Difference between revisions of "Java/C2/Methods/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:02 | Javaରେ Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00...") |
PoojaMoolya (Talk | contribs) |
||
Line 13: | Line 13: | ||
|- | |- | ||
|00:08 | |00:08 | ||
− | | | + | |ଏକ Method କ୍ରିଏଟ୍ କରିବା |
|- | |- | ||
|00:10 | |00:10 | ||
− | | | + | | ଓ ଏକ Method Call କରିବା |
|- | |- | ||
|00:13 | |00:13 | ||
− | | ଏଠାରେ ଆମେ ବ୍ୟବହାର କରୁଛୁ | + | | ଏଠାରେ ଆମେ ବ୍ୟବହାର କରୁଛୁ,Ubuntu 11.10 |
− | |||
− | |||
− | |||
|- | |- | ||
|00:17 | |00:17 | ||
− | | | + | | Java Development kit 1.6 ଓ |
+ | |||
|- | |- | ||
|00:20 | |00:20 | ||
− | | | + | | Eclipse 3.7.0 |
|- | |- | ||
Line 39: | Line 37: | ||
|- | |- | ||
|00:32 | |00:32 | ||
− | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | + | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
− | http://www.spoken-tutorial.org | + | |
|- | |- | ||
Line 404: | Line 401: | ||
|- | |- | ||
|10:25 | |10:25 | ||
− | | | + | | ଏକ Method କ୍ରିଏଟ୍ କରିବା |
+ | |||
|- | |- | ||
|10:27 | |10:27 | ||
− | | | + | | ଏକ Method କଲ୍ କରିବା |
+ | |||
|- | |- | ||
|10:29 | |10:29 | ||
− | | | + | | ଏବଂ Methodsର ବିଭିନ୍ନ ସିଗ୍ନେଚର୍ସ |
|- | |- | ||
Line 419: | Line 418: | ||
|10:38 | |10:38 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | ||
+ | |||
|- | |- | ||
|10:41 | |10:41 | ||
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''. | | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''. | ||
+ | |||
|- | |- | ||
|10:47 | |10:47 | ||
Line 456: | Line 457: | ||
|- | |- | ||
|11:18 | |11:18 | ||
− | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | + | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
− | http://spoken-tutorial.org/NMEICT-Intro | + | |
|- | |- | ||
Line 465: | Line 465: | ||
|- | |- | ||
|11:29 | |11:29 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.,ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ. ଜୟ ହିନ୍ଦ |
− | + | ||
− | + | ||
− | + | ||
− | + | ||
− | ଜୟ ହିନ୍ଦ | + | |
− | + | ||
|} | |} |
Revision as of 17:27, 7 April 2017
Time | Narration |
00:02 | Javaରେ Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:08 | ଏକ Method କ୍ରିଏଟ୍ କରିବା |
00:10 | ଓ ଏକ Method Call କରିବା |
00:13 | ଏଠାରେ ଆମେ ବ୍ୟବହାର କରୁଛୁ,Ubuntu 11.10 |
00:17 | Java Development kit 1.6 ଓ |
00:20 | Eclipse 3.7.0 |
00:24 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ କମ୍ପାଇଲ୍ ଓ Run କରିବା ଜାଣିଥିବା ଆବଶ୍ୟକ |
00:32 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
00:40 | ଗୋଟିଏ Java Method ହେଉଛି ଷ୍ଟେଟମେଣ୍ଟଗୁଡ଼ିକର ଏକ ସଂଗ୍ରହ, ଯାହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରଦର୍ଶନ କରେ |
00:46 | ଏବେ ଚାଲନ୍ତୁ ଏକ Method ଲେଖିବା |
00:50 | Eclipseରେ ମୁଁ, ଏକ ପ୍ରୋଜେକ୍ଟ Methods କ୍ରିଏଟ୍ କରିସାରିଛି |
00:57 | ପ୍ରୋଜେକ୍ଟରେ ମୁଁ, MethodDemo ନାମକ ଏକ Java Class କ୍ରିଏଟ୍ କରିଛି |
01:06 | Classରେ, Main Method ବାହାରେ, ଆମେ ଏକ Method ଲେଖିବା |
01:13 | ଟାଇପ୍ କରନ୍ତୁ: void methodର ନାମ |
01:19 | ଏହାର ନାମ ଦିଅନ୍ତୁ displayMessage ପାରେନ୍ଥେସେସ୍ Enter |
01:29 | ଓ Curly ବ୍ରାକେଟ୍ସ |
01:32 | ଗୋଟିଏ Method, ଏକ ଭାଲ୍ୟୁ ରିଟର୍ନ କରିପାରେ |
01:34 | କିନ୍ତୁ, ଯଦି ମେଥଡ୍ ଭାଲ୍ୟୁ ରିଟର୍ନ ନକରୁ ବୋଲି ଆପଣ ଚାହାନ୍ତିଁ, ତେବେ କୀୱର୍ଡ Void ବ୍ୟବହୃତ ହୁଏ |
01:42 | ଏବେ, କର୍ଲୀ ବ୍ରାକେଟ୍ସ ଭିତରେ ଏକ ମେସେଜ୍ ପ୍ରିଣ୍ଟ କରିବା |
01:47 | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println Hello Method |
02:06 | ଆମେ ଏକ Method ଲେଖିଦେଲେ |
02:10 | ଆମେ ଏବେ, ଏହି Methodକୁ Call କରିବା |
02:13 | ତେଣୁ, Main Method ଭିତରେ ଆମେ MethodDemo Classର ଏକ Object କ୍ରିଏଟ୍ କରିବା |
02:21 | MethodDemo ଅବଜେକ୍ଟର ନାମ |
02:26 | ଏହାର ନାମ ଦିଅନ୍ତୁ md=new MethodDemo ପାରେନ୍ଥେସେସ୍ ସେମିକଲନ୍ |
02:37 | ତେବେ ଆମେ, New ଅପରେଟର୍ ବ୍ୟବହାର କରି Class MethodDemoର ଏକ ଅବଜେକ୍ଟ md କ୍ରିଏଟ୍ କରିଦେଲେ |
02:48 | ଏବେ, displayMessageକୁ କଲ୍ କରିବା |
02:51 | ଟାଇପ୍ କରନ୍ତୁ: md ଡଟ୍ displayMessage(); |
03:00 | Methodକୁ କଲ୍ କରିବା ପାଇଁ Dot ଅପରେଟର୍ ର ବ୍ୟବହାର କରାଯାଏ |
03:06 | Run ଆଇକନ୍ କ୍ଲିକ୍ କରି ଏହି ଆପ୍ଲିକେଶନ୍ କୁ Run କରନ୍ତୁ |
03:14 | କନସୋଲ୍ ଉପରେ ଆମେ ଆଉଟପୁଟ୍ କୁ ଦେଖିପାରୁଛେ. |
03:20 | ଏବେ, Void ବଦଳରେ ଏକ Integer ରିଟର୍ନ କରିବା |
03:26 | ଟାଇପ୍ କରନ୍ତୁ: int |
03:32 | ମେଥଡ୍ କୁ Public କରନ୍ତୁ, ଯାହାକୁ ସବୁ ଜାଗାରେ ଆକ୍ସେସ୍ କରିହେବ |
03:37 | ଡିଫଲ୍ଟ ଭାବରେ ଏହା Private ଅଟେ, ତାହାକୁ କେବଳ, ଯେଉଁ Classରେ ଲେଖାଯାଇଥାଏ, ତାହା ଭିତରେ ହିଁ ଆକ୍ସେସ୍ କରିହୁଏ |
03:45 | ବର୍ତ୍ତମାନ, ମେଥଡ୍ ଭିତରେ ଟାଇପ୍ କରନ୍ତୁ return seven ସେମିକୋଲନ୍ |
03:55 | ମନେରଖନ୍ତୁ ଯେ, Methodରେ ସମସ୍ତ ଷ୍ଟେଟମେଣ୍ଟର ଶେଷରେ ଆମେ Return ଷ୍ଟେଟମେଣ୍ଟ ଲେଖିଛେ |
04:02 | ଏହାର କାରଣ ହେଉଛି, Return ଷ୍ଟେଟମେଣ୍ଟ ପରେ କୌଣସି ଅନ୍ୟ ଷ୍ଟେଟମେଣ୍ଟ ନିଷ୍ପାଦିତ ହୁଏ ନାହିଁ |
04:08 | Main Method ଭିତରେ, ଶେଷରେ, Print ଷ୍ଟେଟମେଣ୍ଟ ଟାଇପ୍ କରନ୍ତୁ |
04:15 | ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println(); |
04:23 | ପାରେନ୍ଥେସେସ୍ ମଧ୍ୟରେ ଆମେ, Methodକୁ କଲ୍ କରିବା |
04:28 | ତେଣୁ, ପାରେନ୍ଥେସେସ୍ ଭିତରେ md ଡଟ୍ method ରଖନ୍ତୁ, ସେମିକୋଲନ୍ କାଢ଼ିଦିଅନ୍ତୁ |
04:37 | ଏହା, ମେଥଡ୍ ର Return ଭାଲ୍ୟୁ ପ୍ରିଣ୍ଟ କରେ |
04:42 | ଆପ୍ଲିକେଶନ୍ କୁ Run କରନ୍ତୁ |
04:45 | ଆଉଟପୁଟ୍ ରେ ଭାଲ୍ୟୁ 7 ପ୍ରିଣ୍ଟ ହେଲା |
04:51 | ଏବେ ଆମେ ଆଉ ଏକ ମେଥଡ୍ ଲେଖିବା ଓ ତାକୁ displayMessageରେ କଲ୍ କରିବା |
04:59 | ଟାଇପ୍ କରନ୍ତୁ: public void method name square ପାରେନ୍ଥେସେସ୍ ରେ int a |
05:15 | ଏଠାରେ ଆମେ, ଆମର ମେଥଡ୍ କୁ ପାରାମିଟର୍ ଭାବେ int a ଦେଉଛେ |
05:20 | କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ a into a |
05:37 | ଆମେ ଏକ Square Method ଲେଖିଦେଲେ |
05:40 | ତାହା, ଗୋଟିଏ ଇଣ୍ଟିଜର୍ ର ଏକ Square ପ୍ରଦର୍ଶିତ କରିବ, ଯାହା ପାରାମିଟର୍ ଭାବେ ଦିଆଯାଇଛି |
05:48 | ଏବେ ଚାଲନ୍ତୁ, displayMessage ମେଥଡ୍ ରେ ଏହି ମେଥଡ୍ କୁ କଲ୍ କରିବା |
05:53 | ଟାଇପ୍ କରନ୍ତୁ: square ପାରେନ୍ଥେସେସ୍ ମଧ୍ୟରେ ଏକ integer 5 ସେମିକୋଲନ୍ |
06:07 | ଏହି ଆପ୍ଲିକେଶନ୍ କୁ Run କରନ୍ତୁ |
06:12 | ଆମେ ଦେଖିପାରୁଛେ ଯେ, 5ର ବର୍ଗ ପ୍ରଦର୍ଶିତ ହେଲା, ଯାହା ହେଉଛି 25 |
06:19 | ଏବେ ଚାଲନ୍ତୁ, ଆପ୍ଲିକେଶନ୍ ର ଫ୍ଲୋକୁ ବୁଝିବା |
06:24 | ପ୍ରାରମ୍ଭିକ ପଏଣ୍ଟ ହେଉଛି Main Method |
06:29 | Main Methodରେ ଆମେ, ପ୍ରଥମେ displayMessage କଲ୍ କଲେ |
06:34 | ଆଉ ନିୟନ୍ତ୍ରଣ displayMessageକୁ ଚାଲିଗଲା |
06:40 | ଏବଂ displayMessageରେ ଥିବା ସମସ୍ତ ଷ୍ଟେଟମେଣ୍ଟସ୍ ନିଷ୍ପାଦିତ ହେଲା |
06:45 | ପ୍ରଥମଟି ହେଉଛି Print ଷ୍ଟେଟମେଣ୍ଟ |
06:50 | ତା’ପରେ ତାହା Square ମେଥଡ୍ କୁ ଆସେ |
06:54 | ଆଉ ନିୟନ୍ତ୍ରଣ Square ମେଥଡ୍ କୁ ଚାଲିଯାଏ |
06:57 | ସ୍କ୍ୱୟାର୍ ମେଥଡ୍, ଏକ Integer 5 ନିଏ ଓ ତାହାର ବର୍ଗ ରିଟର୍ନ କରେ, ଯାହା ହେଉଛି 25 |
07:06 | ତା’ପରେ ନିୟନ୍ତ୍ରଣ displayMessageକୁ ଫେରିଯାଏ |
07:10 | ଆଉ ତାହା ଭାଲ୍ୟୁ 7 ରିଟର୍ନ କରେ |
07:14 | ତା’ପରେ ନିୟନ୍ତ୍ରଣ Main Functionକୁ ଫେରିଯାଏ |
07:20 | ଯେହେତୁ ନିଷ୍ପାଦିତ କରିବାକୁ ଆଉ କୌଣସି ଷ୍ଟେଟମେଣ୍ଟ ରହିଲା ନାହିଁ, Main Methodରେ ଆପ୍ଲିକେଶନ୍ ବନ୍ଦ ହୋଇଯାଏ |
07:29 | ଠିକ୍ ଅଛି! ଏବେ ଆମେ, displayMessageକୁ Static କରିବା |
07:35 | ତେଣୁ, Public ପରେ ଟାଇପ୍ କରନ୍ତୁ Static |
07:40 | ଆମେ ଦେଖିପାରୁଛେ ଯେ, ଆମେ Static Method ଭିତରେ ଏକ Non-Static Methodକୁ କଲ୍ କରିପାରିବା ନାହିଁ |
07:47 | ତେଣୁ, ଆମେ ଏହି Callକୁ Comment କରିବା |
07:52 | ଯେହେତୁ Main ହେଉଛି ଏକ Static Method, ଆମେ ଏହା ଭିତରେ Static displyaMessage କଲ୍ କରିପାରିବା |
08:02 | ଏବେ, Static Method ପାଇଁ ଆମକୁ ଏକ ଅବଜେକ୍ଟ କ୍ରିଏଟ୍ କରିବା ଦରକାର ନାହିଁ |
08:07 | ତେଣୁ, ଆମେ ଏହି ଅବଜେକ୍ଟ କ୍ରିଏଶନ୍ କୁ Comment କରିବା |
08:11 | mdକୁ ମଧ୍ୟ ଆମେ ଡିଲିଟ୍ କରିବା |
08:18 | ଆପ୍ଲିକେଶନ୍ କୁ Run କରନ୍ତୁ |
08:22 | କନସୋଲ୍ ଉପରେ ଆମେ ଆଉଟପୁଟ୍ Hello Method ଓ 7କୁ ଦେଖିପାରୁଛେ. |
08:27 | ଆମେ 25କୁ ଦେଖିପାରୁନେ, କାରଣ ଆମେ Square Method ପାଇଁ କଲ୍ କୁ କମେଣ୍ଟ କରିଛେ |
08:34 | ଆମେ, ଅନ୍ୟ Classରୁ ମଧ୍ୟ Methodକୁ କଲ୍ କରିପାରିବା |
08:38 | ସେଥିପାଇଁ ମୁଁ ଏକ Class Demo କ୍ରିଏଟ୍ କରିଛି |
08:45 | Class ଭିତରେ, ଏକ Method କ୍ରିଏଟ୍ କରନ୍ତୁ |
08:48 | ଟାଇପ୍ କରନ୍ତୁ: public void show ପାରେନ୍ଥେସେସ୍ Enter |
08:56 | କର୍ଲୀ ବ୍ରାକେଟ୍ସ ଭିତରେ system ଡଟ୍ out ଡଟ୍ println |
09:07 | I am from other class |
09:13 | ଫାଇଲ୍ ସେଭ୍ କରନ୍ତୁ |
09:16 | MethodDemo Classକୁ ଫେରିଯାଆନ୍ତୁ |
09:19 | ଆମେ, MethodDemo Class ଭିତରେ ଏହି Show Methodକୁ କଲ୍ କରିବା |
09:28 | ସେଥିପାଇଁ ଆମକୁ, କ୍ଲାସ୍ Demoର ଅବଜେକ୍ଟ କ୍ରିଏଟ୍ କରିବାକୁ ପଡ଼ିବ |
09:22 | ଏହାର କାରଣ ହେଉଛି, Show ମେଥଡ୍, କ୍ଲାସ୍ Demo ସହ ସମ୍ୱନ୍ଧିତ ଅଟେ |
09:38 | ଟାଇପ୍ କରନ୍ତୁ: Demo d=new Demo ପାରେନ୍ଥେସେସ୍ ସେମିକୋଲନ୍ |
09:48 | ତା’ପରେ, ମେଥଡ୍ Showକୁ କଲ୍ କରନ୍ତୁ |
09:54 | ଏହି ଆପ୍ଲିକେଶନ୍ କୁ Run କରନ୍ତୁ |
09:58 | କନସୋଲ୍ ଉପରେ ଆମେ ଦେଖିପାରୁଛେ: I am from other class |
10:04 | ଏହିଭଳି Javaରେ Methods ବ୍ୟବହୃତ ହୋଇଥାଏ |
10:09 | Method Name ଓ Methodର ସିଗ୍ନେଚର୍ ରୁ ପାରାମିଟର୍ ତିଆରି ହୋଇଥାଏ |
10:14 | ଯେତେବେଳେକି, କର୍ଲୀ ବ୍ରାକେଟ୍ସ ଓ ଷ୍ଟେଟମେଣ୍ଟସ୍ Methodର ବଡୀ ଗଠନ କରନ୍ତି |
10:23 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
10:25 | ଏକ Method କ୍ରିଏଟ୍ କରିବା |
10:27 | ଏକ Method କଲ୍ କରିବା |
10:29 | ଏବଂ Methodsର ବିଭିନ୍ନ ସିଗ୍ନେଚର୍ସ |
10:32 | ସ୍ୱ-ମୂଲ୍ୟାଙ୍କନ ପାଇଁ, ଏକ Method କ୍ରିଏଟ୍ କରନ୍ତୁ, ଯାହା ଗୋଟିଏ ଇଣ୍ଟିଜର୍ ର ଘନ ପ୍ରିଣ୍ଟ କରେ |
10:38 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
10:41 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
10:47 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:50 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
10:58 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
11:02 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:08 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:12 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:18 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
11:27 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
11:29 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.,ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ. ଜୟ ହିନ୍ଦ |