Difference between revisions of "GChemPaint/C3/Features-and-Color-Schemes/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର, GChemTable ରେ Features and Color Schemes ର ଏହି ଟ୍ୟୁଟୋରି...")
 
 
(3 intermediate revisions by the same user not shown)
Line 1: Line 1:
 
{|border=1
 
{|border=1
 
|'''Time'''
 
|'''Time'''
|'''Narration'''
+
|''' Narration'''
  
 
|-
 
|-
|00:01
+
| 00:01
 
| ନମସ୍କାର, GChemTable ରେ Features and Color Schemes ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
 
| ନମସ୍କାର, GChemTable ରେ Features and Color Schemes ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
 
|-
 
|-
|00:07
+
| 00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
 
|-
 
|-
|00:11
+
| 00:11
|* GChemTable
+
| GChemTable,Elemental window ଓ Color schemes
 
|-
 
|-
|00:12
+
| 00:16
|* Elemental window ଓ Color schemes
+
|ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି,
|-
+
 
|00:16
+
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି,
+
 
|-
 
|-
 
|00:19
 
|00:19
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
|ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
 +
 
 
|-
 
|-
 
|00:22
 
|00:22
| GChemPaint  ଭର୍ସନ୍ 0.12.10
+
|GChemPaint  ଭର୍ସନ୍ 0.12.10
 +
 
 
|-
 
|-
 
|00:27
 
|00:27
| GChemTable  ଭର୍ସନ୍ 0.12.10
+
|GChemTable  ଭର୍ସନ୍ 0.12.10
 +
 
 
|-
 
|-
 
|00:32
 
|00:32
| ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ '''Periodic table of elements''' ଏବଂ GChemPaint ସହ ଅବଗତ ଥିବା ଉଚିତ୍
+
|ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ '''Periodic table of elements''' ଏବଂ GChemPaint ସହ ଅବଗତ ଥିବା ଉଚିତ୍
 +
 
 
|-
 
|-
 
|00:41
 
|00:41
| ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
+
|ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
 
|-
 
|-
 
|00:46
 
|00:46
| ଏବେ GChemTable ଆପ୍ଲିକେସନ୍ ବାବଦରେ ଶିଖିବା
+
|ଏବେ GChemTable ଆପ୍ଲିକେସନ୍ ବାବଦରେ ଶିଖିବା
 +
 
 
|-
 
|-
 
|00:50
 
|00:50
| GChemPaint ର ୟୁଟିଲିଟି ସଫ୍ଟୱେର୍ ଭାବେ GchemTableକୁ  
+
|GChemPaint ର ୟୁଟିଲିଟି ସଫ୍ଟୱେର୍ ଭାବେ GchemTableକୁ  
 +
 
 
|-
 
|-
 
|00:55
 
|00:55
|* 'Synaptic Package manager' ବ୍ୟବହାର କରି ଇନଷ୍ଟଲ୍ କରାଯାଇ ପାରିବ
+
|'Synaptic Package manager' ବ୍ୟବହାର କରି ଇନଷ୍ଟଲ୍ କରାଯାଇ ପାରିବ
 +
 
 
|-
 
|-
 
|00:58
 
|00:58
| '''GChemTable''' ହେଉଛି ରାସାୟନିକ ଏଲିମେଣ୍ଟସ୍ ର '''Periodic table''' ଆପ୍ଲିକେସନ୍
+
|'''GChemTable''' ହେଉଛି ରାସାୟନିକ ଏଲିମେଣ୍ଟସ୍ ର '''Periodic table''' ଆପ୍ଲିକେସନ୍
 +
 
 
|-
 
|-
 
|01:03
 
|01:03
| ଏହା ଏଲିମେଣ୍ଟସ୍ ବାବଦରେ ବିଜ୍ଞାନ ସମ୍ୱନ୍ଧୀୟ ସୂଚନା ଦିଏ
+
|ଏହା ଏଲିମେଣ୍ଟସ୍ ବାବଦରେ ବିଜ୍ଞାନ ସମ୍ୱନ୍ଧୀୟ ସୂଚନା ଦିଏ
 +
 
 
|-
 
|-
 
|01:08
 
|01:08
| ଏହା '''Periodic table''' କୁ ବିଭିନ୍ନ '''Color schemes''' ସହ ଦର୍ଶାଏ
+
|ଏହା '''Periodic table''' କୁ ବିଭିନ୍ନ '''Color schemes''' ସହ ଦର୍ଶାଏ
 +
 
 
|-
 
|-
 
|01:13
 
|01:13
| GChemTable ଖୋଲିବା ପାଇଁ, 'Dash Home' କ୍ଲିକ୍ କରନ୍ତୁ
+
|GChemTable ଖୋଲିବା ପାଇଁ, 'Dash Home' କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:17
 
|01:17
| ପ୍ରଦର୍ଶିତ ସର୍ଚ ବାର୍ ରେ  'gchemtable' ଟାଇପ୍ କରନ୍ତୁ
+
|ପ୍ରଦର୍ଶିତ ସର୍ଚ ବାର୍ ରେ  'gchemtable' ଟାଇପ୍ କରନ୍ତୁ
 +
 
 
|-
 
|-
 
|01:21
 
|01:21
 
|'Periodic table of the elements' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
|'Periodic table of the elements' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:26
 
|01:26
 
|'Periodic table of the elements' ୱିଣ୍ଡୋ ଖୋଲିବ
 
|'Periodic table of the elements' ୱିଣ୍ଡୋ ଖୋଲିବ
 +
 
|-
 
|-
 
|01:30
 
|01:30
 
|ୱିଣ୍ଡୋ ଭିତ୍ତିକ ଆପ୍ଲିକେସନ୍ ଭଳି GChemTable ୱିଣ୍ଡୋରେ ମେନ୍ୟୁବାର୍ ଥାଏ
 
|ୱିଣ୍ଡୋ ଭିତ୍ତିକ ଆପ୍ଲିକେସନ୍ ଭଳି GChemTable ୱିଣ୍ଡୋରେ ମେନ୍ୟୁବାର୍ ଥାଏ
 +
 
|-
 
|-
 
|01:36
 
|01:36
 
|GChemTable ରେ କାମ କରିବା ପାଇଁ '''Menu bar'''ରେ ସମସ୍ତ କମାଣ୍ଡସ୍ ଥାଏ
 
|GChemTable ରେ କାମ କରିବା ପାଇଁ '''Menu bar'''ରେ ସମସ୍ତ କମାଣ୍ଡସ୍ ଥାଏ
 +
 
|-
 
|-
 
|01:41
 
|01:41
| ଏହା ଏଲିମେଣ୍ଟସ୍ ର '''Periodic table''' ଅଟେ, ଏଠାରେ ଆପଣ ଏଲିମେଣ୍ଟ୍ ବଟନ୍ସ ଦେଖିପାରିବେ
+
|ଏହା ଏଲିମେଣ୍ଟସ୍ ର '''Periodic table''' ଅଟେ, ଏଠାରେ ଆପଣ ଏଲିମେଣ୍ଟ୍ ବଟନ୍ସ ଦେଖିପାରିବେ
 +
 
 
|-
 
|-
 
|01:49
 
|01:49
| ଏଲିମେଣ୍ଟ୍ ର ନାମ ପାଇବା ପାଇଁ, କର୍ସର୍ କୁ ଏଲିମେଣ୍ଟ୍ ଉପରେ ରଖନ୍ତୁ
+
|ଏଲିମେଣ୍ଟ୍ ର ନାମ ପାଇବା ପାଇଁ, କର୍ସର୍ କୁ ଏଲିମେଣ୍ଟ୍ ଉପରେ ରଖନ୍ତୁ
 +
 
 
|-
 
|-
 
|01:52
 
|01:52
| ଟେବୁଲ୍ ରେ ବଟନ୍ସ ପାଇଁ ବ୍ୟବହୃତ କଲର୍, ଏଲିମେଣ୍ଟ୍ ର ସାଧାରଣ କଲର୍ ଅଟେ
+
|ଟେବୁଲ୍ ରେ ବଟନ୍ସ ପାଇଁ ବ୍ୟବହୃତ କଲର୍, ଏଲିମେଣ୍ଟ୍ ର ସାଧାରଣ କଲର୍ ଅଟେ
 +
 
 
|-
 
|-
 
|01:58
 
|01:58
| ଏହି ଟେବଲ୍ '''Modern Periodic table''' ର ପ୍ରତିରୂପ ଅଟେ
+
|ଏହି ଟେବଲ୍ '''Modern Periodic table''' ର ପ୍ରତିରୂପ ଅଟେ
 +
 
 
|-
 
|-
 
|02:02
 
|02:02
| ଏବେ 'Elemental Window' ବାବଦରେ ଶିଖିବା
+
|ଏବେ 'Elemental Window' ବାବଦରେ ଶିଖିବା
 +
 
 
|-
 
|-
 
|02:05
 
|02:05
| ଏହାକୁ ପ୍ରଦର୍ଶିତ କରିବା ପାଇଁ, periodic table ର ଯେକୌଣସି ଏଲିମେଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏହାକୁ ପ୍ରଦର୍ଶିତ କରିବା ପାଇଁ, periodic table ର ଯେକୌଣସି ଏଲିମେଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:10
 
|02:10
| ମୁଁ '''Carbon(C)''' ଉପରେ କ୍ଲିକ୍ କରିବି
+
|ମୁଁ '''Carbon(C)''' ଉପରେ କ୍ଲିକ୍ କରିବି
 +
 
 
|-
 
|-
 
|02:13
 
|02:13
 
|'Carbon' ର 'Elemental Window' ଖୋଲିବ
 
|'Carbon' ର 'Elemental Window' ଖୋଲିବ
 +
 
|-
 
|-
 
|02:16
 
|02:16
 
|'Elemental Window' four side ଟାବ୍ସ ରଖିଥାଏ
 
|'Elemental Window' four side ଟାବ୍ସ ରଖିଥାଏ
 +
 
|-
 
|-
 
|02:20
 
|02:20
|*'''Main''',
+
|'''Main''','''Electronic Properties''',
|-
+
 
|02:21
+
|*'''Electronic Properties''',
+
 
|-
 
|-
 
|02:23
 
|02:23
|*'''Radii'''
+
|'''Radii''','''Thermodynamics''' ଥର୍ମୋଡାଇନାମିକ୍ସ
|-
+
 
|02:24
+
|* '''Thermodynamics''' ଥର୍ମୋଡାଇନାମିକ୍ସ
+
 
|-
 
|-
 
|02:26
 
|02:26
| ମୁଁ ପ୍ରତ୍ୟେକ ଟାବ୍ ବିଷୟରେ ଗୋଟିଏ ଗୋଟିଏ କରି ବୁଝାଇବି
+
|ମୁଁ ପ୍ରତ୍ୟେକ ଟାବ୍ ବିଷୟରେ ଗୋଟିଏ ଗୋଟିଏ କରି ବୁଝାଇବି
 +
 
 
|-
 
|-
 
|02:30
 
|02:30
| ଡିଫଲ୍ଟ ରୂପେ '''Main''' ଟାବ୍ ସିଲେକ୍ଟ ହୋଇଛି
+
|ଡିଫଲ୍ଟ ରୂପେ '''Main''' ଟାବ୍ ସିଲେକ୍ଟ ହୋଇଛି
 +
 
 
|-
 
|-
 
|02:33
 
|02:33
|* ଏହା ଏଲିମେଣ୍ଟ୍ ର ସିମ୍ବଲ୍ ରଖିଥାଏ,
+
|ଏହା ଏଲିମେଣ୍ଟ୍ ର ସିମ୍ବଲ୍ ରଖିଥାଏ,
 +
 
 
|-
 
|-
 
|02:36
 
|02:36
|* Atomic number,
+
|Atomic number,
 +
 
 
|-
 
|-
 
|02:38
 
|02:38
|* Atomic weight ଓ
+
|Atomic weight ଓ
 +
 
 
|-
 
|-
 
|02:40
 
|02:40
|* Electronic configuration
+
|Electronic configuration
 +
 
 
|-
 
|-
 
|02:43
 
|02:43
| ଏହା 'Lang' ଓ 'Name' ନାମକ ଶୀର୍ଷକ ସହ ଏକ ଟେବଲ୍ ରଖିଥାଏ
+
|ଏହା 'Lang' ଓ 'Name' ନାମକ ଶୀର୍ଷକ ସହ ଏକ ଟେବଲ୍ ରଖିଥାଏ
 +
 
 
|-
 
|-
 
|02:47
 
|02:47
| ଟେବଲ୍, ବିଭିନ୍ନ ଭାଷାରେ '''Carbon''' ର ନାମ ଦର୍ଶାଏ
+
|ଟେବଲ୍, ବିଭିନ୍ନ ଭାଷାରେ '''Carbon''' ର ନାମ ଦର୍ଶାଏ
 +
 
 
|-
 
|-
 
|02:53
 
|02:53
| ଏହାପରେ 'Electronic Properties' ଟାବ୍ ଉପରେ କ୍ଲିକ୍ କରନ୍ତୁ
+
|ଏହାପରେ 'Electronic Properties' ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:56
 
|02:56
| ଏହି ଟାବ୍ ନିମ୍ନ ବାବଦରେ ସୂଚନା ଦିଏ
+
|ଏହି ଟାବ୍ ନିମ୍ନ ବାବଦରେ ସୂଚନା ଦିଏ
 +
 
 
|-
 
|-
 
|03:00
 
|03:00
 
|'''Pauling electro-negativity''' ଭାଲ୍ୟୁ
 
|'''Pauling electro-negativity''' ଭାଲ୍ୟୁ
 +
 
|-
 
|-
 
|03:02
 
|03:02
 
|'Ionization energies',
 
|'Ionization energies',
 +
 
|-
 
|-
 
|03:05
 
|03:05
| 'MJ per mol' ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ 'Ionization energies' ଅଛି
+
|'MJ per mol' ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ 'Ionization energies' ଅଛି
 +
 
 
|-
 
|-
 
|03:10
 
|03:10
 
|'KJ per mol' ରେ 'Electronic affinities' ଅଛି
 
|'KJ per mol' ରେ 'Electronic affinities' ଅଛି
 +
 
|-
 
|-
 
|03:15
 
|03:15
| ଡାହାଣ ପାର୍ଶ୍ୱରେ ସମ୍ବନ୍ଧିତ 'Show curve' ବଟନ୍ସ ଦେଖାଯାଇ ପାରିବ
+
|ଡାହାଣ ପାର୍ଶ୍ୱରେ ସମ୍ବନ୍ଧିତ 'Show curve' ବଟନ୍ସ ଦେଖାଯାଇ ପାରିବ
 +
 
 
|-
 
|-
 
|03:20
 
|03:20
| ଚାର୍ଟ ଦେଖିବା ପାଇଁ 'Show curve' ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଚାର୍ଟ ଦେଖିବା ପାଇଁ 'Show curve' ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:24
 
|03:24
| ଏହା 'Electronegativity' ବନାମ 'Atomic number(Z)' ଚାର୍ଟ ଅଟେ, ମୁଁ ଚାର୍ଟ ବନ୍ଦ କରିବି
+
|ଏହା 'Electronegativity' ବନାମ 'Atomic number(Z)' ଚାର୍ଟ ଅଟେ, ମୁଁ ଚାର୍ଟ ବନ୍ଦ କରିବି
 +
 
 
|-
 
|-
 
|03:31
 
|03:31
 
|'Radii' ଟାବ୍ ଉପରେ କ୍ଲିକ୍ କରନ୍ତୁ
 
|'Radii' ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:34
 
|03:34
| ଏହି ଟାବ୍ ଦର୍ଶାଏ-
+
|ଏହି ଟାବ୍ ଦର୍ଶାଏ-,'Covalent','Van der Waals' ଏବଂ
|-
+
 
|03:35
+
|*'Covalent',
+
|-
+
|03:36
+
|*'Van der Waals' ଏବଂ
+
 
|-
 
|-
 
|03:37
 
|03:37
|* 'Metallic  radii' ଭାଲ୍ୟୁଜ୍, ସବୁ 'pm' ରେ ଅଛନ୍ତି
+
|'Metallic  radii' ଭାଲ୍ୟୁଜ୍, ସବୁ 'pm' ରେ ଅଛନ୍ତି
 +
 
 
|-
 
|-
 
|03:41
 
|03:41
 
|'pm' ହେଉଛି '''pico metre= 10 to the power of minus 12 metres'''
 
|'pm' ହେଉଛି '''pico metre= 10 to the power of minus 12 metres'''
 +
 
|-
 
|-
 
|03:47
 
|03:47
| ଯେହେତୁ '''Carbon''' ନନ୍-ମେଟାଲ୍ ଅଟେ, ଏହା '''Metallic radius''' ଭାଲ୍ୟୁ ରଖେନାହିଁ
+
|ଯେହେତୁ '''Carbon''' ନନ୍-ମେଟାଲ୍ ଅଟେ, ଏହା '''Metallic radius''' ଭାଲ୍ୟୁ ରଖେନାହିଁ
 +
 
 
|-
 
|-
 
|03:53
 
|03:53
| ମୁଁ କାର୍ବନ୍ ୱିଣ୍ଡୋ ବନ୍ଦ କରିବି
+
|ମୁଁ କାର୍ବନ୍ ୱିଣ୍ଡୋ ବନ୍ଦ କରିବି
 +
 
 
|-
 
|-
 
|03:56
 
|03:56
| ଏବେ '''Periodic table of the elements''' ୱିଣ୍ଡୋକୁ ଫେରିଯିବା
+
|ଏବେ '''Periodic table of the elements''' ୱିଣ୍ଡୋକୁ ଫେରିଯିବା
 +
 
 
|-
 
|-
 
|04:00
 
|04:00
| '''Sodium(Na)''' ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|'''Sodium(Na)''' ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:04
 
|04:04
 
|'Radii' ଟାବ୍ ରେ କ୍ଲିକ୍ କରନ୍ତୁ
 
|'Radii' ଟାବ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:07
 
|04:07
 
|'Metallic radii' ଭାଲ୍ୟୁ ପ୍ରଦର୍ଶିତ ହୁଏ
 
|'Metallic radii' ଭାଲ୍ୟୁ ପ୍ରଦର୍ଶିତ ହୁଏ
 +
 
|-
 
|-
 
|04:11
 
|04:11
 
|'Radii' ଟାବ୍ ରେ'''Ionic radii''' ର ଟେବଲ୍ ଥାଏ
 
|'Radii' ଟାବ୍ ରେ'''Ionic radii''' ର ଟେବଲ୍ ଥାଏ
 +
 
|-
 
|-
 
|04:15
 
|04:15
| ଏହି ଟେବଲ୍ '''Ion, C.N''' ଏବଂ '''Value''' କୁ କଲମ୍ ରୂପେ ରଖିଥାଏ
+
|ଏହି ଟେବଲ୍ '''Ion, C.N''' ଏବଂ '''Value''' କୁ କଲମ୍ ରୂପେ ରଖିଥାଏ
 +
 
 
|-
 
|-
 
|04:22
 
|04:22
| ଏବେ, ଏହି ଟେବଲ୍ ତଳକୁ ସ୍କ୍ରୋଲ୍ କରିବା
+
|ଏବେ, ଏହି ଟେବଲ୍ ତଳକୁ ସ୍କ୍ରୋଲ୍ କରିବା
 +
 
 
|-
 
|-
 
|04:24
 
|04:24
| ଏହି ଟେବୁଲ୍ ବିଭିନ୍ନ Ionic states ବାବଦରେ ସୂଚନା ଦିଏ ଯେଉଁଥିରେ '''Sodium''' ରହିଛି
+
|ଏହି ଟେବୁଲ୍ ବିଭିନ୍ନ Ionic states ବାବଦରେ ସୂଚନା ଦିଏ ଯେଉଁଥିରେ '''Sodium''' ରହିଛି
 +
 
 
|-
 
|-
 
|04:31
 
|04:31
|*ଏହାର '''Coordination number(CN)''' ଓ '''Ionic radii''' ଭାଲ୍ୟୁ 'pm' ରେ ଅଛି
+
|ଏହାର '''Coordination number(CN)''' ଓ '''Ionic radii''' ଭାଲ୍ୟୁ 'pm' ରେ ଅଛି
 +
 
 
|-
 
|-
 
|04:37
 
|04:37
| ଏଲିମେଣ୍ଟ୍ସ '''Chromium, Manganese, Iron, Cobalt, Nickel''' ଓ '''Copper''' ଏଲିମେଣ୍ଟ୍ ଅଧିକ ସଂଖ୍ୟାରେ କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ରଖନ୍ତି
+
|ଏଲିମେଣ୍ଟ୍ସ '''Chromium, Manganese, Iron, Cobalt, Nickel''' ଓ '''Copper''' ଏଲିମେଣ୍ଟ୍ ଅଧିକ ସଂଖ୍ୟାରେ କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ରଖନ୍ତି
 +
 
 
|-
 
|-
 
|04:48
 
|04:48
| ଏବେ '''Iron(Fe)''' ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏବେ '''Iron(Fe)''' ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:51
 
|04:51
| ଏହାର ଏଲିମେଣ୍ଟଲ୍ ୱିଣ୍ଡୋ ଖୋଲିବ
+
|ଏହାର ଏଲିମେଣ୍ଟଲ୍ ୱିଣ୍ଡୋ ଖୋଲିବ
 +
 
 
|-
 
|-
 
|04:54
 
|04:54
 
|'Radii' ଟାବ୍ରେ କ୍ଲିକ୍ କରନ୍ତୁ
 
|'Radii' ଟାବ୍ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:56
 
|04:56
 
|'Ionic radii' ଟେବଲ୍, 'Spin' ନାମକ ଏକ ଅତିରିକ୍ତ କଲମ୍ ରଖିଥାଏ
 
|'Ionic radii' ଟେବଲ୍, 'Spin' ନାମକ ଏକ ଅତିରିକ୍ତ କଲମ୍ ରଖିଥାଏ
 +
 
|-
 
|-
 
|05:02
 
|05:02
 
|'Spin' କଲମ୍ Iron ର କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ବାବଦରେ ଅନୁମାନ ଦିଏ
 
|'Spin' କଲମ୍ Iron ର କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ବାବଦରେ ଅନୁମାନ ଦିଏ
 +
 
|-
 
|-
 
|05:07
 
|05:07
| ଏଠାରେ '''High''' ର ଅର୍ଥ ହେଉଛି ସ୍ପିନ୍ ମୁକ୍ତ କମ୍ପ୍ଲେକ୍ସମାନ, ଯେଉଁଠି ଇଲେକ୍ଟ୍ରୋନ୍ ଅଯୁଗ୍ମ ଅଟେ
+
|ଏଠାରେ '''High''' ର ଅର୍ଥ ହେଉଛି ସ୍ପିନ୍ ମୁକ୍ତ କମ୍ପ୍ଲେକ୍ସମାନ, ଯେଉଁଠି ଇଲେକ୍ଟ୍ରୋନ୍ ଅଯୁଗ୍ମ ଅଟେ
 +
 
 
|-
 
|-
 
|05:13
 
|05:13
 
|'Low' ର ଅର୍ଥ ହେଉଛି ସ୍ପିନ୍ ପେୟର୍ଡ କମ୍ପ୍ଲେକ୍ସ, ଯେଉଁଠି ଇଲେକ୍ଟ୍ରୋନ୍ ଯୁଗ୍ମ ଅଟେ
 
|'Low' ର ଅର୍ଥ ହେଉଛି ସ୍ପିନ୍ ପେୟର୍ଡ କମ୍ପ୍ଲେକ୍ସ, ଯେଉଁଠି ଇଲେକ୍ଟ୍ରୋନ୍ ଯୁଗ୍ମ ଅଟେ
 +
 
|-
 
|-
 
|05:20
 
|05:20
| ମୁଁ '''Iron(Fe)''' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
+
|ମୁଁ '''Iron(Fe)''' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
 +
 
 
|-
 
|-
 
|05:23
 
|05:23
 
|କମ୍ପ୍ଲେକ୍ସ ଫର୍ମେସନ୍ ବାବଦରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://en.wikipedia.org/wiki/Spin_states_d_electrons'''
 
|କମ୍ପ୍ଲେକ୍ସ ଫର୍ମେସନ୍ ବାବଦରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://en.wikipedia.org/wiki/Spin_states_d_electrons'''
 +
 
|-
 
|-
 
|05:28
 
|05:28
| ପୁଣିଥରେ 'Carbon' ର ଏଲିମେଣ୍ଟଲ୍ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ
+
|ପୁଣିଥରେ 'Carbon' ର ଏଲିମେଣ୍ଟଲ୍ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:33
 
|05:33
 
|'Thermodynamics' ଟାବ୍ ରେ କ୍ଲିକ୍ କରନ୍ତୁ
 
|'Thermodynamics' ଟାବ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:36
 
|05:36
| ଏହି ଟାବ୍ 'Carbon' ର '''Melting Point''' ଏବଂ '''Boiling point''' ପ୍ରଦର୍ଶିତ କରେ
+
|ଏହି ଟାବ୍ 'Carbon' ର '''Melting Point''' ଏବଂ '''Boiling point''' ପ୍ରଦର୍ଶିତ କରେ
 +
 
 
|-
 
|-
 
|05:40
 
|05:40
 
|'Show curve' ବଟନ୍ କୁ ନିଜେ ଯାଞ୍ଚ କରନ୍ତୁ
 
|'Show curve' ବଟନ୍ କୁ ନିଜେ ଯାଞ୍ଚ କରନ୍ତୁ
 +
 
|-
 
|-
 
|05:45
 
|05:45
| ମୁଁ 'Carbon' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
+
|ମୁଁ 'Carbon' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
 +
 
 
|-
 
|-
 
|05:48
 
|05:48
| ଏବେ 'Color Schemes' କୁ ଯିବା
+
|ଏବେ 'Color Schemes' କୁ ଯିବା
 +
 
 
|-
 
|-
 
|05:52
 
|05:52
 
|'View' ମେନ୍ୟୁକୁ ଯାଇ '''Color schemes''' ସିଲେକ୍ଟ କରନ୍ତୁ
 
|'View' ମେନ୍ୟୁକୁ ଯାଇ '''Color schemes''' ସିଲେକ୍ଟ କରନ୍ତୁ
 +
 
|-
 
|-
 
|05:57
 
|05:57
| ଏକ ସବମେନ୍ୟୁ 'Color Schemes' ର ସୂଚୀ ସହିତ ଖୋଲିବ
+
|ଏକ ସବମେନ୍ୟୁ 'Color Schemes' ର ସୂଚୀ ସହିତ ଖୋଲିବ
 +
 
 
|-
 
|-
 
|06:01
 
|06:01
 
|'No Colors' ରେ କ୍ଲିକ୍ କରନ୍ତୁ
 
|'No Colors' ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:04
 
|06:04
| ସମସ୍ତ ଏଲିମେଣ୍ଟ୍ ବଟନ୍ସ '''grey''' ହୋଇଯିବ
+
|ସମସ୍ତ ଏଲିମେଣ୍ଟ୍ ବଟନ୍ସ '''grey''' ହୋଇଯିବ
 +
 
 
|-
 
|-
 
|06:09
 
|06:09
 
|'Color Schemes' ଉପରେ କ୍ଲିକ୍ କରି 'Physical States' ସିଲେକ୍ଟ କରନ୍ତୁ
 
|'Color Schemes' ଉପରେ କ୍ଲିକ୍ କରି 'Physical States' ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:13
 
|06:13
| "Blue" କଲର୍ ଏଲିମେଣ୍ଟ୍ ବଟନ୍ ସହିତ ଏକ ନୂଆ '''Periodic table''' ଖୋଲିବ
+
|"Blue" କଲର୍ ଏଲିମେଣ୍ଟ୍ ବଟନ୍ ସହିତ ଏକ ନୂଆ '''Periodic table''' ଖୋଲିବ
 +
 
 
|-
 
|-
 
|06:18
 
|06:18
| କିଛି ବଟନ୍ କୁ "Black" ଛାଡ଼ି
+
|କିଛି ବଟନ୍ କୁ "Black" ଛାଡ଼ି
 +
 
 
|-
 
|-
 
|06:21
 
|06:21
| ଉପରେ ଆପଣ ନ୍ୟୁନତମ "zero(0)" ଭାଲ୍ୟୁ ସହ '''Temperature(K):''' ସ୍କେଲ୍ ସ୍ଲାଇଡର୍ ଦେଖିପାରିବେ
+
|ଉପରେ ଆପଣ ନ୍ୟୁନତମ "zero(0)" ଭାଲ୍ୟୁ ସହ '''Temperature(K):''' ସ୍କେଲ୍ ସ୍ଲାଇଡର୍ ଦେଖିପାରିବେ
 +
 
 
|-
 
|-
 
|06:28
 
|06:28
| ତଳେ ଆପଣ "Solid-Blue", "Liquid-Green" ଏବଂ "Gas-Red" କଲର୍ସ ଦେଖିପାରୁଛନ୍ତି
+
|ତଳେ ଆପଣ "Solid-Blue", "Liquid-Green" ଏବଂ "Gas-Red" କଲର୍ସ ଦେଖିପାରୁଛନ୍ତି
 +
 
 
|-
 
|-
 
|06:36
 
|06:36
 
|'Zero Degree Kelvin' ରେ ସମସ୍ତ ଏଲିମେଣ୍ଟ୍ ସଲିଡ୍ ଷ୍ଟେଟ୍ ରେ ଅଛନ୍ତି
 
|'Zero Degree Kelvin' ରେ ସମସ୍ତ ଏଲିମେଣ୍ଟ୍ ସଲିଡ୍ ଷ୍ଟେଟ୍ ରେ ଅଛନ୍ତି
 +
 
|-
 
|-
 
|06:41
 
|06:41
| ଏଥିପାଇଁ ସେଗୁଡ଼ିକ 'blue' କଲର୍ ରେ ଦେଖାଯାନ୍ତି
+
|ଏଥିପାଇଁ ସେଗୁଡ଼ିକ 'blue' କଲର୍ ରେ ଦେଖାଯାନ୍ତି
 +
 
 
|-
 
|-
 
|06:44
 
|06:44
| ଏବେ ଟେମ୍ପରେଚର୍ ବଢ଼ାଇବା ପାଇଁ ସ୍ଲାଇଡର୍ କୁ ଟାଣନ୍ତୁ
+
|ଏବେ ଟେମ୍ପରେଚର୍ ବଢ଼ାଇବା ପାଇଁ ସ୍ଲାଇଡର୍ କୁ ଟାଣନ୍ତୁ
 +
 
 
|-
 
|-
 
|06:48
 
|06:48
| ଧ୍ୟାନଦିଅନ୍ତୁ ଯେ, ଏଲିମେଣ୍ଟସ୍ ନିଜର '''Physical state''' ବଦଳାଉଛନ୍ତି
+
|ଧ୍ୟାନଦିଅନ୍ତୁ ଯେ, ଏଲିମେଣ୍ଟସ୍ ନିଜର '''Physical state''' ବଦଳାଉଛନ୍ତି
 +
 
 
|-
 
|-
 
|06:52
 
|06:52
 
|"Blue" କଲର୍, '''Green(liquid)''' ଓ '''Red(Gas)''' କଲର୍ ଦ୍ୱାରା ବଦଳେ
 
|"Blue" କଲର୍, '''Green(liquid)''' ଓ '''Red(Gas)''' କଲର୍ ଦ୍ୱାରା ବଦଳେ
 +
 
|-
 
|-
 
|07:00
 
|07:00
 
|'''6010 degree Kelvin''' ରେ ସମସ୍ତ ଏଲିମେଣ୍ଟ୍ ଗ୍ୟାସୀୟ ଷ୍ଟେଟ୍ ରେ ବଦଳିଯାଏ
 
|'''6010 degree Kelvin''' ରେ ସମସ୍ତ ଏଲିମେଣ୍ଟ୍ ଗ୍ୟାସୀୟ ଷ୍ଟେଟ୍ ରେ ବଦଳିଯାଏ
 +
 
|-
 
|-
 
|07:04
 
|07:04
| ସମସ୍ତ ବଟନ୍ସ "Red" କଲର୍ ରେ ବଦଳିଯାନ୍ତି
+
|ସମସ୍ତ ବଟନ୍ସ "Red" କଲର୍ ରେ ବଦଳିଯାନ୍ତି
 +
 
 
|-
 
|-
 
|07:09
 
|07:09
| କିଛି ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡରେ ଦେଖାଯାନ୍ତି
+
|କିଛି ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡରେ ଦେଖାଯାନ୍ତି
 +
 
 
|-
 
|-
 
|07:12
 
|07:12
| ସେହି '''Temperature''' ରେ ସେଗୁଡ଼ିକର ଷ୍ଟେଟ୍ ଅଜ୍ଞାତ ଥାଏ
+
|ସେହି '''Temperature''' ରେ ସେଗୁଡ଼ିକର ଷ୍ଟେଟ୍ ଅଜ୍ଞାତ ଥାଏ
 +
 
 
|-
 
|-
 
|07:16
 
|07:16
| ଏହାପରେ '''Family''' ସିଲେକ୍ଟ କରିବା
+
|ଏହାପରେ '''Family''' ସିଲେକ୍ଟ କରିବା
 +
 
 
|-
 
|-
 
|07:19
 
|07:19
 
|'ଚୟନିତ Family' ଡ୍ରପ୍ ଡାଉନ୍ ବଟନ୍ ଦେଖାଯିବ
 
|'ଚୟନିତ Family' ଡ୍ରପ୍ ଡାଉନ୍ ବଟନ୍ ଦେଖାଯିବ
 +
 
|-
 
|-
 
|07:23
 
|07:23
| ଡ୍ରପ୍ ଡାଉନ୍ ସୂଚୀରେ ଅନେକ '''Family''' ସେମାନଙ୍କ ସମ୍ବନ୍ଧିତ କଲର୍ ସହ ଥାନ୍ତି
+
|ଡ୍ରପ୍ ଡାଉନ୍ ସୂଚୀରେ ଅନେକ '''Family''' ସେମାନଙ୍କ ସମ୍ବନ୍ଧିତ କଲର୍ ସହ ଥାନ୍ତି
 +
 
 
|-
 
|-
 
|07:27
 
|07:27
| ବାଏ ଡିଫଲ୍ଟ 'All' ସିଲେକ୍ଟ ଅଛି
+
|ବାଏ ଡିଫଲ୍ଟ 'All' ସିଲେକ୍ଟ ଅଛି
 +
 
 
|-
 
|-
 
|07:31
 
|07:31
| ଏଲିମେଣ୍ଟସ୍ ର ପ୍ରତ୍ୟେକ '''Family''', ଏକ ବିଶେଷ '''Family''' କଲର୍ ରେ ଦେଖାଯାଏ
+
|ଏଲିମେଣ୍ଟସ୍ ର ପ୍ରତ୍ୟେକ '''Family''', ଏକ ବିଶେଷ '''Family''' କଲର୍ ରେ ଦେଖାଯାଏ
 +
 
 
|-
 
|-
 
|07:36
 
|07:36
| ଡ୍ରପ୍ ଡାଉନ୍ ସୂଚୀରେ କ୍ଲିକ୍ କରି 'Metalloids' ସିଲେକ୍ଟ କରନ୍ତୁ
+
|ଡ୍ରପ୍ ଡାଉନ୍ ସୂଚୀରେ କ୍ଲିକ୍ କରି 'Metalloids' ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|07:40
 
|07:40
| 'Metalloids', '''Green family''' ବ୍ୟାକଗ୍ରାଉଣ୍ଡ୍ କଲର୍ ରେ ପ୍ରଦର୍ଶିତ ହୁଏ
+
|'Metalloids', '''Green family''' ବ୍ୟାକଗ୍ରାଉଣ୍ଡ୍ କଲର୍ ରେ ପ୍ରଦର୍ଶିତ ହୁଏ
 +
 
 
|-
 
|-
 
|07:45
 
|07:45
| ବାକି ସମସ୍ତ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରେ ପ୍ରଦର୍ଶିତ ହୁଅନ୍ତି
+
|ବାକି ସମସ୍ତ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରେ ପ୍ରଦର୍ଶିତ ହୁଅନ୍ତି
 +
 
 
|-
 
|-
 
|07:49
 
|07:49
 
|'Color Schemes' କୁ ଫେରନ୍ତୁ, 'Electronegativity' କଲର୍ ସ୍କିମ୍ସ ସିଲେକ୍ଟ କରନ୍ତୁ
 
|'Color Schemes' କୁ ଫେରନ୍ତୁ, 'Electronegativity' କଲର୍ ସ୍କିମ୍ସ ସିଲେକ୍ଟ କରନ୍ତୁ
 +
 
|-
 
|-
 
|07:57
 
|07:57
| 'red' କଲର୍ ର ଏଲିମେଣ୍ଟସ୍ ନ୍ୟୁନତମ 'Electronegativity' ଭାଲ୍ୟୁ ରଖିଥାନ୍ତି
+
|'red' କଲର୍ ର ଏଲିମେଣ୍ଟସ୍ ନ୍ୟୁନତମ 'Electronegativity' ଭାଲ୍ୟୁ ରଖିଥାନ୍ତି
 +
 
 
|-
 
|-
 
|08:01
 
|08:01
| 'blue' କଲର୍ ର ଏଲିମେଣ୍ଟସ୍ ଉଚ୍ଚତମ 'Electronegativity' ଭାଲ୍ୟୁ ରଖିଥାନ୍ତି
+
|'blue' କଲର୍ ର ଏଲିମେଣ୍ଟସ୍ ଉଚ୍ଚତମ 'Electronegativity' ଭାଲ୍ୟୁ ରଖିଥାନ୍ତି
 +
 
 
|-
 
|-
 
|08:06
 
|08:06
| 'red' ରୁ 'blue' କଲର୍ କୁ ଧୀରେ-ଧୀରେ ପରିବର୍ତ୍ତନ ହୁଏ
+
|'red' ରୁ 'blue' କଲର୍ କୁ ଧୀରେ-ଧୀରେ ପରିବର୍ତ୍ତନ ହୁଏ
 +
 
 
|-
 
|-
 
|08:12
 
|08:12
| ମଝିରେ ଥିବା Electronegetivity ଭାଲ୍ୟୁଜ୍ Pink କଲର୍ ର ଏଲିମେଣ୍ଟସ୍ ଅଟେ
+
|ମଝିରେ ଥିବା Electronegetivity ଭାଲ୍ୟୁଜ୍ Pink କଲର୍ ର ଏଲିମେଣ୍ଟସ୍ ଅଟେ
 +
 
 
|-
 
|-
 
|08:18
 
|08:18
| ଯଦି ଡେଟାବେସ୍ ରେ କୌଣସି ଡେଟା ନାହିଁ, ତେବେ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରଖିବେ
+
|ଯଦି ଡେଟାବେସ୍ ରେ କୌଣସି ଡେଟା ନାହିଁ, ତେବେ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରଖିବେ
 +
 
 
|-
 
|-
 
|08:23
 
|08:23
| ଏବେ 'Block' ସିଲେକ୍ଟ କରନ୍ତୁ
+
|ଏବେ 'Block' ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|08:27
 
|08:27
| ପ୍ରତ୍ୟେକ '''Block''' ର ଏଲିମେଣ୍ଟସ୍ ଆବଣ୍ଟିତ block କଲର୍ ସହିତ ପ୍ରଦର୍ଶିତ ହୁଏ
+
|ପ୍ରତ୍ୟେକ '''Block''' ର ଏଲିମେଣ୍ଟସ୍ ଆବଣ୍ଟିତ block କଲର୍ ସହିତ ପ୍ରଦର୍ଶିତ ହୁଏ
 +
 
 
|-
 
|-
 
|08:31
 
|08:31
|*''' 's' block ''' – blue
+
|''' 's' block ''' – blue
 +
 
 
|-
 
|-
 
|08:34
 
|08:34
|*''' 'p' block '''–  reddish brown
+
|''' 'p' block '''–  reddish brown
 +
 
 
|-
 
|-
 
|08:37
 
|08:37
|*''' 'd' block''' – green ଏବଂ
+
|''' 'd' block''' – green ଏବଂ
 +
 
 
|-
 
|-
 
|08:40
 
|08:40
|*''' 'f' block''' – Purple
+
|''' 'f' block''' – Purple
 +
 
 
|-
 
|-
 
|08:43
 
|08:43
 
|ସଂକ୍ଷିପ୍ତରେ
 
|ସଂକ୍ଷିପ୍ତରେ
 +
 
|-
 
|-
 
|08:46
 
|08:46
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 +
 
 
|-
 
|-
 
|08:48
 
|08:48
|*ଏଲିମେଣ୍ଟଲ୍ ୱିଣ୍ଡୋଜ୍ ବିଷୟରେ
+
|ଏଲିମେଣ୍ଟଲ୍ ୱିଣ୍ଡୋଜ୍ ବିଷୟରେ
 +
 
 
|-
 
|-
 
|08:51
 
|08:51
| ନିମ୍ନ କଲର୍ ସ୍କିମ୍-  
+
|ନିମ୍ନ କଲର୍ ସ୍କିମ୍- 1. Physical State
1. Physical State
+
 
 
|-
 
|-
 
|08:53
 
|08:53
|2. Family
+
|2. Family,3. Electronegativity ଏବଂ
|-
+
 
|08:54
+
|3. Electronegativity ଏବଂ
+
 
|-
 
|-
 
|08:56
 
|08:56
 
|4. Block
 
|4. Block
 +
 
|-
 
|-
 
|08:58
 
|08:58
 
| ଏକ ଆସାଇନମେଣ୍ଟ୍ ଭାବେ,
 
| ଏକ ଆସାଇନମେଣ୍ଟ୍ ଭାବେ,
 +
 
|-
 
|-
 
|09:01
 
|09:01
|*'''Cobalt, Nickel, Copper''' ଏବଂ ଅନ୍ୟାନ୍ୟ ଏଲିମେଣ୍ଟଲ୍ ୱିଣ୍ଡୋ
+
|'''Cobalt, Nickel, Copper''' ଏବଂ ଅନ୍ୟାନ୍ୟ ଏଲିମେଣ୍ଟଲ୍ ୱିଣ୍ଡୋ
 +
 
 
|-
 
|-
 
|09:06
 
|09:06
|*ବିଭିନ୍ନ '''Family Color schemes'''
+
|ବିଭିନ୍ନ '''Family Color schemes'''
 +
 
 
|-
 
|-
 
|09:08
 
|09:08
|*'''Atomic radius Color scheme''' ଯାଞ୍ଚ କରନ୍ତୁ  
+
|'''Atomic radius Color scheme''' ଯାଞ୍ଚ କରନ୍ତୁ  
 +
 
 
|-
 
|-
 
|09:11
 
|09:11
 
|ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: '''http://spoken-tutorial.org/What_is_a_Spoken_ Tutorial'''
 
|ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: '''http://spoken-tutorial.org/What_is_a_Spoken_ Tutorial'''
 +
 
|-
 
|-
 
|09:15
 
|09:15
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|09:18
 
|09:18
| ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
+
|ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
 +
 
 
|-
 
|-
 
|09:22
 
|09:22
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
 
|09:25
 
|09:25
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|09:28
 
|09:28
| ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
 
|09:32
 
|09:32
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
 +
 
 
|-
 
|-
 
|09:38
 
|09:38
 
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
 
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
 +
 
|-
 
|-
 
|09:42
 
|09:42
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|09:49
 
|09:49
 
|ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 
|ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 +
 
|-
 
|-
 
|09:55
 
|09:55
| ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,  
+
|ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
+
 
|}
 
|}

Latest revision as of 11:36, 6 April 2017

Time Narration
00:01 ନମସ୍କାର, GChemTable ରେ Features and Color Schemes ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
00:11 GChemTable,Elemental window ଓ Color schemes
00:16 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି,
00:19 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:22 GChemPaint ଭର୍ସନ୍ 0.12.10
00:27 GChemTable ଭର୍ସନ୍ 0.12.10
00:32 ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ Periodic table of elements ଏବଂ GChemPaint ସହ ଅବଗତ ଥିବା ଉଚିତ୍
00:41 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:46 ଏବେ GChemTable ଆପ୍ଲିକେସନ୍ ବାବଦରେ ଶିଖିବା
00:50 GChemPaint ର ୟୁଟିଲିଟି ସଫ୍ଟୱେର୍ ଭାବେ GchemTableକୁ
00:55 'Synaptic Package manager' ବ୍ୟବହାର କରି ଇନଷ୍ଟଲ୍ କରାଯାଇ ପାରିବ
00:58 GChemTable ହେଉଛି ରାସାୟନିକ ଏଲିମେଣ୍ଟସ୍ ର Periodic table ଆପ୍ଲିକେସନ୍
01:03 ଏହା ଏଲିମେଣ୍ଟସ୍ ବାବଦରେ ବିଜ୍ଞାନ ସମ୍ୱନ୍ଧୀୟ ସୂଚନା ଦିଏ
01:08 ଏହା Periodic table କୁ ବିଭିନ୍ନ Color schemes ସହ ଦର୍ଶାଏ
01:13 GChemTable ଖୋଲିବା ପାଇଁ, 'Dash Home' କ୍ଲିକ୍ କରନ୍ତୁ
01:17 ପ୍ରଦର୍ଶିତ ସର୍ଚ ବାର୍ ରେ 'gchemtable' ଟାଇପ୍ କରନ୍ତୁ
01:21 'Periodic table of the elements' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:26 'Periodic table of the elements' ୱିଣ୍ଡୋ ଖୋଲିବ
01:30 ୱିଣ୍ଡୋ ଭିତ୍ତିକ ଆପ୍ଲିକେସନ୍ ଭଳି GChemTable ୱିଣ୍ଡୋରେ ମେନ୍ୟୁବାର୍ ଥାଏ
01:36 GChemTable ରେ କାମ କରିବା ପାଇଁ Menu barରେ ସମସ୍ତ କମାଣ୍ଡସ୍ ଥାଏ
01:41 ଏହା ଏଲିମେଣ୍ଟସ୍ ର Periodic table ଅଟେ, ଏଠାରେ ଆପଣ ଏଲିମେଣ୍ଟ୍ ବଟନ୍ସ ଦେଖିପାରିବେ
01:49 ଏଲିମେଣ୍ଟ୍ ର ନାମ ପାଇବା ପାଇଁ, କର୍ସର୍ କୁ ଏଲିମେଣ୍ଟ୍ ଉପରେ ରଖନ୍ତୁ
01:52 ଟେବୁଲ୍ ରେ ବଟନ୍ସ ପାଇଁ ବ୍ୟବହୃତ କଲର୍, ଏଲିମେଣ୍ଟ୍ ର ସାଧାରଣ କଲର୍ ଅଟେ
01:58 ଏହି ଟେବଲ୍ Modern Periodic table ର ପ୍ରତିରୂପ ଅଟେ
02:02 ଏବେ 'Elemental Window' ବାବଦରେ ଶିଖିବା
02:05 ଏହାକୁ ପ୍ରଦର୍ଶିତ କରିବା ପାଇଁ, periodic table ର ଯେକୌଣସି ଏଲିମେଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
02:10 ମୁଁ Carbon(C) ଉପରେ କ୍ଲିକ୍ କରିବି
02:13 'Carbon' ର 'Elemental Window' ଖୋଲିବ
02:16 'Elemental Window' four side ଟାବ୍ସ ରଖିଥାଏ
02:20 Main,Electronic Properties,
02:23 Radii,Thermodynamics ଥର୍ମୋଡାଇନାମିକ୍ସ
02:26 ମୁଁ ପ୍ରତ୍ୟେକ ଟାବ୍ ବିଷୟରେ ଗୋଟିଏ ଗୋଟିଏ କରି ବୁଝାଇବି
02:30 ଡିଫଲ୍ଟ ରୂପେ Main ଟାବ୍ ସିଲେକ୍ଟ ହୋଇଛି
02:33 ଏହା ଏଲିମେଣ୍ଟ୍ ର ସିମ୍ବଲ୍ ରଖିଥାଏ,
02:36 Atomic number,
02:38 Atomic weight ଓ
02:40 Electronic configuration
02:43 ଏହା 'Lang' ଓ 'Name' ନାମକ ଶୀର୍ଷକ ସହ ଏକ ଟେବଲ୍ ରଖିଥାଏ
02:47 ଟେବଲ୍, ବିଭିନ୍ନ ଭାଷାରେ Carbon ର ନାମ ଦର୍ଶାଏ
02:53 ଏହାପରେ 'Electronic Properties' ଟାବ୍ ଉପରେ କ୍ଲିକ୍ କରନ୍ତୁ
02:56 ଏହି ଟାବ୍ ନିମ୍ନ ବାବଦରେ ସୂଚନା ଦିଏ
03:00 Pauling electro-negativity ଭାଲ୍ୟୁ
03:02 'Ionization energies',
03:05 'MJ per mol' ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ 'Ionization energies' ଅଛି
03:10 'KJ per mol' ରେ 'Electronic affinities' ଅଛି
03:15 ଡାହାଣ ପାର୍ଶ୍ୱରେ ସମ୍ବନ୍ଧିତ 'Show curve' ବଟନ୍ସ ଦେଖାଯାଇ ପାରିବ
03:20 ଚାର୍ଟ ଦେଖିବା ପାଇଁ 'Show curve' ବଟନ୍ ଉପରେ କ୍ଲିକ୍ କରନ୍ତୁ
03:24 ଏହା 'Electronegativity' ବନାମ 'Atomic number(Z)' ଚାର୍ଟ ଅଟେ, ମୁଁ ଚାର୍ଟ ବନ୍ଦ କରିବି
03:31 'Radii' ଟାବ୍ ଉପରେ କ୍ଲିକ୍ କରନ୍ତୁ
03:34 ଏହି ଟାବ୍ ଦର୍ଶାଏ-,'Covalent','Van der Waals' ଏବଂ
03:37 'Metallic radii' ଭାଲ୍ୟୁଜ୍, ସବୁ 'pm' ରେ ଅଛନ୍ତି
03:41 'pm' ହେଉଛି pico metre= 10 to the power of minus 12 metres
03:47 ଯେହେତୁ Carbon ନନ୍-ମେଟାଲ୍ ଅଟେ, ଏହା Metallic radius ଭାଲ୍ୟୁ ରଖେନାହିଁ
03:53 ମୁଁ କାର୍ବନ୍ ୱିଣ୍ଡୋ ବନ୍ଦ କରିବି
03:56 ଏବେ Periodic table of the elements ୱିଣ୍ଡୋକୁ ଫେରିଯିବା
04:00 Sodium(Na) ବଟନ୍ ଉପରେ କ୍ଲିକ୍ କରନ୍ତୁ
04:04 'Radii' ଟାବ୍ ରେ କ୍ଲିକ୍ କରନ୍ତୁ
04:07 'Metallic radii' ଭାଲ୍ୟୁ ପ୍ରଦର୍ଶିତ ହୁଏ
04:11 'Radii' ଟାବ୍ ରେIonic radii ର ଟେବଲ୍ ଥାଏ
04:15 ଏହି ଟେବଲ୍ Ion, C.N ଏବଂ Value କୁ କଲମ୍ ରୂପେ ରଖିଥାଏ
04:22 ଏବେ, ଏହି ଟେବଲ୍ ତଳକୁ ସ୍କ୍ରୋଲ୍ କରିବା
04:24 ଏହି ଟେବୁଲ୍ ବିଭିନ୍ନ Ionic states ବାବଦରେ ସୂଚନା ଦିଏ ଯେଉଁଥିରେ Sodium ରହିଛି
04:31 ଏହାର Coordination number(CN)Ionic radii ଭାଲ୍ୟୁ 'pm' ରେ ଅଛି
04:37 ଏଲିମେଣ୍ଟ୍ସ Chromium, Manganese, Iron, Cobalt, NickelCopper ଏଲିମେଣ୍ଟ୍ ଅଧିକ ସଂଖ୍ୟାରେ କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ରଖନ୍ତି
04:48 ଏବେ Iron(Fe) ବଟନ୍ ଉପରେ କ୍ଲିକ୍ କରନ୍ତୁ
04:51 ଏହାର ଏଲିମେଣ୍ଟଲ୍ ୱିଣ୍ଡୋ ଖୋଲିବ
04:54 'Radii' ଟାବ୍ରେ କ୍ଲିକ୍ କରନ୍ତୁ
04:56 'Ionic radii' ଟେବଲ୍, 'Spin' ନାମକ ଏକ ଅତିରିକ୍ତ କଲମ୍ ରଖିଥାଏ
05:02 'Spin' କଲମ୍ Iron ର କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ବାବଦରେ ଅନୁମାନ ଦିଏ
05:07 ଏଠାରେ High ର ଅର୍ଥ ହେଉଛି ସ୍ପିନ୍ ମୁକ୍ତ କମ୍ପ୍ଲେକ୍ସମାନ, ଯେଉଁଠି ଇଲେକ୍ଟ୍ରୋନ୍ ଅଯୁଗ୍ମ ଅଟେ
05:13 'Low' ର ଅର୍ଥ ହେଉଛି ସ୍ପିନ୍ ପେୟର୍ଡ କମ୍ପ୍ଲେକ୍ସ, ଯେଉଁଠି ଇଲେକ୍ଟ୍ରୋନ୍ ଯୁଗ୍ମ ଅଟେ
05:20 ମୁଁ Iron(Fe) ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
05:23 କମ୍ପ୍ଲେକ୍ସ ଫର୍ମେସନ୍ ବାବଦରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://en.wikipedia.org/wiki/Spin_states_d_electrons
05:28 ପୁଣିଥରେ 'Carbon' ର ଏଲିମେଣ୍ଟଲ୍ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ
05:33 'Thermodynamics' ଟାବ୍ ରେ କ୍ଲିକ୍ କରନ୍ତୁ
05:36 ଏହି ଟାବ୍ 'Carbon' ର Melting Point ଏବଂ Boiling point ପ୍ରଦର୍ଶିତ କରେ
05:40 'Show curve' ବଟନ୍ କୁ ନିଜେ ଯାଞ୍ଚ କରନ୍ତୁ
05:45 ମୁଁ 'Carbon' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
05:48 ଏବେ 'Color Schemes' କୁ ଯିବା
05:52 'View' ମେନ୍ୟୁକୁ ଯାଇ Color schemes ସିଲେକ୍ଟ କରନ୍ତୁ
05:57 ଏକ ସବମେନ୍ୟୁ 'Color Schemes' ର ସୂଚୀ ସହିତ ଖୋଲିବ
06:01 'No Colors' ରେ କ୍ଲିକ୍ କରନ୍ତୁ
06:04 ସମସ୍ତ ଏଲିମେଣ୍ଟ୍ ବଟନ୍ସ grey ହୋଇଯିବ
06:09 'Color Schemes' ଉପରେ କ୍ଲିକ୍ କରି 'Physical States' ସିଲେକ୍ଟ କରନ୍ତୁ
06:13 "Blue" କଲର୍ ଏଲିମେଣ୍ଟ୍ ବଟନ୍ ସହିତ ଏକ ନୂଆ Periodic table ଖୋଲିବ
06:18 କିଛି ବଟନ୍ କୁ "Black" ଛାଡ଼ି
06:21 ଉପରେ ଆପଣ ନ୍ୟୁନତମ "zero(0)" ଭାଲ୍ୟୁ ସହ Temperature(K): ସ୍କେଲ୍ ସ୍ଲାଇଡର୍ ଦେଖିପାରିବେ
06:28 ତଳେ ଆପଣ "Solid-Blue", "Liquid-Green" ଏବଂ "Gas-Red" କଲର୍ସ ଦେଖିପାରୁଛନ୍ତି
06:36 'Zero Degree Kelvin' ରେ ସମସ୍ତ ଏଲିମେଣ୍ଟ୍ ସଲିଡ୍ ଷ୍ଟେଟ୍ ରେ ଅଛନ୍ତି
06:41 ଏଥିପାଇଁ ସେଗୁଡ଼ିକ 'blue' କଲର୍ ରେ ଦେଖାଯାନ୍ତି
06:44 ଏବେ ଟେମ୍ପରେଚର୍ ବଢ଼ାଇବା ପାଇଁ ସ୍ଲାଇଡର୍ କୁ ଟାଣନ୍ତୁ
06:48 ଧ୍ୟାନଦିଅନ୍ତୁ ଯେ, ଏଲିମେଣ୍ଟସ୍ ନିଜର Physical state ବଦଳାଉଛନ୍ତି
06:52 "Blue" କଲର୍, Green(liquid)Red(Gas) କଲର୍ ଦ୍ୱାରା ବଦଳେ
07:00 6010 degree Kelvin ରେ ସମସ୍ତ ଏଲିମେଣ୍ଟ୍ ଗ୍ୟାସୀୟ ଷ୍ଟେଟ୍ ରେ ବଦଳିଯାଏ
07:04 ସମସ୍ତ ବଟନ୍ସ "Red" କଲର୍ ରେ ବଦଳିଯାନ୍ତି
07:09 କିଛି ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡରେ ଦେଖାଯାନ୍ତି
07:12 ସେହି Temperature ରେ ସେଗୁଡ଼ିକର ଷ୍ଟେଟ୍ ଅଜ୍ଞାତ ଥାଏ
07:16 ଏହାପରେ Family ସିଲେକ୍ଟ କରିବା
07:19 'ଚୟନିତ Family' ଡ୍ରପ୍ ଡାଉନ୍ ବଟନ୍ ଦେଖାଯିବ
07:23 ଡ୍ରପ୍ ଡାଉନ୍ ସୂଚୀରେ ଅନେକ Family ସେମାନଙ୍କ ସମ୍ବନ୍ଧିତ କଲର୍ ସହ ଥାନ୍ତି
07:27 ବାଏ ଡିଫଲ୍ଟ 'All' ସିଲେକ୍ଟ ଅଛି
07:31 ଏଲିମେଣ୍ଟସ୍ ର ପ୍ରତ୍ୟେକ Family, ଏକ ବିଶେଷ Family କଲର୍ ରେ ଦେଖାଯାଏ
07:36 ଡ୍ରପ୍ ଡାଉନ୍ ସୂଚୀରେ କ୍ଲିକ୍ କରି 'Metalloids' ସିଲେକ୍ଟ କରନ୍ତୁ
07:40 'Metalloids', Green family ବ୍ୟାକଗ୍ରାଉଣ୍ଡ୍ କଲର୍ ରେ ପ୍ରଦର୍ଶିତ ହୁଏ
07:45 ବାକି ସମସ୍ତ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରେ ପ୍ରଦର୍ଶିତ ହୁଅନ୍ତି
07:49 'Color Schemes' କୁ ଫେରନ୍ତୁ, 'Electronegativity' କଲର୍ ସ୍କିମ୍ସ ସିଲେକ୍ଟ କରନ୍ତୁ
07:57 'red' କଲର୍ ର ଏଲିମେଣ୍ଟସ୍ ନ୍ୟୁନତମ 'Electronegativity' ଭାଲ୍ୟୁ ରଖିଥାନ୍ତି
08:01 'blue' କଲର୍ ର ଏଲିମେଣ୍ଟସ୍ ଉଚ୍ଚତମ 'Electronegativity' ଭାଲ୍ୟୁ ରଖିଥାନ୍ତି
08:06 'red' ରୁ 'blue' କଲର୍ କୁ ଧୀରେ-ଧୀରେ ପରିବର୍ତ୍ତନ ହୁଏ
08:12 ମଝିରେ ଥିବା Electronegetivity ଭାଲ୍ୟୁଜ୍ Pink କଲର୍ ର ଏଲିମେଣ୍ଟସ୍ ଅଟେ
08:18 ଯଦି ଡେଟାବେସ୍ ରେ କୌଣସି ଡେଟା ନାହିଁ, ତେବେ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରଖିବେ
08:23 ଏବେ 'Block' ସିଲେକ୍ଟ କରନ୍ତୁ
08:27 ପ୍ରତ୍ୟେକ Block ର ଏଲିମେଣ୍ଟସ୍ ଆବଣ୍ଟିତ block କଲର୍ ସହିତ ପ୍ରଦର୍ଶିତ ହୁଏ
08:31 's' block – blue
08:34 'p' block – reddish brown
08:37 'd' block – green ଏବଂ
08:40 'f' block – Purple
08:43 ସଂକ୍ଷିପ୍ତରେ
08:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
08:48 ଏଲିମେଣ୍ଟଲ୍ ୱିଣ୍ଡୋଜ୍ ବିଷୟରେ
08:51 ନିମ୍ନ କଲର୍ ସ୍କିମ୍- 1. Physical State
08:53 2. Family,3. Electronegativity ଏବଂ
08:56 4. Block
08:58 ଏକ ଆସାଇନମେଣ୍ଟ୍ ଭାବେ,
09:01 Cobalt, Nickel, Copper ଏବଂ ଅନ୍ୟାନ୍ୟ ଏଲିମେଣ୍ଟଲ୍ ୱିଣ୍ଡୋ
09:06 ବିଭିନ୍ନ Family Color schemes
09:08 Atomic radius Color scheme ଯାଞ୍ଚ କରନ୍ତୁ
09:11 ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: http://spoken-tutorial.org/What_is_a_Spoken_ Tutorial
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:18 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
09:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:25 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:28 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:32 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
09:38 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
09:42 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:49 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
09:55 ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep