Difference between revisions of "Drupal/C2/Managing-Content/Oriya"

From Script | Spoken-Tutorial
Jump to: navigation, search
(Created page with "{|border =1 | '''Time''' | '''Narration''' |- | 00:01 | '''Managing Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗ...")
 
 
(4 intermediate revisions by 3 users not shown)
Line 4: Line 4:
  
 
|-
 
|-
| 00:01
+
|00:01
| '''Managing Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|'''Managing Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ content କ୍ରିଏଟ୍ କରିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ content କ୍ରିଏଟ୍ କରିବା
 +
 
 
|-
 
|-
| 00:11
+
|00:11
| Content ପରିଚାଳନା କରିବା ଏବଂ Revisions
+
|Content ପରିଚାଳନା କରିବା ଏବଂ Revisions
 +
 
 
|-
 
|-
| 00:15
+
|00:15
| ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
 +
 
 
|-
 
|-
| 00:25
+
|00:25
| ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
| 00:29
+
|00:29
| ପୂର୍ବରୁ କ୍ରିଏଟ୍ କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
+
|ପୂର୍ବରୁ କ୍ରିଏଟ୍ କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
 +
 
 
|-
 
|-
| 00:33
+
|00:33
| ଏବେ ନୂଆ '''Content''' କେମିତି କ୍ରିଏଟ୍ କରାଯାଏ, ଶିଖିବା
+
|ଏବେ ନୂଆ '''Content''' କେମିତି କ୍ରିଏଟ୍ କରାଯାଏ, ଶିଖିବା
 +
 
 
|-
 
|-
| 00:37
+
|00:37
| ପ୍ରଥମ '''Event''' ଆଡ୍ କରନ୍ତୁ, '''Content''' ଉପରେ କ୍ଲିକ୍ କରନ୍ତୁ
+
|ପ୍ରଥମ '''Event''' ଆଡ୍ କରନ୍ତୁ, '''Content''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 00:42
+
|00:42
| '''Add content''' କ୍ଲିକ୍ କରନ୍ତୁ ଏବଂ '''Events''' ଚୟନ କରନ୍ତୁ
+
|'''Add content''' କ୍ଲିକ୍ କରନ୍ତୁ ଏବଂ '''Events''' ଚୟନ କରନ୍ତୁ
 +
 
 
|-
 
|-
| 00:46
+
|00:46
| କିଛି ଜିନିଷ ପ୍ରଦର୍ଶନ ପାଇଁ, ଏକ ନମୁନା '''Event''' ସେଟ୍ ଅପ୍ କରିବା
+
|କିଛି ଜିନିଷ ପ୍ରଦର୍ଶନ ପାଇଁ, ଏକ ନମୁନା '''Event''' ସେଟ୍ ଅପ୍ କରିବା
 +
 
 
|-
 
|-
|
+
|00:50
| '''Event Name''' fieldରେ “DrupalCamp Cincinnati” ଟାଇପ୍ କରନ୍ତୁ
+
|'''Event Name''' fieldରେ “DrupalCamp Cincinnati” ଟାଇପ୍ କରନ୍ତୁ
 +
 
 
|-
 
|-
| 00:58
+
|00:58
| '''Event Description''' fieldରେ “This is the first DrupalCamp in the southern Ohio region” ଟାଇପ୍ କରନ୍ତୁ
+
|'''Event Description''' fieldରେ “This is the first DrupalCamp in the southern Ohio region” ଟାଇପ୍ କରନ୍ତୁ
 +
 
 
|-
 
|-
| 01:07
+
|01:07
| ଧ୍ୟାନ ଦିଅନ୍ତୁ ଯେ, '''Create New revision''' ଚେକ୍ ବକ୍ସ ଏଠାରେ ON ରହିବ
+
|ଧ୍ୟାନ ଦିଅନ୍ତୁ ଯେ, '''Create New revision''' ଚେକ୍ ବକ୍ସ ଏଠାରେ ON ରହିବ
 +
 
 
|-
 
|-
| 01:12
+
|01:12
| ଏହାର ଡାହାଣ ପାଖରେ କିଛି କରିବା ଦରକାର ନାହିଁ
+
|ଏହାର ଡାହାଣ ପାଖରେ କିଛି କରିବା ଦରକାର ନାହିଁ
 +
 
 
|-
 
|-
| 01:17
+
|01:17
| ବର୍ତ୍ତମାନ ପାଇଁ '''Event Logo''' କୁ blank ଛାଡ଼ନ୍ତୁ
+
|ବର୍ତ୍ତମାନ ପାଇଁ '''Event Logo''' କୁ blank ଛାଡ଼ନ୍ତୁ
 +
 
 
|-
 
|-
| 01:21
+
|01:21
| କିନ୍ତୁ, ଆମର '''Event Website''' ଦରକାର
+
|କିନ୍ତୁ, ଆମର '''Event Website''' ଦରକାର
 +
 
 
|-
 
|-
| 01:24
+
|01:24
| ତେଣୁ '''URL''' କୁ '''http://drupalcampcincinnati.org''' ଭାବେ ଟାଇପ୍ କରନ୍ତୁ
+
|ତେଣୁ '''URL''' କୁ '''http://drupalcampcincinnati.org''' ଭାବେ ଟାଇପ୍ କରନ୍ତୁ
 +
 
 
|-
 
|-
| 01:34
+
|01:34
| '''Link text'''କୁ blank ଛାଡ଼ିଦିଅନ୍ତୁ, ସେହି display ହେଉଛି ପ୍ରକୃତ '''URL''', ତେଣୁ ଆମେ ଏବେ ସେହିଭଳି କରିବା
+
|'''Link text'''କୁ blank ଛାଡ଼ିଦିଅନ୍ତୁ, ସେହି display ହେଉଛି ପ୍ରକୃତ '''URL''', ତେଣୁ ଆମେ ଏବେ ସେହିଭଳି କରିବା
 +
 
 
|-
 
|-
| 01:44
+
|01:44
| ଯେତେବେଳେ '''Event Date''' ଉପରେ କ୍ଲିକ୍ କରିବେ ଏକ ଛୋଟ calendar pops ଆସିବ
+
|ଯେତେବେଳେ '''Event Date''' ଉପରେ କ୍ଲିକ୍ କରିବେ ଏକ ଛୋଟ calendar pops ଆସିବ
 +
 
 
|-
 
|-
| 01:49
+
|01:49
| '''January 11th  2016''' କ୍ଲିକ୍ କରନ୍ତୁ
+
|'''January 11th  2016''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:54
+
|01:54
| ଏବେ କୌଣସି '''EVENT SPONSORS''' ଆଡ୍ କରିପାରିବେ ନାହିଁ, କାରଣ ଏଠାରେ କୌଣସି '''User Groups''' set ନାହିଁ
+
|ଏବେ କୌଣସି '''EVENT SPONSORS''' ଆଡ୍ କରିପାରିବେ ନାହିଁ, କାରଣ ଏଠାରେ କୌଣସି '''User Groups''' set ନାହିଁ
 +
 
 
|-
 
|-
| 02:01
+
|02:01
| ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ '''Drupal''' feature ହେଉଛି '''Inline Entity Reference'''
+
|ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ '''Drupal''' feature ହେଉଛି '''Inline Entity Reference'''
 +
 
 
|-
 
|-
| 02:07
+
|02:07
| ଏହା, ଶୀଘ୍ର user groups ଆଡ୍ କରିବାକୁ ଅନୁମତି ଦିଏ. ହେଲେ ଏହାକୁ ପରେ ଶିଖିବା
+
|ଏହା, ଶୀଘ୍ର user groups ଆଡ୍ କରିବାକୁ ଅନୁମତି ଦିଏ. ହେଲେ ଏହାକୁ ପରେ ଶିଖିବା
 +
 
 
|-
 
|-
| 02:13
+
|02:13
| ଆମର କିଛି '''EVENT TOPICS''' ଅଛି. ‘I’ ଟାଇପ୍ କରନ୍ତୁ ଏବଂ ‘Introduction to Drupal’ ସିଲେକ୍ଟ କରନ୍ତୁ
+
|ଆମର କିଛି '''EVENT TOPICS''' ଅଛି. ‘I’ ଟାଇପ୍ କରନ୍ତୁ ଏବଂ ‘Introduction to Drupal’ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 02:21
+
|02:21
| '''Add another item''' ଉପରେ କ୍ଲିକ୍ କରନ୍ତୁ, ଏଥରକ ‘m' ଟାଇପ୍ କରନ୍ତୁ
+
|'''Add another item''' ଉପରେ କ୍ଲିକ୍ କରନ୍ତୁ, ଏଥରକ ‘m' ଟାଇପ୍ କରନ୍ତୁ
 +
 
 
|-
 
|-
| 02:27
+
|02:27
| ଧ୍ୟାନଦିଅନ୍ତୁ ଯେ ‘m’ ଥିବା ସମସ୍ତ topics, ପ୍ରଦର୍ଶିତ ହେବ
+
|ଧ୍ୟାନଦିଅନ୍ତୁ ଯେ ‘m’ ଥିବା ସମସ୍ତ topics, ପ୍ରଦର୍ଶିତ ହେବ
 +
 
 
|-
 
|-
| 02:32
+
|02:32
| '''Module Development''' ସିଲେକ୍ଟ କରନ୍ତୁ, ଆପଣ ଅନ୍ୟ topics ଚୟନ କରିପାରିବେ
+
|'''Module Development''' ସିଲେକ୍ଟ କରନ୍ତୁ, ଆପଣ ଅନ୍ୟ topics ଚୟନ କରିପାରିବେ
 +
 
 
|-
 
|-
| 02:38
+
|02:38
| '''Save and publish''' କ୍ଲିକ୍ କରନ୍ତୁ
+
|'''Save and publish''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:41
+
|02:41
| ଏଠାରେ '''DrupalCamp Cincinnati''' node ଅଛି
+
|ଏଠାରେ '''DrupalCamp Cincinnati''' node ଅଛି
 +
 
 
|-
 
|-
| 02:45
+
|02:45
| '''Title''', '''Body''', '''Event Website''', ଯାହା ସ୍ୱତଃ ହିଁ ଏକ link ହୋଇଥାଏ, କିନ୍ତୁ ଏହା ପ୍ରକୃତରେ ବିଦ୍ୟମାନ ନଥାଏ
+
|'''Title''', '''Body''', '''Event Website''', ଯାହା ସ୍ୱତଃ ହିଁ ଏକ link ହୋଇଥାଏ, କିନ୍ତୁ ଏହା ପ୍ରକୃତରେ ବିଦ୍ୟମାନ ନଥାଏ
 +
 
 
|-
 
|-
| 02:53
+
|02:53
| ଆପଣ '''Event Date''' format କୁ ବଦଳାଇପାରିବେ
+
|ଆପଣ '''Event Date''' format କୁ ବଦଳାଇପାରିବେ
 +
 
 
|-
 
|-
| 02:58
+
|02:58
| ଏହା ହେଉଛି ଏକ '''taxonomy'''
+
|ଏହା ହେଉଛି ଏକ '''taxonomy'''
 +
 
 
|-
 
|-
| 03:00
+
|03:00
| ଯଦି ଏହି link କ୍ଲିକ୍ ହୁଏ, ତେବେ '''Introduction to Drupal''' ସହ ପ୍ରତ୍ୟେକ '''Event''' ସଂଯୋଗ ହେବ ଏବଂ publication date କ୍ରମରେ ତାଲିକାଭୁକ୍ତ ହେବ
+
|ଯଦି ଏହି link କ୍ଲିକ୍ ହୁଏ, ତେବେ '''Introduction to Drupal''' ସହ ପ୍ରତ୍ୟେକ '''Event''' ସଂଯୋଗ ହେବ ଏବଂ publication date କ୍ରମରେ ତାଲିକାଭୁକ୍ତ ହେବ
 +
 
 
|-
 
|-
| 03:12
+
|03:12
| ଆମେ ସଫଳତା ପୂର୍ବକ ପ୍ରଥମ '''event node''' କ୍ରିଏଟ୍ କରିଛେ
+
|ଆମେ ସଫଳତା ପୂର୍ବକ ପ୍ରଥମ '''event node''' କ୍ରିଏଟ୍ କରିଛେ
 +
 
 
|-
 
|-
| 03:17
+
|03:17
| ଏବେ '''Shortcuts''' ଏବଂ '''Add content''' ଉପରେ କ୍ଲିକ୍ କରନ୍ତୁ ଏବଂ '''User Group''' ଆଡ୍ କରନ୍ତୁ
+
|ଏବେ '''Shortcuts''' ଏବଂ '''Add content''' ଉପରେ କ୍ଲିକ୍ କରନ୍ତୁ ଏବଂ '''User Group''' ଆଡ୍ କରନ୍ତୁ
 +
 
 
|-
 
|-
| 03:27
+
|03:27
| ଏହାକୁ "Cincinnati User Group" କହିପାରିବେ
+
|ଏହାକୁ "Cincinnati User Group" କହିପାରିବେ
 +
 
 
|-
 
|-
| 03:31
+
|03:31
| '''User Group Description''' field ଭିତରେ ଟାଇପ୍ କରନ୍ତୁ: “This is the user group from the southern Ohio region based in Cincinnati”
+
|'''User Group Description''' field ଭିତରେ ଟାଇପ୍ କରନ୍ତୁ: “This is the user group from the southern Ohio region based in Cincinnati”
 +
 
 
|-
 
|-
| 03:42
+
|03:42
| ଏବଂ “We meet on the 3rd Thursday of every month”.
+
|ଏବଂ “We meet on the 3rd Thursday of every month”.
 +
 
 
|-
 
|-
| 03:47
+
|03:47
| ସେଥିରେ ଅଧିକ information ଆଡ୍ କରିପାରିବେ
+
|ସେଥିରେ ଅଧିକ information ଆଡ୍ କରିପାରିବେ
 +
 
 
|-
 
|-
| 03.51
+
|03:51
| ଏହି '''User Group''' ପାଇଁ URL ହେଉଛି: '''https colon slash slash groups dot drupal dot org slash Cincinnati'''
+
|ଏହି '''User Group''' ପାଇଁ URL ହେଉଛି: '''https colon slash slash groups dot drupal dot org slash Cincinnati'''
 +
 
 
|-
 
|-
| 04:03
+
|04:03
| ଏହା ବର୍ତ୍ତମାନ ପାଇଁ ବିଦ୍ୟମାନ ନାହିଁ. କିନ୍ତୁ ଏହା, ସାଧାରଣତଃ ଏହିପରି ପ୍ରଦର୍ଶିତ ହୋଇଥାଏ
+
|ଏହା ବର୍ତ୍ତମାନ ପାଇଁ ବିଦ୍ୟମାନ ନାହିଁ. କିନ୍ତୁ ଏହା, ସାଧାରଣତଃ ଏହିପରି ପ୍ରଦର୍ଶିତ ହୋଇଥାଏ
 +
 
 
|-
 
|-
| 04:10
+
|04:10
| ଆପଣଙ୍କ ଏରିଆରେ '''User Group''' ଖୋଜିବା ପାଇଁ '''groups dot drupal dot org''' କୁ ଆସନ୍ତୁ
+
|ଆପଣଙ୍କ ଏରିଆରେ '''User Group''' ଖୋଜିବା ପାଇଁ '''groups dot drupal dot org''' କୁ ଆସନ୍ତୁ
 +
 
 
|-
 
|-
| 04:16
+
|04:16
| ଏହାପରେ, ଆପଣଙ୍କ ଆଗ୍ରହକୁ ଆଧାର କରି quick search କରନ୍ତୁ
+
|ଏହାପରେ, ଆପଣଙ୍କ ଆଗ୍ରହକୁ ଆଧାର କରି quick search କରନ୍ତୁ
 +
 
 
|-
 
|-
| 04:21
+
|04:21
| ସାରା ବିଶ୍ୱରେ ଅନେକ '''User Groups''' ଅଛି
+
|ସାରା ବିଶ୍ୱରେ ଅନେକ '''User Groups''' ଅଛି
 +
 
 
|-
 
|-
| 04:25
+
|04:25
| '''Group Contact''' ଭିତରେ "Drupal space Group" ଏବଂ '''Contact Email''' ଭିତରେ "drupalgroup@email.com" ଟାଇପ୍ କରନ୍ତୁ
+
|'''Group Contact''' ଭିତରେ "Drupal space Group" ଏବଂ '''Contact Email''' ଭିତରେ "drupalgroup@email.com" ଟାଇପ୍ କରନ୍ତୁ
 +
 
 
|-
 
|-
| 04:38
+
|04:38
| ଧ୍ୟାନଦିଅନ୍ତୁ ଯେ, ଏହା ଏକ properly formatted '''email address''' ହେବା ଉଚିତ, ନହେଲେ '''Drupal''' ଏହାକୁ ରିଜେକ୍ଟ କରିଦେବ
+
|ଧ୍ୟାନଦିଅନ୍ତୁ ଯେ, ଏହା ଏକ properly formatted '''email address''' ହେବା ଉଚିତ, ନହେଲେ '''Drupal''' ଏହାକୁ ରିଜେକ୍ଟ କରିଦେବ
 +
 
 
|-
 
|-
| 04:46
+
|04:46
| ଏଠାରେ ଥିବା multiple options ମଧ୍ୟରୁ '''Group Level''' ଚୟନ କରନ୍ତୁ
+
|ଏଠାରେ ଥିବା multiple options ମଧ୍ୟରୁ '''Group Level''' ଚୟନ କରନ୍ତୁ
 +
 
 
|-
 
|-
| 04:50
+
|04:50
| ଏବଂ '''EVENTS SPONSORED''' ଭିତରେ '''Event''' ଚୁଜ୍ କରନ୍ତୁ
+
|ଏବଂ '''EVENTS SPONSORED''' ଭିତରେ '''Event''' ଚୁଜ୍ କରନ୍ତୁ
 +
 
 
|-
 
|-
| 04:55
+
|04:55
| ଯଦି 'd' ଟାଇପ୍ କରିବେ, ତେବେ drop-down ରେ "Drupal Camp Cincinnati" ଶୋ’ କରିବ
+
|ଯଦି 'd' ଟାଇପ୍ କରିବେ, ତେବେ drop-down ରେ "Drupal Camp Cincinnati" ଶୋ’ କରିବ
 +
 
 
|-
 
|-
| 05:02
+
|05:02
| '''Save and Publish''' କ୍ଲିକ୍ କରନ୍ତୁ
+
|'''Save and Publish''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:05
+
|05:05
| ଆମେ ସଫଳତା ପୂର୍ବକ ପ୍ରଥମ '''User Group''' କ୍ରିଏଟ୍ କଲେ
+
|ଆମେ ସଫଳତା ପୂର୍ବକ ପ୍ରଥମ '''User Group''' କ୍ରିଏଟ୍ କଲେ
 +
 
 
|-
 
|-
| 05:09
+
|05:09
| ଏବେ content ମ୍ୟାନେଜ୍ କରିବା ଶିଖିବା
+
|ଏବେ content ମ୍ୟାନେଜ୍ କରିବା ଶିଖିବା
 +
 
 
|-
 
|-
| 05:13
+
|05:13
| ଯଦି '''Content''' ଉପରେ କ୍ଲିକ୍ କରିବେ, ତେବେ '''site''' ରେ ସମସ୍ତ content ର ତାଲିକା ପାଇବେ
+
|ଯଦି '''Content''' ଉପରେ କ୍ଲିକ୍ କରିବେ, ତେବେ '''site''' ରେ ସମସ୍ତ content ର ତାଲିକା ପାଇବେ
 +
 
 
|-
 
|-
| 05:19
+
|05:19
| ଏହା କେଉଁ '''Content type''' କିଛି ଫରକ ପଡ଼େନାହିଁ, ଆମେ ସମସ୍ତ content ଦେଖିପାରିବା
+
|ଏହା କେଉଁ '''Content type''' କିଛି ଫରକ ପଡ଼େନାହିଁ, ଆମେ ସମସ୍ତ content ଦେଖିପାରିବା
 +
 
 
|-
 
|-
| 05:25
+
|05:25
| '''Publish status, Content type''' ଏବଂ '''Title''' ଦ୍ୱାରା filter କରିପାରିବେ
+
|'''Publish status, Content type''' ଏବଂ '''Title''' ଦ୍ୱାରା filter କରିପାରିବେ
 +
 
 
|-
 
|-
| 05:32
+
|05:32
| ଯଦି ଏଠାରେ ‘W’ ଟାଇପ୍ କରି '''Filter''' କ୍ଲିକ୍ କରିବେ, ତେବେ କେବଳ ‘w’ ରେ ଆରମ୍ଭ ହେଉଥିବା nodes ପାଇବେ
+
|ଯଦି ଏଠାରେ ‘W’ ଟାଇପ୍ କରି '''Filter''' କ୍ଲିକ୍ କରିବେ, ତେବେ କେବଳ ‘w’ ରେ ଆରମ୍ଭ ହେଉଥିବା nodes ପାଇବେ
 +
 
 
|-
 
|-
| 05:41
+
|05:41
| '''Reset''' କ୍ଲିକ୍ କରନ୍ତୁ
+
|'''Reset''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:43
+
|05:43
| ଯଦି multiple languages ଅଛି, ତେବେ ଅନ୍ୟ language ବାଛିପାରିବେ
+
|ଯଦି multiple languages ଅଛି, ତେବେ ଅନ୍ୟ language ବାଛିପାରିବେ
 +
 
 
|-
 
|-
| 05:49
+
|05:49
| ଥରେ ତାଲିକା ପାଇଗଲେ ଏକ ସମୟରେ ଏକାଧିକ node ସିଲେକ୍ଟ କରିପାରିବେ, ଯେମିତି- ''' Delete''', make it Sticky, Promote it''', Publish it''' ଇତ୍ୟାଦି
+
|ଥରେ ତାଲିକା ପାଇଗଲେ ଏକ ସମୟରେ ଏକାଧିକ node ସିଲେକ୍ଟ କରିପାରିବେ, ଯେମିତି- ''' Delete''', make it Sticky, Promote it''', Publish it''' ଇତ୍ୟାଦି
 +
 
 
|-
 
|-
| 06:04
+
|06:04
| '''Unpublish content''' ସିଲେକ୍ଟ କରି '''Apply''' କ୍ଲିକ୍ କରନ୍ତୁ
+
|'''Unpublish content''' ସିଲେକ୍ଟ କରି '''Apply''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:09
+
|06:09
| ଧ୍ୟାନଦିଅନ୍ତୁ ଯେ, ସିଲେକ୍ଟ ହୋଇଥିବା nodes, '''Unpublished''' ରେ updated ହୋଇଛି
+
|ଧ୍ୟାନଦିଅନ୍ତୁ ଯେ, ସିଲେକ୍ଟ ହୋଇଥିବା nodes, '''Unpublished''' ରେ updated ହୋଇଛି
 +
 
 
|-
 
|-
| 06:16
+
|06:16
| Content ମ୍ୟାନେଜ୍ କରିବା ପାଇଁ ଏହା ସହଜ ସ୍ଥାନ
+
|Content ମ୍ୟାନେଜ୍ କରିବା ପାଇଁ ଏହା ସହଜ ସ୍ଥାନ
 +
 
 
|-
 
|-
| 06:20
+
|06:20
| ସମସ୍ତ nodes କୁ ଏକସଙ୍ଗରେ ସିଲେକ୍ଟ କରନ୍ତୁ, ପ୍ରଥମେ '''Publish''' ଏବଂ ତା’ପରେ '''Apply''' କ୍ଲିକ୍ କରନ୍ତୁ
+
|ସମସ୍ତ nodes କୁ ଏକସଙ୍ଗରେ ସିଲେକ୍ଟ କରନ୍ତୁ, ପ୍ରଥମେ '''Publish''' ଏବଂ ତା’ପରେ '''Apply''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:28
+
|06:28
| ଯଦି କିଛି publish ହୋଇଛି, ତେବେ କୌଣସି କଥା ନାହିଁ, ଏବେ ସମସ୍ତ content publish ହୋଇଯିବ
+
|ଯଦି କିଛି publish ହୋଇଛି, ତେବେ କୌଣସି କଥା ନାହିଁ, ଏବେ ସମସ୍ତ content publish ହୋଇଯିବ
 +
 
 
|-
 
|-
| 06:35
+
|06:35
| ଏଠାରେ ଗୋଟିଏ node କୁ '''Edit''' କିମ୍ବା '''Delete''' କରିପାରିବେ, କିମ୍ବା ଅନେକ nodes କୁ ସିଲେକ୍ଟ କରି content ଡିଲିଟ୍ କରନ୍ତୁ
+
|ଏଠାରେ ଗୋଟିଏ node କୁ '''Edit''' କିମ୍ବା '''Delete''' କରିପାରିବେ, କିମ୍ବା ଅନେକ nodes କୁ ସିଲେକ୍ଟ କରି content ଡିଲିଟ୍ କରନ୍ତୁ
 +
 
 
|-
 
|-
| 06:44
+
|06:44
| '''Drupal''' ରେ content କୁ ମ୍ୟାନେଜ୍ କରିବା ଅତି ସହଜ, toolbar ରୁ '''Content''' link କ୍ଲିକ୍ କଲେ ସେହି ପେଜ୍ ଆସିବ
+
|'''Drupal''' ରେ content କୁ ମ୍ୟାନେଜ୍ କରିବା ଅତି ସହଜ, toolbar ରୁ '''Content''' link କ୍ଲିକ୍ କଲେ ସେହି ପେଜ୍ ଆସିବ
 +
 
 
|-
 
|-
| 06:54
+
|06:54
| ଉପରେ ଥିବା tabs ବ୍ୟବହାର କଲେ ଆପଣ '''Comments''' କୁ ମ୍ୟାନେଜ୍ କରିପାରିବେ
+
|ଉପରେ ଥିବା tabs ବ୍ୟବହାର କଲେ ଆପଣ '''Comments''' କୁ ମ୍ୟାନେଜ୍ କରିପାରିବେ
 +
 
 
|-
 
|-
| 07:00
+
|07:00
| ଏବଂ କୌଣସି '''file''' field ରେ upload ହୋଇଥିବା '''Files''' କୁ ମଧ୍ୟ ମ୍ୟାନେଜ୍ କରିପାରିବେ
+
|ଏବଂ କୌଣସି '''file''' field ରେ upload ହୋଇଥିବା '''Files''' କୁ ମଧ୍ୟ ମ୍ୟାନେଜ୍ କରିପାରିବେ
 +
 
 
|-
 
|-
| 07:05
+
|07:05
| Image ଦେଖିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ, ଏହା ସ୍କ୍ରିନ୍ରେ ଡିସ୍ପ୍ଲେ ହେବ
+
|Image ଦେଖିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ, ଏହା ସ୍କ୍ରିନ୍ରେ ଡିସ୍ପ୍ଲେ ହେବ
 +
 
 
|-
 
|-
| 07:10
+
|07:10
| Image କେଉଁଠି ବ୍ୟବହାର ହୋଇଛି ଦେଖିବା ପାଇଁ '''Places''' link ଉପରେ କ୍ଲିକ୍ କରନ୍ତୁ, ଏହା ଆମକୁ ଏକ nodeଗୁଡ଼ିକର ତାଲିକା ଦେବ, ଯେଉଁଠି file ବ୍ୟବହୃତ ହୋଇଛି
+
|Image କେଉଁଠି ବ୍ୟବହାର ହୋଇଛି ଦେଖିବା ପାଇଁ '''Places''' link ଉପରେ କ୍ଲିକ୍ କରନ୍ତୁ, ଏହା ଆମକୁ ଏକ nodeଗୁଡ଼ିକର ତାଲିକା ଦେବ, ଯେଉଁଠି file ବ୍ୟବହୃତ ହୋଇଛି
 +
 
 
|-
 
|-
| 07:20
+
|07:20
| '''Administration''' toolbarରେ ଆପଣ '''Content''' link ମଧ୍ୟରୁ '''Content, Comments''' ଏବଂ '''Files''' ମ୍ୟାନେଜ୍ କରିପାରିବେ
+
|'''Administration''' toolbarରେ ଆପଣ '''Content''' link ମଧ୍ୟରୁ '''Content, Comments''' ଏବଂ '''Files''' ମ୍ୟାନେଜ୍ କରିପାରିବେ
 +
 
 
|-
 
|-
| 07:29
+
|07:29
| ଏବେ ଗୋଟିଏ node ରେ '''comment''' ଆଡ୍ କରନ୍ତୁ
+
|ଏବେ ଗୋଟିଏ node ରେ '''comment''' ଆଡ୍ କରନ୍ତୁ
 +
 
 
|-
 
|-
| 07:33
+
|07:33
| ମୁଁ ଏହି '''comment''' ଆଡ୍ କରୁଛି- “Great Node! Fantastic content.”
+
|ମୁଁ ଏହି '''comment''' ଆଡ୍ କରୁଛି- “Great Node! Fantastic content.”
 +
 
 
|-
 
|-
| 07:39
+
|07:39
| '''Save''' କ୍ଲିକ୍ କରନ୍ତୁ
+
|'''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:42
+
|07:42
| ଯେହେତୁ ଆମେ '''superuser''' ଭାବେ logged in କରିଛେ, ତେଣୁ ଆମକୁ ସବୁକିଛି ଦିଆଯାଇଛି. ଆମକୁ ପ୍ରକୃତରେ କିଛି କରିବାର ନାହିଁ
+
|ଯେହେତୁ ଆମେ '''superuser''' ଭାବେ logged in କରିଛେ, ତେଣୁ ଆମକୁ ସବୁକିଛି ଦିଆଯାଇଛି. ଆମକୁ ପ୍ରକୃତରେ କିଛି କରିବାର ନାହିଁ
 +
 
 
|-
 
|-
| 07:50
+
|07:50
| ଯଦି approval ପାଇଁ '''comments''' ସେଟ୍ କରିବାକୁ ଚାହୁଁଛନ୍ତି, ତେବେ '''Content, Comments''' କ୍ଲିକ୍ କରିପାରିବେ ଏବଂ ସେଗୁଡ଼ିକୁ ଏଠାରେ ମ୍ୟାନେଜ୍ କରିବାକୁ ସମର୍ଥ ହେବେ
+
|ଯଦି approval ପାଇଁ '''comments''' ସେଟ୍ କରିବାକୁ ଚାହୁଁଛନ୍ତି, ତେବେ '''Content, Comments''' କ୍ଲିକ୍ କରିପାରିବେ ଏବଂ ସେଗୁଡ଼ିକୁ ଏଠାରେ ମ୍ୟାନେଜ୍ କରିବାକୁ ସମର୍ଥ ହେବେ
 +
 
 
|-
 
|-
| 07:59
+
|07:59
| ଉଦାହରଣସ୍ୱରୁପ- '''comments''' କୁ bulk publish କରନ୍ତୁ କିମ୍ବା ସେଗୁଡ଼ିକୁ ସ୍କ୍ରିନ୍ରୁ ଡିଲିଟ୍ କରନ୍ତୁ
+
|ଉଦାହରଣସ୍ୱରୁପ- '''comments''' କୁ bulk publish କରନ୍ତୁ କିମ୍ବା ସେଗୁଡ଼ିକୁ ସ୍କ୍ରିନ୍ରୁ ଡିଲିଟ୍ କରନ୍ତୁ
 +
 
 
|-
 
|-
| 08:05
+
|08:05
| Drupal ରେ ଗୋଟିଏ ସ୍ଥାନରୁ '''Content, Comments''' ଏବଂ '''Files ''' ମ୍ୟାନେଜ୍ କରାଯାଏ
+
|Drupal ରେ ଗୋଟିଏ ସ୍ଥାନରୁ '''Content, Comments''' ଏବଂ '''Files ''' ମ୍ୟାନେଜ୍ କରାଯାଏ
 +
 
 
|-
 
|-
| 08:12
+
|08:12
| ଏହାପରେ ଏକ '''node''' update କରନ୍ତୁ କିମ୍ବା node ପରିବର୍ତ୍ତନ କରନ୍ତୁ ଏବଂ '''Revisions''' କେମିତି କାମ କରୁଛି ଦେଖନ୍ତୁ
+
|ଏହାପରେ ଏକ '''node''' update କରନ୍ତୁ କିମ୍ବା node ପରିବର୍ତ୍ତନ କରନ୍ତୁ ଏବଂ '''Revisions''' କେମିତି କାମ କରୁଛି ଦେଖନ୍ତୁ
 +
 
 
|-
 
|-
| 08:20
+
|08:20
| '''Home page''' କୁ ଆସିବା ପାଇଁ '''Home''' link ଦାବନ୍ତୁ
+
|'''Home page''' କୁ ଆସିବା ପାଇଁ '''Home''' link ଦାବନ୍ତୁ
 +
 
 
|-
 
|-
| 08:24
+
|08:24
| '''DrupalCamp Cincinnati'''ରେ '''Quick edit''' ଦାବନ୍ତୁ
+
|'''DrupalCamp Cincinnati'''ରେ '''Quick edit''' ଦାବନ୍ତୁ
 +
 
 
|-
 
|-
| 08:29
+
|08:29
| ଏହି node ର '''body''' ରେ ଆହୁରି ଅଧିକ '''content''' ଆଡ୍ କରନ୍ତୁ- “There is another great camp in Columbus every October.”
+
|ଏହି node ର '''body''' ରେ ଆହୁରି ଅଧିକ '''content''' ଆଡ୍ କରନ୍ତୁ- “There is another great camp in Columbus every October.”
 +
 
 
|-
 
|-
| 08:39
+
|08:39
| '''Save''' ଦାବନ୍ତୁ
+
|'''Save''' ଦାବନ୍ତୁ
 +
 
 
|-
 
|-
| 08:41
+
|08:41
| ଏବେ '''DrupalCamp Cincinnati''' ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ '''Revisions''' ନାମରେ ଏକ ନୂଆ ଟାବ୍ ଦେଖିପାରିବେ
+
|ଏବେ '''DrupalCamp Cincinnati''' ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ '''Revisions''' ନାମରେ ଏକ ନୂଆ ଟାବ୍ ଦେଖିପାରିବେ
 +
 
 
|-
 
|-
| 08:49
+
|08:49
| '''Revisions''' କ୍ଲିକ୍ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, '''admin''', node କୁ '''2:37''' ରେ update କରିସାରିଛି ଏବଂ ଏହା ହେଉଛି '''Current version'''
+
|'''Revisions''' କ୍ଲିକ୍ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, '''admin''', node କୁ '''2:37''' ରେ update କରିସାରିଛି ଏବଂ ଏହା ହେଉଛି '''Current Revision'''
 +
 
 
|-
 
|-
| 09:00
+
|09:00
| ପୁରୁଣା version ମଧ୍ୟ ଅଛି
+
|ପୁରୁଣା version ମଧ୍ୟ ଅଛି
 +
 
 
|-
 
|-
| 09:03
+
|09:03
| ଏହାକୁ କ୍ଲିକ୍ କରିବା ଦ୍ୱାରା ପୁରୁଣା version ଦେଖିପାରିବେ, ଯାହାର ଦ୍ୱିତୀୟ paragraph ନାହିଁ
+
|ଏହାକୁ କ୍ଲିକ୍ କରିବା ଦ୍ୱାରା ପୁରୁଣା version ଦେଖିପାରିବେ, ଯାହାର ଦ୍ୱିତୀୟ paragraph ନାହିଁ
 +
 
 
|-
 
|-
| 09:09
+
|09:09
| ପଛକୁ ଫେରିବା ପାଇଁ '''Revisions''' କ୍ଲିକ୍ କରନ୍ତୁ, ଏହାପରେ ପୁରୁଣା version କୁ '''Revert''' କିମ୍ବା '''Delete''' କରିପାରିବେ
+
|ପଛକୁ ଫେରିବା ପାଇଁ '''Revisions''' କ୍ଲିକ୍ କରନ୍ତୁ, ଏହାପରେ ପୁରୁଣା version କୁ '''Revert''' କିମ୍ବା '''Delete''' କରିପାରିବେ
 +
 
 
|-
 
|-
| 09:18
+
|09:18
| ସେଥିରେ ଅନ୍ୟ '''Modules''' ଅଛି, ଯାହା ଏହାକୁ ସରଳ କରେ
+
|ସେଥିରେ ଅନ୍ୟ '''Modules''' ଅଛି, ଯାହା ଏହାକୁ ସରଳ କରେ
 +
 
 
|-
 
|-
| 09:22
+
|09:22
| କିନ୍ତୁ '''version control''' କୁ '''Drupal''' ସମ୍ପୂର୍ଣ୍ଣ କରିସାରିଛି, ତେବେ କୌଣସି node କୁ କିଏ ଏବଂ କେତେବେଳେ ବଦଳାଏ ଆପଣ ଜାଣିଛନ୍ତି, ଏବଂ ଆପଣ ଚାହିଁଲେ revert back କରିପାରିବେ
+
|କିନ୍ତୁ '''version control''' କୁ '''Drupal''' ସମ୍ପୂର୍ଣ୍ଣ କରିସାରିଛି, ତେବେ କୌଣସି node କୁ କିଏ ଏବଂ କେତେବେଳେ ବଦଳାଏ ଆପଣ ଜାଣିଛନ୍ତି, ଏବଂ ଆପଣ ଚାହିଁଲେ revert back କରିପାରିବେ
 +
 
 
|-
 
|-
| 09:36
+
|09:36
| ତେବେ '''Drupal''' ରେ '''version control''' କ୍ରିଏଟ୍ ହୋଇଛି ଏବଂ ଏହା ପ୍ରକୃତରେ ଉପକାରୀ
+
|ତେବେ '''Drupal''' ରେ '''version control''' କ୍ରିଏଟ୍ ହୋଇଛି ଏବଂ ଏହା ପ୍ରକୃତରେ ଉପକାରୀ
 +
 
 
|-
 
|-
| 09:41
+
|09:41
| ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
+
|ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
 +
 
 
|-
 
|-
| 09:47
+
|09:47
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: contents କ୍ରିଏଟ୍ କରିବା, contents ମ୍ୟାନେଜ୍ କରିବା ଏବଂ Revisions
* contents କ୍ରିଏଟ୍ କରିବା
+
 
* contents ମ୍ୟାନେଜ୍ କରିବା ଏବଂ
+
* Revisions
+
 
|-
 
|-
| 10:06
+
|10:06
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
| 10:16
+
|10:16
| ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
| 10:23
+
|10:23
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|10:32
 
|10:32
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
| 10:45
+
|10:45
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 11:49, 4 April 2017

Time Narration
00:01 Managing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ content କ୍ରିଏଟ୍ କରିବା
00:11 Content ପରିଚାଳନା କରିବା ଏବଂ Revisions
00:15 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
00:25 ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ପୂର୍ବରୁ କ୍ରିଏଟ୍ କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:33 ଏବେ ନୂଆ Content କେମିତି କ୍ରିଏଟ୍ କରାଯାଏ, ଶିଖିବା
00:37 ପ୍ରଥମ Event ଆଡ୍ କରନ୍ତୁ, Content ଉପରେ କ୍ଲିକ୍ କରନ୍ତୁ
00:42 Add content କ୍ଲିକ୍ କରନ୍ତୁ ଏବଂ Events ଚୟନ କରନ୍ତୁ
00:46 କିଛି ଜିନିଷ ପ୍ରଦର୍ଶନ ପାଇଁ, ଏକ ନମୁନା Event ସେଟ୍ ଅପ୍ କରିବା
00:50 Event Name fieldରେ “DrupalCamp Cincinnati” ଟାଇପ୍ କରନ୍ତୁ
00:58 Event Description fieldରେ “This is the first DrupalCamp in the southern Ohio region” ଟାଇପ୍ କରନ୍ତୁ
01:07 ଧ୍ୟାନ ଦିଅନ୍ତୁ ଯେ, Create New revision ଚେକ୍ ବକ୍ସ ଏଠାରେ ON ରହିବ
01:12 ଏହାର ଡାହାଣ ପାଖରେ କିଛି କରିବା ଦରକାର ନାହିଁ
01:17 ବର୍ତ୍ତମାନ ପାଇଁ Event Logo କୁ blank ଛାଡ଼ନ୍ତୁ
01:21 କିନ୍ତୁ, ଆମର Event Website ଦରକାର
01:24 ତେଣୁ URL କୁ http://drupalcampcincinnati.org ଭାବେ ଟାଇପ୍ କରନ୍ତୁ
01:34 Link textକୁ blank ଛାଡ଼ିଦିଅନ୍ତୁ, ସେହି display ହେଉଛି ପ୍ରକୃତ URL, ତେଣୁ ଆମେ ଏବେ ସେହିଭଳି କରିବା
01:44 ଯେତେବେଳେ Event Date ଉପରେ କ୍ଲିକ୍ କରିବେ ଏକ ଛୋଟ calendar pops ଆସିବ
01:49 January 11th 2016 କ୍ଲିକ୍ କରନ୍ତୁ
01:54 ଏବେ କୌଣସି EVENT SPONSORS ଆଡ୍ କରିପାରିବେ ନାହିଁ, କାରଣ ଏଠାରେ କୌଣସି User Groups set ନାହିଁ
02:01 ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ Drupal feature ହେଉଛି Inline Entity Reference
02:07 ଏହା, ଶୀଘ୍ର user groups ଆଡ୍ କରିବାକୁ ଅନୁମତି ଦିଏ. ହେଲେ ଏହାକୁ ପରେ ଶିଖିବା
02:13 ଆମର କିଛି EVENT TOPICS ଅଛି. ‘I’ ଟାଇପ୍ କରନ୍ତୁ ଏବଂ ‘Introduction to Drupal’ ସିଲେକ୍ଟ କରନ୍ତୁ
02:21 Add another item ଉପରେ କ୍ଲିକ୍ କରନ୍ତୁ, ଏଥରକ ‘m' ଟାଇପ୍ କରନ୍ତୁ
02:27 ଧ୍ୟାନଦିଅନ୍ତୁ ଯେ ‘m’ ଥିବା ସମସ୍ତ topics, ପ୍ରଦର୍ଶିତ ହେବ
02:32 Module Development ସିଲେକ୍ଟ କରନ୍ତୁ, ଆପଣ ଅନ୍ୟ topics ଚୟନ କରିପାରିବେ
02:38 Save and publish କ୍ଲିକ୍ କରନ୍ତୁ
02:41 ଏଠାରେ DrupalCamp Cincinnati node ଅଛି
02:45 Title, Body, Event Website, ଯାହା ସ୍ୱତଃ ହିଁ ଏକ link ହୋଇଥାଏ, କିନ୍ତୁ ଏହା ପ୍ରକୃତରେ ବିଦ୍ୟମାନ ନଥାଏ
02:53 ଆପଣ Event Date format କୁ ବଦଳାଇପାରିବେ
02:58 ଏହା ହେଉଛି ଏକ taxonomy
03:00 ଯଦି ଏହି link କ୍ଲିକ୍ ହୁଏ, ତେବେ Introduction to Drupal ସହ ପ୍ରତ୍ୟେକ Event ସଂଯୋଗ ହେବ ଏବଂ publication date କ୍ରମରେ ତାଲିକାଭୁକ୍ତ ହେବ
03:12 ଆମେ ସଫଳତା ପୂର୍ବକ ପ୍ରଥମ event node କ୍ରିଏଟ୍ କରିଛେ
03:17 ଏବେ Shortcuts ଏବଂ Add content ଉପରେ କ୍ଲିକ୍ କରନ୍ତୁ ଏବଂ User Group ଆଡ୍ କରନ୍ତୁ
03:27 ଏହାକୁ "Cincinnati User Group" କହିପାରିବେ
03:31 User Group Description field ଭିତରେ ଟାଇପ୍ କରନ୍ତୁ: “This is the user group from the southern Ohio region based in Cincinnati”
03:42 ଏବଂ “We meet on the 3rd Thursday of every month”.
03:47 ସେଥିରେ ଅଧିକ information ଆଡ୍ କରିପାରିବେ
03:51 ଏହି User Group ପାଇଁ URL ହେଉଛି: https colon slash slash groups dot drupal dot org slash Cincinnati
04:03 ଏହା ବର୍ତ୍ତମାନ ପାଇଁ ବିଦ୍ୟମାନ ନାହିଁ. କିନ୍ତୁ ଏହା, ସାଧାରଣତଃ ଏହିପରି ପ୍ରଦର୍ଶିତ ହୋଇଥାଏ
04:10 ଆପଣଙ୍କ ଏରିଆରେ User Group ଖୋଜିବା ପାଇଁ groups dot drupal dot org କୁ ଆସନ୍ତୁ
04:16 ଏହାପରେ, ଆପଣଙ୍କ ଆଗ୍ରହକୁ ଆଧାର କରି quick search କରନ୍ତୁ
04:21 ସାରା ବିଶ୍ୱରେ ଅନେକ User Groups ଅଛି
04:25 Group Contact ଭିତରେ "Drupal space Group" ଏବଂ Contact Email ଭିତରେ "drupalgroup@email.com" ଟାଇପ୍ କରନ୍ତୁ
04:38 ଧ୍ୟାନଦିଅନ୍ତୁ ଯେ, ଏହା ଏକ properly formatted email address ହେବା ଉଚିତ, ନହେଲେ Drupal ଏହାକୁ ରିଜେକ୍ଟ କରିଦେବ
04:46 ଏଠାରେ ଥିବା multiple options ମଧ୍ୟରୁ Group Level ଚୟନ କରନ୍ତୁ
04:50 ଏବଂ EVENTS SPONSORED ଭିତରେ Event ଚୁଜ୍ କରନ୍ତୁ
04:55 ଯଦି 'd' ଟାଇପ୍ କରିବେ, ତେବେ drop-down ରେ "Drupal Camp Cincinnati" ଶୋ’ କରିବ
05:02 Save and Publish କ୍ଲିକ୍ କରନ୍ତୁ
05:05 ଆମେ ସଫଳତା ପୂର୍ବକ ପ୍ରଥମ User Group କ୍ରିଏଟ୍ କଲେ
05:09 ଏବେ content ମ୍ୟାନେଜ୍ କରିବା ଶିଖିବା
05:13 ଯଦି Content ଉପରେ କ୍ଲିକ୍ କରିବେ, ତେବେ site ରେ ସମସ୍ତ content ର ତାଲିକା ପାଇବେ
05:19 ଏହା କେଉଁ Content type କିଛି ଫରକ ପଡ଼େନାହିଁ, ଆମେ ସମସ୍ତ content ଦେଖିପାରିବା
05:25 Publish status, Content type ଏବଂ Title ଦ୍ୱାରା filter କରିପାରିବେ
05:32 ଯଦି ଏଠାରେ ‘W’ ଟାଇପ୍ କରି Filter କ୍ଲିକ୍ କରିବେ, ତେବେ କେବଳ ‘w’ ରେ ଆରମ୍ଭ ହେଉଥିବା nodes ପାଇବେ
05:41 Reset କ୍ଲିକ୍ କରନ୍ତୁ
05:43 ଯଦି multiple languages ଅଛି, ତେବେ ଅନ୍ୟ language ବାଛିପାରିବେ
05:49 ଥରେ ତାଲିକା ପାଇଗଲେ ଏକ ସମୟରେ ଏକାଧିକ node ସିଲେକ୍ଟ କରିପାରିବେ, ଯେମିତି- Delete, make it Sticky, Promote it, Publish it ଇତ୍ୟାଦି
06:04 Unpublish content ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ
06:09 ଧ୍ୟାନଦିଅନ୍ତୁ ଯେ, ସିଲେକ୍ଟ ହୋଇଥିବା nodes, Unpublished ରେ updated ହୋଇଛି
06:16 Content ମ୍ୟାନେଜ୍ କରିବା ପାଇଁ ଏହା ସହଜ ସ୍ଥାନ
06:20 ସମସ୍ତ nodes କୁ ଏକସଙ୍ଗରେ ସିଲେକ୍ଟ କରନ୍ତୁ, ପ୍ରଥମେ Publish ଏବଂ ତା’ପରେ Apply କ୍ଲିକ୍ କରନ୍ତୁ
06:28 ଯଦି କିଛି publish ହୋଇଛି, ତେବେ କୌଣସି କଥା ନାହିଁ, ଏବେ ସମସ୍ତ content publish ହୋଇଯିବ
06:35 ଏଠାରେ ଗୋଟିଏ node କୁ Edit କିମ୍ବା Delete କରିପାରିବେ, କିମ୍ବା ଅନେକ nodes କୁ ସିଲେକ୍ଟ କରି content ଡିଲିଟ୍ କରନ୍ତୁ
06:44 Drupal ରେ content କୁ ମ୍ୟାନେଜ୍ କରିବା ଅତି ସହଜ, toolbar ରୁ Content link କ୍ଲିକ୍ କଲେ ସେହି ପେଜ୍ ଆସିବ
06:54 ଉପରେ ଥିବା tabs ବ୍ୟବହାର କଲେ ଆପଣ Comments କୁ ମ୍ୟାନେଜ୍ କରିପାରିବେ
07:00 ଏବଂ କୌଣସି file field ରେ upload ହୋଇଥିବା Files କୁ ମଧ୍ୟ ମ୍ୟାନେଜ୍ କରିପାରିବେ
07:05 Image ଦେଖିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ, ଏହା ସ୍କ୍ରିନ୍ରେ ଡିସ୍ପ୍ଲେ ହେବ
07:10 Image କେଉଁଠି ବ୍ୟବହାର ହୋଇଛି ଦେଖିବା ପାଇଁ Places link ଉପରେ କ୍ଲିକ୍ କରନ୍ତୁ, ଏହା ଆମକୁ ଏକ nodeଗୁଡ଼ିକର ତାଲିକା ଦେବ, ଯେଉଁଠି file ବ୍ୟବହୃତ ହୋଇଛି
07:20 Administration toolbarରେ ଆପଣ Content link ମଧ୍ୟରୁ Content, Comments ଏବଂ Files ମ୍ୟାନେଜ୍ କରିପାରିବେ
07:29 ଏବେ ଗୋଟିଏ node ରେ comment ଆଡ୍ କରନ୍ତୁ
07:33 ମୁଁ ଏହି comment ଆଡ୍ କରୁଛି- “Great Node! Fantastic content.”
07:39 Save କ୍ଲିକ୍ କରନ୍ତୁ
07:42 ଯେହେତୁ ଆମେ superuser ଭାବେ logged in କରିଛେ, ତେଣୁ ଆମକୁ ସବୁକିଛି ଦିଆଯାଇଛି. ଆମକୁ ପ୍ରକୃତରେ କିଛି କରିବାର ନାହିଁ
07:50 ଯଦି approval ପାଇଁ comments ସେଟ୍ କରିବାକୁ ଚାହୁଁଛନ୍ତି, ତେବେ Content, Comments କ୍ଲିକ୍ କରିପାରିବେ ଏବଂ ସେଗୁଡ଼ିକୁ ଏଠାରେ ମ୍ୟାନେଜ୍ କରିବାକୁ ସମର୍ଥ ହେବେ
07:59 ଉଦାହରଣସ୍ୱରୁପ- comments କୁ bulk publish କରନ୍ତୁ କିମ୍ବା ସେଗୁଡ଼ିକୁ ସ୍କ୍ରିନ୍ରୁ ଡିଲିଟ୍ କରନ୍ତୁ
08:05 Drupal ରେ ଗୋଟିଏ ସ୍ଥାନରୁ Content, Comments ଏବଂ Files ମ୍ୟାନେଜ୍ କରାଯାଏ
08:12 ଏହାପରେ ଏକ node update କରନ୍ତୁ କିମ୍ବା node ପରିବର୍ତ୍ତନ କରନ୍ତୁ ଏବଂ Revisions କେମିତି କାମ କରୁଛି ଦେଖନ୍ତୁ
08:20 Home page କୁ ଆସିବା ପାଇଁ Home link ଦାବନ୍ତୁ
08:24 DrupalCamp Cincinnatiରେ Quick edit ଦାବନ୍ତୁ
08:29 ଏହି node ର body ରେ ଆହୁରି ଅଧିକ content ଆଡ୍ କରନ୍ତୁ- “There is another great camp in Columbus every October.”
08:39 Save ଦାବନ୍ତୁ
08:41 ଏବେ DrupalCamp Cincinnati ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ Revisions ନାମରେ ଏକ ନୂଆ ଟାବ୍ ଦେଖିପାରିବେ
08:49 Revisions କ୍ଲିକ୍ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, admin, node କୁ 2:37 ରେ update କରିସାରିଛି ଏବଂ ଏହା ହେଉଛି Current Revision
09:00 ପୁରୁଣା version ମଧ୍ୟ ଅଛି
09:03 ଏହାକୁ କ୍ଲିକ୍ କରିବା ଦ୍ୱାରା ପୁରୁଣା version ଦେଖିପାରିବେ, ଯାହାର ଦ୍ୱିତୀୟ paragraph ନାହିଁ
09:09 ପଛକୁ ଫେରିବା ପାଇଁ Revisions କ୍ଲିକ୍ କରନ୍ତୁ, ଏହାପରେ ପୁରୁଣା version କୁ Revert କିମ୍ବା Delete କରିପାରିବେ
09:18 ସେଥିରେ ଅନ୍ୟ Modules ଅଛି, ଯାହା ଏହାକୁ ସରଳ କରେ
09:22 କିନ୍ତୁ version control କୁ Drupal ସମ୍ପୂର୍ଣ୍ଣ କରିସାରିଛି, ତେବେ କୌଣସି node କୁ କିଏ ଏବଂ କେତେବେଳେ ବଦଳାଏ ଆପଣ ଜାଣିଛନ୍ତି, ଏବଂ ଆପଣ ଚାହିଁଲେ revert back କରିପାରିବେ
09:36 ତେବେ Drupal ରେ version control କ୍ରିଏଟ୍ ହୋଇଛି ଏବଂ ଏହା ପ୍ରକୃତରେ ଉପକାରୀ
09:41 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
09:47 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: contents କ୍ରିଏଟ୍ କରିବା, contents ମ୍ୟାନେଜ୍ କରିବା ଏବଂ Revisions
10:06 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:16 ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:45 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Devraj, PoojaMoolya, Pradeep