Difference between revisions of "Linux/C2/General-Purpose-Utilities-in-Linux/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- |0:00 |ଲିନକ୍ସ ରେ General Purpose Utilities ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ …')
 
Line 7: Line 7:
 
|-
 
|-
 
|0:06
 
|0:06
|ଏହି ଟ୍ୟୁଟୋରିଆଲ ରେ ଆମେ ଆମର କିଛି ସବୁଠୁଁ ମୌଳିକ ପ୍ରବଳ ଭାବରେ ବ୍ୟବହୃତ ଲିନକ୍ସ କମାଣ୍ଡ ର ପରିଚୟ କରିବା.
+
|ଏହି ଟ୍ୟୁଟୋରିଆଲ ରେ ଆମେ ସବୁଠୁଁ ମୌଳିକ କିନ୍ତୁ ବହୁଳ ଭାବରେ ବ୍ୟବହୃତ କିଛି ଲିନକ୍ସ କମାଣ୍ଡ ସହିତ ପରିଚିତ ହେବା .
 
|-
 
|-
 
|0:14
 
|0:14
|ଏହାର ମୁଖ୍ୟ ଉଦ୍ୟେଶ ହେଲା, ଲିନକ୍ସ ସହିତ କାମ କରିବା ପାଇଁ ସୁବିଧା ଲାଭ କରାଇ ଦେବା .  
+
|ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଲିନକ୍ସ ସହିତ କାମ କରିବା ପାଇଁ ସୁବିଧା ଲାଭ କରାଇ ଦେବା .  
 
|-
 
|-
 
|0:21
 
|0:21
|ଆମେ ଦେଖିବା ପ୍ରଥମ କମାଣ୍ଡ ଇକୋ କମାଣ୍ଡ (echo command) ଅଟେ. ତଥାପି ଧ୍ୟାନ ଦିଅ, ଲିନକ୍ସ କମାଣ୍ଡସ (linux commands) କେସ ସେନ୍ସିଟିଭ (case sensitive) ଅଟେ .
+
|ପ୍ରଥମ କମାଣ୍ଡ ଭାବେ ଆମେ ଦେଖିବା ଇକୋ କମାଣ୍ଡ (echo command). ତଥାପି ଧ୍ୟାନ ଦିଅ ଯେ, ଲିନକ୍ସ କମାଣ୍ଡସ (linux commands) କେସ୍‌ ସେନ୍ସିଟିଭ (case sensitive).
 
|-
 
|-
 
|0:29
 
|0:29
|ଏଠାରେ ସବୁ କମାଣ୍ଡସ ଏବଂ ସେମାନକଂର ଅପସନ୍ସସ (options) ଛୋଟ ଅଖୟର ଅଟେ ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ .
+
|ଏଠାରେ ସବୁ କମାଣ୍ଡସ ଏବଂ ସେମାନକଂର ଅପସନ୍ସସ (options) ଛୋଟ ଲେଖାଯିବ ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ .
 
|-
 
|-
 
|0:36
 
|0:36
|ଏହି କମାଣ୍ଡ  ସ୍କରିନ୍ (screen) ଉପରେ କିଛି ବାର୍ତା (message) ପ୍ରଦଶ୍ରିତ କରିବାପାଇଁ  ବ୍ୟବହୃତ ହୋଇଥାଏ .
+
|ଏହି କମାଣ୍ଡ  (screen) ଉପରେ କିଛି ବାର୍ତା (message) ପ୍ରଦ ତ କରିବାପାଇଁ  ବ୍ୟବହୃତ ହୋଇଥାଏ . ଟର୍ମିନାଲ୍ କୁ ସୁଇଚ୍‌ କର.
 
|-
 
|-
 
|0:43
 
|0:43
|ଉବଣ୍ଟୁ ରେ ଏକ ଟର୍ମିନାଲ୍ କୁ ଚଳାଇବାକୁ CTRL+ALT+T ସାହାଜ୍ୟ କରେ .
+
| (Ubuntu) ଉବଣ୍ଟୁ ରେ ଏକ ଟର୍ମିନାଲ୍ କୁ ଷ୍ଟାର୍ଟ୍‌ କରିବାକୁ CTRL+ALT+T ସାହାଜ୍ୟ କରେ .
 
|-
 
|-
 
|0:48
 
|0:48
Line 28: Line 28:
 
|-
 
|-
 
|0:52
 
|0:52
|ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଯାହା ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖ୍ୟI କରାଯାଇଛି .
+
|ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଏହା ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖ୍ୟI କରାଯାଇଛି .
 
|-
 
|-
 
|0:58
 
|0:58
Line 34: Line 34:
 
|-
 
|-
 
|1:08
 
|1:08
|ଏହା ସ୍କ୍ରିନ୍ ଉପରେ ପ୍ରଥାନୁରୁପ ହେଲୋ ଓବର୍ଲଡ଼ ମେସେଜ୍ (Hello World message) ପ୍ରଦଶ୍ରୀତ କରେ .  
+
|ଏହା ସ୍କ୍ରିନ୍ ଉପରେ ପ୍ରଥାନୁରୁପ ହେଲୋ ଓବର୍ଲଡ଼ (Hello World) ମେସେଜ୍ (message) ପ୍ରିଣ୍ଟ୍ କରେ .  
 
|-
 
|-
 
|1:14
 
|1:14
| ଇକୋ କମାଣ୍ଡ (echo command) କୁ ଆମେ ଏକ ଭେରିଅବଲେ (variable) ର ମୁଲ୍ୟ ପ୍ରଦଶ୍ରୀତ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା .
+
| ଇକୋ କମାଣ୍ଡ (echo command) କୁ ଆମେ ଏକ ଭେରିଏବଲ୍‌ (variable) ର ମୁଲ୍ୟ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା .
 
|-
 
|-
 
|1:19
 
|1:19
|ପ୍ରୋମପ୍ଟ୍ (prompt) ରେ ବଡ ଅଖ୍ୟାରେ echo space dollar SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .  
+
|ପ୍ରୋମପ୍ଟ୍ (prompt) ରେ ବଡ ଅରରେ echo space dollar SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|1:30
 
|1:30
|ଏହି ଆଉଟ୍ ପୁଟ୍ (output) ବର୍ତମାନ shell ବ୍ୟବହାର ହୋଇଛି .
+
|ଏହା ଆଉଟ୍ ପୁଟ୍ (output) ଭାବେ ବର୍ତମାନ ବ୍ୟବହୃତ shell ଦେବ .
 
|-
 
|-
 
|1:36
 
|1:36
Line 49: Line 49:
 
|-
 
|-
 
|1:42
 
|1:42
|ଏଥିପାଇଁ, ଲିନକ୍ସ ରେ ଆମେ hyphen e ଅପସନ୍ ବ୍ୟବହାର କରିବା ଦରକାର .  
+
|ଏଥିପାଇଁ, ଲିନକ୍ସ ରେ ଆମେ hyphen e (-e) ଅପସନ୍ ବ୍ୟବହାର କରିବା ଦରକାର .  
 
|-
 
|-
 
|1:46
 
|1:46
|ସାମାନ୍ୟ escape sequences ରେ ଟ୍ୟାବ୍ ପାଇଁ backslash t ଅନ୍ତରଭୁକ୍ତ, ନୁଆ ଲାଇନ୍ ପାଇଁ  \n ଏବଂ \c  ଏକ escape sequence ଅଟେ ଯାହାକି ଯେବେ ବ୍ୟବହାର ହୁଏ ପ୍ରୋମପ୍ଟ୍ (prompt) କୁ ଏକାପରି ଲାଇନ୍ ରେ ପ୍ରଦଶ୍ରୀତ କରେ .  
+
|ସାଧାରଣ escape sequence ଗୁଡ଼ିକରେ ଟ୍ୟାବ୍ ପାଇଁ backslash t, ନୁଆ ଲାଇନ୍ ପାଇଁ  \n ଅନ୍ତରଭୁକ୍ତ ଏବଂ \c  ଏକ escape sequence ଯାହାକି ଯେବେ ବ୍ୟବହାର ହୁଏ ପ୍ରୋମପ୍ଟ୍ (prompt) କୁ ସେହି ଏକା ଲାଇନ୍ ରେ ପ୍ରଦର୍ଶିତ କରେ .  
 
|-
 
|-
 
|2:03
 
|2:03
|ଏହା ଉପଯୋଗୀ ହୋଇପାରିବ ଯଦି କିଛି ଏନ୍ଟର୍ କରିବା ପୁର୍ବରୁ ଆମେ ପ୍ରୋମପ୍ଟ୍  ମେସେଜ୍ (prompt message) ଚାହିଁବା. ପ୍ରୋମପ୍ଟ୍  (prompt) ରେ  echo space minus e  ସିଂଗଲୀ କୋଟ୍ (single quote) ରେ ଟାଇପ୍ କର, back slash c କମାଣ୍ଡ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ .   
+
|ଏହା ଉପଯୋଗୀ ହୋଇପାରିବ ଯଦି କିଛି ଏନ୍ଟର୍ କରିବା ପୁର୍ବରୁ ଆମେ ପ୍ରୋମପ୍ଟ୍  ମେସେଜ୍ (prompt message) ଚାହିଁବା. ପ୍ରୋମପ୍ଟ୍  (prompt) ରେ  echo space minus e  ସିଂଗଲ୍‌ କୋଟ୍ (single quote) ମଧ୍ୟରେ ଟାଇପ୍ କର, back slash c କମାଣ୍ଡ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ .   
 
|-
 
|-
 
|2:32
 
|2:32
|ଆମେ ଦେଖିବା ସେହି ଏକା ଲାଇନ୍ ଉପରେ  'Enter a command' ପ୍ରିଣ୍ଟ୍ ହେଲା ପରେ ପ୍ରୋମପ୍ଟ୍  (message) ପଦଶ୍ରୀତ ହେବ .
+
|ଆମେ ଦେଖିବା ସେହି ଏକା ଲାଇନ୍ ଉପରେ  'Enter a command' ପ୍ରିଣ୍ଟ୍ ହେଲା ପରେ ପ୍ରୋମପ୍ଟ୍  (message) ପ୍ରଦର୍ଶିତ ହେବ .
 
|-
 
|-
 
|2:38
 
|2:38
|ଆପଣ ଜାଣିବାକୁ ଚାହିଁ ପାର ଲିନକ୍ସ କରନେଲ୍ ର କେଉଁ ଭରସନ୍ ଆପଣ ଚଳାଉଛନ୍ତି .  
+
|ଆପଣ ଜାଣିବାକୁ ଚାହିଁ ପାରନ୍ତି ଯେ ଲିନକ୍ସ କରନେଲ୍ (Linux Kernel) ର କେଉଁ ଭରସନ୍ ଆପଣ ଚଳାଉଛନ୍ତି .  
 
|-
 
|-
 
|2:43
 
|2:43
Line 67: Line 67:
 
|-
 
|-
 
|2:58
 
|2:58
|ଆପଣକଂର ୟୁଜରନେମ୍ (username) କଣ ଅଟେ ଜାଣିବା ପାଇଁ  ପ୍ରୋମପ୍ଟ୍  (prompt) ରେ  who space am space I ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ତୁମର ୟୁଜରନେମ୍ (username) କଣ ଜାଣିବା ପାଇଁ, ପ୍ରୋମପ୍ଟ୍  (prompt) ରେ  who space am space I ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|3:11
 
|3:11
|ଏହା ପ୍ରକୃତରେ who କମାଣ୍ଡ ଠାରୁ ଆସେ ଯାହାକି ବର୍ତମାନ ସବୁ ବ୍ୟବହାରି ମାନକଂର ତାଲିକା ସିଷ୍ଟମ୍ ରେ ଲୋଗ-ଇନ୍ (login) ହୁଏ ଯଦି ଆପଣକଂର ସିଷ୍ଟମ ଏକ ମଲ୍ଟି  ୟୁଜର୍-ସିଷ୍ଟମ୍(multiuser system) ଅଟେ .
+
|ଏହା ପ୍ରକୃତରେ who କମାଣ୍ଡ ଠାରୁ ଆସେ, ଯାହାକି ବର୍ତମାନ ସିଷ୍ଟମ୍ କୁ ଲଗ‌-ଇନ୍ (login) କରିଥିବା ସବୁ ୟୁଜର୍‌ (ବ୍ୟବହାରକର୍ତ୍ତା) ମାନଙ୍କର ତାଲିକା ଦିଏ , ଯଦି ଆପଣଙ୍କର ସିଷ୍ଟମ ଏକ ମଲ୍ଟି  ୟୁଜର୍-ସିଷ୍ଟମ୍(multiuser system) ଅଟେ .
 
|-
 
|-
 
|3:21
 
|3:21
|ବେଳେ ବେଳେ ଆପଣକଂର login password ଆପୋଷ ସମାଧାନ ହୋଇପାରେ କିମ୍ବା ଆପଣ ଚାହିଁଲେ ଏହାକୁ ପରିବର୍ତନ କରିପାର .  
+
|ବେଳେ ବେଳେ ଆପଣଙ୍କର login password ର ବିନାନୁମତି ବ୍ୟବହାର ହୋଇଥାଇପାରେ ଏବଂ/କିମ୍ବା ଆପଣ ଏହାକୁ ପରିବର୍ତନ କରିବାକୁ ଚାହାଁନ୍ତି .
 
|-
 
|-
 
|3:28
 
|3:28
|ଏହା ପାଇଁ ଆମ ପାଖରେ passwd କମାଣ୍ଡ ଅଛି. ପ୍ରୋମପ୍ଟ୍  (prompt) ରେ p-a-s-s-w-d ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ଏଥି ପାଇଁ ଆମ ପାଖରେ passwd କମାଣ୍ଡ ଅଛି. ପ୍ରୋମପ୍ଟ୍  (prompt) ରେ p-a-s-s-w-d ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|3:37
 
|3:37
|ଯେବେ ଆପଣ ଏହି କମାଣ୍ଡ ଟାଇପ୍ କର, current password କୁ ଟାଇପ୍ କରିବାକୁ ଆପନଂକୁ କୁହାଯିବ .
+
|ଯେବେ ଆପଣ ଏହି କମାଣ୍ଡ ଟାଇପ୍ କରିବେ, current password କୁ ଟାଇପ୍ କରିବାକୁ ଆପଣଙ୍କୁ କୁହାଯିବ .
 
|-
 
|-
 
|3:43
 
|3:43
|ଏଠାରେ ମୁଁ ସିଷ୍ଟମର current password କୁ ଟାଇପ୍ କରିବି .  
+
|ଏଠାରେ ମୁଁ ମୋ ସିଷ୍ଟମର current password କୁ ଟାଇପ୍ କରିବି .  
 
|-
 
|-
 
|3:48
 
|3:48
|ଯେବେ ତାହା ଠିକ୍ ଭାବରେ ଏନ୍ଟର୍ କରନ୍ତି, ତେବେ ଆପଣ ଆପଣକଂର ନୁଆ password ଏନ୍ଟର୍ କରିବାକୁ ହେବ ଏବଂ ଏହାକୁ ପ୍ରମାଣ ପାଇଁ ପୁଣି ଟାଇପ୍ କର .  
+
|ଯେବେ ତାହା ଠିକ୍ ଭାବରେ ଏନ୍ଟର୍ ହେବ, ତେବେ ତୁମକୁ ତୁମର ନୁଆ password ଏନ୍ଟର୍ କରିବାକୁ ହେବ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ପୁନର୍ବାର ଟାଇପ୍ କର .  
 
|-
 
|-
 
|4:02
 
|4:02
|କିନ୍ତୁ ଆମେ କଣ କରିବା ଯଦି ଆମର current password ଭୁଲି ଯାଇଛୁ ?  
+
|କିନ୍ତୁ ଆମେ କଣ କରିବା ଯଦି ଆମେ ଆମର current password ଭୁଲି ଯାଇଛୁ ?  
 
|-
 
|-
 
|4:06
 
|4:06
|ତାପରେ, current password  ଜାଣିବା ବିନା ଆପଣ password କୁ ପରିବର୍ତନ କରିପାରିବ, କିନ୍ତୁ ଏହା କେବଳ ରୁଟ୍ ୟୁଜର୍ (root user) ଦ୍ବାରା କରା ହୋଇପାରିବ .  
+
|ତେବେ, current password  ଜାଣିବା ବିନା ଆପଣ password କୁ ମଧ୍ୟ ପରିବର୍ତନ କରିପାରିବ, କିନ୍ତୁ ଏହା କେବଳ ରୁଟ୍ ୟୁଜର୍ (root user) ଦ୍ବାରା କରା ହୋଇପାରିବ .  
 
|-
 
|-
 
|4:14
 
|4:14
|ଏବେ ରୁଟ୍ ୟୁଜର୍ (root user) କିଏ ?  
+
|ଏବେ, ରୁଟ୍ ୟୁଜର୍ (root user) କିଏ ?  
 
|-
 
|-
 
|4:18
 
|4:18
|ଏହା ଏକ ବିଶେଷ ଅଧିକାରୀ ପ୍ରାପ୍ତ ବ୍ୟକ୍ତି ଅଟେ .
+
|ଏହା ଅଧିକ ଅଧିକାର ପ୍ରାପ୍ତ ଏକ ବିଶେଷ ବ୍ୟକ୍ତି ଅଟେ .
 
|-
 
|-
 
|4:22
 
|4:22
|ଅନୁରୁପତା କରିବା ପାଇଁ ଆମେ କହି ପାରିବା ଏକ ରୁଟ୍ ୟୁଜର୍ (root user) ୱିନଡୋ ରେ Administrator ପଦରେ ୟୁଜର୍ (user) ସହିତ ସମାନ ଅଟେ .  
+
|ଅନୁରୁପତା କରିବା ପାଇଁ ଆମେ କହି ପାରିବା ଯେ ଏକ ରୁଟ୍ ୟୁଜର୍ (root user) ୱିନଡୋ ରେ Administrator ପଦର ୟୁଜର୍ (user) ସହିତ ସମାନ ଅଟେ .  
 
|-
 
|-
 
|4:30
 
|4:30
|ସିଷ୍ଟମରେ ତାରିଖ ଏବଂ ସମୟ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପାରିବା. ଏହା ପାଇଁ ଆମେ ଡେଟ୍ କମାଣ୍ଡ (date command) ର ବ୍ୟବହାର କରୁଁ  .  
+
|ସିଷ୍ଟମରେ ତାରିଖ ଏବଂ ସମୟ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପାରୁଁ. ଏହା ପାଇଁ ଆମେ ଡେଟ୍ କମାଣ୍ଡ (date command) ର ବ୍ୟବହାର କରିବା .  
 
|-
 
|-
 
|4:36
 
|4:36
Line 109: Line 109:
 
|-
 
|-
 
|4:42
 
|4:42
|ଏହା ସିଷ୍ଟମର ବର୍ତମାନ ସମୟ ଏବଂ ଦିନ ପ୍ରଦଶ୍ରୀତ କରିବା .  
+
|ଏହା ସିଷ୍ଟମର ବର୍ତମାନ ସମୟ ଏବଂ ଦିନ ପ୍ରଦର୍ଶିତ କରିବ .  
 
|-
 
|-
 
|4:45
 
|4:45
|ଯେଭଳି ଆମେ ଦେଖି ପାରିବା ଡେଟ୍ କମାଣ୍ଡ (date command) ଉଭୟ ଦିନ ଏବଂ ସମୟ ଦେଖାଏ. ଏହା ଏକ ବହୁବିଧ ବ୍ୟବହାର ଯୋଗ୍ୟ ଏବଂ ଏହାର ବହୁତ ବିକଳ୍ପ ମଧ୍ୟ ଅଛି .
+
|ଯେଭଳି ଆମେ ଦେଖି ପାରିବା ଯେ ଡେଟ୍ କମାଣ୍ଡ (date command) ଉଭୟ ଦିନ ଏବଂ ସମୟ ଦେଖାଏ. ଏହା ଏକ ବହୁବିଧ ବ୍ୟବହାର ଯୋଗ୍ୟ ଏବଂ ଏହାର ବହୁତ ବିକଳ୍ପ ମଧ୍ୟ ଅଛି .
 
|-
 
|-
 
|4;54
 
|4;54
Line 118: Line 118:
 
|-
 
|-
 
|5:07
 
|5:07
|ଏହା hours minutes and seconds ରୁପରେ କେବଳ ଆମକୁ ସମୟ ରେ ଦେଖାଇବ .
+
|ଏହା କେବଳ hours minutes and seconds ଫର୍ମାଟ୍‌ (ରୁପ)ରେ ଆମକୁ ସମୟ ଦେଖାଇବ .
 
|-
 
|-
 
|5:12
 
|5:12
Line 124: Line 124:
 
|-
 
|-
 
|5:23
 
|5:23
| ଏହା ମାସ ର ନାମ ଦେଖାଏ .
+
| ଏହା ମାସ ର ନାମ ଦେଖାଇବ .
 
|-
 
|-
 
|5:25
 
|5:25
Line 130: Line 130:
 
|-
 
|-
 
|5:38
 
|5:38
|ଏହା ସଂଖ୍ୟାତ୍ମକ ରୁପରେ ବର୍ଷର ମାସ କୁ ଦେଖାଏ . ଏଠାରେ ଏହା  February ମାସ ପାଇଁ 02 ଦେଖାଉଛି. ଆପଣକଂର ପ୍ରାପ୍ତ output କୁ ଏହା ଅନୁସାରେ ମିଳାନ୍ତୁ .
+
|ଏହା ସଂଖ୍ୟାତ୍ମକ ରୁପରେ ବର୍ଷର ମାସ କୁ ଦେଖାଇବ . ଏଠାରେ ଏହା  February ମାସ ପାଇଁ 02 ଦେଖାଉଛି. ଆପଣକଂର ପ୍ରାପ୍ତ output କୁ ଏହା ଅନୁସାରେ ମିଳାନ୍ତୁ .
 
|-
 
|-
 
|5:50
 
|5:50
Line 136: Line 136:
 
|-
 
|-
 
|6:01
 
|6:01
|ଏହା ବର୍ତମାନ ବର୍ଷ ର ଶେଷ ଦୁଇ ଅକଂ କହିବ .
+
|ଏହା ବର୍ତମାନ ବର୍ଷ ର ଶେଷ ଦୁଇ ଅଙ୍କ ଦେଖାଇବ .
 
|-
 
|-
 
|6:05
 
|6:05
|ଆମେ ଏହି ଅପସନ୍ସସ (options) କୁ ସଂଯୋଗ. ଉଦାହରଣ ସ୍ବରୁପ, ପ୍ରୋମପ୍ଟ୍ (prompt) ରେ date space plus double quotes ରେ percentage small h percentage small y ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ଆମେ ଏହି ଅପସନ୍ସ (options) ଗୁଡ଼ିକୁ ସଂଯୋଗ କରିପାରିବା . ଉଦାହରଣ ସ୍ବରୁପ, ପ୍ରୋମପ୍ଟ୍ (prompt) ରେ date space plus double quotes ରେ percentage small h percentage small y ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|6:34
 
|6:34
Line 145: Line 145:
 
|-
 
|-
 
|6:39
 
|6:39
|ଅନ୍ୟ ସମ୍ବଧିତ କମାଣ୍ଡ cal କମାଣ୍ଡ ଅଟେ. ଯଦିଓ ଏହା ସାଧାରଣ କମାଣ୍ଡ ନୁହେଁ, ଏହା ଆପନଂକୁ ଯେକୌଣସି ମାସ ଏବଂ ବର୍ଷ ଦେଖିବା ପାଇଁ ସାହା ସାହଜ୍ୟ କରେ .
+
|ଅନ୍ୟ ଏକ  ସେଭଳି କମାଣ୍ଡ ହେଉଛି cal କମାଣ୍ଡ. ଯଦିଓ ଏହା ସେତେ ସାଧାରଣ କମାଣ୍ଡ ନୁହେଁ, ଏହା ତୁମକୁ ଯେକୌଣସି ମାସ ଏବଂ ବର୍ଷ ଦେଖିବା ପାଇଁ ସାହାଯ୍ୟ  କରେ .
 
|-
 
|-
 
|6:48
 
|6:48
|ବର୍ତମାନ ମାସ ର କେଲେଣ୍ଡର (calender) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ 'cal' ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ବର୍ତମାନ ଚଳିତ ମାସର କ୍ୟାଲେଣ୍ଡର (calender) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ 'cal' ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|6:56
 
|6:56
| ଯେକୌଣସି ମାସର କେଲେଣ୍ଡର (calender) କୁ ଦେଖିବା ପାଇଁ, କୁହ december 2070, ପ୍ରୋମପ୍ଟ୍ (prompt) ରେ cal space 12 space 2070 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
| ଯେକୌଣସି ମାସର କ୍ୟାଲେଣ୍ଡର (calender) କୁ ଦେଖିବା ପାଇଁ, ଯଥା december 2070, ପ୍ରୋମପ୍ଟ୍ (prompt) ରେ cal space 12 space 2070 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|7:13
 
|7:13
Line 157: Line 157:
 
|-
 
|-
 
|7:19
 
|7:19
|ଆଗକୁ ଯିବା ପୁର୍ବରୁ ଆମେ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀଜ (directories) ବିଷୟରେ କିଛି ଆଲୋଚନା କରିବା .  
+
|ଆଗକୁ ଯିବା ପୁର୍ବରୁ ଆମେ ଫାଇଲ୍ ଏବଂ ଡାଇରେକ୍ଟୋରିଜ୍‌ (directories) ବିଷୟରେ କିଛି ଆଲୋଚନା କରିବା .  
 
|-
 
|-
 
|7:26
 
|7:26
Line 163: Line 163:
 
|-
 
|-
 
|7:34
 
|7:34
|ପ୍ରକୃତରେ ଫାଇଲ୍ ଏହା ଅଟେ ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ. ଏକା ସଦୃଶ, ଏକ ଲିନକ୍ସ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ .  
+
| ବାସ୍ତବ ଜୀବନରେ, ଫାଇଲ୍ ରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ଗଚ୍ଛିତ କରୁ . ସେହିଭଳି, ଏକ ଲିନକ୍ସ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ .  
 
|-
 
|-
 
|7:48
 
|7:48
|ପରବର୍ତୀ, ଡାଇରେକ୍ଟ୍ ଟୋରୀ (directory) କଣ ଅଟେ?  
+
| ତାପରେ, ଡାଇରେକ୍ଟ୍‌ଟୋରୀ (directory) କଣ?  
 
|-
 
|-
 
|7:52
 
|7:52
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ସଂଗ୍ରହ ରୁପରେ ବୁଜିବାକୁ ପଡିବ .  
+
|ଏକ ଡାଇରେକ୍ଟ୍‌ଟୋରୀ (directory) କୁ କିଛି ଫାଇଲସ୍ (files) ଏବଂ ଅନ୍ୟ ଉପ-ଡାଇରେକ୍ଟ୍‌ଟୋରୀ (sub-directories) ଗୁଡ଼ିକର ସଂଗ୍ରହ ଭାବେ ବୁଝିବାକୁ ପଡିବ .  
 
|-
 
|-
 
|7:58
 
|7:58
|ଡାଇରେକ୍ଟ୍ ଟୋରୀ (directory) ଆମକୁ ଆମର ଫାଇଲସ୍ (files) ରେ ନିୟମିତ ପ୍ରଥା ରେ ଆୟୋଜନ କରିବା ପାଇଁ ସାହାଜ୍ୟ କରେ .  
+
|ଡାଇରେକ୍ଟ୍‌ଟୋରୀ (directory) ଆମକୁ ଆମର ଫାଇଲ (file) ଗୁଡ଼ିକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରେ .  
 
|-
 
|-
 
|8:04
 
|8:04
|ଏହା ୱିନଡୋ ରେ ଫୋଲଡର ର ପରି ଅଟେ .  
+
|ଏହା ୱିନଡୋଜ୍‌ ଫୋଲଡର ପରି.  
 
|-
 
|-
 
|8:08
 
|8:08
|ଲିନକ୍ସ ସିଷ୍ଟମ୍ ରେ ଯେବେ ଆମେ ଲୋଗ-ଇନ୍ (login) କରୁ, ସ୍ବାଭାବିକ ଭାବରେ, ଆମେ ଏକ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ଅଛୁ. ହୋମ୍-ଡାଇରେକ୍ଟ୍ ଟୋରୀ (home directory) କୁ ଦେଖିବା ପାଇଁ  ପ୍ରୋମପ୍ଟ୍ (prompt) ରେ echo space dollar HOME ଟାଇପ୍ କର ଏବଂ ଏନଟର୍ ଦବାଅ .
+
| ଯେବେ ଆମେ ଲିନକ୍ସ ସିଷ୍ଟମ୍ ରେ ଲଗ-ଇନ୍ (login) କରୁ , ସ୍ବାଭାବିକ ଭାବରେ, ଆମେ ଏକ ହୋମ୍-ଡାଇରେକ୍ଟ୍‌ଟୋରୀ (home directory) ରେ ଅଛୁ. ହୋମ୍-ଡାଇରେକ୍ଟ୍‌ଟୋରୀ (home directory) କୁ ଦେଖିବା ପାଇଁ  ପ୍ରୋମପ୍ଟ୍ (prompt) ରେ echo space dollar HOME ଟାଇପ୍ କର ଏବଂ ଏନଟର୍ ଦବାଅ .
 
|-
 
|-
 
|8:27
 
|8:27
|ପରବର୍ତୀ କମାଣ୍ଡ (command) ଆମକୁ ଡାଇରେକ୍ଟ୍ ଟୋରୀ (directory) କୁ ଦେଖିବାକୁ ସାହାଜ୍ୟ କରେ ଯେଉଁଥିରେ ଆମେ ବର୍ତମାନ କାର୍ଯ କରୁଛୁ. ଏହା pwd ଅଟେ ଯାହା ବର୍ତମାନ କାର୍ଯକାରୀ ଡାଇରେକ୍ଟ୍ ଟୋରୀ (directory) ପାଇଁ ନିୟୋଜିତ. ପ୍ରୋମପ୍ଟ୍ (prompt) ରେ pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ପରବର୍ତୀ କମାଣ୍ଡ (command) ଆମକୁ ଆମେ ବର୍ତମାନ କାର୍ଯ୍ୟ କରୁଥିବା ଡାଇରେକ୍ଟ୍‌ଟୋରୀ (directory) କୁ ଦେଖିବାରେ ସାହାଯ୍ୟ କରେ. ଏହା ହେଉଛି pwd , ଯାହା ବର୍ତମାନ କାର୍ଯକାରୀ ଡାଇରେକ୍ଟ୍ ଟୋରୀ (directory) ପାଇଁ ନିୟୋଜିତ. ପ୍ରୋମପ୍ଟ୍ (prompt) ରେ pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|8:42
 
|8:42
|ଯେବେ ଆମେ ଆମର ଡାଇରେକ୍ଟ୍ ଟୋରୀ (directory) ସମ୍ଵନ୍ଧରେ ଜାଣୁ, ଆମେ ଜାଣିବାକୁ ପାଇବା ସେହି ଡାଇରେକ୍ଟ୍ ଟୋରୀ (directory) ରେ କେଉଁ ଫାଇଲସ୍ (files) ଏବଂ ଉପ- ଡାଇରେକ୍ଟ୍ ରୀଜ (sub-directories) ଅଛି. ଏହା ପାଇଁ   ଆମ ପାଖରେ ଥିବା ls command ର ବ୍ୟବହାର କରୁଁ ଯାହାକି ସବୁଠାରୁ ବ୍ୟାପକ ରୁପରେ  ୟୁନେକ୍ସ୍ ଏବଂ ଲିନକ୍ସ ରେ ପ୍ରୟୋଗ ହୋଇଛି .  
+
|ଯେବେ ଆମେ ଆମର ଡାଇରେକ୍ଟ୍‌ଟୋରୀ (directory) ସମ୍ଵନ୍ଧରେ ଜାଣିଲୁଁ , ଆମେ ମଧ୍ୟ ଜାଣିବାକୁ ଚାହିଁବା ସେହି ଡାଇରେକ୍ଟ୍‌ଟୋରୀ (directory)ରେ କେଉଁ କେଉଁ ଫାଇଲସ୍ (files) ଏବଂ ଉପ-ଡାଇରେକ୍ଟ୍‌ରୀଜ (sub-directories) ଅଛି . ଏଥି ପାଇଁ ଆମ ପାଖରେ ଥିବା ls command ର ବ୍ୟବହାର କରୁଁ ଯାହାକି ୟୁନିକ୍ସ (Unix) ଏବଂ ଲିନକ୍ସ (Linux) ରେ ସବୁଠାରୁ ବ୍ୟାପକ ରୁପରେ ବ୍ୟବହାର ହୁଏ.  
 
|-
 
|-
 
|8:56
 
|8:56
Line 193: Line 193:
 
|-
 
|-
 
|9:04
 
|9:04
|ଫାଇଲସ୍ (files) ଏବଂ ଉପ- ଡାଇରେକ୍ଟ୍ ରୀଜ (sub-directories) ସାଧାରଣତ ଅଲଗା ଅଲଗା ରଂଗ ରେ ଦେଖାଯାଏ .  
+
|ଫାଇଲସ୍ (files) ଏବଂ ଉପ-ଡାଇରେକ୍ଟ୍‌ରୀ (sub-directories)ଗୁଡ଼ିକ ସାଧାରଣତଃ ଅଲଗା ଅଲଗା ରଂଗ ରେ ଦେଖାଯାଏ .  
 
|-
 
|-
 
|9:08
 
|9:08
|ls ଏକ ବହୁତ ବହୁମୁଖୀ କମାଣ୍ଡ ଅଟେ ଏବଂ ଏହାର ବହୁତ ଅପସନ୍ସସ (options) ଅଛି. ଚାଲ ଏଥିରୁ କିଛି ଦେଖିବା. ପ୍ରୋମପ୍ଟ୍ (prompt) ରେ ls space minus minus all ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ls ଗୋଟିଏ ବହୁତ ବହୁମୁଖୀ କମାଣ୍ଡ ଏବଂ ଏହାର ବହୁତ ଅପସନ୍ସସ (options) ରହିଛି. ଚାଲ ଏଥିରୁ କିଛି ଦେଖିବା. ପ୍ରୋମପ୍ଟ୍ (prompt) ରେ ls space minus minus all ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|9:24
 
|9:24
|ଏହା ସବୁ ଫାଇଲସ୍ (files) ସହିତ ଲୁଚିଥିବା ଫାଇଲ ଗୁଡିକୁ ଦେଖାଏ (ଲୁଚିଥିବା ଫାଇଲସ୍ ଏଠାରେ ଫାଇଲ୍ ନେମସ୍ ଯାହା dot (.) ସହିତ ଆରମ୍ଭ ହୁଏ
+
|ଏହା ସବୁ ଫାଇଲସ୍ (files) ସହିତ ଲୁକ୍କାୟିତ(hidden) ଫାଇଲ ଗୁଡିକୁ ଦେଖାଏ (ଏଠାରେ ଲୁକ୍କାୟିତ ଫାଇଲସ୍ ହେଲା dot (.) ସହିତ ଆରମ୍ଭ ହେଉଥିବା ଫାଇଲ୍ ନେମସ୍)
 
|-
 
|-
 
|9:33
 
|9:33
|ଆମେ ଯେ କେବେଳ ଫାଇଲ୍ ଦେଖିବାକୁ ଚାହାନ୍ତି ତାହା ନାହିଁ କିନ୍ତୁ ଅଧିକ ସୁଚନା ପାଇବାକୁ ଚାହାନ୍ତି. ଆମେ minus l option ର ବ୍ୟବହାର କରିପାରିବା .  
+
|ଯଦି ଆମେ କେବେଳ ଫାଇଲ୍ ଦେଖିବାକୁ ଚାହୁଁନାହୁଁ ,  କିନ୍ତୁ ଅଧିକ ସୁଚନା ମଧ୍ୟ ପାଇବାକୁ ଚାହୁଁ, ତେବେ ଆମେ minus l option ର ବ୍ୟବହାର କରିପାରିବା .  
 
|-
 
|-
 
|9:40
 
|9:40
|ls space minus small l କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍  ଦବାଅ .
+
|କେବଳ ls space minus small l କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍  ଦବାଅ .
 
|-
 
|-
 
|9:50
 
|9:50
|ଏହା ଆମକୁ ଫାଇଲ୍ ପରିମିସନସ୍ (file permissions) ଦିଏମ ଫାଇଲ୍ ର ଅଧିକାରୀ ନାମ, ଶେଷ ରୁପାନ୍ତର ର ସମୟ, bytes ରେ ଫାଇଲ୍ ସାଇଜ୍ (size), ଏତ୍ୟାଦୀ କହେ. ଏହି ଅପସନ୍ ର ବିବରଣୀ ବର୍ତମାନ୍ ଟ୍ୟୁଟୋରିଆଲ ର ପରିସୀମା ବାହାରେ ଅଟେ.
+
|ଏହା ଆମକୁ ଫାଇଲ୍ ପର୍‌ମିସନସ୍ (file permissions), ଫାଇଲ୍ ଅଧିକାରୀର ନାମ, ଶେଷ ରୁପାନ୍ତରର ସମୟ , bytes ରେ ଫାଇଲ୍ ସାଇଜ୍ (size), ଇତ୍ୟାଦି ଦିଏ . କିନ୍ତୁ ଏହି ଅପସନ୍ ର ବିବରଣୀ ବର୍ତମାନ୍ ଟ୍ୟୁଟୋରିଆଲ ର ପରିସୀମା ବାହାରେ.
 
|-
 
|-
 
|10:06
 
|10:06
|ls କୁ କେତକ ଅପସନ୍ସସ (options) ସହିତ ବ୍ୟବହାର କରିପାରିବା ଯାହା ଆମେ ପରେ ଦେଖିବା .
+
|ls କୁ ଅନେକ ଅପସନ୍ସସ (options) ସହିତ ବ୍ୟବହାର କରାଯାଇପାରିବ, ଯାହା ଆମେ ପରେ ଦେଖିବା .
 
|-
 
|-
 
|10:11
 
|10:11
|ଏହି ସବୁ ସୁଚନା କୁ ସ୍କ୍ରିନ୍ (screen) ଉପରେ ପ୍ରଦଶ୍ରୀତ କରିବା ବ୍ୟତିତ, ଆମେ ଏହା ଏକ ଫାଇଲ୍ ରେ ଗଛିତ କରି ପାରିବା. ପ୍ରକୃତରେ ଏହିପରି ଭାବେ ଆମେ ଯେ କୌଣସି କମାଣ୍ଡ ର output କୁ ଏକ ଫାଇଲ୍ ରେ ଗଛିତ କରି ପାରିବା.  
+
|ଏହି ସବୁ ସୁଚନା କୁ ସ୍କ୍ରିନ୍ (screen) ଉପରେ ପ୍ରଦର୍ଶିତ କରିବା ବ୍ୟତିତ, ଆମେ ଏହା ଏକ ଫାଇଲ୍ ରେ ଗଛିତ କରି ପାରିବା . ପ୍ରକୃତରେ ଏହିପରି ଭାବେ ଆମେ ଯେ କୌଣସି କମାଣ୍ଡ ର output କୁ ଏକ ଫାଇଲ୍ ରେ ଗଛିତ କରି ପାରିବା .  
 
|-
 
|-
 
|10:23
 
|10:23
|କମାଣ୍ଡ ପରେ right angle bracket ଏବଂ ଫାଇଲ୍ ନେମ୍ (file name) ଟାଇପ୍ କର . ଆମେ  ls space minus small l space right angle bracket space fileinfo ଲେଖ ଏବଂ ଏନ୍ଟର୍ ଦବାଅ .
+
|କମାଣ୍ଡ ପରେ right angle bracket ଏବଂ ଫାଇଲ୍ ନେମ୍ (file name) ଟାଇପ୍ କର . ଧର ଆମେ  ls space minus small l space right angle bracket space fileinfo ଲେଖିଲେ ଏବଂ ଏନ୍ଟର୍ ଦବାଇଲେ .
 
|-
 
|-
 
|10:46
 
|10:46
|ବର୍ତମାନ ସବୁ ଫାଇଲସ୍ (files) ଏବଂ ଡାଇରେକ୍ଟ୍ ଟୋରୀଜ (sub-directories) ର ସୁଚନା fileinfo ନାମକ ଫାଇଲ୍ ରେ ସିଧାସଳଖ ଯିବ .
+
|ବର୍ତମାନ ସବୁ ଫାଇଲସ୍ (files) ଏବଂ ଡାଇରେକ୍ଟ୍‌‍ଟୋରୀଜ (sub-directories) ର ସୁଚନା fileinfo ନାମକ ଫାଇଲ୍ ରେ ସିଧାସଳଖ ଯିବ .
 
|-
 
|-
 
|10:54
 
|10:54
|କିନ୍ତୁ ଆମେ ଏହି ଫାଇଲ୍ ର କନ୍ଟେଟ (content) କିପରି ଦେଖୁ. ଏହା ପାଇଁ ଆମ ପାଖରେ cat କମାଣ୍ଡ ଅଛି. cat space ଏବଂ ଫାଇଲ୍ ର ନାମ ଟାଇପ୍ କର, ଏଠାରେ ଏହାର ନାମ  fileinfo ଏବଂ ଏନ୍ଟର୍  ଦେବାଅ .
+
|କିନ୍ତୁ ଆମେ ଏହି ଫାଇଲ୍ ର କନ୍ଟେଣ୍ଟ (content) କିପରି ଦେଖିବା ? ଏଥି ପାଇଁ ଆମ ପାଖରେ cat କମାଣ୍ଡ ଅଛି . କେବଳ cat space ଏବଂ ଫାଇଲ୍ ର ନାମ ଟାଇପ୍ କର , ଏଠାରେ ଏହାର ନାମ  fileinfo , ଏବଂ ଏନ୍ଟର୍  ଦେବାଅ .
 
|-
 
|-
 
|11:12
 
|11:12
|ବର୍ତମାନ, ଏହାର କନ୍ଟେଟସ୍ (contents) ଦେଖିପାରିବେ. ପ୍ରକୃତରେ ଏକ ଫାଇଲ୍ ତିଆରି କରିବା cat ର ଅନ୍ୟ ମୁଖ୍ୟ ବ୍ୟବହାର ଅଟେ. ଏହା ପାଇଁ ପ୍ରୋମପ୍ଟ୍ (prompt ) ରେ cat space right angle bracket space filename ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ବର୍ତମାନ, ଏହାର କନ୍ଟେଣ୍ଟସ୍ (contents) ଦେଖିପାରିବ . ପ୍ରକୃତରେ, ଏକ ଫାଇଲ୍ ସୃଷ୍ଟି କରିବା ହେଉଛି cat ର ଅନ୍ୟ ମୁଖ୍ୟ ବ୍ୟବହାର . ଏଥି ପାଇଁ ପ୍ରୋମପ୍ଟ୍ (prompt ) ରେ cat space right angle bracket space filename , ଧର file1 , ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|11:36
 
|11:36
|ବର୍ତମାନ, ଯେବେ ଆମେ ଏନ୍ଟର୍ ଦବାଇବା ତେବେ କମାଣ୍ଡ ବ୍ୟବହାରି ମାନକଂ ଠାରୁ input ପାଇଁ ଅପେଖ୍ୟା କରେ .
+
|ବର୍ତମାନ, ଯେବେ ଆମେ ଏନ୍ଟର୍ ଦବାଇବା ତେବେ କମାଣ୍ଡ ୟୁଜର୍‌ ଠାରୁ input ପାଇଁ ଅପେକ୍ଷା କରେ .
 
|-
 
|-
 
|11:42
 
|11:42
|ଯାହା ଆମେ ଟାଇପ୍ କିରିବା ସେଗୁଡିକ ଫାଇଲ୍ ରେ ଲେଖା ହୋଇଯିବ. ତେଣୁ କିଛି ଟେକ୍ସଟ (text) ଟାଇପ୍ କର .
+
|ଯାହାବି ଆମେ ଟାଇପ୍ କିରିବା ସେଗୁଡିକ ଫାଇଲ୍ ରେ ଲେଖା ହୋଇଯିବ. ତେଣୁ କିଛି ଟେକ୍ସଟ (text) ଟାଇପ୍ କର .
 
|-
 
|-
 
|11:50
 
|11:50
|ବର୍ତମାନ, ଏନ୍ଟର୍ key ଦବାଇକୀ input ର ଶେଷକୁ ସୁଚିତ କର .
+
|ବର୍ତମାନ, ଏନ୍ଟର୍ କୀ (key) ଦବାଇ input ର ଶେଷକୁ ସୁଚୀତ କର .
 
|-
 
|-
 
|11:56
 
|11:56
|ଏବେ, Ctrl ଏବଂ D keys କୁ ଏକ ସାଥିରେ ଦବାଅ .
+
|ଏବେ, Ctrl ଏବଂ D key କୁ ଏକା ସାଥିରେ ଦବାଅ .
 
|-
 
|-
 
|12:05
 
|12:05
|ଯଦି ଫାଇଲ୍ file1 କହେ ନାମ ଦ୍ବାରା ଯାହା ପୁର୍ବରୁ ଅଛି, ପରେ ବ୍ୟବହାରି ମାନକଂ input ଏହି ଫାଇଲ୍ ଉପରେ overwritten ହୋଇଯିବ .
+
|ଯଦି ଗୋଟିଏ ଫାଇଲ୍ , ଧର file1 , ପୁର୍ବରୁ ଅଛି , ତେବେ  ୟୁଜର୍‌ input ଏହି ଫାଇଲ୍ ଉପରେ overwritten ହୋଇଯିବ .
 
|-
 
|-
 
|12:13
 
|12:13
|ବର୍ତମାନ ଯଦି ଆପଣ ପୁର୍ବରୁ ଥିବା ଫାଇଲ୍ ‘file1’ ର ଶେଷ ରେ ଯୋଡିବା ଚାହଁ, ତେବେ ପ୍ରୋମପ୍ଟ୍ (prompt) ରେ cat space double right angle bracket space file1ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|ବର୍ତମାନ ଯଦି ତୁମେ ପୁର୍ବରୁ ଥିବା ଫାଇଲ୍ ‘file1’ ର ଶେଷ ରେ ଯୋଡିବା ଚାହଁ , ତେବେ ପ୍ରୋମପ୍ଟ୍ (prompt) ରେ cat space double right angle bracket space file1ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|12:36
 
|12:36
|ସେଠାରେ ବିଭିନ୍ନ ଅନ୍ୟ କମାଣ୍ଡ୍ ସ୍ (commands) ଅଛି ଯାହା ଆମେ ଆଲୋଚନା କରିପାରି ଥାନ୍ତେ କିନ୍ତୁ ଆମେ ଏହାକୁ ବର୍ତମାନ ପାଇଁ ସୀମିତ ରଖିବା. ପ୍ରକୃତରେ, ଆଲୋଚନା ହୋଇଥିବା କମାଣ୍ଡ୍ ଗୁଡିକର options and possibilities ଉପରେ ମଧ୍ୟ କୁହାଯାଇନାହିଁ .
+
|ସେହିଭଳି ଅନେକ ଅନ୍ୟ କମାଣ୍ଡ୍ ସ୍ (commands) ଅଛି ଯାହା ଆମେ ଆଲୋଚନା କରିପାରିଥାନ୍ତେ , କିନ୍ତୁ ଆମେ ଏହାକୁ ବର୍ତମାନ ପାଇଁ ସୀମିତ ରଖିବା . ପ୍ରକୃତରେ, ଆଲୋଚିତ ସବୁ କମାଣ୍ଡ୍ ଗୁଡିକର ଅନେକ options and possibilities ଉପରେ ମଧ୍ୟ ଏଠାରେ କୁହାଯାଇନାହିଁ .
 
|-
 
|-
 
|12:50
 
|12:50
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି .  
+
|ଏହା ଆମର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .  
 
|-
 
|-
 
|13:02
 
|13:02
Line 257: Line 257:
 
|13:10
 
|13:10
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ .  
+
ଉପସ୍ଥିତି ପାଇଁ ଧନ୍ୟବାଦ .  
 
+
 
|}
 
|}

Revision as of 16:07, 22 October 2013

Time Narration
0:00 ଲିନକ୍ସ ରେ General Purpose Utilities ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:06 ଏହି ଟ୍ୟୁଟୋରିଆଲ ରେ ଆମେ ସବୁଠୁଁ ମୌଳିକ କିନ୍ତୁ ବହୁଳ ଭାବରେ ବ୍ୟବହୃତ କିଛି ଲିନକ୍ସ କମାଣ୍ଡ ସହିତ ପରିଚିତ ହେବା .
0:14 ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଲିନକ୍ସ ସହିତ କାମ କରିବା ପାଇଁ ସୁବିଧା ଲାଭ କରାଇ ଦେବା .
0:21 ପ୍ରଥମ କମାଣ୍ଡ ଭାବେ ଆମେ ଦେଖିବା ଇକୋ କମାଣ୍ଡ (echo command). ତଥାପି ଧ୍ୟାନ ଦିଅ ଯେ, ଲିନକ୍ସ କମାଣ୍ଡସ (linux commands) କେସ୍‌ ସେନ୍ସିଟିଭ (case sensitive).
0:29 ଏଠାରେ ସବୁ କମାଣ୍ଡସ ଏବଂ ସେମାନକଂର ଅପସନ୍ସସ (options) ଛୋଟ ଲେଖାଯିବ ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ .
0:36 ଏହି କମାଣ୍ଡ (screen) ଉପରେ କିଛି ବାର୍ତା (message) ପ୍ରଦ ତ କରିବାପାଇଁ ବ୍ୟବହୃତ ହୋଇଥାଏ . ଟର୍ମିନାଲ୍ କୁ ସୁଇଚ୍‌ କର.
0:43 (Ubuntu) ଉବଣ୍ଟୁ ରେ ଏକ ଟର୍ମିନାଲ୍ କୁ ଷ୍ଟାର୍ଟ୍‌ କରିବାକୁ CTRL+ALT+T ସାହାଜ୍ୟ କରେ .
0:48 ଅଥଚ ଏହି କମାଣ୍ଡ ସବୁ unix systems ରେ କାମ କରି ନ ପାରେ .
0:52 ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଏହା ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖ୍ୟI କରାଯାଇଛି .
0:58 ପ୍ରୋମପ୍ଟ୍ (prompt) ରେ ଇକୋ ସ୍ପେସ୍ ହେଲୋ ଓବର୍ଲଡ଼ (echo Hello World) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
1:08 ଏହା ସ୍କ୍ରିନ୍ ଉପରେ ପ୍ରଥାନୁରୁପ ହେଲୋ ଓବର୍ଲଡ଼ (Hello World) ମେସେଜ୍ (message) ପ୍ରିଣ୍ଟ୍ କରେ .
1:14 ଇକୋ କମାଣ୍ଡ (echo command) କୁ ଆମେ ଏକ ଭେରିଏବଲ୍‌ (variable) ର ମୁଲ୍ୟ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା .
1:19 ପ୍ରୋମପ୍ଟ୍ (prompt) ରେ ବଡ ଅରରେ echo space dollar SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
1:30 ଏହା ଆଉଟ୍ ପୁଟ୍ (output) ଭାବେ ବର୍ତମାନ ବ୍ୟବହୃତ shell ଦେବ .
1:36 ଆମେ ଇକୋ କମାଣ୍ଡ (echo command) ସହିତ escape sequences କୁ ମଧ୍ୟ ବ୍ୟବହାର କରିପାରିବା .
1:42 ଏଥିପାଇଁ, ଲିନକ୍ସ ରେ ଆମେ hyphen e (-e) ଅପସନ୍ ବ୍ୟବହାର କରିବା ଦରକାର .
1:46 ସାଧାରଣ escape sequence ଗୁଡ଼ିକରେ ଟ୍ୟାବ୍ ପାଇଁ backslash t, ନୁଆ ଲାଇନ୍ ପାଇଁ \n ଅନ୍ତରଭୁକ୍ତ ଏବଂ \c ଏକ escape sequence ଯାହାକି ଯେବେ ବ୍ୟବହାର ହୁଏ ପ୍ରୋମପ୍ଟ୍ (prompt) କୁ ସେହି ଏକା ଲାଇନ୍ ରେ ପ୍ରଦର୍ଶିତ କରେ .
2:03 ଏହା ଉପଯୋଗୀ ହୋଇପାରିବ ଯଦି କିଛି ଏନ୍ଟର୍ କରିବା ପୁର୍ବରୁ ଆମେ ପ୍ରୋମପ୍ଟ୍ ମେସେଜ୍ (prompt message) ଚାହିଁବା. ପ୍ରୋମପ୍ଟ୍ (prompt) ରେ echo space minus e ସିଂଗଲ୍‌ କୋଟ୍ (single quote) ମଧ୍ୟରେ ଟାଇପ୍ କର, back slash c କମାଣ୍ଡ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ .
2:32 ଆମେ ଦେଖିବା ସେହି ଏକା ଲାଇନ୍ ଉପରେ 'Enter a command' ପ୍ରିଣ୍ଟ୍ ହେଲା ପରେ ପ୍ରୋମପ୍ଟ୍ (message) ପ୍ରଦର୍ଶିତ ହେବ .
2:38 ଆପଣ ଜାଣିବାକୁ ଚାହିଁ ପାରନ୍ତି ଯେ ଲିନକ୍ସ କରନେଲ୍ (Linux Kernel) ର କେଉଁ ଭରସନ୍ ଆପଣ ଚଳାଉଛନ୍ତି .
2:43 ଏହା ବିଷୟରେ ଏବଂ ଆମର ମେସିନ୍ ର କିଛି ଅନ୍ୟ ବିଶେଷତ୍ବ ଗୁଡିକୁ ଜାଣିବାକୁ uname କମାଣ୍ଡ ଅଛି. ପ୍ରୋମପ୍ଟ୍ (prompt) ରେ uname space hyphen r ଟାଇପ୍ କର ଏବଂ ଏଣ୍ଟର ଦବାଅ .
2:58 ତୁମର ୟୁଜରନେମ୍ (username) କଣ ଜାଣିବା ପାଇଁ, ପ୍ରୋମପ୍ଟ୍ (prompt) ରେ who space am space I ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:11 ଏହା ପ୍ରକୃତରେ who କମାଣ୍ଡ ଠାରୁ ଆସେ, ଯାହାକି ବର୍ତମାନ ସିଷ୍ଟମ୍ କୁ ଲଗ‌-ଇନ୍ (login) କରିଥିବା ସବୁ ୟୁଜର୍‌ (ବ୍ୟବହାରକର୍ତ୍ତା) ମାନଙ୍କର ତାଲିକା ଦିଏ , ଯଦି ଆପଣଙ୍କର ସିଷ୍ଟମ ଏକ ମଲ୍ଟି ୟୁଜର୍-ସିଷ୍ଟମ୍(multiuser system) ଅଟେ .
3:21 ବେଳେ ବେଳେ ଆପଣଙ୍କର login password ର ବିନାନୁମତି ବ୍ୟବହାର ହୋଇଥାଇପାରେ ଏବଂ/କିମ୍ବା ଆପଣ ଏହାକୁ ପରିବର୍ତନ କରିବାକୁ ଚାହାଁନ୍ତି .
3:28 ଏଥି ପାଇଁ ଆମ ପାଖରେ passwd କମାଣ୍ଡ ଅଛି. ପ୍ରୋମପ୍ଟ୍ (prompt) ରେ p-a-s-s-w-d ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:37 ଯେବେ ଆପଣ ଏହି କମାଣ୍ଡ ଟାଇପ୍ କରିବେ, current password କୁ ଟାଇପ୍ କରିବାକୁ ଆପଣଙ୍କୁ କୁହାଯିବ .
3:43 ଏଠାରେ ମୁଁ ମୋ ସିଷ୍ଟମର current password କୁ ଟାଇପ୍ କରିବି .
3:48 ଯେବେ ତାହା ଠିକ୍ ଭାବରେ ଏନ୍ଟର୍ ହେବ, ତେବେ ତୁମକୁ ତୁମର ନୁଆ password ଏନ୍ଟର୍ କରିବାକୁ ହେବ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ପୁନର୍ବାର ଟାଇପ୍ କର .
4:02 କିନ୍ତୁ ଆମେ କଣ କରିବା ଯଦି ଆମେ ଆମର current password ଭୁଲି ଯାଇଛୁ ?
4:06 ତେବେ, current password ଜାଣିବା ବିନା ଆପଣ password କୁ ମଧ୍ୟ ପରିବର୍ତନ କରିପାରିବ, କିନ୍ତୁ ଏହା କେବଳ ରୁଟ୍ ୟୁଜର୍ (root user) ଦ୍ବାରା କରା ହୋଇପାରିବ .
4:14 ଏବେ, ରୁଟ୍ ୟୁଜର୍ (root user) କିଏ ?
4:18 ଏହା ଅଧିକ ଅଧିକାର ପ୍ରାପ୍ତ ଏକ ବିଶେଷ ବ୍ୟକ୍ତି ଅଟେ .
4:22 ଅନୁରୁପତା କରିବା ପାଇଁ ଆମେ କହି ପାରିବା ଯେ ଏକ ରୁଟ୍ ୟୁଜର୍ (root user) ୱିନଡୋ ରେ Administrator ପଦର ୟୁଜର୍ (user) ସହିତ ସମାନ ଅଟେ .
4:30 ସିଷ୍ଟମରେ ତାରିଖ ଏବଂ ସମୟ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପାରୁଁ. ଏହା ପାଇଁ ଆମେ ଡେଟ୍ କମାଣ୍ଡ (date command) ର ବ୍ୟବହାର କରିବା .
4:36 ଟର୍ମିନାଲ୍ ରେ ଡେଟ୍ (date) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
4:42 ଏହା ସିଷ୍ଟମର ବର୍ତମାନ ସମୟ ଏବଂ ଦିନ ପ୍ରଦର୍ଶିତ କରିବ .
4:45 ଯେଭଳି ଆମେ ଦେଖି ପାରିବା ଯେ ଡେଟ୍ କମାଣ୍ଡ (date command) ଉଭୟ ଦିନ ଏବଂ ସମୟ ଦେଖାଏ. ଏହା ଏକ ବହୁବିଧ ବ୍ୟବହାର ଯୋଗ୍ୟ ଏବଂ ଏହାର ବହୁତ ବିକଳ୍ପ ମଧ୍ୟ ଅଛି .
4;54 ପ୍ରୋମପ୍ଟ୍ (prompt) ରେ date space plus 'percent' sign capital T ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:07 ଏହା କେବଳ hours minutes and seconds ଫର୍ମାଟ୍‌ (ରୁପ)ରେ ଆମକୁ ସମୟ ଦେଖାଇବ .
5:12 ପ୍ରୋମପ୍ଟ୍ (prompt) ରେ date space plus 'percentage sign small h ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:23 ଏହା ମାସ ର ନାମ ଦେଖାଇବ .
5:25 ପ୍ରୋମପ୍ଟ୍ (prompt) ରେ date space plus percentage sign small m ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:38 ଏହା ସଂଖ୍ୟାତ୍ମକ ରୁପରେ ବର୍ଷର ମାସ କୁ ଦେଖାଇବ . ଏଠାରେ ଏହା February ମାସ ପାଇଁ 02 ଦେଖାଉଛି. ଆପଣକଂର ପ୍ରାପ୍ତ output କୁ ଏହା ଅନୁସାରେ ମିଳାନ୍ତୁ .
5:50 ପ୍ରୋମପ୍ଟ୍ (prompt) ରେ date space plus percentage sign small y ଏବଂ ଏନ୍ଟର୍ ଦବାଅ .
6:01 ଏହା ବର୍ତମାନ ବର୍ଷ ର ଶେଷ ଦୁଇ ଅଙ୍କ ଦେଖାଇବ .
6:05 ଆମେ ଏହି ଅପସନ୍ସ (options) ଗୁଡ଼ିକୁ ସଂଯୋଗ କରିପାରିବା . ଉଦାହରଣ ସ୍ବରୁପ, ପ୍ରୋମପ୍ଟ୍ (prompt) ରେ date space plus double quotes ରେ percentage small h percentage small y ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:34 ଏଠାରେ ଏହା Freburary 11 ଦେଖାଉଛି .
6:39 ଅନ୍ୟ ଏକ ସେଭଳି କମାଣ୍ଡ ହେଉଛି cal କମାଣ୍ଡ. ଯଦିଓ ଏହା ସେତେ ସାଧାରଣ କମାଣ୍ଡ ନୁହେଁ, ଏହା ତୁମକୁ ଯେକୌଣସି ମାସ ଏବଂ ବର୍ଷ ଦେଖିବା ପାଇଁ ସାହାଯ୍ୟ କରେ .
6:48 ବର୍ତମାନ ଚଳିତ ମାସର କ୍ୟାଲେଣ୍ଡର (calender) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ 'cal' ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:56 ଯେକୌଣସି ମାସର କ୍ୟାଲେଣ୍ଡର (calender) କୁ ଦେଖିବା ପାଇଁ, ଯଥା december 2070, ପ୍ରୋମପ୍ଟ୍ (prompt) ରେ cal space 12 space 2070 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:13 ଏହା December 2070 ର କେଲେଣ୍ଡର (calender) ଦେଖାଉଛି .
7:19 ଆଗକୁ ଯିବା ପୁର୍ବରୁ ଆମେ ଫାଇଲ୍ ଏବଂ ଡାଇରେକ୍ଟୋରିଜ୍‌ (directories) ବିଷୟରେ କିଛି ଆଲୋଚନା କରିବା .
7:26 ଲିନକ୍ସ ରେ ପ୍ରାୟ ସବୁ କିଛି ଏକ ଫାଇଲ୍ ଅଟେ . ଏବେ ପ୍ରଶ୍ନ ଅଟେ ଫାଇଲ୍ କଣ ?
7:34 ବାସ୍ତବ ଜୀବନରେ, ଫାଇଲ୍ ରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ଗଚ୍ଛିତ କରୁ . ସେହିଭଳି, ଏକ ଲିନକ୍ସ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ .
7:48 ତାପରେ, ଡାଇରେକ୍ଟ୍‌ଟୋରୀ (directory) କଣ?
7:52 ଏକ ଡାଇରେକ୍ଟ୍‌ଟୋରୀ (directory) କୁ କିଛି ଫାଇଲସ୍ (files) ଏବଂ ଅନ୍ୟ ଉପ-ଡାଇରେକ୍ଟ୍‌ଟୋରୀ (sub-directories) ଗୁଡ଼ିକର ସଂଗ୍ରହ ଭାବେ ବୁଝିବାକୁ ପଡିବ .
7:58 ଡାଇରେକ୍ଟ୍‌ଟୋରୀ (directory) ଆମକୁ ଆମର ଫାଇଲ (file) ଗୁଡ଼ିକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରେ .
8:04 ଏହା ୱିନଡୋଜ୍‌ ର ଫୋଲଡର ପରି.
8:08 ଯେବେ ଆମେ ଲିନକ୍ସ ସିଷ୍ଟମ୍ ରେ ଲଗ-ଇନ୍ (login) କରୁ , ସ୍ବାଭାବିକ ଭାବରେ, ଆମେ ଏକ ହୋମ୍-ଡାଇରେକ୍ଟ୍‌ଟୋରୀ (home directory) ରେ ଅଛୁ. ହୋମ୍-ଡାଇରେକ୍ଟ୍‌ଟୋରୀ (home directory) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ echo space dollar HOME ଟାଇପ୍ କର ଏବଂ ଏନଟର୍ ଦବାଅ .
8:27 ପରବର୍ତୀ କମାଣ୍ଡ (command) ଆମକୁ ଆମେ ବର୍ତମାନ କାର୍ଯ୍ୟ କରୁଥିବା ଡାଇରେକ୍ଟ୍‌ଟୋରୀ (directory) କୁ ଦେଖିବାରେ ସାହାଯ୍ୟ କରେ. ଏହା ହେଉଛି pwd , ଯାହା ବର୍ତମାନ କାର୍ଯକାରୀ ଡାଇରେକ୍ଟ୍ ଟୋରୀ (directory) ପାଇଁ ନିୟୋଜିତ. ପ୍ରୋମପ୍ଟ୍ (prompt) ରେ pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
8:42 ଯେବେ ଆମେ ଆମର ଡାଇରେକ୍ଟ୍‌ଟୋରୀ (directory) ସମ୍ଵନ୍ଧରେ ଜାଣିଲୁଁ , ଆମେ ମଧ୍ୟ ଜାଣିବାକୁ ଚାହିଁବା ସେହି ଡାଇରେକ୍ଟ୍‌ଟୋରୀ (directory)ରେ କେଉଁ କେଉଁ ଫାଇଲସ୍ (files) ଏବଂ ଉପ-ଡାଇରେକ୍ଟ୍‌ରୀଜ (sub-directories) ଅଛି . ଏଥି ପାଇଁ ଆମ ପାଖରେ ଥିବା ls command ର ବ୍ୟବହାର କରୁଁ ଯାହାକି ୟୁନିକ୍ସ (Unix) ଏବଂ ଲିନକ୍ସ (Linux) ରେ ସବୁଠାରୁ ବ୍ୟାପକ ରୁପରେ ବ୍ୟବହାର ହୁଏ.
8:56 ls command ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:01 ବର୍ତମାନ ଆଉଟ୍ ପୁଟ୍ (output) କୁ ଦେଖ .
9:04 ଫାଇଲସ୍ (files) ଏବଂ ଉପ-ଡାଇରେକ୍ଟ୍‌ରୀ (sub-directories)ଗୁଡ଼ିକ ସାଧାରଣତଃ ଅଲଗା ଅଲଗା ରଂଗ ରେ ଦେଖାଯାଏ .
9:08 ls ଗୋଟିଏ ବହୁତ ବହୁମୁଖୀ କମାଣ୍ଡ ଏବଂ ଏହାର ବହୁତ ଅପସନ୍ସସ (options) ରହିଛି. ଚାଲ ଏଥିରୁ କିଛି ଦେଖିବା. ପ୍ରୋମପ୍ଟ୍ (prompt) ରେ ls space minus minus all ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:24 ଏହା ସବୁ ଫାଇଲସ୍ (files) ସହିତ ଲୁକ୍କାୟିତ(hidden) ଫାଇଲ ଗୁଡିକୁ ଦେଖାଏ (ଏଠାରେ ଲୁକ୍କାୟିତ ଫାଇଲସ୍ ହେଲା dot (.) ସହିତ ଆରମ୍ଭ ହେଉଥିବା ଫାଇଲ୍ ନେମସ୍)
9:33 ଯଦି ଆମେ କେବେଳ ଫାଇଲ୍ ଦେଖିବାକୁ ଚାହୁଁନାହୁଁ , କିନ୍ତୁ ଅଧିକ ସୁଚନା ମଧ୍ୟ ପାଇବାକୁ ଚାହୁଁ, ତେବେ ଆମେ minus l option ର ବ୍ୟବହାର କରିପାରିବା .
9:40 କେବଳ ls space minus small l କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:50 ଏହା ଆମକୁ ଫାଇଲ୍ ପର୍‌ମିସନସ୍ (file permissions), ଫାଇଲ୍ ଅଧିକାରୀର ନାମ, ଶେଷ ରୁପାନ୍ତରର ସମୟ , bytes ରେ ଫାଇଲ୍ ସାଇଜ୍ (size), ଇତ୍ୟାଦି ଦିଏ . କିନ୍ତୁ ଏହି ଅପସନ୍ ର ବିବରଣୀ ବର୍ତମାନ୍ ଟ୍ୟୁଟୋରିଆଲ ର ପରିସୀମା ବାହାରେ.
10:06 ls କୁ ଅନେକ ଅପସନ୍ସସ (options) ସହିତ ବ୍ୟବହାର କରାଯାଇପାରିବ, ଯାହା ଆମେ ପରେ ଦେଖିବା .
10:11 ଏହି ସବୁ ସୁଚନା କୁ ସ୍କ୍ରିନ୍ (screen) ଉପରେ ପ୍ରଦର୍ଶିତ କରିବା ବ୍ୟତିତ, ଆମେ ଏହା ଏକ ଫାଇଲ୍ ରେ ଗଛିତ କରି ପାରିବା . ପ୍ରକୃତରେ ଏହିପରି ଭାବେ ଆମେ ଯେ କୌଣସି କମାଣ୍ଡ ର output କୁ ଏକ ଫାଇଲ୍ ରେ ଗଛିତ କରି ପାରିବା .
10:23 କମାଣ୍ଡ ପରେ right angle bracket ଏବଂ ଫାଇଲ୍ ନେମ୍ (file name) ଟାଇପ୍ କର . ଧର ଆମେ ls space minus small l space right angle bracket space fileinfo ଲେଖିଲେ ଏବଂ ଏନ୍ଟର୍ ଦବାଇଲେ .
10:46 ବର୍ତମାନ ସବୁ ଫାଇଲସ୍ (files) ଏବଂ ଡାଇରେକ୍ଟ୍‌‍ଟୋରୀଜ (sub-directories) ର ସୁଚନା fileinfo ନାମକ ଫାଇଲ୍ ରେ ସିଧାସଳଖ ଯିବ .
10:54 କିନ୍ତୁ ଆମେ ଏହି ଫାଇଲ୍ ର କନ୍ଟେଣ୍ଟ (content) କିପରି ଦେଖିବା ? ଏଥି ପାଇଁ ଆମ ପାଖରେ cat କମାଣ୍ଡ ଅଛି . କେବଳ cat space ଏବଂ ଫାଇଲ୍ ର ନାମ ଟାଇପ୍ କର , ଏଠାରେ ଏହାର ନାମ fileinfo , ଏବଂ ଏନ୍ଟର୍ ଦେବାଅ .
11:12 ବର୍ତମାନ, ଏହାର କନ୍ଟେଣ୍ଟସ୍ (contents) ଦେଖିପାରିବ . ପ୍ରକୃତରେ, ଏକ ଫାଇଲ୍ ସୃଷ୍ଟି କରିବା ହେଉଛି cat ର ଅନ୍ୟ ମୁଖ୍ୟ ବ୍ୟବହାର . ଏଥି ପାଇଁ ପ୍ରୋମପ୍ଟ୍ (prompt ) ରେ cat space right angle bracket space filename , ଧର file1 , ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:36 ବର୍ତମାନ, ଯେବେ ଆମେ ଏନ୍ଟର୍ ଦବାଇବା ତେବେ କମାଣ୍ଡ ୟୁଜର୍‌ ଠାରୁ input ପାଇଁ ଅପେକ୍ଷା କରେ .
11:42 ଯାହାବି ଆମେ ଟାଇପ୍ କିରିବା ସେଗୁଡିକ ଫାଇଲ୍ ରେ ଲେଖା ହୋଇଯିବ. ତେଣୁ କିଛି ଟେକ୍ସଟ (text) ଟାଇପ୍ କର .
11:50 ବର୍ତମାନ, ଏନ୍ଟର୍ କୀ (key) ଦବାଇ input ର ଶେଷକୁ ସୁଚୀତ କର .
11:56 ଏବେ, Ctrl ଏବଂ D key କୁ ଏକା ସାଥିରେ ଦବାଅ .
12:05 ଯଦି ଗୋଟିଏ ଫାଇଲ୍ , ଧର file1 , ପୁର୍ବରୁ ଅଛି , ତେବେ ୟୁଜର୍‌ input ଏହି ଫାଇଲ୍ ଉପରେ overwritten ହୋଇଯିବ .
12:13 ବର୍ତମାନ ଯଦି ତୁମେ ପୁର୍ବରୁ ଥିବା ଫାଇଲ୍ ‘file1’ ର ଶେଷ ରେ ଯୋଡିବା ଚାହଁ , ତେବେ ପ୍ରୋମପ୍ଟ୍ (prompt) ରେ cat space double right angle bracket space file1ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
12:36 ସେହିଭଳି ଅନେକ ଅନ୍ୟ କମାଣ୍ଡ୍ ସ୍ (commands) ଅଛି ଯାହା ଆମେ ଆଲୋଚନା କରିପାରିଥାନ୍ତେ , କିନ୍ତୁ ଆମେ ଏହାକୁ ବର୍ତମାନ ପାଇଁ ସୀମିତ ରଖିବା . ପ୍ରକୃତରେ, ଆଲୋଚିତ ସବୁ କମାଣ୍ଡ୍ ଗୁଡିକର ଅନେକ options and possibilities ଉପରେ ମଧ୍ୟ ଏଠାରେ କୁହାଯାଇନାହିଁ .
12:50 ଏହା ଆମର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
13:02 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି.
13:10 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ .

Contributors and Content Editors

Devraj, Manoranjan, PoojaMoolya, Pradeep