Difference between revisions of "Inkscape/C3/Design-a-visiting-card/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:00 | Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍ ଟ...") |
PoojaMoolya (Talk | contribs) |
||
Line 10: | Line 10: | ||
|- | |- | ||
|00:08 | |00:08 | ||
− | | | + | |ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ |
|- | |- | ||
|00:10 | |00:10 | ||
− | | | + | |ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା |
|- | |- | ||
|00:12 | |00:12 | ||
− | | | + | |ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ |
|- | |- | ||
|00:16 | |00:16 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | ||
− | + | ଉବୁଣ୍ଟୁ ଲିନକ୍ସ 12.04 OS | |
− | + | Inkscape ଭର୍ସନ୍ 0.48.4 | |
|- | |- | ||
|00:26 | |00:26 | ||
Line 223: | Line 223: | ||
|05:13 | |05:13 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | ||
− | + | ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ | |
− | + | ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା | |
− | + | ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ | |
|- | |- | ||
|05:23 | |05:23 | ||
Line 232: | Line 232: | ||
|05:26 | |05:26 | ||
| ନିମ୍ନ ବିବରଣୀ ସହ ଏକ ଭିଜିଟିଙ୍ଗ୍ କାର୍ଡ ତିଆରି କରନ୍ତୁ | | ନିମ୍ନ ବିବରଣୀ ସହ ଏକ ଭିଜିଟିଙ୍ଗ୍ କାର୍ଡ ତିଆରି କରନ୍ତୁ | ||
− | + | ଆପଣଙ୍କ ନାମ | |
− | + | ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ନାମ | |
− | + | ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ଲୋଗୋ | |
− | + | ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍ | |
|- | |- | ||
|05:38 | |05:38 |
Revision as of 15:18, 21 February 2017
Time | Narration |
00:00 | Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:08 | ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ |
00:10 | ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା |
00:12 | ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
ଉବୁଣ୍ଟୁ ଲିନକ୍ସ 12.04 OS Inkscape ଭର୍ସନ୍ 0.48.4 |
00:26 | Inkscape ଖୋଲନ୍ତୁ |
00:28 | Fileକୁ ଯାଆନ୍ତୁ, Document Properties ଉପରେ କ୍ଲିକ୍ କରନ୍ତୁ |
00:34 | Default Unitsକୁ Inchesରେ ଏବଂ Orientationକୁ Landscapeରେ ବଦଳାନ୍ତୁ |
00:41 | ଚାଲନ୍ତୁ, ଏବେ ଗୋଟିଏ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ ଆରମ୍ଭ କରିବା |
00:45 | Rectangle Tool ବ୍ୟବହାର କରି ଏକ ଆୟତ କ୍ଷେତ୍ର ବନାନ୍ତୁ. |
00:49 | Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
00:51 | Tool Controls Barରେ Widthକୁ 3.5ରେ ଓ Hightକୁ 2ରେ ବଦଳାନ୍ତୁ |
01:00 | ତାହାକୁ କାନଭାସ୍ ର ଉପର ବାମପଟ କୋଣକୁ ଘୁଞ୍ଚାନ୍ତୁ |
01:05 | ରଙ୍ଗକୁ ଗାଢ ସବୁଜ କରନ୍ତୁ |
01:08 | ଏବେ ଗୋଟିଏ ପ୍ୟାଟର୍ନ ଡିଜାଇନ୍ କରନ୍ତୁ |
01:10 | Bezier Tool ଚୟନ କରି ଗୋଟିଏ ଢେଉ ପରି ରେଖା ଆଙ୍କନ୍ତୁ |
01:14 | Object ମେନୁକୁ ଯାଆନ୍ତୁ. Fill and Stroke ଖୋଲନ୍ତୁ |
01:19 | Stroke ରଙ୍ଗକୁ ହଳଦିଆ କରନ୍ତୁ |
01:23 | ଏବେ, ଢେଉ ରେଖା ତଳେ ଗୋଟିଏ ସିଧା ରେଖା ଆଙ୍କନ୍ତୁ |
01:26 | ଉଭୟ ରେଖାକୁ ସିଲେକ୍ଟ କରନ୍ତୁ Extensions ମେନୁକୁ ଯାଆନ୍ତୁ. |
01:30 | Generate From Path ଉପରେ କ୍ଲିକ୍ କରି Interpolateରେ କ୍ଲିକ୍ କରନ୍ତୁ |
01:35 | Exponent, 0 ଅଛି କି ନାହିଁ ଦେଖନ୍ତୁ |
01:38 | Interpolation Stepsର ଭାଲ୍ୟୁକୁ 30 କରନ୍ତୁ |
01:42 | Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:46 | ଦେଖନ୍ତୁ, Interpolation ଇଫେକ୍ଟ ଏବେ ଲାଗୁ ହୋଇଗଲା |
01:50 | ଚାଲନ୍ତୁ, Interpolate ଡିଜାଇନ୍ କୁ କିଛି ଗ୍ଲୋ ଇଫେକ୍ଟ ଦେବା. ଡିଜାଇନ୍ ସିଲେକ୍ଟ କରନ୍ତୁ |
01:55 | Filter ମେନୁକୁ ଯାଆନ୍ତୁ. Shadows and Glows ଉପରେ କ୍ଲିକ୍ କରି Glow ଉପରେ କ୍ଲିକ୍ କରନ୍ତୁ |
02:02 | ଡିଜାଇନ୍ ରେ ଗ୍ଲୋ ଇଫେକ୍ଟ ଲାଗୁ ହୋଇଗଲା |
02:06 | ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ |
02:10 | ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି |
02:13 | ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି |
02:17 | Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ |
02:23 | ଲୋଗୋକୁ ରିସାଇଜ୍ କରି ଉପର ବାମ କୋଣରେ ତାହାକୁ ରଖନ୍ତୁ |
02:27 | ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଭିଜିଟିଙ୍ଗ୍ କାର୍ଡ ବିବରଣୀ କପୀ କରିବି |
02:34 | ଏହି ଫାଇଲ୍, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି |
02:38 | ଫଣ୍ଟ ସାଇଜ୍ 12 ଓ ଟେକ୍ସଟ୍ କଲର୍ ଧଳାରେ ବଦଳାନ୍ତୁ |
02:43 | Spoken Tutorial ଶବ୍ଦକୁ ସିଲେକ୍ଟ କରନ୍ତୁ |
02:45 | ଫଣ୍ଟ ସାଇଜ୍ କୁ 16 କରି ତାହାକୁ Bold କରନ୍ତୁ |
02:50 | ଏବେ, Spoken Tutorial ପାଇଁ ଆମର ଭିଜିଟିଙ୍ଗ୍ କାର୍ଡ ପ୍ରସ୍ତୁତ |
02:55 | ଏହାପରେ ଆମେ, ଭିଜିଟିଙ୍ଗ୍ କାର୍ଡର ଏକାଧିକ କପୀ କରିବା ବିଷୟରେ ଶିଖିବା |
02:59 | ଏହାକୁ ଆମେ, Cloning Method ଦ୍ୱାରା କରିବା |
03:03 | ଏହା କରିବା ପାଇଁ, ପ୍ରଥମେ ସମସ୍ତ ଏଲେମେଣ୍ଟକୁ ଆମେ ଗ୍ରୁପ୍ କରିବା |
03:06 | ସମସ୍ତ ଏଲେମେଣ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଏବଂ ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ Ctrl + G ଦବାନ୍ତୁ |
03:13 | ଏବେ, Edit ମେନୁକୁ ଯାଇ, |
03:15 | Clone ଉପରେ କ୍ଲିକ୍ କରି Create Tiled Clones ଉପରେ କ୍ଲିକ୍ କରନ୍ତୁ |
03:20 | Create Tiled Clones ଡାୟଲଗ୍ ବକ୍ସ ଖୋଲିଲା |
03:23 | Symmetry ଟାବ୍ ରେ, Rowକୁ 4ରେ ଓ Columnsକୁ 3ରେ ବଦଳାନ୍ତୁ |
03:30 | ଏବେ Create ବଟନ୍ କ୍ଲିକ୍ କରି |
03:33 | ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
03:35 | ଦେଖନ୍ତୁ, କାନଭାସ୍ ଉପରେ ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ଦେଖାଦେଲା |
03:40 | ଏହିପରି ଭାବେ ଆମେ, ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିପାରିବା |
03:44 | ଉପର ବାମପଟେ ଥିବା ଭିଜିଟିଙ୍ଗ୍ କାର୍ଡକୁ ଦେଖନ୍ତୁ |
03:48 | ତାହା ଉପରେ କ୍ଲିକ୍ କରି ତାହାକୁ ସେହି ସ୍ଥାନରୁ ଘୁଞ୍ଚାନ୍ତୁ |
03:50 | ଏହା ଏକ ଅତିରିକ୍ତ କପୀ ହୋଇଥିବାରୁ ଏହାକୁ ଡିଲିଟ୍ କରିଦିଅନ୍ତୁ |
03:54 | ଯଦି କିଛି ପରିବର୍ତ୍ତନ ମିଶାଇବାକୁ ହୁଏ, ତେବେ କ’ଣ କରିବେ? |
03:59 | ଆମକୁ ଭିଜିଟିଙ୍ଗ୍ କାର୍ଡର ପ୍ରତ୍ୟେକ କପୀକୁ ବଦଳାଇବାକୁ ପଡ଼ିବ କି? |
04:02 | ଆଦୌ ନୁହେଁ. ଆମକୁ କେବଳ ମୂଳ ଭିଜିଟିଙ୍ଗ୍ କାର୍ଡରେ ହିଁ ସଂଶୋଧନ କରିବାକୁ ହେବ |
04:07 | ତାହା ସମସ୍ତ କପୀରେ ପ୍ରତିଫଳିତ ହେବ |
04:10 | ଚାଲନ୍ତୁ ଏହା ଦେଖିବା. ମୂଳ କାର୍ଡରେ Spoken Tutorial ଶବ୍ଦ ଉପରେ ଡବଲ୍ କ୍ଲିକ୍ କରି, ତାହାର ରଙ୍ଗକୁ ମାଟିଆ କରନ୍ତୁ |
04:18 | ଭିଜିଟିଙ୍ଗ୍ କାର୍ଡର ସମସ୍ତ କପୀରେ ପ୍ରତିଫଳିତ ପରିବର୍ତ୍ତନକୁ ଦେଖନ୍ତୁ |
04:24 | ଏବେ, ଫାଇଲ୍ କୁ ସେଭ୍ କରନ୍ତୁ |
04:26 | ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ. ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି |
04:35 | ଆଉ ଏହାକୁ ST-Visiting-Card ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି |
04:43 | ଏହାପରେ ଆମେ ଫାଇଲ୍ କୁ PDF ଫର୍ମାଟ୍ ରେ ସେଭ୍ କରିବା |
04:48 | ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
04:53 | Extensionକୁ PDFରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ |
04:57 | Resolutionକୁ 300 କରି OK କ୍ଲିକ୍ କରନ୍ତୁ |
05:01 | ଡେସ୍କଟପ୍ କୁ ଯାଆନ୍ତୁ |
05:03 | ଆମେ ସେଭ୍ କରିଥିବା ଫାଇଲ୍ ଏଠାରେ ଅଛି. ତାକୁ ଖୋଲନ୍ତୁ |
05:08 | ଏହିଗୁଡ଼ିକ ହେଉଛି ଆମେ ତିଆରି କରିଥିବା ଭିଜିଟିଙ୍ଗ୍ କାର୍ଡସ୍ |
05:11 | ସଂକ୍ଷିପ୍ତରେ |
05:13 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ |
05:23 | ଏକ ଆସାଇନମେଣ୍ଟ ଭାବେ |
05:26 | ନିମ୍ନ ବିବରଣୀ ସହ ଏକ ଭିଜିଟିଙ୍ଗ୍ କାର୍ଡ ତିଆରି କରନ୍ତୁ
ଆପଣଙ୍କ ନାମ ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ନାମ ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ଲୋଗୋ ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍ |
05:38 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ |
05:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
05:51 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
05:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
05:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
06:03 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |