Difference between revisions of "Drupal/C2/Overview-of-Drupal/Oriya"

From Script | Spoken-Tutorial
Jump to: navigation, search
 
(2 intermediate revisions by the same user not shown)
Line 5: Line 5:
 
|-
 
|-
 
|00:01
 
|00:01
| Overview of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Overview of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ Drupal
କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍
+
 
Drupal
+
 
|-
 
|-
 
|00:13
 
|00:13
| Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ
+
|Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ
ଏହି Drupal ଶୃଙ୍ଖଳାର ଅବଲୋକନ
+
 
 
|-
 
|-
 
|00:19
 
|00:19
| Drupal କ’ଣ ପ୍ରଥମେ ତାହା ବୁଝିବା. Drupal ହେଉଛି ଏକ ମାଗଣା ଓ ମୁକ୍ତ ଉତ୍ସ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (CMS)
+
|Drupal କ’ଣ ପ୍ରଥମେ ତାହା ବୁଝିବା. Drupal ହେଉଛି ଏକ ମାଗଣା ଓ ମୁକ୍ତ ଉତ୍ସ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (CMS)
 +
 
 
|-
 
|-
 
|00:30
 
|00:30
| ଏକ CMS କ’ଣ?  
+
|ଏକ CMS କ’ଣ? ଏହା ପୁରୁଣା ଦିନଗୁଡ଼ିକ ପରି ନୁହେଁ, ଯେତେବେଳେ ଗୋଟିଏ ସର୍ଭର୍ ରେ ଆମେ ଅନେକ html ଫାଇଲ୍ ଅପଲୋଡ୍ କରୁଥିଲେ
ଏହା ପୁରୁଣା ଦିନଗୁଡ଼ିକ ପରି ନୁହେଁ, ଯେତେବେଳେ ଗୋଟିଏ ସର୍ଭର୍ ରେ ଆମେ ଅନେକ html ଫାଇଲ୍ ଅପଲୋଡ୍ କରୁଥିଲେ
+
 
 
|-
 
|-
 
|00:40
 
|00:40
| ପରମ୍ପରାଗତ ମାର୍ଗରେ, ପ୍ରତ୍ୟେକ ୱେବ୍ ପେଜ୍ ର ନିଜସ୍ୱ html ଫାଇଲ୍ ଥାଏ
+
|ପରମ୍ପରାଗତ ମାର୍ଗରେ, ପ୍ରତ୍ୟେକ ୱେବ୍ ପେଜ୍ ର ନିଜସ୍ୱ html ଫାଇଲ୍ ଥାଏ
 +
 
 
|-
 
|-
 
|00:47
 
|00:47
| ଏବେ ଏହା ବହୁତ ଭିନ୍ନ.  
+
|ଏବେ ଏହା ବହୁତ ଭିନ୍ନ. ବିଭିନ୍ନ କମ୍ପୋନେଣ୍ଟସ୍ ବ୍ୟବହାର କରି ପ୍ରତ୍ୟେକ ପେଜ୍ ତିଆରି ହୋଇଛି  
ବିଭିନ୍ନ କମ୍ପୋନେଣ୍ଟସ୍ ବ୍ୟବହାର କରି ପ୍ରତ୍ୟେକ ପେଜ୍ ତିଆରି ହୋଇଛି  
+
 
 
|-
 
|-
 
|00:55
 
|00:55
| ପ୍ରତ୍ୟେକ କମ୍ପୋନେଣ୍ଟ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି
+
|ପ୍ରତ୍ୟେକ କମ୍ପୋନେଣ୍ଟ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି
 +
 
 
|-
 
|-
 
|01:00
 
|01:00
| କିଛି ପ୍ରୋଗ୍ରାମିଙ୍ଗ୍ ଲଜିକ୍ ବ୍ୟବହାର କରି ଏହି କମ୍ପୋନେଣ୍ଟଗୁଡ଼ିକୁ fly ଉପରେ ଆସେମ୍ୱଲ୍ କରାଯାଇଛି
+
|କିଛି ପ୍ରୋଗ୍ରାମିଙ୍ଗ୍ ଲଜିକ୍ ବ୍ୟବହାର କରି ଏହି କମ୍ପୋନେଣ୍ଟଗୁଡ଼ିକୁ fly ଉପରେ ଆସେମ୍ୱଲ୍ କରାଯାଇଛି
 +
 
 
|-
 
|-
 
|01:06
 
|01:06
| ତେଣୁ, ଆପଣ କ’ଣ ଦେଖୁଛନ୍ତି, ଯେପରି ଡେସ୍କଟପ୍ କିମ୍ୱା ମୋବାଇଲ୍, ତାହା ଉପରେ ଭିତ୍ତିକରି ଏହା ଭିନ୍ନ ହୋଇପାରେ
+
|ତେଣୁ, ଆପଣ କ’ଣ ଦେଖୁଛନ୍ତି, ଯେପରି ଡେସ୍କଟପ୍ କିମ୍ୱା ମୋବାଇଲ୍, ତାହା ଉପରେ ଭିତ୍ତିକରି ଏହା ଭିନ୍ନ ହୋଇପାରେ
 +
 
 
|-
 
|-
 
|01:14
 
|01:14
| କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ.  
+
|କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ. ଭାରତରୁ ଆପଣ ଜଣେ ଛାତ୍ର ହୋଇପାରନ୍ତି,  
ଭାରତରୁ ଆପଣ ଜଣେ ଛାତ୍ର ହୋଇପାରନ୍ତି,  
+
 
 
|-
 
|-
 
|01:23
 
|01:23
| କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ.  
+
|କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ. ଆପଣ ସମସ୍ତେ ଏକ ଭିନ୍ନ ପେଜ୍ ଦେଖିବେ
ଆପଣ ସମସ୍ତେ ଏକ ଭିନ୍ନ ପେଜ୍ ଦେଖିବେ
+
 
 
|-
 
|-
 
|01:32
 
|01:32
| ଏହି ପ୍ରେଜେଣ୍ଟେଶନ୍ ଲଜିକ୍ ପଛରେ CMS ଅଛି
+
|ଏହି ପ୍ରେଜେଣ୍ଟେଶନ୍ ଲଜିକ୍ ପଛରେ CMS ଅଛି
 +
 
 
|-
 
|-
 
|01:37
 
|01:37
| ଏହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଫଙ୍କଶାଲିଟିଜ୍ ବ୍ୟବହାର କରେ, ଯେପରି PHP, Ajax, Java Script ଆଦି
+
|ଏହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଫଙ୍କଶାଲିଟିଜ୍ ବ୍ୟବହାର କରେ, ଯେପରି PHP, Ajax, Java Script ଆଦି
 +
 
 
|-
 
|-
 
|01:47
 
|01:47
| କୌଣସି ଫର୍ମାଟିଙ୍ଗ୍ ବିନା, ସମସ୍ତ CMS ସାଧାରଣତଃ, ଇନଫର୍ମେଶନ୍ କଣ୍ଟେଣ୍ଟ ଷ୍ଟୋର୍ କରିବାକୁ ଏକ ଡେଟାବେସ୍ ବ୍ୟବହାର କରେ
+
|କୌଣସି ଫର୍ମାଟିଙ୍ଗ୍ ବିନା, ସମସ୍ତ CMS ସାଧାରଣତଃ, ଇନଫର୍ମେଶନ୍ କଣ୍ଟେଣ୍ଟ ଷ୍ଟୋର୍ କରିବାକୁ ଏକ ଡେଟାବେସ୍ ବ୍ୟବହାର କରେ
 +
 
 
|-
 
|-
 
|01:55
 
|01:55
| କଣ୍ଟେଣ୍ଟର୍ ଫର୍ମାଟିଙ୍ଗ୍ ପୃଥକ୍ ଭାବରେ କରାଯାଏ
+
|କଣ୍ଟେଣ୍ଟର୍ ଫର୍ମାଟିଙ୍ଗ୍ ପୃଥକ୍ ଭାବରେ କରାଯାଏ
 +
 
 
|-
 
|-
 
|02:00
 
|02:00
| ନନ୍-ଟେକ୍ନିକଲ୍ ୟୁଜରମାନଙ୍କୁ, ସହଜରେ ଏକ ୱେବ୍ ସାଇଟ୍ ମ୍ୟାନେଜ୍ କରିବାକୁ ମଧ୍ୟ CMS ସାହାଯ୍ୟ କରିଥାଏ
+
|ନନ୍-ଟେକ୍ନିକଲ୍ ୟୁଜରମାନଙ୍କୁ, ସହଜରେ ଏକ ୱେବ୍ ସାଇଟ୍ ମ୍ୟାନେଜ୍ କରିବାକୁ ମଧ୍ୟ CMS ସାହାଯ୍ୟ କରିଥାଏ
 +
 
 
|-
 
|-
 
|02:07
 
|02:07
| Drupal ମଧ୍ୟ ଏହିପରି ଏକ ମୁକ୍ତ ଉତ୍ସ CMS, ଅର୍ଥାତ୍ ଏହି କୋଡ୍ ମାଗଣାରେ ଉପଲବ୍ଧ
+
|Drupal ମଧ୍ୟ ଏହିପରି ଏକ ମୁକ୍ତ ଉତ୍ସ CMS, ଅର୍ଥାତ୍ ଏହି କୋଡ୍ ମାଗଣାରେ ଉପଲବ୍ଧ
 +
 
 
|-
 
|-
 
|02:15
 
|02:15
| ସମସ୍ତେ ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
+
|ସମସ୍ତେ ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
 +
 
 
|-
 
|-
 
|02:18
 
|02:18
| Dries Buytaertଙ୍କ ଦ୍ୱାରା 2000 ମସିହାରେ Drupal ସ୍ଥାପିତ କରାଯାଇଥିଲା, ଯେତେବେଳେ ସେ ଜଣେ ଛାତ୍ର ଥିଲେ
+
|Dries Buytaertଙ୍କ ଦ୍ୱାରା 2000 ମସିହାରେ Drupal ସ୍ଥାପିତ କରାଯାଇଥିଲା, ଯେତେବେଳେ ସେ ଜଣେ ଛାତ୍ର ଥିଲେ
 +
 
 
|-
 
|-
 
|02:24
 
|02:24
| ଏହାକୁ ମୁକ୍ତ ଉତ୍ସ କରିଥିବାରୁ, ହଜାର ହଜାର ଲୋକ କୋଡ୍ କୁ ସଂଶୋଧନ କରିବାରେ ସାହାଯ୍ୟ କରିଥିଲେ
+
|ଏହାକୁ ମୁକ୍ତ ଉତ୍ସ କରିଥିବାରୁ, ହଜାର ହଜାର ଲୋକ କୋଡ୍ କୁ ସଂଶୋଧନ କରିବାରେ ସାହାଯ୍ୟ କରିଥିଲେ
 +
 
 
|-
 
|-
 
|02:32
 
|02:32
| ସେମାନେ ତାହାପରେ, ଅଳ୍ପ ବିକାଶ ସହିତ ଏହାକୁ କମ୍ୟୁନିଟୀକୁ ଫେରାଇଥିଲେ  
+
|ସେମାନେ ତାହାପରେ, ଅଳ୍ପ ବିକାଶ ସହିତ ଏହାକୁ କମ୍ୟୁନିଟୀକୁ ଫେରାଇଥିଲେ  
 +
 
 
|-
 
|-
 
|02:37
 
|02:37
| Drupal କମ୍ୟୁନିଟୀ ହେଉଛି ସର୍ବବୃହତ୍ ଓ ଏକବଦ୍ଧ ମୁକ୍ତ ଉତ୍ସ କମ୍ୟୁନିଟୀଗୁଡ଼ିକ ମଧ୍ୟରୁ ଅନ୍ୟତମ  
+
|Drupal କମ୍ୟୁନିଟୀ ହେଉଛି ସର୍ବବୃହତ୍ ଓ ଏକବଦ୍ଧ ମୁକ୍ତ ଉତ୍ସ କମ୍ୟୁନିଟୀଗୁଡ଼ିକ ମଧ୍ୟରୁ ଅନ୍ୟତମ  
 +
 
 
|-
 
|-
 
|02:43
 
|02:43
| ଏହି କମ୍ୟୁନିଟୀରେ ଡେଭେଲପର୍ସ, ସାଇଟ୍-ବିଲ୍ଡର୍ସ, ସ୍ୱେଚ୍ଛାସେବୀମାନେ ଅଛନ୍ତି, ଯେଉଁମାନେ Drupalକୁ ଆଜିପରି କରିଛନ୍ତି  
+
|ଏହି କମ୍ୟୁନିଟୀରେ ଡେଭେଲପର୍ସ, ସାଇଟ୍-ବିଲ୍ଡର୍ସ, ସ୍ୱେଚ୍ଛାସେବୀମାନେ ଅଛନ୍ତି, ଯେଉଁମାନେ Drupalକୁ ଆଜିପରି କରିଛନ୍ତି  
 +
 
 
|-
 
|-
 
|02:51
 
|02:51
| ଏହା କୁହାଯାଏ ଯେ Drupalରେ ଆପଣ କୋଡ୍ ପାଇଁ ଆସିବେ ଓ କମ୍ୟୁନିଟୀ ପାଇଁ ରହିବେ
+
|ଏହା କୁହାଯାଏ ଯେ Drupalରେ ଆପଣ କୋଡ୍ ପାଇଁ ଆସିବେ ଓ କମ୍ୟୁନିଟୀ ପାଇଁ ରହିବେ
 +
 
 
|-
 
|-
 
|02:58
 
|02:58
| ସମାନ କାରଣ ପାଇଁ ଆପଣ କମ୍ୟୁନିଟୀ ସହିତ ରହିପାରନ୍ତି  
+
|ସମାନ କାରଣ ପାଇଁ ଆପଣ କମ୍ୟୁନିଟୀ ସହିତ ରହିପାରନ୍ତି  
 +
 
 
|-
 
|-
 
|03:02
 
|03:02
| ଏହାପରେ ମୁଁ, Drupalର ଟପ୍ 10 ଫିଚର୍ସ ବିଷୟରେ କହୁଛି
+
|ଏହାପରେ ମୁଁ, Drupalର ଟପ୍ 10 ଫିଚର୍ସ ବିଷୟରେ କହୁଛି
 +
 
 
|-
 
|-
 
|03:06
 
|03:06
| ନମ୍ୱର୍ 1:  
+
|ନମ୍ୱର୍ 1:  Drupal ହେଉଛି ମାଗଣା ଓ ସମ୍ପୂର୍ଣ୍ଣ ମୁକ୍ତ ଉତ୍ସ
  Drupal ହେଉଛି ମାଗଣା ଓ ସମ୍ପୂର୍ଣ୍ଣ ମୁକ୍ତ ଉତ୍ସ
+
 
 
|-
 
|-
 
|03:11
 
|03:11
| ଯେକୌଣସି ବ୍ୟକ୍ତି ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
+
|ଯେକୌଣସି ବ୍ୟକ୍ତି ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
 +
 
 
|-
 
|-
 
|03:15
 
|03:15
| ଆପଣ ଜଣେ ଡେଭେଲପର୍ ହୋଇଥିଲେ ମଧ୍ୟ Drupal ବହୁତ ସାହାଯ୍ୟକାରୀ
+
|ଆପଣ ଜଣେ ଡେଭେଲପର୍ ହୋଇଥିଲେ ମଧ୍ୟ Drupal ବହୁତ ସାହାଯ୍ୟକାରୀ
 +
 
 
|-
 
|-
 
|03:20
 
|03:20
| ନମ୍ୱର୍ 2:  
+
|ନମ୍ୱର୍ 2: Drupal ହେଉଛି ନମନୀୟ
Drupal ହେଉଛି ନମନୀୟ
+
 
 
|-
 
|-
 
|03:24
 
|03:24
| Drupal ହେଉଛି ଆଜିର ଉପଲବ୍ଧ ସବୁଠାରୁ ଅନୁକୂଳ ସିଷ୍ଟମ୍ ଗୁଡ଼ିକ ମଧ୍ୟରୁ ଗୋଟିଏ
+
|Drupal ହେଉଛି ଆଜିର ଉପଲବ୍ଧ ସବୁଠାରୁ ଅନୁକୂଳ ସିଷ୍ଟମ୍ ଗୁଡ଼ିକ ମଧ୍ୟରୁ ଗୋଟିଏ
 +
 
 
|-
 
|-
 
|03:28
 
|03:28
| ବିଭିନ୍ନ କଷ୍ଟମ୍ ଡେଟା ଷ୍ଟ୍ରକଚର୍ସ ଆବଶ୍ୟକ କରୁଥିବା ସୋଫିଷ୍ଟିକେଟେଡ୍ ୱେବ୍ ସାଇଟ୍ସ ସହିତ Drupal ବହୁତ ଉତ୍ତମ ରୂପେ କାମ କରେ
+
|ବିଭିନ୍ନ କଷ୍ଟମ୍ ଡେଟା ଷ୍ଟ୍ରକଚର୍ସ ଆବଶ୍ୟକ କରୁଥିବା ସୋଫିଷ୍ଟିକେଟେଡ୍ ୱେବ୍ ସାଇଟ୍ସ ସହିତ Drupal ବହୁତ ଉତ୍ତମ ରୂପେ କାମ କରେ
 +
 
 
|-
 
|-
 
|03:35
 
|03:35
| ଉଭୟ CMS ଓ ବିସ୍ତୃତ Web Development Platform ଭାବରେ ଡେଭେଲପର୍ ମାନେ ଏହାକୁ ବ୍ୟବହାର କରନ୍ତି  
+
|ଉଭୟ CMS ଓ ବିସ୍ତୃତ Web Development Platform ଭାବରେ ଡେଭେଲପର୍ ମାନେ ଏହାକୁ ବ୍ୟବହାର କରନ୍ତି  
 +
 
 
|-
 
|-
 
|03:42
 
|03:42
| ନମ୍ୱର୍ 3:
+
|ନମ୍ୱର୍ 3: Drupal ହେଉଛି ମୋବାଇଲ୍-ରେଡୀ
Drupal ହେଉଛି ମୋବାଇଲ୍-ରେଡୀ
+
 
 
|-
 
|-
 
|03:46
 
|03:46
| ଆମ ପସନ୍ଦର ଯେକୌଣସି ମୋବାଇଲ୍ ଡିଭାଇସ୍ ରୁ ଆମେ, ଆମ Drupal ସାଇଟ୍ ରେ ପ୍ରତ୍ୟେକ ପେଜ୍ କୁ ଦେଖିପାରିବା ଓ ପରିଚାଳନା କରିପାରିବା
+
|ଆମ ପସନ୍ଦର ଯେକୌଣସି ମୋବାଇଲ୍ ଡିଭାଇସ୍ ରୁ ଆମେ, ଆମ Drupal ସାଇଟ୍ ରେ ପ୍ରତ୍ୟେକ ପେଜ୍ କୁ ଦେଖିପାରିବା ଓ ପରିଚାଳନା କରିପାରିବା
 +
 
 
|-
 
|-
 
|03:54
 
|03:54
| ନମ୍ୱର୍ 4:
+
|ନମ୍ୱର୍ 4: ବଡ଼ ପ୍ରୋଜେକ୍ଟଗୁଡ଼ିକ ପାଇଁ Drupal ହେଉଛି ଚମତ୍କାର
ବଡ଼ ପ୍ରୋଜେକ୍ଟଗୁଡ଼ିକ ପାଇଁ Drupal ହେଉଛି ଚମତ୍କାର
+
 
 
|-
 
|-
 
|04:00
 
|04:00
| whitehouse.govଠାରୁ ଆରମ୍ଭ କରି weather.com ଓ Dallas Cowboys ପର୍ଯ୍ୟନ୍ତ ଯେକୌଣସି ପ୍ରୋଜେକ୍ଟକୁ Drupal ହ୍ୟାଣ୍ଡଲ୍ କରିପାରେ
+
|whitehouse.govଠାରୁ ଆରମ୍ଭ କରି weather.com ଓ Dallas Cowboys ପର୍ଯ୍ୟନ୍ତ ଯେକୌଣସି ପ୍ରୋଜେକ୍ଟକୁ Drupal ହ୍ୟାଣ୍ଡଲ୍ କରିପାରେ
 +
 
 
|-
 
|-
 
|04:08
 
|04:08
| ଅଧିକ ଜଟିଳ ୱେବ୍ ସାଇଟ୍ ସହିତ Drupal ଆହୁରି ଚମକେ
+
|ଅଧିକ ଜଟିଳ ୱେବ୍ ସାଇଟ୍ ସହିତ Drupal ଆହୁରି ଚମକେ
 +
 
 
|-
 
|-
 
|04:12
 
|04:12
| ଫିଚର୍ ସମୃଦ୍ଧ ୱେବ୍ ସାଇଟ୍ ଚାହୁଁଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସମାଧାନ
+
|ଫିଚର୍ ସମୃଦ୍ଧ ୱେବ୍ ସାଇଟ୍ ଚାହୁଁଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସମାଧାନ
 +
 
 
|-
 
|-
 
|04:19
 
|04:19
| ଏବଂ ବିଶାଳ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ଉପଯୁକ୍ତ
+
|ଏବଂ ବିଶାଳ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ଉପଯୁକ୍ତ
 +
 
 
|-
 
|-
 
|04:24
 
|04:24
| ନମ୍ୱର୍ 5:
+
|ନମ୍ୱର୍ 5:  Drupal ହେଉଛି ଅନୁକୂଳ, ସାମାଜିକ ଓ ଅନୁସନ୍ଧନୀୟ
  Drupal ହେଉଛି ଅନୁକୂଳ, ସାମାଜିକ ଓ ଅନୁସନ୍ଧନୀୟ
+
 
 
|-
 
|-
 
|04:29
 
|04:29
| My Site ଓ My Content ଖୋଜିବାରେ Drupal ଲୋକମାନଙ୍କୁ ସାହାଯ୍ୟ କରେ
+
|My Site ଓ My Content ଖୋଜିବାରେ Drupal ଲୋକମାନଙ୍କୁ ସାହାଯ୍ୟ କରେ
 +
 
 
|-
 
|-
 
|04:34
 
|04:34
| ଟାଗ୍ସ, ବିବରଣୀ, କୀୱର୍ଡ୍ସ ଓ ମାନବ ଅନୁକୂଳ URLଗୁଡ଼ିକ ଆଡ୍ କରିବାକୁ ମଧ୍ୟ Drupal ଅନୁମତି ଦେଇଥାଏ
+
|ଟାଗ୍ସ, ବିବରଣୀ, କୀୱର୍ଡ୍ସ ଓ ମାନବ ଅନୁକୂଳ URLଗୁଡ଼ିକ ଆଡ୍ କରିବାକୁ ମଧ୍ୟ Drupal ଅନୁମତି ଦେଇଥାଏ
 +
 
 
|-
 
|-
 
|04:45
 
|04:45
| ନମ୍ୱର୍ 6:  
+
|ନମ୍ୱର୍ 6: Drupal ହେଉଛି ସୁରକ୍ଷିତ
Drupal ହେଉଛି ସୁରକ୍ଷିତ
+
 
 
|-
 
|-
 
|04:50
 
|04:50
| Drupal, ଆମ ୱେବ୍ ସାଇଟକୁ ନିୟମିତ ସୁରକ୍ଷା ଅପଡେଟ୍ସ ସହିତ ସୁରକ୍ଷିତ ରଖେ, ଯେପରି Hash Passwords,  
+
|Drupal, ଆମ ୱେବ୍ ସାଇଟକୁ ନିୟମିତ ସୁରକ୍ଷା ଅପଡେଟ୍ସ ସହିତ ସୁରକ୍ଷିତ ରଖେ, ଯେପରି Hash Passwords,  
 +
 
 
|-
 
|-
 
|04:57
 
|04:57
| Session ID, ଯାହା Permissions ବଦଳିଲେ, ବଦଳେ
+
|Session ID, ଯାହା Permissions ବଦଳିଲେ, ବଦଳେ
 +
 
 
|-
 
|-
 
|05:01
 
|05:01
| ଟେକ୍ସଟ୍ ଫର୍ମାଟ୍ Permission ୟୁଜର୍ କୁ ଇନପୁଟ୍ ରୁ ପ୍ରତିରୋଧ କରେ ଓ ଆହୁରି ଅନେକ
+
|ଟେକ୍ସଟ୍ ଫର୍ମାଟ୍ Permission ୟୁଜର୍ କୁ ଇନପୁଟ୍ ରୁ ପ୍ରତିରୋଧ କରେ ଓ ଆହୁରି ଅନେକ
 +
 
 
|-
 
|-
 
|05:07
 
|05:07
| Drupal, ସୁରକ୍ଷାକୁ ବହୁତ ଗମ୍ଭୀରତାର ସହ ନେଇଥାଏ   
+
|Drupal, ସୁରକ୍ଷାକୁ ବହୁତ ଗମ୍ଭୀରତାର ସହ ନେଇଥାଏ   
 +
 
 
|-
 
|-
 
|05:11
 
|05:11
| ନମ୍ୱର୍ 7:  
+
|ନମ୍ୱର୍ 7: Drupal ସାଇଟ୍ ରେ ଫିଚର୍ସ ଆଡ୍ କରୁଥିବା ହଜାର-ହଜାର Modules ବ୍ୟବହାର କରି ଆମେ ଆମର Drupal ସାଇଟ୍ କୁ ବିସ୍ତାର କରିପାରିବା
Drupal ସାଇଟ୍ ରେ ଫିଚର୍ସ ଆଡ୍ କରୁଥିବା ହଜାର-ହଜାର Modules ବ୍ୟବହାର କରି ଆମେ ଆମର Drupal ସାଇଟ୍ କୁ ବିସ୍ତାର କରିପାରିବା
+
 
 
|-
 
|-
 
|05:18
 
|05:18
| ଯେକୌଣସି ଫିଚର୍ ବିଷୟରେ ଚିନ୍ତା କରନ୍ତୁ ଏବଂ କେହିଜଣେ ଗୋଟିଏ Module ତିଆରି କରି ମାଗଣାରେ ଉପଲବ୍ଧ କରାଇଦେଇଥିବ
+
|ଯେକୌଣସି ଫିଚର୍ ବିଷୟରେ ଚିନ୍ତା କରନ୍ତୁ ଏବଂ କେହିଜଣେ ଗୋଟିଏ Module ତିଆରି କରି ମାଗଣାରେ ଉପଲବ୍ଧ କରାଇଦେଇଥିବ
 +
 
 
|-
 
|-
 
|05:27
 
|05:27
| ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା.  
+
|ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା.ଆଉ ତଥାପି, ଆପଣଙ୍କ ୱେବ୍ ସାଇଟ୍ ଡେଟାର ଭିଜୁଆଲ୍ ପ୍ରେଜେଣ୍ଟେଶନ୍ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ  
ଆଉ ତଥାପି, ଆପଣଙ୍କ ୱେବ୍ ସାଇଟ୍ ଡେଟାର ଭିଜୁଆଲ୍ ପ୍ରେଜେଣ୍ଟେଶନ୍ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ  
+
 
 
|-
 
|-
 
|05:40
 
|05:40
| ନମ୍ୱର୍ 8:  
+
|ନମ୍ୱର୍ 8: ଯଦି ଆପଣଙ୍କୁ ସାହାଯ୍ୟ ଦରକାର, Drupal ରେ ଏକ ସାହାଯ୍ୟକାରୀ କମ୍ୟୁନିଟୀ ଅଛି ଓ ତାହା ବିଶାଳ!
ଯଦି ଆପଣଙ୍କୁ ସାହାଯ୍ୟ ଦରକାର, Drupal ରେ ଏକ ସାହାଯ୍ୟକାରୀ କମ୍ୟୁନିଟୀ ଅଛି ଓ ତାହା ବିଶାଳ!
+
 
 
|-
 
|-
 
|05:48
 
|05:48
| ସମଗ୍ର ବିଶ୍ୱରେ Drupal କାର୍ଯ୍ୟକ୍ରମମାନ ହୁଏ
+
|ସମଗ୍ର ବିଶ୍ୱରେ Drupal କାର୍ଯ୍ୟକ୍ରମମାନ ହୁଏ
 +
 
 
|-
 
|-
 
|05:52
 
|05:52
| ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକୁ Drupal Camps କୁହାଯାଏ
+
|ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକୁ Drupal Camps କୁହାଯାଏ
 +
 
 
|-
 
|-
 
|05:55
 
|05:55
| ଏବଂ ସମଗ୍ର ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରମୁଖ DrupalCons ହୁଏ
+
|ଏବଂ ସମଗ୍ର ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରମୁଖ DrupalCons ହୁଏ
 +
 
 
|-
 
|-
 
|06:01
 
|06:01
| Drupal Suport ପ୍ରତି ସମର୍ପିତ ସେଥିରେ ବହୁତ ସକ୍ରିୟ Forums, User Groups ଓ IRC Chats ଅଛି
+
|Drupal Suport ପ୍ରତି ସମର୍ପିତ ସେଥିରେ ବହୁତ ସକ୍ରିୟ Forums, User Groups ଓ IRC Chats ଅଛି
 +
 
 
|-
 
|-
 
|06:08
 
|06:08
| ନମ୍ୱର୍ 9:  
+
|ନମ୍ୱର୍ 9: Drupalରେ କେତେକ ବହୁତ ବଡ଼ ଓ ଅଭିଜ୍ଞ କମ୍ପାନୀଗୁଡ଼ିକ ଅଛି
Drupalରେ କେତେକ ବହୁତ ବଡ଼ ଓ ଅଭିଜ୍ଞ କମ୍ପାନୀଗୁଡ଼ିକ ଅଛି
+
 
 
|-
 
|-
 
|06:15
 
|06:15
| ଏହି ସିରିଜ୍ ର ପାର୍ଟନର୍ Acquia ହେଉଛି ସର୍ବୋତ୍ତମ Drupal  କମ୍ପାନୀ
+
|ଏହି ସିରିଜ୍ ର ପାର୍ଟନର୍ Acquia ହେଉଛି ସର୍ବୋତ୍ତମ Drupal  କମ୍ପାନୀ
 +
 
 
|-
 
|-
 
|06:21
 
|06:21
| ଭାରତରେ, 60ରୁ ଊର୍ଦ୍ଧ୍ୱ Drupal ସେବା କମ୍ପାନୀମାନ ଅଛି. ସେପରି ଶହ-ଶହ Freelancers ଅଛନ୍ତି, ଯେଉଁମାନେ Drupal ଜାଣନ୍ତି
+
|ଭାରତରେ, 60ରୁ ଊର୍ଦ୍ଧ୍ୱ Drupal ସେବା କମ୍ପାନୀମାନ ଅଛି. ସେପରି ଶହ-ଶହ Freelancers ଅଛନ୍ତି, ଯେଉଁମାନେ Drupal ଜାଣନ୍ତି
 +
 
 
|-
 
|-
 
|06:32
 
|06:32
| ନମ୍ୱର୍ 10:  
+
|ନମ୍ୱର୍ 10: Drupal ସବୁଠାରେ ଅଛି. ଏହି ରେକର୍ଡିଙ୍ଗ୍ ସମୟରେ 1.2 ମିଲିଅନ୍ ରୁ ଊର୍ଦ୍ଧ୍ୱ ୱେବ୍ ସାଇଟ୍ସ ରହିଛି
Drupal ସବୁଠାରେ ଅଛି. ଏହି ରେକର୍ଡିଙ୍ଗ୍ ସମୟରେ 1.2 ମିଲିଅନ୍ ରୁ ଊର୍ଦ୍ଧ୍ୱ ୱେବ୍ ସାଇଟ୍ସ ରହିଛି
+
 
 
|-
 
|-
 
|06:40
 
|06:40
| ସମଗ୍ର ୱେବ୍ ର 3 ଶତକଡ଼ା ଓ ଟପ୍ ଦଶ ହଜାର ୱେବ୍ ସାଇଟ୍ସକୁ Drupal ଚଲାଏ  
+
|ସମଗ୍ର ୱେବ୍ ର 3 ଶତକଡ଼ା ଓ ଟପ୍ ଦଶ ହଜାର ୱେବ୍ ସାଇଟ୍ସକୁ Drupal ଚଲାଏ  
 +
 
 
|-
 
|-
 
|06:50
 
|06:50
| ସରକାରୀ, ଶିକ୍ଷା, ଆୟ ବହିର୍ଭୁତ ଓ ବିଶାଳ ସଂସ୍ଥାଗୁଡ଼ିକରେ Drupal ବହୁତ ପ୍ରସିଦ୍ଧ
+
|ସରକାରୀ, ଶିକ୍ଷା, ଆୟ ବହିର୍ଭୁତ ଓ ବିଶାଳ ସଂସ୍ଥାଗୁଡ଼ିକରେ Drupal ବହୁତ ପ୍ରସିଦ୍ଧ
 +
 
 
|-
 
|-
 
|06:58
 
|06:58
| ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା:  
+
|ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା: Drupal କିପରି ଇନଷ୍ଟଲ୍ କରାଯାଏ
Drupal କିପରି ଇନଷ୍ଟଲ୍ କରାଯାଏ
+
 
 
|-
 
|-
 
|07:04
 
|07:04
| Drupal ଓ ଅନ୍ୟ ସମ୍ୱନ୍ଧିତ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଆମେ ଦେଖାଇବୁ
+
|Drupal ଓ ଅନ୍ୟ ସମ୍ୱନ୍ଧିତ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଆମେ ଦେଖାଇବୁ
 +
 
 
|-
 
|-
 
|07:10
 
|07:10
| ପ୍ରାୟ ସମସ୍ତେ ଏହାକୁ କରିପାରିବେ. ଏଥିପାଇଁ ଆପଣଙ୍କୁ Linux କିମ୍ୱା Windows Administration Savvy ହେବା ଦରକାର ନାହିଁ  
+
|ପ୍ରାୟ ସମସ୍ତେ ଏହାକୁ କରିପାରିବେ. ଏଥିପାଇଁ ଆପଣଙ୍କୁ Linux କିମ୍ୱା Windows Administration Savvy ହେବା ଦରକାର ନାହିଁ  
 +
 
 
|-
 
|-
 
|07:18
 
|07:18
| କଣ୍ଟେଣ୍ଟ ୱର୍କ ଫ୍ଲୋ -  
+
|କଣ୍ଟେଣ୍ଟ ୱର୍କ ଫ୍ଲୋ - Drupal ମଧ୍ୟରେ, ଗୋଟିଏ ୱେବ୍ ସାଇଟ୍ ର ମୌଳିକ କଣ୍ଟେଣ୍ଟ କିପରି ବ୍ୟବସ୍ଥିତ ହୁଏ, ଏଠାରେ ଆମେ ଶିଖିବା
Drupal ମଧ୍ୟରେ, ଗୋଟିଏ ୱେବ୍ ସାଇଟ୍ ର ମୌଳିକ କଣ୍ଟେଣ୍ଟ କିପରି ବ୍ୟବସ୍ଥିତ ହୁଏ, ଏଠାରେ ଆମେ ଶିଖିବା
+
 
 
|-
 
|-
 
|07:26
 
|07:26
| ଆମେ ଏକ ସରଳ ୱେବ୍ ସାଇଟ୍ କଣ୍ଟେଣ୍ଟ ମଧ୍ୟ କ୍ରିଏଟ୍ କରିବା, ଯେପରି ଆପଣ ଏହାକୁ ଗୋଟିଏ  ୱର୍ଡ ପ୍ରୋସେସର୍ ରେ ଏଡିଟିଙ୍ଗ୍ କରନ୍ତି
+
|ଆମେ ଏକ ସରଳ ୱେବ୍ ସାଇଟ୍ କଣ୍ଟେଣ୍ଟ ମଧ୍ୟ କ୍ରିଏଟ୍ କରିବା, ଯେପରି ଆପଣ ଏହାକୁ ଗୋଟିଏ  ୱର୍ଡ ପ୍ରୋସେସର୍ ରେ ଏଡିଟିଙ୍ଗ୍ କରନ୍ତି
 +
 
 
|-
 
|-
 
|07:34
 
|07:34
| ତାହାପରେ ଆମେ, କିଛି ଶକ୍ତିଶାଳୀ ଫିଚର୍ସ ବିଷୟରେ ଶିଖିବା, ଯାହା Drupalକୁ ଅଦ୍ୱିତୀୟ କରେ
+
|ତାହାପରେ ଆମେ, କିଛି ଶକ୍ତିଶାଳୀ ଫିଚର୍ସ ବିଷୟରେ ଶିଖିବା, ଯାହା Drupalକୁ ଅଦ୍ୱିତୀୟ କରେ
 +
 
 
|-
 
|-
 
|07:40
 
|07:40
| କଣ୍ଟେଣ୍ଟ, ବିଭିନ୍ନ କଣ୍ଟେଣ୍ଟର ପ୍ରୋଗ୍ରାମେଟିକ୍ ଫର୍ମାଟେଡ୍ ଡିସପ୍ଲେ ମଧ୍ୟରେ ସେଗୁଡ଼ିକର ସମ୍ପର୍କ ଅଛି
+
|କଣ୍ଟେଣ୍ଟ, ବିଭିନ୍ନ କଣ୍ଟେଣ୍ଟର ପ୍ରୋଗ୍ରାମେଟିକ୍ ଫର୍ମାଟେଡ୍ ଡିସପ୍ଲେ ମଧ୍ୟରେ ସେଗୁଡ଼ିକର ସମ୍ପର୍କ ଅଛି
 +
 
 
|-
 
|-
 
|07:49
 
|07:49
| Drupal କିପରି ବିସ୍ତାର କରାଯାଏ.  
+
|Drupal କିପରି ବିସ୍ତାର କରାଯାଏ. Drupalର ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ଫିଚର୍ ହେଉଛି Modules ବା Extensions
Drupalର ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ଫିଚର୍ ହେଉଛି Modules ବା Extensions
+
 
 
|-
 
|-
 
|07:56
 
|07:56
| ଯେପରି ପୂର୍ବରୁ କୁହାଯାଇଛି, ଆପଣ ଆବଶ୍ୟକ କରୁଥିବା ପ୍ରାୟ ଯେକୌଣସି ଫିଚର୍ ପାଇଁ ଏକ Module ରହିଛି, ଯେପରି ଏକ App
+
|ଯେପରି ପୂର୍ବରୁ କୁହାଯାଇଛି, ଆପଣ ଆବଶ୍ୟକ କରୁଥିବା ପ୍ରାୟ ଯେକୌଣସି ଫିଚର୍ ପାଇଁ ଏକ Module ରହିଛି, ଯେପରି ଏକ App
 +
 
 
|-
 
|-
 
|08:05
 
|08:05
| ତାହା ସହିତ ହଜାର-ହଜାର ସଂଖ୍ୟକ Modules ଅଛି. ଆପଣଙ୍କ ଉଦ୍ଦେଶ୍ୟ ପାଇଁ ଗୋଟିଏ Module କିପରି ସିଲେକ୍ଟ କରିବେ, ତାହା ଆମେ ଦେଖାଇବୁ
+
|ତାହା ସହିତ ହଜାର-ହଜାର ସଂଖ୍ୟକ Modules ଅଛି. ଆପଣଙ୍କ ଉଦ୍ଦେଶ୍ୟ ପାଇଁ ଗୋଟିଏ Module କିପରି ସିଲେକ୍ଟ କରିବେ, ତାହା ଆମେ ଦେଖାଇବୁ
 +
 
 
|-
 
|-
 
|08:13
 
|08:13
| ସାଇଟ୍ କୁ କିପରି Layout କରିବେ.  
+
|ସାଇଟ୍ କୁ କିପରି Layout କରିବେ. ଥରେ ମୌଳିକ କଣ୍ଟେଣ୍ଟ ଓ ଫିଚର୍ସ ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କୁ ତାହାର ଏକ ସୁନ୍ଦର ଡିସପ୍ଲେ ତିଆରି କରିବାକୁ ପଡ଼ିବ
ଥରେ ମୌଳିକ କଣ୍ଟେଣ୍ଟ ଓ ଫିଚର୍ସ ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କୁ ତାହାର ଏକ ସୁନ୍ଦର ଡିସପ୍ଲେ ତିଆରି କରିବାକୁ ପଡ଼ିବ
+
 
 
|-
 
|-
 
|08:24
 
|08:24
| Layout ଭାଗରେ ଆମେ, ୱେବ୍ ସାଇଟର ଲୂକ୍ ଓ ଫୀଲ୍ କୁ ବଦଳାଇବା କେତେ ସହଜ, ଶିଖିବା
+
|Layout ଭାଗରେ ଆମେ, ୱେବ୍ ସାଇଟର ଲୂକ୍ ଓ ଫୀଲ୍ କୁ ବଦଳାଇବା କେତେ ସହଜ, ଶିଖିବା
 +
 
 
|-
 
|-
 
|08:31
 
|08:31
| Modules ପରି, Layout କିମ୍ୱା Themes ମଧ୍ୟ କମ୍ୟୁନିଟୀ କଣ୍ଟ୍ରିବ୍ୟୁଶନ୍ ଭାବରେ ଉପଲବ୍ଧ ଅଛି
+
|Modules ପରି, Layout କିମ୍ୱା Themes ମଧ୍ୟ କମ୍ୟୁନିଟୀ କଣ୍ଟ୍ରିବ୍ୟୁଶନ୍ ଭାବରେ ଉପଲବ୍ଧ ଅଛି
 +
 
 
|-
 
|-
 
|08:38
 
|08:38
| ଲୋକମାନଙ୍କୁ କିପରି ପରିଚାଳନା କରିବେ.  
+
|ଲୋକମାନଙ୍କୁ କିପରି ପରିଚାଳନା କରିବେ.  
 +
 
 
|-
 
|-
 
|08:40
 
|08:40
| WordPress, Drupal ପରି ଅନ୍ୟ ସିଙ୍ଗଲ୍ ୟୁଜର୍ ଭିତ୍ତିକ CMSଠାରୁ ଭିନ୍ନ, ଅଧିକାଂଶ ସମୟରେ ଏହିପରି ପରିସ୍ଥିତିରେ ବ୍ୟବହୃତ ହୋଇଥାଏ, ଯେଉଁଠାରେ ବିଭିନ୍ନ ୟୁଜର୍ସଙ୍କୁ, ୱେବ୍ ସାଇଟ୍ ରେ ଭିନ୍ନ ଭିନ୍ନ ଜିନିଷ କରିବାକୁ ହୋଇଥାଏ
+
|WordPress, Drupal ପରି ଅନ୍ୟ ସିଙ୍ଗଲ୍ ୟୁଜର୍ ଭିତ୍ତିକ CMSଠାରୁ ଭିନ୍ନ, ଅଧିକାଂଶ ସମୟରେ ଏହିପରି ପରିସ୍ଥିତିରେ ବ୍ୟବହୃତ ହୋଇଥାଏ, ଯେଉଁଠାରେ ବିଭିନ୍ନ ୟୁଜର୍ସଙ୍କୁ, ୱେବ୍ ସାଇଟ୍ ରେ ଭିନ୍ନ ଭିନ୍ନ ଜିନିଷ କରିବାକୁ ହୋଇଥାଏ
 +
 
 
|-
 
|-
 
|08:53
 
|08:53
| People Management ଭାଗରେ ଆମେ, ଭିନ୍ନ ଭିନ୍ନ ରୋଲ୍ସ ସେଟ୍ କରିବା ଓ ସେଗୁଡ଼ିକୁ ଭିନ୍ନ ଭିନ୍ନ Permissions ଦେବା ବିଷୟରେ ଶିଖିବା
+
|People Management ଭାଗରେ ଆମେ, ଭିନ୍ନ ଭିନ୍ନ ରୋଲ୍ସ ସେଟ୍ କରିବା ଓ ସେଗୁଡ଼ିକୁ ଭିନ୍ନ ଭିନ୍ନ Permissions ଦେବା ବିଷୟରେ ଶିଖିବା
 +
 
 
|-
 
|-
 
|09:01
 
|09:01
| ସାଇଟ୍ କୁ କିପରି ସଟିକ୍ ଭାବେ ପରିଚାଳନା କରିବେ.  
+
|ସାଇଟ୍ କୁ କିପରି ସଟିକ୍ ଭାବେ ପରିଚାଳନା କରିବେ. ଶେଷରେ, ଶେଷ ଭାଗରେ ଆମେ, Drupalର କୋଡ୍ ପରିଚାଳନା ବିଷୟରେ ଶିଖିବା
ଶେଷରେ, ଶେଷ ଭାଗରେ ଆମେ, Drupalର କୋଡ୍ ପରିଚାଳନା ବିଷୟରେ ଶିଖିବା
+
 
 
|-
 
|-
 
|09:11
 
|09:11
| ସୁରକ୍ଷତା ଓ ବଜାୟତା ପାଇଁ ସାଇଟ୍ କୁ ଅପଡେଟ୍ ରଖିବା ବହୁତ ଜରୁରୀ
+
|ସୁରକ୍ଷତା ଓ ବଜାୟତା ପାଇଁ ସାଇଟ୍ କୁ ଅପଡେଟ୍ ରଖିବା ବହୁତ ଜରୁରୀ
 +
 
 
|-
 
|-
 
|09:17
 
|09:17
| ସାଇଟ୍ କୁ ଅଧିକ ଉପଭୋକ୍ତା ଅନୁକୂଳ କରିବା ପାଇଁ ନୂଆ ଫିଚର୍ସ ପ୍ରାପ୍ତ କରିବା ମଧ୍ୟ ବହୁତ ସାହାଯ୍ୟକାରୀ
+
|ସାଇଟ୍ କୁ ଅଧିକ ଉପଭୋକ୍ତା ଅନୁକୂଳ କରିବା ପାଇଁ ନୂଆ ଫିଚର୍ସ ପ୍ରାପ୍ତ କରିବା ମଧ୍ୟ ବହୁତ ସାହାଯ୍ୟକାରୀ
 +
 
 
|-
 
|-
 
|09:24
 
|09:24
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|09:28
 
|09:28
| ସଂକ୍ଷିପ୍ତରେ,  
+
|ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Drupalର ପରିଚୟ Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ
ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,  
+
 
Drupalର ପରିଚୟ
+
Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ
+
ଏହି Drupal ଶୃଙ୍ଖଳାର ଅବଲୋକନ
+
 
|-
 
|-
 
|09:41
 
|09:41
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|09:51
 
|09:51
 
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
|-
 
|-
 
|09:59
 
|09:59
 
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
|-
 
|-
 
|10:11
 
|10:11
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ  
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ , NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ , NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ  
+
 
NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
 
|-
 
|-
 
|10:24
 
|10:24
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 09:34, 4 April 2017

Time Narration
00:01 Overview of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ Drupal
00:13 Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ
00:19 Drupal କ’ଣ ପ୍ରଥମେ ତାହା ବୁଝିବା. Drupal ହେଉଛି ଏକ ମାଗଣା ଓ ମୁକ୍ତ ଉତ୍ସ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (CMS)
00:30 ଏକ CMS କ’ଣ? ଏହା ପୁରୁଣା ଦିନଗୁଡ଼ିକ ପରି ନୁହେଁ, ଯେତେବେଳେ ଗୋଟିଏ ସର୍ଭର୍ ରେ ଆମେ ଅନେକ html ଫାଇଲ୍ ଅପଲୋଡ୍ କରୁଥିଲେ
00:40 ପରମ୍ପରାଗତ ମାର୍ଗରେ, ପ୍ରତ୍ୟେକ ୱେବ୍ ପେଜ୍ ର ନିଜସ୍ୱ html ଫାଇଲ୍ ଥାଏ
00:47 ଏବେ ଏହା ବହୁତ ଭିନ୍ନ. ବିଭିନ୍ନ କମ୍ପୋନେଣ୍ଟସ୍ ବ୍ୟବହାର କରି ପ୍ରତ୍ୟେକ ପେଜ୍ ତିଆରି ହୋଇଛି
00:55 ପ୍ରତ୍ୟେକ କମ୍ପୋନେଣ୍ଟ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି
01:00 କିଛି ପ୍ରୋଗ୍ରାମିଙ୍ଗ୍ ଲଜିକ୍ ବ୍ୟବହାର କରି ଏହି କମ୍ପୋନେଣ୍ଟଗୁଡ଼ିକୁ fly ଉପରେ ଆସେମ୍ୱଲ୍ କରାଯାଇଛି
01:06 ତେଣୁ, ଆପଣ କ’ଣ ଦେଖୁଛନ୍ତି, ଯେପରି ଡେସ୍କଟପ୍ କିମ୍ୱା ମୋବାଇଲ୍, ତାହା ଉପରେ ଭିତ୍ତିକରି ଏହା ଭିନ୍ନ ହୋଇପାରେ
01:14 କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ. ଭାରତରୁ ଆପଣ ଜଣେ ଛାତ୍ର ହୋଇପାରନ୍ତି,
01:23 କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ. ଆପଣ ସମସ୍ତେ ଏକ ଭିନ୍ନ ପେଜ୍ ଦେଖିବେ
01:32 ଏହି ପ୍ରେଜେଣ୍ଟେଶନ୍ ଲଜିକ୍ ପଛରେ CMS ଅଛି
01:37 ଏହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଫଙ୍କଶାଲିଟିଜ୍ ବ୍ୟବହାର କରେ, ଯେପରି PHP, Ajax, Java Script ଆଦି
01:47 କୌଣସି ଫର୍ମାଟିଙ୍ଗ୍ ବିନା, ସମସ୍ତ CMS ସାଧାରଣତଃ, ଇନଫର୍ମେଶନ୍ କଣ୍ଟେଣ୍ଟ ଷ୍ଟୋର୍ କରିବାକୁ ଏକ ଡେଟାବେସ୍ ବ୍ୟବହାର କରେ
01:55 କଣ୍ଟେଣ୍ଟର୍ ଫର୍ମାଟିଙ୍ଗ୍ ପୃଥକ୍ ଭାବରେ କରାଯାଏ
02:00 ନନ୍-ଟେକ୍ନିକଲ୍ ୟୁଜରମାନଙ୍କୁ, ସହଜରେ ଏକ ୱେବ୍ ସାଇଟ୍ ମ୍ୟାନେଜ୍ କରିବାକୁ ମଧ୍ୟ CMS ସାହାଯ୍ୟ କରିଥାଏ
02:07 Drupal ମଧ୍ୟ ଏହିପରି ଏକ ମୁକ୍ତ ଉତ୍ସ CMS, ଅର୍ଥାତ୍ ଏହି କୋଡ୍ ମାଗଣାରେ ଉପଲବ୍ଧ
02:15 ସମସ୍ତେ ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
02:18 Dries Buytaertଙ୍କ ଦ୍ୱାରା 2000 ମସିହାରେ Drupal ସ୍ଥାପିତ କରାଯାଇଥିଲା, ଯେତେବେଳେ ସେ ଜଣେ ଛାତ୍ର ଥିଲେ
02:24 ଏହାକୁ ମୁକ୍ତ ଉତ୍ସ କରିଥିବାରୁ, ହଜାର ହଜାର ଲୋକ କୋଡ୍ କୁ ସଂଶୋଧନ କରିବାରେ ସାହାଯ୍ୟ କରିଥିଲେ
02:32 ସେମାନେ ତାହାପରେ, ଅଳ୍ପ ବିକାଶ ସହିତ ଏହାକୁ କମ୍ୟୁନିଟୀକୁ ଫେରାଇଥିଲେ
02:37 Drupal କମ୍ୟୁନିଟୀ ହେଉଛି ସର୍ବବୃହତ୍ ଓ ଏକବଦ୍ଧ ମୁକ୍ତ ଉତ୍ସ କମ୍ୟୁନିଟୀଗୁଡ଼ିକ ମଧ୍ୟରୁ ଅନ୍ୟତମ
02:43 ଏହି କମ୍ୟୁନିଟୀରେ ଡେଭେଲପର୍ସ, ସାଇଟ୍-ବିଲ୍ଡର୍ସ, ସ୍ୱେଚ୍ଛାସେବୀମାନେ ଅଛନ୍ତି, ଯେଉଁମାନେ Drupalକୁ ଆଜିପରି କରିଛନ୍ତି
02:51 ଏହା କୁହାଯାଏ ଯେ Drupalରେ ଆପଣ କୋଡ୍ ପାଇଁ ଆସିବେ ଓ କମ୍ୟୁନିଟୀ ପାଇଁ ରହିବେ
02:58 ସମାନ କାରଣ ପାଇଁ ଆପଣ କମ୍ୟୁନିଟୀ ସହିତ ରହିପାରନ୍ତି
03:02 ଏହାପରେ ମୁଁ, Drupalର ଟପ୍ 10 ଫିଚର୍ସ ବିଷୟରେ କହୁଛି
03:06 ନମ୍ୱର୍ 1: Drupal ହେଉଛି ମାଗଣା ଓ ସମ୍ପୂର୍ଣ୍ଣ ମୁକ୍ତ ଉତ୍ସ
03:11 ଯେକୌଣସି ବ୍ୟକ୍ତି ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
03:15 ଆପଣ ଜଣେ ଡେଭେଲପର୍ ହୋଇଥିଲେ ମଧ୍ୟ Drupal ବହୁତ ସାହାଯ୍ୟକାରୀ
03:20 ନମ୍ୱର୍ 2: Drupal ହେଉଛି ନମନୀୟ
03:24 Drupal ହେଉଛି ଆଜିର ଉପଲବ୍ଧ ସବୁଠାରୁ ଅନୁକୂଳ ସିଷ୍ଟମ୍ ଗୁଡ଼ିକ ମଧ୍ୟରୁ ଗୋଟିଏ
03:28 ବିଭିନ୍ନ କଷ୍ଟମ୍ ଡେଟା ଷ୍ଟ୍ରକଚର୍ସ ଆବଶ୍ୟକ କରୁଥିବା ସୋଫିଷ୍ଟିକେଟେଡ୍ ୱେବ୍ ସାଇଟ୍ସ ସହିତ Drupal ବହୁତ ଉତ୍ତମ ରୂପେ କାମ କରେ
03:35 ଉଭୟ CMS ଓ ବିସ୍ତୃତ Web Development Platform ଭାବରେ ଡେଭେଲପର୍ ମାନେ ଏହାକୁ ବ୍ୟବହାର କରନ୍ତି
03:42 ନମ୍ୱର୍ 3: Drupal ହେଉଛି ମୋବାଇଲ୍-ରେଡୀ
03:46 ଆମ ପସନ୍ଦର ଯେକୌଣସି ମୋବାଇଲ୍ ଡିଭାଇସ୍ ରୁ ଆମେ, ଆମ Drupal ସାଇଟ୍ ରେ ପ୍ରତ୍ୟେକ ପେଜ୍ କୁ ଦେଖିପାରିବା ଓ ପରିଚାଳନା କରିପାରିବା
03:54 ନମ୍ୱର୍ 4: ବଡ଼ ପ୍ରୋଜେକ୍ଟଗୁଡ଼ିକ ପାଇଁ Drupal ହେଉଛି ଚମତ୍କାର
04:00 whitehouse.govଠାରୁ ଆରମ୍ଭ କରି weather.com ଓ Dallas Cowboys ପର୍ଯ୍ୟନ୍ତ ଯେକୌଣସି ପ୍ରୋଜେକ୍ଟକୁ Drupal ହ୍ୟାଣ୍ଡଲ୍ କରିପାରେ
04:08 ଅଧିକ ଜଟିଳ ୱେବ୍ ସାଇଟ୍ ସହିତ Drupal ଆହୁରି ଚମକେ
04:12 ଫିଚର୍ ସମୃଦ୍ଧ ୱେବ୍ ସାଇଟ୍ ଚାହୁଁଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସମାଧାନ
04:19 ଏବଂ ବିଶାଳ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ଉପଯୁକ୍ତ
04:24 ନମ୍ୱର୍ 5: Drupal ହେଉଛି ଅନୁକୂଳ, ସାମାଜିକ ଓ ଅନୁସନ୍ଧନୀୟ
04:29 My Site ଓ My Content ଖୋଜିବାରେ Drupal ଲୋକମାନଙ୍କୁ ସାହାଯ୍ୟ କରେ
04:34 ଟାଗ୍ସ, ବିବରଣୀ, କୀୱର୍ଡ୍ସ ଓ ମାନବ ଅନୁକୂଳ URLଗୁଡ଼ିକ ଆଡ୍ କରିବାକୁ ମଧ୍ୟ Drupal ଅନୁମତି ଦେଇଥାଏ
04:45 ନମ୍ୱର୍ 6: Drupal ହେଉଛି ସୁରକ୍ଷିତ
04:50 Drupal, ଆମ ୱେବ୍ ସାଇଟକୁ ନିୟମିତ ସୁରକ୍ଷା ଅପଡେଟ୍ସ ସହିତ ସୁରକ୍ଷିତ ରଖେ, ଯେପରି Hash Passwords,
04:57 Session ID, ଯାହା Permissions ବଦଳିଲେ, ବଦଳେ
05:01 ଟେକ୍ସଟ୍ ଫର୍ମାଟ୍ Permission ୟୁଜର୍ କୁ ଇନପୁଟ୍ ରୁ ପ୍ରତିରୋଧ କରେ ଓ ଆହୁରି ଅନେକ
05:07 Drupal, ସୁରକ୍ଷାକୁ ବହୁତ ଗମ୍ଭୀରତାର ସହ ନେଇଥାଏ
05:11 ନମ୍ୱର୍ 7: Drupal ସାଇଟ୍ ରେ ଫିଚର୍ସ ଆଡ୍ କରୁଥିବା ହଜାର-ହଜାର Modules ବ୍ୟବହାର କରି ଆମେ ଆମର Drupal ସାଇଟ୍ କୁ ବିସ୍ତାର କରିପାରିବା
05:18 ଯେକୌଣସି ଫିଚର୍ ବିଷୟରେ ଚିନ୍ତା କରନ୍ତୁ ଏବଂ କେହିଜଣେ ଗୋଟିଏ Module ତିଆରି କରି ମାଗଣାରେ ଉପଲବ୍ଧ କରାଇଦେଇଥିବ
05:27 ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା.ଆଉ ତଥାପି, ଆପଣଙ୍କ ୱେବ୍ ସାଇଟ୍ ଡେଟାର ଭିଜୁଆଲ୍ ପ୍ରେଜେଣ୍ଟେଶନ୍ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ
05:40 ନମ୍ୱର୍ 8: ଯଦି ଆପଣଙ୍କୁ ସାହାଯ୍ୟ ଦରକାର, Drupal ରେ ଏକ ସାହାଯ୍ୟକାରୀ କମ୍ୟୁନିଟୀ ଅଛି ଓ ତାହା ବିଶାଳ!
05:48 ସମଗ୍ର ବିଶ୍ୱରେ Drupal କାର୍ଯ୍ୟକ୍ରମମାନ ହୁଏ
05:52 ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକୁ Drupal Camps କୁହାଯାଏ
05:55 ଏବଂ ସମଗ୍ର ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରମୁଖ DrupalCons ହୁଏ
06:01 Drupal Suport ପ୍ରତି ସମର୍ପିତ ସେଥିରେ ବହୁତ ସକ୍ରିୟ Forums, User Groups ଓ IRC Chats ଅଛି
06:08 ନମ୍ୱର୍ 9: Drupalରେ କେତେକ ବହୁତ ବଡ଼ ଓ ଅଭିଜ୍ଞ କମ୍ପାନୀଗୁଡ଼ିକ ଅଛି
06:15 ଏହି ସିରିଜ୍ ର ପାର୍ଟନର୍ Acquia ହେଉଛି ସର୍ବୋତ୍ତମ Drupal କମ୍ପାନୀ
06:21 ଭାରତରେ, 60ରୁ ଊର୍ଦ୍ଧ୍ୱ Drupal ସେବା କମ୍ପାନୀମାନ ଅଛି. ସେପରି ଶହ-ଶହ Freelancers ଅଛନ୍ତି, ଯେଉଁମାନେ Drupal ଜାଣନ୍ତି
06:32 ନମ୍ୱର୍ 10: Drupal ସବୁଠାରେ ଅଛି. ଏହି ରେକର୍ଡିଙ୍ଗ୍ ସମୟରେ 1.2 ମିଲିଅନ୍ ରୁ ଊର୍ଦ୍ଧ୍ୱ ୱେବ୍ ସାଇଟ୍ସ ରହିଛି
06:40 ସମଗ୍ର ୱେବ୍ ର 3 ଶତକଡ଼ା ଓ ଟପ୍ ଦଶ ହଜାର ୱେବ୍ ସାଇଟ୍ସକୁ Drupal ଚଲାଏ
06:50 ସରକାରୀ, ଶିକ୍ଷା, ଆୟ ବହିର୍ଭୁତ ଓ ବିଶାଳ ସଂସ୍ଥାଗୁଡ଼ିକରେ Drupal ବହୁତ ପ୍ରସିଦ୍ଧ
06:58 ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା: Drupal କିପରି ଇନଷ୍ଟଲ୍ କରାଯାଏ
07:04 Drupal ଓ ଅନ୍ୟ ସମ୍ୱନ୍ଧିତ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଆମେ ଦେଖାଇବୁ
07:10 ପ୍ରାୟ ସମସ୍ତେ ଏହାକୁ କରିପାରିବେ. ଏଥିପାଇଁ ଆପଣଙ୍କୁ Linux କିମ୍ୱା Windows Administration Savvy ହେବା ଦରକାର ନାହିଁ
07:18 କଣ୍ଟେଣ୍ଟ ୱର୍କ ଫ୍ଲୋ - Drupal ମଧ୍ୟରେ, ଗୋଟିଏ ୱେବ୍ ସାଇଟ୍ ର ମୌଳିକ କଣ୍ଟେଣ୍ଟ କିପରି ବ୍ୟବସ୍ଥିତ ହୁଏ, ଏଠାରେ ଆମେ ଶିଖିବା
07:26 ଆମେ ଏକ ସରଳ ୱେବ୍ ସାଇଟ୍ କଣ୍ଟେଣ୍ଟ ମଧ୍ୟ କ୍ରିଏଟ୍ କରିବା, ଯେପରି ଆପଣ ଏହାକୁ ଗୋଟିଏ ୱର୍ଡ ପ୍ରୋସେସର୍ ରେ ଏଡିଟିଙ୍ଗ୍ କରନ୍ତି
07:34 ତାହାପରେ ଆମେ, କିଛି ଶକ୍ତିଶାଳୀ ଫିଚର୍ସ ବିଷୟରେ ଶିଖିବା, ଯାହା Drupalକୁ ଅଦ୍ୱିତୀୟ କରେ
07:40 କଣ୍ଟେଣ୍ଟ, ବିଭିନ୍ନ କଣ୍ଟେଣ୍ଟର ପ୍ରୋଗ୍ରାମେଟିକ୍ ଫର୍ମାଟେଡ୍ ଡିସପ୍ଲେ ମଧ୍ୟରେ ସେଗୁଡ଼ିକର ସମ୍ପର୍କ ଅଛି
07:49 Drupal କିପରି ବିସ୍ତାର କରାଯାଏ. Drupalର ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ଫିଚର୍ ହେଉଛି Modules ବା Extensions
07:56 ଯେପରି ପୂର୍ବରୁ କୁହାଯାଇଛି, ଆପଣ ଆବଶ୍ୟକ କରୁଥିବା ପ୍ରାୟ ଯେକୌଣସି ଫିଚର୍ ପାଇଁ ଏକ Module ରହିଛି, ଯେପରି ଏକ App
08:05 ତାହା ସହିତ ହଜାର-ହଜାର ସଂଖ୍ୟକ Modules ଅଛି. ଆପଣଙ୍କ ଉଦ୍ଦେଶ୍ୟ ପାଇଁ ଗୋଟିଏ Module କିପରି ସିଲେକ୍ଟ କରିବେ, ତାହା ଆମେ ଦେଖାଇବୁ
08:13 ସାଇଟ୍ କୁ କିପରି Layout କରିବେ. ଥରେ ମୌଳିକ କଣ୍ଟେଣ୍ଟ ଓ ଫିଚର୍ସ ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କୁ ତାହାର ଏକ ସୁନ୍ଦର ଡିସପ୍ଲେ ତିଆରି କରିବାକୁ ପଡ଼ିବ
08:24 Layout ଭାଗରେ ଆମେ, ୱେବ୍ ସାଇଟର ଲୂକ୍ ଓ ଫୀଲ୍ କୁ ବଦଳାଇବା କେତେ ସହଜ, ଶିଖିବା
08:31 Modules ପରି, Layout କିମ୍ୱା Themes ମଧ୍ୟ କମ୍ୟୁନିଟୀ କଣ୍ଟ୍ରିବ୍ୟୁଶନ୍ ଭାବରେ ଉପଲବ୍ଧ ଅଛି
08:38 ଲୋକମାନଙ୍କୁ କିପରି ପରିଚାଳନା କରିବେ.
08:40 WordPress, Drupal ପରି ଅନ୍ୟ ସିଙ୍ଗଲ୍ ୟୁଜର୍ ଭିତ୍ତିକ CMSଠାରୁ ଭିନ୍ନ, ଅଧିକାଂଶ ସମୟରେ ଏହିପରି ପରିସ୍ଥିତିରେ ବ୍ୟବହୃତ ହୋଇଥାଏ, ଯେଉଁଠାରେ ବିଭିନ୍ନ ୟୁଜର୍ସଙ୍କୁ, ୱେବ୍ ସାଇଟ୍ ରେ ଭିନ୍ନ ଭିନ୍ନ ଜିନିଷ କରିବାକୁ ହୋଇଥାଏ
08:53 People Management ଭାଗରେ ଆମେ, ଭିନ୍ନ ଭିନ୍ନ ରୋଲ୍ସ ସେଟ୍ କରିବା ଓ ସେଗୁଡ଼ିକୁ ଭିନ୍ନ ଭିନ୍ନ Permissions ଦେବା ବିଷୟରେ ଶିଖିବା
09:01 ସାଇଟ୍ କୁ କିପରି ସଟିକ୍ ଭାବେ ପରିଚାଳନା କରିବେ. ଶେଷରେ, ଶେଷ ଭାଗରେ ଆମେ, Drupalର କୋଡ୍ ପରିଚାଳନା ବିଷୟରେ ଶିଖିବା
09:11 ସୁରକ୍ଷତା ଓ ବଜାୟତା ପାଇଁ ସାଇଟ୍ କୁ ଅପଡେଟ୍ ରଖିବା ବହୁତ ଜରୁରୀ
09:17 ସାଇଟ୍ କୁ ଅଧିକ ଉପଭୋକ୍ତା ଅନୁକୂଳ କରିବା ପାଇଁ ନୂଆ ଫିଚର୍ସ ପ୍ରାପ୍ତ କରିବା ମଧ୍ୟ ବହୁତ ସାହାଯ୍ୟକାରୀ
09:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:28 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Drupalର ପରିଚୟ Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ
09:41 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:51 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ , NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ , NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:24 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep