Difference between revisions of "Java/C2/Getting-started-java-Installation/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Getting Started With Java Installation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ...")
 
Line 1: Line 1:
 
{| border=1
 
{| border=1
 
 
|'''Time'''
 
|'''Time'''
 
|'''Narration'''
 
|'''Narration'''
Line 7: Line 6:
 
|00:01
 
|00:01
 
| Getting Started With Java Installation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 
| Getting Started With Java Installation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,  
 +
 
|-
 
|-
 
|00:09
 
|00:09
|* Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା  
+
| Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା  
 +
 
 
|-
 
|-
 
|00:13
 
|00:13
|* Java କାହିକି?  
+
|* Java କାହିକି? ,Javaର ପ୍ରକାର ଓ ଆପ୍ଲିକେଶନ୍ସ  
|-
+
 
|00:14
+
|* Javaର ପ୍ରକାର ଓ ଆପ୍ଲିକେଶନ୍ସ  
+
 
|-
 
|-
 
|00:17
 
|00:17
 
| ଏଠାରେ ଆମେ ବ୍ୟବହାର କରୁଛୁ  
 
| ଏଠାରେ ଆମେ ବ୍ୟବହାର କରୁଛୁ  
 +
 
|-
 
|-
 
|00:19
 
|00:19
 
| ଉବୁଣ୍ଟୁ ଭର୍ସନ୍ 11.10   
 
| ଉବୁଣ୍ଟୁ ଭର୍ସନ୍ 11.10   
 +
 
|-
 
|-
 
|00:21
 
|00:21
 
| ଏବଂ Java Development Environment JDK 1.6
 
| ଏବଂ Java Development Environment JDK 1.6
 +
 
|-
 
|-
 
|00:26
 
|00:26
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ ଇଣ୍ଟରନେଟ୍ ସହିତ ସଂଯୋଗ ହୋଇଥିବା ନିହାତି ଦରକାର  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ ଇଣ୍ଟରନେଟ୍ ସହିତ ସଂଯୋଗ ହୋଇଥିବା ନିହାତି ଦରକାର  
 +
 
|-
 
|-
 
|00:31
 
|00:31
 
| ଆପଣଙ୍କ ସିଷ୍ଟମରେ Synaptic Package Manager ନିଶ୍ଚିତ ଇନଷ୍ତଲ୍ ହୋଇଥିବା ଦରକାର  
 
| ଆପଣଙ୍କ ସିଷ୍ଟମରେ Synaptic Package Manager ନିଶ୍ଚିତ ଇନଷ୍ତଲ୍ ହୋଇଥିବା ଦରକାର  
 +
 
|-
 
|-
 
|00:35
 
|00:35
 
| Linuxରେ Terminal, Text Editor ଓ Synaptic Package Manager ବ୍ୟବହାର ଉପରେ ଆପଣଙ୍କ ଜ୍ଞାନ ମଧ୍ୟ ଥିବା ଉଚିତ   
 
| Linuxରେ Terminal, Text Editor ଓ Synaptic Package Manager ବ୍ୟବହାର ଉପରେ ଆପଣଙ୍କ ଜ୍ଞାନ ମଧ୍ୟ ଥିବା ଉଚିତ   
 +
 
|-
 
|-
 
|00:43
 
|00:43
 
| ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ  
 
| ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ  
 +
 
|-
 
|-
 
|00:51
 
|00:51
 
| ଜାଭା ପ୍ରୋଗ୍ରାମ୍ ଚଲାଇବା ପାଇଁ ଆପଣଙ୍କୁ Java Development Kit ବା JDK ଇନଷ୍ଟଲ୍ କରିବାକୁ ପଡ଼ିବ
 
| ଜାଭା ପ୍ରୋଗ୍ରାମ୍ ଚଲାଇବା ପାଇଁ ଆପଣଙ୍କୁ Java Development Kit ବା JDK ଇନଷ୍ଟଲ୍ କରିବାକୁ ପଡ଼ିବ
 +
 
|-
 
|-
 
|00:57
 
|00:57
 
| JDK ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ଯାଇପାରନ୍ତି  
 
| JDK ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ଯାଇପାରନ୍ତି  
 +
 
|-
 
|-
 
|01:02
 
|01:02
 
| ଏବେ ଆମେ, Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
 
| ଏବେ ଆମେ, Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
 +
 
|-
 
|-
 
|01:07
 
|01:07
 
| ଏଥିପାଇଁ ଆପଣଙ୍କୁ Root Permissions ଦରକାର  
 
| ଏଥିପାଇଁ ଆପଣଙ୍କୁ Root Permissions ଦରକାର  
 +
 
|-
 
|-
 
|01:10
 
|01:10
 
| ଆପଣଙ୍କୁ ଏକ Repository ଚୟନ କରିବା ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ   
 
| ଆପଣଙ୍କୁ ଏକ Repository ଚୟନ କରିବା ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ   
 +
 
|-
 
|-
 
|01:14
 
|01:14
 
| ଏହିସବୁ, Linuxର ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲ୍ ରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି   
 
| ଏହିସବୁ, Linuxର ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲ୍ ରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି   
 +
 
|-
 
|-
 
|01:19
 
|01:19
 
| ଏବେ, ଆପଣଙ୍କ Desktopର ବାମପଟେ Taskbar ଅଛି  
 
| ଏବେ, ଆପଣଙ୍କ Desktopର ବାମପଟେ Taskbar ଅଛି  
 +
 
|-
 
|-
 
|01:25
 
|01:25
 
| ଊପରେ DashHome ଅଛି  
 
| ଊପରେ DashHome ଅଛି  
 +
 
|-
 
|-
 
|01:28
 
|01:28
 
| DashHome ଉପରେ କ୍ଲିକ୍‍ କରନ୍ତୁ
 
| DashHome ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|01:31
 
|01:31
 
| ସର୍ଚ ବାର୍‍ ରେ Synaptic ଟାଇପ୍‍ କରନ୍ତୁ  
 
| ସର୍ଚ ବାର୍‍ ରେ Synaptic ଟାଇପ୍‍ କରନ୍ତୁ  
 +
 
|-
 
|-
 
|01:35
 
|01:35
 
| Synaptic Package Manager ଏଠାରେ ଦେଖାଦେବ
 
| Synaptic Package Manager ଏଠାରେ ଦେଖାଦେବ
 +
 
|-
 
|-
 
|01:38
 
|01:38
 
| Synaptic Package Manager ଉପରେ କ୍ଲିକ୍ କରନ୍ତୁ
 
| Synaptic Package Manager ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:42
 
|01:42
 
| Authentication ପାଇଁ ଆପଣଙ୍କ ପାସୱର୍ଡ ଟାଇପ୍ କରିବାକୁ କୁହାଯିବ  
 
| Authentication ପାଇଁ ଆପଣଙ୍କ ପାସୱର୍ଡ ଟାଇପ୍ କରିବାକୁ କୁହାଯିବ  
 +
 
|-
 
|-
 
|01:47
 
|01:47
 
| ଆପଣ, ପାସୱର୍ଡ ଟାଇପ୍ କରି Authenticate ଉପରେ କ୍ଲିକ୍ କରନ୍ତୁ  
 
| ଆପଣ, ପାସୱର୍ଡ ଟାଇପ୍ କରି Authenticate ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:56
 
|01:56
 
| ଏହା Synaptic Package Manager ଖୋଲିବ
 
| ଏହା Synaptic Package Manager ଖୋଲିବ
 +
 
|-
 
|-
 
|02:03
 
|02:03
 
| ଏବେ Quick Filter ବକ୍ସରେ jdk ଟାଇପ୍ କରନ୍ତୁ
 
| ଏବେ Quick Filter ବକ୍ସରେ jdk ଟାଇପ୍ କରନ୍ତୁ
 +
 
|-
 
|-
 
|02:08
 
|02:08
 
| openjdk-6-jdk ନାମରେ ଆମେ ଏକ Package  ଦେଖିବା
 
| openjdk-6-jdk ନାମରେ ଆମେ ଏକ Package  ଦେଖିବା
 +
 
|-
 
|-
 
|02:13
 
|02:13
 
| ତାହା ଉପରେ ରାଇଟ୍ କ୍ଲିକ୍ କରି Mark For Installation ଉପରେ କ୍ଲିକ୍ କରନ୍ତୁ  
 
| ତାହା ଉପରେ ରାଇଟ୍ କ୍ଲିକ୍ କରି Mark For Installation ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|02:17
 
|02:17
 
| ତା’ପରେ Apply ଉପରେ କ୍ଲିକ୍‍ କରନ୍ତୁ     
 
| ତା’ପରେ Apply ଉପରେ କ୍ଲିକ୍‍ କରନ୍ତୁ     
 +
 
|-
 
|-
 
|02:20
 
|02:20
 
| ଚିହ୍ନିତ ପରିବର୍ତ୍ତନଗୁଡ଼ିକର ତାଲିକା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କୁହଯିବ  
 
| ଚିହ୍ନିତ ପରିବର୍ତ୍ତନଗୁଡ଼ିକର ତାଲିକା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କୁହଯିବ  
 +
 
|-
 
|-
 
|02:24
 
|02:24
 
| ତେଣୁ, To Be Installed ଉପରେ କ୍ଲିକ୍ କରି Apply ଉପରେ କ୍ଲିକ୍ କରନ୍ତୁ  
 
| ତେଣୁ, To Be Installed ଉପରେ କ୍ଲିକ୍ କରି Apply ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|02:30
 
|02:30
 
| ଇନଷ୍ଟଲେଶନ୍ କିଛି ସମୟ ନେବ  
 
| ଇନଷ୍ଟଲେଶନ୍ କିଛି ସମୟ ନେବ  
 +
 
|-
 
|-
 
|02:38
 
|02:38
 
| ଏବେ ଦେଖନ୍ତୁ, openjdk-6-jdk ଅପ୍ସନ୍ ସବୁଜ ରଙ୍ଗ ହୋଇଗଲା  
 
| ଏବେ ଦେଖନ୍ତୁ, openjdk-6-jdk ଅପ୍ସନ୍ ସବୁଜ ରଙ୍ଗ ହୋଇଗଲା  
 +
 
|-
 
|-
 
|02:48
 
|02:48
 
| ଏହିପରି ଆମର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା  
 
| ଏହିପରି ଆମର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା  
 +
 
|-
 
|-
 
|02:52
 
|02:52
 
| ଏବେ, ଇନଷ୍ଟଲେଶନ୍ ଯାଞ୍ଚ କରିବା.  ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ  
 
| ଏବେ, ଇନଷ୍ଟଲେଶନ୍ ଯାଞ୍ଚ କରିବା.  ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ  
 +
 
|-
 
|-
 
|03:03
 
|03:03
 
| ମୁଁ, ମୋର ଟର୍ମିନାଲ୍ ଏଠାରେ ଖୋଲିସାରିଛି  
 
| ମୁଁ, ମୋର ଟର୍ମିନାଲ୍ ଏଠାରେ ଖୋଲିସାରିଛି  
 +
 
|-
 
|-
 
|03:06
 
|03:06
 
| Command Promptରେ ଟାଇପ୍ କରନ୍ତୁ:  java ସ୍ପେସ୍ ହାଇଫେନ୍ version ଓ Enter ଦାବନ୍ତୁ  
 
| Command Promptରେ ଟାଇପ୍ କରନ୍ତୁ:  java ସ୍ପେସ୍ ହାଇଫେନ୍ version ଓ Enter ଦାବନ୍ତୁ  
 +
 
|-
 
|-
 
|03:15
 
|03:15
 
| jdkର ଭର୍ସନ୍ ନମ୍ୱର୍ ଏଠାରେ ପ୍ରଦର୍ଶିତ ହେଲା  
 
| jdkର ଭର୍ସନ୍ ନମ୍ୱର୍ ଏଠାରେ ପ୍ରଦର୍ଶିତ ହେଲା  
 +
 
|-
 
|-
 
|03:20
 
|03:20
 
| ଆପଣ ବ୍ୟବହାର କରୁଥିବା ଡିଷ୍ଟ୍ରିବ୍ୟୁଶନ୍ ଉପରେ ନିର୍ଭର କରି ଆପଣଙ୍କ Version ନମ୍ୱର୍ ଭିନ୍ନ ହୋଇପାରେ
 
| ଆପଣ ବ୍ୟବହାର କରୁଥିବା ଡିଷ୍ଟ୍ରିବ୍ୟୁଶନ୍ ଉପରେ ନିର୍ଭର କରି ଆପଣଙ୍କ Version ନମ୍ୱର୍ ଭିନ୍ନ ହୋଇପାରେ
 +
 
|-
 
|-
 
|03:26
 
|03:26
 
| ଆମେ ସଫଳତାପୂର୍ବକ jdk ଇନଷ୍ଟଲ୍ କରିଦେଲେ
 
| ଆମେ ସଫଳତାପୂର୍ବକ jdk ଇନଷ୍ଟଲ୍ କରିଦେଲେ
 +
 
|-
 
|-
 
|03:30
 
|03:30
 
| ଏବେ ଆମେ ଏକ ସରଳ Java ପ୍ରୋଗ୍ରାମ୍ ଚଲାଇ ତାହା କାମ କରୁଛି କି ନାହିଁ ଦେଖିବା  
 
| ଏବେ ଆମେ ଏକ ସରଳ Java ପ୍ରୋଗ୍ରାମ୍ ଚଲାଇ ତାହା କାମ କରୁଛି କି ନାହିଁ ଦେଖିବା  
 +
 
|-
 
|-
 
|03:35
 
|03:35
 
| TestProgram dot java ନାମକ ଫାଇଲରେ ମୁଁ ନିମ୍ନ କୋଡ୍ ଆଗରୁ ସେଭ୍ କରିସାରିଛି  
 
| TestProgram dot java ନାମକ ଫାଇଲରେ ମୁଁ ନିମ୍ନ କୋଡ୍ ଆଗରୁ ସେଭ୍ କରିସାରିଛି  
 +
 
|-
 
|-
 
|03:42
 
|03:42
 
| ମୁଁ ଏବେ ଏହି କୋଡ୍ କୁ କମ୍ପାଇଲ୍ ଓ ରନ୍ କରୁଛି  
 
| ମୁଁ ଏବେ ଏହି କୋଡ୍ କୁ କମ୍ପାଇଲ୍ ଓ ରନ୍ କରୁଛି  
 +
 
|-
 
|-
 
|03:45
 
|03:45
 
| ଟର୍ମିନାଲ୍ ରେ ଏହି କୋଡ୍, We have successfully run a Java Program ପ୍ରଦର୍ଶିତ କରେ  
 
| ଟର୍ମିନାଲ୍ ରେ ଏହି କୋଡ୍, We have successfully run a Java Program ପ୍ରଦର୍ଶିତ କରେ  
 +
 
|-
 
|-
 
|03:53
 
|03:53
 
| Terminalକୁ ଫେରିଯାଆନ୍ତୁ  
 
| Terminalକୁ ଫେରିଯାଆନ୍ତୁ  
 +
 
|-
 
|-
 
|03:57
 
|03:57
 
| ମନେରଖନ୍ତୁ ଯେ, ମୁଁ TestProgram dot java ଫାଇଲ୍ କୁ Home Directoryରେ ସେଭ୍ କରିଛି  
 
| ମନେରଖନ୍ତୁ ଯେ, ମୁଁ TestProgram dot java ଫାଇଲ୍ କୁ Home Directoryରେ ସେଭ୍ କରିଛି  
 +
 
|-
 
|-
 
|04:03
 
|04:03
 
| ଏବଂ ବର୍ତ୍ତମାନ ମୁଁ Home Directoryରେ ଅଛି
 
| ଏବଂ ବର୍ତ୍ତମାନ ମୁଁ Home Directoryରେ ଅଛି
 +
 
|-
 
|-
 
|04:07
 
|04:07
 
| ତେବେ, Command Promptରେ ଟାଇପ୍ କରନ୍ତୁ: javac ସ୍ପେସ୍ TestProgram dot java
 
| ତେବେ, Command Promptରେ ଟାଇପ୍ କରନ୍ତୁ: javac ସ୍ପେସ୍ TestProgram dot java
 +
 
|-
 
|-
 
|04:19
 
|04:19
 
| ଏହା କୋଡ୍ କୁ କମ୍ପାଇଲ୍ କରିବ  
 
| ଏହା କୋଡ୍ କୁ କମ୍ପାଇଲ୍ କରିବ  
 +
 
|-
 
|-
 
|04:21
 
|04:21
 
| ଏଣ୍ଟର୍‍ ଦାବନ୍ତୁ
 
| ଏଣ୍ଟର୍‍ ଦାବନ୍ତୁ
 +
 
|-
 
|-
 
|04:25
 
|04:25
 
| ମୁଁ ଏବେ କୋଡ୍‍ ରନ୍ କରୁଛି  
 
| ମୁଁ ଏବେ କୋଡ୍‍ ରନ୍ କରୁଛି  
 +
 
|-
 
|-
 
|04:27
 
|04:27
 
| ଟାଇପ୍ କରନ୍ତୁ: java ସ୍ପେସ୍ TestProgram ଓ Enter ଦାବନ୍ତୁ  
 
| ଟାଇପ୍ କରନ୍ତୁ: java ସ୍ପେସ୍ TestProgram ଓ Enter ଦାବନ୍ତୁ  
 +
 
|-
 
|-
 
|04:35
 
|04:35
 
| We have successfully run a java program ଭାବେ ଆମକୁ ଆଉଟପୁଟ୍ ମିଳିଲା
 
| We have successfully run a java program ଭାବେ ଆମକୁ ଆଉଟପୁଟ୍ ମିଳିଲା
 +
 
|-
 
|-
 
|04:44
 
|04:44
 
| ଏହିପରି ଆମର ଇନଷ୍ଟଲେଶନ୍ ସଠିକ୍ ହେଲା
 
| ଏହିପରି ଆମର ଇନଷ୍ଟଲେଶନ୍ ସଠିକ୍ ହେଲା
 +
 
|-
 
|-
 
|04:48
 
|04:48
 
| ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ  
 
| ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ  
 +
 
|-
 
|-
 
|04:51
 
|04:51
 
| Java କାହିକି ଉପଯୋଗୀ, ତାହା ମୁଁ ଏବେ ବୁଝାଇବି  
 
| Java କାହିକି ଉପଯୋଗୀ, ତାହା ମୁଁ ଏବେ ବୁଝାଇବି  
|-
+
 
 +
|-
 
|04:55
 
|04:55
|* Java ହେଉଛି ସରଳ  
+
| Java ହେଉଛି ସରଳ  
 +
 
 
|-
 
|-
 
|04:57
 
|04:57
|* Java ହେଉଛୀ Object Oriented   
+
|Java ହେଉଛୀ Object Oriented   
 +
 
 
|-
 
|-
 
|04:59
 
|04:59
|* ଏହା Platform ସ୍ୱତନ୍ତ୍ର  
+
| ଏହା Platform ସ୍ୱତନ୍ତ୍ର  
 +
 
 
|-
 
|-
 
|05:01
 
|05:01
|* ଏହା ସୁରକ୍ଷିତ  
+
| ଏହା ସୁରକ୍ଷିତ ,Javaର ପ୍ରଦର୍ଶନ ଉଚ୍ଚ  
|-
+
 
|05:02
+
|* Javaର ପ୍ରଦର୍ଶନ ଉଚ୍ଚ  
+
 
|-
 
|-
 
|05:04
 
|05:04
|* Java ହେଉଛି Multi Treaded  
+
| Java ହେଉଛି Multi Treaded  
 +
 
 
|-
 
|-
 
|05:07
 
|05:07
 
| ଏବେ ଆମେ, Javaର କେତେକ ପ୍ରକାର ଓ ଆପ୍ଲିକେଶନ୍ସ ଦେଖିବା  
 
| ଏବେ ଆମେ, Javaର କେତେକ ପ୍ରକାର ଓ ଆପ୍ଲିକେଶନ୍ସ ଦେଖିବା  
 +
 
|-
 
|-
 
|05:11
 
|05:11
|* JSP ବା JAVA Server Pages:  ସାଧାରଣ HTML ଟାଗ୍ସ ସହିତ ଏହା କୋଡ୍ ଉପରେ ଆଧାରିତ  
+
| JSP ବା JAVA Server Pages:  ସାଧାରଣ HTML ଟାଗ୍ସ ସହିତ ଏହା କୋଡ୍ ଉପରେ ଆଧାରିତ  
 +
 
 
|-
 
|-
 
|05:18
 
|05:18
 
| ଡାଇନାମିକ୍ ୱେବ୍ ପେଜେସ୍ ତିଆରି କରିବାରେ JSP ସାହାଯ୍ୟ କରେ
 
| ଡାଇନାମିକ୍ ୱେବ୍ ପେଜେସ୍ ତିଆରି କରିବାରେ JSP ସାହାଯ୍ୟ କରେ
 +
 
|-
 
|-
 
|05:22
 
|05:22
|* JAVA Applets:  ଏହା ୱେବ୍ ଆପ୍ଲିକେଶନ୍ସକୁ ଇଣ୍ଟରାକ୍ଟିଭ୍ ଫିଚର୍ସ ପ୍ରଦାନ କରେ  
+
| JAVA Applets:  ଏହା ୱେବ୍ ଆପ୍ଲିକେଶନ୍ସକୁ ଇଣ୍ଟରାକ୍ଟିଭ୍ ଫିଚର୍ସ ପ୍ରଦାନ କରେ  
 +
 
 
|-
 
|-
 
|05:28
 
|05:28
|* J2EE ବା Java Enterprise Edition:  କମ୍ପାନିମାନେ J2EE ବ୍ୟବହାର କରନ୍ତି  
+
| J2EE ବା Java Enterprise Edition:  କମ୍ପାନିମାନେ J2EE ବ୍ୟବହାର କରନ୍ତି  
 +
 
 
|-
 
|-
 
|05:33
 
|05:33
 
| XML ନିର୍ମିତ ଡକ୍ୟୁମେଣ୍ଟଗୁଡ଼ିକର ‍ସ୍ଥାନାନ୍ତର ପାଇଁ ଏହା ଉପଯୋଗୀ ଅଟେ  
 
| XML ନିର୍ମିତ ଡକ୍ୟୁମେଣ୍ଟଗୁଡ଼ିକର ‍ସ୍ଥାନାନ୍ତର ପାଇଁ ଏହା ଉପଯୋଗୀ ଅଟେ  
 +
 
|-
 
|-
 
|05:38
 
|05:38
|* Java Beans:  Java Beans ହେଉଛି ପୁନଃ ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟ  
+
| Java Beans:  Java Beans ହେଉଛି ପୁନଃ ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟ  
 +
 
 
|-
 
|-
 
|05:43
 
|05:43
 
| ଏହାକୁ, ନୂଆ ଓ ଆଡଭାନ୍ସଡ୍ ଆପ୍ଲୋକେଶନ୍ସ ଗଠନ ପାଇଁ ବ୍ୟବହାର କରାଯାଇପାରେ  
 
| ଏହାକୁ, ନୂଆ ଓ ଆଡଭାନ୍ସଡ୍ ଆପ୍ଲୋକେଶନ୍ସ ଗଠନ ପାଇଁ ବ୍ୟବହାର କରାଯାଇପାରେ  
 +
 
|-
 
|-
 
|05:47
 
|05:47
|* Mobile Java:  ଏହା, ବହୁବିଧ ମନୋରଞ୍ଜକ ଡିଭାସ୍ ପାଇଁ ବ୍ୟବହାର କରାଯାଏ, ଯେପରି ମୋବାଇଲ୍ ଫୋନ୍  
+
| Mobile Java:  ଏହା, ବହୁବିଧ ମନୋରଞ୍ଜକ ଡିଭାସ୍ ପାଇଁ ବ୍ୟବହାର କରାଯାଏ, ଯେପରି ମୋବାଇଲ୍ ଫୋନ୍  
 +
 
 
|-
 
|-
 
|05:53
 
|05:53
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:   
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:   
 +
 
|-
 
|-
 
|05:56
 
|05:56
|* Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା  
+
| Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା  
 +
 
 
|-
 
|-
 
|05:59
 
|05:59
|* Java ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରିବା  
+
| Java ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରିବା  
 +
 
 
|-
 
|-
 
|06:02
 
|06:02
|* Java ବ୍ୟବହାରର ଲାଭ  
+
| Java ବ୍ୟବହାରର ଲାଭ  
 +
 
 
|-
 
|-
 
|06:04
 
|06:04
|* Javaର ପ୍ରକାର ଓ ଆପ୍ଲିକେଶନ୍ସ
+
| Javaର ପ୍ରକାର ଓ ଆପ୍ଲିକେଶନ୍ସ
 +
 
 
|-
 
|-
 
|06:08
 
|06:08
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|06:14
 
|06:14
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|06:17
 
|06:17
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|06:22
 
|06:22
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:   
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:   
 +
 
|-
 
|-
 
|06:24
 
|06:24
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
|-
 
|-
 
|06:27
 
|06:27
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|06:30
 
|06:30
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
|-
 
|-
 
|06:36
 
|06:36
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
|-
 
|-
 
|06:41
 
|06:41
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|06:47
 
|06:47
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ:  
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ:  
 +
 
|-
 
|-
 
|06:52
 
|06:52
 
| http://spoken-tutorial.org/NMEICT-Intro  
 
| http://spoken-tutorial.org/NMEICT-Intro  
 +
 
|-
 
|-
 
|06:58
 
|06:58
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
 
|07:01
 
|07:01
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି   
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି   
 +
 
|-
 
|-
 
|07:04
 
|07:04
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
|}

Revision as of 13:13, 7 April 2017

Time Narration
00:01 Getting Started With Java Installation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:09 Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
00:13 * Java କାହିକି? ,Javaର ପ୍ରକାର ଓ ଆପ୍ଲିକେଶନ୍ସ
00:17 ଏଠାରେ ଆମେ ବ୍ୟବହାର କରୁଛୁ
00:19 ଉବୁଣ୍ଟୁ ଭର୍ସନ୍ 11.10
00:21 ଏବଂ Java Development Environment JDK 1.6
00:26 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ ଇଣ୍ଟରନେଟ୍ ସହିତ ସଂଯୋଗ ହୋଇଥିବା ନିହାତି ଦରକାର
00:31 ଆପଣଙ୍କ ସିଷ୍ଟମରେ Synaptic Package Manager ନିଶ୍ଚିତ ଇନଷ୍ତଲ୍ ହୋଇଥିବା ଦରକାର
00:35 Linuxରେ Terminal, Text Editor ଓ Synaptic Package Manager ବ୍ୟବହାର ଉପରେ ଆପଣଙ୍କ ଜ୍ଞାନ ମଧ୍ୟ ଥିବା ଉଚିତ
00:43 ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
00:51 ଜାଭା ପ୍ରୋଗ୍ରାମ୍ ଚଲାଇବା ପାଇଁ ଆପଣଙ୍କୁ Java Development Kit ବା JDK ଇନଷ୍ଟଲ୍ କରିବାକୁ ପଡ଼ିବ
00:57 JDK ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ଯାଇପାରନ୍ତି
01:02 ଏବେ ଆମେ, Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
01:07 ଏଥିପାଇଁ ଆପଣଙ୍କୁ Root Permissions ଦରକାର
01:10 ଆପଣଙ୍କୁ ଏକ Repository ଚୟନ କରିବା ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ
01:14 ଏହିସବୁ, Linuxର ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲ୍ ରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି
01:19 ଏବେ, ଆପଣଙ୍କ Desktopର ବାମପଟେ Taskbar ଅଛି
01:25 ଊପରେ DashHome ଅଛି
01:28 DashHome ଉପରେ କ୍ଲିକ୍‍ କରନ୍ତୁ
01:31 ସର୍ଚ ବାର୍‍ ରେ Synaptic ଟାଇପ୍‍ କରନ୍ତୁ
01:35 Synaptic Package Manager ଏଠାରେ ଦେଖାଦେବ
01:38 Synaptic Package Manager ଉପରେ କ୍ଲିକ୍ କରନ୍ତୁ
01:42 Authentication ପାଇଁ ଆପଣଙ୍କ ପାସୱର୍ଡ ଟାଇପ୍ କରିବାକୁ କୁହାଯିବ
01:47 ଆପଣ, ପାସୱର୍ଡ ଟାଇପ୍ କରି Authenticate ଉପରେ କ୍ଲିକ୍ କରନ୍ତୁ
01:56 ଏହା Synaptic Package Manager ଖୋଲିବ
02:03 ଏବେ Quick Filter ବକ୍ସରେ jdk ଟାଇପ୍ କରନ୍ତୁ
02:08 openjdk-6-jdk ନାମରେ ଆମେ ଏକ Package ଦେଖିବା
02:13 ତାହା ଉପରେ ରାଇଟ୍ କ୍ଲିକ୍ କରି Mark For Installation ଉପରେ କ୍ଲିକ୍ କରନ୍ତୁ
02:17 ତା’ପରେ Apply ଉପରେ କ୍ଲିକ୍‍ କରନ୍ତୁ
02:20 ଚିହ୍ନିତ ପରିବର୍ତ୍ତନଗୁଡ଼ିକର ତାଲିକା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କୁହଯିବ
02:24 ତେଣୁ, To Be Installed ଉପରେ କ୍ଲିକ୍ କରି Apply ଉପରେ କ୍ଲିକ୍ କରନ୍ତୁ
02:30 ଇନଷ୍ଟଲେଶନ୍ କିଛି ସମୟ ନେବ
02:38 ଏବେ ଦେଖନ୍ତୁ, openjdk-6-jdk ଅପ୍ସନ୍ ସବୁଜ ରଙ୍ଗ ହୋଇଗଲା
02:48 ଏହିପରି ଆମର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା
02:52 ଏବେ, ଇନଷ୍ଟଲେଶନ୍ ଯାଞ୍ଚ କରିବା. ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
03:03 ମୁଁ, ମୋର ଟର୍ମିନାଲ୍ ଏଠାରେ ଖୋଲିସାରିଛି
03:06 Command Promptରେ ଟାଇପ୍ କରନ୍ତୁ: java ସ୍ପେସ୍ ହାଇଫେନ୍ version ଓ Enter ଦାବନ୍ତୁ
03:15 jdkର ଭର୍ସନ୍ ନମ୍ୱର୍ ଏଠାରେ ପ୍ରଦର୍ଶିତ ହେଲା
03:20 ଆପଣ ବ୍ୟବହାର କରୁଥିବା ଡିଷ୍ଟ୍ରିବ୍ୟୁଶନ୍ ଉପରେ ନିର୍ଭର କରି ଆପଣଙ୍କ Version ନମ୍ୱର୍ ଭିନ୍ନ ହୋଇପାରେ
03:26 ଆମେ ସଫଳତାପୂର୍ବକ jdk ଇନଷ୍ଟଲ୍ କରିଦେଲେ
03:30 ଏବେ ଆମେ ଏକ ସରଳ Java ପ୍ରୋଗ୍ରାମ୍ ଚଲାଇ ତାହା କାମ କରୁଛି କି ନାହିଁ ଦେଖିବା
03:35 TestProgram dot java ନାମକ ଫାଇଲରେ ମୁଁ ନିମ୍ନ କୋଡ୍ ଆଗରୁ ସେଭ୍ କରିସାରିଛି
03:42 ମୁଁ ଏବେ ଏହି କୋଡ୍ କୁ କମ୍ପାଇଲ୍ ଓ ରନ୍ କରୁଛି
03:45 ଟର୍ମିନାଲ୍ ରେ ଏହି କୋଡ୍, We have successfully run a Java Program ପ୍ରଦର୍ଶିତ କରେ
03:53 Terminalକୁ ଫେରିଯାଆନ୍ତୁ
03:57 ମନେରଖନ୍ତୁ ଯେ, ମୁଁ TestProgram dot java ଫାଇଲ୍ କୁ Home Directoryରେ ସେଭ୍ କରିଛି
04:03 ଏବଂ ବର୍ତ୍ତମାନ ମୁଁ Home Directoryରେ ଅଛି
04:07 ତେବେ, Command Promptରେ ଟାଇପ୍ କରନ୍ତୁ: javac ସ୍ପେସ୍ TestProgram dot java
04:19 ଏହା କୋଡ୍ କୁ କମ୍ପାଇଲ୍ କରିବ
04:21 ଏଣ୍ଟର୍‍ ଦାବନ୍ତୁ
04:25 ମୁଁ ଏବେ କୋଡ୍‍ ରନ୍ କରୁଛି
04:27 ଟାଇପ୍ କରନ୍ତୁ: java ସ୍ପେସ୍ TestProgram ଓ Enter ଦାବନ୍ତୁ
04:35 We have successfully run a java program ଭାବେ ଆମକୁ ଆଉଟପୁଟ୍ ମିଳିଲା
04:44 ଏହିପରି ଆମର ଇନଷ୍ଟଲେଶନ୍ ସଠିକ୍ ହେଲା
04:48 ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ
04:51 Java କାହିକି ଉପଯୋଗୀ, ତାହା ମୁଁ ଏବେ ବୁଝାଇବି
04:55 Java ହେଉଛି ସରଳ
04:57 Java ହେଉଛୀ Object Oriented
04:59 ଏହା Platform ସ୍ୱତନ୍ତ୍ର
05:01 ଏହା ସୁରକ୍ଷିତ ,Javaର ପ୍ରଦର୍ଶନ ଉଚ୍ଚ
05:04 Java ହେଉଛି Multi Treaded
05:07 ଏବେ ଆମେ, Javaର କେତେକ ପ୍ରକାର ଓ ଆପ୍ଲିକେଶନ୍ସ ଦେଖିବା
05:11 JSP ବା JAVA Server Pages: ସାଧାରଣ HTML ଟାଗ୍ସ ସହିତ ଏହା କୋଡ୍ ଉପରେ ଆଧାରିତ
05:18 ଡାଇନାମିକ୍ ୱେବ୍ ପେଜେସ୍ ତିଆରି କରିବାରେ JSP ସାହାଯ୍ୟ କରେ
05:22 JAVA Applets: ଏହା ୱେବ୍ ଆପ୍ଲିକେଶନ୍ସକୁ ଇଣ୍ଟରାକ୍ଟିଭ୍ ଫିଚର୍ସ ପ୍ରଦାନ କରେ
05:28 J2EE ବା Java Enterprise Edition: କମ୍ପାନିମାନେ J2EE ବ୍ୟବହାର କରନ୍ତି
05:33 XML ନିର୍ମିତ ଡକ୍ୟୁମେଣ୍ଟଗୁଡ଼ିକର ‍ସ୍ଥାନାନ୍ତର ପାଇଁ ଏହା ଉପଯୋଗୀ ଅଟେ
05:38 Java Beans: Java Beans ହେଉଛି ପୁନଃ ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟ
05:43 ଏହାକୁ, ନୂଆ ଓ ଆଡଭାନ୍ସଡ୍ ଆପ୍ଲୋକେଶନ୍ସ ଗଠନ ପାଇଁ ବ୍ୟବହାର କରାଯାଇପାରେ
05:47 Mobile Java: ଏହା, ବହୁବିଧ ମନୋରଞ୍ଜକ ଡିଭାସ୍ ପାଇଁ ବ୍ୟବହାର କରାଯାଏ, ଯେପରି ମୋବାଇଲ୍ ଫୋନ୍
05:53 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
05:56 Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
05:59 Java ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରିବା
06:02 Java ବ୍ୟବହାରର ଲାଭ
06:04 Javaର ପ୍ରକାର ଓ ଆପ୍ଲିକେଶନ୍ସ
06:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:14 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:17 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:24 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
06:30 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:41 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:47 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ:
06:52 http://spoken-tutorial.org/NMEICT-Intro
06:58 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:01 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:04 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep