Difference between revisions of "Introduction-to-Computers/C2/Introduction-to-Gmail/Oriya"
From Script | Spoken-Tutorial
(Created page with "{| border=1 | <center>Time</center> | <center>Narration</center> |- |00:01 | ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋର...") |
PoojaMoolya (Talk | contribs) |
||
Line 1: | Line 1: | ||
− | {| | + | {| Border=1 |
− | | | + | | '''Time''' |
− | | | + | |'''Narration''' |
|- | |- | ||
|00:01 | |00:01 | ||
| ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:09 | |00:09 | ||
− | | | + | | ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା |
+ | |||
|- | |- | ||
|00:12 | |00:12 | ||
− | | | + | | ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା |
+ | |||
|- | |- | ||
|00:16 | |00:16 | ||
− | | | + | | ଏକ ଇମେଲ୍ ଲେଖିବା |
+ | |||
|- | |- | ||
|00:18 | |00:18 | ||
− | | | + | | ଏକ ଇମେଲ୍ ପଠାଇବା |
+ | |||
|- | |- | ||
|00:20 | |00:20 | ||
− | | | + | | ଏକ ଇମେଲ୍ ଦେଖିବା ଓ |
+ | |||
|- | |- | ||
|00:22 | |00:22 | ||
− | | | + | | ଜିମେଲ୍ ରୁ ଲଗ୍ ଆଉଟ୍ କରିବା |
+ | |||
|- | |- | ||
|00:24 | |00:24 | ||
| ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା | | ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା | ||
+ | |||
|- | |- | ||
|00:30 | |00:30 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ | ||
+ | |||
|- | |- | ||
|00:35 | |00:35 | ||
| ଓ ଏକ ୱେବ୍ ବ୍ରାଉଜର୍ ଦରକାର | | ଓ ଏକ ୱେବ୍ ବ୍ରାଉଜର୍ ଦରକାର | ||
+ | |||
|- | |- | ||
|00:37 | |00:37 | ||
| ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି | | ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି | ||
+ | |||
|- | |- | ||
|00:42 | |00:42 | ||
| ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି: | | ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି: | ||
+ | |||
|- | |- | ||
|00:48 | |00:48 | ||
− | | | + | | Gmail,YouTube |
− | + | ||
− | + | ||
− | + | ||
|- | |- | ||
|00:50 | |00:50 | ||
− | | | + | | Google Play,Google Docs/Drive |
− | + | ||
− | + | ||
− | + | ||
|- | |- | ||
|00:53 | |00:53 | ||
− | | | + | | Google Calendar.... ଓ ଆହୁରି ଅନେକ |
+ | |||
|- | |- | ||
|00:57 | |00:57 | ||
| ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ | | ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ | ||
+ | |||
|- | |- | ||
|01:02 | |01:02 | ||
| ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା | | ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା | ||
+ | |||
|- | |- | ||
|01:06 | |01:06 | ||
| ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com) | | ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com) | ||
+ | |||
|- | |- | ||
|01:16 | |01:16 | ||
| ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ | | ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ | ||
+ | |||
|- | |- | ||
|01:22 | |01:22 | ||
| Creat an Account ଓ Sign In | | Creat an Account ଓ Sign In | ||
+ | |||
|- | |- | ||
|01:25 | |01:25 | ||
| ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ | | ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ | ||
+ | |||
|- | |- | ||
|01:32 | |01:32 | ||
| ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ | | ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ | ||
+ | |||
|- | |- | ||
|01:39 | |01:39 | ||
|ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ | |ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ | ||
+ | |||
|- | |- | ||
|01:46 | |01:46 | ||
| ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In | | ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In | ||
+ | |||
|- | |- | ||
|01:50 | |01:50 | ||
| ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ | | ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ | ||
+ | |||
|- | |- | ||
|01:55 | |01:55 | ||
| Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ | | Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:59 | |01:59 | ||
| ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ | | ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ | ||
+ | |||
|- | |- | ||
|02:03 | |02:03 | ||
| ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ | | ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ | ||
+ | |||
|- | |- | ||
|02:11 | |02:11 | ||
| ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା | | ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା | ||
+ | |||
|- | |- | ||
|02:17 | |02:17 | ||
| ମୁଁ ମୋ ନାଁ ଭାବେ Rebecca Raymond ଦେବି | | ମୁଁ ମୋ ନାଁ ଭାବେ Rebecca Raymond ଦେବି | ||
+ | |||
|- | |- | ||
|02:23 | |02:23 | ||
| ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ | | ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ | ||
+ | |||
|- | |- | ||
|02:27 | |02:27 | ||
| Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ | | Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ | ||
+ | |||
|- | |- | ||
|02:37 | |02:37 | ||
| ଚାଲନ୍ତୁ Username ଭାବରେ becky0808 ଦେବା | | ଚାଲନ୍ତୁ Username ଭାବରେ becky0808 ଦେବା | ||
+ | |||
|- | |- | ||
|02:43 | |02:43 | ||
| ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା: | | ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା: | ||
+ | |||
|- | |- | ||
|02:49 | |02:49 | ||
| Someone already has that user name, Try another | | Someone already has that user name, Try another | ||
+ | |||
|- | |- | ||
|02:54 | |02:54 | ||
| ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ | | ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ | ||
+ | |||
|- | |- | ||
|03:01 | |03:01 | ||
| ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା | | ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା | ||
+ | |||
|- | |- | ||
|03:07 | |03:07 | ||
| ଏବେ ମୁଁ, Username ଭାବରେ ray.becky.0808 ଦେବି | | ଏବେ ମୁଁ, Username ଭାବରେ ray.becky.0808 ଦେବି | ||
+ | |||
|- | |- | ||
|03:18 | |03:18 | ||
| ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି | | ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି | ||
+ | |||
|- | |- | ||
|03:24 | |03:24 | ||
| ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ | | ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ | ||
+ | |||
|- | |- | ||
|03:30 | |03:30 | ||
| Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ | | Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ | ||
+ | |||
|- | |- | ||
|03:36 | |03:36 | ||
| ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ | | ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ | ||
+ | |||
|- | |- | ||
|03:41 | |03:41 | ||
| ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ | | ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ | ||
+ | |||
|- | |- | ||
|03:44 | |03:44 | ||
| ଏହାପରେ Birthday ଆସେ | | ଏହାପରେ Birthday ଆସେ | ||
+ | |||
|- | |- | ||
|03:48 | |03:48 | ||
| ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ | | ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ | ||
+ | |||
|- | |- | ||
|03:51 | |03:51 | ||
| ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ | | ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ | ||
+ | |||
|- | |- | ||
|03:57 | |03:57 | ||
| ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ | | ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ | ||
+ | |||
|- | |- | ||
|04:00 | |04:00 | ||
| ମୁଁ Female ଚୟନ କରୁଛି | | ମୁଁ Female ଚୟନ କରୁଛି | ||
+ | |||
|- | |- | ||
|04:03 | |04:03 | ||
| ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone | | ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone | ||
+ | |||
|- | |- | ||
|04:06 | |04:06 | ||
| ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି | | ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି | ||
+ | |||
|- | |- | ||
|04:08 | |04:08 | ||
| ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ | | ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ | ||
+ | |||
|- | |- | ||
|04:14 | |04:14 | ||
| ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ | | ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ | ||
+ | |||
|- | |- | ||
|04:21 | |04:21 | ||
| ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ | | ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ | ||
+ | |||
|- | |- | ||
|04:23 | |04:23 | ||
| ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା | | ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା | ||
+ | |||
|- | |- | ||
|04:26 | |04:26 | ||
| ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି | | ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି | ||
+ | |||
|- | |- | ||
|04:32 | |04:32 | ||
− | | | + | |Phone verification |
+ | |||
|- | |- | ||
|04:34 | |04:34 | ||
− | | | + | |Puzzle verification |
+ | |||
|- | |- | ||
|04:36 | |04:36 | ||
| ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା | | ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା | ||
+ | |||
|- | |- | ||
|04:40 | |04:40 | ||
| ମୁଁ Puzzle Verification ସହିତ ଯିବି | | ମୁଁ Puzzle Verification ସହିତ ଯିବି | ||
+ | |||
|- | |- | ||
|04:43 | |04:43 | ||
| Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ | | Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ | ||
+ | |||
|- | |- | ||
|04:49 | |04:49 | ||
| Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ | | Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ | ||
+ | |||
|- | |- | ||
|04:55 | |04:55 | ||
| ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି | | ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି | ||
+ | |||
|- | |- | ||
|05:02 | |05:02 | ||
| ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | | ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:10 | |05:10 | ||
| ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ | | ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ | ||
+ | |||
|- | |- | ||
|05:17 | |05:17 | ||
| ବର୍ତ୍ତମାନ, ଆମେ ଏପରି କରିବା ନାହିଁ | | ବର୍ତ୍ତମାନ, ଆମେ ଏପରି କରିବା ନାହିଁ | ||
+ | |||
|- | |- | ||
|05:20 | |05:20 | ||
| Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା | | Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା | ||
+ | |||
|- | |- | ||
|05:25 | |05:25 | ||
| Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | | Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:32 | |05:32 | ||
| India (भारत) ଭାବରେ Location ଚୟନ କରନ୍ତୁ | | India (भारत) ଭାବରେ Location ଚୟନ କରନ୍ତୁ | ||
+ | |||
|- | |- | ||
|05:35 | |05:35 | ||
| ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | | ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:41 | |05:41 | ||
| ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ | | ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:45 | |05:45 | ||
| ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ | | ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ | ||
+ | |||
|- | |- | ||
|05:50 | |05:50 | ||
| ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି | | ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି | ||
+ | |||
|- | |- | ||
|05:55 | |05:55 | ||
| ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ | | ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ | ||
+ | |||
|- | |- | ||
|06:00 | |06:00 | ||
| Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ | | Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ | ||
+ | |||
|- | |- | ||
|06:07 | |06:07 | ||
| ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ | | ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:10 | |06:10 | ||
| ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ | | ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ | ||
+ | |||
|- | |- | ||
|06:13 | |06:13 | ||
| ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ | | ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ | ||
+ | |||
|- | |- | ||
|06:17 | |06:17 | ||
| SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ | | SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ | ||
+ | |||
|- | |- | ||
|06:24 | |06:24 | ||
| Continue ଉପରେ କ୍ଲିକ୍ କରନ୍ତୁ | | Continue ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:27 | |06:27 | ||
| ଆମେ ଏବେ Create your public Google+ profile ପେଜ୍ ରେ ଅଛେ | | ଆମେ ଏବେ Create your public Google+ profile ପେଜ୍ ରେ ଅଛେ | ||
+ | |||
|- | |- | ||
|06:32 | |06:32 | ||
| ଏଠାରେ ଆପଣ ନିଜ ନାମ ଦେଖିପାରିବେ | | ଏଠାରେ ଆପଣ ନିଜ ନାମ ଦେଖିପାରିବେ | ||
+ | |||
|- | |- | ||
|06:35 | |06:35 | ||
| ଏହା ତଳେ, Add a Photo ଅପ୍ସନ୍ ଅଛି | | ଏହା ତଳେ, Add a Photo ଅପ୍ସନ୍ ଅଛି | ||
+ | |||
|- | |- | ||
|06:39 | |06:39 | ||
| ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ | | ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ | ||
+ | |||
|- | |- | ||
|06:44 | |06:44 | ||
| ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି | | ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି | ||
+ | |||
|- | |- | ||
|06:48 | |06:48 | ||
| ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି | | ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି | ||
+ | |||
|- | |- | ||
|06:51 | |06:51 | ||
| ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି | | ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି | ||
+ | |||
|- | |- | ||
|06:58 | |06:58 | ||
| ଏବେ ଆମେ Welcome Pageରେ ଅଛେ | | ଏବେ ଆମେ Welcome Pageରେ ଅଛେ | ||
+ | |||
|- | |- | ||
|07:02 | |07:02 | ||
| ଓ ମୋ ମାମଲାରେ ଏହା Wecome Rebecca କୁହେ | | ଓ ମୋ ମାମଲାରେ ଏହା Wecome Rebecca କୁହେ | ||
+ | |||
|- | |- | ||
|07:06 | |07:06 | ||
| ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି | | ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି | ||
+ | |||
|- | |- | ||
|07:16 | |07:16 | ||
| Continue to Gmail ବଟନ୍ କ୍ଲିକ୍ କରନ୍ତୁ | | Continue to Gmail ବଟନ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:22 | |07:22 | ||
| ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ | | ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ | ||
+ | |||
|- | |- | ||
|07:24 | |07:24 | ||
| ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ | | ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ | ||
+ | |||
|- | |- | ||
|07:28 | |07:28 | ||
| ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା | | ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା | ||
+ | |||
|- | |- | ||
|07:33 | |07:33 | ||
| ଏହା, ଡାହାଣପଟ ତଳେ ଅଛି | | ଏହା, ଡାହାଣପଟ ତଳେ ଅଛି | ||
+ | |||
|- | |- | ||
|07:37 | |07:37 | ||
| Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ | | Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ | ||
+ | |||
|- | |- | ||
|07:41 | |07:41 | ||
| କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ | | କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ | ||
+ | |||
|- | |- | ||
|07:46 | |07:46 | ||
| ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ | | ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ | ||
+ | |||
|- | |- | ||
|07:53 | |07:53 | ||
| ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ | | ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ | ||
+ | |||
|- | |- | ||
|07:58 | |07:58 | ||
| ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା | | ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା | ||
+ | |||
|- | |- | ||
|08:04 | |08:04 | ||
| ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା | | ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା | ||
+ | |||
|- | |- | ||
|08:12 | |08:12 | ||
| ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ | | ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ | ||
+ | |||
|- | |- | ||
|08:16 | |08:16 | ||
| Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍ | | Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍ | ||
+ | |||
|- | |- | ||
|08:29 | |08:29 | ||
| ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି | | ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି | ||
+ | |||
|- | |- | ||
|08:36 | |08:36 | ||
| ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି | | ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି | ||
+ | |||
|- | |- | ||
|08:41 | |08:41 | ||
| ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ | | ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ | ||
+ | |||
|- | |- | ||
|08:46 | |08:46 | ||
| ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ | | ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ | ||
+ | |||
|- | |- | ||
|08:52 | |08:52 | ||
| Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି | | Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି | ||
+ | |||
|- | |- | ||
|08:58 | |08:58 | ||
| ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା | | ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା | ||
+ | |||
|- | |- | ||
|09:02 | |09:02 | ||
| ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ | | ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|09:06 | |09:06 | ||
| New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ | | New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ | ||
+ | |||
|- | |- | ||
|09:10 | |09:10 | ||
| ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି | | ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି | ||
+ | |||
|- | |- | ||
|09:13 | |09:13 | ||
| To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ | | To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ | ||
+ | |||
|- | |- | ||
|09:21 | |09:21 | ||
| ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com | | ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com | ||
+ | |||
|- | |- | ||
|09:35 | |09:35 | ||
| ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି | | ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି | ||
+ | |||
|- | |- | ||
|09:39 | |09:39 | ||
| ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject | | ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject | ||
+ | |||
|- | |- | ||
|09:42 | |09:42 | ||
| ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା | | ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା | ||
+ | |||
|- | |- | ||
|09:46 | |09:46 | ||
| ଯେପରି Welcome Mail | | ଯେପରି Welcome Mail | ||
+ | |||
|- | |- | ||
|09:50 | |09:50 | ||
| ପରବର୍ତ୍ତୀ ହେଉଛି Content ଏରିଆ | | ପରବର୍ତ୍ତୀ ହେଉଛି Content ଏରିଆ | ||
+ | |||
|- | |- | ||
|09:53 | |09:53 | ||
| ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ | | ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ | ||
+ | |||
|- | |- | ||
|09:57 | |09:57 | ||
| ଟାଇପ୍ କରନ୍ତୁ, Greetings to all from the Spoken Tutorial Project | | ଟାଇପ୍ କରନ୍ତୁ, Greetings to all from the Spoken Tutorial Project | ||
+ | |||
|- | |- | ||
|10:03 | |10:03 | ||
| ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି | | ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି | ||
+ | |||
|- | |- | ||
|10:08 | |10:08 | ||
| ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ | | ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|10:11 | |10:11 | ||
| ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା | | ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା | ||
+ | |||
|- | |- | ||
|10:16 | |10:16 | ||
| ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ | | ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ | ||
+ | |||
|- | |- | ||
|10:20 | |10:20 | ||
| ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍ | | ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍ | ||
+ | |||
|- | |- | ||
|10:23 | |10:23 | ||
| ଚାଲନ୍ତୁ ତାହାକୁ ଦେଖିବା | | ଚାଲନ୍ତୁ ତାହାକୁ ଦେଖିବା | ||
+ | |||
|- | |- | ||
|10:26 | |10:26 | ||
| Show Details ଆରୋ ଉପରେ କ୍ଲିକ୍ କରନ୍ତୁ | | Show Details ଆରୋ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|10:29 | |10:29 | ||
| ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ | | ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ | ||
+ | |||
|- | |- | ||
|10:34 | |10:34 | ||
| ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ | | ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ | ||
+ | |||
|- | |- | ||
|10:39 | |10:39 | ||
| ଏହା ହେଉଛି ଇମେଲ୍ ର Subject Line | | ଏହା ହେଉଛି ଇମେଲ୍ ର Subject Line | ||
+ | |||
|- | |- | ||
|10:43 | |10:43 | ||
| ଆଉ କଣ୍ଟେଣ୍ଟ ଏଠାରେ ରହିଛି | | ଆଉ କଣ୍ଟେଣ୍ଟ ଏଠାରେ ରହିଛି | ||
+ | |||
|- | |- | ||
|10:47 | |10:47 | ||
| ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3 | | ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3 | ||
+ | |||
|- | |- | ||
|10:54 | |10:54 | ||
| ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା | | ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା | ||
+ | |||
|- | |- | ||
|10:58 | |10:58 | ||
| ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ | | ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ | ||
+ | |||
|- | |- | ||
|11:03 | |11:03 | ||
| ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ | | ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ | ||
+ | |||
|- | |- | ||
|11:08 | |11:08 | ||
| ତାହାକୁ କ୍ଲିକ୍ କରନ୍ତୁ | | ତାହାକୁ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|11:10 | |11:10 | ||
| ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ | | ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|11:17 | |11:17 | ||
| ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ | | ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ | ||
+ | |||
|- | |- | ||
|11:21 | |11:21 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||
+ | |||
|- | |- | ||
|11:25 | |11:25 | ||
| ସଂକ୍ଷିପ୍ତରେ ଆମେ ଶିଖିଲେ | | ସଂକ୍ଷିପ୍ତରେ ଆମେ ଶିଖିଲେ | ||
+ | |||
|- | |- | ||
|11:28 | |11:28 | ||
− | | | + | | ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା |
+ | |||
|- | |- | ||
|11:31 | |11:31 | ||
− | | | + | | ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା |
+ | |||
|- | |- | ||
|11:34 | |11:34 | ||
− | | | + | | ଏକ ଇମେଲ୍ ଲେଖିବା |
+ | |||
|- | |- | ||
|11:36 | |11:36 | ||
− | | | + | | ଏକ ଇମେଲ୍ ପଠାଇବା,ଏକ ଇମେଲ୍ ଦେଖିବା ଓ |
− | + | ||
− | + | ||
− | + | ||
|- | |- | ||
|11:39 | |11:39 | ||
− | | | + | | ଜିମେଲ୍ ରୁ ଲଗ୍ ଆଉଟ୍ କରିବା |
+ | |||
|- | |- | ||
|11:41 | |11:41 | ||
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|11:45 | |11:45 | ||
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | ||
+ | |||
|- | |- | ||
|11:49 | |11:49 | ||
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ | | ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ | ||
+ | |||
|- | |- | ||
|11:55 | |11:55 | ||
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||
+ | |||
|- | |- | ||
|11:58 | |11:58 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ | ||
+ | |||
|- | |- | ||
|12:05 | |12:05 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ | ||
+ | |||
|- | |- | ||
|12:10 | |12:10 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ | | ଆଇଆଇଟି ବମ୍ୱେ ତରଫରୁ ମୁଁ | ||
+ | |||
|- | |- | ||
|12:12 | |12:12 | ||
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 12:44, 7 April 2017
Time | Narration |
00:01 | ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା |
00:12 | ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା |
00:16 | ଏକ ଇମେଲ୍ ଲେଖିବା |
00:18 | ଏକ ଇମେଲ୍ ପଠାଇବା |
00:20 | ଏକ ଇମେଲ୍ ଦେଖିବା ଓ |
00:22 | ଜିମେଲ୍ ରୁ ଲଗ୍ ଆଉଟ୍ କରିବା |
00:24 | ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା |
00:30 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ |
00:35 | ଓ ଏକ ୱେବ୍ ବ୍ରାଉଜର୍ ଦରକାର |
00:37 | ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି |
00:42 | ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି: |
00:48 | Gmail,YouTube |
00:50 | Google Play,Google Docs/Drive |
00:53 | Google Calendar.... ଓ ଆହୁରି ଅନେକ |
00:57 | ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ |
01:02 | ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା |
01:06 | ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com) |
01:16 | ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ |
01:22 | Creat an Account ଓ Sign In |
01:25 | ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ |
01:32 | ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ |
01:39 | ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ |
01:46 | ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In |
01:50 | ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ |
01:55 | Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
01:59 | ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ |
02:03 | ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ |
02:11 | ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା |
02:17 | ମୁଁ ମୋ ନାଁ ଭାବେ Rebecca Raymond ଦେବି |
02:23 | ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ |
02:27 | Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ |
02:37 | ଚାଲନ୍ତୁ Username ଭାବରେ becky0808 ଦେବା |
02:43 | ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା: |
02:49 | Someone already has that user name, Try another |
02:54 | ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ |
03:01 | ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା |
03:07 | ଏବେ ମୁଁ, Username ଭାବରେ ray.becky.0808 ଦେବି |
03:18 | ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି |
03:24 | ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ |
03:30 | Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ |
03:36 | ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ |
03:41 | ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ |
03:44 | ଏହାପରେ Birthday ଆସେ |
03:48 | ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ |
03:51 | ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ |
03:57 | ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ |
04:00 | ମୁଁ Female ଚୟନ କରୁଛି |
04:03 | ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone |
04:06 | ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି |
04:08 | ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ |
04:14 | ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ |
04:21 | ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ |
04:23 | ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା |
04:26 | ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି |
04:32 | Phone verification |
04:34 | Puzzle verification |
04:36 | ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା |
04:40 | ମୁଁ Puzzle Verification ସହିତ ଯିବି |
04:43 | Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ |
04:49 | Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ |
04:55 | ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି |
05:02 | ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
05:10 | ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ |
05:17 | ବର୍ତ୍ତମାନ, ଆମେ ଏପରି କରିବା ନାହିଁ |
05:20 | Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା |
05:25 | Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
05:32 | India (भारत) ଭାବରେ Location ଚୟନ କରନ୍ତୁ |
05:35 | ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
05:41 | ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ |
05:45 | ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ |
05:50 | ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି |
05:55 | ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ |
06:00 | Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ |
06:07 | ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ |
06:10 | ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ |
06:13 | ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ |
06:17 | SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ |
06:24 | Continue ଉପରେ କ୍ଲିକ୍ କରନ୍ତୁ |
06:27 | ଆମେ ଏବେ Create your public Google+ profile ପେଜ୍ ରେ ଅଛେ |
06:32 | ଏଠାରେ ଆପଣ ନିଜ ନାମ ଦେଖିପାରିବେ |
06:35 | ଏହା ତଳେ, Add a Photo ଅପ୍ସନ୍ ଅଛି |
06:39 | ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ |
06:44 | ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି |
06:48 | ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି |
06:51 | ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି |
06:58 | ଏବେ ଆମେ Welcome Pageରେ ଅଛେ |
07:02 | ଓ ମୋ ମାମଲାରେ ଏହା Wecome Rebecca କୁହେ |
07:06 | ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି |
07:16 | Continue to Gmail ବଟନ୍ କ୍ଲିକ୍ କରନ୍ତୁ |
07:22 | ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ |
07:24 | ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ |
07:28 | ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା |
07:33 | ଏହା, ଡାହାଣପଟ ତଳେ ଅଛି |
07:37 | Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ |
07:41 | କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ |
07:46 | ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ |
07:53 | ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ |
07:58 | ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା |
08:04 | ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା |
08:12 | ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ |
08:16 | Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍ |
08:29 | ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି |
08:36 | ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି |
08:41 | ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ |
08:46 | ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ |
08:52 | Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି |
08:58 | ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା |
09:02 | ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:06 | New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ |
09:10 | ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି |
09:13 | To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ |
09:21 | ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com |
09:35 | ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି |
09:39 | ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject |
09:42 | ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା |
09:46 | ଯେପରି Welcome Mail |
09:50 | ପରବର୍ତ୍ତୀ ହେଉଛି Content ଏରିଆ |
09:53 | ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ |
09:57 | ଟାଇପ୍ କରନ୍ତୁ, Greetings to all from the Spoken Tutorial Project |
10:03 | ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି |
10:08 | ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
10:11 | ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା |
10:16 | ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ |
10:20 | ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍ |
10:23 | ଚାଲନ୍ତୁ ତାହାକୁ ଦେଖିବା |
10:26 | Show Details ଆରୋ ଉପରେ କ୍ଲିକ୍ କରନ୍ତୁ |
10:29 | ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ |
10:34 | ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ |
10:39 | ଏହା ହେଉଛି ଇମେଲ୍ ର Subject Line |
10:43 | ଆଉ କଣ୍ଟେଣ୍ଟ ଏଠାରେ ରହିଛି |
10:47 | ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3 |
10:54 | ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା |
10:58 | ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ |
11:03 | ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ |
11:08 | ତାହାକୁ କ୍ଲିକ୍ କରନ୍ତୁ |
11:10 | ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ |
11:17 | ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ |
11:21 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:25 | ସଂକ୍ଷିପ୍ତରେ ଆମେ ଶିଖିଲେ |
11:28 | ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା |
11:31 | ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା |
11:34 | ଏକ ଇମେଲ୍ ଲେଖିବା |
11:36 | ଏକ ଇମେଲ୍ ପଠାଇବା,ଏକ ଇମେଲ୍ ଦେଖିବା ଓ |
11:39 | ଜିମେଲ୍ ରୁ ଲଗ୍ ଆଉଟ୍ କରିବା |
11:41 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:45 | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:49 | ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ |
11:55 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
12:05 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
12:10 | ଆଇଆଇଟି ବମ୍ୱେ ତରଫରୁ ମୁଁ |
12:12 | ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |