Difference between revisions of "Drupal/C2/Configuration-Management-in-Admin-Interface/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ...")
 
 
(6 intermediate revisions by 2 users not shown)
Line 5: Line 5:
 
|-
 
|-
 
|00:01
 
|00:01
| Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:09
 
|00:09
| ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି -  
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି -  
 +
 
 
|-
 
|-
 
|00:13
 
|00:13
| Extend,
+
|Extend, Configuration
|-
+
 
|00:15
+
| Configuration,
+
 
|-
 
|-
 
|00:16
 
|00:16
| People ଓ
+
|People ଓ
 +
 
 
|-
 
|-
 
|00:18
 
|00:18
| Report
+
|Report
 +
 
 
|-
 
|-
 
|00:20
 
|00:20
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
* ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍
+
 
* Drupal 8 ଓ
+
* Firefox ୱେବ୍ ବ୍ରାଉଜର୍
+
 
|-
 
|-
 
|00:29
 
|00:29
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:34
 
|00:34
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
 +
 
 
|-
 
|-
 
|00:38
 
|00:38
| ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି.  ତେଣୁ, ଏହା ବିଶେଷ କିଛି କରେନାହିଁ
+
|ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି.  ତେଣୁ, ଏହା ବିଶେଷ କିଛି କରେନାହିଁ
 +
 
 
|-
 
|-
 
|00:45
 
|00:45
| ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
+
|ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
 +
 
 
|-
 
|-
 
|00:53
 
|00:53
| Extend ଉପରେ କ୍ଲିକ୍ କରନ୍ତୁ.  ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ
+
|Extend ଉପରେ କ୍ଲିକ୍ କରନ୍ତୁ.  ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ
 +
 
 
|-
 
|-
 
|01:00
 
|01:00
| Modules ହେଉଛି ଫିଚର୍ସ
+
|Modules ହେଉଛି ଫିଚର୍ସ
 +
 
 
|-
 
|-
 
|01:02
 
|01:02
| ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା
+
|ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା
 +
 
 
|-
 
|-
 
|01:06
 
|01:06
| ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା  
+
|ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା  
 +
 
 
|-
 
|-
 
|01:11
 
|01:11
| କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା
+
|କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା
 +
 
 
|-
 
|-
 
|01:18
 
|01:18
| ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ
+
|ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|01:26
 
|01:26
| ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା
+
|ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା
 +
 
 
|-
 
|-
 
|01:32
 
|01:32
| ଏବେ ଚାଲନ୍ତୁ, Configuration Menu ଦେଖିବା.  ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ
+
|ଏବେ ଚାଲନ୍ତୁ, Configuration Menu ଦେଖିବା.  ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ
 +
 
 
|-
 
|-
 
|01:41
 
|01:41
| ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି
+
|ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି
 +
 
 
|-
 
|-
 
|01:47
 
|01:47
| ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି
+
|ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି
 +
 
 
|-
 
|-
 
|01:51
 
|01:51
| ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ
+
|ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ
 +
 
 
|-
 
|-
 
|01:54
 
|01:54
| Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ
+
|Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ
 +
 
 
|-
 
|-
 
|02:03
 
|02:03
| ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି
+
|ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି
 +
 
 
|-
 
|-
 
|02:09
 
|02:09
| ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ
+
|ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ
 +
 
 
|-
 
|-
 
|02:16
 
|02:16
| ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ
+
|ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ
 +
 
 
|-
 
|-
 
|02:30
 
|02:30
| ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା
+
|ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା
 +
 
 
|-
 
|-
 
|02:35
 
|02:35
| କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା
+
|କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା
 +
 
 
|-
 
|-
 
|02:39
 
|02:39
| Site Information ଉପରେ କ୍ଲିକ୍ କରନ୍ତୁ.  ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ:  A Great Place to Learn All About Drupal  
+
|Site Information ଉପରେ କ୍ଲିକ୍ କରନ୍ତୁ.  ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ:  A Great Place to Learn All About Drupal  
 +
 
 
|-
 
|-
 
|02:53
 
|02:53
| ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି
+
|ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି
 +
 
 
|-
 
|-
 
|02:58
 
|02:58
| Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ
+
|Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ
 +
 
 
|-
 
|-
 
|03:04
 
|03:04
| ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ
+
|ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ
 +
 
 
|-
 
|-
 
|03:16
 
|03:16
| Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ
+
|Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ
 +
 
 
|-
 
|-
 
|03:21
 
|03:21
| ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address
+
|ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address
 +
 
 
|-
 
|-
 
|03:29
 
|03:29
| ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା
+
|ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା
 +
 
 
|-
 
|-
 
|03:37
 
|03:37
| ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ
+
|ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ
 +
 
 
|-
 
|-
 
|03:41
 
|03:41
| ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ
+
|ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ
 +
 
 
|-
 
|-
 
|03:49
 
|03:49
| ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା
+
|ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା
 +
 
 
|-
 
|-
 
|03:54
 
|03:54
| ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ  
+
|ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|03:58
 
|03:58
| ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି
+
|ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି
 +
 
 
|-
 
|-
 
|04:06
 
|04:06
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା
+
|ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା
 +
 
 
|-
 
|-
 
|04:12
 
|04:12
| ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା
+
|ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା
 +
 
 
|-
 
|-
 
|04:16
 
|04:16
| ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ
+
|ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ
 +
 
 
|-
 
|-
 
|04:20
 
|04:20
| ଆପଣ, List, Permissions ଓ Roles ଟାବ୍ସ ଦେଖିବେ
+
|ଆପଣ, List, Permissions ଓ Roles ଟାବ୍ସ ଦେଖିବେ
 +
 
 
|-
 
|-
 
|04:26
 
|04:26
| ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା
+
|ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା
 +
 
 
|-
 
|-
 
|04:32
 
|04:32
| ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ
+
|ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|04:44
 
|04:44
| ୟୁଜର୍ ନେମ୍ admin ଏଠାରେ ଅଛି
+
|ୟୁଜର୍ ନେମ୍ admin ଏଠାରେ ଅଛି
 +
 
 
|-
 
|-
 
|04:47
 
|04:47
| Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା
+
|Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା
 +
 
 
|-
 
|-
 
|04:54
 
|04:54
| ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର
+
|ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର
 +
 
 
|-
 
|-
 
|04:59
 
|04:59
| ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି.  ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ
+
|ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି.  ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ
 +
 
 
|-
 
|-
 
|05:09
 
|05:09
| ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form  ଓ Location Settings ଅଛି
+
|ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form  ଓ Location Settings ଅଛି
 +
 
 
|-
 
|-
 
|05:21
 
|05:21
| Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା
+
|Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା
 +
 
 
|-
 
|-
 
|05:29
 
|05:29
| ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା.  ଏବେ Save ଉପରେ କ୍ଲିକ୍ କରନ୍ତୁ
+
|ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା.  ଏବେ Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:37
 
|05:37
| ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ
+
|ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|05:42
 
|05:42
| Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ  
+
|Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ  
 +
 
 
|-
 
|-
 
|05:48
 
|05:48
| ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ  
+
|ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ  
 +
 
 
|-
 
|-
 
|05:54
 
|05:54
| ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ
+
|ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ
 +
 
 
|-
 
|-
 
|06:04
 
|06:04
| Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ
+
|Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ
 +
 
 
|-
 
|-
 
|06:10
 
|06:10
| ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports
+
|ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports
 +
 
 
|-
 
|-
 
|06:16
 
|06:16
| Report ଉପରେ କ୍ଲିକ୍ କରନ୍ତୁ  
+
|Report ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|06:18
 
|06:18
| ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର
+
|ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର
 +
 
 
|-
 
|-
 
|06:25
 
|06:25
| ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି?
+
|ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି?
 +
 
 
|-
 
|-
 
|06:28
 
|06:28
| Recent Log Messages,  
+
|Recent Log Messages,  
 +
 
 
|-
 
|-
 
|06:31
 
|06:31
| ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା
+
|ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା
 +
 
 
|-
 
|-
 
|06:36
 
|06:36
| Status reports,  
+
|Status reports,Top Access Denied ଓ  Page Not Found ଏରର୍ସ,
|-
+
 
|06:37
+
| Top Access Denied ଓ  Page Not Found ଏରର୍ସ,
+
 
|-
 
|-
 
|06:42
 
|06:42
| Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ
+
|Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ
 +
 
 
|-
 
|-
 
|06:49
 
|06:49
| Available Updates ଉପରେ କ୍ଲିକ୍ କରନ୍ତୁ.  ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ
+
|Available Updates ଉପରେ କ୍ଲିକ୍ କରନ୍ତୁ.  ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ
 +
 
 
|-
 
|-
 
|06:58
 
|06:58
| ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା
+
|ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା
 +
 
 
|-
 
|-
 
|07:04
 
|07:04
| ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର
+
|ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର
 +
 
 
|-
 
|-
 
|07:10
 
|07:10
| ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ
+
|ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:15
 
|07:15
| Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ
+
|Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ
 +
 
 
|-
 
|-
 
|07:24
 
|07:24
| ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ
+
|ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ
 +
 
 
|-
 
|-
 
|07:32
 
|07:32
| ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା
 +
 
 
|-
 
|-
 
|07:37
 
|07:37
| ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ |-
+
|ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|07:42
 
|07:42
| ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା
+
|ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା
 +
 
 
|-
 
|-
 
|07:49
 
|07:49
| ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା
+
|ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା
 +
 
 
|-
 
|-
 
|07:55
 
|07:55
| ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି
+
|ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି
 +
 
 
|-
 
|-
 
|08:00
 
|08:00
| ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ
+
|ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ
 +
 
 
|-
 
|-
 
|08:05
 
|08:05
| ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ
+
|ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ
 +
 
 
|-
 
|-
 
|08:14
 
|08:14
| ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ
+
|ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ
 +
 
 
|-
 
|-
 
|08:22
 
|08:22
| ତାହା ଆମ Administration Toolbarକୁ ସାରାଂଶିତ କରେ  
+
|ତାହା ଆମ Administration Toolbarକୁ ସାରାଂଶିତ କରେ  
 +
 
 
|-
 
|-
 
|08:26
 
|08:26
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ
 +
 
 
|-
 
|-
 
|08:32
 
|08:32
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Extend,Configuration,People ଓ Report
| Extend,
+
 
| Configuration,
+
| People ଓ
+
| Report
+
 
|-
 
|-
 
|08:52
 
|08:52
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|09:03
 
|09:03
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|09:11
 
|09:11
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
 
 
|-
 
|-
 
|09:19
 
|09:19
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
* NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ
+
 
* NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା
+
ଅନୁଦାନ ପ୍ରାପ୍ତ
+
 
|-
 
|-
 
|09:32
 
|09:32
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 10:09, 4 April 2017

Time Narration
00:01 Admin Interfaceରେ କନଫିଗରେଶନ୍ ମ୍ୟାନେଜମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି -
00:13 Extend, Configuration
00:16 People ଓ
00:18 Report
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:29 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:34 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:38 ପୂର୍ବରୁ ଆମେ ଯେପରି ବର୍ଣ୍ଣନା କରିଥିଲୁ, Drupal ହେଉଛି ଗୋଟିଏ Framework ଭଳି. ତେଣୁ, ଏହା ବିଶେଷ କିଛି କରେନାହିଁ
00:45 ଆମେ ଆମ ସାଇଟ୍ ଗଠନ କରିବାବେଳେ Administration Toolbarରେ ଥିବା Extend ଲିଙ୍କ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
00:53 Extend ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ସାଇଟ୍ ରେ ଥିବା ସମସ୍ତ Modulesର ଏକ ଅବଲୋକନ ଆମକୁ ଦିଏ
01:00 Modules ହେଉଛି ଫିଚର୍ସ
01:02 ପରେ ଆମେ ସେଗୁଡ଼ିକ ବିଷୟରେ ସବିଶେଷ କଭର୍ କରିବା
01:06 ଏହା ହେଉଛି, Drupal ସହିତ ଆସୁଥିବା କିଛି Modulesର ତାଲିକା
01:11 କେବଳ ଚେକ୍ ମାର୍କ୍ସକୁ ଦେଖି, କେଉଁଗୁଡ଼ିକ ଏନାବଲ୍ ହୋଇଛି କିମ୍ୱା ଏନାବଲ୍ ହୋଇନାହିଁ, ଜାଣିପାରିବା
01:18 ଆମ Drupal Siteରେ ଆମେ ଏନାବଲ୍ କରିଥିବା ସମସ୍ତ Modules କିମ୍ୱା ଫିଚର୍ସକୁ ଦେଖିବା ପାଇଁ Extend ମେନୁ ଆମକୁ ଅନୁମତି ଦେଇଥାଏ
01:26 ଏହି ଶୃଙ୍ଖଳାରେ ଆଗକୁ ବଢ଼ିବା ସହିତ ଆମେ ଆମ ସାଇଟ୍ ରେ ଅନେକ Modules ଆଡ୍ କରିବା
01:32 ଏବେ ଚାଲନ୍ତୁ, Configuration Menu ଦେଖିବା. ଏହି ଏରିଆକୁ କେବଳ Site Administrators ଆକ୍ସେସ୍ ପାଇପାରିବେ
01:41 ଆମେ Super User ବା ପ୍ରଥମ ୟୁଜର୍ ହୋଇଥିବାରୁ, ସବୁକିଛି ପାଇଁ ଆମ ପାଖରେ ଆକ୍ସେସ୍ ଅଛି
01:47 ଧ୍ୟାନଦିଅନ୍ତୁ ଯେ, ସ୍କ୍ରୀନ୍ ଉପରେ ଏକ ନାଲି ପପ୍-ଅପ୍ ଅଛି
01:51 ଆପଣଙ୍କ ସ୍କ୍ରୀନ୍ ରେ ଏହା ଥାଇପାରେ କିମ୍ୱା ନଥାଇପାରେ
01:54 Status Report ଚାଲିନାହିଁ ବୋଲି ଏହା କୁହେ ଏବଂ ମୋର Drupal Site ଅପଡେଟ୍ ଅଛି କି ନାହିଁ ତାହା ମୋତେ ଦେଖିବାକୁ ହେବ
02:03 ଏବେପାଇଁ ମୁଁ ତାହାକୁ ଏଡ଼ାଇବାକୁ ଯାଉଛି ଏବଂ Reports ସ୍କ୍ରୀନ୍ ରେ ପହଞ୍ଚିବାବେଳେ ତା’ ବିଷୟରେ ଚିନ୍ତା କରିବି
02:09 ଆମ ସାଇଟ୍ ର ସମସ୍ତ ବିଭିନ୍ନ ଦିଗ କନଫିଗର୍ କରିବା ପାଇଁ ଆମକୁ ଏହି ନିର୍ଦ୍ଦିଷ୍ଟ ମେନୁ ଆକ୍ସେସ୍ ଦେଇଥାଏ
02:16 ଯେପରି - Site Information, Account Settings, Text Formats ଓ Editors, Performance Issues, Maintenance Mode, Image Styles ଓ ଅନ୍ୟାନ୍ୟ
02:30 ଏହି ଶୃଙ୍ଖଳାର ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ସବିଶେଷରେ ଏହିସବୁ ଜାଣିବା
02:35 କିନ୍ତୁ ଏବେପାଇଁ, ଚାଲନ୍ତୁ ଆମ ସାଇଟ୍ ସୂଚନା ଅପଡେଟ୍ କରିବା
02:39 Site Information ଉପରେ କ୍ଲିକ୍ କରନ୍ତୁ. ଆମ ସାଇଟ୍ ନାମକୁ Drupalvilleକୁ ବଦଳାଇବା ଏବଂ ସ୍ଲୋଗାନ୍ ରେ ଟାଇପ୍ କରନ୍ତୁ: A Great Place to Learn All About Drupal
02:53 ଯେତେବେଳେବି ଆମେ ଏହିପରି ପରିବର୍ତ୍ତନ କରୁ, ସେଗୁଡ଼ିକ ସମଗ୍ର ସାଇଟ୍ କୁ ବଦଳାଇଦିଅନ୍ତି
02:58 Content Management Systems ବିଷୟରେ ଏହି ଗୋଟିକ ହେଉଛି ବହୁତ ବଢ଼ିଆ ଜିନିଷ
03:04 ତେଣୁ ଏବେ, ଆମ ସାଇଟ୍ ରେ ଗୋଟିଏ ପେଜ୍ ଥାଉ କିମ୍ୱା ହଜାର ପେଜ୍ ଥାଉ, ପ୍ରତ୍ୟେକ ପେଜ୍ ର ଉପରେ ସାଇଟ୍ ର ନାମ Drupalville ରହିବ
03:16 Static HTML ଉପରେ ଏହା ହେଉଛି ପ୍ରକୃତରେ ବହୁତ ବଡ଼ ବିକାଶ
03:21 ଆହୁରିମଧ୍ୟ, ଏହି ପେଜ୍ ରେ ଆମେ Email Address ପାଇବା, ଯାହା ହେଉଛି ଅଟୋମେଟେଡ୍ ଇମେଲ୍ସରେ From Address
03:29 ଆମେ, ଏକ ଭିନ୍ନ ଫ୍ରଣ୍ଟ ପେଜ୍ ଓ ଏକ ଡିଫଲ୍ଟ 403 ଓ 404 ପେଜ୍ ର ମଧ୍ୟ ଚୟନ କରିପାରିବା
03:37 ମନେପକାନ୍ତୁ ଯେ, Drupalରେ, ପ୍ରତ୍ୟେକ ପେଜ୍ ହେଉଛି ଏକ ୱେବ୍ ଫର୍ମ
03:41 ତେଣୁ, ପ୍ରତ୍ୟେକ ଥର ଆମେ ଆମ Drupal Pageରେ ପରିବର୍ତ୍ତନ କଲେ, ଆମକୁ Submit କିମ୍ୱା Save କ୍ଲିକ୍ କରିବାକୁ ହେବ
03:49 ଚାଲନ୍ତୁ, ତଳେ ଥିବା Save Configuration ବଟନ୍ ଉପରେ କ୍ଲିକ୍ କରିବା
03:54 ତା’ପରେ Back to Site ଉପରେ କ୍ଲିକ୍ କରନ୍ତୁ
03:58 ଧ୍ୟାନଦିଅନ୍ତୁ ଯେ, ଆମ ସାଇଟ୍ ର ନାମ ଏବେ ହେଉଛି Drupalville ଏବଂ ଆମ ସାଇଟ୍ ର ପ୍ରତ୍ୟେକ ପେଜ୍ ରେ ଏକ ସ୍ଲୋଗାନ୍ ଅଛି
04:06 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ Configuration Menuକୁ ସବିଶେଷ ଭାବେ ଜାଣିବା
04:12 ଏବେ ଚାଲନ୍ତୁ, Administration Toolbarରେ ଥିବା People ଉପରେ କ୍ଲିକ୍ କରିବା
04:16 ଏହା ଆମକୁ ଆମ Drupal Siteର People ଏରିଆକୁ ନେଇଯିବ
04:20 ଆପଣ, List, Permissions ଓ Roles ଟାବ୍ସ ଦେଖିବେ
04:26 ଏହା କେବଳମାତ୍ର ପରିଚୟ ଅଟେ, ଆମେ ଏହିଗୁଡ଼ିକର ଅଧିକ ବିବରଣୀ ପରେ କଭର୍ କରିବା
04:32 ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ, ଆମ ସାଇଟ୍ ରେ ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ ସେହି ବିଷୟକ Permissions ମ୍ୟାନେଜ୍ କରିବାକୁ Roles ବିଭାଗ ଆମକୁ ଅନୁମତି ଦେଇଥାଏ
04:44 ୟୁଜର୍ ନେମ୍ admin ଏଠାରେ ଅଛି
04:47 Edit ଉପରେ କ୍ଲିକ୍ କରି ଆମେ ନିଜର ୟୁଜର୍ ଆକାଉଣ୍ଟ ବିଷୟରେ ସମସ୍ତ ଜିନିଷ ଦେଖିପାରିବା
04:54 ଆମେ ପାସୱର୍ଡ ବଦଳାଇପାରିବା, କିନ୍ତୁ ବର୍ତ୍ତମାନଟିକୁ ଜାଣିଥିବା ଦରକାର
04:59 ଯଦି ଆମେ ଜାଣିନଥିବା, ତେବେ ତାହାକୁ Reset କରିବା ପାଇଁ ଅପ୍ସନ୍ ଅଛି. ଏଠାରେ, ଆମର Role, Administrator ବୋଲି ଏହା ଆମକୁ କୁହେ
05:09 ମୋର Status ହେଉଛି Active ଏବଂ ଆମ ପାଖରେ ଆମର ନିଜସ୍ୱ Personal Contact Form ଓ Location Settings ଅଛି
05:21 Picture ତଳେ ଥିବା Browse ବଟନ୍ ଉପରେ କ୍ଲିକ୍ କରି ଆମେ, ଆମର ପିକଚର୍ କୁ Update କିମ୍ୱା Add କରିପାରିବା
05:29 ତେଣୁ, ମୌଳିକ ଭାବେ, ଏହିଠାରେ ଆମେ ଆମର ପ୍ରୋଫାଇଲ୍ ମ୍ୟାନେଜ୍ କରିପାରିବା. ଏବେ Save ଉପରେ କ୍ଲିକ୍ କରନ୍ତୁ
05:37 ସଂକ୍ଷିପ୍ତରେ - Roles ଟାବ୍, ବିଭିନ୍ନ ରୋଲ୍ସ ଆଡ୍ କରିବାକୁ ଅନୁମତି ଦେଇଥାଏ
05:42 Permissions ଟାବ୍, ସେହି ରୋଲ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ Permissions ଦେବାପାଇଁ ଆମକୁ ଅନୁମତି ଦେଇଥାଏ
05:48 ଏବଂ List ଟାବ୍, ଏହି Roles ସହିତ ୟୁଜର୍ ଆସାଇନ୍ କରିବାକୁ ଆମକୁ ଅନୁମତି ଦେଇଥାଏ
05:54 ସେମାନେ ନିର୍ଦ୍ଦିଷ୍ଟ Permissions ପାଇବେ, ଯାହା ସେମାନଙ୍କୁ, ଆମ Drupal Siteରେ ନିର୍ଦ୍ଦିଷ୍ଟ ଜିନିଷ କରିବାକୁ ଓ ଦେଖିବାକୁ ସେମାନଙ୍କୁ ଅନୁମତି ଦେବ
06:04 Peopleଠାରେ ଆମେ, ଆମ Drupal ୱେବ୍ ସାଇଟ୍ ରେ ସମସ୍ତ ୟୁଜର୍ସ ମ୍ୟାନେଜ୍ କରିଥାଏ
06:10 ଆମ Administration Toolbarରେ ଆମେ ଦେଖୁଥିବା ଶେଷ ଜିନିଷଟି ହେଉଛି Reports
06:16 Report ଉପରେ କ୍ଲିକ୍ କରନ୍ତୁ
06:18 ଏହା ଆମକୁ କେତେକ ମହତ୍ୱପୂର୍ଣ୍ଣ ଜିନିଷର ତାଲିକା ଦିଏ, ଯାହା ଆମର Drupal ସାଇଟ୍ ବିଷୟରେ ଆମେ ଜାଣିବା ଦରକାର
06:25 ଉଦାହରଣସ୍ୱରୂପ - ସେଥିରେ କୌଣସି Available Updates ଅଛି କି?
06:28 Recent Log Messages,
06:31 ସମସ୍ତ Entity ପ୍ରକାରରେ ସମସ୍ତ ଫିଲ୍ଡସ୍ ର ଏକ ତାଲିକା
06:36 Status reports,Top Access Denied ଓ Page Not Found ଏରର୍ସ,
06:42 Top Search Phrases କିଛି plugins ଯାହାକୁ ଆମର ପ୍ରେକ୍ଷକ ବ୍ୟବହାର କରିପାରିବେ
06:49 Available Updates ଉପରେ କ୍ଲିକ୍ କରନ୍ତୁ. ଏହା, ସେହି ସବୁର ଏକ ତାଲିକା ଦେବ, ଯେଉଁଗୁଡ଼ିକୁ ଅପଡେଟ୍ ହେବା ଦରକାର ହୋଇପାରେ
06:58 ଆମେ, ଏହା ମଧ୍ୟ ଦେଖିପାରୁଛେ ଯେ, ଶେଷ ଅପଡେଟ୍ 48 ମିନିଟ୍ସ ପୂର୍ବରୁ ହୋଇଥିଲା
07:04 ଏହା, Cron ଦ୍ୱାରା ପରିଚାଳିତ ଏବଂ ଆମେ ଏହାକୁ ଆମ ସର୍ଭର୍ ରେ ସେଟ୍ କରିବା ଦରକାର
07:10 ଏବେପାଇଁ, କେବଳ Check Manually ଉପରେ କ୍ଲିକ୍ କରନ୍ତୁ
07:15 Drupal ଏବେ, ଆମେ ଇନଷ୍ଟଲ୍ କରିଥିବା ସବୁକିଛି ଯାଞ୍ଚ କରିବ ଓ ଆମେ Up-to-date ଅଛୁ ବୋଲି ଆମକୁ ଜଣାଇବ
07:24 ଯଦି ଆମେ, ଆମ ସାଇଟ୍ ରେ ଅଧିକ Modules କିମ୍ୱା ଫିଚର୍ସ ଆଡ୍ କରିଥିବା, ତେବେ ଏଠାରେ ଏକ ବଡ଼ ତାଲିକା ରହିବ
07:32 ଏହି ଟ୍ୟୁଟୋରିଆଲ୍ ରେ ଆଗକୁ ବଢ଼ିବା ସହିତ ଆମେ ଏହାକୁ ପରେ ପୁଣିଥରେ ଦେଖିବା
07:37 ଆମ ସାଇଟ୍ ର Status Report ପାଇବା ପାଇଁ Reports ଉପରେ କ୍ଲିକ୍ କରନ୍ତୁ
07:42 ଉଦାହରଣସ୍ୱରୂପ, ଆମ ପାଖରେ ଥିବା Drupalର ଭର୍ସନ୍ କ’ଣ ଓ Cron ଶେଷଥର ପାଇଁ କେବେ ଚାଲିଥିଲା
07:49 ଏଠାରେ ଆମେ ଏକ ଲିଙ୍କ୍ ଦେଖିପାରୁଛେ, ଯେଉଁଠାରୁ ଆମେ ବାହାରୁ Cron ଚଲାଇପାରିବା
07:55 ଆମର ଡେଟାବେସ୍ ସିଷ୍ଟମ୍, ଡେଟାବେସ୍ ଭର୍ସନ୍ ଆଦି
08:00 ଆପଣଙ୍କୁ ନିଜ ସାଇଟ୍ ର Reports ବିଭାଗ ଉପରେ କଡ଼ା ନଜର ରଖିବା ଉଚିତ
08:05 ବିଶେଷକରି, ଯଦି ଆପଣ, Drupal ଓ ଡାଉଅନଲୋଡ୍ କରିଥିବା Modules ପାଇଁ ସମସ୍ତ ଅପଡେଟ୍ସ ରକ୍ଷଣା-ବେକ୍ଷଣ ପାଇଁ ଦାୟୀ ବ୍ୟକ୍ତି ହୋଇଥିବେ
08:14 ଶେଷରେ, Help ଅଛି ଓ ତାହା ଆମକୁ, ଆମ ସାଇଟ୍ ର Help Page ପ୍ରତି ଲିଙ୍କ୍ସ ଦେଇଥାଏ
08:22 ତାହା ଆମ Administration Toolbarକୁ ସାରାଂଶିତ କରେ
08:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ
08:32 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Extend,Configuration,People ଓ Report
08:52 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:03 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:32 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep