Difference between revisions of "Inkscape/C2/Create-and-edit-shapes/Oriya"

From Script | Spoken-Tutorial
Jump to: navigation, search
(Created page with "{| Border =1 | Time | Narration |- | 00:00 | 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟ...")
 
 
Line 6: Line 6:
 
| 00:00
 
| 00:00
 
|  'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
 
|  'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
|-
 
|-
 
| 00:06
 
| 00:06
 
| ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ
 
| ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ
 +
 
|-
 
|-
 
| 00:10
 
| 00:10
 
| ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା
 
| ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା
 +
 
|-
 
|-
 
| 00:16
 
| 00:16
 
| '''handles''' ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା
 
| '''handles''' ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା
 +
 
|-
 
|-
 
| 00:20
 
| 00:20
 
| ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS  
 
| ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS  
 +
 
|-
 
|-
 
| 00:25
 
| 00:25
 
| 'Inkscape' ଭର୍ସନ 0.48.4
 
| 'Inkscape' ଭର୍ସନ 0.48.4
 +
 
|-
 
|-
 
| 00:29
 
| 00:29
 
|  'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ
 
|  'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ
 +
 
|-
 
|-
 
| 00:34
 
| 00:34
 
|  ଆପଣ '''logo''' ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ
 
|  ଆପଣ '''logo''' ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ
 +
 
|-
 
|-
 
| 00:38
 
| 00:38
 
|  ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ
 
|  ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ
 +
 
|-
 
|-
 
| 00:44
 
| 00:44
 
|  ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି
 
|  ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି
 +
 
|-
 
|-
 
| 00:48
 
| 00:48
 
| ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ
 
| ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ
 +
 
|-
 
|-
 
| 00:54
 
| 00:54
 
| 'Tool box' ଇଣ୍ଟରଫେସର ବାମ ପଟେ ଅଛି
 
| 'Tool box' ଇଣ୍ଟରଫେସର ବାମ ପଟେ ଅଛି
 +
 
|-
 
|-
 
| 00:58
 
| 00:58
 
| ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ
 
| ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ
 +
 
|-
 
|-
 
| 01:03
 
| 01:03
 
| ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା
 
| ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା
 +
 
|-
 
|-
 
| 01:09
 
| 01:09
 
| ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା
 
| ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା
 +
 
|-
 
|-
 
| 01:14
 
| 01:14
 
| ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ
 
| ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ
 +
 
|-
 
|-
 
| 01:22
 
| 01:22
 
| ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି
 
| ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି
 +
 
|-
 
|-
 
| 01:28
 
| 01:28
 
| ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ
 
| ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ
 +
 
|-
 
|-
 
| 01:34
 
| 01:34
 
| ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ
 
| ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ
 +
 
|-
 
|-
 
| 01:41
 
| 01:41
 
| ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ
 
| ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ
 +
 
|-
 
|-
 
| 01:47
 
| 01:47
 
|ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ  
 
|ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ  
 +
 
|-
 
|-
 
| 01:53
 
| 01:53
 
| ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ
 
| ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ
 +
 
|-
 
|-
 
| 02:01
 
| 02:01
 
| ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ
 
| ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ
 +
 
|-
 
|-
 
| 02:04
 
| 02:04
 
| ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
 
| ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
 +
 
|-
 
|-
 
| 02:06
 
| 02:06
 
|  ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ
 
|  ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ
 +
 
|-
 
|-
 
| 02:09
 
| 02:09
 
| ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା
 
| ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା
 +
 
|-
 
|-
 
| 02:14
 
| 02:14
 
| ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି
 
| ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି
 +
 
|-
 
|-
 
| 02:18
 
| 02:18
 
| ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ
 
| ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 02:22
 
| 02:22
|  ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ
+
|  ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ,ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର
|-
+
 
| 02:23
+
| ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର
+
 
|-
 
|-
 
| 02:27
 
| 02:27
 
| ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ
 
| ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ
 +
 
|-
 
|-
 
| 02:33
 
| 02:33
 
| ତା’ପରେ ମାଉସ ବଟନ ଛାଡ଼ନ୍ତୁ
 
| ତା’ପରେ ମାଉସ ବଟନ ଛାଡ଼ନ୍ତୁ
 +
 
|-
 
|-
 
| 02:37
 
| 02:37
 
| ଭଲ ଭାବେ ଦେଖିବା ପାଇଁ '''zoom in''' କରନ୍ତୁ, ଏଥିପାଇଁ '''Ctrl''' କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ
 
| ଭଲ ଭାବେ ଦେଖିବା ପାଇଁ '''zoom in''' କରନ୍ତୁ, ଏଥିପାଇଁ '''Ctrl''' କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ
 +
 
|-
 
|-
 
| 02:46
 
| 02:46
 
| ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ '''handles''' କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା
 
| ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ '''handles''' କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା
 +
 
|-
 
|-
 
| 02:57
 
| 02:57
 
| କର୍ସର ଯେତେବେଳେ କୌଣସି '''handles''' କୁ ଯାଏ, ତେବେ '''handle''' ରଙ୍ଗ ବଦଳିଯାଏ
 
| କର୍ସର ଯେତେବେଳେ କୌଣସି '''handles''' କୁ ଯାଏ, ତେବେ '''handle''' ରଙ୍ଗ ବଦଳିଯାଏ
 +
 
|-
 
|-
 
| 03:02
 
| 03:02
 
| ଏହା ଦର୍ଶାଏ ଯେ ସେହି '''handle ''' ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ
 
| ଏହା ଦର୍ଶାଏ ଯେ ସେହି '''handle ''' ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ
 +
 
|-
 
|-
 
| 03:08
 
| 03:08
 
| ଆୟକ୍ଷେତ୍ରକୁ '''scale''' ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର '''handles''' ରେ କ୍ଲିକ କରି ଡ୍ରାଗ କରନ୍ତୁ
 
| ଆୟକ୍ଷେତ୍ରକୁ '''scale''' ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର '''handles''' ରେ କ୍ଲିକ କରି ଡ୍ରାଗ କରନ୍ତୁ
 +
 
|-
 
|-
 
| 03:17
 
| 03:17
 
| ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ
 
| ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ
 +
 
|-
 
|-
 
|03:24
 
|03:24
 
| ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ '''handle'''ର ବ୍ୟବହାର କରନ୍ତୁ
 
| ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ '''handle'''ର ବ୍ୟବହାର କରନ୍ତୁ
 +
 
|-
 
|-
 
| 03:32
 
| 03:32
 
| ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ '''handle''' ରେ କ୍ଲିକ କରି ଡ୍ରାଗ କରନ୍ତୁ
 
| ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ '''handle''' ରେ କ୍ଲିକ କରି ଡ୍ରାଗ କରନ୍ତୁ
 +
 
|-
 
|-
 
| 03:39
 
| 03:39
 
| ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ
 
| ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 03:43
 
| 03:43
 
| ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ
 
| ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ
 +
 
|-
 
|-
 
| 03:46
 
| 03:46
 
| ଆମେ '''handle'''ର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା
 
| ଆମେ '''handle'''ର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା
 +
 
|-
 
|-
 
| 03:51
 
| 03:51
 
| ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ
 
| ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 03:54
 
| 03:54
 
| ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା
 
| ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା
 +
 
|-
 
|-
 
|04:03
 
|04:03
 
| ମୁଁ 'Width' 400 ଏବଂ 'height' 200ରେ ବଦଳାଇବି
 
| ମୁଁ 'Width' 400 ଏବଂ 'height' 200ରେ ବଦଳାଇବି
 +
 
|-
 
|-
 
| 04:07
 
| 04:07
 
| ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 
| ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 04:10
 
| 04:10
 
| ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ
 
| ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ
 +
 
|-
 
|-
 
| 04:19
 
| 04:19
 
|  ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା
 
|  ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା
 +
 
|-
 
|-
 
| 04:24
 
| 04:24
 
| ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
 
| ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
 +
 
|-
 
|-
 
| 04:27
 
| 04:27
 
| ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା '''handles''' ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି
 
| ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା '''handles''' ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି
 +
 
|-   
 
|-   
 
| 04:34
 
| 04:34
 
| ମୁଁ '''handle'''ର ଉପର ଡାହାଣପଟେ  କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି
 
| ମୁଁ '''handle'''ର ଉପର ଡାହାଣପଟେ  କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି
 +
 
|-
 
|-
 
|04:44
 
|04:44
 
| ଆପଣ ଯେକୌଣସି ପାର୍ଶ୍ୱର '''handles''' ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ
 
| ଆପଣ ଯେକୌଣସି ପାର୍ଶ୍ୱର '''handles''' ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ
 +
 
|-
 
|-
 
| 04:50
 
| 04:50
 
| ମୁଁ ବାମ ମଧ୍ୟ '''handle''' ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି
 
| ମୁଁ ବାମ ମଧ୍ୟ '''handle''' ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି
 +
 
|-
 
|-
 
| 04:56
 
| 04:56
 
| ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 
| ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 +
 
|-
 
|-
 
| 04:59
 
| 04:59
 
| ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି '''handles'''ର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା
 
| ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି '''handles'''ର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା
 +
 
|-
 
|-
 
| 05:04
 
| 05:04
 
| ଏବେ ଏହି ଆକୃତିକୁ unselect କରନ୍ତୁ
 
| ଏବେ ଏହି ଆକୃତିକୁ unselect କରନ୍ତୁ
 +
 
|-
 
|-
 
| 05:06
 
| 05:06
 
| ଏଥିପାଇଁ '''canvas''' କ୍ଷେତ୍ର କିମ୍ବା '''canvas''' ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ
 
| ଏଥିପାଇଁ '''canvas''' କ୍ଷେତ୍ର କିମ୍ବା '''canvas''' ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ
 +
 
|-
 
|-
 
| 05:11
 
| 05:11
 
| ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ
 
| ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ
 +
 
|-
 
|-
 
| 05:17
 
| 05:17
 
| ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା
 
| ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା
 +
 
|-
 
|-
 
| 05:22
 
| 05:22
 
| ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି
 
| ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି
 +
 
|-
 
|-
 
| 05:25
 
| 05:25
 
| ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ
 
| ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ
 +
 
|-
 
|-
 
| 05:30
 
| 05:30
 
| ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି
 
| ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି
 +
 
|-
 
|-
 
| 05:32
 
| 05:32
 
| ଏକ ଆସାନମେଣ୍ଟ ଭାବେ
 
| ଏକ ଆସାନମେଣ୍ଟ ଭାବେ
 +
 
|-
 
|-
 
| 05:34
 
| 05:34
 
| 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ
 
| 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ
 +
 
|-
 
|-
 
| 05:38
 
| 05:38
 
| ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ
 
| ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ
 +
 
|-
 
|-
 
| 05:42
 
| 05:42
 
| ଏହାକୁ ନୀଳ ରଙ୍ଗ ଦିଅନ୍ତୁ
 
| ଏହାକୁ ନୀଳ ରଙ୍ଗ ଦିଅନ୍ତୁ
 +
 
|-
 
|-
 
| 05:44
 
| 05:44
 
| ଏହା ମୋର ବୃତ୍ତ ଅଟେ
 
| ଏହା ମୋର ବୃତ୍ତ ଅଟେ
 +
 
|-
 
|-
 
| 05:46
 
| 05:46
 
| ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା
 
| ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା
 +
 
|-
 
|-
 
| 05:49
 
| 05:49
 
| ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ
 
| ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ
 +
 
|-
 
|-
 
| 05:56
 
| 05:56
 
|  ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ
 
|  ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ
 +
 
|-
 
|-
 
| 06:03
 
| 06:03
 
| ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି
 
| ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି
 +
 
|-
 
|-
 
| 06:09
 
| 06:09
 
| ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି
 
| ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି
 +
 
|-
 
|-
 
| 06:14
 
| 06:14
 
| ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା
 
| ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା
 +
 
|-
 
|-
 
| 06:19
 
| 06:19
 
| ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା
 
| ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା
 +
 
|-
 
|-
 
| 06:25
 
| 06:25
 
| ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା
 
| ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା
 +
 
|-
 
|-
 
| 06:30
 
| 06:30
 
| ଆକୃତିରେ 2 '''resize handles''' ଏବଂ 2 circular '''handles''' ଉପରେ ଧ୍ୟାନ ଦିଅନ୍ତୁ
 
| ଆକୃତିରେ 2 '''resize handles''' ଏବଂ 2 circular '''handles''' ଉପରେ ଧ୍ୟାନ ଦିଅନ୍ତୁ
 +
 
|-
 
|-
 
| 06:37
 
| 06:37
 
| ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 '''resize handles''' ବ୍ୟବହାର କରାଯାଇଥାଏ
 
| ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 '''resize handles''' ବ୍ୟବହାର କରାଯାଇଥାଏ
 +
 
|-
 
|-
 
| 06:44
 
| 06:44
 
|  ଏହି '''handle''' ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ
 
|  ଏହି '''handle''' ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ
 +
 
|-
 
|-
 
| 06:53
 
| 06:53
 
| ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 
| ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 06:56
 
| 06:56
 
| 2 '''arc handles''' ପରସ୍ପରକୁ ଓଭରଲାପ କରନ୍ତି, '''arc handle''' ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise  ମୁଭ କରନ୍ତୁ
 
| 2 '''arc handles''' ପରସ୍ପରକୁ ଓଭରଲାପ କରନ୍ତି, '''arc handle''' ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise  ମୁଭ କରନ୍ତୁ
 +
 
|-
 
|-
 
| 07:04
 
| 07:04
 
| ଏବେ ଆମେ ଉଭୟ '''arc handles''' ଦେଖିପାରିବା
 
| ଏବେ ଆମେ ଉଭୟ '''arc handles''' ଦେଖିପାରିବା
 +
 
|-
 
|-
 
|07:08
 
|07:08
 
| ଆମେ ଏହି '''arc handles''' ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା
 
| ଆମେ ଏହି '''arc handles''' ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା
 +
 
|-
 
|-
 
| 07:14
 
| 07:14
 
| ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 
| ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 07:24
 
| 07:24
 
| ଏବେ ଆମେ 'Tool box' ରେ '''rectangle tool''' ଉପରେ କ୍ଲିକ କରି square ଉପରେ କ୍ଲିକ କରିବା
 
| ଏବେ ଆମେ 'Tool box' ରେ '''rectangle tool''' ଉପରେ କ୍ଲିକ କରି square ଉପରେ କ୍ଲିକ କରିବା
 +
 
|-
 
|-
 
| 07:30
 
| 07:30
 
| ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 '''resize handles''' ଓ 2 arc handlesକୁ ଦେଖନ୍ତୁ
 
| ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 '''resize handles''' ଓ 2 arc handlesକୁ ଦେଖନ୍ତୁ
 +
 
|-
 
|-
 
| 07:40
 
| 07:40
 
| ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି
 
| ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି
 +
 
|-
 
|-
 
| 07:43
 
| 07:43
 
| ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ
 
| ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ
 +
 
|-
 
|-
 
| 07:48
 
| 07:48
 
| ଏବେ ଆମେ ଉଭୟ arc handles ଦେଖିପାରିବା
 
| ଏବେ ଆମେ ଉଭୟ arc handles ଦେଖିପାରିବା
 +
 
|-
 
|-
 
| 07:51
 
| 07:51
 
| ଆମେ ଏହି '''handles''' ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା
 
| ଆମେ ଏହି '''handles''' ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା
 +
 
|-
 
|-
 
| 07:56
 
| 07:56
 
| ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 
| ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
| 08:02
 
| 08:02
 
| ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ
 
| ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ
 +
 
|-
 
|-
 
| 08:08
 
| 08:08
 
| ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ
 
| ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ
 +
 
|-
 
|-
 
| 08:13
 
| 08:13
 
| ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା
 
| ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା
 +
 
|-
 
|-
 
| 08:20
 
| 08:20
 
| ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି
 
| ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି
 +
 
|-
 
|-
 
| 08:24
 
| 08:24
 
|'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ
 
|'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ
 +
 
|-
 
|-
 
| 08:32
 
| 08:32
 
| ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ
 
| ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ
 +
 
|-
 
|-
 
| 08:39
 
| 08:39
 
| ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା
 
| ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା
 +
 
|-
 
|-
 
| 08:44
 
| 08:44
 
| ବହୁଭୁଜ ଉପରେ '''resize handle''' ଦେଖନ୍ତୁ
 
| ବହୁଭୁଜ ଉପରେ '''resize handle''' ଦେଖନ୍ତୁ
 +
 
|-
 
|-
 
| 08:47
 
| 08:47
 
| ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା
 
| ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା
 +
 
|-
 
|-
 
| 08:52
 
| 08:52
 
| 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ
 
| 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ
 +
 
|-
 
|-
 
| 09:00
 
| 09:00
 
| star  ଆକୃତି ଉପରେ 2 '''handles''' ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ
 
| star  ଆକୃତି ଉପରେ 2 '''handles''' ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ
 +
 
|-
 
|-
 
| 09:06
 
| 09:06
 
| star  ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ
 
| star  ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ
 +
 
|-
 
|-
 
| 09:12
 
| 09:12
 
| ଆମେ ଅନ୍ୟ '''handle''' ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା
 
| ଆମେ ଅନ୍ୟ '''handle''' ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା
 +
 
|-
 
|-
 
| 09:17
 
| 09:17
 
| ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ
 
| ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ
 +
 
|-
 
|-
 
| 09:25
 
| 09:25
 
| ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ -
 
| ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ -
 +
 
|-
 
|-
 
| 09:30
 
| 09:30
 
| ଏହି ଟ୍ୟୁଟୋରିଆଲରେ ଆମେ '''Inkscape''' interface ବାବଦରେ ଶିଖିଲେ
 
| ଏହି ଟ୍ୟୁଟୋରିଆଲରେ ଆମେ '''Inkscape''' interface ବାବଦରେ ଶିଖିଲେ
 +
 
|-
 
|-
 
| 09:34
 
| 09:34
 
| ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ
 
| ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ
 +
 
|-
 
|-
 
| 09:42
 
| 09:42
 
| '''handles''' ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ
 
| '''handles''' ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ
 +
 
|-
 
|-
 
| 09:46
 
| 09:46
 
| ଏକ ଆସାଇନମେଣ୍ଟ ଭାବେ
 
| ଏକ ଆସାଇନମେଣ୍ଟ ଭାବେ
 +
 
|-
 
|-
 
| 09:49
 
| 09:49
 
| ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ,
 
| ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ,
 +
 
|-
 
|-
 
| 09:52
 
| 09:52
 
| ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ
 
| ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ
 +
 
|-
 
|-
 
| 09:54
 
| 09:54
 
| ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ
 
| ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ
 +
 
|-
 
|-
 
| 09:58
 
| 09:58
 
| ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 
| ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 +
 
|-
 
|-
 
|10:03
 
|10:03
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ
 +
 
|-
 
|-
 
| 10:09
 
| 10:09
 
| ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
 
| ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
 +
 
|-
 
|-
 
| 10:13
 
| 10:13
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
| 10:22
 
| 10:22
 
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
 +
 
|-
 
|-
 
| 10:28
 
| 10:28
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
| 10:32
 
| 10:32
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
| 10:38
 
| 10:38
 
| ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 
| ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 +
 
|-
 
|-
 
| 10:47
 
| 10:47
 
| ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ
 
| ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ
 +
 
|-
 
|-
 
| 10:50
 
| 10:50
 
| ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 10:16, 7 April 2017

Time Narration
00:00 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ
00:10 ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା
00:16 handles ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା
00:20 ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS
00:25 'Inkscape' ଭର୍ସନ 0.48.4
00:29 'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ
00:34 ଆପଣ logo ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ
00:38 ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ
00:44 ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି
00:48 ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ
00:54 'Tool box' ଇଣ୍ଟରଫେସର ବାମ ପଟେ ଅଛି
00:58 ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ
01:03 ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା
01:09 ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା
01:14 ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ
01:22 ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି
01:28 ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ
01:34 ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ
01:41 ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ
01:47 ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ
01:53 ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ
02:01 ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ
02:04 ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
02:06 ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ
02:09 ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା
02:14 ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି
02:18 ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ
02:22 ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ,ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର
02:27 ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ
02:33 ତା’ପରେ ମାଉସ ବଟନ ଛାଡ଼ନ୍ତୁ
02:37 ଭଲ ଭାବେ ଦେଖିବା ପାଇଁ zoom in କରନ୍ତୁ, ଏଥିପାଇଁ Ctrl କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ
02:46 ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ handles କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା
02:57 କର୍ସର ଯେତେବେଳେ କୌଣସି handles କୁ ଯାଏ, ତେବେ handle ରଙ୍ଗ ବଦଳିଯାଏ
03:02 ଏହା ଦର୍ଶାଏ ଯେ ସେହି handle ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ
03:08 ଆୟକ୍ଷେତ୍ରକୁ scale ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର handles ରେ କ୍ଲିକ କରି ଡ୍ରାଗ କରନ୍ତୁ
03:17 ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ
03:24 ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ handleର ବ୍ୟବହାର କରନ୍ତୁ
03:32 ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ handle ରେ କ୍ଲିକ କରି ଡ୍ରାଗ କରନ୍ତୁ
03:39 ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ
03:43 ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ
03:46 ଆମେ handleର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା
03:51 ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ
03:54 ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା
04:03 ମୁଁ 'Width' 400 ଏବଂ 'height' 200ରେ ବଦଳାଇବି
04:07 ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
04:10 ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ
04:19 ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା
04:24 ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ
04:27 ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା handles ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି
04:34 ମୁଁ handleର ଉପର ଡାହାଣପଟେ କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି
04:44 ଆପଣ ଯେକୌଣସି ପାର୍ଶ୍ୱର handles ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ
04:50 ମୁଁ ବାମ ମଧ୍ୟ handle ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି
04:56 ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
04:59 ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି handlesର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା
05:04 ଏବେ ଏହି ଆକୃତିକୁ unselect କରନ୍ତୁ
05:06 ଏଥିପାଇଁ canvas କ୍ଷେତ୍ର କିମ୍ବା canvas ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ
05:11 ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ
05:17 ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା
05:22 ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି
05:25 ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ
05:30 ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି
05:32 ଏକ ଆସାନମେଣ୍ଟ ଭାବେ
05:34 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ
05:38 ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ
05:42 ଏହାକୁ ନୀଳ ରଙ୍ଗ ଦିଅନ୍ତୁ
05:44 ଏହା ମୋର ବୃତ୍ତ ଅଟେ
05:46 ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା
05:49 ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ
05:56 ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ
06:03 ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି
06:09 ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି
06:14 ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା
06:19 ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା
06:25 ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା
06:30 ଆକୃତିରେ 2 resize handles ଏବଂ 2 circular handles ଉପରେ ଧ୍ୟାନ ଦିଅନ୍ତୁ
06:37 ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 resize handles ବ୍ୟବହାର କରାଯାଇଥାଏ
06:44 ଏହି handle ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ
06:53 ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
06:56 2 arc handles ପରସ୍ପରକୁ ଓଭରଲାପ କରନ୍ତି, arc handle ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise ମୁଭ କରନ୍ତୁ
07:04 ଏବେ ଆମେ ଉଭୟ arc handles ଦେଖିପାରିବା
07:08 ଆମେ ଏହି arc handles ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା
07:14 ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
07:24 ଏବେ ଆମେ 'Tool box' ରେ rectangle tool ଉପରେ କ୍ଲିକ କରି square ଉପରେ କ୍ଲିକ କରିବା
07:30 ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 resize handles ଓ 2 arc handlesକୁ ଦେଖନ୍ତୁ
07:40 ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି
07:43 ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ
07:48 ଏବେ ଆମେ ଉଭୟ arc handles ଦେଖିପାରିବା
07:51 ଆମେ ଏହି handles ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା
07:56 ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
08:02 ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ
08:08 ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ
08:13 ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା
08:20 ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି
08:24 'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ
08:32 ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ
08:39 ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା
08:44 ବହୁଭୁଜ ଉପରେ resize handle ଦେଖନ୍ତୁ
08:47 ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା
08:52 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ
09:00 star ଆକୃତି ଉପରେ 2 handles ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ
09:06 star ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ
09:12 ଆମେ ଅନ୍ୟ handle ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା
09:17 ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ
09:25 ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ -
09:30 ଏହି ଟ୍ୟୁଟୋରିଆଲରେ ଆମେ Inkscape interface ବାବଦରେ ଶିଖିଲେ
09:34 ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ
09:42 handles ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ
09:46 ଏକ ଆସାଇନମେଣ୍ଟ ଭାବେ
09:49 ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ,
09:52 ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ
09:54 ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ
09:58 ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
10:03 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ
10:09 ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
10:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:22 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
10:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:32 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:38 ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
10:47 ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ
10:50 ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep