Java/C2/Methods/Oriya

From Script | Spoken-Tutorial
Jump to: navigation, search
Time Narration
00:02 Javaରେ Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 ଏକ Method କ୍ରିଏଟ୍ କରିବା
00:10 ଓ ଏକ Method Call କରିବା
00:13 ଏଠାରେ ଆମେ ବ୍ୟବହାର କରୁଛୁ,Ubuntu 11.10
00:17 Java Development kit 1.6 ଓ
00:20 Eclipse 3.7.0
00:24 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ କମ୍ପାଇଲ୍ ଓ Run କରିବା ଜାଣିଥିବା ଆବଶ୍ୟକ
00:32 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org
00:40 ଗୋଟିଏ Java Method ହେଉଛି ଷ୍ଟେଟମେଣ୍ଟଗୁଡ଼ିକର ଏକ ସଂଗ୍ରହ, ଯାହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରଦର୍ଶନ କରେ
00:46 ଏବେ ଚାଲନ୍ତୁ ଏକ Method ଲେଖିବା
00:50 Eclipseରେ ମୁଁ, ଏକ ପ୍ରୋଜେକ୍ଟ Methods କ୍ରିଏଟ୍ କରିସାରିଛି
00:57 ପ୍ରୋଜେକ୍ଟରେ ମୁଁ, MethodDemo ନାମକ ଏକ Java Class କ୍ରିଏଟ୍ କରିଛି
01:06 Classରେ, Main Method ବାହାରେ, ଆମେ ଏକ Method ଲେଖିବା
01:13 ଟାଇପ୍ କରନ୍ତୁ: void methodର ନାମ
01:19 ଏହାର ନାମ ଦିଅନ୍ତୁ displayMessage ପାରେନ୍ଥେସେସ୍ Enter
01:29 ଓ Curly ବ୍ରାକେଟ୍ସ
01:32 ଗୋଟିଏ Method, ଏକ ଭାଲ୍ୟୁ ରିଟର୍ନ କରିପାରେ
01:34 କିନ୍ତୁ, ଯଦି ମେଥଡ୍ ଭାଲ୍ୟୁ ରିଟର୍ନ ନକରୁ ବୋଲି ଆପଣ ଚାହାନ୍ତିଁ, ତେବେ କୀୱର୍ଡ Void ବ୍ୟବହୃତ ହୁଏ
01:42 ଏବେ, କର୍ଲୀ ବ୍ରାକେଟ୍ସ ଭିତରେ ଏକ ମେସେଜ୍ ପ୍ରିଣ୍ଟ କରିବା
01:47 ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println Hello Method
02:06 ଆମେ ଏକ Method ଲେଖିଦେଲେ
02:10 ଆମେ ଏବେ, ଏହି Methodକୁ Call କରିବା
02:13 ତେଣୁ, Main Method ଭିତରେ ଆମେ MethodDemo Classର ଏକ Object କ୍ରିଏଟ୍ କରିବା
02:21 MethodDemo ଅବଜେକ୍ଟର ନାମ
02:26 ଏହାର ନାମ ଦିଅନ୍ତୁ md=new MethodDemo ପାରେନ୍ଥେସେସ୍ ସେମିକଲନ୍
02:37 ତେବେ ଆମେ, New ଅପରେଟର୍ ବ୍ୟବହାର କରି Class MethodDemoର ଏକ ଅବଜେକ୍ଟ md କ୍ରିଏଟ୍ କରିଦେଲେ
02:48 ଏବେ, displayMessageକୁ କଲ୍ କରିବା
02:51 ଟାଇପ୍ କରନ୍ତୁ: md ଡଟ୍ displayMessage();
03:00 Methodକୁ କଲ୍ କରିବା ପାଇଁ Dot ଅପରେଟର୍ ର ବ୍ୟବହାର କରାଯାଏ
03:06 Run ଆଇକନ୍ କ୍ଲିକ୍ କରି ଏହି ଆପ୍ଲିକେଶନ୍ କୁ Run କରନ୍ତୁ
03:14 କନସୋଲ୍ ଉପରେ ଆମେ ଆଉଟପୁଟ୍ କୁ ଦେଖିପାରୁଛେ.
03:20 ଏବେ, Void ବଦଳରେ ଏକ Integer ରିଟର୍ନ କରିବା
03:26 ଟାଇପ୍ କରନ୍ତୁ: int
03:32 ମେଥଡ୍ କୁ Public କରନ୍ତୁ, ଯାହାକୁ ସବୁ ଜାଗାରେ ଆକ୍ସେସ୍ କରିହେବ
03:37 ଡିଫଲ୍ଟ ଭାବରେ ଏହା Private ଅଟେ, ତାହାକୁ କେବଳ, ଯେଉଁ Classରେ ଲେଖାଯାଇଥାଏ, ତାହା ଭିତରେ ହିଁ ଆକ୍ସେସ୍ କରିହୁଏ
03:45 ବର୍ତ୍ତମାନ, ମେଥଡ୍ ଭିତରେ ଟାଇପ୍ କରନ୍ତୁ return seven ସେମିକୋଲନ୍
03:55 ମନେରଖନ୍ତୁ ଯେ, Methodରେ ସମସ୍ତ ଷ୍ଟେଟମେଣ୍ଟର ଶେଷରେ ଆମେ Return ଷ୍ଟେଟମେଣ୍ଟ ଲେଖିଛେ
04:02 ଏହାର କାରଣ ହେଉଛି, Return ଷ୍ଟେଟମେଣ୍ଟ ପରେ କୌଣସି ଅନ୍ୟ ଷ୍ଟେଟମେଣ୍ଟ ନିଷ୍ପାଦିତ ହୁଏ ନାହିଁ
04:08 Main Method ଭିତରେ, ଶେଷରେ, Print ଷ୍ଟେଟମେଣ୍ଟ ଟାଇପ୍ କରନ୍ତୁ
04:15 ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println();
04:23 ପାରେନ୍ଥେସେସ୍ ମଧ୍ୟରେ ଆମେ, Methodକୁ କଲ୍ କରିବା
04:28 ତେଣୁ, ପାରେନ୍ଥେସେସ୍ ଭିତରେ md ଡଟ୍ method ରଖନ୍ତୁ, ସେମିକୋଲନ୍ କାଢ଼ିଦିଅନ୍ତୁ
04:37 ଏହା, ମେଥଡ୍ ର Return ଭାଲ୍ୟୁ ପ୍ରିଣ୍ଟ କରେ
04:42 ଆପ୍ଲିକେଶନ୍ କୁ Run କରନ୍ତୁ
04:45 ଆଉଟପୁଟ୍ ରେ ଭାଲ୍ୟୁ 7 ପ୍ରିଣ୍ଟ ହେଲା
04:51 ଏବେ ଆମେ ଆଉ ଏକ ମେଥଡ୍ ଲେଖିବା ଓ ତାକୁ displayMessageରେ କଲ୍ କରିବା
04:59 ଟାଇପ୍ କରନ୍ତୁ: public void method name square ପାରେନ୍ଥେସେସ୍ ରେ int a
05:15 ଏଠାରେ ଆମେ, ଆମର ମେଥଡ୍ କୁ ପାରାମିଟର୍ ଭାବେ int a ଦେଉଛେ
05:20 କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ a into a
05:37 ଆମେ ଏକ Square Method ଲେଖିଦେଲେ
05:40 ତାହା, ଗୋଟିଏ ଇଣ୍ଟିଜର୍ ର ଏକ Square ପ୍ରଦର୍ଶିତ କରିବ, ଯାହା ପାରାମିଟର୍ ଭାବେ ଦିଆଯାଇଛି
05:48 ଏବେ ଚାଲନ୍ତୁ, displayMessage ମେଥଡ୍ ରେ ଏହି ମେଥଡ୍ କୁ କଲ୍ କରିବା
05:53 ଟାଇପ୍ କରନ୍ତୁ: square ପାରେନ୍ଥେସେସ୍ ମଧ୍ୟରେ ଏକ integer 5 ସେମିକୋଲନ୍
06:07 ଏହି ଆପ୍ଲିକେଶନ୍ କୁ Run କରନ୍ତୁ
06:12 ଆମେ ଦେଖିପାରୁଛେ ଯେ, 5ର ବର୍ଗ ପ୍ରଦର୍ଶିତ ହେଲା, ଯାହା ହେଉଛି 25
06:19 ଏବେ ଚାଲନ୍ତୁ, ଆପ୍ଲିକେଶନ୍ ର ଫ୍ଲୋକୁ ବୁଝିବା
06:24 ପ୍ରାରମ୍ଭିକ ପଏଣ୍ଟ ହେଉଛି Main Method
06:29 Main Methodରେ ଆମେ, ପ୍ରଥମେ displayMessage କଲ୍ କଲେ
06:34 ଆଉ ନିୟନ୍ତ୍ରଣ displayMessageକୁ ଚାଲିଗଲା
06:40 ଏବଂ displayMessageରେ ଥିବା ସମସ୍ତ ଷ୍ଟେଟମେଣ୍ଟସ୍ ନିଷ୍ପାଦିତ ହେଲା
06:45 ପ୍ରଥମଟି ହେଉଛି Print ଷ୍ଟେଟମେଣ୍ଟ
06:50 ତା’ପରେ ତାହା Square ମେଥଡ୍ କୁ ଆସେ
06:54 ଆଉ ନିୟନ୍ତ୍ରଣ Square ମେଥଡ୍ କୁ ଚାଲିଯାଏ
06:57 ସ୍କ୍ୱୟାର୍ ମେଥଡ୍, ଏକ Integer 5 ନିଏ ଓ ତାହାର ବର୍ଗ ରିଟର୍ନ କରେ, ଯାହା ହେଉଛି 25
07:06 ତା’ପରେ ନିୟନ୍ତ୍ରଣ displayMessageକୁ ଫେରିଯାଏ
07:10 ଆଉ ତାହା ଭାଲ୍ୟୁ 7 ରିଟର୍ନ କରେ
07:14 ତା’ପରେ ନିୟନ୍ତ୍ରଣ Main Functionକୁ ଫେରିଯାଏ
07:20 ଯେହେତୁ ନିଷ୍ପାଦିତ କରିବାକୁ ଆଉ କୌଣସି ଷ୍ଟେଟମେଣ୍ଟ ରହିଲା ନାହିଁ, Main Methodରେ ଆପ୍ଲିକେଶନ୍ ବନ୍ଦ ହୋଇଯାଏ
07:29 ଠିକ୍ ଅଛି! ଏବେ ଆମେ, displayMessageକୁ Static କରିବା
07:35 ତେଣୁ, Public ପରେ ଟାଇପ୍ କରନ୍ତୁ Static
07:40 ଆମେ ଦେଖିପାରୁଛେ ଯେ, ଆମେ Static Method ଭିତରେ ଏକ Non-Static Methodକୁ କଲ୍ କରିପାରିବା ନାହିଁ
07:47 ତେଣୁ, ଆମେ ଏହି Callକୁ Comment କରିବା
07:52 ଯେହେତୁ Main ହେଉଛି ଏକ Static Method, ଆମେ ଏହା ଭିତରେ Static displyaMessage କଲ୍ କରିପାରିବା
08:02 ଏବେ, Static Method ପାଇଁ ଆମକୁ ଏକ ଅବଜେକ୍ଟ କ୍ରିଏଟ୍ କରିବା ଦରକାର ନାହିଁ
08:07 ତେଣୁ, ଆମେ ଏହି ଅବଜେକ୍ଟ କ୍ରିଏଶନ୍ କୁ Comment କରିବା
08:11 mdକୁ ମଧ୍ୟ ଆମେ ଡିଲିଟ୍ କରିବା
08:18 ଆପ୍ଲିକେଶନ୍ କୁ Run କରନ୍ତୁ
08:22 କନସୋଲ୍ ଉପରେ ଆମେ ଆଉଟପୁଟ୍ Hello Method ଓ 7କୁ ଦେଖିପାରୁଛେ.
08:27 ଆମେ 25କୁ ଦେଖିପାରୁନେ, କାରଣ ଆମେ Square Method ପାଇଁ କଲ୍ କୁ କମେଣ୍ଟ କରିଛେ
08:34 ଆମେ, ଅନ୍ୟ Classରୁ ମଧ୍ୟ Methodକୁ କଲ୍ କରିପାରିବା
08:38 ସେଥିପାଇଁ ମୁଁ ଏକ Class Demo କ୍ରିଏଟ୍ କରିଛି
08:45 Class ଭିତରେ, ଏକ Method କ୍ରିଏଟ୍ କରନ୍ତୁ
08:48 ଟାଇପ୍ କରନ୍ତୁ: public void show ପାରେନ୍ଥେସେସ୍ Enter
08:56 କର୍ଲୀ ବ୍ରାକେଟ୍ସ ଭିତରେ system ଡଟ୍ out ଡଟ୍ println
09:07 I am from other class
09:13 ଫାଇଲ୍ ସେଭ୍ କରନ୍ତୁ
09:16 MethodDemo Classକୁ ଫେରିଯାଆନ୍ତୁ
09:19 ଆମେ, MethodDemo Class ଭିତରେ ଏହି Show Methodକୁ କଲ୍ କରିବା
09:28 ସେଥିପାଇଁ ଆମକୁ, କ୍ଲାସ୍ Demoର ଅବଜେକ୍ଟ କ୍ରିଏଟ୍ କରିବାକୁ ପଡ଼ିବ
09:32 ଏହାର କାରଣ ହେଉଛି, Show ମେଥଡ୍, କ୍ଲାସ୍ Demo ସହ ସମ୍ୱନ୍ଧିତ ଅଟେ
09:38 ଟାଇପ୍ କରନ୍ତୁ: Demo d=new Demo ପାରେନ୍ଥେସେସ୍ ସେମିକୋଲନ୍
09:48 ତା’ପରେ, ମେଥଡ୍ Showକୁ କଲ୍ କରନ୍ତୁ
09:54 ଏହି ଆପ୍ଲିକେଶନ୍ କୁ Run କରନ୍ତୁ
09:58 କନସୋଲ୍ ଉପରେ ଆମେ ଦେଖିପାରୁଛେ: I am from other class
10:04 ଏହିଭଳି Javaରେ Methods ବ୍ୟବହୃତ ହୋଇଥାଏ
10:09 Method Name ଓ Methodର ସିଗ୍ନେଚର୍ ରୁ ପାରାମିଟର୍ ତିଆରି ହୋଇଥାଏ
10:14 ଯେତେବେଳେକି, କର୍ଲୀ ବ୍ରାକେଟ୍ସ ଓ ଷ୍ଟେଟମେଣ୍ଟସ୍ Methodର ବଡୀ ଗଠନ କରନ୍ତି
10:23 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
10:25 ଏକ Method କ୍ରିଏଟ୍ କରିବା
10:27 ଏକ Method କଲ୍ କରିବା
10:29 ଏବଂ Methodsର ବିଭିନ୍ନ ସିଗ୍ନେଚର୍ସ
10:32 ସ୍ୱ-ମୂଲ୍ୟାଙ୍କନ ପାଇଁ, ଏକ Method କ୍ରିଏଟ୍ କରନ୍ତୁ, ଯାହା ଗୋଟିଏ ଇଣ୍ଟିଜର୍ ର ଘନ ପ୍ରିଣ୍ଟ କରେ
10:38 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
10:41 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
10:47 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:50 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:56 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
10:58 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:02 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:08 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:12 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:18 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
11:27 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
11:29 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.,ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ. ଜୟ ହିନ୍ଦ

Contributors and Content Editors

PoojaMoolya, Pradeep