Difference between revisions of "GChemPaint/C3/Aromatic-Molecular-Structures/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ନମସ୍କାର ବନ୍ଧୁଗଣ |- |00:02 | GChemPaintରେ "Aromatic Molecular Sructures" ଉପରେ ଏ...")
 
 
Line 5: Line 5:
 
|-
 
|-
 
|00:01
 
|00:01
| ନମସ୍କାର ବନ୍ଧୁଗଣ
+
|ନମସ୍କାର ବନ୍ଧୁଗଣ,GChemPaintରେ "Aromatic Molecular Sructures" ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
|-
+
 
|00:02
+
| GChemPaintରେ "Aromatic Molecular Sructures" ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
 
|-
 
|-
 
|00:10
 
|00:10
|* Cyclohexaneକୁ Cyclohexeneରେ ବଦଳାଇବା
+
|Cyclohexaneକୁ Cyclohexeneରେ ବଦଳାଇବା
 +
 
 
|-
 
|-
 
|00:13
 
|00:13
|* Cyclohexeneକୁ Benzeneରେ ବଦଳାଇବା  
+
|Cyclohexeneକୁ Benzeneରେ ବଦଳାଇବା  
 +
 
 
|-
 
|-
 
|00:16
 
|00:16
|* ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା  
+
|ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା  
 +
 
 
|-
 
|-
 
|00:20
 
|00:20
|* ଆଟମ୍ସର ଗ୍ରୁପ୍ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା  
+
|ଆଟମ୍ସର ଗ୍ରୁପ୍ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା  
 +
 
 
|-
 
|-
 
|00:24
 
|00:24
|* ଦୁଇଟି ମୋଲେକ୍ୟୁଲ୍ସକୁ ମର୍ଜ କରିବା
+
|ଦୁଇଟି ମୋଲେକ୍ୟୁଲ୍ସକୁ ମର୍ଜ କରିବା
 +
 
 
|-
 
|-
 
|00:26
 
|00:26
| ଏଠାରେ ମୁଁ ବ୍ୟବହାର କରୁଛି
+
|ଏଠାରେ ମୁଁ ବ୍ୟବହାର କରୁଛି
 +
 
 
|-
 
|-
 
|00:28
 
|00:28
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
|ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
 +
 
 
|-
 
|-
 
|00:32
 
|00:32
| GChemPaint ଭର୍ସନ୍ 0.12.10
+
|GChemPaint ଭର୍ସନ୍ 0.12.10
 +
 
 
|-
 
|-
 
|00:37
 
|00:37
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ  
+
|ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ  
 +
 
 
|-
 
|-
 
|00:41
 
|00:41
| GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
+
|GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
 +
 
 
|-
 
|-
 
|00:44
 
|00:44
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ  
+
|ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ  
 +
 
 
|-
 
|-
 
|00:50
 
|00:50
| ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି  
+
|ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି  
 +
 
 
|-
 
|-
 
|00:54
 
|00:54
| Display Areaରେ ଏକ ସିକ୍ସ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ
+
|Display Areaରେ ଏକ ସିକ୍ସ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ
 +
 
 
|-
 
|-
 
|00:59
 
|00:59
 
|Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:02
 
|01:02
| Display Area ଉପରେ କ୍ଲିକ୍ କରନ୍ତୁ
+
|Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:04
 
|01:04
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:10
 
|01:10
| ସାଇକଲ୍ ର ପ୍ରତ୍ୟେକ କୋଣରେ ଦୁଇଟି ବଣ୍ଡ ଆଡ୍ କରନ୍ତୁ
+
|ସାଇକଲ୍ ର ପ୍ରତ୍ୟେକ କୋଣରେ ଦୁଇଟି ବଣ୍ଡ ଆଡ୍ କରନ୍ତୁ
 +
 
 
|-
 
|-
 
|01:14
 
|01:14
| ବଣ୍ଡଗୁଡ଼ିକୁ ଏପରି ରଖନ୍ତୁ ଯେ, ଦୁଇଟି ବଣ୍ଡ ପରସ୍ପରକୁ ସ୍ପର୍ଶ କରୁନଥିବେ
+
|ବଣ୍ଡଗୁଡ଼ିକୁ ଏପରି ରଖନ୍ତୁ ଯେ, ଦୁଇଟି ବଣ୍ଡ ପରସ୍ପରକୁ ସ୍ପର୍ଶ କରୁନଥିବେ
 +
 
 
|-
 
|-
 
|01:19
 
|01:19
| ଆଉ ଏପରି କରିବାକୁ, ବଣ୍ଡ ଉପରେ କ୍ଲିକ୍ କରି ସଠିକ୍ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
+
|ଆଉ ଏପରି କରିବାକୁ, ବଣ୍ଡ ଉପରେ କ୍ଲିକ୍ କରି ସଠିକ୍ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|01:24
 
|01:24
| ଚାଲନ୍ତୁ ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ପ୍ରଦର୍ଶିତ କରିବା
+
|ଚାଲନ୍ତୁ ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ପ୍ରଦର୍ଶିତ କରିବା
 +
 
 
|-
 
|-
 
|01:28
 
|01:28
| ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
+
|ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:31
 
|01:31
| ଏକ ସବ୍-ମେନୁ ଖୋଲିଲା  
+
|ଏକ ସବ୍-ମେନୁ ଖୋଲିଲା  
 +
 
 
|-
 
|-
 
|01:33
 
|01:33
| Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
+
|Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:36
 
|01:36
| ସେହିପରି, ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ଯୋଡ଼ନ୍ତୁ
+
|ସେହିପରି, ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ଯୋଡ଼ନ୍ତୁ
 +
 
 
|-
 
|-
 
|01:42
 
|01:42
| ବଣ୍ଡଗୁଡ଼ିକରେ Hydrogen ଆଟମ୍ସ ଆଡ୍ କରିବାକୁ କୀ’ବୋର୍ଡରେ H ଦାବନ୍ତୁ
+
|ବଣ୍ଡଗୁଡ଼ିକରେ Hydrogen ଆଟମ୍ସ ଆଡ୍ କରିବାକୁ କୀ’ବୋର୍ଡରେ H ଦାବନ୍ତୁ
 +
 
 
|-
 
|-
 
|01:47
 
|01:47
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:51
 
|01:51
| ସମସ୍ତ ବଣ୍ଡ ପୋଜିଶନ୍ସ ଉପରେ କ୍ଲିକ୍ କରନ୍ତୁ
+
|ସମସ୍ତ ବଣ୍ଡ ପୋଜିଶନ୍ସ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:54
 
|01:54
| ପୁଣିଥରେ ଦେଖନ୍ତୁ ଯେପରି ଦୁଇଟି Hydrogen ପରସ୍ପରକୁ ଓଭରଲ୍ୟାପ୍ କରୁନଥିବେ
+
|ପୁଣିଥରେ ଦେଖନ୍ତୁ ଯେପରି ଦୁଇଟି Hydrogen ପରସ୍ପରକୁ ଓଭରଲ୍ୟାପ୍ କରୁନଥିବେ
 +
 
 
|-
 
|-
 
|01:59
 
|01:59
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି (C6H12) Cyclohexane
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି (C6H12) Cyclohexane
 +
 
 
|-
 
|-
 
|02:04
 
|02:04
| ଷ୍ଟ୍ରକଚର୍ କୁ କପୀ ଓ ପେଷ୍ଟ କରନ୍ତୁ
+
|ଷ୍ଟ୍ରକଚର୍ କୁ କପୀ ଓ ପେଷ୍ଟ କରନ୍ତୁ
 +
 
 
|-
 
|-
 
|02:07
 
|02:07
| ଷ୍ଟ୍ରକଚର୍ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
+
|ଷ୍ଟ୍ରକଚର୍ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
 +
 
 
|-
 
|-
 
|02:10
 
|02:10
| ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ Ctrl+V ଦାବନ୍ତୁ   
+
|ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ Ctrl+V ଦାବନ୍ତୁ   
 +
 
 
|-
 
|-
 
|02:15
 
|02:15
| ଏବେ ଚାଲନ୍ତୁ ଦ୍ୱିତୀୟ Cyclohaxene ଷ୍ଟ୍ରକଚରକୁ Cyclohexeneରେ ବଦଳାଇବା
+
|ଏବେ ଚାଲନ୍ତୁ ଦ୍ୱିତୀୟ Cyclohaxene ଷ୍ଟ୍ରକଚରକୁ Cyclohexeneରେ ବଦଳାଇବା
 +
 
 
|-
 
|-
 
|02:19
 
|02:19
| Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
+
|Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:22
 
|02:22
| ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
+
|ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
 +
 
 
|-
 
|-
 
|02:27
 
|02:27
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:33
 
|02:33
| ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ   
+
|ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ   
 +
 
 
|-
 
|-
 
|02:37
 
|02:37
| ଗୋଟିଏ ଡବଲ୍ ବଣ୍ଡ ଗଠିତ ହେଲା
+
|ଗୋଟିଏ ଡବଲ୍ ବଣ୍ଡ ଗଠିତ ହେଲା
 +
 
 
|-
 
|-
 
|02:40
 
|02:40
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexane (C6H10)
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexane (C6H10)
 +
 
 
|-
 
|-
 
|02:44
 
|02:44
| ଚାଲନ୍ତୁ ଏବେ Cyclohexeneକୁ Cyclohexadieneରେ ଓ ତା’ପରେ Benzeneରେ ବଦଳାଇବା
+
|ଚାଲନ୍ତୁ ଏବେ Cyclohexeneକୁ Cyclohexadieneରେ ଓ ତା’ପରେ Benzeneରେ ବଦଳାଇବା
 +
 
 
|-
 
|-
 
|02:51
 
|02:51
| ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
+
|ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
 +
 
 
|-
 
|-
 
|02:56
 
|02:56
| Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
+
|Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:58
 
|02:58
| ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
+
|ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
 +
 
 
|-
 
|-
 
|03:03
 
|03:03
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:09
 
|03:09
| ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ   
+
|ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ   
 +
 
 
|-
 
|-
 
|03:13
 
|03:13
| ଦ୍ୱିତୀୟ ଡବଲ୍ ବଣ୍ଡ ଗଠିତ ହେଲା
+
|ଦ୍ୱିତୀୟ ଡବଲ୍ ବଣ୍ଡ ଗଠିତ ହେଲା
 +
 
 
|-
 
|-
 
|03:16
 
|03:16
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexadiene (C6H8)
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexadiene (C6H8)
 +
 
 
|-
 
|-
 
|03:22
 
|03:22
| ସେହିଭଳି, ତୃତୀୟ ଡବଲ୍ ବଣ୍ଡ ଗଠନ କରିବା ପାଇଁ ଚାଲନ୍ତୁ ପ୍ରକ୍ରିୟାର ପୁନରାବୃତ୍ତି କରିବା
+
|ସେହିଭଳି, ତୃତୀୟ ଡବଲ୍ ବଣ୍ଡ ଗଠନ କରିବା ପାଇଁ ଚାଲନ୍ତୁ ପ୍ରକ୍ରିୟାର ପୁନରାବୃତ୍ତି କରିବା
 +
 
 
|-
 
|-
 
|03:28
 
|03:28
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Benzene (C6H6)
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Benzene (C6H6)
 +
 
 
|-
 
|-
 
|03:33
 
|03:33
| ଏକ ଆସାନମେଣ୍ଟ ଭାବେ
+
|ଏକ ଆସାନମେଣ୍ଟ ଭାବେ
 +
 
 
|-
 
|-
 
|03:35
 
|03:35
| Cyclobutane ଷ୍ଟ୍ରକଚର୍ ଆଙ୍କନ୍ତୁ * ଓ Cyclobutadieneରେ ବଦଳା’ନ୍ତୁ  
+
|Cyclobutane ଷ୍ଟ୍ରକଚର୍ ଆଙ୍କନ୍ତୁ * ଓ Cyclobutadieneରେ ବଦଳା’ନ୍ତୁ  
 +
 
 
|-
 
|-
 
|03:39
 
|03:39
| * Cyclopentane ଆଙ୍କି Cyclopentadieneରେ ବଦଳା’ନ୍ତୁ
+
|Cyclopentane ଆଙ୍କି Cyclopentadieneରେ ବଦଳା’ନ୍ତୁ
 +
 
 
|-
 
|-
 
|03:45
 
|03:45
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
+
|ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
 
|03:49
 
|03:49
 
|ଏହାପରେ ଆମେ Benzene ଡିରାଇଭେଟିଭ୍ସ ବିଷୟରେ ଶିଖିବା
 
|ଏହାପରେ ଆମେ Benzene ଡିରାଇଭେଟିଭ୍ସ ବିଷୟରେ ଶିଖିବା
 +
 
|-
 
|-
 
|03:53
 
|03:53
| ଭିନ୍ନ କେମିକଲ୍ କମ୍ପାଉଣ୍ଡ ପ୍ରାପ୍ତ କରିବା ପାଇଁ Benzeneରେ ହାଇଡ୍ରୋଜେନକୁ ଫଙ୍କଶନଲ୍ ସମୂହରେ ବଦଳାଇହେବ
+
|ଭିନ୍ନ କେମିକଲ୍ କମ୍ପାଉଣ୍ଡ ପ୍ରାପ୍ତ କରିବା ପାଇଁ Benzeneରେ ହାଇଡ୍ରୋଜେନକୁ ଫଙ୍କଶନଲ୍ ସମୂହରେ ବଦଳାଇହେବ
 +
 
 
|-
 
|-
 
|03:59
 
|03:59
| ହାଇଡ୍ରୋଜେନକୁ ବଦଳାଇପାରୁଥିବା ଫଙ୍କଶନଲ୍ ଗ୍ରୁପ୍ସ ହେଉଛି  
+
|ହାଇଡ୍ରୋଜେନକୁ ବଦଳାଇପାରୁଥିବା ଫଙ୍କଶନଲ୍ ଗ୍ରୁପ୍ସ ହେଉଛି  
 +
 
 
|-
 
|-
 
|04:02
 
|04:02
| fluoro(F),  
+
|fluoro(F),Methyl  (CH3)  
|-
+
 
|04:03
+
|Methyl  (CH3)  
+
 
|-
 
|-
 
|04:04
 
|04:04
| Nitro(NO2),  
+
|Nitro(NO2),Hydroxy (OH) ଓ
|-
+
 
|04:05
+
| Hydroxy (OH) ଓ
+
 
|-
 
|-
 
|04:06
 
|04:06
| ଅନ୍ୟାନ୍ୟ
+
|ଅନ୍ୟାନ୍ୟ
 +
 
 
|-
 
|-
 
|04:08
 
|04:08
| ଏବେ Display Areaରେ Benzene ଷ୍ଟ୍ରକଚରକୁ କପୀ ଓ ଦୁଇଥର ପେଷ୍ଟ କରନ୍ତୁ
+
|ଏବେ Display Areaରେ Benzene ଷ୍ଟ୍ରକଚରକୁ କପୀ ଓ ଦୁଇଥର ପେଷ୍ଟ କରନ୍ତୁ
 +
 
 
|-
 
|-
 
|04:13
 
|04:13
| Benzene ଷ୍ଟ୍ରକଚର ସିଲେକ୍ଟ କରିବା ପାଇଁ  Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Benzene ଷ୍ଟ୍ରକଚର ସିଲେକ୍ଟ କରିବା ପାଇଁ  Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:18
 
|04:18
| ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ ଦୁଇଥର Ctrl+V ଦାବନ୍ତୁ
+
|ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ ଦୁଇଥର Ctrl+V ଦାବନ୍ତୁ
 +
 
 
|-
 
|-
 
|04:24
 
|04:24
| ପ୍ରଥମ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ ଫ୍ଲୁରିନ୍ ଆଟମ୍ ରେ ବଦଳା’ନ୍ତୁ
+
|ପ୍ରଥମ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ ଫ୍ଲୁରିନ୍ ଆଟମ୍ ରେ ବଦଳା’ନ୍ତୁ
 +
 
 
|-
 
|-
 
|04:30
 
|04:30
| କୀ’ବୋର୍ଡରେ F ଦାବନ୍ତୁ
+
|କୀ’ବୋର୍ଡରେ F ଦାବନ୍ତୁ
 +
 
 
|-
 
|-
 
|04:32
 
|04:32
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:35
 
|04:35
| ଫ୍ଲୁରିନ୍ ରେ ବଦଳାଇବା ପାଇଁ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
+
|ଫ୍ଲୁରିନ୍ ରେ ବଦଳାଇବା ପାଇଁ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:40
 
|04:40
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Fluorobenzene
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Fluorobenzene
 +
 
 
|-
 
|-
 
|04:44
 
|04:44
| ଏହାପରେ ଚାଲନ୍ତୁ, ଏଟମ୍ସର ଏକ ସମୂହ ସହିତ ଦ୍ୱିତୀୟ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା
+
|ଏହାପରେ ଚାଲନ୍ତୁ, ଏଟମ୍ସର ଏକ ସମୂହ ସହିତ ଦ୍ୱିତୀୟ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା
 +
 
 
|-
 
|-
 
|04:50
 
|04:50
| Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:54
 
|04:54
| ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
+
|ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:57
 
|04:57
| ଦେଖନ୍ତୁ, ଗୋଟିଏ ଧପଧପ କରୁଥିବା କର୍ସର୍ ସହିତ ହାଇଡ୍ରୋଜେନ୍ ଏକ ସବୁଜ ବକ୍ସରେ ଅଛି
+
|ଦେଖନ୍ତୁ, ଗୋଟିଏ ଧପଧପ କରୁଥିବା କର୍ସର୍ ସହିତ ହାଇଡ୍ରୋଜେନ୍ ଏକ ସବୁଜ ବକ୍ସରେ ଅଛି
 +
 
 
|-
 
|-
 
|05:03
 
|05:03
| ଗୋଟିଏ Methyl ସମୂହ ସହିତ ହାଇଡ୍ରୋଜେନ୍ କୁ ବଦଳା’ନ୍ତୁ
+
|ଗୋଟିଏ Methyl ସମୂହ ସହିତ ହାଇଡ୍ରୋଜେନ୍ କୁ ବଦଳା’ନ୍ତୁ
 +
 
 
|-
 
|-
 
|05:06
 
|05:06
| Hydrogen କୁ କାଢ଼ି କ୍ୟାପିଟାଲ୍ ରେ C H ଓ 3 ଟାଇପ୍ କରନ୍ତୁ  
+
|Hydrogen କୁ କାଢ଼ି କ୍ୟାପିଟାଲ୍ ରେ C H ଓ 3 ଟାଇପ୍ କରନ୍ତୁ  
 +
 
 
|-
 
|-
 
|05:12
 
|05:12
| Display Areaର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
+
|Display Areaର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:15
 
|05:15
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Methyle Benzene
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Methyle Benzene
 +
 
 
|-
 
|-
 
|05:19
 
|05:19
| ତୃତୀୟ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ Nitro ଗ୍ରୁପ୍ ରେ ବଦଳା’ନ୍ତୁ
+
|ତୃତୀୟ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ Nitro ଗ୍ରୁପ୍ ରେ ବଦଳା’ନ୍ତୁ
 +
 
 
|-
 
|-
 
|05:24
 
|05:24
| ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ  
+
|ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|05:27
 
|05:27
| Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
+
|Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
 +
 
 
|-
 
|-
 
|05:32
 
|05:32
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Nitrobenzene
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Nitrobenzene
 +
 
 
|-
 
|-
 
|05:36
 
|05:36
| ଚାଲନ୍ତୁ, Benzene Ringରେ Carbonର ସ୍ଥିତିକୁ ଦେଖିବା  
+
|ଚାଲନ୍ତୁ, Benzene Ringରେ Carbonର ସ୍ଥିତିକୁ ଦେଖିବା  
 +
 
 
|-
 
|-
 
|05:40
 
|05:40
| Benzeneରେ ଛଅଟି କାର୍ବନ୍ ଏଟମ୍ସକୁ 1ରୁ 6 ପର୍ଯ୍ୟନ୍ତ ନମ୍ୱର୍ ଦିଆଯାଇଛି
+
|Benzeneରେ ଛଅଟି କାର୍ବନ୍ ଏଟମ୍ସକୁ 1ରୁ 6 ପର୍ଯ୍ୟନ୍ତ ନମ୍ୱର୍ ଦିଆଯାଇଛି
 +
 
 
|-
 
|-
 
|05:45
 
|05:45
| ହାଇଡ୍ରୋଜେନ୍ କୁ ବଦଳାଇବା ପୂର୍ବରୁ ସମସ୍ତ ଛଅଗୋଟି ପୋଜିଶନ୍ ସମାନ ଅଟେ
+
|ହାଇଡ୍ରୋଜେନ୍ କୁ ବଦଳାଇବା ପୂର୍ବରୁ ସମସ୍ତ ଛଅଗୋଟି ପୋଜିଶନ୍ ସମାନ ଅଟେ
 +
 
 
|-
 
|-
 
|05:51
 
|05:51
| ଗୋଟିଏ ଫଙ୍କଶନଲ୍ ଗ୍ରୁପ୍ ଦ୍ଵାରା ଯେତେବେଳେ ହାଇଡ୍ରୋଜେନ୍ ବଦଳେ, ରିଙ୍ଗ୍ ର Electron Density ବଦଳେ
+
|ଗୋଟିଏ ଫଙ୍କଶନଲ୍ ଗ୍ରୁପ୍ ଦ୍ଵାରା ଯେତେବେଳେ ହାଇଡ୍ରୋଜେନ୍ ବଦଳେ, ରିଙ୍ଗ୍ ର Electron Density ବଦଳେ
 +
 
 
|-
 
|-
 
|05:57
 
|05:57
| Substituent ଉପରେ Electron Density ନିର୍ଭର କରିଥାଏ
+
|Substituent ଉପରେ Electron Density ନିର୍ଭର କରିଥାଏ
 +
 
 
|-
 
|-
 
|06:01
 
|06:01
| ନିମ୍ନ ପୋଜିଶନ୍ ରେ Benzeneର ଏକ Mono Substituted କମ୍ପାଉଣ୍ଡକୁ ବଦଳାଯାଇପାରିବ:
+
|ନିମ୍ନ ପୋଜିଶନ୍ ରେ Benzeneର ଏକ Mono Substituted କମ୍ପାଉଣ୍ଡକୁ ବଦଳାଯାଇପାରିବ:
 +
 
 
|-
 
|-
 
|06:06
 
|06:06
|* Para ଭାବରେ 1 ଓ 4
+
|Para ଭାବରେ 1 ଓ 4
 +
 
 
|-
 
|-
 
|06:09
 
|06:09
|* Ortho ଭାବରେ 2 ଓ 6
+
|Ortho ଭାବରେ 2 ଓ 6
 +
 
 
|-
 
|-
 
|06:12
 
|06:12
|* Meta ଭାବରେ 3 ଓ 5
+
|Meta ଭାବରେ 3 ଓ 5
 +
 
 
|-
 
|-
 
|06:15
 
|06:15
| ବର୍ତ୍ତମାନ ଅନ୍ୟଏକ Methyl ଗ୍ରୂପ୍ ସହିତ Methylbenzene ଷ୍ଟ୍ରକଚର୍ କୁ ବଦଳାଇବା   
+
|ବର୍ତ୍ତମାନ ଅନ୍ୟଏକ Methyl ଗ୍ରୂପ୍ ସହିତ Methylbenzene ଷ୍ଟ୍ରକଚର୍ କୁ ବଦଳାଇବା   
 +
 
 
|-
 
|-
 
|06:20
 
|06:20
| Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:24
 
|06:24
| ରିଙ୍ଗ୍ ର ଦ୍ୱିତୀୟ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
+
|ରିଙ୍ଗ୍ ର ଦ୍ୱିତୀୟ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:28
 
|06:28
| Methyl ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ  
+
|Methyl ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ  
 +
 
 
|-
 
|-
 
|06:32
 
|06:32
| କ୍ୟାପିଟାଲରେ ଟାଇପ୍ କରନ୍ତୁ C H 3
+
|କ୍ୟାପିଟାଲରେ ଟାଇପ୍ କରନ୍ତୁ C H 3
 +
 
 
|-
 
|-
 
|06:35
 
|06:35
 
|ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Ortho-Xylene
 
|ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Ortho-Xylene
 +
 
|-
 
|-
 
|06:39
 
|06:39
| ଗୋଟିଏ Carboxy ସମୂହ ସହିତ Nitrobenzeneକୁ ବଦଳା’ନ୍ତୁ  
+
|ଗୋଟିଏ Carboxy ସମୂହ ସହିତ Nitrobenzeneକୁ ବଦଳା’ନ୍ତୁ  
 +
 
 
|-
 
|-
 
|06:44
 
|06:44
| ରିଙ୍ଗ୍ ର ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
+
|ରିଙ୍ଗ୍ ର ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:48
 
|06:48
| Carboxy ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ  
+
|Carboxy ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ  
 +
 
 
|-
 
|-
 
|06:52
 
|06:52
| କ୍ୟାପିଟାଲ୍ ରେ ଟାଇପ୍ କରନ୍ତୁ C O O H
+
|କ୍ୟାପିଟାଲ୍ ରେ ଟାଇପ୍ କରନ୍ତୁ C O O H
 +
 
 
|-
 
|-
 
|06:57
 
|06:57
 
|ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Para-Nitrobinzoic Acid
 
|ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Para-Nitrobinzoic Acid
 +
 
|-
 
|-
 
|07:02
 
|07:02
| ପ୍ରକ୍ରିୟାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
+
|ପ୍ରକ୍ରିୟାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
 +
 
 
|-
 
|-
 
|07:05
 
|07:05
| ଏକ Nitro ଗ୍ରୁପ୍ ସହିତ Nitrobenzeneର ତୃତୀୟ ପୋଜିଶନ୍ କୁ ବଦଳାନ୍ତୁ
+
|ଏକ Nitro ଗ୍ରୁପ୍ ସହିତ Nitrobenzeneର ତୃତୀୟ ପୋଜିଶନ୍ କୁ ବଦଳାନ୍ତୁ
 +
 
 
|-
 
|-
 
|07:11
 
|07:11
| Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
+
|Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
 +
 
 
|-
 
|-
 
|07:17
 
|07:17
 
|ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Meta Dinitrobenzene
 
|ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Meta Dinitrobenzene
 +
 
|-
 
|-
 
|07:22
 
|07:22
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ
 +
 
 
|-
 
|-
 
|07:24
 
|07:24
| ସାତୋଟି Benzene ଷ୍ଟ୍ରକଚର୍ ଆଙ୍କନ୍ତୁ
+
|ସାତୋଟି Benzene ଷ୍ଟ୍ରକଚର୍ ଆଙ୍କନ୍ତୁ,ନିମ୍ନଲିଖିତର ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ବଦଳାନ୍ତୁ:
|-
+
 
|07:25
+
| ନିମ୍ନଲିଖିତର ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ବଦଳାନ୍ତୁ:
+
 
|-
 
|-
 
|07:28
 
|07:28
| ପ୍ରଥମ Benzene ସହିତ Bromo
+
|ପ୍ରଥମ Benzene ସହିତ Bromo
 +
 
 
|-
 
|-
 
|07:30
 
|07:30
| ଦ୍ୱିତୀୟ Benzene ସହିତ Iodo  
+
|ଦ୍ୱିତୀୟ Benzene ସହିତ Iodo  
 +
 
 
|-
 
|-
 
|07:32
 
|07:32
| ତୃତୀୟ Benzene ସହିତ Hydroxy  
+
|ତୃତୀୟ Benzene ସହିତ Hydroxy  
 +
 
 
|-
 
|-
 
|07:34
 
|07:34
| ଚତୁର୍ଥ Benzene ସହିତ Amino  
+
|ଚତୁର୍ଥ Benzene ସହିତ Amino  
 +
 
 
|-
 
|-
 
|07:36
 
|07:36
| ପଞ୍ଚମ Benzene ସହିତ Ethyl  
+
|ପଞ୍ଚମ Benzene ସହିତ Ethyl  
 +
 
 
|-
 
|-
 
|07:39
 
|07:39
| ଆହୁରି ମଧ୍ୟ ବଦଳା’ନ୍ତୁ: * Chlorine ଏଟମ୍ସ ସହିତ ଷଷ୍ଠ Benzeneର ଦୁଇଟି ହାଇଡ୍ରୋଜେନ୍ସ  
+
|ଆହୁରି ମଧ୍ୟ ବଦଳା’ନ୍ତୁ: * Chlorine ଏଟମ୍ସ ସହିତ ଷଷ୍ଠ Benzeneର ଦୁଇଟି ହାଇଡ୍ରୋଜେନ୍ସ  
 +
 
 
|-
 
|-
 
|07:44
 
|07:44
|* Carboxy ଗ୍ରୁପ୍ସ ସହିତ ସପ୍ତମ Benzeneର ପ୍ରଥମ ଓ ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ସ
+
|Carboxy ଗ୍ରୁପ୍ସ ସହିତ ସପ୍ତମ Benzeneର ପ୍ରଥମ ଓ ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ସ
 +
 
 
|-
 
|-
 
|07:51
 
|07:51
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
+
|ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
 
|07:55
 
|07:55
| ଏବେ ଚାଲନ୍ତୁ, ଦୁଇଟି ଷ୍ଟ୍ରକଚର୍ Merge କରିବା ବିଷୟରେ ଶିଖିବା
+
|ଏବେ ଚାଲନ୍ତୁ, ଦୁଇଟି ଷ୍ଟ୍ରକଚର୍ Merge କରିବା ବିଷୟରେ ଶିଖିବା
 +
 
 
|-
 
|-
 
|07:57
 
|07:57
| ଗୋଟିଏ ନୂଆ ୱିଣ୍ଡୋ ଖୋଲନ୍ତୁ
+
|ଗୋଟିଏ ନୂଆ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
 
|08:00
 
|08:00
| ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
+
|ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
 +
 
 
|-
 
|-
 
|08:04
 
|08:04
 
|Add a Four membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a Four membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:07
 
|08:07
| Display Area ଉପରେ ଦୁଇଥର କ୍ଲିକ୍ କରନ୍ତୁ
+
|Display Area ଉପରେ ଦୁଇଥର କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:10
 
|08:10
 
|Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:14
 
|08:14
| ଦ୍ୱିତୀୟ ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
+
|ଦ୍ୱିତୀୟ ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:16
 
|08:16
| ଏହାକୁ ଡ୍ରାଗ୍ କରି ପ୍ରଥମ ଷ୍ଟ୍ରକଚର୍ ପାଖରେ ରଖନ୍ତୁ
+
|ଏହାକୁ ଡ୍ରାଗ୍ କରି ପ୍ରଥମ ଷ୍ଟ୍ରକଚର୍ ପାଖରେ ରଖନ୍ତୁ
 +
 
 
|-
 
|-
 
|08:20
 
|08:20
| ଏପରି, ଯେପରି ସେମାନେ ପରସ୍ପରକୁ ସ୍ପର୍ଶ କରୁଥିବେ
+
|ଏପରି, ଯେପରି ସେମାନେ ପରସ୍ପରକୁ ସ୍ପର୍ଶ କରୁଥିବେ
 +
 
 
|-
 
|-
 
|08:23
 
|08:23
| ଷ୍ଟ୍ରକଚର୍ସ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
+
|ଷ୍ଟ୍ରକଚର୍ସ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
 +
 
 
|-
 
|-
 
|08:26
 
|08:26
| Merge Two Molecules ଟୂଲ୍ ସକ୍ରିୟ ହୋଇଯିବ
+
|Merge Two Molecules ଟୂଲ୍ ସକ୍ରିୟ ହୋଇଯିବ
 +
 
 
|-
 
|-
 
|08:30
 
|08:30
| Moleculesକୁ Merge କରିବା ପାଇଁ Merge Two Molecules ଟୂଲ୍ ଉପରେ କ୍ଲିକ୍ କରନ୍ତୁ
+
|Moleculesକୁ Merge କରିବା ପାଇଁ Merge Two Molecules ଟୂଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:34
 
|08:34
| ମର୍ଜିଙ୍ଗ୍ ଦେଖିବା ପାଇଁ ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
+
|ମର୍ଜିଙ୍ଗ୍ ଦେଖିବା ପାଇଁ ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|08:38
 
|08:38
| ସଂକ୍ଷିପ୍ତରେ
+
|ସଂକ୍ଷିପ୍ତରେ
 +
 
 
|-
 
|-
 
|08:41
 
|08:41
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 +
 
 
|-
 
|-
 
|08:43
 
|08:43
|* Cyclohexaneକୁ Cyclohexeneରେ ବଦଳାଇବା
+
|Cyclohexaneକୁ Cyclohexeneରେ ବଦଳାଇବା
 +
 
 
|-
 
|-
 
|08:46
 
|08:46
|* Cyclohexeneକୁ Benzeneରେ ବଦଳାଇବା
+
|Cyclohexeneକୁ Benzeneରେ ବଦଳାଇବା
 +
 
 
|-
 
|-
 
|08:49
 
|08:49
| Fluoro. Methyle, Nitro ଓ Carboxy ଗ୍ରୁପ୍ସ ସହିତ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା  
+
|Fluoro. Methyle, Nitro ଓ Carboxy ଗ୍ରୁପ୍ସ ସହିତ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା  
 +
 
 
|-
 
|-
 
|08:55
 
|08:55
|* ଦୁଇଟି ଫୋର୍ ମେମ୍ୱର୍ଡ ସାଇକଲ୍ କୁ ମର୍ଜ କରିବା
+
|ଦୁଇଟି ଫୋର୍ ମେମ୍ୱର୍ଡ ସାଇକଲ୍ କୁ ମର୍ଜ କରିବା
 +
 
 
|-
 
|-
 
|08:58
 
|08:58
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ
 +
 
 
|-
 
|-
 
|09:00
 
|09:00
| ଦୁଇଟି Benzene Moleculesକୁ  
+
|ଦୁଇଟି Benzene Moleculesକୁ  
 +
 
 
|-
 
|-
 
|09:02
 
|09:02
|* ଦୁଇଟି Pentane ଷ୍ଟ୍ରକଚର୍ସକୁ
+
|ଦୁଇଟି Pentane ଷ୍ଟ୍ରକଚର୍ସକୁ
 +
 
 
|-
 
|-
 
|09:04
 
|09:04
|* Cyclopentane ଓ Cyclohexane ମୋଲେକ୍ୟୁଲ୍ସ ମର୍ଜ କରନ୍ତୁ
+
|Cyclopentane ଓ Cyclohexane ମୋଲେକ୍ୟୁଲ୍ସ ମର୍ଜ କରନ୍ତୁ
 +
 
 
|-
 
|-
 
|09:08
 
|09:08
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
+
|ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
 
|09:12
 
|09:12
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
 
|09:15
 
|09:15
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|09:19
 
|09:19
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
 
|-
 
|-
 
|09:23
 
|09:23
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|09:27
 
|09:27
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
 
|-
 
|-
 
|09:31
 
|09:31
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
+
|ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
 
|-
 
|-
 
|09:37
 
|09:37
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
 
|09:41
 
|09:41
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|09:48
 
|09:48
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
 
|09:53
 
|09:53
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
 
|-
 
|-
 
|09:57
 
|09:57
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
|ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
+
 
|}
 
|}

Latest revision as of 10:28, 6 April 2017

Time Narration
00:01 ନମସ୍କାର ବନ୍ଧୁଗଣ,GChemPaintରେ "Aromatic Molecular Sructures" ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 Cyclohexaneକୁ Cyclohexeneରେ ବଦଳାଇବା
00:13 Cyclohexeneକୁ Benzeneରେ ବଦଳାଇବା
00:16 ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା
00:20 ଆଟମ୍ସର ଗ୍ରୁପ୍ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା
00:24 ଦୁଇଟି ମୋଲେକ୍ୟୁଲ୍ସକୁ ମର୍ଜ କରିବା
00:26 ଏଠାରେ ମୁଁ ବ୍ୟବହାର କରୁଛି
00:28 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:32 GChemPaint ଭର୍ସନ୍ 0.12.10
00:37 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:41 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:44 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:50 ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
00:54 Display Areaରେ ଏକ ସିକ୍ସ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ
00:59 Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:02 Display Area ଉପରେ କ୍ଲିକ୍ କରନ୍ତୁ
01:04 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:10 ସାଇକଲ୍ ର ପ୍ରତ୍ୟେକ କୋଣରେ ଦୁଇଟି ବଣ୍ଡ ଆଡ୍ କରନ୍ତୁ
01:14 ବଣ୍ଡଗୁଡ଼ିକୁ ଏପରି ରଖନ୍ତୁ ଯେ, ଦୁଇଟି ବଣ୍ଡ ପରସ୍ପରକୁ ସ୍ପର୍ଶ କରୁନଥିବେ
01:19 ଆଉ ଏପରି କରିବାକୁ, ବଣ୍ଡ ଉପରେ କ୍ଲିକ୍ କରି ସଠିକ୍ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
01:24 ଚାଲନ୍ତୁ ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ପ୍ରଦର୍ଶିତ କରିବା
01:28 ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
01:31 ଏକ ସବ୍-ମେନୁ ଖୋଲିଲା
01:33 Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
01:36 ସେହିପରି, ସାଇକଲର ସମସ୍ତ କୋଣରେ Carbon ଆଟମ୍ସ ଯୋଡ଼ନ୍ତୁ
01:42 ବଣ୍ଡଗୁଡ଼ିକରେ Hydrogen ଆଟମ୍ସ ଆଡ୍ କରିବାକୁ କୀ’ବୋର୍ଡରେ H ଦାବନ୍ତୁ
01:47 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:51 ସମସ୍ତ ବଣ୍ଡ ପୋଜିଶନ୍ସ ଉପରେ କ୍ଲିକ୍ କରନ୍ତୁ
01:54 ପୁଣିଥରେ ଦେଖନ୍ତୁ ଯେପରି ଦୁଇଟି Hydrogen ପରସ୍ପରକୁ ଓଭରଲ୍ୟାପ୍ କରୁନଥିବେ
01:59 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି (C6H12) Cyclohexane
02:04 ଷ୍ଟ୍ରକଚର୍ କୁ କପୀ ଓ ପେଷ୍ଟ କରନ୍ତୁ
02:07 ଷ୍ଟ୍ରକଚର୍ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
02:10 ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ Ctrl+V ଦାବନ୍ତୁ
02:15 ଏବେ ଚାଲନ୍ତୁ ଦ୍ୱିତୀୟ Cyclohaxene ଷ୍ଟ୍ରକଚରକୁ Cyclohexeneରେ ବଦଳାଇବା
02:19 Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:22 ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
02:27 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:33 ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ
02:37 ଗୋଟିଏ ଡବଲ୍ ବଣ୍ଡ ଗଠିତ ହେଲା
02:40 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexane (C6H10)
02:44 ଚାଲନ୍ତୁ ଏବେ Cyclohexeneକୁ Cyclohexadieneରେ ଓ ତା’ପରେ Benzeneରେ ବଦଳାଇବା
02:51 ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
02:56 Eraser ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:58 ପ୍ରତ୍ୟେକ ସଂଲଗ୍ନ Carbon ଆଟମ୍ସରୁ ଗୋଟିଏ Hydrogen Bond ଡିଲିଟ୍ କରନ୍ତୁ
03:03 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:09 ତା’ପରେ ଡିଲିଟ୍ କରାଯାଇଥିବା Hydrogen Bonds ମଧ୍ୟରେ ଥିବା ବଣ୍ଡ ଉପରେ କ୍ଲିକ୍ କରନ୍ତୁ
03:13 ଦ୍ୱିତୀୟ ଡବଲ୍ ବଣ୍ଡ ଗଠିତ ହେଲା
03:16 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclohexadiene (C6H8)
03:22 ସେହିଭଳି, ତୃତୀୟ ଡବଲ୍ ବଣ୍ଡ ଗଠନ କରିବା ପାଇଁ ଚାଲନ୍ତୁ ପ୍ରକ୍ରିୟାର ପୁନରାବୃତ୍ତି କରିବା
03:28 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Benzene (C6H6)
03:33 ଏକ ଆସାନମେଣ୍ଟ ଭାବେ
03:35 Cyclobutane ଷ୍ଟ୍ରକଚର୍ ଆଙ୍କନ୍ତୁ * ଓ Cyclobutadieneରେ ବଦଳା’ନ୍ତୁ
03:39 Cyclopentane ଆଙ୍କି Cyclopentadieneରେ ବଦଳା’ନ୍ତୁ
03:45 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
03:49 ଏହାପରେ ଆମେ Benzene ଡିରାଇଭେଟିଭ୍ସ ବିଷୟରେ ଶିଖିବା
03:53 ଭିନ୍ନ କେମିକଲ୍ କମ୍ପାଉଣ୍ଡ ପ୍ରାପ୍ତ କରିବା ପାଇଁ Benzeneରେ ହାଇଡ୍ରୋଜେନକୁ ଫଙ୍କଶନଲ୍ ସମୂହରେ ବଦଳାଇହେବ
03:59 ହାଇଡ୍ରୋଜେନକୁ ବଦଳାଇପାରୁଥିବା ଫଙ୍କଶନଲ୍ ଗ୍ରୁପ୍ସ ହେଉଛି
04:02 fluoro(F),Methyl (CH3)
04:04 Nitro(NO2),Hydroxy (OH) ଓ
04:06 ଅନ୍ୟାନ୍ୟ
04:08 ଏବେ Display Areaରେ Benzene ଷ୍ଟ୍ରକଚରକୁ କପୀ ଓ ଦୁଇଥର ପେଷ୍ଟ କରନ୍ତୁ
04:13 Benzene ଷ୍ଟ୍ରକଚର ସିଲେକ୍ଟ କରିବା ପାଇଁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:18 ଷ୍ଟ୍ରକଚର୍ କପୀ କରିବାକୁ Ctrl+C ଓ ପେଷ୍ଟ କରିବାକୁ ଦୁଇଥର Ctrl+V ଦାବନ୍ତୁ
04:24 ପ୍ରଥମ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ ଫ୍ଲୁରିନ୍ ଆଟମ୍ ରେ ବଦଳା’ନ୍ତୁ
04:30 କୀ’ବୋର୍ଡରେ F ଦାବନ୍ତୁ
04:32 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:35 ଫ୍ଲୁରିନ୍ ରେ ବଦଳାଇବା ପାଇଁ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
04:40 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Fluorobenzene
04:44 ଏହାପରେ ଚାଲନ୍ତୁ, ଏଟମ୍ସର ଏକ ସମୂହ ସହିତ ଦ୍ୱିତୀୟ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା
04:50 Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:54 ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
04:57 ଦେଖନ୍ତୁ, ଗୋଟିଏ ଧପଧପ କରୁଥିବା କର୍ସର୍ ସହିତ ହାଇଡ୍ରୋଜେନ୍ ଏକ ସବୁଜ ବକ୍ସରେ ଅଛି
05:03 ଗୋଟିଏ Methyl ସମୂହ ସହିତ ହାଇଡ୍ରୋଜେନ୍ କୁ ବଦଳା’ନ୍ତୁ
05:06 Hydrogen କୁ କାଢ଼ି କ୍ୟାପିଟାଲ୍ ରେ C H ଓ 3 ଟାଇପ୍ କରନ୍ତୁ
05:12 Display Areaର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:15 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Methyle Benzene
05:19 ତୃତୀୟ Benzene ଷ୍ଟ୍ରକଚରର ହାଇଡ୍ରୋଜେନ୍ କୁ Nitro ଗ୍ରୁପ୍ ରେ ବଦଳା’ନ୍ତୁ
05:24 ଯେକୌଣସି ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ
05:27 Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
05:32 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Nitrobenzene
05:36 ଚାଲନ୍ତୁ, Benzene Ringରେ Carbonର ସ୍ଥିତିକୁ ଦେଖିବା
05:40 Benzeneରେ ଛଅଟି କାର୍ବନ୍ ଏଟମ୍ସକୁ 1ରୁ 6 ପର୍ଯ୍ୟନ୍ତ ନମ୍ୱର୍ ଦିଆଯାଇଛି
05:45 ହାଇଡ୍ରୋଜେନ୍ କୁ ବଦଳାଇବା ପୂର୍ବରୁ ସମସ୍ତ ଛଅଗୋଟି ପୋଜିଶନ୍ ସମାନ ଅଟେ
05:51 ଗୋଟିଏ ଫଙ୍କଶନଲ୍ ଗ୍ରୁପ୍ ଦ୍ଵାରା ଯେତେବେଳେ ହାଇଡ୍ରୋଜେନ୍ ବଦଳେ, ରିଙ୍ଗ୍ ର Electron Density ବଦଳେ
05:57 Substituent ଉପରେ Electron Density ନିର୍ଭର କରିଥାଏ
06:01 ନିମ୍ନ ପୋଜିଶନ୍ ରେ Benzeneର ଏକ Mono Substituted କମ୍ପାଉଣ୍ଡକୁ ବଦଳାଯାଇପାରିବ:
06:06 Para ଭାବରେ 1 ଓ 4
06:09 Ortho ଭାବରେ 2 ଓ 6
06:12 Meta ଭାବରେ 3 ଓ 5
06:15 ବର୍ତ୍ତମାନ ଅନ୍ୟଏକ Methyl ଗ୍ରୂପ୍ ସହିତ Methylbenzene ଷ୍ଟ୍ରକଚର୍ କୁ ବଦଳାଇବା
06:20 Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:24 ରିଙ୍ଗ୍ ର ଦ୍ୱିତୀୟ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
06:28 Methyl ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ
06:32 କ୍ୟାପିଟାଲରେ ଟାଇପ୍ କରନ୍ତୁ C H 3
06:35 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Ortho-Xylene
06:39 ଗୋଟିଏ Carboxy ସମୂହ ସହିତ Nitrobenzeneକୁ ବଦଳା’ନ୍ତୁ
06:44 ରିଙ୍ଗ୍ ର ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
06:48 Carboxy ଗ୍ରୁପ୍ ସହିତ ସବୁଜ ବକ୍ସରେ ଥିବା ହାଇଡ୍ରୋଜେନ୍ କୁ ବଦଳାଇବା ପାଇଁ
06:52 କ୍ୟାପିଟାଲ୍ ରେ ଟାଇପ୍ କରନ୍ତୁ C O O H
06:57 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Para-Nitrobinzoic Acid
07:02 ପ୍ରକ୍ରିୟାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
07:05 ଏକ Nitro ଗ୍ରୁପ୍ ସହିତ Nitrobenzeneର ତୃତୀୟ ପୋଜିଶନ୍ କୁ ବଦଳାନ୍ତୁ
07:11 Hydrogen କୁ କାଢ଼ି କ୍ୟାପିଟାଲ୍ ରେ N O 2 ଟାଇପ୍ କରନ୍ତୁ
07:17 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Meta Dinitrobenzene
07:22 ଏକ ଆସାଇନମେଣ୍ଟ ଭାବେ
07:24 ସାତୋଟି Benzene ଷ୍ଟ୍ରକଚର୍ ଆଙ୍କନ୍ତୁ,ନିମ୍ନଲିଖିତର ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ବଦଳାନ୍ତୁ:
07:28 ପ୍ରଥମ Benzene ସହିତ Bromo
07:30 ଦ୍ୱିତୀୟ Benzene ସହିତ Iodo
07:32 ତୃତୀୟ Benzene ସହିତ Hydroxy
07:34 ଚତୁର୍ଥ Benzene ସହିତ Amino
07:36 ପଞ୍ଚମ Benzene ସହିତ Ethyl
07:39 ଆହୁରି ମଧ୍ୟ ବଦଳା’ନ୍ତୁ: * Chlorine ଏଟମ୍ସ ସହିତ ଷଷ୍ଠ Benzeneର ଦୁଇଟି ହାଇଡ୍ରୋଜେନ୍ସ
07:44 Carboxy ଗ୍ରୁପ୍ସ ସହିତ ସପ୍ତମ Benzeneର ପ୍ରଥମ ଓ ଚତୁର୍ଥ ହାଇଡ୍ରୋଜେନ୍ ପୋଜିଶନ୍ସ
07:51 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
07:55 ଏବେ ଚାଲନ୍ତୁ, ଦୁଇଟି ଷ୍ଟ୍ରକଚର୍ Merge କରିବା ବିଷୟରେ ଶିଖିବା
07:57 ଗୋଟିଏ ନୂଆ ୱିଣ୍ଡୋ ଖୋଲନ୍ତୁ
08:00 ସୁନିଶ୍ଚିତ କରନ୍ତୁ ଯେ, Current Element ହେଉଛି Carbon
08:04 Add a Four membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:07 Display Area ଉପରେ ଦୁଇଥର କ୍ଲିକ୍ କରନ୍ତୁ
08:10 Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:14 ଦ୍ୱିତୀୟ ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
08:16 ଏହାକୁ ଡ୍ରାଗ୍ କରି ପ୍ରଥମ ଷ୍ଟ୍ରକଚର୍ ପାଖରେ ରଖନ୍ତୁ
08:20 ଏପରି, ଯେପରି ସେମାନେ ପରସ୍ପରକୁ ସ୍ପର୍ଶ କରୁଥିବେ
08:23 ଷ୍ଟ୍ରକଚର୍ସ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
08:26 Merge Two Molecules ଟୂଲ୍ ସକ୍ରିୟ ହୋଇଯିବ
08:30 Moleculesକୁ Merge କରିବା ପାଇଁ Merge Two Molecules ଟୂଲ୍ ଉପରେ କ୍ଲିକ୍ କରନ୍ତୁ
08:34 ମର୍ଜିଙ୍ଗ୍ ଦେଖିବା ପାଇଁ ଷ୍ଟ୍ରକଚର୍ସକୁ ଡ୍ରାଗ୍ କରନ୍ତୁ
08:38 ସଂକ୍ଷିପ୍ତରେ
08:41 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
08:43 Cyclohexaneକୁ Cyclohexeneରେ ବଦଳାଇବା
08:46 Cyclohexeneକୁ Benzeneରେ ବଦଳାଇବା
08:49 Fluoro. Methyle, Nitro ଓ Carboxy ଗ୍ରୁପ୍ସ ସହିତ Benzeneର ହାଇଡ୍ରୋଜେନ୍ କୁ ବଦଳାଇବା
08:55 ଦୁଇଟି ଫୋର୍ ମେମ୍ୱର୍ଡ ସାଇକଲ୍ କୁ ମର୍ଜ କରିବା
08:58 ଏକ ଆସାଇନମେଣ୍ଟ ଭାବେ
09:00 ଦୁଇଟି Benzene Moleculesକୁ
09:02 ଦୁଇଟି Pentane ଷ୍ଟ୍ରକଚର୍ସକୁ
09:04 Cyclopentane ଓ Cyclohexane ମୋଲେକ୍ୟୁଲ୍ସ ମର୍ଜ କରନ୍ତୁ
09:08 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09:12 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:19 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:31 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:37 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:41 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:48 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
09:57 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep