Difference between revisions of "Introduction-to-Computers/C2/Getting-to-know-computers/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ...")
 
 
Line 6: Line 6:
 
|00:01
 
|00:01
 
| Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
|-
 
|-
 
|00:09
 
|00:09
 
| ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ '''
 
| ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ '''
 +
 
|-
 
|-
 
|00:11
 
|00:11
 
| ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା  
 
| ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା  
 +
 
|-
 
|-
 
|00:15
 
|00:15
 
| ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ -
 
| ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ -
 +
 
|-
 
|-
 
|00:18
 
|00:18
 
| ଡେସ୍କଟପ୍  କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍
 
| ଡେସ୍କଟପ୍  କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍
 +
 
|-
 
|-
 
|00:23
 
|00:23
 
| ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି  
 
| ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି  
 +
 
|-
 
|-
 
|00:31
 
|00:31
 
| କମ୍ପ୍ୟୁଟରର କାର୍ଯ୍ୟ  
 
| କମ୍ପ୍ୟୁଟରର କାର୍ଯ୍ୟ  
 +
 
|-
 
|-
 
|00:33
 
|00:33
 
| ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ -  
 
| ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ -  
 +
 
|-
 
|-
 
|00:40
 
|00:40
|* Input ମାଧ୍ୟମରେ ଏହା ଡେଟା ବା ନିର୍ଦ୍ଦେଶ ଗ୍ରହଣ କରିଥାଏ
+
| Input ମାଧ୍ୟମରେ ଏହା ଡେଟା ବା ନିର୍ଦ୍ଦେଶ ଗ୍ରହଣ କରିଥାଏ
 +
 
 
|-
 
|-
 
|00:45
 
|00:45
|* ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହା ଡେଟା ପ୍ରୋସେସ୍ କରିଥାଏ  
+
| ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହା ଡେଟା ପ୍ରୋସେସ୍ କରିଥାଏ  
 +
 
 
|-
 
|-
 
|00:50
 
|00:50
|* ଏହା ଡେଟା ଷ୍ଟୋର୍ କରିଥାଏ  
+
| ଏହା ଡେଟା ଷ୍ଟୋର୍ କରିଥାଏ  
 +
 
 
|-
 
|-
 
|00:52
 
|00:52
|* Output ଆକାରରେ ଏହା ପରିଣାମ ଦେଇଥାଏ
+
| Output ଆକାରରେ ଏହା ପରିଣାମ ଦେଇଥାଏ
 +
 
 
|-
 
|-
 
|00:56
 
|00:56
|* କମ୍ପ୍ୟୁଟର୍ ଭିତରେ ଏହା ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ
+
| କମ୍ପ୍ୟୁଟର୍ ଭିତରେ ଏହା ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ
 +
 
 
|-
 
|-
 
|01:01
 
|01:01
 
| କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି  
 
| କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି  
 +
 
|-
 
|-
 
|01:08
 
|01:08
| ଇନପୁଟ୍ ୟୁନିଟ୍
+
| ଇନପୁଟ୍ ୟୁନିଟ୍,ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍
|-
+
 
|01:09
+
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍
+
 
|-
 
|-
 
|01:11
 
|01:11
 
| ଆଉଟପୁଟ୍ ୟୁନିଟ୍
 
| ଆଉଟପୁଟ୍ ୟୁନିଟ୍
 +
 
|-
 
|-
 
|01:14
 
|01:14
 
| ଇନପୁଟ୍ ୟୁନିଟ୍,  
 
| ଇନପୁଟ୍ ୟୁନିଟ୍,  
 +
 
|-
 
|-
 
|01:16
 
|01:16
 
| ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ  
 
| ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ  
 +
 
|-
 
|-
 
|01:23
 
|01:23
 
| କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି
 
| କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି
 +
 
|-
 
|-
 
|01:31
 
|01:31
 
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍
 
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍
 +
 
|-
 
|-
 
|01:33
 
|01:33
 
| ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ  
 
| ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ  
 +
 
|-
 
|-
 
|01:38
 
|01:38
 
| ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ '''
 
| ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ '''
 +
 
|-
 
|-
 
|01:41
 
|01:41
 
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ   
 
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ   
 +
 
|-
 
|-
 
|01:48
 
|01:48
 
| ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ '''  
 
| ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ '''  
 +
 
|-
 
|-
 
|01:53
 
|01:53
 
| ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା  
 
| ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା  
 +
 
|-
 
|-
 
|01:57
 
|01:57
 
| ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ  
 
| ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ  
 +
 
|-
 
|-
 
|02:05
 
|02:05
 
| ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ '''
 
| ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ '''
 +
 
|-
 
|-
 
|02:11
 
|02:11
 
| ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ '''
 
| ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ '''
 +
 
|-
 
|-
 
|02:18
 
|02:18
 
| ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ
 
| ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ
 +
 
|-
 
|-
 
|02:26
 
|02:26
 
| ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍  
 
| ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍  
 +
 
|-
 
|-
 
|02:33
 
|02:33
 
| ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ:  
 
| ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ:  
 +
 
|-
 
|-
 
|02:38
 
|02:38
|* ମନିଟର୍
+
| ମନିଟର୍, CPU
|-
+
 
|02:39
+
|* CPU
+
 
|-
 
|-
 
|02:40
 
|02:40
|* କୀ’ବୋର୍ଡ ଓ  
+
| କୀ’ବୋର୍ଡ ଓ ,ମାଉସ୍
|-
+
 
|02:41
+
|* ମାଉସ୍
+
 
|-
 
|-
 
|02:43
 
|02:43
 
| ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ  
 
| ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ  
 +
 
|-
 
|-
 
|02:50
 
|02:50
 
| ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍  
 
| ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍  
 +
 
|-
 
|-
 
|02:55
 
|02:55
 
| ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ  
 
| ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ  
 +
 
|-
 
|-
 
|02:57
 
|02:57
 
| ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ '''
 
| ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ '''
 +
 
|-
 
|-
 
|03:02
 
|03:02
 
|କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ '''
 
|କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ '''
 +
 
|-
 
|-
 
|03:05
 
|03:05
 
| ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ   
 
| ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ   
 +
 
|-
 
|-
 
|03:13
 
|03:13
 
| ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି
 
| ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି
 +
 
|-
 
|-
 
|03:21
 
|03:21
 
| ଏହା ହେଉଛି କମ୍ପ୍ୟୁଟର ମାଉସ୍  
 
| ଏହା ହେଉଛି କମ୍ପ୍ୟୁଟର ମାଉସ୍  
 +
 
|-
 
|-
 
|03:24
 
|03:24
 
| ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି  
 
| ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି  
 +
 
|-
 
|-
 
|03:31
 
|03:31
 
| ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ  
 
| ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ  
 +
 
|-
 
|-
 
|03:35
 
|03:35
 
| ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ  
 
| ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ  
 +
 
|-
 
|-
 
|03:43
 
|03:43
 
| ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ '''
 
| ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ '''
 +
 
|-
 
|-
 
|03:49
 
|03:49
 
| କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍ '''
 
| କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍ '''
 +
 
|-
 
|-
 
|03:57
 
|03:57
 
| ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା
 
| ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା
 +
 
|-
 
|-
 
|04:02
 
|04:02
 
| CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍  
 
| CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍  
 +
 
|-
 
|-
 
|04:08
 
|04:08
 
| କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ  
 
| କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ  
 +
 
|-
 
|-
 
|04:14
 
|04:14
 
| ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ  
 
| ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ  
 +
 
|-
 
|-
 
|04:21
 
|04:21
 
| ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ '''
 
| ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ '''
 +
 
|-
 
|-
 
|04:30
 
|04:30
 
| କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ '''
 
| କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ '''
 +
 
|-
 
|-
 
|04:35
 
|04:35
 
| ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ
 
| ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|04:43
 
|04:43
 
| ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା '''
 
| ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା '''
 +
 
|-
 
|-
 
|04:48
 
|04:48
 
| ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ '''
 
| ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ '''
 +
 
|-
 
|-
 
|04:55
 
|04:55
 
| ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ
 
| ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ
 +
 
|-
 
|-
 
|04:58
 
|04:58
 
| CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି '''
 
| CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି '''
 +
 
|-
 
|-
 
|05:02
 
|05:02
 
| ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ  
 
| ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ  
 +
 
|-
 
|-
 
|05:08
 
|05:08
 
| ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ  
 
| ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ  
 +
 
|-
 
|-
 
|05:14
 
|05:14
 
| ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ  
 
| ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ  
 +
 
|-
 
|-
 
|05:21
 
|05:21
 
| ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍ '''
 
| ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍ '''
 +
 
|-
 
|-
 
|05:23
 
|05:23
 
| ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ  
 
| ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ  
 +
 
|-
 
|-
 
|05:30
 
|05:30
 
| ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ  
 
| ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ  
 +
 
|-
 
|-
 
|05:37
 
|05:37
 
| ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା  
 
| ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା  
 +
 
|-
 
|-
 
|05:42
 
|05:42
 
| ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ  
 
| ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ  
 +
 
|-
 
|-
 
|05:46
 
|05:46
 
| ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ  
 
| ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ  
 +
 
|-
 
|-
 
|05:51
 
|05:51
 
| ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା '''
 
| ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା '''
 +
 
|-
 
|-
 
|05:55
 
|05:55
 
| ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ  
 
| ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ  
 +
 
|-
 
|-
 
|06:00
 
|06:00
 
| ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ  
 
| ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ  
 +
 
|-
 
|-
 
|06:04
 
|06:04
 
| ଏହା ହେଉଛି CPUର ପାୱର୍ କେବଲ୍  
 
| ଏହା ହେଉଛି CPUର ପାୱର୍ କେବଲ୍  
 +
 
|-
 
|-
 
|06:08
 
|06:08
 
| ଏହାକୁ CPU ସହିତ କନେକ୍ଟ କରନ୍ତୁ  
 
| ଏହାକୁ CPU ସହିତ କନେକ୍ଟ କରନ୍ତୁ  
 +
 
|-
 
|-
 
|06:11
 
|06:11
 
| ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ
 
| ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ
 +
 
|-
 
|-
 
|06:14
 
|06:14
 
| ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ
 
| ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ
 +
 
|-
 
|-
 
|06:19
 
|06:19
 
| କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ  
 
| କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ  
 +
 
|-
 
|-
 
|06:23
 
|06:23
 
| ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ  
 
| ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ  
 +
 
|-
 
|-
 
|06:28
 
|06:28
 
| ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ '''
 
| ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ '''
 +
 
|-
 
|-
 
|06:35
 
|06:35
 
| ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ  
 
| ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ  
 +
 
|-
 
|-
 
|06:42
 
|06:42
 
| ଏହା ହେଉଛି ଏକ LAN କେବଲ୍
 
| ଏହା ହେଉଛି ଏକ LAN କେବଲ୍
 +
 
|-
 
|-
 
|06:44
 
|06:44
 
| ଓ ଏହା ଏକ LAN ପୋର୍ଟ ଅଟେ
 
| ଓ ଏହା ଏକ LAN ପୋର୍ଟ ଅଟେ
 +
 
|-
 
|-
 
|06:46
 
|06:46
 
| ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ  
 
| ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ  
 +
 
|-
 
|-
 
|06:52
 
|06:52
 
| LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ '''
 
| LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ '''
 +
 
|-
 
|-
 
|06:58
 
|06:58
 
| ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ  
 
| ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ  
 +
 
|-
 
|-
 
|07:03
 
|07:03
 
| ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ  
 
| ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ  
 +
 
|-
 
|-
 
|07:10
 
|07:10
 
| ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି '''
 
| ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି '''
 +
 
|-
 
|-
 
|07:15
 
|07:15
 
| PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ
 
| PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|07:21
 
|07:21
 
| CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ  
 
| CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ  
 +
 
|-
 
|-
 
|07:25
 
|07:25
 
| ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ
 
| ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|07:31
 
|07:31
 
| ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ  
 
| ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ  
 +
 
|-
 
|-
 
|07:34
 
|07:34
 
| ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ
 
| ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ
 +
 
|-
 
|-
 
|07:38
 
|07:38
 
| ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍  
 
| ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍  
 +
 
|-
 
|-
 
|07:45
 
|07:45
 
| ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ
 
| ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ
 +
 
|-
 
|-
 
|07:51
 
|07:51
 
| ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା '''
 
| ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା '''
 +
 
|-
 
|-
 
|07:57
 
|07:57
 
| ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ
 
| ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ
 +
 
|-
 
|-
 
|08:03
 
|08:03
 
| ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ  
 
| ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ  
 +
 
|-
 
|-
 
|08:07
 
|08:07
 
| ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ
 
| ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ
 +
 
|-
 
|-
 
|08:12
 
|08:12
 
| ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ  
 
| ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ  
 +
 
|-
 
|-
 
|08:18
 
|08:18
 
| ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର  
 
| ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର  
 +
 
|-
 
|-
 
|08:22
 
|08:22
 
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ  
 
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ  
 +
 
|-
 
|-
 
|08:25
 
|08:25
 
| କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ  
 
| କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ  
 +
 
|-
 
|-
 
|08:28
 
|08:28
 
| ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ  
 
| ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ  
 +
 
|-
 
|-
 
|08:33
 
|08:33
 
| BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ  
 
| BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ  
 +
 
|-
 
|-
 
|08:41
 
|08:41
 
| ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ '''
 
| ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ '''
 +
 
|-
 
|-
 
|08:48
 
|08:48
 
| ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ '''
 
| ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ '''
 +
 
|-
 
|-
 
|08:54
 
|08:54
 
| ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ  
 
| ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ  
 +
 
|-
 
|-
 
|08:58
 
|08:58
 
| ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ  
 
| ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ  
 +
 
|-
 
|-
 
|09:02
 
|09:02
 
| ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା
 
| ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା
 +
 
|-
 
|-
 
|09:06
 
|09:06
 
| ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ '''
 
| ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ '''
 +
 
|-
 
|-
 
|09:09
 
|09:09
 
| ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା   
 
| ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା   
 +
 
|-
 
|-
 
|09:16
 
|09:16
 
| ତେଣୁ ଏହାକୁ ଲାପଟପ୍ କୁହାଯାଏ '''
 
| ତେଣୁ ଏହାକୁ ଲାପଟପ୍ କୁହାଯାଏ '''
 +
 
|-
 
|-
 
|09:18
 
|09:18
 
| ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି  
 
| ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି  
 +
 
|-
 
|-
 
|09:23
 
|09:23
| ଏକ ଡିସପ୍ଲେ
+
| ଏକ ଡିସପ୍ଲେ,ଏକ କୀ’ବୋର୍ଡ
|-
+
 
|09:24
+
| ଏକ କୀ’ବୋର୍ଡ
+
 
|-
 
|-
 
|09:25
 
|09:25
 
| ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍  
 
| ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍  
 +
 
|-
 
|-
 
|09:29
 
|09:29
 
| ଏକ CD/DVD ରିଡର୍-ରାଇଟର୍ ଏବଂ  
 
| ଏକ CD/DVD ରିଡର୍-ରାଇଟର୍ ଏବଂ  
 +
 
|-
 
|-
 
|09:32
 
|09:32
 
| ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି  
 
| ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି  
 +
 
|-
 
|-
 
|09:36
 
|09:36
 
| ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି
 
| ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି
 +
 
|-
 
|-
 
|09:40
 
|09:40
 
| ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ '''
 
| ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ '''
 +
 
|-
 
|-
 
|09:46
 
|09:46
 
| ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ  
 
| ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ  
 +
 
|-
 
|-
 
|09:53
 
|09:53
 
| ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍
 
| ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍
 +
 
|-
 
|-
 
|09:57
 
|09:57
 
| ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ  
 
| ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ  
 +
 
|-
 
|-
 
|10:01
 
|10:01
 
| ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି  
 
| ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି  
 +
 
|-
 
|-
 
|10:09
 
|10:09
 
| ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ  
 
| ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ  
 +
 
|-
 
|-
 
|10:16
 
|10:16
 
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,  
 
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,  
 +
 
|-
 
|-
 
|10:20
 
|10:20
 
| ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍
 
| ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍
 +
 
|-
 
|-
 
|10:23
 
|10:23
 
| ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ
 
| ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ
 +
 
|-
 
|-
 
|10:28
 
|10:28
 
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ  
 
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ  
 +
 
|-
 
|-
 
|10:31
 
|10:31
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|10:34
 
|10:34
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|10:37
 
|10:37
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|10:42
 
|10:42
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|10:46
 
|10:46
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
|-
 
|-
 
|10:52
 
|10:52
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|10:56
 
|10:56
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|11:01
 
|11:01
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
|-
 
|-
 
|11:06
 
|11:06
 
| ଆଇଆଇଟି ବମ୍ୱେ ତରଫରୁ ମୁଁ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ
 +
 
|-
 
|-
 
|11:11
 
|11:11
 
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
 
|11:16
 
|11:16
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
 
|}
 
|}

Latest revision as of 12:32, 7 April 2017

Time Narration
00:01 Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ
00:11 ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା
00:15 ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ -
00:18 ଡେସ୍କଟପ୍ କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍
00:23 ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି
00:31 କମ୍ପ୍ୟୁଟରର କାର୍ଯ୍ୟ
00:33 ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ -
00:40 Input ମାଧ୍ୟମରେ ଏହା ଡେଟା ବା ନିର୍ଦ୍ଦେଶ ଗ୍ରହଣ କରିଥାଏ
00:45 ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହା ଡେଟା ପ୍ରୋସେସ୍ କରିଥାଏ
00:50 ଏହା ଡେଟା ଷ୍ଟୋର୍ କରିଥାଏ
00:52 Output ଆକାରରେ ଏହା ପରିଣାମ ଦେଇଥାଏ
00:56 କମ୍ପ୍ୟୁଟର୍ ଭିତରେ ଏହା ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ
01:01 କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି
01:08 ଇନପୁଟ୍ ୟୁନିଟ୍,ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍
01:11 ଆଉଟପୁଟ୍ ୟୁନିଟ୍
01:14 ଇନପୁଟ୍ ୟୁନିଟ୍,
01:16 ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ
01:23 କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି
01:31 ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍
01:33 ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ
01:38 ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ
01:41 ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ
01:48 ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ
01:53 ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା
01:57 ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ
02:05 ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ
02:11 ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ
02:18 ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ
02:26 ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍
02:33 ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ:
02:38 ମନିଟର୍, CPU
02:40 କୀ’ବୋର୍ଡ ଓ ,ମାଉସ୍
02:43 ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ
02:50 ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍
02:55 ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ
02:57 ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ
03:02 କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ
03:05 ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ
03:13 ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି
03:21 ଏହା ହେଉଛି କମ୍ପ୍ୟୁଟର ମାଉସ୍
03:24 ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି
03:31 ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ
03:35 ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ
03:43 ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ
03:49 କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍
03:57 ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା
04:02 CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍
04:08 କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ
04:14 ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ
04:21 ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ
04:30 କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ
04:35 ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ
04:43 ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା
04:48 ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ
04:55 ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ
04:58 CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି
05:02 ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ
05:08 ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ
05:14 ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ
05:21 ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍
05:23 ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ
05:30 ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ
05:37 ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା
05:42 ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ
05:46 ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ
05:51 ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା
05:55 ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ
06:00 ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ
06:04 ଏହା ହେଉଛି CPUର ପାୱର୍ କେବଲ୍
06:08 ଏହାକୁ CPU ସହିତ କନେକ୍ଟ କରନ୍ତୁ
06:11 ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ
06:14 ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ
06:19 କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ
06:23 ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ
06:28 ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ
06:35 ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ
06:42 ଏହା ହେଉଛି ଏକ LAN କେବଲ୍
06:44 ଓ ଏହା ଏକ LAN ପୋର୍ଟ ଅଟେ
06:46 ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ
06:52 LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ
06:58 ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ
07:03 ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ
07:10 ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି
07:15 PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ
07:21 CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ
07:25 ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ
07:31 ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ
07:34 ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ
07:38 ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍
07:45 ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ
07:51 ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା
07:57 ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ
08:03 ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ
08:07 ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ
08:12 ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ
08:18 ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର
08:22 ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ
08:25 କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ
08:28 ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ
08:33 BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ
08:41 ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ
08:48 ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ
08:54 ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ
08:58 ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ
09:02 ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା
09:06 ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ
09:09 ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା
09:16 ତେଣୁ ଏହାକୁ ଲାପଟପ୍ କୁହାଯାଏ
09:18 ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି
09:23 ଏକ ଡିସପ୍ଲେ,ଏକ କୀ’ବୋର୍ଡ
09:25 ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍
09:29 ଏକ CD/DVD ରିଡର୍-ରାଇଟର୍ ଏବଂ
09:32 ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି
09:36 ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି
09:40 ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ
09:46 ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ
09:53 ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍
09:57 ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ
10:01 ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି
10:09 ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ
10:16 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:20 ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍
10:23 ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ
10:28 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
10:31 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:34 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:42 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:46 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:52 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:56 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:01 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:06 ଆଇଆଇଟି ବମ୍ୱେ ତରଫରୁ ମୁଁ
11:11 ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:16 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep