Difference between revisions of "GIMP/C2/Selecting-Sections-Part-1/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |- |00:25 | ଏହି ଟ...") |
PoojaMoolya (Talk | contribs) |
||
Line 6: | Line 6: | ||
|00:23 | |00:23 | ||
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | ||
+ | |||
|- | |- | ||
|00:25 | |00:25 | ||
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
+ | |||
|- | |- | ||
|00:31 | |00:31 | ||
| ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା | | ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା | ||
+ | |||
|- | |- | ||
|00:34 | |00:34 | ||
| ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ | | ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ | ||
+ | |||
|- | |- | ||
|00:44 | |00:44 | ||
| ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି | | ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି | ||
+ | |||
|- | |- | ||
|00:57 | |00:57 | ||
| ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି | | ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି | ||
+ | |||
|- | |- | ||
|01:06 | |01:06 | ||
| ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍ | | ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍ | ||
+ | |||
|- | |- | ||
|01:15 | |01:15 | ||
| GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ; | | GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ; | ||
+ | |||
|- | |- | ||
|01:19 | |01:19 | ||
| ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ | | ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ | ||
+ | |||
|- | |- | ||
|01:28 | |01:28 | ||
| ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ | | ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ | ||
+ | |||
|- | |- | ||
|01:33 | |01:33 | ||
| ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ | | ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ | ||
+ | |||
|- | |- | ||
|01:48 | |01:48 | ||
| ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା | | ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା | ||
+ | |||
|- | |- | ||
|01:55 | |01:55 | ||
| ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା | | ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା | ||
+ | |||
|- | |- | ||
|02:01 | |02:01 | ||
| ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି | | ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି | ||
+ | |||
|- | |- | ||
|02:05 | |02:05 | ||
| ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ | | ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ | ||
+ | |||
|- | |- | ||
|02:11 | |02:11 | ||
| ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ | | ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ | ||
+ | |||
|- | |- | ||
|02:22 | |02:22 | ||
| ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ | | ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ | ||
+ | |||
|- | |- | ||
|02:33 | |02:33 | ||
| ଉପରେ ଚାରୋଟି ପସନ୍ଦ ଅଛି | | ଉପରେ ଚାରୋଟି ପସନ୍ଦ ଅଛି | ||
+ | |||
|- | |- | ||
|02:36 | |02:36 | ||
| ପ୍ରଥମଟି ହେଉଛି Replace the Current Selection | | ପ୍ରଥମଟି ହେଉଛି Replace the Current Selection | ||
+ | |||
|- | |- | ||
|02:40 | |02:40 | ||
| ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ | | ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ | ||
+ | |||
|- | |- | ||
|02:52 | |02:52 | ||
| ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection | | ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection | ||
+ | |||
|- | |- | ||
|02:58 | |02:58 | ||
| ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି | | ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି | ||
+ | |||
|- | |- | ||
|03:17 | |03:17 | ||
| ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା | | ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା | ||
+ | |||
|- | |- | ||
|03:44 | |03:44 | ||
| ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ | | ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ | ||
+ | |||
|- | |- | ||
|03:57 | |03:57 | ||
| ଏହା ଟିକିଏ ଜଟିଳ | | ଏହା ଟିକିଏ ଜଟିଳ | ||
+ | |||
|- | |- | ||
|03:59 | |03:59 | ||
| ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ | | ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ | ||
+ | |||
|- | |- | ||
|04:11 | |04:11 | ||
| ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ | | ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ | ||
+ | |||
|- | |- | ||
|04:21 | |04:21 | ||
| ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ | | ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ | ||
+ | |||
|- | |- | ||
|04:27 | |04:27 | ||
| କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା | | କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା | ||
+ | |||
|- | |- | ||
|04:36 | |04:36 | ||
| ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ | | ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ | ||
+ | |||
|- | |- | ||
|04:47 | |04:47 | ||
| ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ କ୍ଲିକ୍ କରିନାହାଁନ୍ତି. ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ | | ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ କ୍ଲିକ୍ କରିନାହାଁନ୍ତି. ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ | ||
+ | |||
|- | |- | ||
|05:07 | |05:07 | ||
| ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection | | ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection | ||
+ | |||
|- | |- | ||
|05:14 | |05:14 | ||
| ଚାଲନ୍ତୁ ତାକୁ ଦେଖିବା | | ଚାଲନ୍ତୁ ତାକୁ ଦେଖିବା | ||
+ | |||
|- | |- | ||
|05:17 | |05:17 | ||
| ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି | | ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି | ||
+ | |||
|- | |- | ||
|05:32 | |05:32 | ||
| ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି | | ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି | ||
+ | |||
|- | |- | ||
|05:38 | |05:38 | ||
| ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି | | ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି | ||
+ | |||
|- | |- | ||
|05:49 | |05:49 | ||
| ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect | | ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect | ||
+ | |||
|- | |- | ||
|06:06 | |06:06 | ||
| କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ | | କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ | ||
+ | |||
|- | |- | ||
|06:11 | |06:11 | ||
| Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ | | Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ | ||
+ | |||
|- | |- | ||
|06:17 | |06:17 | ||
| ତେଣୁ, ଚାଲନ୍ତୁ ତାକୁ ଦେଖିବା. ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି | | ତେଣୁ, ଚାଲନ୍ତୁ ତାକୁ ଦେଖିବା. ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି | ||
+ | |||
|- | |- | ||
|06:29 | |06:29 | ||
| ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ | | ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ | ||
+ | |||
|- | |- | ||
|06:39 | |06:39 | ||
| ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ | | ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ | ||
+ | |||
|- | |- | ||
|06:57 | |06:57 | ||
| ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି | | ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି | ||
+ | |||
|- | |- | ||
|07:02 | |07:02 | ||
| ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ | | ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ | ||
+ | |||
|- | |- | ||
|07:26 | |07:26 | ||
| ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ | | ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ | ||
+ | |||
|- | |- | ||
|07:33 | |07:33 | ||
| ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ | | ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ | ||
+ | |||
|- | |- | ||
|07:38 | |07:38 | ||
| ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ | | ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ | ||
+ | |||
|- | |- | ||
|07:44 | |07:44 | ||
| Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା | | Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା | ||
+ | |||
|- | |- | ||
|07:56 | |07:56 | ||
| ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ | | ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ | ||
+ | |||
|- | |- | ||
|08:09 | |08:09 | ||
| ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି | | ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି | ||
+ | |||
|- | |- | ||
|08:15 | |08:15 | ||
| ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ | | ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ | ||
+ | |||
|- | |- | ||
|08:21 | |08:21 | ||
| ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ | | ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ | ||
+ | |||
|- | |- | ||
|08:25 | |08:25 | ||
| କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି | | କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି | ||
+ | |||
|- | |- | ||
|08:37 | |08:37 | ||
| ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128 | | ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128 | ||
+ | |||
|- | |- | ||
|09:09 | |09:09 | ||
| ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ | | ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ | ||
+ | |||
|- | |- | ||
|09:19 | |09:19 | ||
| ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ | | ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ | ||
− | + | ||
+ | |- | ||
|09:29 | |09:29 | ||
| ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍ | | ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍ | ||
+ | |||
|- | |- | ||
|09:35 | |09:35 | ||
| Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ | | Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ | ||
+ | |||
|- | |- | ||
|09:45 | |09:45 | ||
| ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius | | ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius | ||
+ | |||
|- | |- | ||
|10:04 | |10:04 | ||
| ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners | | ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners | ||
+ | |||
|- | |- | ||
|10:09 | |10:09 | ||
| ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ | | ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ | ||
+ | |||
|- | |- | ||
|10:20 | |10:20 | ||
| ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ | | ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ | ||
+ | |||
|- | |- | ||
|10:28 | |10:28 | ||
| ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing | | ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing | ||
+ | |||
|- | |- | ||
|10:34 | |10:34 | ||
| ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ | | ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ | ||
+ | |||
|- | |- | ||
|10:40 | |10:40 | ||
| ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି | | ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି | ||
+ | |||
|- | |- | ||
|11:09 | |11:09 | ||
| Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ | | Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ | ||
+ | |||
|- | |- | ||
|11:24 | |11:24 | ||
| ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ | | ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ | ||
+ | |||
|- | |- | ||
|11:37 | |11:37 | ||
| ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ | | ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ | ||
+ | |||
|- | |- | ||
|11:42 | |11:42 | ||
| ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ | | ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ | ||
+ | |||
|- | |- | ||
|11:53 | |11:53 | ||
| ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି | | ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି | ||
+ | |||
|- | |- | ||
|12:04 | |12:04 | ||
| ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ | | ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ | ||
+ | |||
|- | |- | ||
|12:32 | |12:32 | ||
| ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ | | ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|12:42 | |12:42 | ||
| ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ | | ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ | ||
+ | |||
|- | |- | ||
|12:55 | |12:55 | ||
| ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି | | ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି | ||
+ | |||
|- | |- | ||
|13:04 | |13:04 | ||
| ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି | | ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି | ||
+ | |||
|- | |- | ||
|13:13 | |13:13 | ||
| ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି | | ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି | ||
+ | |||
|- | |- | ||
|13:21 | |13:21 | ||
| ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ | | ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ | ||
+ | |||
|- | |- | ||
|13:31 | |13:31 | ||
| ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ | | ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ | ||
+ | |||
|- | |- | ||
|13:46 | |13:46 | ||
| ଏହାପାଇଁ ଏକ କୀ କୋଡ୍ ଅଛି | | ଏହାପାଇଁ ଏକ କୀ କୋଡ୍ ଅଛି | ||
+ | |||
|- | |- | ||
|13:51 | |13:51 | ||
| ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ | | ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ | ||
+ | |||
|- | |- | ||
|14:06 | |14:06 | ||
| ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ | | ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ | ||
+ | |||
|- | |- | ||
|14:16 | |14:16 | ||
| ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ | | ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ | ||
+ | |||
|- | |- | ||
|14:42 | |14:42 | ||
| ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ | | ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ | ||
+ | |||
|- | |- | ||
|15:08 | |15:08 | ||
| ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ | | ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ | ||
+ | |||
|- | |- | ||
|15:31 | |15:31 | ||
| ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି | | ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି | ||
+ | |||
|- | |- | ||
|15:36 | |15:36 | ||
| ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି | | ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି | ||
+ | |||
|- | |- | ||
|15:46 | |15:46 | ||
| ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା | | ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା | ||
+ | |||
|- | |- | ||
|15:54 | |15:54 | ||
| ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି | | ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି | ||
+ | |||
|- | |- | ||
|16:08 | |16:08 | ||
| ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ | | ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ | ||
+ | |||
|- | |- | ||
|16:24 | |16:24 | ||
| ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା | | ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା | ||
+ | |||
|- | |- | ||
|16:35 | |16:35 | ||
| ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ | | ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ | ||
+ | |||
|- | |- | ||
|16:47 | |16:47 | ||
| କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ | | କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ | ||
+ | |||
|- | |- | ||
|16:59 | |16:59 | ||
| ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି | | ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି | ||
+ | |||
|- | |- | ||
|17:10 | |17:10 | ||
| ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି | | ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି | ||
+ | |||
|- | |- | ||
|17:17 | |17:17 | ||
| ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି | | ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି | ||
+ | |||
|- | |- | ||
|17:30 | |17:30 | ||
| ପରବର୍ତ୍ତୀ ଅପ୍ସନ୍ ହେଉଛି Guides | | ପରବର୍ତ୍ତୀ ଅପ୍ସନ୍ ହେଉଛି Guides | ||
+ | |||
|- | |- | ||
|17:34 | |17:34 | ||
| ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ | | ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ | ||
+ | |||
|- | |- | ||
|17:44 | |17:44 | ||
| ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ | | ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ | ||
+ | |||
|- | |- | ||
|18:00 | |18:00 | ||
| ତଳେ Auto Shrink Selection ଓ Shrink Merged ଅଛି | | ତଳେ Auto Shrink Selection ଓ Shrink Merged ଅଛି | ||
+ | |||
|- | |- | ||
|18:08 | |18:08 | ||
| Auto Shrink Selection ବେଶୀ ଉପଯୋଗୀ ନୁହେଁ | | Auto Shrink Selection ବେଶୀ ଉପଯୋଗୀ ନୁହେଁ | ||
+ | |||
|- | |- | ||
|18:14 | |18:14 | ||
| କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ | | କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ | ||
+ | |||
|- | |- | ||
|18:34 | |18:34 | ||
| ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା | | ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା | ||
+ | |||
|- | |- | ||
|18:42 | |18:42 | ||
| Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ | | Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|18:49 | |18:49 | ||
− | | ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି ସମାନ ଅପ୍ସନ୍ସ ପାଇବେ | + | | ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି |
+ | ସମାନ ଅପ୍ସନ୍ସ ପାଇବେ | ||
+ | |||
|- | |- | ||
|19:12 | |19:12 | ||
| ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ | | ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ | ||
+ | |||
|- | |- | ||
|19:17 | |19:17 | ||
| ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ | | ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ | ||
+ | |||
|- | |- | ||
|19:26 | |19:26 | ||
| Feather Edges ହେଉଛି ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍ | | Feather Edges ହେଉଛି ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍ | ||
+ | |||
|- | |- | ||
|19:32 | |19:32 | ||
| ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି | | ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି | ||
+ | |||
|- | |- | ||
|19:54 | |19:54 | ||
| ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ | | ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ | ||
+ | |||
|- | |- | ||
|20:05 | |20:05 | ||
| Fixed Aspect Ratio ମଧ୍ୟ ସମାନ. ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ | | Fixed Aspect Ratio ମଧ୍ୟ ସମାନ. ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ | ||
+ | |||
|- | |- | ||
|20:19 | |20:19 | ||
| ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍ | | ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍ | ||
+ | |||
|- | |- | ||
|20:29 | |20:29 | ||
| ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ | | ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ | ||
+ | |||
|- | |- | ||
|20:44 | |20:44 | ||
| ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges | | ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges | ||
+ | |||
|- | |- | ||
|20:54 | |20:54 | ||
| ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି | | ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି | ||
+ | |||
|- | |- | ||
|21:00 | |21:00 | ||
| ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି | | ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି | ||
+ | |||
|- | |- | ||
|21:08 | |21:08 | ||
| ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି | | ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି | ||
+ | |||
|- | |- | ||
|21:33 | |21:33 | ||
| ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି | | ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି | ||
+ | |||
|- | |- | ||
|21:38 | |21:38 | ||
| ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି | | ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି | ||
+ | |||
|- | |- | ||
|21:43 | |21:43 | ||
| ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି | | ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି | ||
+ | |||
|- | |- | ||
|22:10 | |22:10 | ||
| ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ | | ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ | ||
+ | |||
|- | |- | ||
|22:19 | |22:19 | ||
| ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି | | ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି | ||
+ | |||
|- | |- | ||
|22:26 | |22:26 | ||
| ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ | | ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ | ||
+ | |||
|- | |- | ||
|22:38 | |22:38 | ||
| ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି | | ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି | ||
+ | |||
|- | |- | ||
|22:51 | |22:51 | ||
| ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି | | ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି | ||
+ | |||
|- | |- | ||
|23:07 | |23:07 | ||
| ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି | | ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି | ||
+ | |||
|- | |- | ||
|23:19 | |23:19 | ||
| ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି | | ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି | ||
+ | |||
|- | |- | ||
|23:38 | |23:38 | ||
| ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି | | ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି | ||
+ | |||
|- | |- | ||
|23:48 | |23:48 | ||
| ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ | | ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ | ||
+ | |||
|- | |- | ||
|24:00 | |24:00 | ||
| ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ | | ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ | ||
+ | |||
|- | |- | ||
|24:23 | |24:23 | ||
| ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍ | | ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍ | ||
+ | |||
|- | |- | ||
|24:35 | |24:35 | ||
| ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି | | ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି | ||
+ | |||
|- | |- | ||
|24:44 | |24:44 | ||
| ଫିକ୍ସ ହୋଇଗଲା | | ଫିକ୍ସ ହୋଇଗଲା | ||
+ | |||
|- | |- | ||
|24:50 | |24:50 | ||
| ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ | | ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ | ||
+ | |||
|- | |- | ||
|24:59 | |24:59 | ||
| ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ | | ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ | ||
+ | |||
|- | |- | ||
|25:05 | |25:05 | ||
| ଆପଣ, ମାସ୍କର Opacity ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ | | ଆପଣ, ମାସ୍କର Opacity ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ | ||
+ | |||
|- | |- | ||
|25:19 | |25:19 | ||
| ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ | | ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ | ||
+ | |||
|- | |- | ||
|25:28 | |25:28 | ||
| ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ | | ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ | ||
+ | |||
|- | |- | ||
|25:36 | |25:36 | ||
| ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି | | ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି | ||
+ | |||
|- | |- | ||
|25:43 | |25:43 | ||
| ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ | | ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ | ||
+ | |||
|- | |- | ||
|25:48 | |25:48 | ||
| ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି | | ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି | ||
+ | |||
|- | |- | ||
|25:59 | |25:59 | ||
| ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ | | ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ | ||
+ | |||
|- | |- | ||
|26:08 | |26:08 | ||
| ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ | | ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ | ||
+ | |||
|- | |- | ||
|26:29 | |26:29 | ||
| Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ | | Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ | ||
+ | |||
|- | |- | ||
|26:45 | |26:45 | ||
| ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା | | ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା | ||
+ | |||
|- | |- | ||
|26:55 | |26:55 | ||
| ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି | | ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି | ||
+ | |||
|- | |- | ||
|27:02 | |27:02 | ||
− | | ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ ଫେରିଆସିଲା | + | | ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ |
+ | ଫେରିଆସିଲା | ||
+ | |||
|- | |- | ||
|27:23 | |27:23 | ||
| ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ. ବିଦାୟ | | ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ. ବିଦାୟ | ||
+ | |||
|- | |- | ||
|27:34 | |27:34 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ | ||
+ | |} |
Latest revision as of 17:02, 6 April 2017
Time | Narration |
00:23 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:31 | ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା |
00:34 | ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ |
00:44 | ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି |
00:57 | ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି |
01:06 | ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍ |
01:15 | GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ; |
01:19 | ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ |
01:28 | ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ |
01:33 | ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ |
01:48 | ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା |
01:55 | ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା |
02:01 | ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି |
02:05 | ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ |
02:11 | ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ |
02:22 | ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ |
02:33 | ଉପରେ ଚାରୋଟି ପସନ୍ଦ ଅଛି |
02:36 | ପ୍ରଥମଟି ହେଉଛି Replace the Current Selection |
02:40 | ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ |
02:52 | ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection |
02:58 | ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି |
03:17 | ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା |
03:44 | ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ |
03:57 | ଏହା ଟିକିଏ ଜଟିଳ |
03:59 | ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ |
04:11 | ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ |
04:21 | ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ |
04:27 | କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା |
04:36 | ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ |
04:47 | ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ କ୍ଲିକ୍ କରିନାହାଁନ୍ତି. ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ |
05:07 | ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection |
05:14 | ଚାଲନ୍ତୁ ତାକୁ ଦେଖିବା |
05:17 | ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି |
05:32 | ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି |
05:38 | ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି |
05:49 | ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect |
06:06 | କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ |
06:11 | Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ |
06:17 | ତେଣୁ, ଚାଲନ୍ତୁ ତାକୁ ଦେଖିବା. ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି |
06:29 | ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ |
06:39 | ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ |
06:57 | ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି |
07:02 | ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ |
07:26 | ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ |
07:33 | ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ |
07:38 | ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ |
07:44 | Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା |
07:56 | ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ |
08:09 | ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି |
08:15 | ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ |
08:21 | ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ |
08:25 | କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି |
08:37 | ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128 |
09:09 | ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ |
09:19 | ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ |
09:29 | ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍ |
09:35 | Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ |
09:45 | ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius |
10:04 | ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners |
10:09 | ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ |
10:20 | ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ |
10:28 | ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing |
10:34 | ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ |
10:40 | ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି |
11:09 | Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ |
11:24 | ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ |
11:37 | ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ |
11:42 | ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ |
11:53 | ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି |
12:04 | ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ |
12:32 | ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ |
12:42 | ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ |
12:55 | ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି |
13:04 | ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି |
13:13 | ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି |
13:21 | ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ |
13:31 | ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ |
13:46 | ଏହାପାଇଁ ଏକ କୀ କୋଡ୍ ଅଛି |
13:51 | ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ |
14:06 | ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ |
14:16 | ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ |
14:42 | ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ |
15:08 | ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ |
15:31 | ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି |
15:36 | ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି |
15:46 | ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା |
15:54 | ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି |
16:08 | ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ |
16:24 | ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା |
16:35 | ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ |
16:47 | କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ |
16:59 | ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି |
17:10 | ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି |
17:17 | ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି |
17:30 | ପରବର୍ତ୍ତୀ ଅପ୍ସନ୍ ହେଉଛି Guides |
17:34 | ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ |
17:44 | ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ |
18:00 | ତଳେ Auto Shrink Selection ଓ Shrink Merged ଅଛି |
18:08 | Auto Shrink Selection ବେଶୀ ଉପଯୋଗୀ ନୁହେଁ |
18:14 | କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ |
18:34 | ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା |
18:42 | Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ |
18:49 | ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି
ସମାନ ଅପ୍ସନ୍ସ ପାଇବେ |
19:12 | ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ |
19:17 | ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ |
19:26 | Feather Edges ହେଉଛି ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍ |
19:32 | ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି |
19:54 | ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ |
20:05 | Fixed Aspect Ratio ମଧ୍ୟ ସମାନ. ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ |
20:19 | ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍ |
20:29 | ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ |
20:44 | ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges |
20:54 | ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି |
21:00 | ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି |
21:08 | ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି |
21:33 | ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି |
21:38 | ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି |
21:43 | ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି |
22:10 | ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ |
22:19 | ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି |
22:26 | ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ |
22:38 | ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି |
22:51 | ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି |
23:07 | ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି |
23:19 | ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି |
23:38 | ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି |
23:48 | ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ |
24:00 | ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ |
24:23 | ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍ |
24:35 | ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି |
24:44 | ଫିକ୍ସ ହୋଇଗଲା |
24:50 | ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ |
24:59 | ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ |
25:05 | ଆପଣ, ମାସ୍କର Opacity ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ |
25:19 | ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ |
25:28 | ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ |
25:36 | ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି |
25:43 | ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ |
25:48 | ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି |
25:59 | ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ |
26:08 | ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ |
26:29 | Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ |
26:45 | ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା |
26:55 | ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି |
27:02 | ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ
ଫେରିଆସିଲା |
27:23 | ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ. ବିଦାୟ |
27:34 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ |