Difference between revisions of "GChemPaint/C3/Orbital-Overlap/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- |00:00 |ନମସ୍କାର |- |00:01 | GChemPaint ରେ Orbital Overlap ର ଏହି ଟ୍ୟୁଟୋରିଆଲ୍ ରେ...")
 
 
Line 5: Line 5:
 
|-
 
|-
 
|00:00
 
|00:00
|ନମସ୍କାର
+
|ନମସ୍କାର,GChemPaint ରେ Orbital Overlap ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
|-
+
 
|00:01
+
| GChemPaint ରେ Orbital Overlap ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
+
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
 
|00:08
 
|00:08
|*ବିଭିନ୍ନ ପ୍ରକାରର ଅର୍ବିଟାଲ୍ସ (orbitals) ବିଷୟରେ
+
|ବିଭିନ୍ନ ପ୍ରକାରର ଅର୍ବିଟାଲ୍ସ (orbitals) ବିଷୟରେ
 +
 
 
|-
 
|-
 
|00:11
 
|00:11
|*ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
+
|ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
 +
 
 
|-
 
|-
 
|00:14
 
|00:14
|*ଅର୍ବିଟାଲ୍ ଓଭରଲାପ୍ସ ର ପ୍ରକାର
+
|ଅର୍ବିଟାଲ୍ ଓଭରଲାପ୍ସ ର ପ୍ରକାର
 +
 
 
|-
 
|-
 
|00:17
 
|00:17
| ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04  
+
|ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04  
 +
 
 
|-
 
|-
 
|00:21
 
|00:21
| GChemPaint ଭର୍ସନ୍ 0.12.10
+
|GChemPaint ଭର୍ସନ୍ 0.12.10
 +
 
 
|-
 
|-
 
|00:26
 
|00:26
| ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣଙ୍କୁ GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହିତ ପରିଚିତ ଥିବା ଉଚିତ୍
+
|ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣଙ୍କୁ GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହିତ ପରିଚିତ ଥିବା ଉଚିତ୍
 +
 
 
|-
 
|-
 
|00:34
 
|00:34
| ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
+
|ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
 +
 
 
|-
 
|-
 
|00:38
 
|00:38
| ପ୍ରଥମେ, ଆଟୋମିକ୍ ଅର୍ବିଟଲ୍ (atomic orbital) କ’ଣ ଜାଣିବା
+
|ପ୍ରଥମେ, ଆଟୋମିକ୍ ଅର୍ବିଟଲ୍ (atomic orbital) କ’ଣ ଜାଣିବା
 +
 
 
|-
 
|-
 
|00:42
 
|00:42
| ଆଟୋମିକ୍ ଅର୍ବିଟଲ୍ (atomic orbital) ଏକ ମେଥଟିକଲ୍ ଫଙ୍କଶନ୍ ଅଟେ
+
|ଆଟୋମିକ୍ ଅର୍ବିଟଲ୍ (atomic orbital) ଏକ ମେଥଟିକଲ୍ ଫଙ୍କଶନ୍ ଅଟେ
 +
 
 
|-
 
|-
| 00:46
+
|00:46
| ଏହା ପରମାଣୁରେ ଇଲେକ୍ଟ୍ରୋନ୍ ତରଙ୍ଗର ସ୍ୱଭାବ ବର୍ଣ୍ଣନା କରେ
+
|ଏହା ପରମାଣୁରେ ଇଲେକ୍ଟ୍ରୋନ୍ ତରଙ୍ଗର ସ୍ୱଭାବ ବର୍ଣ୍ଣନା କରେ
 +
 
 
|-
 
|-
 
|00:52
 
|00:52
| ଏହା ଅର୍ବିଟାଲ୍ ସ୍ପେସ୍ ର ସେହି କ୍ଷେତ୍ର ଅଟେ, ଯେଉଁଠି ଇଲେକ୍ଟ୍ରୋନ୍ ମିଳିବାର ସମ୍ଭାବନା ଅଧିକ ଥାଏ
+
|ଏହା ଅର୍ବିଟାଲ୍ ସ୍ପେସ୍ ର ସେହି କ୍ଷେତ୍ର ଅଟେ, ଯେଉଁଠି ଇଲେକ୍ଟ୍ରୋନ୍ ମିଳିବାର ସମ୍ଭାବନା ଅଧିକ ଥାଏ
 +
 
 
|-
 
|-
 
|00:58
 
|00:58
| ଏହା ଏକ 's' ଅର୍ବିଟଲ୍
+
|ଏହା ଏକ 's' ଅର୍ବିଟଲ୍
 +
 
 
|-
 
|-
 
|01:00
 
|01:00
| ଏହା ସ୍ଫେରିକଲ୍ (spherical) ଆକୃତିର ହୋଇଥାଏ
+
|ଏହା ସ୍ଫେରିକଲ୍ (spherical) ଆକୃତିର ହୋଇଥାଏ
 +
 
 
|-
 
|-
 
|01:03
 
|01:03
| ଏଠାରେ ବିଭିନ୍ନ ଅକ୍ଷାଂଶରେ 'p' ଅର୍ବିଟାଲ୍ସ ଅଛି
+
|ଏଠାରେ ବିଭିନ୍ନ ଅକ୍ଷାଂଶରେ 'p' ଅର୍ବିଟାଲ୍ସ ଅଛି
 +
 
 
|-
 
|-
 
|01:06
 
|01:06
| 'p' ଅର୍ବିଟାଲ୍ସ dumb-bell ଆକାରର ହୋଇଥାଏ
+
|'p' ଅର୍ବିଟାଲ୍ସ dumb-bell ଆକାରର ହୋଇଥାଏ
 +
 
 
|-
 
|-
 
|01:09
 
|01:09
| ଏହାପରେ ଆମ ପାଖରେ ବିଭିନ୍ନ ଅକ୍ଷାଂଶରେ d ଅର୍ବିଟାଲ୍ସ ଅଛି
+
|ଏହାପରେ ଆମ ପାଖରେ ବିଭିନ୍ନ ଅକ୍ଷାଂଶରେ d ଅର୍ବିଟାଲ୍ସ ଅଛି
 +
 
 
|-
 
|-
 
|01:13
 
|01:13
| d ଅର୍ବିଟାଲ୍ସ ଡବଲ୍ dumb-bell ଆକାରର ହୋଇଥାନ୍ତି
+
|d ଅର୍ବିଟାଲ୍ସ ଡବଲ୍ dumb-bell ଆକାରର ହୋଇଥାନ୍ତି
 +
 
 
|-
 
|-
 
|01:17
 
|01:17
| ମୁଁ ଏକ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
+
|ମୁଁ ଏକ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
 +
 
 
|-
 
|-
 
|01:20
 
|01:20
| ପ୍ରଥମେ ଅର୍ବିଟଲ୍ସ ବିଷୟରେ ଶିଖିବା
+
|ପ୍ରଥମେ ଅର୍ବିଟଲ୍ସ ବିଷୟରେ ଶିଖିବା
 +
 
 
|-
 
|-
 
|01:24
 
|01:24
 
|“Add or modify an atomic orbital” ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|“Add or modify an atomic orbital” ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:28
 
|01:28
| ଅର୍ବିଟଲ୍ ପ୍ରପର୍ଟି ୱିଣ୍ଡୋ ଖୋଲିଲା
+
|ଅର୍ବିଟଲ୍ ପ୍ରପର୍ଟି ୱିଣ୍ଡୋ ଖୋଲିଲା
 +
 
 
|-
 
|-
 
|01:30
 
|01:30
| ଏହି ୱିଣ୍ଡୋ Coefficient, ରୋଟେସନ୍ ଓ ଟାଇପ୍ ଭଳି କ୍ଷେତ୍ର ରଖିଥାଏ
+
|ଏହି ୱିଣ୍ଡୋ Coefficient, ରୋଟେସନ୍ ଓ ଟାଇପ୍ ଭଳି କ୍ଷେତ୍ର ରଖିଥାଏ
 +
 
 
|-
 
|-
 
|01:36
 
|01:36
| ପ୍ରଥମେ ମୁଁ ଟାଇପ୍ ରୁ ଆରମ୍ଭ କରିବି
+
|ପ୍ରଥମେ ମୁଁ ଟାଇପ୍ ରୁ ଆରମ୍ଭ କରିବି
 +
 
 
|-
 
|-
 
|01:40
 
|01:40
| ଡିଫଲ୍ଟ ଭାବେ s ଅର୍ବିଟଲ୍ ସିଲେକ୍ଟ ଅଛି
+
|ଡିଫଲ୍ଟ ଭାବେ s ଅର୍ବିଟଲ୍ ସିଲେକ୍ଟ ଅଛି
 +
 
 
|-
 
|-
 
|01:42
 
|01:42
| ଏବେ p, dxy ଓ dz ସ୍କୋୟର୍ ଅର୍ବିଟଲ୍ ରେଡିଓ ବଟନ୍ସରେ କ୍ଲିକ୍ କରନ୍ତୁ
+
|ଏବେ p, dxy ଓ dz ସ୍କୋୟର୍ ଅର୍ବିଟଲ୍ ରେଡିଓ ବଟନ୍ସରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:50
 
|01:50
| ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପଟେ ବିଭିନ୍ନ ଅର୍ବିଟଲ୍ ସେପ୍ସ ପ୍ରଦର୍ଶିତ ହୋଇଛି
+
|ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପଟେ ବିଭିନ୍ନ ଅର୍ବିଟଲ୍ ସେପ୍ସ ପ୍ରଦର୍ଶିତ ହୋଇଛି
 +
 
 
|-
 
|-
 
|01:54
 
|01:54
| ଏହାପରେ Coefficient ଓ ରୋଟେସନ୍ ପ୍ରପର୍ଟିଜ୍ ଯାଞ୍ଚ କରନ୍ତୁ
+
|ଏହାପରେ Coefficient ଓ ରୋଟେସନ୍ ପ୍ରପର୍ଟିଜ୍ ଯାଞ୍ଚ କରନ୍ତୁ
 +
 
 
|-
 
|-
 
|01:59
 
|01:59
| Coefficient ପ୍ରପର୍ଟି ର ଭ୍ୟାଲୁ – 1.00 ରୁ 1.00 ପର୍ଯ୍ୟନ୍ତ ହୋଇଥାଏ
+
|Coefficient ପ୍ରପର୍ଟି ର ଭ୍ୟାଲୁ – 1.00 ରୁ 1.00 ପର୍ଯ୍ୟନ୍ତ ହୋଇଥାଏ
 +
 
 
|-
 
|-
 
|02:04
 
|02:04
| Coefficient କ୍ଷେତ୍ର ଭ୍ୟାଲ୍ୟୁଜ୍, ବ୍ୟବହାର କରି ଆମେ ଅର୍ବିଟଲ୍ ର ସାଇଜ୍ ବଦଳାଇ ପାରିବା
+
|Coefficient କ୍ଷେତ୍ର ଭ୍ୟାଲ୍ୟୁଜ୍, ବ୍ୟବହାର କରି ଆମେ ଅର୍ବିଟଲ୍ ର ସାଇଜ୍ ବଦଳାଇ ପାରିବା
 +
 
 
|-
 
|-
 
|02:10
 
|02:10
| ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପାଖ ଅର୍ବିଟାଲ୍ ର ସାଇଜ୍ ବଦଳି ଯାଇଛି
+
|ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପାଖ ଅର୍ବିଟାଲ୍ ର ସାଇଜ୍ ବଦଳି ଯାଇଛି
 +
 
 
|-
 
|-
 
|02:15
 
|02:15
| ରୋଟେସନ୍ ପ୍ରପର୍ଟିର ଭ୍ୟାଲୁଜ୍ -180 ରୁ 180 ପର୍ଯ୍ୟନ୍ତ ହୋଇଥାଏ
+
|ରୋଟେସନ୍ ପ୍ରପର୍ଟିର ଭ୍ୟାଲୁଜ୍ -180 ରୁ 180 ପର୍ଯ୍ୟନ୍ତ ହୋଇଥାଏ
 +
 
 
|-
 
|-
 
|02:20
 
|02:20
| ଆମେ ଅର୍ବିଟାଲ୍ସକୁ clockwise(ଦକ୍ଷିଣାବର୍ତ୍ତ) କିମ୍ବା  Anti clockwise (ବାମାବର୍ତ୍ତ)ଘୁରାଇ ପାରିବା
+
|ଆମେ ଅର୍ବିଟାଲ୍ସକୁ clockwise(ଦକ୍ଷିଣାବର୍ତ୍ତ) କିମ୍ବା  Anti clockwise (ବାମାବର୍ତ୍ତ)ଘୁରାଇ ପାରିବା
 +
 
 
|-
 
|-
 
|02:25
 
|02:25
| ଅପ୍ କିମ୍ବା ଡାଉନ୍ ଏରୋଜ୍ ବ୍ୟବହାର କରି ଭ୍ୟାଲୁଜ୍ ବଦଳାଯାଇ ପାରିବ
+
|ଅପ୍ କିମ୍ବା ଡାଉନ୍ ଏରୋଜ୍ ବ୍ୟବହାର କରି ଭ୍ୟାଲୁଜ୍ ବଦଳାଯାଇ ପାରିବ
 +
 
 
|-
 
|-
 
|02:30
 
|02:30
| ଏବେ ଦେଖନ୍ତୁ ଯେ, ଭିନ୍ନ ପ୍ରକାରର ପଜିଟିଭ୍ ଓଭରଲାପ୍ସକୁ ଦର୍ଶାଇବା ପାଇଁ ଅର୍ବିଟଲ୍ସର ବ୍ୟବହାର କିପରି ହୁଏ
+
|ଏବେ ଦେଖନ୍ତୁ ଯେ, ଭିନ୍ନ ପ୍ରକାରର ପଜିଟିଭ୍ ଓଭରଲାପ୍ସକୁ ଦର୍ଶାଇବା ପାଇଁ ଅର୍ବିଟଲ୍ସର ବ୍ୟବହାର କିପରି ହୁଏ
 +
 
 
|-
 
|-
 
|02:36
 
|02:36
| ଏଠାରେ ବିଭିନ୍ନ ଅର୍ବିଟଲ୍ସର ପଜିଟିଭ୍ ଓଭରଲାପ୍ସ ପାଇଁ ସ୍ଲାଇଡ୍ ଅଛି
+
|ଏଠାରେ ବିଭିନ୍ନ ଅର୍ବିଟଲ୍ସର ପଜିଟିଭ୍ ଓଭରଲାପ୍ସ ପାଇଁ ସ୍ଲାଇଡ୍ ଅଛି
 +
 
 
|-
 
|-
 
|02:40
 
|02:40
 
|'s-s' ଓଭର୍ଲାପ୍, 's-p' ଓଭର୍ଲାପ୍, 'p-p' ଓଭରଲାପ୍ ଓ 'p-p' side-wise ଓଭରଲାପ୍
 
|'s-s' ଓଭର୍ଲାପ୍, 's-p' ଓଭର୍ଲାପ୍, 'p-p' ଓଭରଲାପ୍ ଓ 'p-p' side-wise ଓଭରଲାପ୍
 +
 
|-
 
|-
 
|02:51
 
|02:51
| ଏବେ ଡିସପ୍ଲେ ଏରିଆରେ ହାଇଡ୍ରୋଜେନ୍ ଅଣୁ ବନାନ୍ତୁ
+
|ଏବେ ଡିସପ୍ଲେ ଏରିଆରେ ହାଇଡ୍ରୋଜେନ୍ ଅଣୁ ବନାନ୍ତୁ
 +
 
 
|-
 
|-
 
|02:55
 
|02:55
| କୀବୋର୍ଡରେ H ଦାବନ୍ତୁ
+
|କୀବୋର୍ଡରେ H ଦାବନ୍ତୁ
 +
 
 
|-
 
|-
 
|02:58
 
|02:58
| କୋଏଫିସେଣ୍ଟ ଭ୍ୟାଲ୍ୟୁକୁ 1 ସେଟ୍ କରନ୍ତୁ
+
|କୋଏଫିସେଣ୍ଟ ଭ୍ୟାଲ୍ୟୁକୁ 1 ସେଟ୍ କରନ୍ତୁ
 +
 
 
|-
 
|-
 
|03:01
 
|03:01
| Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:04
 
|03:04
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:07
 
|03:07
| ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 130 ହୋଇଥିବ
+
|ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 130 ହୋଇଥିବ
 +
 
 
|-
 
|-
 
|03:11
 
|03:11
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:14
 
|03:14
| ହାଇଡ୍ରୋଜେନ୍ ଅଣୁ ତିଆରି ହେଲା
+
|ହାଇଡ୍ରୋଜେନ୍ ଅଣୁ ତିଆରି ହେଲା
 +
 
 
|-
 
|-
 
|03:17
 
|03:17
| ଏବେ 's-s' end-on ଓଭରଲାପ୍ ରୁ ଆରମ୍ଭ କରନ୍ତୁ
+
|ଏବେ 's-s' end-on ଓଭରଲାପ୍ ରୁ ଆରମ୍ଭ କରନ୍ତୁ
 +
 
 
|-
 
|-
 
|03:20
 
|03:20
| Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:24
 
|03:24
| s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ,
+
|s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ,
 +
 
 
|-
 
|-
 
|03:28
 
|03:28
| ତା’ପରେ ହାଇଡ୍ରୋଜେନ୍ ଅଣୁର ହାଇଡ୍ରୋଜେନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ ହାଇଡ୍ରୋଜେନ୍ ଅଣୁର ହାଇଡ୍ରୋଜେନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:33
 
|03:33
 
|'s-s' end-on ଓଭରଲାପ୍ କୁ ଦେଖନ୍ତୁ
 
|'s-s' end-on ଓଭରଲାପ୍ କୁ ଦେଖନ୍ତୁ
 +
 
|-
 
|-
 
|03:35
 
|03:35
| ଏବେ 'p-p' end-on ଓଭରଲାପ୍ ବନାନ୍ତୁ
+
|ଏବେ 'p-p' end-on ଓଭରଲାପ୍ ବନାନ୍ତୁ
 +
 
 
|-
 
|-
 
|03:38
 
|03:38
| କୀବୋର୍ଡ ଉପରେ F ଦାବନ୍ତୁ
+
|କୀବୋର୍ଡ ଉପରେ F ଦାବନ୍ତୁ
 +
 
 
|-
 
|-
 
|03:42
 
|03:42
| Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:45
 
|03:45
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:49
 
|03:49
| ନିଶ୍ଚିତ କରନ୍ତୁ ଯେ ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 200 ହୋଇଥିବ
+
|ନିଶ୍ଚିତ କରନ୍ତୁ ଯେ ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 200 ହୋଇଥିବ
 +
 
 
|-
 
|-
 
|03:53
 
|03:53
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:56
 
|03:56
| ଫ୍ଲୁରିନ୍ ଅଣୁ ତିଆରି ହେଲା
+
|ଫ୍ଲୁରିନ୍ ଅଣୁ ତିଆରି ହେଲା
 +
 
 
|-
 
|-
 
|03:59
 
|03:59
| Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:02
 
|04:02
| p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
+
|p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:05
 
|04:05
 
|p-p' end-on ଓଭରଲାପ୍ ତିଆରି କରିବା ପାଇଁ, ଆମକୁ ଅର୍ବିଟାଲ୍ସର ହରିଜଣ୍ଟାଲ୍ ଦିଗରେ p ଆବଶ୍ୟକ
 
|p-p' end-on ଓଭରଲାପ୍ ତିଆରି କରିବା ପାଇଁ, ଆମକୁ ଅର୍ବିଟାଲ୍ସର ହରିଜଣ୍ଟାଲ୍ ଦିଗରେ p ଆବଶ୍ୟକ
 +
 
|-
 
|-
 
|04:11
 
|04:11
| ଏବେ ରୋଟେସନ୍ ଭ୍ୟାଲ୍ୟୁକୁ 90 ପର୍ଯ୍ୟନ୍ତ ବଢ଼ାନ୍ତୁ
+
|ଏବେ ରୋଟେସନ୍ ଭ୍ୟାଲ୍ୟୁକୁ 90 ପର୍ଯ୍ୟନ୍ତ ବଢ଼ାନ୍ତୁ
 +
 
 
|-
 
|-
 
|04:15
 
|04:15
| p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
+
|p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:18
 
|04:18
| ଗୋଟିଏ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
+
|ଗୋଟିଏ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:21
 
|04:21
| ଏହିଭଳି ପ୍ରକ୍ରିୟା ଦୋହରାନ୍ତୁ ଏବଂ p ଅର୍ବିଟଲ୍ କୁ -90 ପର୍ଯ୍ୟନ୍ତ ବୁଲାନ୍ତୁ
+
|ଏହିଭଳି ପ୍ରକ୍ରିୟା ଦୋହରାନ୍ତୁ ଏବଂ p ଅର୍ବିଟଲ୍ କୁ -90 ପର୍ଯ୍ୟନ୍ତ ବୁଲାନ୍ତୁ
 +
 
 
|-
 
|-
 
|04:27
 
|04:27
| ଅନ୍ୟ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
+
|ଅନ୍ୟ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:30
 
|04:30
| ଯଦି ଆପଣ ଅର୍ବିଟଲ୍ କୁ ସ୍ପଷ୍ଟ ରୂପେ ଦେଖିପାରୁନାହାନ୍ତି, ତେବେ ସେହି ସ୍ଥିତିରେ ଆପଣ ଅର୍ବିଟଲ୍ କୁ ରିସାଇଜ୍ କରିପାରିବେ
+
|ଯଦି ଆପଣ ଅର୍ବିଟଲ୍ କୁ ସ୍ପଷ୍ଟ ରୂପେ ଦେଖିପାରୁନାହାନ୍ତି, ତେବେ ସେହି ସ୍ଥିତିରେ ଆପଣ ଅର୍ବିଟଲ୍ କୁ ରିସାଇଜ୍ କରିପାରିବେ
 +
 
 
|-
 
|-
 
|04:36
 
|04:36
| ଏଭଳି କରିବା ପାଇଁ, ଆମକୁ କୋଏଫିସେଣ୍ଟର ଭ୍ୟାଲ୍ୟୁ ବଦଳାଇବାକୁ ପଡ଼ିବ
+
|ଏଭଳି କରିବା ପାଇଁ, ଆମକୁ କୋଏଫିସେଣ୍ଟର ଭ୍ୟାଲ୍ୟୁ ବଦଳାଇବାକୁ ପଡ଼ିବ
 +
 
 
|-
 
|-
 
|04:40
 
|04:40
| ଅର୍ବିଟଲ୍ ଉପରେ ରାଇଟ୍ କ୍ଲିକ୍ କରି ଅର୍ବିଟଲ୍ ସିଲେକ୍ଟ କରି ଏହାପରେ ପ୍ରପର୍ଟିଜ୍ ଉପରେ କ୍ଲିକ୍ କରନ୍ତୁ
+
|ଅର୍ବିଟଲ୍ ଉପରେ ରାଇଟ୍ କ୍ଲିକ୍ କରି ଅର୍ବିଟଲ୍ ସିଲେକ୍ଟ କରି ଏହାପରେ ପ୍ରପର୍ଟିଜ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:46
 
|04:46
| ଅର୍ବିଟାଲ୍ ପ୍ରପର୍ଟିଜ୍ ଡାୟଲଗ୍ ବକ୍ସ ଖୋଲିବ
+
|ଅର୍ବିଟାଲ୍ ପ୍ରପର୍ଟିଜ୍ ଡାୟଲଗ୍ ବକ୍ସ ଖୋଲିବ
 +
 
 
|-
 
|-
 
|04:50
 
|04:50
| ଉଚିତ୍ ଓଭରଲାପ୍ ନ ମିଳିବା ପର୍ଯ୍ୟନ୍ତ, କୋଏଫିସେଣ୍ଟର ଭ୍ୟାଲ୍ୟୁ କମାଇ ଚାଲନ୍ତୁ
+
|ଉଚିତ୍ ଓଭରଲାପ୍ ନ ମିଳିବା ପର୍ଯ୍ୟନ୍ତ, କୋଏଫିସେଣ୍ଟର ଭ୍ୟାଲ୍ୟୁ କମାଇ ଚାଲନ୍ତୁ
 +
 
 
|-
 
|-
 
|04:54
 
|04:54
| କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:57
 
|04:57
| ମୁଁ ଅନ୍ୟ ଅର୍ବିଟାଲ୍ସ ପାଇଁ ଏହି ପ୍ରକ୍ରିୟାକୁ ଦୋହରାଇବି
+
|ମୁଁ ଅନ୍ୟ ଅର୍ବିଟାଲ୍ସ ପାଇଁ ଏହି ପ୍ରକ୍ରିୟାକୁ ଦୋହରାଇବି
 +
 
 
|-
 
|-
 
|05:01
 
|05:01
| p-p' end-on ଓଭରଲାପ୍କୁ ଦେଖନ୍ତୁ
+
|p-p' end-on ଓଭରଲାପ୍କୁ ଦେଖନ୍ତୁ
 +
 
 
|-
 
|-
 
|05:04
 
|05:04
| ଏବେ 'dz^2' ଅର୍ବିଟଲ୍ ବ୍ୟବହାର କରି 'd-d' end-on ଓଭରଲାପ୍ ତିଆରି କରନ୍ତୁ
+
|ଏବେ 'dz^2' ଅର୍ବିଟଲ୍ ବ୍ୟବହାର କରି 'd-d' end-on ଓଭରଲାପ୍ ତିଆରି କରନ୍ତୁ
 +
 
 
|-
 
|-
 
|05:09
 
|05:09
| ଡିସପ୍ଲେ ଏରିଆକୁ ଆସନ୍ତୁ ଏବଂ କୀବୋର୍ଡରେ କ୍ୟାପିଟାଲ୍ F ଦାବନ୍ତୁ
+
|ଡିସପ୍ଲେ ଏରିଆକୁ ଆସନ୍ତୁ ଏବଂ କୀବୋର୍ଡରେ କ୍ୟାପିଟାଲ୍ F ଦାବନ୍ତୁ
 +
 
 
|-
 
|-
 
|05:14
 
|05:14
| ସୂଚୀରୁ Fe ସିଲେକ୍ଟ କରନ୍ତୁ
+
|ସୂଚୀରୁ Fe ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|05:17
 
|05:17
| Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:20
 
|05:20
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:23
 
|05:23
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:26
 
|05:26
| ବଣ୍ଡ୍ ତିଆରି କରିବା ପାଇଁ ଆଇରନ୍ ପରମାଣୁ (Fe) ଉପରେ କ୍ଲିକ୍ କରନ୍ତୁ
+
|ବଣ୍ଡ୍ ତିଆରି କରିବା ପାଇଁ ଆଇରନ୍ ପରମାଣୁ (Fe) ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:29
 
|05:29
| Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:32
 
|05:32
 
|'dz^2' ଅର୍ବିଟଲ୍ ରେଡିଓ ବଟନ୍ ସିଲେକ୍ଟ କରନ୍ତୁ
 
|'dz^2' ଅର୍ବିଟଲ୍ ରେଡିଓ ବଟନ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|05:37
 
|05:37
| ଉଚିତ୍ ଓଭରଲାପ୍ ପାଇଁ, କୋଏଫିସେଣ୍ଟର ଭ୍ୟାଲ୍ୟୁ 0.8 ପର୍ଯ୍ୟନ୍ତ କମାନ୍ତୁ
+
|ଉଚିତ୍ ଓଭରଲାପ୍ ପାଇଁ, କୋଏଫିସେଣ୍ଟର ଭ୍ୟାଲ୍ୟୁ 0.8 ପର୍ଯ୍ୟନ୍ତ କମାନ୍ତୁ
 +
 
 
|-
 
|-
 
|05:42
 
|05:42
| dz^2 ଅର୍ବିଟଲ୍ ଓଭରଲାପ୍ ପାଇଁ, ବଣ୍ଡ୍ କରାଯାଇଥିବା ଆଇରନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
+
|dz^2 ଅର୍ବିଟଲ୍ ଓଭରଲାପ୍ ପାଇଁ, ବଣ୍ଡ୍ କରାଯାଇଥିବା ଆଇରନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:49
 
|05:49
 
|'d-d' end-on ଓଭରଲାପ୍କୁ ଦେଖନ୍ତୁ
 
|'d-d' end-on ଓଭରଲାପ୍କୁ ଦେଖନ୍ତୁ
 +
 
|-
 
|-
 
|05:52
 
|05:52
| ଏବେ p ଅର୍ବିଟାଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ବାବଦରେ ଶିଖନ୍ତୁ
+
|ଏବେ p ଅର୍ବିଟାଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ବାବଦରେ ଶିଖନ୍ତୁ
 +
 
 
|-
 
|-
 
|05:57
 
|05:57
| ନିଶ୍ଚିତ କରନ୍ତୁ ଯେ, କରେଣ୍ଟ ଏଲିମେଣ୍ଟ କାର୍ବନ୍ ଅଟେ
+
|ନିଶ୍ଚିତ କରନ୍ତୁ ଯେ, କରେଣ୍ଟ ଏଲିମେଣ୍ଟ କାର୍ବନ୍ ଅଟେ
 +
 
 
|-
 
|-
 
|06:02
 
|06:02
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:05
 
|06:05
| ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍  ପ୍ରାୟ 90 ହୋଇଥିବ
+
|ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍  ପ୍ରାୟ 90 ହୋଇଥିବ
 +
 
 
|-
 
|-
 
|06:08
 
|06:08
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:12
 
|06:12
| Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:16
 
|06:16
| କୋଏଫିସେଣ୍ଟର ଭ୍ୟାଲ୍ୟୁ 1 କୁ ବଢ଼ାନ୍ତୁ
+
|କୋଏଫିସେଣ୍ଟର ଭ୍ୟାଲ୍ୟୁ 1 କୁ ବଢ଼ାନ୍ତୁ
 +
 
 
|-
 
|-
 
|06:20
 
|06:20
| p ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|p ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:23
 
|06:23
| p ଅର୍ବିଟଲକୁ ଭର୍ଟିକାଲ୍ ସ୍ଥିତିକୁ ବୁଲାନ୍ତୁ ଯଦି ଏହା ହରିଜଣ୍ଟାଲ୍ ସ୍ଥିତିରେ ଥିବ
+
|p ଅର୍ବିଟଲକୁ ଭର୍ଟିକାଲ୍ ସ୍ଥିତିକୁ ବୁଲାନ୍ତୁ ଯଦି ଏହା ହରିଜଣ୍ଟାଲ୍ ସ୍ଥିତିରେ ଥିବ
 +
 
 
|-
 
|-
 
|06:29
 
|06:29
| ବଣ୍ଡ୍ ଗୁଡ଼ିକର ଧାରରେ କ୍ଲିକ୍ କରନ୍ତୁ
+
|ବଣ୍ଡ୍ ଗୁଡ଼ିକର ଧାରରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:32
 
|06:32
 
|'p-p' ସାଇଡ୍-ୱାଇଜ୍ ଓଭରଲାପ୍କୁ ଦେଖନ୍ତୁ
 
|'p-p' ସାଇଡ୍-ୱାଇଜ୍ ଓଭରଲାପ୍କୁ ଦେଖନ୍ତୁ
 +
 
|-
 
|-
 
|06:37
 
|06:37
| ଏ ପ୍ରକାରର ଓଭରଲାପ୍ରେ, ଅର୍ବିଟଲ୍ସ ଲୋବ୍ସ (lobes) ର ଚିହ୍ନ ସମାନ ହୋଇଥାଏ
+
|ଏ ପ୍ରକାରର ଓଭରଲାପ୍ରେ, ଅର୍ବିଟଲ୍ସ ଲୋବ୍ସ (lobes) ର ଚିହ୍ନ ସମାନ ହୋଇଥାଏ
 +
 
 
|-
 
|-
 
|06:43
 
|06:43
| ଏହାପରେ, ଆମେ ନେଗେଟିଭ୍ ଓ ଜିରୋ ଓଭରଲାପକୁ ଯିବା
+
|ଏହାପରେ, ଆମେ ନେଗେଟିଭ୍ ଓ ଜିରୋ ଓଭରଲାପକୁ ଯିବା
 +
 
 
|-
 
|-
 
|06:46
 
|06:46
| ଏଠାରେ ନେଗେଟିଭ୍ ଓଭରଲାପ୍ର ଏକ ସ୍ଲାଇଡ୍ ଅଛି
+
|ଏଠାରେ ନେଗେଟିଭ୍ ଓଭରଲାପ୍ର ଏକ ସ୍ଲାଇଡ୍ ଅଛି
 +
 
 
|-
 
|-
 
|06:51
 
|06:51
| ମୁଁ ଗୋଟିଏ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
+
|ମୁଁ ଗୋଟିଏ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
 +
 
 
|-
 
|-
 
|06:55
 
|06:55
| ଏବେ, ମୁଁ ନେଗେଟିଭ୍ ଓଭରଲାପ୍ କେମିତି କରାଯାଏ ଦର୍ଶାଇବି
+
|ଏବେ, ମୁଁ ନେଗେଟିଭ୍ ଓଭରଲାପ୍ କେମିତି କରାଯାଏ ଦର୍ଶାଇବି
 +
 
 
|-
 
|-
 
|06:59
 
|06:59
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:02
 
|07:02
| ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗ୍ଥ ପ୍ରାୟ 90 ହୋଇଥିବ
+
|ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗ୍ଥ ପ୍ରାୟ 90 ହୋଇଥିବ
 +
 
 
|-
 
|-
 
|07:05
 
|07:05
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:08
 
|07:08
| Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:12
 
|07:12
| P ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରି ପୁଣିଥରେ ବଣ୍ଡ୍ ଧାରରେ କ୍ଲିକ୍ କରନ୍ତୁ
+
|P ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରି ପୁଣିଥରେ ବଣ୍ଡ୍ ଧାରରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:17
 
|07:17
| ଅର୍ବିଟଲ କୁ ଓଲଟା କରିବା ପାଇଁ, ଏହାକୁ 180 ଡିଗ୍ରୀ ବୁଲାନ୍ତୁ
+
|ଅର୍ବିଟଲ କୁ ଓଲଟା କରିବା ପାଇଁ, ଏହାକୁ 180 ଡିଗ୍ରୀ ବୁଲାନ୍ତୁ
 +
 
 
|-
 
|-
 
|07:23
 
|07:23
| ପୁଣିଥରେ ବଣ୍ଡର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
+
|ପୁଣିଥରେ ବଣ୍ଡର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:27
 
|07:27
| ନେଗେଟିଭ୍ ଓଭରଲାପ୍ କୁ ଦେଖନ୍ତୁ
+
|ନେଗେଟିଭ୍ ଓଭରଲାପ୍ କୁ ଦେଖନ୍ତୁ
 +
 
 
|-
 
|-
 
|07:29
 
|07:29
| ଏ ପ୍ରକାରର ଓଭରଲାପ୍ ରେ, ଅର୍ବିଟଲ୍ ର ଲୋବ୍ସର ଚିହ୍ନ ବିପରୀତ ହୋଇଥାଏ
+
|ଏ ପ୍ରକାରର ଓଭରଲାପ୍ ରେ, ଅର୍ବିଟଲ୍ ର ଲୋବ୍ସର ଚିହ୍ନ ବିପରୀତ ହୋଇଥାଏ
 +
 
 
|-
 
|-
 
|07:34
 
|07:34
| ଏବେ, ଜିରୋ ଓଭରଲାପ୍ କିପରି କରାଯାଏ ଶିଖିବା
+
|ଏବେ, ଜିରୋ ଓଭରଲାପ୍ କିପରି କରାଯାଏ ଶିଖିବା
 +
 
 
|-
 
|-
 
|07:38
 
|07:38
| ଏଠାରେ ଜିରୋ ଓଭରଲାପ୍ ପାଇଁ ସ୍ଲାଇଡ୍ ଅଛି
+
|ଏଠାରେ ଜିରୋ ଓଭରଲାପ୍ ପାଇଁ ସ୍ଲାଇଡ୍ ଅଛି
 +
 
 
|-
 
|-
 
|07:42
 
|07:42
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:45
 
|07:45
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:48
 
|07:48
| Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:52
 
|07:52
| p ଅର୍ବିଟାଲ୍ ଉପରେ କ୍ଲିକ୍ କରନ୍ତୁ
+
|p ଅର୍ବିଟାଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:54
 
|07:54
| p ଅର୍ବିଟାଲ୍ କୁ ପ୍ରାରମ୍ଭିକ ସ୍ଥିତିକୁ ବୁଲାନ୍ତୁ
+
|p ଅର୍ବିଟାଲ୍ କୁ ପ୍ରାରମ୍ଭିକ ସ୍ଥିତିକୁ ବୁଲାନ୍ତୁ
 +
 
 
|-
 
|-
 
|07:59
 
|07:59
| ବଣ୍ଡ୍ ର ଗୋଟିଏ ଧାରରେ କ୍ଲିକ୍ କରନ୍ତୁ
+
|ବଣ୍ଡ୍ ର ଗୋଟିଏ ଧାରରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:02
 
|08:02
| s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
+
|s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:05
 
|08:05
| ଏବଂ ଏହାପରେ ବଣ୍ଡ୍ ର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
+
|ଏବଂ ଏହାପରେ ବଣ୍ଡ୍ ର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:09
 
|08:09
| ଜିରୋ ଓଭରଲାପ୍ କୁ ଦେଖନ୍ତୁ
+
|ଜିରୋ ଓଭରଲାପ୍ କୁ ଦେଖନ୍ତୁ
 +
 
 
|-
 
|-
 
|08:12
 
|08:12
| ଏ ପ୍ରକାରର ଓଭରଲାପ୍ ରେ ଅର୍ବିଟାଲ୍ସର ଓରିଏଣ୍ଟେସନ୍ (orientation) ସମାନ ନୁହେଁ
+
|ଏ ପ୍ରକାରର ଓଭରଲାପ୍ ରେ ଅର୍ବିଟାଲ୍ସର ଓରିଏଣ୍ଟେସନ୍ (orientation) ସମାନ ନୁହେଁ
 +
 
 
|-
 
|-
 
|08:17
 
|08:17
| ସଂକ୍ଷିପ୍ତରେ
+
|ସଂକ୍ଷିପ୍ତରେ
 +
 
 
|-
 
|-
 
|08:20
 
|08:20
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ବିଭିନ୍ନ ପ୍ରକାରର ଅର୍ବିଟଲ୍ସ
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ବିଭିନ୍ନ ପ୍ରକାରର ଅର୍ବିଟଲ୍ସ
 +
 
 
|-
 
|-
 
|08:24
 
|08:24
|*End-on ଓ ସାଇଡ୍-ୱାଇଜ୍ ଓଭରଲାପ୍ସ
+
|End-on ଓ ସାଇଡ୍-ୱାଇଜ୍ ଓଭରଲାପ୍ସ
 +
 
 
|-
 
|-
 
|08:27
 
|08:27
|*ଅର୍ବିଟଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
+
|ଅର୍ବିଟଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
 +
 
 
|-
 
|-
 
|08:30
 
|08:30
|*ପଜିଟିଭ୍, ନେଗେଟିଭ୍ ଓ ଜିରୋ ଓଭରଲାପ୍ସ
+
|ପଜିଟିଭ୍, ନେଗେଟିଭ୍ ଓ ଜିରୋ ଓଭରଲାପ୍ସ
 +
 
 
|-
 
|-
 
|08:34
 
|08:34
| ଏକ ଆସାଇନମେଣ୍ଟ୍ ଭାବେ
+
|ଏକ ଆସାଇନମେଣ୍ଟ୍ ଭାବେ
 +
 
 
|-
 
|-
 
|08:36
 
|08:36
|* ହାଇଡ୍ରୋଜେନ୍ କ୍ଲୋରାଇଡ୍ (H-Cl) ଅଣୁ ସହିତ 's-p' End-on ଓଭରଲାପ୍ କରନ୍ତୁ
+
|ହାଇଡ୍ରୋଜେନ୍ କ୍ଲୋରାଇଡ୍ (H-Cl) ଅଣୁ ସହିତ 's-p' End-on ଓଭରଲାପ୍ କରନ୍ତୁ
 +
 
 
|-
 
|-
 
|08:40
 
|08:40
|* dxy-dxy ଅର୍ବିଟଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ତିଆରି କରନ୍ତୁ
+
|dxy-dxy ଅର୍ବିଟଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ତିଆରି କରନ୍ତୁ
 +
 
 
|-
 
|-
 
|08:44
 
|08:44
|*ଅନ୍ୟ ନେଗେଟିଭ୍ ଓ ଜିରୋ ଓଭରଲାପ୍ସ ତିଆରି କରନ୍ତୁ
+
|ଅନ୍ୟ ନେଗେଟିଭ୍ ଓ ଜିରୋ ଓଭରଲାପ୍ସ ତିଆରି କରନ୍ତୁ
 +
 
 
|-
 
|-
 
|08:48
 
|08:48
|*ସଂକେତ: ଉଚିତ୍ ଓଭରଲାପ୍ ପାଇଁ ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରନ୍ତୁ
+
|ସଂକେତ: ଉଚିତ୍ ଓଭରଲାପ୍ ପାଇଁ ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରନ୍ତୁ
 +
 
 
|-
 
|-
 
|08:56
 
|08:56
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯିବା ଉଚିତ୍
+
|ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯିବା ଉଚିତ୍
 +
 
 
|-
 
|-
 
|09:00
 
|09:00
| ଏହି URL ରେ ଉପଲବ୍ଧ ଭିଡ଼ିଓ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
+
|ଏହି URL ରେ ଉପଲବ୍ଧ ଭିଡ଼ିଓ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
 +
 
 
|-
 
|-
 
|09:04
 
|09:04
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|09:07
 
|09:07
| ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
+
|ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
 +
 
 
|-
 
|-
 
|09:12
 
|09:12
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|09:16
 
|09:16
| ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
 
|09:20
 
|09:20
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
 +
 
 
|-
 
|-
 
|09:27
 
|09:27
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
 +
 
 
|-
 
|-
 
|09:31
 
|09:31
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|09:37
 
|09:37
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
 +
 
 
|-
 
|-
 
|09:43
 
|09:43
| ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,  
+
|ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,  
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 10:42, 6 April 2017

Time Narration
00:00 ନମସ୍କାର,GChemPaint ରେ Orbital Overlap ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:08 ବିଭିନ୍ନ ପ୍ରକାରର ଅର୍ବିଟାଲ୍ସ (orbitals) ବିଷୟରେ
00:11 ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
00:14 ଅର୍ବିଟାଲ୍ ଓଭରଲାପ୍ସ ର ପ୍ରକାର
00:17 ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:21 GChemPaint ଭର୍ସନ୍ 0.12.10
00:26 ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣଙ୍କୁ GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହିତ ପରିଚିତ ଥିବା ଉଚିତ୍
00:34 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
00:38 ପ୍ରଥମେ, ଆଟୋମିକ୍ ଅର୍ବିଟଲ୍ (atomic orbital) କ’ଣ ଜାଣିବା
00:42 ଆଟୋମିକ୍ ଅର୍ବିଟଲ୍ (atomic orbital) ଏକ ମେଥଟିକଲ୍ ଫଙ୍କଶନ୍ ଅଟେ
00:46 ଏହା ପରମାଣୁରେ ଇଲେକ୍ଟ୍ରୋନ୍ ତରଙ୍ଗର ସ୍ୱଭାବ ବର୍ଣ୍ଣନା କରେ
00:52 ଏହା ଅର୍ବିଟାଲ୍ ସ୍ପେସ୍ ର ସେହି କ୍ଷେତ୍ର ଅଟେ, ଯେଉଁଠି ଇଲେକ୍ଟ୍ରୋନ୍ ମିଳିବାର ସମ୍ଭାବନା ଅଧିକ ଥାଏ
00:58 ଏହା ଏକ 's' ଅର୍ବିଟଲ୍
01:00 ଏହା ସ୍ଫେରିକଲ୍ (spherical) ଆକୃତିର ହୋଇଥାଏ
01:03 ଏଠାରେ ବିଭିନ୍ନ ଅକ୍ଷାଂଶରେ 'p' ଅର୍ବିଟାଲ୍ସ ଅଛି
01:06 'p' ଅର୍ବିଟାଲ୍ସ dumb-bell ଆକାରର ହୋଇଥାଏ
01:09 ଏହାପରେ ଆମ ପାଖରେ ବିଭିନ୍ନ ଅକ୍ଷାଂଶରେ d ଅର୍ବିଟାଲ୍ସ ଅଛି
01:13 d ଅର୍ବିଟାଲ୍ସ ଡବଲ୍ dumb-bell ଆକାରର ହୋଇଥାନ୍ତି
01:17 ମୁଁ ଏକ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
01:20 ପ୍ରଥମେ ଅର୍ବିଟଲ୍ସ ବିଷୟରେ ଶିଖିବା
01:24 “Add or modify an atomic orbital” ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:28 ଅର୍ବିଟଲ୍ ପ୍ରପର୍ଟି ୱିଣ୍ଡୋ ଖୋଲିଲା
01:30 ଏହି ୱିଣ୍ଡୋ Coefficient, ରୋଟେସନ୍ ଓ ଟାଇପ୍ ଭଳି କ୍ଷେତ୍ର ରଖିଥାଏ
01:36 ପ୍ରଥମେ ମୁଁ ଟାଇପ୍ ରୁ ଆରମ୍ଭ କରିବି
01:40 ଡିଫଲ୍ଟ ଭାବେ s ଅର୍ବିଟଲ୍ ସିଲେକ୍ଟ ଅଛି
01:42 ଏବେ p, dxy ଓ dz ସ୍କୋୟର୍ ଅର୍ବିଟଲ୍ ରେଡିଓ ବଟନ୍ସରେ କ୍ଲିକ୍ କରନ୍ତୁ
01:50 ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପଟେ ବିଭିନ୍ନ ଅର୍ବିଟଲ୍ ସେପ୍ସ ପ୍ରଦର୍ଶିତ ହୋଇଛି
01:54 ଏହାପରେ Coefficient ଓ ରୋଟେସନ୍ ପ୍ରପର୍ଟିଜ୍ ଯାଞ୍ଚ କରନ୍ତୁ
01:59 Coefficient ପ୍ରପର୍ଟି ର ଭ୍ୟାଲୁ – 1.00 ରୁ 1.00 ପର୍ଯ୍ୟନ୍ତ ହୋଇଥାଏ
02:04 Coefficient କ୍ଷେତ୍ର ଭ୍ୟାଲ୍ୟୁଜ୍, ବ୍ୟବହାର କରି ଆମେ ଅର୍ବିଟଲ୍ ର ସାଇଜ୍ ବଦଳାଇ ପାରିବା
02:10 ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପାଖ ଅର୍ବିଟାଲ୍ ର ସାଇଜ୍ ବଦଳି ଯାଇଛି
02:15 ରୋଟେସନ୍ ପ୍ରପର୍ଟିର ଭ୍ୟାଲୁଜ୍ -180 ରୁ 180 ପର୍ଯ୍ୟନ୍ତ ହୋଇଥାଏ
02:20 ଆମେ ଅର୍ବିଟାଲ୍ସକୁ clockwise(ଦକ୍ଷିଣାବର୍ତ୍ତ) କିମ୍ବା Anti clockwise (ବାମାବର୍ତ୍ତ)ଘୁରାଇ ପାରିବା
02:25 ଅପ୍ କିମ୍ବା ଡାଉନ୍ ଏରୋଜ୍ ବ୍ୟବହାର କରି ଭ୍ୟାଲୁଜ୍ ବଦଳାଯାଇ ପାରିବ
02:30 ଏବେ ଦେଖନ୍ତୁ ଯେ, ଭିନ୍ନ ପ୍ରକାରର ପଜିଟିଭ୍ ଓଭରଲାପ୍ସକୁ ଦର୍ଶାଇବା ପାଇଁ ଅର୍ବିଟଲ୍ସର ବ୍ୟବହାର କିପରି ହୁଏ
02:36 ଏଠାରେ ବିଭିନ୍ନ ଅର୍ବିଟଲ୍ସର ପଜିଟିଭ୍ ଓଭରଲାପ୍ସ ପାଇଁ ସ୍ଲାଇଡ୍ ଅଛି
02:40 's-s' ଓଭର୍ଲାପ୍, 's-p' ଓଭର୍ଲାପ୍, 'p-p' ଓଭରଲାପ୍ ଓ 'p-p' side-wise ଓଭରଲାପ୍
02:51 ଏବେ ଡିସପ୍ଲେ ଏରିଆରେ ହାଇଡ୍ରୋଜେନ୍ ଅଣୁ ବନାନ୍ତୁ
02:55 କୀବୋର୍ଡରେ H ଦାବନ୍ତୁ
02:58 କୋଏଫିସେଣ୍ଟ ଭ୍ୟାଲ୍ୟୁକୁ 1 ସେଟ୍ କରନ୍ତୁ
03:01 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:04 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:07 ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 130 ହୋଇଥିବ
03:11 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
03:14 ହାଇଡ୍ରୋଜେନ୍ ଅଣୁ ତିଆରି ହେଲା
03:17 ଏବେ 's-s' end-on ଓଭରଲାପ୍ ରୁ ଆରମ୍ଭ କରନ୍ତୁ
03:20 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:24 s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ,
03:28 ତା’ପରେ ହାଇଡ୍ରୋଜେନ୍ ଅଣୁର ହାଇଡ୍ରୋଜେନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
03:33 's-s' end-on ଓଭରଲାପ୍ କୁ ଦେଖନ୍ତୁ
03:35 ଏବେ 'p-p' end-on ଓଭରଲାପ୍ ବନାନ୍ତୁ
03:38 କୀବୋର୍ଡ ଉପରେ F ଦାବନ୍ତୁ
03:42 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:45 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:49 ନିଶ୍ଚିତ କରନ୍ତୁ ଯେ ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 200 ହୋଇଥିବ
03:53 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
03:56 ଫ୍ଲୁରିନ୍ ଅଣୁ ତିଆରି ହେଲା
03:59 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:02 p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
04:05 p-p' end-on ଓଭରଲାପ୍ ତିଆରି କରିବା ପାଇଁ, ଆମକୁ ଅର୍ବିଟାଲ୍ସର ହରିଜଣ୍ଟାଲ୍ ଦିଗରେ p ଆବଶ୍ୟକ
04:11 ଏବେ ରୋଟେସନ୍ ଭ୍ୟାଲ୍ୟୁକୁ 90 ପର୍ଯ୍ୟନ୍ତ ବଢ଼ାନ୍ତୁ
04:15 p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
04:18 ଗୋଟିଏ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
04:21 ଏହିଭଳି ପ୍ରକ୍ରିୟା ଦୋହରାନ୍ତୁ ଏବଂ p ଅର୍ବିଟଲ୍ କୁ -90 ପର୍ଯ୍ୟନ୍ତ ବୁଲାନ୍ତୁ
04:27 ଅନ୍ୟ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
04:30 ଯଦି ଆପଣ ଅର୍ବିଟଲ୍ କୁ ସ୍ପଷ୍ଟ ରୂପେ ଦେଖିପାରୁନାହାନ୍ତି, ତେବେ ସେହି ସ୍ଥିତିରେ ଆପଣ ଅର୍ବିଟଲ୍ କୁ ରିସାଇଜ୍ କରିପାରିବେ
04:36 ଏଭଳି କରିବା ପାଇଁ, ଆମକୁ କୋଏଫିସେଣ୍ଟର ଭ୍ୟାଲ୍ୟୁ ବଦଳାଇବାକୁ ପଡ଼ିବ
04:40 ଅର୍ବିଟଲ୍ ଉପରେ ରାଇଟ୍ କ୍ଲିକ୍ କରି ଅର୍ବିଟଲ୍ ସିଲେକ୍ଟ କରି ଏହାପରେ ପ୍ରପର୍ଟିଜ୍ ଉପରେ କ୍ଲିକ୍ କରନ୍ତୁ
04:46 ଅର୍ବିଟାଲ୍ ପ୍ରପର୍ଟିଜ୍ ଡାୟଲଗ୍ ବକ୍ସ ଖୋଲିବ
04:50 ଉଚିତ୍ ଓଭରଲାପ୍ ନ ମିଳିବା ପର୍ଯ୍ୟନ୍ତ, କୋଏଫିସେଣ୍ଟର ଭ୍ୟାଲ୍ୟୁ କମାଇ ଚାଲନ୍ତୁ
04:54 କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:57 ମୁଁ ଅନ୍ୟ ଅର୍ବିଟାଲ୍ସ ପାଇଁ ଏହି ପ୍ରକ୍ରିୟାକୁ ଦୋହରାଇବି
05:01 p-p' end-on ଓଭରଲାପ୍କୁ ଦେଖନ୍ତୁ
05:04 ଏବେ 'dz^2' ଅର୍ବିଟଲ୍ ବ୍ୟବହାର କରି 'd-d' end-on ଓଭରଲାପ୍ ତିଆରି କରନ୍ତୁ
05:09 ଡିସପ୍ଲେ ଏରିଆକୁ ଆସନ୍ତୁ ଏବଂ କୀବୋର୍ଡରେ କ୍ୟାପିଟାଲ୍ F ଦାବନ୍ତୁ
05:14 ସୂଚୀରୁ Fe ସିଲେକ୍ଟ କରନ୍ତୁ
05:17 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:20 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
05:23 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:26 ବଣ୍ଡ୍ ତିଆରି କରିବା ପାଇଁ ଆଇରନ୍ ପରମାଣୁ (Fe) ଉପରେ କ୍ଲିକ୍ କରନ୍ତୁ
05:29 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:32 'dz^2' ଅର୍ବିଟଲ୍ ରେଡିଓ ବଟନ୍ ସିଲେକ୍ଟ କରନ୍ତୁ
05:37 ଉଚିତ୍ ଓଭରଲାପ୍ ପାଇଁ, କୋଏଫିସେଣ୍ଟର ଭ୍ୟାଲ୍ୟୁ 0.8 ପର୍ଯ୍ୟନ୍ତ କମାନ୍ତୁ
05:42 dz^2 ଅର୍ବିଟଲ୍ ଓଭରଲାପ୍ ପାଇଁ, ବଣ୍ଡ୍ କରାଯାଇଥିବା ଆଇରନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
05:49 'd-d' end-on ଓଭରଲାପ୍କୁ ଦେଖନ୍ତୁ
05:52 ଏବେ p ଅର୍ବିଟାଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ବାବଦରେ ଶିଖନ୍ତୁ
05:57 ନିଶ୍ଚିତ କରନ୍ତୁ ଯେ, କରେଣ୍ଟ ଏଲିମେଣ୍ଟ କାର୍ବନ୍ ଅଟେ
06:02 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:05 ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 90 ହୋଇଥିବ
06:08 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
06:12 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:16 କୋଏଫିସେଣ୍ଟର ଭ୍ୟାଲ୍ୟୁ 1 କୁ ବଢ଼ାନ୍ତୁ
06:20 p ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
06:23 p ଅର୍ବିଟଲକୁ ଭର୍ଟିକାଲ୍ ସ୍ଥିତିକୁ ବୁଲାନ୍ତୁ ଯଦି ଏହା ହରିଜଣ୍ଟାଲ୍ ସ୍ଥିତିରେ ଥିବ
06:29 ବଣ୍ଡ୍ ଗୁଡ଼ିକର ଧାରରେ କ୍ଲିକ୍ କରନ୍ତୁ
06:32 'p-p' ସାଇଡ୍-ୱାଇଜ୍ ଓଭରଲାପ୍କୁ ଦେଖନ୍ତୁ
06:37 ଏ ପ୍ରକାରର ଓଭରଲାପ୍ରେ, ଅର୍ବିଟଲ୍ସ ଲୋବ୍ସ (lobes) ର ଚିହ୍ନ ସମାନ ହୋଇଥାଏ
06:43 ଏହାପରେ, ଆମେ ନେଗେଟିଭ୍ ଓ ଜିରୋ ଓଭରଲାପକୁ ଯିବା
06:46 ଏଠାରେ ନେଗେଟିଭ୍ ଓଭରଲାପ୍ର ଏକ ସ୍ଲାଇଡ୍ ଅଛି
06:51 ମୁଁ ଗୋଟିଏ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
06:55 ଏବେ, ମୁଁ ନେଗେଟିଭ୍ ଓଭରଲାପ୍ କେମିତି କରାଯାଏ ଦର୍ଶାଇବି
06:59 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:02 ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗ୍ଥ ପ୍ରାୟ 90 ହୋଇଥିବ
07:05 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
07:08 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:12 P ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରି ପୁଣିଥରେ ବଣ୍ଡ୍ ଧାରରେ କ୍ଲିକ୍ କରନ୍ତୁ
07:17 ଅର୍ବିଟଲ କୁ ଓଲଟା କରିବା ପାଇଁ, ଏହାକୁ 180 ଡିଗ୍ରୀ ବୁଲାନ୍ତୁ
07:23 ପୁଣିଥରେ ବଣ୍ଡର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
07:27 ନେଗେଟିଭ୍ ଓଭରଲାପ୍ କୁ ଦେଖନ୍ତୁ
07:29 ଏ ପ୍ରକାରର ଓଭରଲାପ୍ ରେ, ଅର୍ବିଟଲ୍ ର ଲୋବ୍ସର ଚିହ୍ନ ବିପରୀତ ହୋଇଥାଏ
07:34 ଏବେ, ଜିରୋ ଓଭରଲାପ୍ କିପରି କରାଯାଏ ଶିଖିବା
07:38 ଏଠାରେ ଜିରୋ ଓଭରଲାପ୍ ପାଇଁ ସ୍ଲାଇଡ୍ ଅଛି
07:42 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:45 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
07:48 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:52 p ଅର୍ବିଟାଲ୍ ଉପରେ କ୍ଲିକ୍ କରନ୍ତୁ
07:54 p ଅର୍ବିଟାଲ୍ କୁ ପ୍ରାରମ୍ଭିକ ସ୍ଥିତିକୁ ବୁଲାନ୍ତୁ
07:59 ବଣ୍ଡ୍ ର ଗୋଟିଏ ଧାରରେ କ୍ଲିକ୍ କରନ୍ତୁ
08:02 s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
08:05 ଏବଂ ଏହାପରେ ବଣ୍ଡ୍ ର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
08:09 ଜିରୋ ଓଭରଲାପ୍ କୁ ଦେଖନ୍ତୁ
08:12 ଏ ପ୍ରକାରର ଓଭରଲାପ୍ ରେ ଅର୍ବିଟାଲ୍ସର ଓରିଏଣ୍ଟେସନ୍ (orientation) ସମାନ ନୁହେଁ
08:17 ସଂକ୍ଷିପ୍ତରେ
08:20 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ବିଭିନ୍ନ ପ୍ରକାରର ଅର୍ବିଟଲ୍ସ
08:24 End-on ଓ ସାଇଡ୍-ୱାଇଜ୍ ଓଭରଲାପ୍ସ
08:27 ଅର୍ବିଟଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
08:30 ପଜିଟିଭ୍, ନେଗେଟିଭ୍ ଓ ଜିରୋ ଓଭରଲାପ୍ସ
08:34 ଏକ ଆସାଇନମେଣ୍ଟ୍ ଭାବେ
08:36 ହାଇଡ୍ରୋଜେନ୍ କ୍ଲୋରାଇଡ୍ (H-Cl) ଅଣୁ ସହିତ 's-p' End-on ଓଭରଲାପ୍ କରନ୍ତୁ
08:40 dxy-dxy ଅର୍ବିଟଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ତିଆରି କରନ୍ତୁ
08:44 ଅନ୍ୟ ନେଗେଟିଭ୍ ଓ ଜିରୋ ଓଭରଲାପ୍ସ ତିଆରି କରନ୍ତୁ
08:48 ସଂକେତ: ଉଚିତ୍ ଓଭରଲାପ୍ ପାଇଁ ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରନ୍ତୁ
08:56 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯିବା ଉଚିତ୍
09:00 ଏହି URL ରେ ଉପଲବ୍ଧ ଭିଡ଼ିଓ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
09:04 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:07 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:16 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:20 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
09:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
09:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
09:43 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep