Difference between revisions of "Inkscape/C2/Create-and-edit-shapes/Oriya"
From Script | Spoken-Tutorial
(Created page with "{| Border =1 | Time | Narration |- | 00:00 | 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟ...") |
PoojaMoolya (Talk | contribs) |
||
Line 6: | Line 6: | ||
| 00:00 | | 00:00 | ||
| 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ | | 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ | ||
+ | |||
|- | |- | ||
| 00:06 | | 00:06 | ||
| ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ | | ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ | ||
+ | |||
|- | |- | ||
| 00:10 | | 00:10 | ||
| ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା | | ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା | ||
+ | |||
|- | |- | ||
| 00:16 | | 00:16 | ||
| '''handles''' ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା | | '''handles''' ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା | ||
+ | |||
|- | |- | ||
| 00:20 | | 00:20 | ||
| ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS | | ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS | ||
+ | |||
|- | |- | ||
| 00:25 | | 00:25 | ||
| 'Inkscape' ଭର୍ସନ 0.48.4 | | 'Inkscape' ଭର୍ସନ 0.48.4 | ||
+ | |||
|- | |- | ||
| 00:29 | | 00:29 | ||
| 'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ | | 'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ | ||
+ | |||
|- | |- | ||
| 00:34 | | 00:34 | ||
| ଆପଣ '''logo''' ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ | | ଆପଣ '''logo''' ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ | ||
+ | |||
|- | |- | ||
| 00:38 | | 00:38 | ||
| ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ | | ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ | ||
+ | |||
|- | |- | ||
| 00:44 | | 00:44 | ||
| ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି | | ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି | ||
+ | |||
|- | |- | ||
| 00:48 | | 00:48 | ||
| ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ | | ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ | ||
+ | |||
|- | |- | ||
| 00:54 | | 00:54 | ||
| 'Tool box' ଇଣ୍ଟରଫେସର ବାମ ପଟେ ଅଛି | | 'Tool box' ଇଣ୍ଟରଫେସର ବାମ ପଟେ ଅଛି | ||
+ | |||
|- | |- | ||
| 00:58 | | 00:58 | ||
| ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ | | ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ | ||
+ | |||
|- | |- | ||
| 01:03 | | 01:03 | ||
| ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା | | ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା | ||
+ | |||
|- | |- | ||
| 01:09 | | 01:09 | ||
| ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା | | ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା | ||
+ | |||
|- | |- | ||
| 01:14 | | 01:14 | ||
| ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ | | ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ | ||
+ | |||
|- | |- | ||
| 01:22 | | 01:22 | ||
| ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି | | ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି | ||
+ | |||
|- | |- | ||
| 01:28 | | 01:28 | ||
| ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ | | ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ | ||
+ | |||
|- | |- | ||
| 01:34 | | 01:34 | ||
| ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ | | ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 01:41 | | 01:41 | ||
| ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ | | ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ | ||
+ | |||
|- | |- | ||
| 01:47 | | 01:47 | ||
|ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ | |ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ | ||
+ | |||
|- | |- | ||
| 01:53 | | 01:53 | ||
| ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ | | ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 02:01 | | 02:01 | ||
| ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ | | ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ | ||
+ | |||
|- | |- | ||
| 02:04 | | 02:04 | ||
| ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ | | ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 02:06 | | 02:06 | ||
| ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ | | ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ | ||
+ | |||
|- | |- | ||
| 02:09 | | 02:09 | ||
| ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା | | ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା | ||
+ | |||
|- | |- | ||
| 02:14 | | 02:14 | ||
| ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି | | ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି | ||
+ | |||
|- | |- | ||
| 02:18 | | 02:18 | ||
| ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ | | ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 02:22 | | 02:22 | ||
− | | ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ | + | | ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ,ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର |
− | + | ||
− | + | ||
− | + | ||
|- | |- | ||
| 02:27 | | 02:27 | ||
| ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ | | ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ | ||
+ | |||
|- | |- | ||
| 02:33 | | 02:33 | ||
| ତା’ପରେ ମାଉସ ବଟନ ଛାଡ଼ନ୍ତୁ | | ତା’ପରେ ମାଉସ ବଟନ ଛାଡ଼ନ୍ତୁ | ||
+ | |||
|- | |- | ||
| 02:37 | | 02:37 | ||
| ଭଲ ଭାବେ ଦେଖିବା ପାଇଁ '''zoom in''' କରନ୍ତୁ, ଏଥିପାଇଁ '''Ctrl''' କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ | | ଭଲ ଭାବେ ଦେଖିବା ପାଇଁ '''zoom in''' କରନ୍ତୁ, ଏଥିପାଇଁ '''Ctrl''' କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ | ||
+ | |||
|- | |- | ||
| 02:46 | | 02:46 | ||
| ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ '''handles''' କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା | | ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ '''handles''' କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା | ||
+ | |||
|- | |- | ||
| 02:57 | | 02:57 | ||
| କର୍ସର ଯେତେବେଳେ କୌଣସି '''handles''' କୁ ଯାଏ, ତେବେ '''handle''' ରଙ୍ଗ ବଦଳିଯାଏ | | କର୍ସର ଯେତେବେଳେ କୌଣସି '''handles''' କୁ ଯାଏ, ତେବେ '''handle''' ରଙ୍ଗ ବଦଳିଯାଏ | ||
+ | |||
|- | |- | ||
| 03:02 | | 03:02 | ||
| ଏହା ଦର୍ଶାଏ ଯେ ସେହି '''handle ''' ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ | | ଏହା ଦର୍ଶାଏ ଯେ ସେହି '''handle ''' ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ | ||
+ | |||
|- | |- | ||
| 03:08 | | 03:08 | ||
| ଆୟକ୍ଷେତ୍ରକୁ '''scale''' ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର '''handles''' ରେ କ୍ଲିକ କରି ଡ୍ରାଗ କରନ୍ତୁ | | ଆୟକ୍ଷେତ୍ରକୁ '''scale''' ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର '''handles''' ରେ କ୍ଲିକ କରି ଡ୍ରାଗ କରନ୍ତୁ | ||
+ | |||
|- | |- | ||
| 03:17 | | 03:17 | ||
| ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ | | ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ | ||
+ | |||
|- | |- | ||
|03:24 | |03:24 | ||
| ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ '''handle'''ର ବ୍ୟବହାର କରନ୍ତୁ | | ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ '''handle'''ର ବ୍ୟବହାର କରନ୍ତୁ | ||
+ | |||
|- | |- | ||
| 03:32 | | 03:32 | ||
| ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ '''handle''' ରେ କ୍ଲିକ କରି ଡ୍ରାଗ କରନ୍ତୁ | | ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ '''handle''' ରେ କ୍ଲିକ କରି ଡ୍ରାଗ କରନ୍ତୁ | ||
+ | |||
|- | |- | ||
| 03:39 | | 03:39 | ||
| ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ | | ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 03:43 | | 03:43 | ||
| ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ | | ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ | ||
+ | |||
|- | |- | ||
| 03:46 | | 03:46 | ||
| ଆମେ '''handle'''ର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା | | ଆମେ '''handle'''ର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା | ||
+ | |||
|- | |- | ||
| 03:51 | | 03:51 | ||
| ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ | | ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 03:54 | | 03:54 | ||
| ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା | | ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା | ||
+ | |||
|- | |- | ||
|04:03 | |04:03 | ||
| ମୁଁ 'Width' 400 ଏବଂ 'height' 200ରେ ବଦଳାଇବି | | ମୁଁ 'Width' 400 ଏବଂ 'height' 200ରେ ବଦଳାଇବି | ||
+ | |||
|- | |- | ||
| 04:07 | | 04:07 | ||
| ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | | ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 04:10 | | 04:10 | ||
| ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ | | ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ | ||
+ | |||
|- | |- | ||
| 04:19 | | 04:19 | ||
| ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା | | ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା | ||
+ | |||
|- | |- | ||
| 04:24 | | 04:24 | ||
| ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ | | ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 04:27 | | 04:27 | ||
| ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା '''handles''' ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି | | ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା '''handles''' ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି | ||
+ | |||
|- | |- | ||
| 04:34 | | 04:34 | ||
| ମୁଁ '''handle'''ର ଉପର ଡାହାଣପଟେ କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି | | ମୁଁ '''handle'''ର ଉପର ଡାହାଣପଟେ କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି | ||
+ | |||
|- | |- | ||
|04:44 | |04:44 | ||
| ଆପଣ ଯେକୌଣସି ପାର୍ଶ୍ୱର '''handles''' ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ | | ଆପଣ ଯେକୌଣସି ପାର୍ଶ୍ୱର '''handles''' ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ | ||
+ | |||
|- | |- | ||
| 04:50 | | 04:50 | ||
| ମୁଁ ବାମ ମଧ୍ୟ '''handle''' ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି | | ମୁଁ ବାମ ମଧ୍ୟ '''handle''' ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି | ||
+ | |||
|- | |- | ||
| 04:56 | | 04:56 | ||
| ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ | | ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ | ||
+ | |||
|- | |- | ||
| 04:59 | | 04:59 | ||
| ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି '''handles'''ର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା | | ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି '''handles'''ର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା | ||
+ | |||
|- | |- | ||
| 05:04 | | 05:04 | ||
| ଏବେ ଏହି ଆକୃତିକୁ unselect କରନ୍ତୁ | | ଏବେ ଏହି ଆକୃତିକୁ unselect କରନ୍ତୁ | ||
+ | |||
|- | |- | ||
| 05:06 | | 05:06 | ||
| ଏଥିପାଇଁ '''canvas''' କ୍ଷେତ୍ର କିମ୍ବା '''canvas''' ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ | | ଏଥିପାଇଁ '''canvas''' କ୍ଷେତ୍ର କିମ୍ବା '''canvas''' ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 05:11 | | 05:11 | ||
| ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ | | ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ | ||
+ | |||
|- | |- | ||
| 05:17 | | 05:17 | ||
| ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା | | ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା | ||
+ | |||
|- | |- | ||
| 05:22 | | 05:22 | ||
| ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି | | ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି | ||
+ | |||
|- | |- | ||
| 05:25 | | 05:25 | ||
| ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ | | ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ | ||
+ | |||
|- | |- | ||
| 05:30 | | 05:30 | ||
| ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି | | ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି | ||
+ | |||
|- | |- | ||
| 05:32 | | 05:32 | ||
| ଏକ ଆସାନମେଣ୍ଟ ଭାବେ | | ଏକ ଆସାନମେଣ୍ଟ ଭାବେ | ||
+ | |||
|- | |- | ||
| 05:34 | | 05:34 | ||
| 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ | | 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ | ||
+ | |||
|- | |- | ||
| 05:38 | | 05:38 | ||
| ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ | | ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ | ||
+ | |||
|- | |- | ||
| 05:42 | | 05:42 | ||
| ଏହାକୁ ନୀଳ ରଙ୍ଗ ଦିଅନ୍ତୁ | | ଏହାକୁ ନୀଳ ରଙ୍ଗ ଦିଅନ୍ତୁ | ||
+ | |||
|- | |- | ||
| 05:44 | | 05:44 | ||
| ଏହା ମୋର ବୃତ୍ତ ଅଟେ | | ଏହା ମୋର ବୃତ୍ତ ଅଟେ | ||
+ | |||
|- | |- | ||
| 05:46 | | 05:46 | ||
| ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା | | ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା | ||
+ | |||
|- | |- | ||
| 05:49 | | 05:49 | ||
| ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ | | ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ | ||
+ | |||
|- | |- | ||
| 05:56 | | 05:56 | ||
| ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ | | ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ | ||
+ | |||
|- | |- | ||
| 06:03 | | 06:03 | ||
| ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି | | ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି | ||
+ | |||
|- | |- | ||
| 06:09 | | 06:09 | ||
| ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି | | ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି | ||
+ | |||
|- | |- | ||
| 06:14 | | 06:14 | ||
| ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା | | ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା | ||
+ | |||
|- | |- | ||
| 06:19 | | 06:19 | ||
| ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା | | ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା | ||
+ | |||
|- | |- | ||
| 06:25 | | 06:25 | ||
| ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା | | ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା | ||
+ | |||
|- | |- | ||
| 06:30 | | 06:30 | ||
| ଆକୃତିରେ 2 '''resize handles''' ଏବଂ 2 circular '''handles''' ଉପରେ ଧ୍ୟାନ ଦିଅନ୍ତୁ | | ଆକୃତିରେ 2 '''resize handles''' ଏବଂ 2 circular '''handles''' ଉପରେ ଧ୍ୟାନ ଦିଅନ୍ତୁ | ||
+ | |||
|- | |- | ||
| 06:37 | | 06:37 | ||
| ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 '''resize handles''' ବ୍ୟବହାର କରାଯାଇଥାଏ | | ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 '''resize handles''' ବ୍ୟବହାର କରାଯାଇଥାଏ | ||
+ | |||
|- | |- | ||
| 06:44 | | 06:44 | ||
| ଏହି '''handle''' ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ | | ଏହି '''handle''' ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ | ||
+ | |||
|- | |- | ||
| 06:53 | | 06:53 | ||
| ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | | ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 06:56 | | 06:56 | ||
| 2 '''arc handles''' ପରସ୍ପରକୁ ଓଭରଲାପ କରନ୍ତି, '''arc handle''' ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise ମୁଭ କରନ୍ତୁ | | 2 '''arc handles''' ପରସ୍ପରକୁ ଓଭରଲାପ କରନ୍ତି, '''arc handle''' ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise ମୁଭ କରନ୍ତୁ | ||
+ | |||
|- | |- | ||
| 07:04 | | 07:04 | ||
| ଏବେ ଆମେ ଉଭୟ '''arc handles''' ଦେଖିପାରିବା | | ଏବେ ଆମେ ଉଭୟ '''arc handles''' ଦେଖିପାରିବା | ||
+ | |||
|- | |- | ||
|07:08 | |07:08 | ||
| ଆମେ ଏହି '''arc handles''' ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା | | ଆମେ ଏହି '''arc handles''' ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା | ||
+ | |||
|- | |- | ||
| 07:14 | | 07:14 | ||
| ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | | ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 07:24 | | 07:24 | ||
| ଏବେ ଆମେ 'Tool box' ରେ '''rectangle tool''' ଉପରେ କ୍ଲିକ କରି square ଉପରେ କ୍ଲିକ କରିବା | | ଏବେ ଆମେ 'Tool box' ରେ '''rectangle tool''' ଉପରେ କ୍ଲିକ କରି square ଉପରେ କ୍ଲିକ କରିବା | ||
+ | |||
|- | |- | ||
| 07:30 | | 07:30 | ||
| ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 '''resize handles''' ଓ 2 arc handlesକୁ ଦେଖନ୍ତୁ | | ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 '''resize handles''' ଓ 2 arc handlesକୁ ଦେଖନ୍ତୁ | ||
+ | |||
|- | |- | ||
| 07:40 | | 07:40 | ||
| ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି | | ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି | ||
+ | |||
|- | |- | ||
| 07:43 | | 07:43 | ||
| ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ | | ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ | ||
+ | |||
|- | |- | ||
| 07:48 | | 07:48 | ||
| ଏବେ ଆମେ ଉଭୟ arc handles ଦେଖିପାରିବା | | ଏବେ ଆମେ ଉଭୟ arc handles ଦେଖିପାରିବା | ||
+ | |||
|- | |- | ||
| 07:51 | | 07:51 | ||
| ଆମେ ଏହି '''handles''' ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା | | ଆମେ ଏହି '''handles''' ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା | ||
+ | |||
|- | |- | ||
| 07:56 | | 07:56 | ||
| ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | | ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
| 08:02 | | 08:02 | ||
| ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ | | ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ | ||
+ | |||
|- | |- | ||
| 08:08 | | 08:08 | ||
| ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ | | ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ | ||
+ | |||
|- | |- | ||
| 08:13 | | 08:13 | ||
| ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା | | ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା | ||
+ | |||
|- | |- | ||
| 08:20 | | 08:20 | ||
| ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି | | ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି | ||
+ | |||
|- | |- | ||
| 08:24 | | 08:24 | ||
|'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ | |'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ | ||
+ | |||
|- | |- | ||
| 08:32 | | 08:32 | ||
| ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ | | ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ | ||
+ | |||
|- | |- | ||
| 08:39 | | 08:39 | ||
| ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା | | ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା | ||
+ | |||
|- | |- | ||
| 08:44 | | 08:44 | ||
| ବହୁଭୁଜ ଉପରେ '''resize handle''' ଦେଖନ୍ତୁ | | ବହୁଭୁଜ ଉପରେ '''resize handle''' ଦେଖନ୍ତୁ | ||
+ | |||
|- | |- | ||
| 08:47 | | 08:47 | ||
| ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା | | ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା | ||
+ | |||
|- | |- | ||
| 08:52 | | 08:52 | ||
| 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ | | 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ | ||
+ | |||
|- | |- | ||
| 09:00 | | 09:00 | ||
| star ଆକୃତି ଉପରେ 2 '''handles''' ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ | | star ଆକୃତି ଉପରେ 2 '''handles''' ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ | ||
+ | |||
|- | |- | ||
| 09:06 | | 09:06 | ||
| star ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ | | star ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ | ||
+ | |||
|- | |- | ||
| 09:12 | | 09:12 | ||
| ଆମେ ଅନ୍ୟ '''handle''' ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା | | ଆମେ ଅନ୍ୟ '''handle''' ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା | ||
+ | |||
|- | |- | ||
| 09:17 | | 09:17 | ||
| ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ | | ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ | ||
+ | |||
|- | |- | ||
| 09:25 | | 09:25 | ||
| ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ - | | ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ - | ||
+ | |||
|- | |- | ||
| 09:30 | | 09:30 | ||
| ଏହି ଟ୍ୟୁଟୋରିଆଲରେ ଆମେ '''Inkscape''' interface ବାବଦରେ ଶିଖିଲେ | | ଏହି ଟ୍ୟୁଟୋରିଆଲରେ ଆମେ '''Inkscape''' interface ବାବଦରେ ଶିଖିଲେ | ||
+ | |||
|- | |- | ||
| 09:34 | | 09:34 | ||
| ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ | | ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ | ||
+ | |||
|- | |- | ||
| 09:42 | | 09:42 | ||
| '''handles''' ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ | | '''handles''' ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ | ||
+ | |||
|- | |- | ||
| 09:46 | | 09:46 | ||
| ଏକ ଆସାଇନମେଣ୍ଟ ଭାବେ | | ଏକ ଆସାଇନମେଣ୍ଟ ଭାବେ | ||
+ | |||
|- | |- | ||
| 09:49 | | 09:49 | ||
| ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ, | | ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ, | ||
+ | |||
|- | |- | ||
| 09:52 | | 09:52 | ||
| ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ | | ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ | ||
+ | |||
|- | |- | ||
| 09:54 | | 09:54 | ||
| ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ | | ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ | ||
+ | |||
|- | |- | ||
| 09:58 | | 09:58 | ||
| ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍ | | ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍ | ||
+ | |||
|- | |- | ||
|10:03 | |10:03 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ | ||
+ | |||
|- | |- | ||
| 10:09 | | 10:09 | ||
| ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ | | ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ | ||
+ | |||
|- | |- | ||
| 10:13 | | 10:13 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
| 10:22 | | 10:22 | ||
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ | ||
+ | |||
|- | |- | ||
| 10:28 | | 10:28 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
| 10:32 | | 10:32 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
| 10:38 | | 10:38 | ||
| ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | | ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | ||
+ | |||
|- | |- | ||
| 10:47 | | 10:47 | ||
| ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ | ||
+ | |||
|- | |- | ||
| 10:50 | | 10:50 | ||
| ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 10:16, 7 April 2017
Time | Narration |
00:00 | 'Inkscape' ବ୍ୟବହାର କରି Create and edit shapes ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ ପାଇଁ ଆମକୁ 'Inkscape' ଜାଣିବାକୁ ହେବ |
00:10 | ଆମେ 'Inkscape' ଇଣ୍ଟରଫେସ୍ ବାବଦରେ ଏବଂ ସାଧାରଣ ଆକୃତି ତିଆରି କରିବା ବିଷୟରେ ଶିଖିବା |
00:16 | handles ବ୍ୟବହାର କରି କଲର ଭରିବା ଏବଂ ଆକୃତି ବଦଳାଇବା ମଧ୍ୟ ଶିଖିବା |
00:20 | ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS |
00:25 | 'Inkscape' ଭର୍ସନ 0.48.4 |
00:29 | 'Dash home' କୁ ଯାଆନ୍ତୁ ଏବଂ 'Inkscape' ଟାଇପ କରନ୍ତୁ |
00:34 | ଆପଣ logo ରେ ଡବଲ କ୍ଲିକ୍ କରି 'Inkscape' ଖୋଲିପାରିବେ |
00:38 | ଇଣ୍ଟରଫେସର ଉପରେ, ଆପଣ 'Menu bar' ଏବଂ 'Tool controls bar' ପାଇବେ |
00:44 | ଏହା, ସବୁଠାରୁ ଉପର ପାର୍ଶ୍ୱରେ rulers ପରେ ଅଛି |
00:48 | ଇଣ୍ଟରଫେସର ଡାହାଣ ପାଖରେ, ଆପଣ 'Command bar' ଏବଂ 'Snap controls bar' ପାଇବେ |
00:54 | 'Tool box' ଇଣ୍ଟରଫେସର ବାମ ପଟେ ଅଛି |
00:58 | ମଝିରେ 'canvas' ଅଛି, ଯେଉଁଠି ଆପଣ ନିଜ ଗ୍ରାଫିକ୍ସ ଡ୍ର’ କରିବେ |
01:03 | ଇଣ୍ଟରଫେସ ତଳେ, ଆମେ 'color palette' ଏବଂ 'status bar' ଦେଖିପାରିବା |
01:09 | ଏବେ, 'Inkscape' ରେ କିଛି ମୌଳିକ ଆକୃତିକୁ ତିଆରି ଏବଂ ଏଡିଟ୍ କରିବା ବିଷୟରେ ଶିଖିବା |
01:14 | ସର୍ବପ୍ରଥମେ, ଆମେ 'Select and Transform' ଟୁଲ ବାବଦରେ ଶିଖିବା, ଏହାକୁ ସାଧାରଣତଃ 'Selector' ଟୁଲ କୁହାଯାଏ |
01:22 | ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଟୁଲ ଅଟେ, ଏହା 'Tool box' ର ବାମ ପାର୍ଶ୍ୱରେ ଅଛି |
01:28 | ଏହି ଟୁଲ ସହିତ, ଆପଣ ଅବଜେକ୍ଟ ବାଛିପାରିବେ, 'canvas' ରେ ସେଗୁଡ଼ିକୁ ଟ୍ରାନ୍ସଫର୍ମ ଏବଂ ମୁଭ କରିପାରିବେ |
01:34 | ନୂଆ 'Inkscape' ଡକ୍ୟୁମେଣ୍ଟ ଖୋଲିବା ପାଇଁ, 'File' ରେ କ୍ଲିକ କରି 'New' ବାଛନ୍ତୁ ଏବଂ 'Default' ରେ କ୍ଲିକ କରନ୍ତୁ |
01:41 | ବିଦ୍ୟମାନ 'Inkscape' ଡକ୍ୟୁମେଣ୍ଟକୁ ଖୋଲିବା ପାଇଁ, 'File' ରେ କ୍ଲିକ କରନ୍ତୁ ଏବଂ 'Open' ବାଛନ୍ତୁ |
01:47 | ଆମେ ପୂର୍ବରୁ ତିଆରି କରିଥିବା 'drawing_1.svg' ଫାଇଲ ଖୋଲନ୍ତୁ |
01:53 | ମୁଁ ଏହାକୁ 'Documents' ଫୋଲଡରରେ ସେଭ୍ କରିଛି, ଡାହାଣ ପାର୍ଶ୍ୱ ତଳେ ଥିବା 'Open' ବଟନ ଉପରେ କ୍ଲିକ କରନ୍ତୁ |
02:01 | ଆମେ ପୂର୍ବରୁ ଏକ ଆୟତକ୍ଷେତ୍ର ତିଆରି କରିଥିଲେ |
02:04 | ଏବେ, ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ |
02:06 | ଡିଫଲ୍ଟ ଭାବେ ଆୟତକ୍ଷେତ୍ରର ରଙ୍ଗ ସବୁଜ ଅଟେ |
02:09 | ରଙ୍ଗକୁ ଲାଲ କରିବା ପାଇଁ, ଆମେ ତଳେ ଥିବା 'color palette'ର ବ୍ୟବହାର କରିବା |
02:14 | ତେଣୁ, ମୁଁ କର୍ସର ତଳକୁ ନେବି ଏବଂ ଲାଲ ରଙ୍ଗ ଉପରେ କ୍ଲିକ କରିବି |
02:18 | ଆୟତକ୍ଷେତ୍ରରେ ରଙ୍ଗର ପରିବର୍ତ୍ତନକୁ ଦେଖନ୍ତୁ |
02:22 | ଏବେ ଆୟତକ୍ଷେତ୍ରକୁ ମୁଭ କରନ୍ତୁ,ଏଭଳି କରିବା ପାଇଁ ଆପଣଙ୍କୁ ଆୟତକ୍ଷେତ୍ର ଉପରେ କ୍ଲିକ କରିବା ଦରକାର |
02:27 | ମାଉସ ବଟନକୁ ନଛାଡ଼ି 'canvas' ର ଯେକୌଣସି ସ୍ଥାନକୁ ଡ୍ରାଗ କରନ୍ତୁ |
02:33 | ତା’ପରେ ମାଉସ ବଟନ ଛାଡ଼ନ୍ତୁ |
02:37 | ଭଲ ଭାବେ ଦେଖିବା ପାଇଁ zoom in କରନ୍ତୁ, ଏଥିପାଇଁ Ctrl କୀ ଦାବନ୍ତୁ ଏବଂ ମାଉସରେ ସ୍କ୍ରୋଲ ବଟନ ବ୍ୟବହାର କରନ୍ତୁ |
02:46 | ଆୟତକ୍ଷେତ୍ରର ଆଖ-ପାଖ ଏରୋଜ ଉପରେ ଧ୍ୟାନ ଦିଅନ୍ତୁ, ଏଗୁଡ଼ିକୁ handles କୁହାଯାଏ, ଯାହାକୁ ଆମେ ସ୍କେଲିଙ୍ଗ ଏବଂ ରୋଟେଟିଙ୍ଗ ପାଇଁ ବ୍ୟବହାର କରିବା |
02:57 | କର୍ସର ଯେତେବେଳେ କୌଣସି handles କୁ ଯାଏ, ତେବେ handle ରଙ୍ଗ ବଦଳିଯାଏ |
03:02 | ଏହା ଦର୍ଶାଏ ଯେ ସେହି handle ସିଲେକ୍ଟ ହୋଇଛି ଏବଂ ଆକୃତି ବଦଳାଇବା ପାଇଁ ପ୍ରସ୍ତୁତ |
03:08 | ଆୟକ୍ଷେତ୍ରକୁ scale ଅଥବା ରିସାଇଜ କରିବା ପାଇଁ, ଯେକୌଣସି କୋଣର handles ରେ କ୍ଲିକ କରି ଡ୍ରାଗ କରନ୍ତୁ |
03:17 | ଯଦି ଆପଣ ଆକୃତିର ଅନୁପାତ ସମାନ ରଖିବାକୁ ଚାହୁଁଛନ୍ତି, ତେବେ ଆକୃତି ବଦଳାଇବା ସମୟରେ ctrl କୀ ଦବାଇ ରଖନ୍ତୁ |
03:24 | ଆୟତକ୍ଷେତ୍ରର ଲମ୍ବ ଓ ପ୍ରସ୍ଥ ବଦଳାଇବା ପାଇଁ, ଆୟକ୍ଷେତ୍ରର କୋଣରେ ଯେକୌଣସି ଗୋଟିଏ handleର ବ୍ୟବହାର କରନ୍ତୁ |
03:32 | ଡାହାଣ କିମ୍ୱା ବାମ ପାର୍ଶ୍ୱସ୍ଥ handle ରେ କ୍ଲିକ କରି ଡ୍ରାଗ କରନ୍ତୁ |
03:39 | ଆୟତକ୍ଷେତ୍ରର ପ୍ରସ୍ଥରେ ପରିବର୍ତ୍ତନକୁ ଦେଖନ୍ତୁ |
03:43 | ଏବେ ଆୟତକ୍ଷେତ୍ରର ଉଚ୍ଚତା ବଦଳାନ୍ତୁ |
03:46 | ଆମେ handleର ତଳେ କିମ୍ୱା ଉପରେ କ୍ଲିକ କରି ଡ୍ରାଗ କରିବା |
03:51 | ଆୟତକ୍ଷେତ୍ରର ଉଚ୍ଚତାରେ ପରିବର୍ତ୍ତନକୁ ଦେଖନ୍ତୁ |
03:54 | ଆମେ ନିଜେ 'Tool controls' ବାରରେ 'width' ଏବଂ 'height' ପାରାମିଟର୍ସକୁ ବଦଳାଇ ଆୟତକ୍ଷେତ୍ରର ପ୍ରସ୍ଥ ଓ ଉଚ୍ଚତା ବଦଳାଇ ପାରିବା |
04:03 | ମୁଁ 'Width' 400 ଏବଂ 'height' 200ରେ ବଦଳାଇବି |
04:07 | ଆୟତକ୍ଷେତ୍ରର ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
04:10 | ଏହିଭଳି ଆପଣ X ଓ Y ଅକ୍ଷର ପୋଜିସନ ବଦଳାଇ ଅବଜେକ୍ଟକୁ ମୁଭ କରିପାରିବେ |
04:19 | ଏବେ ଆୟତକ୍ଷେତ୍ରକୁ କେମିତି ରୋଟେଟ କରନ୍ତି ଶିଖିବା |
04:24 | ଏଥିପାଇଁ ପୁଣିଥରେ ଆୟତକ୍ଷେତ୍ର ଉପରେ କ୍ଲିକ କରନ୍ତୁ |
04:27 | ଧ୍ୟାନଦିଅନ୍ତୁ ଯେ, ଏବେ କର୍ନରରେ ଥିବା handles ର ଆକାର ବଦଳିଯାଇଛି, ଏହା ରୋଟେସନ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଉଛି |
04:34 | ମୁଁ handleର ଉପର ଡାହାଣପଟେ କ୍ଲିକ କରିବି ଏବଂ ଆୟତକ୍ଷେତ୍ରକୁ ରୋଟେଟ କରିବି |
04:44 | ଆପଣ ଯେକୌଣସି ପାର୍ଶ୍ୱର handles ଉପରେ କ୍ଲିକ ଏବଂ ଡ୍ରାଗ କରି ଆୟତକ୍ଷେତ୍ରକୁ ତେର୍ଛା କରିପାରିବେ |
04:50 | ମୁଁ ବାମ ମଧ୍ୟ handle ଉପରେ କ୍ଲିକ କରୁଛି ଏବଂ ଆୟତକ୍ଷେତ୍ରକୁ ତେର୍ଛା କରିବା ପାଇଁ ଏହାକୁ ଉପର କିମ୍ବା ତଳକୁ ଡ୍ରାଗ କରୁଛି |
04:56 | ମୁଁ କରିଥିବା ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ |
04:59 | ଆମେ ଅନ୍ୟ ଟ୍ୟୁଟୋରିଆଲରେ ଏହି handlesର ବ୍ୟବହାର କରି କିଛି ଅଧିକ ବିସ୍ତାର ଭାବେ ଶିଖିବା |
05:04 | ଏବେ ଏହି ଆକୃତିକୁ unselect କରନ୍ତୁ |
05:06 | ଏଥିପାଇଁ canvas କ୍ଷେତ୍ର କିମ୍ବା canvas ସୀମା ବାହାରେ ଯେକୌଣସି ସ୍ଥାନରେ କ୍ଲିକ କରନ୍ତୁ |
05:11 | ମାଉସକୁ ପୁଣିଥରେ 'Tool box' କୁ ନିଅନ୍ତୁ ଏବଂ ସେହି rectangle ଟୁଲ ଉପରେ ବୁଲାନ୍ତୁ |
05:17 | ଟୁଲ ଟିପ ଦର୍ଶାଏ ଯେ, ଆମେ ଏହି ଟୁଲ ବ୍ୟବହାର କରି ଆୟତକ୍ଷେତ୍ର ଓ ବର୍ଗକ୍ଷେତ୍ର ତିଆରି କରିପାରିବା |
05:22 | ତେଣୁ, ପ୍ରଥମେ ମୁଁ ଏହି ଟୁଲ ଉପରେ କ୍ଲିକ କରିବି |
05:25 | ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ctrl କୀ ଦାବି ରଖନ୍ତୁ ଏବଂ 'canvas' ଉପରେ ଡ୍ରାଗ କରନ୍ତୁ |
05:30 | ମୁଁ ଏହାର ରଙ୍ଗ ଗୋଲାପୀକୁ ବଦଳାଉଛି |
05:32 | ଏକ ଆସାନମେଣ୍ଟ ଭାବେ |
05:34 | 'Tool box' ରୁ 'Create circles and ellipses' ଟୁଲ ବାଛନ୍ତୁ |
05:38 | ctrl କୀ ବ୍ୟବହାର କରି canvas ଉପରେ ଏକ ବୃତ୍ତ ବନାନ୍ତୁ |
05:42 | ଏହାକୁ ନୀଳ ରଙ୍ଗ ଦିଅନ୍ତୁ |
05:44 | ଏହା ମୋର ବୃତ୍ତ ଅଟେ |
05:46 | ଏବେ ଏହି ବୃତ୍ତରେ ପରିବର୍ତ୍ତନ କେମିତି କରାଯାଏ ଶିଖିବା |
05:49 | ଆପଣ ବୃତ୍ତର ଆକୃତିକୁ ଏକ ଚାପ କିମ୍ବା ବୃତ୍ତଖଣ୍ଡରେ ପରିବର୍ତ୍ତନ କରିବା ପାଇଁ Start ଏବଂ End ପାରାମିଟର୍ସ ବଦଳାଇ ପାରିବେ |
05:56 | ଏଠାରେ 'Tool controls bar' ରେ ତିନୋଟି ଅପସନ ଅଛି, ଯାହା ଆକୃତି ମଧ୍ୟକୁ ଯିବାରେ ସାହାଯ୍ୟ କରେ |
06:03 | ମୁଁ 'Start' ପାରାମିଟରକୁ 100 ଏବଂ 'End' ପାରାମିଟରକୁ -50 ରେ ବଦଳାଉଛି |
06:09 | ଆମେ ଦେଖୁଛେ ଯେ, ବୃତ୍ତର ଆକୃତି ଏବେ ବୃତ୍ତଖଣ୍ଡ ଆକୃତିରେ ବଦଳିଯାଇଛି |
06:14 | ଏବେ ମୁଁ 'arc' ଆଇକନରେ କ୍ଲିକ କରିବି ଏବଂ ଆମେ ଆକୃତିରେ ପରିବର୍ତ୍ତନକୁ ଦେଖିବା |
06:19 | ଆମେ 'circle' ଆଇକନରେ କ୍ଲିକ କରି ବୃତ୍ତର ଆକୃତିକୁ ପୁନଃ ବଦଳାଇ ପାରିବା |
06:25 | ଏବେ ନିଜ 'canvas' ରେ ବୃତ୍ତର ଆକୃତିକୁ ପାଖରୁ ଦେଖିବା |
06:30 | ଆକୃତିରେ 2 resize handles ଏବଂ 2 circular handles ଉପରେ ଧ୍ୟାନ ଦିଅନ୍ତୁ |
06:37 | ବୃତ୍ତର ଆକୃତିକୁ ଦୀର୍ଘବୃତ୍ତ ଆକୃତିରେ ପରିବର୍ତ୍ତନ କରିବା ପାଇଁ 2 resize handles ବ୍ୟବହାର କରାଯାଇଥାଏ |
06:44 | ଏହି handle ଗୁଡ଼ିକୁ ଉପର-ତଳ କିମ୍ବା ଡାହାଣ-ବାମ ଦିଗକୁ ଡ୍ରାଗ କରନ୍ତୁ |
06:53 | ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
06:56 | 2 arc handles ପରସ୍ପରକୁ ଓଭରଲାପ କରନ୍ତି, arc handle ଉପରେ କ୍ଲିକ କରନ୍ତୁ ଏବଂ ଏହାକୁ anti-clockwise ମୁଭ କରନ୍ତୁ |
07:04 | ଏବେ ଆମେ ଉଭୟ arc handles ଦେଖିପାରିବା |
07:08 | ଆମେ ଏହି arc handles ବ୍ୟବହାର କରି ବୃତ୍ତର ଆକୃତିକୁ arc କିମ୍ବା ବୃତ୍ତଖଣ୍ଡ ଆକୃତିରେ ବଦଳାଇପାରିବା |
07:14 | ସେଗୁଡ଼ିକୁ clockwise କିମ୍ବା anti-clockwise ବୁଲାଇ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
07:24 | ଏବେ ଆମେ 'Tool box' ରେ rectangle tool ଉପରେ କ୍ଲିକ କରି square ଉପରେ କ୍ଲିକ କରିବା |
07:30 | ଆକୃତିର ଉପର ଭାଗ ଡାହାଣ କୋଣରେ ଥିବା 2 resize handles ଓ 2 arc handlesକୁ ଦେଖନ୍ତୁ |
07:40 | ପୂର୍ବ ଭଳି 2 arc handles ପରସ୍ପର ଉପରେ ଓଭରଲାପ କରନ୍ତି |
07:43 | ଯେକୌଣସି ଗୋଟିଏ arc handles ରେ କ୍ଲିକ କରନ୍ତୁ ଏବଂ ଏହାକୁ clockwise ମୁଭ କରନ୍ତୁ |
07:48 | ଏବେ ଆମେ ଉଭୟ arc handles ଦେଖିପାରିବା |
07:51 | ଆମେ ଏହି handles ବ୍ୟବହାର କରି ବର୍ଗକ୍ଷେତ୍ରର ପରିସୀମା ଗୋଲ କରିପାରିବା |
07:56 | ସେଗୁଡ଼ିକୁ clockwise କିମ୍ବା anti-clockwise ଦିଗକୁ ମୁଭ କରନ୍ତୁ ଏବଂ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
08:02 | ଏବେ 'Tool box' ରେ Stars ଓ polygons ଟୁଲ କ୍ଲିକ କରି ଏକ ବହୁଭୁଜ ତିଆରି କରନ୍ତୁ |
08:08 | ଏହା 'circle' ଟୁଲର ଠିକ୍ ତଳେ ଅଛି, ଏହା ଉପରେ କ୍ଲିକ କରନ୍ତୁ |
08:13 | ଆମେ ଏହିଭଳି ଭାବରେ ବହୁଭୁଜ ଆଙ୍କି ଏହାକୁ ସବୁଜ ରଙ୍ଗ ଦେବା |
08:20 | ଡିଫଲ୍ଟ ଭାବେ, ଗୋଟିଏ 5 ଭୁଜ ଥିବା ବହୁଭୁଜ ଅର୍ଥାତ ପଞ୍ଚଭୁଜ ତିଆରି ହୋଇଛି |
08:24 | 'Tool controls' ବାର୍ ରେ ଦେଖନ୍ତୁ, ଏଠାରେ ବହୁଭୁଜର କୋଣ ସଂଖ୍ୟା 5 ବୋଲି ଦର୍ଶାଇଥାଏ |
08:32 | ଆପଣ ସଂଖ୍ୟା 4 କରି ବର୍ଗ ଏବଂ 3 କରି ତ୍ରିଭୁଜ ତିଆରି କରିପାରିବେ |
08:39 | ଏହାକୁ ବୃଦ୍ଧି କଲେ ଆମେ ପଞ୍ଚଭୁଜ, ଷଡ୍ ଭୁଜ ଆଦି କରିପାରିବା |
08:44 | ବହୁଭୁଜ ଉପରେ resize handle ଦେଖନ୍ତୁ |
08:47 | ଆମେ ବହୁଭୁଜର ଆକୃତି ବଦଳାଇବା କିମ୍ବା ରୋଟେଟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା |
08:52 | 'Tool controls' ବାର୍ ରେ, polygon ଆଇକନ ଆଗକୁ ଥିବା star ଆଇକନ ଉପରେ କ୍ଲିକ କରି ଏହାକୁ ଷ୍ଟାର ଆକୃତିରେ ବଦଳାନ୍ତୁ |
09:00 | star ଆକୃତି ଉପରେ 2 handles ଦେଖନ୍ତୁ- ଗୋଟିଏ ମୁନରେ ଏବଂ ଅନ୍ୟଟି ଜୋଡ଼ରେ |
09:06 | star ଆକୃତି ବଦଳାଇବା ଅଥବା ରୋଟେଟ କରିବା ପାଇଁ ମୁନ ଉପରେ ଥିବା handleକୁ କ୍ଲିକ ଓ ଡ୍ରାଗ କରନ୍ତୁ |
09:12 | ଆମେ ଅନ୍ୟ handle ବ୍ୟବହାର କରି star ଆକୃତିକୁ ତେର୍ଛା ଓ ବଦଳାଇପାରିବା |
09:17 | ଏହା ଉପରେ କ୍ଲିକ କରନ୍ତୁ ଏବଂ clockwise କିମ୍ବା anti-clockwise ମୁଭ କରନ୍ତୁ ତଥା ଆକୃତି ଓ ଆକାର ଉପରେ ଧ୍ୟାନଦିଅନ୍ତୁ |
09:25 | ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ, ସଂକ୍ଷେପରେ - |
09:30 | ଏହି ଟ୍ୟୁଟୋରିଆଲରେ ଆମେ Inkscape interface ବାବଦରେ ଶିଖିଲେ |
09:34 | ଆମେ ମୌଳିକ ଆକୃତି ଯେପରି ଆୟତକ୍ଷେତ୍ର, ବର୍ଗକ୍ଷେତ୍ର, ବୃତ୍ତ, ଦୀର୍ଘବୃତ୍ତ, ବହୁଭୁଜ ଏବଂ ଷ୍ଟାର ତିଆରି କରିବା ମଧ୍ୟ ଶିଖିଲେ |
09:42 | handles ବ୍ୟବହାର କରି ଆକୃତିରେ ପରିବର୍ତ୍ତନ କରିବା ଏବଂ ରଙ୍ଗ ଦେବା ମଧ୍ୟ ଶିଖିଲେ |
09:46 | ଏକ ଆସାଇନମେଣ୍ଟ ଭାବେ |
09:49 | ନୀଳ ରଙ୍ଗ ଦେଇ ଏକ ଆୟତକ୍ଷେତ୍ର ତିଆରି କରନ୍ତୁ, |
09:52 | ଲାଲ ରଙ୍ଗ ଦେଇ ଏକ ବୃତ୍ତ ତିଆରି କରନ୍ତୁ |
09:54 | ସବୁଜ ରଙ୍ଗରେ 7 ଭୁଜ ବିଶିଷ୍ଟ ଷ୍ଟାର କରନ୍ତୁ |
09:58 | ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍ |
10:03 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ, ଏହା ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ |
10:09 | ଯଦି ଭଲ ବ୍ୟାଣ୍ଡୱିଡଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ |
10:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଳାନ୍ତି, ଅନଲାଇନ୍ ଟେଷ୍ଟ୍ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:22 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
10:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:32 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:38 | ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
10:47 | ଆମେ ଏହି ଟ୍ୟୁଟୋରିଆଲର ଶେଷକୁ ଆସିଯାଇଛେ |
10:50 | ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |