Difference between revisions of "Drupal/C3/Styling-a-Page-using-Themes/Oriya"

From Script | Spoken-Tutorial
Jump to: navigation, search
Line 8: Line 8:
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା  
Themesର ପରିଚୟ
+
Thmes ଖୋଜିବା ଓ  
+
ଏକ ବେସିକ୍ Theme ଇନଷ୍ଟଲ୍ କରିବା  
+
 
|-
 
|-
 
|00:16
 
|00:16
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
Drupal 8 ଓ  
+
Firefox ୱେବ୍ ବ୍ରାଉଜର୍
+
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
 
|-
 
|-
 
|00:30
 
|00:30
Line 39: Line 32:
 
|-
 
|-
 
|00:55
 
|00:55
| ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା.  
+
| ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ  
+
କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
+
 
|-
 
|-
 
|01:11
 
|01:11
Line 179: Line 170:
 
|-
 
|-
 
|05:12
 
|05:12
| ଆଉ ଆପଣ Zircon ଦେଖିବେ.  
+
| ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout
A flexible, recolorable theme with many regions and a responsive mobile first layout
+
 
|-
 
|-
 
|05:21
 
|05:21
Line 186: Line 176:
 
|-
 
|-
 
|05:25
 
|05:25
| ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ-  
+
| ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ :  ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ :  ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
ନମ୍ୱର୍ ଏକ :  ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ :  ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
+
 
|-
 
|-
 
|05:38
 
|05:38
Line 235: Line 224:
 
|-
 
|-
 
|06:39
 
|06:39
| Help
+
| Help, Sidebar First, Sidebar second, Content
Sidebar First
+
Sidebar second
+
Content
+
 
|-
 
|-
 
|06:44
 
|06:44
| Panel First
+
| Panel First Panel Second 1, 2, 3 ଓ 4  ଓ ତା’ପରେ ଏକ Footer Region ଅଛି
Panel Second 1, 2, 3 ଓ 4  ଓ ତା’ପରେ ଏକ Footer Region ଅଛି
+
 
|-
 
|-
 
|06:53
 
|06:53
Line 299: Line 284:
 
|-
 
|-
 
|08:26
 
|08:26
| Tools Menuକୁ ନେଇ Sidebar Second ଭିତରେ ରଖିବା.  
+
| Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ  
ଏହାକୁ ଆମେ ପୂର୍ବରୁ କରିନାହେଁ  
+
 
|-
 
|-
 
|08:34
 
|08:34
Line 315: Line 299:
 
|-
 
|-
 
|08:47
 
|08:47
| ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା.  
+
| ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
+
 
|-
 
|-
 
|08:58
 
|08:58
Line 340: Line 323:
 
|-
 
|-
 
|09:37
 
|09:37
| ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ.  
+
| ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
+
 
|-
 
|-
 
|09:48
 
|09:48
| Themes ହେଉଛି ବହୁତ ବଢ଼ିଆ.  ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.  
+
| Themes ହେଉଛି ବହୁତ ବଢ଼ିଆ.  ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
+
 
|-
 
|-
 
|09:58
 
|09:58
Line 360: Line 341:
 
|-
 
|-
 
|10:24
 
|10:24
| ସଂକ୍ଷିପ୍ତରେ | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
| ସଂକ୍ଷିପ୍ତରେ | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା  
Themesର ପରିଚୟ
+
Themes ଖୋଜିବା ଓ
+
ଏକ ବେସିକ୍ Theme ଇନଷ୍ଟଲ୍ କରିବା  
+
 
|-
 
|-
 
|10:45
 
|10:45

Revision as of 17:34, 14 October 2016

Time Narration
00:01 Styling a Page Using Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:30 ପୂର୍ବେ ଉଲ୍ଲିଖିତ ଅନୁସାରେ, ଗୋଟିଏ Drupal Websiteକୁ ଆମେ ନିଜ ଅନୁସାରେ, ତିଆରି କରିପାରିବା
00:36 ଅନେକ Drupal ସାଇଟ୍ସରୁ ଏଠାରେ କିଛି ଭିନ୍ନ ଲୂକ୍ସ ଓ ଫୀଲ୍ସ ଅଛି
00:42 ଦେଖନ୍ତୁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ
00:45 ଏହା, Theme ଉପରେ ପର୍ଯ୍ୟବେସିତ
00:48 Themes, ଆପଣଙ୍କ ଅନୁସାରେ ଆପଣଙ୍କର ୱେବ୍ ସାଇଟ୍ କୁ ତିଆରି କରିପାରିବ
00:51 Themes ବିଷୟରେ ମନେରଖିବାକୁ ଏଠାରେ କିଛି ଜିନିଷ ଦିଆଗଲା
00:55 ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
01:11 କିମ୍ୱା ଆମେ Artisteer.comରୁ Artisteer ପରି ନିଜର Theme କ୍ରିଏଟ୍ କରିପାରିବା, ଯେପରି ସ୍କ୍ରାଚ୍ ରୁ ତିଆରି କରନ୍ତୁ
01:19 drupal.org/project/themesରେ Contributed Themes ମିଳିଥାଏ
01:26 Block Regions, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
01:29 ତେଣୁ, ଆମ ୱେବ୍ ସାଇଟ୍ ରେ Blocksକୁ କେଉଁଠାରେ ରଖିବା, ହେଉଛି ଥିମିଙ୍ଗ୍ ପ୍ରକ୍ରିୟାର ଅଂଶ
01:36 ଯଦି ଆମ ପାଖରେ ଠିକ୍ Region ନାହିଁ, ତେବେ ତାହା ଏକ Theme ସମସ୍ୟା, Block ସମସ୍ୟା ନୁହେଁ
01:42 ଏବେ ଚାଲନ୍ତୁ, Themesକୁ ଆଉ ଟିକିଏ ଅଧିକକରି ବୁଝିବା
01:46 drupal.orgରେ ଆମେ କିଛି ଚମତ୍କାର Themes ପାଇପାରିବା
01:51 drupal.org/projects/themesକୁ ଯାଆନ୍ତୁ
01:56 Drupal ପାଇଁ ଉପଲବ୍ଧ ଥିବା କେତେକ Themesକୁ ଚାଲନ୍ତୁ ଦେଖିବା
02:01 ଆମର Modules ଟ୍ୟୁଟୋରିଆଲ୍ ରୁ ମନେପକାନ୍ତୁ. ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଦ୍ୱାରା ଆମକୁ ଫିଲ୍ଟର୍ କରିବାକୁ ହେବ
02:10 ଏଠାରେ 2205 Themes ଅଛି. ଆମେ ଯେତେବେଳେ Drupal 8ରେ କ୍ଲିକ୍ କରେ, ଏହା ଅଳ୍ପ ସଂଖ୍ୟାକୁ ଚାଲିଆସେ
02:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ ହେବା ପରେ, ନୂଆ Themes ଯୋଡ଼ାହେବା ସହିତ ଆପଣ ଏବେ ଅଧିକ ସଂଖ୍ୟା ଦେଖିପାରନ୍ତି
02:25 ଏବେ ଚାଲନ୍ତୁ, Themesକୁ କିପରି ଖୋଜି ମୂଲ୍ୟାଙ୍କନ କରାଯାଏ, ଜାଣିବା
02:30 ଏହା, Modules ସହିତ ବହୁତ ସମାନ
02:33 ଆମେ drupal.orgରେ ଆରମ୍ଭ କରିବା
02:36 ଏବେ, ଯେତେବେଳେ ଆମେ Core Compatibility ଦ୍ୱାରା ଫିଲ୍ଟର୍ କରେ, ସେଗୁଡ଼ିକ ଆପେ ଆପେ Most Installed ଦ୍ୱାରା ସର୍ଟ ହୋଇଥାଏ
02:43 ଏହି ସ୍ଥାନରେ Adaptive Theme ହେଉଛି ଏକ ନମ୍ୱର୍
02:46 ଓ Bootstrap ହେଉଛି ଦୁଇ ନମ୍ୱର୍
02:50 Bootstrap ଉପରେ କ୍ଲିକ୍ କରନ୍ତୁ
02:53 Module ଟ୍ୟୁଟୋରିଆଲ୍ ରୁ ଆମର DMV ଉଦାହରଣ ମନେପଡୁଛି? ଏଠାରେ ବି ସେହି ଜିନିଷ
02:59 ଆପଣଙ୍କୁ ପ୍ରଥମେ Documentation ପଢ଼ିବାକୁ ହେବ
03:02 ତା’ପରେ Maintainers ଦେଖନ୍ତୁ
03:05 ଆଉ, Versions ଓ Project Informations ଦେଖନ୍ତୁ
03:08 ରେକର୍ଡିଙ୍ଗ୍ ସମୟରେ, ଏହି ନିର୍ଦ୍ଦିଷ୍ଟ Theme, Drupal 8 x 3.0 Alpha 1 Versionରେ ଅଛି
03:16 ଓ ଗୋଟିଏ Development Version ମଧ୍ୟ ଅଛି
03:20 ପରେ, ଏଠାରେ, ସବୁଜଠାରେ, ଏହି Themeର ଏକ Drupal 8 ଭର୍ସନ୍ ହେବ
03:27 ଗୋଟିଏ Contributed Theme ଅନେକ ପ୍ରକାରର ମଧ୍ୟ ହୋଇପାରେ. ଏଥିରେ, Themesର 3ଟି ଭିନ୍ନ ପ୍ରକାର ଅଛି
03:34 ଆମେ, ବହୁତ ସରଳ Contributed Theme ରଖିପାରିବା, ଯାହାକୁ ଆପଣ ଗୋଟିଏ ପଏଣ୍ଟକୁ କନଫିଗର୍ କରିପାରିବେ
03:40 ଆମେ, Bootstrap କିମ୍ୱା Zen ପରି Starter Themes ରଖିପାରିବା
03:46 ନିଜସ୍ୱ CSS ରଖିବା ପାଇଁ ଏହା ଆପଣଙ୍କୁ କେବଳ ଗୋଟିଏ ଖାଲି ସ୍କ୍ରୀନ୍ ଓ ଛୋଟ Framework ଦେବ
03:52 କିମ୍ୱା ଆପଣ ଗୋଟିଏ Base Theme ରଖିପାରିବେ. ଏହା, ତାହା ଉପରେ ରଖାଯାଇଥିବା ଅନ୍ୟ Sub-Themes, ଯେପରି Adaptive Theme, ରଖିବା ପାଇଁ ଡିଜାଇନ୍ କରାଯାଇଛି
04:02 କିନ୍ତୁ, ଏଠାରେ ସମସ୍ତ ନିୟମ ସମାନ
04:05 Documentationକୁ ଦେଖନ୍ତୁ. Maintainersକୁ ଦେଖନ୍ତୁ ଓ Versionsକୁ ଦେଖନ୍ତୁ
04:11 ଆମେ ଏବେ, ଏକ Contributed Theme ଇନଷ୍ଟଲ୍ କରିବା
04:13 drupal.org/projects/zirconକୁ ଯାଆନ୍ତୁ
04:20 ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା ଏକ ବଢ଼ିଆ Theme, ଯାହା ବିଶେଷକରି Drupal 7 ଓ 8 ପାଇଁ ବିକଶିତ କରାଯାଇଛି
04:28 ଏହା ଅନେକ ସାଇଟ୍ ରେ ବ୍ୟବହୃତ ହୁଏନାହିଁ
04:31 ଆମେ, ଏହି Theme ବ୍ୟବହାର କରିବା, କାରଣ ଏହା ଏବେ Drupal 8 ପାଇଁ ପ୍ରସ୍ତୁତ
04:37 tar,gz ଉପରେ କ୍ଲିକ୍ କରି ସେହି ଲିଙ୍କ୍ କୁ କପୀ କରନ୍ତୁ. ଏହା, Modules ଇନଷ୍ଟଲ୍ କରିବା ସହ ସମାନ. ଆମ ସାଇଟ୍ କୁ ଫେରିଆସନ୍ତୁ
04:47 ଏଥରକ Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
04:52 ପୁଣିଥରେ, Modules ପରି ସମାନ ପ୍ରକ୍ରିୟା
04:56 ସେହି URLକୁ ପେଷ୍ଟ କରି Install କ୍ଲିକ୍ କରନ୍ତୁ
05:00 Themeଟି, ଆମ Web Serverକୁ ଡାଉନଲୋଡ୍ ହେଲା, ଆଉ ଆମେ ଏହାକୁ ON କରିପାରିବା
05:06 Install Newly Added Themes କ୍ଲିକ୍ କରନ୍ତୁ
05:09 ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.
05:12 ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout
05:21 Install and set as default କ୍ଲିକ୍ କରନ୍ତୁ
05:25 ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ : ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ : ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
05:38 Settings ଉପରେ ଚାଲନ୍ତୁ ଏବେ ନଜର ପକାଇବା
05:42 Settings ଉପରେ କ୍ଲିକ୍ କରନ୍ତୁ
05:45 Zirconରେ ସାଧାରଣ Toggle Display
05:49 ଓ Shortcut ଆଇକନ୍ ଅଛି
05:51 ପୁଣିଥରେ, ଯଦି ଆପଣ, Global Settings
05:56 ଓ LOGO IMAGE SETTINGS ଅନ୍ତର୍ଗତ ଥିବା ଲୋଗୋକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ
05:59 Save କ୍ଲିକ୍ କରନ୍ତୁ.
06:02 ଓ ତା’ପରେ ଆମର ସାଇଟ୍ କୁ ଯାଆନ୍ତୁ
06:04 ଏହା ହେଉଛି Zircon, ଯାହା Drupal ପାଇଁ ସମ୍ପୂର୍ଣ୍ଣ ନମନୀୟ, ସୁଦୃଢ ଓ ବୈଶ୍ୱିକ ଅନୁକୂଳ Theme ଅଟେ
06:11 Structure ଓ Blocksକୁ ଯାଆନ୍ତୁ
06:15 ଆଉ Demonstrate block regions for Zircon ଉପରେ କ୍ଲିକ୍ କରନ୍ତୁ
06:19 ଆମେ ଏଠାରେ, ଅନେକ Block Regions ଦେଖିବା
06:22 ଗୋଟିଏ Header Region. Main Menu, Main Menu Block Regionମ ଭିତରକୁ ଯିବା ଦରକାର, କାରଣ ତାହାପରେ ଏହା ସଠିକ୍ ଫର୍ମାଟିଙ୍ଗ୍ ପାଇବ
06:32 ଯଦି ଆପଣ, View Slideshow ପରି କିଛି ବ୍ୟବହାର କରୁଥା’ନ୍ତି, ତେବେ ତା’ପାଇଁ ଏକ Slideshow Region
06:37 ଏକ Featured block region
06:39 Help, Sidebar First, Sidebar second, Content
06:44 Panel First Panel Second 1, 2, 3 ଓ 4 ଓ ତା’ପରେ ଏକ Footer Region ଅଛି
06:53 ଧ୍ୟାନଦିଅନ୍ତୁ ଯେ, ଆମର ଡିଫଲ୍ଟ Themeରେ ଥିବା କିଛି Regions, ଆଉ ଉପଲବ୍ଧ ନାହିଁ
07:00 ଚାଲନ୍ତୁ ଦେଖିବା, ଆମକୁ ଏଠାରେ କ’ଣ କରିବା ଦରକାର ହେବ
07:03 Header Regionରେ ଅନେକ ଜିନିଷ ଅଛି. Footer Region, ଯାହାକୁ ଆମେ Powered By Drupal ଆସାଇନ୍ କରିଛେ, ଆଉ ଉପସ୍ଥିତ ନାହିଁ
07:14 Footerରେ ଆମେ ତାକୁ ପୁଣି ରଖିବା
07:17 ତାହା, Headerରୁ ତୁରନ୍ତ ଉଭାନ୍ ହୋଇଯିବ
07:20 Headerରୁ Status Message କାଢ଼ିଦିଅନ୍ତୁ ଓ ମେସେଜେସ୍ ରେ ରଖନ୍ତୁ
07:26 Footerରେ ପୁଣିଥରେ Footer Menu ରଖନ୍ତୁ
07:30 Search, Site Branding ଓ User Account Menuକୁ ଆମେ, ସେଗୁଡ଼ିକ ଯେଉଁଠାରେ ଅଛନ୍ତି, ସେହିଠାରେ ଛାଡ଼ିଦେବା
07:36 Primary Menu ଭୁଲ୍ ଜାଗାରେ ଅଛି, କିନ୍ତୁ ଚାଲନ୍ତୁ ତା’ ଉପରେ ନଜର ପକାଇବା
07:42 Save Blocks କ୍ଲିକ୍ କରନ୍ତୁ
07:44 ଆମ ସାଇଟ୍ କୁ ଫେରିଯାଆନ୍ତୁ
07:47 ଆଉ ଦେଖନ୍ତୁ, Main Menu କୋଉଠି ଦେଖାଯାଉନି. ତାହାର କାରଣ ହେଉଛି, Themeରେ Primary Menu ନାହିଁ
07:55 ତେଣୁ, ଆମେ ଆମର Main Navigation ନେବା ଓ ତାକୁ Main Menuରେ ବଦଳାଇଦେବା
08:01 ତଳକୁ ସ୍କ୍ରୋଲ୍ କରନ୍ତୁ...ଚାଲନ୍ତୁ ନଜର ପକାଇବା
08:05 ଆମର କଣ୍ଟେଣ୍ଟ ଏରିଆରେ, Help Block ଅଛି
08:09 ତାକୁ Helpରେ ରଖନ୍ତୁ
08:12 Page Title, Primary Admin Actions ଓ Page Tabs ଠିକ୍ ଅଛି
08:18 Sidebar First, Welcome to Drupalville, Book Navigation, Recent Events Added ଓ Tools
08:26 Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ
08:34 ଏଠାରେ ଚାରୋଟି Panel Regions ଅଛି, ଯେଉଁଥିରେ ଆମେ ଯାହା ଚାହିଁବା ରଖିପାରିବା
08:39 ଏବେ, Save କ୍ଲିକ୍ କରନ୍ତୁ
08:41 ଆଉ ଆମେ ଯାହା କଲେ, ଚାଲନ୍ତୁ ତାହା ଉପରେ ନଜର ପକାଇବା
08:44 ଏବେ ଏହା ବହୁତ ବଢ଼ିଆ ହେଲା
08:47 ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
08:58 BOOK NAVIGATION, RECENTLY ADDED EVENTS ବାମପଟେ ଅଛି
09:03 ଆଉ Tools ଡାହାଣପଟେ. ପୁଣିଥରେ Sidebar First ଓ Sidebar Second
09:10 ଓ ସମସ୍ତ କଣ୍ଟେଣ୍ଟ ମଝିରେ ରହିଛି
09:12 ଏଠାରେ କିଛି ଜିନିଷ କହିବାର ଅଛି
09:15 ଆମେ, ଆମର Themes ବଦଳାଇଛେ. ଆମର କଣ୍ଟେଣ୍ଟ ବ୍ୟତୀତ ସବୁକିଛି ବଦଳିଯାଇଛି
09:20 ଆମେ, ନୂଆ Fonts, ନୂଆ Font Style, ନୂଆ H3 Tags, ନୂଆ Block Regions, Layouts ଓ ନୂଆ Footer Area ପାଇଛେ
09:31 କିନ୍ତୁ, ଯାହା ବଦଳିନାହିଁ, ତାହା ହେଉଛି ଆମର Content ଓ ଆମ କଣ୍ଟେଣ୍ଟର ପ୍ରକୃତ Layout
09:37 ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
09:48 Themes ହେଉଛି ବହୁତ ବଢ଼ିଆ. ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
09:58 ଆପଣ, drupal.org/projects/themesକୁ ଆସିପାରନ୍ତି. ଉପଲବ୍ଧ ଥିବା କିଛି Drupal 8 Themes ଉପରେ ନଜର ପକାନ୍ତୁ
10:08 ଆପଣଙ୍କ ପସନ୍ଦାନୁସାରେ Themes ଆଣି ଇନଷ୍ଟଲ୍ କରନ୍ତୁ ଓ କାମ କରନ୍ତୁ
10:13 ଆପଣଙ୍କ ସାଇଟ୍ ରେ Themes କିପରି ପ୍ରଭାବ ପକାଏ, ତାହା ଜାଣିବା ପାଇଁ ଏହା ହେଉଛି ଏକ ଉତ୍ତମ ମାର୍ଗ. ଆପଣଙ୍କ ଇଚ୍ଛାନୁସାରେ ଆପଣ ଡିଜାଇନ୍ ପାଇପାରିବେ
10:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:24 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା
10:45 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:54 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
11: 19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep