Difference between revisions of "GChemPaint/C2/Edit-Preferences-Templates-and-Residues/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ନମସ୍କାର ବନ୍ଧୁଗଣ GChemPaintରେ Edit Preference, Templets ଓ Residues ଉପର...")
 
 
Line 5: Line 5:
 
|-
 
|-
 
|00:01
 
|00:01
| ନମସ୍କାର ବନ୍ଧୁଗଣ GChemPaintରେ Edit Preference, Templets ଓ Residues ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|ନମସ୍କାର ବନ୍ଧୁଗଣ GChemPaintରେ Edit Preference, Templets ଓ Residues ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:10
 
|00:10
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
 +
 
 
|-
 
|-
 
|00:13
 
|00:13
|* ଏଡିଟ୍ ପ୍ରିଫରେନ୍ସେସ୍
+
|ଏଡିଟ୍ ପ୍ରିଫରେନ୍ସେସ୍
 +
 
 
|-
 
|-
 
|00:15
 
|00:15
|* ଟେମ୍ପଲେଟ୍ସ ମ୍ୟାନେଜ୍ କରିବା
+
|ଟେମ୍ପଲେଟ୍ସ ମ୍ୟାନେଜ୍ କରିବା
 +
 
 
|-
 
|-
 
|00:17
 
|00:17
|* ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର  
+
|ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର  
 +
 
 
|-
 
|-
 
|00:20
 
|00:20
|* ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା
+
|ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା
 +
 
 
|-
 
|-
 
|00:24
 
|00:24
| ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା  
+
|ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା  
 +
 
 
|-
 
|-
 
|00:26
 
|00:26
|* ରେସିଡ୍ୟୁଗୁଡ଼ିକର ବ୍ୟବହାର
+
|ରେସିଡ୍ୟୁଗୁଡ଼ିକର ବ୍ୟବହାର
 +
 
 
|-
 
|-
 
|00:28
 
|00:28
|* ରେସିଡ୍ୟୁଗୁଡ଼ିକୁ ଏଡିଟ୍ କରିବା  
+
|ରେସିଡ୍ୟୁଗୁଡ଼ିକୁ ଏଡିଟ୍ କରିବା  
 +
 
 
|-
 
|-
 
|00:31
 
|00:31
| ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍  12.04
+
|ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍  12.04
 +
 
 
|-
 
|-
 
|00:38
 
|00:38
| GChemPaint ଭର୍ସନ୍ 0.12.10
+
|GChemPaint ଭର୍ସନ୍ 0.12.10
 +
 
 
|-
 
|-
 
|00:44
 
|00:44
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ  
+
|ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ  
 +
 
 
|-
 
|-
 
|00:49
 
|00:49
| GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
+
|GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
 +
 
 
|-
 
|-
 
|00:53
 
|00:53
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ  
+
|ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ  
 +
 
 
|-
 
|-
 
|00:59
 
|00:59
| ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
+
|ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
 +
 
 
|-
 
|-
 
|01:03
 
|01:03
| Preferences ଏଡିଟିଙ୍ଗରୁ ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
+
|Preferences ଏଡିଟିଙ୍ଗରୁ ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
 +
 
 
|-
 
|-
 
|01:07
 
|01:07
| Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
+
|Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:13
 
|01:13
 
|GChemPaint Preferences ୱିଣ୍ଡୋ ଖୋଲିଲା
 
|GChemPaint Preferences ୱିଣ୍ଡୋ ଖୋଲିଲା
 +
 
|-
 
|-
 
|01:16
 
|01:16
 
|ଫାଇଲ୍ ସେଭ୍ କରିବା ସମୟରେ, ପ୍ରଥମ ଫିଲ୍ଡ Default Compression Level For GChemPaint Files ବ୍ୟବହୃତ ହୋଇଥାଏ
 
|ଫାଇଲ୍ ସେଭ୍ କରିବା ସମୟରେ, ପ୍ରଥମ ଫିଲ୍ଡ Default Compression Level For GChemPaint Files ବ୍ୟବହୃତ ହୋଇଥାଏ
 +
 
|-
 
|-
 
|01:24
 
|01:24
| ଡିଫଲ୍ଟ ଭାବରେ ଏହା ଶୂନ୍ ଥାଏ
+
|ଡିଫଲ୍ଟ ଭାବରେ ଏହା ଶୂନ୍ ଥାଏ
 +
 
 
|-
 
|-
 
|01:28
 
|01:28
| ଯଦି ଶୂନ୍ ନଥିବ, ତେବେ ଫାଇଲଟି gzip ବ୍ୟବହାର କରି କମ୍ପ୍ରେସ୍ ହେବ
+
|ଯଦି ଶୂନ୍ ନଥିବ, ତେବେ ଫାଇଲଟି gzip ବ୍ୟବହାର କରି କମ୍ପ୍ରେସ୍ ହେବ
 +
 
 
|-
 
|-
 
|01:33
 
|01:33
| ମୁଁ ଅନ୍ୟ ଏକ ଟ୍ୟୁଟୋରିଆଲରେ Invert Wedge Hashes କଭର୍ କରିବି
+
|ମୁଁ ଅନ୍ୟ ଏକ ଟ୍ୟୁଟୋରିଆଲରେ Invert Wedge Hashes କଭର୍ କରିବି
 +
 
 
|-
 
|-
 
|01:40
 
|01:40
| GChemPaintରେ ପ୍ରତ୍ୟେକ ଡକ୍ୟୁମେଣ୍ଟ ସହିତ ଗୋଟିଏ ଥିମ୍ ଜଡ଼ିତ ଅଛି  
+
|GChemPaintରେ ପ୍ରତ୍ୟେକ ଡକ୍ୟୁମେଣ୍ଟ ସହିତ ଗୋଟିଏ ଥିମ୍ ଜଡ଼ିତ ଅଛି  
 +
 
 
|-
 
|-
 
|01:46
 
|01:46
| ଆମେ GChemPaint ଭାବରେ ଡିଫଲ୍ଟ ଥିମ୍ ରଖିବା
+
|ଆମେ GChemPaint ଭାବରେ ଡିଫଲ୍ଟ ଥିମ୍ ରଖିବା
 +
 
 
|-
 
|-
 
|01:50
 
|01:50
| ଏବେ ମୁଁ Themes ବିଭାଗ ଅନ୍ତର୍ଗତ ଥିବା Arrows ବିଷୟରେ ସବିଶେଷ ବର୍ଣ୍ଣନା କରିବି
+
|ଏବେ ମୁଁ Themes ବିଭାଗ ଅନ୍ତର୍ଗତ ଥିବା Arrows ବିଷୟରେ ସବିଶେଷ ବର୍ଣ୍ଣନା କରିବି
 +
 
 
|-
 
|-
 
|01:58
 
|01:58
| ଟୁଲ୍ ବକ୍ସରେ ଥିବା ବିଭିନ୍ନ ଏରୋଗୁଡ଼ିକର ପ୍ରକାରକୁ ଦେଖନ୍ତୁ
+
|ଟୁଲ୍ ବକ୍ସରେ ଥିବା ବିଭିନ୍ନ ଏରୋଗୁଡ଼ିକର ପ୍ରକାରକୁ ଦେଖନ୍ତୁ
 +
 
 
|-
 
|-
 
|02:02
 
|02:02
|* Add an arrow for an irreversible reaction.  
+
|Add an arrow for an irreversible reaction.  
 +
 
 
|-
 
|-
 
|02:06
 
|02:06
|* Add a pair of arrows for a reversible reaction.
+
|Add a pair of arrows for a reversible reaction.
 +
 
 
|-
 
|-
 
|02:10
 
|02:10
|* Add an arrow for a retrosynthesis step.
+
|Add an arrow for a retrosynthesis step.
 +
 
 
|-
 
|-
 
|02:14
 
|02:14
|* Add a double headed arrow to represent mesomery.
+
|Add a double headed arrow to represent mesomery.
 +
 
 
|-
 
|-
 
|02:19
 
|02:19
| ଚାଲନ୍ତୁ ଏହି ଚାରୋଟି ଏରୋଗୁଡ଼ିକୁ Display Areaରେ ଆଡ୍ କରିବା   
+
|ଚାଲନ୍ତୁ ଏହି ଚାରୋଟି ଏରୋଗୁଡ଼ିକୁ Display Areaରେ ଆଡ୍ କରିବା   
 +
 
 
|-
 
|-
 
|02:24
 
|02:24
| Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:28
 
|02:28
| ତାହାପରେ Display Area ଉପରେ କ୍ଲିକ୍‍ କରନ୍ତୁ
+
|ତାହାପରେ Display Area ଉପରେ କ୍ଲିକ୍‍ କରନ୍ତୁ
 +
 
 
|-
 
|-
 
|02:31
 
|02:31
| ସମାନ ଭାବରେ, ମୁଁ ଅନ୍ୟ ପ୍ରକାର ଏରୋଗୁଡ଼ିକୁ Display Areaରେ ଆଡ୍ କରିବି
+
|ସମାନ ଭାବରେ, ମୁଁ ଅନ୍ୟ ପ୍ରକାର ଏରୋଗୁଡ଼ିକୁ Display Areaରେ ଆଡ୍ କରିବି
 +
 
 
|-
 
|-
 
|02:41
 
|02:41
| Preferences ଡାୟଲଗ୍ ବକ୍ସରେ ଥିବା Themes ଫିଲ୍ଡରୁ Arrows ସିଲେକ୍ଟ କରନ୍ତୁ  
+
|Preferences ଡାୟଲଗ୍ ବକ୍ସରେ ଥିବା Themes ଫିଲ୍ଡରୁ Arrows ସିଲେକ୍ଟ କରନ୍ତୁ  
 
|-
 
|-
 +
 
|02:47
 
|02:47
| ଏକ Contextual ମେନୁ ଖୋଲିଲା
+
|ଏକ Contextual ମେନୁ ଖୋଲିଲା
 +
 
 
|-
 
|-
 
|02:50
 
|02:50
| ଏଠାରେ ଆମେ ଏରୋଗୁଡ଼ିକର ଲମ୍ୱ, ପ୍ରସ୍ତ ଓ ଦୂରତାକୁ ବୃଦ୍ଧି କିମ୍ୱା ହ୍ରାସ କରିପାରିବା
+
|ଏଠାରେ ଆମେ ଏରୋଗୁଡ଼ିକର ଲମ୍ୱ, ପ୍ରସ୍ତ ଓ ଦୂରତାକୁ ବୃଦ୍ଧି କିମ୍ୱା ହ୍ରାସ କରିପାରିବା
 +
 
 
|-
 
|-
 
|02:57
 
|02:57
| ମାଉସ୍ ସାହାଯ୍ୟରେ ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
+
|ମାଉସ୍ ସାହାଯ୍ୟରେ ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:02
 
|03:02
| ଏବଂ Display Areaରେ ଏରୋଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
+
|ଏବଂ Display Areaରେ ଏରୋଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
 
|-
 
|-
 
|03:10
 
|03:10
| ଏବେ, ଏରୋ ହେଡ୍ସ ବିଷୟରେ ଶିଖିବା
+
|ଏବେ, ଏରୋ ହେଡ୍ସ ବିଷୟରେ ଶିଖିବା
 +
 
 
|-
 
|-
 
|03:14
 
|03:14
| ଏଠାରେ A, B ଓ Cର ଡିଫଲ୍ଟ ଭାଲ୍ୟୁ ପ୍ରଦର୍ଶିତ ହେଉଛି
+
|ଏଠାରେ A, B ଓ Cର ଡିଫଲ୍ଟ ଭାଲ୍ୟୁ ପ୍ରଦର୍ଶିତ ହେଉଛି
 +
 
 
|-
 
|-
 
|03:21
 
|03:21
| ଏରୋ ହେଡଗୁଡ଼ିକର ଆକୃତି ଭିନ୍ନ କରିବାରେ A, B ଓ C ପାରାମିଟର୍ ସାହାଯ୍ୟ କରିଥାଏ
+
|ଏରୋ ହେଡଗୁଡ଼ିକର ଆକୃତି ଭିନ୍ନ କରିବାରେ A, B ଓ C ପାରାମିଟର୍ ସାହାଯ୍ୟ କରିଥାଏ
 +
 
 
|-
 
|-
 
|03:28
 
|03:28
 
|ପ୍ରତ୍ୟେକକୁ ବୃଦ୍ଧି କିମ୍ୱା ହ୍ରାସ କରନ୍ତୁ ଏବଂ ଏରୋ ହେଡଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
 
|ପ୍ରତ୍ୟେକକୁ ବୃଦ୍ଧି କିମ୍ୱା ହ୍ରାସ କରନ୍ତୁ ଏବଂ ଏରୋ ହେଡଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
|03:38
 
|03:38
| ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:42
 
|03:42
| ଚାଲନ୍ତୁ Display Area କ୍ଲିଅର୍ କରିଦେବା
+
|ଚାଲନ୍ତୁ Display Area କ୍ଲିଅର୍ କରିଦେବା
 +
 
 
|-
 
|-
 
|03:46
 
|03:46
| ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
+
|ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
 +
 
 
|-
 
|-
 
|03:49
 
|03:49
| Edit ମେନୁକୁ ଯାଇ Clear ଉପରେ କ୍ଲିକ୍ କରନ୍ତୁ
+
|Edit ମେନୁକୁ ଯାଇ Clear ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:53
 
|03:53
| ଏହାପରେ ଚାଲନ୍ତୁ ଟେମ୍ପଲେଟ୍ ମ୍ୟାନେଜ୍ ବିଷୟରେ ଶିଖିବା
+
|ଏହାପରେ ଚାଲନ୍ତୁ ଟେମ୍ପଲେଟ୍ ମ୍ୟାନେଜ୍ ବିଷୟରେ ଶିଖିବା
 +
 
 
|-
 
|-
 
|03:58
 
|03:58
 
|Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:01
 
|04:01
| ତଳେ Property ଡାୟଲଗ୍ ବକ୍ସ ଖୋଲିଲା
+
|ତଳେ Property ଡାୟଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|04:05
 
|04:05
| Property ଡାୟଲଗ୍ ବକ୍ସରେ ଏକ ଡ୍ରପ୍ ଡାଉନ୍ ତାଲିକା ସହିତ Templates ରହିଛି
+
|Property ଡାୟଲଗ୍ ବକ୍ସରେ ଏକ ଡ୍ରପ୍ ଡାଉନ୍ ତାଲିକା ସହିତ Templates ରହିଛି
 +
 
 
|-
 
|-
 
|04:10
 
|04:10
| ତାଲିକାରେ ରହିଛି Amino acids, Aromatic hydrocarbons, Nucleic bases, Nucleosides ଓ Saccharides
+
|ତାଲିକାରେ ରହିଛି Amino acids, Aromatic hydrocarbons, Nucleic bases, Nucleosides ଓ Saccharides
 +
 
 
|-
 
|-
 
|04:19
 
|04:19
| ପ୍ରତ୍ୟେକ ଆଇଟମ୍ ର ଏକ Sub-menu ଅଛି
+
|ପ୍ରତ୍ୟେକ ଆଇଟମ୍ ର ଏକ Sub-menu ଅଛି
 +
 
 
|-
 
|-
 
|04:23
 
|04:23
| Aromatic Hydrocarbons ସିଲେକ୍ଟ କରି Sub-menuରୁ  Benzene ଉପରେ କ୍ଲିକ୍ କରନ୍ତୁ
+
|Aromatic Hydrocarbons ସିଲେକ୍ଟ କରି Sub-menuରୁ  Benzene ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:31
 
|04:31
| Property ପେଜ୍ ଉପରେ Benzene ଷ୍ଟ୍ରକଚର୍ ପ୍ରଦର୍ଶିତ ହେଲା
+
|Property ପେଜ୍ ଉପରେ Benzene ଷ୍ଟ୍ରକଚର୍ ପ୍ରଦର୍ଶିତ ହେଲା
 +
 
 
|-
 
|-
 
|04:35
 
|04:35
| ଏବେ, Benzene ଷ୍ଟ୍ରକଚର୍ ପ୍ରଦର୍ଶିତ କରିବା ପାଇଁ Display Area ଉପରେ କ୍ଲିକ୍ କରନ୍ତୁ
+
|ଏବେ, Benzene ଷ୍ଟ୍ରକଚର୍ ପ୍ରଦର୍ଶିତ କରିବା ପାଇଁ Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:40
 
|04:40
| ସମାନ ଭାବରେ, Naphtalene ଷ୍ଟ୍ରକଚର୍ ସିଲେକ୍ଟ କରି Display Area ଉପରେ କ୍ଲିକ୍ କରନ୍ତୁ
+
|ସମାନ ଭାବରେ, Naphtalene ଷ୍ଟ୍ରକଚର୍ ସିଲେକ୍ଟ କରି Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:49
 
|04:49
| ଆପଣ, ନିଜକୁ ନିଜ Display Areaରେ ଅନ୍ୟ ଷ୍ଟ୍ରକଚରଗୁଡ଼ିକୁ ସିଲେକ୍ଟ କରି ରଖନ୍ତୁ
+
|ଆପଣ, ନିଜକୁ ନିଜ Display Areaରେ ଅନ୍ୟ ଷ୍ଟ୍ରକଚରଗୁଡ଼ିକୁ ସିଲେକ୍ଟ କରି ରଖନ୍ତୁ
 +
 
 
|-
 
|-
 
|04:55
 
|04:55
| ଏବେ ଫାଇଲକୁ ସେଭ୍ କରନ୍ତୁ
+
|ଏବେ ଫାଇଲକୁ ସେଭ୍ କରନ୍ତୁ
 +
 
 
|-
 
|-
 
|04:57
 
|04:57
| ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:01
 
|05:01
| Save As ଡାୟଲଗ୍‍ ବକ୍ସ ଖୋଲିଲା
+
|Save As ଡାୟଲଗ୍‍ ବକ୍ସ ଖୋଲିଲା
 +
 
 
|-
 
|-
 
|05:04
 
|05:04
| Benzene ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ. Save କ୍ଲିକ୍ କରନ୍ତୁ
+
|Benzene ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ. Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:10
 
|05:10
| ଏବେ ଆସନ୍ତୁ, ବିଦ୍ୟମାନ ଟେମ୍ପଲେଟ୍ ତାଲିକାରେ ଏକ New Template ଆଡ୍ କରିବା ବିଷୟରେ ଶିଖିବା
+
|ଏବେ ଆସନ୍ତୁ, ବିଦ୍ୟମାନ ଟେମ୍ପଲେଟ୍ ତାଲିକାରେ ଏକ New Template ଆଡ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
|05:16
 
|05:16
| ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:20
 
|05:20
| ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
+
|ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
 +
 
 
|-
 
|-
 
|05:24
 
|05:24
| ତାଲିକାରୁ Hexane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
+
|ତାଲିକାରୁ Hexane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|05:27
 
|05:27
| Open ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Open ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:31
 
|05:31
| ଟେମ୍ପଲେଟର ପ୍ରୋପର୍ଟୀ ପେଜ୍ ରେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
|ଟେମ୍ପଲେଟର ପ୍ରୋପର୍ଟୀ ପେଜ୍ ରେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|05:35
 
|05:35
| New Template ପ୍ରୋପର୍ଟୀ ପେଜ୍ ଖୋଲିଲା
+
|New Template ପ୍ରୋପର୍ଟୀ ପେଜ୍ ଖୋଲିଲା
 +
 
 
|-
 
|-
 
|05:38
 
|05:38
| ପ୍ରୋପର୍ଟୀ ପେଜ୍ ରେ ଦୁଇଟି ଫିଲ୍ଡ ଅଛି - Name ଓ Category
+
|ପ୍ରୋପର୍ଟୀ ପେଜ୍ ରେ ଦୁଇଟି ଫିଲ୍ଡ ଅଛି - Name ଓ Category
 +
 
 
|-
 
|-
 
|05:42
 
|05:42
| Category ଫିଲ୍ଡରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି  
+
|Category ଫିଲ୍ଡରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି  
 +
 
 
|-
 
|-
 
|05:47
 
|05:47
| ଆମେ ତାଲିକାରୁ ଚୟନ କରିପାରିବା କିମ୍ୱା ନିଜସ୍ୱ କାଟେଗୋରୀ ଆଡ୍ କରିପାରିବା
+
|ଆମେ ତାଲିକାରୁ ଚୟନ କରିପାରିବା କିମ୍ୱା ନିଜସ୍ୱ କାଟେଗୋରୀ ଆଡ୍ କରିପାରିବା
 +
 
 
|-
 
|-
 
|05:52
 
|05:52
| ଚାଲନ୍ତୁ, ଟେକ୍ସଟ୍ ଫିଲ୍ଡରେ Hydrocarbons ଟାଇପ୍ କରି ଏକ ନୂଆ କାଟେଗୋରୀ ଆଡ୍ କରିବା
+
|ଚାଲନ୍ତୁ, ଟେକ୍ସଟ୍ ଫିଲ୍ଡରେ Hydrocarbons ଟାଇପ୍ କରି ଏକ ନୂଆ କାଟେଗୋରୀ ଆଡ୍ କରିବା
 +
 
 
|-
 
|-
 
|05:58
 
|05:58
| Name ଫିଲ୍ଡରେ ଯୌଗିକର ନାମ Haxene ପ୍ରବେଶ କରାନ୍ତୁ
+
|Name ଫିଲ୍ଡରେ ଯୌଗିକର ନାମ Haxene ପ୍ରବେଶ କରାନ୍ତୁ
 +
 
 
|-
 
|-
 
|06:03
 
|06:03
| Display Areaରେ Haxene ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
+
|Display Areaରେ Haxene ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:07
 
|06:07
| ଏହା, New Templete ପ୍ରୋପର୍ଟୀ ପେଜ୍ ରେ ପ୍ରଦର୍ଶିତ ହେବ
+
|ଏହା, New Templete ପ୍ରୋପର୍ଟୀ ପେଜ୍ ରେ ପ୍ରଦର୍ଶିତ ହେବ
 +
 
 
|-
 
|-
 
|06:12
 
|06:12
| Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:15
 
|06:15
| ଏବେ, Templetes ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ
+
|ଏବେ, Templetes ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:19
 
|06:19
| Hydrocarbons କାଟେଗୋରୀ ଚୟନ କରନ୍ତୁ
+
|Hydrocarbons କାଟେଗୋରୀ ଚୟନ କରନ୍ତୁ
 +
 
 
|-
 
|-
 
|06:22
 
|06:22
| ଦେଖନ୍ତୁ, Hexane ଷ୍ଟ୍ରକଚର୍ Template ତାଲିକାରେ ଆଡ୍ ହୋଇଗଲା
+
|ଦେଖନ୍ତୁ, Hexane ଷ୍ଟ୍ରକଚର୍ Template ତାଲିକାରେ ଆଡ୍ ହୋଇଗଲା
 +
 
 
|-
 
|-
 
|06:27
 
|06:27
| ଆପଣ ନିଜକୁ ନିଜ Octane ଷ୍ଟ୍ରକଚର୍ କୁ Hydrocarbons କାଟେଗୋରୀରେ ଆଡ୍ କରନ୍ତୁ
+
|ଆପଣ ନିଜକୁ ନିଜ Octane ଷ୍ଟ୍ରକଚର୍ କୁ Hydrocarbons କାଟେଗୋରୀରେ ଆଡ୍ କରନ୍ତୁ
 +
 
 
|-
 
|-
 
|06:32
 
|06:32
| Hexane ଫାଇଲ୍ ବନ୍ଦ କରନ୍ତୁ
+
|Hexane ଫାଇଲ୍ ବନ୍ଦ କରନ୍ତୁ
 +
 
 
|-
 
|-
 
|06:35
 
|06:35
| File ମେନୁକୁ ଯାଇ Close ଚୟନ କରନ୍ତୁ
+
|File ମେନୁକୁ ଯାଇ Close ଚୟନ କରନ୍ତୁ
 +
 
 
|-
 
|-
 
|06:41
 
|06:41
| Templates ପ୍ରୋପର୍ଟୀ ପେଜ୍ ବନ୍ଦ କରିବାକୁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Templates ପ୍ରୋପର୍ଟୀ ପେଜ୍ ବନ୍ଦ କରିବାକୁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:47
 
|06:47
| ଏବେ, Residues ବିଷୟରେ ଶିଖିବା
+
|ଏବେ, Residues ବିଷୟରେ ଶିଖିବା
 +
 
 
|-
 
|-
 
|06:51
 
|06:51
| Residuesର ବ୍ୟବହାର ହୋଇଥାଏ
+
|Residuesର ବ୍ୟବହାର ହୋଇଥାଏ
 +
 
 
|-
 
|-
 
|06:53
 
|06:53
|* କାର୍ବନ୍ ଚେନ୍ ସହିତ ଜଡ଼ିତ ଥିବା କାର୍ଯ୍ୟକାରୀ ଗ୍ରୁପ୍ ର ପ୍ରକୃତି ଜାଣିବାରେ
+
|କାର୍ବନ୍ ଚେନ୍ ସହିତ ଜଡ଼ିତ ଥିବା କାର୍ଯ୍ୟକାରୀ ଗ୍ରୁପ୍ ର ପ୍ରକୃତି ଜାଣିବାରେ
 +
 
 
|-
 
|-
 
|06:58
 
|06:58
|* କାର୍ଯ୍ୟକାରୀ ଗ୍ରୁପ୍ ର ଷ୍ଟ୍ରକଚର୍ ଜାଣିବାରେ   
+
|କାର୍ଯ୍ୟକାରୀ ଗ୍ରୁପ୍ ର ଷ୍ଟ୍ରକଚର୍ ଜାଣିବାରେ   
 +
 
 
|-
 
|-
 
|07:01
 
|07:01
|* ଡେଟାବେସ୍ ସହିତ ଏକ ନୂଆ କାର୍ଯ୍ୟକାରୀ ଗ୍ରୁପ୍ ଆଡ୍ କରିବାରେ
+
|ଡେଟାବେସ୍ ସହିତ ଏକ ନୂଆ କାର୍ଯ୍ୟକାରୀ ଗ୍ରୁପ୍ ଆଡ୍ କରିବାରେ
 +
 
 
|-
 
|-
 
|07:04
 
|07:04
| Tools ମେନୁକୁ ଯାଇ Edit Residues ଉପରେ କ୍ଲିକ୍ କରନ୍ତୁ
+
|Tools ମେନୁକୁ ଯାଇ Edit Residues ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:09
 
|07:09
| Residues ୱିଣ୍ଡୋ ଖୋଲିଲା
+
|Residues ୱିଣ୍ଡୋ ଖୋଲିଲା
 +
 
 
|-
 
|-
 
|07:12
 
|07:12
| ଏଥିରେ ତିନୋଟି ବଟନ୍ସ ଅଛି - New, Save ଓ Delete
+
|ଏଥିରେ ତିନୋଟି ବଟନ୍ସ ଅଛି - New, Save ଓ Delete
 +
 
 
|-
 
|-
 
|07:18
 
|07:18
| New ବଟନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
+
|New ବଟନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
 +
 
 
|-
 
|-
 
|07:21
 
|07:21
| ତାଲିକାରୁ n-pr ସିଲେକ୍ଟ କରନ୍ତୁ
+
|ତାଲିକାରୁ n-pr ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|07:25
 
|07:25
| Identity ଟାବ୍ ରେ ଚୟନିତ ରେସିଡ୍ୟୁର Symbol ଓ ନାମ ପ୍ରଦର୍ଶିତ ହୁଏ
+
|Identity ଟାବ୍ ରେ ଚୟନିତ ରେସିଡ୍ୟୁର Symbol ଓ ନାମ ପ୍ରଦର୍ଶିତ ହୁଏ
 +
 
 
|-
 
|-
 
|07:32
 
|07:32
| Formula ଟାବ୍ ରେ ଚୟନିତ ରେସିଡ୍ୟୁର ଷ୍ଟ୍ରକଚର୍ ର ଢାଞ୍ଚା ପ୍ରଦର୍ଶିତ ହୁଏ
+
|Formula ଟାବ୍ ରେ ଚୟନିତ ରେସିଡ୍ୟୁର ଷ୍ଟ୍ରକଚର୍ ର ଢାଞ୍ଚା ପ୍ରଦର୍ଶିତ ହୁଏ
 +
 
 
|-
 
|-
 
|07:38
 
|07:38
| ସେହିଭଳି, ସେକେଣ୍ଡାରୀ ବ୍ୟୁଟାଇଲ୍ ପାଇଁ s-Bu ଚୟନ କରନ୍ତୁ
+
|ସେହିଭଳି, ସେକେଣ୍ଡାରୀ ବ୍ୟୁଟାଇଲ୍ ପାଇଁ s-Bu ଚୟନ କରନ୍ତୁ
 +
 
 
|-
 
|-
 
|07:44
 
|07:44
| ଚୟନିତ ରେସିଡ୍ୟୁର ସିମ୍ୱଲ୍, ନାମ ଓ ଷ୍ଟ୍ରକଚରର ଢାଞ୍ଚା ଦେଖନ୍ତୁ
+
|ଚୟନିତ ରେସିଡ୍ୟୁର ସିମ୍ୱଲ୍, ନାମ ଓ ଷ୍ଟ୍ରକଚରର ଢାଞ୍ଚା ଦେଖନ୍ତୁ
 +
 
 
|-
 
|-
 
|07:52
 
|07:52
| ଏବେ ଏକ ନୂଆ ରେସିଡ୍ୟୁ - Hydroxy ଗ୍ରୁପ୍ ଆଡ୍ କରନ୍ତୁ   
+
|ଏବେ ଏକ ନୂଆ ରେସିଡ୍ୟୁ - Hydroxy ଗ୍ରୁପ୍ ଆଡ୍ କରନ୍ତୁ   
 +
 
 
|-
 
|-
 
|07:57
 
|07:57
| ନୂଆ ରେସିଡ୍ୟୁ ଆଡ୍ କରିବା ପାଇଁ New ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ନୂଆ ରେସିଡ୍ୟୁ ଆଡ୍ କରିବା ପାଇଁ New ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:02
 
|08:02
| Symbol ଫିଲ୍ଡରେ ଟାଇପ୍ କରନ୍ତୁ O-H
+
|Symbol ଫିଲ୍ଡରେ ଟାଇପ୍ କରନ୍ତୁ O-H
 +
 
 
|-
 
|-
 
|08:06
 
|08:06
| ଏହାକୁ Hydroxy ନାମ ଦିଅନ୍ତୁ  
+
|ଏହାକୁ Hydroxy ନାମ ଦିଅନ୍ତୁ  
 +
 
 
|-
 
|-
 
|08:09
 
|08:09
| Formula ଟାବ୍ ଉପରେ କ୍ଲିକ୍‍ କରନ୍ତୁ
+
|Formula ଟାବ୍ ଉପରେ କ୍ଲିକ୍‍ କରନ୍ତୁ
 +
 
 
|-
 
|-
 
|08:11
 
|08:11
| ଆପଣ ଏକ ବୁଲେଟେଡ୍ ବଣ୍ଡ ଦେଖିବେ
+
|ଆପଣ ଏକ ବୁଲେଟେଡ୍ ବଣ୍ଡ ଦେଖିବେ
 +
 
 
|-
 
|-
 
|08:14
 
|08:14
| କର୍ସର୍ କୁ ବଣ୍ଡ ପାଖରେ ରଖି କ୍ୟାପିଟାଲ୍ O ଦାବନ୍ତୁ
+
|କର୍ସର୍ କୁ ବଣ୍ଡ ପାଖରେ ରଖି କ୍ୟାପିଟାଲ୍ O ଦାବନ୍ତୁ
 +
 
 
|-
 
|-
 
|08:19
 
|08:19
| O ଓ Os ସହିତ ଏକ ସବ୍-ମେନୁ ଖୋଲିଲା, O ସିଲେକ୍ଟ କରନ୍ତୁ
+
|O ଓ Os ସହିତ ଏକ ସବ୍-ମେନୁ ଖୋଲିଲା, O ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|08:24
 
|08:24
| O-H ଗ୍ରୁପ୍ ବଣ୍ଡ ସହିତ ଜଡ଼ିତ ହେଲା
+
|O-H ଗ୍ରୁପ୍ ବଣ୍ଡ ସହିତ ଜଡ଼ିତ ହେଲା
 +
 
 
|-
 
|-
 
|08:28
 
|08:28
| Save କ୍ଲିକ୍ କରନ୍ତୁ
+
|Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:31
 
|08:31
| ଏବେ ତାଲିକା ଦେଖିବା ପାଇଁ New ବଟନ୍‍ କ୍ଲିକ୍‍ କରନ୍ତୁ
+
|ଏବେ ତାଲିକା ଦେଖିବା ପାଇଁ New ବଟନ୍‍ କ୍ଲିକ୍‍ କରନ୍ତୁ
 +
 
 
|-
 
|-
 
|08:35
 
|08:35
| ଦେଖନ୍ତୁ, ତାଲିକାରେ O-H ରେସିଡ୍ୟୁ ଆଡ୍ ହୋଇଗଲା
+
|ଦେଖନ୍ତୁ, ତାଲିକାରେ O-H ରେସିଡ୍ୟୁ ଆଡ୍ ହୋଇଗଲା
 +
 
 
|-
 
|-
 
|08:40
 
|08:40
| ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:44
 
|08:44
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|08:48
 
|08:48
| ସଂ‍କ୍ଷେପରେ
+
|ସଂ‍କ୍ଷେପରେ
 +
 
 
|-
 
|-
 
|08:50
 
|08:50
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
 +
 
 
|-
 
|-
 
|08:53
 
|08:53
|* ଏଡିଟ୍ ପ୍ରିଫରେନ୍ସେସ୍
+
|ଏଡିଟ୍ ପ୍ରିଫରେନ୍ସେସ୍
 +
 
 
|-
 
|-
 
|08:55
 
|08:55
|* ଟେମ୍ପଲେଟ୍ସ ମ୍ୟାନେଜ୍ କରିବା
+
|ଟେମ୍ପଲେଟ୍ସ ମ୍ୟାନେଜ୍ କରିବା,ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର  
|-
+
 
|08:56
+
|* ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର  
+
 
|-
 
|-
 
|08:59
 
|08:59
|* ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା  
+
|ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା  
 +
 
 
|-
 
|-
 
|09:01
 
|09:01
|* ରେସିଡ୍ୟୁସ୍ ର ବ୍ୟବହାର ଓ ରେସିଡ୍ୟୁସ୍ ଏଡିଟ୍ କରିବା
+
|ରେସିଡ୍ୟୁସ୍ ର ବ୍ୟବହାର ଓ ରେସିଡ୍ୟୁସ୍ ଏଡିଟ୍ କରିବା
 +
 
 
|-
 
|-
 
|09:07
 
|09:07
| ଏକ ଆସାନମେଣ୍ଟ ଭାବେ * ଟେମ୍ପଲେଟ୍ସ ତାଲିକାରୁ ସେକାରାଇଡ୍ସ ଚୟନ କରି ବ୍ୟବହାର କରନ୍ତୁ
+
|ଏକ ଆସାନମେଣ୍ଟ ଭାବେ * ଟେମ୍ପଲେଟ୍ସ ତାଲିକାରୁ ସେକାରାଇଡ୍ସ ଚୟନ କରି ବ୍ୟବହାର କରନ୍ତୁ
 +
 
 
|-
 
|-
 
|09:12
 
|09:12
|* ଅନ୍ୟ ରେସିଡ୍ୟୁଗୁଡ଼ିକର ଯାଞ୍ଚ କରନ୍ତୁ
+
|ଅନ୍ୟ ରେସିଡ୍ୟୁଗୁଡ଼ିକର ଯାଞ୍ଚ କରନ୍ତୁ
 +
 
 
|-
 
|-
 
|09:16
 
|09:16
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''
+
|ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''
 +
 
 
|-
 
|-
 
|09:20
 
|09:20
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|09:24
 
|09:24
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
 
|-
 
|-
 
|09:29
 
|09:29
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|09:33
 
|09:33
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
 
|-
 
|-
 
|09:37
 
|09:37
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
+
|ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
 
|-
 
|-
 
|09:45
 
|09:45
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
+
|ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
 
|-
 
|-
 
|09:50
 
|09:50
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|09:57
 
|09:57
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ (spoken-tutorial.org/NMEICT-Intro)
+
|ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ (spoken-tutorial.org/NMEICT-Intro)
 +
 
 
|-
 
|-
 
|10:04
 
|10:04
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 17:32, 4 April 2017

Time Narration
00:01 ନମସ୍କାର ବନ୍ଧୁଗଣ GChemPaintରେ Edit Preference, Templets ଓ Residues ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:10 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:13 ଏଡିଟ୍ ପ୍ରିଫରେନ୍ସେସ୍
00:15 ଟେମ୍ପଲେଟ୍ସ ମ୍ୟାନେଜ୍ କରିବା
00:17 ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର
00:20 ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା
00:24 ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା
00:26 ରେସିଡ୍ୟୁଗୁଡ଼ିକର ବ୍ୟବହାର
00:28 ରେସିଡ୍ୟୁଗୁଡ଼ିକୁ ଏଡିଟ୍ କରିବା
00:31 ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍ 12.04
00:38 GChemPaint ଭର୍ସନ୍ 0.12.10
00:44 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:49 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:53 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:59 ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
01:03 Preferences ଏଡିଟିଙ୍ଗରୁ ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
01:07 Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
01:13 GChemPaint Preferences ୱିଣ୍ଡୋ ଖୋଲିଲା
01:16 ଫାଇଲ୍ ସେଭ୍ କରିବା ସମୟରେ, ପ୍ରଥମ ଫିଲ୍ଡ Default Compression Level For GChemPaint Files ବ୍ୟବହୃତ ହୋଇଥାଏ
01:24 ଡିଫଲ୍ଟ ଭାବରେ ଏହା ଶୂନ୍ ଥାଏ
01:28 ଯଦି ଶୂନ୍ ନଥିବ, ତେବେ ଫାଇଲଟି gzip ବ୍ୟବହାର କରି କମ୍ପ୍ରେସ୍ ହେବ
01:33 ମୁଁ ଅନ୍ୟ ଏକ ଟ୍ୟୁଟୋରିଆଲରେ Invert Wedge Hashes କଭର୍ କରିବି
01:40 GChemPaintରେ ପ୍ରତ୍ୟେକ ଡକ୍ୟୁମେଣ୍ଟ ସହିତ ଗୋଟିଏ ଥିମ୍ ଜଡ଼ିତ ଅଛି
01:46 ଆମେ GChemPaint ଭାବରେ ଡିଫଲ୍ଟ ଥିମ୍ ରଖିବା
01:50 ଏବେ ମୁଁ Themes ବିଭାଗ ଅନ୍ତର୍ଗତ ଥିବା Arrows ବିଷୟରେ ସବିଶେଷ ବର୍ଣ୍ଣନା କରିବି
01:58 ଟୁଲ୍ ବକ୍ସରେ ଥିବା ବିଭିନ୍ନ ଏରୋଗୁଡ଼ିକର ପ୍ରକାରକୁ ଦେଖନ୍ତୁ
02:02 Add an arrow for an irreversible reaction.
02:06 Add a pair of arrows for a reversible reaction.
02:10 Add an arrow for a retrosynthesis step.
02:14 Add a double headed arrow to represent mesomery.
02:19 ଚାଲନ୍ତୁ ଏହି ଚାରୋଟି ଏରୋଗୁଡ଼ିକୁ Display Areaରେ ଆଡ୍ କରିବା
02:24 Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:28 ତାହାପରେ Display Area ଉପରେ କ୍ଲିକ୍‍ କରନ୍ତୁ
02:31 ସମାନ ଭାବରେ, ମୁଁ ଅନ୍ୟ ପ୍ରକାର ଏରୋଗୁଡ଼ିକୁ Display Areaରେ ଆଡ୍ କରିବି
02:41 Preferences ଡାୟଲଗ୍ ବକ୍ସରେ ଥିବା Themes ଫିଲ୍ଡରୁ Arrows ସିଲେକ୍ଟ କରନ୍ତୁ
02:47 ଏକ Contextual ମେନୁ ଖୋଲିଲା
02:50 ଏଠାରେ ଆମେ ଏରୋଗୁଡ଼ିକର ଲମ୍ୱ, ପ୍ରସ୍ତ ଓ ଦୂରତାକୁ ବୃଦ୍ଧି କିମ୍ୱା ହ୍ରାସ କରିପାରିବା
02:57 ମାଉସ୍ ସାହାଯ୍ୟରେ ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
03:02 ଏବଂ Display Areaରେ ଏରୋଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
03:10 ଏବେ, ଏରୋ ହେଡ୍ସ ବିଷୟରେ ଶିଖିବା
03:14 ଏଠାରେ A, B ଓ Cର ଡିଫଲ୍ଟ ଭାଲ୍ୟୁ ପ୍ରଦର୍ଶିତ ହେଉଛି
03:21 ଏରୋ ହେଡଗୁଡ଼ିକର ଆକୃତି ଭିନ୍ନ କରିବାରେ A, B ଓ C ପାରାମିଟର୍ ସାହାଯ୍ୟ କରିଥାଏ
03:28 ପ୍ରତ୍ୟେକକୁ ବୃଦ୍ଧି କିମ୍ୱା ହ୍ରାସ କରନ୍ତୁ ଏବଂ ଏରୋ ହେଡଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
03:38 ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
03:42 ଚାଲନ୍ତୁ Display Area କ୍ଲିଅର୍ କରିଦେବା
03:46 ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ
03:49 Edit ମେନୁକୁ ଯାଇ Clear ଉପରେ କ୍ଲିକ୍ କରନ୍ତୁ
03:53 ଏହାପରେ ଚାଲନ୍ତୁ ଟେମ୍ପଲେଟ୍ ମ୍ୟାନେଜ୍ ବିଷୟରେ ଶିଖିବା
03:58 Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:01 ତଳେ Property ଡାୟଲଗ୍ ବକ୍ସ ଖୋଲିଲା
04:05 Property ଡାୟଲଗ୍ ବକ୍ସରେ ଏକ ଡ୍ରପ୍ ଡାଉନ୍ ତାଲିକା ସହିତ Templates ରହିଛି
04:10 ତାଲିକାରେ ରହିଛି Amino acids, Aromatic hydrocarbons, Nucleic bases, Nucleosides ଓ Saccharides
04:19 ପ୍ରତ୍ୟେକ ଆଇଟମ୍ ର ଏକ Sub-menu ଅଛି
04:23 Aromatic Hydrocarbons ସିଲେକ୍ଟ କରି Sub-menuରୁ Benzene ଉପରେ କ୍ଲିକ୍ କରନ୍ତୁ
04:31 Property ପେଜ୍ ଉପରେ Benzene ଷ୍ଟ୍ରକଚର୍ ପ୍ରଦର୍ଶିତ ହେଲା
04:35 ଏବେ, Benzene ଷ୍ଟ୍ରକଚର୍ ପ୍ରଦର୍ଶିତ କରିବା ପାଇଁ Display Area ଉପରେ କ୍ଲିକ୍ କରନ୍ତୁ
04:40 ସମାନ ଭାବରେ, Naphtalene ଷ୍ଟ୍ରକଚର୍ ସିଲେକ୍ଟ କରି Display Area ଉପରେ କ୍ଲିକ୍ କରନ୍ତୁ
04:49 ଆପଣ, ନିଜକୁ ନିଜ Display Areaରେ ଅନ୍ୟ ଷ୍ଟ୍ରକଚରଗୁଡ଼ିକୁ ସିଲେକ୍ଟ କରି ରଖନ୍ତୁ
04:55 ଏବେ ଫାଇଲକୁ ସେଭ୍ କରନ୍ତୁ
04:57 ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:01 Save As ଡାୟଲଗ୍‍ ବକ୍ସ ଖୋଲିଲା
05:04 Benzene ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ. Save କ୍ଲିକ୍ କରନ୍ତୁ
05:10 ଏବେ ଆସନ୍ତୁ, ବିଦ୍ୟମାନ ଟେମ୍ପଲେଟ୍ ତାଲିକାରେ ଏକ New Template ଆଡ୍ କରିବା ବିଷୟରେ ଶିଖିବା
05:16 ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:20 ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
05:24 ତାଲିକାରୁ Hexane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
05:27 Open ବଟନ୍ ଉପରେ କ୍ଲିକ୍ କରନ୍ତୁ
05:31 ଟେମ୍ପଲେଟର ପ୍ରୋପର୍ଟୀ ପେଜ୍ ରେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ
05:35 New Template ପ୍ରୋପର୍ଟୀ ପେଜ୍ ଖୋଲିଲା
05:38 ପ୍ରୋପର୍ଟୀ ପେଜ୍ ରେ ଦୁଇଟି ଫିଲ୍ଡ ଅଛି - Name ଓ Category
05:42 Category ଫିଲ୍ଡରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
05:47 ଆମେ ତାଲିକାରୁ ଚୟନ କରିପାରିବା କିମ୍ୱା ନିଜସ୍ୱ କାଟେଗୋରୀ ଆଡ୍ କରିପାରିବା
05:52 ଚାଲନ୍ତୁ, ଟେକ୍ସଟ୍ ଫିଲ୍ଡରେ Hydrocarbons ଟାଇପ୍ କରି ଏକ ନୂଆ କାଟେଗୋରୀ ଆଡ୍ କରିବା
05:58 Name ଫିଲ୍ଡରେ ଯୌଗିକର ନାମ Haxene ପ୍ରବେଶ କରାନ୍ତୁ
06:03 Display Areaରେ Haxene ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
06:07 ଏହା, New Templete ପ୍ରୋପର୍ଟୀ ପେଜ୍ ରେ ପ୍ରଦର୍ଶିତ ହେବ
06:12 Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
06:15 ଏବେ, Templetes ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ
06:19 Hydrocarbons କାଟେଗୋରୀ ଚୟନ କରନ୍ତୁ
06:22 ଦେଖନ୍ତୁ, Hexane ଷ୍ଟ୍ରକଚର୍ Template ତାଲିକାରେ ଆଡ୍ ହୋଇଗଲା
06:27 ଆପଣ ନିଜକୁ ନିଜ Octane ଷ୍ଟ୍ରକଚର୍ କୁ Hydrocarbons କାଟେଗୋରୀରେ ଆଡ୍ କରନ୍ତୁ
06:32 Hexane ଫାଇଲ୍ ବନ୍ଦ କରନ୍ତୁ
06:35 File ମେନୁକୁ ଯାଇ Close ଚୟନ କରନ୍ତୁ
06:41 Templates ପ୍ରୋପର୍ଟୀ ପେଜ୍ ବନ୍ଦ କରିବାକୁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:47 ଏବେ, Residues ବିଷୟରେ ଶିଖିବା
06:51 Residuesର ବ୍ୟବହାର ହୋଇଥାଏ
06:53 କାର୍ବନ୍ ଚେନ୍ ସହିତ ଜଡ଼ିତ ଥିବା କାର୍ଯ୍ୟକାରୀ ଗ୍ରୁପ୍ ର ପ୍ରକୃତି ଜାଣିବାରେ
06:58 କାର୍ଯ୍ୟକାରୀ ଗ୍ରୁପ୍ ର ଷ୍ଟ୍ରକଚର୍ ଜାଣିବାରେ
07:01 ଡେଟାବେସ୍ ସହିତ ଏକ ନୂଆ କାର୍ଯ୍ୟକାରୀ ଗ୍ରୁପ୍ ଆଡ୍ କରିବାରେ
07:04 Tools ମେନୁକୁ ଯାଇ Edit Residues ଉପରେ କ୍ଲିକ୍ କରନ୍ତୁ
07:09 Residues ୱିଣ୍ଡୋ ଖୋଲିଲା
07:12 ଏଥିରେ ତିନୋଟି ବଟନ୍ସ ଅଛି - New, Save ଓ Delete
07:18 New ବଟନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
07:21 ତାଲିକାରୁ n-pr ସିଲେକ୍ଟ କରନ୍ତୁ
07:25 Identity ଟାବ୍ ରେ ଚୟନିତ ରେସିଡ୍ୟୁର Symbol ଓ ନାମ ପ୍ରଦର୍ଶିତ ହୁଏ
07:32 Formula ଟାବ୍ ରେ ଚୟନିତ ରେସିଡ୍ୟୁର ଷ୍ଟ୍ରକଚର୍ ର ଢାଞ୍ଚା ପ୍ରଦର୍ଶିତ ହୁଏ
07:38 ସେହିଭଳି, ସେକେଣ୍ଡାରୀ ବ୍ୟୁଟାଇଲ୍ ପାଇଁ s-Bu ଚୟନ କରନ୍ତୁ
07:44 ଚୟନିତ ରେସିଡ୍ୟୁର ସିମ୍ୱଲ୍, ନାମ ଓ ଷ୍ଟ୍ରକଚରର ଢାଞ୍ଚା ଦେଖନ୍ତୁ
07:52 ଏବେ ଏକ ନୂଆ ରେସିଡ୍ୟୁ - Hydroxy ଗ୍ରୁପ୍ ଆଡ୍ କରନ୍ତୁ
07:57 ନୂଆ ରେସିଡ୍ୟୁ ଆଡ୍ କରିବା ପାଇଁ New ବଟନ୍ ଉପରେ କ୍ଲିକ୍ କରନ୍ତୁ
08:02 Symbol ଫିଲ୍ଡରେ ଟାଇପ୍ କରନ୍ତୁ O-H
08:06 ଏହାକୁ Hydroxy ନାମ ଦିଅନ୍ତୁ
08:09 Formula ଟାବ୍ ଉପରେ କ୍ଲିକ୍‍ କରନ୍ତୁ
08:11 ଆପଣ ଏକ ବୁଲେଟେଡ୍ ବଣ୍ଡ ଦେଖିବେ
08:14 କର୍ସର୍ କୁ ବଣ୍ଡ ପାଖରେ ରଖି କ୍ୟାପିଟାଲ୍ O ଦାବନ୍ତୁ
08:19 O ଓ Os ସହିତ ଏକ ସବ୍-ମେନୁ ଖୋଲିଲା, O ସିଲେକ୍ଟ କରନ୍ତୁ
08:24 O-H ଗ୍ରୁପ୍ ବଣ୍ଡ ସହିତ ଜଡ଼ିତ ହେଲା
08:28 Save କ୍ଲିକ୍ କରନ୍ତୁ
08:31 ଏବେ ତାଲିକା ଦେଖିବା ପାଇଁ New ବଟନ୍‍ କ୍ଲିକ୍‍ କରନ୍ତୁ
08:35 ଦେଖନ୍ତୁ, ତାଲିକାରେ O-H ରେସିଡ୍ୟୁ ଆଡ୍ ହୋଇଗଲା
08:40 ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
08:44 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:48 ସଂ‍କ୍ଷେପରେ
08:50 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
08:53 ଏଡିଟ୍ ପ୍ରିଫରେନ୍ସେସ୍
08:55 ଟେମ୍ପଲେଟ୍ସ ମ୍ୟାନେଜ୍ କରିବା,ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର
08:59 ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା
09:01 ରେସିଡ୍ୟୁସ୍ ର ବ୍ୟବହାର ଓ ରେସିଡ୍ୟୁସ୍ ଏଡିଟ୍ କରିବା
09:07 ଏକ ଆସାନମେଣ୍ଟ ଭାବେ * ଟେମ୍ପଲେଟ୍ସ ତାଲିକାରୁ ସେକାରାଇଡ୍ସ ଚୟନ କରି ବ୍ୟବହାର କରନ୍ତୁ
09:12 ଅନ୍ୟ ରେସିଡ୍ୟୁଗୁଡ଼ିକର ଯାଞ୍ଚ କରନ୍ତୁ
09:16 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial
09:20 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:24 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:33 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:37 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:45 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:50 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:57 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ (spoken-tutorial.org/NMEICT-Intro)
10:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep