Difference between revisions of "Inkscape/C3/Create-a-3-fold-brochure/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 
| Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 +
 
|-
 
|-
 
|00:05
 
|00:05
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,  
 +
 
|-
 
|-
|00.08
+
|00:08
|* Guidelinesର ବ୍ୟବହାର ଓ ସେଟ୍ କରିବା  
+
| Guidelinesର ବ୍ୟବହାର ଓ ସେଟ୍ କରିବା  
 +
 
 
|-
 
|-
 
|00:10
 
|00:10
|* 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ  
+
| 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ  
 +
 
 
|-
 
|-
 
|00:12
 
|00:12
|* 3-Fold ବ୍ରୋଶର୍ ଡିଜାଇନ୍ କରିବା
+
| 3-Fold ବ୍ରୋଶର୍ ଡିଜାଇନ୍ କରିବା
 +
 
 
|-
 
|-
 
|00:15
 
|00:15
 
| ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା  
 
| ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା  
 +
 
|-
 
|-
 
|00:18
 
|00:18
 
| ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  
 
| ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  
 +
 
|-
 
|-
 
|00:21
 
|00:21
|* ଉବୁଣ୍ଟୁ ଲିନକ୍ସ 12.04 OS  
+
| ଉବୁଣ୍ଟୁ ଲିନକ୍ସ 12.04 OS  
 +
 
 
|-
 
|-
 
|00:24
 
|00:24
|* Inkscape ଭର୍ସନ୍ 0.48.4  
+
| Inkscape ଭର୍ସନ୍ 0.48.4  
 +
 
 
|-
 
|-
 
|00:28
 
|00:28
 
| ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା  
 
| ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା  
 +
 
|-
 
|-
 
|00:34
 
|00:34
 
| ଏଥିରେ ସମୁଦାୟ 6ଟି ଭାଗ ଅଛି  
 
| ଏଥିରେ ସମୁଦାୟ 6ଟି ଭାଗ ଅଛି  
 +
 
|-
 
|-
 
|00:37
 
|00:37
 
| ବାହାର ପଟେ 1, 5 ଓ 6 ରହିଥିବାବେଳେ  
 
| ବାହାର ପଟେ 1, 5 ଓ 6 ରହିଥିବାବେଳେ  
 +
 
|-
 
|-
 
|00:42
 
|00:42
Line 45: Line 58:
 
|00:46
 
|00:46
 
| ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା  
 
| ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା  
 +
 
|-
 
|-
 
|00:51
 
|00:51
 
| Inkscape ଖୋଲନ୍ତୁ  
 
| Inkscape ଖୋଲନ୍ତୁ  
 +
 
|-
 
|-
 
|00:53
 
|00:53
 
| File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ '''
 
| File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ '''
 +
 
|-
 
|-
 
|00:56
 
|00:56
 
| ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା  
 
| ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା  
 +
 
|-
 
|-
 
|00:59
 
|00:59
| ବଦଳାନ୍ତୁ:  
+
| ବଦଳାନ୍ତୁ:,Default Unitsକୁ mmରେ
 +
 
 
|-
 
|-
|01.00
+
|01:03
|* Default Unitsକୁ mmରେ
+
| Page Sizeକୁ A4ରେ
 +
 
 
|-
 
|-
|01.03
+
|01:05
|* Page Sizeକୁ A4ରେ
+
| Orientationକୁ Landscapeରେ
 +
 
 
|-
 
|-
|01.05
+
|01:07
|* Orientationକୁ Landscapeରେ
+
| Custom Size Unitsକୁ mmରେ  
|-
+
 
|01.07
+
|* Custom Size Unitsକୁ mmରେ  
+
 
|-
 
|-
|01.11
+
|01:11
 
| ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା  
 
| ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା  
 +
 
|-
 
|-
|01.14
+
|01:14
 
| ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297  
 
| ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297  
 +
 
|-
 
|-
|01.18  
+
|01:18  
 
| ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ  
 
| ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ  
 +
 
|-
 
|-
|01.27
+
|01:27
 
| ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ  
 
| ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ  
 +
 
|-
 
|-
|01.30
+
|01:30
 
| ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ  
 
| ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ  
 +
 
|-
 
|-
|01.35
+
|01:35
 
| ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ  
 
| ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ  
 +
 
|-
 
|-
|01.37
+
|01:37
 
| ଏକ ଡାୟଲଗ୍‍ ବକ୍ସ ଖୋଲିଥାଏ  
 
| ଏକ ଡାୟଲଗ୍‍ ବକ୍ସ ଖୋଲିଥାଏ  
 +
 
|-
 
|-
|01.41
+
|01:41
 
| Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ  
 
| Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ  
 +
 
|-
 
|-
|01.45
+
|01:45
 
| ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ  
 
| ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ  
 +
 
|-
 
|-
|01.50
+
|01:50
 
| ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ  
 
| ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ  
 +
 
|-
 
|-
|01.53
+
|01:53
 
| ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ  
 
| ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ  
 +
 
|-
 
|-
|01.56
+
|01:56
 
| ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା  
 
| ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା  
 +
 
|-
 
|-
|02.01
+
|02:01
 
| ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ  
 
| ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ  
 +
 
|-
 
|-
|02.06
+
|02:06
 
| ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ:  
 
| ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ:  
 +
 
|-
 
|-
|02.08
+
|02:08
 
| ଭିତର ପଟ ବ୍ରୋଶର୍ ପାଇଁ ଥରେ  
 
| ଭିତର ପଟ ବ୍ରୋଶର୍ ପାଇଁ ଥରେ  
 +
 
|-
 
|-
|02.11
+
|02:11
 
| ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ  
 
| ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ  
 +
 
|-
 
|-
|02.13
+
|02:13
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ '''
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
|02.16
+
|02:16
 
| Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି '''
 
| Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି '''
 +
 
|-
 
|-
|02.22
+
|02:22
 
| ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ  
 
| ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|02.26
+
|02:26
 
| ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି  
 
| ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି  
 +
 
|-
 
|-
|02.33
+
|02:33
 
| ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ  
 
| ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ  
 +
 
|-
 
|-
|02.39
+
|02:39
 
| Brochure-IN.svgରୁ ଆରମ୍ଭ କରିବା '''
 
| Brochure-IN.svgରୁ ଆରମ୍ଭ କରିବା '''
 +
 
|-
 
|-
|02.43
+
|02:43
 
| ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ  
 
| ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ  
 +
 
|-
 
|-
|02.50
+
|02:50
 
| ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା  
 
| ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା  
 +
 
|-
 
|-
|02.54
+
|02:54
 
| ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା  
 
| ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା  
 +
 
|-
 
|-
|03.00
+
|03:00
 
| Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ  
 
| Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ  
 +
 
|-
 
|-
|03.09
+
|03:09
 
| Stroke କାଢ଼ିଦିଅନ୍ତୁ
 
| Stroke କାଢ଼ିଦିଅନ୍ତୁ
 +
 
|-
 
|-
|03.14
+
|03:14
 
| ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ  
 
| ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ  
 +
 
|-
 
|-
|03.19
+
|03:19
 
| 150X150 pixelsର ଏକ ବୃତ୍ତ ବନାନ୍ତୁ  
 
| 150X150 pixelsର ଏକ ବୃତ୍ତ ବନାନ୍ତୁ  
 +
 
|-
 
|-
|03.26
+
|03:26
 
| ତାହାକୁ ସବୁଜ ରଙ୍ଗ ଦିଅନ୍ତୁ  
 
| ତାହାକୁ ସବୁଜ ରଙ୍ଗ ଦିଅନ୍ତୁ  
 +
 
|-
 
|-
|03.28
+
|03:28
 
| ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ
 
| ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ
 +
 
|-
 
|-
|03.36
+
|03:36
 
| ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ  
 
| ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ  
 +
 
|-
 
|-
|03.40
+
|03:40
 
| ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା  
 
| ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା  
 +
 
|-
 
|-
|03.44
+
|03:44
 
| ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି  
 
| ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି  
 +
 
|-  
 
|-  
|03.50
+
|03:50
 
| ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି  
 
| ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି  
 +
 
|-
 
|-
|03.56
+
|03:56
 
| ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ‍ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ  
 
| ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ‍ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ  
 +
 
|-
 
|-
|04.02
+
|04:02
 
| ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ  
 
| ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ  
 +
 
|-
 
|-
|04.04
+
|04:04
 
| Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ '''
 
| Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
|04.09
+
|04:09
 
| ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ  
 
| ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ  
 +
 
|-
 
|-
|04.12
+
|04:12
 
| ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ  
 
| ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ  
 +
 
|-
 
|-
|04.17
+
|04:17
 
| Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ  
 
| Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ  
 +
 
|-
 
|-
|04.20
+
|04:20
 
| ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ  
 
| ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ  
 +
 
|-
 
|-
|04.25
+
|04:25
 
| ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ
 
| ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ
 +
 
|-
 
|-
|04.28
+
|04:28
 
| Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ  
 
| Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ  
 +
 
|-
 
|-
|04.34  
+
|04:34  
 
| ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ  
 
| ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ  
 +
 
|-
 
|-
|04.38
+
|04:38
 
| Stroke କାଢ଼ିଦିଅନ୍ତୁ
 
| Stroke କାଢ଼ିଦିଅନ୍ତୁ
 +
 
|-
 
|-
|04.41  
+
|04:41  
 
| Filter ମେନୁକୁ ଯାଆନ୍ତୁ.  Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ '''
 
| Filter ମେନୁକୁ ଯାଆନ୍ତୁ.  Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
|04.47
+
|04:47
 
| ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ
 
| ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ
 +
 
|-
 
|-
|04.50
+
|04:50
 
| ଏବେ Apply ଉପରେ କ୍ଲିକ୍‍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 
| ଏବେ Apply ଉପରେ କ୍ଲିକ୍‍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 +
 
|-
 
|-
|04.55
+
|04:55
 
| ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ
 
| ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ
 +
 
|-
 
|-
|05.01
+
|05:01
 
| ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ  
 
| ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ  
 +
 
|-
 
|-
|05.05
+
|05:05
 
| ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ  
 
| ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ  
 +
 
|-
 
|-
|05.10
+
|05:10
 
| ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା  
 
| ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା  
 +
 
|-
 
|-
|05.13
+
|05:13
 
| ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା  
 
| ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା  
 +
 
|-
 
|-
|05.15
+
|05:15
 
| ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction
 
| ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction
 +
 
|-
 
|-
|05.20
+
|05:20
 
| ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features  
 
| ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features  
 +
 
|-
 
|-
|05.24
+
|05:24
 
| ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage  
 
| ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage  
 +
 
|-
 
|-
|05.28
+
|05:28
 
| ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା  
 
| ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା  
 +
 
|-
 
|-
|05.33
+
|05:33
 
| ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି  
 
| ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି  
 +
 
|-
 
|-
|05.40
+
|05:40
 
| ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି  
 
| ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି  
 +
 
|-
 
|-
|05.43
+
|05:43
 
| ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ  
 
| ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ  
 +
 
|-
 
|-
|05.47
+
|05:47
 
| ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ  
 
| ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ  
 +
 
|-
 
|-
|05.50
+
|05:50
 
| ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ
 
| ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ
 +
 
|-
 
|-
|05.55
+
|05:55
 
| Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ  
 
| Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ  
 +
 
|-
 
|-
|05.59
+
|05:59
 
| ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ  
 
| ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ  
 +
 
|-
 
|-
|06.02
+
|06:02
 
| ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ  
 
| ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ  
 +
 
|-
 
|-
|06.05
+
|06:05
 
| ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ  
 
| ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ  
 +
 
|-
 
|-
|06.08
+
|06:08
 
| ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ  
 
| ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ  
 +
 
|-
 
|-
|06.12
+
|06:12
 
| ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ  
 
| ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ  
 +
 
|-
 
|-
|06.18
+
|06:18
 
| ବର୍ତ୍ତମାନ ସେହି  ଫାଇଲ୍‍ କୁ PDFରେ ସେଭ୍‍ କରନ୍ତୁ  
 
| ବର୍ତ୍ତମାନ ସେହି  ଫାଇଲ୍‍ କୁ PDFରେ ସେଭ୍‍ କରନ୍ତୁ  
 +
 
|-
 
|-
|06.21
+
|06:21
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ  
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|06.24
+
|06:24
 
| ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ '''
 
| ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ '''
 +
 
|-
 
|-
|06.29
+
|06:29
 
| Save ଉପରେ କ୍ଲିକ୍‍ କରନ୍ତୁ  
 
| Save ଉପରେ କ୍ଲିକ୍‍ କରନ୍ତୁ  
 +
 
|-
 
|-
|06.31
+
|06:31
 
| ଏକ ନୂଆ ଡାୟଲଗ୍‍ ବକ୍ସ ଦେଖାଦେଲା  
 
| ଏକ ନୂଆ ଡାୟଲଗ୍‍ ବକ୍ସ ଦେଖାଦେଲା  
 +
 
|-
 
|-
|06.34
+
|06:34
 
| ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର  
 
| ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର  
 +
 
|-
 
|-
|06.37
+
|06:37
 
| ୱେବ୍ ପାଇଁ ଏହା 72 ହୋଇପାରେ
 
| ୱେବ୍ ପାଇଁ ଏହା 72 ହୋଇପାରେ
 +
 
|-
 
|-
|06.40
+
|06:40
 
| ମୁଁ ଏହାକୁ 300 ରଖୁଛି  
 
| ମୁଁ ଏହାକୁ 300 ରଖୁଛି  
 +
 
|-
 
|-
|06.42
+
|06:42
 
| OK ଉପରେ କ୍ଲିକ୍‍ କରନ୍ତୁ
 
| OK ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
|06.44
+
|06:44
 
| ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ  
 
| ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ  
 +
 
|-
 
|-
|06.47
+
|06:47
 
| Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ  
 
| Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ  
 +
 
|-
 
|-
|06.52
+
|06:52
 
| Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି  
 
| Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି  
 +
 
|-
 
|-
|06.58
+
|06:58
 
| ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା
 
| ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା
 +
 
|-
 
|-
|07.04
+
|07:04
 
| ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ  
 
| ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ  
 +
 
|-
 
|-
|07.08
+
|07:08
 
| ଏବେ ଚାଲନ୍ତୁ,  ବ୍ରୋଶର୍ ର ବାହାର ଭାଗ ତିଆରି କରିବା  
 
| ଏବେ ଚାଲନ୍ତୁ,  ବ୍ରୋଶର୍ ର ବାହାର ଭାଗ ତିଆରି କରିବା  
 +
 
|-
 
|-
|07.12
+
|07:12
 
| Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍‍ କରନ୍ତୁ  
 
| Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍‍ କରନ୍ତୁ  
 +
 
|-
 
|-
|07.14
+
|07:14
 
| Brochure-OUT.svg ସିଲେକ୍ଟ କରନ୍ତୁ  
 
| Brochure-OUT.svg ସିଲେକ୍ଟ କରନ୍ତୁ  
 +
 
|-
 
|-
|07.18
+
|07:18
 
| ଏବେ ଆମକୁ 1, 5 ଓ  6 ଭାଗ ଡିଜାଇନ୍ କରିବାକୁ ହେବ  
 
| ଏବେ ଆମକୁ 1, 5 ଓ  6 ଭାଗ ଡିଜାଇନ୍ କରିବାକୁ ହେବ  
 +
 
|-
 
|-
|07.22
+
|07:22
 
| ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ  
 
| ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ  
 +
 
|-
 
|-
|07.28
+
|07:28
 
| ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ  
 
| ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ  
 +
 
|-
 
|-
|07.33
+
|07:33
 
| ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ
 
| ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ
 +
 
|-
 
|-
|07.36
+
|07:36
 
| ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ  
 
| ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ  
 +
 
|-
 
|-
|07.40
+
|07:40
 
|  ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ  
 
|  ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ  
 +
 
|-
 
|-
|07.46
+
|07:46
 
| Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ  
 
| Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ  
 +
 
|-
 
|-
|07.51
+
|07:51
 
| ଫଣ୍ଟ ସାଇଜ୍ କୁ 25 କରନ୍ତୁ
 
| ଫଣ୍ଟ ସାଇଜ୍ କୁ 25 କରନ୍ତୁ
 +
 
|-
 
|-
|07.54
+
|07:54
 
| ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ  
 
| ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ  
 +
 
|-
 
|-
|07.58
+
|07:58
 
| Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ
 
| Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ
 +
 
|-
 
|-
|08.00
+
|08:00
 
| ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ  
 
| ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ  
 +
 
|-
 
|-
|08.03
+
|08:03
 
| ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ
 
| ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ
 +
 
|-
 
|-
|08.09
+
|08:09
 
| ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି  
 
| ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି  
 +
 
|-
 
|-
|08.15
+
|08:15
 
| ଦୟାକରି ସେହିପରି କରନ୍ତୁ  
 
| ଦୟାକରି ସେହିପରି କରନ୍ତୁ  
 +
 
|-
 
|-
|08.17
+
|08:17
 
| ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି  
 
| ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି  
 +
 
|-
 
|-
|08.19
+
|08:19
 
| Text and font
 
| Text and font
 +
 
|-
 
|-
|08.21
+
|08:21
 
| ଓ Align and Distribute   
 
| ଓ Align and Distribute   
 +
 
|-
 
|-
|08.24
+
|08:24
 
| ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ  
 
| ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ  
 +
 
|-
 
|-
|08.28
+
|08:28
| Fileକୁ ଯାଆନ୍ତୁ, '''
+
| Fileକୁ ଯାଆନ୍ତୁ, ''',Save Asରେ କ୍ଲିକ୍ କରନ୍ତୁ '''
 +
 
 
|-
 
|-
|08.29
+
|08:31
| Save Asରେ କ୍ଲିକ୍ କରନ୍ତୁ '''
+
|-
+
|08.31
+
 
| ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
 
| ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
 +
 
|-
 
|-
|08.37
+
|08:37
 
| ସମାନ ପ୍ରକ୍ରିୟା ଦୋହରାନ୍ତୁ
 
| ସମାନ ପ୍ରକ୍ରିୟା ଦୋହରାନ୍ତୁ
 +
 
|-
 
|-
|08.39
+
|08:39
 
| ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ '''
 
| ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ '''
 +
 
|-
 
|-
|08.41
+
|08:41
 
| Save ଉପରେ କ୍ଲିକ୍‍ କରନ୍ତୁ  
 
| Save ଉପରେ କ୍ଲିକ୍‍ କରନ୍ତୁ  
 +
 
|-
 
|-
|08.43
+
|08:43
 
| ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍  
 
| ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍  
 +
 
|-
 
|-
|08.46
+
|08:46
 
| ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ  
 
| ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ  
 +
 
|-
 
|-
|08.54
+
|08:54
 
| ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି  
 
| ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି  
 +
 
|-
 
|-
|09.00
+
|09:00
 
| ସଂ‍କ୍ଷିପ୍ତରେ  
 
| ସଂ‍କ୍ଷିପ୍ତରେ  
 +
 
|-
 
|-
|09.02
+
|09:02
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,  
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,  
 +
 
|-
 
|-
|09.04
+
|09:04
|* Guidelinesର ବ୍ୟବହାର ଓ ସେଟ୍ କରିବା  
+
| Guidelinesର ବ୍ୟବହାର ଓ ସେଟ୍ କରିବା  
 +
 
 
|-
 
|-
|09.07
+
|09:07
|* 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ  
+
| 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ  
 +
 
 
|-
 
|-
|09.09
+
|09:09
|* 3-Fold ବ୍ରୋଶର୍ ଡିଜାଇନ୍ କରିବା
+
| 3-Fold ବ୍ରୋଶର୍ ଡିଜାଇନ୍ କରିବା
 +
 
 
|-
 
|-
|09.11
+
|09:11
| ଆମେ ଆହୁରି ମଧ୍ୟ ଶିଖିଲେ -  
+
| ଆମେ ଆହୁରି ମଧ୍ୟ ଶିଖିଲେ -,Layers ବ୍ୟବହାର କରିବାର ମହତ୍ୱତା  
|-
+
 
|09.12
+
| Layers ବ୍ୟବହାର କରିବାର ମହତ୍ୱତା  
+
 
|-
 
|-
|09.14
+
|09:14
 
| ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା  
 
| ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା  
 +
 
|-
 
|-
|09.18
+
|09:18
 
| ଏକ ଆସାଇନମେଣ୍ଟ ଭାବେ  
 
| ଏକ ଆସାଇନମେଣ୍ଟ ଭାବେ  
 +
 
|-
 
|-
|09.20
+
|09:20
 
| Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ  
 
| Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ  
 +
 
|-
 
|-
|09.24
+
|09:24
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 +
 
|-
 
|-
|09.29
+
|09:29
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ  
 +
 
|-
 
|-
|09.35
+
|09:35
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 +
 
|-
 
|-
|09.42
+
|09:42
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 +
 
|-
 
|-
|09.45
+
|09:45
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
|09.50
+
|09:50
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ  
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ  
 +
 
|-
 
|-
|09.54
+
|09:54
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
|09.57
+
|09:57
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 12:07, 7 April 2017

Time Narration
00:01 Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:08 Guidelinesର ବ୍ୟବହାର ଓ ସେଟ୍ କରିବା
00:10 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ
00:12 3-Fold ବ୍ରୋଶର୍ ଡିଜାଇନ୍ କରିବା
00:15 ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା
00:18 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:21 ଉବୁଣ୍ଟୁ ଲିନକ୍ସ 12.04 OS
00:24 Inkscape ଭର୍ସନ୍ 0.48.4
00:28 ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା
00:34 ଏଥିରେ ସମୁଦାୟ 6ଟି ଭାଗ ଅଛି
00:37 ବାହାର ପଟେ 1, 5 ଓ 6 ରହିଥିବାବେଳେ
00:42 ଭିତର ପଟେ 2, 3 ଓ 4 ରହିଛି
00:46 ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
00:51 Inkscape ଖୋଲନ୍ତୁ
00:53 File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ
00:56 ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା
00:59 ବଦଳାନ୍ତୁ:,Default Unitsକୁ mmରେ
01:03 Page Sizeକୁ A4ରେ
01:05 Orientationକୁ Landscapeରେ
01:07 Custom Size Unitsକୁ mmରେ
01:11 ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା
01:14 ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297
01:18 ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ
01:27 ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ
01:30 ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ
01:35 ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:37 ଏକ ଡାୟଲଗ୍‍ ବକ୍ସ ଖୋଲିଥାଏ
01:41 Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ
01:45 ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ
01:50 ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
01:53 ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ
01:56 ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା
02:01 ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ
02:06 ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ:
02:08 ଭିତର ପଟ ବ୍ରୋଶର୍ ପାଇଁ ଥରେ
02:11 ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ
02:13 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02:16 Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି
02:22 ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02:26 ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି
02:33 ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ
02:39 Brochure-IN.svgରୁ ଆରମ୍ଭ କରିବା
02:43 ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ
02:50 ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା
02:54 ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା
03:00 Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ
03:09 Stroke କାଢ଼ିଦିଅନ୍ତୁ
03:14 ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ
03:19 150X150 pixelsର ଏକ ବୃତ୍ତ ବନାନ୍ତୁ
03:26 ତାହାକୁ ସବୁଜ ରଙ୍ଗ ଦିଅନ୍ତୁ
03:28 ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ
03:36 ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ
03:40 ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା
03:44 ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି
03:50 ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି
03:56 ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ‍ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ
04:02 ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
04:04 Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ
04:09 ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ
04:12 ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ
04:17 Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ
04:20 ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ
04:25 ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ
04:28 Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ
04:34 ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ
04:38 Stroke କାଢ଼ିଦିଅନ୍ତୁ
04:41 Filter ମେନୁକୁ ଯାଆନ୍ତୁ. Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ
04:47 ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ
04:50 ଏବେ Apply ଉପରେ କ୍ଲିକ୍‍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
04:55 ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ
05:01 ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ
05:05 ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ
05:10 ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା
05:13 ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା
05:15 ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction
05:20 ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features
05:24 ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage
05:28 ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା
05:33 ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି
05:40 ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି
05:43 ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ
05:47 ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ
05:50 ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ
05:55 Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ
05:59 ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ
06:02 ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ
06:05 ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ
06:08 ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ
06:12 ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ
06:18 ବର୍ତ୍ତମାନ ସେହି ଫାଇଲ୍‍ କୁ PDFରେ ସେଭ୍‍ କରନ୍ତୁ
06:21 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
06:24 ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ
06:29 Save ଉପରେ କ୍ଲିକ୍‍ କରନ୍ତୁ
06:31 ଏକ ନୂଆ ଡାୟଲଗ୍‍ ବକ୍ସ ଦେଖାଦେଲା
06:34 ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର
06:37 ୱେବ୍ ପାଇଁ ଏହା 72 ହୋଇପାରେ
06:40 ମୁଁ ଏହାକୁ 300 ରଖୁଛି
06:42 OK ଉପରେ କ୍ଲିକ୍‍ କରନ୍ତୁ
06:44 ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ
06:47 Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ
06:52 Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି
06:58 ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା
07:04 ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ
07:08 ଏବେ ଚାଲନ୍ତୁ, ବ୍ରୋଶର୍ ର ବାହାର ଭାଗ ତିଆରି କରିବା
07:12 Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍‍ କରନ୍ତୁ
07:14 Brochure-OUT.svg ସିଲେକ୍ଟ କରନ୍ତୁ
07:18 ଏବେ ଆମକୁ 1, 5 ଓ 6 ଭାଗ ଡିଜାଇନ୍ କରିବାକୁ ହେବ
07:22 ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ
07:28 ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ
07:33 ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ
07:36 ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ
07:40 ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ
07:46 Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ
07:51 ଫଣ୍ଟ ସାଇଜ୍ କୁ 25 କରନ୍ତୁ
07:54 ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ
07:58 Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ
08:00 ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ
08:03 ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ
08:09 ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି
08:15 ଦୟାକରି ସେହିପରି କରନ୍ତୁ
08:17 ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି
08:19 Text and font
08:21 ଓ Align and Distribute
08:24 ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ
08:28 Fileକୁ ଯାଆନ୍ତୁ, ,Save Asରେ କ୍ଲିକ୍ କରନ୍ତୁ
08:31 ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
08:37 ସମାନ ପ୍ରକ୍ରିୟା ଦୋହରାନ୍ତୁ
08:39 ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ
08:41 Save ଉପରେ କ୍ଲିକ୍‍ କରନ୍ତୁ
08:43 ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍
08:46 ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ
08:54 ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି
09:00 ସଂ‍କ୍ଷିପ୍ତରେ
09:02 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
09:04 Guidelinesର ବ୍ୟବହାର ଓ ସେଟ୍ କରିବା
09:07 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ
09:09 3-Fold ବ୍ରୋଶର୍ ଡିଜାଇନ୍ କରିବା
09:11 ଆମେ ଆହୁରି ମଧ୍ୟ ଶିଖିଲେ -,Layers ବ୍ୟବହାର କରିବାର ମହତ୍ୱତା
09:14 ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା
09:18 ଏକ ଆସାଇନମେଣ୍ଟ ଭାବେ
09:20 Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ
09:24 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09:29 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
09:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
09:42 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:50 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
09:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:57 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep