Difference between revisions of "Health-and-Nutrition/C2/Laid-back-hold-for-breastfeeding/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 | <center>Time</center> |<center>Narration</center> |- | 00:01 | ବନ୍ଧୁଗଣ, ସ୍ତନ୍ୟପାନ ପାଇଁ ପିଠିପଟେ ଶୋ‍ଇ...")
 
Line 5: Line 5:
 
|-
 
|-
 
| 00:01
 
| 00:01
| ବନ୍ଧୁଗଣ, ସ୍ତନ୍ୟପାନ ପାଇଁ ପିଠିପଟେ ଶୋ‍ଇ ଧରିବା ପଦ୍ଧତି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| “ପିଠିପଟିଆ ଶୋଇ ସ୍ତନ୍ୟପାନ ପଦ୍ଧତି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-  
 
|-  
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା, ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ସକାଶେ ସଠିକ ଧରିବା ପଦ୍ଧତିକୁ ଚୟନ କରିବା
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ସ୍ତନ୍ୟପାନ କରାଇବା ପାଇଁ ଧରିବାର ସଠିକ୍ ପଦ୍ଧତି
  
 
|-  
 
|-  
 
| 00:15
 
| 00:15
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ପିଠିପଟେ ଶୋ‍ଇ ଧରିବା ପଦ୍ଧତିକୁ କିପରି ଅନୁସରଣ କରିବେ
+
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ପିଠିପଟିଆ ଶୋଇ ଧରିବାର ପଦ୍ଧତି
  
 
|-  
 
|-  
Line 21: Line 21:
 
|-  
 
|-  
 
| 00:24
 
| 00:24
| ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ପଦ୍ଧତି ବ୍ୟବହାର କରନ୍ତି
+
| ସାରା ବିଶ୍ଵରେ ମା’ମାନେ ସେମାନଙ୍କ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରରେ ଧରି ସ୍ତନ୍ୟପାନ କରାଇଥା’ନ୍ତି
  
 
|-  
 
|-  
 
| 00:31
 
| 00:31
| ପୂର୍ବବର୍ତ୍ତି ଗୋଟିଏ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ଓ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଗୋଟିଏ ଯେଉଁଥିରେ -
+
| ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କ ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି, ଯେଉଁଥିରେ -
  
 
|-  
 
|-  
 
| 00:39
 
| 00:39
| ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋ‍ଇଥାଏ
+
| ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ, ଉଭୟ ମା’ ଓ ଶିଶୁ ପାଇଁ ଆରାମଦାୟକ ହୋଇଥିବ
  
 
|-  
 
|-  
 
| 00:47
 
| 00:47
| ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହୋ‍ଇଥାଏ ଏବଂ ଯଥେଷ୍ଟ କ୍ଷୀର ପ୍ରାପ୍ତ କରିଥାଏ
+
| ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇଥିବ ଏବଂ ଯଥେଷ୍ଟ କ୍ଷୀର ପିଉଥିବ
  
 
|-  
 
|-  
 
| 00:55
 
| 00:55
| ଧାରଣ କରିବାର ପଦ୍ଧତିଗୁଡ଼ିକ ମଧ୍ୟରୁ ପିଠିପଟେ ଶୋ‍ଇ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା  
+
| ପିଠିପଟିଆ ଶୋଇ ଶିଶୁକୁ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା  
  
 
|-  
 
|-  
 
| 01:00
 
| 01:00
| ପିଠିପଟେ ଶୋ‍ଇ ଧରିବା ପଦ୍ଧତିକୁ ସେତେବେଳେ ଅନୁସରଣ କରିବା ପାଇଁ ପରାମର୍ଶ ଦିଆଯାଏ, ଯେତେବେଳେ କ୍ରସ୍ କ୍ରାଡଲ୍ କିମ୍ବା କ୍ରାଡଲ୍ ପଦ୍ଧତିରେ ଧରି ଶିଶୁକୁ ସ୍ତନ୍ୟପାନ କରାଇବାରେ ଅସୁବିଧା ହୋ‍ଇଥାଏ
+
| ପିଠିପଟିଆ ଶୋଇ ସ୍ତନ୍ୟପାନ କରାଇବା ପାଇଁ ସେତେବେଳେ ପରାମର୍ଶ ଦିଆଯାଇଥାଏ, ଯେତେବେଳେ କ୍ରସ୍ କ୍ରେଡଲ୍ କିମ୍ବା କ୍ରେଡଲ୍ ପଦ୍ଧତିରେ ଶିଶୁକୁ ସ୍ତନ୍ୟପାନ କରାଇବାରେ କଷ୍ଟ ହୋଇଥାଏ
  
 
|-  
 
|-  
 
| 01:10
 
| 01:10
| କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋ‍ଇଥାଏ
+
| କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋଇଥାଏ
  
 
|-  
 
|-  
Line 53: Line 53:
 
|-  
 
|-  
 
| 01:16
 
| 01:16
| କିମ୍ବା ଯେତେବେଳେ ମା’ ହାଲିଆ ହୋ‍ଇଯାଇଥାଆନ୍ତି
+
| କିମ୍ବା ଯେତେବେଳେ ମା’ ହାଲିଆ ହୋଇଯାଇଥାଆନ୍ତି
  
 
|-  
 
|-  
 
| 01:19
 
| 01:19
| ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଶ୍ଚିତ ରୂପେ ନିଜର ହାତକୁ ସାବୁନ୍ ଓ ପାଣିରେ ଧୋ‍ଇବା ଉଚିତ୍.
+
| ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଧୋଇ
ଏବଂ ହାତକୁ ଭଲ ଭାବେ ଶୁଖାଇବା ଉଚିତ୍
+
ତାହାକୁ ଭଲ ଭାବେ ଶୁଖାଇବେ
  
 
|-  
 
|-  
 
| 01:27
 
| 01:27
| ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍
+
| ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ
  
 
|-  
 
|-  
 
| 01:32
 
| 01:32
| ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ.
+
| ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.
ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବୃଦ୍ଧି କରିବା ଆବଶ୍ୟକ
+
ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର
  
 
|-  
 
|-  
 
| 01:44
 
| 01:44
| ତା’ପରେ ମା’ ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତା’କୁ ଅନାବୃତ୍ତ କରିବା ଉଚିତ୍
+
| ତା’ପରେ, ମା’ ସ୍ତନ୍ୟପାନ କରାଇବାକୁ ଚାହୁଁଥିବା ସ୍ତନକୁ ଅନାବୃତ୍ତ କରିବେ
  
 
|-  
 
|-  
 
| 01:50
 
| 01:50
| ସେ ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ନ ପଡ଼େ ତାହା ସୁନିଶ୍ଚିତ କରିବା ଆବଶ୍ୟକ
+
| ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ନ ପଡ଼େ, ତାହାର ଧ୍ୟାନ ରଖିବେ
  
 
|-  
 
|-  
 
| 01:55
 
| 01:55
| ତା’ପରେ ମା’ ଚଟାନ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋ‍ଇ ଶୋ‍ଇପଡ଼ିବା ଉଚିତ୍
+
| ଏବେ ସେ ଚଟାଣ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋଇ ଶୋଇବେ
  
 
|-  
 
|-  
 
| 02:01
 
| 02:01
| ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶକୁ ତକିଆ ଦ୍ଵାରା ଭଲ ଭାବେ ସପୋର୍ଟ ପ୍ରଦାନ କରିବା ଆବଶ୍ୟକ
+
| ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶରେ ତକିଆ ରହିଥିବା ଉଚିତ
  
 
|-  
 
|-  
 
| 02:07
 
| 02:07
| ବର୍ତ୍ତମାନ ମା’ ପ୍ରସ୍ତୁତ ଅଟନ୍ତି, ଶିଶୁକୁ ସଠିକତାର ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା  
+
| ବର୍ତ୍ତମାନ ମା’ ପ୍ରସ୍ତୁତ, ଶିଶୁକୁ ଠିକ ଭାବରେ କିପରି ଧରିବେ, ଚାଲନ୍ତୁ ଶିଖିବା  
  
 
|-  
 
|-  
 
| 02:13
 
| 02:13
| ମା’ ଯେଉଁ ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପାର୍ଶ୍ଵର ହାତ ସାହାଯ୍ୟରେ ଶିଶୁର ଶରୀରକୁ ଧରିବା ଉଚିତ୍
+
| ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପଟ ହାତରେ ଶିଶୁକୁ ଧରନ୍ତୁ
  
 
|-  
 
|-  
 
|02:20
 
|02:20
| ସେ ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରିବା ଉଚିତ୍
+
| ଶିଶୁର ମୁଣ୍ଡର ତଳ ଭାଗକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରନ୍ତୁ
  
 
|-  
 
|-  
 
|  02:27
 
|  02:27
| ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନରୁ ନିଜର ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି  
+
| ଏହି ଛବିରେ ଥିବା ମା’, ତାଙ୍କର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି  
  
 
|-  
 
|-  
 
| 02:32
 
| 02:32
| ତେଣୁ ସେ ଶିଶୁର ଶରୀରକୁ ଧରିବା ପାଇଁ ନିଜର ଡାହାଣ ହାତକୁ ବ୍ୟବହାର କରୁଛନ୍ତି
+
| ସେଥିପାଇଁ, ସେ ନିଜର ଡାହାଣ ହାତରେ ପିଲାଟିକୁ ଧରିଛନ୍ତି
  
 
|-  
 
|-  
 
|  02:38
 
|  02:38
| ସେ ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଧାରଣ କରିବା ପାଇଁ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରୁଛନ୍ତି
+
| ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁର ମୁଣ୍ଡ ତଳର ଅଂଶକୁ ଧରିଛନ୍ତି
  
 
|-  
 
|-  
 
| 02:46
 
| 02:46
| ତା’ପରେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ଚାଲନ୍ତୁ ଦେଖିବା  
+
| ଏବେ ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ଦେଖିବା  
  
 
|-  
 
|-  
 
| 02:54
 
| 02:54
| ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକୁ ଅନ୍ୟ କାନର ପଛପଟେ ରହିବା ଆବଶ୍ୟକ
+
| ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବା ଉଚିତ
  
 
|-  
 
|-  
 
| 03:02
 
| 03:02
| ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ସ୍ଥାନାନ୍ତର କରିବା ଉଚିତ୍ ନୁହେଁ
+
| ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଉପରକୁ ଆଣିବେ ନାହିଁ
  
 
|-  
 
|-  
 
| 03:08
 
| 03:08
| ସେ ନିଜର ହାତ ସାହାଯ୍ୟରେ ଶିଶୁ ମୁଣ୍ଡର ପଛପଟେ ନିଜ ହାତ ଦ୍ଵାରା ଚାପ ପ୍ରୟୋଗ କରିବା ଉଚିତ୍ ନୁହେଁ.
+
| ସେ ନିଜର ହାତରେ ଶିଶୁ ମୁଣ୍ଡ ପଛପଟେ ଚାପ ପକାଇବା ଉଚିତ ନୁହେଁ.
ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ
+
ଏଥିରୁ ଶିଶୁଟି ଆରାମରେ କ୍ଷୀର ଖାଇପାରିବ
  
 
|-  
 
|-  
 
| 03:20
 
| 03:20
|ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିଶନ୍‍ରେ ରଖିବେ, ତାହା ଶିଖିବା
+
| ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା
  
 
|-  
 
|-  
 
| 03:25
 
| 03:25
| ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖିବା ଉଚିତ୍, ଯେପରି ଶିଶୁର ପେଟ ମାଙ୍କର ପେଟ ଉପରେ ରହିବ  
+
| ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖନ୍ତୁ, ଯେପରି ଶିଶୁର ପେଟ ମା’ଙ୍କର ପେଟ ଉପରେ ରହିବ  
  
 
|-  
 
|-  
 
| 03:32
 
| 03:32
| ଏବଂ ଶିଶୁର ମୁଣ୍ଡ ମାଙ୍କର ସ୍ତନ ନିକଟରେ ରହିବ  
+
| ଏବଂ ତା’ ମୁଣ୍ଡ ମା’ଙ୍କର ସ୍ତନ ନିକଟରେ ରହିବ  
  
 
|-  
 
|-  
 
| 03:38
 
| 03:38
| ଶିଶୁ ଓ ମା’ଙ୍କ ମଧ୍ୟରେ କମ୍ ଦୂରତା ରହିବା ଦ୍ଵାରା ଶିଶୁକୁ ମାଙ୍କର ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ  
+
| ଶିଶୁ ଓ ସ୍ତନ ମଧ୍ୟରେ ଦୂରତା କମ ରହିଲେ ତାକୁ ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ  
  
 
|-  
 
|-  
 
| 03:44
 
| 03:44
| ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ସଂଯୁକ୍ତ ହେବା ମଧ୍ୟ ସହଜ ହେବ  
+
| ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ଯୋଡ଼ି ହେବା ମଧ୍ୟ ସହଜ ହେବ  
  
 
|-  
 
|-  
 
| 03:49
 
| 03:49
| ତା’ପରେ ଦ୍ଵିତୀୟ ଜରୁରୀ କଥା ହେଉଛି, କେଉଁ ଦିଗରେ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବେ
+
| ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ଶରୀରକୁ କେଉଁ ଭଳି ଧରାଯାଇଛି
  
 
|-  
 
|-  
 
| 03:56
 
| 03:56
| ଆପଣ ନିସ୍ଚିତ ରୂପେ ଲକ୍ଷ୍ୟ କରିଥିବେ ଯେ, ଯେତେବେଳେ ଆମେ ଖାଦ୍ୟ ଖାଉ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଆନ୍ତି
+
| ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଏ
  
 
|-  
 
|-  
 
| 04:05
 
| 04:05
| ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ୍
+
| ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ
  
 
|-  
 
|-  
Line 164: Line 164:
 
|-  
 
|-  
 
| 04:19
 
| 04:19
| ମନେରଖନ୍ତୁ, ମା’ଙ୍କ ଶରୀର ଉପରେ ଶିଶୁକୁ ଯେକୌଣସି ଦିଗରେ ରଖାଯାଇପାରିବ, ଯେ ପର୍ଯ୍ୟନ୍ତ ଶିଶୁ ଶରୀର ସମ୍ପୂର୍ଣ୍ଣ ସମ୍ମୁଖ ଅଂଶ ମା’ଙ୍କ ଶରୀରର ସମ୍ମୁଖ ଅଂଶରେ ରହିଥିବ
+
| ମନେରଖନ୍ତୁ, ଶିଶୁକୁ ମା’ଙ୍କ ଶରୀର ଉପରେ ଯେକୌଣସି ଦିଗରେ ରଖାଯାଇପାରିବ, କିନ୍ତୁ ଜରୁରୀ ଜିନିଷ ହେଉଛି, ତା’ ଶରୀରର ସମ୍ପୂର୍ଣ୍ଣ ସମ୍ମୁଖ ଭାଗ ମା’ଙ୍କ ଶରୀରର ସମ୍ମୁଖ ଭାଗରେ ରହିବା ଉଚିତ
  
 
|-  
 
|-  
 
| 04:32
 
| 04:32
| ଏବଂ ଶିଶୁଟି ସହଜରେ ସ୍ତନ ନିକଟରେ ପହଞ୍ଚି ପାରିବ
+
| ଏବଂ ସେ ସହଜରେ ସ୍ତନ ନିକଟରେ ପହଞ୍ଚିପାରିବ
  
 
|-  
 
|-  
 
| 04:38
 
| 04:38
| ବର୍ତ୍ତମାନ ଶିଶୁ ଶରୀରକୁ ପୋଜିଶନ୍ କରିବା ପାଇଁ ଥିବା ତୃତୀୟ ସୋପାନକୁ ଯିବା  
+
| ଏବେ, ଶିଶୁର ଶରୀରର ସ୍ଥିତି ବିଷୟକ ତୃତୀୟ ଜରୁରୀ ସୋପାନକୁ ଯିବା  
  
 
|-  
 
|-  
 
| 04:42
 
| 04:42
|ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ
+
| ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବା ଆବଶ୍ୟକ
  
 
|-  
 
|-  
 
| 04:47
 
| 04:47
|ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
+
| ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ତାକୁ ଅନେକ କଷ୍ଟ କରିବାକୁ ପଡ଼ିବ
  
 
|-  
 
|-  
 
| 04:54
 
| 04:54
|ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
+
| ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
  
 
|-  
 
|-  
 
| 04:59
 
| 04:59
|ଶିଶୁର ନାକ ସ୍ତନର ନିପଲ୍ ସହିତ ଗୋଟିଏ ଲାଇନ୍‍ରେ ରହିବା ଆବଶ୍ୟକ
+
| ଶିଶୁର ନାକ ସର୍ବଦା ଚୁଚୁକ ସିଧାରେ
  
 
|-  
 
|-  
 
| 05:04
 
| 05:04
|ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ
+
| ଏବଂ ତା’ର ଥୋଡ଼ି ଆଗପଟକୁ ସ୍ତନର ଅତି ନିକଟରେ ରହିବା ଉଚିତ
  
 
|-  
 
|-  
 
| 05:09
 
| 05:09
|ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ
+
| ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ପାଟିରେ ନେଇପାରିବ
  
 
|-  
 
|-  
 
| 05:16
 
| 05:16
| ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
+
| ଏବଂ ତଳ ମାଢ଼ିକୁ ବ୍ୟବହାର କରି ସେ ଭଲ ଭାବରେ କ୍ଷୀର ପିଇପାରିବ
  
 
|-  
 
|-  
 
|  05:21
 
|  05:21
|ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶ
+
| ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ
  
 
|-  
 
|-  
 
|05:27
 
|05:27
|ବର୍ତ୍ତମାନ ଶିଶୁଟିକୁ ପିଠିପଟେ ଶୋ‍ଇବା ପଦ୍ଧତିରେ ଧାରଣ କରାଯାଇଛି ଏବଂ ସ୍ତନ୍ୟପାନ କରିବା ପାଇଁ ଲାଚ୍ ହେବା ସକାଶେ ପ୍ରସ୍ତୁତ ଅଟେ
+
| ଏବେ ଶିଶୁଟିକୁ ପିଠିପଟିଆ ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ  
  
 
|-  
 
|-  
 
| 05:34
 
| 05:34
| ଏହି ଧାରଣ କରିବା ପଦ୍ଧତିରେ, ଶିଶୁ ମା’ଙ୍କର ସ୍ତନ ସହିତ ମନକୁ ମନ ନିବିଡ଼ ଭାବେ ସଂଯୁକ୍ତ ହୋ‍ଇପାରେ
+
| ଏହି ପଦ୍ଧତିରେ, ଶିଶୁ ପ୍ରାକୃତିକ ଭାବେ ମା’ଙ୍କ ସ୍ତନ ସହିତ ନିବିଡ଼ ଭାବରେ ଯୋଡ଼ି ହୋଇଥାଏ
 
+
 
|-  
 
|-  
 
| 05:40
 
| 05:40
| ସମାନ ସିରିଜ୍‍ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି  
+
| ଏହି ସିରିଜ୍‌ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି  
  
 
|-  
 
|-  
 
| 05:49
 
| 05:49
| ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇପାରିବେ
+
| ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇ
ଏବଂ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ କରିବା ପାଇଁ ସେ ନିଜର ଉଭୟ ହାତକୁ ବ୍ୟବହାର କରିପାରିବେ
+
ତାକୁ ନିଜର ଉଭୟ ହାତ ସାହାଯ୍ୟରେ ଧରିପାରିବେ
  
 
|-  
 
|-  
 
| 06:02
 
| 06:02
| ଏହି ପୋଜିଶନ୍‍ରେ ମା’ ଚିତ୍ ହୋ‍ଇ ଶୋ‍ଇବେ, ଆରାମଦାୟକ ଭାବେ ସ୍ତନ୍ୟପାନ କରାଇବେ.
+
| ଏହି ସ୍ଥିତିରେ ମା’ ଆରାମଦାୟକ ଅବସ୍ଥାରେ ଚିତ୍ ହୋଇ ଶୋଇ ସ୍ତନ୍ୟପାନ କରାଇପାରିବେ.
ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ  
+
ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ  
  
 
|-  
 
|-  
 
| 06:11
 
| 06:11
| ଏହି ଟ୍ୟୁଟୋରିଆଲ୍‍ରେ ଆମେ, ମା’ ଓ ତାଙ୍କର ଶିଶୁ ପାଇଁ ସଠିକ୍ ସ୍ତନ୍ୟପାନ କରାଇବାର ପଦ୍ଧତିକୁ ଚୟନ କରିବା  
+
| ଏହି ଟ୍ୟୁଟୋରିଆଲରେ ଆମେ, ମା’ ଓ ତାଙ୍କର ଶିଶୁ ପାଇଁ ସ୍ତନ୍ୟପାନର ସଠିକ୍ ପଦ୍ଧତିକୁ ଚୟନ କରିବା  
  
 
|-  
 
|-  
 
| 06:18
 
| 06:18
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ପିଠିପଟେ ଶୋ‍ଇ ଧରିବା ପଦ୍ଧତିକୁ କିପରି କରାଯାଏ, ସେ ବିଷୟରେ ଶିଖିଲେ  
+
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ପିଠିପଟିଆ ଶୋଇ ଶିଶୁକୁ ଧରିବା ପଦ୍ଧତି ବିଷୟରେ ଶିଖିଲେ  
  
 
|-  
 
|-  
Line 242: Line 242:
 
|-  
 
|-  
 
| 06:31
 
| 06:31
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ  
+
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ ଲିଙ୍କରେ ଉପଲବ୍ଧ  
  
 
|-  
 
|-  
 
| 06:44
 
| 06:44
|ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
+
| ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
  
 
|-  
 
|-  
 
| 06:51
 
| 06:51
| ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ଅଟେ.  
+
| ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଅଂଶ.  
ଏହି ଟ୍ୟୁଟୋରିଆଲ୍‍ର ଡୋମେନ୍ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି  
+
ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି  
  
 
|-  
 
|-  
 
| 07:03
 
| 07:03
|ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ  
+
| ଆଇଆଇଟି ବମ୍ବେ ତରଫରୁ ଅମିତ କୁମାରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ  
  
 
|}
 
|}

Revision as of 13:15, 29 August 2019

Time
Narration
00:01 “ପିଠିପଟିଆ ଶୋଇ ସ୍ତନ୍ୟପାନ ପଦ୍ଧତି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ସ୍ତନ୍ୟପାନ କରାଇବା ପାଇଁ ଧରିବାର ସଠିକ୍ ପଦ୍ଧତି
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ପିଠିପଟିଆ ଶୋଇ ଧରିବାର ପଦ୍ଧତି
00:22 ଚାଲନ୍ତୁ ଆରମ୍ଭ କରିବା
00:24 ସାରା ବିଶ୍ଵରେ ମା’ମାନେ ସେମାନଙ୍କ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରରେ ଧରି ସ୍ତନ୍ୟପାନ କରାଇଥା’ନ୍ତି
00:31 ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କ ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି, ଯେଉଁଥିରେ -
00:39 ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ, ଉଭୟ ମା’ ଓ ଶିଶୁ ପାଇଁ ଆରାମଦାୟକ ହୋଇଥିବ
00:47 ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇଥିବ ଏବଂ ଯଥେଷ୍ଟ କ୍ଷୀର ପିଉଥିବ
00:55 ପିଠିପଟିଆ ଶୋଇ ଶିଶୁକୁ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା
01:00 ପିଠିପଟିଆ ଶୋଇ ସ୍ତନ୍ୟପାନ କରାଇବା ପାଇଁ ସେତେବେଳେ ପରାମର୍ଶ ଦିଆଯାଇଥାଏ, ଯେତେବେଳେ କ୍ରସ୍ କ୍ରେଡଲ୍ କିମ୍ବା କ୍ରେଡଲ୍ ପଦ୍ଧତିରେ ଶିଶୁକୁ ସ୍ତନ୍ୟପାନ କରାଇବାରେ କଷ୍ଟ ହୋଇଥାଏ
01:10 କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋଇଥାଏ
01:13 କିମ୍ବା ମା’ଙ୍କ ପିଠିରେ ଯନ୍ତ୍ରଣା ହେଉଥାଏ
01:16 କିମ୍ବା ଯେତେବେଳେ ମା’ ହାଲିଆ ହୋଇଯାଇଥାଆନ୍ତି
01:19 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଧୋଇ

ତାହାକୁ ଭଲ ଭାବେ ଶୁଖାଇବେ

01:27 ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ
01:32 ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.

ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର

01:44 ତା’ପରେ, ମା’ ସ୍ତନ୍ୟପାନ କରାଇବାକୁ ଚାହୁଁଥିବା ସ୍ତନକୁ ଅନାବୃତ୍ତ କରିବେ
01:50 ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ନ ପଡ଼େ, ତାହାର ଧ୍ୟାନ ରଖିବେ
01:55 ଏବେ ସେ ଚଟାଣ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋଇ ଶୋଇବେ
02:01 ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶରେ ତକିଆ ରହିଥିବା ଉଚିତ
02:07 ବର୍ତ୍ତମାନ ମା’ ପ୍ରସ୍ତୁତ, ଶିଶୁକୁ ଠିକ ଭାବରେ କିପରି ଧରିବେ, ଚାଲନ୍ତୁ ଶିଖିବା
02:13 ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପଟ ହାତରେ ଶିଶୁକୁ ଧରନ୍ତୁ
02:20 ଶିଶୁର ମୁଣ୍ଡର ତଳ ଭାଗକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରନ୍ତୁ
02:27 ଏହି ଛବିରେ ଥିବା ମା’, ତାଙ୍କର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି
02:32 ସେଥିପାଇଁ, ସେ ନିଜର ଡାହାଣ ହାତରେ ପିଲାଟିକୁ ଧରିଛନ୍ତି
02:38 ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁର ମୁଣ୍ଡ ତଳର ଅଂଶକୁ ଧରିଛନ୍ତି
02:46 ଏବେ ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ଦେଖିବା
02:54 ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବା ଉଚିତ
03:02 ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଉପରକୁ ଆଣିବେ ନାହିଁ
03:08 ସେ ନିଜର ହାତରେ ଶିଶୁ ମୁଣ୍ଡ ପଛପଟେ ଚାପ ପକାଇବା ଉଚିତ ନୁହେଁ.

ଏଥିରୁ ଶିଶୁଟି ଆରାମରେ କ୍ଷୀର ଖାଇପାରିବ

03:20 ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା
03:25 ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖନ୍ତୁ, ଯେପରି ଶିଶୁର ପେଟ ମା’ଙ୍କର ପେଟ ଉପରେ ରହିବ
03:32 ଏବଂ ତା’ ମୁଣ୍ଡ ମା’ଙ୍କର ସ୍ତନ ନିକଟରେ ରହିବ
03:38 ଶିଶୁ ଓ ସ୍ତନ ମଧ୍ୟରେ ଦୂରତା କମ ରହିଲେ ତାକୁ ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ
03:44 ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ଯୋଡ଼ି ହେବା ମଧ୍ୟ ସହଜ ହେବ
03:49 ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ଶରୀରକୁ କେଉଁ ଭଳି ଧରାଯାଇଛି
03:56 ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଏ
04:05 ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ
04:14 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହେବ
04:19 ମନେରଖନ୍ତୁ, ଶିଶୁକୁ ମା’ଙ୍କ ଶରୀର ଉପରେ ଯେକୌଣସି ଦିଗରେ ରଖାଯାଇପାରିବ, କିନ୍ତୁ ଜରୁରୀ ଜିନିଷ ହେଉଛି, ତା’ ଶରୀରର ସମ୍ପୂର୍ଣ୍ଣ ସମ୍ମୁଖ ଭାଗ ମା’ଙ୍କ ଶରୀରର ସମ୍ମୁଖ ଭାଗରେ ରହିବା ଉଚିତ
04:32 ଏବଂ ସେ ସହଜରେ ସ୍ତନ ନିକଟରେ ପହଞ୍ଚିପାରିବ
04:38 ଏବେ, ଶିଶୁର ଶରୀରର ସ୍ଥିତି ବିଷୟକ ତୃତୀୟ ଜରୁରୀ ସୋପାନକୁ ଯିବା
04:42 ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବା ଆବଶ୍ୟକ
04:47 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ତାକୁ ଅନେକ କଷ୍ଟ କରିବାକୁ ପଡ଼ିବ
04:54 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
04:59 ଶିଶୁର ନାକ ସର୍ବଦା ଚୁଚୁକ ସିଧାରେ
05:04 ଏବଂ ତା’ର ଥୋଡ଼ି ଆଗପଟକୁ ସ୍ତନର ଅତି ନିକଟରେ ରହିବା ଉଚିତ
05:09 ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ପାଟିରେ ନେଇପାରିବ
05:16 ଏବଂ ତଳ ମାଢ଼ିକୁ ବ୍ୟବହାର କରି ସେ ଭଲ ଭାବରେ କ୍ଷୀର ପିଇପାରିବ
05:21 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ
05:27 ଏବେ ଶିଶୁଟିକୁ ପିଠିପଟିଆ ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ
05:34 ଏହି ପଦ୍ଧତିରେ, ଶିଶୁ ପ୍ରାକୃତିକ ଭାବେ ମା’ଙ୍କ ସ୍ତନ ସହିତ ନିବିଡ଼ ଭାବରେ ଯୋଡ଼ି ହୋଇଥାଏ
05:40 ଏହି ସିରିଜ୍‌ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି
05:49 ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇ

ତାକୁ ନିଜର ଉଭୟ ହାତ ସାହାଯ୍ୟରେ ଧରିପାରିବେ

06:02 ଏହି ସ୍ଥିତିରେ ମା’ ଆରାମଦାୟକ ଅବସ୍ଥାରେ ଚିତ୍ ହୋଇ ଶୋଇ ସ୍ତନ୍ୟପାନ କରାଇପାରିବେ.

ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ

06:11 ଏହି ଟ୍ୟୁଟୋରିଆଲରେ ଆମେ, ମା’ ଓ ତାଙ୍କର ଶିଶୁ ପାଇଁ ସ୍ତନ୍ୟପାନର ସଠିକ୍ ପଦ୍ଧତିକୁ ଚୟନ କରିବା
06:18 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ପିଠିପଟିଆ ଶୋଇ ଶିଶୁକୁ ଧରିବା ପଦ୍ଧତି ବିଷୟରେ ଶିଖିଲେ
06:25 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
06:31 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ ଲିଙ୍କରେ ଉପଲବ୍ଧ

06:44 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
06:51 ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଅଂଶ.

ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି

07:03 ଆଇଆଇଟି ବମ୍ବେ ତରଫରୁ ଅମିତ କୁମାରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep