Difference between revisions of "GChemPaint/C2/View-Print-and-Export-structures/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:00 | ନମସ୍କାର ବନ୍ଧୁଗଣ |- |00:02 | GChemPaintରେ View, Print ଓ Export Structu...")
 
 
Line 5: Line 5:
 
|-
 
|-
 
|00:00
 
|00:00
| ନମସ୍କାର ବନ୍ଧୁଗଣ
+
|ନମସ୍କାର ବନ୍ଧୁଗଣ
 +
 
 
|-
 
|-
 
|00:02
 
|00:02
| GChemPaintରେ View, Print ଓ Export Structures ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
+
|GChemPaintରେ View, Print ଓ Export Structures ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
 
|-
 
|-
 
|00:09
 
|00:09
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,  
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,  
 +
 
 
|-
 
|-
 
|00:11
 
|00:11
| *ଭ୍ୟୁ ଅପ୍ସନ୍ସ
+
|ଭ୍ୟୁ ଅପ୍ସନ୍ସ
 +
 
 
|-
 
|-
 
|00:13
 
|00:13
|* ଯୂମ୍ ଫ୍ୟାକ୍ଟର୍
+
|ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍
|-
+
 
|00:14
+
|* ପେଜ୍ ସେଟ୍ଅପ୍
+
 
|-
 
|-
 
|00:15
 
|00:15
|* ପ୍ରିଣ୍ଟ ପ୍ରିଭ୍ୟୁ  
+
|ପ୍ରିଣ୍ଟ ପ୍ରିଭ୍ୟୁ  
 +
 
 
|-
 
|-
 
|00:17
 
|00:17
|* ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
+
|ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
 +
 
 
|-
 
|-
 
|00:19
 
|00:19
|* ଗୋଟିଏ ଇମେଜ୍ କୁ SVG ଓ PDF ଫର୍ମାଟରେ ଏକ୍ସପୋର୍ଟ କରିବା
+
|ଗୋଟିଏ ଇମେଜ୍ କୁ SVG ଓ PDF ଫର୍ମାଟରେ ଏକ୍ସପୋର୍ଟ କରିବା
 +
 
 
|-
 
|-
 
|00:24
 
|00:24
| ଏଠାରେ ମୁଁ ବ୍ୟବହାର କରୁଛି
+
|ଏଠାରେ ମୁଁ ବ୍ୟବହାର କରୁଛି
 +
 
 
|-
 
|-
 
|00:26
 
|00:26
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍  12.04
+
|ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍  12.04
 +
 
 
|-
 
|-
 
|00:30
 
|00:30
| ଜିକେମ୍ ପେଣ୍ଟ ଭର୍ସନ୍ 0.12.10
+
|ଜିକେମ୍ ପେଣ୍ଟ ଭର୍ସନ୍ 0.12.10
 +
 
 
|-
 
|-
 
|00:35
 
|00:35
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ  
+
|ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ  
 +
 
 
|-
 
|-
 
|00:40
 
|00:40
| GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
+
|GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
 +
 
 
|-
 
|-
 
|00:43
 
|00:43
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ  
+
|ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ  
 +
 
 
|-
 
|-
 
|00:48
 
|00:48
| ଏକ ନୂଆ GChemPaint ଆପ୍ଲିକେଶନ୍‍ ଖୋଲିବାକୁ  
+
|ଏକ ନୂଆ GChemPaint ଆପ୍ଲିକେଶନ୍‍ ଖୋଲିବାକୁ  
 +
 
 
|-
 
|-
 
|00:52
 
|00:52
| ଡାଶ୍‍ ହୋମ୍‍ ରେ କ୍ଲିକ୍‍ କରନ୍ତୁ  
+
|ଡାଶ୍‍ ହୋମ୍‍ ରେ କ୍ଲିକ୍‍ କରନ୍ତୁ,ପ୍ରଦର୍ଶିତ ସର୍ଚ ବାର୍‍ ରେ GChemPaint ଟାଇପ୍‍ କରନ୍ତୁ
|-
+
 
|00:53
+
| ପ୍ରଦର୍ଶିତ ସର୍ଚ ବାର୍‍ ରେ GChemPaint ଟାଇପ୍‍ କରନ୍ତୁ
+
 
|-
 
|-
 
|00:58
 
|00:58
| GChemPaint ଆଇକନ୍‍ ଉପରେ କ୍ଲିକ୍‍ କରନ୍ତୁ  
+
|GChemPaint ଆଇକନ୍‍ ଉପରେ କ୍ଲିକ୍‍ କରନ୍ତୁ  
 +
 
 
|-
 
|-
 
|01:01
 
|01:01
| ଚାଲନ୍ତୁ ପ୍ରଥମେ ଗୋଟିଏ ବିଦ୍ୟମାନ ଫାଇଲ୍ ଖୋଲିବା  
+
|ଚାଲନ୍ତୁ ପ୍ରଥମେ ଗୋଟିଏ ବିଦ୍ୟମାନ ଫାଇଲ୍ ଖୋଲିବା  
 +
 
 
|-
 
|-
 
|01:05
 
|01:05
| ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:09
 
|01:09
| ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
+
|ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
 +
 
 
|-
 
|-
 
|01:12
 
|01:12
| ତାଲିକାରୁ Pentane-Ethane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
+
|ତାଲିକାରୁ Pentane-Ethane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|01:16
 
|01:16
| Open ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Open ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:19
 
|01:19
| ଏବେ ପ୍ରଥମେ View ଅପ୍ସନ୍ସ ବିଷୟରେ ଜାଣିବା
+
|ଏବେ ପ୍ରଥମେ View ଅପ୍ସନ୍ସ ବିଷୟରେ ଜାଣିବା
 +
 
 
|-
 
|-
 
|01:23
 
|01:23
| View ମେନୁକୁ ଯାଆନ୍ତୁ
+
|View ମେନୁକୁ ଯାଆନ୍ତୁ
 +
 
 
|-
 
|-
 
|01:25
 
|01:25
| View ମେନୁରେ, ଦୁଇଟି ଅପ୍ସନ୍ସ ଅଛି - Full Screen ଓ Zoom  
+
|View ମେନୁରେ, ଦୁଇଟି ଅପ୍ସନ୍ସ ଅଛି - Full Screen ଓ Zoom  
 +
 
 
|-
 
|-
 
|01:31
 
|01:31
| Zoom ଅପ୍ସନ୍ ସିଲେକ୍ଟ କରନ୍ତୁ
+
|Zoom ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|01:33
 
|01:33
| Zoom Factorsର ଏକ ତାଲିକା ସହ ଗୋଟିଏ ସବ୍ ମେନୁ ଖୋଲିଲା  
+
|Zoom Factorsର ଏକ ତାଲିକା ସହ ଗୋଟିଏ ସବ୍ ମେନୁ ଖୋଲିଲା  
 +
 
 
|-
 
|-
 
|01:38
 
|01:38
| ତାଲିକା ତଳକୁ ସ୍କ୍ରୋଲ୍ କରି Zoom to % ସେଲେକ୍ଟ କରନ୍ତୁ
+
|ତାଲିକା ତଳକୁ ସ୍କ୍ରୋଲ୍ କରି Zoom to % ସେଲେକ୍ଟ କରନ୍ତୁ
 +
 
 
|-
 
|-
 
|01:43
 
|01:43
| Zoom Factor (%) ସହ ଗୋଟିଏ ଡାୟାଲଗ୍ ବକ୍ସ ଖୋଲିଲା
+
|Zoom Factor (%) ସହ ଗୋଟିଏ ଡାୟାଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|01:47
 
|01:47
| ଡିଫଲ୍ଟ Zoom Factor (%) ଭାଲ୍ୟୁ ପ୍ରଦର୍ଶିତ ହେଲା
+
|ଡିଫଲ୍ଟ Zoom Factor (%) ଭାଲ୍ୟୁ ପ୍ରଦର୍ଶିତ ହେଲା
 +
 
 
|-
 
|-
 
|01:51
 
|01:51
| ଏଠାରେ ଆମେ ଆବଶ୍ୟକତା ଅନୁସାରେ Zoom Factorକୁ ବଢ଼ାଇ କିମ୍ୱା କମାଇ ପାରିବା
+
|ଏଠାରେ ଆମେ ଆବଶ୍ୟକତା ଅନୁସାରେ Zoom Factorକୁ ବଢ଼ାଇ କିମ୍ୱା କମାଇ ପାରିବା
 +
 
 
|-
 
|-
 
|01:57
 
|01:57
| ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରି Zoomingକୁ ଦେଖନ୍ତୁ
+
|ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରି Zoomingକୁ ଦେଖନ୍ତୁ
 +
 
 
|-
 
|-
 
|02:03
 
|02:03
| Apply ଉପରେ କ୍ଲିକ୍ କରି OK ଉପରେ କ୍ଲିକ୍ କରନ୍ତୁ  
+
|Apply ଉପରେ କ୍ଲିକ୍ କରି OK ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|02:07
 
|02:07
| ଲାଗୁ କରାଯାଇଥିବା Zoom Factor ସହିତ ଷ୍ଟ୍ରକଚର୍ ଦେଖାଦେବ
+
|ଲାଗୁ କରାଯାଇଥିବା Zoom Factor ସହିତ ଷ୍ଟ୍ରକଚର୍ ଦେଖାଦେବ
 +
 
 
|-
 
|-
 
|02:11
 
|02:11
| ଏବେ, ପେଜ୍ ସେଟ୍ଅପ୍ କିପରି କରାଯାଏ, ଦେଖିବା
+
|ଏବେ, ପେଜ୍ ସେଟ୍ଅପ୍ କିପରି କରାଯାଏ, ଦେଖିବା
 +
 
 
|-
 
|-
 
|02:15
 
|02:15
| File ମେନୁକୁ ଯାଇ Page Setup ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
+
|File ମେନୁକୁ ଯାଇ Page Setup ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:20
 
|02:20
| Page Setup ୱିଣ୍ଡୋ ଖୋଲିଲା
+
|Page Setup ୱିଣ୍ଡୋ ଖୋଲିଲା
 +
 
 
|-
 
|-
 
|02:23
 
|02:23
| ଏହି ୱିଣ୍ଡୋରେ ଦୁଇଟି ଟ୍ୟାବ୍ସ ଅଛି - Page ଓ Scale  
+
|ଏହି ୱିଣ୍ଡୋରେ ଦୁଇଟି ଟ୍ୟାବ୍ସ ଅଛି - Page ଓ Scale  
 +
 
 
|-
 
|-
 
|02:29
 
|02:29
| Page ଟାବ୍ ରେ Paper, Center On Page ଓ Orientation ପରି ଫିଲ୍ଡସ୍ ରହିଛି
+
|Page ଟାବ୍ ରେ Paper, Center On Page ଓ Orientation ପରି ଫିଲ୍ଡସ୍ ରହିଛି
 +
 
 
|-
 
|-
 
|02:36
 
|02:36
| Paper ଫିଲ୍ଡରେ ଆମେ ଡିଫଲ୍ଟ ପେପର୍ ସାଇଜ ସେଟ୍ କରିପାରିବା
+
|Paper ଫିଲ୍ଡରେ ଆମେ ଡିଫଲ୍ଟ ପେପର୍ ସାଇଜ ସେଟ୍ କରିପାରିବା
 +
 
 
|-
 
|-
 
|02:41
 
|02:41
| Change Paper Type ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Change Paper Type ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:44
 
|02:44
| Page Setup ଡାୟଲଗ୍ ବକ୍ସ ଖୋଲିଲା
+
|Page Setup ଡାୟଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|02:48
 
|02:48
| ଏଠାରେ 3ଟି ଅପ୍ସନ୍ସ ଅଛି - Format For, Paper Size ଓ Orientation
+
|ଏଠାରେ 3ଟି ଅପ୍ସନ୍ସ ଅଛି - Format For, Paper Size ଓ Orientation
 +
 
 
|-
 
|-
 
|02:55
 
|02:55
| Format For ଫିଲ୍ଡରେ ଆପଣଙ୍କ ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
+
|Format For ଫିଲ୍ଡରେ ଆପଣଙ୍କ ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|03:00
 
|03:00
| ମୁଁ ମୋର ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରିବି
+
|ମୁଁ ମୋର ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରିବି
 +
 
 
|-
 
|-
 
|03:03
 
|03:03
| Paper Size  ଫିଲ୍ଡରେ, ବିଭିନ୍ନ ପେପର୍ ସାଇଜ୍ ସହିତ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
+
|Paper Size  ଫିଲ୍ଡରେ, ବିଭିନ୍ନ ପେପର୍ ସାଇଜ୍ ସହିତ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
 +
 
 
|-
 
|-
 
|03:09
 
|03:09
| ମୁଁ A4 ସିଲେକ୍ଟ କରିବି  
+
|ମୁଁ A4 ସିଲେକ୍ଟ କରିବି  
 +
 
 
|-
 
|-
 
|03:11
 
|03:11
| ଏହି ଫିଲ୍ଡ ତଳକୁ A4ର ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି  
+
|ଏହି ଫିଲ୍ଡ ତଳକୁ A4ର ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି  
 +
 
 
|-
 
|-
 
|03:17
 
|03:17
| ଦେଖନ୍ତୁ, ପ୍ରତ୍ୟେକ ଚୟନିତ ପେପର୍ ସାଇଜ୍ ପାଇଁ ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି
+
|ଦେଖନ୍ତୁ, ପ୍ରତ୍ୟେକ ଚୟନିତ ପେପର୍ ସାଇଜ୍ ପାଇଁ ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି
 +
 
 
|-
 
|-
 
|03:24
 
|03:24
| Orientation ଫିଲ୍ଡରେ 4ଟି ରେଡିଓ ବଟନ୍ସ ଅଛି -
+
|Orientation ଫିଲ୍ଡରେ 4ଟି ରେଡିଓ ବଟନ୍ସ ଅଛି -
 +
 
 
|-
 
|-
 
|03:29
 
|03:29
| Portrait,  
+
|Portrait,Landscape
|-
+
 
|03:30
+
|Landscape,
+
 
|-
 
|-
 
|03:31
 
|03:31
| Reverse portrait,
+
|Reverse portrait,ଓ Reverse landscape
|-
+
 
|03:32
+
| ଓ Reverse landscape
+
 
|-
 
|-
 
|03:35
 
|03:35
| ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
+
|ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
 +
 
 
|-
 
|-
 
|03:39
 
|03:39
| ତାହାକୁ ସେହିଭଳି ଛାଡ଼ି Apply ଉପରେ କ୍ଲିକ୍ କରନ୍ତୁ
+
|ତାହାକୁ ସେହିଭଳି ଛାଡ଼ି Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:43
 
|03:43
| ଏହାପରେ ମାର୍ଜିନ୍ ସାଇଜ୍ ଦେଖିବା  
+
|ଏହାପରେ ମାର୍ଜିନ୍ ସାଇଜ୍ ଦେଖିବା  
 +
 
 
|-
 
|-
 
|03:46
 
|03:46
| Top margin, Left margin, Right margin ଓ Bottom margin
+
|Top margin, Left margin, Right margin ଓ Bottom margin
 +
 
 
|-
 
|-
 
|03:52
 
|03:52
| ଏଠାରେ ଆମେ, ଆବଶ୍ୟକତା ଅନୁସାରେ ମାର୍ଜିନ୍ ଆଡଜଷ୍ଟ କରିପାରିବା  
+
|ଏଠାରେ ଆମେ, ଆବଶ୍ୟକତା ଅନୁସାରେ ମାର୍ଜିନ୍ ଆଡଜଷ୍ଟ କରିପାରିବା  
 +
 
 
|-
 
|-
 
|03:56
 
|03:56
| ପରବର୍ତ୍ତୀ ଫିଲ୍ଡ ହେଉଛି Unit
+
|ପରବର୍ତ୍ତୀ ଫିଲ୍ଡ ହେଉଛି Unit
 +
 
 
|-
 
|-
 
|03:59
 
|03:59
| Unit ଫିଲ୍ଡକୁ Inches, Millimeters ଓ Pointsରେ ସେଟ୍ କରିହେବ
+
|Unit ଫିଲ୍ଡକୁ Inches, Millimeters ଓ Pointsରେ ସେଟ୍ କରିହେବ
 +
 
 
|-
 
|-
 
|04:05
 
|04:05
| ଦେଖନ୍ତୁ, ଆମେ ଯେତେବେଳେ Unit ବଦଳାଉ, Unitକୁ ସୁହାଇଲା ପରି ମାର୍ଜିନ୍ ସାଇଜ୍ ଆପଣା ଛାଏଁ ଛାଏଁ ବଦଳିଯାଏ
+
|ଦେଖନ୍ତୁ, ଆମେ ଯେତେବେଳେ Unit ବଦଳାଉ, Unitକୁ ସୁହାଇଲା ପରି ମାର୍ଜିନ୍ ସାଇଜ୍ ଆପଣା ଛାଏଁ ଛାଏଁ ବଦଳିଯାଏ
 +
 
 
|-
 
|-
 
|04:14
 
|04:14
| ଏବେ Center On Page ବିଷୟରେ ଶିଖିବା  
+
|ଏବେ Center On Page ବିଷୟରେ ଶିଖିବା  
 +
 
 
|-
 
|-
 
|04:17
 
|04:17
| ଏଠାରେ ଦୁଇଟି ଚେକ୍ ବକ୍ସ ଅଛି Horizontally ଓ Vertically
+
|ଏଠାରେ ଦୁଇଟି ଚେକ୍ ବକ୍ସ ଅଛି Horizontally ଓ Vertically
 +
 
 
|-
 
|-
 
|04:22
 
|04:22
| Horizontally ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
+
|Horizontally ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:26
 
|04:26
| Priview ବଟନ୍ କ୍ଲିକ୍ କରି ଆମେ ଆମ ଷ୍ଟ୍ରକଚରର ପ୍ରିଭ୍ୟୁ ଦେଖିପାରିବା
+
|Priview ବଟନ୍ କ୍ଲିକ୍ କରି ଆମେ ଆମ ଷ୍ଟ୍ରକଚରର ପ୍ରିଭ୍ୟୁ ଦେଖିପାରିବା
 +
 
 
|-
 
|-
 
|04:33
 
|04:33
| ଏଠାରେ ଆମେ ପ୍ରିଭ୍ୟୁ ଦେଖିପାରିବା  
+
|ଏଠାରେ ଆମେ ପ୍ରିଭ୍ୟୁ ଦେଖିପାରିବା  
 +
 
 
|-
 
|-
 
|04:35
 
|04:35
| ପ୍ରିଭ୍ୟୁ ୱିଣ୍ଡୋ ବନ୍ଦ କରନ୍ତୁ  
+
|ପ୍ରିଭ୍ୟୁ ୱିଣ୍ଡୋ ବନ୍ଦ କରନ୍ତୁ  
 +
 
 
|-
 
|-
 
|04:38
 
|04:38
| ନିମ୍ନଲିଖିତ ପାଇଁ Orientation ଫିଲ୍ଡରେ ରେଡିଓ ବଟନ୍ସ ଅଛି -
+
|ନିମ୍ନଲିଖିତ ପାଇଁ Orientation ଫିଲ୍ଡରେ ରେଡିଓ ବଟନ୍ସ ଅଛି -
 +
 
 
|-
 
|-
 
|04:43
 
|04:43
| Portrait,  
+
|Portrait,Landscape
|-
+
 
|04:44
+
|Landscape,
+
 
|-
 
|-
 
|04:45
 
|04:45
| Reverse portrait  ଓ Reverse landscape
+
|Reverse portrait  ଓ Reverse landscape
 +
 
 
|-
 
|-
 
|04:49
 
|04:49
| ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
+
|ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
 +
 
 
|-
 
|-
 
|04:53
 
|04:53
| ଏବେ Landscape ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
|ଏବେ Landscape ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|04:57
 
|04:57
| ଓ ତା’ପରେ Preview ବଟନ୍‍ ରେ କ୍ଲିକ୍‍ କରନ୍ତୁ
+
|ଓ ତା’ପରେ Preview ବଟନ୍‍ ରେ କ୍ଲିକ୍‍ କରନ୍ତୁ
 +
 
 
|-
 
|-
 
|05:01
 
|05:01
| ଏଠାରେ ଆମେ Landscape ଓରିଏଣ୍ଟେଶନ୍ ର ପ୍ରିଭ୍ୟୁ ଦେଖିପାରିବା
+
|ଏଠାରେ ଆମେ Landscape ଓରିଏଣ୍ଟେଶନ୍ ର ପ୍ରିଭ୍ୟୁ ଦେଖିପାରିବା
 +
 
 
|-
 
|-
 
|05:06
 
|05:06
| ଆପଣ ନିଜେ ଅନ୍ୟ Orientation ଅପ୍ସନଗୁଡ଼ିକୁ ଏକ୍ସପ୍ଲୋର୍ କରିପାରିବେ
+
|ଆପଣ ନିଜେ ଅନ୍ୟ Orientation ଅପ୍ସନଗୁଡ଼ିକୁ ଏକ୍ସପ୍ଲୋର୍ କରିପାରିବେ
 +
 
 
|-
 
|-
 
|05:11
 
|05:11
| ଯଦି ଆପଣ Print ବଟନ୍ ରେ କ୍ଲିକ୍ କରନ୍ତି, ତେବେ ପରିବର୍ତ୍ତନ ସହିତ ଫାଇଲଟି ପ୍ରିଣ୍ଟ ହେବ  
+
|ଯଦି ଆପଣ Print ବଟନ୍ ରେ କ୍ଲିକ୍ କରନ୍ତି, ତେବେ ପରିବର୍ତ୍ତନ ସହିତ ଫାଇଲଟି ପ୍ରିଣ୍ଟ ହେବ  
 +
 
 
|-
 
|-
 
|05:17
 
|05:17
| ପ୍ରିଣ୍ଟିଙ୍ଗ୍ ପୂର୍ବରୁ ଆପଣ ନିଜ ଷ୍ଟ୍ରକଚରକୁ ଆବଶ୍ୟକତା ଅନୁସାରେ ସ୍କେଲ୍ କରିପାରିବେ
+
|ପ୍ରିଣ୍ଟିଙ୍ଗ୍ ପୂର୍ବରୁ ଆପଣ ନିଜ ଷ୍ଟ୍ରକଚରକୁ ଆବଶ୍ୟକତା ଅନୁସାରେ ସ୍କେଲ୍ କରିପାରିବେ
 +
 
 
|-
 
|-
 
|05:23
 
|05:23
| ଏଥିପାଇଁ, ଆପଣ Scale ଟ୍ୟାବ୍ ରେ ଥିବା ବିଭିନ୍ନ ଅପ୍ସନ୍ସ ବ୍ୟବହାର କରିପାରିବେ
+
|ଏଥିପାଇଁ, ଆପଣ Scale ଟ୍ୟାବ୍ ରେ ଥିବା ବିଭିନ୍ନ ଅପ୍ସନ୍ସ ବ୍ୟବହାର କରିପାରିବେ
 +
 
 
|-
 
|-
 
|05:28
 
|05:28
| ଆପଣ ନିଜେ Scale ଟ୍ୟାବ୍ ଏକ୍ସପ୍ଲୋର୍ କରନ୍ତୁ
+
|ଆପଣ ନିଜେ Scale ଟ୍ୟାବ୍ ଏକ୍ସପ୍ଲୋର୍ କରନ୍ତୁ
 +
 
 
|-
 
|-
 
|05:32
 
|05:32
| Page Setup ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
|Page Setup ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|05:37
 
|05:37
| ଏବେ ଚାଲନ୍ତୁ, ଏକ Image ଏକ୍ସପୋର୍ଟ ବିଷୟରେ ଶିଖିବା  
+
|ଏବେ ଚାଲନ୍ତୁ, ଏକ Image ଏକ୍ସପୋର୍ଟ ବିଷୟରେ ଶିଖିବା  
 +
 
 
|-
 
|-
 
|05:41
 
|05:41
| File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
+
|File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|05:44
 
|05:44
| Save As Image ଡାୟଲଗ୍‍ ବକ୍ସ ଖୋଲିଲା
+
|Save As Image ଡାୟଲଗ୍‍ ବକ୍ସ ଖୋଲିଲା
 +
 
 
|-
 
|-
 
|05:48
 
|05:48
 
|File Type ଫିଲ୍ଡରେ ଇମେଜ୍ ଅପ୍ସନ୍ସର ଏକ ତାଲିକା ଅଛି   
 
|File Type ଫିଲ୍ଡରେ ଇମେଜ୍ ଅପ୍ସନ୍ସର ଏକ ତାଲିକା ଅଛି   
 +
 
|-
 
|-
 
|05:52
 
|05:52
| SVG, EPS, PDF, PNG, JPEG  ଆଦି ପରି ଆପଣ ଇମେଜ୍ କୁ ଏକ୍ସପୋର୍ଟ କରିପାରିବେ
+
|SVG, EPS, PDF, PNG, JPEG  ଆଦି ପରି ଆପଣ ଇମେଜ୍ କୁ ଏକ୍ସପୋର୍ଟ କରିପାରିବେ
 +
 
 
|-
 
|-
 
|06:04
 
|06:04
| SVG ଇମେଜ୍ ସିଲେକ୍ଟ କରନ୍ତୁ
+
|SVG ଇମେଜ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|06:07
 
|06:07
| Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ  
+
|Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ  
 +
 
 
|-
 
|-
 
|06:11
 
|06:11
| Save କ୍ଲିକ୍ କରନ୍ତୁ
+
|Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:13
 
|06:13
| ଏଠାରେ SVG ଇମେଜ୍ ଭାବରେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
+
|ଏଠାରେ SVG ଇମେଜ୍ ଭାବରେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
 +
 
 
|-
 
|-
 
|06:18
 
|06:18
| ଏହାପରେ PDF ଡକ୍ୟୁମେଣ୍ଟ ଭାବରେ ଇମେଜ୍ କୁ ଏକ୍ସପୋର୍ଟ କରିବା
+
|ଏହାପରେ PDF ଡକ୍ୟୁମେଣ୍ଟ ଭାବରେ ଇମେଜ୍ କୁ ଏକ୍ସପୋର୍ଟ କରିବା
 +
 
 
|-
 
|-
 
|06:23
 
|06:23
| File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
+
|File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|06:27
 
|06:27
| Save As Image ଡାୟଲଗ୍‍ ବକ୍ସ ଖୋଲିଲା
+
|Save As Image ଡାୟଲଗ୍‍ ବକ୍ସ ଖୋଲିଲା
 +
 
 
|-
 
|-
 
|06:31
 
|06:31
| ଫାଇଲ୍ ଟାଇପ୍ ରୁ PDF ଡକ୍ୟୁମେଣ୍ଟ ସିଲେକ୍ଟ କରନ୍ତୁ
+
|ଫାଇଲ୍ ଟାଇପ୍ ରୁ PDF ଡକ୍ୟୁମେଣ୍ଟ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|06:35
 
|06:35
| Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ  
+
|Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ  
 +
 
 
|-
 
|-
 
|06:39
 
|06:39
| Save କ୍ଲିକ୍ କରନ୍ତୁ
+
|Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:41
 
|06:41
| ଏଠାରେ PDF ଡକ୍ୟୁମେଣ୍ଟ ଭାବେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
+
|ଏଠାରେ PDF ଡକ୍ୟୁମେଣ୍ଟ ଭାବେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
 +
 
 
|-
 
|-
 
|06:46
 
|06:46
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|06:50
 
|06:50
| ସଂ‍କ୍ଷେପରେ
+
|ସଂ‍କ୍ଷେପରେ,ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
|-
+
 
|06:51
+
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
 
|-
 
|-
 
|06:54
 
|06:54
| *ଭ୍ୟୁ ଅପ୍ସନ୍ସ
+
|ଭ୍ୟୁ ଅପ୍ସନ୍ସ
 +
 
 
|-
 
|-
 
|06:56
 
|06:56
|* ଯୂମ୍ ଫ୍ୟାକ୍ଟର୍
+
|ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍
|-
+
 
|06:57
+
|* ପେଜ୍ ସେଟ୍ଅପ୍
+
 
|-
 
|-
 
|06:58
 
|06:58
|* ପ୍ରିଣ୍ଟ ପ୍ରିଭ୍ୟୁ  
+
|ପ୍ରିଣ୍ଟ ପ୍ରିଭ୍ୟୁ  
 +
 
 
|-
 
|-
 
|07:00
 
|07:00
|* ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା ଏବଂ
+
|ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା ଏବଂ
 +
 
 
|-
 
|-
 
|07:03
 
|07:03
|* ଗୋଟିଏ ଇମେଜ୍  ଏକ୍ସପୋର୍ଟ କରିବା
+
|ଗୋଟିଏ ଇମେଜ୍  ଏକ୍ସପୋର୍ଟ କରିବା
 +
 
 
|-
 
|-
 
|07:05
 
|07:05
| ଏକ ଆସାଇନମେଣ୍ଟ ଭାବେ  
+
|ଏକ ଆସାଇନମେଣ୍ଟ ଭାବେ,ଷ୍ଟ୍ରକଚର୍ କୁ A5, B5 ଓ JB5 ଫର୍ମାଟ୍ସରେ ପ୍ରିଣ୍ଟ କରନ୍ତୁ
|-
+
 
|07:06
+
| ଷ୍ଟ୍ରକଚର୍ କୁ A5, B5 ଓ JB5 ଫର୍ମାଟ୍ସରେ ପ୍ରିଣ୍ଟ କରନ୍ତୁ
+
 
|-
 
|-
 
|07:12
 
|07:12
| ଇମେଜ୍ କୁ EPS ଓ PNG ଫର୍ମାଟରେ ଏକ୍ସପୋର୍ଟ କରନ୍ତୁ
+
|ଇମେଜ୍ କୁ EPS ଓ PNG ଫର୍ମାଟରେ ଏକ୍ସପୋର୍ଟ କରନ୍ତୁ
 +
 
 
|-
 
|-
 
|07:18
 
|07:18
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
 
|07:22
 
|07:22
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|07:25
 
|07:25
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
 
|-
 
|-
 
|07:30
 
|07:30
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
 +
 
 
|-
 
|-
 
|07:32
 
|07:32
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|07:35
 
|07:35
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
 
|-
 
|-
 
|07:39
 
|07:39
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
+
|ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
 
|-
 
|-
 
|07:46
 
|07:46
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
+
|ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
 
|-
 
|-
 
|07:51
 
|07:51
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|07:59
 
|07:59
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ  
+
|ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ  
 +
 
 
|-
 
|-
 
|08:04
 
|08:04
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 17:19, 4 April 2017

Time Narration
00:00 ନମସ୍କାର ବନ୍ଧୁଗଣ
00:02 GChemPaintରେ View, Print ଓ Export Structures ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:11 ଭ୍ୟୁ ଅପ୍ସନ୍ସ
00:13 ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍
00:15 ପ୍ରିଣ୍ଟ ପ୍ରିଭ୍ୟୁ
00:17 ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
00:19 ଗୋଟିଏ ଇମେଜ୍ କୁ SVG ଓ PDF ଫର୍ମାଟରେ ଏକ୍ସପୋର୍ଟ କରିବା
00:24 ଏଠାରେ ମୁଁ ବ୍ୟବହାର କରୁଛି
00:26 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍ 12.04
00:30 ଜିକେମ୍ ପେଣ୍ଟ ଭର୍ସନ୍ 0.12.10
00:35 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:40 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:43 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:48 ଏକ ନୂଆ GChemPaint ଆପ୍ଲିକେଶନ୍‍ ଖୋଲିବାକୁ
00:52 ଡାଶ୍‍ ହୋମ୍‍ ରେ କ୍ଲିକ୍‍ କରନ୍ତୁ,ପ୍ରଦର୍ଶିତ ସର୍ଚ ବାର୍‍ ରେ GChemPaint ଟାଇପ୍‍ କରନ୍ତୁ
00:58 GChemPaint ଆଇକନ୍‍ ଉପରେ କ୍ଲିକ୍‍ କରନ୍ତୁ
01:01 ଚାଲନ୍ତୁ ପ୍ରଥମେ ଗୋଟିଏ ବିଦ୍ୟମାନ ଫାଇଲ୍ ଖୋଲିବା
01:05 ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:09 ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
01:12 ତାଲିକାରୁ Pentane-Ethane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
01:16 Open ବଟନ୍ ଉପରେ କ୍ଲିକ୍ କରନ୍ତୁ
01:19 ଏବେ ପ୍ରଥମେ View ଅପ୍ସନ୍ସ ବିଷୟରେ ଜାଣିବା
01:23 View ମେନୁକୁ ଯାଆନ୍ତୁ
01:25 View ମେନୁରେ, ଦୁଇଟି ଅପ୍ସନ୍ସ ଅଛି - Full Screen ଓ Zoom
01:31 Zoom ଅପ୍ସନ୍ ସିଲେକ୍ଟ କରନ୍ତୁ
01:33 Zoom Factorsର ଏକ ତାଲିକା ସହ ଗୋଟିଏ ସବ୍ ମେନୁ ଖୋଲିଲା
01:38 ତାଲିକା ତଳକୁ ସ୍କ୍ରୋଲ୍ କରି Zoom to % ସେଲେକ୍ଟ କରନ୍ତୁ
01:43 Zoom Factor (%) ସହ ଗୋଟିଏ ଡାୟାଲଗ୍ ବକ୍ସ ଖୋଲିଲା
01:47 ଡିଫଲ୍ଟ Zoom Factor (%) ଭାଲ୍ୟୁ ପ୍ରଦର୍ଶିତ ହେଲା
01:51 ଏଠାରେ ଆମେ ଆବଶ୍ୟକତା ଅନୁସାରେ Zoom Factorକୁ ବଢ଼ାଇ କିମ୍ୱା କମାଇ ପାରିବା
01:57 ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରି Zoomingକୁ ଦେଖନ୍ତୁ
02:03 Apply ଉପରେ କ୍ଲିକ୍ କରି OK ଉପରେ କ୍ଲିକ୍ କରନ୍ତୁ
02:07 ଲାଗୁ କରାଯାଇଥିବା Zoom Factor ସହିତ ଷ୍ଟ୍ରକଚର୍ ଦେଖାଦେବ
02:11 ଏବେ, ପେଜ୍ ସେଟ୍ଅପ୍ କିପରି କରାଯାଏ, ଦେଖିବା
02:15 File ମେନୁକୁ ଯାଇ Page Setup ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
02:20 Page Setup ୱିଣ୍ଡୋ ଖୋଲିଲା
02:23 ଏହି ୱିଣ୍ଡୋରେ ଦୁଇଟି ଟ୍ୟାବ୍ସ ଅଛି - Page ଓ Scale
02:29 Page ଟାବ୍ ରେ Paper, Center On Page ଓ Orientation ପରି ଫିଲ୍ଡସ୍ ରହିଛି
02:36 Paper ଫିଲ୍ଡରେ ଆମେ ଡିଫଲ୍ଟ ପେପର୍ ସାଇଜ ସେଟ୍ କରିପାରିବା
02:41 Change Paper Type ବଟନ୍ ଉପରେ କ୍ଲିକ୍ କରନ୍ତୁ
02:44 Page Setup ଡାୟଲଗ୍ ବକ୍ସ ଖୋଲିଲା
02:48 ଏଠାରେ 3ଟି ଅପ୍ସନ୍ସ ଅଛି - Format For, Paper Size ଓ Orientation
02:55 Format For ଫିଲ୍ଡରେ ଆପଣଙ୍କ ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
03:00 ମୁଁ ମୋର ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରିବି
03:03 Paper Size ଫିଲ୍ଡରେ, ବିଭିନ୍ନ ପେପର୍ ସାଇଜ୍ ସହିତ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
03:09 ମୁଁ A4 ସିଲେକ୍ଟ କରିବି
03:11 ଏହି ଫିଲ୍ଡ ତଳକୁ A4ର ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି
03:17 ଦେଖନ୍ତୁ, ପ୍ରତ୍ୟେକ ଚୟନିତ ପେପର୍ ସାଇଜ୍ ପାଇଁ ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି
03:24 Orientation ଫିଲ୍ଡରେ 4ଟି ରେଡିଓ ବଟନ୍ସ ଅଛି -
03:29 Portrait,Landscape
03:31 Reverse portrait,ଓ Reverse landscape
03:35 ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
03:39 ତାହାକୁ ସେହିଭଳି ଛାଡ଼ି Apply ଉପରେ କ୍ଲିକ୍ କରନ୍ତୁ
03:43 ଏହାପରେ ମାର୍ଜିନ୍ ସାଇଜ୍ ଦେଖିବା
03:46 Top margin, Left margin, Right margin ଓ Bottom margin
03:52 ଏଠାରେ ଆମେ, ଆବଶ୍ୟକତା ଅନୁସାରେ ମାର୍ଜିନ୍ ଆଡଜଷ୍ଟ କରିପାରିବା
03:56 ପରବର୍ତ୍ତୀ ଫିଲ୍ଡ ହେଉଛି Unit
03:59 Unit ଫିଲ୍ଡକୁ Inches, Millimeters ଓ Pointsରେ ସେଟ୍ କରିହେବ
04:05 ଦେଖନ୍ତୁ, ଆମେ ଯେତେବେଳେ Unit ବଦଳାଉ, Unitକୁ ସୁହାଇଲା ପରି ମାର୍ଜିନ୍ ସାଇଜ୍ ଆପଣା ଛାଏଁ ଛାଏଁ ବଦଳିଯାଏ
04:14 ଏବେ Center On Page ବିଷୟରେ ଶିଖିବା
04:17 ଏଠାରେ ଦୁଇଟି ଚେକ୍ ବକ୍ସ ଅଛି Horizontally ଓ Vertically
04:22 Horizontally ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
04:26 Priview ବଟନ୍ କ୍ଲିକ୍ କରି ଆମେ ଆମ ଷ୍ଟ୍ରକଚରର ପ୍ରିଭ୍ୟୁ ଦେଖିପାରିବା
04:33 ଏଠାରେ ଆମେ ପ୍ରିଭ୍ୟୁ ଦେଖିପାରିବା
04:35 ପ୍ରିଭ୍ୟୁ ୱିଣ୍ଡୋ ବନ୍ଦ କରନ୍ତୁ
04:38 ନିମ୍ନଲିଖିତ ପାଇଁ Orientation ଫିଲ୍ଡରେ ରେଡିଓ ବଟନ୍ସ ଅଛି -
04:43 Portrait,Landscape
04:45 Reverse portrait ଓ Reverse landscape
04:49 ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
04:53 ଏବେ Landscape ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:57 ଓ ତା’ପରେ Preview ବଟନ୍‍ ରେ କ୍ଲିକ୍‍ କରନ୍ତୁ
05:01 ଏଠାରେ ଆମେ Landscape ଓରିଏଣ୍ଟେଶନ୍ ର ପ୍ରିଭ୍ୟୁ ଦେଖିପାରିବା
05:06 ଆପଣ ନିଜେ ଅନ୍ୟ Orientation ଅପ୍ସନଗୁଡ଼ିକୁ ଏକ୍ସପ୍ଲୋର୍ କରିପାରିବେ
05:11 ଯଦି ଆପଣ Print ବଟନ୍ ରେ କ୍ଲିକ୍ କରନ୍ତି, ତେବେ ପରିବର୍ତ୍ତନ ସହିତ ଫାଇଲଟି ପ୍ରିଣ୍ଟ ହେବ
05:17 ପ୍ରିଣ୍ଟିଙ୍ଗ୍ ପୂର୍ବରୁ ଆପଣ ନିଜ ଷ୍ଟ୍ରକଚରକୁ ଆବଶ୍ୟକତା ଅନୁସାରେ ସ୍କେଲ୍ କରିପାରିବେ
05:23 ଏଥିପାଇଁ, ଆପଣ Scale ଟ୍ୟାବ୍ ରେ ଥିବା ବିଭିନ୍ନ ଅପ୍ସନ୍ସ ବ୍ୟବହାର କରିପାରିବେ
05:28 ଆପଣ ନିଜେ Scale ଟ୍ୟାବ୍ ଏକ୍ସପ୍ଲୋର୍ କରନ୍ତୁ
05:32 Page Setup ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
05:37 ଏବେ ଚାଲନ୍ତୁ, ଏକ Image ଏକ୍ସପୋର୍ଟ ବିଷୟରେ ଶିଖିବା
05:41 File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
05:44 Save As Image ଡାୟଲଗ୍‍ ବକ୍ସ ଖୋଲିଲା
05:48 File Type ଫିଲ୍ଡରେ ଇମେଜ୍ ଅପ୍ସନ୍ସର ଏକ ତାଲିକା ଅଛି
05:52 SVG, EPS, PDF, PNG, JPEG ଆଦି ପରି ଆପଣ ଇମେଜ୍ କୁ ଏକ୍ସପୋର୍ଟ କରିପାରିବେ
06:04 SVG ଇମେଜ୍ ସିଲେକ୍ଟ କରନ୍ତୁ
06:07 Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
06:11 Save କ୍ଲିକ୍ କରନ୍ତୁ
06:13 ଏଠାରେ SVG ଇମେଜ୍ ଭାବରେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
06:18 ଏହାପରେ PDF ଡକ୍ୟୁମେଣ୍ଟ ଭାବରେ ଇମେଜ୍ କୁ ଏକ୍ସପୋର୍ଟ କରିବା
06:23 File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
06:27 Save As Image ଡାୟଲଗ୍‍ ବକ୍ସ ଖୋଲିଲା
06:31 ଫାଇଲ୍ ଟାଇପ୍ ରୁ PDF ଡକ୍ୟୁମେଣ୍ଟ ସିଲେକ୍ଟ କରନ୍ତୁ
06:35 Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
06:39 Save କ୍ଲିକ୍ କରନ୍ତୁ
06:41 ଏଠାରେ PDF ଡକ୍ୟୁମେଣ୍ଟ ଭାବେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
06:46 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:50 ସଂ‍କ୍ଷେପରେ,ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
06:54 ଭ୍ୟୁ ଅପ୍ସନ୍ସ
06:56 ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍
06:58 ପ୍ରିଣ୍ଟ ପ୍ରିଭ୍ୟୁ
07:00 ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା ଏବଂ
07:03 ଗୋଟିଏ ଇମେଜ୍ ଏକ୍ସପୋର୍ଟ କରିବା
07:05 ଏକ ଆସାଇନମେଣ୍ଟ ଭାବେ,ଷ୍ଟ୍ରକଚର୍ କୁ A5, B5 ଓ JB5 ଫର୍ମାଟ୍ସରେ ପ୍ରିଣ୍ଟ କରନ୍ତୁ
07:12 ଇମେଜ୍ କୁ EPS ଓ PNG ଫର୍ମାଟରେ ଏକ୍ସପୋର୍ଟ କରନ୍ତୁ
07:18 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
07:22 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:25 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
07:32 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:35 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:39 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:51 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:59 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
08:04 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep