Difference between revisions of "GChemPaint/C2/Overview-of-GChemPaint/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 1.Overview of GChemPaint || '''Time''' Time : 06.39 || '''Narration''' |- |00:01 | ନମସ୍କାର ବନ୍ଧୁଗଣ. Overview of Gche...")
 
 
(One intermediate revision by the same user not shown)
Line 1: Line 1:
{| border=1 1.Overview of GChemPaint
+
{| border = 1
|| '''Time''' Time : 06.39
+
|'''Time'''
|| '''Narration'''
+
|'''Narration'''
  
 
|-
 
|-
 
|00:01
 
|00:01
| ନମସ୍କାର ବନ୍ଧୁଗଣ. Overview of GchemPaint ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|ନମସ୍କାର ବନ୍ଧୁଗଣ. Overview of GchemPaint ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
 
|00:10
 
|00:10
| * ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନ୍ଷ୍ଟଲ୍ କରିବା
+
|ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନ୍ଷ୍ଟଲ୍ କରିବା
 +
 
 
|-
 
|-
 
|00:15
 
|00:15
| * GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା
+
|GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା
 +
 
 
|-
 
|-
 
|00:20
 
|00:20
| * GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
+
|GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
 +
 
 
|-
 
|-
 
|00:23
 
|00:23
| * ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା
+
|ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା
 +
 
 
|-
 
|-
 
|00:27
 
|00:27
| GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା
+
|GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା
 +
 
 
|-
 
|-
 
|00:33
 
|00:33
| GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକଚର୍ ଉପରେ ମଧ୍ୟ ନଜର ପକାଇବା
+
|GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକଚର୍ ଉପରେ ମଧ୍ୟ ନଜର ପକାଇବା
 +
 
 
|-
 
|-
 
|00:39
 
|00:39
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
+
|ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
 +
 
 
|-
 
|-
 
|00:41
 
|00:41
| *Ubuntu Linux OS ଭର୍ସନ୍  12.04.
+
|Ubuntu Linux OS ଭର୍ସନ୍  12.04.
 +
 
 
|-
 
|-
 
|00:45
 
|00:45
| *GChemPaint ଭର୍ସନ୍ 0.12.10.
+
|GChemPaint ଭର୍ସନ୍ 0.12.10.
 +
 
 
|-
 
|-
 
|00:50
 
|00:50
| *GChemCalc ଭର୍ସନ୍ 0.12.10.
+
|GChemCalc ଭର୍ସନ୍ 0.12.10.
 +
 
 
|-
 
|-
 
|00:55
 
|00:55
| *GChem3D ଭର୍ସନ୍ 0.12.10.
+
|GChem3D ଭର୍ସନ୍ 0.12.10.
 +
 
 
|-
 
|-
 
|01:00
 
|01:00
| *GChemTable ଭର୍ସନ୍ 0.12.10.
+
|GChemTable ଭର୍ସନ୍ 0.12.10.
 +
 
 
|-
 
|-
 
|01:05
 
|01:05
| *Jmol Application ଭର୍ସନ୍ 12.2.2.
+
|Jmol Application ଭର୍ସନ୍ 12.2.2.
 +
 
 
|-
 
|-
 
|01:10
 
|01:10
| ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବାକୁ ଆପଣଙ୍କୁ ଦରକାର
+
|ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବାକୁ ଆପଣଙ୍କୁ ଦରକାର
 +
 
 
|-
 
|-
 
|01:13
 
|01:13
| ହାଇ ସ୍କୁଲ୍ କେମିଷ୍ଟ୍ରୀର ଜ୍ଞାନ ଏବଂ
+
|ହାଇ ସ୍କୁଲ୍ କେମିଷ୍ଟ୍ରୀର ଜ୍ଞାନ ଏବଂ
 +
 
 
|-
 
|-
 
|01:15
 
|01:15
| ଇଣ୍ଟର୍ନେଟ୍ ସଂଯୋଗ
+
|ଇଣ୍ଟର୍ନେଟ୍ ସଂଯୋଗ
 +
 
 
|-
 
|-
 
|01:19
 
|01:19
| ଆସନ୍ତୁ ଦେଖିବା GchemPaint କ’ଣ
+
|ଆସନ୍ତୁ ଦେଖିବା GchemPaint କ’ଣ
 +
 
 
|-
 
|-
 
|01:22
 
|01:22
 
|GchemPaint ହେଉଛି Gnome-2 ଡେସ୍କଟପ୍ ପାଇଁ ଏକ 2D କେମିକାଲ୍ ଷ୍ଟ୍ରକ୍ଚର୍ ଏଡିଟର୍
 
|GchemPaint ହେଉଛି Gnome-2 ଡେସ୍କଟପ୍ ପାଇଁ ଏକ 2D କେମିକାଲ୍ ଷ୍ଟ୍ରକ୍ଚର୍ ଏଡିଟର୍
 +
 
|-
 
|-
 
|01:28
 
|01:28
| ଏହାର ୟୁଟିଲିଟୀ ଫିଚର୍ସ ଭାବରେ ଏଥିରେ GChemCalc, GChem3D ଓ GchemTable ରହିଛି
+
|ଏହାର ୟୁଟିଲିଟୀ ଫିଚର୍ସ ଭାବରେ ଏଥିରେ GChemCalc, GChem3D ଓ GchemTable ରହିଛି
 +
 
 
|-
 
|-
 
|01:35
 
|01:35
 
|GchemPaint, କେବଳ Linux OSରେ ହି ଉପଲବ୍ଧ
 
|GchemPaint, କେବଳ Linux OSରେ ହି ଉପଲବ୍ଧ
 +
 
|-
 
|-
 
|01:39
 
|01:39
 
|Gnome Chemistry Utilsରେ GchemPaint ଅନ୍ତର୍ଭୁକ୍ତ ଅଛି
 
|Gnome Chemistry Utilsରେ GchemPaint ଅନ୍ତର୍ଭୁକ୍ତ ଅଛି
 +
 
|-
 
|-
 
|01:44
 
|01:44
 
|GchemPaint ଓ ତାହାର ସମସ୍ତ ୟୁଟିଲିଟୀ ଫାଇଲ୍ଗୁଡ଼ିକୁ Synaptic Package Manager ବ୍ୟବହାର କରି Ubuntu Linux OS ରେ ଇନ୍ଷ୍ଟଲ୍ କରିହେବ
 
|GchemPaint ଓ ତାହାର ସମସ୍ତ ୟୁଟିଲିଟୀ ଫାଇଲ୍ଗୁଡ଼ିକୁ Synaptic Package Manager ବ୍ୟବହାର କରି Ubuntu Linux OS ରେ ଇନ୍ଷ୍ଟଲ୍ କରିହେବ
 +
 
|-
 
|-
 
|01:53
 
|01:53
| Synaptic Package Manager ଉପରେ ଅଧିକ ସୂଚନା ପାଇଁ
+
|Synaptic Package Manager ଉପରେ ଅଧିକ ସୂଚନା ପାଇଁ
 +
 
 
|-
 
|-
 
|01:56
 
|01:56
| ଦୟାକରି ଆମ ୱେବ୍ସାଇଟ୍ରେ ଥିବା Linux ସିରିଜକୁ ଦେଖନ୍ତୁ
+
|ଦୟାକରି ଆମ ୱେବ୍ସାଇଟ୍ରେ ଥିବା Linux ସିରିଜକୁ ଦେଖନ୍ତୁ
 +
 
 
|-
 
|-
 
|02:02
 
|02:02
| Synaptic Package Manager ୱିଣ୍ଡୋରେ ନିମ୍ନଲିଖିତ ୟୁଟିଲିଟୀଗୁଡ଼ିକୁ ଦେଖନ୍ତୁ
+
|Synaptic Package Manager ୱିଣ୍ଡୋରେ ନିମ୍ନଲିଖିତ ୟୁଟିଲିଟୀଗୁଡ଼ିକୁ ଦେଖନ୍ତୁ
 +
 
 
|-
 
|-
 
|02:07
 
|02:07
 
|gchempaint,
 
|gchempaint,
 +
 
|-
 
|-
 
|02:09
 
|02:09
 
|libgcu0,
 
|libgcu0,
 +
 
|-
 
|-
 
|02:11
 
|02:11
 
|gcu-plugin,
 
|gcu-plugin,
 +
 
|-
 
|-
 
|02:13
 
|02:13
 
|libgcu-dbg,
 
|libgcu-dbg,
 +
 
|-
 
|-
 
|02:16
 
|02:16
 
|gcu-bin.
 
|gcu-bin.
 +
 
|-
 
|-
 
|02:19
 
|02:19
| ଏବେ ଆମେ User Manualକୁ ଯିବା
+
|ଏବେ ଆମେ User Manualକୁ ଯିବା
 +
 
 
|-
 
|-
 
|02:22
 
|02:22
 
|GChemPaint ଓ ତାହାର ୟୁଟିଲିଟୀଗୁଡ଼ିକୁ କିପରି ବ୍ୟବହାର କରାଯାଏ, ତାହାକୁ User Manual ସଂକ୍ଷିପ୍ତରେ ବୁଝାଇଥାଏ
 
|GChemPaint ଓ ତାହାର ୟୁଟିଲିଟୀଗୁଡ଼ିକୁ କିପରି ବ୍ୟବହାର କରାଯାଏ, ତାହାକୁ User Manual ସଂକ୍ଷିପ୍ତରେ ବୁଝାଇଥାଏ
 +
 
|-
 
|-
 
|02:28
 
|02:28
|ନିମ୍ନ ଲିଙ୍କ୍ରେ GchemPaint, User Manual ପ୍ରଦାନ କରିଥାଏ
+
|ନିମ୍ନ ଲିଙ୍କ୍ରେ GchemPaint, User Manual ପ୍ରଦାନ କରିଥାଏ '''http://gchemutils.nongnu.org/paint/manual/index.html'''
'''http://gchemutils.nongnu.org/paint/manual/index.html'''
+
 
 
|-
 
|-
 
|02:34
 
|02:34
| GchemPaint ଓ ତାହାର ସମସ୍ତ ୟୁଟିଲିଟୀଗୁଡ଼ିକର ମେନୁବାର୍ସ ଓ Ubuntu Desktop ମେନୁବାର୍ରେ ଦେଖାଦେବ
+
|GchemPaint ଓ ତାହାର ସମସ୍ତ ୟୁଟିଲିଟୀଗୁଡ଼ିକର ମେନୁବାର୍ସ ଓ Ubuntu Desktop ମେନୁବାର୍ରେ ଦେଖାଦେବ
 +
 
 
|-
 
|-
 
|02:43
 
|02:43
| ଏହା ହେଉଛି GchemPaintର ଟୁଲ୍ ବକ୍ସ
+
|ଏହା ହେଉଛି GchemPaintର ଟୁଲ୍ ବକ୍ସ
 +
 
 
|-
 
|-
 
|02:46
 
|02:46
| ବିଭିନ୍ନ ଷ୍ଟ୍ରକ୍ଚର୍ସ ଆଙ୍କିବାକୁ ଆମେ ବିଭିନ୍ନ ଟୁଲ୍ସ ବ୍ୟବହାର କରିବା
+
|ବିଭିନ୍ନ ଷ୍ଟ୍ରକ୍ଚର୍ସ ଆଙ୍କିବାକୁ ଆମେ ବିଭିନ୍ନ ଟୁଲ୍ସ ବ୍ୟବହାର କରିବା
 +
 
 
|-
 
|-
 
|02:51
 
|02:51
| Current elementକୁ ପ୍ରତିବଦଳ କରିବାକୁ ଟୁଲ୍ ବକ୍ସରେ ଏକ ଇନବିଲ୍ଟ Periodic Table ରହିଛି
+
|Current elementକୁ ପ୍ରତିବଦଳ କରିବାକୁ ଟୁଲ୍ ବକ୍ସରେ ଏକ ଇନବିଲ୍ଟ Periodic Table ରହିଛି
 +
 
 
|-
 
|-
 
|02:57
 
|02:57
| ଟୁଲ୍ ବକ୍ସରେ ଥିବା ବିଭିନ୍ନ ଟୁଲ୍ସ ବ୍ୟବହାର କରି ଏଠାରେ ବିଭିନ୍ନ ଷ୍ଟ୍ରକ୍ଚର୍ସ ଅଙ୍କାଯାଇଛି.
+
|ଟୁଲ୍ ବକ୍ସରେ ଥିବା ବିଭିନ୍ନ ଟୁଲ୍ସ ବ୍ୟବହାର କରି ଏଠାରେ ବିଭିନ୍ନ ଷ୍ଟ୍ରକ୍ଚର୍ସ ଅଙ୍କାଯାଇଛି.
 +
 
 
|-
 
|-
 
|03:03
 
|03:03
| ଏହି ଶୃଙ୍ଖଳା ମଧ୍ୟରେ, ଏହିସବୁ ଟୁଲ୍ସ ବ୍ୟବହାର କରି ବିଭିନ୍ନ ଷ୍ଟ୍ରକ୍ଚର୍ସ କିପରି ଅଙ୍କାଯାଏ ବର୍ଣ୍ଣନା କରିବି
+
|ଏହି ଶୃଙ୍ଖଳା ମଧ୍ୟରେ, ଏହିସବୁ ଟୁଲ୍ସ ବ୍ୟବହାର କରି ବିଭିନ୍ନ ଷ୍ଟ୍ରକ୍ଚର୍ସ କିପରି ଅଙ୍କାଯାଏ ବର୍ଣ୍ଣନା କରିବି
 +
 
 
|-
 
|-
 
|03:10
 
|03:10
| ଏବେ, GchemPaintର ୟୁଟିଲିଟୀ ସଫ୍ଟୱେର୍ ବିଷୟରେ ଆଲୋଚନା କରିବା
+
|ଏବେ, GchemPaintର ୟୁଟିଲିଟୀ ସଫ୍ଟୱେର୍ ବିଷୟରେ ଆଲୋଚନା କରିବା
 +
 
 
|-
 
|-
 
|03:15
 
|03:15
| ଏହା ହେଉଛି Chemical Calculator ୱିଣ୍ଡୋ
+
|ଏହା ହେଉଛି Chemical Calculator ୱିଣ୍ଡୋ
 +
 
 
|-
 
|-
 
|03:19
 
|03:19
| ମୁଁ ସର୍ଚ୍ଚ ବାର୍ରେ C3H8 ଟାଇପ୍ କରି Enter ପ୍ରେସ୍ କରିବି
+
|ମୁଁ ସର୍ଚ୍ଚ ବାର୍ରେ C3H8 ଟାଇପ୍ କରି Enter ପ୍ରେସ୍ କରିବି
 +
 
 
|-
 
|-
 
|03:25
 
|03:25
| ଏହି ୱିଣ୍ଡୋ Propaneର ବିବରଣୀ ଓ Isotopic pattern ଦେଖାଇବ
+
|ଏହି ୱିଣ୍ଡୋ Propaneର ବିବରଣୀ ଓ Isotopic pattern ଦେଖାଇବ
 +
 
 
|-
 
|-
 
|03:32
 
|03:32
| ଏହା ହେଉଛି GChem3D ୱିଣ୍ଡୋ
+
|ଏହା ହେଉଛି GChem3D ୱିଣ୍ଡୋ
 +
 
 
|-
 
|-
 
|03:35
 
|03:35
| ଏହା, GchemPaintରେ ଅଙ୍କାଯାଇଥିବା 2D ଷ୍ଟ୍ରକ୍ଚର୍ସର 3D ମଡେଲ୍ସ ଦେଖାଏ
+
|ଏହା, GchemPaintରେ ଅଙ୍କାଯାଇଥିବା 2D ଷ୍ଟ୍ରକ୍ଚର୍ସର 3D ମଡେଲ୍ସ ଦେଖାଏ
 +
 
 
|-
 
|-
 
|03:41
 
|03:41
| GchemPaintର ନୂଆ ଭର୍ସନ୍ରେ ମୋଲେକ୍ୟୁଲ୍ସର ବିକଶିତ 3D ରେଣ୍ଡରିଙ୍ଗ୍ ରହିଛି
+
|GchemPaintର ନୂଆ ଭର୍ସନ୍ରେ ମୋଲେକ୍ୟୁଲ୍ସର ବିକଶିତ 3D ରେଣ୍ଡରିଙ୍ଗ୍ ରହିଛି
 +
 
 
|-
 
|-
 
|03:47
 
|03:47
| ଏହା ହେଉଛି GchemTable ୱିଣ୍ଡୋ
+
|ଏହା ହେଉଛି GchemTable ୱିଣ୍ଡୋ
 +
 
 
|-
 
|-
 
|03:49
 
|03:49
| ଏଥିରେ ଏଲେମେଣ୍ଟସ୍ର Periodic Table ଓ ସେଗୁଡ଼ିକର ପ୍ରଣାଳୀ ରହିଛି
+
|ଏଥିରେ ଏଲେମେଣ୍ଟସ୍ର Periodic Table ଓ ସେଗୁଡ଼ିକର ପ୍ରଣାଳୀ ରହିଛି
 +
 
 
|-
 
|-
 
|03:54
 
|03:54
| GchemPaintରେ ଆଉ ଏକ ବିଶେଷ ଫିଚର୍ ରହିଛି
+
|GchemPaintରେ ଆଉ ଏକ ବିଶେଷ ଫିଚର୍ ରହିଛି
 +
 
 
|-
 
|-
 
|03:58
 
|03:58
 
|GchemPaintରେ ଅଙ୍କା ଯାଇଥିବା 2D ଷ୍ଟ୍ରକଚର୍କୁ Jmol Applicationରେ 3D ଷ୍ଟ୍ରକଚର୍ ଭାବରେ ଦେଖାଯାଇପାରିବ
 
|GchemPaintରେ ଅଙ୍କା ଯାଇଥିବା 2D ଷ୍ଟ୍ରକଚର୍କୁ Jmol Applicationରେ 3D ଷ୍ଟ୍ରକଚର୍ ଭାବରେ ଦେଖାଯାଇପାରିବ
 +
 
|-
 
|-
 
|04:06
 
|04:06
| 3Dରେ ଷ୍ଟ୍ରକଚର୍ସ ଦେଖିବା ପାଇଁ, GchemPaint ଫାଇଲ୍ ଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବାକୁ ପଡ଼ିବ
+
|3Dରେ ଷ୍ଟ୍ରକଚର୍ସ ଦେଖିବା ପାଇଁ, GchemPaint ଫାଇଲ୍ ଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବାକୁ ପଡ଼ିବ
 +
 
 
|-
 
|-
 
|04:21
 
|04:21
| Jmol Application ପାଇଁ ଏକ ସଂକ୍ଷିପ୍ତ ପରିଚୟ
+
|Jmol Application ପାଇଁ ଏକ ସଂକ୍ଷିପ୍ତ ପରିଚୟ
 +
 
 
|-
 
|-
 
|04:25
 
|04:25
| ଏହା ହେଉଛି ଏକ ମାଗଣା ଓ ଓପନ୍ ସୋର୍ସ Molecular Viewer
+
|ଏହା ହେଉଛି ଏକ ମାଗଣା ଓ ଓପନ୍ ସୋର୍ସ Molecular Viewer
 +
 
 
|-
 
|-
 
|04:29
 
|04:29
| କେମିକାଲ୍ ଷ୍ଟ୍ରକଚର୍ର 3 ଡାଇମେନ୍ସନାଲ୍ ମଡେଲ୍ସ ତିଆରି କରିବାକୁ ଓ ଦେଖିବାକୁ ବ୍ୟବହୃତ ହୁଏ
+
|କେମିକାଲ୍ ଷ୍ଟ୍ରକଚର୍ର 3 ଡାଇମେନ୍ସନାଲ୍ ମଡେଲ୍ସ ତିଆରି କରିବାକୁ ଓ ଦେଖିବାକୁ ବ୍ୟବହୃତ ହୁଏ
 +
 
 
|-
 
|-
 
|04:34
 
|04:34
| proteins ଓ macromoleculesର ମାଧ୍ୟମିକ ଷ୍ଟ୍ରକଚର୍ ଦେଖିବାକୁ ବ୍ୟବହୃତ ହୁଏ
+
|proteins ଓ macromoleculesର ମାଧ୍ୟମିକ ଷ୍ଟ୍ରକଚର୍ ଦେଖିବାକୁ ବ୍ୟବହୃତ ହୁଏ
 +
 
 
|-
 
|-
 
|04:40
 
|04:40
| ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବସାଇଟ୍ରେ ଥିବା Jmol Application ସିରିଜ୍ ଦେଖନ୍ତୁ
+
|ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବସାଇଟ୍ରେ ଥିବା Jmol Application ସିରିଜ୍ ଦେଖନ୍ତୁ
 +
 
 
|-
 
|-
 
|04:47
 
|04:47
| GchemPaint ସିରିଜ୍ ରେ ଆମେ ଆକର୍ଷକ ଫିଚର୍ସ ବିଷୟରେ ଶିଖିବା, ଯେପରି -
+
|GchemPaint ସିରିଜ୍ ରେ ଆମେ ଆକର୍ଷକ ଫିଚର୍ସ ବିଷୟରେ ଶିଖିବା, ଯେପରି -
 +
 
 
|-
 
|-
 
|04:52
 
|04:52
| Templates ଓ Residues ବ୍ୟବହାର
+
|Templates ଓ Residues ବ୍ୟବହାର
 +
 
 
|-
 
|-
 
|04:56
 
|04:56
| molecules and bonds ଗଠନ
+
|molecules and bonds ଗଠନ
 +
 
 
|-
 
|-
 
|05:01
 
|05:01
 
|Aromatic Molecular structures
 
|Aromatic Molecular structures
 +
 
|-
 
|-
 
|05:06
 
|05:06
 
|Orbital overlap
 
|Orbital overlap
 +
 
|-
 
|-
 
|05:10
 
|05:10
 
|Resonance Structures
 
|Resonance Structures
 +
 
|-
 
|-
 
|05:14
 
|05:14
| 3D Structures ଦେଖିବା
+
|3D Structures ଦେଖିବା
 +
 
 
|-
 
|-
 
|05:18
 
|05:18
 
|Periodic Table ପ୍ରଣାଳୀ ଦେଖିବା
 
|Periodic Table ପ୍ରଣାଳୀ ଦେଖିବା
 +
 
|-
 
|-
 
|05:23
 
|05:23
 
|ସଂକ୍ଷିପ୍ତରେ
 
|ସଂକ୍ଷିପ୍ତରେ
 +
 
|-
 
|-
 
|05:25
 
|05:25
 
|ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ
 
|ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ
 +
 
|-
 
|-
 
|05:27
 
|05:27
| * ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନଷ୍ଟଲ୍ କରିବା  
+
|ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନଷ୍ଟଲ୍ କରିବା  
 +
 
 
|-
 
|-
 
|05:32
 
|05:32
| * GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା  
+
|GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା  
 +
 
 
|-
 
|-
 
|05:36
 
|05:36
| * GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
+
|GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
 +
 
 
|-
 
|-
 
|05:39
 
|05:39
| * ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା  
+
|ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା  
 +
 
 
|-
 
|-
 
|05:43
 
|05:43
| * GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା  
+
|GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା  
 +
 
 
|-
 
|-
 
|05:48
 
|05:48
| GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକ୍ଚର୍ ଉପରେ ମଧ୍ୟ ନଜର ପକାଇଲେ
+
|GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକ୍ଚର୍ ଉପରେ ମଧ୍ୟ ନଜର ପକାଇଲେ
 +
 
 
|-
 
|-
 
|05:54
 
|05:54
| ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|05:59
 
|05:59
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
 
|06:03
 
|06:03
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|06:07
 
|06:07
| ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
 
|06:10
 
|06:10
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
 
|06:16
 
|06:16
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
 
|06:20
 
|06:20
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|06:26
 
|06:26
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
 
|-
 
|-
 
|06:31
 
|06:31
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
+
 
|-
 
|-
 
|}
 
|}

Latest revision as of 16:18, 4 April 2017

Time Narration
00:01 ନମସ୍କାର ବନ୍ଧୁଗଣ. Overview of GchemPaint ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନ୍ଷ୍ଟଲ୍ କରିବା
00:15 GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା
00:20 GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
00:23 ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା
00:27 GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା
00:33 GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକଚର୍ ଉପରେ ମଧ୍ୟ ନଜର ପକାଇବା
00:39 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
00:41 Ubuntu Linux OS ଭର୍ସନ୍ 12.04.
00:45 GChemPaint ଭର୍ସନ୍ 0.12.10.
00:50 GChemCalc ଭର୍ସନ୍ 0.12.10.
00:55 GChem3D ଭର୍ସନ୍ 0.12.10.
01:00 GChemTable ଭର୍ସନ୍ 0.12.10.
01:05 Jmol Application ଭର୍ସନ୍ 12.2.2.
01:10 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବାକୁ ଆପଣଙ୍କୁ ଦରକାର
01:13 ହାଇ ସ୍କୁଲ୍ କେମିଷ୍ଟ୍ରୀର ଜ୍ଞାନ ଏବଂ
01:15 ଇଣ୍ଟର୍ନେଟ୍ ସଂଯୋଗ
01:19 ଆସନ୍ତୁ ଦେଖିବା GchemPaint କ’ଣ
01:22 GchemPaint ହେଉଛି Gnome-2 ଡେସ୍କଟପ୍ ପାଇଁ ଏକ 2D କେମିକାଲ୍ ଷ୍ଟ୍ରକ୍ଚର୍ ଏଡିଟର୍
01:28 ଏହାର ୟୁଟିଲିଟୀ ଫିଚର୍ସ ଭାବରେ ଏଥିରେ GChemCalc, GChem3D ଓ GchemTable ରହିଛି
01:35 GchemPaint, କେବଳ Linux OSରେ ହି ଉପଲବ୍ଧ
01:39 Gnome Chemistry Utilsରେ GchemPaint ଅନ୍ତର୍ଭୁକ୍ତ ଅଛି
01:44 GchemPaint ଓ ତାହାର ସମସ୍ତ ୟୁଟିଲିଟୀ ଫାଇଲ୍ଗୁଡ଼ିକୁ Synaptic Package Manager ବ୍ୟବହାର କରି Ubuntu Linux OS ରେ ଇନ୍ଷ୍ଟଲ୍ କରିହେବ
01:53 Synaptic Package Manager ଉପରେ ଅଧିକ ସୂଚନା ପାଇଁ
01:56 ଦୟାକରି ଆମ ୱେବ୍ସାଇଟ୍ରେ ଥିବା Linux ସିରିଜକୁ ଦେଖନ୍ତୁ
02:02 Synaptic Package Manager ୱିଣ୍ଡୋରେ ନିମ୍ନଲିଖିତ ୟୁଟିଲିଟୀଗୁଡ଼ିକୁ ଦେଖନ୍ତୁ
02:07 gchempaint,
02:09 libgcu0,
02:11 gcu-plugin,
02:13 libgcu-dbg,
02:16 gcu-bin.
02:19 ଏବେ ଆମେ User Manualକୁ ଯିବା
02:22 GChemPaint ଓ ତାହାର ୟୁଟିଲିଟୀଗୁଡ଼ିକୁ କିପରି ବ୍ୟବହାର କରାଯାଏ, ତାହାକୁ User Manual ସଂକ୍ଷିପ୍ତରେ ବୁଝାଇଥାଏ
02:28 ନିମ୍ନ ଲିଙ୍କ୍ରେ GchemPaint, User Manual ପ୍ରଦାନ କରିଥାଏ http://gchemutils.nongnu.org/paint/manual/index.html
02:34 GchemPaint ଓ ତାହାର ସମସ୍ତ ୟୁଟିଲିଟୀଗୁଡ଼ିକର ମେନୁବାର୍ସ ଓ Ubuntu Desktop ମେନୁବାର୍ରେ ଦେଖାଦେବ
02:43 ଏହା ହେଉଛି GchemPaintର ଟୁଲ୍ ବକ୍ସ
02:46 ବିଭିନ୍ନ ଷ୍ଟ୍ରକ୍ଚର୍ସ ଆଙ୍କିବାକୁ ଆମେ ବିଭିନ୍ନ ଟୁଲ୍ସ ବ୍ୟବହାର କରିବା
02:51 Current elementକୁ ପ୍ରତିବଦଳ କରିବାକୁ ଟୁଲ୍ ବକ୍ସରେ ଏକ ଇନବିଲ୍ଟ Periodic Table ରହିଛି
02:57 ଟୁଲ୍ ବକ୍ସରେ ଥିବା ବିଭିନ୍ନ ଟୁଲ୍ସ ବ୍ୟବହାର କରି ଏଠାରେ ବିଭିନ୍ନ ଷ୍ଟ୍ରକ୍ଚର୍ସ ଅଙ୍କାଯାଇଛି.
03:03 ଏହି ଶୃଙ୍ଖଳା ମଧ୍ୟରେ, ଏହିସବୁ ଟୁଲ୍ସ ବ୍ୟବହାର କରି ବିଭିନ୍ନ ଷ୍ଟ୍ରକ୍ଚର୍ସ କିପରି ଅଙ୍କାଯାଏ ବର୍ଣ୍ଣନା କରିବି
03:10 ଏବେ, GchemPaintର ୟୁଟିଲିଟୀ ସଫ୍ଟୱେର୍ ବିଷୟରେ ଆଲୋଚନା କରିବା
03:15 ଏହା ହେଉଛି Chemical Calculator ୱିଣ୍ଡୋ
03:19 ମୁଁ ସର୍ଚ୍ଚ ବାର୍ରେ C3H8 ଟାଇପ୍ କରି Enter ପ୍ରେସ୍ କରିବି
03:25 ଏହି ୱିଣ୍ଡୋ Propaneର ବିବରଣୀ ଓ Isotopic pattern ଦେଖାଇବ
03:32 ଏହା ହେଉଛି GChem3D ୱିଣ୍ଡୋ
03:35 ଏହା, GchemPaintରେ ଅଙ୍କାଯାଇଥିବା 2D ଷ୍ଟ୍ରକ୍ଚର୍ସର 3D ମଡେଲ୍ସ ଦେଖାଏ
03:41 GchemPaintର ନୂଆ ଭର୍ସନ୍ରେ ମୋଲେକ୍ୟୁଲ୍ସର ବିକଶିତ 3D ରେଣ୍ଡରିଙ୍ଗ୍ ରହିଛି
03:47 ଏହା ହେଉଛି GchemTable ୱିଣ୍ଡୋ
03:49 ଏଥିରେ ଏଲେମେଣ୍ଟସ୍ର Periodic Table ଓ ସେଗୁଡ଼ିକର ପ୍ରଣାଳୀ ରହିଛି
03:54 GchemPaintରେ ଆଉ ଏକ ବିଶେଷ ଫିଚର୍ ରହିଛି
03:58 GchemPaintରେ ଅଙ୍କା ଯାଇଥିବା 2D ଷ୍ଟ୍ରକଚର୍କୁ Jmol Applicationରେ 3D ଷ୍ଟ୍ରକଚର୍ ଭାବରେ ଦେଖାଯାଇପାରିବ
04:06 3Dରେ ଷ୍ଟ୍ରକଚର୍ସ ଦେଖିବା ପାଇଁ, GchemPaint ଫାଇଲ୍ ଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବାକୁ ପଡ଼ିବ
04:21 Jmol Application ପାଇଁ ଏକ ସଂକ୍ଷିପ୍ତ ପରିଚୟ
04:25 ଏହା ହେଉଛି ଏକ ମାଗଣା ଓ ଓପନ୍ ସୋର୍ସ Molecular Viewer
04:29 କେମିକାଲ୍ ଷ୍ଟ୍ରକଚର୍ର 3 ଡାଇମେନ୍ସନାଲ୍ ମଡେଲ୍ସ ତିଆରି କରିବାକୁ ଓ ଦେଖିବାକୁ ବ୍ୟବହୃତ ହୁଏ
04:34 proteins ଓ macromoleculesର ମାଧ୍ୟମିକ ଷ୍ଟ୍ରକଚର୍ ଦେଖିବାକୁ ବ୍ୟବହୃତ ହୁଏ
04:40 ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବସାଇଟ୍ରେ ଥିବା Jmol Application ସିରିଜ୍ ଦେଖନ୍ତୁ
04:47 GchemPaint ସିରିଜ୍ ରେ ଆମେ ଆକର୍ଷକ ଫିଚର୍ସ ବିଷୟରେ ଶିଖିବା, ଯେପରି -
04:52 Templates ଓ Residues ବ୍ୟବହାର
04:56 molecules and bonds ଗଠନ
05:01 Aromatic Molecular structures
05:06 Orbital overlap
05:10 Resonance Structures
05:14 3D Structures ଦେଖିବା
05:18 Periodic Table ପ୍ରଣାଳୀ ଦେଖିବା
05:23 ସଂକ୍ଷିପ୍ତରେ
05:25 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ
05:27 ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନଷ୍ଟଲ୍ କରିବା
05:32 GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା
05:36 GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
05:39 ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା
05:43 GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା
05:48 GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକ୍ଚର୍ ଉପରେ ମଧ୍ୟ ନଜର ପକାଇଲେ
05:54 ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:59 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:03 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:07 ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:10 ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
06:16 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:20 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:26 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
06:31 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep