ଶିତ Cell ରେଫରେନ୍ସ ଗଠନ କରନ୍ତି |
 
|-
 
|-
 
||05:07
 
||05:07
||Calc ରେ ବିଭିନ୍ନ ଅଂଶ ଗୁଡିକୁ ସମ୍ବନ୍ଧରେ ଶିଖିବା ପରେ ଆମେ ଏବେ ଶିଖିବା ଲିବ୍ରେ ଅଫିସ୍ Calc ରେ ଏକ ନୁଆ ଡକ୍ୟୁମେଂଟ୍ କିପରି ଖୋଲିବା.
+
||Calcରେ ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ଶିଖିବା ପରେ Calcରେ ଏକ ନୂଆ ଡକ୍ୟୁମେଣ୍ଟ କିପରି ଖୋଲିବାକୁ ହୁଏ, ଶିଖିବା |
 
|-
 
|-
 
||05:17
 
||05:17
||ଆପଣ standard toolbar ରେ  “New” ଆଇକନ୍ ଉପରେ କ୍ଲିକ୍ କରି କିମ୍ବା ମେନ୍ୟୁ ବାର୍ ରେ “File”  ଅପସନ୍ ଉପରେ କ୍ଲିକ୍ କରି ଏବଂ ପରେ “New” ଅପସନ୍ ରେ କ୍ଲିକ୍ କରି ଏବଂ ପରେ ଶେଷରେ “Spreadsheet” ଅପସନ୍ ଉପରେ କ୍ଲିକ୍ କରି ଏକ ନୁଆ ଡକ୍ୟୁମେଂଟ୍ ଖୋଲିପାରିବେ.
+
|| ଆପଣ “New” ଆଇକନ୍ ରେ କ୍ଲିକ୍ କରି କିମ୍ୱା File -> New ଅପ୍ସନ୍ ଓ ଶେଷରେ Spreadsheet ରେ କ୍ଲିକ୍ କରି ଏକ ନୂଆ ଡକ୍ୟୁମେଣ୍ଟ୍ ଓପନ୍ କରିପାରିବେ >
 +
 
 
|-
 
|-
 
||05:33
 
||05:33
||ଆପଣ ଦେଖ ଯେ ଦୁଇଟି ଘଟଣାରେ ଏକ ନୁଆ Calc ୱିନଡୋ ଖୋଲା ହୁଏ.
+
|| ଉଭୟ ମାମଲାରେ ଏକ ନୂଆ Calc ୱିଣ୍ଡୋ ଖୋଲିବାର ଆପଣ ଦେଖିବେ |
 +
 
 
|-
 
|-
 
||05:39
 
||05:39
||ବର୍ତମାନ ଆମେ ଶିଖିବା spreadsheet ରେ ଏକ “Personal Finance Tracker” କିପରି ତିଆରି କରୁଁ.
+
|| Spreadsheetରେ ଏକ Personal Finance Tracker କିପରି ଗଠନ କରାଯାଏ, ଆମେ ଏବେ ଶିଖିବା |
 +
 
 
|-
 
|-
 
||05:45
 
||05:45
||ଚାଲ ଦେଖିବା ଏକ spreadsheet ରେ କିଛି cells ରେ ଡାଟା କିପରି ପ୍ରବେଶ କରାଉଁ.
+
|| ଏକ spreadsheetର କିଛି cellsରେ କିପରି ଡେଟା ଏଣ୍ଟର୍ କରାଯାଏ, ଦେଖିବା |
 +
 
 
|-
 
|-
 
||05:50
 
||05:50
|| ତେଣୁ spreadsheet ର ପ୍ରଥମ sheet ରେ cell ସମ୍ବନ୍ଧିତ A1 ଉପରେ କ୍ଲିକ୍ କର.
+
|| Spreadsheetର ପ୍ରଥମ ଫର୍ଦ୍ଦରେ ଥିବା A1 ଭାବରେ ସନ୍ଦର୍ଭିତ cellରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||05:56
 
||05:56
||ଚାଲ ଏବେ ହେଡିଂଗ୍ SN” ଟାଇପ୍ କରିବା ଯାହା ବିଷୟ ଗୁଡିକର serial number କୁ ସୁଚାଏ ଯାହା  spreadsheet ରେ ପ୍ରତିରୁପ ହେବ.
+
|| ଆମେ SN ହେଡିଙ୍ଗ୍ ଟାଇପ୍ କରିବା, ଯାହା spreadsheetରେ କ୍ରମିକ ସଂଖ୍ୟାକୁ ପ୍ରତିନିଧିତ୍ୱ କରିବ |
 +
 
 
|-
 
|-
 
||06:05
 
||06:05
||ବର୍ତମାନ cell ସମ୍ବନ୍ଧିତ B1 ଉପରେ କ୍ଲିକ୍ କର ଏବଂ ଅନ୍ୟ ହେଡିଂଗ୍ “Items” ଉପରେ ଟାଇପ୍ କର.
+
|| ଏବେ B1 ଉପରେ କ୍ଲିକ୍ କରି ଅନ୍ୟେକ ହେଡିଙ୍ଗ୍ Items ଟାଇପ୍ କରନ୍ତୁ |
 +
 
 
|-
 
|-
 
||06:11
 
||06:11
||ସବୁ ଆଇଟମ୍ ର ନାମ ଯାହା ଆମେ spreadsheet ରେ ବ୍ୟବହାର କରିବା ତାହା ଏହି ହେଡିଂଗ୍ ର ଅଧିନରେ ରହିବ.
+
|| ଆମେ ବ୍ୟବହାର କରିବାକୁଥିବା ସମସ୍ତ ଆଇଟମ୍ ର ନାମ Spreadsheetରେ ଏହି ହେଡିଙ୍ଗ୍ ଅନ୍ତର୍ଗତ ରହିବ |
 +
 
 
|-
 
|-
 
||06:18
 
||06:18
||ସମାନଭାବରେ, ଗୋଟିଏ ପରେ ଗୋଟିଏ C1, D1, E1, F1 ଏବଂ G1 cell ଗୁଡିକ ଉପରେ କ୍ଲିକ୍ କର ଏବଂ କ୍ରମଅନୁସାରେ  “Cost”, “Spent”, “Received”, “Date” ଏବଂ “Account”  ହେଡିଂଗ୍ ଗୁଡିକ ଲେଖ.
+
|| ସେହିପରି ଭାବେ, ଗୋଟିଏ ପରେ ଗୋଟିଏ କରି C1, D1, E1. F1 G1 ଉପରେ କ୍ଲିକ୍ କରି ହେଡିଙ୍ଗ୍ ଭାବରେ କ୍ରମଶଃ Cost, Spent, Received, Date ଓ Account ଲେଖନ୍ତୁ |
 +
 
 
|-
 
|-
 
||06:33
 
||06:33
||ଆମେ ପରେ ଏହି ପ୍ରତେକ columns ରେ ଡାଟା ଇନସର୍ଟ୍ (insert) କରିବା.
+
|| ପରେ ଏହି Columnsରେ ଆମେ ଡେଟା ଇନ୍ସର୍ଟ କରିବା |
 +
 
 
|-
 
|-
 
||06:39
 
||06:39
||ଥରେ ଆପଣକଂର spreadsheet ଲେଖା ହୋଇସରିଲା ପରେ, ଆପଣ ଏହାକୁ ଭିବିଷ୍ୟତ ରେ ବ୍ୟବହାର ପାଇଁ ସେଭ୍ କରିବା ଉଚିତ.
+
|| ଭବିଷ୍ୟତରେ ବ୍ୟବହାର ପାଇଁ ଏହାକୁ ସେଭ୍ କରିନିଅନ୍ତୁ |
 +
 
 
|-
 
|-
 
||06:44
 
||06:44
||ଏହି ଫାଇଲ୍ କୁ ସେଭ୍ କରିବାପାଇଁ, ମେନ୍ୟୁ ବାର୍ ରେ  “File” ଉପରେ କ୍ଲିକ୍ କର ଏବଂ ପରେ “Save As” ଅପସନ୍ ଉପରେ କ୍ଲିକ୍ କର.
+
|| File ଓ ତା’ପରେ Save As ଅପ୍ସନ୍ ରେ କ୍ଲିକ୍ କରି ଫାଇଲ୍ କୁ ସେଭ୍ କରନ୍ତୁ |
 +
 
 
|-
 
|-
 
||06:51   
 
||06:51   
||ସ୍କ୍ରିନ୍ ଉପରେ ଏକ ଡାଇଲୋଗ୍  ବୋକ୍ସ ଦେଖାଦିଏ ଯେଉଁଠାରେ ଆପଣଂକୁ ଆପଣକଂର ଫାଇଲ୍ ନାମ ଏଣ୍ଟର କରିବା ପାଇଁ ଦରକାର ଅଟେ ଯାହା “Name” ଫିଲଡ୍ ଅଧିନରେ ଅଛି.
+
|| ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ, ଯାହାର Name ଫିଲ୍ଡ ଅନ୍ତର୍ଗତ ଆପଣ ନିଜ ଫାଇଲ୍ ନାମ ଏଣ୍ଟର୍ କରିବେ |
 +
 
 
|-
 
|-
 
||06:59
 
||06:59
||ତେଣୁ ଫାଇଲ୍ ର ନାମ ଏଣ୍ଟର କର ଯେପରି “Personal Finance Tracker”.
+
|| Personal Finance Tracker ଭାବେ ଫାଇଲ୍ ର ନାମ ଏଣ୍ଟର୍ କରନ୍ତୁ |
 +
 
 
|-
 
|-
 
||07:04
 
||07:04
||“Name” ଫିଲଡ୍ ତଳେ ଆପଣକଂ ପାଖରେ “Save in folder” ଫିଲଡ୍ ଅଛି ଯେଉଁଠାରେ ଆପନଂକୁ ଫୋଲଡର୍ ର ନାମ ଏଣ୍ଟର କରିବା ଆବଶ୍ୟକ ଅଟେ  ଯାହା ଆପଣକଂର ସେଭ୍ ହୋଇଥିବା ଫାଇଲ୍ କୁ ଅନ୍ତର୍ଭକ୍ତ କରିବ.
+
|| Name ଫିଲ୍ଡ ତଳେ Save in Folder ଫିଲ୍ଡ ଅଛି, ଯେଉଁଠାରେ ଆପଣ ସେଭ୍ ହୋଇଥିବା ଫାଇଲ୍ ଥିବା ଫୋଳ୍ଡର୍ ର ନାମ ଏଣ୍ଟର୍ କରିବେ |
 +
 
 
|-
 
|-
 
||07:14
 
||07:14
||ତେଣୁ “Save in folder” ଫିଲଡ୍ ରେ ଡାଉନ୍ ଏରୋ (down arrow) ଉପରେ କ୍ଲିକ୍ କର.
+
|| Save in Folder ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||07:18
 
||07:18
||ଫୋଲଡର୍ ଅପସନସ୍ ର ଏକ ତାଲିକା ଦେଖାଦିଏ. ଏଠାରେ ଆମେ ଫୋଲଡର୍ ବାଛିପାରିବା ଯେଉଁଠାରେ ଆମେ ଆମର ଫାଇଲ୍ କୁ ସେଭ୍ କରିବା ପାଇଁ ଚାହୁଁ.
+
|| ଏକ ଫୋଲ୍ଡର୍ ତାଲିକା ପ୍ରଦର୍ଶିତ ହେବ, ଯେଉଁଠାରେ ଫାଇଲ୍ କୁ କେଉଁ ଫୋଲ୍ଡର୍ ରେ ସେଭ୍ କରିବେ, ତାହାର ଚୟନ କରନ୍ତୁ |
 +
 
 
|-
 
|-
 
||07:26
 
||07:26
||ଆମେ ଡେକସ୍ଟୋପ୍ ଅପସନ୍ ଉପରେ କ୍ଲିକ୍ କରିବା.
+
|| ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||07:28
 
||07:28
||ତେଣୁ ଫାଇଲ୍ ଡେକସ୍ଟୋପ୍ ଉପରେ ସେଭ୍ ହୋଇଯିବ.
+
|| ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ |
 +
 
 
|-
 
|-
 
||07:34
 
||07:34
||ବର୍ତମାନ ଡାଇଲୋଗ୍ ବୋକ୍ସ ରେ “File type” ଅପସନ୍ ଉପରେ କ୍ଲିକ୍ କର.
+
|| ଡାୟଲଗ୍ ବକ୍ସରେ ଥିବା File type ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||07:37
 
||07:37
||ଏହା ଆପଣଂକୁ ଫାଇଲ୍ ଟାଇପ୍ ଅପସନ୍ ଗୁଡିକର କିମ୍ବା ଫାଇଲ୍ extension ଗୁଡିକର ଏକ ତାଲିକା ଦେଖାଏ ଯେଉଁଠିରେ ଆପଣ ଆପଣକଂର ଫାଇଲ୍ ସେଭ୍ କରିପାରିବେ.
+
|| ଏହା ଫାଇଲ୍ ଟାଇପ୍ ଅପ୍ସନ୍ ବା ଫାଇଲ୍ ଏକ୍ସଟେନ୍ସନ୍ ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ |
 +
 
 
|-
 
|-
 
||07:46
 
||07:46
||ଲିବ୍ରେ ଅଫିସ୍ Calc ରେ ଡିଫଲଟ୍ ଫାଇଲ୍ ଟାଇପ୍ “ODF Spreadsheet” ଅଟେ ଯାହା “dot ods” extension ପ୍ରଦାନ କରେ.
+
|| ODF spreadsheet ହେଉଛି Calcର ଡିଫଲ୍ଟ ଫାଇଲ୍ ଟାଇପ୍, ଯାହା dot ods ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ |
 +
 
 
|-
 
|-
 
||07:56
 
||07:56
||ODF, Open Document Format ପାଇଁ ଅବସ୍ଥାପିତ ଯାହା ଏକ open standard ଅଟେ.
+
|| ODFର ଅର୍ଥ ହେଉଛି Open Document Format, ଯାହା ଓପନ୍ ଷ୍ଟାଣ୍ଡାର୍ଡ ଅଟେ |
 +
 
 
|-
 
|-
 
||08:01
 
||08:01
||dot ods format ରେ ସେଭ୍ କରିବା ବ୍ୟତିତ, ଯାହା ଲିବ୍ରେ ଅଫିସ୍ Calc ରେ ଖୋଲିପାରିବ, ଆପଣ ଆପଣକଂର ଫାଇଲ୍ dot xml, dot xlsx ଏବଂ dot xls format ରେ ମଧ୍ୟ ସେଭ୍ କରିପାରିବେ ଯାହା MS Office Excel program ରେ ଖୋଲିପାରିବ.
+
|| ଲିବର୍ ଅଫିସ୍ Calcରେ ଖୋଲୁଥିବା dot ods ଫର୍ମାଟ୍ ରେ ସେଭ୍ କରିବା ବ୍ୟତୀତ, ଆପଣ ନିଜ ଫାଇଲ୍ କୁ dot xml, dot xlsx dot xls ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହା MS ଅଫିସ୍ ଏକ୍ସେଲ୍ ପ୍ରୋଗ୍ରାମ୍ ରେ ଖୋଲିପରିବ |
 +
 
 
|-
 
|-
 
||08:20
 
||08:20
||dot csv, ଅନ୍ୟ ପ୍ରଚଳିତ ଫାଇଲ୍ extension ଅଟେ ଯାହା ଅଧିକ ପ୍ରୋଗ୍ରାମ ଗୁଡିକରେ ଖୋଲେ.
+
|| ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲୁଥିବା ଅନ୍ୟଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍ ହେଉଛି dot csv |
 +
 
 
|-
 
|-
 
||08:28
 
||08:28
||ଏହାର ବ୍ୟବହାର ପ୍ରାୟ, ଏକ ଟେକେସ୍ଟ୍ ଫାଇଲ୍ ଫର୍ମାଟ୍ (text file format) ରେ spreadsheet ଡାଟା କୁ ସଂଚିତ କରିବା ପାଇଁ କରାଯାଇଥାଏ, ଯାହା ଫାଇଲ୍ ର ସାଇଜ୍ ବହୁତ ଅଧିକ କମ୍ କରେ ଏବଂ ସହଜରେ ସ୍ଥାନାନ୍ତରିତ ଅଟେ.
+
|| ଏହା spreadsheet ଡେଟାକୁ ଛୋଟ ଫାଇଲ୍ ସାଇଜ୍ ଓ ସହଜରେ ପରିଚାଳିତ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ ରେ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଇଥାଏ |
 +
 
 
|-
 
|-
 
||08:38
 
||08:38
||ଆମେ “ODF Spreadsheet” ଅପସନ୍ ଉପରେ କ୍ଲିକ୍ କରିବା.
+
|| ODF spreadsheet ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||08:43
 
||08:43
||ଆପଣ ଦେଖ କି “ODF Spreadsheet ଏବଂ brackets ମଧ୍ୟରେ, dot ods” ଫାଇଲ୍ ଟାଇପ୍ କର,  ଯାହା “File type” ଅପସନ୍ ର ଠିକ୍ ପରେ ପ୍ରଦଶ୍ରୀତ ଅଟେ.
+
|| ଦେଖନ୍ତୁ, File Type ଅପ୍ସନ୍ ପାଖରେ ODF spreadsheet ଓ ବ୍ରାକେଟ୍ ରେ dot ods ପ୍ରଦର୍ଶିତ ହୋଇଛି |
 +
 
 
|-
 
|-
 
||08:53
 
||08:53
|| “Save” ବଟନ୍ ଉପରେ କ୍ଲିକ୍ କର.
+
|| Save କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||08:55
 
||08:55
||ଏହା ଆପଣଂକୁ ଟାଇଟଲ୍ ବାର୍ ଉପରେ ଆପଣକଂର ପସଂଦର ଫାଇଲ୍ ନେମ୍ ଏବଂ extension ସହିତ Calc ୱିନଡୋ କୁ ପଛକୁ ନେଇଯାଏ.
+
|| ଏହା, ଟାଇଟଲ୍ ବାର୍ ରେ ଆପଣଙ୍କ ପସନ୍ଦର ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଆପଣଙ୍କୁ ପୁଣି Calc ୱିଣ୍ଡୋକୁ ଫେରାଇନିଏ |
 +
 
 
|-
 
|-
 
||09:03
 
||09:03
||ଉପରେ ଥିବା ଆଲୋଚତି ଫର୍ମାଟ୍ ଗୁଡିକ ଆହୁରି ମଧ୍ୟ, spreadsheet “dot html” format ରେ ମଧ୍ୟ ସେଭ୍ ହୋଇପାରିବ ଯାହା ଏକ ୱେବ୍ ପେଜ୍ ଫର୍ମାଟ୍ ଅଟେ.
+
|| ଉପରୋକ୍ତ ଆଲୋଚିତ ଫର୍ମାଟ୍ସ ଅତିରିକ୍ତେ, spreadsheetକୁ ଏକ ୱେବ୍ ପେଜ୍ ଫର୍ମାଟ୍ dot html ରେ ମଧ୍ୟ ସେଭ୍ କରିହେବ |
 +
 
 
|-
 
|-
 
||09:13
 
||09:13
||ଏହା ସମାନ ଭାବରେ ହୋଇଛି ଯେପରି ଆଗରୁ ସ୍ପଷ୍ଟ ହେଇଛି.
+
|| ପୂର୍ବ ବର୍ଣ୍ଣିତ ମାର୍ଗରେ ଏହାକୁ କରିହେବ |
 +
 
 
|-
 
|-
 
||09:18
 
||09:18
||ତେଣୁ ମେନ୍ୟୁ ବାର୍ ରେ  “File” ଅପସନ୍ ଉପରେ କ୍ଲିକ୍ କର ଏବଂ ପୁଣି  “Save As” ଅପସନ୍ ଉପରେ କ୍ଲିକ୍ କର.
+
|| ମେନୁବାର୍ ରେ ଥିବା File ଓ ତା’ପରେ Save As ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||09:24
 
||09:24
||ବର୍ତମାନ ”File Type” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “HTML Document ଏବଂ  braces ଭିତରେ OpenOffice dot org Calc” ଅପସନ୍ ଉପରେ କ୍ଲିକ୍ କର.
+
|| ଏବେ, File Type ଅପ୍ସନ୍ ରେ କ୍ଲିକ୍ କରି HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ରେ OpenOfiice dot org Calc ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||09:36
 
||09:36
||ଏହି ଅପସନ୍ ଡକ୍ୟୁମେନ୍ଟ୍ କୁ “dot html” extension ଦିଏ.
+
|| ଏହା, ଡକ୍ୟୁମେଣ୍ଟ୍ କୁ dot html ଏକ୍ସଟେନ୍ସନ୍ ପ୍ରଦାନ କରିବ |
 +
 
 
|-
 
|-
 
||09:41
 
||09:41
||“Save” ବଟନ୍ ଉପରେ କ୍ଲିକ୍ କର.
+
|| Save କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||09:44
 
||09:44
||ବର୍ତମାନ ଡାଇଲୋଗ୍ ବୋକ୍ସ ରେ “Ask when not saving in ODF format” ଅପସନ୍ କୁ ବାଛ.
+
|| ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ |
 +
 
 
|-
 
|-
 
||09:50
 
||09:50
||ଶେଷରେ “Keep Current Format” ଅପସନ୍ ଉପରେ କ୍ଲିକ୍ କର.
+
|| “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||09:54
 
||09:54
||ଆପଣ ଦେଖ ଯେ dot html extension ସହିତ ଡକ୍ୟୁମେନ୍ଟ୍ ସେଭ୍ ହୋଇଯାଇଛି.
+
|| ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ |
 +
 
 
|-
 
|-
 
||10:00
 
||10:00
||ଏହି ଫର୍ମାଟ୍ ର ବ୍ୟବହାର କରାଯାଏ ଯେତେବେଳେ ଆମେ ଆମର spreadsheet କୁ ଏକ ୱେବ୍ ପେଜ୍ ଭଳି ଦେଖିବାକୁ ଚାହଁ ଯାହା ଏକ  ୱେବ୍ ବ୍ରାଉଜର୍ ପ୍ରୋଗ୍ରାମ୍ ଦ୍ବାରା ଖୋଲା ହୋଇପାରିବ.
+
|| ଆମେ ଯଦି ଆମର Spreadsheetକୁ ୱେବ୍ ପେଜ୍ ଭାବରେ ଦେଖାଇବାକୁ ଚାହୁଁଥିବା, ତେବେ ଏହି ଫର୍ମାଟ୍ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
 
||10:10
 
||10:10
||ଡକ୍ୟୁମେନ୍ଟ୍ କୁ standard tool bar ରେ “Export Directly as PDF” ଅପସନ୍ ଉପରେ କ୍ଲିକ୍ କରି PDF ଫର୍ମାଟ୍ କୁ ମଧ୍ୟ export କରାଯାଇପାରିବ.
+
||The document can also be exported to PDF format by simply clicking on the “Export Directly as PDF” option in the standard tool bar. As before,
 +
ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ ରେ ଏକ୍ସପୋର୍ଟ କରିହେବ | ପୂର୍ବପରି,
 +
 
 
|-
 
|-
 
||10:20
 
||10:20
||ଆଗରୁ ଯେପରି, ଜାଗା ବାଛ ଯେଉଁଠାରେ ଆପଣ ସେଭ୍ କରିବା ପାଇଁ ଚାହଁ.
+
|| ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବାଛନ୍ତୁ |
 +
 
 
|-
 
|-
 
||10:24
 
||10:24
||ବିକଳ୍ପ ରୁପରେ, ଆପଣ ମେନ୍ୟୁ ବାର୍ ରେ  “File” ଅପସନ୍ ଉପରେ କ୍ଲିକ୍ କରି ପାରିବ ଏବଂ ପରେ “Export as pdf” ଅପସନ୍ ଉପରେ କ୍ଲିକ୍ କର.
+
|| “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ମଧ୍ୟ ଏହିପରି କରାଯାଇପାରିବ |
 +
 
 
|-
 
|-
 
||10:33
 
||10:33
||ଡାଇଲୋଗ୍ ବୋକ୍ସ ରେ ଦେଖାଯାଉ ଥିବା “Export” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ  “Save” ବଟନ୍ ଉପରେ କ୍ଲିକ୍ କର.
+
|| ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||10:40
 
||10:40
||ଏକ pdf ଫାଇଲ୍ ତିଆରି ହୋଇଯିବ.
+
|| ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ |
 +
 
 
|-
 
|-
 
||10:44
 
||10:44
||ଚାଲ File ଏବଂ ପରେ Close ଉପରେ କ୍ଲିକ୍ କରି ଏହି ଡକ୍ୟୁମେନ୍ଟ୍ କୁ ବଂଦ କର.
+
|| “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ ବନ୍ଦ କରନ୍ତୁ |
 +
 
 
|-
 
|-
 
||10:50
 
||10:50
||ପରବର୍ତୀ, ଆମେ ଶିଖିବା ଲିବ୍ରେ ଅଫିସ୍ Calc ରେ ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କୁ କିପରି ଖୋଲିବା.
+
|| ଏହାପରେ, ଲିବର୍ ଅଫିସ୍ Calcରେ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା |
 +
 
 
|-
 
|-
 
||10:56
 
||10:56
||ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କୁ ଖୋଲିବା ପାଇଁ, ସବୁଠାରୁ ଉପର ମେନ୍ୟୁ ବାର୍ ରେ “File” ଉପରେ କ୍ଲିକ୍ କର ଏବଂ ପରେ “Open” ଅପସନ୍ ଉପରେ କ୍ଲିକ୍ କର.
+
||ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||11:06
 
||11:06
||ସ୍କ୍ରିନ୍ ଉପରେ ଏକ ଡାଇଲୋଗ୍ ବୋକ୍ସ ଦେଖାଦିଏ.
+
|| ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
 +
 
 
|-
 
|-
 
||11:09
 
||11:09
||ଏଠାରେ ଏହି ଫୋଲଡର୍ ପାଅ ଯେଉଁଠାରେ ଆପଣ ଆପଣକଂର ଡକ୍ୟୁମେନ୍ଟ୍ ସେଭ୍ କରିଚ୍ଛ.
+
|| ଏଠାରେ, ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଥିବା ଫୋଲ୍ଡର୍ କୁ ଖୋଜନ୍ତୁ |
 +
 
 
|-
 
|-
 
||11:14
 
||11:14
||ତେଣୁ, ଡାଇଲୋଗ୍ ବୋକ୍ସ ର ବାମ କୋଣ ଉପରେ small pencil ବଟନ୍ କ୍ଲିକ୍  କର. ଏହାର ନାମ “Type a file name” ଅଟେ.  
+
||So click on the small pencil button at the top left corner of the dialog box. It has the name, “Type a file name”.
 +
ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା “ଟାଇପ୍ ଏ ଫାଇଲ୍ ନେମ୍” ନାମକ ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||11:23
 
||11:23
||ଏହା ଏକ “Location Bar” ଫିଲଡ୍ ଖୋଲେ.
+
|| ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ |
 +
 
 
|-
 
|-
 
||11:25
 
||11:25
||ଏଠାରେ ଫାଇଲ୍ ର ନାମ ଟାଇପ୍ କର ଯାହାକୁ ଆପଣ ଖୋଜୁଛ.
+
|| ଏଠାରେ, ଆପଣ ଖୋଜୁଥିବା ଫାଇଲ୍ ର ନାମ ଟାଇପ୍ କରନ୍ତୁ |
 +
 
 
|-
 
|-
 
||11:30
 
||11:30
||ତେଣୁ ଆମେ ଫାଇଲ୍ ର ନାମ “Personal Finance Tracker” ଟାଇପ୍ କର.
+
|| ଫାଇଲ୍ ର ନାମ ଭାବରେ “Personal Finance Tracker” ଲେଖନ୍ତୁ |
 +
 
 
|-
 
|-
 
||11:35
 
||11:35
||ବର୍ତମାନ ଦେଖାଦେଇଥିବା ଫାଇଲ୍ ନାମ ଗୁଡିକ ସୁଚୀ ରେ “Personal Finance Tracker dot ods” ବାଛ.
+
|| ପ୍ରଦର୍ଶିତ ଫାଇଲ୍ ନାମ ତାଲିକା ମଧ୍ୟରୁ Personal Finance Tracker dor ods ବାଛନ୍ତୁ |
 +
 
 
|-
 
|-
 
||11:43
 
||11:43
||ବର୍ତମାନ “Open” ବଟନ୍ ଉପରେ କ୍ଲିକ୍ କର.
+
|| “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||11:45
 
||11:45
||ଆପଣ ଦେଖ file Personal Finance Tracker.ods ଖୋଲେ
+
|| Personal Finance Tracker.ods ଫାଇଲ୍ ଖୋଲିବାର ଆପଣ ଦେଖିବେ |
 +
 
 
|-
 
|-
 
||11:51
 
||11:51
||ବିକଳ୍ପ ରୁପରେ, ସବୁଠାରୁ ଉପରେ ଟୂଲ୍ ବାର୍ ରେ “Open” ଆଇକନ୍ ରେ କ୍ଲିକ୍ କରି ଏକ ବିଦ୍ୟମାନ ଥିବା ଫାଇଲ୍ ଖୋଲିପାରିବେ ଏବଂ ଆଗକୁ ଏହି ପ୍ରକ୍ରିଆ ସମାନ ଭାବରେ କରୁଛୁ.
+
|| ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ମଧ୍ୟ ଆପଣ ଏକ ବିଦ୍ୟମାନ ଫାଇଲ୍ କୁ ଖୋଲିପାରିବେ |
 +
 
 
|-
 
|-
 
||12:02
 
||12:02
||ଆପଣ ଫାଇଲ୍ ଗୁଡିକୁ “dot xls” ଏବଂ “dot xlsx” extensions ସହିତ ଖୋଲି ପାରିବେ ଯାହା Calc ରେ Microsoft Excel ଦ୍ବାରା ଉପଯୋଗୀ ଅଟେ.
+
|| ମାଇକ୍ରୋସଫ୍ଟ ଏକ୍ସେଲ୍ ଦ୍ୱାରା ବ୍ୟବହୃତ dot xls ଓ dot xlsx ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ Calcରେ ଖୋଲିପାରିବେ |
 +
 
 
|-
 
|-
 
||12:13
 
||12:13
||ପରେ ଆପଣ ଦେଖିବେ କିପରି ଏକ ଫାଇଲ୍ କୁ ପରିବର୍ତନ ଏବଂ ସେଭ୍ ସମାନ ପ୍ରକାର ଫାଇଲ୍ ନାମ ଅଧିନରେ କରିବେ.
+
|| ଏହାପରେ, ଏକ ଫାଇଲ୍ କୁ କିପରି ମୋଡିଫାଏ ଓ ସମାନ ଫାଇଲ୍ ନାମରେ କିପରି ସେଭ୍ କରିହୁଏ, ତାହା ଦେଖିବା |
 +
 
 
|-
 
|-
 
||12:20
 
||12:20
||ତେଣୁ ଚାଲ, bold ହେଡିଂଗ୍ ଗୁଡିକୁ ତିଆରି କରି ଏବଂ ସେମାନକଂର ଫଣ୍ଟ୍ ସାଇଜ୍ ବଡାଇ ଫାଇଲ୍ ପରିବର୍ତନ କରିବା.
+
|| ତେଣୁ, ହେଡିଙ୍ଗ୍ ଗୁଡ଼ିକୁ ବୋଲ୍ଡ କରି ଓ ସେଗୁଡ଼ିକର ଫଣ୍ଟ ସାଇଜ୍ ବଢ଼ାଇ ଫାଇଲ୍ କୁ ମୋଡିଫାଏ କରିବା |
 +
 
 
|-
 
|-
 
||12:26
 
||12:26
||ତେଣୁ ପ୍ରଥମେ cell referenced A1 ଉପରେ କ୍ଲିକ୍ କର. ମାଉସ୍ ବଟନ୍ ର ବାମ ରେ କ୍ଲିକ୍ କରି “SN”, “Cost”, “Spent”, “Received”, “Date” ଏବଂ “Account” ହେଡିଂଗ୍ ଗୁଡିକୁ ବାଛ ଏବଂ ପରେ ଏହାକୁ ସମସ୍ତ ହେଡିଂଗ୍ ଗୁଡିକ ସହିତ ଡ୍ରାଗ୍ କର.
+
|| ତେଣୁ ପ୍ରଥମେ A1 ସନ୍ଦର୍ଭିତ cell ଉପରେ କ୍ଲିକ୍ କରନ୍ତୁ | SN, Cost, Spent, Received, Date ଓ Account ହେଡିଙ୍ଗ୍ସ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ହେଡିଙ୍ଗ୍ସ ଉପରେ ଟାଣନ୍ତୁ |
 +
 
 
|-
 
|-
 
||12:42
 
||12:42
||ଏହା ଟେକେସ୍ଟ୍ କୁ ବାଛେ ଏବଂ ଏହାକୁ ଚିହ୍ନକୃତ କରେ. ବର୍ତମାନ ବାମ ମାଉସ୍ ବଟନ୍ କୁ ଛାଡ. ଟେକେସ୍ଟ୍ ଏବେବି ଚିହ୍ନକୃତ ହେବା ଉଚିତ. ବର୍ତମାନ standard toolbar ରେ “Bold” ଆଇକନ୍ ଉପରେ କ୍ଲିକ୍ କର.
+
|| ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ | ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||12:56
 
||12:56
||ହେଡିଂଗ୍ ଗୁଡିକ ଏହିପରି ଭାବରେ bold ହୁଏ.
+
|| ଏହିପରି ଭାବେ ହେଡିଙ୍ଗ୍ସ ବୋଲ୍ଡ ହୋଇଯିବ |
 +
 
 
|-
 
|-
 
||12:59
 
||12:59
||ବର୍ତମାନ ଚାଲ ହେଡିଂଗ୍ ଗୁଡିକର ଫଣ୍ଟ୍ ସାଇଜ୍ ବଡ଼େଇବା.
+
|| ବର୍ତ୍ତମାନ ହେଡିଙ୍ଗ୍ସ ର ଫଣ୍ଟ୍ ସାଇଜ୍ ବଢ଼ାଇବା |
 +
 
 
|-
 
|-
 
||13:03
 
||13:03
||ତେଣୁ ଚାଲ ହେଡିଂଗ୍ ଗୁଡିକୁ ବାଛ ଏବଂ ପରେ ଟୂଲ୍ ବାର୍ ରେ “Font Size” ଫିଲଡ୍ ଉପରେ କ୍ଲିକ୍ କର.
+
|| ହେଡିଙ୍ଗ୍ସ ସିଲେକ୍ଟ କରନ୍ତୁ ଓ “ଫଣ୍ଟ୍ ସାଇଜ୍” ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||13:09
 
||13:09
||ଡ୍ରପ୍ ଡାଉନ୍ ମେନ୍ୟୁ ରେ, ଚାଲ “14” ବାଛ.
+
|| ଡ୍ରପ୍ ଡାଉନ୍ ମେନୁରେ, “୧୪” ଉପରେ କ୍ଲିକ୍ କରନ୍ତୁ |
 +
 
 +
 
 
|-
 
|-
 
||13:13
 
||13:13
||ତେଣୁ ଆପଣ ଦେଖ ଯେ ହେଡିଂଗ୍ ଗୁଡିକର ଫଣ୍ଟ୍ ସାଇଜ୍ ବଡିଯାଏ.
+
|| ହେଡିଙ୍ଗ୍ ସାଇଜ୍ ବୃଦ୍ଧି ପାଇଥିବାର ଆପଣ ଦେଖିବେ |
 +
 
 
|-
 
|-
 
||13:17
 
||13:17
||ବର୍ତମାନ ଚାଲ ଆମେ ବ୍ୟବହାର କରୁଥିବା ଫଣ୍ଟ୍ ଷ୍ଟାଇଲ୍ ପରିବର୍ତନ କରିବା.
+
|| ବର୍ତ୍ତମାନ ଫଣ୍ଟ ଷ୍ଟାଇଲ୍ ଚେଞ୍ଜ୍ କରିବା |
 +
 
 
|-
 
|-
 
||13:21
 
||13:21
||ତେଣୁ “Font Name” ଫିଲଡ଼ ରେ ଡାଉନ୍ ଏରୋ ଉପରେ କ୍ଲିକ୍ କର ଏବଂ ପରେ “Bitstream Charter” ପରି ଫଣ୍ଟ୍ ନାମ ବାଛ.
+
|| “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି ଫଣ୍ଟ ନାମ ଭାବରେ “Bitsream”କୁ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
||13:31
 
||13:31
||ଆବଶ୍ୟକତା ଅନୁସାରେ ପରିବର୍ତନ କରିବା ପରେ, “Save” ଆଇକନ୍ ଉପରେ କ୍ଲିକ୍ କର.
+
|| ଆବଶ୍ୟକୀୟ ମୋଡିଫିକେଶନ୍ କରିବା ପରେ “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||13:36
 
||13:36
||ଥରେ ଆପଣ ଆପଣକଂର ଡକ୍ୟୁମେନ୍ଟ୍ କୁ ସେଭ୍ କରିଦେଲା ପରେ, ଆପଣ ଏହାକୁ ଚାହିଁଲେ ବଂଦ  କରିପାରନ୍ତି, କେବଳ  ମେନ୍ୟୁ ବାର୍ ରେ “File” menu ଉପରେ କ୍ଲିକ୍ କର ଏବଂ “Close” ଅପସନ୍ ଉପରେ କ୍ଲିକ୍ କର.
+
|| ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରି “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||13:46
 
||13:46
||ଏହା ଆପଣକଂର ଫାଇଲ୍ କୁ ବଂଦ କରେ.
+
|| ଏହା ଫାଇଲ୍ କୁ ବନ୍ଦ କରିଦେବ |
 +
 
 
|-
 
|-
 
||13:50
 
||13:50
||ଲିବ୍ରେ ଅଫିସ୍ Calc (LibreOffice Calc) ବିଷୟରେ ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ.
+
|| ଏହା ଆମକୁ, ଲିବର୍ ଅଫିସ୍ Calc ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ |
 +
 
 
|-
 
|-
 
||13:54
 
||13:54
||ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:
+
|| ସଂକ୍ଷେପରେ ଆମେ ଯାହା ଶିଖିଲେ:
 +
 
 
|-
 
|-
 
||13:57
 
||13:57
||ଲିବ୍ରେ ଅଫିସ୍ Calc ର ପରିଚୟ.
+
|| Calc ର ପରିଚୟ |
 +
 
 
|-
 
|-
 
||14:01
 
||14:01
||ଲିବ୍ରେ ଅଫିସ୍ Calc ରେ ବିଭିନ୍ନ ଟୂଲ୍ ବାର୍ ଗୁଡିକ ବିଷୟରେ.
+
|| ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ |
 +
 
 
|-
 
|-
 
||14:04
 
||14:04
||Calc ରେ ଏକ ନୁଆ ଡକ୍ୟୁମେନ୍ଟ୍ କିପରି ଖୋଲିବା.
+
|| Calc ରେ କିପରି ଏକ ନୂଆ ଡକ୍ୟୁମେଣ୍ଟ୍ କୁ ଖୋଲିବେ |
 +
 
 
|-
 
|-
 
||14:07
 
||14:07
||ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କିପରି ଖୋଲିବା.
+
|| ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ |
 +
 
 
|-
 
|-
 
||14:10
 
||14:10
||Calc ରେ ଏକ ଡକ୍ୟୁମେନ୍ଟ୍ କିପରି ସେଭ୍ ଏବଂ ବଂଦ କରୁଁ.
+
|| Calc ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ ଓ ବନ୍ଦ କରିବେ |
 +
 
 
|-
 
|-
 
||14:14
 
||14:14
||ବ୍ୟାପକ ନିର୍ଦ୍ଧାରିତ କାର୍ଯ୍ୟ. Calc ରେ ଏକ ନୁଆ ଡକ୍ୟୁମେନ୍ଟ୍ ଖୋଲ
+
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ Calc ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
 +
 
 
|-
 
|-
 
||14:20
 
||14:20
||“Spreadsheet Practice.ods” ନାମ ଅଧିନରେ ଏହାକୁ ସେଭ୍ କର.
+
|| “Spreadsheet practice.ods” ନାମରେ ଏହାକୁ ସେଭ୍ କରନ୍ତୁ
 +
 
 
|-
 
|-
 
||14:25
 
||14:25
||“Serial number”, “Name”, “Department” ଏବଂ “Salary” ଭଳି ହେଡିଂଗ୍ ଗୁଡିକୁ ଲେଖ.
+
|| ହେଡିଙ୍ଗ୍ସ ଭାବରେ Serial Number, Name, Department ଓ Salary ଲେଖନ୍ତୁ |
 +
 
 
|-
 
|-
 
||14:31
 
||14:31
||ହେଡିଂଗ୍ ଗୁଡିକୁ ଗୁରୁତ୍ବ ଦିଏ. ହେଡିଂଗ୍ ଗୁଡିକର ଫଣ୍ଟ୍ ସାଇଜ୍ 16 କୁ ବଡାଅ. ଫାଇଲ୍ କୁ ବଂଦ କର.
+
|| ହେଡିଙ୍ଗ୍ସକୁ ଅଣ୍ଡରଲାଇନ୍ କରନ୍ତୁ | ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | ଫାଇଲ୍ କୁ ବନ୍ଦ କରନ୍ତୁ |
 +
 
 
|-
 
|-
 
||14:39
 
||14:39
||ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
+
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
 
|-
 
|-
 
||14:42
 
||14:42
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
 +
 
 
|-
 
|-
 
||14:45
 
||14:45
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
 
|-
 
|-
 
||14:49
 
||14:49
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
 +
 
 
|-
 
|-
 
||14:52
 
||14:52
||ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |
 +
 
 
|-
 
|-
 
||14:59
 
||14:59
||ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
+
|| ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
 +
 
 
|-
 
|-
 
||15:00
 
||15:00
||ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
+
||ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
 +
 
 
|-
 
|-
 
||15:05
 
||15:05
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
 
|-
 
|-
 
||15:10
 
||15:10
||ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
+
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
||15:17
 
||15:17
||ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
+
|| ଏହି ମିଶନ୍ ଉପରେ ଅଧିକ ବିବରଣୀ
 +
 
 
|-
 
|-
 
||15:21
 
||15:21
||spoken hyphen tutorial dot org slash NMEICT hyphen Intro
+
|| “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ
 +
 
 
|-
 
|-
 
||15:28
 
||15:28
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 +
 
 +
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Revision as of 16:05, 21 November 2014

Resources for recording Introduction to Calc

Time Narration
00:00 ଲିବର୍ ଅଫିସ୍ Calcର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:08 Calcର ପରିଚୟ
00:12 Calcରେ ଥିବା ବିଭିନ୍ନ ଟୁଲ୍ ବାର୍ସ
00:16 ଏକ ନୂଆ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
00:18 ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
00:21 ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ ବନ୍ଦ କରିବେ |
00:26 ଲିବର୍ ଅଫିସ୍ Calc ହେଉଛି ଲିବର୍ ଅଫିସ୍ ସୁଟ୍ ର ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ |
00:32 ଯେପରି ରାଇଟର୍ ଟେକ୍ସଟ୍ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ, ସେହିପରି ସ୍ପ୍ରେଡଶିଟ୍ ସଂଖ୍ୟାତ୍ମକ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ |
00:40 ଏହାକୁ ସଂଖ୍ୟାଗୁଡ଼ିକର ଭାଷା ପାଇଁ ଏକ ସଫ୍ଟୱେର୍ କୁହାଯାଇପାରେ |
00:44 ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ଏକ୍ସେଲ୍ ସମକକ୍ଷ ଅଟେ |
00:49 ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ନକଲ, ପୁନଃବ୍ୟବହାର ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ |
00:57 ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNU/ଲିନକ୍ସ ବ୍ୟବହାର କରିପାରିବେ |
01:14 ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
01:26 ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି Calc ଇନଷ୍ଟଲ୍ କରିହେବ |
01:35 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ |
01:50 ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି |
01:56 ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’Calc’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ |
02:01 ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ ସ୍କ୍ରୀନ୍ ର ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ Calc ପାଇପାରିବେ |
02:17 ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ |
02:22 ଲିବର୍ ଅଫିସ୍ Calc ଆକ୍ସେସ୍ କରିବା ପାଇଁ, ନୂଆ ଡାୟଲଗ୍ ବକ୍ସରେ ଥିବା ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ |
02:30 ଏହା, ମୁଖ୍ୟ Calc ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ |
02:35 ବର୍ତ୍ତମାନ Calc ୱିଣ୍ଡୋର ମୁଖ୍ୟ କମ୍ପୋନେଣ୍ଟ ବିଷୟରେ ଶିଖିବା |
02:40 Calcରେ ଥିବା ଡକ୍ୟୁମେଣ୍ଟ୍ କୁ ଏକ ୱର୍କବୁକ୍ କୁହାଯାଏ | ଏକ ୱର୍କବୁକ୍ ରେ ଅନେକ ଶିଟ୍ସ ଥାଏ, ଯାହାକୁ ସ୍ପ୍ରେଡଶିଟ୍ କୁହାଯାଏ |
02:48 ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ସେଲ୍ସ Rows ଓ Columnରେ ବ୍ୟବସ୍ଥିତ ହୋଇଥାଏ | ପ୍ରତ୍ୟେକ Row ସଂଖ୍ୟା ଦ୍ୱାରା ଏବଂ ପ୍ରତ୍ୟେକ Column ଗୋଟିଏ ଅକ୍ଷର ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ |
02:58 ଏକ ନିର୍ଦ୍ଦିଷ୍ଟ Cell, ଯାହା Row ଓ Columnର ଏକ ଇଣ୍ଟରସେକ୍ସନ୍ କୁ ସନ୍ଦର୍ଭିତ କରିଥାଏ, ତାହାର ଉପଯୁକ୍ତ Row ସଂଖ୍ୟା ଓ Column ଅକ୍ଷର ଦ୍ୱାରା ଚିହ୍ନଟ ହୋଇଥାଏ |
03:09 Cells, ବିନ୍ୟାସ ଓ ପ୍ରଦର୍ଶନ ପାଇଁ ଅଧିକ ତଥ୍ୟ ଉପାଦାନ ଓ ଟେକ୍ସଟ୍, ସଂଖ୍ୟା, ସୂତ୍ର ପରି ସୂଚନା ରଖିପାରେ |
03:18 ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ଅନେକ ଶିଟ୍ସ ଓ ପ୍ରତ୍ୟେକ ଶିଟ୍ ରେ ଏକ ମିଲିୟନ୍ ରୁ ସାମାନ୍ୟ ଅଧିକ Rows ଏବଂ ଏକ ହଜାର Columns ଥାଇପାରେ, ଯାହା ଆମକୁ ଏକ ସିଙ୍ଗଲ୍ ଶିଟ୍ ରେ ଏକ ବିଲିୟନ୍ ରୁ ଅଧିକ କିମ୍ୱା ଶହେ କୋଟି Cells ପ୍ରଦାନ କରିଥାଏ |
03:33 Calc ୱିଣ୍ଡୋରେ ଟାଇଟଲ୍ ବାର୍, ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, ଫର୍ମାଟିଙ୍ଗ୍ ବାର୍, ଫର୍ମୁଲ ବାର୍ ଓ ଷ୍ଟାଟସ୍ ବାର୍ ପରି ବିଭିନ୍ନ ବାର୍ସ ଅଛି |


03:45 ଏହିସବୁ ଟୁଲ୍ ବାର୍ସ ବ୍ୟତୀତ, ଶୀର୍ଷରେ “ଇନପୁଟ୍ ଲାଇନ୍” ଓ “ନେମ୍ ବକ୍ସ” ନାମରେ ଦୁଇଟି ଅତିରିକ୍ତ ଫିଲ୍ଡ ଅଛି |
03:54 ଟୁଲ୍ ବାର୍ସରେ ଅଧିକାଂଶ ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍ସ ରହିଥାଏ, ଯାହା ବିଷୟରେ ଆମେ ଟ୍ୟୁଟୋରିଆଲ୍ ଅଗ୍ରଗତି ସହିତ ଜାଣିବା |
04:02 ଶିଟ୍ ୧, ଶିଟ୍ ୨ ଓ ଶିଟ୍ ୩ ନାମରେ ସ୍ପ୍ରେଡଶିଟ୍ ର ବାମ କୋଣରେ ତିନୋଟି ଶିଟ୍ ଟ୍ୟାବ୍ ଥିବାର ଦେଖନ୍ତୁ |
04:13 ଭିଜିବଲ୍ ଶିଟ୍ ରେ ଧଳା ଟ୍ୟାବ୍ ସହିତ ପ୍ରତ୍ୟେକ ପୃଥକ୍ ଶିଟ୍ ଆକ୍ସେସ୍ କରିବାକୁ ଏହି ଟ୍ୟାବ୍ ଗୁଡ଼ିକ ଏନାବଲ୍ କରିଥାଏ |
04:21 ଅନ୍ୟ ଶିଟ୍ ଟ୍ୟାବ୍ ରେ କ୍ଲିକ୍ କଲେ ସେହି ନିର୍ଦ୍ଦିଷ୍ଟ ଶିଟ୍ ଟି ପ୍ରଦର୍ଶିତ ହୋଇଥାଏ ଓ ତାହାର ଟ୍ୟାବ୍ ଧଳା ହୋଇଯାଏ |
04:28 ସ୍ପ୍ରେଡଶିଟ୍ ର ମୁଖ୍ୟ ସ୍ଥାନ, ଯେଉଁଠାରେ ଡାଟା ଏଣ୍ଟର୍ କରାଯାଏ, ସେଥିରେ ଗ୍ରିଡ୍ ଆକାରରେ ବିଭିନ୍ନ Cells ରହିଥାଏ | Column ଓ Rowର ମଧ୍ୟଭାଗରେ ପ୍ରତ୍ୟେକ Cell ରହିଥାଏ |
04:41 Columnsର ଉପର ଭାଗରେ ଓ Rowsର ବାମ ତଳ ଭାଗରେ, ଅକ୍ଷର ଓ ସଂଖ୍ୟା ଥିବା ଗ୍ରେ ବକ୍ସମାନ ରହିଛି | ଏଗୁଡ଼ିକ ହେଉଛି Column ଓ Row ହେଡର୍ସ |
04:53 Column “A”ରୁ ଆରମ୍ଭ ହୋଇ ଡାହାଣକୁ ଯାଏ ଓ Row “1”ରୁ ଆରମ୍ଭ ହୋଇ ତଳକୁ ଯାଏ |
05:01 ଏହିସବୁ Column ଓ Row ହେଡର୍ସ, “ନେମ୍ ବକ୍ସ” ଫିଲ୍ଡରେ ପ୍ରଦର୍ଶିତ Cell ରେଫରେନ୍ସ ଗଠନ କରନ୍ତି |
05:07 Calcରେ ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ଶିଖିବା ପରେ Calcରେ ଏକ ନୂଆ ଡକ୍ୟୁମେଣ୍ଟ କିପରି ଖୋଲିବାକୁ ହୁଏ, ଶିଖିବା |
05:17 ଆପଣ “New” ଆଇକନ୍ ରେ କ୍ଲିକ୍ କରି କିମ୍ୱା File -> New ଅପ୍ସନ୍ ଓ ଶେଷରେ Spreadsheet ରେ କ୍ଲିକ୍ କରି ଏକ ନୂଆ ଡକ୍ୟୁମେଣ୍ଟ୍ ଓପନ୍ କରିପାରିବେ >
05:33 ଉଭୟ ମାମଲାରେ ଏକ ନୂଆ Calc ୱିଣ୍ଡୋ ଖୋଲିବାର ଆପଣ ଦେଖିବେ |
05:39 Spreadsheetରେ ଏକ Personal Finance Tracker କିପରି ଗଠନ କରାଯାଏ, ଆମେ ଏବେ ଶିଖିବା |
05:45 ଏକ spreadsheetର କିଛି cellsରେ କିପରି ଡେଟା ଏଣ୍ଟର୍ କରାଯାଏ, ଦେଖିବା |
05:50 Spreadsheetର ପ୍ରଥମ ଫର୍ଦ୍ଦରେ ଥିବା A1 ଭାବରେ ସନ୍ଦର୍ଭିତ cellରେ କ୍ଲିକ୍ କରନ୍ତୁ |
05:56 ଆମେ SN ହେଡିଙ୍ଗ୍ ଟାଇପ୍ କରିବା, ଯାହା spreadsheetରେ କ୍ରମିକ ସଂଖ୍ୟାକୁ ପ୍ରତିନିଧିତ୍ୱ କରିବ |
06:05 ଏବେ B1 ଉପରେ କ୍ଲିକ୍ କରି ଅନ୍ୟେକ ହେଡିଙ୍ଗ୍ Items ଟାଇପ୍ କରନ୍ତୁ |
06:11 ଆମେ ବ୍ୟବହାର କରିବାକୁଥିବା ସମସ୍ତ ଆଇଟମ୍ ର ନାମ Spreadsheetରେ ଏହି ହେଡିଙ୍ଗ୍ ଅନ୍ତର୍ଗତ ରହିବ |
06:18 ସେହିପରି ଭାବେ, ଗୋଟିଏ ପରେ ଗୋଟିଏ କରି C1, D1, E1. F1 ଓ G1 ଉପରେ କ୍ଲିକ୍ କରି ହେଡିଙ୍ଗ୍ ଭାବରେ କ୍ରମଶଃ Cost, Spent, Received, Date ଓ Account ଲେଖନ୍ତୁ |
06:33 ପରେ ଏହି Columnsରେ ଆମେ ଡେଟା ଇନ୍ସର୍ଟ କରିବା |
06:39 ଭବିଷ୍ୟତରେ ବ୍ୟବହାର ପାଇଁ ଏହାକୁ ସେଭ୍ କରିନିଅନ୍ତୁ |
06:44 File ଓ ତା’ପରେ Save As ଅପ୍ସନ୍ ରେ କ୍ଲିକ୍ କରି ଫାଇଲ୍ କୁ ସେଭ୍ କରନ୍ତୁ |
06:51 ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ, ଯାହାର Name ଫିଲ୍ଡ ଅନ୍ତର୍ଗତ ଆପଣ ନିଜ ଫାଇଲ୍ ନାମ ଏଣ୍ଟର୍ କରିବେ |
06:59 Personal Finance Tracker ଭାବେ ଫାଇଲ୍ ର ନାମ ଏଣ୍ଟର୍ କରନ୍ତୁ |
07:04 Name ଫିଲ୍ଡ ତଳେ Save in Folder ଫିଲ୍ଡ ଅଛି, ଯେଉଁଠାରେ ଆପଣ ସେଭ୍ ହୋଇଥିବା ଫାଇଲ୍ ଥିବା ଫୋଳ୍ଡର୍ ର ନାମ ଏଣ୍ଟର୍ କରିବେ |
07:14 Save in Folder ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
07:18 ଏକ ଫୋଲ୍ଡର୍ ତାଲିକା ପ୍ରଦର୍ଶିତ ହେବ, ଯେଉଁଠାରେ ଫାଇଲ୍ କୁ କେଉଁ ଫୋଲ୍ଡର୍ ରେ ସେଭ୍ କରିବେ, ତାହାର ଚୟନ କରନ୍ତୁ |
07:26 ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
07:28 ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ |
07:34 ଡାୟଲଗ୍ ବକ୍ସରେ ଥିବା File type ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
07:37 ଏହା ଫାଇଲ୍ ଟାଇପ୍ ଅପ୍ସନ୍ ବା ଫାଇଲ୍ ଏକ୍ସଟେନ୍ସନ୍ ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ |
07:46 ODF spreadsheet ହେଉଛି Calcର ଡିଫଲ୍ଟ ଫାଇଲ୍ ଟାଇପ୍, ଯାହା dot ods ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ |
07:56 ODFର ଅର୍ଥ ହେଉଛି Open Document Format, ଯାହା ଓପନ୍ ଷ୍ଟାଣ୍ଡାର୍ଡ ଅଟେ |
08:01 ଲିବର୍ ଅଫିସ୍ Calcରେ ଖୋଲୁଥିବା dot ods ଫର୍ମାଟ୍ ରେ ସେଭ୍ କରିବା ବ୍ୟତୀତ, ଆପଣ ନିଜ ଫାଇଲ୍ କୁ dot xml, dot xlsx ଓ dot xls ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହା MS ଅଫିସ୍ ଏକ୍ସେଲ୍ ପ୍ରୋଗ୍ରାମ୍ ରେ ଖୋଲିପରିବ |
08:20 ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲୁଥିବା ଅନ୍ୟଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍ ହେଉଛି dot csv |
08:28 ଏହା spreadsheet ଡେଟାକୁ ଛୋଟ ଫାଇଲ୍ ସାଇଜ୍ ଓ ସହଜରେ ପରିଚାଳିତ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ ରେ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଇଥାଏ |
08:38 ODF spreadsheet ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:43 ଦେଖନ୍ତୁ, File Type ଅପ୍ସନ୍ ପାଖରେ ODF spreadsheet ଓ ବ୍ରାକେଟ୍ ରେ dot ods ପ୍ରଦର୍ଶିତ ହୋଇଛି |
08:53 Save କ୍ଲିକ୍ କରନ୍ତୁ |
08:55 ଏହା, ଟାଇଟଲ୍ ବାର୍ ରେ ଆପଣଙ୍କ ପସନ୍ଦର ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଆପଣଙ୍କୁ ପୁଣି Calc ୱିଣ୍ଡୋକୁ ଫେରାଇନିଏ |
09:03 ଉପରୋକ୍ତ ଆଲୋଚିତ ଫର୍ମାଟ୍ସ ଅତିରିକ୍ତେ, spreadsheetକୁ ଏକ ୱେବ୍ ପେଜ୍ ଫର୍ମାଟ୍ dot html ରେ ମଧ୍ୟ ସେଭ୍ କରିହେବ |
09:13 ପୂର୍ବ ବର୍ଣ୍ଣିତ ମାର୍ଗରେ ଏହାକୁ କରିହେବ |
09:18 ମେନୁବାର୍ ରେ ଥିବା File ଓ ତା’ପରେ Save As ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:24 ଏବେ, File Type ଅପ୍ସନ୍ ରେ କ୍ଲିକ୍ କରି HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ରେ OpenOfiice dot org Calc ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:36 ଏହା, ଡକ୍ୟୁମେଣ୍ଟ୍ କୁ dot html ଏକ୍ସଟେନ୍ସନ୍ ପ୍ରଦାନ କରିବ |
09:41 Save କ୍ଲିକ୍ କରନ୍ତୁ |
09:44 ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ |
09:50 “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
09:54 ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ |
10:00 ଆମେ ଯଦି ଆମର Spreadsheetକୁ ୱେବ୍ ପେଜ୍ ଭାବରେ ଦେଖାଇବାକୁ ଚାହୁଁଥିବା, ତେବେ ଏହି ଫର୍ମାଟ୍ ବ୍ୟବହୃତ ହୋଇଥାଏ |
10:10 The document can also be exported to PDF format by simply clicking on the “Export Directly as PDF” option in the standard tool bar. As before,

ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ ରେ ଏକ୍ସପୋର୍ଟ କରିହେବ | ପୂର୍ବପରି,

10:20 ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବାଛନ୍ତୁ |
10:24 “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ମଧ୍ୟ ଏହିପରି କରାଯାଇପାରିବ |
10:33 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:40 ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ |
10:44 “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ ବନ୍ଦ କରନ୍ତୁ |
10:50 ଏହାପରେ, ଲିବର୍ ଅଫିସ୍ Calcରେ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା |
10:56 ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
11:06 ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
11:09 ଏଠାରେ, ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଥିବା ଫୋଲ୍ଡର୍ କୁ ଖୋଜନ୍ତୁ |
11:14 So click on the small pencil button at the top left corner of the dialog box. It has the name, “Type a file name”.

ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା “ଟାଇପ୍ ଏ ଫାଇଲ୍ ନେମ୍” ନାମକ ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |

11:23 ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ |
11:25 ଏଠାରେ, ଆପଣ ଖୋଜୁଥିବା ଫାଇଲ୍ ର ନାମ ଟାଇପ୍ କରନ୍ତୁ |
11:30 ଫାଇଲ୍ ର ନାମ ଭାବରେ “Personal Finance Tracker” ଲେଖନ୍ତୁ |
11:35 ପ୍ରଦର୍ଶିତ ଫାଇଲ୍ ନାମ ତାଲିକା ମଧ୍ୟରୁ Personal Finance Tracker dor ods ବାଛନ୍ତୁ |
11:43 “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:45 Personal Finance Tracker.ods ଫାଇଲ୍ ଖୋଲିବାର ଆପଣ ଦେଖିବେ |
11:51 ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ମଧ୍ୟ ଆପଣ ଏକ ବିଦ୍ୟମାନ ଫାଇଲ୍ କୁ ଖୋଲିପାରିବେ |
12:02 ମାଇକ୍ରୋସଫ୍ଟ ଏକ୍ସେଲ୍ ଦ୍ୱାରା ବ୍ୟବହୃତ dot xls ଓ dot xlsx ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ Calcରେ ଖୋଲିପାରିବେ |
12:13 ଏହାପରେ, ଏକ ଫାଇଲ୍ କୁ କିପରି ମୋଡିଫାଏ ଓ ସମାନ ଫାଇଲ୍ ନାମରେ କିପରି ସେଭ୍ କରିହୁଏ, ତାହା ଦେଖିବା |
12:20 ତେଣୁ, ହେଡିଙ୍ଗ୍ ଗୁଡ଼ିକୁ ବୋଲ୍ଡ କରି ଓ ସେଗୁଡ଼ିକର ଫଣ୍ଟ ସାଇଜ୍ ବଢ଼ାଇ ଫାଇଲ୍ କୁ ମୋଡିଫାଏ କରିବା |
12:26 ତେଣୁ ପ୍ରଥମେ A1 ସନ୍ଦର୍ଭିତ cell ଉପରେ କ୍ଲିକ୍ କରନ୍ତୁ | SN, Cost, Spent, Received, Date ଓ Account ହେଡିଙ୍ଗ୍ସ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ହେଡିଙ୍ଗ୍ସ ଉପରେ ଟାଣନ୍ତୁ |
12:42 ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ | ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
12:56 ଏହିପରି ଭାବେ ହେଡିଙ୍ଗ୍ସ ବୋଲ୍ଡ ହୋଇଯିବ |
12:59 ବର୍ତ୍ତମାନ ହେଡିଙ୍ଗ୍ସ ର ଫଣ୍ଟ୍ ସାଇଜ୍ ବଢ଼ାଇବା |
13:03 ହେଡିଙ୍ଗ୍ସ ସିଲେକ୍ଟ କରନ୍ତୁ ଓ “ଫଣ୍ଟ୍ ସାଇଜ୍” ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
13:09 ଡ୍ରପ୍ ଡାଉନ୍ ମେନୁରେ, “୧୪” ଉପରେ କ୍ଲିକ୍ କରନ୍ତୁ |


13:13 ହେଡିଙ୍ଗ୍ ସାଇଜ୍ ବୃଦ୍ଧି ପାଇଥିବାର ଆପଣ ଦେଖିବେ |
13:17 ବର୍ତ୍ତମାନ ଫଣ୍ଟ ଷ୍ଟାଇଲ୍ ଚେଞ୍ଜ୍ କରିବା |
13:21 “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି ଫଣ୍ଟ ନାମ ଭାବରେ “Bitsream”କୁ ସିଲେକ୍ଟ କରନ୍ତୁ |
13:31 ଆବଶ୍ୟକୀୟ ମୋଡିଫିକେଶନ୍ କରିବା ପରେ “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
13:36 ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରି “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
13:46 ଏହା ଫାଇଲ୍ କୁ ବନ୍ଦ କରିଦେବ |
13:50 ଏହା ଆମକୁ, ଲିବର୍ ଅଫିସ୍ Calc ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
13:54 ସଂକ୍ଷେପରେ ଆମେ ଯାହା ଶିଖିଲେ:
13:57 Calc ର ପରିଚୟ |
14:01 ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ |
14:04 Calc ରେ କିପରି ଏକ ନୂଆ ଡକ୍ୟୁମେଣ୍ଟ୍ କୁ ଖୋଲିବେ |
14:07 ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ |
14:10 Calc ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ ଓ ବନ୍ଦ କରିବେ |
14:14 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ Calc ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
14:20 “Spreadsheet practice.ods” ନାମରେ ଏହାକୁ ସେଭ୍ କରନ୍ତୁ
14:25 ହେଡିଙ୍ଗ୍ସ ଭାବରେ Serial Number, Name, Department ଓ Salary ଲେଖନ୍ତୁ |
14:31 ହେଡିଙ୍ଗ୍ସକୁ ଅଣ୍ଡରଲାଇନ୍ କରନ୍ତୁ | ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | ଫାଇଲ୍ କୁ ବନ୍ଦ କରନ୍ତୁ |
14:39 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
14:42 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
14:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
14:49 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
14:52 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |
14:59 ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
15:00 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
15:05 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
15:10 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
15:17 ଏହି ମିଶନ୍ ଉପରେ ଅଧିକ ବିବରଣୀ
15:21 “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ
15:28 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep