Difference between revisions of "Java/C2/Getting-started-Eclipse/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗ...") |
PoojaMoolya (Talk | contribs) |
||
(One intermediate revision by the same user not shown) | |||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:01 | |00:01 | ||
| Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:08 | |00:08 | ||
− | | | + | | ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ |
+ | |||
|- | |- | ||
|00:12 | |00:12 | ||
− | | | + | |Java ପ୍ରୋଗ୍ରାମ୍ କିପରି ଲେଖାଯାଏ |
+ | |||
|- | |- | ||
|00:14 | |00:14 | ||
− | | | + | | Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ |
+ | |||
|- | |- | ||
|00:18 | |00:18 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: | | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: | ||
− | + | ଉବୁଣ୍ଟୁ 11.10 | |
− | + | Eclipse 3.7 | |
+ | |||
|- | |- | ||
|00:25 | |00:25 | ||
| ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ | | ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ | ||
+ | |||
|- | |- | ||
|00:28 | |00:28 | ||
| ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ | | ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ | ||
+ | |||
|- | |- | ||
|00:30 | |00:30 | ||
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org | ||
+ | |||
|- | |- | ||
|00:39 | |00:39 | ||
| Eclipse ହେଉଛି ଏକ Integrated Development Environment | | Eclipse ହେଉଛି ଏକ Integrated Development Environment | ||
+ | |||
|- | |- | ||
|00:42 | |00:42 | ||
| ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ | | ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ | ||
+ | |||
|- | |- | ||
|00:50 | |00:50 | ||
| ଏବେ, Eclipse ଖୋଲନ୍ତୁ | | ଏବେ, Eclipse ଖୋଲନ୍ତୁ | ||
+ | |||
|- | |- | ||
|00:55 | |00:55 | ||
| Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ | | Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ | ||
+ | |||
|- | |- | ||
|01:08 | |01:08 | ||
| Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା | | Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା | ||
+ | |||
|- | |- | ||
|01:11 | |01:11 | ||
| ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ | | ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ | ||
+ | |||
|- | |- | ||
|01:19 | |01:19 | ||
| ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ | | ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ | ||
+ | |||
|- | |- | ||
|01:24 | |01:24 | ||
| Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ | | Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ | ||
+ | |||
|- | |- | ||
|01:27 | |01:27 | ||
| ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା | | ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା | ||
+ | |||
|- | |- | ||
|01:30 | |01:30 | ||
| ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ | | ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:39 | |01:39 | ||
| ଓ ଏହା ହେଉଛି Welcome To Eclipse ପେଜ୍ | | ଓ ଏହା ହେଉଛି Welcome To Eclipse ପେଜ୍ | ||
+ | |||
|- | |- | ||
|01:46 | |01:46 | ||
| ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ | | ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:52 | |01:52 | ||
| ଏହା ହେଉଛି Eclipse IDE. ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ | | ଏହା ହେଉଛି Eclipse IDE. ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ | ||
+ | |||
|- | |- | ||
|01:57 | |01:57 | ||
| File > Newକୁ ଯାଇ Project ସିଲେକ୍ଟ କରନ୍ତୁ | | File > Newକୁ ଯାଇ Project ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|02:05 | |02:05 | ||
| ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ | | ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|02:10 | |02:10 | ||
| ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ. Next କ୍ଲିକ୍ କରନ୍ତୁ | | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ. Next କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:19 | |02:19 | ||
| Project Nameରେ, ଟାଇପ୍ କରନ୍ତୁ EclipseDemo | | Project Nameରେ, ଟାଇପ୍ କରନ୍ତୁ EclipseDemo | ||
+ | |||
|- | |- | ||
|02:30 | |02:30 | ||
| Use Default Location ଅପ୍ସନ୍ କୁ ଦେଖନ୍ତୁ | | Use Default Location ଅପ୍ସନ୍ କୁ ଦେଖନ୍ତୁ | ||
+ | |||
|- | |- | ||
|02:34 | |02:34 | ||
| ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ | | ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ | ||
+ | |||
|- | |- | ||
|02:41 | |02:41 | ||
| ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ | | ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ | ||
+ | |||
|- | |- | ||
|02:47 | |02:47 | ||
| ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା | | ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା | ||
+ | |||
|- | |- | ||
|02:52 | |02:52 | ||
| Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ | | Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:00 | |03:00 | ||
| Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା | | Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା | ||
+ | |||
|- | |- | ||
|03:04 | |03:04 | ||
| ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ | | ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ | ||
+ | |||
|- | |- | ||
|03:09 | |03:09 | ||
| ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ | | ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ | ||
+ | |||
|- | |- | ||
|03:20 | |03:20 | ||
| Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ | | Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:27 | |03:27 | ||
| ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି. ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ | | ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି. ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ | ||
+ | |||
|- | |- | ||
|03:37 | |03:37 | ||
| ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ | | ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|03:46 | |03:46 | ||
| Class Name ଭାବେ DemoClass ଟାଇପ୍ କରନ୍ତ୍ରୁ | | Class Name ଭାବେ DemoClass ଟାଇପ୍ କରନ୍ତ୍ରୁ | ||
+ | |||
|- | |- | ||
|03:55 | |03:55 | ||
| ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default | | ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default | ||
+ | |||
|- | |- | ||
|03:59 | |03:59 | ||
| ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ | | ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ | ||
+ | |||
|- | |- | ||
|04:01 | |04:01 | ||
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ | | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ | ||
+ | |||
|- | |- | ||
|04:06 | |04:06 | ||
| Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ | | Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|04:14 | |04:14 | ||
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ | | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ | ||
+ | |||
|- | |- | ||
|04:19 | |04:19 | ||
| Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ | | Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:30 | |04:30 | ||
| ଆଉ ଏହା ହେଉଛି Class ଫାଇଲ୍ | | ଆଉ ଏହା ହେଉଛି Class ଫାଇଲ୍ | ||
+ | |||
|- | |- | ||
|04:35 | |04:35 | ||
| ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି. ଏହିଗୁଡ଼ିକୁ Portlets କୁହାଯାଏ | | ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି. ଏହିଗୁଡ଼ିକୁ Portlets କୁହାଯାଏ | ||
+ | |||
|- | |- | ||
|04:41 | |04:41 | ||
| ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ | | ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ | ||
+ | |||
|- | |- | ||
|04:46 | |04:46 | ||
| ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା | | ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା | ||
+ | |||
|- | |- | ||
|04:50 | |04:50 | ||
| ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ | | ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ | ||
+ | |||
|- | |- | ||
|04:56 | |04:56 | ||
| ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ | | ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ | ||
+ | |||
|- | |- | ||
|05:10 | |05:10 | ||
| Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ | | Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ | ||
+ | |||
|- | |- | ||
|05:26 | |05:26 | ||
| Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ | | Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ | ||
+ | |||
|- | |- | ||
|05:37 | |05:37 | ||
| ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା | | ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା | ||
+ | |||
|- | |- | ||
|05:49 | |05:49 | ||
| ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି | | ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି | ||
+ | |||
|- | |- | ||
|05:54 | |05:54 | ||
| ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ | | ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ | ||
+ | |||
|- | |- | ||
|06:00 | |06:00 | ||
| ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା | | ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା | ||
+ | |||
|- | |- | ||
|06:08 | |06:08 | ||
| ଟାଇପ୍ କରନ୍ତୁ: System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”) | | ଟାଇପ୍ କରନ୍ତୁ: System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”) | ||
+ | |||
|- | |- | ||
|06:26 | |06:26 | ||
| ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ | | ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ | ||
+ | |||
|- | |- | ||
|06:31 | |06:31 | ||
| Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ | | Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ | ||
+ | |||
|- | |- | ||
|06:37 | |06:37 | ||
| ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ | | ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ | ||
+ | |||
|- | |- | ||
|06:42 | |06:42 | ||
| ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ | | ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|06:56 | |06:56 | ||
| ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି | | ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି | ||
+ | |||
|- | |- | ||
|07:04 | |07:04 | ||
| ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା | | ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା | ||
+ | |||
|- | |- | ||
|07:10 | |07:10 | ||
| ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ | | ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ | ||
+ | |||
|- | |- | ||
|07:18 | |07:18 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||
+ | |||
|- | |- | ||
|07:20 | |07:20 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ | ||
+ | |||
|- | |- | ||
|07:33 | |07:33 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ | ||
+ | |||
|- | |- | ||
|07:38 | |07:38 | ||
| ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ | | ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ | ||
+ | |||
|- | |- | ||
|07:44 | |07:44 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
|07:50 | |07:50 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|07:53 | |07:53 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|07:58 | |07:58 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | + | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
− | + | ||
− | + | ||
− | + | ||
|- | |- | ||
|08:02 | |08:02 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
|08:05 | |08:05 | ||
| ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ | ||
+ | |||
|- | |- | ||
|08:12 | |08:12 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|08:17 | |08:17 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|08:23 | |08:23 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: | ||
+ | |||
|- | |- | ||
|08:27 | |08:27 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 15:09, 7 April 2017
Time | Narration |
00:01 | Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:08 | ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ |
00:12 | Java ପ୍ରୋଗ୍ରାମ୍ କିପରି ଲେଖାଯାଏ |
00:14 | Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
ଉବୁଣ୍ଟୁ 11.10 Eclipse 3.7 |
00:25 | ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ |
00:28 | ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ |
00:30 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:39 | Eclipse ହେଉଛି ଏକ Integrated Development Environment |
00:42 | ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ |
00:50 | ଏବେ, Eclipse ଖୋଲନ୍ତୁ |
00:55 | Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ |
01:08 | Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା |
01:11 | ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ |
01:19 | ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ |
01:24 | Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ |
01:27 | ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା |
01:30 | ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ |
01:39 | ଓ ଏହା ହେଉଛି Welcome To Eclipse ପେଜ୍ |
01:46 | ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ |
01:52 | ଏହା ହେଉଛି Eclipse IDE. ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ |
01:57 | File > Newକୁ ଯାଇ Project ସିଲେକ୍ଟ କରନ୍ତୁ |
02:05 | ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ |
02:10 | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ. Next କ୍ଲିକ୍ କରନ୍ତୁ |
02:19 | Project Nameରେ, ଟାଇପ୍ କରନ୍ତୁ EclipseDemo |
02:30 | Use Default Location ଅପ୍ସନ୍ କୁ ଦେଖନ୍ତୁ |
02:34 | ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ |
02:41 | ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ |
02:47 | ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା |
02:52 | Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
03:00 | Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା |
03:04 | ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ |
03:09 | ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ |
03:20 | Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ |
03:27 | ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି. ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ |
03:37 | ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ |
03:46 | Class Name ଭାବେ DemoClass ଟାଇପ୍ କରନ୍ତ୍ରୁ |
03:55 | ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default |
03:59 | ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ |
04:01 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ |
04:06 | Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ |
04:14 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ |
04:19 | Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
04:30 | ଆଉ ଏହା ହେଉଛି Class ଫାଇଲ୍ |
04:35 | ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି. ଏହିଗୁଡ଼ିକୁ Portlets କୁହାଯାଏ |
04:41 | ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ |
04:46 | ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା |
04:50 | ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ |
04:56 | ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ |
05:10 | Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ |
05:26 | Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ |
05:37 | ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା |
05:49 | ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି |
05:54 | ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ |
06:00 | ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା |
06:08 | ଟାଇପ୍ କରନ୍ତୁ: System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”) |
06:26 | ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ |
06:31 | Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ |
06:37 | ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ |
06:42 | ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ |
06:56 | ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି |
07:04 | ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା |
07:10 | ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ |
07:18 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:20 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ |
07:33 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ |
07:38 | ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ |
07:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
07:50 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:02 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:05 | ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ |
08:12 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:17 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:23 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: |
08:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |