Difference between revisions of "Firefox/C2/Searching-and-Auto-complete/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
||'''Time''' | ||'''Time''' | ||
||'''Narration''' | ||'''Narration''' | ||
+ | |||
|- | |- | ||
||00:00 | ||00:00 | ||
− | || ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | | + | ||ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | |
+ | |||
|- | |- | ||
||00:06 | ||00:06 | ||
− | || ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର | + | ||ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର |
+ | |||
|- | |- | ||
||00:15 | ||00:15 | ||
− | || ଆଡ୍ରେସ୍ ବାର୍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା | | + | ||ଆଡ୍ରେସ୍ ବାର୍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା | |
+ | |||
|- | |- | ||
||00:18 | ||00:18 | ||
− | || ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | | + | ||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
+ | |||
|- | |- | ||
||00:26 | ||00:26 | ||
− | || ଇଣ୍ଟରନେଟ୍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି | | + | ||ଇଣ୍ଟରନେଟ୍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି | |
+ | |||
|- | |- | ||
||00:31 | ||00:31 | ||
− | || ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ | | + | ||ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ | |
+ | |||
|- | |- | ||
||00:37 | ||00:37 | ||
− | || ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍ ରେ ସୂଚନା ଖୋଜିବାକୁ ସରଳ କରିଥାଏ | | + | ||ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍ ରେ ସୂଚନା ଖୋଜିବାକୁ ସରଳ କରିଥାଏ | |
+ | |||
|- | |- | ||
||00:44 | ||00:44 | ||
− | || ଚାଲନ୍ତୁ, କିଛି ମାର୍ଗ ଦେଖିବା | | + | ||ଚାଲନ୍ତୁ, କିଛି ମାର୍ଗ ଦେଖିବା | |
+ | |||
|- | |- | ||
||00:47 | ||00:47 | ||
− | || ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା | | + | ||ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା | |
+ | |||
|- | |- | ||
||00:50 | ||00:50 | ||
− | || ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି! | + | ||ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି! |
+ | |||
|- | |- | ||
||00:54 | ||00:54 | ||
− | || URL ବାର୍ ରେ ‘www.google.com’ ଟାଇପ୍ କରନ୍ତୁ | | + | ||URL ବାର୍ ରେ ‘www.google.com’ ଟାଇପ୍ କରନ୍ତୁ | |
+ | |||
|- | |- | ||
||00:59 | ||00:59 | ||
− | || Google ହୋମ୍ ପେଜ୍ ଖୋଲିବ | | + | ||Google ହୋମ୍ ପେଜ୍ ଖୋଲିବ | |
+ | |||
|- | |- | ||
||01:01 | ||01:01 | ||
− | || ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ | | + | ||ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||01:07 | ||01:07 | ||
− | || ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ | | + | ||ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ | |
+ | |||
|- | |- | ||
||01:10 | ||01:10 | ||
− | || ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି | | + | ||ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି | |
+ | |||
|- | |- | ||
||01:16 | ||01:16 | ||
− | || କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି | | + | ||କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି | |
+ | |||
|- | |- | ||
||01:20 | ||01:20 | ||
− | || ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି | | + | ||ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି | |
+ | |||
|- | |- | ||
||01:26 | ||01:26 | ||
− | || ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ | | + | ||ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ | |
+ | |||
|- | |- | ||
||01:33 | ||01:33 | ||
− | || ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ | | + | ||ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ | |
+ | |||
|- | |- | ||
||01:36 | ||01:36 | ||
− | || ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ | | + | ||ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||01:40 | ||01:40 | ||
− | || କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା | | + | ||କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା | |
+ | |||
|- | |- | ||
||01:44 | ||01:44 | ||
− | || ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା | | + | ||ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା | |
+ | |||
|- | |- | ||
||01:50 | ||01:50 | ||
− | || ସର୍ଚ୍ଚ ବାର୍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି | | + | ||ସର୍ଚ୍ଚ ବାର୍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି | |
+ | |||
|- | |- | ||
||01:58 | ||01:58 | ||
− | || ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ | | + | ||ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ | |
+ | |||
|- | |- | ||
||02:02 | ||02:02 | ||
− | || ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା | | + | ||ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା | |
+ | |||
|- | |- | ||
||02:08 | ||02:08 | ||
− | || ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ | | + | ||ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||02:12 | ||02:12 | ||
− | || ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି | | + | ||ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି | |
+ | |||
|- | |- | ||
||02:21 | ||02:21 | ||
− | || ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ | | + | ||ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ | |
+ | |||
|- | |- | ||
||02:24 | ||02:24 | ||
− | || ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ | | + | ||ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ | |
+ | |||
|- | |- | ||
||02:30 | ||02:30 | ||
− | || ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା | | + | ||ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା | |
+ | |||
|- | |- | ||
||02:36 | ||02:36 | ||
− | || ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା | | + | ||ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା | |
+ | |||
|- | |- | ||
||02:42 | ||02:42 | ||
− | || ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି | | + | ||ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି | |
+ | |||
|- | |- | ||
||02:46 | ||02:46 | ||
− | || ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି | | + | ||ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି | |
+ | |||
|- | |- | ||
||02:53 | ||02:53 | ||
− | || ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ | | + | ||ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ | |
+ | |||
|- | |- | ||
||02:57 | ||02:57 | ||
− | || ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ | | + | ||ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ | |
+ | |||
|- | |- | ||
||03:01 | ||03:01 | ||
− | || ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ | | + | ||ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ | |
+ | |||
|- | |- | ||
||03:07 | ||03:07 | ||
− | || ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ | | + | ||ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||03:10 | ||03:10 | ||
− | || ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||03:16 | ||03:16 | ||
− | || ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ | | + | ||ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ | |
+ | |||
|- | |- | ||
||03:21 | ||03:21 | ||
− | || ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ | | + | ||ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ | |
+ | |||
|- | |- | ||
||03:24 | ||03:24 | ||
− | || ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ | | + | ||ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||03:29 | ||03:29 | ||
− | || “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ | | + | ||“ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||03:32 | ||03:32 | ||
− | || “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ | | + | ||“ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ | |
+ | |||
|- | |- | ||
||03:37 | ||03:37 | ||
− | || ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି | | + | ||ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି | |
+ | |||
|- | |- | ||
||03:42 | ||03:42 | ||
− | || ସେଥିରେ କ୍ଲିକ୍ କରନ୍ତୁ | + | ||ସେଥିରେ କ୍ଲିକ୍ କରନ୍ତୁ,ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ | |
− | + | ||
− | + | ||
− | + | ||
|- | |- | ||
||03:46 | ||03:46 | ||
− | || ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା | | + | ||ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା | |
+ | |||
|- | |- | ||
||03:51 | ||03:51 | ||
− | || ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ | | + | ||ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ | |
+ | |||
|- | |- | ||
||03:55 | ||03:55 | ||
− | || ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ | | + | ||ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ | |
+ | |||
|- | |- | ||
||04:00 | ||04:00 | ||
− | || “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା | | + | ||“ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା | |
+ | |||
|- | |- | ||
||04:07 | ||04:07 | ||
− | || URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | + | ||URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
+ | |||
|- | |- | ||
||04:13 | ||04:13 | ||
− | || ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ | | + | ||ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||04:19 | ||04:19 | ||
− | || ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ | | + | ||ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ | |
+ | |||
|- | |- | ||
||04:22 | ||04:22 | ||
− | || “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ | | + | ||“ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ | |
+ | |||
|- | |- | ||
||04:28 | ||04:28 | ||
− | || ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ | | + | ||ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ | |
+ | |||
|- | |- | ||
||04:36 | ||04:36 | ||
||’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ | | ||’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ | | ||
+ | |||
|- | |- | ||
||04:41 | ||04:41 | ||
||’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ | | ||’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ | | ||
+ | |||
|- | |- | ||
||04:46 | ||04:46 | ||
||’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||04:49 | ||04:49 | ||
− | || କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା | | + | ||କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା | |
+ | |||
|- | |- | ||
||04:56 | ||04:56 | ||
− | || ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ | | + | ||ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ | |
+ | |||
|- | |- | ||
||05:04 | ||05:04 | ||
− | || ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ | | + | ||ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ | |
+ | |||
|- | |- | ||
||05:08 | ||05:08 | ||
− | || ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ | | + | ||ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ | |
+ | |||
|- | |- | ||
||05:12 | ||05:12 | ||
− | || ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା | | + | ||ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା | |
+ | |||
|- | |- | ||
||05:17 | ||05:17 | ||
− | || ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ | | + | ||ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ | |
+ | |||
|- | |- | ||
||05:23 | ||05:23 | ||
− | || ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ | | + | ||ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ | |
+ | |||
|- | |- | ||
||05:27 | ||05:27 | ||
− | || କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ | | + | ||କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ | |
+ | |||
|- | |- | ||
||05:30 | ||05:30 | ||
− | || ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା | | + | ||ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା | |
+ | |||
|- | |- | ||
||05:34 | ||05:34 | ||
||’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ | | ||’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||05:37 | ||05:37 | ||
− | || ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ | | + | ||ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ | |
+ | |||
|- | |- | ||
||05:41 | ||05:41 | ||
− | || ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ | | + | ||ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ | |
+ | |||
|- | |- | ||
||05:46 | ||05:46 | ||
− | || ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି | | + | ||ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି | |
+ | |||
|- | |- | ||
||05:53 | ||05:53 | ||
− | || ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ | | + | ||ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||05:56 | ||05:56 | ||
− | || ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ | | + | ||ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ | |
+ | |||
|- | |- | ||
||05:59 | ||05:59 | ||
− | || ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ | | + | ||ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||06:03 | ||06:03 | ||
− | || ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ | | + | ||ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ | |
+ | |||
|- | |- | ||
||06:09 | ||06:09 | ||
− | || ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | | + | ||ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | |
+ | |||
|- | |- | ||
||06:16 | ||06:16 | ||
− | || ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ | | + | ||ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ | |
+ | |||
|- | |- | ||
||06:27 | ||06:27 | ||
− | || କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | + | ||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
+ | |||
|- | |- | ||
||06:30 | ||06:30 | ||
− | || ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ | | + | ||ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ | |
+ | |||
|- | |- | ||
||06:34 | ||06:34 | ||
||’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ | | ||’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ | | ||
+ | |||
|- | |- | ||
||06:36 | ||06:36 | ||
− | || ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ | | + | ||ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||06:40 | ||06:40 | ||
− | || ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ | | + | ||ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ | |
+ | |||
|- | |- | ||
||06:44 | ||06:44 | ||
− | || ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ | | + | ||ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||06:51 | ||06:51 | ||
− | || ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | + | ||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
+ | |||
|- | |- | ||
||06:54 | ||06:54 | ||
− | || ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ | + | ||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ |
+ | |||
|- | |- | ||
||06:58 | ||06:58 | ||
− | || ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | + | ||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
+ | |||
|- | |- | ||
||07:02 | ||07:02 | ||
− | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
+ | |||
|- | |- | ||
||07:08 | ||07:08 | ||
− | || ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | | + | ||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
+ | |||
|- | |- | ||
||07:11 | ||07:11 | ||
− | || ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | | + | ||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
+ | |||
|- | |- | ||
||07:18 | ||07:18 | ||
− | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
+ | |||
|- | |- | ||
||07:22 | ||07:22 | ||
− | || ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | | + | ||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
+ | |||
|- | |- | ||
||07:30 | ||07:30 | ||
− | || ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | | + | ||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
+ | |||
|- | |- | ||
||07:41 | ||07:41 | ||
− | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |} |
Latest revision as of 15:48, 4 April 2017
Time | Narration |
00:00 | ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | |
00:06 | ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର |
00:15 | ଆଡ୍ରେସ୍ ବାର୍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା | |
00:18 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
00:26 | ଇଣ୍ଟରନେଟ୍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି | |
00:31 | ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ | |
00:37 | ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍ ରେ ସୂଚନା ଖୋଜିବାକୁ ସରଳ କରିଥାଏ | |
00:44 | ଚାଲନ୍ତୁ, କିଛି ମାର୍ଗ ଦେଖିବା | |
00:47 | ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା | |
00:50 | ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି! |
00:54 | URL ବାର୍ ରେ ‘www.google.com’ ଟାଇପ୍ କରନ୍ତୁ | |
00:59 | Google ହୋମ୍ ପେଜ୍ ଖୋଲିବ | |
01:01 | ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ | |
01:07 | ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ | |
01:10 | ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି | |
01:16 | କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି | |
01:20 | ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି | |
01:26 | ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ | |
01:33 | ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ | |
01:36 | ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ | |
01:40 | କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା | |
01:44 | ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା | |
01:50 | ସର୍ଚ୍ଚ ବାର୍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି | |
01:58 | ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ | |
02:02 | ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା | |
02:08 | ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ | |
02:12 | ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି | |
02:21 | ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ | |
02:24 | ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ | |
02:30 | ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା | |
02:36 | ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା | |
02:42 | ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି | |
02:46 | ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି | |
02:53 | ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ | |
02:57 | ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ | |
03:01 | ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ | |
03:07 | ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ | |
03:10 | ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ | |
03:16 | ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ | |
03:21 | ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ | |
03:24 | ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ | |
03:29 | “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ | |
03:32 | “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ | |
03:37 | ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି | |
03:42 | ସେଥିରେ କ୍ଲିକ୍ କରନ୍ତୁ,ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ | |
03:46 | ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା | |
03:51 | ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ | |
03:55 | ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ | |
04:00 | “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା | |
04:07 | URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:13 | ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ | |
04:19 | ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ | |
04:22 | “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ | |
04:28 | ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ | |
04:36 | ’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ | |
04:41 | ’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ | |
04:46 | ’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
04:49 | କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା | |
04:56 | ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ | |
05:04 | ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ | |
05:08 | ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ | |
05:12 | ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା | |
05:17 | ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ | |
05:23 | ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ | |
05:27 | କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ | |
05:30 | ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା | |
05:34 | ’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ | |
05:37 | ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ | |
05:41 | ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ | |
05:46 | ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି | |
05:53 | ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ | |
05:56 | ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ | |
05:59 | ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ | |
06:03 | ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ | |
06:09 | ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | |
06:16 | ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ | |
06:27 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
06:30 | ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ | |
06:34 | ’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ | |
06:36 | ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ | |
06:40 | ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ | |
06:44 | ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ | |
06:51 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
06:54 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ |
06:58 | ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
07:02 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
07:08 | ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
07:11 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
07:18 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
07:22 | ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
07:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
07:41 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |