Difference between revisions of "Java/C2/Switch-Case/Oriya"

From Script | Spoken-Tutorial
Jump to: navigation, search
 
Line 6: Line 6:
 
|00:02
 
|00:02
 
| Javaରେ Switch Case ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ Switch Case ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ Switch Case Construct କିପରି ବ୍ୟବହାର କରାଯାଏ, ଶିଖିବା
 
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ Switch Case Construct କିପରି ବ୍ୟବହାର କରାଯାଏ, ଶିଖିବା
 +
 
|-
 
|-
 
|00:11
 
|00:11
Line 15: Line 17:
 
JDK 1.6 ଓ  
 
JDK 1.6 ଓ  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:21  
 
|00:21  
 
| ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
 
| ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
 +
 
|-
 
|-
 
|00:25
 
|00:25
 
| ଯଦି ନାହିଁ, ତେବେ ଦୟାକରି ଆମ ୱେବସାଇଟ୍ ରେ ଥିବା ଏହି ବିଷୟ ଉପରେ ଉପଲବ୍ଧ ଟ୍ୟୁଟୋରିଆଲ୍ ଦେଖନ୍ତୁ [http://spoken-tuitorial.org]
 
| ଯଦି ନାହିଁ, ତେବେ ଦୟାକରି ଆମ ୱେବସାଇଟ୍ ରେ ଥିବା ଏହି ବିଷୟ ଉପରେ ଉପଲବ୍ଧ ଟ୍ୟୁଟୋରିଆଲ୍ ଦେଖନ୍ତୁ [http://spoken-tuitorial.org]
 +
 
|-
 
|-
 
|00:32
 
|00:32
 
| Switch Case:  ଗୋଟିଏ ଭେରିଏବଲର ଭାଲ୍ୟୁ ଉପରେ ଭିତ୍ତିକରି କାର୍ଯ୍ୟ ପ୍ରଦର୍ଶନ ପାଇଁ Switch Case ବ୍ୟବହୃତ ହୋଇଥାଏ
 
| Switch Case:  ଗୋଟିଏ ଭେରିଏବଲର ଭାଲ୍ୟୁ ଉପରେ ଭିତ୍ତିକରି କାର୍ଯ୍ୟ ପ୍ରଦର୍ଶନ ପାଇଁ Switch Case ବ୍ୟବହୃତ ହୋଇଥାଏ
 +
 
|-
 
|-
 
|00:39  
 
|00:39  
 
| ଏହା ହେଉଛି ଗୋଟିଏ Switch Case ପାଇଁ ସିଣ୍ଟାକ୍ସ  
 
| ଏହା ହେଉଛି ଗୋଟିଏ Switch Case ପାଇଁ ସିଣ୍ଟାକ୍ସ  
 +
 
|-
 
|-
 
|00:44
 
|00:44
 
| ଚାଲନ୍ତୁ, ଏବେ ଏହାକୁ ବ୍ୟବହାର କରିବା
 
| ଚାଲନ୍ତୁ, ଏବେ ଏହାକୁ ବ୍ୟବହାର କରିବା
 +
 
|-
 
|-
 
|00:47
 
|00:47
 
| ମୁଁ Eclipse ଖୋଲିସାରିଛି
 
| ମୁଁ Eclipse ଖୋଲିସାରିଛି
 +
 
|-
 
|-
 
|00:49
 
|00:49
 
| ମୁଁ, SwitchCaseDemo ନାମକ ଗୋଟିଏ Class କ୍ରିଏଟ୍ କରିସାରିଛି
 
| ମୁଁ, SwitchCaseDemo ନାମକ ଗୋଟିଏ Class କ୍ରିଏଟ୍ କରିସାରିଛି
 +
 
|-
 
|-
 
|00:53
 
|00:53
 
| ଏବେ ଆଉ କିଛି ଭେରିଏବଲ୍ସ ଆଡ୍ କରିବା
 
| ଏବେ ଆଉ କିଛି ଭେରିଏବଲ୍ସ ଆଡ୍ କରିବା
 +
 
|-
 
|-
 
|00:57
 
|00:57
 
| ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଏକ ଭେରିଏବଲ୍ day କ୍ରିଏଟ୍ କରିବା
 
| ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଏକ ଭେରିଏବଲ୍ day କ୍ରିଏଟ୍ କରିବା
 +
 
|-
 
|-
 
|01:02
 
|01:02
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int day, ଆଉ ଆମେ ଏହାକୁ ଗୋଟିଏ ଭାଲ୍ୟୁ ଇକ୍ୱାଲ୍ ଟୁ (=) 3 ସେମିକଲନ୍ ଦେଇପାରିବା
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int day, ଆଉ ଆମେ ଏହାକୁ ଗୋଟିଏ ଭାଲ୍ୟୁ ଇକ୍ୱାଲ୍ ଟୁ (=) 3 ସେମିକଲନ୍ ଦେଇପାରିବା
 +
 
|-
 
|-
 
|01:12
 
|01:12
 
| ଟାଇପ୍ Stringର dName ଭେରିଏବଲ୍ କ୍ରିଏଟ୍ କରନ୍ତୁ
 
| ଟାଇପ୍ Stringର dName ଭେରିଏବଲ୍ କ୍ରିଏଟ୍ କରନ୍ତୁ
 +
 
|-
 
|-
 
|01:18
 
|01:18
 
| ଷ୍ଟ୍ରିଙ୍ଗ୍ dNameକୁ ଆମେ ଶୂନ୍ ରୁ ଆରମ୍ଭ କରିପାରିବା  
 
| ଷ୍ଟ୍ରିଙ୍ଗ୍ dNameକୁ ଆମେ ଶୂନ୍ ରୁ ଆରମ୍ଭ କରିପାରିବା  
 +
 
|-
 
|-
 
|01:25
 
|01:25
 
| ଏଠାରେ, ସପ୍ତାହର ଦିନଗୁଡ଼ିକର ନାମ ଧରିରଖିବା ପାଇଁ dName ହେଉଛି ଏକ ଭେରିଏବଲ୍
 
| ଏଠାରେ, ସପ୍ତାହର ଦିନଗୁଡ଼ିକର ନାମ ଧରିରଖିବା ପାଇଁ dName ହେଉଛି ଏକ ଭେରିଏବଲ୍
 +
 
|-
 
|-
 
|01:34
 
|01:34
 
| day, ଦିନ ସଂଖ୍ୟା ଷ୍ଟୋର୍ କରେ
 
| day, ଦିନ ସଂଖ୍ୟା ଷ୍ଟୋର୍ କରେ
 +
 
|-
 
|-
 
|01:36
 
|01:36
 
| ଏବେ ଆମେ, Switch Case ଷ୍ଟେଟମେଣ୍ଟ ଟାଇପ୍ କରିବା.  ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  
 
| ଏବେ ଆମେ, Switch Case ଷ୍ଟେଟମେଣ୍ଟ ଟାଇପ୍ କରିବା.  ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  
 +
 
|-
 
|-
 
|01:43
 
|01:43
 
| switch ବ୍ରାକେଟ୍ସ ମଧ୍ୟରେ day, ତା’ପରେ ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ  
 
| switch ବ୍ରାକେଟ୍ସ ମଧ୍ୟରେ day, ତା’ପରେ ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ  
 +
 
|-
 
|-
 
|01:52
 
|01:52
 
| Cases ପାଇଁ କେଉଁ ଭେରିଏବଲ୍ କୁ ବିଚାର କରାଯାଏ, ତାହାକୁ ଏହି ଷ୍ଟେଟମେଣ୍ଟ ପରିଭାଷିତ କରେ
 
| Cases ପାଇଁ କେଉଁ ଭେରିଏବଲ୍ କୁ ବିଚାର କରାଯାଏ, ତାହାକୁ ଏହି ଷ୍ଟେଟମେଣ୍ଟ ପରିଭାଷିତ କରେ
 +
 
|-
 
|-
 
|01:59
 
|01:59
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  
 +
 
|-
 
|-
 
|02:01
 
|02:01
 
| case 0 କଲନ୍  
 
| case 0 କଲନ୍  
 +
 
|-
 
|-
 
|02:04
 
|02:04
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Sunday ସେମିକଲନ୍
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Sunday ସେମିକଲନ୍
 +
 
|-
 
|-
 
|02:14
 
|02:14
 
| ତା’ପରେ ଟାଇପ୍ କରନ୍ତୁ:  ପରବର୍ତ୍ତୀ ଲାଇନ୍ ରେ Break;  
 
| ତା’ପରେ ଟାଇପ୍ କରନ୍ତୁ:  ପରବର୍ତ୍ତୀ ଲାଇନ୍ ରେ Break;  
 +
 
|-
 
|-
 
|02:17
 
|02:17
 
| ଏହି ଷ୍ଟେଟମେଣ୍ଟ କୁହେ ଯେ, ଯଦି day ହେଉଛି 0, ତେବେ dName ନିଶ୍ଚିତ ଭାବେ Sunday ସେଟ୍ ହେବା ଦରକାର
 
| ଏହି ଷ୍ଟେଟମେଣ୍ଟ କୁହେ ଯେ, ଯଦି day ହେଉଛି 0, ତେବେ dName ନିଶ୍ଚିତ ଭାବେ Sunday ସେଟ୍ ହେବା ଦରକାର
 +
 
|-
 
|-
 
|02:26
 
|02:26
 
| ଧ୍ୟାନଦିଅନ୍ତୁ ଯେ, ଗୋଟିଏ Break ଷ୍ଟେଟମେଣ୍ଟ ନିଶ୍ଚିତ ଭାବେ ପ୍ରତ୍ୟେକ Caseର ଶେଷରେ ବ୍ୟବହୃତ ହେବା ଆବଶ୍ୟକ
 
| ଧ୍ୟାନଦିଅନ୍ତୁ ଯେ, ଗୋଟିଏ Break ଷ୍ଟେଟମେଣ୍ଟ ନିଶ୍ଚିତ ଭାବେ ପ୍ରତ୍ୟେକ Caseର ଶେଷରେ ବ୍ୟବହୃତ ହେବା ଆବଶ୍ୟକ
 +
 
|-
 
|-
 
|02:31
 
|02:31
 
| Break ଷ୍ଟେଟମେଣ୍ଟ ବିନା, Switch Case ଏକ ଜଟିଳ ଶୈଳୀରେ କାର୍ଯ୍ୟ କରିଥାଏ
 
| Break ଷ୍ଟେଟମେଣ୍ଟ ବିନା, Switch Case ଏକ ଜଟିଳ ଶୈଳୀରେ କାର୍ଯ୍ୟ କରିଥାଏ
 +
 
|-
 
|-
 
|02:35
 
|02:35
 
| ଟ୍ୟୁଟୋରିଆଲ୍ ର ପରବର୍ତ୍ତୀ ଭାଗରେ ଏହା ବର୍ଣ୍ଣନା କରାଯିବ
 
| ଟ୍ୟୁଟୋରିଆଲ୍ ର ପରବର୍ତ୍ତୀ ଭାଗରେ ଏହା ବର୍ଣ୍ଣନା କରାଯିବ
 +
 
|-
 
|-
 
|02:40
 
|02:40
 
| ସେହିପରି, ଚାଲନ୍ତୁ ଅବଶିଷ୍ଟ Cases ଟାଇପ୍ କରିବା
 
| ସେହିପରି, ଚାଲନ୍ତୁ ଅବଶିଷ୍ଟ Cases ଟାଇପ୍ କରିବା
 +
 
|-
 
|-
 
|02:45
 
|02:45
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  case 1 କଲନ୍  
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  case 1 କଲନ୍  
 +
 
|-
 
|-
 
|02:50
 
|02:50
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Monday ସେମିକଲନ୍  
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Monday ସେମିକଲନ୍  
 +
 
|-
 
|-
 
|02:56
 
|02:56
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
 +
 
|-
 
|-
 
|02:58
 
|02:58
 
| ତା’ପରେ ଟାଇପ୍ କରନ୍ତୁ:  case 2 କଲନ୍  
 
| ତା’ପରେ ଟାଇପ୍ କରନ୍ତୁ:  case 2 କଲନ୍  
 +
 
|-
 
|-
 
|03:01
 
|03:01
 
| ପରବର୍ତ୍ତୀ ଲାଇନ୍, dName ଇକ୍ୱାଲ୍ ଟୁ Tuesday ସେମିକଲନ୍  
 
| ପରବର୍ତ୍ତୀ ଲାଇନ୍, dName ଇକ୍ୱାଲ୍ ଟୁ Tuesday ସେମିକଲନ୍  
 +
 
|-
 
|-
 
|03:06
 
|03:06
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
 +
 
|-
 
|-
 
|03:08
 
|03:08
 
| ତା’ପର ଲାଇନ୍, Case 3 କଲନ୍  
 
| ତା’ପର ଲାଇନ୍, Case 3 କଲନ୍  
 +
 
|-
 
|-
 
|03:12
 
|03:12
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wednesday, ତା’ପରେ ସେମିକଲନ୍  
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wednesday, ତା’ପରେ ସେମିକଲନ୍  
 +
 
|-
 
|-
 
|03:18
 
|03:18
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;  
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;  
 +
 
|-
 
|-
 
|03:20
 
|03:20
 
| ତା’ପରେ case 4 କଲନ୍  
 
| ତା’ପରେ case 4 କଲନ୍  
 +
 
|-
 
|-
 
|03:24
 
|03:24
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Thursday ସେମିକଲନ୍
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Thursday ସେମିକଲନ୍
 +
 
|-
 
|-
 
|03:32
 
|03:32
 
| ତା’ପରେ break
 
| ତା’ପରେ break
 +
 
|-
 
|-
 
|03:24
 
|03:24
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  case 5 କଲନ୍  
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  case 5 କଲନ୍  
 +
 
|-
 
|-
 
|03:37
 
|03:37
 
| dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Friday, ତା’ପରେ ସେମିକଲନ୍  
 
| dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Friday, ତା’ପରେ ସେମିକଲନ୍  
 +
 
|-
 
|-
 
|03:41
 
|03:41
 
| ତା’ପରେ break  
 
| ତା’ପରେ break  
 +
 
|-
 
|-
 
|03:43
 
|03:43
 
| ତା’ପରେ case 6 କଲନ୍  
 
| ତା’ପରେ case 6 କଲନ୍  
 +
 
|-
 
|-
 
|03:47
 
|03:47
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Saturday, ତା’ପରେ ସେମିକଲନ୍  
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Saturday, ତା’ପରେ ସେମିକଲନ୍  
 +
 
|-
 
|-
 
|03:55
 
|03:55
 
| ତା’ପରେ ଟାଇପ୍ କରନ୍ତୁ:  break ସେମିକଲନ୍
 
| ତା’ପରେ ଟାଇପ୍ କରନ୍ତୁ:  break ସେମିକଲନ୍
 +
 
|-
 
|-
 
|03:59
 
|03:59
 
| ତା’ପରେ ବ୍ରାକେଟ୍ସ ବନ୍ଦ କରନ୍ତୁ
 
| ତା’ପରେ ବ୍ରାକେଟ୍ସ ବନ୍ଦ କରନ୍ତୁ
 +
 
|-
 
|-
 
|04:03
 
|04:03
 
| ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
 
| ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
 +
 
|-
 
|-
 
|04:07
 
|04:07
 
| ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  System ଡଟ୍ out ଡଟ୍ println ବ୍ରାକେଟ୍ ଭିତରେ dName ତା’ପରେ ସେମିକଲନ୍  
 
| ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  System ଡଟ୍ out ଡଟ୍ println ବ୍ରାକେଟ୍ ଭିତରେ dName ତା’ପରେ ସେମିକଲନ୍  
 +
 
|-
 
|-
 
|04:16
 
|04:16
 
| ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|04:20
 
|04:20
 
| Ctrl S ଓ Ctrl F11 କୀଜ୍ ଦାବନ୍ତୁ
 
| Ctrl S ଓ Ctrl F11 କୀଜ୍ ଦାବନ୍ତୁ
 +
 
|-
 
|-
 
|04:25
 
|04:25
 
| ଆମେ, ନିମ୍ନ ଆଉଟପୁଟ୍ ପାଇଲେ:  Wednesday, ଯାହା Case 3 ସହିତ ସମ୍ୱନ୍ଧିତ
 
| ଆମେ, ନିମ୍ନ ଆଉଟପୁଟ୍ ପାଇଲେ:  Wednesday, ଯାହା Case 3 ସହିତ ସମ୍ୱନ୍ଧିତ
 +
 
|-
 
|-
 
|04:31
 
|04:31
 
| ଏବେ ଚାଲନ୍ତୁ, dayର ଭାଲ୍ୟୁକୁ ବଦଳାଇ ଆଉଟପୁଟ୍ ଦେଖିବା
 
| ଏବେ ଚାଲନ୍ତୁ, dayର ଭାଲ୍ୟୁକୁ ବଦଳାଇ ଆଉଟପୁଟ୍ ଦେଖିବା
 +
 
|-
 
|-
 
|04:35
 
|04:35
 
| 3କୁ 0ରେ ବଦଳାନ୍ତୁ
 
| 3କୁ 0ରେ ବଦଳାନ୍ତୁ
 +
 
|-
 
|-
 
|04:38  
 
|04:38  
 
| ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ  
 
| ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ  
 +
 
|-
 
|-
 
|04:40
 
|04:40
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି Sunday, ଯାହା Case 0 ସହ ସମ୍ୱନ୍ଧିତ ଅଟେ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି Sunday, ଯାହା Case 0 ସହ ସମ୍ୱନ୍ଧିତ ଅଟେ
 +
 
|-
 
|-
 
|04:46
 
|04:46
 
| ବର୍ତ୍ତମାନ, ଯଦି ଭାଲ୍ୟୁ ସହିତ ସମ୍ୱନ୍ଧିତ କୌଣସି Case ନଥିବ, ତେବେ କ’ଣ ହେବ?  ଚାଲନ୍ତୁ, ତାହା ଦେଖିବା
 
| ବର୍ତ୍ତମାନ, ଯଦି ଭାଲ୍ୟୁ ସହିତ ସମ୍ୱନ୍ଧିତ କୌଣସି Case ନଥିବ, ତେବେ କ’ଣ ହେବ?  ଚାଲନ୍ତୁ, ତାହା ଦେଖିବା
 +
 
|-
 
|-
 
|04:52
 
|04:52
 
| day ଇକ୍ୱାଲ୍ ଟୁ -1କୁ ବଦଳାଇ ଫାଇଲ୍ ସେଭ୍ କରନ୍ତୁ ଓ ରନ୍ କରନ୍ତୁ
 
| day ଇକ୍ୱାଲ୍ ଟୁ -1କୁ ବଦଳାଇ ଫାଇଲ୍ ସେଭ୍ କରନ୍ତୁ ଓ ରନ୍ କରନ୍ତୁ
 +
 
|-
 
|-
 
|04:58
 
|04:58
 
| ଦେଖନ୍ତୁ, କୌଣସି ଆଉଟପୁଟ୍ ନାହିଁ
 
| ଦେଖନ୍ତୁ, କୌଣସି ଆଉଟପୁଟ୍ ନାହିଁ
 +
 
|-
 
|-
 
|05:01
 
|05:01
 
| କିନ୍ତୁ, ଯଦି ଆମେ ଅନ୍ୟ ସମସ୍ତ ଭାଲ୍ୟୁଗୁଡ଼ିକ ପାଇଁ Case ରଖିପାରିବା, ତେବେ ଭଲ ହେବ
 
| କିନ୍ତୁ, ଯଦି ଆମେ ଅନ୍ୟ ସମସ୍ତ ଭାଲ୍ୟୁଗୁଡ଼ିକ ପାଇଁ Case ରଖିପାରିବା, ତେବେ ଭଲ ହେବ
 +
 
|-
 
|-
 
|05:06
 
|05:06
 
| ତାହା, Default କୀୱର୍ଡ ବ୍ୟବହାର କରାଯାଇ, କରିହେବ
 
| ତାହା, Default କୀୱର୍ଡ ବ୍ୟବହାର କରାଯାଇ, କରିହେବ
 +
 
|-
 
|-
 
|05:09
 
|05:09
 
| ତେଣୁ, ଶେଷ Case ପରେ ଟାଇପ୍ କରନ୍ତୁ:  
 
| ତେଣୁ, ଶେଷ Case ପରେ ଟାଇପ୍ କରନ୍ତୁ:  
 +
 
|-
 
|-
 
|05:12
 
|05:12
 
| default କଲନ୍  
 
| default କଲନ୍  
 +
 
|-
 
|-
 
|05:14  
 
|05:14  
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wrong Choice ସେମିକଲନ୍  
 
| ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wrong Choice ସେମିକଲନ୍  
 +
 
|-
 
|-
 
|05:24  
 
|05:24  
 
| ପରବର୍ତ୍ତୀ ଲାଇନ୍ ରେ Break ସେମିକଲନ୍  
 
| ପରବର୍ତ୍ତୀ ଲାଇନ୍ ରେ Break ସେମିକଲନ୍  
 +
 
|-
 
|-
 
|05:27
 
|05:27
 
| ଆମେ, Case Default; କହୁନାହେଁ
 
| ଆମେ, Case Default; କହୁନାହେଁ
 +
 
|-
 
|-
 
|05:30  
 
|05:30  
 
| ଧ୍ୟାନଦିଅନ୍ତୁ ଯେ, ଆମେ କେବଳ କୀୱର୍ଡ Default ବ୍ୟବହାର କଲେ
 
| ଧ୍ୟାନଦିଅନ୍ତୁ ଯେ, ଆମେ କେବଳ କୀୱର୍ଡ Default ବ୍ୟବହାର କଲେ
 +
 
|-
 
|-
 
|05:34
 
|05:34
 
| ମୁଁ ଏବେ କୋଡ୍ ରନ୍ କରୁଛି.  ଫାଇଲ୍ କୁ ସେଭ୍ କରି Run କରନ୍ତୁ  
 
| ମୁଁ ଏବେ କୋଡ୍ ରନ୍ କରୁଛି.  ଫାଇଲ୍ କୁ ସେଭ୍ କରି Run କରନ୍ତୁ  
 +
 
|-
 
|-
 
|05:38
 
|05:38
 
| ଆମେ ଦେଖିପାରୁଛେ ଯେ, ଡିଫଲ୍ଟ Case ନିଷ୍ପାଦିତ ହେଲା ଓ ଆବଶ୍ୟକ ମେସେଜ୍ Wrong Choice ପ୍ରିଣ୍ଟ ହେଲା
 
| ଆମେ ଦେଖିପାରୁଛେ ଯେ, ଡିଫଲ୍ଟ Case ନିଷ୍ପାଦିତ ହେଲା ଓ ଆବଶ୍ୟକ ମେସେଜ୍ Wrong Choice ପ୍ରିଣ୍ଟ ହେଲା
 +
 
|-
 
|-
 
|05:45
 
|05:45
 
| ଚାଲନ୍ତୁ, ଅନ୍ୟ ଯାଦୃଚ୍ଛିକ ଭାଲ୍ୟୁ ସହିତ ଦେଖିବା
 
| ଚାଲନ୍ତୁ, ଅନ୍ୟ ଯାଦୃଚ୍ଛିକ ଭାଲ୍ୟୁ ସହିତ ଦେଖିବା
 +
 
|-
 
|-
 
|05:48
 
|05:48
 
| -1କୁ 15ରେ ବଦଳାନ୍ତୁ
 
| -1କୁ 15ରେ ବଦଳାନ୍ତୁ
 +
 
|-
 
|-
 
|05:51
 
|05:51
 
| ଆମେ ଦେଖିପାରୁଛେ ଯେ, ପୁଣିଥରେ ଡିଫଲ୍ଟ Case ନିଷ୍ପାଦିତ ହେଲା
 
| ଆମେ ଦେଖିପାରୁଛେ ଯେ, ପୁଣିଥରେ ଡିଫଲ୍ଟ Case ନିଷ୍ପାଦିତ ହେଲା
 +
 
|-
 
|-
 
|05:57
 
|05:57
 
| ଏବେ, Break ଷ୍ଟେଟମେଣ୍ଟ କାଢ଼ିଦେଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
 
| ଏବେ, Break ଷ୍ଟେଟମେଣ୍ଟ କାଢ଼ିଦେଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
 +
 
|-
 
|-
 
|06:01
 
|06:01
 
| day = 15କୁ day = 4ରେ ବଦଳାନ୍ତୁ
 
| day = 15କୁ day = 4ରେ ବଦଳାନ୍ତୁ
 +
 
|-
 
|-
 
|06:07
 
|06:07
 
| day = 4 ପାଇଁ ସମ୍ୱନ୍ଧିତ Break ଷ୍ଟେଟମେଣ୍ଟକୁ କାଢ଼ିଦିଅନ୍ତୁ
 
| day = 4 ପାଇଁ ସମ୍ୱନ୍ଧିତ Break ଷ୍ଟେଟମେଣ୍ଟକୁ କାଢ଼ିଦିଅନ୍ତୁ
 +
 
|-
 
|-
 
|06:12
 
|06:12
 
| ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|06:15
 
|06:15
 
| ଯଦିଓ Case ହେଉଛି 4, ତଥାପି ଆମେ ଆଉଟପୁଟ୍ ଭାବେ Friday ପାଇଲେ, Thursday ନୁହେଁ
 
| ଯଦିଓ Case ହେଉଛି 4, ତଥାପି ଆମେ ଆଉଟପୁଟ୍ ଭାବେ Friday ପାଇଲେ, Thursday ନୁହେଁ
 +
 
|-
 
|-
 
|06:20
 
|06:20
 
| ଏହାର କାରଣ ହେଉଛି Switch Case କାମ କରିବାର ମାର୍ଗ  
 
| ଏହାର କାରଣ ହେଉଛି Switch Case କାମ କରିବାର ମାର୍ଗ  
 +
 
|-
 
|-
 
|06:24
 
|06:24
 
| ପ୍ରଥମେ, dayର ଭାଲ୍ୟୁ 0 ସହିତ  
 
| ପ୍ରଥମେ, dayର ଭାଲ୍ୟୁ 0 ସହିତ  
 +
 
|-
 
|-
 
|06:29
 
|06:29
 
| ତା’ପରେ, 1, 2 ଓ ଏହିପରି ସମସ୍ତ ସମ୍ଭାବ୍ୟ Cases ସହିତ ତୁଳନା କରାଗଲା
 
| ତା’ପରେ, 1, 2 ଓ ଏହିପରି ସମସ୍ତ ସମ୍ଭାବ୍ୟ Cases ସହିତ ତୁଳନା କରାଗଲା
 +
 
|-
 
|-
 
|06:34
 
|06:34
 
| ମେଳ ମିଳିବା ପରେ, ସେହିଠାରୁ ସମସ୍ତ Caseକୁ ଏହା ନିଷ୍ପାଦିତ କଲା
 
| ମେଳ ମିଳିବା ପରେ, ସେହିଠାରୁ ସମସ୍ତ Caseକୁ ଏହା ନିଷ୍ପାଦିତ କଲା
 +
 
|-
 
|-
 
|06:42
 
|06:42
 
| ଆମ ମାମଲାରେ, ଏହା Case 4 ପରେ Case 5 ନିଷ୍ପାଦିତ କରିଛି
 
| ଆମ ମାମଲାରେ, ଏହା Case 4 ପରେ Case 5 ନିଷ୍ପାଦିତ କରିଛି
 +
 
|-
 
|-
 
|06:47
 
|06:47
 
| ତା’ପରେ, Case 5ରେ Break ଷ୍ଟେଟମେଣ୍ଟ କାରଣରୁ ଏହା ବନ୍ଦ ହୋଇଗଲା
 
| ତା’ପରେ, Case 5ରେ Break ଷ୍ଟେଟମେଣ୍ଟ କାରଣରୁ ଏହା ବନ୍ଦ ହୋଇଗଲା
 +
 
|-
 
|-
 
|06:53
 
|06:53
 
| ତାହାକୁ ଏଡ଼ାଇବା ପାଇଁ, ଆମକୁ ପ୍ରତ୍ୟେକ Caseରେ Break ଷ୍ଟେଟମେଣ୍ଟ ଯୋଡ଼ିବାକୁ ହେବ
 
| ତାହାକୁ ଏଡ଼ାଇବା ପାଇଁ, ଆମକୁ ପ୍ରତ୍ୟେକ Caseରେ Break ଷ୍ଟେଟମେଣ୍ଟ ଯୋଡ଼ିବାକୁ ହେବ
 +
 
|-
 
|-
 
|06:57
 
|06:57
 
| ଏବେ ଚାଲନ୍ତୁ, ଆମେ କାଢ଼ିଦେଇଥିବା Break ଷ୍ଟେଟମେଣ୍ଟକୁ ଯୋଡ଼ିବା  
 
| ଏବେ ଚାଲନ୍ତୁ, ଆମେ କାଢ଼ିଦେଇଥିବା Break ଷ୍ଟେଟମେଣ୍ଟକୁ ଯୋଡ଼ିବା  
 +
 
|-
 
|-
 
|07:00
 
|07:00
 
| ଟାଇପ୍ କରନ୍ତୁ:  break ସେମିକଲନ୍  
 
| ଟାଇପ୍ କରନ୍ତୁ:  break ସେମିକଲନ୍  
 +
 
|-
 
|-
 
|07:05
 
|07:05
 
| ଏବେ କୋଡ୍ ରନ୍ କରନ୍ତୁ
 
| ଏବେ କୋଡ୍ ରନ୍ କରନ୍ତୁ
 +
 
|-
 
|-
 
|07:08
 
|07:08
 
| ଆମେ ଦେଖିପାରୁଛେ ଯେ, ଏବେ କେବଳ Case 4 ନିଷ୍ପାଦିତ ହେଲା
 
| ଆମେ ଦେଖିପାରୁଛେ ଯେ, ଏବେ କେବଳ Case 4 ନିଷ୍ପାଦିତ ହେଲା
 +
 
|-
 
|-
 
|07:13
 
|07:13
 
| ନିୟମ ଅନୁସାରେ, Errors ଏଡ଼ାଇବା ପାଇଁ ପ୍ରତ୍ୟେକ Caseରେ Break ଷ୍ଟେଟେମେଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ  
 
| ନିୟମ ଅନୁସାରେ, Errors ଏଡ଼ାଇବା ପାଇଁ ପ୍ରତ୍ୟେକ Caseରେ Break ଷ୍ଟେଟେମେଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ  
 +
 
|-
 
|-
 
|07:20
 
|07:20
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 +
 
|-
 
|-
 
|07:22
 
|07:22
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Switch Case Construct ଓ Break ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ, ଶିଖିଲେ
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Switch Case Construct ଓ Break ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ, ଶିଖିଲେ
 +
 
|-
 
|-
 
|07:30
 
|07:30
 
| ଏକ ଆସାଇନମେଣ୍ଟ ଭାବେ, ଏପରି ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହାର ଭେରିଏବଲ୍ ଭାବେ ଏକ ନାମ ଓ ଲିଙ୍ଗ ଥିବ.  ଏକ Switch Case ଷ୍ଟେଟମେଣ୍ତ ବ୍ୟବହାର କରନ୍ତୁ, ଯାହା ପୁରୁଷଙ୍କ ପାଇଁ Hello Mr... ଓ ମହିଳାଙ୍କ ପାଇଁ Hello Ms... ପ୍ରିଣ୍ଟ କରିବ
 
|07:44
 
|07:44
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକନ୍-ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ..
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକନ୍-ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ..
 +
 
|-
 
|-
 
|07:53
 
|07:53
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|07:58
 
|07:58
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|08:06
 
|08:06
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|08:12
 
|08:12
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏବଂ ଏହା   
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏବଂ ଏହା   
 +
 
|-
 
|-
 
|08:17
 
|08:17
 
| ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|08:22
 
|08:22
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|08:31
 
|08:31
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 16:33, 7 April 2017

Time Narration
00:02 Javaରେ Switch Case ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Javaରେ Switch Case Construct କିପରି ବ୍ୟବହାର କରାଯାଏ, ଶିଖିବା
00:11 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:21 ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
00:25 ଯଦି ନାହିଁ, ତେବେ ଦୟାକରି ଆମ ୱେବସାଇଟ୍ ରେ ଥିବା ଏହି ବିଷୟ ଉପରେ ଉପଲବ୍ଧ ଟ୍ୟୁଟୋରିଆଲ୍ ଦେଖନ୍ତୁ [1]
00:32 Switch Case: ଗୋଟିଏ ଭେରିଏବଲର ଭାଲ୍ୟୁ ଉପରେ ଭିତ୍ତିକରି କାର୍ଯ୍ୟ ପ୍ରଦର୍ଶନ ପାଇଁ Switch Case ବ୍ୟବହୃତ ହୋଇଥାଏ
00:39 ଏହା ହେଉଛି ଗୋଟିଏ Switch Case ପାଇଁ ସିଣ୍ଟାକ୍ସ
00:44 ଚାଲନ୍ତୁ, ଏବେ ଏହାକୁ ବ୍ୟବହାର କରିବା
00:47 ମୁଁ Eclipse ଖୋଲିସାରିଛି
00:49 ମୁଁ, SwitchCaseDemo ନାମକ ଗୋଟିଏ Class କ୍ରିଏଟ୍ କରିସାରିଛି
00:53 ଏବେ ଆଉ କିଛି ଭେରିଏବଲ୍ସ ଆଡ୍ କରିବା
00:57 ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଏକ ଭେରିଏବଲ୍ day କ୍ରିଏଟ୍ କରିବା
01:02 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int day, ଆଉ ଆମେ ଏହାକୁ ଗୋଟିଏ ଭାଲ୍ୟୁ ଇକ୍ୱାଲ୍ ଟୁ (=) 3 ସେମିକଲନ୍ ଦେଇପାରିବା
01:12 ଟାଇପ୍ Stringର dName ଭେରିଏବଲ୍ କ୍ରିଏଟ୍ କରନ୍ତୁ
01:18 ଷ୍ଟ୍ରିଙ୍ଗ୍ dNameକୁ ଆମେ ଶୂନ୍ ରୁ ଆରମ୍ଭ କରିପାରିବା
01:25 ଏଠାରେ, ସପ୍ତାହର ଦିନଗୁଡ଼ିକର ନାମ ଧରିରଖିବା ପାଇଁ dName ହେଉଛି ଏକ ଭେରିଏବଲ୍
01:34 day, ଦିନ ସଂଖ୍ୟା ଷ୍ଟୋର୍ କରେ
01:36 ଏବେ ଆମେ, Switch Case ଷ୍ଟେଟମେଣ୍ଟ ଟାଇପ୍ କରିବା. ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:
01:43 switch ବ୍ରାକେଟ୍ସ ମଧ୍ୟରେ day, ତା’ପରେ ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ
01:52 Cases ପାଇଁ କେଉଁ ଭେରିଏବଲ୍ କୁ ବିଚାର କରାଯାଏ, ତାହାକୁ ଏହି ଷ୍ଟେଟମେଣ୍ଟ ପରିଭାଷିତ କରେ
01:59 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:
02:01 case 0 କଲନ୍
02:04 ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Sunday ସେମିକଲନ୍
02:14 ତା’ପରେ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍ ରେ Break;
02:17 ଏହି ଷ୍ଟେଟମେଣ୍ଟ କୁହେ ଯେ, ଯଦି day ହେଉଛି 0, ତେବେ dName ନିଶ୍ଚିତ ଭାବେ Sunday ସେଟ୍ ହେବା ଦରକାର
02:26 ଧ୍ୟାନଦିଅନ୍ତୁ ଯେ, ଗୋଟିଏ Break ଷ୍ଟେଟମେଣ୍ଟ ନିଶ୍ଚିତ ଭାବେ ପ୍ରତ୍ୟେକ Caseର ଶେଷରେ ବ୍ୟବହୃତ ହେବା ଆବଶ୍ୟକ
02:31 Break ଷ୍ଟେଟମେଣ୍ଟ ବିନା, Switch Case ଏକ ଜଟିଳ ଶୈଳୀରେ କାର୍ଯ୍ୟ କରିଥାଏ
02:35 ଟ୍ୟୁଟୋରିଆଲ୍ ର ପରବର୍ତ୍ତୀ ଭାଗରେ ଏହା ବର୍ଣ୍ଣନା କରାଯିବ
02:40 ସେହିପରି, ଚାଲନ୍ତୁ ଅବଶିଷ୍ଟ Cases ଟାଇପ୍ କରିବା
02:45 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: case 1 କଲନ୍
02:50 ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Monday ସେମିକଲନ୍
02:56 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
02:58 ତା’ପରେ ଟାଇପ୍ କରନ୍ତୁ: case 2 କଲନ୍
03:01 ପରବର୍ତ୍ତୀ ଲାଇନ୍, dName ଇକ୍ୱାଲ୍ ଟୁ Tuesday ସେମିକଲନ୍
03:06 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
03:08 ତା’ପର ଲାଇନ୍, Case 3 କଲନ୍
03:12 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wednesday, ତା’ପରେ ସେମିକଲନ୍
03:18 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break;
03:20 ତା’ପରେ case 4 କଲନ୍
03:24 ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Thursday ସେମିକଲନ୍
03:32 ତା’ପରେ break
03:24 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: case 5 କଲନ୍
03:37 dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Friday, ତା’ପରେ ସେମିକଲନ୍
03:41 ତା’ପରେ break
03:43 ତା’ପରେ case 6 କଲନ୍
03:47 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Saturday, ତା’ପରେ ସେମିକଲନ୍
03:55 ତା’ପରେ ଟାଇପ୍ କରନ୍ତୁ: break ସେମିକଲନ୍
03:59 ତା’ପରେ ବ୍ରାକେଟ୍ସ ବନ୍ଦ କରନ୍ତୁ
04:03 ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
04:07 ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ ଭିତରେ dName ତା’ପରେ ସେମିକଲନ୍
04:16 ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
04:20 Ctrl S ଓ Ctrl F11 କୀଜ୍ ଦାବନ୍ତୁ
04:25 ଆମେ, ନିମ୍ନ ଆଉଟପୁଟ୍ ପାଇଲେ: Wednesday, ଯାହା Case 3 ସହିତ ସମ୍ୱନ୍ଧିତ
04:31 ଏବେ ଚାଲନ୍ତୁ, dayର ଭାଲ୍ୟୁକୁ ବଦଳାଇ ଆଉଟପୁଟ୍ ଦେଖିବା
04:35 3କୁ 0ରେ ବଦଳାନ୍ତୁ
04:38 ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
04:40 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି Sunday, ଯାହା Case 0 ସହ ସମ୍ୱନ୍ଧିତ ଅଟେ
04:46 ବର୍ତ୍ତମାନ, ଯଦି ଭାଲ୍ୟୁ ସହିତ ସମ୍ୱନ୍ଧିତ କୌଣସି Case ନଥିବ, ତେବେ କ’ଣ ହେବ? ଚାଲନ୍ତୁ, ତାହା ଦେଖିବା
04:52 day ଇକ୍ୱାଲ୍ ଟୁ -1କୁ ବଦଳାଇ ଫାଇଲ୍ ସେଭ୍ କରନ୍ତୁ ଓ ରନ୍ କରନ୍ତୁ
04:58 ଦେଖନ୍ତୁ, କୌଣସି ଆଉଟପୁଟ୍ ନାହିଁ
05:01 କିନ୍ତୁ, ଯଦି ଆମେ ଅନ୍ୟ ସମସ୍ତ ଭାଲ୍ୟୁଗୁଡ଼ିକ ପାଇଁ Case ରଖିପାରିବା, ତେବେ ଭଲ ହେବ
05:06 ତାହା, Default କୀୱର୍ଡ ବ୍ୟବହାର କରାଯାଇ, କରିହେବ
05:09 ତେଣୁ, ଶେଷ Case ପରେ ଟାଇପ୍ କରନ୍ତୁ:
05:12 default କଲନ୍
05:14 ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wrong Choice ସେମିକଲନ୍
05:24 ପରବର୍ତ୍ତୀ ଲାଇନ୍ ରେ Break ସେମିକଲନ୍
05:27 ଆମେ, Case Default; କହୁନାହେଁ
05:30 ଧ୍ୟାନଦିଅନ୍ତୁ ଯେ, ଆମେ କେବଳ କୀୱର୍ଡ Default ବ୍ୟବହାର କଲେ
05:34 ମୁଁ ଏବେ କୋଡ୍ ରନ୍ କରୁଛି. ଫାଇଲ୍ କୁ ସେଭ୍ କରି Run କରନ୍ତୁ
05:38 ଆମେ ଦେଖିପାରୁଛେ ଯେ, ଡିଫଲ୍ଟ Case ନିଷ୍ପାଦିତ ହେଲା ଓ ଆବଶ୍ୟକ ମେସେଜ୍ Wrong Choice ପ୍ରିଣ୍ଟ ହେଲା
05:45 ଚାଲନ୍ତୁ, ଅନ୍ୟ ଯାଦୃଚ୍ଛିକ ଭାଲ୍ୟୁ ସହିତ ଦେଖିବା
05:48 -1କୁ 15ରେ ବଦଳାନ୍ତୁ
05:51 ଆମେ ଦେଖିପାରୁଛେ ଯେ, ପୁଣିଥରେ ଡିଫଲ୍ଟ Case ନିଷ୍ପାଦିତ ହେଲା
05:57 ଏବେ, Break ଷ୍ଟେଟମେଣ୍ଟ କାଢ଼ିଦେଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
06:01 day = 15କୁ day = 4ରେ ବଦଳାନ୍ତୁ
06:07 day = 4 ପାଇଁ ସମ୍ୱନ୍ଧିତ Break ଷ୍ଟେଟମେଣ୍ଟକୁ କାଢ଼ିଦିଅନ୍ତୁ
06:12 ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ
06:15 ଯଦିଓ Case ହେଉଛି 4, ତଥାପି ଆମେ ଆଉଟପୁଟ୍ ଭାବେ Friday ପାଇଲେ, Thursday ନୁହେଁ
06:20 ଏହାର କାରଣ ହେଉଛି Switch Case କାମ କରିବାର ମାର୍ଗ
06:24 ପ୍ରଥମେ, dayର ଭାଲ୍ୟୁ 0 ସହିତ
06:29 ତା’ପରେ, 1, 2 ଓ ଏହିପରି ସମସ୍ତ ସମ୍ଭାବ୍ୟ Cases ସହିତ ତୁଳନା କରାଗଲା
06:34 ମେଳ ମିଳିବା ପରେ, ସେହିଠାରୁ ସମସ୍ତ Caseକୁ ଏହା ନିଷ୍ପାଦିତ କଲା
06:42 ଆମ ମାମଲାରେ, ଏହା Case 4 ପରେ Case 5 ନିଷ୍ପାଦିତ କରିଛି
06:47 ତା’ପରେ, Case 5ରେ Break ଷ୍ଟେଟମେଣ୍ଟ କାରଣରୁ ଏହା ବନ୍ଦ ହୋଇଗଲା
06:53 ତାହାକୁ ଏଡ଼ାଇବା ପାଇଁ, ଆମକୁ ପ୍ରତ୍ୟେକ Caseରେ Break ଷ୍ଟେଟମେଣ୍ଟ ଯୋଡ଼ିବାକୁ ହେବ
06:57 ଏବେ ଚାଲନ୍ତୁ, ଆମେ କାଢ଼ିଦେଇଥିବା Break ଷ୍ଟେଟମେଣ୍ଟକୁ ଯୋଡ଼ିବା
07:00 ଟାଇପ୍ କରନ୍ତୁ: break ସେମିକଲନ୍
07:05 ଏବେ କୋଡ୍ ରନ୍ କରନ୍ତୁ
07:08 ଆମେ ଦେଖିପାରୁଛେ ଯେ, ଏବେ କେବଳ Case 4 ନିଷ୍ପାଦିତ ହେଲା
07:13 ନିୟମ ଅନୁସାରେ, Errors ଏଡ଼ାଇବା ପାଇଁ ପ୍ରତ୍ୟେକ Caseରେ Break ଷ୍ଟେଟେମେଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ
07:20 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
07:22 ଏହି ଟ୍ୟୁଟୋରିଆଲ୍ ରେ ଆମେ, Switch Case Construct ଓ Break ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ, ଶିଖିଲେ
07:30 ଏକ ଆସାଇନମେଣ୍ଟ ଭାବେ, ଏପରି ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହାର ଭେରିଏବଲ୍ ଭାବେ ଏକ ନାମ ଓ ଲିଙ୍ଗ ଥିବ. ଏକ Switch Case ଷ୍ଟେଟମେଣ୍ତ ବ୍ୟବହାର କରନ୍ତୁ, ଯାହା ପୁରୁଷଙ୍କ ପାଇଁ Hello Mr... ଓ ମହିଳାଙ୍କ ପାଇଁ Hello Ms... ପ୍ରିଣ୍ଟ କରିବ
07:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକନ୍-ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ..
07:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:06 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:12 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏବଂ ଏହା
08:17 ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:31 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep