Difference between revisions of "Drupal/C2/Modifying-the-Display-of-Content/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 | Time | Narration |- | 00:01 | '''Modifying the Display of Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱା...")
 
 
(2 intermediate revisions by the same user not shown)
Line 1: Line 1:
 
{| border = 1
 
{| border = 1
| Time
+
|'''Time'''
| Narration
+
|'''Narration'''
  
 
|-
 
|-
| 00:01
+
|00:01
| '''Modifying the Display of Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|'''Modifying the Display of Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: * '''Displays''', '''Full content display''' ମ୍ୟାନେଜ୍ କରିବା ଏବଂ '''Teaser''' display  ମ୍ୟାନେଜ୍ କରିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: '''Displays''', '''Full content display''' ମ୍ୟାନେଜ୍ କରିବା ଏବଂ '''Teaser''' display  ମ୍ୟାନେଜ୍ କରିବା
 +
 
 
|-
 
|-
| 00:16
+
|00:16
| ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
 +
 
 
|-
 
|-
| 00:26
+
|00:26
| ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
| 00:31
+
|00:31
| ପୂର୍ବରୁ କ୍ରିଏଟ୍ କରିଥିବା website ଖୋଲନ୍ତୁ
+
|ପୂର୍ବରୁ କ୍ରିଏଟ୍ କରିଥିବା website ଖୋଲନ୍ତୁ
 +
 
 
|-
 
|-
| 00:35
+
|00:35
| ଏଠାରେ content ଅଛି. ଏହା କେମିତି ଦିଶୁଛି ଏବଂ ପେଜ୍ରେ '''Drupal''' ଏହାକୁ କେମିତି render କରୁଛି, ଦେଖିବା
+
|ଏଠାରେ content ଅଛି. ଏହା କେମିତି ଦିଶୁଛି ଏବଂ ପେଜ୍ରେ '''Drupal''' ଏହାକୁ କେମିତି render କରୁଛି, ଦେଖିବା
 +
 
 
|-
 
|-
| 00:42
+
|00:42
| ଧ୍ୟାନଦିଅନ୍ତୁ ଯେ, '''Teaser mode'''ରେ ଆପଣ ଏକ '''Read more''' ସହିତ '''Title''' ଏବଂ '''Body''' ପାଇବେ
+
|ଧ୍ୟାନଦିଅନ୍ତୁ ଯେ, '''Teaser mode'''ରେ ଆପଣ ଏକ '''Read more''' ସହିତ '''Title''' ଏବଂ '''Body''' ପାଇବେ
 +
 
 
|-
 
|-
| 00:49
+
|00:49
| scroll down କଲେ ଏଠାରେ ସମସ୍ତ ନୂଆ content ଦେଖିପାରିବେ
+
|scroll down କଲେ ଏଠାରେ ସମସ୍ତ ନୂଆ content ଦେଖିପାରିବେ
 +
 
 
|-
 
|-
| 00:55
+
|00:55
| Drupal ଶେଷ 10 ଟି '''nodes''' କୁ by default ଆଉଟପୁଟ୍ ଦିଏ, ଯାହାକି '''Homepage''' କୁ promote କରିବା ପାଇଁ ତିଆରି ହୋଇଥାଏ
+
|Drupal ଶେଷ 10 ଟି '''nodes''' କୁ by default ଆଉଟପୁଟ୍ ଦିଏ, ଯାହାକି '''Homepage''' କୁ promote କରିବା ପାଇଁ ତିଆରି ହୋଇଥାଏ
 +
 
 
|-
 
|-
| 01:03
+
|01:03
| ଧ୍ୟାନଦିଅନ୍ତୁ, Page ତଳେ କିଛି pagination ଅଛି- '''1, 2, 3, Next''' ଏବଂ '''Last'''
+
|ଧ୍ୟାନଦିଅନ୍ତୁ, Page ତଳେ କିଛି pagination ଅଛି- '''1, 2, 3, Next''' ଏବଂ '''Last'''
 +
 
 
|-
 
|-
| 01:12
+
|01:12
| ଯଦି '''Last''' କ୍ଲିକ୍ କରିବେ, '''Teaser mode''' ରେ '''Title''' ପରେ ଏକ '''Read more''' ସହିତ node ର ତାଲିକା ଦେଖିପାରିବେ,
+
|ଯଦି '''Last''' କ୍ଲିକ୍ କରିବେ, '''Teaser mode''' ରେ '''Title''' ପରେ ଏକ '''Read more''' ସହିତ node ର ତାଲିକା ଦେଖିପାରିବେ,
 +
 
 
|-
 
|-
| 01:20
+
|01:20
| ଏହା ଆକର୍ଷକ ନୁହେଁ
+
|ଏହା ଆକର୍ଷକ ନୁହେଁ
 +
 
 
|-
 
|-
| 01:22
+
|01:22
| “View modes” ସେଟ୍ କରିବାକୁ '''Drupal''' ଅନୁମତି ଦେଇଥାଏ
+
|“View modes” ସେଟ୍ କରିବାକୁ '''Drupal''' ଅନୁମତି ଦେଇଥାଏ
 +
 
 
|-
 
|-
| 01:27
+
|01:27
| ପ୍ରଥମେ '''Structure''' ଏବଂ ପରେ '''Content Types''' କ୍ଲିକ୍ କରନ୍ତୁ
+
|ପ୍ରଥମେ '''Structure''' ଏବଂ ପରେ '''Content Types''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:31
+
|01:31
| ଏବେ ''''Events' Content type''' ପାଇଁ layout କୁ update କରନ୍ତୁ
+
|ଏବେ ''''Events' Content type''' ପାଇଁ layout କୁ update କରନ୍ତୁ
 +
 
 
|-
 
|-
| 01:36
+
|01:36
| drop-down ଉପରେ କ୍ଲିକ୍ କରି '''Manage display''' କ୍ଲିକ୍ କରନ୍ତୁ
+
|drop-down ଉପରେ କ୍ଲିକ୍ କରି '''Manage display''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:41
+
|01:41
| ଉପର ଭାଗକୁ ଧ୍ୟାନଦିଅନ୍ତୁ, '''Manage display''' tab ଉପରେ ଏକ '''Default''' ଏବଂ ଏକ '''Teaser''' ଅଛି
+
|ଉପର ଭାଗକୁ ଧ୍ୟାନଦିଅନ୍ତୁ, '''Manage display''' tab ଉପରେ ଏକ '''Default''' ଏବଂ ଏକ '''Teaser''' ଅଛି
 +
 
 
|-
 
|-
| 01:48
+
|01:48
| '''Default''' ହେଉଛି default layout - '''Full view''' layout ଆଡ୍ କରନ୍ତୁ
+
|'''Default''' ହେଉଛି default layout - '''Full view''' layout ଆଡ୍ କରନ୍ତୁ
 +
 
 
|-
 
|-
| 01:55
+
|01:55
| ପରବର୍ତ୍ତୀ ହେଉଛି '''Teaser''' layout. '''Teaser''' ଉପରେ କ୍ଲିକ୍ କରନ୍ତୁ
+
|ପରବର୍ତ୍ତୀ ହେଉଛି '''Teaser''' layout. '''Teaser''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:00
+
|02:00
| '''Teaser mode''' ରେ କେବଳ '''Event Description''' ଦେଖାଯାଏ ଏବଂ '''Links''' ଟି ହେଉଛି '''Read more''' link
+
|'''Teaser mode''' ରେ କେବଳ '''Event Description''' ଦେଖାଯାଏ ଏବଂ '''Links''' ଟି ହେଉଛି '''Read more''' link
 +
 
 
|-
 
|-
| 02:09
+
|02:09
| ଏହା କୁହେ "Trimmed limit: 600 characters"
+
|ଏହା କୁହେ "Trimmed limit: 600 characters"
 +
 
 
|-
 
|-
| 02:14
+
|02:14
| '''Event Content type''' ପାଇଁ '''Teaser mode''' ଭଲ ଦିଖାଦେବା ପାଇଁ ଏଥିମଧ୍ୟରୁ କିଛି update କରିବା
+
|'''Event Content type''' ପାଇଁ '''Teaser mode''' ଭଲ ଦିଖାଦେବା ପାଇଁ ଏଥିମଧ୍ୟରୁ କିଛି update କରିବା
 +
 
 
|-
 
|-
| 02:21
+
|02:21
| ଆଗକୁ ଯିବା ପୂର୍ବରୁ ବୁଝିବାକୁ ହେବ ଯେ, Drupal ଆମକୁ '''Layouts''' ଦେଇଥାଏ
+
|ଆଗକୁ ଯିବା ପୂର୍ବରୁ ବୁଝିବାକୁ ହେବ ଯେ, Drupal ଆମକୁ '''Layouts''' ଦେଇଥାଏ
 +
 
 
|-
 
|-
| 02:28
+
|02:28
| ପ୍ରଥମେ '''Structure''' ଏବଂ ପରେ '''Display modes''' କ୍ଲିକ୍ କରନ୍ତୁ
+
|ପ୍ରଥମେ '''Structure''' ଏବଂ ପରେ '''Display modes''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:32
+
|02:32
| ଏହାପରେ '''View modes''' କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ, ସେଠାରେ '''Form modes''' ମଧ୍ୟ ଅଛି
+
|ଏହାପରେ '''View modes''' କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ, ସେଠାରେ '''Form modes''' ମଧ୍ୟ ଅଛି
 +
 
 
|-
 
|-
| 02:38
+
|02:38
| ଏହି '''Form modes''' ହେଉଛି data ଏଣ୍ଟ୍ରି କରିବାର '''layout'''
+
|ଏହି '''Form modes''' ହେଉଛି data ଏଣ୍ଟ୍ରି କରିବାର '''layout'''
 +
 
 
|-
 
|-
| 02:43
+
|02:43
| '''View modes''' ହେଉଛି data ଦେଖିବାର '''layout'''
+
|'''View modes''' ହେଉଛି data ଦେଖିବାର '''layout'''
 +
 
 
|-
 
|-
| 02:48
+
|02:48
| '''View modes''' କ୍ଲିକ୍ କରନ୍ତୁ
+
|'''View modes''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:51
+
|02:51
| '''Content View mode''' ଅଧିନରେ '''Full content, RSS, Search index, Search results, Teaser.''' ଦେଖିପାରିବେ
+
|'''Content View mode''' ଅଧିନରେ '''Full content, RSS, Search index, Search results, Teaser.''' ଦେଖିପାରିବେ
 +
 
 
|-
 
|-
| 03:02
+
|03:02
| ଏକ ନୂଆ '''Content View mode''' ଆଡ୍ କରିପାରିବେ
+
|ଏକ ନୂଆ '''Content View mode''' ଆଡ୍ କରିପାରିବେ
 +
 
 
|-
 
|-
| 03:06
+
|03:06
| ମୁଖ୍ୟ ଜିନିଷ ହେଉଛି – ଆମେ କେବଳ Drupal ଦ୍ୱାରା ଦିଆଯାଉଥିବା ଜିନିଷ ମଧ୍ୟରେ ସୀମିତ ନୁହେଁ
+
|ମୁଖ୍ୟ ଜିନିଷ ହେଉଛି – ଆମେ କେବଳ Drupal ଦ୍ୱାରା ଦିଆଯାଉଥିବା ଜିନିଷ ମଧ୍ୟରେ ସୀମିତ ନୁହେଁ
 +
 
 
|-
 
|-
| 03:12
+
|03:12
| ଆମ ପାଖରେ '''Blocks, Comments, Taxonomy terms''' ଏବଂ '''Users''' ମଧ୍ୟ ଅଛି
+
|ଆମ ପାଖରେ '''Blocks, Comments, Taxonomy terms''' ଏବଂ '''Users''' ମଧ୍ୟ ଅଛି
 +
 
 
|-
 
|-
| 03:18
+
|03:18
| ଏଥିରେ ନିଜର '''View modes''' ଆଡ୍ କରିପାରିବେ
+
|ଏଥିରେ ନିଜର '''View modes''' ଆଡ୍ କରିପାରିବେ
 +
 
 
|-
 
|-
| 03:22
+
|03:22
| ମନେରଖନ୍ତୁ, ଏହା ହେଉଛି ମୁଖ୍ୟ ଜିନିଷ
+
|ମନେରଖନ୍ତୁ, ଏହା ହେଉଛି ମୁଖ୍ୟ ଜିନିଷ
 +
 
 
|-
 
|-
| 03:27
+
|03:27
| ଏଗୁଡ଼ିକ ଉପଲବ୍ଧ ଅଛି. କିନ୍ତୁ ପ୍ରତ୍ୟେକ '''Content type''' ପାଇଁ ସମସ୍ତେ enabled ନୁହେଁ
+
|ଏଗୁଡ଼ିକ ଉପଲବ୍ଧ ଅଛି. କିନ୍ତୁ ପ୍ରତ୍ୟେକ '''Content type''' ପାଇଁ ସମସ୍ତେ enabled ନୁହେଁ
 +
 
 
|-
 
|-
| 03:34
+
|03:34
| ପଛକୁ ଫେରି ତାକୁ କରନ୍ତୁ
+
|ପଛକୁ ଫେରି ତାକୁ କରନ୍ତୁ
 +
 
 
|-
 
|-
| 03:36
+
|03:36
| '''Structure''' କୁ ଫେରିଆସନ୍ତୁ ଏବଂ '''Content types''' କ୍ଲିକ୍ କରନ୍ତୁ
+
|'''Structure''' କୁ ଫେରିଆସନ୍ତୁ ଏବଂ '''Content types''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:42
+
|03:42
| '''Events Content type''' ଉପରେ '''Manage display''' କ୍ଲିକ୍ କରନ୍ତୁ
+
|'''Events Content type''' ଉପରେ '''Manage display''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:46
+
|03:46
| ପୁଣିଥରେ, ଆମେ ସେହି ପେଜ୍ରେ ଅଛେ, ଯେଉଁଠି '''Default''' ଏବଂ '''Teaser''' ଅଛି
+
|ପୁଣିଥରେ, ଆମେ ସେହି ପେଜ୍ରେ ଅଛେ, ଯେଉଁଠି '''Default''' ଏବଂ '''Teaser''' ଅଛି
 +
 
 
|-
 
|-
| 03:52
+
|03:52
| ତଳକୁ Scroll down କରନ୍ତୁ ଏବଂ '''CUSTOM DISPLAY SETTINGS''' କ୍ଲିକ୍ କରନ୍ତୁ
+
|ତଳକୁ Scroll down କରନ୍ତୁ ଏବଂ '''CUSTOM DISPLAY SETTINGS''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:57
+
|03:57
| '''Full content''' ରେ check-mark ଦିଅନ୍ତୁ
+
|'''Full content''' ରେ check-mark ଦିଅନ୍ତୁ
 +
 
 
|-
 
|-
| 04:00
+
|04:00
| ଏହା fieldsକୁ କେମିତି ବାହାରେ ରଖିବେ, ତାହା manipulate କରିବା ପାଇଁ ଅନୁମତି ଦିଏ, ଯେତେବେଳେ node କୁ ଦେଖିବେ
+
|ଏହା fieldsକୁ କେମିତି ବାହାରେ ରଖିବେ, ତାହା manipulate କରିବା ପାଇଁ ଅନୁମତି ଦିଏ, ଯେତେବେଳେ node କୁ ଦେଖିବେ
 +
 
 
|-
 
|-
| 04:07
+
|04:07
| '''Save''' କ୍ଲିକ୍ କରନ୍ତୁ
+
|'''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:09
+
|04:09
| ଏବେ ଉପର ପାର୍ଶ୍ୱରେ '''Full content''' ଏବଂ '''Teaser''' ଅଛି
+
|ଏବେ ଉପର ପାର୍ଶ୍ୱରେ '''Full content''' ଏବଂ '''Teaser''' ଅଛି
 +
 
 
|-
 
|-
| 04:14
+
|04:14
| ଏହାପରେ ଉଭୟ '''View modes''' କୁ କେମିତି update କରାଯାଏ ଶିଖିବା
+
|ଏହାପରେ ଉଭୟ '''View modes''' କୁ କେମିତି update କରାଯାଏ ଶିଖିବା
 +
 
 
|-
 
|-
| 04:19
+
|04:19
| ପ୍ରଥମେ '''Full Content View''' କୁ update କରନ୍ତୁ
+
|ପ୍ରଥମେ '''Full Content View''' କୁ update କରନ୍ତୁ
 +
 
 
|-
 
|-
| 04:23
+
|04:23
| ଆମର Full Content ଲେଆଉଟ୍ ରେ ଏହି ଫିଲ୍ଡସ୍ ଅଛି ଏବଂ ସେଗୁଡ଼ିକ, LABEL କିପରି ଦେଖାଯିବ ସେହି କ୍ରମରେ ଅଛନ୍ତି  
+
|ଆମର Full Content ଲେଆଉଟ୍ ରେ ଏହି ଫିଲ୍ଡସ୍ ଅଛି ଏବଂ ସେଗୁଡ଼ିକ, LABEL କିପରି ଦେଖାଯିବ ସେହି କ୍ରମରେ ଅଛନ୍ତି  
 +
 
 
|-
 
|-
| 04:30
+
|04:30
| ପଛକୁ ଫେରନ୍ତୁ ଏବଂ ଏକ '''event''' ଉପରେ ନଜର ଦିଅନ୍ତୁ. '''DrupalCamp Cincinnati''' କ୍ଲିକ୍ କରନ୍ତୁ
+
|ପଛକୁ ଫେରନ୍ତୁ ଏବଂ ଏକ '''event''' ଉପରେ ନଜର ଦିଅନ୍ତୁ. '''DrupalCamp Cincinnati''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:37
+
|04:37
| '''body''' ଉପରେ ଅଛି
+
|'''body''' ଉପରେ ଅଛି
 +
 
 
|-
 
|-
| 04:39
+
|04:39
| '''Event website, Date, Topics''' ଏବଂ '''logo''' ଭିତରୁ ଯଦି ଆମ ପାଖରେ ଗୋଟିଏ ଅଛି
+
|'''Event website, Date, Topics''' ଏବଂ '''logo''' ଭିତରୁ ଯଦି ଆମ ପାଖରେ ଗୋଟିଏ ଅଛି
 +
 
 
|-
 
|-
| 04:45
+
|04:45
| ଏବେ content ଭଲ ଦେଖାଯିବା ପାଇଁ ଏଗୁଡ଼ିକୁ clean କରନ୍ତୁ
+
|ଏବେ content ଭଲ ଦେଖାଯିବା ପାଇଁ ଏଗୁଡ଼ିକୁ clean କରନ୍ତୁ
 +
 
 
|-
 
|-
| 04:50
+
|04:50
| ''' Events''' ପାଇଁ '''Structure - Content types''' -''' Manage display''' ଏବଂ ଏହାପରେ '''Full Content''' କ୍ଲିକ୍ କରନ୍ତୁ
+
|''' Events''' ପାଇଁ '''Structure - Content types''' -''' Manage display''' ଏବଂ ଏହାପରେ '''Full Content''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:58
+
|04:58
| ଏଠାରେ '''Event Description''', full mode ରେ ଅଛି
+
|ଏଠାରେ '''Event Description''', full mode ରେ ଅଛି
 +
 
 
|-
 
|-
| 05:02
+
|05:02
| ତାକୁ '''Logo''' ତଳକୁ drag କରନ୍ତୁ
+
|ତାକୁ '''Logo''' ତଳକୁ drag କରନ୍ତୁ
 +
 
 
|-
 
|-
| 05:05
+
|05:05
| ଏହାପରେ '''Logo''' ପାଇଁ '''LABEL''' କୁ hide କରନ୍ତୁ
+
|ଏହାପରେ '''Logo''' ପାଇଁ '''LABEL''' କୁ hide କରନ୍ତୁ
 +
 
 
|-
 
|-
| 05:09
+
|05:09
| ଏବଂ ଏହାକୁ '''Original image''' ରୁ '''Medium''' size କୁ ବଦଳାନ୍ତୁ
+
|ଏବଂ ଏହାକୁ '''Original image''' ରୁ '''Medium''' size କୁ ବଦଳାନ୍ତୁ
 +
 
 
|-
 
|-
| 05:14
+
|05:14
| ଏହା ଏକ '''Image style'''
+
|ଏହା ଏକ '''Image style'''
 +
 
 
|-
 
|-
| 05:17
+
|05:17
| ଯେତେବେଳେ '''Views''' ପାଇବା, ସେତେବେଳେ '''Image styles''' ବିଷୟରେ ଅଧିକ ଶିଖିବା
+
|ଯେତେବେଳେ '''Views''' ପାଇବା, ସେତେବେଳେ '''Image styles''' ବିଷୟରେ ଅଧିକ ଶିଖିବା
 +
 
 
|-
 
|-
| 05:22
+
|05:22
| ବୁଝିପାରିବା ଯେ, ଯେକୌଣସି '''Image style''' ରେ ଯେକୌଣସି size ର image generate କରିହେବ
+
|ବୁଝିପାରିବା ଯେ, ଯେକୌଣସି '''Image style''' ରେ ଯେକୌଣସି size ର image generate କରିହେବ
 +
 
 
|-
 
|-
| 05:29
+
|05:29
| ଏହାପରେ ତାକୁ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ. '''Update''' କ୍ଲିକ୍ କରନ୍ତୁ
+
|ଏହାପରେ ତାକୁ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ. '''Update''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:35
+
|05:35
| ଏବେ '''Event Logo''' ବାମ ପାଖରେ ରହିବ, କାରଣ image ଗୁଡ଼ିକୁ ଏହି '''Theme''' ବାମ ପାଖକୁ ନେଇଯାଏ
+
|ଏବେ '''Event Logo''' ବାମ ପାଖରେ ରହିବ, କାରଣ image ଗୁଡ଼ିକୁ ଏହି '''Theme''' ବାମ ପାଖକୁ ନେଇଯାଏ
 +
 
 
|-
 
|-
| 05:43
+
|05:43
| ଏହାର ଚାରିପାଖରେ '''Body''' ଗୁଡ଼େଇ ହେବ
+
|ଏହାର ଚାରିପାଖରେ '''Body''' ଗୁଡ଼େଇ ହେବ
 +
 
 
|-
 
|-
| 05:45
+
|05:45
| '''Event Date''' କୁ '''LABEL Inline''' ଭାବେ ରଖନ୍ତୁ
+
|'''Event Date''' କୁ '''LABEL Inline''' ଭାବେ ରଖନ୍ତୁ
 +
 
 
|-
 
|-
| 05:49
+
|05:49
| ଏବେ '''Format ''' ବଦଳାନ୍ତୁ
+
|ଏବେ '''Format ''' ବଦଳାନ୍ତୁ
 +
 
 
|-
 
|-
| 05:52
+
|05:52
| ଡାହାଣ ପାଖରେ ଥିବା gear କ୍ଲିକ୍ କରନ୍ତୁ. କୌଣସି ଜିନିଷକୁ configure କରିବାକୁ gear ବ୍ୟବହାର କରାଯାଏ
+
|ଡାହାଣ ପାଖରେ ଥିବା gear କ୍ଲିକ୍ କରନ୍ତୁ. କୌଣସି ଜିନିଷକୁ configure କରିବାକୁ gear ବ୍ୟବହାର କରାଯାଏ
 +
 
 
|-
 
|-
| 05:59
+
|05:59
| ଏହାକୁ '''Default long date''' କୁ ବଦଳାନ୍ତୁ
+
|ଏହାକୁ '''Default long date''' କୁ ବଦଳାନ୍ତୁ
 +
 
 
|-
 
|-
| 06:03
+
|06:03
| '''Update''' କ୍ଲିକ୍ କରନ୍ତୁ. ଏହା ହେଉଛି ବହୁତ ବଢିଆ
+
|'''Update''' କ୍ଲିକ୍ କରନ୍ତୁ. ଏହା ହେଉଛି ବହୁତ ବଢିଆ
 +
 
 
|-
 
|-
| 06:07
+
|06:07
| '''Event Sponsors''' କୁ '''Inline''' ଭାବେ ରଖନ୍ତୁ
+
|'''Event Sponsors''' କୁ '''Inline''' ଭାବେ ରଖନ୍ତୁ
 +
 
 
|-
 
|-
| 06:10
+
|06:10
| ଦେଖିପାରିବେ ଯେ, ଆଉଟପୁଟ୍ '''referenced entity''' ସହ link ହୋଇଛି
+
|ଦେଖିପାରିବେ ଯେ, ଆଉଟପୁଟ୍ '''referenced entity''' ସହ link ହୋଇଛି
 +
 
 
|-
 
|-
| 06:15
+
|06:15
| ଏହାର ଅର୍ଥ, ଯଦି '''DrupalCamp Cincinnati''' କୁ '''Cincinnati User Group''' sponsor କରିବ ତେବେ ତାହା '''User Group page''' ସହ link ହେବ
+
|ଏହାର ଅର୍ଥ, ଯଦି '''DrupalCamp Cincinnati''' କୁ '''Cincinnati User Group''' sponsor କରିବ ତେବେ ତାହା '''User Group page''' ସହ link ହେବ
 +
 
 
|-
 
|-
| 06:24
+
|06:24
| ତାହା ପ୍ରକୃତରେ, ଆମେ ଚାହୁଁଥିବା ଭଳି
+
|ତାହା ପ୍ରକୃତରେ, ଆମେ ଚାହୁଁଥିବା ଭଳି
 +
 
 
|-
 
|-
| 06:27
+
|06:27
| ଯେହେତୁ column ଭିତରେ '''Event Topics''' ଅଛି, '''Above''' ଚୟନ କରନ୍ତୁ
+
|ଯେହେତୁ column ଭିତରେ '''Event Topics''' ଅଛି, '''Above''' ଚୟନ କରନ୍ତୁ
 +
 
 
|-
 
|-
| 06:33
+
|06:33
| ପୁଣିଥରେ ଏହା '''Referenced entity''' ସହ link ହୋଇଛି
+
|ପୁଣିଥରେ ଏହା '''Referenced entity''' ସହ link ହୋଇଛି
 +
 
 
|-
 
|-
| 06:37
+
|06:37
| ଏବେ ଟ୍ୟୁଟୋରିଆଲକୁ pause କରନ୍ତୁ ଏବଂ ସ୍କ୍ରିନ୍ କେମିତି ଦିଶୁଛି ଦେଖନ୍ତୁ
+
|ଏବେ ଟ୍ୟୁଟୋରିଆଲକୁ pause କରନ୍ତୁ ଏବଂ ସ୍କ୍ରିନ୍ କେମିତି ଦିଶୁଛି ଦେଖନ୍ତୁ
 +
 
 
|-
 
|-
| 06:43
+
|06:43
| '''Save''' କ୍ଲିକ୍ କରନ୍ତୁ
+
|'''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:45
+
|06:45
| '''Full View''' mode ରେ ଥିବା ଗୋଟିଏ '''nodes''' କୁ ନଜର କରନ୍ତୁ
+
|'''Full View''' mode ରେ ଥିବା ଗୋଟିଏ '''nodes''' କୁ ନଜର କରନ୍ତୁ
 +
 
 
|-
 
|-
| 06:49
+
|06:49
| ପ୍ରଥମେ '''Content''' ଏବଂ ପରେ ଯେକୌଣସି '''event''' ଉପରେ କ୍ଲିକ୍ କରନ୍ତୁ
+
|ପ୍ରଥମେ '''Content''' ଏବଂ ପରେ ଯେକୌଣସି '''event''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:54
+
|06:54
| '''Events''' ଏବଂ text ର ନାମ ସମ୍ପୂର୍ଣ୍ଣ ଭିନ୍ନ ହେବ
+
|'''Events''' ଏବଂ text ର ନାମ ସମ୍ପୂର୍ଣ୍ଣ ଭିନ୍ନ ହେବ
 +
 
 
|-
 
|-
| 06:59
+
|06:59
| କାରଣ '''devel''', '''Lorem Ipsum''' ବ୍ୟବହାର କରେ
+
|କାରଣ '''devel''', '''Lorem Ipsum''' ବ୍ୟବହାର କରେ
 +
 
 
|-
 
|-
| 07:03
+
|07:03
| ଯେକୌଣସି '''Event''' କ୍ଲିକ୍ କରନ୍ତୁ
+
|ଯେକୌଣସି '''Event''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:06
+
|07:06
| ଏବେ ଏକ '''layout''' ଦେଖିବା ଉଚିତ
+
|ଏବେ ଏକ '''layout''' ଦେଖିବା ଉଚିତ
 +
 
 
|-
 
|-
| 07:10
+
|07:10
| ଏହା ବହୁତ ଭଲ ଦେଖାଯାଉଛି
+
|ଏହା ବହୁତ ଭଲ ଦେଖାଯାଉଛି
 +
 
 
|-
 
|-
| 07:12
+
|07:12
| '''Event Website'''
+
|'''Event Website''', '''Event Date''', '''Event Sponsors'''.
'''Event Date'''
+
 
'''Event Sponsors'''.
+
 
|-
 
|-
| 07:18
+
|07:18
| '''Event Topics''' ରେ କିଛି ସମସ୍ୟା ଅଛି, କିନ୍ତୁ ତା’ ପାଇଁ କିଛି '''CSS''' ବ୍ୟବହାର କରିପାରିବେ
+
|'''Event Topics''' ରେ କିଛି ସମସ୍ୟା ଅଛି, କିନ୍ତୁ ତା’ ପାଇଁ କିଛି '''CSS''' ବ୍ୟବହାର କରିପାରିବେ
 +
 
 
|-
 
|-
| 07:26
+
|07:26
| ସେଗୁଡ଼ିକର '''links''' ସଠିକ୍ ସ୍ଥାନକୁ point କରେ
+
|ସେଗୁଡ଼ିକର '''links''' ସଠିକ୍ ସ୍ଥାନକୁ point କରେ
 +
 
 
|-
 
|-
| 07:29
+
|07:29
| '''User Group Content type.''' ପାଇଁ full display update କରନ୍ତୁ
+
|'''User Group Content type.''' ପାଇଁ full display update କରନ୍ତୁ
 +
 
 
|-
 
|-
| 07:34
+
|07:34
| '''Structure, Content types''' କ୍ଲିକ୍ କରନ୍ତୁ ଏବଂ ଏହାପରେ '''User Groups''' ଭିତରେ '''Manage display''' କ୍ଲିକ୍ କରନ୍ତୁ
+
|'''Structure, Content types''' କ୍ଲିକ୍ କରନ୍ତୁ ଏବଂ ଏହାପରେ '''User Groups''' ଭିତରେ '''Manage display''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:42
+
|07:42
| ପୁଣିଥରେ '''Views''' କୁ update କରିବା ଦରକାର
+
|ପୁଣିଥରେ '''Views''' କୁ update କରିବା ଦରକାର
 +
 
 
|-
 
|-
| 07:46
+
|07:46
| Scroll down କରି '''CUSTOM DISPLAY SETTINGS''' କ୍ଲିକ୍ କରନ୍ତୁ ଏବଂ '''Full content''' ଚୟନ କରନ୍ତୁ
+
|Scroll down କରି '''CUSTOM DISPLAY SETTINGS''' କ୍ଲିକ୍ କରନ୍ତୁ ଏବଂ '''Full content''' ଚୟନ କରନ୍ତୁ
 +
 
 
|-
 
|-
| 07:52
+
|07:52
| ନିଜ ହିସାବରେ ଯେକୌଣସି displays କୁ update କରିପାରିବେ. '''Save''' କ୍ଲିକ୍ କରନ୍ତୁ
+
|ନିଜ ହିସାବରେ ଯେକୌଣସି displays କୁ update କରିପାରିବେ. '''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:59
+
|07:59
| ଏହାପରେ '''Full content''' ଚୁଜ୍ କରନ୍ତୁ. '''Events''' ରେ ଯାହା କରିଥିଲେ ସେହିଭଳି ଦେଖାଯିବ
+
|ଏହାପରେ '''Full content''' ଚୁଜ୍ କରନ୍ତୁ. '''Events''' ରେ ଯାହା କରିଥିଲେ ସେହିଭଳି ଦେଖାଯିବ
 +
 
 
|-
 
|-
| 08:06
+
|08:06
| '''Description''' ଏବଂ '''site Inline''' ଉପରେ '''Group Website''' ରଖନ୍ତୁ
+
|'''Description''' ଏବଂ '''site Inline''' ଉପରେ '''Group Website''' ରଖନ୍ତୁ
 +
 
 
|-
 
|-
| 08:12
+
|08:12
| ପୁଣି ଥରେ '''LABELsକୁ Inline''' କରିବା ପାଇଁ '''Group Contact''' ଏବଂ '''Email''' କୁ ଏକାଠି ରଖନ୍ତୁ
+
|ପୁଣି ଥରେ '''LABELsକୁ Inline''' କରିବା ପାଇଁ '''Group Contact''' ଏବଂ '''Email''' କୁ ଏକାଠି ରଖନ୍ତୁ
 +
 
 
|-
 
|-
| 08:19
+
|08:19
| '''Email''' କୁ '''Email''' link ବଦଳରେ '''Plain text''' ରଖନ୍ତୁ
+
|'''Email''' କୁ '''Email''' link ବଦଳରେ '''Plain text''' ରଖନ୍ତୁ
 +
 
 
|-
 
|-
| 08:24
+
|08:24
| କାରଣ '''email''' ପଠାଇବା ପାଇଁ ମୁଁ default '''Email''' program ବ୍ୟବହାର କରୁନାହିଁ
+
|କାରଣ '''email''' ପଠାଇବା ପାଇଁ ମୁଁ default '''Email''' program ବ୍ୟବହାର କରୁନାହିଁ
 +
 
 
|-
 
|-
| 08:30
+
|08:30
| ଏହାକୁ '''Plain text''' ରଖନ୍ତୁ
+
|ଏହାକୁ '''Plain text''' ରଖନ୍ତୁ
 +
 
 
|-
 
|-
| 08:33
+
|08:33
| '''Group Experience Level''' କୁ '''Above''' ଭାବେ ରଖନ୍ତୁ, କାରଣ ଏହା ସମସ୍ତ experience ର list
+
|'''Group Experience Level''' କୁ '''Above''' ଭାବେ ରଖନ୍ତୁ, କାରଣ ଏହା ସମସ୍ତ experience ର list
 +
 
 
|-
 
|-
| 08:40
+
|08:40
| ଶେଷରେ '''Events sponsored''' କୁ '''Above''' ଭାବେ ରଖନ୍ତୁ
+
|ଶେଷରେ '''Events sponsored''' କୁ '''Above''' ଭାବେ ରଖନ୍ତୁ
 +
 
 
|-
 
|-
| 08:45
+
|08:45
| '''FORMAT''' କୁ '''Label''' ଭାବେ ରଖନ୍ତୁ
+
|'''FORMAT''' କୁ '''Label''' ଭାବେ ରଖନ୍ତୁ
 +
 
 
|-
 
|-
| 08:47
+
|08:47
| '''Entity ID''' କିମ୍ବା '''Rendered entity''' ମଧ୍ୟ ଚୁଜ୍ କରିପାରିଥାନ୍ତେ
+
|'''Entity ID''' କିମ୍ବା '''Rendered entity''' ମଧ୍ୟ ଚୁଜ୍ କରିପାରିଥାନ୍ତେ
 +
 
 
|-
 
|-
| 08:52
+
|08:52
| କିନ୍ତୁ, ଏପରି କଲେ, ଆମେ ଏଠାରେ ଥିବା Event Pagesର ସମଗ୍ର ସମୂହ ସହିତ ସମାପ୍ତ କରିବା
+
|କିନ୍ତୁ, ଏପରି କଲେ, ଆମେ ଏଠାରେ ଥିବା Event Pagesର ସମଗ୍ର ସମୂହ ସହିତ ସମାପ୍ତ କରିବା
 +
 
 
|-
 
|-
| 08:58
+
|08:58
| ଏହାକୁ '''Label''' ଭାବେ ରଖନ୍ତୁ
+
|ଏହାକୁ '''Label''' ଭାବେ ରଖନ୍ତୁ
 +
 
 
|-
 
|-
| 09:01
+
|09:01
| ଏଠାରେ '''Link to the referenced entity''' ଅଛି
+
|ଏଠାରେ '''Link to the referenced entity''' ଅଛି
 +
 
 
|-
 
|-
| 09:04
+
|09:04
| ଏହାକୁ କ୍ଲିକ୍ କରି '''Cincinnati User Group''' ଭିତରେ ଥିବା '''DrupalCamp Cincinnati''' କୁ ଯାଇପାରିବେ
+
|ଏହାକୁ କ୍ଲିକ୍ କରି '''Cincinnati User Group''' ଭିତରେ ଥିବା '''DrupalCamp Cincinnati''' କୁ ଯାଇପାରିବେ
 +
 
 
|-
 
|-
| 09:12
+
|09:12
| '''Save''' କ୍ଲିକ୍ କରି check କରନ୍ତୁ
+
|'''Save''' କ୍ଲିକ୍ କରି check କରନ୍ତୁ
 +
 
 
|-
 
|-
| 09:16
+
|09:16
| '''Content''' କ୍ଲିକ୍ କରନ୍ତୁ ଏବଂ list ଭିତରୁ '''User Group''' କ୍ଲିକ୍ କରନ୍ତୁ
+
|'''Content''' କ୍ଲିକ୍ କରନ୍ତୁ ଏବଂ list ଭିତରୁ '''User Group''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:22
+
|09:22
| ଏଠାରେ '''Group website''', '''description''', ''' Contact information''' ଅଛି. ଏହା '''devel''' ଦ୍ୱାରା କ୍ରିଏଟ୍ ହୋଇଛି
+
|ଏଠାରେ '''Group website''', '''description''', ''' Contact information''' ଅଛି. ଏହା '''devel''' ଦ୍ୱାରା କ୍ରିଏଟ୍ ହୋଇଛି
 +
 
 
|-
 
|-
| 09:31
+
|09:31
| ଏକ '''Contact Email''' ହେଉଛି fake id, ଯାହା '''devel''' ଦ୍ୱାରା କ୍ରିଏଟ୍ ହୋଇଛି
+
|ଏକ '''Contact Email''' ହେଉଛି fake id, ଯାହା '''devel''' ଦ୍ୱାରା କ୍ରିଏଟ୍ ହୋଇଛି
 +
 
 
|-
 
|-
| 09:38
+
|09:38
| ମୁଖ୍ୟ ଜିନିଷ ହେଉଛି, ଏହା କାମ କରେ!
+
|ମୁଖ୍ୟ ଜିନିଷ ହେଉଛି, ଏହା କାମ କରେ!
 +
 
 
|-
 
|-
| 09:41
+
|09:41
| ଏଠାରେ '''Group Experience Level''' ଅଛି. ଧ୍ୟାନଦିଅନ୍ତୁ '''devel''' କିଛି double select କରିଛି
+
|ଏଠାରେ '''Group Experience Level''' ଅଛି. ଧ୍ୟାନଦିଅନ୍ତୁ '''devel''' କିଛି double select କରିଛି
 +
 
 
|-
 
|-
| 09:48
+
|09:48
| ବର୍ତ୍ତମାନ ପାଇଁ ଏହାକୁ ଛାଡ଼ିଦିଅନ୍ତୁ
+
|ବର୍ତ୍ତମାନ ପାଇଁ ଏହାକୁ ଛାଡ଼ିଦିଅନ୍ତୁ
 +
 
 
|-
 
|-
| 09:51
+
|09:51
| ଶେଷରେ '''Event sponsored''' ହେଉଛି '''DrupalCamp Cincinnati'''
+
|ଶେଷରେ '''Event sponsored''' ହେଉଛି '''DrupalCamp Cincinnati'''
 +
 
 
|-
 
|-
| 09:56
+
|09:56
| କୌଣସି '''Display''' କିମ୍ବା '''Layout modules''' ଆଡ୍ ନକରି ମଧ୍ୟ ଏହି layout ସବୁଠାରୁ ଭଲ
+
|କୌଣସି '''Display''' କିମ୍ବା '''Layout modules''' ଆଡ୍ ନକରି ମଧ୍ୟ ଏହି layout ସବୁଠାରୁ ଭଲ
 +
 
 
|-
 
|-
| 10:03
+
|10:03
| ଆମେ ସଫଳତା ପୂର୍ବକ '''Full content''' ତିଆରି କରିଛେ
+
|ଆମେ ସଫଳତା ପୂର୍ବକ '''Full content''' ତିଆରି କରିଛେ
 +
 
 
|-
 
|-
| 10:07
+
|10:07
| ଏହାପରେ '''Teaser modes''' କୁ update କରିବା ଶିଖିବା. ଏହି ଦୁଇଟି ବେଶି ଖରାପ ନୁହଁନ୍ତି
+
|ଏହାପରେ '''Teaser modes''' କୁ update କରିବା ଶିଖିବା. ଏହି ଦୁଇଟି ବେଶି ଖରାପ ନୁହଁନ୍ତି
 +
 
 
|-
 
|-
| 10:16
+
|10:16
| କିନ୍ତୁ scroll down କଲେ '''Teaser modes''' ମଧ୍ୟ ବହୁତ ଭଲ ନୁହଁ
+
|କିନ୍ତୁ scroll down କଲେ '''Teaser modes''' ମଧ୍ୟ ବହୁତ ଭଲ ନୁହଁ
 +
 
 
|-
 
|-
| 10:21
+
|10:21
| ତାକୁ ସହଜରେ fix କରିପାରିବେ
+
|ତାକୁ ସହଜରେ fix କରିପାରିବେ
 +
 
 
|-
 
|-
| 10:24
+
|10:24
| '''Structure''' ଏବଂ '''Content types''' କ୍ଲିକ୍ କରନ୍ତୁ
+
|'''Structure''' ଏବଂ '''Content types''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:28
+
|10:28
| '''Events''' ଭିତରେ ପ୍ରଥମେ '''Manage display''' ଏବଂ ପରେ '''Teaser''' କ୍ଲିକ୍ କରନ୍ତୁ
+
|'''Events''' ଭିତରେ ପ୍ରଥମେ '''Manage display''' ଏବଂ ପରେ '''Teaser''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:33
+
|10:33
| '''Drupal''' ଆମକୁ '''links''' ଏବଂ '''Event Description''' ଦେଇଥାଏ, ଯାହା ହେଉଛି '''body''' field
+
|'''Drupal''' ଆମକୁ '''links''' ଏବଂ '''Event Description''' ଦେଇଥାଏ, ଯାହା ହେଉଛି '''body''' field
 +
 
 
|-
 
|-
| 10:39
+
|10:39
| ଏଥିପାଇଁ '''Teaser mode''' update କରନ୍ତୁ
+
|ଏଥିପାଇଁ '''Teaser mode''' update କରନ୍ତୁ
 +
 
 
|-
 
|-
| 10:43
+
|10:43
| '''Event Website''' କୁ ଉପରକୁ drag କରନ୍ତୁ ଏବଂ '''Inline''' ଚୟନ କରନ୍ତୁ
+
|'''Event Website''' କୁ ଉପରକୁ drag କରନ୍ତୁ ଏବଂ '''Inline''' ଚୟନ କରନ୍ତୁ
 +
 
 
|-
 
|-
| 10:49
+
|10:49
| ଏହାପରେ '''Event Date''' କୁ ଉପରକୁ drag କରନ୍ତୁ, କାରଣ ଏହା ଗୁରୁତ୍ୱପୂର୍ଣ୍ଣ
+
|ଏହାପରେ '''Event Date''' କୁ ଉପରକୁ drag କରନ୍ତୁ, କାରଣ ଏହା ଗୁରୁତ୍ୱପୂର୍ଣ୍ଣ
 +
 
 
|-
 
|-
| 10:55
+
|10:55
| ପୁଣି '''Event Logo''' କୁ ଉପରକୁ drag କରନ୍ତୁ
+
|ପୁଣି '''Event Logo''' କୁ ଉପରକୁ drag କରନ୍ତୁ
 +
 
 
|-
 
|-
| 11:00
+
|11:00
| '''LABEL''' କୁ ହାଇଡ୍ କରନ୍ତୁ ଏବଂ '''FORMAT''' କୁ '''Thumbnail''' ରେ ଚେଞ୍ଜ କରନ୍ତୁ
+
|'''LABEL''' କୁ ହାଇଡ୍ କରନ୍ତୁ ଏବଂ '''FORMAT''' କୁ '''Thumbnail''' ରେ ଚେଞ୍ଜ କରନ୍ତୁ
 +
 
 
|-
 
|-
| 11:05
+
|11:05
| '''site''' ଉପରେ ଯେକୌଣସି image ପାଇଁ '''Image styles''' କ୍ରିଏଟ୍ କରିପାରିବେ
+
|'''site''' ଉପରେ ଯେକୌଣସି image ପାଇଁ '''Image styles''' କ୍ରିଏଟ୍ କରିପାରିବେ
 +
 
 
|-
 
|-
| 11:10
+
|11:10
| କିନ୍ତୁ ଏ ବିଷୟରେ ପରେ ଶିଖିବା
+
|କିନ୍ତୁ ଏ ବିଷୟରେ ପରେ ଶିଖିବା
 +
 
 
|-
 
|-
| 11:13
+
|11:13
| '''Link image to''' କୁ '''Content''' ଭାବେ ବଦଳାନ୍ତୁ
+
|'''Link image to''' କୁ '''Content''' ଭାବେ ବଦଳାନ୍ତୁ
 +
 
 
|-
 
|-
| 11:17
+
|11:17
| ଏହା content item ଭିତରେ '''logo''' କୁ '''link''' ଭାବେ ତିଆରି କରେ. ଏବେ '''Update''' ଦାବନ୍ତୁ
+
|ଏହା content item ଭିତରେ '''logo''' କୁ '''link''' ଭାବେ ତିଆରି କରେ. ଏବେ '''Update''' ଦାବନ୍ତୁ
 +
 
 
|-
 
|-
| 11:23
+
|11:23
| ଆମ ପାଖରେ '''logo''', '''website''' ଏବଂ '''date''' ଅଛି
+
|ଆମ ପାଖରେ '''logo''', '''website''' ଏବଂ '''date''' ଅଛି
 +
 
 
|-
 
|-
| 11:28
+
|11:28
| '''Links''' କୁ ତଳକୁ Drag କରନ୍ତୁ
+
|'''Links''' କୁ ତଳକୁ Drag କରନ୍ତୁ
 +
 
 
|-
 
|-
| 11:31
+
|11:31
| ଏହାପରେ '''Event Description''' କୁ trim କରନ୍ତୁ
+
|ଏହାପରେ '''Event Description''' କୁ trim କରନ୍ତୁ
 +
 
 
|-
 
|-
| 11:35
+
|11:35
| Gear କ୍ଲିକ୍ କରନ୍ତୁ ଏବଂ ଏହାକୁ '''400 characters''' କୁ ଚେଞ୍ଜ କରନ୍ତୁ
+
|Gear କ୍ଲିକ୍ କରନ୍ତୁ ଏବଂ ଏହାକୁ '''400 characters''' କୁ ଚେଞ୍ଜ କରନ୍ତୁ
 +
 
 
|-
 
|-
| 11:40
+
|11:40
| ''' Update''' ଦାବନ୍ତୁ. ଏହାପରେ drop-down କ୍ଲିକ୍ କରି option କୁ '''Trimmed''' ରେ ଚେଞ୍ଜ କରନ୍ତୁ
+
|''' Update''' ଦାବନ୍ତୁ. ଏହାପରେ drop-down କ୍ଲିକ୍ କରି option କୁ '''Trimmed''' ରେ ଚେଞ୍ଜ କରନ୍ତୁ
 +
 
 
|-
 
|-
| 11:47
+
|11:47
| ଏବେ '''Teaser mode''' ବାମ ପଟେ '''Logo''', '''Website''', ''' Date''' ଏବଂ ଡାହାଣ ପଟେ '''Links''' ସହିତ '''Description''' ରହିବା ଉଚିତ
+
|ଏବେ '''Teaser mode''' ବାମ ପଟେ '''Logo''', '''Website''', ''' Date''' ଏବଂ ଡାହାଣ ପଟେ '''Links''' ସହିତ '''Description''' ରହିବା ଉଚିତ
 +
 
 
|-
 
|-
| 11:58
+
|11:58
| ଏବେ କେମିତି ଦିଶୁଛି ଦେଖନ୍ତୁ. '''Save''' କ୍ଲିକ୍ କରନ୍ତୁ
+
|ଏବେ କେମିତି ଦିଶୁଛି ଦେଖନ୍ତୁ. '''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 12:03
+
|12:03
| '''site''' କୁ ଫେରିଆସନ୍ତୁ
+
|'''site''' କୁ ଫେରିଆସନ୍ତୁ
 +
 
 
|-
 
|-
| 12:05
+
|12:05
| '''DrupalCamp Cincinnati''' updated ହୋଇଥିବା ଦେଖିପାରିବେ
+
|'''DrupalCamp Cincinnati''' updated ହୋଇଥିବା ଦେଖିପାରିବେ
 +
 
 
|-
 
|-
| 12:09
+
|12:09
| '''Date field''' କୁ ପରେ update କରିବା
+
|'''Date field''' କୁ ପରେ update କରିବା
 +
 
 
|-
 
|-
| 12:12
+
|12:12
| ''' Body''' trim ହୋଇଥିବା ଦେଖିପାରିବେ
+
|''' Body''' trim ହୋଇଥିବା ଦେଖିପାରିବେ
 +
 
 
|-
 
|-
| 12:16
+
|12:16
| '''Structure''' କ୍ଲିକ୍ କରନ୍ତୁ. ଏହାପରେ '''Content types, Events, Manage display''' ଏବଂ '''Teaser''' କ୍ଲିକ୍ କରନ୍ତୁ
+
|'''Structure''' କ୍ଲିକ୍ କରନ୍ତୁ. ଏହାପରେ '''Content types, Events, Manage display''' ଏବଂ '''Teaser''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 12:24
+
|12:24
| Event Date ବ୍ୟତୀତ ଏହାର ଅଧିକାଂଶ ଠିକ୍ ଅଛି. Time Ago ବଦଳରେ ଆମେ Custom ଚୟନ କରିବା
+
|Event Date ବ୍ୟତୀତ ଏହାର ଅଧିକାଂଶ ଠିକ୍ ଅଛି. Time Ago ବଦଳରେ ଆମେ Custom ଚୟନ କରିବା
 +
 
 
|-
 
|-
| 12:32
+
|12:32
| ଧ୍ୟାନଦିଅନ୍ତୁ, '''Date Formats''' ପାଇଁ '''PHP documentation''' ରେ ଏକ link ଅଛି
+
|ଧ୍ୟାନଦିଅନ୍ତୁ, '''Date Formats''' ପାଇଁ '''PHP documentation''' ରେ ଏକ link ଅଛି
 +
 
 
|-
 
|-
| 12:38
+
|12:38
| '''Date-Time format''' କୁ update କରନ୍ତୁ
+
|'''Date-Time format''' କୁ update କରନ୍ତୁ
 +
 
 
|-
 
|-
| 12:41
+
|12:41
| ପ୍ରଥମେ ତାକୁ delete କରନ୍ତୁ
+
|ପ୍ରଥମେ ତାକୁ delete କରନ୍ତୁ
 +
 
 
|-
 
|-
| 12:44
+
|12:44
| Lowercase l comma capital F jS comma ଏବଂ capital Y.
+
|Lowercase l comma capital F jS comma ଏବଂ capital Y.
 +
 
 
|-
 
|-
| 12:51
+
|12:51
| ଏହାର ଅର୍ଥ ସପ୍ତାହର ଗୋଟିଏ ଦିନ, ମାସର ଗୋଟିଏ ଦିନ
+
|ଏହାର ଅର୍ଥ ସପ୍ତାହର ଗୋଟିଏ ଦିନ, ମାସର ଗୋଟିଏ ଦିନ
 +
 
 
|-
 
|-
| 12:55
+
|12:55
| ଏବଂ ଏହାପରେ ଉପଯୁକ୍ତ suffix - '''st nd rd th''' ଏବଂ ଚାରି ସଂଖ୍ୟା ବିଶିଷ୍ଟ ବର୍ଷ
+
|ଏବଂ ଏହାପରେ ଉପଯୁକ୍ତ suffix - '''st nd rd th''' ଏବଂ ଚାରି ସଂଖ୍ୟା ବିଶିଷ୍ଟ ବର୍ଷ
 +
 
 
|-
 
|-
| 13:04
+
|13:04
| '''Update''' ଦାବନ୍ତୁ
+
|'''Update''' ଦାବନ୍ତୁ
 +
 
 
|-
 
|-
| 13:06
+
|13:06
| ଏଠାରେ date ର ଏକ '''preview''' ଦେଖିପାରିବେ
+
|ଏଠାରେ date ର ଏକ '''preview''' ଦେଖିପାରିବେ
 +
 
 
|-
 
|-
| 13:09
+
|13:09
| '''Save''' ଦାବନ୍ତୁ
+
|'''Save''' ଦାବନ୍ତୁ
 +
 
 
|-
 
|-
| 13:11
+
|13:11
| ବର୍ତ୍ତମାନ ପାଇଁ '''Event Description''' hide କରନ୍ତୁ
+
|ବର୍ତ୍ତମାନ ପାଇଁ '''Event Description''' hide କରନ୍ତୁ
 +
 
 
|-
 
|-
| 13:14
+
|13:14
| '''Save''' ଦାବନ୍ତୁ
+
|'''Save''' ଦାବନ୍ତୁ
 +
 
 
|-
 
|-
| 13:16
+
|13:16
| '''site''' କୁ ଦେଖନ୍ତୁ
+
|'''site''' କୁ ଦେଖନ୍ତୁ
 +
 
 
|-
 
|-
| 13:19
+
|13:19
| ଏବେ '''Event''' ପାଇଁ ଏଠାରେ '''Teaser''' ଦେଖାଯିବ - '''Title''', '''logo''', '''website''' ଏବଂ '''Event Date'''
+
|ଏବେ '''Event''' ପାଇଁ ଏଠାରେ '''Teaser''' ଦେଖାଯିବ - '''Title''', '''logo''', '''website''' ଏବଂ '''Event Date'''
 +
 
 
|-
 
|-
| 13:28
+
|13:28
| ''' User Groups''' ପାଇଁ '''Teaser mode''' update କରନ୍ତୁ
+
|''' User Groups''' ପାଇଁ '''Teaser mode''' update କରନ୍ତୁ
 +
 
 
|-
 
|-
| 13:32
+
|13:32
| '''User Groups''' ଭିତରେ ପ୍ରଥମେ '''Structure, Content types''' ଏବଂ ପରେ '''Manage display''' କ୍ଲିକ୍ କରନ୍ତୁ
+
|'''User Groups''' ଭିତରେ ପ୍ରଥମେ '''Structure, Content types''' ଏବଂ ପରେ '''Manage display''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 13:39
+
|13:39
| ଏହାପରେ '''Teaser''' କ୍ଲିକ୍ କରନ୍ତୁ
+
|ଏହାପରେ '''Teaser''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 13:42
+
|13:42
| ଏଥିରେ ଛୋଟିଆ ପାର୍ଥକ୍ୟ ଅଛି, କାରଣ ଆମ ପାଖରେ କୌଣସି images ନାହିଁ
+
|ଏଥିରେ ଛୋଟିଆ ପାର୍ଥକ୍ୟ ଅଛି, କାରଣ ଆମ ପାଖରେ କୌଣସି images ନାହିଁ
 +
 
 
|-
 
|-
| 13:47
+
|13:47
| ଆମର ଏକ '''User Group logo''' ଥିଲା
+
|ଆମର ଏକ '''User Group logo''' ଥିଲା
 +
 
 
|-
 
|-
| 13:50
+
|13:50
| ଉପର ଭାଗରେ '''User Group Website''' ରଖନ୍ତୁ
+
|ଉପର ଭାଗରେ '''User Group Website''' ରଖନ୍ତୁ
 +
 
 
|-
 
|-
| 13:53
+
|13:53
| '''User Group Description''' କୁ display କରନ୍ତୁ ନାହିଁ
+
|'''User Group Description''' କୁ display କରନ୍ତୁ ନାହିଁ
 +
 
 
|-
 
|-
| 13:57
+
|13:57
| '''Group Contact email''' କୁ ରଖନ୍ତୁ
+
|'''Group Contact email''' କୁ ରଖନ୍ତୁ
 +
 
 
|-
 
|-
| 14:00
+
|14:00
| ଏବଂ '''Group Website''' ଏବଂ '''Contact Email''' ର label କୁ '''Inline''' ରେ ବଦଳାନ୍ତୁ
+
|ଏବଂ '''Group Website''' ଏବଂ '''Contact Email''' ର label କୁ '''Inline''' ରେ ବଦଳାନ୍ତୁ
 +
 
 
|-
 
|-
| 14:06
+
|14:06
| ପୁଣିଥରେ '''FORMAT''' କୁ '''Plain text''' ଭାବେ ରଖିବି, କାରଣ ମୁଁ default '''email''' ବ୍ୟବହାର କରିବି ନାହିଁ
+
|ପୁଣିଥରେ '''FORMAT''' କୁ '''Plain text''' ଭାବେ ରଖିବି, କାରଣ ମୁଁ default '''email''' ବ୍ୟବହାର କରିବି ନାହିଁ
 +
 
 
|-
 
|-
| 14:13
+
|14:13
| ଏହା ଅତି ସହଜ '''Teaser mode'''
+
|ଏହା ଅତି ସହଜ '''Teaser mode'''
 +
 
 
|-
 
|-
| 14:16
+
|14:16
| '''Save''' ଦାବନ୍ତୁ
+
|'''Save''' ଦାବନ୍ତୁ
 +
 
 
|-
 
|-
| 14:18
+
|14:18
| '''site''' କୁ ଫେରିଆସନ୍ତୁ
+
|'''site''' କୁ ଫେରିଆସନ୍ତୁ
 +
 
 
|-
 
|-
| 14:20
+
|14:20
| '''Cincinnati User Group''' ର ଏକ '''Group Website''' ଏବଂ '''Contact Email''' ର ଏକ '''Read more''' ଅଛି
+
|'''Cincinnati User Group''' ର ଏକ '''Group Website''' ଏବଂ '''Contact Email''' ର ଏକ '''Read more''' ଅଛି
 +
 
 
|-
 
|-
| 14:27
+
|14:27
| ସେଥିପାଇଁ ଆମେ '''Full content''' ଏବଂ '''Teaser mode''' ପାଇଁ '''View modes''' update କରିବା
+
|ସେଥିପାଇଁ ଆମେ '''Full content''' ଏବଂ '''Teaser mode''' ପାଇଁ '''View modes''' update କରିବା
 +
 
 
|-
 
|-
| 14:33
+
|14:33
| ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ landing pages କୁ ଯିବା ଏବଂ content କୁ ବ୍ୟବହାର ଉପଯୋଗୀ ରୂପ ଦେବା
+
|ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ landing pages କୁ ଯିବା ଏବଂ content କୁ ବ୍ୟବହାର ଉପଯୋଗୀ ରୂପ ଦେବା
 +
 
 
|-
 
|-
| 14:41
+
|14:41
| ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ-
+
|ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ-
 +
 
 
|-
 
|-
| 14:46
+
|14:46
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: * '''Displays''', * '''Full content display''' ମ୍ୟାନେଜ୍ କରିବା ଏବଂ
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: '''Displays''',   '''Full content display''' ମ୍ୟାନେଜ୍ କରିବା ଏବଂ Display Teaserକୁ ମ୍ୟାନେଜ୍ କରିବା
* Display Teaserକୁ ମ୍ୟାନେଜ୍ କରିବା
+
 
 
|-
 
|-
| 15:11
+
|15:11
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
| 15:21
+
|15:21
| ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
| 15:28
+
|15:28
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
| 15:36
+
|15:36
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|15:47
 
|15:47
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 12:13, 4 April 2017

Time Narration
00:01 Modifying the Display of Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Displays, Full content display ମ୍ୟାନେଜ୍ କରିବା ଏବଂ Teaser display ମ୍ୟାନେଜ୍ କରିବା
00:16 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
00:26 ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:31 ପୂର୍ବରୁ କ୍ରିଏଟ୍ କରିଥିବା website ଖୋଲନ୍ତୁ
00:35 ଏଠାରେ content ଅଛି. ଏହା କେମିତି ଦିଶୁଛି ଏବଂ ପେଜ୍ରେ Drupal ଏହାକୁ କେମିତି render କରୁଛି, ଦେଖିବା
00:42 ଧ୍ୟାନଦିଅନ୍ତୁ ଯେ, Teaser modeରେ ଆପଣ ଏକ Read more ସହିତ Title ଏବଂ Body ପାଇବେ
00:49 scroll down କଲେ ଏଠାରେ ସମସ୍ତ ନୂଆ content ଦେଖିପାରିବେ
00:55 Drupal ଶେଷ 10 ଟି nodes କୁ by default ଆଉଟପୁଟ୍ ଦିଏ, ଯାହାକି Homepage କୁ promote କରିବା ପାଇଁ ତିଆରି ହୋଇଥାଏ
01:03 ଧ୍ୟାନଦିଅନ୍ତୁ, Page ତଳେ କିଛି pagination ଅଛି- 1, 2, 3, Next ଏବଂ Last
01:12 ଯଦି Last କ୍ଲିକ୍ କରିବେ, Teaser mode ରେ Title ପରେ ଏକ Read more ସହିତ node ର ତାଲିକା ଦେଖିପାରିବେ,
01:20 ଏହା ଆକର୍ଷକ ନୁହେଁ
01:22 “View modes” ସେଟ୍ କରିବାକୁ Drupal ଅନୁମତି ଦେଇଥାଏ
01:27 ପ୍ରଥମେ Structure ଏବଂ ପରେ Content Types କ୍ଲିକ୍ କରନ୍ତୁ
01:31 ଏବେ 'Events' Content type ପାଇଁ layout କୁ update କରନ୍ତୁ
01:36 drop-down ଉପରେ କ୍ଲିକ୍ କରି Manage display କ୍ଲିକ୍ କରନ୍ତୁ
01:41 ଉପର ଭାଗକୁ ଧ୍ୟାନଦିଅନ୍ତୁ, Manage display tab ଉପରେ ଏକ Default ଏବଂ ଏକ Teaser ଅଛି
01:48 Default ହେଉଛି default layout - Full view layout ଆଡ୍ କରନ୍ତୁ
01:55 ପରବର୍ତ୍ତୀ ହେଉଛି Teaser layout. Teaser ଉପରେ କ୍ଲିକ୍ କରନ୍ତୁ
02:00 Teaser mode ରେ କେବଳ Event Description ଦେଖାଯାଏ ଏବଂ Links ଟି ହେଉଛି Read more link
02:09 ଏହା କୁହେ "Trimmed limit: 600 characters"
02:14 Event Content type ପାଇଁ Teaser mode ଭଲ ଦିଖାଦେବା ପାଇଁ ଏଥିମଧ୍ୟରୁ କିଛି update କରିବା
02:21 ଆଗକୁ ଯିବା ପୂର୍ବରୁ ବୁଝିବାକୁ ହେବ ଯେ, Drupal ଆମକୁ Layouts ଦେଇଥାଏ
02:28 ପ୍ରଥମେ Structure ଏବଂ ପରେ Display modes କ୍ଲିକ୍ କରନ୍ତୁ
02:32 ଏହାପରେ View modes କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ, ସେଠାରେ Form modes ମଧ୍ୟ ଅଛି
02:38 ଏହି Form modes ହେଉଛି data ଏଣ୍ଟ୍ରି କରିବାର layout
02:43 View modes ହେଉଛି data ଦେଖିବାର layout
02:48 View modes କ୍ଲିକ୍ କରନ୍ତୁ
02:51 Content View mode ଅଧିନରେ Full content, RSS, Search index, Search results, Teaser. ଦେଖିପାରିବେ
03:02 ଏକ ନୂଆ Content View mode ଆଡ୍ କରିପାରିବେ
03:06 ମୁଖ୍ୟ ଜିନିଷ ହେଉଛି – ଆମେ କେବଳ Drupal ଦ୍ୱାରା ଦିଆଯାଉଥିବା ଜିନିଷ ମଧ୍ୟରେ ସୀମିତ ନୁହେଁ
03:12 ଆମ ପାଖରେ Blocks, Comments, Taxonomy terms ଏବଂ Users ମଧ୍ୟ ଅଛି
03:18 ଏଥିରେ ନିଜର View modes ଆଡ୍ କରିପାରିବେ
03:22 ମନେରଖନ୍ତୁ, ଏହା ହେଉଛି ମୁଖ୍ୟ ଜିନିଷ
03:27 ଏଗୁଡ଼ିକ ଉପଲବ୍ଧ ଅଛି. କିନ୍ତୁ ପ୍ରତ୍ୟେକ Content type ପାଇଁ ସମସ୍ତେ enabled ନୁହେଁ
03:34 ପଛକୁ ଫେରି ତାକୁ କରନ୍ତୁ
03:36 Structure କୁ ଫେରିଆସନ୍ତୁ ଏବଂ Content types କ୍ଲିକ୍ କରନ୍ତୁ
03:42 Events Content type ଉପରେ Manage display କ୍ଲିକ୍ କରନ୍ତୁ
03:46 ପୁଣିଥରେ, ଆମେ ସେହି ପେଜ୍ରେ ଅଛେ, ଯେଉଁଠି Default ଏବଂ Teaser ଅଛି
03:52 ତଳକୁ Scroll down କରନ୍ତୁ ଏବଂ CUSTOM DISPLAY SETTINGS କ୍ଲିକ୍ କରନ୍ତୁ
03:57 Full content ରେ check-mark ଦିଅନ୍ତୁ
04:00 ଏହା fieldsକୁ କେମିତି ବାହାରେ ରଖିବେ, ତାହା manipulate କରିବା ପାଇଁ ଅନୁମତି ଦିଏ, ଯେତେବେଳେ node କୁ ଦେଖିବେ
04:07 Save କ୍ଲିକ୍ କରନ୍ତୁ
04:09 ଏବେ ଉପର ପାର୍ଶ୍ୱରେ Full content ଏବଂ Teaser ଅଛି
04:14 ଏହାପରେ ଉଭୟ View modes କୁ କେମିତି update କରାଯାଏ ଶିଖିବା
04:19 ପ୍ରଥମେ Full Content View କୁ update କରନ୍ତୁ
04:23 ଆମର Full Content ଲେଆଉଟ୍ ରେ ଏହି ଫିଲ୍ଡସ୍ ଅଛି ଏବଂ ସେଗୁଡ଼ିକ, LABEL କିପରି ଦେଖାଯିବ ସେହି କ୍ରମରେ ଅଛନ୍ତି
04:30 ପଛକୁ ଫେରନ୍ତୁ ଏବଂ ଏକ event ଉପରେ ନଜର ଦିଅନ୍ତୁ. DrupalCamp Cincinnati କ୍ଲିକ୍ କରନ୍ତୁ
04:37 body ଉପରେ ଅଛି
04:39 Event website, Date, Topics ଏବଂ logo ଭିତରୁ ଯଦି ଆମ ପାଖରେ ଗୋଟିଏ ଅଛି
04:45 ଏବେ content ଭଲ ଦେଖାଯିବା ପାଇଁ ଏଗୁଡ଼ିକୁ clean କରନ୍ତୁ
04:50 Events ପାଇଁ Structure - Content types - Manage display ଏବଂ ଏହାପରେ Full Content କ୍ଲିକ୍ କରନ୍ତୁ
04:58 ଏଠାରେ Event Description, full mode ରେ ଅଛି
05:02 ତାକୁ Logo ତଳକୁ drag କରନ୍ତୁ
05:05 ଏହାପରେ Logo ପାଇଁ LABEL କୁ hide କରନ୍ତୁ
05:09 ଏବଂ ଏହାକୁ Original image ରୁ Medium size କୁ ବଦଳାନ୍ତୁ
05:14 ଏହା ଏକ Image style
05:17 ଯେତେବେଳେ Views ପାଇବା, ସେତେବେଳେ Image styles ବିଷୟରେ ଅଧିକ ଶିଖିବା
05:22 ବୁଝିପାରିବା ଯେ, ଯେକୌଣସି Image style ରେ ଯେକୌଣସି size ର image generate କରିହେବ
05:29 ଏହାପରେ ତାକୁ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ. Update କ୍ଲିକ୍ କରନ୍ତୁ
05:35 ଏବେ Event Logo ବାମ ପାଖରେ ରହିବ, କାରଣ image ଗୁଡ଼ିକୁ ଏହି Theme ବାମ ପାଖକୁ ନେଇଯାଏ
05:43 ଏହାର ଚାରିପାଖରେ Body ଗୁଡ଼େଇ ହେବ
05:45 Event Date କୁ LABEL Inline ଭାବେ ରଖନ୍ତୁ
05:49 ଏବେ Format ବଦଳାନ୍ତୁ
05:52 ଡାହାଣ ପାଖରେ ଥିବା gear କ୍ଲିକ୍ କରନ୍ତୁ. କୌଣସି ଜିନିଷକୁ configure କରିବାକୁ gear ବ୍ୟବହାର କରାଯାଏ
05:59 ଏହାକୁ Default long date କୁ ବଦଳାନ୍ତୁ
06:03 Update କ୍ଲିକ୍ କରନ୍ତୁ. ଏହା ହେଉଛି ବହୁତ ବଢିଆ
06:07 Event Sponsors କୁ Inline ଭାବେ ରଖନ୍ତୁ
06:10 ଦେଖିପାରିବେ ଯେ, ଆଉଟପୁଟ୍ referenced entity ସହ link ହୋଇଛି
06:15 ଏହାର ଅର୍ଥ, ଯଦି DrupalCamp Cincinnati କୁ Cincinnati User Group sponsor କରିବ ତେବେ ତାହା User Group page ସହ link ହେବ
06:24 ତାହା ପ୍ରକୃତରେ, ଆମେ ଚାହୁଁଥିବା ଭଳି
06:27 ଯେହେତୁ column ଭିତରେ Event Topics ଅଛି, Above ଚୟନ କରନ୍ତୁ
06:33 ପୁଣିଥରେ ଏହା Referenced entity ସହ link ହୋଇଛି
06:37 ଏବେ ଟ୍ୟୁଟୋରିଆଲକୁ pause କରନ୍ତୁ ଏବଂ ସ୍କ୍ରିନ୍ କେମିତି ଦିଶୁଛି ଦେଖନ୍ତୁ
06:43 Save କ୍ଲିକ୍ କରନ୍ତୁ
06:45 Full View mode ରେ ଥିବା ଗୋଟିଏ nodes କୁ ନଜର କରନ୍ତୁ
06:49 ପ୍ରଥମେ Content ଏବଂ ପରେ ଯେକୌଣସି event ଉପରେ କ୍ଲିକ୍ କରନ୍ତୁ
06:54 Events ଏବଂ text ର ନାମ ସମ୍ପୂର୍ଣ୍ଣ ଭିନ୍ନ ହେବ
06:59 କାରଣ devel, Lorem Ipsum ବ୍ୟବହାର କରେ
07:03 ଯେକୌଣସି Event କ୍ଲିକ୍ କରନ୍ତୁ
07:06 ଏବେ ଏକ layout ଦେଖିବା ଉଚିତ
07:10 ଏହା ବହୁତ ଭଲ ଦେଖାଯାଉଛି
07:12 Event Website, Event Date, Event Sponsors.
07:18 Event Topics ରେ କିଛି ସମସ୍ୟା ଅଛି, କିନ୍ତୁ ତା’ ପାଇଁ କିଛି CSS ବ୍ୟବହାର କରିପାରିବେ
07:26 ସେଗୁଡ଼ିକର links ସଠିକ୍ ସ୍ଥାନକୁ point କରେ
07:29 User Group Content type. ପାଇଁ full display update କରନ୍ତୁ
07:34 Structure, Content types କ୍ଲିକ୍ କରନ୍ତୁ ଏବଂ ଏହାପରେ User Groups ଭିତରେ Manage display କ୍ଲିକ୍ କରନ୍ତୁ
07:42 ପୁଣିଥରେ Views କୁ update କରିବା ଦରକାର
07:46 Scroll down କରି CUSTOM DISPLAY SETTINGS କ୍ଲିକ୍ କରନ୍ତୁ ଏବଂ Full content ଚୟନ କରନ୍ତୁ
07:52 ନିଜ ହିସାବରେ ଯେକୌଣସି displays କୁ update କରିପାରିବେ. Save କ୍ଲିକ୍ କରନ୍ତୁ
07:59 ଏହାପରେ Full content ଚୁଜ୍ କରନ୍ତୁ. Events ରେ ଯାହା କରିଥିଲେ ସେହିଭଳି ଦେଖାଯିବ
08:06 Description ଏବଂ site Inline ଉପରେ Group Website ରଖନ୍ତୁ
08:12 ପୁଣି ଥରେ LABELsକୁ Inline କରିବା ପାଇଁ Group Contact ଏବଂ Email କୁ ଏକାଠି ରଖନ୍ତୁ
08:19 Email କୁ Email link ବଦଳରେ Plain text ରଖନ୍ତୁ
08:24 କାରଣ email ପଠାଇବା ପାଇଁ ମୁଁ default Email program ବ୍ୟବହାର କରୁନାହିଁ
08:30 ଏହାକୁ Plain text ରଖନ୍ତୁ
08:33 Group Experience Level କୁ Above ଭାବେ ରଖନ୍ତୁ, କାରଣ ଏହା ସମସ୍ତ experience ର list
08:40 ଶେଷରେ Events sponsored କୁ Above ଭାବେ ରଖନ୍ତୁ
08:45 FORMAT କୁ Label ଭାବେ ରଖନ୍ତୁ
08:47 Entity ID କିମ୍ବା Rendered entity ମଧ୍ୟ ଚୁଜ୍ କରିପାରିଥାନ୍ତେ
08:52 କିନ୍ତୁ, ଏପରି କଲେ, ଆମେ ଏଠାରେ ଥିବା Event Pagesର ସମଗ୍ର ସମୂହ ସହିତ ସମାପ୍ତ କରିବା
08:58 ଏହାକୁ Label ଭାବେ ରଖନ୍ତୁ
09:01 ଏଠାରେ Link to the referenced entity ଅଛି
09:04 ଏହାକୁ କ୍ଲିକ୍ କରି Cincinnati User Group ଭିତରେ ଥିବା DrupalCamp Cincinnati କୁ ଯାଇପାରିବେ
09:12 Save କ୍ଲିକ୍ କରି check କରନ୍ତୁ
09:16 Content କ୍ଲିକ୍ କରନ୍ତୁ ଏବଂ list ଭିତରୁ User Group କ୍ଲିକ୍ କରନ୍ତୁ
09:22 ଏଠାରେ Group website, description, Contact information ଅଛି. ଏହା devel ଦ୍ୱାରା କ୍ରିଏଟ୍ ହୋଇଛି
09:31 ଏକ Contact Email ହେଉଛି fake id, ଯାହା devel ଦ୍ୱାରା କ୍ରିଏଟ୍ ହୋଇଛି
09:38 ମୁଖ୍ୟ ଜିନିଷ ହେଉଛି, ଏହା କାମ କରେ!
09:41 ଏଠାରେ Group Experience Level ଅଛି. ଧ୍ୟାନଦିଅନ୍ତୁ devel କିଛି double select କରିଛି
09:48 ବର୍ତ୍ତମାନ ପାଇଁ ଏହାକୁ ଛାଡ଼ିଦିଅନ୍ତୁ
09:51 ଶେଷରେ Event sponsored ହେଉଛି DrupalCamp Cincinnati
09:56 କୌଣସି Display କିମ୍ବା Layout modules ଆଡ୍ ନକରି ମଧ୍ୟ ଏହି layout ସବୁଠାରୁ ଭଲ
10:03 ଆମେ ସଫଳତା ପୂର୍ବକ Full content ତିଆରି କରିଛେ
10:07 ଏହାପରେ Teaser modes କୁ update କରିବା ଶିଖିବା. ଏହି ଦୁଇଟି ବେଶି ଖରାପ ନୁହଁନ୍ତି
10:16 କିନ୍ତୁ scroll down କଲେ Teaser modes ମଧ୍ୟ ବହୁତ ଭଲ ନୁହଁ
10:21 ତାକୁ ସହଜରେ fix କରିପାରିବେ
10:24 Structure ଏବଂ Content types କ୍ଲିକ୍ କରନ୍ତୁ
10:28 Events ଭିତରେ ପ୍ରଥମେ Manage display ଏବଂ ପରେ Teaser କ୍ଲିକ୍ କରନ୍ତୁ
10:33 Drupal ଆମକୁ links ଏବଂ Event Description ଦେଇଥାଏ, ଯାହା ହେଉଛି body field
10:39 ଏଥିପାଇଁ Teaser mode update କରନ୍ତୁ
10:43 Event Website କୁ ଉପରକୁ drag କରନ୍ତୁ ଏବଂ Inline ଚୟନ କରନ୍ତୁ
10:49 ଏହାପରେ Event Date କୁ ଉପରକୁ drag କରନ୍ତୁ, କାରଣ ଏହା ଗୁରୁତ୍ୱପୂର୍ଣ୍ଣ
10:55 ପୁଣି Event Logo କୁ ଉପରକୁ drag କରନ୍ତୁ
11:00 LABEL କୁ ହାଇଡ୍ କରନ୍ତୁ ଏବଂ FORMAT କୁ Thumbnail ରେ ଚେଞ୍ଜ କରନ୍ତୁ
11:05 site ଉପରେ ଯେକୌଣସି image ପାଇଁ Image styles କ୍ରିଏଟ୍ କରିପାରିବେ
11:10 କିନ୍ତୁ ଏ ବିଷୟରେ ପରେ ଶିଖିବା
11:13 Link image to କୁ Content ଭାବେ ବଦଳାନ୍ତୁ
11:17 ଏହା content item ଭିତରେ logo କୁ link ଭାବେ ତିଆରି କରେ. ଏବେ Update ଦାବନ୍ତୁ
11:23 ଆମ ପାଖରେ logo, website ଏବଂ date ଅଛି
11:28 Links କୁ ତଳକୁ Drag କରନ୍ତୁ
11:31 ଏହାପରେ Event Description କୁ trim କରନ୍ତୁ
11:35 Gear କ୍ଲିକ୍ କରନ୍ତୁ ଏବଂ ଏହାକୁ 400 characters କୁ ଚେଞ୍ଜ କରନ୍ତୁ
11:40 Update ଦାବନ୍ତୁ. ଏହାପରେ drop-down କ୍ଲିକ୍ କରି option କୁ Trimmed ରେ ଚେଞ୍ଜ କରନ୍ତୁ
11:47 ଏବେ Teaser mode ବାମ ପଟେ Logo, Website, Date ଏବଂ ଡାହାଣ ପଟେ Links ସହିତ Description ରହିବା ଉଚିତ
11:58 ଏବେ କେମିତି ଦିଶୁଛି ଦେଖନ୍ତୁ. Save କ୍ଲିକ୍ କରନ୍ତୁ
12:03 site କୁ ଫେରିଆସନ୍ତୁ
12:05 DrupalCamp Cincinnati updated ହୋଇଥିବା ଦେଖିପାରିବେ
12:09 Date field କୁ ପରେ update କରିବା
12:12 Body trim ହୋଇଥିବା ଦେଖିପାରିବେ
12:16 Structure କ୍ଲିକ୍ କରନ୍ତୁ. ଏହାପରେ Content types, Events, Manage display ଏବଂ Teaser କ୍ଲିକ୍ କରନ୍ତୁ
12:24 Event Date ବ୍ୟତୀତ ଏହାର ଅଧିକାଂଶ ଠିକ୍ ଅଛି. Time Ago ବଦଳରେ ଆମେ Custom ଚୟନ କରିବା
12:32 ଧ୍ୟାନଦିଅନ୍ତୁ, Date Formats ପାଇଁ PHP documentation ରେ ଏକ link ଅଛି
12:38 Date-Time format କୁ update କରନ୍ତୁ
12:41 ପ୍ରଥମେ ତାକୁ delete କରନ୍ତୁ
12:44 Lowercase l comma capital F jS comma ଏବଂ capital Y.
12:51 ଏହାର ଅର୍ଥ ସପ୍ତାହର ଗୋଟିଏ ଦିନ, ମାସର ଗୋଟିଏ ଦିନ
12:55 ଏବଂ ଏହାପରେ ଉପଯୁକ୍ତ suffix - st nd rd th ଏବଂ ଚାରି ସଂଖ୍ୟା ବିଶିଷ୍ଟ ବର୍ଷ
13:04 Update ଦାବନ୍ତୁ
13:06 ଏଠାରେ date ର ଏକ preview ଦେଖିପାରିବେ
13:09 Save ଦାବନ୍ତୁ
13:11 ବର୍ତ୍ତମାନ ପାଇଁ Event Description hide କରନ୍ତୁ
13:14 Save ଦାବନ୍ତୁ
13:16 site କୁ ଦେଖନ୍ତୁ
13:19 ଏବେ Event ପାଇଁ ଏଠାରେ Teaser ଦେଖାଯିବ - Title, logo, website ଏବଂ Event Date
13:28 User Groups ପାଇଁ Teaser mode update କରନ୍ତୁ
13:32 User Groups ଭିତରେ ପ୍ରଥମେ Structure, Content types ଏବଂ ପରେ Manage display କ୍ଲିକ୍ କରନ୍ତୁ
13:39 ଏହାପରେ Teaser କ୍ଲିକ୍ କରନ୍ତୁ
13:42 ଏଥିରେ ଛୋଟିଆ ପାର୍ଥକ୍ୟ ଅଛି, କାରଣ ଆମ ପାଖରେ କୌଣସି images ନାହିଁ
13:47 ଆମର ଏକ User Group logo ଥିଲା
13:50 ଉପର ଭାଗରେ User Group Website ରଖନ୍ତୁ
13:53 User Group Description କୁ display କରନ୍ତୁ ନାହିଁ
13:57 Group Contact email କୁ ରଖନ୍ତୁ
14:00 ଏବଂ Group Website ଏବଂ Contact Email ର label କୁ Inline ରେ ବଦଳାନ୍ତୁ
14:06 ପୁଣିଥରେ FORMAT କୁ Plain text ଭାବେ ରଖିବି, କାରଣ ମୁଁ default email ବ୍ୟବହାର କରିବି ନାହିଁ
14:13 ଏହା ଅତି ସହଜ Teaser mode
14:16 Save ଦାବନ୍ତୁ
14:18 site କୁ ଫେରିଆସନ୍ତୁ
14:20 Cincinnati User Group ର ଏକ Group Website ଏବଂ Contact Email ର ଏକ Read more ଅଛି
14:27 ସେଥିପାଇଁ ଆମେ Full content ଏବଂ Teaser mode ପାଇଁ View modes update କରିବା
14:33 ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ landing pages କୁ ଯିବା ଏବଂ content କୁ ବ୍ୟବହାର ଉପଯୋଗୀ ରୂପ ଦେବା
14:41 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ-
14:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Displays, Full content display ମ୍ୟାନେଜ୍ କରିବା ଏବଂ Display Teaserକୁ ମ୍ୟାନେଜ୍ କରିବା
15:11 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
15:21 ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
15:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
15:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
15:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep