Difference between revisions of "GChemPaint/C2/Basic-operations/Oriya"

From Script | Spoken-Tutorial
Jump to: navigation, search
 
Line 4: Line 4:
  
 
|-
 
|-
| 00:01
+
|00:01
| ନମସ୍କାର
+
|ନମସ୍କାର,GChemPaintରେ Basic Operations ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
 
|-
 
|-
| 00:02
+
|00:07
| GChemPaintରେ Basic Operations ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
 +
 
 
|-
 
|-
| 00:07
+
|00:11
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
+
|ଏକ ବିଦ୍ୟମାନ ଫାଇଲ୍ ଖୋଲିବା
 +
 
 
|-
 
|-
| 00:11
+
|00:14
| * ଏକ ବିଦ୍ୟମାନ ଫାଇଲ୍ ଖୋଲିବା
+
|ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
 +
 
 
|-
 
|-
| 00:14
+
|00:17
| * ଟେକ୍ସଟ୍ ଆଡ୍ ଏଡିଟ୍ କରିବା
+
|ଅବଜେକ୍ଟଗୁଡ଼ିକୁ ସିଲେକ୍ଟ, ମୁଭ୍, ଫ୍ଲିପ୍ ରୋଟେଟ୍ କରିବା
 +
 
 
|-
 
|-
| 00:17
+
|00:21
| *ଅବଜେକ୍ଟଗୁଡ଼ିକୁ ସିଲେକ୍ଟ, ମୁଭ୍, ଫ୍ଲିପ୍ ରୋଟେଟ୍ କରିବା
+
|ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଆଲାଇନ୍ କରିବା
 +
 
 
|-
 
|-
| 00:21
+
|00:25
| * ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଆଲାଇନ୍ କରିବା
+
|ଅବଜେକ୍ଟଗୁଡ଼ିକୁ କଟ୍, କପୀ, ପେଷ୍ଟ ଡିଲିଟ୍ କରିବା
 +
 
 
|-
 
|-
| 00:25
+
|00:30
| * ଅବଜେକ୍ଟଗୁଡ଼ିକୁ କଟ୍, କପୀ, ପେଷ୍ଟ ଓ ଡିଲିଟ୍ କରିବା
+
|ଏଠାରେ ମୁଁ ବ୍ୟବହାର କରୁଛି,
|-
+
 
| 00:30
+
| ଏଠାରେ ମୁଁ ବ୍ୟବହାର କରୁଛି,
+
 
|-
 
|-
| 00:32
+
|00:32
 
|Ubuntu Linux OS ଭର୍ସନ୍ 12.04,
 
|Ubuntu Linux OS ଭର୍ସନ୍ 12.04,
 +
 
|-
 
|-
| 00:36
+
|00:36
 
|GChemPaint ଭର୍ସନ୍ 0.12.10.
 
|GChemPaint ଭର୍ସନ୍ 0.12.10.
 +
 
|-
 
|-
| 00:42
+
|00:42
| ଏହି ଟ୍ୟୁଟୋରିଆଲ୍ କରିବାକୁ ଆପଣ
+
|ଏହି ଟ୍ୟୁଟୋରିଆଲ୍ କରିବାକୁ ଆପଣ
 +
 
 
|-
 
|-
| 00:48
+
|00:48
| GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହ ପରିଚିତ ଥିବା ଦରକାର
+
|GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହ ପରିଚିତ ଥିବା ଦରକାର
 +
 
 
|-
 
|-
| 00:52
+
|00:52
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
+
|ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
 
|-
 
|-
| 00:58
+
|00:58
| ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିବାକୁ
+
|ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିବାକୁ
 +
 
 
|-
 
|-
| 01:01
+
|01:01
 
|Dash home ଉପରେ କ୍ଲିକ୍ କରନ୍ତୁ
 
|Dash home ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
| 01:04
+
|01:04
| ଖୋଲିଥିବା ସର୍ଚ ବାର୍ ରେ GChemPaint ଟାଇପ୍ କରନ୍ତୁ
+
|ଖୋଲିଥିବା ସର୍ଚ ବାର୍ ରେ GChemPaint ଟାଇପ୍ କରନ୍ତୁ
 +
 
 
|-
 
|-
| 01:08
+
|01:08
| GChemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|GChemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:12
+
|01:12
| ଏକ ବିଦ୍ୟମାନ ଫାଇଲ୍ ଖୋଲି ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
+
|ଏକ ବିଦ୍ୟମାନ ଫାଇଲ୍ ଖୋଲି ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
 +
 
 
|-
 
|-
| 01:16
+
|01:16
| File ମେନୁରେ କ୍ଲିକ୍ କରନ୍ତୁ
+
|File ମେନୁରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:20
+
|01:20
| Open ସିଲେକ୍ଟ କରି, ତାହା ଉପରେ କ୍ଲିକ୍ କରନ୍ତୁ
+
|Open ସିଲେକ୍ଟ କରି, ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:24
+
|01:24
| ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଏକ ୱିଣ୍ଡୋ ଖୋଲିଲା
+
|ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଏକ ୱିଣ୍ଡୋ ଖୋଲିଲା
 +
 
 
|-
 
|-
| 01:29
+
|01:29
| ଏଠାରୁ, propane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
+
|ଏଠାରୁ, propane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 01:32
+
|01:32
| ଫାଇଲ୍ ଖୋଲିବାକୁ Open ଉପରେ କ୍ଲିକ୍ କରନ୍ତୁ
+
|ଫାଇଲ୍ ଖୋଲିବାକୁ Open ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 01:36
+
|01:36
| Propane ଷ୍ଟ୍ରକଚର୍ ତଳକୁ କିଛି ଟେକ୍ସଟ୍ ଆଡ୍ କରନ୍ତୁ
+
|Propane ଷ୍ଟ୍ରକଚର୍ ତଳକୁ କିଛି ଟେକ୍ସଟ୍ ଆଡ୍ କରନ୍ତୁ
 +
 
 
|-
 
|-
| 01:42
+
|01:42
| ଟୁଲ୍ ବକ୍ସରୁ Add or modify a text ଟୁଲ୍ ସିଲେକ୍ଟ କରନ୍ତୁ
+
|ଟୁଲ୍ ବକ୍ସରୁ Add or modify a text ଟୁଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 01:47
+
|01:47
| Property page ଟେକ୍ସଟ୍ ଟୁଲ୍ ଖୋଲିଲା
+
|Property page ଟେକ୍ସଟ୍ ଟୁଲ୍ ଖୋଲିଲା
 +
 
 
|-
 
|-
| 01:50
+
|01:50
| Property Pageରେ Family, Style, Size, Underline ଓ ଅନ୍ୟ କିଛି ଫିଲ୍ଡମାନ ରହିଛି
+
|Property Pageରେ Family, Style, Size, Underline ଓ ଅନ୍ୟ କିଛି ଫିଲ୍ଡମାନ ରହିଛି
 +
 
 
|-
 
|-
| 02:02
+
|02:02
| Familyରେ ଫଣ୍ଟ ନାମଗୁଡ଼ିକର ତାଲିକା ଅଛି
+
|Familyରେ ଫଣ୍ଟ ନାମଗୁଡ଼ିକର ତାଲିକା ଅଛି
 +
 
 
|-
 
|-
| 02:06
+
|02:06
| ତାଲିକାରେ ସ୍କ୍ରୋଲ୍ କରନ୍ତୁ
+
|ତାଲିକାରେ ସ୍କ୍ରୋଲ୍ କରନ୍ତୁ
 +
 
 
|-
 
|-
| 02:11
+
|02:11
| Family ରୁ ମୁଁ Arial Black ସିଲେକ୍ଟ କରିବି
+
|Family ରୁ ମୁଁ Arial Black ସିଲେକ୍ଟ କରିବି
 +
 
 
|-
 
|-
| 02:15
+
|02:15
| Propane ଷ୍ଟ୍ରକଚର ତଳେ ଥିବା Display Area ଉପରେ କ୍ଲିକ୍ କରନ୍ତୁ
+
|Propane ଷ୍ଟ୍ରକଚର ତଳେ ଥିବା Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:20
+
|02:20
| ଏକ ସବୁଜ ବାକ୍ସରେ ଗୋଟିଏ ଧପଧପ ହେଉଥିବା କର୍ସର୍ ଆପଣ ଦେଖିପାରିବେ
+
|ଏକ ସବୁଜ ବାକ୍ସରେ ଗୋଟିଏ ଧପଧପ ହେଉଥିବା କର୍ସର୍ ଆପଣ ଦେଖିପାରିବେ
 +
 
 
|-
 
|-
| 02:25
+
|02:25
| Propane ଭାଵରେ କମ୍ପାଉଣ୍ଡର ନାମ ଟାଇପ୍ କରନ୍ତୁ
+
|Propane ଭାଵରେ କମ୍ପାଉଣ୍ଡର ନାମ ଟାଇପ୍ କରନ୍ତୁ
 +
 
 
|-
 
|-
| 02:32
+
|02:32
| ଏବେ, ଷ୍ଟାଇଲ୍ କୁ Bold Italicରେ ପରିବର୍ତ୍ତନ କରନ୍ତୁ
+
|ଏବେ, ଷ୍ଟାଇଲ୍ କୁ Bold Italicରେ ପରିବର୍ତ୍ତନ କରନ୍ତୁ
 +
 
 
|-
 
|-
| 02:35
+
|02:35
| Propane ଟେକ୍ସଟ୍ ସିଲେକ୍ଟ କରି Bold Italic ସିଲେକ୍ଟ କରନ୍ତୁ
+
|Propane ଟେକ୍ସଟ୍ ସିଲେକ୍ଟ କରି Bold Italic ସିଲେକ୍ଟ କରନ୍ତୁ
 +
 
 
|-
 
|-
| 02:42
+
|02:42
| ମୂଁ ଫଣ୍ଟ ସାଇଜ 16କୁ ବଢ଼ାଇବି
+
|ମୂଁ ଫଣ୍ଟ ସାଇଜ 16କୁ ବଢ଼ାଇବି
 +
 
 
|-
 
|-
| 02:46
+
|02:46
| 16କୁ ସ୍କ୍ରୋଲ୍ କରନ୍ତୁ
+
|16କୁ ସ୍କ୍ରୋଲ୍ କରନ୍ତୁ
 +
 
 
|-
 
|-
| 02:48
+
|02:48
| ଓ ତା’ଉପରେ କ୍ଲିକ୍ କରନ୍ତୁ
+
|ଓ ତା’ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:50
+
|02:50
| ଟେକ୍ସଟ୍ ଏ ପରିବର୍ତ୍ତନକୁ ଦେଖନ୍ତୁ
+
|ଟେକ୍ସଟ୍ ଏ ପରିବର୍ତ୍ତନକୁ ଦେଖନ୍ତୁ
 +
 
 
|-
 
|-
| 02:53
+
|02:53
| ଏହାପରେ ଚାଲନ୍ତୁ Underline ଫିଚର୍ ବ୍ୟବହାର କରିବା
+
|ଏହାପରେ ଚାଲନ୍ତୁ Underline ଫିଚର୍ ବ୍ୟବହାର କରିବା
 +
 
 
|-
 
|-
| 02:57
+
|02:57
| ନିମ୍ନ ଅପ୍ସନ୍ସ ସହ ଏଥିରେ ଗୋଟିଏ ଡ୍ରପ୍ ଡାଉନ୍ ତାଲିକା ଅଛି -
+
|ନିମ୍ନ ଅପ୍ସନ୍ସ ସହ ଏଥିରେ ଗୋଟିଏ ଡ୍ରପ୍ ଡାଉନ୍ ତାଲିକା ଅଛି -
 +
 
 
|-
 
|-
| 03:00
+
|03:00
|None,  
+
|None,Single,
 +
 
 
|-
 
|-
| 03:01
+
|03:02
| Single,
+
|Double,ଓ Low.
 +
 
 
|-
 
|-
| 03:02
+
|03:05
| Double,
+
|Single ସିଲେକ୍ଟ କରନ୍ତୁ
 +
 
 
|-
 
|-
| 03:03
+
|03:09
|ଓ Low.
+
|ଟେକ୍ସଟ୍ ର ରଙ୍ଗ ବଦଳାନ୍ତୁ
 +
 
 
|-
 
|-
| 03:05
+
|03:12
| Single ସିଲେକ୍ଟ କରନ୍ତୁ
+
|ଟେକ୍ସଟ୍ ର ଡିଫଲ୍ଟ ରଙ୍ଗ ହେଉଛି Black
 +
 
 
|-
 
|-
| 03:09
+
|03:16
| ଟେକ୍ସଟ୍ ର ରଙ୍ଗ ବଦଳାନ୍ତୁ
+
|କଲର୍ ଫିଲ୍ଡର ଡ୍ରପ୍ ଡାଉନ୍ ଏରୋରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:12
+
|03:20
| ଟେକ୍ସଟ୍ ର ଡିଫଲ୍ଟ ରଙ୍ଗ ହେଉଛି Black
+
|ଆପଣ ଏଠାରେ ବିଭିନ୍ନ ରଙ୍ଗ ଦେଖିପାରିବେ
 +
 
 
|-
 
|-
| 03:16
+
|03:24
| କଲର୍ ଫିଲ୍ଡର ଡ୍ରପ୍ ଡାଉନ୍ ଏରୋରେ କ୍ଲିକ୍ କରନ୍ତୁ
+
|ମୁଁ Purple ସିଲେକେଟ କରିବି
 +
 
 
|-
 
|-
| 03:20
+
|03:28
| ଆପଣ ଏଠାରେ ବିଭିନ୍ନ ରଙ୍ଗ ଦେଖିପାରିବେ
+
|ଆମେ ଟେକ୍ସଟ୍ ର ପୋଜିଶନ୍ ମଧ୍ୟ ବଦଳାଇପାରିବା
 +
 
 
|-
 
|-
| 03:24
+
|03:32
| ମୁଁ Purple ସିଲେକେଟ କରିବି
+
|ପୋଜିଶନ୍ ଫିଲ୍ଡର ରେଞ୍ଜ -100ରୁ 100 ଥାଏ
 +
 
 
|-
 
|-
| 03:28
+
|03:37
| ଆମେ ଟେକ୍ସଟ୍ ର ପୋଜିଶନ୍ ମଧ୍ୟ ବଦଳାଇପାରିବା
+
|ଦେଖନ୍ତୁ, କିପରି ଟେକ୍ସଟ୍ ବଦଳେ
 +
 
 
|-
 
|-
| 03:32
+
|03:40
| ପୋଜିଶନ୍ ଫିଲ୍ଡର ରେଞ୍ଜ -100ରୁ 100 ଥାଏ
+
|ଟେକ୍ସଟ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 03:37
+
|03:44
| ଦେଖନ୍ତୁ, କିପରି ଟେକ୍ସଟ୍ ବଦଳେ
+
|ମାଉସ୍ ଦ୍ୱାରା ଅପ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:40
+
|03:48
| ଟେକ୍ସଟ୍ ସିଲେକ୍ଟ କରନ୍ତୁ
+
|ଟେକ୍ସଟ୍ ଉପରକୁ ଘୁଞ୍ଚିଯିବ
 +
 
 
|-
 
|-
| 03:44
+
|03:50
| ମାଉସ୍ ଦ୍ୱାରା ଅପ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
+
|ସେହିପରି, ଯଦି ଆମେ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରିବା, ଟେକ୍ସଟ୍ ତଳକୁ ଘୁଞ୍ଚିବ
 +
 
 
|-
 
|-
| 03:48
+
|03:59
| ଟେକ୍ସଟ୍ ଉପରକୁ ଘୁଞ୍ଚିଯିବ
+
|ଟେକ୍ସଟ୍ କୁ ନର୍ମାଲ୍ ପୋଜିଶନ୍ କୁ ଆଣନ୍ତୁ
 +
 
 
|-
 
|-
| 03:50
+
|04:02
| ସେହିପରି, ଯଦି ଆମେ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରିବା, ଟେକ୍ସଟ୍ ତଳକୁ ଘୁଞ୍ଚିବ
+
|ପୋଜିଶନ୍ ଫିଲ୍ଡରେ 0 ଟାଇପ୍ କରନ୍ତୁ
 +
 
 
|-
 
|-
| 03:59
+
|04:05
| ଟେକ୍ସଟ୍ କୁ ନର୍ମାଲ୍ ପୋଜିଶନ୍ କୁ ଆଣନ୍ତୁ
+
|ଓ Display Areaରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:02
+
|04:09
| ପୋଜିଶନ୍ ଫିଲ୍ଡରେ 0 ଟାଇପ୍ କରନ୍ତୁ
+
|ଏକ ଆସାଇନମେଣ୍ଟ ଭାବେ
 +
 
 
|-
 
|-
| 04:05
+
|04:12
| ଓ Display Areaରେ କ୍ଲିକ୍ କରନ୍ତୁ
+
|ପ୍ରଥମ ଟ୍ୟୁଟୋରିଆଲର ଆସାଇନମେଣ୍ଟ ଖୋଲନ୍ତୁ
 +
 
 
|-
 
|-
| 04:09
+
|04:15
| ଏକ ଆସାଇନମେଣ୍ଟ ଭାବେ
+
|ଷ୍ଟ୍ରକଚର୍ କୁ n-hexane ଓ n-octane ଭାବେ ଚିହ୍ନିତ କରନ୍ତୁ
 +
 
 
|-
 
|-
| 04:12
+
|04:19
| ପ୍ରଥମ ଟ୍ୟୁଟୋରିଆଲର ଆସାଇନମେଣ୍ଟ ଖୋଲନ୍ତୁ
+
|ଫଣ୍ଟ ନାମ, ଫଣ୍ଟ ଆକାର, ଅଣ୍ଡର୍ ଲାଇନ୍ ଓ ଟେକ୍ସଟ୍ ରଙ୍ଗ ବଦଳାନ୍ତୁ
 +
 
 
|-
 
|-
| 04:15
+
|04:26
| ଷ୍ଟ୍ରକଚର୍ କୁ n-hexane ଓ n-octane ଭାବେ ଚିହ୍ନିତ କରନ୍ତୁ
+
|ଆପଣଙ୍କ ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
| 04:19
+
|04:31
| ଫଣ୍ଟ ନାମ, ଫଣ୍ଟ ଆକାର, ଅଣ୍ଡର୍ ଲାଇନ୍ ଟେକ୍ସଟ୍ ରଙ୍ଗ ବଦଳାନ୍ତୁ
+
|ଏବେ, ଅବଜେକ୍ଟଗୁଡ଼ିକୁ ସିଲେକ୍ଟ ମୂଭ୍ କରିବା ଶିଖିବା
 +
 
 
|-
 
|-
| 04:26
+
|04:35
| ଆପଣଙ୍କ ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
+
|Tool Bpxରୁ Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:31
+
|04:42
| ଏବେ, ଅବଜେକ୍ଟଗୁଡ଼ିକୁ ସିଲେକ୍ଟ ଓ ମୂଭ୍ କରିବା ଶିଖିବା
+
|Pentane ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:35
+
|04:44
| Tool Bpxରୁ Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|ମାଉସ୍ ବଟନ୍ କୁ ନଛାଡ଼ି, ଗୋଟିଏ ଭିନ୍ନ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
| 04:42
+
|04:49
| Pentane ଉପରେ କ୍ଲିକ୍ କରନ୍ତୁ
+
|ଏବେ, ମାଊସ୍ କୁ ଛାଡ଼ିଦିଅନ୍ତୁ
 +
 
 
|-
 
|-
| 04:44
+
|04:52
| ମାଉସ୍ ବଟନ୍ କୁ ନଛାଡ଼ି, ଗୋଟିଏ ଭିନ୍ନ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
+
|ଗୋଟିଏ ଅବଜେକ୍ଟକୁ ଘୂରାନ୍ତୁ
 +
 
 
|-
 
|-
| 04:49
+
|04:55
| ଏବେ, ମାଊସ୍ କୁ ଛାଡ଼ିଦିଅନ୍ତୁ
+
|ଅବଜେକ୍ଟ ଘୂରାଇବା ପାଇଁ Select one or more objects ଟୁଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 04:52
+
|05:01
| ଗୋଟିଏ ଅବଜେକ୍ଟକୁ ଘୂରାନ୍ତୁ
+
|ପ୍ରପର୍ଟିଜ୍ ପେଜ୍ ରେ ନିମ୍ନ ଟୁଲ୍ସ ରହିଛି,
|-
+
 
| 04:55
+
| ଅବଜେକ୍ଟ ଘୂରାଇବା ପାଇଁ Select one or more objects ଟୁଲ୍ ସିଲେକ୍ଟ କରନ୍ତୁ
+
|-
+
| 05:01
+
| ପ୍ରପର୍ଟିଜ୍ ପେଜ୍ ରେ ନିମ୍ନ ଟୁଲ୍ସ ରହିଛି,
+
 
|-
 
|-
| 05:05
+
|05:05
 
|Flip the selection horizontally,
 
|Flip the selection horizontally,
  
 
|-
 
|-
| 05:08
+
|05:08
| Flip the selection vertically,
+
|Flip the selection vertically,
  
 
|-
 
|-
| 05:10
+
|05:10
 
|Rotate the selection
 
|Rotate the selection
  
 
|-
 
|-
| 05:13
+
|05:13
| ଏହି ଟୁଲ୍ସ ବ୍ୟବହାର କରିବା ପାଇଁ
+
|ଏହି ଟୁଲ୍ସ ବ୍ୟବହାର କରିବା ପାଇଁ,Pentane ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
| 05:14
+
|05:17
| Pentane ଉପରେ କ୍ଲିକ୍ କରନ୍ତୁ
+
|Rotate the selection ଅପ୍ସନ୍ ସିଲେକ୍ଟ କରନ୍ତୁ
  
 
|-
 
|-
| 05:17
+
|05:22
| Rotate the selection ଅପ୍ସନ୍ ସିଲେକ୍ଟ କରନ୍ତୁ
+
|Display areaକୁ ଯାଆନ୍ତୁ ଏବଂ ଅବଜେକ୍ଟ ଉପରେ ମାଉସ୍ କୁ ରଖନ୍ତୁ
 +
 
 
|-
 
|-
| 05:22
+
|05:28
| Display areaକୁ ଯାଆନ୍ତୁ ଏବଂ ଅବଜେକ୍ଟ ଉପରେ ମାଉସ୍ କୁ ରଖନ୍ତୁ
+
|Clock-wise ଓ anti-clock-wise ଦିଗରେ ମାଉସ୍ କୁ ଚଲାନ୍ତୁ
 +
 
 
|-
 
|-
| 05:28
+
|05:34
| Clock-wise ଓ anti-clock-wise ଦିଗରେ ମାଉସ୍ କୁ ଚଲାନ୍ତୁ
+
|ଅବଜେକ୍ଟର ଘୂର୍ଣ୍ଣନକୁ ଦେଖନ୍ତୁ
 +
 
 
|-
 
|-
| 05:34
+
|05:39
| ଅବଜେକ୍ଟର ଘୂର୍ଣ୍ଣନକୁ ଦେଖନ୍ତୁ
+
|ଏବେ, ଅବଜେକ୍ଟକୁ ଫ୍ଲିପ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
| 05:39
+
|05:42
| ଏବେ, ଅବଜେକ୍ଟକୁ ଫ୍ଲିପ୍ କରିବା ବିଷୟରେ ଶିଖିବା
+
|ଚାଲାନ୍ତୁ, Pentane ଷ୍ଟ୍ରକଚର୍ କୁ ଭୂସମାନ୍ତରରେ ଫ୍ଲିପ୍ କରିବା
 +
 
 
|-
 
|-
| 05:42
+
|05:47
| ଚାଲାନ୍ତୁ, Pentane ଷ୍ଟ୍ରକଚର୍ କୁ ଭୂସମାନ୍ତରରେ ଫ୍ଲିପ୍ କରିବା
+
|ଷ୍ଟ୍ରକଚରକୁ ଭୂସମାନ୍ତର ଭାବେ ଫ୍ଲିପ୍ କରିବାକୁ Flip the selection horizontally ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:47
+
|05:55
| ଷ୍ଟ୍ରକଚରକୁ ଭୂସମାନ୍ତର ଭାବେ ଫ୍ଲିପ୍ କରିବାକୁ Flip the selection horizontally ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ ଟ୍ୟୁଟୋରିଆଲ୍ କୁ ରୋକନ୍ତୁ ଓ ନିଜକୁ ନିଜ Flip the selection vertically ବ୍ୟବହାର କରନ୍ତୁ
 +
 
 
|-
 
|-
| 05:55
+
|06:03
| ଏଠାରେ ଟ୍ୟୁଟୋରିଆଲ୍ କୁ ରୋକନ୍ତୁ ନିଜକୁ ନିଜ Flip the selection vertically ବ୍ୟବହାର କରନ୍ତୁ
+
|ଏବେ, ଅବଜେକ୍ଟକୁ ଗ୍ରୁପ୍ ଆଲାଇନ୍ କରନ୍ତୁ
 +
 
 
|-
 
|-
| 06:03
+
|06:06
| ଏବେ, ଅବଜେକ୍ଟକୁ ଗ୍ରୁପ୍ ଓ ଆଲାଇନ୍ କରନ୍ତୁ
+
|ଅବଜେକ୍ଟସ୍ ଗ୍ରୁପ୍ କରିବା ପାଇଁ, ସମସ୍ତ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 06:06
+
|06:09
| ଅବଜେକ୍ଟସ୍ ଗ୍ରୁପ୍ କରିବା ପାଇଁ, ସମସ୍ତ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
+
|ଏଥିପାଇଁ, Edit ମେନୁକୁ ଯାଇ Select All ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:09
+
|06:15
| ଏଥିପାଇଁ, Edit ମେନୁକୁ ଯାଇ Select All ଉପରେ କ୍ଲିକ୍ କରନ୍ତୁ
+
|କିମ୍ୱା ଆପଣ ଏକାସାଙ୍ଗରେ Ctrl ଓ A ଦାବିପାରିବେ
 +
 
 
|-
 
|-
| 06:15
+
|06:20
| କିମ୍ୱା ଆପଣ ଏକାସାଙ୍ଗରେ Ctrl ଓ A ଦାବିପାରିବେ
+
|ଯେକୌଣସି ଗୋଟିଏ ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:20
+
|06:24
| ଯେକୌଣସି ଗୋଟିଏ ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|Context ମେନୁ ଖୋଲିଲା
 +
 
 
|-
 
|-
| 06:24
+
|06:26
| Context ମେନୁ ଖୋଲିଲା
+
|Group and/or align objects ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 06:26
+
|06:31
| Group and/or align objects ଅପ୍ସନ୍ ସିଲେକ୍ଟ କରନ୍ତୁ
+
|ଗୋଟିଏ ଡାୟଲଗ୍ ବକ୍ସ ଖୋଲେ
 +
 
 
|-
 
|-
| 06:31
+
|06:33
| ଗୋଟିଏ ଡାୟଲଗ୍ ବକ୍ସ ଖୋଲେ
+
|Group ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:33
+
|06:36
| Group ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
+
|ଯଦି Align ଓ Space evenly ଅପ୍ସନ୍ସ ସିଲେକ୍ଟ ହୋଇ ଥାଏ, ସେଗୁଡ଼ିକୁ ଅନଚେକ୍ କରନ୍ତୁ
 +
 
 
|-
 
|-
| 06:36
+
|06:42
| ଯଦି Align ଓ Space evenly ଅପ୍ସନ୍ସ ସିଲେକ୍ଟ ହୋଇ ଥାଏ, ସେଗୁଡ଼ିକୁ ଅନଚେକ୍ କରନ୍ତୁ
+
|OK କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:42
+
|06:45
| OK କ୍ଲିକ୍ କରନ୍ତୁ
+
|ଦେଖନ୍ତୁ, ଅବଜେକ୍ଟଗୁଡ଼ିକ ଗ୍ରୁପ୍ ହୋଇଗଲା
 +
 
 
|-
 
|-
| 06:45
+
|06:51
| ଦେଖନ୍ତୁ, ଅବଜେକ୍ଟଗୁଡ଼ିକ ଗ୍ରୁପ୍ ହୋଇଗଲା
+
|ଏବେ, ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରିବା
 +
 
 
|-
 
|-
| 06:51
+
|06:54
| ଏବେ, ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରିବା
+
|ଅବଜେକ୍ଟଗୁଡ଼ିକୁ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
 +
 
 
|-
 
|-
| 06:54
+
|06:58
| ଅବଜେକ୍ଟଗୁଡ଼ିକୁ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
+
|ଯେକୌଣସି ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:58
+
|07:01
| ଯେକୌଣସି ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|Context ମେନୁ ଖୋଲିଲା
 +
 
 
|-
 
|-
| 07:01
+
|07:04
| Context ମେନୁ ଖୋଲିଲା
+
|Group properties ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 07:04
+
|07:09
| Group properties ଅପ୍ସନ୍ ସିଲେକ୍ଟ କରନ୍ତୁ
+
|Align ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:09
+
|07:12
| Align ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
+
|Align ଅପ୍ସନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
 +
 
 
|-
 
|-
| 07:12
+
|07:17
| Align ଅପ୍ସନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
+
|ଅବଜେକ୍ଟ ଆଲାଇନ୍ କରିବା ପାଇଁ ଏଥିରେ କିଛି ଅପ୍ସନ୍ସ ଅଛି
 +
 
 
|-
 
|-
| 07:17
+
|07:22
| ଅବଜେକ୍ଟ ଆଲାଇନ୍ କରିବା ପାଇଁ ଏଥିରେ କିଛି ଅପ୍ସନ୍ସ ଅଛି
+
|ମୁଁ Left ସିଲେକ୍ଟ କରିବି
 +
 
 
|-
 
|-
| 07:22
+
|07:25
| ମୁଁ Left ସିଲେକ୍ଟ କରିବି
+
|OK କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:25
+
|07:29
| OK କ୍ଲିକ୍ କରନ୍ତୁ
+
|ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 +
 
 
|-
 
|-
| 07:29
+
|07:32
| ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
+
|ଏଠାରେ ଟ୍ୟୁଟୋରିଆଲକୁ ରୋକି ନିଜକୁ ନିଜ ଅନ୍ୟ ଆଲାଇନ୍ ଅପ୍ସନ୍ସ ସହିତ ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରନ୍ତୁ
 +
 
 
|-
 
|-
| 07:32
+
|07:41
| ଏଠାରେ ଟ୍ୟୁଟୋରିଆଲକୁ ରୋକି ନିଜକୁ ନିଜ ଅନ୍ୟ ଆଲାଇନ୍ ଅପ୍ସନ୍ସ ସହିତ ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରନ୍ତୁ
+
|ଏବେ ଚାଲନ୍ତୁ Cut, Copy ଓ Paste ଅପ୍ସନ୍ସ ବ୍ୟବହାର ଶିଖିବା
 +
 
 
|-
 
|-
| 07:41
+
|07:47
| ଏବେ ଚାଲନ୍ତୁ Cut, Copy ଓ Paste ଅପ୍ସନ୍ସ ବ୍ୟବହାର ଶିଖିବା
+
|Edit ମେନୁକୁ ଯାଆନ୍ତୁ
 +
 
 
|-
 
|-
| 07:47
+
|07:49
| Edit ମେନୁକୁ ଯାଆନ୍ତୁ
+
|ଏଥିରେ Cut, Copy, Paste ଓ Clear ଅପ୍ସନ୍ସ ପରି ବେସିକ୍ Edit ଅପ୍ସନ୍ସ ରହିଛି
 +
 
 
|-
 
|-
| 07:49
+
|07:57
| ଏଥିରେ Cut, Copy, Paste ଓ Clear ଅପ୍ସନ୍ସ ପରି ବେସିକ୍ Edit ଅପ୍ସନ୍ସ ରହିଛି
+
|ଏହିସବୁ ଅପ୍ସନ୍ସ ପାଇଁ ସାଧାରଣ ଶର୍ଟ-କଟ୍ କୀଗୁଡ଼ିକ ହେଉଛି:
 +
 
 
|-
 
|-
| 07:57
+
|08:00
| ଏହିସବୁ ଅପ୍ସନ୍ସ ପାଇଁ ସାଧାରଣ ଶର୍ଟ-କଟ୍ କୀଗୁଡ଼ିକ ହେଉଛି:
+
|-
+
| 08:00
+
 
|Ctrl+ X କଟ୍ ପାଇଁ
 
|Ctrl+ X କଟ୍ ପାଇଁ
 +
 
|-
 
|-
| 08:02
+
|08:02
 
|Ctrl+ C କପୀ ପାଇଁ
 
|Ctrl+ C କପୀ ପାଇଁ
 +
 
|-
 
|-
| 08:05
+
|08:05
| Ctrl+ V ପେଷ୍ଟ ପାଇଁ , ଯାହା GChemPaintରେ ମଧ୍ୟ କାମ କରିବ
+
|Ctrl+ V ପେଷ୍ଟ ପାଇଁ , ଯାହା GChemPaintରେ ମଧ୍ୟ କାମ କରିବ
 +
 
 
|-
 
|-
| 08:10
+
|08:10
| Select one or more objects ଟୁଲ୍ ବ୍ୟବହାର କରି ଗୋଟିଏ କିମ୍ୱା ଅଧିକ ଅବଜେକ୍ଟ ସିଲେକ୍ଟ କରନ୍ତୁ
+
|Select one or more objects ଟୁଲ୍ ବ୍ୟବହାର କରି ଗୋଟିଏ କିମ୍ୱା ଅଧିକ ଅବଜେକ୍ଟ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 08:16
+
|08:16
| ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ
+
|ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:18
+
|08:18
| କଟ୍ କରିବା ପାଇଁ Ctrl+X ଦାବନ୍ତୁ  
+
|କଟ୍ କରିବା ପାଇଁ Ctrl+X ଦାବନ୍ତୁ  
 +
 
 
|-
 
|-
| 08:22
+
|08:22
| Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
+
|Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
 +
 
 
|-
 
|-
| 08:29
+
|08:29
| ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କଟ୍ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହୋଇଗଲା
+
|ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କଟ୍ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହୋଇଗଲା
 +
 
 
|-
 
|-
| 08:35
+
|08:35
| ଏହାପରେ, ଚାଲନ୍ତୁ Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ କପୀ ଓ ପେଷ୍ଟ କରିବା
+
|ଏହାପରେ, ଚାଲନ୍ତୁ Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ କପୀ ଓ ପେଷ୍ଟ କରିବା
 +
 
 
|-
 
|-
| 08:42
+
|08:42
| ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ, କପୀ କରିବା ପାଇଁ Ctrl+C ଓ ପେଷ୍ଟ ପାଇଁ Ctrl+V ଦାବନ୍ତୁ
+
|ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ, କପୀ କରିବା ପାଇଁ Ctrl+C ଓ ପେଷ୍ଟ ପାଇଁ Ctrl+V ଦାବନ୍ତୁ
 +
 
 
|-
 
|-
| 08:50
+
|08:50
| ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କପୀ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହେଲାନାହିଁ
+
|ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କପୀ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହେଲାନାହିଁ
 +
 
 
|-
 
|-
| 08:58
+
|08:58
| Display area କ୍ଲିଅର୍ କରିବା ପାଇଁ, ସବୁ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
+
|Display area କ୍ଲିଅର୍ କରିବା ପାଇଁ, ସବୁ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 09:02
+
|09:02
| ସମସ୍ତ ଅବଜେକ୍ଟ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
+
|ସମସ୍ତ ଅବଜେକ୍ଟ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
 +
 
 
|-
 
|-
| 09:06
+
|09:06
| Edit ମେନୁକୁ ଯାଆନ୍ତୁ
+
|Edit ମେନୁକୁ ଯାଆନ୍ତୁ
 +
 
 
|-
 
|-
| 09:08
+
|09:08
| Clear ଉପରେ କ୍ଲିକ୍ କରନ୍ତୁ  
+
|Clear ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
| 09:11
+
|09:11
| ଆମର ମୂଳ ଷ୍ଟ୍ରକଚର୍ ଫେରି ପାଇବା ପାଇଁ, Edit ମେନୁକୁ ଯାଆନ୍ତୁ
+
|ଆମର ମୂଳ ଷ୍ଟ୍ରକଚର୍ ଫେରି ପାଇବା ପାଇଁ, Edit ମେନୁକୁ ଯାଆନ୍ତୁ
 +
 
 
|-
 
|-
| 09:16
+
|09:16
| Undo ଉପରେ କ୍ଲିକ୍ କରନ୍ତୁ
+
|Undo ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:19
+
|09:19
| କିମ୍ୱା Ctrl+Z ଦାବନ୍ତୁ
+
|କିମ୍ୱା Ctrl+Z ଦାବନ୍ତୁ
 +
 
 
|-
 
|-
| 09:23
+
|09:23
| କୀ’ବୋର୍ଡରୁ Delete କୀ’ ଦାବି ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ଅବଜେକ୍ଟକୁ ସିଲେକ୍ଟ କରନ୍ତୁ
+
|କୀ’ବୋର୍ଡରୁ Delete କୀ’ ଦାବି ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ଅବଜେକ୍ଟକୁ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 09:29
+
|09:29
| କୀ’ବୋର୍ଡରୁ Delete କୀ’ ଦାବନ୍ତୁ
+
|କୀ’ବୋର୍ଡରୁ Delete କୀ’ ଦାବନ୍ତୁ
 +
 
 
|-
 
|-
| 09:33
+
|09:33
| ଏବେ ଚାଲନ୍ତୁ, ଷ୍ଟ୍ରକଚରର ଗୋଟିଏ ଭାଗ ଡିଲିଟ୍ କରିବା ପାଇଁ Eraser ଟୁଲ୍ ର ବ୍ୟବହାର ଶିଖିବା
+
|ଏବେ ଚାଲନ୍ତୁ, ଷ୍ଟ୍ରକଚରର ଗୋଟିଏ ଭାଗ ଡିଲିଟ୍ କରିବା ପାଇଁ Eraser ଟୁଲ୍ ର ବ୍ୟବହାର ଶିଖିବା
 +
 
 
|-
 
|-
| 09:39
+
|09:39
| ଟୁଲ୍ ବକ୍ସରୁ Eraser ଟୁଲ୍ ସିଲେକ୍ଟ କରନ୍ତୁ
+
|ଟୁଲ୍ ବକ୍ସରୁ Eraser ଟୁଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 09:43
+
|09:43
| ଷ୍ଟ୍ରକଚରଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଫାଖରେ ମାଉସ୍ କୁ ରଖନ୍ତୁ
+
|ଷ୍ଟ୍ରକଚରଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଫାଖରେ ମାଉସ୍ କୁ ରଖନ୍ତୁ
 +
 
 
|-
 
|-
| 09:48
+
|09:48
| ଷ୍ଟ୍ରକଚରର ଭାଗ ନାଲି ରଙ୍ଗରେ ବଦଳି ଯାଏ
+
|ଷ୍ଟ୍ରକଚରର ଭାଗ ନାଲି ରଙ୍ଗରେ ବଦଳି ଯାଏ
 +
 
 
|-
 
|-
| 09:53
+
|09:53
| ଡିଲିଟ୍ କରିବା ପାଇଁ ଷ୍ଟ୍ରକଚରର ନାଳି ରଙ୍ଗ ହୋଇଥିବା ଭାଗ ଉପରେ କ୍ଲିକ୍ କରନ୍ତୁ
+
|ଡିଲିଟ୍ କରିବା ପାଇଁ ଷ୍ଟ୍ରକଚରର ନାଳି ରଙ୍ଗ ହୋଇଥିବା ଭାଗ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:59
+
|09:59
| ଆମର ମୂଳ ଷ୍ଟ୍ରକଚର୍ ପାଇବା ପାଇଁ ଏବେ ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ
+
|ଆମର ମୂଳ ଷ୍ଟ୍ରକଚର୍ ପାଇବା ପାଇଁ ଏବେ ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ
 +
 
 
|-
 
|-
| 10:08
+
|10:08
| ଏବେ ଫାଇଲ୍ କୁ ସେଭ୍ କରନ୍ତୁ
+
|ଏବେ ଫାଇଲ୍ କୁ ସେଭ୍ କରନ୍ତୁ
 +
 
 
|-
 
|-
| 10:11
+
|10:11
| ଟୁଲ୍ ବାର୍ ରେ ଥିବା Save the current file ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲ୍ ବାର୍ ରେ ଥିବା Save the current file ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:16
+
|10:16
| ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
+
|ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
 +
 
 
|-
 
|-
| 10:22
+
|10:22
| ସଂକ୍ଷିପ୍ତରେ
+
|ସଂକ୍ଷିପ୍ତରେ
 +
 
 
|-
 
|-
| 10:24
+
|10:24
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, କିପରି -
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, କିପରି -
 +
 
 
|-
 
|-
| 10:27
+
|10:27
| * ଏକ ବିଦ୍ୟମାନ ଫାଇଲ୍ ଖୋଲିବା
+
|ଏକ ବିଦ୍ୟମାନ ଫାଇଲ୍ ଖୋଲିବା
 +
 
 
|-
 
|-
| 10:29
+
|10:29
| * Display Areaରେ ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
+
|Display Areaରେ ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
 +
 
 
|-
 
|-
| 10:33
+
|10:33
| * ଅବଜେକ୍ଟକୁ ସିଲେକ୍ଟ, ମୂଭ୍, ଫ୍ଲିପ୍ ଓ ରୋଟେଟ୍ କରିବା
+
|ଅବଜେକ୍ଟକୁ ସିଲେକ୍ଟ, ମୂଭ୍, ଫ୍ଲିପ୍ ଓ ରୋଟେଟ୍ କରିବା
 +
 
 
|-
 
|-
| 10:36
+
|10:36
| * ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା
+
|ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା
 +
 
 
|-
 
|-
| 10:39
+
|10:39
| *ଅବଜେକ୍ଟଗୁଡ଼ିକୁ Cut, Copy, Paste ଓ Delete କରିବା
+
|ଅବଜେକ୍ଟଗୁଡ଼ିକୁ Cut, Copy, Paste ଓ Delete କରିବା
 +
 
 
|-
 
|-
| 10:44
+
|10:44
| ଏକ ଆସାଇନମେଣ୍ଟ ଭାବେ, Eraser ଟୁଲ୍ ବ୍ୟବହାର କରି
+
|ଏକ ଆସାଇନମେଣ୍ଟ ଭାବେ, Eraser ଟୁଲ୍ ବ୍ୟବହାର କରି
 +
 
 
|-
 
|-
| 10:48
+
|10:48
| *n-octane ଷ୍ଟ୍ରକଚର୍ କୁ n-pentaneରେ  
+
|n-octane ଷ୍ଟ୍ରକଚର୍ କୁ n-pentaneରେ  
 +
 
 
|-
 
|-
| 10:52
+
|10:52
| *n-hexane ଷ୍ଟ୍ରକଚର୍ କୁ Ethaneରେ ବଦଳାନ୍ତୁ
+
|n-hexane ଷ୍ଟ୍ରକଚର୍ କୁ Ethaneରେ ବଦଳାନ୍ତୁ
 +
 
 
|-
 
|-
| 10:56
+
|10:56
| ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
+
|ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
| 11:00
+
|11:00
| ଏହି URLରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ଏହି URLରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 11:04
+
|11:04
| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 11:08
+
|11:08
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 11:13
+
|11:13
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍:  
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍:  
 +
 
 
|-
 
|-
| 11:15
+
|11:15
| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 11:18
+
|11:18
| ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 11:21
+
|11:21
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 11:28
+
|11:28
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 11:32
+
|11:32
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 11:39
+
|11:39
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
 
|-
 
|-
| 11:46
+
|11:46
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 16:59, 4 April 2017

Time Narration
00:01 ନମସ୍କାର,GChemPaintରେ Basic Operations ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
00:11 ଏକ ବିଦ୍ୟମାନ ଫାଇଲ୍ ଖୋଲିବା
00:14 ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
00:17 ଅବଜେକ୍ଟଗୁଡ଼ିକୁ ସିଲେକ୍ଟ, ମୁଭ୍, ଫ୍ଲିପ୍ ଓ ରୋଟେଟ୍ କରିବା
00:21 ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା
00:25 ଅବଜେକ୍ଟଗୁଡ଼ିକୁ କଟ୍, କପୀ, ପେଷ୍ଟ ଓ ଡିଲିଟ୍ କରିବା
00:30 ଏଠାରେ ମୁଁ ବ୍ୟବହାର କରୁଛି,
00:32 Ubuntu Linux OS ଭର୍ସନ୍ 12.04,
00:36 GChemPaint ଭର୍ସନ୍ 0.12.10.
00:42 ଏହି ଟ୍ୟୁଟୋରିଆଲ୍ କରିବାକୁ ଆପଣ
00:48 GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହ ପରିଚିତ ଥିବା ଦରକାର
00:52 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:58 ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିବାକୁ
01:01 Dash home ଉପରେ କ୍ଲିକ୍ କରନ୍ତୁ
01:04 ଖୋଲିଥିବା ସର୍ଚ ବାର୍ ରେ GChemPaint ଟାଇପ୍ କରନ୍ତୁ
01:08 GChemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:12 ଏକ ବିଦ୍ୟମାନ ଫାଇଲ୍ ଖୋଲି ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
01:16 File ମେନୁରେ କ୍ଲିକ୍ କରନ୍ତୁ
01:20 Open ସିଲେକ୍ଟ କରି, ତାହା ଉପରେ କ୍ଲିକ୍ କରନ୍ତୁ
01:24 ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଏକ ୱିଣ୍ଡୋ ଖୋଲିଲା
01:29 ଏଠାରୁ, propane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
01:32 ଫାଇଲ୍ ଖୋଲିବାକୁ Open ଉପରେ କ୍ଲିକ୍ କରନ୍ତୁ
01:36 Propane ଷ୍ଟ୍ରକଚର୍ ତଳକୁ କିଛି ଟେକ୍ସଟ୍ ଆଡ୍ କରନ୍ତୁ
01:42 ଟୁଲ୍ ବକ୍ସରୁ Add or modify a text ଟୁଲ୍ ସିଲେକ୍ଟ କରନ୍ତୁ
01:47 Property page ଟେକ୍ସଟ୍ ଟୁଲ୍ ଖୋଲିଲା
01:50 Property Pageରେ Family, Style, Size, Underline ଓ ଅନ୍ୟ କିଛି ଫିଲ୍ଡମାନ ରହିଛି
02:02 Familyରେ ଫଣ୍ଟ ନାମଗୁଡ଼ିକର ତାଲିକା ଅଛି
02:06 ତାଲିକାରେ ସ୍କ୍ରୋଲ୍ କରନ୍ତୁ
02:11 Family ରୁ ମୁଁ Arial Black ସିଲେକ୍ଟ କରିବି
02:15 Propane ଷ୍ଟ୍ରକଚର ତଳେ ଥିବା Display Area ଉପରେ କ୍ଲିକ୍ କରନ୍ତୁ
02:20 ଏକ ସବୁଜ ବାକ୍ସରେ ଗୋଟିଏ ଧପଧପ ହେଉଥିବା କର୍ସର୍ ଆପଣ ଦେଖିପାରିବେ
02:25 Propane ଭାଵରେ କମ୍ପାଉଣ୍ଡର ନାମ ଟାଇପ୍ କରନ୍ତୁ
02:32 ଏବେ, ଷ୍ଟାଇଲ୍ କୁ Bold Italicରେ ପରିବର୍ତ୍ତନ କରନ୍ତୁ
02:35 Propane ଟେକ୍ସଟ୍ ସିଲେକ୍ଟ କରି Bold Italic ସିଲେକ୍ଟ କରନ୍ତୁ
02:42 ମୂଁ ଫଣ୍ଟ ସାଇଜ 16କୁ ବଢ଼ାଇବି
02:46 16କୁ ସ୍କ୍ରୋଲ୍ କରନ୍ତୁ
02:48 ଓ ତା’ଉପରେ କ୍ଲିକ୍ କରନ୍ତୁ
02:50 ଟେକ୍ସଟ୍ ଏ ପରିବର୍ତ୍ତନକୁ ଦେଖନ୍ତୁ
02:53 ଏହାପରେ ଚାଲନ୍ତୁ Underline ଫିଚର୍ ବ୍ୟବହାର କରିବା
02:57 ନିମ୍ନ ଅପ୍ସନ୍ସ ସହ ଏଥିରେ ଗୋଟିଏ ଡ୍ରପ୍ ଡାଉନ୍ ତାଲିକା ଅଛି -
03:00 None,Single,
03:02 Double,ଓ Low.
03:05 Single ସିଲେକ୍ଟ କରନ୍ତୁ
03:09 ଟେକ୍ସଟ୍ ର ରଙ୍ଗ ବଦଳାନ୍ତୁ
03:12 ଟେକ୍ସଟ୍ ର ଡିଫଲ୍ଟ ରଙ୍ଗ ହେଉଛି Black
03:16 କଲର୍ ଫିଲ୍ଡର ଡ୍ରପ୍ ଡାଉନ୍ ଏରୋରେ କ୍ଲିକ୍ କରନ୍ତୁ
03:20 ଆପଣ ଏଠାରେ ବିଭିନ୍ନ ରଙ୍ଗ ଦେଖିପାରିବେ
03:24 ମୁଁ Purple ସିଲେକେଟ କରିବି
03:28 ଆମେ ଟେକ୍ସଟ୍ ର ପୋଜିଶନ୍ ମଧ୍ୟ ବଦଳାଇପାରିବା
03:32 ପୋଜିଶନ୍ ଫିଲ୍ଡର ରେଞ୍ଜ -100ରୁ 100 ଥାଏ
03:37 ଦେଖନ୍ତୁ, କିପରି ଟେକ୍ସଟ୍ ବଦଳେ
03:40 ଟେକ୍ସଟ୍ ସିଲେକ୍ଟ କରନ୍ତୁ
03:44 ମାଉସ୍ ଦ୍ୱାରା ଅପ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
03:48 ଟେକ୍ସଟ୍ ଉପରକୁ ଘୁଞ୍ଚିଯିବ
03:50 ସେହିପରି, ଯଦି ଆମେ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରିବା, ଟେକ୍ସଟ୍ ତଳକୁ ଘୁଞ୍ଚିବ
03:59 ଟେକ୍ସଟ୍ କୁ ନର୍ମାଲ୍ ପୋଜିଶନ୍ କୁ ଆଣନ୍ତୁ
04:02 ପୋଜିଶନ୍ ଫିଲ୍ଡରେ 0 ଟାଇପ୍ କରନ୍ତୁ
04:05 ଓ Display Areaରେ କ୍ଲିକ୍ କରନ୍ତୁ
04:09 ଏକ ଆସାଇନମେଣ୍ଟ ଭାବେ
04:12 ପ୍ରଥମ ଟ୍ୟୁଟୋରିଆଲର ଆସାଇନମେଣ୍ଟ ଖୋଲନ୍ତୁ
04:15 ଷ୍ଟ୍ରକଚର୍ କୁ n-hexane ଓ n-octane ଭାବେ ଚିହ୍ନିତ କରନ୍ତୁ
04:19 ଫଣ୍ଟ ନାମ, ଫଣ୍ଟ ଆକାର, ଅଣ୍ଡର୍ ଲାଇନ୍ ଓ ଟେକ୍ସଟ୍ ରଙ୍ଗ ବଦଳାନ୍ତୁ
04:26 ଆପଣଙ୍କ ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
04:31 ଏବେ, ଅବଜେକ୍ଟଗୁଡ଼ିକୁ ସିଲେକ୍ଟ ଓ ମୂଭ୍ କରିବା ଶିଖିବା
04:35 Tool Bpxରୁ Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:42 Pentane ଉପରେ କ୍ଲିକ୍ କରନ୍ତୁ
04:44 ମାଉସ୍ ବଟନ୍ କୁ ନଛାଡ଼ି, ଗୋଟିଏ ଭିନ୍ନ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ
04:49 ଏବେ, ମାଊସ୍ କୁ ଛାଡ଼ିଦିଅନ୍ତୁ
04:52 ଗୋଟିଏ ଅବଜେକ୍ଟକୁ ଘୂରାନ୍ତୁ
04:55 ଅବଜେକ୍ଟ ଘୂରାଇବା ପାଇଁ Select one or more objects ଟୁଲ୍ ସିଲେକ୍ଟ କରନ୍ତୁ
05:01 ପ୍ରପର୍ଟିଜ୍ ପେଜ୍ ରେ ନିମ୍ନ ଟୁଲ୍ସ ରହିଛି,
05:05 Flip the selection horizontally,
05:08 Flip the selection vertically,
05:10 Rotate the selection
05:13 ଏହି ଟୁଲ୍ସ ବ୍ୟବହାର କରିବା ପାଇଁ,Pentane ଉପରେ କ୍ଲିକ୍ କରନ୍ତୁ
05:17 Rotate the selection ଅପ୍ସନ୍ ସିଲେକ୍ଟ କରନ୍ତୁ
05:22 Display areaକୁ ଯାଆନ୍ତୁ ଏବଂ ଅବଜେକ୍ଟ ଉପରେ ମାଉସ୍ କୁ ରଖନ୍ତୁ
05:28 Clock-wise ଓ anti-clock-wise ଦିଗରେ ମାଉସ୍ କୁ ଚଲାନ୍ତୁ
05:34 ଅବଜେକ୍ଟର ଘୂର୍ଣ୍ଣନକୁ ଦେଖନ୍ତୁ
05:39 ଏବେ, ଅବଜେକ୍ଟକୁ ଫ୍ଲିପ୍ କରିବା ବିଷୟରେ ଶିଖିବା
05:42 ଚାଲାନ୍ତୁ, Pentane ଷ୍ଟ୍ରକଚର୍ କୁ ଭୂସମାନ୍ତରରେ ଫ୍ଲିପ୍ କରିବା
05:47 ଷ୍ଟ୍ରକଚରକୁ ଭୂସମାନ୍ତର ଭାବେ ଫ୍ଲିପ୍ କରିବାକୁ Flip the selection horizontally ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:55 ଏଠାରେ ଟ୍ୟୁଟୋରିଆଲ୍ କୁ ରୋକନ୍ତୁ ଓ ନିଜକୁ ନିଜ Flip the selection vertically ବ୍ୟବହାର କରନ୍ତୁ
06:03 ଏବେ, ଅବଜେକ୍ଟକୁ ଗ୍ରୁପ୍ ଓ ଆଲାଇନ୍ କରନ୍ତୁ
06:06 ଅବଜେକ୍ଟସ୍ ଗ୍ରୁପ୍ କରିବା ପାଇଁ, ସମସ୍ତ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
06:09 ଏଥିପାଇଁ, Edit ମେନୁକୁ ଯାଇ Select All ଉପରେ କ୍ଲିକ୍ କରନ୍ତୁ
06:15 କିମ୍ୱା ଆପଣ ଏକାସାଙ୍ଗରେ Ctrl ଓ A ଦାବିପାରିବେ
06:20 ଯେକୌଣସି ଗୋଟିଏ ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
06:24 Context ମେନୁ ଖୋଲିଲା
06:26 Group and/or align objects ଅପ୍ସନ୍ ସିଲେକ୍ଟ କରନ୍ତୁ
06:31 ଗୋଟିଏ ଡାୟଲଗ୍ ବକ୍ସ ଖୋଲେ
06:33 Group ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
06:36 ଯଦି Align ଓ Space evenly ଅପ୍ସନ୍ସ ସିଲେକ୍ଟ ହୋଇ ଥାଏ, ସେଗୁଡ଼ିକୁ ଅନଚେକ୍ କରନ୍ତୁ
06:42 OK କ୍ଲିକ୍ କରନ୍ତୁ
06:45 ଦେଖନ୍ତୁ, ଅବଜେକ୍ଟଗୁଡ଼ିକ ଗ୍ରୁପ୍ ହୋଇଗଲା
06:51 ଏବେ, ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରିବା
06:54 ଅବଜେକ୍ଟଗୁଡ଼ିକୁ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
06:58 ଯେକୌଣସି ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:01 Context ମେନୁ ଖୋଲିଲା
07:04 Group properties ଅପ୍ସନ୍ ସିଲେକ୍ଟ କରନ୍ତୁ
07:09 Align ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
07:12 Align ଅପ୍ସନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
07:17 ଅବଜେକ୍ଟ ଆଲାଇନ୍ କରିବା ପାଇଁ ଏଥିରେ କିଛି ଅପ୍ସନ୍ସ ଅଛି
07:22 ମୁଁ Left ସିଲେକ୍ଟ କରିବି
07:25 OK କ୍ଲିକ୍ କରନ୍ତୁ
07:29 ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
07:32 ଏଠାରେ ଟ୍ୟୁଟୋରିଆଲକୁ ରୋକି ନିଜକୁ ନିଜ ଅନ୍ୟ ଆଲାଇନ୍ ଅପ୍ସନ୍ସ ସହିତ ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରନ୍ତୁ
07:41 ଏବେ ଚାଲନ୍ତୁ Cut, Copy ଓ Paste ଅପ୍ସନ୍ସ ବ୍ୟବହାର ଶିଖିବା
07:47 Edit ମେନୁକୁ ଯାଆନ୍ତୁ
07:49 ଏଥିରେ Cut, Copy, Paste ଓ Clear ଅପ୍ସନ୍ସ ପରି ବେସିକ୍ Edit ଅପ୍ସନ୍ସ ରହିଛି
07:57 ଏହିସବୁ ଅପ୍ସନ୍ସ ପାଇଁ ସାଧାରଣ ଶର୍ଟ-କଟ୍ କୀଗୁଡ଼ିକ ହେଉଛି:
08:00 Ctrl+ X କଟ୍ ପାଇଁ
08:02 Ctrl+ C କପୀ ପାଇଁ
08:05 Ctrl+ V ପେଷ୍ଟ ପାଇଁ , ଯାହା GChemPaintରେ ମଧ୍ୟ କାମ କରିବ
08:10 Select one or more objects ଟୁଲ୍ ବ୍ୟବହାର କରି ଗୋଟିଏ କିମ୍ୱା ଅଧିକ ଅବଜେକ୍ଟ ସିଲେକ୍ଟ କରନ୍ତୁ
08:16 ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ
08:18 କଟ୍ କରିବା ପାଇଁ Ctrl+X ଦାବନ୍ତୁ
08:22 Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ
08:29 ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କଟ୍ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହୋଇଗଲା
08:35 ଏହାପରେ, ଚାଲନ୍ତୁ Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ କପୀ ଓ ପେଷ୍ଟ କରିବା
08:42 ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ, କପୀ କରିବା ପାଇଁ Ctrl+C ଓ ପେଷ୍ଟ ପାଇଁ Ctrl+V ଦାବନ୍ତୁ
08:50 ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କପୀ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହେଲାନାହିଁ
08:58 Display area କ୍ଲିଅର୍ କରିବା ପାଇଁ, ସବୁ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ
09:02 ସମସ୍ତ ଅବଜେକ୍ଟ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
09:06 Edit ମେନୁକୁ ଯାଆନ୍ତୁ
09:08 Clear ଉପରେ କ୍ଲିକ୍ କରନ୍ତୁ
09:11 ଆମର ମୂଳ ଷ୍ଟ୍ରକଚର୍ ଫେରି ପାଇବା ପାଇଁ, Edit ମେନୁକୁ ଯାଆନ୍ତୁ
09:16 Undo ଉପରେ କ୍ଲିକ୍ କରନ୍ତୁ
09:19 କିମ୍ୱା Ctrl+Z ଦାବନ୍ତୁ
09:23 କୀ’ବୋର୍ଡରୁ Delete କୀ’ ଦାବି ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ଅବଜେକ୍ଟକୁ ସିଲେକ୍ଟ କରନ୍ତୁ
09:29 କୀ’ବୋର୍ଡରୁ Delete କୀ’ ଦାବନ୍ତୁ
09:33 ଏବେ ଚାଲନ୍ତୁ, ଷ୍ଟ୍ରକଚରର ଗୋଟିଏ ଭାଗ ଡିଲିଟ୍ କରିବା ପାଇଁ Eraser ଟୁଲ୍ ର ବ୍ୟବହାର ଶିଖିବା
09:39 ଟୁଲ୍ ବକ୍ସରୁ Eraser ଟୁଲ୍ ସିଲେକ୍ଟ କରନ୍ତୁ
09:43 ଷ୍ଟ୍ରକଚରଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଫାଖରେ ମାଉସ୍ କୁ ରଖନ୍ତୁ
09:48 ଷ୍ଟ୍ରକଚରର ଭାଗ ନାଲି ରଙ୍ଗରେ ବଦଳି ଯାଏ
09:53 ଡିଲିଟ୍ କରିବା ପାଇଁ ଷ୍ଟ୍ରକଚରର ନାଳି ରଙ୍ଗ ହୋଇଥିବା ଭାଗ ଉପରେ କ୍ଲିକ୍ କରନ୍ତୁ
09:59 ଆମର ମୂଳ ଷ୍ଟ୍ରକଚର୍ ପାଇବା ପାଇଁ ଏବେ ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ
10:08 ଏବେ ଫାଇଲ୍ କୁ ସେଭ୍ କରନ୍ତୁ
10:11 ଟୁଲ୍ ବାର୍ ରେ ଥିବା Save the current file ବଟନ୍ ଉପରେ କ୍ଲିକ୍ କରନ୍ତୁ
10:16 ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
10:22 ସଂକ୍ଷିପ୍ତରେ
10:24 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, କିପରି -
10:27 ଏକ ବିଦ୍ୟମାନ ଫାଇଲ୍ ଖୋଲିବା
10:29 Display Areaରେ ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା
10:33 ଅବଜେକ୍ଟକୁ ସିଲେକ୍ଟ, ମୂଭ୍, ଫ୍ଲିପ୍ ଓ ରୋଟେଟ୍ କରିବା
10:36 ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା
10:39 ଅବଜେକ୍ଟଗୁଡ଼ିକୁ Cut, Copy, Paste ଓ Delete କରିବା
10:44 ଏକ ଆସାଇନମେଣ୍ଟ ଭାବେ, Eraser ଟୁଲ୍ ବ୍ୟବହାର କରି
10:48 n-octane ଷ୍ଟ୍ରକଚର୍ କୁ n-pentaneରେ
10:52 n-hexane ଷ୍ଟ୍ରକଚର୍ କୁ Ethaneରେ ବଦଳାନ୍ତୁ
10:56 ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
11:00 ଏହି URLରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
11:04 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:08 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
11:13 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍:
11:15 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:18 ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:21 ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
11:28 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:32 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:39 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
11:46 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep