Difference between revisions of "Drupal/C2/Taxonomy/Oriya"

From Script | Spoken-Tutorial
Jump to: navigation, search
 
(3 intermediate revisions by 2 users not shown)
Line 1: Line 1:
9_DRUPAL_Taxonomy_Odia
 
Time – 7:27
 
Outline:
 
- Taxonomy ବର୍ଣ୍ଣନା କରିବା
 
- Taxonomy ଆଡ୍‍ କରିବା
 
- Taxonomy term ଗୁଡ଼ିକୁ ଆଡ୍‍ କରିବା
 
 
{|border=1
 
{|border=1
 
|'''Time'''
 
|'''Time'''
Line 10: Line 4:
  
 
|-
 
|-
| 00:01
+
|00:01
| ''' Taxonomy''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|''' Taxonomy''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:05
+
|00:05
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: * '''Taxonomy''' ଏବଂ ଏକ '''Taxonomy''' ଆଡ୍ କରିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: '''Taxonomy''' ଏବଂ ଏକ '''Taxonomy''' ଆଡ୍ କରିବା
 +
 
 
|-
 
|-
|00:11O
+
|00:11
| ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ '''Ubuntu Linux Operating System''', '''Drupal 8''' ଏବଂ '''Firefox Web browser''' ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ '''Ubuntu Linux Operating System''', '''Drupal 8''' ଏବଂ '''Firefox Web browser''' ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
| 00:23
+
|00:23
| ପୂର୍ବରୁ କ୍ରିଏଟ୍ କରାଯାଇଥିବା ୱେବ୍ସାଇଟ୍ ଖୋଲନ୍ତୁ
+
|ପୂର୍ବରୁ କ୍ରିଏଟ୍ କରାଯାଇଥିବା ୱେବ୍ସାଇଟ୍ ଖୋଲନ୍ତୁ
 +
 
 
|-
 
|-
 
|00:27
 
|00:27
| ଏବେ ଯେତେବେଳେକି ଆମେ ସମସ୍ତ '''Content types''' ଏବଂ '''fields''' ତିଆରି କରିସାରିଛେ, ଆମକୁ '''categorization''' ଆଡ୍ କରିବା ଆବଶ୍ୟକ, ଯେଉଁଠାରୁ '''Taxonomy''' ଆସିଥାଏ
+
|ଏବେ ଯେତେବେଳେକି ଆମେ ସମସ୍ତ '''Content types''' ଏବଂ '''fields''' ତିଆରି କରିସାରିଛେ, ଆମକୁ '''categorization''' ଆଡ୍ କରିବା ଆବଶ୍ୟକ, ଯେଉଁଠାରୁ '''Taxonomy''' ଆସିଥାଏ
 +
 
 
|-
 
|-
| 00:37
+
|00:37
| '''Taxonomy''' କିଛି ନୁହେଁ କେବଳ '''Categories''' ଅଟେ
+
|'''Taxonomy''' କିଛି ନୁହେଁ କେବଳ '''Categories''' ଅଟେ
 +
 
 
|-
 
|-
 
|00:41
 
|00:41
| '''IMDB''' ଉଦାହରଣକୁ ଫେରନ୍ତୁ, '''IMDB site''' ରେ ଥିବା '''Movie Genre''' କୁ ରିକଲ୍ କରନ୍ତୁ (ମନେପକାନ୍ତୁ)
+
|'''IMDB''' ଉଦାହରଣକୁ ଫେରନ୍ତୁ, '''IMDB site''' ରେ ଥିବା '''Movie Genre''' କୁ ରିକଲ୍ କରନ୍ତୁ (ମନେପକାନ୍ତୁ)
 +
 
 
|-
 
|-
| 00:50
+
|00:50
| ଏହା ହେଉଛି Drupalର '''taxonomy''' ରେ କାର୍ଯ୍ୟ କରିବାର ମାର୍ଗ
+
|ଏହା ହେଉଛି Drupalର '''taxonomy''' ରେ କାର୍ଯ୍ୟ କରିବାର ମାର୍ଗ
 +
 
 
|-
 
|-
 
|00:54
 
|00:54
| '''Movie genre''' ଏକ '''vocabulary''' ହୋଇପାରେ ଏବଂ ତାହା main'''category''' ପାଇଁ term ଅଟେ
+
|'''Movie genre''' ଏକ '''vocabulary''' ହୋଇପାରେ ଏବଂ ତାହା main'''category''' ପାଇଁ term ଅଟେ
 +
 
 
|-
 
|-
| 01:00
+
|01:00
| ଆଉ ସେହି '''vocabulary''' ଭିତରେ '''Terms''' ଅଛି
+
|ଆଉ ସେହି '''vocabulary''' ଭିତରେ '''Terms''' ଅଛି
 +
 
 
|-
 
|-
 
|01:04
 
|01:04
| ତେଣୁ ସ୍କ୍ରିନ୍ ଉପରେ '''ACTION, ADVENTURE, COMEDY, DRAMA''' ଏବଂ '''ROMANCE''' ଅଛି
+
|ତେଣୁ ସ୍କ୍ରିନ୍ ଉପରେ '''ACTION, ADVENTURE, COMEDY, DRAMA''' ଏବଂ '''ROMANCE''' ଅଛି
 +
 
 
|-
 
|-
 
|01:11
 
|01:11
| ଏହାପରେ '''COMEDY''' ଅଧିନରେ '''ROMANTIC, ACTION, SLAPSTICK''' ଏବଂ '''SCREWBALL''' ଅଛି
+
|ଏହାପରେ '''COMEDY''' ଅଧିନରେ '''ROMANTIC, ACTION, SLAPSTICK''' ଏବଂ '''SCREWBALL''' ଅଛି
 +
 
 
|-
 
|-
| 01:18
+
|01:18
| '''Drupal vocabulary''' କିମ୍ବା '''taxonomy''' ଭିତରେ ଅଗଣିତ nested '''categories''' କିମ୍ବା '''terms''' ରହିଛି
+
|'''Drupal vocabulary''' କିମ୍ବା '''taxonomy''' ଭିତରେ ଅଗଣିତ nested '''categories''' କିମ୍ବା '''terms''' ରହିଛି
 +
 
 
|-
 
|-
| 01:24
+
|01:24
| ଏବେ ଏଠାରେ ଗୋଟିଏ ଜିନିଷ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ
+
|ଏବେ ଏଠାରେ ଗୋଟିଏ ଜିନିଷ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ
 +
 
 
|-
 
|-
 
|01:28
 
|01:28
| ଗୋଟିଏ ଏରିଆ ଯାହାର ଅଧିକାଂଶ '''sites''' ବିଫଳ ହୁଏ, ତାହା ହେଉଛି –
+
|ଗୋଟିଏ ଏରିଆ ଯାହାର ଅଧିକାଂଶ '''sites''' ବିଫଳ ହୁଏ, ତାହା ହେଉଛି – ସେଗୁଡ଼ିକର କଣ୍ଟେଣ୍ଟ ବର୍ଗୀକରଣ କରିବା ପାଇଁ '''built-in tagging widget''' କିମ୍ବା '''tag vocabulary''' ବ୍ୟବହାର କରିବା
ସେଗୁଡ଼ିକର କଣ୍ଟେଣ୍ଟ ବର୍ଗୀକରଣ କରିବା ପାଇଁ '''built-in tagging widget''' କିମ୍ବା '''tag vocabulary''' ବ୍ୟବହାର କରିବା
+
 
 
|-
 
|-
| 01:37
+
|01:37
| ଯେତେବେଳେ ଏହା ଶୀଘ୍ର '''categories''' ଆଡ୍ କରିବାକୁ ସମର୍ଥ ହୁଏ, ଏଥିରେ କିଛି inherent problem ଆସେ
+
|ଯେତେବେଳେ ଏହା ଶୀଘ୍ର '''categories''' ଆଡ୍ କରିବାକୁ ସମର୍ଥ ହୁଏ, ଏଥିରେ କିଛି inherent problem ଆସେ
 +
 
 
|-
 
|-
| 01:44
+
|01:44
| ଯଦି ଜଣେ typo ଟାଇପ୍ କରିବ ତେବେ କଣ ଘଟିବ?
+
|ଯଦି ଜଣେ typo ଟାଇପ୍ କରିବ ତେବେ କଣ ଘଟିବ?
 +
 
 
|-
 
|-
 
|01:47
 
|01:47
| ତେବେ energy –'''e n e r g y''' ସହ '''e n r e g y''' ସମାନ ନୁହେଁ ଏବଂ '''Drupal'''କୁ ପାର୍ଥକ୍ୟ ଜଣାନାହିଁ
+
|ତେବେ energy –'''e n e r g y''' ସହ '''e n r e g y''' ସମାନ ନୁହେଁ ଏବଂ '''Drupal'''କୁ ପାର୍ଥକ୍ୟ ଜଣାନାହିଁ
 +
 
 
|-
 
|-
| 01:56
+
|01:56
| ତେଣୁ, ହଠାତ୍ ଆମ ପାଖରେ 2 categories ଅଛି ଏବଂ କଣ୍ଟେଣ୍ଟ ଆଉ କନେକ୍ଟ ହୋଇ ରହିନାହିଁ
+
|ତେଣୁ, ହଠାତ୍ ଆମ ପାଖରେ 2 categories ଅଛି ଏବଂ କଣ୍ଟେଣ୍ଟ ଆଉ କନେକ୍ଟ ହୋଇ ରହିନାହିଁ
 +
 
 
|-
 
|-
| 02:02
+
|02:02
| ତାହା ଏଥିପାଇଁ ଯେ, ସବୁବେଳେ closed '''taxonomy''' ଅନୁମୋଦନ କରୁ, ଯେମିତି '''screen''' ଉପରେ ଅଛି
+
|ତାହା ଏଥିପାଇଁ ଯେ, ସବୁବେଳେ closed '''taxonomy''' ଅନୁମୋଦନ କରୁ, ଯେମିତି '''screen''' ଉପରେ ଅଛି
 +
 
 
|-
 
|-
 
|02:08
 
|02:08
| ସେଟ୍ ଅପ୍ କରିବା ସହଜ ଏବଂ ଏହି ସିରିଜ୍ ରେ ତାକୁ ଆମେ ପରେ କରିବା
+
|ସେଟ୍ ଅପ୍ କରିବା ସହଜ ଏବଂ ଏହି ସିରିଜ୍ ରେ ତାକୁ ଆମେ ପରେ କରିବା
 +
 
 
|-
 
|-
| 02:12
+
|02:12
| ବର୍ତ୍ତମାନ ପାଇଁ ବୁଝିବାକୁ ହେବ ଯେ, ବହୁତ ଉପାୟରେ '''Taxonomy''' ବ୍ୟବହାର କରାଯାଇପାରିବ
+
|ବର୍ତ୍ତମାନ ପାଇଁ ବୁଝିବାକୁ ହେବ ଯେ, ବହୁତ ଉପାୟରେ '''Taxonomy''' ବ୍ୟବହାର କରାଯାଇପାରିବ
 +
 
 
|-
 
|-
 
|02:17
 
|02:17
| ଏହା '''content''' ର lists କେମିତି କ୍ରିଏଟ୍ କରୁଛି ପୂର୍ବରୁ ଦେଖିଛେ, କିନ୍ତୁ ଆମେ ସମସ୍ତ ପ୍ରକାର '''Views''' କୁ filter ଏବଂ sort କରିବା ପାଇଁ '''taxonomy''' ବ୍ୟବହାର କରିପାରିବା, ଯଦି ଏହା ସଠିକ୍ ଭାବେ ବ୍ୟବହୃତ ହୋଇଛି
+
|ଏହା '''content''' ର lists କେମିତି କ୍ରିଏଟ୍ କରୁଛି ପୂର୍ବରୁ ଦେଖିଛେ, କିନ୍ତୁ ଆମେ ସମସ୍ତ ପ୍ରକାର '''Views''' କୁ filter ଏବଂ sort କରିବା ପାଇଁ '''taxonomy''' ବ୍ୟବହାର କରିପାରିବା, ଯଦି ଏହା ସଠିକ୍ ଭାବେ ବ୍ୟବହୃତ ହୋଇଛି
 +
 
 
|-
 
|-
| 02:28
+
|02:28
| ଏବେ '''taxonomy''' ଭିତରକୁ ଯାଆନ୍ତୁ
+
|ଏବେ '''taxonomy''' ଭିତରକୁ ଯାଆନ୍ତୁ
 +
 
 
|-
 
|-
 
|02:32
 
|02:32
| '''Events Content type''' ପାଇଁ ଏକ '''taxonomy''' ସେଟ୍ ଅପ୍ କରନ୍ତୁ
+
|'''Events Content type''' ପାଇଁ ଏକ '''taxonomy''' ସେଟ୍ ଅପ୍ କରନ୍ତୁ
 +
 
 
|-
 
|-
| 02:35
+
|02:35
| '''Structure''' କ୍ଲିକ୍ କରନ୍ତୁ, scroll down କରି '''Taxonomy''' କ୍ଲିକ୍ କରନ୍ତୁ
+
|'''Structure''' କ୍ଲିକ୍ କରନ୍ତୁ, scroll down କରି '''Taxonomy''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:41
+
|02:41
| ଆପଣଙ୍କ ମନେଥିବ, ଆମେ ସବୁ ସହିତ '''tags''' କୁ ଏକତ୍ର ସେଟିଙ୍ଗ କରିଛେ
+
|ଆପଣଙ୍କ ମନେଥିବ, ଆମେ ସବୁ ସହିତ '''tags''' କୁ ଏକତ୍ର ସେଟିଙ୍ଗ କରିଛେ
 +
 
 
|-
 
|-
| 02:46
+
|02:46
| କିନ୍ତୁ ପୂର୍ବରୁ ଅବଗତ କରାଯାଇଥିଲା, ଏକ '''closed taxonomy''' ରଖାଯିବ- ସେମିତି ଯାହାକୁ control କରିହେବ ଏବଂ ସେମିତି ଯେଉଁଥିରେ ସହଜରେ '''terms''' ଆଡ୍ କରିହେବ
+
|କିନ୍ତୁ ପୂର୍ବରୁ ଅବଗତ କରାଯାଇଥିଲା, ଏକ '''closed taxonomy''' ରଖାଯିବ- ସେମିତି ଯାହାକୁ control କରିହେବ ଏବଂ ସେମିତି ଯେଉଁଥିରେ ସହଜରେ '''terms''' ଆଡ୍ କରିହେବ
 +
 
 
|-
 
|-
| 02:56
+
|02:56
| '''Add vocabulary''' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ "Event Topics" ଭାବେ ନାମ ଦିଅନ୍ତୁ
+
|'''Add vocabulary''' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ "Event Topics" ଭାବେ ନାମ ଦିଅନ୍ତୁ
 +
 
 
|-
 
|-
 
|03:02
 
|03:02
| '''Description''' ଭିତରେ "This is where we track the topics for Drupal events" ଟାଇପ୍ କରନ୍ତୁ
+
|'''Description''' ଭିତରେ "This is where we track the topics for Drupal events" ଟାଇପ୍ କରନ୍ତୁ
 +
 
 
|-
 
|-
| 03:09
+
|03:09
| '''Save''' କ୍ଲିକ୍ କରନ୍ତୁ, ଏବେ '''vocabulary''' ରେ '''terms''' ଆଡ୍ କରିପାରିବେ. '''Add a term''' କ୍ଲିକ୍ କରନ୍ତୁ
+
|'''Save''' କ୍ଲିକ୍ କରନ୍ତୁ, ଏବେ '''vocabulary''' ରେ '''terms''' ଆଡ୍ କରିପାରିବେ. '''Add a term''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:16
+
|03:16
| ସ୍କ୍ରିନ୍ ଉପରେ terms list ଦେଖିପାରିବେ, ସେଗୁଡ଼ିକୁ ଆଡ୍ କରନ୍ତୁ-
+
|ସ୍କ୍ରିନ୍ ଉପରେ terms list ଦେଖିପାରିବେ, ସେଗୁଡ଼ିକୁ ଆଡ୍ କରନ୍ତୁ- '''Introduction to Drupal''', '''Site Building''',
'''Introduction to Drupal''',
+
 
'''Site Building''',
+
 
|-
 
|-
 
|03:24
 
|03:24
|'''Module Development'''
+
|'''Module Development''' ,'''Theming''' ଏବଂ '''Performance'''
'''Theming''' ଏବଂ '''Performance'''
+
 
 
|-
 
|-
| 03:28
+
|03:28
| '''Introduction to Drupal''' ଆଡ୍ କରନ୍ତୁ ଏବଂ '''Save''' କ୍ଲିକ୍ କରନ୍ତୁ
+
|'''Introduction to Drupal''' ଆଡ୍ କରନ୍ତୁ ଏବଂ '''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:34
+
|03:34
| ଏବଂ ଏହା ଆମକୁ ପୁଣିଥରେ '''Add''' screen କୁ ଫେରାଇ ଆଣେ
+
|ଏବଂ ଏହା ଆମକୁ ପୁଣିଥରେ '''Add''' screen କୁ ଫେରାଇ ଆଣେ
 +
 
 
|-
 
|-
| 03:39
+
|03:39
| ଏବେ "Site Building" ଟାଇପ୍ କରନ୍ତୁ ଏବଂ '''Save''' କ୍ଲିକ୍ କରନ୍ତୁ
+
|ଏବେ "Site Building" ଟାଇପ୍ କରନ୍ତୁ ଏବଂ '''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:43
+
|03:43
| '''Module Development''' ଓ ''' Save''' କ୍ଲିକ୍ କରନ୍ତୁ '''Theming…...'''. ମୁଁ କେବଳ '''Enter''' ଦାବୁଛି ଏବଂ ଏହା ଆପେ ଆପେ ସେଭ୍ କରୁଛି
+
|'''Module Development''' ଓ ''' Save''' କ୍ଲିକ୍ କରନ୍ତୁ '''Theming…...'''. ମୁଁ କେବଳ '''Enter''' ଦାବୁଛି ଏବଂ ଏହା ଆପେ ଆପେ ସେଭ୍ କରୁଛି
 +
 
 
|-
 
|-
| 03:53
+
|03:53
| ଆଉ ଏହାପରେ ଶେଷଟି ହେଉଛି '''Performance''' ଏବଂ '''Save''' କ୍ଲିକ୍ କରନ୍ତୁ
+
|ଆଉ ଏହାପରେ ଶେଷଟି ହେଉଛି '''Performance''' ଏବଂ '''Save''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:57
+
|03:57
| ଏଠାରେ complex '''vocabulary''' ଆଡ୍ କରିପାରିବେ, କିନ୍ତୁ ବର୍ତ୍ତମାନ ପାଇଁ ଏହାକୁ simple ରଖନ୍ତୁ
+
|ଏଠାରେ complex '''vocabulary''' ଆଡ୍ କରିପାରିବେ, କିନ୍ତୁ ବର୍ତ୍ତମାନ ପାଇଁ ଏହାକୁ simple ରଖନ୍ତୁ
 +
 
 
|-
 
|-
| 04:03
+
|04:03
| ଏଠାରେ '''Taxonomy''' କ୍ଲିକ୍ କରନ୍ତୁ ଏବଂ '''Event Topics''' ଭିତରେ '''terms''' କୁ ତାଲିକାଭୁକ୍ତ କରନ୍ତୁ
+
|ଏଠାରେ '''Taxonomy''' କ୍ଲିକ୍ କରନ୍ତୁ ଏବଂ '''Event Topics''' ଭିତରେ '''terms''' କୁ ତାଲିକାଭୁକ୍ତ କରନ୍ତୁ
 +
 
 
|-
 
|-
| 04:09
+
|04:09
| ଏବେ ଆମ ପାଖରେ '''Introduction, Module Development, Performance, Site Building''' ଏବଂ '''Theming''' ଅଛି
+
|ଏବେ ଆମ ପାଖରେ '''Introduction, Module Development, Performance, Site Building''' ଏବଂ '''Theming''' ଅଛି
 +
 
 
|-
 
|-
| 04:16
+
|04:16
| ଏବଂ ସେଗୁଡ଼ିକ alphabetical କ୍ରମରେ ଅଛି
+
|ଏବଂ ସେଗୁଡ଼ିକ alphabetical କ୍ରମରେ ଅଛି
 +
 
 
|-
 
|-
| 04:19
+
|04:19
| କିନ୍ତୁ ଆମେ ସେଗୁଡ଼ିକୁ difficulty କ୍ରମରେ ବ୍ୟବସ୍ଥିତ କରିବା
+
|କିନ୍ତୁ ଆମେ ସେଗୁଡ଼ିକୁ difficulty କ୍ରମରେ ବ୍ୟବସ୍ଥିତ କରିବା
 +
 
 
|-
 
|-
| 04:23
+
|04:23
| ତେବେ '''Module Development''' କୁ ତଳକୁ ଏବଂ '''Site Building''' କୁ ଉପରକୁ ଘୁଞ୍ଚାନ୍ତୁ
+
|ତେବେ '''Module Development''' କୁ ତଳକୁ ଏବଂ '''Site Building''' କୁ ଉପରକୁ ଘୁଞ୍ଚାନ୍ତୁ
 +
 
 
|-
 
|-
| 04:27
+
|04:27
| ଏବଂ '''Site Building''' ପରେ '''Theming''' ଏବଂ ଶେଷରେ '''Performance''' ରଖନ୍ତୁ
+
|ଏବଂ '''Site Building''' ପରେ '''Theming''' ଏବଂ ଶେଷରେ '''Performance''' ରଖନ୍ତୁ
 +
 
 
|-
 
|-
| 04:34
+
|04:34
| ଏଗୁଡ଼ିକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ, ସବୁବେଳେ ପରିବର୍ତ୍ତନଗୁଡ଼ିକୁ '''save''' କରିବାକୁ ଧ୍ୟାନ ଦିଅନ୍ତୁ
+
|ଏଗୁଡ଼ିକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ, ସବୁବେଳେ ପରିବର୍ତ୍ତନଗୁଡ଼ିକୁ '''save''' କରିବାକୁ ଧ୍ୟାନ ଦିଅନ୍ତୁ
 +
 
 
|-
 
|-
| 04:39
+
|04:39
| ନହେଲେ '''screen''' ଛାଡ଼ିବା ପରେ '''Drupal''' ସେଗୁଡ଼ିକୁ ମନେରଖିବ ନାହିଁ
+
|ନହେଲେ '''screen''' ଛାଡ଼ିବା ପରେ '''Drupal''' ସେଗୁଡ଼ିକୁ ମନେରଖିବ ନାହିଁ
 +
 
 
|-
 
|-
| 04:44
+
|04:44
| '''Save''' କ୍ଲିକ୍ କରନ୍ତୁ, ଏବଂ ସେଠାରେ '''terms''' ଆମ କ୍ରମ ହିସାବରେ ଅଛି
+
|'''Save''' କ୍ଲିକ୍ କରନ୍ତୁ, ଏବଂ ସେଠାରେ '''terms''' ଆମ କ୍ରମ ହିସାବରେ ଅଛି
 +
 
 
|-
 
|-
| 04:50
+
|04:50
| ଆମେ '''taxonomy''' ଆଡ୍ କରିଛେ, କିନ୍ତୁ '''Content type''' ଏ ବାବଦରେ ଜାଣିନାହିଁ
+
|ଆମେ '''taxonomy''' ଆଡ୍ କରିଛେ, କିନ୍ତୁ '''Content type''' ଏ ବାବଦରେ ଜାଣିନାହିଁ
 +
 
 
|-
 
|-
 
|04:56
 
|04:56
| ତେବେ '''Structure, Content types''' ଉପରେ କ୍ଲିକ୍ କରନ୍ତୁ
+
|ତେବେ '''Structure, Content types''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:00
+
|05:00
| '''Fields''' ଏବଂ '''Events Content type''' ମ୍ୟାନେଜ୍ କରନ୍ତୁ, ଏହାପରେ '''Add field''' କ୍ଲିକ୍ କରନ୍ତୁ
+
|'''Fields''' ଏବଂ '''Events Content type''' ମ୍ୟାନେଜ୍ କରନ୍ତୁ, ଏହାପରେ '''Add field''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:06
+
|05:06
| ଏହି ମାମଲାରେ ଏକ Field Typeର ଚୟନ କରିବା ହେଉଛି, ଆମେ ନିକଟରେ କ୍ରିଏଟ୍ କରିଥିବା Vocabularyରେ Taxonomy Term ପାଇଁ ଏକ Reference ଅଟେ
+
|ଏହି ମାମଲାରେ ଏକ Field Typeର ଚୟନ କରିବା ହେଉଛି, ଆମେ ନିକଟରେ କ୍ରିଏଟ୍ କରିଥିବା Vocabularyରେ Taxonomy Term ପାଇଁ ଏକ Reference ଅଟେ
 +
 
 
|-
 
|-
| 05:14
+
|05:14
| '''Taxonomy term''' ଚୟନ କରନ୍ତୁ ଏବଂ ଏହାକୁ '''Event Topics''' ନାମ ଦିଅନ୍ତୁ, '''Save and continue''' କ୍ଲିକ୍ କରନ୍ତୁ
+
|'''Taxonomy term''' ଚୟନ କରନ୍ତୁ ଏବଂ ଏହାକୁ '''Event Topics''' ନାମ ଦିଅନ୍ତୁ, '''Save and continue''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:23
+
|05:23
| ଏବେ, ଏହା କେଉଁ '''Type of item to reference''' ବୋଲି ପଚାରିବ
+
|ଏବେ, ଏହା କେଉଁ '''Type of item to reference''' ବୋଲି ପଚାରିବ
 +
 
 
|-
 
|-
| 05:28
+
|05:28
| ସତର୍କ ରୁହନ୍ତୁ, ତାକୁ ପୂର୍ବରୁ ଚୟନ କରିଛେ, ଏହାକୁ '''Unlimited''' କୁ ବଦଳାନ୍ତୁ, କାରଣ ଗୋଟିଏ '''event''' ର ଏକାଧିକ '''topic''' ଥାଇପାରେ
+
|ସତର୍କ ରୁହନ୍ତୁ, ତାକୁ ପୂର୍ବରୁ ଚୟନ କରିଛେ, ଏହାକୁ '''Unlimited''' କୁ ବଦଳାନ୍ତୁ, କାରଣ ଗୋଟିଏ '''event''' ର ଏକାଧିକ '''topic''' ଥାଇପାରେ
 +
 
 
|-
 
|-
| 05:37
+
|05:37
| '''Save field setting''' କ୍ଲିକ୍ କରନ୍ତୁ
+
|'''Save field setting''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:40
+
|05:40
| ସୁନିଶ୍ଚିତ କରନ୍ତୁ ଯେ, ଆମେ, ସଠିକ୍ '''Reference type''' ଚୟନ କରିଛେ
+
|ସୁନିଶ୍ଚିତ କରନ୍ତୁ ଯେ, ଆମେ, ସଠିକ୍ '''Reference type''' ଚୟନ କରିଛେ
 +
 
 
|-
 
|-
| 05:46
+
|05:46
| ''' Event Topics''' ଚୟନ କରନ୍ତୁ, ଏଠାରେ ଏହା "Create references entities if they don’t already exist" କୁ ଅନୁମତି ଦିଏ
+
|''' Event Topics''' ଚୟନ କରନ୍ତୁ, ଏଠାରେ ଏହା "Create references entities if they don’t already exist" କୁ ଅନୁମତି ଦିଏ
 +
 
 
|-
 
|-
| 05:56
+
|05:56
| ଏହାକୁ '''Inline entity reference''' କୁହାଯାଏ, ସାଧାରଣତଃ ଏହାର ଅର୍ଥ ଯଦି ଆମ ତାଲିକାରେ ନଥିବା '''topic''' ସେଠାରେ ଅଛି, ତେବେ ଯେକୌଣସି user ଏହାକୁ ଶୀଘ୍ର ଆଡ୍ କରିପାରିବ
+
|ଏହାକୁ '''Inline entity reference''' କୁହାଯାଏ, ସାଧାରଣତଃ ଏହାର ଅର୍ଥ ଯଦି ଆମ ତାଲିକାରେ ନଥିବା '''topic''' ସେଠାରେ ଅଛି, ତେବେ ଯେକୌଣସି user ଏହାକୁ ଶୀଘ୍ର ଆଡ୍ କରିପାରିବ
 +
 
 
|-
 
|-
| 06:07
+
|06:07
| ଏପରି କରିବା ଦରକାର ନାହିଁ, ତେଣୁ ସେହି unchecked କୁ ଛାଡ଼ିଦିଅନ୍ତୁ
+
|ଏପରି କରିବା ଦରକାର ନାହିଁ, ତେଣୁ ସେହି unchecked କୁ ଛାଡ଼ିଦିଅନ୍ତୁ
 +
 
 
|-
 
|-
| 06:11
+
|06:11
| '''Save settings''' କ୍ଲିକ୍ କରନ୍ତୁ
+
|'''Save settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:15
+
|06:15
| Content ଆଡ୍ କରିବା ପୂର୍ବରୁ ଆଉ ଗୋଟିଏ step ଅଛି
+
|Content ଆଡ୍ କରିବା ପୂର୍ବରୁ ଆଉ ଗୋଟିଏ step ଅଛି
 +
 
 
|-
 
|-
| 06:18
+
|06:18
| '''URL patterns''' ସେଟ୍ ଅପ୍ କରିବା ଆବଶ୍ୟକ ଏବଂ ଏହାକୁ content ଆଡ୍ କରିବା ପୂର୍ବରୁ କରିବାକୁ ହେବ
+
|'''URL patterns''' ସେଟ୍ ଅପ୍ କରିବା ଆବଶ୍ୟକ ଏବଂ ଏହାକୁ content ଆଡ୍ କରିବା ପୂର୍ବରୁ କରିବାକୁ ହେବ
 +
 
 
|-
 
|-
| 06:24
+
|06:24
| ଏହା ନିଶ୍ଚିତ କରେ ଯେ, ଆମେ ଆଡ୍ କରିଥିବା content ଅନୁକୂଳିତ '''URL''' ଅଟେ
+
|ଏହା ନିଶ୍ଚିତ କରେ ଯେ, ଆମେ ଆଡ୍ କରିଥିବା content ଅନୁକୂଳିତ '''URL''' ଅଟେ
 +
 
 
|-
 
|-
| 06:30
+
|06:30
| ଏହାକୁ ଏହି ସିରିଜ୍ ରେ ପରେ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|ଏହାକୁ ଏହି ସିରିଜ୍ ରେ ପରେ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 06:36
+
|06:36
| ସଂକ୍ଷିପ୍ତରେ-
+
|ସଂକ୍ଷିପ୍ତରେ-
 +
 
 
|-
 
|-
| 06:39
+
|06:39
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: * '''Taxonomy''' ଓ * '''Taxonomy''' ଆଡ୍ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: '''Taxonomy''' ଓ '''Taxonomy''' ଆଡ୍ କରିବା
 +
 
 
|-
 
|-
| 06:48
+
|06:48
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
| 06:57
+
|06:57
| ଏହି ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଏହି ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
| 07:03
+
|07:03
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
| 07:11
+
|07:11
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
| 07:23
+
|07:23
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 11:37, 4 April 2017

Time Narration
00:01 Taxonomy ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Taxonomy ଏବଂ ଏକ Taxonomy ଆଡ୍ କରିବା
00:11 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Linux Operating System, Drupal 8 ଏବଂ Firefox Web browser ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:23 ପୂର୍ବରୁ କ୍ରିଏଟ୍ କରାଯାଇଥିବା ୱେବ୍ସାଇଟ୍ ଖୋଲନ୍ତୁ
00:27 ଏବେ ଯେତେବେଳେକି ଆମେ ସମସ୍ତ Content types ଏବଂ fields ତିଆରି କରିସାରିଛେ, ଆମକୁ categorization ଆଡ୍ କରିବା ଆବଶ୍ୟକ, ଯେଉଁଠାରୁ Taxonomy ଆସିଥାଏ
00:37 Taxonomy କିଛି ନୁହେଁ କେବଳ Categories ଅଟେ
00:41 IMDB ଉଦାହରଣକୁ ଫେରନ୍ତୁ, IMDB site ରେ ଥିବା Movie Genre କୁ ରିକଲ୍ କରନ୍ତୁ (ମନେପକାନ୍ତୁ)
00:50 ଏହା ହେଉଛି Drupalର taxonomy ରେ କାର୍ଯ୍ୟ କରିବାର ମାର୍ଗ
00:54 Movie genre ଏକ vocabulary ହୋଇପାରେ ଏବଂ ତାହା maincategory ପାଇଁ term ଅଟେ
01:00 ଆଉ ସେହି vocabulary ଭିତରେ Terms ଅଛି
01:04 ତେଣୁ ସ୍କ୍ରିନ୍ ଉପରେ ACTION, ADVENTURE, COMEDY, DRAMA ଏବଂ ROMANCE ଅଛି
01:11 ଏହାପରେ COMEDY ଅଧିନରେ ROMANTIC, ACTION, SLAPSTICK ଏବଂ SCREWBALL ଅଛି
01:18 Drupal vocabulary କିମ୍ବା taxonomy ଭିତରେ ଅଗଣିତ nested categories କିମ୍ବା terms ରହିଛି
01:24 ଏବେ ଏଠାରେ ଗୋଟିଏ ଜିନିଷ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ
01:28 ଗୋଟିଏ ଏରିଆ ଯାହାର ଅଧିକାଂଶ sites ବିଫଳ ହୁଏ, ତାହା ହେଉଛି – ସେଗୁଡ଼ିକର କଣ୍ଟେଣ୍ଟ ବର୍ଗୀକରଣ କରିବା ପାଇଁ built-in tagging widget କିମ୍ବା tag vocabulary ବ୍ୟବହାର କରିବା
01:37 ଯେତେବେଳେ ଏହା ଶୀଘ୍ର categories ଆଡ୍ କରିବାକୁ ସମର୍ଥ ହୁଏ, ଏଥିରେ କିଛି inherent problem ଆସେ
01:44 ଯଦି ଜଣେ typo ଟାଇପ୍ କରିବ ତେବେ କଣ ଘଟିବ?
01:47 ତେବେ energy –e n e r g y ସହ e n r e g y ସମାନ ନୁହେଁ ଏବଂ Drupalକୁ ପାର୍ଥକ୍ୟ ଜଣାନାହିଁ
01:56 ତେଣୁ, ହଠାତ୍ ଆମ ପାଖରେ 2 categories ଅଛି ଏବଂ କଣ୍ଟେଣ୍ଟ ଆଉ କନେକ୍ଟ ହୋଇ ରହିନାହିଁ
02:02 ତାହା ଏଥିପାଇଁ ଯେ, ସବୁବେଳେ closed taxonomy ଅନୁମୋଦନ କରୁ, ଯେମିତି screen ଉପରେ ଅଛି
02:08 ସେଟ୍ ଅପ୍ କରିବା ସହଜ ଏବଂ ଏହି ସିରିଜ୍ ରେ ତାକୁ ଆମେ ପରେ କରିବା
02:12 ବର୍ତ୍ତମାନ ପାଇଁ ବୁଝିବାକୁ ହେବ ଯେ, ବହୁତ ଉପାୟରେ Taxonomy ବ୍ୟବହାର କରାଯାଇପାରିବ
02:17 ଏହା content ର lists କେମିତି କ୍ରିଏଟ୍ କରୁଛି ପୂର୍ବରୁ ଦେଖିଛେ, କିନ୍ତୁ ଆମେ ସମସ୍ତ ପ୍ରକାର Views କୁ filter ଏବଂ sort କରିବା ପାଇଁ taxonomy ବ୍ୟବହାର କରିପାରିବା, ଯଦି ଏହା ସଠିକ୍ ଭାବେ ବ୍ୟବହୃତ ହୋଇଛି
02:28 ଏବେ taxonomy ଭିତରକୁ ଯାଆନ୍ତୁ
02:32 Events Content type ପାଇଁ ଏକ taxonomy ସେଟ୍ ଅପ୍ କରନ୍ତୁ
02:35 Structure କ୍ଲିକ୍ କରନ୍ତୁ, scroll down କରି Taxonomy କ୍ଲିକ୍ କରନ୍ତୁ
02:41 ଆପଣଙ୍କ ମନେଥିବ, ଆମେ ସବୁ ସହିତ tags କୁ ଏକତ୍ର ସେଟିଙ୍ଗ କରିଛେ
02:46 କିନ୍ତୁ ପୂର୍ବରୁ ଅବଗତ କରାଯାଇଥିଲା, ଏକ closed taxonomy ରଖାଯିବ- ସେମିତି ଯାହାକୁ control କରିହେବ ଏବଂ ସେମିତି ଯେଉଁଥିରେ ସହଜରେ terms ଆଡ୍ କରିହେବ
02:56 Add vocabulary ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ "Event Topics" ଭାବେ ନାମ ଦିଅନ୍ତୁ
03:02 Description ଭିତରେ "This is where we track the topics for Drupal events" ଟାଇପ୍ କରନ୍ତୁ
03:09 Save କ୍ଲିକ୍ କରନ୍ତୁ, ଏବେ vocabulary ରେ terms ଆଡ୍ କରିପାରିବେ. Add a term କ୍ଲିକ୍ କରନ୍ତୁ
03:16 ସ୍କ୍ରିନ୍ ଉପରେ terms list ଦେଖିପାରିବେ, ସେଗୁଡ଼ିକୁ ଆଡ୍ କରନ୍ତୁ- Introduction to Drupal, Site Building,
03:24 Module Development ,Theming ଏବଂ Performance
03:28 Introduction to Drupal ଆଡ୍ କରନ୍ତୁ ଏବଂ Save କ୍ଲିକ୍ କରନ୍ତୁ
03:34 ଏବଂ ଏହା ଆମକୁ ପୁଣିଥରେ Add screen କୁ ଫେରାଇ ଆଣେ
03:39 ଏବେ "Site Building" ଟାଇପ୍ କରନ୍ତୁ ଏବଂ Save କ୍ଲିକ୍ କରନ୍ତୁ
03:43 Module Development Save କ୍ଲିକ୍ କରନ୍ତୁ Theming….... ମୁଁ କେବଳ Enter ଦାବୁଛି ଏବଂ ଏହା ଆପେ ଆପେ ସେଭ୍ କରୁଛି
03:53 ଆଉ ଏହାପରେ ଶେଷଟି ହେଉଛି Performance ଏବଂ Save କ୍ଲିକ୍ କରନ୍ତୁ
03:57 ଏଠାରେ complex vocabulary ଆଡ୍ କରିପାରିବେ, କିନ୍ତୁ ବର୍ତ୍ତମାନ ପାଇଁ ଏହାକୁ simple ରଖନ୍ତୁ
04:03 ଏଠାରେ Taxonomy କ୍ଲିକ୍ କରନ୍ତୁ ଏବଂ Event Topics ଭିତରେ terms କୁ ତାଲିକାଭୁକ୍ତ କରନ୍ତୁ
04:09 ଏବେ ଆମ ପାଖରେ Introduction, Module Development, Performance, Site Building ଏବଂ Theming ଅଛି
04:16 ଏବଂ ସେଗୁଡ଼ିକ alphabetical କ୍ରମରେ ଅଛି
04:19 କିନ୍ତୁ ଆମେ ସେଗୁଡ଼ିକୁ difficulty କ୍ରମରେ ବ୍ୟବସ୍ଥିତ କରିବା
04:23 ତେବେ Module Development କୁ ତଳକୁ ଏବଂ Site Building କୁ ଉପରକୁ ଘୁଞ୍ଚାନ୍ତୁ
04:27 ଏବଂ Site Building ପରେ Theming ଏବଂ ଶେଷରେ Performance ରଖନ୍ତୁ
04:34 ଏଗୁଡ଼ିକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ, ସବୁବେଳେ ପରିବର୍ତ୍ତନଗୁଡ଼ିକୁ save କରିବାକୁ ଧ୍ୟାନ ଦିଅନ୍ତୁ
04:39 ନହେଲେ screen ଛାଡ଼ିବା ପରେ Drupal ସେଗୁଡ଼ିକୁ ମନେରଖିବ ନାହିଁ
04:44 Save କ୍ଲିକ୍ କରନ୍ତୁ, ଏବଂ ସେଠାରେ terms ଆମ କ୍ରମ ହିସାବରେ ଅଛି
04:50 ଆମେ taxonomy ଆଡ୍ କରିଛେ, କିନ୍ତୁ Content type ଏ ବାବଦରେ ଜାଣିନାହିଁ
04:56 ତେବେ Structure, Content types ଉପରେ କ୍ଲିକ୍ କରନ୍ତୁ
05:00 Fields ଏବଂ Events Content type ମ୍ୟାନେଜ୍ କରନ୍ତୁ, ଏହାପରେ Add field କ୍ଲିକ୍ କରନ୍ତୁ
05:06 ଏହି ମାମଲାରେ ଏକ Field Typeର ଚୟନ କରିବା ହେଉଛି, ଆମେ ନିକଟରେ କ୍ରିଏଟ୍ କରିଥିବା Vocabularyରେ Taxonomy Term ପାଇଁ ଏକ Reference ଅଟେ
05:14 Taxonomy term ଚୟନ କରନ୍ତୁ ଏବଂ ଏହାକୁ Event Topics ନାମ ଦିଅନ୍ତୁ, Save and continue କ୍ଲିକ୍ କରନ୍ତୁ
05:23 ଏବେ, ଏହା କେଉଁ Type of item to reference ବୋଲି ପଚାରିବ
05:28 ସତର୍କ ରୁହନ୍ତୁ, ତାକୁ ପୂର୍ବରୁ ଚୟନ କରିଛେ, ଏହାକୁ Unlimited କୁ ବଦଳାନ୍ତୁ, କାରଣ ଗୋଟିଏ event ର ଏକାଧିକ topic ଥାଇପାରେ
05:37 Save field setting କ୍ଲିକ୍ କରନ୍ତୁ
05:40 ସୁନିଶ୍ଚିତ କରନ୍ତୁ ଯେ, ଆମେ, ସଠିକ୍ Reference type ଚୟନ କରିଛେ
05:46 Event Topics ଚୟନ କରନ୍ତୁ, ଏଠାରେ ଏହା "Create references entities if they don’t already exist" କୁ ଅନୁମତି ଦିଏ
05:56 ଏହାକୁ Inline entity reference କୁହାଯାଏ, ସାଧାରଣତଃ ଏହାର ଅର୍ଥ ଯଦି ଆମ ତାଲିକାରେ ନଥିବା topic ସେଠାରେ ଅଛି, ତେବେ ଯେକୌଣସି user ଏହାକୁ ଶୀଘ୍ର ଆଡ୍ କରିପାରିବ
06:07 ଏପରି କରିବା ଦରକାର ନାହିଁ, ତେଣୁ ସେହି unchecked କୁ ଛାଡ଼ିଦିଅନ୍ତୁ
06:11 Save settings କ୍ଲିକ୍ କରନ୍ତୁ
06:15 Content ଆଡ୍ କରିବା ପୂର୍ବରୁ ଆଉ ଗୋଟିଏ step ଅଛି
06:18 URL patterns ସେଟ୍ ଅପ୍ କରିବା ଆବଶ୍ୟକ ଏବଂ ଏହାକୁ content ଆଡ୍ କରିବା ପୂର୍ବରୁ କରିବାକୁ ହେବ
06:24 ଏହା ନିଶ୍ଚିତ କରେ ଯେ, ଆମେ ଆଡ୍ କରିଥିବା content ଅନୁକୂଳିତ URL ଅଟେ
06:30 ଏହାକୁ ଏହି ସିରିଜ୍ ରେ ପରେ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
06:36 ସଂକ୍ଷିପ୍ତରେ-
06:39 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: TaxonomyTaxonomy ଆଡ୍ କରିବା
06:48 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
06:57 ଏହି ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
07:23 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep