Difference between revisions of "KTouch/C2/Customizing-Ktouch/Oriya"

From Script | Spoken-Tutorial
Jump to: navigation, search
 
Line 6: Line 6:
 
|00:00
 
|00:00
 
| KTouch କଷ୍ଟମାଇଜ୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 
| KTouch କଷ୍ଟମାଇଜ୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
|-
 
|-
 
|00:04
 
|00:04
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା, କିପରି:
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା, କିପରି:
 +
 
|-
 
|-
 
|00:08
 
|00:08
Line 14: Line 16:
 
KTouch କଷ୍ଟମାଇଜ୍‍ କରିବା
 
KTouch କଷ୍ଟମାଇଜ୍‍ କରିବା
 
ନିଜସ୍ୱ କୀ’ବୋର୍ଡ କ୍ରିଏଟ୍‍ କରିବା
 
ନିଜସ୍ୱ କୀ’ବୋର୍ଡ କ୍ରିଏଟ୍‍ କରିବା
 +
 
|-
 
|-
 
|00:13
 
|00:13
 
| ଏଠାରେ ଆମେ ବ୍ୟବହାର କରୁଛୁ Ktouch 1.7.1 ଓ Ubuntu Linux 11.10
 
| ଏଠାରେ ଆମେ ବ୍ୟବହାର କରୁଛୁ Ktouch 1.7.1 ଓ Ubuntu Linux 11.10
 +
 
|-
 
|-
 
|00:21
 
|00:21
 
| KTouch ଖୋଲନ୍ତୁ
 
| KTouch ଖୋଲନ୍ତୁ
 +
 
|-
 
|-
 
|00:25
 
|00:25
 
| ଦେଖନ୍ତୁ, ଲେଭଲ୍‍, 3 ପ୍ରଦର୍ଶନ କରୁଛି
 
| ଦେଖନ୍ତୁ, ଲେଭଲ୍‍, 3 ପ୍ରଦର୍ଶନ କରୁଛି
 +
 
|-
 
|-
 
|00:28
 
|00:28
 
| ଏହାର କାରଣ ହେଉଛି, ଆମେ KTouch ବନ୍ଦ କରିବାବେଳକୁ ଲେଭଲ୍‍ 3ରେ ଥିଲେ
 
| ଏହାର କାରଣ ହେଉଛି, ଆମେ KTouch ବନ୍ଦ କରିବାବେଳକୁ ଲେଭଲ୍‍ 3ରେ ଥିଲେ
 +
 
|-
 
|-
 
|00:32
 
|00:32
 
| ଏବେ ଆମେ, ଏକ ନୂଆ Lecture କ୍ରିଏଟ୍‍ କରିବା ବିଷୟରେ ଶିଖିବା
 
| ଏବେ ଆମେ, ଏକ ନୂଆ Lecture କ୍ରିଏଟ୍‍ କରିବା ବିଷୟରେ ଶିଖିବା
 +
 
|-
 
|-
 
|00:36
 
|00:36
 
| ଏଠାରେ ଆମେ ଅକ୍ଷରଗୁଡ଼ିକର ନୂଆ ସମୂହ ତିଆରି କରିବା, ଯାହାକୁ Teacher’s Lineରେ ପ୍ରଦର୍ଶିତ କରିହେବ
 
| ଏଠାରେ ଆମେ ଅକ୍ଷରଗୁଡ଼ିକର ନୂଆ ସମୂହ ତିଆରି କରିବା, ଯାହାକୁ Teacher’s Lineରେ ପ୍ରଦର୍ଶିତ କରିହେବ
 +
 
|-
 
|-
 
|00:42
 
|00:42
 
| ମେନ୍‍ ମେନୁରୁ, File ସିଲେକ୍ଟ କରି Edit Lecture କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ, File ସିଲେକ୍ଟ କରି Edit Lecture କ୍ଲିକ୍‍ କରନ୍ତୁ
 +
 
|-
 
|-
 
|00:48
 
|00:48
 
| Open Lecture File ଡାୟଲଗ୍‍ ବକ୍ସ ଦେଖାଦେଲା
 
| Open Lecture File ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|00:52
 
|00:52
 
| ଏବେ, Create New Lecture ଅପ୍ସନ୍‍ ସିଲେକ୍ଟ କରି OK କ୍ଲିକ୍‍ କରନ୍ତୁ
 
| ଏବେ, Create New Lecture ଅପ୍ସନ୍‍ ସିଲେକ୍ଟ କରି OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|00:57
 
|00:57
 
| KTouch Lecture Editor ଡାୟଲଗ୍‍ ବକ୍ସ ଦେଖାଦେଲା
 
| KTouch Lecture Editor ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|01:01
 
|01:01
 
| Title ଫିଲ୍ଡରେ A default lecture ନାମକୁ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ ଏବଂ My New Training Lecture ଟାଇପ୍‍ କରନ୍ତୁ
 
| Title ଫିଲ୍ଡରେ A default lecture ନାମକୁ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ ଏବଂ My New Training Lecture ଟାଇପ୍‍ କରନ୍ତୁ
 +
 
|-
 
|-
 
|01:12
 
|01:12
 
| Level Editor, Lecture Level ପ୍ରଦର୍ଶିତ କରେ
 
| Level Editor, Lecture Level ପ୍ରଦର୍ଶିତ କରେ
 +
 
|-
 
|-
 
|01:15
 
|01:15
 
| Level Editor ବକ୍ସ ଭିତରେ କ୍ଲିକ୍‍ କରନ୍ତୁ
 
| Level Editor ବକ୍ସ ଭିତରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|01:18
 
|01:18
 
| ଏବେ, Data of Level 1 ଅନ୍ତର୍ଗତ New Characters in this Level ଫିଲ୍ଡରେ ଆମ୍ପର୍ସାଣ୍ଡ, ଷ୍ଟାର୍‍ ଓ ଡଲାର୍‍ ଚିହ୍ନ ଏଣ୍ଟର୍‍ କରନ୍ତୁ
 
| ଏବେ, Data of Level 1 ଅନ୍ତର୍ଗତ New Characters in this Level ଫିଲ୍ଡରେ ଆମ୍ପର୍ସାଣ୍ଡ, ଷ୍ଟାର୍‍ ଓ ଡଲାର୍‍ ଚିହ୍ନ ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|01:29
 
|01:29
 
| ଆମେ ସେଗୁଡ଼ିକୁ କେବଳ ଥରେ ଏଣ୍ଟର୍‍ କରିବା
 
| ଆମେ ସେଗୁଡ଼ିକୁ କେବଳ ଥରେ ଏଣ୍ଟର୍‍ କରିବା
 +
 
|-
 
|-
 
|01:32
 
|01:32
 
| ଦେଖନ୍ତୁ, ଏହି ଅକ୍ଷରଗୁଡ଼ିକ Level Editor ବକ୍ସର ପ୍ରଥମ ଲାଇନ୍‍ ରେ ପ୍ରଦର୍ଶିତ ହେଲା
 
| ଦେଖନ୍ତୁ, ଏହି ଅକ୍ଷରଗୁଡ଼ିକ Level Editor ବକ୍ସର ପ୍ରଥମ ଲାଇନ୍‍ ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
|01:38
 
|01:38
 
| Level Data ଫିଲ୍ଡରେ, ପ୍ରଥମେ, ପ୍ରଦର୍ଶିତ ଟେକ୍ସଟ୍‍ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ
 
| Level Data ଫିଲ୍ଡରେ, ପ୍ରଥମେ, ପ୍ରଦର୍ଶିତ ଟେକ୍ସଟ୍‍ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ
 +
 
|-
 
|-
 
|01:44
 
|01:44
 
| 5ଥର ଆମ୍ପର୍ସାଣ୍ଡ, ଷ୍ଟାର୍‍ ଓ ଡଲାର୍‍ ଚିହ୍ନ ଏଣ୍ଟର୍‍ କରନ୍ତୁ
 
| 5ଥର ଆମ୍ପର୍ସାଣ୍ଡ, ଷ୍ଟାର୍‍ ଓ ଡଲାର୍‍ ଚିହ୍ନ ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|01:49
 
|01:49
 
| ଏବେ, Level Editor ବକ୍ସ ଅନ୍ତର୍ଗତ, ପ୍ଲସ୍‍ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ. କ’ଣ ହେଲା?
 
| ଏବେ, Level Editor ବକ୍ସ ଅନ୍ତର୍ଗତ, ପ୍ଲସ୍‍ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ. କ’ଣ ହେଲା?
 +
 
|-
 
|-
 
|01:57
 
|01:57
 
| Level Editor ବକ୍ସରେ ବର୍ଣ୍ଣମାଳା ଥିବା ଏକ ଦ୍ୱିତୀୟ ଲାଇନ୍‍ ପ୍ରଦର୍ଶିତ ହେଲା
 
| Level Editor ବକ୍ସରେ ବର୍ଣ୍ଣମାଳା ଥିବା ଏକ ଦ୍ୱିତୀୟ ଲାଇନ୍‍ ପ୍ରଦର୍ଶିତ ହେଲା
 +
 
|-
 
|-
 
|02:02
 
|02:02
 
| Level Editor ବକ୍ସରେ ଥିବା ଦ୍ୱିତୀୟ ଲାଇନ୍‍ କୁ ସିଲେକ୍ଟ କରନ୍ତୁ
 
| Level Editor ବକ୍ସରେ ଥିବା ଦ୍ୱିତୀୟ ଲାଇନ୍‍ କୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
|02:06
 
|02:06
 
| Data of Level ଫିଲ୍ଡ ଏବେ 2 ପ୍ରଦର୍ଶନ କରୁଛି
 
| Data of Level ଫିଲ୍ଡ ଏବେ 2 ପ୍ରଦର୍ଶନ କରୁଛି
 +
 
|-
 
|-
 
|02:09
 
|02:09
 
| ଏହା, ଆମ ଟାଇପିଙ୍ଗ୍‍ ଶିକ୍ଷାର ଦ୍ୱିତୀୟ ସ୍ତର ହେବ
 
| ଏହା, ଆମ ଟାଇପିଙ୍ଗ୍‍ ଶିକ୍ଷାର ଦ୍ୱିତୀୟ ସ୍ତର ହେବ
 +
 
|-
 
|-
 
|02:13
 
|02:13
 
| New Characters in this Level ଫିଲ୍ଡରେ fj ଏଣ୍ଟର୍‍ କରନ୍ତୁ
 
| New Characters in this Level ଫିଲ୍ଡରେ fj ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|02:20
 
|02:20
 
| Level Data ଫିଲ୍ଡରେ ପାଞ୍ଚଥର fj ଏଣ୍ଟର୍‍ କରନ୍ତୁ
 
| Level Data ଫିଲ୍ଡରେ ପାଞ୍ଚଥର fj ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|02:24
 
|02:24
 
| ଆପଣ, ନିଜ ଟାଇପିଙ୍ଗ୍‍ ଶିକ୍ଷାରେ ଯେତେ ଆବଶ୍ୟକ ସ୍ତର ତିଆରି କରିପାରିବେ
 
| ଆପଣ, ନିଜ ଟାଇପିଙ୍ଗ୍‍ ଶିକ୍ଷାରେ ଯେତେ ଆବଶ୍ୟକ ସ୍ତର ତିଆରି କରିପାରିବେ
 +
 
|-
 
|-
 
|02:29
 
|02:29
 
| ସେହିପରି, ଆପଣ, ନିଜ ଟାଇପିଙ୍ଗ୍‍ ଶିକ୍ଷାରେ ଯେତେ ଚାହିଁବେ ସ୍ତର ତିଆରି କରିପାରିବେ
 
| ସେହିପରି, ଆପଣ, ନିଜ ଟାଇପିଙ୍ଗ୍‍ ଶିକ୍ଷାରେ ଯେତେ ଚାହିଁବେ ସ୍ତର ତିଆରି କରିପାରିବେ
 +
 
|-
 
|-
 
|02:35
 
|02:35
 
| Save ଆଇକନ୍‍ ରେ କ୍ଲିକ୍‍ କରନ୍ତୁ
 
| Save ଆଇକନ୍‍ ରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|02:37
 
|02:37
 
| Save Training Lecture – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 
| Save Training Lecture – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|02:41
 
|02:41
 
| Name ଫିଲ୍ଡରେ, New Training Lecture ଏଣ୍ଟର୍‍ କରନ୍ତୁ
 
| Name ଫିଲ୍ଡରେ, New Training Lecture ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|02:45
 
|02:45
 
| ଏବେ ଚାଲନ୍ତୁ, ଫାଇଲ୍‍ ପାଇଁ ଏକ ଫର୍ମାଟ୍‍ ସିଲେକ୍ଟ କରିବା
 
| ଏବେ ଚାଲନ୍ତୁ, ଫାଇଲ୍‍ ପାଇଁ ଏକ ଫର୍ମାଟ୍‍ ସିଲେକ୍ଟ କରିବା
 +
 
|-
 
|-
 
|02:49
 
|02:49
 
| Filter ଡ୍ରପ୍‍ ଡାଉନ୍‍  ତାଲିକାରୁ Triangle କ୍ଲିକ୍‍ କରନ୍ତୁ
 
| Filter ଡ୍ରପ୍‍ ଡାଉନ୍‍  ତାଲିକାରୁ Triangle କ୍ଲିକ୍‍ କରନ୍ତୁ
 +
 
|-
 
|-
 
|02:52
 
|02:52
 
| ଫାଇଲ୍‍ ପାଇଁ ଫର୍ମାଟ୍‍ ଭାବରେ, ବ୍ରାକେଟ୍‍ ମଧ୍ୟରେ KTouch Lecture Files star.(dot) ktouch.xml ସିଲେକ୍ଟ କରନ୍ତୁ
 
| ଫାଇଲ୍‍ ପାଇଁ ଫର୍ମାଟ୍‍ ଭାବରେ, ବ୍ରାକେଟ୍‍ ମଧ୍ୟରେ KTouch Lecture Files star.(dot) ktouch.xml ସିଲେକ୍ଟ କରନ୍ତୁ
 +
 
|-
 
|-
 
|03:03
 
|03:03
 
| ଫାଇଲ୍‍ ସେଭ୍‍ କରିବା ପାଇଁ ଡେସ୍କଟପ୍‍ ବ୍ରାଉଜ୍‍ କରନ୍ତୁ. Save କ୍ଲିକ୍‍ କରନ୍ତୁ
 
| ଫାଇଲ୍‍ ସେଭ୍‍ କରିବା ପାଇଁ ଡେସ୍କଟପ୍‍ ବ୍ରାଉଜ୍‍ କରନ୍ତୁ. Save କ୍ଲିକ୍‍ କରନ୍ତୁ
 +
 
|-
 
|-
 
|03:08
 
|03:08
 
| KTouch Lecture Editor ଡାୟଲଗ୍‍ ବକ୍ସ ଏବେ, New Training Lecture ନାମ ପ୍ରଦର୍ଶନ କଲା
 
| KTouch Lecture Editor ଡାୟଲଗ୍‍ ବକ୍ସ ଏବେ, New Training Lecture ନାମ ପ୍ରଦର୍ଶନ କଲା
 +
 
|-
 
|-
 
|03:15
 
|03:15
 
| ଆମେ, ଦୁଇଟି ସ୍ତର ସହିତ ଏକ ନୂଆ ଟ୍ରେନିଙ୍ଗ୍‍ ଲେକଚର୍‍ ତିଆରି କରିଦେଲେ!
 
| ଆମେ, ଦୁଇଟି ସ୍ତର ସହିତ ଏକ ନୂଆ ଟ୍ରେନିଙ୍ଗ୍‍ ଲେକଚର୍‍ ତିଆରି କରିଦେଲେ!
 +
 
|-
 
|-
 
|03:19
 
|03:19
 
| KTouch Lecture Editor ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
 
| KTouch Lecture Editor ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
 +
 
|-
 
|-
 
|03:24
 
|03:24
 
| ଏବେ, ଆମେ ତିଆରି କରିଥିବା Lecture ଖୋଲନ୍ତୁ
 
| ଏବେ, ଆମେ ତିଆରି କରିଥିବା Lecture ଖୋଲନ୍ତୁ
 +
 
|-
 
|-
 
|03:28
 
|03:28
 
| ମେନ୍‍ ମେନୁରୁ, File ସିଲେକ୍ଟ କରି Open Lecture କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ, File ସିଲେକ୍ଟ କରି Open Lecture କ୍ଲିକ୍‍ କରନ୍ତୁ
 +
 
|-
 
|-
 
|03:34
 
|03:34
 
| Select Training Lecture File ଡାୟଲଗ୍‍ ବକ୍ସ ଦେଖାଦେଲା
 
| Select Training Lecture File ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|03:38
 
|03:38
 
| ଡେସ୍କଟପ୍‍ ବ୍ରାଉଜ୍‍ କରି New Training Lecture.ktouch.xml ସିଲେକ୍ଟ କରନ୍ତୁ
 
| ଡେସ୍କଟପ୍‍ ବ୍ରାଉଜ୍‍ କରି New Training Lecture.ktouch.xml ସିଲେକ୍ଟ କରନ୍ତୁ
 +
 
|-
 
|-
 
|03:46
 
|03:46
 
| ଦେଖନ୍ତୁ, Teacher’s Lineରେ ଆମ୍ପର୍ସାଣ୍ଡ (&), ଷ୍ଟାର୍‍ (*) ଓ ଡଲାର୍‍ ($) ଚିହ୍ନ ପ୍ରଦର୍ଶିତ ହେଲା. ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 
| ଦେଖନ୍ତୁ, Teacher’s Lineରେ ଆମ୍ପର୍ସାଣ୍ଡ (&), ଷ୍ଟାର୍‍ (*) ଓ ଡଲାର୍‍ ($) ଚିହ୍ନ ପ୍ରଦର୍ଶିତ ହେଲା. ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 +
 
|-
 
|-
 
|03:54
 
|03:54
 
| ଆମେ, ନିଜର Lecture ତିଆରି କଲେ ଓ ତାହାକୁ ଟାଇପିଙ୍ଗ୍‍ ଶିକ୍ଷା ଭାବରେ ବ୍ୟବହାର କଲେ!
 
| ଆମେ, ନିଜର Lecture ତିଆରି କଲେ ଓ ତାହାକୁ ଟାଇପିଙ୍ଗ୍‍ ଶିକ୍ଷା ଭାବରେ ବ୍ୟବହାର କଲେ!
 +
 
|-
 
|-
 
|03:59
 
|03:59
 
| KTouch ଟାଇପିଙ୍ଗ୍‍ ଶିକ୍ଷାକୁ ଫେରିଚାଲନ୍ତୁ. ମେନ୍‍ ମେନୁରୁ File ସିଲେକ୍ଟ କରନ୍ତୁ. Open Lecture କ୍ଲିକ୍‍ କରନ୍ତୁ. ନିମ୍ନ ଫୋଲ୍ଡର୍‍ ପାଥ୍‍ ବ୍ରାଉଜ୍‍ କରନ୍ତୁ:
 
| KTouch ଟାଇପିଙ୍ଗ୍‍ ଶିକ୍ଷାକୁ ଫେରିଚାଲନ୍ତୁ. ମେନ୍‍ ମେନୁରୁ File ସିଲେକ୍ଟ କରନ୍ତୁ. Open Lecture କ୍ଲିକ୍‍ କରନ୍ତୁ. ନିମ୍ନ ଫୋଲ୍ଡର୍‍ ପାଥ୍‍ ବ୍ରାଉଜ୍‍ କରନ୍ତୁ:
 +
 
|-
 
|-
 
|04:10
 
|04:10
 
|Root -> usr -> share -> kde4 -> apps  -> Ktouch ଓ english.ktouch.xml''' ସିଲେକ୍ଟ କରନ୍ତୁ
 
|Root -> usr -> share -> kde4 -> apps  -> Ktouch ଓ english.ktouch.xml''' ସିଲେକ୍ଟ କରନ୍ତୁ
 +
 
|-
 
|-
 
|04:26
 
|04:26
 
| ଆମେ, KTouch କୁ ନିଜ ପ୍ରାଥମିକତା ଅନୁସାରେ ତିଆରି କରିପାରିବା
 
| ଆମେ, KTouch କୁ ନିଜ ପ୍ରାଥମିକତା ଅନୁସାରେ ତିଆରି କରିପାରିବା
 +
 
|-
 
|-
 
|04:30
 
|04:30
 
| ଉଦାହରଣସ୍ୱରୂପ, ଯଦି ଆପଣ Teacher’s Lineରେ ପ୍ରଦର୍ଶିତ ହେଉନଥିବା ଗୋଟିଏ ଅକ୍ଷର ଟାଇପ୍‍ କରନ୍ତି, Student’s Line ନାଲି ହୋଇଯାଏ
 
| ଉଦାହରଣସ୍ୱରୂପ, ଯଦି ଆପଣ Teacher’s Lineରେ ପ୍ରଦର୍ଶିତ ହେଉନଥିବା ଗୋଟିଏ ଅକ୍ଷର ଟାଇପ୍‍ କରନ୍ତି, Student’s Line ନାଲି ହୋଇଯାଏ
 +
 
|-
 
|-
 
|04:37
 
|04:37
 
| ଭିନ୍ନ ଭିନ୍ନ ପ୍ରଦର୍ଶନ ପାଇଁ ଆପଣ କଲର୍ସ କଷ୍ଟାମାଇଜ୍‍ କରିପାରିବେ
 
| ଭିନ୍ନ ଭିନ୍ନ ପ୍ରଦର୍ଶନ ପାଇଁ ଆପଣ କଲର୍ସ କଷ୍ଟାମାଇଜ୍‍ କରିପାରିବେ
 +
 
|-
 
|-
 
|04:41
 
|04:41
 
| ଏବେ ଚାଲନ୍ତୁ, କଲର୍‍ ସେଟିଙ୍ଗ୍ସ ପରିବର୍ତ୍ତନ କରିବା
 
| ଏବେ ଚାଲନ୍ତୁ, କଲର୍‍ ସେଟିଙ୍ଗ୍ସ ପରିବର୍ତ୍ତନ କରିବା
 +
 
|-
 
|-
 
|04:44
 
|04:44
 
| ମେନ୍‍ ମେନୁରୁ, Setting ସିଲେକ୍ଟ କରନ୍ତୁ ଓ Configure – KTouch କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ, Setting ସିଲେକ୍ଟ କରନ୍ତୁ ଓ Configure – KTouch କ୍ଲିକ୍‍ କରନ୍ତୁ
 +
 
|-
 
|-
 
|04:50
 
|04:50
 
| Configure – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 
| Configure – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|04:53
 
|04:53
 
| Configure – KTouch ଡାୟଲଗ୍‍ ବକ୍ସରେ Color Settings କ୍ଲିକ୍‍ କରନ୍ତୁ
 
| Configure – KTouch ଡାୟଲଗ୍‍ ବକ୍ସରେ Color Settings କ୍ଲିକ୍‍ କରନ୍ତୁ
 +
 
|-
 
|-
 
|04:58
 
|04:58
 
| Color Settings ବିବରଣୀ ପ୍ରଦର୍ଶିତ ହେଲା
 
| Color Settings ବିବରଣୀ ପ୍ରଦର୍ଶିତ ହେଲା
 +
 
|-
 
|-
 
|05:02
 
|05:02
 
| Use custom colour for typing line ବକ୍ସ ଚେକ୍‍ କରନ୍ତୁ
 
| Use custom colour for typing line ବକ୍ସ ଚେକ୍‍ କରନ୍ତୁ
 +
 
|-
 
|-
 
|05:05
 
|05:05
 
| Teacher’s line ଫିଲ୍ଡରେ, Text ଫିଲ୍ଡ ପାଖରେ ଥିବା କଲର୍‍ ବକ୍ସ ଉପରେ କ୍ଲିକ୍‍ କରନ୍ତୁ
 
| Teacher’s line ଫିଲ୍ଡରେ, Text ଫିଲ୍ଡ ପାଖରେ ଥିବା କଲର୍‍ ବକ୍ସ ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|05:12
 
|05:12
 
| Select-Color ଡାୟଲଗ୍‍ ବକ୍ସ ଦେଖାଦେଲା
 
| Select-Color ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|05:15
 
|05:15
 
| Select-Color ଡାୟଲଗ୍‍ ବକ୍ସରେ, Green କ୍ଲିକ୍‍ କରି OK କ୍ଲିକ୍‍ କରନ୍ତୁ
 
| Select-Color ଡାୟଲଗ୍‍ ବକ୍ସରେ, Green କ୍ଲିକ୍‍ କରି OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|05:21
 
|05:21
 
| Configure – KTouch ଡାୟଲଗ୍‍ ବକ୍ସ ଦେଖାଦେଲା. Apply କ୍ଲିକ୍‍ କରନ୍ତୁ. OK କ୍ଲିକ୍‍ କରନ୍ତୁ
 
| Configure – KTouch ଡାୟଲଗ୍‍ ବକ୍ସ ଦେଖାଦେଲା. Apply କ୍ଲିକ୍‍ କରନ୍ତୁ. OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|05:29
 
|05:29
 
| Teacher’s Lineରେ ଥିବା ଅକ୍ଷରଗୁଡ଼ିକ ସବୁଜ ହୋଇଗଲା
 
| Teacher’s Lineରେ ଥିବା ଅକ୍ଷରଗୁଡ଼ିକ ସବୁଜ ହୋଇଗଲା
 +
 
|-
 
|-
 
|05:33
 
|05:33
 
| ଆମେ ଏବେ ନିଜର ନିଜସ୍ୱ କୀ’ବୋର୍ଡ କ୍ରିଏଟ୍‍ କରିବା
 
| ଆମେ ଏବେ ନିଜର ନିଜସ୍ୱ କୀ’ବୋର୍ଡ କ୍ରିଏଟ୍‍ କରିବା
 +
 
|-
 
|-
 
|05:37
 
|05:37
 
| ଏକ ନୂଆ କୀ’ବୋର୍ଡ ତିଆରି କରିବା ପାଇଁ, ଆମକୁ ଏକ ବିଦ୍ୟମାନ କୀ’ବୋର୍ଡ ବ୍ୟବହାର କରିବାକୁ ପଡ଼ିବ
 
| ଏକ ନୂଆ କୀ’ବୋର୍ଡ ତିଆରି କରିବା ପାଇଁ, ଆମକୁ ଏକ ବିଦ୍ୟମାନ କୀ’ବୋର୍ଡ ବ୍ୟବହାର କରିବାକୁ ପଡ଼ିବ
 +
 
|-
 
|-
 
|05:42
 
|05:42
 
| ଏଥିରେ ପରିବର୍ତ୍ତନ କରନ୍ତୁ ଓ ଏକ ଭିନ୍ନ ନାଁରେ Save କରନ୍ତୁ
 
| ଏଥିରେ ପରିବର୍ତ୍ତନ କରନ୍ତୁ ଓ ଏକ ଭିନ୍ନ ନାଁରେ Save କରନ୍ତୁ
 +
 
|-
 
|-
 
|05:46
 
|05:46
 
| ମେନ୍‍ ମେନୁରୁ File ସିଲେକ୍ଟ କରନ୍ତୁ ଓ Edit Keyboard Layout କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ File ସିଲେକ୍ଟ କରନ୍ତୁ ଓ Edit Keyboard Layout କ୍ଲିକ୍‍ କରନ୍ତୁ
 +
 
|-
 
|-
 
|05:52
 
|05:52
 
| Open Keyboard File ଡାୟଲଗ୍‍ ବକ୍ସ ଦେଖାଦେଲା
 
| Open Keyboard File ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|05:56
 
|05:56
 
| Open Keyboard File ଡାୟଲଗ୍‍ ବକ୍ସରେ Open a default keyboard ସିଲେକ୍ଟ କରନ୍ତୁ
 
| Open Keyboard File ଡାୟଲଗ୍‍ ବକ୍ସରେ Open a default keyboard ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:02
 
|06:02
 
| ଏବେ, ଏହି ଫିଲ୍ଡ ପାଖରେ ଥିବା ବଟନ୍‍ କ୍ଲିକ୍‍ କରନ୍ତୁ
 
| ଏବେ, ଏହି ଫିଲ୍ଡ ପାଖରେ ଥିବା ବଟନ୍‍ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|06:06
 
|06:06
 
| କୀ’ବୋର୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହେଲା. en.keyboard.xml ସିଲେକ୍ଟ କରି OK କ୍ଲିକ୍‍ କରନ୍ତୁ
 
| କୀ’ବୋର୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହେଲା. en.keyboard.xml ସିଲେକ୍ଟ କରି OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|06:15
 
|06:15
 
| KTouch Keyboard Editor ଡାୟଲଗ୍‍ ବକ୍ସ ଦେଖାଦେଲା
 
| KTouch Keyboard Editor ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|06:19
 
|06:19
 
| Keyboard Title ଫିଲ୍ଡରେ Training Keyboard ଏଣ୍ଟର୍‍ କରନ୍ତୁ
 
| Keyboard Title ଫିଲ୍ଡରେ Training Keyboard ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|06:25
 
|06:25
 
| କୀ’ବୋର୍ଡ ପାଇଁ ଆମକୁ ଏକ ଭାଷାର ଚୟନ କରିବାକୁ ପଡ଼ିବ
 
| କୀ’ବୋର୍ଡ ପାଇଁ ଆମକୁ ଏକ ଭାଷାର ଚୟନ କରିବାକୁ ପଡ଼ିବ
 +
 
|-
 
|-
 
|06:29
 
|06:29
 
| Language id ଡ୍ରପ୍‍ ଡାଉନ୍‍ ତାଲିକାରୁ en ସିଲେକ୍ଟ କରନ୍ତୁ
 
| Language id ଡ୍ରପ୍‍ ଡାଉନ୍‍ ତାଲିକାରୁ en ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:35
 
|06:35
 
| ବିଦ୍ୟମାନ କୀ’ବୋର୍ଡରେ ଚାଲନ୍ତୁ ଫଣ୍ଟ ଚେଞ୍ଜ କରିବା
 
| ବିଦ୍ୟମାନ କୀ’ବୋର୍ଡରେ ଚାଲନ୍ତୁ ଫଣ୍ଟ ଚେଞ୍ଜ କରିବା
 +
 
|-
 
|-
 
|06:39
 
|06:39
 
| Set Keyboard Font କ୍ଲିକ୍‍ କରନ୍ତୁ
 
| Set Keyboard Font କ୍ଲିକ୍‍ କରନ୍ତୁ
 +
 
|-
 
|-
 
|06:42
 
|06:42
 
| Select Font – KTouch ଡାୟଲଗ୍‍ ବକ୍ସ ୱିଣ୍ଡୋ ଦେଖାଦେଲା
 
| Select Font – KTouch ଡାୟଲଗ୍‍ ବକ୍ସ ୱିଣ୍ଡୋ ଦେଖାଦେଲା
 +
 
|-
 
|-
 
|06:48
 
|06:48
 
| Select Font – Ktouch ଡାୟଲଗ୍‍ ବକ୍ସରେ, ଫଣ୍ଟ ଭାବରେ ଉବୁଣ୍ଟୁ ସିଲେକ୍ଟ କରନ୍ତୁ, ଫଣ୍ଟ ଷ୍ଟାଇଲ୍‍ ଭାବରେ ଆଇଟାଲିକ୍‍ ଓ ସାଇଜ୍‍ ଭାବରେ 11 ସିଲେକ୍ଟ କରନ୍ତୁ
 
| Select Font – Ktouch ଡାୟଲଗ୍‍ ବକ୍ସରେ, ଫଣ୍ଟ ଭାବରେ ଉବୁଣ୍ଟୁ ସିଲେକ୍ଟ କରନ୍ତୁ, ଫଣ୍ଟ ଷ୍ଟାଇଲ୍‍ ଭାବରେ ଆଇଟାଲିକ୍‍ ଓ ସାଇଜ୍‍ ଭାବରେ 11 ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:58
 
|06:58
 
| ଏବେ OK କ୍ଲିକ୍‍ କରନ୍ତୁ
 
| ଏବେ OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|07:00
 
|07:00
 
| କୀ’ବୋର୍ଡ ସେଭ୍‍ କରିବାକୁ Save Keyboard As କ୍ଲିକ୍‍ କରନ୍ତୁ
 
| କୀ’ବୋର୍ଡ ସେଭ୍‍ କରିବାକୁ Save Keyboard As କ୍ଲିକ୍‍ କରନ୍ତୁ
 +
 
|-
 
|-
 
|07:04
 
|07:04
 
| Save Keyboard – Ktouch ଡାୟଲଗ୍‍ ବକ୍ସ ଦେଖାଦେଲା
 
| Save Keyboard – Ktouch ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|07:08
 
|07:08
 
| ନିମ୍ନ ଫୋଲ୍ଡର୍‍ ପାଥ୍‍ ବ୍ରାଉଜ୍‍ କରନ୍ତୁ:
 
| ନିମ୍ନ ଫୋଲ୍ଡର୍‍ ପାଥ୍‍ ବ୍ରାଉଜ୍‍ କରନ୍ତୁ:
 +
 
|-
 
|-
 
|07:10
 
|07:10
 
|Root -> usr -> share -> kde4 -> apps -> Ktouch ଓ english.ktouch.xml ସିଲେକ୍ଟ କରନ୍ତୁ
 
|Root -> usr -> share -> kde4 -> apps -> Ktouch ଓ english.ktouch.xml ସିଲେକ୍ଟ କରନ୍ତୁ
 +
 
|-
 
|-
 
|07:26
 
|07:26
 
| ନେମ୍‍ ଫିଲ୍ଡରେ practice.keyboard.xml ଏଣ୍ଟର୍‍ କରି Save କ୍ଲିକ୍‍ କରନ୍ତୁ
 
| ନେମ୍‍ ଫିଲ୍ଡରେ practice.keyboard.xml ଏଣ୍ଟର୍‍ କରି Save କ୍ଲିକ୍‍ କରନ୍ତୁ
 +
 
|-
 
|-
 
|07:33
 
|07:33
 
| <name>.keyboard.xml ଫର୍ମାଟ୍‍ ରେ ଫାଇଲ୍‍ ସେଭ୍‍ ହୋଇଗଲା. Close କ୍ଲିକ୍‍ କରନ୍ତୁ
 
| <name>.keyboard.xml ଫର୍ମାଟ୍‍ ରେ ଫାଇଲ୍‍ ସେଭ୍‍ ହୋଇଗଲା. Close କ୍ଲିକ୍‍ କରନ୍ତୁ
 +
 
|-
 
|-
 
|07:42
 
|07:42
 
| ନୂଆ ଭାବେ ତିଆରି ହୋଇଥିବା କୀ’ବୋର୍ଡକୁ ଆପଣ ତୁରନ୍ତ ବ୍ୟବହାର କରିପାରିବେ କି? ନା
 
| ନୂଆ ଭାବେ ତିଆରି ହୋଇଥିବା କୀ’ବୋର୍ଡକୁ ଆପଣ ତୁରନ୍ତ ବ୍ୟବହାର କରିପାରିବେ କି? ନା
 +
 
|-
 
|-
 
|07:46
 
|07:46
 
| ଆପଣଙ୍କୁ ତାହାକୁ kde-edu ମେଲିଙ୍ଗ୍‍ IDକୁ ମେଲ୍‍ କରିବାକୁ ପଡ଼ିବ. ଏହା ତାହାପରେ Ktouchର ପରବର୍ତ୍ତୀ ଭର୍ସନ୍‍ ରେ ଅନ୍ତର୍ଭୁକ୍ତ ହେବ
 
| ଆପଣଙ୍କୁ ତାହାକୁ kde-edu ମେଲିଙ୍ଗ୍‍ IDକୁ ମେଲ୍‍ କରିବାକୁ ପଡ଼ିବ. ଏହା ତାହାପରେ Ktouchର ପରବର୍ତ୍ତୀ ଭର୍ସନ୍‍ ରେ ଅନ୍ତର୍ଭୁକ୍ତ ହେବ
 +
 
|-
 
|-
 
|07:57
 
|07:57
 
| ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
 
| ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
 +
 
|-
 
|-
 
|08:01
 
|08:01
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ, ଟ୍ରେନିଙ୍ଗ୍‍ ପାଇଁ ଏକ Lecture ତିଆରି କରିବା ଓ କଲର୍‍ ସେଟିଙ୍ଗ୍ସ ମୋଡିଫାଏ କରିବା  
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ, ଟ୍ରେନିଙ୍ଗ୍‍ ପାଇଁ ଏକ Lecture ତିଆରି କରିବା ଓ କଲର୍‍ ସେଟିଙ୍ଗ୍ସ ମୋଡିଫାଏ କରିବା  
 +
 
|-
 
|-
 
|08:08
 
|08:08
 
| ଆମେ, ଏକ ବିଦ୍ୟମାନେ କୀ’ବୋର୍ଡ ଲେଆଉଟ୍‍ ଖୋଲିବା, ତାହାକୁ ମୋଡିଫାଏ କରିବା ଓ ନିଜସ୍ୱ କୀ’ବୋର୍ଡ ତିଆରି କରିବା ବିଷୟରେ ମଧ୍ୟ ଶିଖିଲେ
 
| ଆମେ, ଏକ ବିଦ୍ୟମାନେ କୀ’ବୋର୍ଡ ଲେଆଉଟ୍‍ ଖୋଲିବା, ତାହାକୁ ମୋଡିଫାଏ କରିବା ଓ ନିଜସ୍ୱ କୀ’ବୋର୍ଡ ତିଆରି କରିବା ବିଷୟରେ ମଧ୍ୟ ଶିଖିଲେ
 +
 
|-
 
|-
 
|08:15
 
|08:15
 
| ଏକ ଆସାନମେଣ୍ଟ ଭାବେ
 
| ଏକ ଆସାନମେଣ୍ଟ ଭାବେ
 +
 
|-
 
|-
 
|08:18
 
|08:18
 
| ନିଜସ୍ୱ କୀ’ବୋର୍ଡ ତିଆରି କରନ୍ତୁ
 
| ନିଜସ୍ୱ କୀ’ବୋର୍ଡ ତିଆରି କରନ୍ତୁ
 +
 
|-
 
|-
 
|08:20
 
|08:20
 
| ରଙ୍ଗଗୁଡ଼ିକ ଓ କୀ’ବୋର୍ଡକୁ ଫଣ୍ଟ ସ୍ତର ପରିବର୍ତ୍ତନ କରନ୍ତୁ. ପରିଣାମ ଦେଖନ୍ତୁ
 
| ରଙ୍ଗଗୁଡ଼ିକ ଓ କୀ’ବୋର୍ଡକୁ ଫଣ୍ଟ ସ୍ତର ପରିବର୍ତ୍ତନ କରନ୍ତୁ. ପରିଣାମ ଦେଖନ୍ତୁ
 +
 
|-
 
|-
 
|08:28
 
|08:28
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
 +
 
|-
 
|-
 
|08:31
 
|08:31
 
| ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|08:34
 
|08:34
 
| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 
| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 +
 
|-
 
|-
 
|08:38
 
|08:38
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
 +
 
|-  
 
|-  
 
|08:41
 
|08:41
 
|ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|08:44
 
|08:44
 
| ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|08:48
 
|08:48
 
| ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
|08:54
 
|08:54
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:59
 
|08:59
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|09:07
 
|09:07
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
|09:17
 
|09:17
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|}

Latest revision as of 18:21, 7 April 2017

Time Narration
00:00 KTouch କଷ୍ଟମାଇଜ୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା, କିପରି:
00:08 ଏକ Lecture କ୍ରିଏଟ୍‍ କରିବା

KTouch କଷ୍ଟମାଇଜ୍‍ କରିବା ନିଜସ୍ୱ କୀ’ବୋର୍ଡ କ୍ରିଏଟ୍‍ କରିବା

00:13 ଏଠାରେ ଆମେ ବ୍ୟବହାର କରୁଛୁ Ktouch 1.7.1 ଓ Ubuntu Linux 11.10
00:21 KTouch ଖୋଲନ୍ତୁ
00:25 ଦେଖନ୍ତୁ, ଲେଭଲ୍‍, 3 ପ୍ରଦର୍ଶନ କରୁଛି
00:28 ଏହାର କାରଣ ହେଉଛି, ଆମେ KTouch ବନ୍ଦ କରିବାବେଳକୁ ଲେଭଲ୍‍ 3ରେ ଥିଲେ
00:32 ଏବେ ଆମେ, ଏକ ନୂଆ Lecture କ୍ରିଏଟ୍‍ କରିବା ବିଷୟରେ ଶିଖିବା
00:36 ଏଠାରେ ଆମେ ଅକ୍ଷରଗୁଡ଼ିକର ନୂଆ ସମୂହ ତିଆରି କରିବା, ଯାହାକୁ Teacher’s Lineରେ ପ୍ରଦର୍ଶିତ କରିହେବ
00:42 ମେନ୍‍ ମେନୁରୁ, File ସିଲେକ୍ଟ କରି Edit Lecture କ୍ଲିକ୍‍ କରନ୍ତୁ
00:48 Open Lecture File ଡାୟଲଗ୍‍ ବକ୍ସ ଦେଖାଦେଲା
00:52 ଏବେ, Create New Lecture ଅପ୍ସନ୍‍ ସିଲେକ୍ଟ କରି OK କ୍ଲିକ୍‍ କରନ୍ତୁ
00:57 KTouch Lecture Editor ଡାୟଲଗ୍‍ ବକ୍ସ ଦେଖାଦେଲା
01:01 Title ଫିଲ୍ଡରେ A default lecture ନାମକୁ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ ଏବଂ My New Training Lecture ଟାଇପ୍‍ କରନ୍ତୁ
01:12 Level Editor, Lecture Level ପ୍ରଦର୍ଶିତ କରେ
01:15 Level Editor ବକ୍ସ ଭିତରେ କ୍ଲିକ୍‍ କରନ୍ତୁ
01:18 ଏବେ, Data of Level 1 ଅନ୍ତର୍ଗତ New Characters in this Level ଫିଲ୍ଡରେ ଆମ୍ପର୍ସାଣ୍ଡ, ଷ୍ଟାର୍‍ ଓ ଡଲାର୍‍ ଚିହ୍ନ ଏଣ୍ଟର୍‍ କରନ୍ତୁ
01:29 ଆମେ ସେଗୁଡ଼ିକୁ କେବଳ ଥରେ ଏଣ୍ଟର୍‍ କରିବା
01:32 ଦେଖନ୍ତୁ, ଏହି ଅକ୍ଷରଗୁଡ଼ିକ Level Editor ବକ୍ସର ପ୍ରଥମ ଲାଇନ୍‍ ରେ ପ୍ରଦର୍ଶିତ ହେଲା
01:38 Level Data ଫିଲ୍ଡରେ, ପ୍ରଥମେ, ପ୍ରଦର୍ଶିତ ଟେକ୍ସଟ୍‍ ସିଲେକ୍ଟ କରି ଡିଲିଟ୍‍ କରନ୍ତୁ
01:44 5ଥର ଆମ୍ପର୍ସାଣ୍ଡ, ଷ୍ଟାର୍‍ ଓ ଡଲାର୍‍ ଚିହ୍ନ ଏଣ୍ଟର୍‍ କରନ୍ତୁ
01:49 ଏବେ, Level Editor ବକ୍ସ ଅନ୍ତର୍ଗତ, ପ୍ଲସ୍‍ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ. କ’ଣ ହେଲା?
01:57 Level Editor ବକ୍ସରେ ବର୍ଣ୍ଣମାଳା ଥିବା ଏକ ଦ୍ୱିତୀୟ ଲାଇନ୍‍ ପ୍ରଦର୍ଶିତ ହେଲା
02:02 Level Editor ବକ୍ସରେ ଥିବା ଦ୍ୱିତୀୟ ଲାଇନ୍‍ କୁ ସିଲେକ୍ଟ କରନ୍ତୁ
02:06 Data of Level ଫିଲ୍ଡ ଏବେ 2 ପ୍ରଦର୍ଶନ କରୁଛି
02:09 ଏହା, ଆମ ଟାଇପିଙ୍ଗ୍‍ ଶିକ୍ଷାର ଦ୍ୱିତୀୟ ସ୍ତର ହେବ
02:13 New Characters in this Level ଫିଲ୍ଡରେ fj ଏଣ୍ଟର୍‍ କରନ୍ତୁ
02:20 Level Data ଫିଲ୍ଡରେ ପାଞ୍ଚଥର fj ଏଣ୍ଟର୍‍ କରନ୍ତୁ
02:24 ଆପଣ, ନିଜ ଟାଇପିଙ୍ଗ୍‍ ଶିକ୍ଷାରେ ଯେତେ ଆବଶ୍ୟକ ସ୍ତର ତିଆରି କରିପାରିବେ
02:29 ସେହିପରି, ଆପଣ, ନିଜ ଟାଇପିଙ୍ଗ୍‍ ଶିକ୍ଷାରେ ଯେତେ ଚାହିଁବେ ସ୍ତର ତିଆରି କରିପାରିବେ
02:35 Save ଆଇକନ୍‍ ରେ କ୍ଲିକ୍‍ କରନ୍ତୁ
02:37 Save Training Lecture – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
02:41 Name ଫିଲ୍ଡରେ, New Training Lecture ଏଣ୍ଟର୍‍ କରନ୍ତୁ
02:45 ଏବେ ଚାଲନ୍ତୁ, ଫାଇଲ୍‍ ପାଇଁ ଏକ ଫର୍ମାଟ୍‍ ସିଲେକ୍ଟ କରିବା
02:49 Filter ଡ୍ରପ୍‍ ଡାଉନ୍‍ ତାଲିକାରୁ Triangle କ୍ଲିକ୍‍ କରନ୍ତୁ
02:52 ଫାଇଲ୍‍ ପାଇଁ ଫର୍ମାଟ୍‍ ଭାବରେ, ବ୍ରାକେଟ୍‍ ମଧ୍ୟରେ KTouch Lecture Files star.(dot) ktouch.xml ସିଲେକ୍ଟ କରନ୍ତୁ
03:03 ଫାଇଲ୍‍ ସେଭ୍‍ କରିବା ପାଇଁ ଡେସ୍କଟପ୍‍ ବ୍ରାଉଜ୍‍ କରନ୍ତୁ. Save କ୍ଲିକ୍‍ କରନ୍ତୁ
03:08 KTouch Lecture Editor ଡାୟଲଗ୍‍ ବକ୍ସ ଏବେ, New Training Lecture ନାମ ପ୍ରଦର୍ଶନ କଲା
03:15 ଆମେ, ଦୁଇଟି ସ୍ତର ସହିତ ଏକ ନୂଆ ଟ୍ରେନିଙ୍ଗ୍‍ ଲେକଚର୍‍ ତିଆରି କରିଦେଲେ!
03:19 KTouch Lecture Editor ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
03:24 ଏବେ, ଆମେ ତିଆରି କରିଥିବା Lecture ଖୋଲନ୍ତୁ
03:28 ମେନ୍‍ ମେନୁରୁ, File ସିଲେକ୍ଟ କରି Open Lecture କ୍ଲିକ୍‍ କରନ୍ତୁ
03:34 Select Training Lecture File ଡାୟଲଗ୍‍ ବକ୍ସ ଦେଖାଦେଲା
03:38 ଡେସ୍କଟପ୍‍ ବ୍ରାଉଜ୍‍ କରି New Training Lecture.ktouch.xml ସିଲେକ୍ଟ କରନ୍ତୁ
03:46 ଦେଖନ୍ତୁ, Teacher’s Lineରେ ଆମ୍ପର୍ସାଣ୍ଡ (&), ଷ୍ଟାର୍‍ (*) ଓ ଡଲାର୍‍ ($) ଚିହ୍ନ ପ୍ରଦର୍ଶିତ ହେଲା. ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
03:54 ଆମେ, ନିଜର Lecture ତିଆରି କଲେ ଓ ତାହାକୁ ଟାଇପିଙ୍ଗ୍‍ ଶିକ୍ଷା ଭାବରେ ବ୍ୟବହାର କଲେ!
03:59 KTouch ଟାଇପିଙ୍ଗ୍‍ ଶିକ୍ଷାକୁ ଫେରିଚାଲନ୍ତୁ. ମେନ୍‍ ମେନୁରୁ File ସିଲେକ୍ଟ କରନ୍ତୁ. Open Lecture କ୍ଲିକ୍‍ କରନ୍ତୁ. ନିମ୍ନ ଫୋଲ୍ଡର୍‍ ପାଥ୍‍ ବ୍ରାଉଜ୍‍ କରନ୍ତୁ:
04:10 Root -> usr -> share -> kde4 -> apps -> Ktouch ଓ english.ktouch.xml ସିଲେକ୍ଟ କରନ୍ତୁ
04:26 ଆମେ, KTouch କୁ ନିଜ ପ୍ରାଥମିକତା ଅନୁସାରେ ତିଆରି କରିପାରିବା
04:30 ଉଦାହରଣସ୍ୱରୂପ, ଯଦି ଆପଣ Teacher’s Lineରେ ପ୍ରଦର୍ଶିତ ହେଉନଥିବା ଗୋଟିଏ ଅକ୍ଷର ଟାଇପ୍‍ କରନ୍ତି, Student’s Line ନାଲି ହୋଇଯାଏ
04:37 ଭିନ୍ନ ଭିନ୍ନ ପ୍ରଦର୍ଶନ ପାଇଁ ଆପଣ କଲର୍ସ କଷ୍ଟାମାଇଜ୍‍ କରିପାରିବେ
04:41 ଏବେ ଚାଲନ୍ତୁ, କଲର୍‍ ସେଟିଙ୍ଗ୍ସ ପରିବର୍ତ୍ତନ କରିବା
04:44 ମେନ୍‍ ମେନୁରୁ, Setting ସିଲେକ୍ଟ କରନ୍ତୁ ଓ Configure – KTouch କ୍ଲିକ୍‍ କରନ୍ତୁ
04:50 Configure – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
04:53 Configure – KTouch ଡାୟଲଗ୍‍ ବକ୍ସରେ Color Settings କ୍ଲିକ୍‍ କରନ୍ତୁ
04:58 Color Settings ବିବରଣୀ ପ୍ରଦର୍ଶିତ ହେଲା
05:02 Use custom colour for typing line ବକ୍ସ ଚେକ୍‍ କରନ୍ତୁ
05:05 Teacher’s line ଫିଲ୍ଡରେ, Text ଫିଲ୍ଡ ପାଖରେ ଥିବା କଲର୍‍ ବକ୍ସ ଉପରେ କ୍ଲିକ୍‍ କରନ୍ତୁ
05:12 Select-Color ଡାୟଲଗ୍‍ ବକ୍ସ ଦେଖାଦେଲା
05:15 Select-Color ଡାୟଲଗ୍‍ ବକ୍ସରେ, Green କ୍ଲିକ୍‍ କରି OK କ୍ଲିକ୍‍ କରନ୍ତୁ
05:21 Configure – KTouch ଡାୟଲଗ୍‍ ବକ୍ସ ଦେଖାଦେଲା. Apply କ୍ଲିକ୍‍ କରନ୍ତୁ. OK କ୍ଲିକ୍‍ କରନ୍ତୁ
05:29 Teacher’s Lineରେ ଥିବା ଅକ୍ଷରଗୁଡ଼ିକ ସବୁଜ ହୋଇଗଲା
05:33 ଆମେ ଏବେ ନିଜର ନିଜସ୍ୱ କୀ’ବୋର୍ଡ କ୍ରିଏଟ୍‍ କରିବା
05:37 ଏକ ନୂଆ କୀ’ବୋର୍ଡ ତିଆରି କରିବା ପାଇଁ, ଆମକୁ ଏକ ବିଦ୍ୟମାନ କୀ’ବୋର୍ଡ ବ୍ୟବହାର କରିବାକୁ ପଡ଼ିବ
05:42 ଏଥିରେ ପରିବର୍ତ୍ତନ କରନ୍ତୁ ଓ ଏକ ଭିନ୍ନ ନାଁରେ Save କରନ୍ତୁ
05:46 ମେନ୍‍ ମେନୁରୁ File ସିଲେକ୍ଟ କରନ୍ତୁ ଓ Edit Keyboard Layout କ୍ଲିକ୍‍ କରନ୍ତୁ
05:52 Open Keyboard File ଡାୟଲଗ୍‍ ବକ୍ସ ଦେଖାଦେଲା
05:56 Open Keyboard File ଡାୟଲଗ୍‍ ବକ୍ସରେ Open a default keyboard ସିଲେକ୍ଟ କରନ୍ତୁ
06:02 ଏବେ, ଏହି ଫିଲ୍ଡ ପାଖରେ ଥିବା ବଟନ୍‍ କ୍ଲିକ୍‍ କରନ୍ତୁ
06:06 କୀ’ବୋର୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହେଲା. en.keyboard.xml ସିଲେକ୍ଟ କରି OK କ୍ଲିକ୍‍ କରନ୍ତୁ
06:15 KTouch Keyboard Editor ଡାୟଲଗ୍‍ ବକ୍ସ ଦେଖାଦେଲା
06:19 Keyboard Title ଫିଲ୍ଡରେ Training Keyboard ଏଣ୍ଟର୍‍ କରନ୍ତୁ
06:25 କୀ’ବୋର୍ଡ ପାଇଁ ଆମକୁ ଏକ ଭାଷାର ଚୟନ କରିବାକୁ ପଡ଼ିବ
06:29 Language id ଡ୍ରପ୍‍ ଡାଉନ୍‍ ତାଲିକାରୁ en ସିଲେକ୍ଟ କରନ୍ତୁ
06:35 ବିଦ୍ୟମାନ କୀ’ବୋର୍ଡରେ ଚାଲନ୍ତୁ ଫଣ୍ଟ ଚେଞ୍ଜ କରିବା
06:39 Set Keyboard Font କ୍ଲିକ୍‍ କରନ୍ତୁ
06:42 Select Font – KTouch ଡାୟଲଗ୍‍ ବକ୍ସ ୱିଣ୍ଡୋ ଦେଖାଦେଲା
06:48 Select Font – Ktouch ଡାୟଲଗ୍‍ ବକ୍ସରେ, ଫଣ୍ଟ ଭାବରେ ଉବୁଣ୍ଟୁ ସିଲେକ୍ଟ କରନ୍ତୁ, ଫଣ୍ଟ ଷ୍ଟାଇଲ୍‍ ଭାବରେ ଆଇଟାଲିକ୍‍ ଓ ସାଇଜ୍‍ ଭାବରେ 11 ସିଲେକ୍ଟ କରନ୍ତୁ
06:58 ଏବେ OK କ୍ଲିକ୍‍ କରନ୍ତୁ
07:00 କୀ’ବୋର୍ଡ ସେଭ୍‍ କରିବାକୁ Save Keyboard As କ୍ଲିକ୍‍ କରନ୍ତୁ
07:04 Save Keyboard – Ktouch ଡାୟଲଗ୍‍ ବକ୍ସ ଦେଖାଦେଲା
07:08 ନିମ୍ନ ଫୋଲ୍ଡର୍‍ ପାଥ୍‍ ବ୍ରାଉଜ୍‍ କରନ୍ତୁ:
07:10 Root -> usr -> share -> kde4 -> apps -> Ktouch ଓ english.ktouch.xml ସିଲେକ୍ଟ କରନ୍ତୁ
07:26 ନେମ୍‍ ଫିଲ୍ଡରେ practice.keyboard.xml ଏଣ୍ଟର୍‍ କରି Save କ୍ଲିକ୍‍ କରନ୍ତୁ
07:33 <name>.keyboard.xml ଫର୍ମାଟ୍‍ ରେ ଫାଇଲ୍‍ ସେଭ୍‍ ହୋଇଗଲା. Close କ୍ଲିକ୍‍ କରନ୍ତୁ
07:42 ନୂଆ ଭାବେ ତିଆରି ହୋଇଥିବା କୀ’ବୋର୍ଡକୁ ଆପଣ ତୁରନ୍ତ ବ୍ୟବହାର କରିପାରିବେ କି? ନା
07:46 ଆପଣଙ୍କୁ ତାହାକୁ kde-edu ମେଲିଙ୍ଗ୍‍ IDକୁ ମେଲ୍‍ କରିବାକୁ ପଡ଼ିବ. ଏହା ତାହାପରେ Ktouchର ପରବର୍ତ୍ତୀ ଭର୍ସନ୍‍ ରେ ଅନ୍ତର୍ଭୁକ୍ତ ହେବ
07:57 ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
08:01 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ, ଟ୍ରେନିଙ୍ଗ୍‍ ପାଇଁ ଏକ Lecture ତିଆରି କରିବା ଓ କଲର୍‍ ସେଟିଙ୍ଗ୍ସ ମୋଡିଫାଏ କରିବା
08:08 ଆମେ, ଏକ ବିଦ୍ୟମାନେ କୀ’ବୋର୍ଡ ଲେଆଉଟ୍‍ ଖୋଲିବା, ତାହାକୁ ମୋଡିଫାଏ କରିବା ଓ ନିଜସ୍ୱ କୀ’ବୋର୍ଡ ତିଆରି କରିବା ବିଷୟରେ ମଧ୍ୟ ଶିଖିଲେ
08:15 ଏକ ଆସାନମେଣ୍ଟ ଭାବେ
08:18 ନିଜସ୍ୱ କୀ’ବୋର୍ଡ ତିଆରି କରନ୍ତୁ
08:20 ରଙ୍ଗଗୁଡ଼ିକ ଓ କୀ’ବୋର୍ଡକୁ ଫଣ୍ଟ ସ୍ତର ପରିବର୍ତ୍ତନ କରନ୍ତୁ. ପରିଣାମ ଦେଖନ୍ତୁ
08:28 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
08:31 ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:34 ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
08:38 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
08:41 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:44 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:48 ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
08:54 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
08:59 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:07 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
09:17 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep