Difference between revisions of "Firefox/C2/Tabbed-Browsing-Blocking-Pop-ups/Oriya"
From Script | Spoken-Tutorial
Nancyvarkey (Talk | contribs) |
PoojaMoolya (Talk | contribs) |
||
(One intermediate revision by one other user not shown) | |||
Line 1: | Line 1: | ||
{|border=1 | {|border=1 | ||
− | ||Time | + | ||'''Time''' |
− | || | + | ||'''Narration''' |
|- | |- | ||
||00:00 | ||00:00 | ||
− | || | + | ||ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
|- | |- | ||
||00:04 | ||00:04 | ||
− | || | + | ||ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା |
|- | |- | ||
||00:13 | ||00:13 | ||
− | ||ଏହି | + | ||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
|- | |- | ||
||00:21 | ||00:21 | ||
− | || | + | ||ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ | |
|- | |- | ||
||00:29 | ||00:29 | ||
− | ||ଟ୍ୟାବ୍ଡ | + | ||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ | |
|- | |- | ||
||00:36 | ||00:36 | ||
− | || | + | ||ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ | |
|- | |- | ||
||00:40 | ||00:40 | ||
− | || | + | ||ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ | |
|- | |- | ||
||00:45 | ||00:45 | ||
− | || | + | ||ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ | |
|- | |- | ||
||00:52 | ||00:52 | ||
− | || | + | ||ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ | |
|- | |- | ||
||01:00 | ||01:00 | ||
− | || | + | ||କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର | |
|- | |- | ||
||01:05 | ||01:05 | ||
− | || | + | ||ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି | |
|- | |- | ||
||01:08 | ||01:08 | ||
− | ||ଏଠାରେ ଏକ | + | ||ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop” |
|- | |- | ||
||01:11 | ||01:11 | ||
− | ||ଆପଣ ଏହି | + | ||ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ | |
|- | |- | ||
||01:14 | ||01:14 | ||
− | || | + | ||ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | |
|- | |- | ||
||01:17 | ||01:17 | ||
− | || | + | ||କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ | |
|- | |- | ||
||01:21 | ||01:21 | ||
− | || | + | ||ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା | |
|- | |- | ||
||01:28 | ||01:28 | ||
− | || | + | ||ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ | |
|- | |- | ||
||01:34 | ||01:34 | ||
− | || | + | ||ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ | |
|- | |- | ||
||01:40 | ||01:40 | ||
− | || | + | ||ଏହାପାଇଁ ଶର୍ଟକଟ କୀ ହେଉଛି CTRL+T | |
|- | |- | ||
||01:44 | ||01:44 | ||
− | || | + | ||ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍ ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି | |
|- | |- | ||
||01:50 | ||01:50 | ||
− | || | + | ||ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ | |
|- | |- | ||
||01:56 | ||01:56 | ||
− | || | + | ||ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି | |
|- | |- | ||
||02:01 | ||02:01 | ||
− | || | + | ||ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ | |
|- | |- | ||
||02:08 | ||02:08 | ||
− | || | + | ||ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା | |
|- | |- | ||
||02:11 | ||02:11 | ||
− | || | + | ||ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ | |
|- | |- | ||
||02:17 | ||02:17 | ||
− | || | + | ||ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | |
|- | |- | ||
||02:20 | ||02:20 | ||
− | || | + | ||ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି | |
|- | |- | ||
||02:23 | ||02:23 | ||
− | || | + | ||ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ | |
|- | |- | ||
||02:29 | ||02:29 | ||
− | || | + | ||ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା | |
|- | |- | ||
||02:32 | ||02:32 | ||
− | || | + | ||ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ | |
|- | |- | ||
||02:40 | ||02:40 | ||
− | || | + | ||ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ | |
|- | |- | ||
||02:44 | ||02:44 | ||
− | || | + | ||ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା | |
|- | |- | ||
||02:48 | ||02:48 | ||
− | ||ଏବେ, | + | ||ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ | |
|- | |- | ||
||02:52 | ||02:52 | ||
− | ||‘search.html’ | + | ||‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ | |
|- | |- | ||
||02:59 | ||02:59 | ||
− | || | + | ||ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା | |
|- | |- | ||
||03:05 | ||03:05 | ||
− | || | + | ||ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ | |
|- | |- | ||
||03:10 | ||03:10 | ||
− | || | + | ||ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ | |
|- | |- | ||
||03:12 | ||03:12 | ||
− | || | + | ||ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ | |
|- | |- | ||
||03:17 | ||03:17 | ||
− | ||URL | + | ||ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ | |
|- | |- | ||
||03:25 | ||03:25 | ||
− | ||ଏବେ | + | ||ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ | |
|- | |- | ||
||03:29 | ||03:29 | ||
− | || | + | ||ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ | |
|- | |- | ||
||03:34 | ||03:34 | ||
− | || | + | ||ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ | |
|- | |- | ||
||03:42 | ||03:42 | ||
− | || | + | ||ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ | |
|- | |- | ||
||03:46 | ||03:46 | ||
− | || | + | ||ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ | |
|- | |- | ||
||03:50 | ||03:50 | ||
− | || | + | ||ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ | |
|- | |- | ||
||03:52 | ||03:52 | ||
− | || | + | ||ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
|- | |- | ||
||03:56 | ||03:56 | ||
− | || | + | ||’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ | |
|- | |- | ||
||04:02 | ||04:02 | ||
− | ||ଯଦି | + | ||ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ | |
|- | |- | ||
||04:05 | ||04:05 | ||
− | ||ଏହି | + | ||ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ | |
|- | |- | ||
||04:11 | ||04:11 | ||
− | || | + | ||କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
|- | |- | ||
||04:13 | ||04:13 | ||
− | ||ଏହା | + | ||ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
|- | |- | ||
||04:16 | ||04:16 | ||
− | || | + | ||ସଂକ୍ଷେପରେ ଆମେ ଯାହା ଶିଖିଲେ: |
|- | |- | ||
||04:19 | ||04:19 | ||
− | || | + | ||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା |
|- | |- | ||
||04:25 | ||04:25 | ||
− | || | + | ||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ |
|- | |- | ||
||04:29 | ||04:29 | ||
− | ||ଏକ | + | ||ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ | |
− | + | ||
− | | | + | |
− | + | ||
− | + | ||
|- | |- | ||
||04:33 | ||04:33 | ||
− | || | + | ||‘The history of email’ ଖୋଜନ୍ତୁ | |
|- | |- | ||
||04:36 | ||04:36 | ||
− | ||ପ୍ରଥମ ପରିଣାମ | + | ||ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ | |
|- | |- | ||
||04:43 | ||04:43 | ||
− | || | + | ||ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ | |
|- | |- | ||
||04:46 | ||04:46 | ||
− | ||ପୁଣି | + | ||ପୁଣି, ‘The history of email’ ଖୋଜନ୍ତୁ | |
|- | |- | ||
||04:49 | ||04:49 | ||
− | ||‘History of Email & Ray Tomlinson’ | + | ||‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ | |
|- | |- | ||
||04:58 | ||04:58 | ||
− | || | + | ||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
|- | |- | ||
||05:02 | ||05:02 | ||
− | ||ଏହା ସ୍ପୋକେନ୍ | + | ||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
|- | |- | ||
||05:04 | ||05:04 | ||
− | ||ଯଦି | + | ||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
|- | |- | ||
||05:09 | ||05:09 | ||
− | ||ସ୍ପୋକେନ୍ | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
|- | |- | ||
||05:14 | ||05:14 | ||
− | || | + | ||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
|- | |- | ||
||05:18 | ||05:18 | ||
− | ||ଅଧିକ | + | ||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
|- | |- | ||
||05:25 | ||05:25 | ||
− | ||ସ୍ପୋକେନ୍ | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
|- | |- | ||
||05:29 | ||05:29 | ||
− | || | + | ||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
|- | |- | ||
||05:37 | ||05:37 | ||
− | ||ଏହି ମିଶନ୍ | + | ||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
|- | |- | ||
||05:48 | ||05:48 | ||
− | || | + | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | + | |} | |
− | + |
Latest revision as of 15:57, 4 April 2017
Time | Narration |
00:00 | ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:04 | ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା |
00:13 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
00:21 | ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ | |
00:29 | ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ | |
00:36 | ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ | |
00:40 | ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ | |
00:45 | ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ | |
00:52 | ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ | |
01:00 | କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର | |
01:05 | ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି | |
01:08 | ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop” |
01:11 | ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ | |
01:14 | ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | |
01:17 | କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ | |
01:21 | ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା | |
01:28 | ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ | |
01:34 | ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ | |
01:40 | ଏହାପାଇଁ ଶର୍ଟକଟ କୀ ହେଉଛି CTRL+T | |
01:44 | ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍ ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି | |
01:50 | ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ | |
01:56 | ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି | |
02:01 | ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ | |
02:08 | ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା | |
02:11 | ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ | |
02:17 | ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | |
02:20 | ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି | |
02:23 | ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ | |
02:29 | ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା | |
02:32 | ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ | |
02:40 | ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ | |
02:44 | ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା | |
02:48 | ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ | |
02:52 | ‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ | |
02:59 | ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା | |
03:05 | ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ | |
03:10 | ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ | |
03:12 | ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ | |
03:17 | ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ | |
03:25 | ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ | |
03:29 | ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ | |
03:34 | ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ | |
03:42 | ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ | |
03:46 | ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ | |
03:50 | ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ | |
03:52 | ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
03:56 | ’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ | |
04:02 | ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ | |
04:05 | ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ | |
04:11 | କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
04:13 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
04:16 | ସଂକ୍ଷେପରେ ଆମେ ଯାହା ଶିଖିଲେ: |
04:19 | ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା |
04:25 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ |
04:29 | ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ | |
04:33 | ‘The history of email’ ଖୋଜନ୍ତୁ | |
04:36 | ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ | |
04:43 | ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ | |
04:46 | ପୁଣି, ‘The history of email’ ଖୋଜନ୍ତୁ | |
04:49 | ‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ | |
04:58 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
05:02 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
05:04 | ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
05:09 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
05:14 | ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
05:18 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
05:25 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
05:29 | ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
05:37 | ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
05:48 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |