Difference between revisions of "Linux-AWK/C2/Basics-of-awk/Oriya"
From Script | Spoken-Tutorial
(Created page with "{| border=1 | '''Time''' | '''Narration''' |- | 00:01 | ବନ୍ଧୁଗଣ, awk କମାଣ୍ଡ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ...") |
Nancyvarkey (Talk | contribs) m (Nancyvarkey moved page Linux/C3/Basics-of-awk/Oriya to Linux-AWK/C2/Basics-of-awk/Oriya without leaving a redirect: New series) |
(No difference)
|
Latest revision as of 06:46, 23 March 2018
Time | Narration |
00:01 | ବନ୍ଧୁଗଣ, awk କମାଣ୍ଡ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ awk କମାଣ୍ଡ ଶିଖିବା |
00:09 | ଏହାକୁ କିଛି ଉଦାହରଣ ମାଧ୍ୟମରେ କରିବା |
00:12 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux ଭର୍ସନ୍ 12.04 ଅପରେଟିଙ୍ଗ ସିଷ୍ଟମ୍
ଏବଂ GNU BASH ଭର୍ସନ୍ 4.2.24 |
00:23 | ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି |
00:29 | ଚାଲନ୍ତୁ awkର ଗୋଟିଏ ପରିଚୟରୁ ଆରମ୍ଭ କରିବା |
00:33 | awk କମାଣ୍ଡ ଗୋଟିଏ ଅତି ଶକ୍ତୀଶାଳୀ ଟେକ୍ସଟ ମାନିପୁଲେଟିଙ୍ଗ ଟୂଲ୍ ଅଟେ |
00:38 | ଏହାକୁ ଅଥରମାନଙ୍କ ନାମ Aho, Weinberger ଓ Kernighan ଅନୁସାରେ ନାମିତ କରାଯାଇଛି |
00:44 | ଏହା ଅନେକ ପ୍ରକାରର କାର୍ଯ୍ୟ କରିପାରିବ |
00:46 | ଏହା ଗୋଟିଏ ରେକର୍ଡର ଫିଲ୍ଡ ଲେବଲରେ କାର୍ଯ୍ୟ କରିଥାଏ |
00:51 | ତେଣୁ, ଏହା ରେକର୍ଡର ଇଣ୍ଡିଭିଜୁଆଲ୍ ଫିଲ୍ଡଗୁଡିକୁ ସହଜରେ ଆକ୍ସେସ୍ ଓ ଏଡିଟ୍ କରିପାରିବ |
00:56 | ଚାଲନ୍ତୁ କିଛି ଉଦାହରଣକୁ ଦେଖିବା |
00:59 | ପ୍ରଦର୍ଶନ ପାଇଁ awkdemo.txt ଫାଇଲକୁ ବ୍ୟବହାର କରାଯାଉଛି |
01:04 | awkdemo.txt ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖନ୍ତୁ |
01:09 | ବର୍ତ୍ତମାନ କୀବୋର୍ଡ ଉପରେ Ctrl + Alt ଓ T କୀକୁ ଏକ ସଙ୍ଗେ ଦାବି terminal ୱିଣ୍ଡୋକୁ ଖୋଲନ୍ତୁ |
01:17 | ଚାଲନ୍ତୁ awk commandକୁ ବ୍ୟବହାର କରି କିପରି ପ୍ରିଣ୍ଟ କରାଯାଏ, ଦେଖିବା |
01:22 | ଟାଇପ୍ କରନ୍ତୁ: awk ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) (front ସ୍ଲାଶ୍) /Pass (front ସ୍ଲାଶ୍)/(କର୍ଲୀ ବ୍ରାକେଟ୍ ଆରମ୍ଭ) {print (କର୍ଲୀ ବ୍ରାକେଟ୍ ଶେଷ)} (କ୍ଵୋଟ୍ ପରେ) ସ୍ପେସ୍ awkdemo.txt |
01:38 | Enter ଦାବନ୍ତୁ |
01:40 | ଏଠାରେ, Pass ଚୟନ ପାଇଁ ମାନଦଣ୍ଡ ଅଟେ |
01:44 | Pass ଦୃଶ୍ୟମାନ ହେଉଥିବା awkdemoର ସମସ୍ତ ଲାଇନଗୁଡିକ ପ୍ରିଣ୍ଟ ହୋଇଛି |
01:49 | ଏଠାରେ ଆକ୍ସନ୍ ହେଉଛି, ପ୍ରିଣ୍ଟ |
01:52 | ଆମେ awkରେ regular expressionsକୁ ମଧ୍ୟ ବ୍ୟବହାର କରିପାରିବା |
01:56 | ମନେକରନ୍ତୁ, ଆମେ Mira ନାମ ଥିବା ଛାତ୍ରମାନଙ୍କର ରେକର୍ଡଗୁଡିକୁ ପ୍ରିଣ୍ଟ କରିବାକୁ ଚାହୁଁ |
02:01 | ଟାଇପ୍ କରନ୍ତୁ: awk ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ /M (ସ୍କୋୟାର୍ ବ୍ରାକେଟ୍ ଆରମ୍ଭ) [ ei (ସ୍କୋୟାର୍ ବ୍ରାକେଟ୍ ଶେଷ) ]*ra */ ସ୍ପେସ୍ {print} କ୍ଵୋଟ୍ ପରେ ସ୍ପେସ୍ awkdemo.txt |
02:27 | Enter ଦାବନ୍ତୁ |
02:29 | * ପୂର୍ବ କ୍ୟାରେକ୍ଟରର ଏକ କିମ୍ବା ଏକାଧିକ ଦୃଶ୍ୟମାନତାକୁ ପ୍ରଦାନ କରିବ |
02:33 | ତେଣୁ, i, e ଓ a ପାଇଁ ଏକାଧିକ ଦୃଶ୍ୟମାନତାର ଏଣ୍ଟ୍ରୀଗୁଡିକ ତାଲିକାଭୁକ୍ତ ହୋଇଛନ୍ତି |
02:40 | ଉଦାହରଣସ୍ଵରୂପ, |
02:42 | Mira, M I R A ସହିତ |
02:45 | Meera, M ଡବଲ୍ E R A ସହିତ |
02:47 | ଏବଂ Meeraa, M ଡବଲ୍ E R ଡବଲ୍ A ସହିତ |
02:52 | awk, extended regular expressions (ERE)କୁ ସମର୍ଥନ କରେ |
02:58 | ଯାହାର ଅର୍ଥ ଗୋଟିଏ PIPE ଦ୍ଵାରା ଅଲଗା ହୋଇଥିବା ଅନେକ ପ୍ୟାଟର୍ନଗୁଡିକୁ ମେଳ କରିପାରିବେ |
03:03 | ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ |
03:05 | electrical(front ସ୍ଲାଶ୍) ସ୍ପେସ୍ (କର୍ଲୀ ବ୍ରାକେଟ୍ ଆରମ୍ଭ)/{print}( କର୍ଲୀ ବ୍ରାକେଟ୍ ଶେଷ) କ୍ଵୋଟ୍ ପରେ ସ୍ପେସ୍ awkdemo.txt |
03:23 | Enter ଦାବନ୍ତୁ |
03:26 | ବର୍ତ୍ତମାନ ଉଭୟ civil ଓ electrical ପାଇଁ ଏଣ୍ଟ୍ରୀଗୁଡିକ ପ୍ରଦତ୍ତ ଅଛି |
03:31 | ସ୍ଲାଇଡକୁ ଫେରିଆସନ୍ତୁ |
03:34 | ପାରାମିଟରଗୁଡିକ ହେଲେ: ଗୋଟିଏ ଲାଇନରେ ଥିବା ଇଣ୍ଡିଭିଜୁଆଲ୍ ଫିଲ୍ଡଗୁଡିକୁ ଚିହ୍ନଟ କରିବା ପାଇଁ awkର କିଛି ସ୍ଵତନ୍ତ୍ର ପାରାମିଟରଗୁଡିକ ଅଛି |
03:41 | $1(ଡଲାର୍ 1), ପ୍ରଥମ ଫିଲ୍ଡକୁ ସୂଚିତ କରିବ |
03:45 | ସେହିପରି, କ୍ରମିକ ଫିଲ୍ଡଗୁଡିକ ପାଇଁ $2, $3 ଏବଂ ଏହି ପରି ଥାଇପାରେ |
03:53 | $0 ସମଗ୍ର ଲାଇନକୁ ଉପସ୍ଥାପିତ କରେ |
03:56 | ଟର୍ମିନଲକୁ ଫେରିଆସନ୍ତୁ |
03:59 | ଧ୍ୟାନଦିଅନ୍ତୁ ଯେ awkdemo.txt ଫାଇଲରେ ଥିବା ପ୍ରତ୍ୟେକ ଶବ୍ଦ PIPE ଦ୍ଵାରା ଅଲଗା ହୋଇଛି |
04:05 | ଏହି କ୍ଷେତ୍ରରେ PIPEକୁ ଗୋଟିଏ delimiter କୁହାଯାଏ |
04:09 | ଗୋଟିଏ delimiter ଶବ୍ଦଗୁଡିକୁ ପ୍ରତ୍ୟେକଙ୍କ ଠାରୁ ଅଲଗା କରିଥାଏ |
04:13 | ଗୋଟିଏ delimiter, ଏକ ସିଙ୍ଗଲ୍ white space ମଧ୍ୟ ହୋଇପାରେ |
04:16 | ଗୋଟିଏ delimiterକୁ ନିର୍ଦ୍ଦିଷ୍ଟ କରିବା ପାଇଁ, - capital F flag ପ୍ରଦାନ କରିବାକୁ ହେବ ପଛକୁ ଗୋଟିଏ delimiter |
04:24 | ଚାଲନ୍ତୁ ଦେଖିବା. ଟାଇପ୍ କରନ୍ତୁ: awk ସ୍ପେସ୍ minus capital F ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ PIPE କ୍ଵୋଟ୍ ପରେ ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash civil PIPE electrical front-slash କର୍ଲୀ ବ୍ରାକେଟ୍ ଆରମ୍ଭ print ସ୍ପେସ୍ dollar0 କର୍ଲୀ ବ୍ରାକେଟ୍ ଶେଷ କ୍ଵୋଟ୍ ପରେ ସ୍ପେସ୍ awkdemo.txt |
04:51 | Enter ଦାବନ୍ତୁ |
04:53 | $0 ବ୍ୟବହାର ହେବା ଠାରୁ ଏହା ସମସ୍ତ ଲାଇନକୁ ପ୍ରିଣ୍ଟ କରିବ |
04:58 | ଧ୍ୟାନଦିଅନ୍ତୁ ଯେ names ଓ stream of students ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ଫିଲ୍ଡ ଅଟନ୍ତି |
05:04 | ମନେକରନ୍ତୁ ଆମେ କେବଳ ଦୁଇଟି ଫିଲ୍ଡକୁ ପ୍ରିଣ୍ଟ କରିବାକୁ ଚାହୁଁଛୁ |
05:08 | ଉପରୋକ୍ତ କମାଣ୍ଡରେ $0କୁ $2 ଓ $3 ସହିତ ପ୍ରତିସ୍ଥାପିତ କରନ୍ତୁ |
05:15 | Enter ଦାବନ୍ତୁ |
05:18 | କେବଳ ଦୁଇଟି ଫିଲ୍ଡ ପ୍ରଦର୍ଶିତ ହୋଇଛି |
05:21 | ଯଦିଓ ଏହା ଠିକ୍ ପରିଣାମ ପ୍ରଦାନ କରେ, ପ୍ରଦର୍ଶନ ସମ୍ପୂର୍ଣ୍ଣ jagged ଓ un-formatted ହୋଇଛି |
05:26 | C ଷ୍ଟାଇଲ୍ ଓ printf ଷ୍ଟେଟମେଣ୍ଟକୁ ପ୍ରଦାନ କରି ଆପଣ ଫର୍ମାଟେଡ୍ ଆଉଟପୁଟ୍ ପ୍ରଦାନ କରିପାରିବେ |
05:32 | ଗୋଟିଏ built-in ଭେରିଅବଲ୍ NRକୁ ବ୍ୟବହାର କରି ଆମେ ଏକ କ୍ରମିକ ସଂଖ୍ୟା ମଧ୍ୟ ପ୍ରଦାନ କରିପାରିବା |
05:40 | ପରବର୍ତ୍ତୀ ସମୟରେ ଆମେ built-in ଭେରିଅବଲଗୁଡିକ ବିଷୟରେ ଅଧିକ ଶିଖିବା |
05:44 | ବର୍ତ୍ତମାନ ଟାଇପ୍ କରନ୍ତୁ, awk ସ୍ପେସ୍ minus capital F ଡବଲ୍ କ୍ଵୋଟ୍ ମଧ୍ୟରେ (Pipe) ଡବଲ୍ କ୍ଵୋଟ୍ ପରେ ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash Pass front slash କର୍ଲୀ ବ୍ରାକେଟ୍ ଆରମ୍ଭ printf (ଡବଲ୍ କ୍ଵୋଟ୍ ମଧ୍ୟରେ) percentage ଚିହ୍ନ 4d ସ୍ପେସ୍ percentage ଚିହ୍ନ -25s ସ୍ପେସ୍ percentage ଚିହ୍ନ minus 15s ସ୍ପେସ୍ backslash n ଡବଲ୍ କ୍ଵୋଟ୍ ପରେ, NR, $2, $3 କର୍ଲୀ ବ୍ରାକେଟ୍ ଶେଷ ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ awkdemo.txt |
06:33 | Enter ଦାବିବା ସହ ପାର୍ଥକ୍ୟକୁ ଦେଖନ୍ତୁ |
06:37 | ଏଠାରେ, ରେକର୍ଡଗୁଡିକର ସଂଖ୍ୟାକୁ NR ଉପସ୍ଥାପିତ କରେ |
06:41 | ରେକର୍ଡଗୁଡିକ integers ଅଟନ୍ତି ତେଣୁ %d ଲେଖାଯାଇଛି |
06:45 | Name ଓ Stream, strings ଅଟନ୍ତି ତେଣୁ %s ବ୍ୟବହାର କରାଯାଇଛି |
06:50 | ଏଠାରେ Name ଫିଲ୍ଡ ପାଇଁ 25s 25 spacesକୁ ସଂରକ୍ଷିତ କରିବ |
06:55 | Stream ଫିଲ୍ଡ ପାଇଁ 15s 15 spacesକୁ ସଂରକ୍ଷିତ କରିବ |
07:01 | minus sign ଆଉଟପୁଟର ବାମ ପଟକୁ ପ୍ରମାଣିତ କରିବା ପାଇଁ ବ୍ୟବହୃତ ହୋଇଛି |
07:05 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:08 | ସ୍ଲାଇଡକୁ ଫେରିଆସନ୍ତୁ |
07:10 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: * awk ବ୍ୟବହାର କରି ପ୍ରିଣ୍ଟ କରିବା |
07:16 | awkରେ ରେଗୁଲାର୍ ଏକ୍ସପ୍ରେସନଗୁଡିକ * ଗୋଟିଏ ନିର୍ଦ୍ଦିଷ୍ଟ streamର ଏଣ୍ଟ୍ରୀଗୁଡିକୁ ତାଲିକାଭୁକ୍ତ କରିବା |
07:21 | କେବଳ ଦ୍ଵିତୀୟ ଓ ତୃତୀୟ ଫିଲ୍ଡଗୁଡିକୁ ତାଲିକାଭୁକ୍ତ କରିବା |
07:24 | ଗୋଟିଏ ଫର୍ମାଟେଡ୍ ଆଉଟପୁଟକୁ ପ୍ରଦର୍ଶନ କରିବା |
07:28 | ଗୋଟିଏ ଆସାଇନମେଣ୍ଟ ଭାବେ, Ankit Sarafର roll no, stream ଓ marksକୁ ପ୍ରଦର୍ଶନ କରନ୍ତୁ |
07:34 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:37 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:48 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:52 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:58 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:01 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:07 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:12 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |