Difference between revisions of "KTurtle/C3/Question-Glues/Oriya"

From Script | Spoken-Tutorial
Jump to: navigation, search
 
Line 9: Line 9:
 
|00:08
 
|00:08
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା
 +
 
|-
 
|-
 
|00:16
 
|00:16
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି
 +
 
|-
 
|-
 
|00:29
 
|00:29
Line 19: Line 21:
 
|00:39
 
|00:39
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 +
 
|-
 
|-
 
|00:46
 
|00:46
 
| ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି  
 
| ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି  
 +
 
|-
 
|-
 
|00:51
 
|00:51
Line 29: Line 33:
 
|01:00
 
|01:00
 
| and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ
 
| and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|01:11
 
|01:11
 
| ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
 
| ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
 +
 
|-
 
|-
 
|01:15
 
|01:15
Line 43: Line 49:
 
|01:22
 
|01:22
 
| ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:24
 
|01:24
 
| ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା
 
| ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା
 +
 
|-
 
|-
 
|01:28
 
|01:28
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 +
 
|-
 
|-
 
|01:33
 
|01:33
Line 60: Line 69:
 
|01:46
 
|01:46
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 +
 
|-
 
|-
 
|01:50
 
|01:50
Line 67: Line 77:
 
|01:52
 
|01:52
 
| ଏହା ସାମାନ୍ୟ ଝାପସା ଦେଖାଯାଇପାରେ
 
| ଏହା ସାମାନ୍ୟ ଝାପସା ଦେଖାଯାଇପାରେ
 +
 
|-
 
|-
 
|01:56
 
|01:56
 
| ଏବେ କୋଡ୍ କୁ ଦେଖନ୍ତୁ
 
| ଏବେ କୋଡ୍ କୁ ଦେଖନ୍ତୁ
 +
 
|-
 
|-
 
|01:59
 
|01:59
 
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
 +
 
|-
 
|-
 
|02:04
 
|02:04
Line 84: Line 97:
 
|02:14
 
|02:14
 
| ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ  
 
| ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ  
 +
 
|-
 
|-
 
|02:24
 
|02:24
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ
 +
 
|-
 
|-
 
|02:30
 
|02:30
 
| ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ
 
| ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ
 +
 
|-
 
|-
 
|02:36
 
|02:36
Line 97: Line 113:
 
|02:49
 
|02:49
 
| ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True  ହୋଇଥାଏ
 
| ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True  ହୋଇଥାଏ
 +
 
|-
 
|-
 
|02:55   
 
|02:55   
 
| if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ
 
| if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ
 +
 
|-
 
|-
 
|03:05
 
|03:05
Line 107: Line 125:
 
|03:12
 
|03:12
 
| ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ
 
| ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ
 +
 
|-
 
|-
 
|03:17
 
|03:17
 
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ  
 
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ  
 +
 
|-
 
|-
 
|03:22
 
|03:22
 
| Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
 
| Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
 +
 
|-
 
|-
 
|03:35
 
|03:35
 
| if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 
| if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 +
 
|-
 
|-
 
|03:41
 
|03:41
 
| ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ
 
| ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ
 +
 
|-
 
|-
 
|03:48
 
|03:48
 
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 +
 
|-
 
|-
 
|03:54
 
|03:54
 
| Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ
 
| Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ
 +
 
|-
 
|-
 
|03:57
 
|03:57
 
| ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ
 
| ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ
 +
 
|-
 
|-
 
|04:03
 
|04:03
 
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି  
 
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି  
 +
 
|-
 
|-
 
|04:12
 
|04:12
 
| ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
 
| ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:15
 
|04:15
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
 +
 
|-
 
|-
 
|04:20
 
|04:20
Line 152: Line 181:
 
|04:33
 
|04:33
 
| କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା
 
| କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା
 +
 
|-
 
|-
 
|04:37
 
|04:37
 
| ଏବେ ପୁଣିଥରେ ରନ୍ କରନ୍ତୁ
 
| ଏବେ ପୁଣିଥରେ ରନ୍ କରନ୍ତୁ
 +
 
|-
 
|-
 
|04:40
 
|04:40
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
 +
 
|-
 
|-
 
|04:44
 
|04:44
Line 165: Line 197:
 
|04:58
 
|04:58
 
| କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା
 
| କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା
 +
 
|-
 
|-
 
|05:02
 
|05:02
Line 172: Line 205:
 
|05:06
 
|05:06
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ
 +
 
|-
 
|-
 
|05:11
 
|05:11
Line 195: Line 229:
 
|05:40
 
|05:40
 
| ଏହାପରେ not କଣ୍ଡିଶନ୍ ସହିତ କାମ କରିବା
 
| ଏହାପରେ not କଣ୍ଡିଶନ୍ ସହିତ କାମ କରିବା
 +
 
|-
 
|-
 
|05:43
 
|05:43
Line 206: Line 241:
 
|05:56
 
|05:56
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 +
 
|-
 
|-
 
|06:01
 
|06:01
 
| ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି
 
| ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି
 +
 
|-
 
|-
 
|06:05
 
|06:05
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 +
 
|-
 
|-
 
|06:09
 
|06:09
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ
 +
 
|-
 
|-
 
|06:15
 
|06:15
Line 230: Line 269:
 
|06:42
 
|06:42
 
| ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ
 
| ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ
 +
 
|-
 
|-
 
|06:48
 
|06:48
 
| if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 
| if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 +
 
|-
 
|-
 
|06:55
 
|06:55
 
| ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ
 
| ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ
 +
 
|-
 
|-
 
|07:01
 
|07:01
 
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
 +
 
|-
 
|-
 
|07:07
 
|07:07
 
| Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
 
| Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
 +
 
|-
 
|-
 
|07:20
 
|07:20
Line 249: Line 293:
 
|07:32
 
|07:32
 
| ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି
 
| ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି
 +
 
|-
 
|-
 
|07:36
 
|07:36
Line 284: Line 329:
 
|08:13
 
|08:13
 
| କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା
 
| କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା
 +
 
|-
 
|-
 
|08:21
 
|08:21
Line 295: Line 341:
 
|08:28
 
|08:28
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ
 +
 
|-
 
|-
 
|08:35
 
|08:35
Line 302: Line 349:
 
|08:40
 
|08:40
 
| Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା
 
| Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା
 +
 
|-
 
|-
 
|08:48
 
|08:48
Line 317: Line 365:
 
|09:02
 
|09:02
 
| '''else''' within curly brackets '''do something.'''
 
| '''else''' within curly brackets '''do something.'''
 +
 
|-
 
|-
 
|09:06
 
|09:06
Line 328: Line 377:
 
|09:13
 
|09:13
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|09:18
 
|09:18
Line 343: Line 393:
 
|09:27
 
|09:27
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 +
 
|-
 
|-
 
|09:34
 
|09:34
Line 357: Line 408:
 
|-
 
|-
 
|09:49
 
|09:49
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
+
|}
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|-
+

Latest revision as of 10:25, 10 April 2017

Time Narration
00:01 ନମସ୍କାର ବନ୍ଧୁଗଣ ! KTurtleରେ Question Glues ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି
00:29 ଆପଣଙ୍କର କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଓ if-else Statement ବିଷୟର ଧାରଣା ଥିବ ବୋଲି ଆମେ ଆଶା କରୁଛୁ
00:39 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:46 ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି
00:51 Question Glue ଶବ୍ଦଗୁଡ଼ିକ ଆମକୁ, ଛୋଟ Questionକୁ ବଡ଼ Questionରେ ଗ୍ଲୁ କରିବାକୁ ସକ୍ଷମ କରେ
01:00 and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ
01:11 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
01:15 ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ
01:18 ସର୍ଚ ବାର୍ ରେ KTurtle ଟାଇପ୍ କରି
01:22 ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:24 ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା
01:28 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
01:33 ଟେକ୍ସଟ୍ ଏଡିଟର୍ ରୁ ମୁଁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
01:40 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
01:46 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
01:50 ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି
01:52 ଏହା ସାମାନ୍ୟ ଝାପସା ଦେଖାଯାଇପାରେ
01:56 ଏବେ କୋଡ୍ କୁ ଦେଖନ୍ତୁ
01:59 Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
02:04 ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ
02:10 Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ
02:14 ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ
02:24 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ
02:30 ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ
02:36 if(($a+$b>$c) ଓ ($b+$c>$a) ଓ ($c+$a>$b), if କଣ୍ଡିଶନ୍ ଯାଞ୍ଚ କରେ
02:49 ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True ହୋଇଥାଏ
02:55 if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ
03:05 ଯେତେବେଳେ if କଣ୍ଡିଶନ୍ Trueଠାରୁ ଉପରେ ଥାଏ, କଣ୍ଟ୍ରୋଲ୍ nested if ବ୍ଲକ୍ କୁ ସ୍ଥାନାନ୍ତରିତ ହୋଇଥାଏ
03:12 ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ
03:17 ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ
03:22 Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
03:35 if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
03:41 ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ
03:48 Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
03:54 Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ
03:57 ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ
04:03 Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି
04:12 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
04:15 ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
04:20 AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:25 BC ଦୀର୍ଘତା ପାଇଁ 8 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:29 AC ଦୀର୍ଘତା ପାଇଁ 9 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:33 କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା
04:37 ଏବେ ପୁଣିଥରେ ରନ୍ କରନ୍ତୁ
04:40 ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
04:44 AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ, BC ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ, AC ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:58 କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା
05:02 ଡିଫଲ୍ଟ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ପୁଣିଥରେ ରନ୍ କରନ୍ତୁ
05:06 ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ
05:11 AB ଦୀର୍ଘତା ପାଇଁ 1 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:16 BC ଦୀର୍ଘତା ପାଇଁ 1 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:20 AC ଦୀର୍ଘତା ପାଇଁ 2 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:24 କାନଭାସ୍ ଉପରେ 'Does not satisfy triangle's inequality' ପ୍ରଦର୍ଶିତ ହେଲା
05:30 ଏବେ ଏହି ପ୍ରୋଗ୍ରାମ୍ କୁ କ୍ଲିଅର୍ କରନ୍ତୁ. ମୁଁ Clear କମାଣ୍ଡ ଟାଇପ୍ କରିବି ଓ କାନଭାସ୍ କୁ ସଫା କରିବା ପାଇଁ ତାହାକୁ ଚଲାଇବି
05:40 ଏହାପରେ not କଣ୍ଡିଶନ୍ ସହିତ କାମ କରିବା
05:43 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:51 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ କୁ ଟାଇପ୍ କରନ୍ତୁ
05:56 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
06:01 ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି
06:05 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
06:09 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ
06:15 if not (($a==$b) ଓ ($b==$c) ଓ ($c==$a), if not କଣ୍ଡିଶନ୍ ଯାଞ୍ଚ କରେ
06:27 not ହେଉଛି ଏକ ବିଶେଷ question Glue ଶବ୍ଦ. ଏହା, ତାହାର ଅପେରାଣ୍ଡ ଲଜିକାଲ୍ ଷ୍ଟେଟ୍ କୁ ଓଲଟା କରିଥାଏ
06:36 ଉଦାହରଣସ୍ୱରୂପ, ଯଦି ଦିଆଯାଇଥିବା କଣ୍ଡିଶନ୍ True ଅଟେ, ତାହାକୁ not, False କରିଥାଏ
06:42 ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ
06:48 if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
06:55 ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ
07:01 Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
07:07 Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
07:20 repeat 3{turnright 120 forward 100} କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କିବା ପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
07:32 ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି
07:36 କୋଡ୍ ରନ୍ କରିବା ପାଇଁ F5 କୀ ଦାବନ୍ତୁ
07:40 AB ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:45 BC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:48 AC ଦୀର୍ଘତା ପାଇଁ 7 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:54 କାନଭାସ୍ ଉପରେ 'Triangle is not equilateral' ପ୍ରଦର୍ଶିତ ହେଲା
07:58 ଏବେ ପୁଣିଥରେ ରନ୍ କରନ୍ତୁ. AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:05 BC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:09 AC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:13 କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା
08:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:25 ସଂକ୍ଷେପରେ
08:28 ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ
08:35 ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ନିର୍ଦ୍ଧାରଣ କରିବା ପାଇଁ ପ୍ରୋଗ୍ରାମ୍ସ ଲେଖନ୍ତୁ
08:40 Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା
08:48 if or କଣ୍ଡିଶନ୍ ର ନିର୍ମାଣ ହେଉଛି:
08:51 if within brackets condition or within brackets condition or within brackets condition.
08:59 Within curly brackets do something.
09:02 else within curly brackets do something.
09:06 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
09:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:27 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:34 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:38 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:44 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
09:49 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep