Difference between revisions of "Drupal/C3/Menu-and-Endpoints/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:01
 
|00:01
| Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ URL Patterns ସେଟ୍ କରିବା ବିଷୟରେ ଶିଖିବା.  ଆମେ Menu Management ବିଷୟରେ ମଧ୍ୟ ଶିଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ URL Patterns ସେଟ୍ କରିବା ବିଷୟରେ ଶିଖିବା.  ଆମେ Menu Management ବିଷୟରେ ମଧ୍ୟ ଶିଖିବା
 +
 
 
|-
 
|-
 
|00:15
 
|00:15
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:29
 
|00:29
| ଏହି ଟ୍ୟୁଟୋରିଆଲରେ ଆମେ, ଆମ ୱେବ୍ ସାଇଟ୍ ପାଇଁ ସଟିକ୍ URL Paths କ୍ରିଏଟ୍ କରିବାର ପ୍ରକ୍ରିୟା ବିଷୟରେ କଥା ହେବା
+
|ଏହି ଟ୍ୟୁଟୋରିଆଲରେ ଆମେ, ଆମ ୱେବ୍ ସାଇଟ୍ ପାଇଁ ସଟିକ୍ URL Paths କ୍ରିଏଟ୍ କରିବାର ପ୍ରକ୍ରିୟା ବିଷୟରେ କଥା ହେବା
 +
 
 
|-
 
|-
 
|00:36
 
|00:36
| Endpoints ଓ Aliases - Endpoints ହେଉଛି URL Paths, ଯାହା ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପ୍ରଦର୍ଶିତ କରେ
+
|Endpoints ଓ Aliases - Endpoints ହେଉଛି URL Paths, ଯାହା ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପ୍ରଦର୍ଶିତ କରେ
 +
 
 
|-
 
|-
 
|00:45
 
|00:45
| ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id]  
+
|ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id]  
 +
 
 
|-
 
|-
 
|00:53
 
|00:53
| ଏହାକୁ ଗୋଟିଏ ସର୍ଭର୍ କୁ ପଠାଇଲେ, ତାହା Nodeର କଣ୍ଟେଣ୍ଟ ପ୍ରଦର୍ଶିତ କରିବ.  IDରେ ଥିବା ଏକ ସଂଖ୍ୟା, ମନୁଷ୍ୟ ପଠନଯୋଗ୍ୟ ନୁହେଁ
+
|ଏହାକୁ ଗୋଟିଏ ସର୍ଭର୍ କୁ ପଠାଇଲେ, ତାହା Nodeର କଣ୍ଟେଣ୍ଟ ପ୍ରଦର୍ଶିତ କରିବ.  IDରେ ଥିବା ଏକ ସଂଖ୍ୟା, ମନୁଷ୍ୟ ପଠନଯୋଗ୍ୟ ନୁହେଁ
 +
 
 
|-
 
|-
 
|01:02
 
|01:02
| ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ. ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
+
|ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ. ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
 +
 
 
|-
 
|-
 
|01:19
 
|01:19
| ସେହି କଣ୍ଟେଣ୍ଟ ପାଇଁ Alias ହେଉଛି ଏକ ଅବିକଳ୍ପ URL Path.  ସେହି କଣ୍ଟେଣ୍ଟ ପ୍ରଦର୍ଶିତ କରିବା ପାଇଁ ଆମେ ମୂଳ କିମ୍ୱା ଅନେକ Aliases ମଧ୍ୟରୁ ଗୋଟିଏର ବ୍ୟବହାର କରିପାରିବା
+
|ସେହି କଣ୍ଟେଣ୍ଟ ପାଇଁ Alias ହେଉଛି ଏକ ଅବିକଳ୍ପ URL Path.  ସେହି କଣ୍ଟେଣ୍ଟ ପ୍ରଦର୍ଶିତ କରିବା ପାଇଁ ଆମେ ମୂଳ କିମ୍ୱା ଅନେକ Aliases ମଧ୍ୟରୁ ଗୋଟିଏର ବ୍ୟବହାର କରିପାରିବା
 +
 
 
|-
 
|-
 
|01:34
 
|01:34
| ଉଦାହରଣସ୍ୱରୂପ, Node/278162 ଓ  content/drupal-camp-mumbai-2015  
+
|ଉଦାହରଣସ୍ୱରୂପ, Node/278162 ଓ  content/drupal-camp-mumbai-2015  
 +
 
 
|-
 
|-
 
|01:47
 
|01:47
| ଉଭୟ ସମାନ କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତି.  ଦ୍ୱିତୀୟଟି ମନେରଖିବାକୁ ସହଜ
+
|ଉଭୟ ସମାନ କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତି.  ଦ୍ୱିତୀୟଟି ମନେରଖିବାକୁ ସହଜ
 +
 
 
|-
 
|-
 
|01:54
 
|01:54
| ଏବେ ଚାଲନ୍ତୁ URL Patterns କ୍ରିଏଟ୍ କରିବା, ଯାହା ଆମ ପାଖରେ ଥିବା ସମସ୍ତ କଣ୍ଟେଣ୍ଟ ସହିତ ଲାଗୁ ହେବ
+
|ଏବେ ଚାଲନ୍ତୁ URL Patterns କ୍ରିଏଟ୍ କରିବା, ଯାହା ଆମ ପାଖରେ ଥିବା ସମସ୍ତ କଣ୍ଟେଣ୍ଟ ସହିତ ଲାଗୁ ହେବ
 +
 
 
|-
 
|-
 
|01:59
 
|01:59
| URL Paths ସେଟ୍ କରିବାକୁ ତିନୋଟି Modules ଦରକାର
+
|URL Paths ସେଟ୍ କରିବାକୁ ତିନୋଟି Modules ଦରକାର
 +
 
 
|-
 
|-
 
|02:04
 
|02:04
| ସେହି ତିନୋଟି Modules ହେଉଛି Pathauto, Token ଓ CToools
+
|ସେହି ତିନୋଟି Modules ହେଉଛି Pathauto, Token ଓ CToools
 +
 
 
|-
 
|-
 
|02:13
 
|02:13
| ଦୟାକରି ଆପଣଙ୍କ ମେସିନ୍ ରେ Pathauto ଇନଷ୍ଟଲ୍ କରନ୍ତୁ
+
|ଦୟାକରି ଆପଣଙ୍କ ମେସିନ୍ ରେ Pathauto ଇନଷ୍ଟଲ୍ କରନ୍ତୁ
 +
 
 
|-
 
|-
 
|02:18
 
|02:18
| Pathauto ପ୍ରୋଜେକ୍ଟ ପେଜ୍ କୁ ଫେରିଆସନ୍ତୁ.  ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ, Pathauto, Token ଓ CTools ଆବଶ୍ୟକ କରେ
+
|Pathauto ପ୍ରୋଜେକ୍ଟ ପେଜ୍ କୁ ଫେରିଆସନ୍ତୁ.  ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ, Pathauto, Token ଓ CTools ଆବଶ୍ୟକ କରେ
 +
 
 
|-
 
|-
 
|02:27
 
|02:27
| Token ଓ CTools ଇନଷ୍ଟଲ୍ କରନ୍ତୁ.  ଏହି Moduleଗୁଡ଼ିକ ଇନଷ୍ଟଲ୍ କରିସାରିବା ପରେ, ସେଗୁଡ଼ିକୁ ON କରନ୍ତୁ
+
|Token ଓ CTools ଇନଷ୍ଟଲ୍ କରନ୍ତୁ.  ଏହି Moduleଗୁଡ଼ିକ ଇନଷ୍ଟଲ୍ କରିସାରିବା ପରେ, ସେଗୁଡ଼ିକୁ ON କରନ୍ତୁ
 +
 
 
|-
 
|-
 
|02:37
 
|02:37
| ଥରେ ଆମେ ତାହା କରିସାରିବା ପରେ, ଆମେ ଆଗକୁ ବଢ଼ିବାକୁ ପ୍ରସ୍ତୁତ
+
|ଥରେ ଆମେ ତାହା କରିସାରିବା ପରେ, ଆମେ ଆଗକୁ ବଢ଼ିବାକୁ ପ୍ରସ୍ତୁତ
 +
 
 
|-
 
|-
 
|02:40
 
|02:40
| Configuration ଉପରେ କ୍ଲିକ୍ କରନ୍ତୁ.  ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ  
+
|Configuration ଉପରେ କ୍ଲିକ୍ କରନ୍ତୁ.  ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ  
 +
 
 
|-
 
|-
 
|02:52
 
|02:52
| ଡିଫଲ୍ଟ ଭାବରେ, କୌଣସି URL Aliases ଉପଲବ୍ଧ ନାହିଁ  
+
|ଡିଫଲ୍ଟ ଭାବରେ, କୌଣସି URL Aliases ଉପଲବ୍ଧ ନାହିଁ  
 +
 
 
|-
 
|-
 
|02:58
 
|02:58
| Patterns ଟାବ୍ ଉପରେ କ୍ଲିକ୍ କରନ୍ତୁ.  Add Pathauto Pattern ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Patterns ଟାବ୍ ଉପରେ କ୍ଲିକ୍ କରନ୍ତୁ.  Add Pathauto Pattern ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:05
 
|03:05
| Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ  
+
|Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|03:09
 
|03:09
| ଏଠାରେ ଆମେ, Forum, Content, Taxonomy Term ଓ User ପାଇଁ ପୃଥକ ପାଟର୍ନ୍ସ କ୍ରିଏଟ୍ କରିପାରିବା
+
|ଏଠାରେ ଆମେ, Forum, Content, Taxonomy Term ଓ User ପାଇଁ ପୃଥକ ପାଟର୍ନ୍ସ କ୍ରିଏଟ୍ କରିପାରିବା
 +
 
 
|-
 
|-
 
|03:17
 
|03:17
| ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି. Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
+
|ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି. Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
 +
 
 
|-
 
|-
 
|03:27
 
|03:27
| ଟେମ୍ପଲେଟ୍ ଭେରିଏବଲ୍ସକୁ Tokens କୁହାଯାଏ.  ସେଗୁଡ଼ିକ ପ୍ରତ୍ୟେକ Entity ପାଇଁ ଜେନେରେଟ୍ ହୋଇଥାଏ  
+
|ଟେମ୍ପଲେଟ୍ ଭେରିଏବଲ୍ସକୁ Tokens କୁହାଯାଏ.  ସେଗୁଡ଼ିକ ପ୍ରତ୍ୟେକ Entity ପାଇଁ ଜେନେରେଟ୍ ହୋଇଥାଏ  
 +
 
 
|-
 
|-
 
|03:36
 
|03:36
| ଏହି ଭେରିଏବଲଗୁଡ଼ିକୁ Token Module ପ୍ରଦାନ କରିଥାଏ.  ଯେକୌଣସି Input Formରେ ଯେତେବେଳେ ଆପଣ Browse Available Tokens ଦେଖିବେ, ତେବେ ପ୍ରାକ୍-ପରିଭାଷିତ Tokens ପ୍ରବିଷ୍ଟ କରିପାରିବେ  
+
|ଏହି ଭେରିଏବଲଗୁଡ଼ିକୁ Token Module ପ୍ରଦାନ କରିଥାଏ.  ଯେକୌଣସି Input Formରେ ଯେତେବେଳେ ଆପଣ Browse Available Tokens ଦେଖିବେ, ତେବେ ପ୍ରାକ୍-ପରିଭାଷିତ Tokens ପ୍ରବିଷ୍ଟ କରିପାରିବେ  
 +
 
 
|-
 
|-
 
|03:49
 
|03:49
| Token ପ୍ରବେଶ କରାଇବାକୁ ଚାହୁଁଥିବା ସ୍ଥାନରେ Path Pattern ବକ୍ସରେ କ୍ଲିକ୍ କରନ୍ତୁ
+
|Token ପ୍ରବେଶ କରାଇବାକୁ ଚାହୁଁଥିବା ସ୍ଥାନରେ Path Pattern ବକ୍ସରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:55
 
|03:55
| ଟାଇପ୍ କରନ୍ତୁ Content/.  ତା’ପରେ Browse Available Tokens ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
+
|ଟାଇପ୍ କରନ୍ତୁ Content/.  ତା’ପରେ Browse Available Tokens ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:02
 
|04:02
| Available Tokens ଦେଖାଇବା ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ
+
|Available Tokens ଦେଖାଇବା ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ
 +
 
 
|-
 
|-
 
|04:07
 
|04:07
| ମନେକରନ୍ତୁ, ଆମେ Content/[Title of the Page] ପରି ପାଟର୍ନ ଚାହୁଁଛେ, ପେଜ୍ ର Title ପାଇଁ Token, Nodes ସେକ୍ସନ୍ ଅନ୍ତର୍ଗତ ଅଛି
+
|ମନେକରନ୍ତୁ, ଆମେ Content/[Title of the Page] ପରି ପାଟର୍ନ ଚାହୁଁଛେ, ପେଜ୍ ର Title ପାଇଁ Token, Nodes ସେକ୍ସନ୍ ଅନ୍ତର୍ଗତ ଅଛି
 +
 
 
|-
 
|-
 
|04:18
 
|04:18
| Nodes ସେକ୍ସନ୍ ର ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
|Nodes ସେକ୍ସନ୍ ର ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|04:23
 
|04:23
| Token [Node:Title] ଚୟନ କରନ୍ତୁ, ଯାହା ପେଜ୍ ର Title ଦ୍ୱାରା ସ୍ଥାନାନ୍ତରିତ କରାଯିବ  
+
|Token [Node:Title] ଚୟନ କରନ୍ତୁ, ଯାହା ପେଜ୍ ର Title ଦ୍ୱାରା ସ୍ଥାନାନ୍ତରିତ କରାଯିବ  
 +
 
 
|-
 
|-
 
|04:32
 
|04:32
| ଏହା, Form ବକ୍ସରେ କର୍ସର୍ ଲୋକେଶନଠାରେ [Node:Title] ପ୍ରବେଶ କରାଇବ
+
|ଏହା, Form ବକ୍ସରେ କର୍ସର୍ ଲୋକେଶନଠାରେ [Node:Title] ପ୍ରବେଶ କରାଇବ
 +
 
 
|-
 
|-
 
|04:38
 
|04:38
| ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ.  ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ  
+
|ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ.  ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ  
 +
 
 
|-
 
|-
 
|04:49
 
|04:49
| Content Type ଅନ୍ତର୍ଗତ, କେଉଁ Entity Typeରେ ଏହି ପାଟର୍ନ ଲାଗୁ ହେବା ଉଚିତ, ତାହା ଆମେ ସିଲେକ୍ଟ କରିପାରିବା
+
|Content Type ଅନ୍ତର୍ଗତ, କେଉଁ Entity Typeରେ ଏହି ପାଟର୍ନ ଲାଗୁ ହେବା ଉଚିତ, ତାହା ଆମେ ସିଲେକ୍ଟ କରିପାରିବା
 +
 
 
|-
 
|-
 
|04:56
 
|04:56
| ସମସ୍ତ Types ସିଲେକ୍ଟ କରନ୍ତୁ, ଯେଉଁଥିରୁ ସେଗୁଡ଼ିକ ସବୁ ପାଇଁ ଏହି ପାଟର୍ନ ଡିଫଲ୍ଟ ହେବ
+
|ସମସ୍ତ Types ସିଲେକ୍ଟ କରନ୍ତୁ, ଯେଉଁଥିରୁ ସେଗୁଡ଼ିକ ସବୁ ପାଇଁ ଏହି ପାଟର୍ନ ଡିଫଲ୍ଟ ହେବ
 +
 
 
|-
 
|-
 
|05:04
 
|05:04
| ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ. ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
+
|ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ. ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
 +
 
 
|-
 
|-
 
|05:18
 
|05:18
| Label ଫିଲ୍ଡରେ, ଟାଇପ୍ କରନ୍ତୁ Content Type.  ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଆମେ, କ୍ରିଏଟ୍ କରିଥିବା ନୂଆ ପାଟର୍ନ ଯାଞ୍ଚ କରିପାରିବା
+
|Label ଫିଲ୍ଡରେ, ଟାଇପ୍ କରନ୍ତୁ Content Type.  ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଆମେ, କ୍ରିଏଟ୍ କରିଥିବା ନୂଆ ପାଟର୍ନ ଯାଞ୍ଚ କରିପାରିବା
 +
 
 
|-
 
|-
 
|05:31
 
|05:31
| ସମସ୍ତ ନୂଆ ଭାବେ ଆଡ୍ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases ଜେନେରେଟ୍ କରିବାକୁ ଏହି ପାଟର୍ନ ଲାଗୁ ହେବ.  କିନ୍ତୁ ଏହା, ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases କ୍ରିଏଟ୍ କରିବ ନାହିଁ
+
|ସମସ୍ତ ନୂଆ ଭାବେ ଆଡ୍ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases ଜେନେରେଟ୍ କରିବାକୁ ଏହି ପାଟର୍ନ ଲାଗୁ ହେବ.  କିନ୍ତୁ ଏହା, ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases କ୍ରିଏଟ୍ କରିବ ନାହିଁ
 +
 
 
|-
 
|-
 
|05:45
 
|05:45
| ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ ଏହାକୁ ଲାଗୁ କରିବାକୁ, Bulk Generate ଟାବ୍ ଉପରେ କ୍ଲିକ୍ କରନ୍ତୁ.  Content Type ସିଲେକ୍ଟ କରି Update ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ ଏହାକୁ ଲାଗୁ କରିବାକୁ, Bulk Generate ଟାବ୍ ଉପରେ କ୍ଲିକ୍ କରନ୍ତୁ.  Content Type ସିଲେକ୍ଟ କରି Update ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:58
 
|05:58
| ଏହା, URL Aliases ଜେନେରେଟ୍ କରିବା ଆରମ୍ଭ କରିବ.  ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ଉପରେ ନିର୍ଭର କରି ଏହା କିଛି ସମୟ ନେଇପାରେ
+
|ଏହା, URL Aliases ଜେନେରେଟ୍ କରିବା ଆରମ୍ଭ କରିବ.  ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ଉପରେ ନିର୍ଭର କରି ଏହା କିଛି ସମୟ ନେଇପାରେ
 +
 
 
|-
 
|-
 
|06:08
 
|06:08
| ଏବେ, List ଟାବ୍ ଉପରେ କ୍ଲିକ୍ କରନ୍ତୁ.  ଆମେ, ଆମର କଣ୍ଟେଣ୍ଟ ପାଇଁ URL Aliases ଦେଖିପାରିବା
+
|ଏବେ, List ଟାବ୍ ଉପରେ କ୍ଲିକ୍ କରନ୍ତୁ.  ଆମେ, ଆମର କଣ୍ଟେଣ୍ଟ ପାଇଁ URL Aliases ଦେଖିପାରିବା
 +
 
 
|-
 
|-
 
|06:15
 
|06:15
| ଆମ ସାଇଟ୍ ର ପ୍ରତ୍ୟେକ Nodeର /Node/NodeID ସିଷ୍ଟମ୍ ପାଥ୍ ଅଛି
+
|ଆମ ସାଇଟ୍ ର ପ୍ରତ୍ୟେକ Nodeର /Node/NodeID ସିଷ୍ଟମ୍ ପାଥ୍ ଅଛି
 +
 
 
|-
 
|-
 
|06:24
 
|06:24
| ପ୍ରଥମ Alias କଲମ୍ ରେ ନୂଆ ଭାବେ ଜେନେରେଟ୍ ହୋଇଥିବା URL Alias ଅଛି
+
|ପ୍ରଥମ Alias କଲମ୍ ରେ ନୂଆ ଭାବେ ଜେନେରେଟ୍ ହୋଇଥିବା URL Alias ଅଛି
 +
 
 
|-
 
|-
 
|06:30
 
|06:30
| ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି.  ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ
+
|ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି.  ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ
 +
 
 
|-
 
|-
 
|06:41
 
|06:41
| Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ: ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
+
|Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ: ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
 +
 
 
|-
 
|-
 
|06:52
 
|06:52
 
|Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ  Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
 
|Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ  Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
 +
 
|-
 
|-
 
|07:07
 
|07:07
| ସମୟ ଦ୍ୱାରା ଶ୍ରେଣୀଭୂକ୍ତ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ Date Tokens ବ୍ୟବହାର କରନ୍ତୁ  
+
|ସମୟ ଦ୍ୱାରା ଶ୍ରେଣୀଭୂକ୍ତ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ Date Tokens ବ୍ୟବହାର କରନ୍ତୁ  
 +
 
 
|-
 
|-
 
|07:12
 
|07:12
| Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି. ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
+
|Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି. ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
 +
 
 
|-
 
|-
 
|07:26
 
|07:26
| ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି. Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
+
|ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି. Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
 +
 
 
|-
 
|-
 
|07:38
 
|07:38
| ସଂକ୍ଷିପ୍ତରେ - Pathauto ଓ Token Modules ସହିତ ଆମେ URL Patterns ସେଟ୍ କରିପାରିବା
+
|ସଂକ୍ଷିପ୍ତରେ - Pathauto ଓ Token Modules ସହିତ ଆମେ URL Patterns ସେଟ୍ କରିପାରିବା
 +
 
 
|-
 
|-
 
|07:46
 
|07:46
| ଯେକୌଣସି ସମୟରେ Aliases ଓ Bulk Generate Aliases ଡିଲିଟ୍ କରିପାରିବା
+
|ଯେକୌଣସି ସମୟରେ Aliases ଓ Bulk Generate Aliases ଡିଲିଟ୍ କରିପାରିବା
 +
 
 
|-
 
|-
 
|07:52
 
|07:52
| ଏବେ ପରଠାରୁ, ପ୍ରତ୍ୟେକ ନୂଆ Node, ଆମେ ସ୍ଥାପିତ କରିଥିବା Patterns ବ୍ୟବହାର କରିବେ
+
|ଏବେ ପରଠାରୁ, ପ୍ରତ୍ୟେକ ନୂଆ Node, ଆମେ ସ୍ଥାପିତ କରିଥିବା Patterns ବ୍ୟବହାର କରିବେ
 +
 
 
|-
 
|-
 
|07:59
 
|07:59
| ଚାଲନ୍ତୁ ଏବେ ଆମେ Menus ବିଷୟରେ କଥା ହେବା
+
|ଚାଲନ୍ତୁ ଏବେ ଆମେ Menus ବିଷୟରେ କଥା ହେବା
 +
 
 
|-
 
|-
 
|08:03
 
|08:03
| ଆମେ, ଆମ ସାଇଟ୍ ରେ ଯାଦୃଚ୍ଛିକ ଭାବେ Menus ଆଡ୍ କରୁଛୁ, ଅଧିକାଂଶ, Views ଓ ବେସିକ୍ ପେଜ୍ ଉପରେ ଭିତ୍ତି କରି
+
|ଆମେ, ଆମ ସାଇଟ୍ ରେ ଯାଦୃଚ୍ଛିକ ଭାବେ Menus ଆଡ୍ କରୁଛୁ, ଅଧିକାଂଶ, Views ଓ ବେସିକ୍ ପେଜ୍ ଉପରେ ଭିତ୍ତି କରି
 +
 
 
|-
 
|-
 
|08:10
 
|08:10
| ମେନୁ ସିଷ୍ଟମ୍ କୁ କିପରି ଆମେ ମ୍ୟାନେଜ୍ କରିପାରିବା, ଚାଲନ୍ତୁ ଏବେ ଦେଖିବା
+
|ମେନୁ ସିଷ୍ଟମ୍ କୁ କିପରି ଆମେ ମ୍ୟାନେଜ୍ କରିପାରିବା, ଚାଲନ୍ତୁ ଏବେ ଦେଖିବା
 +
 
 
|-
 
|-
 
|08:15
 
|08:15
| Structureକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ ଓ Menus ଉପରେ କ୍ଲିକ୍ କରନ୍ତୁ
+
|Structureକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ ଓ Menus ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:21
 
|08:21
| ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ. ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
+
|ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ. ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
 +
 
 
|-
 
|-
 
|08:31
 
|08:31
| ଆମେ, Main Navigation Menuରେ ବିଶେଷ ଆଗ୍ରହୀ.  ତେଣୁ, Edit Menu ଉପରେ କ୍ଲିକ୍ କରନ୍ତୁ
+
|ଆମେ, Main Navigation Menuରେ ବିଶେଷ ଆଗ୍ରହୀ.  ତେଣୁ, Edit Menu ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:38
 
|08:38
| ଆମର ମେନୁ ଲିଙ୍କ୍ସକୁ ଏଠାରେ ଆମେ କ୍ଲିକ୍, ଡ୍ରାଗ୍ ଓ ପୁନଃବ୍ୟବସ୍ଥିତ କରିବାକୁ ସକ୍ଷମ ହେବା
+
|ଆମର ମେନୁ ଲିଙ୍କ୍ସକୁ ଏଠାରେ ଆମେ କ୍ଲିକ୍, ଡ୍ରାଗ୍ ଓ ପୁନଃବ୍ୟବସ୍ଥିତ କରିବାକୁ ସକ୍ଷମ ହେବା
 +
 
 
|-
 
|-
 
|08:44
 
|08:44
| ଚାଲନ୍ତୁ, Home ଓ Upcoming Eventsକୁ ଉପରକୁ ଡ୍ରାଗ୍ କରିବା
+
|ଚାଲନ୍ତୁ, Home ଓ Upcoming Eventsକୁ ଉପରକୁ ଡ୍ରାଗ୍ କରିବା
 +
 
 
|-
 
|-
 
|08:49
 
|08:49
| ନିଜ ଇଚ୍ଛାନୁସାରେ ଆପଣ ଏହାକୁ ପୁନଃବ୍ୟବସ୍ଥିତ କରିପାରିବେ.  ହୋଇଗଲା ପରେ Save କ୍ଲିକ୍ କରନ୍ତୁ
+
|ନିଜ ଇଚ୍ଛାନୁସାରେ ଆପଣ ଏହାକୁ ପୁନଃବ୍ୟବସ୍ଥିତ କରିପାରିବେ.  ହୋଇଗଲା ପରେ Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:56
 
|08:56
| ଏବେ, ଆମ ପାଖରେ Events ଓ Upcoming Events ଅଛି. Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
+
|ଏବେ, ଆମ ପାଖରେ Events ଓ Upcoming Events ଅଛି. Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|09:07
 
|09:07
| ଏହା ଏକ Sub-Menu କ୍ରିଏଟ୍ କରିବ
+
|ଏହା ଏକ Sub-Menu କ୍ରିଏଟ୍ କରିବ
 +
 
 
|-
 
|-
 
|09:10
 
|09:10
| ତାହା ବହୁତ ସରଳ.  Save କ୍ଲିକ୍ କରି ଆମ ଫ୍ରଣ୍ଟ ପେଜ୍ ଚାଲନ୍ତୁ ଦେଖିବା
+
|ତାହା ବହୁତ ସରଳ.  Save କ୍ଲିକ୍ କରି ଆମ ଫ୍ରଣ୍ଟ ପେଜ୍ ଚାଲନ୍ତୁ ଦେଖିବା
 +
 
 
|-
 
|-
 
|09:15
 
|09:15
| ଧ୍ୟାନଦିଅନ୍ତୁ ଯେ, ଏବେ ଆମ ପାଖରେ ଚାରୋଟି ମେନୁ ଅଛି
+
|ଧ୍ୟାନଦିଅନ୍ତୁ ଯେ, ଏବେ ଆମ ପାଖରେ ଚାରୋଟି ମେନୁ ଅଛି
 +
 
 
|-
 
|-
 
|09:19
 
|09:19
| ଆମର Event Sub-Menu କୁଆଡ଼େ ଗଲା?
+
|ଆମର Event Sub-Menu କୁଆଡ଼େ ଗଲା?
 +
 
 
|-
 
|-
 
|09:23
 
|09:23
| ଦୟାକରି ମନେପକାନ୍ତୁ, Drupalରେ ସମସ୍ତ Themes, ସବ୍-ମେନୁ କିମ୍ୱା ଡ୍ରପ୍-ଡାଉନ୍ ମେନୁଗୁଡ଼ିକୁ ସପୋର୍ଟ କରେ ନାହିଁ.  ସେଗୁଡ଼ିକ ମଧ୍ୟରୁ Bartik Theme ଗୋଟିଏ
+
|ଦୟାକରି ମନେପକାନ୍ତୁ, Drupalରେ ସମସ୍ତ Themes, ସବ୍-ମେନୁ କିମ୍ୱା ଡ୍ରପ୍-ଡାଉନ୍ ମେନୁଗୁଡ଼ିକୁ ସପୋର୍ଟ କରେ ନାହିଁ.  ସେଗୁଡ଼ିକ ମଧ୍ୟରୁ Bartik Theme ଗୋଟିଏ
 +
 
 
|-
 
|-
 
|09:32
 
|09:32
| ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା. Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
+
|ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା. Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:44
 
|09:44
| ଗୋଟିଏ ନିର୍ଦ୍ଦିଷ୍ଟ Node ପାଇଁ କିମ୍ୱା ଆମ ସାଇଟ୍ ର ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ସନ୍ ପାଇଁ ଯଦି ଆମକୁ ଏକ Link ଦରକାର ହୁଏ, ତେବେ କ’ଣ ହେବ?
+
|ଗୋଟିଏ ନିର୍ଦ୍ଦିଷ୍ଟ Node ପାଇଁ କିମ୍ୱା ଆମ ସାଇଟ୍ ର ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ସନ୍ ପାଇଁ ଯଦି ଆମକୁ ଏକ Link ଦରକାର ହୁଏ, ତେବେ କ’ଣ ହେବ?
 +
 
 
|-
 
|-
 
|09:51
 
|09:51
| ଉଦାହରଣସ୍ୱରୂପ, ଯଦି ମୁଁ, ମୋର Forums ପାଇଁ ଏକ Menu Link ଚାହିଁବି, ତେବେ ପ୍ରଥମେ ମୁଁ ସାଇଟ୍ ଫେରିଯିବି
+
|ଉଦାହରଣସ୍ୱରୂପ, ଯଦି ମୁଁ, ମୋର Forums ପାଇଁ ଏକ Menu Link ଚାହିଁବି, ତେବେ ପ୍ରଥମେ ମୁଁ ସାଇଟ୍ ଫେରିଯିବି
 +
 
 
|-
 
|-
 
|09:58
 
|09:58
| Forums Pageକୁ ଯାଇ ପ୍ରକୃତ URL କପୀ କରନ୍ତୁ, ଯାହା ହେଉଛି କେବଳ /forum
+
|Forums Pageକୁ ଯାଇ ପ୍ରକୃତ URL କପୀ କରନ୍ତୁ, ଯାହା ହେଉଛି କେବଳ /forum
 +
 
 
|-
 
|-
 
|10:05
 
|10:05
| ତା’ପରେ ଫେରିଆସି Edit Menu ଓ ତା’ପରେ Add Link ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ ଫେରିଆସି Edit Menu ଓ ତା’ପରେ Add Link ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:12
 
|10:12
| ଏହାକୁ Forum ନାମରେ Titile ଦିଅନ୍ତୁ ଓ Copy ହୋଇଥିବା ଲିଙ୍କ୍ Paste କରନ୍ତୁ
+
|ଏହାକୁ Forum ନାମରେ Titile ଦିଅନ୍ତୁ ଓ Copy ହୋଇଥିବା ଲିଙ୍କ୍ Paste କରନ୍ତୁ
 +
 
 
|-
 
|-
 
|10:17
 
|10:17
| ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
+
|ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
 +
 
 
|-
 
|-
 
|10:28
 
|10:28
| ଉଦାହରଣସ୍ୱରୂପ, ଯଦି ଆମେ ଗୋଟିଏ A ଟାଇପ୍ କରୁଛେ, ତେବେ Titleରେ A ଥିବା ସମସ୍ତ Nodes ଦେଖାଦେବ
+
|ଉଦାହରଣସ୍ୱରୂପ, ଯଦି ଆମେ ଗୋଟିଏ A ଟାଇପ୍ କରୁଛେ, ତେବେ Titleରେ A ଥିବା ସମସ୍ତ Nodes ଦେଖାଦେବ
 +
 
 
|-
 
|-
 
|10:38
 
|10:38
| ଆମେ ଖୋଜୁଥିବା ସେହି ଗୋଟିକୁ ସିଲେକ୍ଟ କରିବା ଏବଂ ତାହା ଆମକୁ କହିବ ଯେ, ତାହାର Node ID Number 1 ଅଟେ
+
|ଆମେ ଖୋଜୁଥିବା ସେହି ଗୋଟିକୁ ସିଲେକ୍ଟ କରିବା ଏବଂ ତାହା ଆମକୁ କହିବ ଯେ, ତାହାର Node ID Number 1 ଅଟେ
 +
 
 
|-
 
|-
 
|10:46
 
|10:46
| ଯଦି ଆମେ ଏକ ଇଣ୍ଟରନଲ୍ ପାଥ୍ ଚାହୁଁଛେ, ଯେପରି ଏକ Node ଆଡ୍ କରିବାର ସାମର୍ଥ୍ୟତା, ତେବେ ତାହା /node/add ହେବ
+
|ଯଦି ଆମେ ଏକ ଇଣ୍ଟରନଲ୍ ପାଥ୍ ଚାହୁଁଛେ, ଯେପରି ଏକ Node ଆଡ୍ କରିବାର ସାମର୍ଥ୍ୟତା, ତେବେ ତାହା /node/add ହେବ
 +
 
 
|-
 
|-
 
|10:56
 
|10:56
| ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ. କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
+
|ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ. କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
 +
 
 
|-
 
|-
 
|11:08
 
|11:08
| Save କ୍ଲିକ୍ କରନ୍ତୁ ଓ ଏବେ, ଆମ ପାଖରେ Forum ପାଇଁ ଏକ ଲିଙ୍କ୍ ଅଛି
+
|Save କ୍ଲିକ୍ କରନ୍ତୁ ଓ ଏବେ, ଆମ ପାଖରେ Forum ପାଇଁ ଏକ ଲିଙ୍କ୍ ଅଛି
 +
 
 
|-
 
|-
 
|11:14
 
|11:14
| Save କ୍ଲିକ୍ କରନ୍ତୁ.  ତାହା କାମ କରୁଛି କି ନାହିଁ ଜାଣିବା ପାଇଁ ପୁଣିଥରେ ଯାଞ୍ଚ କରନ୍ତୁ
+
|Save କ୍ଲିକ୍ କରନ୍ତୁ.  ତାହା କାମ କରୁଛି କି ନାହିଁ ଜାଣିବା ପାଇଁ ପୁଣିଥରେ ଯାଞ୍ଚ କରନ୍ତୁ
 +
 
 
|-
 
|-
 
|11:21
 
|11:21
| ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ. ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
+
|ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ. ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
 +
 
 
|-
 
|-
 
|11:34
 
|11:34
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
 +
 
 
|-
 
|-
 
|11:38
 
|11:38
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, URL Patterns ସେଟ୍ କରିବା Menu management
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, URL Patterns ସେଟ୍ କରିବା Menu management
 +
 
 
|-
 
|-
 
|11:59
 
|11:59
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|12:09
 
|12:09
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|12:17
 
|12:17
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|12:26
 
|12:26
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|12:39
 
|12:39
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 14:23, 4 April 2017

Time Narration
00:01 Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ URL Patterns ସେଟ୍ କରିବା ବିଷୟରେ ଶିଖିବା. ଆମେ Menu Management ବିଷୟରେ ମଧ୍ୟ ଶିଖିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ଏହି ଟ୍ୟୁଟୋରିଆଲରେ ଆମେ, ଆମ ୱେବ୍ ସାଇଟ୍ ପାଇଁ ସଟିକ୍ URL Paths କ୍ରିଏଟ୍ କରିବାର ପ୍ରକ୍ରିୟା ବିଷୟରେ କଥା ହେବା
00:36 Endpoints ଓ Aliases - Endpoints ହେଉଛି URL Paths, ଯାହା ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପ୍ରଦର୍ଶିତ କରେ
00:45 ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id]
00:53 ଏହାକୁ ଗୋଟିଏ ସର୍ଭର୍ କୁ ପଠାଇଲେ, ତାହା Nodeର କଣ୍ଟେଣ୍ଟ ପ୍ରଦର୍ଶିତ କରିବ. IDରେ ଥିବା ଏକ ସଂଖ୍ୟା, ମନୁଷ୍ୟ ପଠନଯୋଗ୍ୟ ନୁହେଁ
01:02 ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ. ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
01:19 ସେହି କଣ୍ଟେଣ୍ଟ ପାଇଁ Alias ହେଉଛି ଏକ ଅବିକଳ୍ପ URL Path. ସେହି କଣ୍ଟେଣ୍ଟ ପ୍ରଦର୍ଶିତ କରିବା ପାଇଁ ଆମେ ମୂଳ କିମ୍ୱା ଅନେକ Aliases ମଧ୍ୟରୁ ଗୋଟିଏର ବ୍ୟବହାର କରିପାରିବା
01:34 ଉଦାହରଣସ୍ୱରୂପ, Node/278162 ଓ content/drupal-camp-mumbai-2015
01:47 ଉଭୟ ସମାନ କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତି. ଦ୍ୱିତୀୟଟି ମନେରଖିବାକୁ ସହଜ
01:54 ଏବେ ଚାଲନ୍ତୁ URL Patterns କ୍ରିଏଟ୍ କରିବା, ଯାହା ଆମ ପାଖରେ ଥିବା ସମସ୍ତ କଣ୍ଟେଣ୍ଟ ସହିତ ଲାଗୁ ହେବ
01:59 URL Paths ସେଟ୍ କରିବାକୁ ତିନୋଟି Modules ଦରକାର
02:04 ସେହି ତିନୋଟି Modules ହେଉଛି Pathauto, Token ଓ CToools
02:13 ଦୟାକରି ଆପଣଙ୍କ ମେସିନ୍ ରେ Pathauto ଇନଷ୍ଟଲ୍ କରନ୍ତୁ
02:18 Pathauto ପ୍ରୋଜେକ୍ଟ ପେଜ୍ କୁ ଫେରିଆସନ୍ତୁ. ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ, Pathauto, Token ଓ CTools ଆବଶ୍ୟକ କରେ
02:27 Token ଓ CTools ଇନଷ୍ଟଲ୍ କରନ୍ତୁ. ଏହି Moduleଗୁଡ଼ିକ ଇନଷ୍ଟଲ୍ କରିସାରିବା ପରେ, ସେଗୁଡ଼ିକୁ ON କରନ୍ତୁ
02:37 ଥରେ ଆମେ ତାହା କରିସାରିବା ପରେ, ଆମେ ଆଗକୁ ବଢ଼ିବାକୁ ପ୍ରସ୍ତୁତ
02:40 Configuration ଉପରେ କ୍ଲିକ୍ କରନ୍ତୁ. ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ
02:52 ଡିଫଲ୍ଟ ଭାବରେ, କୌଣସି URL Aliases ଉପଲବ୍ଧ ନାହିଁ
02:58 Patterns ଟାବ୍ ଉପରେ କ୍ଲିକ୍ କରନ୍ତୁ. Add Pathauto Pattern ବଟନ୍ ଉପରେ କ୍ଲିକ୍ କରନ୍ତୁ
03:05 Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
03:09 ଏଠାରେ ଆମେ, Forum, Content, Taxonomy Term ଓ User ପାଇଁ ପୃଥକ ପାଟର୍ନ୍ସ କ୍ରିଏଟ୍ କରିପାରିବା
03:17 ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି. Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
03:27 ଟେମ୍ପଲେଟ୍ ଭେରିଏବଲ୍ସକୁ Tokens କୁହାଯାଏ. ସେଗୁଡ଼ିକ ପ୍ରତ୍ୟେକ Entity ପାଇଁ ଜେନେରେଟ୍ ହୋଇଥାଏ
03:36 ଏହି ଭେରିଏବଲଗୁଡ଼ିକୁ Token Module ପ୍ରଦାନ କରିଥାଏ. ଯେକୌଣସି Input Formରେ ଯେତେବେଳେ ଆପଣ Browse Available Tokens ଦେଖିବେ, ତେବେ ପ୍ରାକ୍-ପରିଭାଷିତ Tokens ପ୍ରବିଷ୍ଟ କରିପାରିବେ
03:49 Token ପ୍ରବେଶ କରାଇବାକୁ ଚାହୁଁଥିବା ସ୍ଥାନରେ Path Pattern ବକ୍ସରେ କ୍ଲିକ୍ କରନ୍ତୁ
03:55 ଟାଇପ୍ କରନ୍ତୁ Content/. ତା’ପରେ Browse Available Tokens ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
04:02 Available Tokens ଦେଖାଇବା ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ
04:07 ମନେକରନ୍ତୁ, ଆମେ Content/[Title of the Page] ପରି ପାଟର୍ନ ଚାହୁଁଛେ, ପେଜ୍ ର Title ପାଇଁ Token, Nodes ସେକ୍ସନ୍ ଅନ୍ତର୍ଗତ ଅଛି
04:18 Nodes ସେକ୍ସନ୍ ର ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ
04:23 Token [Node:Title] ଚୟନ କରନ୍ତୁ, ଯାହା ପେଜ୍ ର Title ଦ୍ୱାରା ସ୍ଥାନାନ୍ତରିତ କରାଯିବ
04:32 ଏହା, Form ବକ୍ସରେ କର୍ସର୍ ଲୋକେଶନଠାରେ [Node:Title] ପ୍ରବେଶ କରାଇବ
04:38 ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ. ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ
04:49 Content Type ଅନ୍ତର୍ଗତ, କେଉଁ Entity Typeରେ ଏହି ପାଟର୍ନ ଲାଗୁ ହେବା ଉଚିତ, ତାହା ଆମେ ସିଲେକ୍ଟ କରିପାରିବା
04:56 ସମସ୍ତ Types ସିଲେକ୍ଟ କରନ୍ତୁ, ଯେଉଁଥିରୁ ସେଗୁଡ଼ିକ ସବୁ ପାଇଁ ଏହି ପାଟର୍ନ ଡିଫଲ୍ଟ ହେବ
05:04 ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ. ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
05:18 Label ଫିଲ୍ଡରେ, ଟାଇପ୍ କରନ୍ତୁ Content Type. ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, କ୍ରିଏଟ୍ କରିଥିବା ନୂଆ ପାଟର୍ନ ଯାଞ୍ଚ କରିପାରିବା
05:31 ସମସ୍ତ ନୂଆ ଭାବେ ଆଡ୍ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases ଜେନେରେଟ୍ କରିବାକୁ ଏହି ପାଟର୍ନ ଲାଗୁ ହେବ. କିନ୍ତୁ ଏହା, ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases କ୍ରିଏଟ୍ କରିବ ନାହିଁ
05:45 ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ ଏହାକୁ ଲାଗୁ କରିବାକୁ, Bulk Generate ଟାବ୍ ଉପରେ କ୍ଲିକ୍ କରନ୍ତୁ. Content Type ସିଲେକ୍ଟ କରି Update ବଟନ୍ ଉପରେ କ୍ଲିକ୍ କରନ୍ତୁ
05:58 ଏହା, URL Aliases ଜେନେରେଟ୍ କରିବା ଆରମ୍ଭ କରିବ. ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ଉପରେ ନିର୍ଭର କରି ଏହା କିଛି ସମୟ ନେଇପାରେ
06:08 ଏବେ, List ଟାବ୍ ଉପରେ କ୍ଲିକ୍ କରନ୍ତୁ. ଆମେ, ଆମର କଣ୍ଟେଣ୍ଟ ପାଇଁ URL Aliases ଦେଖିପାରିବା
06:15 ଆମ ସାଇଟ୍ ର ପ୍ରତ୍ୟେକ Nodeର /Node/NodeID ସିଷ୍ଟମ୍ ପାଥ୍ ଅଛି
06:24 ପ୍ରଥମ Alias କଲମ୍ ରେ ନୂଆ ଭାବେ ଜେନେରେଟ୍ ହୋଇଥିବା URL Alias ଅଛି
06:30 ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି. ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ
06:41 Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ: ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
06:52 Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
07:07 ସମୟ ଦ୍ୱାରା ଶ୍ରେଣୀଭୂକ୍ତ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ Date Tokens ବ୍ୟବହାର କରନ୍ତୁ
07:12 Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି. ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
07:26 ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି. Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
07:38 ସଂକ୍ଷିପ୍ତରେ - Pathauto ଓ Token Modules ସହିତ ଆମେ URL Patterns ସେଟ୍ କରିପାରିବା
07:46 ଯେକୌଣସି ସମୟରେ Aliases ଓ Bulk Generate Aliases ଡିଲିଟ୍ କରିପାରିବା
07:52 ଏବେ ପରଠାରୁ, ପ୍ରତ୍ୟେକ ନୂଆ Node, ଆମେ ସ୍ଥାପିତ କରିଥିବା Patterns ବ୍ୟବହାର କରିବେ
07:59 ଚାଲନ୍ତୁ ଏବେ ଆମେ Menus ବିଷୟରେ କଥା ହେବା
08:03 ଆମେ, ଆମ ସାଇଟ୍ ରେ ଯାଦୃଚ୍ଛିକ ଭାବେ Menus ଆଡ୍ କରୁଛୁ, ଅଧିକାଂଶ, Views ଓ ବେସିକ୍ ପେଜ୍ ଉପରେ ଭିତ୍ତି କରି
08:10 ମେନୁ ସିଷ୍ଟମ୍ କୁ କିପରି ଆମେ ମ୍ୟାନେଜ୍ କରିପାରିବା, ଚାଲନ୍ତୁ ଏବେ ଦେଖିବା
08:15 Structureକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ ଓ Menus ଉପରେ କ୍ଲିକ୍ କରନ୍ତୁ
08:21 ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ. ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
08:31 ଆମେ, Main Navigation Menuରେ ବିଶେଷ ଆଗ୍ରହୀ. ତେଣୁ, Edit Menu ଉପରେ କ୍ଲିକ୍ କରନ୍ତୁ
08:38 ଆମର ମେନୁ ଲିଙ୍କ୍ସକୁ ଏଠାରେ ଆମେ କ୍ଲିକ୍, ଡ୍ରାଗ୍ ଓ ପୁନଃବ୍ୟବସ୍ଥିତ କରିବାକୁ ସକ୍ଷମ ହେବା
08:44 ଚାଲନ୍ତୁ, Home ଓ Upcoming Eventsକୁ ଉପରକୁ ଡ୍ରାଗ୍ କରିବା
08:49 ନିଜ ଇଚ୍ଛାନୁସାରେ ଆପଣ ଏହାକୁ ପୁନଃବ୍ୟବସ୍ଥିତ କରିପାରିବେ. ହୋଇଗଲା ପରେ Save କ୍ଲିକ୍ କରନ୍ତୁ
08:56 ଏବେ, ଆମ ପାଖରେ Events ଓ Upcoming Events ଅଛି. Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
09:07 ଏହା ଏକ Sub-Menu କ୍ରିଏଟ୍ କରିବ
09:10 ତାହା ବହୁତ ସରଳ. Save କ୍ଲିକ୍ କରି ଆମ ଫ୍ରଣ୍ଟ ପେଜ୍ ଚାଲନ୍ତୁ ଦେଖିବା
09:15 ଧ୍ୟାନଦିଅନ୍ତୁ ଯେ, ଏବେ ଆମ ପାଖରେ ଚାରୋଟି ମେନୁ ଅଛି
09:19 ଆମର Event Sub-Menu କୁଆଡ଼େ ଗଲା?
09:23 ଦୟାକରି ମନେପକାନ୍ତୁ, Drupalରେ ସମସ୍ତ Themes, ସବ୍-ମେନୁ କିମ୍ୱା ଡ୍ରପ୍-ଡାଉନ୍ ମେନୁଗୁଡ଼ିକୁ ସପୋର୍ଟ କରେ ନାହିଁ. ସେଗୁଡ଼ିକ ମଧ୍ୟରୁ Bartik Theme ଗୋଟିଏ
09:32 ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା. Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
09:44 ଗୋଟିଏ ନିର୍ଦ୍ଦିଷ୍ଟ Node ପାଇଁ କିମ୍ୱା ଆମ ସାଇଟ୍ ର ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ସନ୍ ପାଇଁ ଯଦି ଆମକୁ ଏକ Link ଦରକାର ହୁଏ, ତେବେ କ’ଣ ହେବ?
09:51 ଉଦାହରଣସ୍ୱରୂପ, ଯଦି ମୁଁ, ମୋର Forums ପାଇଁ ଏକ Menu Link ଚାହିଁବି, ତେବେ ପ୍ରଥମେ ମୁଁ ସାଇଟ୍ ଫେରିଯିବି
09:58 Forums Pageକୁ ଯାଇ ପ୍ରକୃତ URL କପୀ କରନ୍ତୁ, ଯାହା ହେଉଛି କେବଳ /forum
10:05 ତା’ପରେ ଫେରିଆସି Edit Menu ଓ ତା’ପରେ Add Link ଉପରେ କ୍ଲିକ୍ କରନ୍ତୁ
10:12 ଏହାକୁ Forum ନାମରେ Titile ଦିଅନ୍ତୁ ଓ Copy ହୋଇଥିବା ଲିଙ୍କ୍ Paste କରନ୍ତୁ
10:17 ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
10:28 ଉଦାହରଣସ୍ୱରୂପ, ଯଦି ଆମେ ଗୋଟିଏ A ଟାଇପ୍ କରୁଛେ, ତେବେ Titleରେ A ଥିବା ସମସ୍ତ Nodes ଦେଖାଦେବ
10:38 ଆମେ ଖୋଜୁଥିବା ସେହି ଗୋଟିକୁ ସିଲେକ୍ଟ କରିବା ଏବଂ ତାହା ଆମକୁ କହିବ ଯେ, ତାହାର Node ID Number 1 ଅଟେ
10:46 ଯଦି ଆମେ ଏକ ଇଣ୍ଟରନଲ୍ ପାଥ୍ ଚାହୁଁଛେ, ଯେପରି ଏକ Node ଆଡ୍ କରିବାର ସାମର୍ଥ୍ୟତା, ତେବେ ତାହା /node/add ହେବ
10:56 ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ. କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
11:08 Save କ୍ଲିକ୍ କରନ୍ତୁ ଓ ଏବେ, ଆମ ପାଖରେ Forum ପାଇଁ ଏକ ଲିଙ୍କ୍ ଅଛି
11:14 Save କ୍ଲିକ୍ କରନ୍ତୁ. ତାହା କାମ କରୁଛି କି ନାହିଁ ଜାଣିବା ପାଇଁ ପୁଣିଥରେ ଯାଞ୍ଚ କରନ୍ତୁ
11:21 ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ. ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
11:34 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
11:38 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, URL Patterns ସେଟ୍ କରିବା Menu management
11:59 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
12:09 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
12:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep