Difference between revisions of "GIMP/C2/An-Image-For-The-Web/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPକୁ ସ୍ୱାଗତ |- |00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍...")
 
 
(One intermediate revision by one other user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:23
 
|00:23
 
| Meet The GIMPକୁ ସ୍ୱାଗତ  
 
| Meet The GIMPକୁ ସ୍ୱାଗତ  
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:31
 
|00:31
 
| GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍  
 
| GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍  
 +
 
|-
 
|-
 
|00:35
 
|00:35
 
| ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି
 
| ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି
 +
 
|-
 
|-
 
|00:39
 
|00:39
 
| ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି
 
| ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି
 +
 
|-
 
|-
 
|00:43
 
|00:43
 
| ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି
 
| ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି
 +
 
|-
 
|-
 
|00:48
 
|00:48
 
| ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି  
 
| ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି  
 +
 
|-
 
|-
 
|00:53
 
|00:53
 
| ଆଉ, ଏହା ଆସିଗଲା!  
 
| ଆଉ, ଏହା ଆସିଗଲା!  
 +
 
|-
 
|-
 
|00:55
 
|00:55
 
| ଏହି ଇମେଜ୍ କୁ ଦେଖନ୍ତୁ  
 
| ଏହି ଇମେଜ୍ କୁ ଦେଖନ୍ତୁ  
 +
 
|-
 
|-
 
|00:57
 
|00:57
 
| ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି   
 
| ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି   
 +
 
|-
 
|-
 
|01:02
 
|01:02
 
| ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି  
 
| ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି  
 +
 
|-
 
|-
 
|01:04
 
|01:04
 
| ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି  
 
| ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି  
 +
 
|-
 
|-
 
|01:09
 
|01:09
 
| ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି  
 
| ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି  
 +
 
|-
 
|-
 
|01:16
 
|01:16
 
| 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି   
 
| 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି   
 +
 
|-
 
|-
 
|01:22
 
|01:22
 
| ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି   
 
| ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି   
 +
 
|-
 
|-
 
|01:31
 
|01:31
 
| ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି  
 
| ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି  
 +
 
|-
 
|-
 
|01:38
 
|01:38
 
| ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା  
 
| ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା  
 +
 
|-
 
|-
 
|01:40
 
|01:40
 
| ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ.  ଆପଣ ଏଠାରେ ତାହାକୁ ଦେଖିପାରିବେ  
 
| ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ.  ଆପଣ ଏଠାରେ ତାହାକୁ ଦେଖିପାରିବେ  
 +
 
|-
 
|-
 
|01:49
 
|01:49
 
| ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ  
 
| ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ  
 +
 
|-
 
|-
 
|01:56
 
|01:56
 
| ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି  
 
| ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି  
 +
 
|-
 
|-
 
|02:00
 
|02:00
 
| Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି   
 
| Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି   
 +
 
|-
 
|-
 
|02:09
 
|02:09
 
| ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି  
 
| ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି  
 +
 
|-
 
|-
 
|02:14
 
|02:14
 
| ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି.  ତା’ହେଲେ, ଠିକ୍ ଅଛି  
 
| ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି.  ତା’ହେଲେ, ଠିକ୍ ଅଛି  
 +
 
|-
 
|-
 
|02:17
 
|02:17
 
| ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି   
 
| ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି   
 +
 
|-
 
|-
 
|02:22
 
|02:22
 
| ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି.  ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ  
 
| ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି.  ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ  
 +
 
|-
 
|-
 
|02:30
 
|02:30
 
| ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ  
 
| ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ  
 +
 
|-
 
|-
 
|02:36
 
|02:36
 
| ଏହି ଗ୍ରିଡ୍ ସିଧା ଅଟେ   
 
| ଏହି ଗ୍ରିଡ୍ ସିଧା ଅଟେ   
 +
 
|-
 
|-
 
|02:38
 
|02:38
 
| ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ   
 
| ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ   
 +
 
|-
 
|-
 
|02:51
 
|02:51
 
| ଏବେ ମୁଁ ଦେଖାଉଛି.  ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି  
 
| ଏବେ ମୁଁ ଦେଖାଉଛି.  ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି  
 +
 
|-
 
|-
 
|02:56
 
|02:56
 
| ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି  
 
| ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି  
 +
 
|-
 
|-
 
|03:00
 
|03:00
 
| ଏହା ମୋତେ ବଢ଼ିଆ ଦେଖାଯାଉଛି
 
| ଏହା ମୋତେ ବଢ଼ିଆ ଦେଖାଯାଉଛି
 +
 
|-
 
|-
 
|03:02
 
|03:02
 
| ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି     
 
| ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି     
 +
 
|-
 
|-
 
|03:06
 
|03:06
 
| ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ  
 
| ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ  
 +
 
|-
 
|-
 
|03:13
 
|03:13
| ଆଉ ଏହା ହୋଇଗଲା!  
+
| ଆଉ ଏହା ହୋଇଗଲା!,ଇମେଜ୍ ଟି ବୁଲିଯାଇଛି
|-
+
 
|03:14
+
| ଇମେଜ୍ ଟି ବୁଲିଯାଇଛି
+
 
|-
 
|-
 
|03:16
 
|03:16
 
| ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା.  Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ
 
| ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା.  Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ
 +
 
|-
 
|-
 
|03:22
 
|03:22
 
| ପରବର୍ତ୍ତୀ ପଦାଙ୍କ ହେଉଛି Cropping   
 
| ପରବର୍ତ୍ତୀ ପଦାଙ୍କ ହେଉଛି Cropping   
 +
 
|-
 
|-
 
|03:25
 
|03:25
 
| ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି  
 
| ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି  
 +
 
|-
 
|-
 
|03:28
 
|03:28
 
| ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି   
 
| ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି   
 +
 
|-
 
|-
 
|03:33
 
|03:33
| ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି |-
+
| ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି  
 +
 
 +
|-
 
|03:39
 
|03:39
 
| ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି  
 
| ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି  
 +
 
|-
 
|-
 
|03:43
 
|03:43
 
| ଏବେ ମୂଁ Cropping ଆରମ୍ଭ କରିପାରିବି  
 
| ଏବେ ମୂଁ Cropping ଆରମ୍ଭ କରିପାରିବି  
 +
 
|-
 
|-
 
|03:45
 
|03:45
 
| ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି  
 
| ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି  
 +
 
|-
 
|-
 
|03:52
 
|03:52
 
| ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି   
 
| ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି   
 +
 
|-
 
|-
 
|04:01
 
|04:01
 
| ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି   
 
| ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି   
 +
 
|-
 
|-
 
|04:06
 
|04:06
 
| ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି  
 
| ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି  
 +
 
|-
 
|-
 
|04:12
 
|04:12
 
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ  
 
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ  
 +
 
|-
 
|-
 
|04:18
 
|04:18
 
| ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା  
 
| ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା  
 +
 
|-
 
|-
 
|04:21
 
|04:21
 
| ଆମେ ଏହି ଭାଗକୁ ବାଦ୍ ଦେଇଛେ.  ଏଠାରେ ଗୋଟିଏ ଲୋକ ବସିଛି  
 
| ଆମେ ଏହି ଭାଗକୁ ବାଦ୍ ଦେଇଛେ.  ଏଠାରେ ଗୋଟିଏ ଲୋକ ବସିଛି  
 +
 
|-
 
|-
 
|04:28
 
|04:28
 
| ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି   
 
| ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି   
 +
 
|-
 
|-
 
|04:35
 
|04:35
 
| ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି   
 
| ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି   
 +
 
|-
 
|-
 
|04:41
 
|04:41
 
| ଏଠାରେ ଉପରେ ଝରକା ଅଛି  
 
| ଏଠାରେ ଉପରେ ଝରକା ଅଛି  
 +
 
|-
 
|-
 
|04:44
 
|04:44
 
| ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି  
 
| ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି  
 +
 
|-
 
|-
 
|04:50
 
|04:50
 
| ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ  
 
| ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ  
 +
 
|-
 
|-
 
|04:54
 
|04:54
 
| ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି  
 
| ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି  
 +
 
|-
 
|-
 
|04:58
 
|04:58
 
| ମୁଁ ଭାବୁଛି, ଏବେ ଠିକ୍ ହେଲା  
 
| ମୁଁ ଭାବୁଛି, ଏବେ ଠିକ୍ ହେଲା  
 +
 
|-
 
|-
 
|05:01
 
|05:01
 
| କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି  
 
| କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି  
 +
 
|-
 
|-
 
|05:08
 
|05:08
 
| ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା  
 
| ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା  
 +
 
|-
 
|-
 
|05:11
 
|05:11
 
| ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି.  ବୋଧେ ଆପଣ ତାହାକୁ ଦେଖିପାରୁଥିବେ
 
| ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି.  ବୋଧେ ଆପଣ ତାହାକୁ ଦେଖିପାରୁଥିବେ
 +
 
|-
 
|-
 
|05:18
 
|05:18
 
| ଏହା, ରୋଟେଶନ୍ ସମୟରେ ହୋଇଛି
 
| ଏହା, ରୋଟେଶନ୍ ସମୟରେ ହୋଇଛି
 +
 
|-
 
|-
 
|05:21
 
|05:21
 
| ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି  
 
| ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି  
 +
 
|-
 
|-
 
|05:25
 
|05:25
 
| ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ
 
| ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ
 +
 
|-
 
|-
 
|05:33
 
|05:33
 
| ତେଣୁ, Crop Toolକୁ ଫେରିଯିବା   
 
| ତେଣୁ, Crop Toolକୁ ଫେରିଯିବା   
 +
 
|-
 
|-
 
|05:35
 
|05:35
 
| ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି   
 
| ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି   
 +
 
|-
 
|-
 
|05:38
 
|05:38
 
| ଏତେ ନୁହେଁ   
 
| ଏତେ ନୁହେଁ   
 +
 
|-
 
|-
 
|05:40
 
|05:40
 
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା
 
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା
 +
 
|-
 
|-
 
|05:44
 
|05:44
 
| ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ
 
| ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ
 +
 
|-
 
|-
 
|05:50
 
|05:50
 
| Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ  
 
| Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ  
 +
 
|-
 
|-
 
|05:56
 
|05:56
 
| ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା  
 
| ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା  
 +
 
|-
 
|-
 
|06:02
 
|06:02
 
| ଏଠାରେ ଅନେକ ମାର୍ଗ ଅଛି.  ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ   
 
| ଏଠାରେ ଅନେକ ମାର୍ଗ ଅଛି.  ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ   
 +
 
|-
 
|-
 
|06:11
 
|06:11
 
| କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି  
 
| କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି  
 +
 
|-
 
|-
 
|06:18
 
|06:18
 
| ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି   
 
| ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି   
 +
 
|-
 
|-
 
|06:23
 
|06:23
 
| ଏବଂ Layers ମୋଡ୍ କୁ Overlayକୁ ବଦଳାଇବି  
 
| ଏବଂ Layers ମୋଡ୍ କୁ Overlayକୁ ବଦଳାଇବି  
 +
 
|-
 
|-
 
|06:30
 
|06:30
 
| ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ.  ମୁଁ ଏତେ ଅଧିକ ଚାହୁଁନାହିଁ  
 
| ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ.  ମୁଁ ଏତେ ଅଧିକ ଚାହୁଁନାହିଁ  
 +
 
|-
 
|-
 
|06:36
 
|06:36
 
| ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି  
 
| ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି  
 +
 
|-
 
|-
 
|06:42
 
|06:42
 
| ବୋଧହୁଏ ଆଉ ଟିକିଏ ଅଧିକ  
 
| ବୋଧହୁଏ ଆଉ ଟିକିଏ ଅଧିକ  
 +
 
|-
 
|-
 
|06:46
 
|06:46
 
| ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା  
 
| ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା  
 +
 
|-
 
|-
 
|06:50
 
|06:50
 
| ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି  
 
| ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି  
 +
 
|-
 
|-
 
|07:01
 
|07:01
 
| ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ   
 
| ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ   
 +
 
|-
 
|-
 
|07:03
 
|07:03
 
| ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି  
 
| ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି  
 +
 
|-
 
|-
 
|07:10
 
|07:10
 
| ଆମେ ସେ ବିଷୟରେ ପରେ ଜାଣିବା  
 
| ଆମେ ସେ ବିଷୟରେ ପରେ ଜାଣିବା  
 +
 
|-
 
|-
 
|07:13
 
|07:13
 
| ପରବର୍ତ୍ତୀ ପଦାଙ୍କ ହେଉଛି Resizing  
 
| ପରବର୍ତ୍ତୀ ପଦାଙ୍କ ହେଉଛି Resizing  
 +
 
|-
 
|-
 
|07:16
 
|07:16
 
| ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି  
 
| ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି  
 +
 
|-
 
|-
 
|07:27
 
|07:27
 
| ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି   
 
| ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି   
 +
 
|-
 
|-
 
|07:32
 
|07:32
 
| ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ  
 
| ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ  
 +
 
|-
 
|-
 
|07:36
 
|07:36
 
| ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ   
 
| ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ   
 +
 
|-
 
|-
 
|07:44
 
|07:44
| Interpolation  
+
| Interpolation,ମୁଁ ଭାବୁଛି, ମୁଁ Cubic ଚୟନ କରିବି.  ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ.  ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ
|-
+
 
|07:45
+
| ମୁଁ ଭାବୁଛି, ମୁଁ Cubic ଚୟନ କରିବି.  ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ.  ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ
+
 
|-
 
|-
 
|08:02
 
|08:02
 
| ଏବେ Scale ଉପରେ କ୍ଲିକ୍ କରନ୍ତୁ
 
| ଏବେ Scale ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:04
 
|08:04
 
| ଓ ଆମେ ଫଳାଫଳକୁ ଦେଖିବା  
 
| ଓ ଆମେ ଫଳାଫଳକୁ ଦେଖିବା  
 +
 
|-
 
|-
 
|08:08
 
|08:08
 
| Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ
 
| Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ
 +
 
|-
 
|-
 
|08:13
 
|08:13
 
| ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ  
 
| ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ  
 +
 
|-
 
|-
 
|08:19
 
|08:19
 
| ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି.  କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି  
 
| ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି.  କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି  
 +
 
|-
 
|-
 
|08:32
 
|08:32
 
| ପରବର୍ତ୍ତୀ ପଦାଙ୍କ ହେଉଛି Sharpening  
 
| ପରବର୍ତ୍ତୀ ପଦାଙ୍କ ହେଉଛି Sharpening  
 +
 
|-
 
|-
 
|08:35
 
|08:35
 
| ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି.  ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ.  ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର  
 
| ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି.  ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ.  ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର  
 +
 
|-
 
|-
 
|08:49
 
|08:49
 
| ମୁଁ Filters ସିଲେକ୍ଟ କରିବି  
 
| ମୁଁ Filters ସିଲେକ୍ଟ କରିବି  
 +
 
|-
 
|-
 
|08:53
 
|08:53
 
| ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି.  ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍.  ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ  
 
| ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି.  ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍.  ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ  
 +
 
|-
 
|-
 
|09:06
 
|09:06
 
| ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍.  ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ   
 
| ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍.  ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ   
 +
 
|-
 
|-
 
|09:16
 
|09:16
 
| ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ.  ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ  
 
| ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ.  ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ  
 +
 
|-
 
|-
 
|09:31
 
|09:31
 
| ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି  
 
| ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି  
 +
 
|-
 
|-
 
|09:38
 
|09:38
 
| ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ   
 
| ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ   
 +
 
|-
 
|-
 
|09:46
 
|09:46
 
| ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି  
 
| ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି  
 +
 
|-
 
|-
 
|09:52
 
|09:52
 
| ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି  
 
| ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି  
 +
 
|-
 
|-
 
|10:00
 
|10:00
 
| ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ   
 
| ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ   
 +
 
|-
 
|-
 
|10:06
 
|10:06
 
| ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା  
 
| ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା  
 +
 
|-
 
|-
 
|10:09
 
|10:09
 
| ଏହା ବହୁତ ବଢ଼ିଆ ଦେଖାଯାଉଛି  
 
| ଏହା ବହୁତ ବଢ଼ିଆ ଦେଖାଯାଉଛି  
 +
 
|-
 
|-
 
|10:11
 
|10:11
 
| ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା  
 
| ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା  
 +
 
|-
 
|-
 
|10:15
 
|10:15
 
| ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ  
 
| ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ  
 +
 
|-
 
|-
 
|10:29
 
|10:29
 
| Save ବଟନ୍ ଉପରେ କ୍ଲିକ୍ କରିବି  
 
| Save ବଟନ୍ ଉପରେ କ୍ଲିକ୍ କରିବି  
 +
 
|-
 
|-
 
|10:32
 
|10:32
 
| ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି.  ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ  
 
| ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି.  ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ  
 +
 
|-
 
|-
 
|10:44
 
|10:44
 
| ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ  
 
| ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ  
 +
 
|-
 
|-
 
|10:53
 
|10:53
 
| ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି   
 
| ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି   
 +
 
|-
 
|-
 
|11:01
 
|11:01
 
| ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ  
 
| ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ  
 +
 
|-
 
|-
 
|11:04
 
|11:04
 
| ଏଥିରେ ଏତିକି.  Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍.  ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ   
 
| ଏଥିରେ ଏତିକି.  Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍.  ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ   
 +
 
|-
 
|-
 
|11:17
 
|11:17
 
| ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ  
 
| ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ  
 +
 
|-
 
|-
 
|11:25
 
|11:25
 
|ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
 
|ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
 +
 
|-
 
|-
 
|11:31
 
|11:31
 
| ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି.  ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ  
 
| ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି.  ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ  
 +
 
|-
 
|-
 
|11:41
 
|11:41
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|}

Latest revision as of 15:10, 6 April 2017

Time Narration
00:23 Meet The GIMPକୁ ସ୍ୱାଗତ
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍
00:35 ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି
00:39 ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି
00:43 ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି
00:48 ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି
00:53 ଆଉ, ଏହା ଆସିଗଲା!
00:55 ଏହି ଇମେଜ୍ କୁ ଦେଖନ୍ତୁ
00:57 ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି
01:02 ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି
01:04 ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି
01:09 ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି
01:16 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି
01:22 ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି
01:31 ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି
01:38 ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା
01:40 ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ. ଆପଣ ଏଠାରେ ତାହାକୁ ଦେଖିପାରିବେ
01:49 ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ
01:56 ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି
02:00 Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି
02:09 ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି
02:14 ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି. ତା’ହେଲେ, ଠିକ୍ ଅଛି
02:17 ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି
02:22 ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି. ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ
02:30 ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ
02:36 ଏହି ଗ୍ରିଡ୍ ସିଧା ଅଟେ
02:38 ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ
02:51 ଏବେ ମୁଁ ଦେଖାଉଛି. ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି
02:56 ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି
03:00 ଏହା ମୋତେ ବଢ଼ିଆ ଦେଖାଯାଉଛି
03:02 ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି
03:06 ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ
03:13 ଆଉ ଏହା ହୋଇଗଲା!,ଇମେଜ୍ ଟି ବୁଲିଯାଇଛି
03:16 ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା. Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ
03:22 ପରବର୍ତ୍ତୀ ପଦାଙ୍କ ହେଉଛି Cropping
03:25 ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି
03:28 ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି
03:33 ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି
03:39 ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି
03:43 ଏବେ ମୂଁ Cropping ଆରମ୍ଭ କରିପାରିବି
03:45 ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି
03:52 ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି
04:01 ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି
04:06 ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି
04:12 ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ
04:18 ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା
04:21 ଆମେ ଏହି ଭାଗକୁ ବାଦ୍ ଦେଇଛେ. ଏଠାରେ ଗୋଟିଏ ଲୋକ ବସିଛି
04:28 ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି
04:35 ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି
04:41 ଏଠାରେ ଉପରେ ଝରକା ଅଛି
04:44 ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି
04:50 ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ
04:54 ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି
04:58 ମୁଁ ଭାବୁଛି, ଏବେ ଠିକ୍ ହେଲା
05:01 କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି
05:08 ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା
05:11 ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି. ବୋଧେ ଆପଣ ତାହାକୁ ଦେଖିପାରୁଥିବେ
05:18 ଏହା, ରୋଟେଶନ୍ ସମୟରେ ହୋଇଛି
05:21 ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି
05:25 ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ
05:33 ତେଣୁ, Crop Toolକୁ ଫେରିଯିବା
05:35 ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି
05:38 ଏତେ ନୁହେଁ
05:40 ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା
05:44 ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ
05:50 Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ
05:56 ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା
06:02 ଏଠାରେ ଅନେକ ମାର୍ଗ ଅଛି. ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ
06:11 କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି
06:18 ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି
06:23 ଏବଂ Layers ମୋଡ୍ କୁ Overlayକୁ ବଦଳାଇବି
06:30 ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ. ମୁଁ ଏତେ ଅଧିକ ଚାହୁଁନାହିଁ
06:36 ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି
06:42 ବୋଧହୁଏ ଆଉ ଟିକିଏ ଅଧିକ
06:46 ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା
06:50 ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି
07:01 ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ
07:03 ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି
07:10 ଆମେ ସେ ବିଷୟରେ ପରେ ଜାଣିବା
07:13 ପରବର୍ତ୍ତୀ ପଦାଙ୍କ ହେଉଛି Resizing
07:16 ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି
07:27 ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି
07:32 ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ
07:36 ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ
07:44 Interpolation,ମୁଁ ଭାବୁଛି, ମୁଁ Cubic ଚୟନ କରିବି. ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ. ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ
08:02 ଏବେ Scale ଉପରେ କ୍ଲିକ୍ କରନ୍ତୁ
08:04 ଓ ଆମେ ଫଳାଫଳକୁ ଦେଖିବା
08:08 Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ
08:13 ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ
08:19 ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି. କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି
08:32 ପରବର୍ତ୍ତୀ ପଦାଙ୍କ ହେଉଛି Sharpening
08:35 ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି. ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ. ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର
08:49 ମୁଁ Filters ସିଲେକ୍ଟ କରିବି
08:53 ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି. ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍. ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ
09:06 ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍. ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ
09:16 ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ. ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ
09:31 ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି
09:38 ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ
09:46 ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି
09:52 ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି
10:00 ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ
10:06 ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା
10:09 ଏହା ବହୁତ ବଢ଼ିଆ ଦେଖାଯାଉଛି
10:11 ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା
10:15 ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ
10:29 Save ବଟନ୍ ଉପରେ କ୍ଲିକ୍ କରିବି
10:32 ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି. ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ
10:44 ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ
10:53 ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି
11:01 ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ
11:04 ଏଥିରେ ଏତିକି. Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍. ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ
11:17 ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ
11:25 ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
11:31 ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ
11:41 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep