Difference between revisions of "Inkscape/C3/Create-a-3-fold-brochure/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍ ଟ...") |
|||
Line 41: | Line 41: | ||
|00:42 | |00:42 | ||
| ଭିତର ପଟେ 2, 3 ଓ 4 ରହିଛି | | ଭିତର ପଟେ 2, 3 ଓ 4 ରହିଛି | ||
− | |||
|- | |- | ||
Line 97: | Line 96: | ||
|01.45 | |01.45 | ||
| ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ | | ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ | ||
− | |||
|- | |- | ||
|01.50 | |01.50 | ||
Line 149: | Line 147: | ||
|03.00 | |03.00 | ||
| Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ | | Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ | ||
− | |||
− | |||
|- | |- | ||
|03.09 | |03.09 | ||
Line 205: | Line 201: | ||
|04.28 | |04.28 | ||
| Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ | | Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ | ||
− | |||
|- | |- | ||
|04.34 | |04.34 | ||
Line 239: | Line 234: | ||
|05.15 | |05.15 | ||
| ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction | | ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction | ||
− | |||
|- | |- | ||
|05.20 | |05.20 | ||
Line 258: | Line 252: | ||
|05.43 | |05.43 | ||
| ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ | | ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ | ||
− | |||
|- | |- | ||
|05.47 | |05.47 | ||
Line 313: | Line 306: | ||
|06.44 | |06.44 | ||
| ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ | | ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ | ||
− | |||
|- | |- | ||
|06.47 | |06.47 | ||
Line 365: | Line 357: | ||
|07.58 | |07.58 | ||
| Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ | | Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ | ||
− | |||
− | |||
|- | |- | ||
|08.00 | |08.00 | ||
Line 421: | Line 411: | ||
|09.00 | |09.00 | ||
| ସଂକ୍ଷିପ୍ତରେ | | ସଂକ୍ଷିପ୍ତରେ | ||
− | |||
|- | |- | ||
|09.02 | |09.02 |
Revision as of 12:24, 7 June 2016
Time | Narration |
00:01 | Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00.08 | * Guidelinesର ବ୍ୟବହାର ଓ ସେଟ୍ କରିବା |
00:10 | * 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ |
00:12 | * 3-Fold ବ୍ରୋଶର୍ ଡିଜାଇନ୍ କରିବା |
00:15 | ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:21 | * ଉବୁଣ୍ଟୁ ଲିନକ୍ସ 12.04 OS |
00:24 | * Inkscape ଭର୍ସନ୍ 0.48.4 |
00:28 | ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା |
00:34 | ଏଥିରେ ସମୁଦାୟ 6ଟି ଭାଗ ଅଛି |
00:37 | ବାହାର ପଟେ 1, 5 ଓ 6 ରହିଥିବାବେଳେ |
00:42 | ଭିତର ପଟେ 2, 3 ଓ 4 ରହିଛି |
00:46 | ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା |
00:51 | Inkscape ଖୋଲନ୍ତୁ |
00:53 | File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ |
00:56 | ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା |
00:59 | ବଦଳାନ୍ତୁ: |
01.00 | * Default Unitsକୁ mmରେ |
01.03 | * Page Sizeକୁ A4ରେ |
01.05 | * Orientationକୁ Landscapeରେ |
01.07 | * Custom Size Unitsକୁ mmରେ |
01.11 | ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା |
01.14 | ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297 |
01.18 | ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ |
01.27 | ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ |
01.30 | ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ |
01.35 | ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01.37 | ଏକ ଡାୟଲଗ୍ ବକ୍ସ ଖୋଲିଥାଏ |
01.41 | Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ |
01.45 | ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ |
01.50 | ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01.53 | ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ |
01.56 | ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା |
02.01 | ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ |
02.06 | ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ: |
02.08 | ଭିତର ପଟ ବ୍ରୋଶର୍ ପାଇଁ ଥରେ |
02.11 | ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ |
02.13 | Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
02.16 | Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି |
02.22 | ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
02.26 | ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି |
02.33 | ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ |
02.39 | Brochure-IN.svgରୁ ଆରମ୍ଭ କରିବା |
02.43 | ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ |
02.50 | ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା |
02.54 | ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା |
03.00 | Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ |
03.09 | Stroke କାଢ଼ିଦିଅନ୍ତୁ |
03.14 | ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ |
03.19 | 150X150 pixelsର ଏକ ବୃତ୍ତ ବନାନ୍ତୁ |
03.26 | ତାହାକୁ ସବୁଜ ରଙ୍ଗ ଦିଅନ୍ତୁ |
03.28 | ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ |
03.36 | ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ |
03.40 | ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା |
03.44 | ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି |
03.50 | ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି |
03.56 | ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ |
04.02 | ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
04.04 | Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ |
04.09 | ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ |
04.12 | ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ |
04.17 | Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ |
04.20 | ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ |
04.25 | ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ |
04.28 | Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ |
04.34 | ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ |
04.38 | Stroke କାଢ଼ିଦିଅନ୍ତୁ |
04.41 | Filter ମେନୁକୁ ଯାଆନ୍ତୁ. Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ |
04.47 | ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ |
04.50 | ଏବେ Apply ଉପରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
04.55 | ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ |
05.01 | ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ |
05.05 | ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ |
05.10 | ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା |
05.13 | ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା |
05.15 | ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction |
05.20 | ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features |
05.24 | ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage |
05.28 | ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା |
05.33 | ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି |
05.40 | ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି |
05.43 | ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ |
05.47 | ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ |
05.50 | ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ |
05.55 | Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ |
05.59 | ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ |
06.02 | ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ |
06.05 | ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ |
06.08 | ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ |
06.12 | ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ |
06.18 | ବର୍ତ୍ତମାନ ସେହି ଫାଇଲ୍ କୁ PDFରେ ସେଭ୍ କରନ୍ତୁ |
06.21 | Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
06.24 | ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ |
06.29 | Save ଉପରେ କ୍ଲିକ୍ କରନ୍ତୁ |
06.31 | ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା |
06.34 | ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର |
06.37 | ୱେବ୍ ପାଇଁ ଏହା 72 ହୋଇପାରେ |
06.40 | ମୁଁ ଏହାକୁ 300 ରଖୁଛି |
06.42 | OK ଉପରେ କ୍ଲିକ୍ କରନ୍ତୁ |
06.44 | ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ |
06.47 | Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ |
06.52 | Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି |
06.58 | ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା |
07.04 | ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ |
07.08 | ଏବେ ଚାଲନ୍ତୁ, ବ୍ରୋଶର୍ ର ବାହାର ଭାଗ ତିଆରି କରିବା |
07.12 | Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍ କରନ୍ତୁ |
07.14 | Brochure-OUT.svg ସିଲେକ୍ଟ କରନ୍ତୁ |
07.18 | ଏବେ ଆମକୁ 1, 5 ଓ 6 ଭାଗ ଡିଜାଇନ୍ କରିବାକୁ ହେବ |
07.22 | ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ |
07.28 | ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ |
07.33 | ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ |
07.36 | ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ |
07.40 | ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ |
07.46 | Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ |
07.51 | ଫଣ୍ଟ ସାଇଜ୍ କୁ 25 କରନ୍ତୁ |
07.54 | ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ |
07.58 | Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ |
08.00 | ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ |
08.03 | ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ |
08.09 | ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି |
08.15 | ଦୟାକରି ସେହିପରି କରନ୍ତୁ |
08.17 | ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି |
08.19 | Text and font |
08.21 | ଓ Align and Distribute |
08.24 | ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ |
08.28 | Fileକୁ ଯାଆନ୍ତୁ, |
08.29 | Save Asରେ କ୍ଲିକ୍ କରନ୍ତୁ |
08.31 | ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ |
08.37 | ସମାନ ପ୍ରକ୍ରିୟା ଦୋହରାନ୍ତୁ |
08.39 | ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ |
08.41 | Save ଉପରେ କ୍ଲିକ୍ କରନ୍ତୁ |
08.43 | ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍ |
08.46 | ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ |
08.54 | ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି |
09.00 | ସଂକ୍ଷିପ୍ତରେ |
09.02 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
09.04 | * Guidelinesର ବ୍ୟବହାର ଓ ସେଟ୍ କରିବା |
09.07 | * 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ |
09.09 | * 3-Fold ବ୍ରୋଶର୍ ଡିଜାଇନ୍ କରିବା |
09.11 | ଆମେ ଆହୁରି ମଧ୍ୟ ଶିଖିଲେ - |
09.12 | Layers ବ୍ୟବହାର କରିବାର ମହତ୍ୱତା |
09.14 | ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା |
09.18 | ଏକ ଆସାଇନମେଣ୍ଟ ଭାବେ |
09.20 | Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ |
09.24 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
09.29 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ |
09.35 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
09.42 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09.45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09.50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09.54 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
09.57 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |