Difference between revisions of "Drupal/C2/Configuration-Management-in-Admin-Interface/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
(2 intermediate revisions by the same user not shown) | |||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+ | |||
|- | |- | ||
|00:09 | |00:09 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି - | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି - |
+ | |||
|- | |- | ||
|00:13 | |00:13 | ||
− | | Extend | + | |Extend, Configuration |
− | + | ||
− | + | ||
− | + | ||
|- | |- | ||
|00:16 | |00:16 | ||
− | | People ଓ | + | |People ଓ |
+ | |||
|- | |- | ||
|00:18 | |00:18 | ||
− | | Report | + | |Report |
+ | |||
|- | |- | ||
|00:20 | |00:20 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ | + | |ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
+ | |||
|- | |- | ||
|00:29 | |00:29 | ||
− | | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | + | |ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
+ | |||
|- | |- | ||
|00:34 | |00:34 | ||
− | | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ | + | |ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
+ | |||
|- | |- | ||
|00:38 | |00:38 | ||
− | | ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ | + | |ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ |
+ | |||
|- | |- | ||
|00:45 | |00:45 | ||
− | | ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ | + | |ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ |
+ | |||
|- | |- | ||
|00:53 | |00:53 | ||
− | | Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ | + | |Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ |
+ | |||
|- | |- | ||
|01:00 | |01:00 | ||
− | | Modules ହେଉଛି ଫିଚର୍ସ | + | |Modules ହେଉଛି ଫିଚର୍ସ |
+ | |||
|- | |- | ||
|01:02 | |01:02 | ||
− | | ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା | + | |ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା |
+ | |||
|- | |- | ||
|01:06 | |01:06 | ||
− | | ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା | + | |ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା |
+ | |||
|- | |- | ||
|01:11 | |01:11 | ||
− | | କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା | + | |କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା |
+ | |||
|- | |- | ||
|01:18 | |01:18 | ||
− | | ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ | + | |ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ |
+ | |||
|- | |- | ||
|01:26 | |01:26 | ||
− | | ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା | + | |ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା |
+ | |||
|- | |- | ||
|01:32 | |01:32 | ||
− | | ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ | + | |ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ |
+ | |||
|- | |- | ||
|01:41 | |01:41 | ||
− | | ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି | + | |ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି |
+ | |||
|- | |- | ||
|01:47 | |01:47 | ||
− | | ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି | + | |ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି |
+ | |||
|- | |- | ||
|01:51 | |01:51 | ||
− | | ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ | + | |ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ |
+ | |||
|- | |- | ||
|01:54 | |01:54 | ||
− | | Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ | + | |Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ |
+ | |||
|- | |- | ||
|02:03 | |02:03 | ||
− | | ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି | + | |ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି |
+ | |||
|- | |- | ||
|02:09 | |02:09 | ||
− | | ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ | + | |ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ |
+ | |||
|- | |- | ||
|02:16 | |02:16 | ||
− | | ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ | + | |ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ |
+ | |||
|- | |- | ||
|02:30 | |02:30 | ||
− | | ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା | + | |ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା |
+ | |||
|- | |- | ||
|02:35 | |02:35 | ||
− | | କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା | + | |କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା |
+ | |||
|- | |- | ||
|02:39 | |02:39 | ||
− | | Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal | + | |Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal |
+ | |||
|- | |- | ||
|02:53 | |02:53 | ||
− | | ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି | + | |ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି |
+ | |||
|- | |- | ||
|02:58 | |02:58 | ||
− | | Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ | + | |Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ |
+ | |||
|- | |- | ||
|03:04 | |03:04 | ||
− | | ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ | + | |ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ |
+ | |||
|- | |- | ||
|03:16 | |03:16 | ||
− | | Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ | + | |Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ |
+ | |||
|- | |- | ||
|03:21 | |03:21 | ||
− | | ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address | + | |ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address |
+ | |||
|- | |- | ||
|03:29 | |03:29 | ||
− | | ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା | + | |ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା |
+ | |||
|- | |- | ||
|03:37 | |03:37 | ||
− | | ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ | + | |ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ |
+ | |||
|- | |- | ||
|03:41 | |03:41 | ||
− | | ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ | + | |ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ |
+ | |||
|- | |- | ||
|03:49 | |03:49 | ||
− | | ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା | + | |ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା |
+ | |||
|- | |- | ||
|03:54 | |03:54 | ||
− | | ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ | + | |ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|03:58 | |03:58 | ||
− | | ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି | + | |ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି |
+ | |||
|- | |- | ||
|04:06 | |04:06 | ||
− | | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା | + | |ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା |
+ | |||
|- | |- | ||
|04:12 | |04:12 | ||
− | | ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା | + | |ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା |
+ | |||
|- | |- | ||
|04:16 | |04:16 | ||
− | | ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ | + | |ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ |
+ | |||
|- | |- | ||
|04:20 | |04:20 | ||
− | | ଆପଣ, List, Permissions ଓ Roles ଟାବ୍ସ ଦେଖିବେ | + | |ଆପଣ, List, Permissions ଓ Roles ଟାବ୍ସ ଦେଖିବେ |
+ | |||
|- | |- | ||
|04:26 | |04:26 | ||
− | | ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା | + | |ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା |
+ | |||
|- | |- | ||
|04:32 | |04:32 | ||
− | | ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ | + | |ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ |
+ | |||
|- | |- | ||
|04:44 | |04:44 | ||
− | | ୟୁଜର୍ ନେମ୍ admin ଏଠାରେ ଅଛି | + | |ୟୁଜର୍ ନେମ୍ admin ଏଠାରେ ଅଛି |
+ | |||
|- | |- | ||
|04:47 | |04:47 | ||
− | | Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା | + | |Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା |
+ | |||
|- | |- | ||
|04:54 | |04:54 | ||
− | | ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର | + | |ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର |
+ | |||
|- | |- | ||
|04:59 | |04:59 | ||
− | | ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ | + | |ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ |
+ | |||
|- | |- | ||
|05:09 | |05:09 | ||
− | | ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି | + | |ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି |
+ | |||
|- | |- | ||
|05:21 | |05:21 | ||
− | | Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା | + | |Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା |
+ | |||
|- | |- | ||
|05:29 | |05:29 | ||
− | | ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ | + | |ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|05:37 | |05:37 | ||
− | | ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ | + | |ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ |
+ | |||
|- | |- | ||
|05:42 | |05:42 | ||
− | | Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ | + | |Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ |
+ | |||
|- | |- | ||
|05:48 | |05:48 | ||
− | | ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ | + | |ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ |
+ | |||
|- | |- | ||
|05:54 | |05:54 | ||
− | | ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ | + | |ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ |
+ | |||
|- | |- | ||
|06:04 | |06:04 | ||
− | | Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ | + | |Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ |
+ | |||
|- | |- | ||
|06:10 | |06:10 | ||
− | | ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports | + | |ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports |
+ | |||
|- | |- | ||
|06:16 | |06:16 | ||
− | | Report ଉପରେ କ୍ଲିକ୍ କରନ୍ତୁ | + | |Report ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|06:18 | |06:18 | ||
− | | ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର | + | |ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର |
+ | |||
|- | |- | ||
|06:25 | |06:25 | ||
− | | ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି? | + | |ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି? |
+ | |||
|- | |- | ||
|06:28 | |06:28 | ||
− | | Recent Log Messages, | + | |Recent Log Messages, |
+ | |||
|- | |- | ||
|06:31 | |06:31 | ||
− | | ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା | + | |ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା |
+ | |||
|- | |- | ||
|06:36 | |06:36 | ||
− | | Status reports | + | |Status reports,Top Access Denied ଓ Page Not Found ଏରର୍ସ, |
− | + | ||
− | + | ||
− | + | ||
|- | |- | ||
|06:42 | |06:42 | ||
− | | Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ | + | |Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ |
+ | |||
|- | |- | ||
|06:49 | |06:49 | ||
− | | Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ | + | |Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ |
+ | |||
|- | |- | ||
|06:58 | |06:58 | ||
− | | ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା | + | |ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା |
+ | |||
|- | |- | ||
|07:04 | |07:04 | ||
− | | ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର | + | |ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର |
+ | |||
|- | |- | ||
|07:10 | |07:10 | ||
− | | ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ | + | |ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:15 | |07:15 | ||
− | | Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ | + | |Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ |
+ | |||
|- | |- | ||
|07:24 | |07:24 | ||
− | | ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ | + | |ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ |
+ | |||
|- | |- | ||
|07:32 | |07:32 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା | + | |ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା |
+ | |||
|- | |- | ||
|07:37 | |07:37 | ||
− | | ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ | + | |ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:42 | |07:42 | ||
− | | ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା | + | |ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା |
+ | |||
|- | |- | ||
|07:49 | |07:49 | ||
− | | ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା | + | |ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା |
+ | |||
|- | |- | ||
|07:55 | |07:55 | ||
− | | ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି | + | |ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି |
+ | |||
|- | |- | ||
|08:00 | |08:00 | ||
− | | ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ | + | |ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ |
+ | |||
|- | |- | ||
|08:05 | |08:05 | ||
− | | ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ | + | |ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ |
+ | |||
|- | |- | ||
|08:14 | |08:14 | ||
− | | ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ | + | |ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ |
+ | |||
|- | |- | ||
|08:22 | |08:22 | ||
− | | ତାହା ଆମ Administration Toolbarକୁ ସାରାଂଶିତ କରେ | + | |ତାହା ଆମ Administration Toolbarକୁ ସାରାଂଶିତ କରେ |
+ | |||
|- | |- | ||
|08:26 | |08:26 | ||
− | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ | + | |ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ |
+ | |||
|- | |- | ||
|08:32 | |08:32 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Extend,Configuration,People ଓ Report | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Extend,Configuration,People ଓ Report |
+ | |||
|- | |- | ||
|08:52 | |08:52 | ||
− | | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | + | |Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
+ | |||
|- | |- | ||
|09:03 | |09:03 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | + | |ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
+ | |||
|- | |- | ||
|09:11 | |09:11 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
+ | |||
|- | |- | ||
|09:19 | |09:19 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
+ | |||
|- | |- | ||
|09:32 | |09:32 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Latest revision as of 10:09, 4 April 2017
Time | Narration |
00:01 | Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି - |
00:13 | Extend, Configuration |
00:16 | People ଓ |
00:18 | Report |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
00:29 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:34 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
00:38 | ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ |
00:45 | ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ |
00:53 | Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ |
01:00 | Modules ହେଉଛି ଫିଚର୍ସ |
01:02 | ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା |
01:06 | ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା |
01:11 | କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା |
01:18 | ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ |
01:26 | ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା |
01:32 | ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ |
01:41 | ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି |
01:47 | ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି |
01:51 | ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ |
01:54 | Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ |
02:03 | ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି |
02:09 | ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ |
02:16 | ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ |
02:30 | ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା |
02:35 | କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା |
02:39 | Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal |
02:53 | ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି |
02:58 | Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ |
03:04 | ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ |
03:16 | Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ |
03:21 | ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address |
03:29 | ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା |
03:37 | ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ |
03:41 | ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ |
03:49 | ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା |
03:54 | ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ |
03:58 | ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି |
04:06 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା |
04:12 | ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା |
04:16 | ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ |
04:20 | ଆପଣ, List, Permissions ଓ Roles ଟାବ୍ସ ଦେଖିବେ |
04:26 | ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା |
04:32 | ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ |
04:44 | ୟୁଜର୍ ନେମ୍ admin ଏଠାରେ ଅଛି |
04:47 | Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା |
04:54 | ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର |
04:59 | ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ |
05:09 | ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି |
05:21 | Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା |
05:29 | ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ |
05:37 | ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ |
05:42 | Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ |
05:48 | ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ |
05:54 | ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ |
06:04 | Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ |
06:10 | ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports |
06:16 | Report ଉପରେ କ୍ଲିକ୍ କରନ୍ତୁ |
06:18 | ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର |
06:25 | ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି? |
06:28 | Recent Log Messages, |
06:31 | ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା |
06:36 | Status reports,Top Access Denied ଓ Page Not Found ଏରର୍ସ, |
06:42 | Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ |
06:49 | Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ |
06:58 | ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା |
07:04 | ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର |
07:10 | ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ |
07:15 | Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ |
07:24 | ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ |
07:32 | ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା |
07:37 | ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ |
07:42 | ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା |
07:49 | ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା |
07:55 | ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି |
08:00 | ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ |
08:05 | ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ |
08:14 | ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ |
08:22 | ତାହା ଆମ Administration Toolbarକୁ ସାରାଂଶିତ କରେ |
08:26 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ |
08:32 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Extend,Configuration,People ଓ Report |
08:52 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
09:03 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
09:32 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |