KTouch/C2/Customizing-Ktouch/Oriya
From Script | Spoken-Tutorial
| Time | Narration |
| 00:00 | KTouch କଷ୍ଟମାଇଜ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, କିପରି: |
| 00:08 | ଏକ Lecture କ୍ରିଏଟ୍ କରିବା
KTouch କଷ୍ଟମାଇଜ୍ କରିବା ନିଜସ୍ୱ କୀ’ବୋର୍ଡ କ୍ରିଏଟ୍ କରିବା |
| 00:13 | ଏଠାରେ ଆମେ ବ୍ୟବହାର କରୁଛୁ Ktouch 1.7.1 ଓ Ubuntu Linux 11.10 |
| 00:21 | KTouch ଖୋଲନ୍ତୁ |
| 00:25 | ଦେଖନ୍ତୁ, ଲେଭଲ୍, 3 ପ୍ରଦର୍ଶନ କରୁଛି |
| 00:28 | ଏହାର କାରଣ ହେଉଛି, ଆମେ KTouch ବନ୍ଦ କରିବାବେଳକୁ ଲେଭଲ୍ 3ରେ ଥିଲେ |
| 00:32 | ଏବେ ଆମେ, ଏକ ନୂଆ Lecture କ୍ରିଏଟ୍ କରିବା ବିଷୟରେ ଶିଖିବା |
| 00:36 | ଏଠାରେ ଆମେ ଅକ୍ଷରଗୁଡ଼ିକର ନୂଆ ସମୂହ ତିଆରି କରିବା, ଯାହାକୁ Teacher’s Lineରେ ପ୍ରଦର୍ଶିତ କରିହେବ |
| 00:42 | ମେନ୍ ମେନୁରୁ, File ସିଲେକ୍ଟ କରି Edit Lecture କ୍ଲିକ୍ କରନ୍ତୁ |
| 00:48 | Open Lecture File ଡାୟଲଗ୍ ବକ୍ସ ଦେଖାଦେଲା |
| 00:52 | ଏବେ, Create New Lecture ଅପ୍ସନ୍ ସିଲେକ୍ଟ କରି OK କ୍ଲିକ୍ କରନ୍ତୁ |
| 00:57 | KTouch Lecture Editor ଡାୟଲଗ୍ ବକ୍ସ ଦେଖାଦେଲା |
| 01:01 | Title ଫିଲ୍ଡରେ A default lecture ନାମକୁ ସିଲେକ୍ଟ କରି ଡିଲିଟ୍ କରନ୍ତୁ ଏବଂ My New Training Lecture ଟାଇପ୍ କରନ୍ତୁ |
| 01:12 | Level Editor, Lecture Level ପ୍ରଦର୍ଶିତ କରେ |
| 01:15 | Level Editor ବକ୍ସ ଭିତରେ କ୍ଲିକ୍ କରନ୍ତୁ |
| 01:18 | ଏବେ, Data of Level 1 ଅନ୍ତର୍ଗତ New Characters in this Level ଫିଲ୍ଡରେ ଆମ୍ପର୍ସାଣ୍ଡ, ଷ୍ଟାର୍ ଓ ଡଲାର୍ ଚିହ୍ନ ଏଣ୍ଟର୍ କରନ୍ତୁ |
| 01:29 | ଆମେ ସେଗୁଡ଼ିକୁ କେବଳ ଥରେ ଏଣ୍ଟର୍ କରିବା |
| 01:32 | ଦେଖନ୍ତୁ, ଏହି ଅକ୍ଷରଗୁଡ଼ିକ Level Editor ବକ୍ସର ପ୍ରଥମ ଲାଇନ୍ ରେ ପ୍ରଦର୍ଶିତ ହେଲା |
| 01:38 | Level Data ଫିଲ୍ଡରେ, ପ୍ରଥମେ, ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରି ଡିଲିଟ୍ କରନ୍ତୁ |
| 01:44 | 5ଥର ଆମ୍ପର୍ସାଣ୍ଡ, ଷ୍ଟାର୍ ଓ ଡଲାର୍ ଚିହ୍ନ ଏଣ୍ଟର୍ କରନ୍ତୁ |
| 01:49 | ଏବେ, Level Editor ବକ୍ସ ଅନ୍ତର୍ଗତ, ପ୍ଲସ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ. କ’ଣ ହେଲା? |
| 01:57 | Level Editor ବକ୍ସରେ ବର୍ଣ୍ଣମାଳା ଥିବା ଏକ ଦ୍ୱିତୀୟ ଲାଇନ୍ ପ୍ରଦର୍ଶିତ ହେଲା |
| 02:02 | Level Editor ବକ୍ସରେ ଥିବା ଦ୍ୱିତୀୟ ଲାଇନ୍ କୁ ସିଲେକ୍ଟ କରନ୍ତୁ |
| 02:06 | Data of Level ଫିଲ୍ଡ ଏବେ 2 ପ୍ରଦର୍ଶନ କରୁଛି |
| 02:09 | ଏହା, ଆମ ଟାଇପିଙ୍ଗ୍ ଶିକ୍ଷାର ଦ୍ୱିତୀୟ ସ୍ତର ହେବ |
| 02:13 | New Characters in this Level ଫିଲ୍ଡରେ fj ଏଣ୍ଟର୍ କରନ୍ତୁ |
| 02:20 | Level Data ଫିଲ୍ଡରେ ପାଞ୍ଚଥର fj ଏଣ୍ଟର୍ କରନ୍ତୁ |
| 02:24 | ଆପଣ, ନିଜ ଟାଇପିଙ୍ଗ୍ ଶିକ୍ଷାରେ ଯେତେ ଆବଶ୍ୟକ ସ୍ତର ତିଆରି କରିପାରିବେ |
| 02:29 | ସେହିପରି, ଆପଣ, ନିଜ ଟାଇପିଙ୍ଗ୍ ଶିକ୍ଷାରେ ଯେତେ ଚାହିଁବେ ସ୍ତର ତିଆରି କରିପାରିବେ |
| 02:35 | Save ଆଇକନ୍ ରେ କ୍ଲିକ୍ କରନ୍ତୁ |
| 02:37 | Save Training Lecture – KTouch ଡାୟଲଗ୍ ବକ୍ସ ଦେଖାଦେଲା |
| 02:41 | Name ଫିଲ୍ଡରେ, New Training Lecture ଏଣ୍ଟର୍ କରନ୍ତୁ |
| 02:45 | ଏବେ ଚାଲନ୍ତୁ, ଫାଇଲ୍ ପାଇଁ ଏକ ଫର୍ମାଟ୍ ସିଲେକ୍ଟ କରିବା |
| 02:49 | Filter ଡ୍ରପ୍ ଡାଉନ୍ ତାଲିକାରୁ Triangle କ୍ଲିକ୍ କରନ୍ତୁ |
| 02:52 | ଫାଇଲ୍ ପାଇଁ ଫର୍ମାଟ୍ ଭାବରେ, ବ୍ରାକେଟ୍ ମଧ୍ୟରେ KTouch Lecture Files star.(dot) ktouch.xml ସିଲେକ୍ଟ କରନ୍ତୁ |
| 03:03 | ଫାଇଲ୍ ସେଭ୍ କରିବା ପାଇଁ ଡେସ୍କଟପ୍ ବ୍ରାଉଜ୍ କରନ୍ତୁ. Save କ୍ଲିକ୍ କରନ୍ତୁ |
| 03:08 | KTouch Lecture Editor ଡାୟଲଗ୍ ବକ୍ସ ଏବେ, New Training Lecture ନାମ ପ୍ରଦର୍ଶନ କଲା |
| 03:15 | ଆମେ, ଦୁଇଟି ସ୍ତର ସହିତ ଏକ ନୂଆ ଟ୍ରେନିଙ୍ଗ୍ ଲେକଚର୍ ତିଆରି କରିଦେଲେ! |
| 03:19 | KTouch Lecture Editor ଡାୟଲଗ୍ ବକ୍ସକୁ ବନ୍ଦ କରନ୍ତୁ |
| 03:24 | ଏବେ, ଆମେ ତିଆରି କରିଥିବା Lecture ଖୋଲନ୍ତୁ |
| 03:28 | ମେନ୍ ମେନୁରୁ, File ସିଲେକ୍ଟ କରି Open Lecture କ୍ଲିକ୍ କରନ୍ତୁ |
| 03:34 | Select Training Lecture File ଡାୟଲଗ୍ ବକ୍ସ ଦେଖାଦେଲା |
| 03:38 | ଡେସ୍କଟପ୍ ବ୍ରାଉଜ୍ କରି New Training Lecture.ktouch.xml ସିଲେକ୍ଟ କରନ୍ତୁ |
| 03:46 | ଦେଖନ୍ତୁ, Teacher’s Lineରେ ଆମ୍ପର୍ସାଣ୍ଡ (&), ଷ୍ଟାର୍ (*) ଓ ଡଲାର୍ ($) ଚିହ୍ନ ପ୍ରଦର୍ଶିତ ହେଲା. ଟାଇପିଙ୍ଗ୍ ଆରମ୍ଭ କରନ୍ତୁ |
| 03:54 | ଆମେ, ନିଜର Lecture ତିଆରି କଲେ ଓ ତାହାକୁ ଟାଇପିଙ୍ଗ୍ ଶିକ୍ଷା ଭାବରେ ବ୍ୟବହାର କଲେ! |
| 03:59 | KTouch ଟାଇପିଙ୍ଗ୍ ଶିକ୍ଷାକୁ ଫେରିଚାଲନ୍ତୁ. ମେନ୍ ମେନୁରୁ File ସିଲେକ୍ଟ କରନ୍ତୁ. Open Lecture କ୍ଲିକ୍ କରନ୍ତୁ. ନିମ୍ନ ଫୋଲ୍ଡର୍ ପାଥ୍ ବ୍ରାଉଜ୍ କରନ୍ତୁ: |
| 04:10 | Root -> usr -> share -> kde4 -> apps -> Ktouch ଓ english.ktouch.xml ସିଲେକ୍ଟ କରନ୍ତୁ |
| 04:26 | ଆମେ, KTouch କୁ ନିଜ ପ୍ରାଥମିକତା ଅନୁସାରେ ତିଆରି କରିପାରିବା |
| 04:30 | ଉଦାହରଣସ୍ୱରୂପ, ଯଦି ଆପଣ Teacher’s Lineରେ ପ୍ରଦର୍ଶିତ ହେଉନଥିବା ଗୋଟିଏ ଅକ୍ଷର ଟାଇପ୍ କରନ୍ତି, Student’s Line ନାଲି ହୋଇଯାଏ |
| 04:37 | ଭିନ୍ନ ଭିନ୍ନ ପ୍ରଦର୍ଶନ ପାଇଁ ଆପଣ କଲର୍ସ କଷ୍ଟାମାଇଜ୍ କରିପାରିବେ |
| 04:41 | ଏବେ ଚାଲନ୍ତୁ, କଲର୍ ସେଟିଙ୍ଗ୍ସ ପରିବର୍ତ୍ତନ କରିବା |
| 04:44 | ମେନ୍ ମେନୁରୁ, Setting ସିଲେକ୍ଟ କରନ୍ତୁ ଓ Configure – KTouch କ୍ଲିକ୍ କରନ୍ତୁ |
| 04:50 | Configure – KTouch ଡାୟଲଗ୍ ବକ୍ସ ଦେଖାଦେଲା |
| 04:53 | Configure – KTouch ଡାୟଲଗ୍ ବକ୍ସରେ Color Settings କ୍ଲିକ୍ କରନ୍ତୁ |
| 04:58 | Color Settings ବିବରଣୀ ପ୍ରଦର୍ଶିତ ହେଲା |
| 05:02 | Use custom colour for typing line ବକ୍ସ ଚେକ୍ କରନ୍ତୁ |
| 05:05 | Teacher’s line ଫିଲ୍ଡରେ, Text ଫିଲ୍ଡ ପାଖରେ ଥିବା କଲର୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
| 05:12 | Select-Color ଡାୟଲଗ୍ ବକ୍ସ ଦେଖାଦେଲା |
| 05:15 | Select-Color ଡାୟଲଗ୍ ବକ୍ସରେ, Green କ୍ଲିକ୍ କରି OK କ୍ଲିକ୍ କରନ୍ତୁ |
| 05:21 | Configure – KTouch ଡାୟଲଗ୍ ବକ୍ସ ଦେଖାଦେଲା. Apply କ୍ଲିକ୍ କରନ୍ତୁ. OK କ୍ଲିକ୍ କରନ୍ତୁ |
| 05:29 | Teacher’s Lineରେ ଥିବା ଅକ୍ଷରଗୁଡ଼ିକ ସବୁଜ ହୋଇଗଲା |
| 05:33 | ଆମେ ଏବେ ନିଜର ନିଜସ୍ୱ କୀ’ବୋର୍ଡ କ୍ରିଏଟ୍ କରିବା |
| 05:37 | ଏକ ନୂଆ କୀ’ବୋର୍ଡ ତିଆରି କରିବା ପାଇଁ, ଆମକୁ ଏକ ବିଦ୍ୟମାନ କୀ’ବୋର୍ଡ ବ୍ୟବହାର କରିବାକୁ ପଡ଼ିବ |
| 05:42 | ଏଥିରେ ପରିବର୍ତ୍ତନ କରନ୍ତୁ ଓ ଏକ ଭିନ୍ନ ନାଁରେ Save କରନ୍ତୁ |
| 05:46 | ମେନ୍ ମେନୁରୁ File ସିଲେକ୍ଟ କରନ୍ତୁ ଓ Edit Keyboard Layout କ୍ଲିକ୍ କରନ୍ତୁ |
| 05:52 | Open Keyboard File ଡାୟଲଗ୍ ବକ୍ସ ଦେଖାଦେଲା |
| 05:56 | Open Keyboard File ଡାୟଲଗ୍ ବକ୍ସରେ Open a default keyboard ସିଲେକ୍ଟ କରନ୍ତୁ |
| 06:02 | ଏବେ, ଏହି ଫିଲ୍ଡ ପାଖରେ ଥିବା ବଟନ୍ କ୍ଲିକ୍ କରନ୍ତୁ |
| 06:06 | କୀ’ବୋର୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହେଲା. en.keyboard.xml ସିଲେକ୍ଟ କରି OK କ୍ଲିକ୍ କରନ୍ତୁ |
| 06:15 | KTouch Keyboard Editor ଡାୟଲଗ୍ ବକ୍ସ ଦେଖାଦେଲା |
| 06:19 | Keyboard Title ଫିଲ୍ଡରେ Training Keyboard ଏଣ୍ଟର୍ କରନ୍ତୁ |
| 06:25 | କୀ’ବୋର୍ଡ ପାଇଁ ଆମକୁ ଏକ ଭାଷାର ଚୟନ କରିବାକୁ ପଡ଼ିବ |
| 06:29 | Language id ଡ୍ରପ୍ ଡାଉନ୍ ତାଲିକାରୁ en ସିଲେକ୍ଟ କରନ୍ତୁ |
| 06:35 | ବିଦ୍ୟମାନ କୀ’ବୋର୍ଡରେ ଚାଲନ୍ତୁ ଫଣ୍ଟ ଚେଞ୍ଜ କରିବା |
| 06:39 | Set Keyboard Font କ୍ଲିକ୍ କରନ୍ତୁ |
| 06:42 | Select Font – KTouch ଡାୟଲଗ୍ ବକ୍ସ ୱିଣ୍ଡୋ ଦେଖାଦେଲା |
| 06:48 | Select Font – Ktouch ଡାୟଲଗ୍ ବକ୍ସରେ, ଫଣ୍ଟ ଭାବରେ ଉବୁଣ୍ଟୁ ସିଲେକ୍ଟ କରନ୍ତୁ, ଫଣ୍ଟ ଷ୍ଟାଇଲ୍ ଭାବରେ ଆଇଟାଲିକ୍ ଓ ସାଇଜ୍ ଭାବରେ 11 ସିଲେକ୍ଟ କରନ୍ତୁ |
| 06:58 | ଏବେ OK କ୍ଲିକ୍ କରନ୍ତୁ |
| 07:00 | କୀ’ବୋର୍ଡ ସେଭ୍ କରିବାକୁ Save Keyboard As କ୍ଲିକ୍ କରନ୍ତୁ |
| 07:04 | Save Keyboard – Ktouch ଡାୟଲଗ୍ ବକ୍ସ ଦେଖାଦେଲା |
| 07:08 | ନିମ୍ନ ଫୋଲ୍ଡର୍ ପାଥ୍ ବ୍ରାଉଜ୍ କରନ୍ତୁ: |
| 07:10 | Root -> usr -> share -> kde4 -> apps -> Ktouch ଓ english.ktouch.xml ସିଲେକ୍ଟ କରନ୍ତୁ |
| 07:26 | ନେମ୍ ଫିଲ୍ଡରେ practice.keyboard.xml ଏଣ୍ଟର୍ କରି Save କ୍ଲିକ୍ କରନ୍ତୁ |
| 07:33 | <name>.keyboard.xml ଫର୍ମାଟ୍ ରେ ଫାଇଲ୍ ସେଭ୍ ହୋଇଗଲା. Close କ୍ଲିକ୍ କରନ୍ତୁ |
| 07:42 | ନୂଆ ଭାବେ ତିଆରି ହୋଇଥିବା କୀ’ବୋର୍ଡକୁ ଆପଣ ତୁରନ୍ତ ବ୍ୟବହାର କରିପାରିବେ କି? ନା |
| 07:46 | ଆପଣଙ୍କୁ ତାହାକୁ kde-edu ମେଲିଙ୍ଗ୍ IDକୁ ମେଲ୍ କରିବାକୁ ପଡ଼ିବ. ଏହା ତାହାପରେ Ktouchର ପରବର୍ତ୍ତୀ ଭର୍ସନ୍ ରେ ଅନ୍ତର୍ଭୁକ୍ତ ହେବ |
| 07:57 | ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
| 08:01 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଟ୍ରେନିଙ୍ଗ୍ ପାଇଁ ଏକ Lecture ତିଆରି କରିବା ଓ କଲର୍ ସେଟିଙ୍ଗ୍ସ ମୋଡିଫାଏ କରିବା |
| 08:08 | ଆମେ, ଏକ ବିଦ୍ୟମାନେ କୀ’ବୋର୍ଡ ଲେଆଉଟ୍ ଖୋଲିବା, ତାହାକୁ ମୋଡିଫାଏ କରିବା ଓ ନିଜସ୍ୱ କୀ’ବୋର୍ଡ ତିଆରି କରିବା ବିଷୟରେ ମଧ୍ୟ ଶିଖିଲେ |
| 08:15 | ଏକ ଆସାନମେଣ୍ଟ ଭାବେ |
| 08:18 | ନିଜସ୍ୱ କୀ’ବୋର୍ଡ ତିଆରି କରନ୍ତୁ |
| 08:20 | ରଙ୍ଗଗୁଡ଼ିକ ଓ କୀ’ବୋର୍ଡକୁ ଫଣ୍ଟ ସ୍ତର ପରିବର୍ତ୍ତନ କରନ୍ତୁ. ପରିଣାମ ଦେଖନ୍ତୁ |
| 08:28 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial) |
| 08:31 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:34 | ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 08:38 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 08:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:44 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:48 | ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact@spoken-tutorial.org) |
| 08:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:59 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:07 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro) |
| 09:17 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |