Difference between revisions of "GIMP/C2/Drawing-Simple-Figures/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:18 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |- |00:21 | ଏହି ଟ...") |
PoojaMoolya (Talk | contribs) |
||
Line 6: | Line 6: | ||
|00:18 | |00:18 | ||
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | ||
+ | |||
|- | |- | ||
|00:21 | |00:21 | ||
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
+ | |||
|- | |- | ||
|00:27 | |00:27 | ||
| ମୁଁ ପାଇଥିବା ଗୋଟିଏ ଇ-ମେଲ୍ ରୁ ଚାଲନ୍ତୁ ଆରମ୍ଭ କରିବା | | ମୁଁ ପାଇଥିବା ଗୋଟିଏ ଇ-ମେଲ୍ ରୁ ଚାଲନ୍ତୁ ଆରମ୍ଭ କରିବା | ||
+ | |||
|- | |- | ||
|00:33 | |00:33 | ||
| ଡେଭିଡ୍ ଭାନ୍ସାଲନ୍ ଏହି ଇ-ମେଲ୍ ପଠାଇଛନ୍ତି ଓ ମୋତେ GIMPରେ ଜ୍ୟାମିତି ବ୍ୟବହାର କରି ସରଳ ଆକୃତି ଆଙ୍କିବାକୁ କହିଛନ୍ତି | | ଡେଭିଡ୍ ଭାନ୍ସାଲନ୍ ଏହି ଇ-ମେଲ୍ ପଠାଇଛନ୍ତି ଓ ମୋତେ GIMPରେ ଜ୍ୟାମିତି ବ୍ୟବହାର କରି ସରଳ ଆକୃତି ଆଙ୍କିବାକୁ କହିଛନ୍ତି | ||
+ | |||
|- | |- | ||
|00:45 | |00:45 | ||
| ତେଣୁ, ଚାଲନ୍ତୁ ସବୁଠାରୁ ସହଜ ମାର୍ଗରୁ ଆରମ୍ଭ କରିବା, ଯାହା ହେଉଛି ସରଳ ରେଖା | | ତେଣୁ, ଚାଲନ୍ତୁ ସବୁଠାରୁ ସହଜ ମାର୍ଗରୁ ଆରମ୍ଭ କରିବା, ଯାହା ହେଉଛି ସରଳ ରେଖା | ||
+ | |||
|- | |- | ||
|00:55 | |00:55 | ||
| ଗୋଟିଏ ସରଳ ରେଖା ଟାଣିବା କଷ୍ଟକର ହୋଇପାରେ, କିନ୍ତୁ ଯଦି ଆପଣ ଏଠାରେ ଗୋଟିଏ ବିନ୍ଦୁ କରି, Shift କୀ ଧରି ଆଉ ଗୋଟିଏ ବିନ୍ଦୁ କରିବେ, ତେବେ ବହୁତ ସହଜରେ ଏକ ସରଳ ରେଖା ଟାଣିପାରିବେ | | ଗୋଟିଏ ସରଳ ରେଖା ଟାଣିବା କଷ୍ଟକର ହୋଇପାରେ, କିନ୍ତୁ ଯଦି ଆପଣ ଏଠାରେ ଗୋଟିଏ ବିନ୍ଦୁ କରି, Shift କୀ ଧରି ଆଉ ଗୋଟିଏ ବିନ୍ଦୁ କରିବେ, ତେବେ ବହୁତ ସହଜରେ ଏକ ସରଳ ରେଖା ଟାଣିପାରିବେ | ||
+ | |||
|- | |- | ||
|01:14 | |01:14 | ||
| ତେବେ, ଏହିଗୁଡ଼ିକ ହେଉଛି ସରଳ ରେଖା | | ତେବେ, ଏହିଗୁଡ଼ିକ ହେଉଛି ସରଳ ରେଖା | ||
+ | |||
|- | |- | ||
|01:19 | |01:19 | ||
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ | | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ | ||
+ | |||
|- | |- | ||
|01:24 | |01:24 | ||
| ଗୋଟିଏ ବର୍ଗ କ୍ଷେତ୍ର ଟିକିଏ ଜଟିଳ | | ଗୋଟିଏ ବର୍ଗ କ୍ଷେତ୍ର ଟିକିଏ ଜଟିଳ | ||
+ | |||
|- | |- | ||
|01:28 | |01:28 | ||
| ଟୂଲ୍ ବକ୍ସକୁ ଯାଇ Rectangle Tool ଚୟନ କରନ୍ତୁ | | ଟୂଲ୍ ବକ୍ସକୁ ଯାଇ Rectangle Tool ଚୟନ କରନ୍ତୁ | ||
+ | |||
|- | |- | ||
|01:36 | |01:36 | ||
| ଆଉ Aspect Ratioକୁ 3 by 3 ରଖନ୍ତୁ | | ଆଉ Aspect Ratioକୁ 3 by 3 ରଖନ୍ତୁ | ||
+ | |||
|- | |- | ||
|01:41 | |01:41 | ||
| ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ | | ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ | ||
+ | |||
|- | |- | ||
|01:44 | |01:44 | ||
| ଏବେ ମୋ ପାଖରେ ବର୍ଗ କ୍ଷେତ୍ର ସିଲେକ୍ସନ୍ ଅଛି. Edit >> Stroke Selectionକୁ ଯାଆନ୍ତୁ | | ଏବେ ମୋ ପାଖରେ ବର୍ଗ କ୍ଷେତ୍ର ସିଲେକ୍ସନ୍ ଅଛି. Edit >> Stroke Selectionକୁ ଯାଆନ୍ତୁ | ||
+ | |||
|- | |- | ||
|01:52 | |01:52 | ||
| ମୁଁ ଏଠାରେ କିଛି ପରିବର୍ତ୍ତନ କରିପାରିବି | | ମୁଁ ଏଠାରେ କିଛି ପରିବର୍ତ୍ତନ କରିପାରିବି | ||
+ | |||
|- | |- | ||
|01:55 | |01:55 | ||
| ମୁଁ Line Width ଫିକ୍ସ କରିପାରିବି କିମ୍ୱା Paint Tool ବ୍ୟବହାର କରିପାରିବି. Paint Toolରେ ଥିବା Paintbrushକୁ ମୁଁ ସିଲେକ୍ଟ କରି Stroke ଉପରେ କ୍ଲିକ୍ କଲି | | ମୁଁ Line Width ଫିକ୍ସ କରିପାରିବି କିମ୍ୱା Paint Tool ବ୍ୟବହାର କରିପାରିବି. Paint Toolରେ ଥିବା Paintbrushକୁ ମୁଁ ସିଲେକ୍ଟ କରି Stroke ଉପରେ କ୍ଲିକ୍ କଲି | ||
+ | |||
|- | |- | ||
|02:10 | |02:10 | ||
| ଆଉ ଏଠାରେ ଆମ ବର୍ଗ କ୍ଷେତ୍ର ଆଙ୍କି ହୋଇଗଲା | | ଆଉ ଏଠାରେ ଆମ ବର୍ଗ କ୍ଷେତ୍ର ଆଙ୍କି ହୋଇଗଲା | ||
+ | |||
|- | |- | ||
|02:14 | |02:14 | ||
| ଏହି ବର୍ଗ କ୍ଷେତ୍ରକୁ ଫିଲ୍ କରିବା ସହଜ. କେବଳ ଏଠାରେ ଥିବା My Color Palletକୁ ଯାଆନ୍ତୁ ଓ କଳା ରଙ୍ଗକୁ ବର୍ଗ କ୍ଷେତ୍ର ଭିତରକୁ ଟାଣି ଆଣନ୍ତୁ | | ଏହି ବର୍ଗ କ୍ଷେତ୍ରକୁ ଫିଲ୍ କରିବା ସହଜ. କେବଳ ଏଠାରେ ଥିବା My Color Palletକୁ ଯାଆନ୍ତୁ ଓ କଳା ରଙ୍ଗକୁ ବର୍ଗ କ୍ଷେତ୍ର ଭିତରକୁ ଟାଣି ଆଣନ୍ତୁ | ||
+ | |||
|- | |- | ||
|02:25 | |02:25 | ||
| ଏହି ସମାନ ପ୍ରଣାଳୀ Ellipse ସିଲେକ୍ସନ୍ ସହିତ ମଧ୍ୟ କରିହେବ | | ଏହି ସମାନ ପ୍ରଣାଳୀ Ellipse ସିଲେକ୍ସନ୍ ସହିତ ମଧ୍ୟ କରିହେବ | ||
+ | |||
|- | |- | ||
|02:30 | |02:30 | ||
| Ellipse ସିଲେକ୍ଟ କରନ୍ତୁ, Editକୁ ଯାଇ Stroke Selection ଚୟନ କରନ୍ତୁ | | Ellipse ସିଲେକ୍ଟ କରନ୍ତୁ, Editକୁ ଯାଇ Stroke Selection ଚୟନ କରନ୍ତୁ | ||
+ | |||
|- | |- | ||
|02:40 | |02:40 | ||
| ଅଧିକ ଜଟିଳ ଆକୃତିଗୁଡ଼ିକ ପାଇଁ Path Tool ଚୟନ କରନ୍ତୁ | | ଅଧିକ ଜଟିଳ ଆକୃତିଗୁଡ଼ିକ ପାଇଁ Path Tool ଚୟନ କରନ୍ତୁ | ||
+ | |||
|- | |- | ||
|02:46 | |02:46 | ||
| ମୁଁ ବିନ୍ଦୁ ତିଆରି କରି ଏକ Path କ୍ରିଏଟ୍ କରିପାରିବି ଏବଂ ମୁଁ ଯେତେବେଳେ ଶେଷ ବିନ୍ଦୁରେ କ୍ଲିକ୍ କରେ, ମୋ Path ସମାପ୍ତ ହୁଏ | | ମୁଁ ବିନ୍ଦୁ ତିଆରି କରି ଏକ Path କ୍ରିଏଟ୍ କରିପାରିବି ଏବଂ ମୁଁ ଯେତେବେଳେ ଶେଷ ବିନ୍ଦୁରେ କ୍ଲିକ୍ କରେ, ମୋ Path ସମାପ୍ତ ହୁଏ | ||
+ | |||
|- | |- | ||
|02:56 | |02:56 | ||
| ତା’ପରେ ମୁଁ ଏଠାରେ ଥିବା Editକୁ ଯାଇ ମୋ ଇଚ୍ଛାନୁସାରେ ଏହି ହ୍ୟାଣ୍ଡଲଗୁଡ଼ିକୁ ସଂଶୋଧିତ କରିପାରିବି | | ତା’ପରେ ମୁଁ ଏଠାରେ ଥିବା Editକୁ ଯାଇ ମୋ ଇଚ୍ଛାନୁସାରେ ଏହି ହ୍ୟାଣ୍ଡଲଗୁଡ଼ିକୁ ସଂଶୋଧିତ କରିପାରିବି | ||
+ | |||
|- | |- | ||
|03:06 | |03:06 | ||
| ଆପଣ ଏହାକୁ ଅଭ୍ୟାସ କରି ବୁଝିପାରିବେ | | ଆପଣ ଏହାକୁ ଅଭ୍ୟାସ କରି ବୁଝିପାରିବେ | ||
+ | |||
|- | |- | ||
|03:10 | |03:10 | ||
| ଏହା ବହୁତ ସହଜ | | ଏହା ବହୁତ ସହଜ | ||
+ | |||
|- | |- | ||
|03:17 | |03:17 | ||
| ଶେଷ ଜିନିଷ ମୁଁ ଯାହା କରିବାକୁ ଚାହୁଁଛି, ତାହା ହେଉଛି Pathକୁ Stroke କରିବା | | ଶେଷ ଜିନିଷ ମୁଁ ଯାହା କରିବାକୁ ଚାହୁଁଛି, ତାହା ହେଉଛି Pathକୁ Stroke କରିବା | ||
+ | |||
|- | |- | ||
|03:22 | |03:22 | ||
| ଆଉ ମୋତେ ସେହି ସମାନ ବିକଳ୍ପ ଏଠାରେ ମିଳେ ଏବଂ ମୁଁ ଯେତେବେଳେ Stroke ଉପରେ କ୍ଲିକ୍ କରେ, ମୋତେ ଏକ ସଠିକ୍ ରେଖା ମିଳେ | | ଆଉ ମୋତେ ସେହି ସମାନ ବିକଳ୍ପ ଏଠାରେ ମିଳେ ଏବଂ ମୁଁ ଯେତେବେଳେ Stroke ଉପରେ କ୍ଲିକ୍ କରେ, ମୋତେ ଏକ ସଠିକ୍ ରେଖା ମିଳେ | ||
+ | |||
|- | |- | ||
|03:29 | |03:29 | ||
|ଏହା ଏକ ସରଳ ରେଖା ନୁହେଁ, କିନ୍ତୁ ଏହା ସଠିକ୍ ରେଖା | |ଏହା ଏକ ସରଳ ରେଖା ନୁହେଁ, କିନ୍ତୁ ଏହା ସଠିକ୍ ରେଖା | ||
+ | |||
|- | |- | ||
|03:34 | |03:34 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି | | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି | ||
+ | |||
|- | |- | ||
|03:37 | |03:37 | ||
| ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ବିଦାୟ | | ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ବିଦାୟ | ||
+ | |||
|- | |- | ||
|03:54 | |03:54 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | ||
+ | |} |
Latest revision as of 17:27, 6 April 2017
Time | Narration |
00:18 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:21 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:27 | ମୁଁ ପାଇଥିବା ଗୋଟିଏ ଇ-ମେଲ୍ ରୁ ଚାଲନ୍ତୁ ଆରମ୍ଭ କରିବା |
00:33 | ଡେଭିଡ୍ ଭାନ୍ସାଲନ୍ ଏହି ଇ-ମେଲ୍ ପଠାଇଛନ୍ତି ଓ ମୋତେ GIMPରେ ଜ୍ୟାମିତି ବ୍ୟବହାର କରି ସରଳ ଆକୃତି ଆଙ୍କିବାକୁ କହିଛନ୍ତି |
00:45 | ତେଣୁ, ଚାଲନ୍ତୁ ସବୁଠାରୁ ସହଜ ମାର୍ଗରୁ ଆରମ୍ଭ କରିବା, ଯାହା ହେଉଛି ସରଳ ରେଖା |
00:55 | ଗୋଟିଏ ସରଳ ରେଖା ଟାଣିବା କଷ୍ଟକର ହୋଇପାରେ, କିନ୍ତୁ ଯଦି ଆପଣ ଏଠାରେ ଗୋଟିଏ ବିନ୍ଦୁ କରି, Shift କୀ ଧରି ଆଉ ଗୋଟିଏ ବିନ୍ଦୁ କରିବେ, ତେବେ ବହୁତ ସହଜରେ ଏକ ସରଳ ରେଖା ଟାଣିପାରିବେ |
01:14 | ତେବେ, ଏହିଗୁଡ଼ିକ ହେଉଛି ସରଳ ରେଖା |
01:19 | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
01:24 | ଗୋଟିଏ ବର୍ଗ କ୍ଷେତ୍ର ଟିକିଏ ଜଟିଳ |
01:28 | ଟୂଲ୍ ବକ୍ସକୁ ଯାଇ Rectangle Tool ଚୟନ କରନ୍ତୁ |
01:36 | ଆଉ Aspect Ratioକୁ 3 by 3 ରଖନ୍ତୁ |
01:41 | ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ |
01:44 | ଏବେ ମୋ ପାଖରେ ବର୍ଗ କ୍ଷେତ୍ର ସିଲେକ୍ସନ୍ ଅଛି. Edit >> Stroke Selectionକୁ ଯାଆନ୍ତୁ |
01:52 | ମୁଁ ଏଠାରେ କିଛି ପରିବର୍ତ୍ତନ କରିପାରିବି |
01:55 | ମୁଁ Line Width ଫିକ୍ସ କରିପାରିବି କିମ୍ୱା Paint Tool ବ୍ୟବହାର କରିପାରିବି. Paint Toolରେ ଥିବା Paintbrushକୁ ମୁଁ ସିଲେକ୍ଟ କରି Stroke ଉପରେ କ୍ଲିକ୍ କଲି |
02:10 | ଆଉ ଏଠାରେ ଆମ ବର୍ଗ କ୍ଷେତ୍ର ଆଙ୍କି ହୋଇଗଲା |
02:14 | ଏହି ବର୍ଗ କ୍ଷେତ୍ରକୁ ଫିଲ୍ କରିବା ସହଜ. କେବଳ ଏଠାରେ ଥିବା My Color Palletକୁ ଯାଆନ୍ତୁ ଓ କଳା ରଙ୍ଗକୁ ବର୍ଗ କ୍ଷେତ୍ର ଭିତରକୁ ଟାଣି ଆଣନ୍ତୁ |
02:25 | ଏହି ସମାନ ପ୍ରଣାଳୀ Ellipse ସିଲେକ୍ସନ୍ ସହିତ ମଧ୍ୟ କରିହେବ |
02:30 | Ellipse ସିଲେକ୍ଟ କରନ୍ତୁ, Editକୁ ଯାଇ Stroke Selection ଚୟନ କରନ୍ତୁ |
02:40 | ଅଧିକ ଜଟିଳ ଆକୃତିଗୁଡ଼ିକ ପାଇଁ Path Tool ଚୟନ କରନ୍ତୁ |
02:46 | ମୁଁ ବିନ୍ଦୁ ତିଆରି କରି ଏକ Path କ୍ରିଏଟ୍ କରିପାରିବି ଏବଂ ମୁଁ ଯେତେବେଳେ ଶେଷ ବିନ୍ଦୁରେ କ୍ଲିକ୍ କରେ, ମୋ Path ସମାପ୍ତ ହୁଏ |
02:56 | ତା’ପରେ ମୁଁ ଏଠାରେ ଥିବା Editକୁ ଯାଇ ମୋ ଇଚ୍ଛାନୁସାରେ ଏହି ହ୍ୟାଣ୍ଡଲଗୁଡ଼ିକୁ ସଂଶୋଧିତ କରିପାରିବି |
03:06 | ଆପଣ ଏହାକୁ ଅଭ୍ୟାସ କରି ବୁଝିପାରିବେ |
03:10 | ଏହା ବହୁତ ସହଜ |
03:17 | ଶେଷ ଜିନିଷ ମୁଁ ଯାହା କରିବାକୁ ଚାହୁଁଛି, ତାହା ହେଉଛି Pathକୁ Stroke କରିବା |
03:22 | ଆଉ ମୋତେ ସେହି ସମାନ ବିକଳ୍ପ ଏଠାରେ ମିଳେ ଏବଂ ମୁଁ ଯେତେବେଳେ Stroke ଉପରେ କ୍ଲିକ୍ କରେ, ମୋତେ ଏକ ସଠିକ୍ ରେଖା ମିଳେ |
03:29 | ଏହା ଏକ ସରଳ ରେଖା ନୁହେଁ, କିନ୍ତୁ ଏହା ସଠିକ୍ ରେଖା |
03:34 | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି |
03:37 | ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ବିଦାୟ |
03:54 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |