Difference between revisions of "Java/C2/Switch-Case/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:02 | Javaରେ Switch Case ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |-...") |
PoojaMoolya (Talk | contribs) |
||
Line 12: | Line 12: | ||
|00:11 | |00:11 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | ||
− | + | Ubuntu 11.10 | |
− | + | JDK 1.6 ଓ | |
− | + | Eclipse 3.7 | |
|- | |- | ||
|00:21 | |00:21 |
Revision as of 15:44, 21 February 2017
Time | Narration |
00:02 | Javaରେ Switch Case ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, Javaରେ Switch Case Construct କିପରି ବ୍ୟବହାର କରାଯାଏ, ଶିଖିବା |
00:11 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
00:21 | ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ |
00:25 | ଯଦି ନାହିଁ, ତେବେ ଦୟାକରି ଆମ ୱେବସାଇଟ୍ ରେ ଥିବା ଏହି ବିଷୟ ଉପରେ ଉପଲବ୍ଧ ଟ୍ୟୁଟୋରିଆଲ୍ ଦେଖନ୍ତୁ [1] |
00:32 | Switch Case: ଗୋଟିଏ ଭେରିଏବଲର ଭାଲ୍ୟୁ ଉପରେ ଭିତ୍ତିକରି କାର୍ଯ୍ୟ ପ୍ରଦର୍ଶନ ପାଇଁ Switch Case ବ୍ୟବହୃତ ହୋଇଥାଏ |
00:39 | ଏହା ହେଉଛି ଗୋଟିଏ Switch Case ପାଇଁ ସିଣ୍ଟାକ୍ସ |
00:44 | ଚାଲନ୍ତୁ, ଏବେ ଏହାକୁ ବ୍ୟବହାର କରିବା |
00:47 | ମୁଁ Eclipse ଖୋଲିସାରିଛି |
00:49 | ମୁଁ, SwitchCaseDemo ନାମକ ଗୋଟିଏ Class କ୍ରିଏଟ୍ କରିସାରିଛି |
00:53 | ଏବେ ଆଉ କିଛି ଭେରିଏବଲ୍ସ ଆଡ୍ କରିବା |
00:57 | ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଏକ ଭେରିଏବଲ୍ day କ୍ରିଏଟ୍ କରିବା |
01:02 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int day, ଆଉ ଆମେ ଏହାକୁ ଗୋଟିଏ ଭାଲ୍ୟୁ ଇକ୍ୱାଲ୍ ଟୁ (=) 3 ସେମିକଲନ୍ ଦେଇପାରିବା |
01:12 | ଟାଇପ୍ Stringର dName ଭେରିଏବଲ୍ କ୍ରିଏଟ୍ କରନ୍ତୁ |
01:18 | ଷ୍ଟ୍ରିଙ୍ଗ୍ dNameକୁ ଆମେ ଶୂନ୍ ରୁ ଆରମ୍ଭ କରିପାରିବା |
01:25 | ଏଠାରେ, ସପ୍ତାହର ଦିନଗୁଡ଼ିକର ନାମ ଧରିରଖିବା ପାଇଁ dName ହେଉଛି ଏକ ଭେରିଏବଲ୍ |
01:34 | day, ଦିନ ସଂଖ୍ୟା ଷ୍ଟୋର୍ କରେ |
01:36 | ଏବେ ଆମେ, Switch Case ଷ୍ଟେଟମେଣ୍ଟ ଟାଇପ୍ କରିବା. ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: |
01:43 | switch ବ୍ରାକେଟ୍ସ ମଧ୍ୟରେ day, ତା’ପରେ ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ |
01:52 | Cases ପାଇଁ କେଉଁ ଭେରିଏବଲ୍ କୁ ବିଚାର କରାଯାଏ, ତାହାକୁ ଏହି ଷ୍ଟେଟମେଣ୍ଟ ପରିଭାଷିତ କରେ |
01:59 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: |
02:01 | case 0 କଲନ୍ |
02:04 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Sunday ସେମିକଲନ୍ |
02:14 | ତା’ପରେ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍ ରେ Break; |
02:17 | ଏହି ଷ୍ଟେଟମେଣ୍ଟ କୁହେ ଯେ, ଯଦି day ହେଉଛି 0, ତେବେ dName ନିଶ୍ଚିତ ଭାବେ Sunday ସେଟ୍ ହେବା ଦରକାର |
02:26 | ଧ୍ୟାନଦିଅନ୍ତୁ ଯେ, ଗୋଟିଏ Break ଷ୍ଟେଟମେଣ୍ଟ ନିଶ୍ଚିତ ଭାବେ ପ୍ରତ୍ୟେକ Caseର ଶେଷରେ ବ୍ୟବହୃତ ହେବା ଆବଶ୍ୟକ |
02:31 | Break ଷ୍ଟେଟମେଣ୍ଟ ବିନା, Switch Case ଏକ ଜଟିଳ ଶୈଳୀରେ କାର୍ଯ୍ୟ କରିଥାଏ |
02:35 | ଟ୍ୟୁଟୋରିଆଲ୍ ର ପରବର୍ତ୍ତୀ ଭାଗରେ ଏହା ବର୍ଣ୍ଣନା କରାଯିବ |
02:40 | ସେହିପରି, ଚାଲନ୍ତୁ ଅବଶିଷ୍ଟ Cases ଟାଇପ୍ କରିବା |
02:45 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: case 1 କଲନ୍ |
02:50 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Monday ସେମିକଲନ୍ |
02:56 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break; |
02:58 | ତା’ପରେ ଟାଇପ୍ କରନ୍ତୁ: case 2 କଲନ୍ |
03:01 | ପରବର୍ତ୍ତୀ ଲାଇନ୍, dName ଇକ୍ୱାଲ୍ ଟୁ Tuesday ସେମିକଲନ୍ |
03:06 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break; |
03:08 | ତା’ପର ଲାଇନ୍, Case 3 କଲନ୍ |
03:12 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wednesday, ତା’ପରେ ସେମିକଲନ୍ |
03:18 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break; |
03:20 | ତା’ପରେ case 4 କଲନ୍ |
03:24 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Thursday ସେମିକଲନ୍ |
03:32 | ତା’ପରେ break |
03:24 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: case 5 କଲନ୍ |
03:37 | dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Friday, ତା’ପରେ ସେମିକଲନ୍ |
03:41 | ତା’ପରେ break |
03:43 | ତା’ପରେ case 6 କଲନ୍ |
03:47 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Saturday, ତା’ପରେ ସେମିକଲନ୍ |
03:55 | ତା’ପରେ ଟାଇପ୍ କରନ୍ତୁ: break ସେମିକଲନ୍ |
03:59 | ତା’ପରେ ବ୍ରାକେଟ୍ସ ବନ୍ଦ କରନ୍ତୁ |
04:03 | ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ |
04:07 | ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ ଭିତରେ dName ତା’ପରେ ସେମିକଲନ୍ |
04:16 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ |
04:20 | Ctrl S ଓ Ctrl F11 କୀଜ୍ ଦାବନ୍ତୁ |
04:25 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: Wednesday, ଯାହା Case 3 ସହିତ ସମ୍ୱନ୍ଧିତ |
04:31 | ଏବେ ଚାଲନ୍ତୁ, dayର ଭାଲ୍ୟୁକୁ ବଦଳାଇ ଆଉଟପୁଟ୍ ଦେଖିବା |
04:35 | 3କୁ 0ରେ ବଦଳାନ୍ତୁ |
04:38 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ |
04:40 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି Sunday, ଯାହା Case 0 ସହ ସମ୍ୱନ୍ଧିତ ଅଟେ |
04:46 | ବର୍ତ୍ତମାନ, ଯଦି ଭାଲ୍ୟୁ ସହିତ ସମ୍ୱନ୍ଧିତ କୌଣସି Case ନଥିବ, ତେବେ କ’ଣ ହେବ? ଚାଲନ୍ତୁ, ତାହା ଦେଖିବା |
04:52 | day ଇକ୍ୱାଲ୍ ଟୁ -1କୁ ବଦଳାଇ ଫାଇଲ୍ ସେଭ୍ କରନ୍ତୁ ଓ ରନ୍ କରନ୍ତୁ |
04:58 | ଦେଖନ୍ତୁ, କୌଣସି ଆଉଟପୁଟ୍ ନାହିଁ |
05:01 | କିନ୍ତୁ, ଯଦି ଆମେ ଅନ୍ୟ ସମସ୍ତ ଭାଲ୍ୟୁଗୁଡ଼ିକ ପାଇଁ Case ରଖିପାରିବା, ତେବେ ଭଲ ହେବ |
05:06 | ତାହା, Default କୀୱର୍ଡ ବ୍ୟବହାର କରାଯାଇ, କରିହେବ |
05:09 | ତେଣୁ, ଶେଷ Case ପରେ ଟାଇପ୍ କରନ୍ତୁ: |
05:12 | default କଲନ୍ |
05:14 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wrong Choice ସେମିକଲନ୍ |
05:24 | ପରବର୍ତ୍ତୀ ଲାଇନ୍ ରେ Break ସେମିକଲନ୍ |
05:27 | ଆମେ, Case Default; କହୁନାହେଁ |
05:30 | ଧ୍ୟାନଦିଅନ୍ତୁ ଯେ, ଆମେ କେବଳ କୀୱର୍ଡ Default ବ୍ୟବହାର କଲେ |
05:34 | ମୁଁ ଏବେ କୋଡ୍ ରନ୍ କରୁଛି. ଫାଇଲ୍ କୁ ସେଭ୍ କରି Run କରନ୍ତୁ |
05:38 | ଆମେ ଦେଖିପାରୁଛେ ଯେ, ଡିଫଲ୍ଟ Case ନିଷ୍ପାଦିତ ହେଲା ଓ ଆବଶ୍ୟକ ମେସେଜ୍ Wrong Choice ପ୍ରିଣ୍ଟ ହେଲା |
05:45 | ଚାଲନ୍ତୁ, ଅନ୍ୟ ଯାଦୃଚ୍ଛିକ ଭାଲ୍ୟୁ ସହିତ ଦେଖିବା |
05:48 | -1କୁ 15ରେ ବଦଳାନ୍ତୁ |
05:51 | ଆମେ ଦେଖିପାରୁଛେ ଯେ, ପୁଣିଥରେ ଡିଫଲ୍ଟ Case ନିଷ୍ପାଦିତ ହେଲା |
05:57 | ଏବେ, Break ଷ୍ଟେଟମେଣ୍ଟ କାଢ଼ିଦେଲେ କ’ଣ ହୁଏ, ଚାଲନ୍ତୁ ଦେଖିବା |
06:01 | day = 15କୁ day = 4ରେ ବଦଳାନ୍ତୁ |
06:07 | day = 4 ପାଇଁ ସମ୍ୱନ୍ଧିତ Break ଷ୍ଟେଟମେଣ୍ଟକୁ କାଢ଼ିଦିଅନ୍ତୁ |
06:12 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ |
06:15 | ଯଦିଓ Case ହେଉଛି 4, ତଥାପି ଆମେ ଆଉଟପୁଟ୍ ଭାବେ Friday ପାଇଲେ, Thursday ନୁହେଁ |
06:20 | ଏହାର କାରଣ ହେଉଛି Switch Case କାମ କରିବାର ମାର୍ଗ |
06:24 | ପ୍ରଥମେ, dayର ଭାଲ୍ୟୁ 0 ସହିତ |
06:29 | ତା’ପରେ, 1, 2 ଓ ଏହିପରି ସମସ୍ତ ସମ୍ଭାବ୍ୟ Cases ସହିତ ତୁଳନା କରାଗଲା |
06:34 | ମେଳ ମିଳିବା ପରେ, ସେହିଠାରୁ ସମସ୍ତ Caseକୁ ଏହା ନିଷ୍ପାଦିତ କଲା |
06:42 | ଆମ ମାମଲାରେ, ଏହା Case 4 ପରେ Case 5 ନିଷ୍ପାଦିତ କରିଛି |
06:47 | ତା’ପରେ, Case 5ରେ Break ଷ୍ଟେଟମେଣ୍ଟ କାରଣରୁ ଏହା ବନ୍ଦ ହୋଇଗଲା |
06:53 | ତାହାକୁ ଏଡ଼ାଇବା ପାଇଁ, ଆମକୁ ପ୍ରତ୍ୟେକ Caseରେ Break ଷ୍ଟେଟମେଣ୍ଟ ଯୋଡ଼ିବାକୁ ହେବ |
06:57 | ଏବେ ଚାଲନ୍ତୁ, ଆମେ କାଢ଼ିଦେଇଥିବା Break ଷ୍ଟେଟମେଣ୍ଟକୁ ଯୋଡ଼ିବା |
07:00 | ଟାଇପ୍ କରନ୍ତୁ: break ସେମିକଲନ୍ |
07:05 | ଏବେ କୋଡ୍ ରନ୍ କରନ୍ତୁ |
07:08 | ଆମେ ଦେଖିପାରୁଛେ ଯେ, ଏବେ କେବଳ Case 4 ନିଷ୍ପାଦିତ ହେଲା |
07:13 | ନିୟମ ଅନୁସାରେ, Errors ଏଡ଼ାଇବା ପାଇଁ ପ୍ରତ୍ୟେକ Caseରେ Break ଷ୍ଟେଟେମେଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ |
07:20 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
07:22 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Switch Case Construct ଓ Break ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ, ଶିଖିଲେ |
07:30 | ଏକ ଆସାଇନମେଣ୍ଟ ଭାବେ, ଏପରି ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହାର ଭେରିଏବଲ୍ ଭାବେ ଏକ ନାମ ଓ ଲିଙ୍ଗ ଥିବ. ଏକ Switch Case ଷ୍ଟେଟମେଣ୍ତ ବ୍ୟବହାର କରନ୍ତୁ, ଯାହା ପୁରୁଷଙ୍କ ପାଇଁ Hello Mr... ଓ ମହିଳାଙ୍କ ପାଇଁ Hello Ms... ପ୍ରିଣ୍ଟ କରିବ |
07:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକନ୍-ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ.. |
07:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:06 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:12 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏବଂ ଏହା |
08:17 | ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:31 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |