Difference between revisions of "GIMP/C2/Selecting-Sections-Part-1/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |- |00:25 | ଏହି ଟ...")
 
 
Line 6: Line 6:
 
|00:23
 
|00:23
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ  
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ  
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:31
 
|00:31
 
| ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା  
 
| ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା  
 +
 
|-
 
|-
 
|00:34
 
|00:34
 
| ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ  
 
| ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ  
 +
 
|-
 
|-
 
|00:44
 
|00:44
 
| ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି  
 
| ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି  
 +
 
|-
 
|-
 
|00:57
 
|00:57
 
| ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି  
 
| ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି  
 +
 
|-
 
|-
 
|01:06
 
|01:06
 
| ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍  
 
| ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍  
 +
 
|-
 
|-
 
|01:15
 
|01:15
 
| GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ;   
 
| GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ;   
 +
 
|-
 
|-
 
|01:19
 
|01:19
 
| ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ  
 
| ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ  
 +
 
|-
 
|-
 
|01:28
 
|01:28
 
| ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ
 
| ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ
 +
 
|-
 
|-
 
|01:33
 
|01:33
 
| ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ
 
| ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ
 +
 
|-
 
|-
 
|01:48
 
|01:48
 
| ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା  
 
| ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା  
 +
 
|-
 
|-
 
|01:55
 
|01:55
 
| ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା  
 
| ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା  
 +
 
|-
 
|-
 
|02:01
 
|02:01
 
| ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି
 
| ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି
 +
 
|-
 
|-
 
|02:05
 
|02:05
 
| ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ  
 
| ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ  
 +
 
|-
 
|-
 
|02:11
 
|02:11
 
| ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ  
 
| ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ  
 +
 
|-
 
|-
 
|02:22
 
|02:22
 
| ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ  
 
| ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ  
 +
 
|-
 
|-
 
|02:33
 
|02:33
 
| ଉପରେ ଚାରୋଟି ପସନ୍ଦ ଅଛି   
 
| ଉପରେ ଚାରୋଟି ପସନ୍ଦ ଅଛି   
 +
 
|-
 
|-
 
|02:36
 
|02:36
 
| ପ୍ରଥମଟି ହେଉଛି Replace the Current Selection  
 
| ପ୍ରଥମଟି ହେଉଛି Replace the Current Selection  
 +
 
|-
 
|-
 
|02:40
 
|02:40
 
| ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ
 
| ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ
 +
 
|-
 
|-
 
|02:52
 
|02:52
 
| ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection  
 
| ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection  
 +
 
|-
 
|-
 
|02:58
 
|02:58
 
| ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି  
 
| ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି  
 +
 
|-
 
|-
 
|03:17
 
|03:17
 
| ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା  
 
| ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା  
 +
 
|-
 
|-
 
|03:44
 
|03:44
 
| ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ   
 
| ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ   
 +
 
|-
 
|-
 
|03:57
 
|03:57
 
| ଏହା ଟିକିଏ ଜଟିଳ  
 
| ଏହା ଟିକିଏ ଜଟିଳ  
 +
 
|-
 
|-
 
|03:59
 
|03:59
 
| ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ  
 
| ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ  
 +
 
|-
 
|-
 
|04:11
 
|04:11
 
| ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ
 
| ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ
 +
 
|-
 
|-
 
|04:21
 
|04:21
 
| ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ  
 
| ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ  
 +
 
|-
 
|-
 
|04:27
 
|04:27
 
| କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା  
 
| କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା  
 +
 
|-
 
|-
 
|04:36
 
|04:36
 
| ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ  
 
| ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ  
 +
 
|-
 
|-
 
|04:47
 
|04:47
 
| ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ  କ୍ଲିକ୍ କରିନାହାଁନ୍ତି.  ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ  
 
| ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ  କ୍ଲିକ୍ କରିନାହାଁନ୍ତି.  ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ  
 +
 
|-
 
|-
 
|05:07
 
|05:07
 
| ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection
 
| ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection
 +
 
|-
 
|-
 
|05:14
 
|05:14
 
| ଚାଲନ୍ତୁ ତାକୁ ଦେଖିବା  
 
| ଚାଲନ୍ତୁ ତାକୁ ଦେଖିବା  
 +
 
|-
 
|-
 
|05:17
 
|05:17
 
| ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି   
 
| ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି   
 +
 
|-
 
|-
 
|05:32
 
|05:32
 
| ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି
 
| ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି
 +
 
|-
 
|-
 
|05:38
 
|05:38
 
| ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି   
 
| ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି   
 +
 
|-
 
|-
 
|05:49
 
|05:49
 
| ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect  
 
| ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect  
 +
 
|-
 
|-
 
|06:06
 
|06:06
 
| କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ   
 
| କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ   
 +
 
|-
 
|-
 
|06:11
 
|06:11
 
| Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ  
 
| Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ  
 +
 
|-
 
|-
 
|06:17
 
|06:17
 
| ତେଣୁ, ଚାଲନ୍ତୁ ତାକୁ ଦେଖିବା.  ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି
 
| ତେଣୁ, ଚାଲନ୍ତୁ ତାକୁ ଦେଖିବା.  ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି
 +
 
|-
 
|-
 
|06:29
 
|06:29
 
| ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ  
 
| ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ  
 +
 
|-
 
|-
 
|06:39
 
|06:39
 
| ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ
 
| ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ
 +
 
|-
 
|-
 
|06:57
 
|06:57
 
| ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି  
 
| ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି  
 +
 
|-
 
|-
 
|07:02
 
|07:02
 
| ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ  
 
| ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ  
 +
 
|-
 
|-
 
|07:26
 
|07:26
 
| ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ
 
| ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ
 +
 
|-
 
|-
 
|07:33
 
|07:33
 
| ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ  
 
| ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ  
 +
 
|-
 
|-
 
|07:38
 
|07:38
 
| ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ   
 
| ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ   
 +
 
|-
 
|-
 
|07:44
 
|07:44
 
| Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା  
 
| Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା  
 +
 
|-
 
|-
 
|07:56
 
|07:56
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ  
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ  
 +
 
|-
 
|-
 
|08:09
 
|08:09
 
| ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି
 
| ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି
 +
 
|-
 
|-
 
|08:15
 
|08:15
 
| ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ
 
| ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ
 +
 
|-
 
|-
 
|08:21
 
|08:21
 
| ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ  
 
| ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ  
 +
 
|-
 
|-
 
|08:25
 
|08:25
 
| କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି  
 
| କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି  
 +
 
|-
 
|-
 
|08:37
 
|08:37
 
| ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128  
 
| ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128  
 +
 
|-
 
|-
 
|09:09
 
|09:09
 
| ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ  
 
| ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ  
 +
 
|-
 
|-
 
|09:19
 
|09:19
 
| ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ
 
| ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ
|-
+
 
 +
|-
 
|09:29
 
|09:29
 
| ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍  
 
| ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍  
 +
 
|-
 
|-
 
|09:35
 
|09:35
 
| Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ  
 
| Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ  
 +
 
|-
 
|-
 
|09:45
 
|09:45
 
| ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius  
 
| ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius  
 +
 
|-
 
|-
 
|10:04
 
|10:04
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners  
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners  
 +
 
|-
 
|-
 
|10:09
 
|10:09
 
| ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ  
 
| ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ  
 +
 
|-
 
|-
 
|10:20
 
|10:20
 
| ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ
 
| ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ
 +
 
|-
 
|-
 
|10:28
 
|10:28
 
| ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing   
 
| ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing   
 +
 
|-
 
|-
 
|10:34
 
|10:34
 
| ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ
 
| ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ
 +
 
|-
 
|-
 
|10:40
 
|10:40
 
| ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି  
 
| ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି  
 +
 
|-
 
|-
 
|11:09
 
|11:09
 
| Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ   
 
| Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ   
 +
 
|-
 
|-
 
|11:24
 
|11:24
 
| ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ
 
| ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ
 +
 
|-
 
|-
 
|11:37
 
|11:37
 
| ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ  
 
| ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ  
 +
 
|-
 
|-
 
|11:42
 
|11:42
 
| ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ
 
| ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ
 +
 
|-
 
|-
 
|11:53
 
|11:53
 
| ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି   
 
| ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି   
 +
 
|-
 
|-
 
|12:04
 
|12:04
 
| ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ   
 
| ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ   
 +
 
|-
 
|-
 
|12:32
 
|12:32
 
| ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ
 
| ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ
 +
 
|-
 
|-
 
|12:42
 
|12:42
 
| ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ  
 
| ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ  
 +
 
|-
 
|-
 
|12:55
 
|12:55
 
| ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି
 
| ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି
 +
 
|-
 
|-
 
|13:04
 
|13:04
 
| ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି  
 
| ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି  
 +
 
|-
 
|-
 
|13:13
 
|13:13
 
| ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି
 
| ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି
 +
 
|-
 
|-
 
|13:21
 
|13:21
 
| ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ  
 
| ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ  
 +
 
|-
 
|-
 
|13:31
 
|13:31
 
| ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ  
 
| ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ  
 +
 
|-
 
|-
 
|13:46
 
|13:46
 
| ଏହାପାଇଁ ଏକ କୀ କୋଡ୍ ଅଛି
 
| ଏହାପାଇଁ ଏକ କୀ କୋଡ୍ ଅଛି
 +
 
|-
 
|-
 
|13:51
 
|13:51
 
| ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ  
 
| ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ  
 +
 
|-
 
|-
 
|14:06
 
|14:06
 
| ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ  
 
| ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ  
 +
 
|-
 
|-
 
|14:16
 
|14:16
 
| ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ  
 
| ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ  
 +
 
|-
 
|-
 
|14:42
 
|14:42
 
| ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ   
 
| ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ   
 +
 
|-
 
|-
 
|15:08
 
|15:08
 
| ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ  
 
| ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ  
 +
 
|-
 
|-
 
|15:31
 
|15:31
 
| ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି
 
| ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି
 +
 
|-
 
|-
 
|15:36
 
|15:36
 
| ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି
 
| ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି
 +
 
|-
 
|-
 
|15:46
 
|15:46
 
| ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା  
 
| ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା  
 +
 
|-
 
|-
 
|15:54
 
|15:54
 
| ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି  
 
| ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି  
 +
 
|-
 
|-
 
|16:08
 
|16:08
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ  
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ  
 +
 
|-
 
|-
 
|16:24
 
|16:24
 
| ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା
 
| ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା
 +
 
|-
 
|-
 
|16:35
 
|16:35
 
| ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ
 
| ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ
 +
 
|-
 
|-
 
|16:47
 
|16:47
 
| କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ  
 
| କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ  
 +
 
|-
 
|-
 
|16:59
 
|16:59
 
| ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି
 
| ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି
 +
 
|-
 
|-
 
|17:10
 
|17:10
 
| ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି  
 
| ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି  
 +
 
|-
 
|-
 
|17:17
 
|17:17
 
| ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି  
 
| ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି  
 +
 
|-
 
|-
 
|17:30
 
|17:30
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Guides
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Guides
 +
 
|-
 
|-
 
|17:34
 
|17:34
 
| ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ  
 
| ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ  
 +
 
|-
 
|-
 
|17:44
 
|17:44
 
| ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ  
 
| ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ  
 +
 
|-
 
|-
 
|18:00
 
|18:00
 
| ତଳେ Auto Shrink Selection ଓ Shrink Merged ଅଛି  
 
| ତଳେ Auto Shrink Selection ଓ Shrink Merged ଅଛି  
 +
 
|-
 
|-
 
|18:08
 
|18:08
 
| Auto Shrink Selection ବେଶୀ ଉପଯୋଗୀ ନୁହେଁ   
 
| Auto Shrink Selection ବେଶୀ ଉପଯୋଗୀ ନୁହେଁ   
 +
 
|-
 
|-
 
|18:14
 
|18:14
 
| କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ  
 
| କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ  
 +
 
|-
 
|-
 
|18:34
 
|18:34
 
| ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା
 
| ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା
 +
 
|-
 
|-
 
|18:42
 
|18:42
 
| Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ
 
| Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ
 +
 
|-
 
|-
 
|18:49
 
|18:49
| ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି ସମାନ ଅପ୍ସନ୍ସ ପାଇବେ  
+
| ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି  
 +
ସମାନ ଅପ୍ସନ୍ସ ପାଇବେ  
 +
 
 
|-
 
|-
 
|19:12
 
|19:12
 
| ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ
 
| ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ
 +
 
|-
 
|-
 
|19:17
 
|19:17
 
| ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ  
 
| ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ  
 +
 
|-
 
|-
 
|19:26
 
|19:26
 
| Feather Edges ହେଉଛି  ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍
 
| Feather Edges ହେଉଛି  ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍
 +
 
|-
 
|-
 
|19:32
 
|19:32
 
| ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି  
 
| ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି  
 +
 
|-
 
|-
 
|19:54
 
|19:54
 
| ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ  
 
| ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ  
 +
 
|-
 
|-
 
|20:05
 
|20:05
 
| Fixed Aspect Ratio ମଧ୍ୟ ସମାନ.  ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ  
 
| Fixed Aspect Ratio ମଧ୍ୟ ସମାନ.  ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ  
 +
 
|-
 
|-
 
|20:19
 
|20:19
 
| ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍   
 
| ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍   
 +
 
|-
 
|-
 
|20:29
 
|20:29
 
| ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ
 
| ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ
 +
 
|-
 
|-
 
|20:44
 
|20:44
 
| ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges
 
| ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges
 +
 
|-
 
|-
 
|20:54
 
|20:54
 
| ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି  
 
| ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି  
 +
 
|-
 
|-
 
|21:00
 
|21:00
 
| ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି   
 
| ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି   
 +
 
|-
 
|-
 
|21:08
 
|21:08
 
| ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି
 
| ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି
 +
 
|-
 
|-
 
|21:33
 
|21:33
 
| ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି
 
| ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି
 +
 
|-
 
|-
 
|21:38
 
|21:38
 
| ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି  
 
| ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି  
 +
 
|-
 
|-
 
|21:43
 
|21:43
 
| ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି  
 
| ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି  
 +
 
|-
 
|-
 
|22:10
 
|22:10
 
| ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ  
 
| ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ  
 +
 
|-
 
|-
 
|22:19
 
|22:19
 
| ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି  
 
| ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି  
 +
 
|-
 
|-
 
|22:26
 
|22:26
 
| ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ  
 
| ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ  
 +
 
|-
 
|-
 
|22:38
 
|22:38
 
| ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି  
 
| ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି  
 +
 
|-
 
|-
 
|22:51
 
|22:51
 
| ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି  
 
| ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି  
 +
 
|-
 
|-
 
|23:07
 
|23:07
 
| ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି  
 
| ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି  
 +
 
|-
 
|-
 
|23:19
 
|23:19
 
| ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି
 
| ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି
 +
 
|-
 
|-
 
|23:38
 
|23:38
 
| ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି  
 
| ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି  
 +
 
|-
 
|-
 
|23:48
 
|23:48
 
| ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ   
 
| ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ   
 +
 
|-
 
|-
 
|24:00
 
|24:00
 
| ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ  
 
| ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ  
 +
 
|-
 
|-
 
|24:23
 
|24:23
 
| ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍  
 
| ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍  
 +
 
|-
 
|-
 
|24:35
 
|24:35
 
| ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି
 
| ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି
 +
 
|-
 
|-
 
|24:44
 
|24:44
 
| ଫିକ୍ସ ହୋଇଗଲା  
 
| ଫିକ୍ସ ହୋଇଗଲା  
 +
 
|-
 
|-
 
|24:50
 
|24:50
 
| ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ  
 
| ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ  
 +
 
|-
 
|-
 
|24:59
 
|24:59
 
| ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ  
 
| ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ  
 +
 
|-
 
|-
 
|25:05
 
|25:05
 
| ଆପଣ, ମାସ୍କର Opacity  ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ  
 
| ଆପଣ, ମାସ୍କର Opacity  ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ  
 +
 
|-
 
|-
 
|25:19
 
|25:19
 
| ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ     
 
| ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ     
 +
 
|-
 
|-
 
|25:28
 
|25:28
 
| ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ   
 
| ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ   
 +
 
|-
 
|-
 
|25:36
 
|25:36
 
| ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି
 
| ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି
 +
 
|-
 
|-
 
|25:43
 
|25:43
 
| ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ  
 
| ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ  
 +
 
|-
 
|-
 
|25:48
 
|25:48
 
| ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି  
 
| ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି  
 +
 
|-
 
|-
 
|25:59
 
|25:59
 
| ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ  
 
| ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ  
 +
 
|-
 
|-
 
|26:08
 
|26:08
 
| ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ  
 
| ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ  
 +
 
|-
 
|-
 
|26:29
 
|26:29
 
| Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ   
 
| Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ   
 +
 
|-
 
|-
 
|26:45
 
|26:45
 
| ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା  
 
| ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା  
 +
 
|-
 
|-
 
|26:55
 
|26:55
 
| ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି  
 
| ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି  
 +
 
|-
 
|-
 
|27:02
 
|27:02
| ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ ଫେରିଆସିଲା  
+
| ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ  
 +
ଫେରିଆସିଲା  
 +
 
 
|-
 
|-
 
|27:23
 
|27:23
 
| ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ.  ବିଦାୟ  
 
| ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ.  ବିଦାୟ  
 +
 
|-
 
|-
 
|27:34
 
|27:34
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ
 +
|}

Latest revision as of 17:02, 6 April 2017

Time Narration
00:23 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା
00:34 ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ
00:44 ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି
00:57 ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି
01:06 ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍
01:15 GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ;
01:19 ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ
01:28 ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ
01:33 ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ
01:48 ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା
01:55 ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା
02:01 ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି
02:05 ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ
02:11 ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ
02:22 ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ
02:33 ଉପରେ ଚାରୋଟି ପସନ୍ଦ ଅଛି
02:36 ପ୍ରଥମଟି ହେଉଛି Replace the Current Selection
02:40 ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ
02:52 ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection
02:58 ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି
03:17 ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା
03:44 ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ
03:57 ଏହା ଟିକିଏ ଜଟିଳ
03:59 ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ
04:11 ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ
04:21 ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ
04:27 କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା
04:36 ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ
04:47 ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ କ୍ଲିକ୍ କରିନାହାଁନ୍ତି. ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ
05:07 ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection
05:14 ଚାଲନ୍ତୁ ତାକୁ ଦେଖିବା
05:17 ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି
05:32 ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି
05:38 ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି
05:49 ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect
06:06 କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ
06:11 Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ
06:17 ତେଣୁ, ଚାଲନ୍ତୁ ତାକୁ ଦେଖିବା. ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି
06:29 ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ
06:39 ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ
06:57 ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି
07:02 ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ
07:26 ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ
07:33 ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ
07:38 ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ
07:44 Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା
07:56 ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ
08:09 ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି
08:15 ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ
08:21 ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ
08:25 କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି
08:37 ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128
09:09 ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ
09:19 ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ
09:29 ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍
09:35 Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ
09:45 ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius
10:04 ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners
10:09 ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ
10:20 ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ
10:28 ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing
10:34 ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ
10:40 ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି
11:09 Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ
11:24 ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ
11:37 ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ
11:42 ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ
11:53 ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି
12:04 ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ
12:32 ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ
12:42 ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ
12:55 ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି
13:04 ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି
13:13 ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି
13:21 ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ
13:31 ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ
13:46 ଏହାପାଇଁ ଏକ କୀ କୋଡ୍ ଅଛି
13:51 ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ
14:06 ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ
14:16 ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ
14:42 ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ
15:08 ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ
15:31 ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି
15:36 ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି
15:46 ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା
15:54 ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି
16:08 ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ
16:24 ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା
16:35 ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ
16:47 କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ
16:59 ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି
17:10 ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି
17:17 ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି
17:30 ପରବର୍ତ୍ତୀ ଅପ୍ସନ୍ ହେଉଛି Guides
17:34 ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ
17:44 ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ
18:00 ତଳେ Auto Shrink Selection ଓ Shrink Merged ଅଛି
18:08 Auto Shrink Selection ବେଶୀ ଉପଯୋଗୀ ନୁହେଁ
18:14 କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ
18:34 ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା
18:42 Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ
18:49 ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି

ସମାନ ଅପ୍ସନ୍ସ ପାଇବେ

19:12 ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ
19:17 ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ
19:26 Feather Edges ହେଉଛି ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍
19:32 ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି
19:54 ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ
20:05 Fixed Aspect Ratio ମଧ୍ୟ ସମାନ. ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ
20:19 ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍
20:29 ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ
20:44 ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges
20:54 ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି
21:00 ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି
21:08 ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି
21:33 ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି
21:38 ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି
21:43 ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି
22:10 ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ
22:19 ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି
22:26 ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ
22:38 ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି
22:51 ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି
23:07 ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି
23:19 ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି
23:38 ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି
23:48 ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ
24:00 ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ
24:23 ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍
24:35 ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି
24:44 ଫିକ୍ସ ହୋଇଗଲା
24:50 ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ
24:59 ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ
25:05 ଆପଣ, ମାସ୍କର Opacity ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ
25:19 ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ
25:28 ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ
25:36 ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି
25:43 ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ
25:48 ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି
25:59 ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ
26:08 ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ
26:29 Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ
26:45 ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା
26:55 ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି
27:02 ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ

ଫେରିଆସିଲା

27:23 ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ. ବିଦାୟ
27:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

PoojaMoolya, Pradeep