GChemPaint/C2/Edit-Preferences-Templates-and-Residues/Oriya
From Script | Spoken-Tutorial
| Time | Narration |
| 00:01 | ନମସ୍କାର ବନ୍ଧୁଗଣ GChemPaintରେ Edit Preference, Templets ଓ Residues ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:10 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:13 | ଏଡିଟ୍ ପ୍ରିଫରେନ୍ସେସ୍ |
| 00:15 | ଟେମ୍ପଲେଟ୍ସ ମ୍ୟାନେଜ୍ କରିବା |
| 00:17 | ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର |
| 00:20 | ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା |
| 00:24 | ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା |
| 00:26 | ରେସିଡ୍ୟୁଗୁଡ଼ିକର ବ୍ୟବହାର |
| 00:28 | ରେସିଡ୍ୟୁଗୁଡ଼ିକୁ ଏଡିଟ୍ କରିବା |
| 00:31 | ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
| 00:38 | GChemPaint ଭର୍ସନ୍ 0.12.10 |
| 00:44 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ |
| 00:49 | GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ |
| 00:53 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:59 | ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି |
| 01:03 | Preferences ଏଡିଟିଙ୍ଗରୁ ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
| 01:07 | Edit ମେନୁକୁ ଯାଇ Preferences ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ |
| 01:13 | GChemPaint Preferences ୱିଣ୍ଡୋ ଖୋଲିଲା |
| 01:16 | ଫାଇଲ୍ ସେଭ୍ କରିବା ସମୟରେ, ପ୍ରଥମ ଫିଲ୍ଡ Default Compression Level For GChemPaint Files ବ୍ୟବହୃତ ହୋଇଥାଏ |
| 01:24 | ଡିଫଲ୍ଟ ଭାବରେ ଏହା ଶୂନ୍ ଥାଏ |
| 01:28 | ଯଦି ଶୂନ୍ ନଥିବ, ତେବେ ଫାଇଲଟି gzip ବ୍ୟବହାର କରି କମ୍ପ୍ରେସ୍ ହେବ |
| 01:33 | ମୁଁ ଅନ୍ୟ ଏକ ଟ୍ୟୁଟୋରିଆଲରେ Invert Wedge Hashes କଭର୍ କରିବି |
| 01:40 | GChemPaintରେ ପ୍ରତ୍ୟେକ ଡକ୍ୟୁମେଣ୍ଟ ସହିତ ଗୋଟିଏ ଥିମ୍ ଜଡ଼ିତ ଅଛି |
| 01:46 | ଆମେ GChemPaint ଭାବରେ ଡିଫଲ୍ଟ ଥିମ୍ ରଖିବା |
| 01:50 | ଏବେ ମୁଁ Themes ବିଭାଗ ଅନ୍ତର୍ଗତ ଥିବା Arrows ବିଷୟରେ ସବିଶେଷ ବର୍ଣ୍ଣନା କରିବି |
| 01:58 | ଟୁଲ୍ ବକ୍ସରେ ଥିବା ବିଭିନ୍ନ ଏରୋଗୁଡ଼ିକର ପ୍ରକାରକୁ ଦେଖନ୍ତୁ |
| 02:02 | Add an arrow for an irreversible reaction. |
| 02:06 | Add a pair of arrows for a reversible reaction. |
| 02:10 | Add an arrow for a retrosynthesis step. |
| 02:14 | Add a double headed arrow to represent mesomery. |
| 02:19 | ଚାଲନ୍ତୁ ଏହି ଚାରୋଟି ଏରୋଗୁଡ଼ିକୁ Display Areaରେ ଆଡ୍ କରିବା |
| 02:24 | Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 02:28 | ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ |
| 02:31 | ସମାନ ଭାବରେ, ମୁଁ ଅନ୍ୟ ପ୍ରକାର ଏରୋଗୁଡ଼ିକୁ Display Areaରେ ଆଡ୍ କରିବି |
| 02:41 | Preferences ଡାୟଲଗ୍ ବକ୍ସରେ ଥିବା Themes ଫିଲ୍ଡରୁ Arrows ସିଲେକ୍ଟ କରନ୍ତୁ |
| 02:47 | ଏକ Contextual ମେନୁ ଖୋଲିଲା |
| 02:50 | ଏଠାରେ ଆମେ ଏରୋଗୁଡ଼ିକର ଲମ୍ୱ, ପ୍ରସ୍ତ ଓ ଦୂରତାକୁ ବୃଦ୍ଧି କିମ୍ୱା ହ୍ରାସ କରିପାରିବା |
| 02:57 | ମାଉସ୍ ସାହାଯ୍ୟରେ ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ |
| 03:02 | ଏବଂ Display Areaରେ ଏରୋଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ |
| 03:10 | ଏବେ, ଏରୋ ହେଡ୍ସ ବିଷୟରେ ଶିଖିବା |
| 03:14 | ଏଠାରେ A, B ଓ Cର ଡିଫଲ୍ଟ ଭାଲ୍ୟୁ ପ୍ରଦର୍ଶିତ ହେଉଛି |
| 03:21 | ଏରୋ ହେଡଗୁଡ଼ିକର ଆକୃତି ଭିନ୍ନ କରିବାରେ A, B ଓ C ପାରାମିଟର୍ ସାହାଯ୍ୟ କରିଥାଏ |
| 03:28 | ପ୍ରତ୍ୟେକକୁ ବୃଦ୍ଧି କିମ୍ୱା ହ୍ରାସ କରନ୍ତୁ ଏବଂ ଏରୋ ହେଡଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ |
| 03:38 | ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:42 | ଚାଲନ୍ତୁ Display Area କ୍ଲିଅର୍ କରିଦେବା |
| 03:46 | ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ Ctrl+A ଦାବନ୍ତୁ |
| 03:49 | Edit ମେନୁକୁ ଯାଇ Clear ଉପରେ କ୍ଲିକ୍ କରନ୍ତୁ |
| 03:53 | ଏହାପରେ ଚାଲନ୍ତୁ ଟେମ୍ପଲେଟ୍ ମ୍ୟାନେଜ୍ ବିଷୟରେ ଶିଖିବା |
| 03:58 | Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:01 | ତଳେ Property ଡାୟଲଗ୍ ବକ୍ସ ଖୋଲିଲା |
| 04:05 | Property ଡାୟଲଗ୍ ବକ୍ସରେ ଏକ ଡ୍ରପ୍ ଡାଉନ୍ ତାଲିକା ସହିତ Templates ରହିଛି |
| 04:10 | ତାଲିକାରେ ରହିଛି Amino acids, Aromatic hydrocarbons, Nucleic bases, Nucleosides ଓ Saccharides |
| 04:19 | ପ୍ରତ୍ୟେକ ଆଇଟମ୍ ର ଏକ Sub-menu ଅଛି |
| 04:23 | Aromatic Hydrocarbons ସିଲେକ୍ଟ କରି Sub-menuରୁ Benzene ଉପରେ କ୍ଲିକ୍ କରନ୍ତୁ |
| 04:31 | Property ପେଜ୍ ଉପରେ Benzene ଷ୍ଟ୍ରକଚର୍ ପ୍ରଦର୍ଶିତ ହେଲା |
| 04:35 | ଏବେ, Benzene ଷ୍ଟ୍ରକଚର୍ ପ୍ରଦର୍ଶିତ କରିବା ପାଇଁ Display Area ଉପରେ କ୍ଲିକ୍ କରନ୍ତୁ |
| 04:40 | ସମାନ ଭାବରେ, Naphtalene ଷ୍ଟ୍ରକଚର୍ ସିଲେକ୍ଟ କରି Display Area ଉପରେ କ୍ଲିକ୍ କରନ୍ତୁ |
| 04:49 | ଆପଣ, ନିଜକୁ ନିଜ Display Areaରେ ଅନ୍ୟ ଷ୍ଟ୍ରକଚରଗୁଡ଼ିକୁ ସିଲେକ୍ଟ କରି ରଖନ୍ତୁ |
| 04:55 | ଏବେ ଫାଇଲକୁ ସେଭ୍ କରନ୍ତୁ |
| 04:57 | ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 05:01 | Save As ଡାୟଲଗ୍ ବକ୍ସ ଖୋଲିଲା |
| 05:04 | Benzene ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ. Save କ୍ଲିକ୍ କରନ୍ତୁ |
| 05:10 | ଏବେ ଆସନ୍ତୁ, ବିଦ୍ୟମାନ ଟେମ୍ପଲେଟ୍ ତାଲିକାରେ ଏକ New Template ଆଡ୍ କରିବା ବିଷୟରେ ଶିଖିବା |
| 05:16 | ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 05:20 | ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା |
| 05:24 | ତାଲିକାରୁ Hexane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ |
| 05:27 | Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:31 | ଟେମ୍ପଲେଟର ପ୍ରୋପର୍ଟୀ ପେଜ୍ ରେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:35 | New Template ପ୍ରୋପର୍ଟୀ ପେଜ୍ ଖୋଲିଲା |
| 05:38 | ପ୍ରୋପର୍ଟୀ ପେଜ୍ ରେ ଦୁଇଟି ଫିଲ୍ଡ ଅଛି - Name ଓ Category |
| 05:42 | Category ଫିଲ୍ଡରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି |
| 05:47 | ଆମେ ତାଲିକାରୁ ଚୟନ କରିପାରିବା କିମ୍ୱା ନିଜସ୍ୱ କାଟେଗୋରୀ ଆଡ୍ କରିପାରିବା |
| 05:52 | ଚାଲନ୍ତୁ, ଟେକ୍ସଟ୍ ଫିଲ୍ଡରେ Hydrocarbons ଟାଇପ୍ କରି ଏକ ନୂଆ କାଟେଗୋରୀ ଆଡ୍ କରିବା |
| 05:58 | Name ଫିଲ୍ଡରେ ଯୌଗିକର ନାମ Haxene ପ୍ରବେଶ କରାନ୍ତୁ |
| 06:03 | Display Areaରେ Haxene ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ |
| 06:07 | ଏହା, New Templete ପ୍ରୋପର୍ଟୀ ପେଜ୍ ରେ ପ୍ରଦର୍ଶିତ ହେବ |
| 06:12 | Ok ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:15 | ଏବେ, Templetes ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ |
| 06:19 | Hydrocarbons କାଟେଗୋରୀ ଚୟନ କରନ୍ତୁ |
| 06:22 | ଦେଖନ୍ତୁ, Hexane ଷ୍ଟ୍ରକଚର୍ Template ତାଲିକାରେ ଆଡ୍ ହୋଇଗଲା |
| 06:27 | ଆପଣ ନିଜକୁ ନିଜ Octane ଷ୍ଟ୍ରକଚର୍ କୁ Hydrocarbons କାଟେଗୋରୀରେ ଆଡ୍ କରନ୍ତୁ |
| 06:32 | Hexane ଫାଇଲ୍ ବନ୍ଦ କରନ୍ତୁ |
| 06:35 | File ମେନୁକୁ ଯାଇ Close ଚୟନ କରନ୍ତୁ |
| 06:41 | Templates ପ୍ରୋପର୍ଟୀ ପେଜ୍ ବନ୍ଦ କରିବାକୁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 06:47 | ଏବେ, Residues ବିଷୟରେ ଶିଖିବା |
| 06:51 | Residuesର ବ୍ୟବହାର ହୋଇଥାଏ |
| 06:53 | କାର୍ବନ୍ ଚେନ୍ ସହିତ ଜଡ଼ିତ ଥିବା କାର୍ଯ୍ୟକାରୀ ଗ୍ରୁପ୍ ର ପ୍ରକୃତି ଜାଣିବାରେ |
| 06:58 | କାର୍ଯ୍ୟକାରୀ ଗ୍ରୁପ୍ ର ଷ୍ଟ୍ରକଚର୍ ଜାଣିବାରେ |
| 07:01 | ଡେଟାବେସ୍ ସହିତ ଏକ ନୂଆ କାର୍ଯ୍ୟକାରୀ ଗ୍ରୁପ୍ ଆଡ୍ କରିବାରେ |
| 07:04 | Tools ମେନୁକୁ ଯାଇ Edit Residues ଉପରେ କ୍ଲିକ୍ କରନ୍ତୁ |
| 07:09 | Residues ୱିଣ୍ଡୋ ଖୋଲିଲା |
| 07:12 | ଏଥିରେ ତିନୋଟି ବଟନ୍ସ ଅଛି - New, Save ଓ Delete |
| 07:18 | New ବଟନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି |
| 07:21 | ତାଲିକାରୁ n-pr ସିଲେକ୍ଟ କରନ୍ତୁ |
| 07:25 | Identity ଟାବ୍ ରେ ଚୟନିତ ରେସିଡ୍ୟୁର Symbol ଓ ନାମ ପ୍ରଦର୍ଶିତ ହୁଏ |
| 07:32 | Formula ଟାବ୍ ରେ ଚୟନିତ ରେସିଡ୍ୟୁର ଷ୍ଟ୍ରକଚର୍ ର ଢାଞ୍ଚା ପ୍ରଦର୍ଶିତ ହୁଏ |
| 07:38 | ସେହିଭଳି, ସେକେଣ୍ଡାରୀ ବ୍ୟୁଟାଇଲ୍ ପାଇଁ s-Bu ଚୟନ କରନ୍ତୁ |
| 07:44 | ଚୟନିତ ରେସିଡ୍ୟୁର ସିମ୍ୱଲ୍, ନାମ ଓ ଷ୍ଟ୍ରକଚରର ଢାଞ୍ଚା ଦେଖନ୍ତୁ |
| 07:52 | ଏବେ ଏକ ନୂଆ ରେସିଡ୍ୟୁ - Hydroxy ଗ୍ରୁପ୍ ଆଡ୍ କରନ୍ତୁ |
| 07:57 | ନୂଆ ରେସିଡ୍ୟୁ ଆଡ୍ କରିବା ପାଇଁ New ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 08:02 | Symbol ଫିଲ୍ଡରେ ଟାଇପ୍ କରନ୍ତୁ O-H |
| 08:06 | ଏହାକୁ Hydroxy ନାମ ଦିଅନ୍ତୁ |
| 08:09 | Formula ଟାବ୍ ଉପରେ କ୍ଲିକ୍ କରନ୍ତୁ |
| 08:11 | ଆପଣ ଏକ ବୁଲେଟେଡ୍ ବଣ୍ଡ ଦେଖିବେ |
| 08:14 | କର୍ସର୍ କୁ ବଣ୍ଡ ପାଖରେ ରଖି କ୍ୟାପିଟାଲ୍ O ଦାବନ୍ତୁ |
| 08:19 | O ଓ Os ସହିତ ଏକ ସବ୍-ମେନୁ ଖୋଲିଲା, O ସିଲେକ୍ଟ କରନ୍ତୁ |
| 08:24 | O-H ଗ୍ରୁପ୍ ବଣ୍ଡ ସହିତ ଜଡ଼ିତ ହେଲା |
| 08:28 | Save କ୍ଲିକ୍ କରନ୍ତୁ |
| 08:31 | ଏବେ ତାଲିକା ଦେଖିବା ପାଇଁ New ବଟନ୍ କ୍ଲିକ୍ କରନ୍ତୁ |
| 08:35 | ଦେଖନ୍ତୁ, ତାଲିକାରେ O-H ରେସିଡ୍ୟୁ ଆଡ୍ ହୋଇଗଲା |
| 08:40 | ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 08:44 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 08:48 | ସଂକ୍ଷେପରେ |
| 08:50 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 08:53 | ଏଡିଟ୍ ପ୍ରିଫରେନ୍ସେସ୍ |
| 08:55 | ଟେମ୍ପଲେଟ୍ସ ମ୍ୟାନେଜ୍ କରିବା,ପ୍ରସ୍ତୁତ ଟେମ୍ପଲେଟ୍ସର ଚୟନ ଓ ବ୍ୟବହାର |
| 08:59 | ଏକ ନୂଆ ଟେମ୍ପଲେଟ୍ ଆଡ୍ କରିବା |
| 09:01 | ରେସିଡ୍ୟୁସ୍ ର ବ୍ୟବହାର ଓ ରେସିଡ୍ୟୁସ୍ ଏଡିଟ୍ କରିବା |
| 09:07 | ଏକ ଆସାନମେଣ୍ଟ ଭାବେ * ଟେମ୍ପଲେଟ୍ସ ତାଲିକାରୁ ସେକାରାଇଡ୍ସ ଚୟନ କରି ବ୍ୟବହାର କରନ୍ତୁ |
| 09:12 | ଅନ୍ୟ ରେସିଡ୍ୟୁଗୁଡ଼ିକର ଯାଞ୍ଚ କରନ୍ତୁ |
| 09:16 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial |
| 09:20 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:24 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:33 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:37 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 09:45 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 09:50 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:57 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro) |
| 10:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |