Difference between revisions of "Inkscape/C3/Design-a-visiting-card/Oriya"

From Script | Spoken-Tutorial
Jump to: navigation, search
 
(2 intermediate revisions by the same user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:00
 
|00:00
 
| Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:05
 
|00:05
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
 +
 
|-
 
|-
 
|00:08
 
|00:08
 
|ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ
 
|ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ
 +
 
|-
 
|-
 
|00:10
 
|00:10
 
|ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା  
 
|ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା  
 +
 
|-
 
|-
 
|00:12
 
|00:12
 
|ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
 
|ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
 +
 
|-
 
|-
 
|00:16
 
|00:16
Line 22: Line 28:
 
ଉବୁଣ୍ଟୁ ଲିନକ୍ସ 12.04 OS
 
ଉବୁଣ୍ଟୁ ଲିନକ୍ସ 12.04 OS
 
Inkscape ଭର୍ସନ୍ 0.48.4
 
Inkscape ଭର୍ସନ୍ 0.48.4
 +
 
|-
 
|-
 
|00:26
 
|00:26
 
| Inkscape ଖୋଲନ୍ତୁ
 
| Inkscape ଖୋଲନ୍ତୁ
 +
 
|-
 
|-
 
|00:28
 
|00:28
 
| Fileକୁ ଯାଆନ୍ତୁ, Document Properties ଉପରେ କ୍ଲିକ୍ କରନ୍ତୁ
 
| Fileକୁ ଯାଆନ୍ତୁ, Document Properties ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|00:34
 
|00:34
 
| Default Unitsକୁ Inchesରେ ଏବଂ Orientationକୁ Landscapeରେ ବଦଳାନ୍ତୁ
 
| Default Unitsକୁ Inchesରେ ଏବଂ Orientationକୁ Landscapeରେ ବଦଳାନ୍ତୁ
 +
 
|-
 
|-
 
|00:41
 
|00:41
 
| ଚାଲନ୍ତୁ, ଏବେ ଗୋଟିଏ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ ଆରମ୍ଭ କରିବା  
 
| ଚାଲନ୍ତୁ, ଏବେ ଗୋଟିଏ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ ଆରମ୍ଭ କରିବା  
 +
 
|-
 
|-
 
|00:45
 
|00:45
 
| Rectangle Tool ବ୍ୟବହାର କରି ଏକ ଆୟତ କ୍ଷେତ୍ର ବନାନ୍ତୁ. '''
 
| Rectangle Tool ବ୍ୟବହାର କରି ଏକ ଆୟତ କ୍ଷେତ୍ର ବନାନ୍ତୁ. '''
 +
 
|-
 
|-
 
|00:49
 
|00:49
 
| Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
 
| Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|00:51
 
|00:51
 
| Tool Controls Barରେ Widthକୁ 3.5ରେ ଓ Hightକୁ 2ରେ ବଦଳାନ୍ତୁ
 
| Tool Controls Barରେ Widthକୁ 3.5ରେ ଓ Hightକୁ 2ରେ ବଦଳାନ୍ତୁ
 +
 
|-
 
|-
 
|01:00
 
|01:00
 
| ତାହାକୁ କାନଭାସ୍ ର ଉପର ବାମପଟ କୋଣକୁ ଘୁଞ୍ଚାନ୍ତୁ
 
| ତାହାକୁ କାନଭାସ୍ ର ଉପର ବାମପଟ କୋଣକୁ ଘୁଞ୍ଚାନ୍ତୁ
 +
 
|-
 
|-
 
|01:05
 
|01:05
 
| ରଙ୍ଗକୁ ଗାଢ ସବୁଜ କରନ୍ତୁ
 
| ରଙ୍ଗକୁ ଗାଢ ସବୁଜ କରନ୍ତୁ
 +
 
|-
 
|-
 
|01:08
 
|01:08
 
| ଏବେ ଗୋଟିଏ ପ୍ୟାଟର୍ନ ଡିଜାଇନ୍ କରନ୍ତୁ
 
| ଏବେ ଗୋଟିଏ ପ୍ୟାଟର୍ନ ଡିଜାଇନ୍ କରନ୍ତୁ
 +
 
|-
 
|-
 
|01:10
 
|01:10
 
| Bezier Tool ଚୟନ କରି ଗୋଟିଏ ଢେଉ ପରି ରେଖା ଆଙ୍କନ୍ତୁ
 
| Bezier Tool ଚୟନ କରି ଗୋଟିଏ ଢେଉ ପରି ରେଖା ଆଙ୍କନ୍ତୁ
 +
 
|-
 
|-
 
|01:14
 
|01:14
 
| Object ମେନୁକୁ ଯାଆନ୍ତୁ. Fill and Stroke ଖୋଲନ୍ତୁ
 
| Object ମେନୁକୁ ଯାଆନ୍ତୁ. Fill and Stroke ଖୋଲନ୍ତୁ
 +
 
|-
 
|-
 
|01:19
 
|01:19
 
| Stroke ରଙ୍ଗକୁ ହଳଦିଆ କରନ୍ତୁ
 
| Stroke ରଙ୍ଗକୁ ହଳଦିଆ କରନ୍ତୁ
 +
 
|-
 
|-
 
|01:23
 
|01:23
 
| ଏବେ, ଢେଉ ରେଖା ତଳେ ଗୋଟିଏ ସିଧା ରେଖା ଆଙ୍କନ୍ତୁ
 
| ଏବେ, ଢେଉ ରେଖା ତଳେ ଗୋଟିଏ ସିଧା ରେଖା ଆଙ୍କନ୍ତୁ
 +
 
|-
 
|-
 
|01:26
 
|01:26
 
| ଉଭୟ ରେଖାକୁ ସିଲେକ୍ଟ କରନ୍ତୁ Extensions ମେନୁକୁ ଯାଆନ୍ତୁ.
 
| ଉଭୟ ରେଖାକୁ ସିଲେକ୍ଟ କରନ୍ତୁ Extensions ମେନୁକୁ ଯାଆନ୍ତୁ.
 +
 
|-
 
|-
 
|01:30
 
|01:30
 
| Generate From Path ଉପରେ କ୍ଲିକ୍ କରି Interpolateରେ  କ୍ଲିକ୍ କରନ୍ତୁ
 
| Generate From Path ଉପରେ କ୍ଲିକ୍ କରି Interpolateରେ  କ୍ଲିକ୍ କରନ୍ତୁ
 +
 
|-
 
|-
 
|01:35
 
|01:35
 
| Exponent, 0 ଅଛି କି ନାହିଁ ଦେଖନ୍ତୁ  
 
| Exponent, 0 ଅଛି କି ନାହିଁ ଦେଖନ୍ତୁ  
 +
 
|-
 
|-
 
|01:38
 
|01:38
 
| Interpolation Stepsର ଭାଲ୍ୟୁକୁ 30 କରନ୍ତୁ
 
| Interpolation Stepsର ଭାଲ୍ୟୁକୁ 30 କରନ୍ତୁ
 +
 
|-
 
|-
 
|01:42
 
|01:42
 
| Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:46
 
|01:46
 
| ଦେଖନ୍ତୁ, Interpolation ଇଫେକ୍ଟ ଏବେ ଲାଗୁ ହୋଇଗଲା
 
| ଦେଖନ୍ତୁ, Interpolation ଇଫେକ୍ଟ ଏବେ ଲାଗୁ ହୋଇଗଲା
 +
 
|-
 
|-
 
|01:50
 
|01:50
 
| ଚାଲନ୍ତୁ, Interpolate ଡିଜାଇନ୍ କୁ କିଛି ଗ୍ଲୋ ଇଫେକ୍ଟ ଦେବା.  ଡିଜାଇନ୍ ସିଲେକ୍ଟ କରନ୍ତୁ
 
| ଚାଲନ୍ତୁ, Interpolate ଡିଜାଇନ୍ କୁ କିଛି ଗ୍ଲୋ ଇଫେକ୍ଟ ଦେବା.  ଡିଜାଇନ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|01:55
 
|01:55
 
| Filter ମେନୁକୁ ଯାଆନ୍ତୁ.  Shadows and Glows ଉପରେ କ୍ଲିକ୍ କରି Glow ଉପରେ କ୍ଲିକ୍ କରନ୍ତୁ
 
| Filter ମେନୁକୁ ଯାଆନ୍ତୁ.  Shadows and Glows ଉପରେ କ୍ଲିକ୍ କରି Glow ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:02
 
|02:02
 
| ଡିଜାଇନ୍ ରେ ଗ୍ଲୋ ଇଫେକ୍ଟ ଲାଗୁ ହୋଇଗଲା
 
| ଡିଜାଇନ୍ ରେ ଗ୍ଲୋ ଇଫେକ୍ଟ ଲାଗୁ ହୋଇଗଲା
 +
 
|-
 
|-
 
|02:06
 
|02:06
 
| ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
 
| ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
 +
 
|-
 
|-
 
|02:10
 
|02:10
 
| ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି
 
| ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି
 +
 
|-
 
|-
 
|02:13
 
|02:13
 
| ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
 
| ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
 +
 
|-
 
|-
 
|02:17
 
|02:17
 
| Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ
 
| Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:23
 
|02:23
 
| ଲୋଗୋକୁ ରିସାଇଜ୍ କରି ଉପର ବାମ କୋଣରେ ତାହାକୁ ରଖନ୍ତୁ
 
| ଲୋଗୋକୁ ରିସାଇଜ୍ କରି ଉପର ବାମ କୋଣରେ ତାହାକୁ ରଖନ୍ତୁ
 +
 
|-
 
|-
 
|02:27
 
|02:27
| ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଭିଜିଟିଙ୍ଗ୍ କାର୍ଡ ବିବରଣୀ କପୀ କରିବି
+
| ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଭିଜିଟିଙ୍ଗ୍ କାର୍ଡ ବିବରଣୀ କପୀ କରିବି
 +
 
 
|-
 
|-
 
|02:34
 
|02:34
 
| ଏହି ଫାଇଲ୍, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
 
| ଏହି ଫାଇଲ୍, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
 +
 
|-
 
|-
 
|02:38
 
|02:38
 
| ଫଣ୍ଟ ସାଇଜ୍ 12 ଓ ଟେକ୍ସଟ୍ କଲର୍ ଧଳାରେ ବଦଳାନ୍ତୁ
 
| ଫଣ୍ଟ ସାଇଜ୍ 12 ଓ ଟେକ୍ସଟ୍ କଲର୍ ଧଳାରେ ବଦଳାନ୍ତୁ
 +
 
|-
 
|-
 
|02:43
 
|02:43
 
| Spoken Tutorial ଶବ୍ଦକୁ ସିଲେକ୍ଟ କରନ୍ତୁ  
 
| Spoken Tutorial ଶବ୍ଦକୁ ସିଲେକ୍ଟ କରନ୍ତୁ  
 +
 
|-
 
|-
 
|02:45
 
|02:45
 
| ଫଣ୍ଟ ସାଇଜ୍ କୁ 16 କରି ତାହାକୁ Bold କରନ୍ତୁ
 
| ଫଣ୍ଟ ସାଇଜ୍ କୁ 16 କରି ତାହାକୁ Bold କରନ୍ତୁ
 +
 
|-
 
|-
 
|02:50
 
|02:50
 
| ଏବେ, Spoken Tutorial ପାଇଁ ଆମର ଭିଜିଟିଙ୍ଗ୍ କାର୍ଡ ପ୍ରସ୍ତୁତ
 
| ଏବେ, Spoken Tutorial ପାଇଁ ଆମର ଭିଜିଟିଙ୍ଗ୍ କାର୍ଡ ପ୍ରସ୍ତୁତ
 +
 
|-
 
|-
 
|02:55
 
|02:55
 
| ଏହାପରେ ଆମେ, ଭିଜିଟିଙ୍ଗ୍ କାର୍ଡର ଏକାଧିକ କପୀ କରିବା ବିଷୟରେ ଶିଖିବା
 
| ଏହାପରେ ଆମେ, ଭିଜିଟିଙ୍ଗ୍ କାର୍ଡର ଏକାଧିକ କପୀ କରିବା ବିଷୟରେ ଶିଖିବା
 +
 
|-
 
|-
 
|02:59
 
|02:59
 
| ଏହାକୁ ଆମେ, Cloning Method ଦ୍ୱାରା କରିବା
 
| ଏହାକୁ ଆମେ, Cloning Method ଦ୍ୱାରା କରିବା
 +
 
|-
 
|-
 
|03:03
 
|03:03
 
| ଏହା କରିବା ପାଇଁ, ପ୍ରଥମେ ସମସ୍ତ ଏଲେମେଣ୍ଟକୁ ଆମେ ଗ୍ରୁପ୍ କରିବା
 
| ଏହା କରିବା ପାଇଁ, ପ୍ରଥମେ ସମସ୍ତ ଏଲେମେଣ୍ଟକୁ ଆମେ ଗ୍ରୁପ୍ କରିବା
 +
 
|-
 
|-
 
|03:06
 
|03:06
 
| ସମସ୍ତ ଏଲେମେଣ୍ଟକୁ  ସିଲେକ୍ଟ କରିବା ପାଇଁ Ctrl + A ଏବଂ ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ Ctrl + G ଦବାନ୍ତୁ
 
| ସମସ୍ତ ଏଲେମେଣ୍ଟକୁ  ସିଲେକ୍ଟ କରିବା ପାଇଁ Ctrl + A ଏବଂ ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ Ctrl + G ଦବାନ୍ତୁ
 +
 
|-
 
|-
 
|03:13
 
|03:13
 
| ଏବେ, Edit ମେନୁକୁ ଯାଇ,  
 
| ଏବେ, Edit ମେନୁକୁ ଯାଇ,  
 +
 
|-
 
|-
 
|03:15
 
|03:15
 
| Clone ଉପରେ କ୍ଲିକ୍ କରି Create Tiled Clones ଉପରେ କ୍ଲିକ୍ କରନ୍ତୁ
 
| Clone ଉପରେ କ୍ଲିକ୍ କରି Create Tiled Clones ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:20
 
|03:20
 
| Create Tiled Clones ଡାୟଲଗ୍ ବକ୍ସ ଖୋଲିଲା  
 
| Create Tiled Clones ଡାୟଲଗ୍ ବକ୍ସ ଖୋଲିଲା  
 +
 
|-
 
|-
 
|03:23
 
|03:23
 
| Symmetry ଟାବ୍ ରେ, Rowକୁ 4ରେ ଓ Columnsକୁ 3ରେ ବଦଳାନ୍ତୁ
 
| Symmetry ଟାବ୍ ରେ, Rowକୁ 4ରେ ଓ Columnsକୁ 3ରେ ବଦଳାନ୍ତୁ
 +
 
|-
 
|-
 
|03:30
 
|03:30
 
| ଏବେ Create ବଟନ୍ କ୍ଲିକ୍ କରି  
 
| ଏବେ Create ବଟନ୍ କ୍ଲିକ୍ କରି  
 +
 
|-
 
|-
 
|03:33
 
|03:33
 
| ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 
| ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 +
 
|-
 
|-
 
|03:35
 
|03:35
 
| ଦେଖନ୍ତୁ, କାନଭାସ୍ ଉପରେ ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ଦେଖାଦେଲା
 
| ଦେଖନ୍ତୁ, କାନଭାସ୍ ଉପରେ ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ଦେଖାଦେଲା
 +
 
|-
 
|-
 
|03:40
 
|03:40
 
| ଏହିପରି ଭାବେ ଆମେ, ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିପାରିବା
 
| ଏହିପରି ଭାବେ ଆମେ, ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିପାରିବା
 +
 
|-
 
|-
 
|03:44
 
|03:44
 
| ଉପର ବାମପଟେ ଥିବା ଭିଜିଟିଙ୍ଗ୍ କାର୍ଡକୁ ଦେଖନ୍ତୁ
 
| ଉପର ବାମପଟେ ଥିବା ଭିଜିଟିଙ୍ଗ୍ କାର୍ଡକୁ ଦେଖନ୍ତୁ
 +
 
|-
 
|-
 
|03:48
 
|03:48
 
| ତାହା ଉପରେ କ୍ଲିକ୍ କରି ତାହାକୁ ସେହି ‍ସ୍ଥାନରୁ ଘୁଞ୍ଚାନ୍ତୁ
 
| ତାହା ଉପରେ କ୍ଲିକ୍ କରି ତାହାକୁ ସେହି ‍ସ୍ଥାନରୁ ଘୁଞ୍ଚାନ୍ତୁ
 +
 
|-
 
|-
 
|03:50
 
|03:50
 
| ଏହା ଏକ ଅତିରିକ୍ତ କପୀ ହୋଇଥିବାରୁ ଏହାକୁ ଡିଲିଟ୍ କରିଦିଅନ୍ତୁ
 
| ଏହା ଏକ ଅତିରିକ୍ତ କପୀ ହୋଇଥିବାରୁ ଏହାକୁ ଡିଲିଟ୍ କରିଦିଅନ୍ତୁ
 +
 
|-
 
|-
 
|03:54
 
|03:54
 
| ଯଦି କିଛି ପରିବର୍ତ୍ତନ ମିଶାଇବାକୁ ହୁଏ, ତେବେ କ’ଣ କରିବେ?
 
| ଯଦି କିଛି ପରିବର୍ତ୍ତନ ମିଶାଇବାକୁ ହୁଏ, ତେବେ କ’ଣ କରିବେ?
 +
 
|-
 
|-
 
|03:59
 
|03:59
 
| ଆମକୁ ଭିଜିଟିଙ୍ଗ୍ କାର୍ଡର ପ୍ରତ୍ୟେକ କପୀକୁ ବଦଳାଇବାକୁ ପଡ଼ିବ କି?
 
| ଆମକୁ ଭିଜିଟିଙ୍ଗ୍ କାର୍ଡର ପ୍ରତ୍ୟେକ କପୀକୁ ବଦଳାଇବାକୁ ପଡ଼ିବ କି?
 +
 
|-
 
|-
 
|04:02
 
|04:02
 
| ଆଦୌ ନୁହେଁ.  ଆମକୁ କେବଳ ମୂଳ ଭିଜିଟିଙ୍ଗ୍ କାର୍ଡରେ ହିଁ ସଂଶୋଧନ କରିବାକୁ ହେବ
 
| ଆଦୌ ନୁହେଁ.  ଆମକୁ କେବଳ ମୂଳ ଭିଜିଟିଙ୍ଗ୍ କାର୍ଡରେ ହିଁ ସଂଶୋଧନ କରିବାକୁ ହେବ
 +
 
|-
 
|-
 
|04:07
 
|04:07
 
| ତାହା ସମସ୍ତ କପୀରେ ପ୍ରତିଫଳିତ ହେବ
 
| ତାହା ସମସ୍ତ କପୀରେ ପ୍ରତିଫଳିତ ହେବ
 +
 
|-
 
|-
 
|04:10
 
|04:10
 
| ଚାଲନ୍ତୁ ଏହା ଦେଖିବା.  ମୂଳ କାର୍ଡରେ Spoken Tutorial ଶବ୍ଦ ଉପରେ ଡବଲ୍ କ୍ଲିକ୍ କରି, ତାହାର ରଙ୍ଗକୁ ମାଟିଆ  କରନ୍ତୁ
 
| ଚାଲନ୍ତୁ ଏହା ଦେଖିବା.  ମୂଳ କାର୍ଡରେ Spoken Tutorial ଶବ୍ଦ ଉପରେ ଡବଲ୍ କ୍ଲିକ୍ କରି, ତାହାର ରଙ୍ଗକୁ ମାଟିଆ  କରନ୍ତୁ
 +
 
|-
 
|-
 
|04:18
 
|04:18
 
| ଭିଜିଟିଙ୍ଗ୍ କାର୍ଡର ସମସ୍ତ କପୀରେ ପ୍ରତିଫଳିତ ପରିବର୍ତ୍ତନକୁ ଦେଖନ୍ତୁ
 
| ଭିଜିଟିଙ୍ଗ୍ କାର୍ଡର ସମସ୍ତ କପୀରେ ପ୍ରତିଫଳିତ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
|04:24
 
|04:24
 
| ଏବେ, ଫାଇଲ୍ କୁ ସେଭ୍ କରନ୍ତୁ
 
| ଏବେ, ଫାଇଲ୍ କୁ ସେଭ୍ କରନ୍ତୁ
 +
 
|-
 
|-
 
|04:26
 
|04:26
 
| ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ.  ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି
 
| ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ.  ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି
 +
 
|-
 
|-
 
|04:35
 
|04:35
 
| ଆଉ ଏହାକୁ ST-Visiting-Card ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
 
| ଆଉ ଏହାକୁ ST-Visiting-Card ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
 +
 
|-
 
|-
 
|04:43
 
|04:43
 
| ଏହାପରେ ଆମେ ଫାଇଲ୍ କୁ PDF ଫର୍ମାଟ୍ ରେ ସେଭ୍ କରିବା
 
| ଏହାପରେ ଆମେ ଫାଇଲ୍ କୁ PDF ଫର୍ମାଟ୍ ରେ ସେଭ୍ କରିବା
 +
 
|-
 
|-
 
|04:48
 
|04:48
 
| ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
 
| ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:53
 
|04:53
 
| Extensionକୁ PDFରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
 
| Extensionକୁ PDFରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:57
 
|04:57
 
| Resolutionକୁ 300 କରି OK କ୍ଲିକ୍ କରନ୍ତୁ
 
| Resolutionକୁ 300 କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|05:01
 
|05:01
 
| ଡେସ୍କଟପ୍‍ କୁ ଯାଆନ୍ତୁ
 
| ଡେସ୍କଟପ୍‍ କୁ ଯାଆନ୍ତୁ
 +
 
|-
 
|-
 
|05:03
 
|05:03
 
| ଆମେ ସେଭ୍ କରିଥିବା ଫାଇଲ୍ ଏଠାରେ ଅଛି.  ତାକୁ ଖୋଲନ୍ତୁ
 
| ଆମେ ସେଭ୍ କରିଥିବା ଫାଇଲ୍ ଏଠାରେ ଅଛି.  ତାକୁ ଖୋଲନ୍ତୁ
 +
 
|-
 
|-
 
|05:08
 
|05:08
 
| ଏହିଗୁଡ଼ିକ ହେଉଛି ଆମେ ତିଆରି କରିଥିବା ଭିଜିଟିଙ୍ଗ୍ କାର୍ଡସ୍
 
| ଏହିଗୁଡ଼ିକ ହେଉଛି ଆମେ ତିଆରି କରିଥିବା ଭିଜିଟିଙ୍ଗ୍ କାର୍ଡସ୍
 +
 
|-
 
|-
 
|05:11
 
|05:11
 
| ସଂ‍କ୍ଷିପ୍ତରେ
 
| ସଂ‍କ୍ଷିପ୍ତରେ
 +
 
|-
 
|-
 
|05:13
 
|05:13
Line 226: Line 299:
 
ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା
 
ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା
 
ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
 
ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
 +
 
|-
 
|-
 
|05:23
 
|05:23
 
| ଏକ ଆସାଇନମେଣ୍ଟ ଭାବେ
 
| ଏକ ଆସାଇନମେଣ୍ଟ ଭାବେ
 +
 
|-
 
|-
 
|05:26
 
|05:26
Line 236: Line 311:
 
ଆପଣଙ୍କ ଅନୁଷ୍ଠାନ/ସଂ‍ସ୍ଥାର ଲୋଗୋ
 
ଆପଣଙ୍କ ଅନୁଷ୍ଠାନ/ସଂ‍ସ୍ଥାର ଲୋଗୋ
 
ଆପଣଙ୍କ ଅନୁ‍ଷ୍ଠାନ/ସଂ‍ସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍
 
ଆପଣଙ୍କ ଅନୁ‍ଷ୍ଠାନ/ସଂ‍ସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍
 +
 
|-
 
|-
 
|05:38
 
|05:38
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
 +
 
|-
 
|-
 
|05:44
 
|05:44
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 +
 
|-
 
|-
 
|05:51
 
|05:51
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
|-
 
|-
 
|05:54
 
|05:54
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|05:59
 
|05:59
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
 +
 
|-
 
|-
 
|06:03
 
|06:03
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
+
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 12:20, 7 April 2017

Time Narration
00:00 Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ
00:10 ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା
00:12 ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
00:16 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି

ଉବୁଣ୍ଟୁ ଲିନକ୍ସ 12.04 OS Inkscape ଭର୍ସନ୍ 0.48.4

00:26 Inkscape ଖୋଲନ୍ତୁ
00:28 Fileକୁ ଯାଆନ୍ତୁ, Document Properties ଉପରେ କ୍ଲିକ୍ କରନ୍ତୁ
00:34 Default Unitsକୁ Inchesରେ ଏବଂ Orientationକୁ Landscapeରେ ବଦଳାନ୍ତୁ
00:41 ଚାଲନ୍ତୁ, ଏବେ ଗୋଟିଏ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ ଆରମ୍ଭ କରିବା
00:45 Rectangle Tool ବ୍ୟବହାର କରି ଏକ ଆୟତ କ୍ଷେତ୍ର ବନାନ୍ତୁ.
00:49 Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
00:51 Tool Controls Barରେ Widthକୁ 3.5ରେ ଓ Hightକୁ 2ରେ ବଦଳାନ୍ତୁ
01:00 ତାହାକୁ କାନଭାସ୍ ର ଉପର ବାମପଟ କୋଣକୁ ଘୁଞ୍ଚାନ୍ତୁ
01:05 ରଙ୍ଗକୁ ଗାଢ ସବୁଜ କରନ୍ତୁ
01:08 ଏବେ ଗୋଟିଏ ପ୍ୟାଟର୍ନ ଡିଜାଇନ୍ କରନ୍ତୁ
01:10 Bezier Tool ଚୟନ କରି ଗୋଟିଏ ଢେଉ ପରି ରେଖା ଆଙ୍କନ୍ତୁ
01:14 Object ମେନୁକୁ ଯାଆନ୍ତୁ. Fill and Stroke ଖୋଲନ୍ତୁ
01:19 Stroke ରଙ୍ଗକୁ ହଳଦିଆ କରନ୍ତୁ
01:23 ଏବେ, ଢେଉ ରେଖା ତଳେ ଗୋଟିଏ ସିଧା ରେଖା ଆଙ୍କନ୍ତୁ
01:26 ଉଭୟ ରେଖାକୁ ସିଲେକ୍ଟ କରନ୍ତୁ Extensions ମେନୁକୁ ଯାଆନ୍ତୁ.
01:30 Generate From Path ଉପରେ କ୍ଲିକ୍ କରି Interpolateରେ କ୍ଲିକ୍ କରନ୍ତୁ
01:35 Exponent, 0 ଅଛି କି ନାହିଁ ଦେଖନ୍ତୁ
01:38 Interpolation Stepsର ଭାଲ୍ୟୁକୁ 30 କରନ୍ତୁ
01:42 Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
01:46 ଦେଖନ୍ତୁ, Interpolation ଇଫେକ୍ଟ ଏବେ ଲାଗୁ ହୋଇଗଲା
01:50 ଚାଲନ୍ତୁ, Interpolate ଡିଜାଇନ୍ କୁ କିଛି ଗ୍ଲୋ ଇଫେକ୍ଟ ଦେବା. ଡିଜାଇନ୍ ସିଲେକ୍ଟ କରନ୍ତୁ
01:55 Filter ମେନୁକୁ ଯାଆନ୍ତୁ. Shadows and Glows ଉପରେ କ୍ଲିକ୍ କରି Glow ଉପରେ କ୍ଲିକ୍ କରନ୍ତୁ
02:02 ଡିଜାଇନ୍ ରେ ଗ୍ଲୋ ଇଫେକ୍ଟ ଲାଗୁ ହୋଇଗଲା
02:06 ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
02:10 ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି
02:13 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
02:17 Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ
02:23 ଲୋଗୋକୁ ରିସାଇଜ୍ କରି ଉପର ବାମ କୋଣରେ ତାହାକୁ ରଖନ୍ତୁ
02:27 ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଭିଜିଟିଙ୍ଗ୍ କାର୍ଡ ବିବରଣୀ କପୀ କରିବି
02:34 ଏହି ଫାଇଲ୍, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
02:38 ଫଣ୍ଟ ସାଇଜ୍ 12 ଓ ଟେକ୍ସଟ୍ କଲର୍ ଧଳାରେ ବଦଳାନ୍ତୁ
02:43 Spoken Tutorial ଶବ୍ଦକୁ ସିଲେକ୍ଟ କରନ୍ତୁ
02:45 ଫଣ୍ଟ ସାଇଜ୍ କୁ 16 କରି ତାହାକୁ Bold କରନ୍ତୁ
02:50 ଏବେ, Spoken Tutorial ପାଇଁ ଆମର ଭିଜିଟିଙ୍ଗ୍ କାର୍ଡ ପ୍ରସ୍ତୁତ
02:55 ଏହାପରେ ଆମେ, ଭିଜିଟିଙ୍ଗ୍ କାର୍ଡର ଏକାଧିକ କପୀ କରିବା ବିଷୟରେ ଶିଖିବା
02:59 ଏହାକୁ ଆମେ, Cloning Method ଦ୍ୱାରା କରିବା
03:03 ଏହା କରିବା ପାଇଁ, ପ୍ରଥମେ ସମସ୍ତ ଏଲେମେଣ୍ଟକୁ ଆମେ ଗ୍ରୁପ୍ କରିବା
03:06 ସମସ୍ତ ଏଲେମେଣ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଏବଂ ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ Ctrl + G ଦବାନ୍ତୁ
03:13 ଏବେ, Edit ମେନୁକୁ ଯାଇ,
03:15 Clone ଉପରେ କ୍ଲିକ୍ କରି Create Tiled Clones ଉପରେ କ୍ଲିକ୍ କରନ୍ତୁ
03:20 Create Tiled Clones ଡାୟଲଗ୍ ବକ୍ସ ଖୋଲିଲା
03:23 Symmetry ଟାବ୍ ରେ, Rowକୁ 4ରେ ଓ Columnsକୁ 3ରେ ବଦଳାନ୍ତୁ
03:30 ଏବେ Create ବଟନ୍ କ୍ଲିକ୍ କରି
03:33 ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
03:35 ଦେଖନ୍ତୁ, କାନଭାସ୍ ଉପରେ ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ଦେଖାଦେଲା
03:40 ଏହିପରି ଭାବେ ଆମେ, ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିପାରିବା
03:44 ଉପର ବାମପଟେ ଥିବା ଭିଜିଟିଙ୍ଗ୍ କାର୍ଡକୁ ଦେଖନ୍ତୁ
03:48 ତାହା ଉପରେ କ୍ଲିକ୍ କରି ତାହାକୁ ସେହି ‍ସ୍ଥାନରୁ ଘୁଞ୍ଚାନ୍ତୁ
03:50 ଏହା ଏକ ଅତିରିକ୍ତ କପୀ ହୋଇଥିବାରୁ ଏହାକୁ ଡିଲିଟ୍ କରିଦିଅନ୍ତୁ
03:54 ଯଦି କିଛି ପରିବର୍ତ୍ତନ ମିଶାଇବାକୁ ହୁଏ, ତେବେ କ’ଣ କରିବେ?
03:59 ଆମକୁ ଭିଜିଟିଙ୍ଗ୍ କାର୍ଡର ପ୍ରତ୍ୟେକ କପୀକୁ ବଦଳାଇବାକୁ ପଡ଼ିବ କି?
04:02 ଆଦୌ ନୁହେଁ. ଆମକୁ କେବଳ ମୂଳ ଭିଜିଟିଙ୍ଗ୍ କାର୍ଡରେ ହିଁ ସଂଶୋଧନ କରିବାକୁ ହେବ
04:07 ତାହା ସମସ୍ତ କପୀରେ ପ୍ରତିଫଳିତ ହେବ
04:10 ଚାଲନ୍ତୁ ଏହା ଦେଖିବା. ମୂଳ କାର୍ଡରେ Spoken Tutorial ଶବ୍ଦ ଉପରେ ଡବଲ୍ କ୍ଲିକ୍ କରି, ତାହାର ରଙ୍ଗକୁ ମାଟିଆ କରନ୍ତୁ
04:18 ଭିଜିଟିଙ୍ଗ୍ କାର୍ଡର ସମସ୍ତ କପୀରେ ପ୍ରତିଫଳିତ ପରିବର୍ତ୍ତନକୁ ଦେଖନ୍ତୁ
04:24 ଏବେ, ଫାଇଲ୍ କୁ ସେଭ୍ କରନ୍ତୁ
04:26 ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ. ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି
04:35 ଆଉ ଏହାକୁ ST-Visiting-Card ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
04:43 ଏହାପରେ ଆମେ ଫାଇଲ୍ କୁ PDF ଫର୍ମାଟ୍ ରେ ସେଭ୍ କରିବା
04:48 ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
04:53 Extensionକୁ PDFରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
04:57 Resolutionକୁ 300 କରି OK କ୍ଲିକ୍ କରନ୍ତୁ
05:01 ଡେସ୍କଟପ୍‍ କୁ ଯାଆନ୍ତୁ
05:03 ଆମେ ସେଭ୍ କରିଥିବା ଫାଇଲ୍ ଏଠାରେ ଅଛି. ତାକୁ ଖୋଲନ୍ତୁ
05:08 ଏହିଗୁଡ଼ିକ ହେଉଛି ଆମେ ତିଆରି କରିଥିବା ଭିଜିଟିଙ୍ଗ୍ କାର୍ଡସ୍
05:11 ସଂ‍କ୍ଷିପ୍ତରେ
05:13 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,

ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ

05:23 ଏକ ଆସାଇନମେଣ୍ଟ ଭାବେ
05:26 ନିମ୍ନ ବିବରଣୀ ସହ ଏକ ଭିଜିଟିଙ୍ଗ୍ କାର୍ଡ ତିଆରି କରନ୍ତୁ

ଆପଣଙ୍କ ନାମ ଆପଣଙ୍କ ଅନୁଷ୍ଠାନ/ସଂ‍ସ୍ଥାର ନାମ ଆପଣଙ୍କ ଅନୁଷ୍ଠାନ/ସଂ‍ସ୍ଥାର ଲୋଗୋ ଆପଣଙ୍କ ଅନୁ‍ଷ୍ଠାନ/ସଂ‍ସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍

05:38 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
05:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
05:51 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:59 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
06:03 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep