Difference between revisions of "Linux/C2/The-Linux-Environment/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- |00:00 | ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପା…')
 
 
(4 intermediate revisions by 3 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration
+
|'''Narration'''
|-
+
  
 +
|-
 
|00:00
 
|00:00
| ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
|| ଲିନକ୍ସ ଏନ୍‍ଭାଇରୋନ୍‍ମେଣ୍ଟ ଓ ତାହାକୁ ମାନିପ୍ୟୁଲେଟ୍ କରିବା ପାଇଁ ମାର୍ଗ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ଵାଗତ |
 +
 
 
|-
 
|-
 
|00:07
 
|00:07
|ଏହି ଟ୍ୟୁଟୋରିଆଲ ରେ କାର୍ଯ୍ୟ କରୁଥିବା  ଲିନକ୍ସ ଶିଷ୍ଟମ୍ ର ସ୍ପଷ୍ଟ ଉଦାହରଣ ଗୁଡିକର ଚେଷ୍ଟା ପାଇଁ ଅଧିକତମ ଉବଣ୍ଟୁ ର ଅବଶ୍ୟକତା ଅଟେ.
+
|| ଏହି ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ଉଦାହରଣଗୁଡ଼ିକୁ ଟ୍ରାଏ କରିବା ପାଇଁ ଏକ କାମକରୁଥିବା ଲିନକ୍ସ ସିଷ୍ଟମ୍, ବିଶେଷ କରି ଉବୁଣ୍ଟୁ ଦରକାର ହେବ |
 +
 
 
|-
 
|-
 
|00:13
 
|00:13
|ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍,, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣ ଆପଣ ଜାଣନ୍ତି.
+
|| ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଏବଂ କମାଣ୍ଡ୍, ଫାଇଲ୍ ସିଷ୍ଟମ୍ ଓ ଶେଲ୍ ଉପରେ ଆପଣଙ୍କର କିଛି ମୌଳିକ ଧାରଣା ଥିବ ବୋଲି ଆମେ ଭାବୁଛୁ |
 +
 
 
|-
 
|-
 
|00:22
 
|00:22
|ଯଦି ଆପଣ ଆଗ୍ରହି ଅଟନ୍ତି, କିମ୍ବା ଏହି ଧାରଣ ଗୁଡିକୁ ସୁଧାରିବା ପାଇଁ ଚାହାନ୍ତି  ଅଛନ୍ତି, ଦୟାକରି ଆମର  ୱେବ୍ ସାଇଟ୍ ରେ ଉପଲବ୍ଧି ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମ ରେ ବିନା ପ୍ରତିବଂଧକ ରେ କର.
+
|| ଯଦି ଆଗ୍ରହୀ କିମ୍ୱା କନସେପ୍ଟଗୁଡ଼ିକ ବିଷୟରେ ଆଉଥରେ ଜାଣିବାକୁ, ଦୟାକରି ଆମ ୱେବ୍‍ସାଇଟ୍‍ରେ ଥିବା ଅନ୍ୟଏକ ଟ୍ୟୁଟୋରିଆଲ୍ କୁ ଯାଆନ୍ତୁ |
 +
 
 
|-
 
|-
 
|00:32
 
|00:32
|ଦୟାକରି ଧ୍ୟାନ ଦିଏ ଯେ  ଉବଣ୍ଟୁ 10.10 ର ବ୍ୟବହାର ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ହୋଇଥିଲା.  
+
|| ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ କରିବା ପାଇଁ ଉବୁଣ୍ଟୁ ୧୦.୧୦ର ବ୍ୟବହାର କରାଯାଇଛି |
 +
 
 
|-
 
|-
 
|00:36
 
|00:36
|ଦୟାକରି ମଧ୍ୟ ଧ୍ୟାନ ଦିଏ ଯେ ଲିନକ୍ସ କେସେ ସେନସିଟିବୀ (case sensitive) ଅଟେ. ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛିନ୍ତି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ.
+
|| ଲିନକ୍ସ କେସ୍ ସେନ୍ସିଟିଭ୍ ହୋଇଥିବା କାରଣରୁ ଉଲ୍ଲେଖ ନକରାଯାଇଥିବା ପର୍ଯ୍ୟନ୍ତ ଏଠାରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ |
 +
 
 
|-
 
|-
 
|00:46
 
|00:46
|ଲିନକ୍ସ environment ନିର୍ଧାରଣ କରେ ଯେ ଅପେରଟିଂଗ୍ ସିଷ୍ଟମ (operating system)  ଆପଣକଂ  ସହିତ କିପରି ବ୍ୟବହାର କରେ, ଏହା ଆପଣକଂର କମାଣ୍ଡ୍ ଗୁଡିକୁ କିପରି ଉତ୍ତର  ଦିଏ, ଏହା ଆପଣକଂର କାର୍ଯ ଗୁଡିକୁ କିପରି ବ୍ୟାଖ୍ୟI କରେ ଏବଂ ଆଦି.
+
|| ଅପରେଟିଙ୍ଗ୍ ସିଷ୍ଟମ୍ ଆପଣଙ୍କ ସହିତ କିପରି ବ୍ୟବହାର କରିବ, ଆପଣଙ୍କ କମାଣ୍ଡ୍ ପ୍ରତି କିପରି ପ୍ରତିକ୍ରିୟା କରିବ, ଆପଣଙ୍କ କାର୍ଯ୍ୟକୁ କିପରି କରିବ ଆଦି ଲିନକ୍ସ ଏନ୍‍ଭାଇରୋନ୍‍ମେଣ୍ଟ  ନିର୍ଦ୍ଧାରଣ କରେ |
 +
 
 
|-
 
|-
 
|00:55
 
|00:55
|ଶେଲ୍ (shell) ର ସେଟିଂଗ୍  ଗୁଡିରେ (settings) ପରିବର୍ତନ କରି ଲିନକ୍ସ କୁ  ଅଧିକ ଗତାନୁଗତିକ କରି ପାରିବା.
+
|| ଶେଲ୍‍ର ସେଟିଙ୍ଗ୍ ଚେଞ୍ଜ୍ କରି ଲିନକ୍ସକୁ ବହୁତ ଅନୁକୂଳ କରାଯାଇପାରେ |
 +
 
 
|-
 
|-
 
|00:58
 
|00:58
|ଚାଲ  ଏବେ ବୁଝିବା ଏହା ସବୁ କିପରି କରିପାରିବା.
+
|| ଏହିସବୁ କିପରି କରାଯାଏ, ଚାଲନ୍ତୁ ଜାଣିବା |,ଶେଲ୍‍ର ଆଚରଣ ସାଧାରଣତଃ ଶେଲ୍ ଭେରିଏବଲ୍ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ |
|-
+
 
|00:59
+
|ସାଧାରଣତଃ ଶେଲ୍ (shell) ର ବ୍ୟବହାର  shell variables ଦ୍ବାରା  ନିର୍ଧାରିତ ଅଟେ.
+
 
|-
 
|-
 
|01:04  
 
|01:04  
|shell variables ମୁଖ୍ୟତଃ ଦୁଇ ପ୍ରକାରର ଅଟନ୍ତି:
+
|| ଶେଲ୍ ଭେରିଏବଲ୍ସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ:
Environment Variables
+
  
ଏବଂ Local Variables
+
ଏନ୍‍ଭାଇରୋନ୍‍ମେଣ୍ଟ  ଭେରିଏବଲ୍ସ ଓ
 +
 
 +
ଲୋକାଲ୍ ଭେରିବଲ୍ସ
 +
 
 +
|-
 
|01:12
 
|01:12
|ଏହାର ନାମ ଅଟେ କାରଣ ସେମାନେ ଉପୋଯୋଗୀ କର୍ତାକଂର ସମ୍ପୁର୍ଣ environment ରେ ଉପଲବ୍ଧ ଅଟନ୍ତି.
+
|| ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ ନାମକରଣ ହୋଇଥିବାର କାରଣ ହେଉଛି, ୟୁଜର୍‍ଙ୍କ ସମୁଦାୟ ପରିବେଶରେ ସେଗୁଡ଼ିକ ସମଗ୍ର ଭାବେ ଉପଲବ୍ଧ |
 +
 
 
|-
 
|-
 
|01:19
 
|01:19
|ଏହି ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ ଅଛି ଯେପରି ଶେଲ୍ ସ୍କିରପ୍ଟ୍ (shell scripts) ଗୁଡିକୁ ଚାଲୁଲଖିବା ପରି.
+
|| ଶେଲ୍ ସ୍କ୍ରିପ୍ଟ ଚାଲିବା ପାଇଁ ଶେଲ୍ ଭଳି ଶେଲ୍ ଦ୍ୱାରା ଜାତ ସବ୍-ଶେଲ୍‍ରେ ମଧ୍ୟ ଏହିଗୁଡ଼ିକ ଉପଲବ୍ଧ ଅଛି |
 +
 
 
|-
 
|-
 
|01:24
 
|01:24
|Local Variables , ଯାହା ନାମ ରୁ ପ୍ରସ୍ତାବ ଦିଏ କି ଏହାର ବହୁତ ପ୍ରତିବନ୍ଧକ କିମ୍ବା ସୀମିତ ଉପଲବ୍ଧତା ଅଛି.
+
|| ଲୋକାଲ୍ ଭେରିଏବଲ୍ସରେ, ଯେପରି ନାମ କହୁଛି ଅଧିକ ପ୍ରବନ୍ଧିତ କିମ୍ୱା ସୀମିତ ଉପଲବ୍ଧତା ଅଛି |
 +
 
 
|-
 
|-
 
|01:31
 
|01:31
|ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ.
+
|| ଏହିଗୁଡ଼ିକ ଶେଲ୍ ଦ୍ୱାରା ଜାତ ସବ୍-ଶେଲ୍ସରେ ଉପଲବ୍ଧ ନାହିଁ |
 +
 
 
|-
 
|-
 
|01:36  
 
|01:36  
|ଯେପରି ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ଚାଲ ଏବେ ପ୍ରଥମେ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା.
+
|| ଏଠାରେ ମୁଖ୍ୟତଃ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ ବିଷୟରେ କଥା ହେବା ସହ ଏହିସବୁ ଶେଲ୍ ଭେରିଏବଲ୍ସର ଭାଲ୍ୟୁକୁ କିପରି ଦେଖିବାକୁ ହୁଏ, ତାହା ଆମେ ପ୍ରଥମେ ଦେଖିବା |
 +
 
 
|-
 
|-
 
|01:48
 
|01:48
|ବର୍ତମାନ ଶେଲ୍ (shell) ରେ ସବୁ ଉପଲବ୍ଧ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ.
+
|| ସାଂପ୍ରତିକ ଶେଲ୍‍ରେ ସମସ୍ତ ଉପଲବ୍ଧ ଭେରିଏବଲ୍ସ ଦେଖିବାକୁ, କମାଣ୍ଡ୍ ସେଟ୍ ଚଲାନ୍ତୁ |
 +
 
 
|-
 
|-
 
|01:53
 
|01:53
| ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍  ଦବାଅ.
+
|| ଟର୍ମିନାଲ୍‍ରେ “ସେଟ୍” ସ୍ପେସ୍ ପାଇପ୍-ଲାଇନ୍ କ୍ୟାରେକ୍ଟର୍ “ମୋର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|02:00
 
|02:00
|ଆମେ ସବୁ ବର୍ତମାନ ଶେଲ୍ (shell) ରେ ସବୁ variable ଗୁଡିକୁ ଦେଖିପାରିବା
+
|| ଆମେ ସବୁ ସାମ୍ପ୍ରତିକ ଶେଲ୍ ଭେରିଏବଲ୍ସ ଦେଖିପାରିବା,
 +
 
 
|-
 
|-
 
|02:04
 
|02:04
|ଉଦାହରଣ ସ୍ବରୁପ, HOME environment variable କୁ ଦେଖିକରି ଏହାର ନିର୍ଦ୍ଧାରିତ ମୁଲ୍ୟ କୁ ଧ୍ୟାନ ଦିଅ.
+
|| ଉଦାହରଣସ୍ୱରୂପ: “ହୋମ୍” ଏନ୍‍ଭାଇରୋନ୍‍ମେଣ୍ଟ  ଭେରିଏବଲ୍‍କୁ ଦେଖିବା ସହ ତାହାକୁ ଆସାଇନ୍ ହୋଇଥିବା ଭାଲ୍ୟୁକୁ ମଧ୍ୟ ଦେଖନ୍ତୁ |
 +
 
 
|-
 
|-
 
|02:15
 
|02:15
|ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା  ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ  q ଦବାଅ.
+
|| ତାଲିକା ଦେଖିବାକୁ “ଏଣ୍ଟର୍” ଓ ବାହାରିବାକୁ “q” ଦାବନ୍ତୁ
 +
 
 
|-
 
|-
 
|02:21
 
|02:21
|ଏଠାରେ variable ସୁଚୀ ର  multipage output କୁ ନିୟମିତ ଭାବରେ ପ୍ରଦଶ୍ରୀତ କରିବା ପାଇଁ ସେଟ୍ ଠାରୁ ଆଉଟ୍-ପୁଟ୍ କୁ କ୍ରମ ରେ କରାଯାଇଥିଲା.
+
|| ଏଠାରେ, ଭେରିଏବଲ୍ ତାଲିକାର ଅଧିକ ବ୍ୟବସ୍ଥିତ ମଲ୍ଟିପେଜ୍ ଆଉଟପୁଟ୍ ଦେଖାଇବାକୁ ସେଟ୍ର ଆଉଟ୍‍ପୁଟ୍‍ ମୋର୍ ସହିତ ପାଇପ୍-ଲାଇଣ୍ଡ୍ ହୋଇଛି |
 +
 
 
|-
 
|-
 
|02:38
 
|02:38
|କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ.
+
|| କେବଳ ଏନ୍‍ଭାଇରୋନ୍‍ମେଣ୍ଟ  ଭେରିଏବଲ୍ସ ଦେଖିବାକୁ “env” କମାଣ୍ଡ୍ ଦିଅନ୍ତୁ |
 +
 
 
|-
 
|-
 
|02:45
 
|02:45
|ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଟର୍ମିନାଲ୍‍ରେ “env” ସ୍ପେସ୍ ’ଭର୍ଟିକାଲ୍-ବାର୍’”ମୋର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|02:52
 
|02:52
|ଉଦାହରଣ ସ୍ବରୁପ, SHELL variable ଉପରେ ଧ୍ୟାନ ଦିଅ ଯାହାର ମୁଲ୍ୟ slash bin slash bash (/bin/bash).
+
||ଉଦାହରଣସ୍ୱରୂପ,“ଶେଲ୍” ଭେରିଏବଲ୍‍କୁ ଦେଖନ୍ତୁ, ଯାହାର ଭାଲ୍ୟୁ ହେଉଛି “ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍”
 +
 
 
|-
 
|-
 
|03:00
 
|03:00
|ପୁଣି, ସୁଚୀ ର ବାହାରକୁ ଆସିବା ପାଇଁ ଆପଣ q ଦବାଇ ପାର.
+
|| ପୁନଶ୍ଚ, ତାଲିକାରୁ ବାହାରିବା ପାଇଁ ଆପଣ “q” ଦାବିପାରନ୍ତି |
 +
 
 
|-
 
|-
 
|03:07
 
|03:07
|ବର୍ତମାନ, ଚାଲ  ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା.
+
|| ଏବେ, ଲିନକ୍ସରେ ଆହୁରି ଜରୁରୀ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସର କିଛି ବିଷୟରେ ଆଲୋଚନା କରିବା |
 +
 
 
|-
 
|-
 
|03:11
 
|03:11
|ଆମେ ଏଠାରେ ଆମର ସବୁ ପ୍ରଦଶ୍ରନ ପାଇଁ bash shell ବ୍ୟବହାର କରି ପାରିବା.
+
|| ଏଠାରେ ସମସ୍ତ ପ୍ରଦର୍ଶନ ପାଇଁ ବାଶ୍ ସେଲ୍ ବ୍ୟବହାର କରାଯାଇପାରେ |
 +
 
 
|-
 
|-
 
|03:15
 
|03:15
|ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ବିଭିନ୍ନ  ଉପାୟ ରେ ଗତାନୁଗତିକ ଅଟେ.
+
|| ସାମାନ୍ୟ ଭିନ୍ନ ମାର୍ଗରେ ଭିନ୍ନ ଭିନ୍ନ ଶେଲ୍ସ ଅନୁକୂଳିତ ହୋଇଛି |
 +
 
 
|-
 
|-
 
|03:19
 
|03:19
|ପ୍ରକୃତରେ କେଉଁ ଏକ variable ଗଛିତ ଅଟେ ଏହାକୁ ଦେଖିବା ପାଇଁ ଆମେ ପୁର୍ବରୁ ଏକ dollar sign ଲଗାଇବା ବାଧ୍ୟ ଏବଂ ଏହା ସହିତ echo କମାଣ୍ଡ ବ୍ୟବହାର କର.
+
|| ଏକ ଭେରିଏବଲ୍‍ରେ ପ୍ରକୃତରେ କ’ଣ ଷ୍ଟୋର୍ ହୋଇଛି ଦେଖିବା ପାଇଁ ଆମକୁ ସେହି ଭେରିଏବଲ୍ ନାମ ସହ ଏକ ଡଲାର୍ ସାଇନ୍ ପ୍ରିଫିକ୍ସ କରି ତା’ ସହିତ “ଇକୋ” କମାଣ୍ଡ୍ ବ୍ୟବହାର କରିବାକୁ ହେବ |
 +
 
 
|-
 
|-
 
|03:30
 
|03:30
|ପ୍ରଥମ environment variable ଯାହା ଆମେ ଦେଖିପାରିବା ହେଉଛି SHELL variable.
+
|| ଆମେ ଦେଖିବାକୁ ଥିବା ଏନ୍‍ଭାଇରୋନ୍‍ମେଣ୍ଟ  ଭେରିଏବଲ୍ ହେଉଛି “ଶେଲ୍” ଭେରିଏବଲ୍ |
 +
 
 
|-
 
|-
 
|03:35
 
|03:35
|ଏହା ବର୍ତମାନ ଶେଲ୍ ର ନାମ ଗଛିତ କରେ.
+
|| ଏହା, ସାମ୍ପ୍ରତିକ ଶେଲ୍ ର ନାମ ଷ୍ଟୋର୍ କରିଛି |
 +
 
 
|-
 
|-
 
|03:37
 
|03:37
|SHELL variable ମୁଲ୍ୟ କଣ ଅଟେ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| “ଶେଲ୍” ଭେରିଏବଲ୍ ଭାଲ୍ୟୁ ଦେଖିବା ପାଇଁ, ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ S-H-E-L-L ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
 +
 
 
|-
 
|-
 
|03:55
 
|03:55
|ଏଠାରେ slash bin slash bash ଶେଲ୍ ଅଟେ ଯେଉଁଠାରେ ଆମେ ବର୍ତମାନ ଅପେରେଟିଂଗ୍  କରୁଛୁ.
+
|| ଏଠାରେ “ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍” ହେଉଛି ସେହି ଶେଲ୍, ଯେଉଁଠାରେ ଆମେ ବର୍ତ୍ତମାନ ଅପରେଟ୍ କରୁଛେ |
 +
 
 
|-
 
|-
 
|04:02
 
|04:02
|ପରବର୍ତୀ variable ହୋମ୍ (HOME) ଅଟେ.
+
|| ପରବର୍ତ୍ତୀ ଭେରିଏବଲ୍ ହେଉଛି “ହୋମ୍”
 +
 
 
|-
 
|-
 
|04:05
 
|04:05
|ଯେବେ ଆମେ  ଲିନକ୍ସ ରେ ଲୋଗ୍-ଇନ୍ (login) କରୁଁ, ସାଧାରଣତଃ ଏହା ଆମକୁ ଏକ  directory ନାମ ରେ ସ୍ଥାନ ଦିଏ ଯାହାର ନାମ ଆମର ୟୁଜର୍ ନାମ ରେ ରଖାଯାଇ ଥାଏ. 
+
|| ଲିନକ୍ସରେ ଲଗିନ୍ କଲେ, ଏହା ଆମକୁ ଆମ ୟୁଜର୍ ନାମାନୁସାରେ ନାମିତ ଏକ ଡାଇରେକ୍ଟୋରୀକୁ ନେଇଯାଏ |
 +
 
 
|-
 
|-
 
|04:11
 
|04:11
|ଏହି ଡାଇରେକ୍ଟ୍ ଟୋରୀ (directory) କୁ ହୋମ୍ ଡାଇରେକ୍ଟ୍ ଟୋରୀ (home directory) କହନ୍ତି ଏବଂ ଏହା ବାସ୍ତବରେ ଅଟେ ଯାହା  HOME variable ରେ ଉପଲବ୍ଧ ଅଟେ.
+
|| ଏହାକୁ ହୋମ୍ ଡାଇରେକ୍ଟୋରୀ କୁହାଯାଏ ଓ ଏହା ହିଁ ହୋମ୍ ଭେରିଏବଲ୍‍ରେ ଉପଲବ୍ଧ ଅଛି |
 +
 
 
|-
 
|-
 
|04:17  
 
|04:17  
|ମୁଲ୍ୟ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar H-O-M-E in capital" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଭାଲ୍ୟୁ ଦେଖିବା ପାଇଁ ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ H-O-M-E ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
 +
 
 
|-
 
|-
 
|04:29
 
|04:29
|ପରବର୍ତୀ environment variable ପାଥ୍ (PATH) ଅଟେ.
+
|| ପରବର୍ତ୍ତୀ ଏନ୍‍ଭାଇରୋନ୍‍ମେଣ୍ଟ  ଭେରିଏବଲ୍ ହେଉଛି “ପାଥ୍” |
 +
 
 
|-
 
|-
 
|04:32
 
|04:32
|PATH variable directories ର absolute path ଗୁଡିକୁ ଧାରଣ କରେ ଯାହା ଶେଲ୍ କୌଣସି କାର୍ଯକାରୀ କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ଖୋଜିବାକୁ ହୋଇଥାଏ.
+
|| “ପାଥ୍” ଭେରିଏବଲ୍‍ରେ ଡାଇରେକ୍ଟୋରିଜ୍‍ର ଆବସୋଲ୍ୟୁଟ୍ ପାଥ୍ସ ରହିଛି, ଯେଉଁଥିରେ ଶେଲ୍‍କୁ ଏକଜେକ୍ୟୁଟେବଲ୍ କମାଣ୍ଡର ସର୍ଚ୍ଚ କରିବାକୁ ହୋଇଥାଏ |
 +
 
 
|-
 
|-
 
|04:40  
 
|04:40  
|ଚାଲ ଦେଖ path variable ର ମୁଲ୍ୟ.
+
|| ଆସନ୍ତୁ ପାଥ୍ ଭେରିଏବଲ୍‍ର ଭାଲ୍ୟୁ ଦେଖିବା |
 +
 
 
|-
 
|-
 
|04:43  
 
|04:43  
|ଆଉ ଥରେ, ଟର୍ମିନାଲ୍ ର ବଡ ଅଖୟର ରେ "echo space dollar P-A-T-H " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ପୁଣିଥରେ, ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ “ଡଲାର୍ କ୍ୟାପିଟାଲ୍ ଲେଟର୍‍ରେ P-A-T-H” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|04:51  
 
|04:51  
|ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (sub-directories) ଦେଖାଏ.
+
|| ମୋ କମ୍ପ୍ୟୁଟର୍‍ରେ “ସ୍ଲାଶ୍ ୟୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ଏସ୍‍ବିନ୍‍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଏସ୍‍ବିନ୍‍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ବିନ୍” ଆଦି ଦେଖାଉଛି |
 +
 
 
|-
 
|-
 
|05:04
 
|05:04
|ଏହା ଏକ ସିଷ୍ଟମ୍ ଠାରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ. 
+
|| ଗୋଟିଏ ସିଷ୍ଟମ୍‍ରୁ ଆଉ ଗୋଟିଏରେ ଏହା ସାମାନ୍ୟ ଭିନ୍ନ ହୋଇପାରେ |
 +
 
 
|-
 
|-
 
|05:07
 
|05:07
| ବାସ୍ତବରେ ଏହା (colon) delimiter ଦ୍ବାରା  ବିଭାଜିତ ଡାଇରେକ୍ଟ୍ ଟୋରୀ (directory) ଗୁଡିକର ସୁଚୀ ଅଟେ, ଯାହା ଶେଲ୍ ଏହି କ୍ରମରେ ଏକ କାର୍ଯ୍ୟକାରୀ କମାଣ୍ଡ୍ କୁ ଖୋଜିବ.
+
|| ଏହା ପ୍ରକୃତରେ : କଲନ୍ ଡେଲିମିଟର୍ ଦ୍ୱାରା ପୃଥକ ହୋଇଥିବା ଡାଇରେକ୍ଟୋରିଜ୍‍ର ଏକ ତାଲିକା ଅଟେ, ଯାହାକୁ ଶେଲ୍, ଏକ ଏକ୍‍ଜେକ୍ୟୁଟେବଲ୍ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ ଏହି କ୍ରମରେ ଖୋଜେ |
 +
 
 
|-
 
|-
 
|05:18
 
|05:18
|ଆମେ ଏହି ସୁଚୀ ରେ ମଧ୍ୟ ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡି ପାରିବା, ଯାହାକି ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ଖୋଜା ଯାଇଥାଏ.
+
|| ଏଥିରେ ଆମ ନିଜର ଡାଇରେକ୍ଟୋରୀ ବି ଆଡ୍ କରାଯାଇପାରିବ, ଯେଉଁଥିରୁ ତାହାକୁ ମଧ୍ୟ ଶେଲ୍ ଖୋଜିପାରିବ |
 +
 
 
|-
 
|-
 
|05:25  
 
|05:25  
|ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର.
+
|| ଆମ ଡାଇରେକ୍ଟୋରୀ ଆଡ୍ କରିବାକୁ, ଟର୍ମିନାଲ୍‍ରେ
 +
 
 
|-
 
|-
|5:29
+
|05:29
|"P-A-T-H" ବଡ ଅଖୟର ରେ, ପୁଣି 'equal-to' dollar P-A-T-H ବଡ ଅଖୟର ରେ, colon slash home slash the name of my own home directory ଏବଂ ଏନ୍ଟର୍ ଦବାଅ.
+
||କ୍ୟାପିଟାଲ୍ ଲେଟର୍‍ରେ '''P-A-T-H''' ’(=) ଇକ୍ୱାଲ୍-ଟୁ’ ପୁଣିଥରେ କ୍ୟାପିଟାଲ୍ ଲେଟର୍‍ରେ '''P-A-T-H''' “କଲନ୍ ସ୍ଲାଶ୍ ହୋମ୍ ସ୍ଲାଶ୍” ଆମ ହୋମ୍ ଡାଇରେକ୍ଟୋରୀର ନାମ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|05:54  
 
|05:54  
|ବର୍ତମାନ ଯଦି ଆମେ ପାଥ୍ ର ମୁଲ୍ୟ କୁ ଅନୁକରଣ କରେ କିମ୍ବା ଇକୋ (echo) କରେ. 
+
|| ଏବେ, ଯଦି ଆମେ “PATH”ର ଭାଲ୍ୟୁକୁ “ଇକୋ” କରିବା,
 +
 
 
|-
 
|-
 
|06:04  
 
|06:04  
|ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଭାଗ ହୋଇ  ପାରିବ. 
+
|| ଆଡ୍ କରାଯାଇଥିବା ଆମ ଡାଇରେକ୍ଟୋରୀ ମଧ୍ୟ “PATH” ଭାରିଏବଲ୍‍ର ଏକ ଅଂଶ ହୋଇଯିବ |
 +
 
 
|-
 
|-
 
|06:10
 
|06:10
|ଡାଇରେକ୍ଟ୍ ଟୋରୀ (directory) ଦେଖ ଯାହା ବର୍ତମାନ୍ ଏଠାରେ ଉପସ୍ତିତ ଅଛି.
+
|| ଦେଖନ୍ତୁ, ଡାଇରେକ୍ଟୋରୀଟି ଏବେ ଏଠାରେ ଅଛି |
 +
 
 
|-
 
|-
 
|06:16
 
|06:16
|ଅନ୍ୟ ଏକ କୌତୁହଳ ଜନକ variable LOGNAME ଅଟେ.
+
|| ଅନ୍ୟଏକ କୌତୁହଳପ୍ରଦ ଭାରିଏବଲ୍ ହେଉଛି “LOGNAME” |
 +
 
 
|-
 
|-
 
|06:20  
 
|06:20  
|ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍ ନାମ କୁ ଗଛିତ କରେ
+
|| ଏହା, ସାମ୍ପ୍ରତିକ ଆକ୍ଟିଭ୍ ଯୁଜର୍‍ଙ୍କ ଯୁଜର୍‍ନେମ୍‍ ଷ୍ଟୋର୍ କରେ |
 +
 
 
|-
 
|-
 
|06:24  
 
|06:24  
|ମୁଲ୍ୟ ଦେଖିବା ପାଇଁ ଟାଇପ୍ କର  "echo space dollar LOGNAME" ଏବଂ ଏନ୍ଟର୍ ଦବାଅ.
+
|| ଭାଲ୍ୟୁ ଦେଖିବା ପାଇଁ “ଇକୋ” ସ୍ପେସ୍ “ଡଲାର୍ ଲଗ୍‍ନେମ୍” ଟାଇପ୍ କରି “ଏଣ୍ଟର୍” ପ୍ରେସ୍ କରନ୍ତୁ |
 +
 
 
|-
 
|-
 
|06:35
 
|06:35
|ଯେବେ ଆମେ ଟର୍ମିନାଲ୍ ଖୋଲନ୍ତି  ଆମେ dollar ଚିନ୍ନ ଦେଖିପାରିବା, ଯାହା ପ୍ରୋମପ୍ଟ୍ ଅଟେ ଯେଉଁଥିରେ ଆମେ ସବୁ ଆମର କମାଣ୍ଡ୍ ଗୁଡିକୁ ଦବାନ୍ତି.
+
|| ଟର୍ମିନାଲ୍ ଓପନ୍ କଲେ ଆମେ ଡଲାର୍ ସାଇନ୍ ଦେଖୁ, ଯାହା ହେଉଛି ପ୍ରମ୍ପଟ୍, ଯେଉଁଠାରେ ଆମେ ଆମର ସମସ୍ତ କମାଣ୍ଡ୍ ଏଣ୍ଟର୍ କରିଥାଉ |
 +
 
 
|-
 
|-
 
|06:42
 
|06:42
|ଏହା environment variable PS1 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ. 
+
|| ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ PS1 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍ |
 +
 
 
|-
 
|-
 
|06:47
 
|06:47
|ଏଠାରେ ମଧ୍ୟ ଏକ ଦିତୀୟତଃ  ପ୍ରୋମପ୍ଟ୍ string ଅଛି.
+
|| ଏକ ସେକେଣ୍ଡାରୀ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ ମଧ୍ୟ ଅଛି |
 +
 
 
|-
 
|-
 
|06:50
 
|06:50
|ଯଦି ଆମର କମାଣ୍ଡ୍ ଲମ୍ବା ଅଟେ ଏବଂ ଏହା ଏକ ଲାଇନ୍ ଠାରୁ ଅଧିକ ଦୁରତା ଅଟେ ତେବେ ଦିତିୟ ଲାଇନ୍ ର ଆରମ୍ଭରୁ ଆମେ ପ୍ରୋମପ୍ଟ୍ ଭଳି ଏକ greater than sign “>” ଦେଖିପାରିବା.
+
|| ଯଦି ଆମ କମାଣ୍ଡ୍ ଲମ୍ୱା ଓ ଗୋଟିଏ ଲାଇନ୍‍ଠାରୁ ଅଧିକ ବ୍ୟାପ୍ତ ହୋଇଥିବ, ତେବେ ଦ୍ୱିତୀୟ ଲାଇନ୍ ପରଠାରୁ ଆମେ ପ୍ରମ୍ପ୍ଟ୍ ଭାବରେ  ଗ୍ରେଟର୍ ଦ୍ୟାନ୍‍ର ଚିହ୍ନ “>” ଦେଖିପାରିବା |
 +
 
 
|-
 
|-
 
|07:00  
 
|07:00  
|ଏହା environment variable PS2 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ.
+
|| ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ PS2 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ଦ୍ୱିତୀୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍ |
 +
 
 
|-
 
|-
 
|07:05  
 
|07:05  
|ଦିତୀୟତଃ କମାଣ୍ଡ ପ୍ରୋମପ୍ଟ୍  (secondary command prompt) ର ମୁଲ୍ୟ କୁ ଦେଖିବା ପାଇଁ, ଟର୍ମିନାଲ୍ ରେ "echo space dollar PS2 ଏବଂ ଏନ୍ଟର୍ ଦବାଅ.
+
|| ଦ୍ୱିତୀୟ କମାଣ୍ଡ୍ ପ୍ରମ୍ପ୍ଟର ଭାଲ୍ୟୁ ଦେଖିବାକୁ, ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ “ଡଲାର୍PS2” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
 +
 
 
|-
 
|-
 
|07:20
 
|07:20
|ଆମେ ପ୍ରୋମପ୍ଟ୍ ରେ “at the rate” <@> କହି ଆମର ପ୍ରୋମପ୍ଟ୍ string କୁ ପରିବର୍ତନ କରି ପାର.
+
|| ଆମେ ଆମର ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍‍କୁ, ଧରନ୍ତୁ “ଆଟ୍ ଦ ରେଟ୍” <@> ପ୍ରମ୍ପ୍ଟ୍ରେ ଚେଞ୍ଜ୍ କରିପାରିବା |
 +
 
 
|-
 
|-
 
|07:28  
 
|07:28  
|ଏହା କରିବା ପାଇଁ ଟାଇପ୍ କର  "PS1 'equal-to' ବର୍ତମାନ ଉଦୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ.
+
|| ଏହା କରିବାକୁ “PS1” ଇକ୍ୱାଲ୍ ଟୁ (=) କ୍ୱୋଟ୍ ମଧ୍ୟରେ ’ଆଟ୍ ଦ ରେଟ୍ (@)’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|07:41
 
|07:41
|ବର୍ତମାନ dollar ଚିନ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ଭଳି at the rate ର ଚିନ୍ନ ଦେଖିପାରିବା.
+
|| ଏବେ, “ଡଲାର୍ ($)” ଚିହ୍ନ ପରିବର୍ତ୍ତେ ଆମେ “ଆଟ୍ ଦ ରେଟ୍ (@)” ଚିହ୍ନକୁ ପ୍ରମ୍ପ୍ଟ୍ ଭାବେ ଦେଖୁଛେ |
 +
 
 
|-
 
|-
 
|07:50
 
|07:50
|କିଛି ଅଧିକ କୌତୁହଳ ଜନକ କରି ପାର . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦଶିତ କରି ପାର.
+
|| ଆମେ ଅଧିକ କିଛି କୌତୁହଳପ୍ରଦ କରିପାରିବା, ଯେପରି ଆମେ ଆମର ୟୁଜର୍ନେମ୍‍କୁ ପ୍ରମ୍ପ୍ଟରେ ଦେଖାଇପାରିବା |
 +
 
 
|-
 
|-
 
|07:56
 
|07:56
|କେବେଳ  "PS1 କୁ ବଡ ଅଖୟର ରେ 'equal-to' ଉଦୃତ ଚିନ୍ନ ମଧ୍ୟରେ dollar LOGNAME " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କ୍ୟାପିଟାଲ୍‍ରେ “PS1” ’ଇକ୍ୱାଲ୍ ଟୁ (=)’ କ୍ୱୋଟ୍ ମଧ୍ୟରେ “ଡଲାର୍ କ୍ୟାପିଟାଲ୍‍ରେ ଲଗ୍‍ନେମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|08:12  
 
|08:12  
|ବର୍ତମାନ ମୋ username ମୋ ପ୍ରୋମପ୍ଟ୍ ଅଟେ.
+
|| ଏବେ, ମୋ ୟୁଜର୍ ନେମ୍ ହେଉଛି ମୋର ପ୍ରମ୍ପ୍ଟ୍ |
 +
 
 
|-
 
|-
 
|08:16
 
|08:16
|ପଛକୁ ଆସିବା ପାଇଁ  "PS1 'equal-to' ଉଦୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଫେରିବାକୁ କ୍ୟାପିଟାଲ୍‍ରେ “PS1” ‘ଇକ୍ୱାଲ୍ ଟୁ (=)’ କ୍ୱୋଟ୍ ମଧ୍ୟରେ ଡଲାର୍ ($) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|08:28
 
|08:28
|ଆମ କେତେକ environment variables କୁ ନିର୍ଧାରିତ ମୁଲ୍ୟ ଦେଇଛୁ. 
+
|| ଅନେକ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସରେ ଆମେ ଭାଲ୍ୟୁ ଆସାଇନ୍ କଲେ |
 +
 
 
|-
 
|-
 
|08:32  
 
|08:32  
|କିନ୍ତୁ ଏକ କଥା ମନେରଖ ଯେ ଏହି ସଂଶୋଧନ ଗୁଡିକ କେବଳ ବର୍ତମାନ ସ୍ତତ୍ର୍ ପାଇଁ ଉପଯୋଗିତା ଅଟେ. 
+
|| ହେଲେ, ଗୋଟିଏ ଜିନିଷ ମନେରଖନ୍ତୁ, ଏହି ସଂଶୋଧନଗୁଡ଼ିକ କେବଳ ସାମ୍ପ୍ରତିକ ଅଧିବେଶନ ପାଇଁ ପ୍ରଯୁଜ୍ୟ |
 +
 
 
|-
 
|-
 
|08:37  
 
|08:37  
|ଯେପରି ଆମେ ଆମର ଡାଇରେକ୍ଟ୍ ଟୋରୀ (directory) କୁ ପାଥ୍ ଡାଇରେକ୍ଟ୍ ଟୋରୀ (PATH variable) ରେ ଯୋଡି ଥିଲେ.
+
|| ଯେପରି ଆମେ PATH ଭାରିଏବଲ୍ ସହିତ ଆମ ଡାଇରେକ୍ଟୋରୀକୁ ଆଡ୍ କରିଥିଲେ |
 +
 
 
|-
 
|-
 
|08:40
 
|08:40
|ଯଦି ଟର୍ମିନାଲ୍ ବଂଦ କର ଏବଂ ଏହାକୁ ଆଉଥରେ ଖୋଲ କିମ୍ବା ଏହା ପୁର୍ଣ ରୁପରେ ଏକ ନୁଆ ଟର୍ମିନାଲ୍ ଖୋଲ ଏବଂ path variable ର ମୁଲ୍ୟ କୁ ଅନୁକରଣ ଦ୍ବାରା ଯାଂଚ କର.
+
|| ଯଦି ଆମେ ଟର୍ମିନାଲ୍ ବନ୍ଦ କରି ତାହାକୁ ପୁଣି ଖୋଲିବା କିମ୍ୱା ତାହା ସହିତ ଏକ ନୂଆ ଟର୍ମିନାଲ୍ ଖୋଲି, ତାହାର ଭାଲ୍ୟୁ ଦ୍ୱାରା ଭେରିଏବଲ୍ ପାଥ୍ ଚେକ୍ କରିବା
 +
 
 
|-
 
|-
 
|09:00
 
|09:00
|ଆମେ ଏହା ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ବିଦ୍ୟମାନ ନାହିଁ.
+
|| ଆମେ ଦେଖି ଆଶ୍ଚର୍ଯ୍ୟ ହେବା ଯେ, ଆମର ସଂଶୋଧନ ଆଉ ସେଠାରେ ନାହିଁ |
 +
 
 
|-
 
|-
 
|09:05  
 
|09:05  
|ଯେଉଁ ଉପାୟ ଦ୍ବାରା ଆମେ ଏହି  ସଂଶୋଧନ କୁ ସ୍ଥାହୀ (permanent) କରିପାରିବା ଏହି ଗୁଡିକ କିଛି ଉନ୍ନତ ଟ୍ୟୁଟୋରିଆଲ ରେ ଆବୃତ କରିବା.
+
|| କେତେକ ଆଡ୍‍ଭାନ୍ସ ଟ୍ୟୁଟୋରିଆଲ୍‍ରେ ଆମେ, ଏହିସବୁ ସଂଶୋଧନ ସ୍ଥାୟୀ କରିବାର ମାର୍ଗକୁ କଭର୍ କରିବା |
 +
 
 
|-
 
|-
 
|09:13
 
|09:13
|ଅଧିକତଃ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ. ଆମେ କଣ କରୁଁ ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରୁଁ କି ?
+
|| ଅଧିକାଂଶ ସମୟରେ ଆମେ, ନିକଟ ଅତୀତରେ ଏକ୍‍ଜେକ୍ୟୁଟ୍‍ ହୋଇଥିବା କମାଣ୍ଡକୁ ରି-ଏକ୍ଜେକ୍ୟୁଟ୍ କରିବାକୁ ଚାହିଁଲେ କ’ଣ କରିବା? କ’ଣ ଆମକୁ ସମ୍ପୂର୍ଣ୍ଣ କମାଣ୍ଡକୁ ପୁଣିଥରେ ଟାଇପ୍ କରିବାକୁ ପଡ଼ିବ?
 +
 
 
|-
 
|-
|9:22
+
|09:22
|ନାହିଁ, ଏଠାରେ କେତେକ ସଂଖ୍ୟକ ସମାଧାନ ଅଛି.
+
|| ନା, ତା’ପାଇଁ ଅନେକ ସମାଧାନ ଅଛି |
 +
 
 
|-
 
|-
 
|09:26
 
|09:26
|ପ୍ରଥମେ, ସାଧାରଣତଃ ଯଦି ଆପଣ ଆପଣକଂର keyboard ରେ  key କୁ ଦବାଅ ତେବେ ଏହା ଶେଷ କମାଣ୍ଡ୍ ଦେଖାଇବ ଯାହା ଆପଣ ଟାଇପ୍ କରିଥିଲେ.
+
|| ପ୍ରଥମ, ଯଦି ଆପଣ କୀ-ବୋର୍ଡରେ ଥିବା ଅପ-କୀ’କୁ ଦାବିବେ, ତେବେ ତାହା ଆପଣ ଟାଇପ୍ କରିଥିବା ଶେଷ କମାଣ୍ଡଟିକୁ ଦେଖାଇବ |
 +
 
 
|-
 
|-
 
|09:33
 
|09:33
|key କୁ ଦବାଇ ରଖ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କରି ଚାଲିବ.
+
|| ତାହାକୁ ଦବାଇ ଚାଲନ୍ତୁ ଓ ତାହା ପୂର୍ବବର୍ତ୍ତୀ ସମସ୍ତ କମାଣ୍ଡ୍ ମଧ୍ୟଦେଇ ସ୍କ୍ରୋଲ୍ କରିଚାଲିଥିବ |
 +
 
 
|-
 
|-
 
|09:37
 
|09:37
|ପଛକୁ ଯିବା ପାଇଁ down key କୁ ଦବାଅ. 
+
|| ପଛକୁ ଫେରିବା ପାଇଁ ଡାଉନ୍ କୀ’ ଦାବନ୍ତୁ |
 +
 
 
|-
 
|-
 
|09:42
 
|09:42
|କିନ୍ତୁ ଯେବେ ଆପଣ କେତେକ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କର, ଏହା କିଛି ଅବାଗିଆ ଏବଂ ବିରକ୍ତିକର ହୁଏ. ଏକ ଭଲ ଉପାୟ ହେଲା କି ହିଷ୍ତ୍ରୀ କମାଣ୍ଡ୍ (history command) ବ୍ୟବହାର କର.
+
|| ମାତ୍ର ଅନେକ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ କରିବାକୁ ହୋଇଥିବାରୁ, ଏହା ଟିକିଏ ଅବାଗିଆ ବିରକ୍ତିକର ହୋଇଥାଏ | ଏହା ବଦଳରେ “ହିଷ୍ଟ୍ରୀ” କମାଣ୍ଡ୍ ବ୍ୟବହାର କରିବା ଭଲ |
 +
 
 
|-
 
|-
 
|09:52  
 
|09:52  
|ପ୍ରୋମପ୍ଟ୍  ରେ ହିଷ୍ତ୍ରୀ (history) ଟାଇପ୍ କର.
+
|| ପ୍ରମ୍ପ୍ଟରେ “ହିଷ୍ଟ୍ରୀ” ଟାଇପ୍ କରି
 +
 
 
|-
 
|-
 
|09:58  
 
|09:58  
|ଏବଂ ଏନ୍ଟର୍ ଦବାଅ,  ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ର ବିଦ୍ୟମାନ ସୁଚୀ ଦେଖ
+
|| ଏଣ୍ଟର୍ ଦାବିଲେ ପୂର୍ବରୁ ଏକ୍‍ଜେକ୍ୟୁଟ୍‍ ହୋଇଥିବା କମାଣ୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହୁଏ |
 +
 
 
|-
 
|-
 
|10:04  
 
|10:04  
|ଯଦି ଲମ୍ବା ସୁଚୀ ର ପରିବର୍ତେ ଆପଣ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହାନ୍ତି
+
|| ଯଦି ବିଶାଳ ତାଲିକା ବଦଳରେ ଆପଣ କେବଳ ଦଶୋଟି ଦେଖିବାକୁ ଚାହାନ୍ତି,
 +
 
 
|-
 
|-
 
|10:08  
 
|10:08  
|ଟାଇପ୍  "history space 10" ଏବଂ ଏନ୍ଟର୍ ଦବାଅ.
+
|| ତେବେ, “ହିଷ୍ଟ୍ରୀ ସ୍ପେସ୍ 10” ଲେଖି “ଏଣ୍ଟର୍” ଦାବନ୍ତୁ |
 +
 
 
|-
 
|-
 
|10:20  
 
|10:20  
|ଧ୍ୟାନ ଦିଏ, ଏହି ସୁଚୀ ରେ ପ୍ରେତକ ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ପାଇଁ ଏକ ସଂଖ୍ୟା ନିର୍ଧାରିତ ଅଟେ. 
+
|| ଦେଖନ୍ତୁ, ଏହି ତାଲିକାରେ, ପୂର୍ବରୁ ଏକ୍‍ଜେକ୍ୟୁଟ୍‍ ହୋଇଥିବା କମାଣ୍ଡଗୁଡ଼ିକ ପାଇଁ ଗୋଟିଏ ଗୋଟିଏ ନମ୍ୱର୍ ଆସାଇନ୍ ଲରାଯାଇଛି |
 +
 
 
|-
 
|-
 
|10:27
 
|10:27
|ଏକ ବିଶେଷ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ.
+
|| ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ ରିପିଟ୍ କରିବା ପାଇଁ,
 +
 
 
|-
 
|-
 
|10:32
 
|10:32
|ଟାଇପ୍ କର ବିସ୍ମୟସୁଚକ ଚିହ୍ନ ଯାହା ପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ 442 ମୋ କେସ୍ ରେ echo space dollar path କାର୍ଯ୍ୟକାରୀ କରିବ.
+
|| ବିସ୍ମୟସୂଚକ ଚିହ୍ନ (ଏକ୍‍ସ୍ଲାମେଶନ୍ ମାର୍କ) ପରେ କମାଣ୍ଡର ନମ୍ୱର୍ ଟାଇପ୍ କରନ୍ତୁ, ଉଦାହରଣସ୍ୱରୂପ, ମୋ ମାମଲାରେ 442 “ଇକୋ ସ୍ପେସ୍ ଡଲାର୍PATH”କୁ ଏକ୍‍ଜେକ୍ୟୁଟ୍‍ କରିବ |
 +
 
 
|-
 
|-
 
|10:51  
 
|10:51  
|ଯଦି ଆପଣ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ କେବଳ ଦୁଇ ଥର ବିସ୍ମୟସୁଚକ ଚିହ୍ନ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଯଦି ଆପଣ ଶେଷ କମାଣ୍ଡାକୁ ରି-ଏକ୍‍ଜେକ୍ୟୁଟ୍‍ କରିବାକୁ ଚାହାନ୍ତି, ତେବେ କେବଳ ଦୁଇଥର ବିସ୍ମୟସୂଚକ ଚିହ୍ନ (ଏକ୍‍ସ୍ଲାମେଶନ୍ ମାର୍କ) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|11:03
 
|11:03
|ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ପାଇଁ ଏକ shorthand ଅଟେ.
+
|| ପରବର୍ତ୍ତୀ ବିଷୟକୁ ଟିଲ୍ଡା ସବ୍‍ଷ୍ଟିଚ୍ୟୁଶନ୍ କୁହନ୍ତି | ହୋମ୍ ଡାଇରେକ୍ଟୋରୀ ପାଇଁ ଟିଲ୍ଡା (~) କ୍ୟାରେକ୍ଟର୍ ହେଉଛି ଶର୍ଟହ୍ୟାଣ୍ଡ୍ |
 +
 
 
|-
 
|-
 
|11:12
 
|11:12
|ତେଣୁ କୁହ, ଆପଣକଂ ପାଖରେ  testtree ନାମକ ଏକ ଡାଇରେକ୍ଟ୍ ଟୋରୀ (directory) ଆପଣକଂର ହୋମ୍  ଡାଇରେକ୍ଟ୍ ଟୋରୀ (home directory) ରେ ଅଛି . ଆପଣ "cd space 'tilde' slash testtree" ଟାଇପ୍ କରି ଏହା ପାଖକୁ ପହଂଚି ପାରିବେ.
+
|| ଧରନ୍ତୁ, ଆପଣଙ୍କ ହୋମ୍ ଡାଇରେକ୍ଟୋରୀରେ testtree ନାମକ ଡାଇରେକ୍ଟୋରୀ ଅଛି | ଆପଣ, “ସିଡି” ସ୍ପେସ୍ “~ (ଟିଲ୍ଡା)” ସ୍ଲାଶ୍ “testtree” ଟାଇପ୍ କରି, ସେଠାରେ ପହଞ୍ଚିପାରିବେ |
 +
 
 
|-
 
|-
 
|11:25  
 
|11:25  
|ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (current working directory) ଏବଂ ବ୍ୟବହାର ହୋଇଥିବା ଶେଷ  ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି cd 'tilde' minus କିମ୍ବା କେବଳ cd minus.
+
|| ଜଣେ ନିମ୍ନ କମାଣ୍ଡ୍ ଦେଇ ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀ ଓ ଶେଷ ଡାଇରେକ୍ଟୋରୀ ମଧ୍ୟରେ ଟୋଗଲ୍ ମଧ୍ୟ କରିପାରିବ, '''cd '~(ଟିଲ୍ଡା)' ମାଇନସ୍''' କିମ୍ୱା କେବଳ '''cd ମାଇନସ୍'''
 +
 
 
|-
 
|-
 
|11:35
 
|11:35
|ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା.
+
|| ଆମେ ବର୍ତ୍ତମାନ “testtree” ଡାଇରେକ୍ଟୋରୀରେ ଅଛେ, ଆଉ ଆମର ଶେଷ ଡାଇରେକ୍ଟୋରୀ ହେଉଛି ହୋମ୍ ଡାଇରେକ୍ଟୋରୀ |
 +
 
 
|-
 
|-
 
|11:41
 
|11:41
|ତେଣୁ ଯଦି "cd space minus" ଚଲାଅ ଏବଂ ଏନ୍ଟର୍ ଦବାଅ. ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ.
+
|| ତେଣୁ, ଆମେ ଯଦି cd ସ୍ପେସ୍ ମାଇନସ୍ ଟାଇପ୍ କରି ଏଣ୍ଟର୍ ଦାବିବା, ଏହା ହୋମ୍ ଡାଇରେକ୍ଟୋରୀକୁ ଚାଲିଯିବ |
 +
 
 
|-
 
|-
 
|11:47  
 
|11:47  
|ଏହାକୁ ପୁର୍ନବାର ଚଲାଅ ଏବଂ ଏହା ଆମକୁ  testtree directory କୁ ପୁଣି ନେଇ ଆସିବ.
+
|| ଏହାକୁ ପୁଣି ଚଲାଇଲେ, ଏହା “testtree” ଡାଇରେକ୍ଟୋରୀକୁ ଫେରାଇନେବ |
 +
 
 
|-
 
|-
 
|11:55  
 
|11:55  
|ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ତାହା alias command ଅଟେ. 
+
|| ଶେଷ, ମାତ୍ର ବହୁତ ଜରୁରୀ କମାଣ୍ଡ୍ ହେଉଛି “ଆଲିଆସ୍” କମାଣ୍ଡ୍ |
 +
 
 
|-
 
|-
 
|11:59
 
|11:59
|ଏହା ହୋଇପାରେ କି ଆପଣକଂ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର  ବାରମ୍ବାର ଚଳାଇବା ପାଇଁ ଦରକାର. 
+
|| ବେଳେବେଳେ ଆପଣଙ୍କୁ ଏକ ବଡ଼ କମାଣ୍ଡକୁ ବାରମ୍ୱାର ଚଲାଇବାକୁ ହୋଇଥାଏ |
 +
 
 
|-
 
|-
 
|12:04
 
|12:04
|ଏହି ମାମଲା ରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ କୁ ଚଳାଇବା ପରିବର୍ତେ alias ନାମ ର ବ୍ୟବହାର କର.
+
|| ଏହି ମାମଲାରେ ଆମେ, ତାହାକୁ ଏକ ଛୋଟ “ଆଲିଆସ୍” ନାମ ଦେଇ ଚଲାଇବା ପାଇଁ ଉପଯୋଗ କରିପାରିବା |
 +
 
 
|-
 
|-
 
|12:11
 
|12:11
|ମାନନ୍ତୁ କି ଆପଣକଂ ପାଖରେ ଏହିପରି  ଏକ ଲମ୍ବା ଡାଇରେକ୍ଟ୍ ଟୋରୀ (directory) କ୍ରମ ରେ ଅଛି ଯେଉଁଠାରେ ଆପଣ ବାରମ୍ବାର ସଂଗୀତ ପାଇଁ ଯାଆନ୍ତି, ଆପଣ ଏହା ପାଇଁ ଏହି ପ୍ରକାରର ଏକ alias ତିଆରି କରିପାର.
+
|| ଧରନ୍ତୁ, ଆପଣଙ୍କ ପାଖରେ ଏପରି ଏକ ଲମ୍ୱା ଡାଇରେକ୍ଟୋରୀର କ୍ରମ ଅଛି, ଯେଉଁଠାକୁ ଆପଣ ଅଧିକାଂଶ ସମୟରେ ସଂଗୀତ ପାଇଁ ଯାଆନ୍ତି | ଏଥିପାଇଁ ଆପଣ ଏହିପ୍ରକାରର ଏକ ଆଲିଆସ୍ ତିଆରି କରିପାରିବେ |
 +
 
 
|-
 
|-
 
|12:20
 
|12:20
|alias space cdMusic 'equal-to' ଦୁଇ ଉଦୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
||'''ଆଲିଆସ୍''' ସ୍ପେସ୍ '''cdମ୍ୟୁଜିକ୍''' 'ଇକ୍ୱାଲ୍-ଟୁ' ଡବଲ୍ କ୍ୟୋଟ୍ସ ମଧ୍ୟରେ '''cd''' ସ୍ପେସ୍ '''ସ୍ଲାଶ୍ ହୋମ୍ ସ୍ଲାଶ୍ ଆର୍କ୍ ସ୍ଲାଶ୍ ଫାଇଲ୍ସ ସ୍ଲାଶ୍  ଏଣ୍ଟର୍‍ଟେନ୍‍ମେଣ୍ଟ ସ୍ଲାଶ୍ ମ୍ୟୁଜିକ୍ ''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|12:47  
 
|12:47  
|ବର୍ତମାନ ପ୍ରତେକ ସମୟ ଏହି ଡାଇରେକ୍ଟ୍ ଟୋରୀ (directory)  କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ.
+
|| ଏବେ, ଯେବେବି ଆପଣ ଏହି ଡାଇରେକ୍ଟୋରୀକୁ ଯିବାକୁ ଚାହିଁବେ, କେବଳ “cdମ୍ୟୁଜିକ୍” ଟାଇପ୍ କରି ଏଣ୍ଟର୍ ଦାବିଦିଅନ୍ତୁ |
 +
 
 
|-
 
|-
 
|12:55
 
|12:55
|ଦେଖ, ଏବେ ଆମେ music directory ରେ ଅଛୁ.
+
|| ଦେଖନ୍ତୁ, ଆମେ ଏବେ “ମ୍ୟୁଜିକ୍” ଡାଇରେକ୍ଟୋରୀରେ ଅଛେ |
 +
 
 
|-
 
|-
 
|12:58
 
|12:58
|ବର୍ତମାନ, ଆପଣ ପୁର୍ବ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (previous working directory) କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ  "cd space minus" ଟାଇପ୍ କରି ପାର. 
+
||ବର୍ତ୍ତମାନ ଆପଣ ପୂର୍ବ ୱର୍କିଙ୍ଗ୍ ଡାଇରେକ୍ଟୋରୀକୁ ଯିବାପାଇଁ ପ୍ରମ୍ପ୍ଟରେ “cd ସ୍ପେସ୍ ମାଇନସ୍” ଟାଇପ୍ କରିପାରନ୍ତି |
 +
 
 
|-
 
|-
 
|13:08  
 
|13:08  
|ଏହି alias କୁ ବାତିଲ୍ କରିବା ପାଇଁ କେବଳ unalias space cdMusic ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| “ଅନ୍ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍” ଲେଖି ଏଣ୍ଟର୍ ଦାବିଲେ “ଆଲିଆସ୍” ଅନ୍‍ସେଟ୍ ହୋଇଯିବ |
 +
 
 
|-
 
|-
 
|13:20
 
|13:20
|ବର୍ତମାନ ପୁଣିଥରେ ଯଦି ଆପଣ ଟର୍ମିନାଲ୍ ଠାରୁ cdMusic ଲେଖ, ଆପଣଂକୁ ଏକ ଏରର୍ (error) ମିଳିବ  ଯାହା କମାଣ୍ଡ୍ ରେ ଥିଲା ନାହିଁ.
+
|| ଏବେ, ଆପଣ ପୁଣି ଯଦି ଟର୍ମିନାଲ୍‍ରେ “cdମ୍ୟୁଜିକ୍” ଲେଖନ୍ତି, ତେବେ କମାଣ୍ଡ୍ ନାହିଁ ବୋଲି ଆପଣଙ୍କୁ ଏରର୍ ମିଳିବ |
 +
 
 
|-
 
|-
 
|13:30  
 
|13:30  
|ମାନ କି, ଆମ ପାଖରେ ଆମର ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (present working directory) ରେ ଦୁଇଟି ଫାଇଲ୍ ଅଛି, test1 ଏବଂ test2.
+
|| ମନେକରନ୍ତୁ, ଆମର ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀରେ “ଟେଷ୍ଟ୍1” ଓ ଟେଷ୍ଟ୍2” ନାମକ ଦୁଇଟି ଫାଇଲ୍ ଅଛି  
 +
 
 
|-
 
|-
 
|13:38
 
|13:38
|ଏବଂ ଯଦି rm test1 ଚଲାଅ, test1 ନିରବରେ ଅପସାରଣ ହୋଇଯାଏ.
+
|| ଓ ଆମେ ଯଦି “rm ଟେଷ୍ଟ୍1” ଲେଖିବା, ତେବେ “ଟେଷ୍ଟ୍1” ଡିଲିଟ୍ ହୋଇଯିବ |
 +
 
 
|-
 
|-
 
|13:45
 
|13:45
|ଆମେ ଜାଣୁଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା ଅଦାନପ୍ରଦାନ କରି ପାରିବ.
+
|| ଆମେ ଜାଣିଛେ ଯେ, “rm” କମାଣ୍ଡର “ହାଇଫେନ୍ i” ଅପ୍ସନ୍ ରିମୁଭାଲ୍ ପ୍ରକ୍ରିୟାକୁ ଇଣ୍ଟରାକ୍ଟିଭ୍ କରିଥାଏ |
 +
 
 
|-
 
|-
 
|13:52  
 
|13:52  
|ତେଣୁ ଆମେ , alias rm equal-to ଏବେ ଉଦୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାର.
+
|| ତେଣୁ ଆମେ, ଏକ “ଆଲିଆସ୍”, ଯେପରି “ଆଲିଆସ୍ rm” ଇକ୍ୱାଲ୍-ଟୁ (=) କ୍ୟୋଟ୍ ମଧ୍ୟରେ “rm ସ୍ପେସ୍ ହାଇଫେନ୍ i” ସେଟ୍ କରିପାରିବା |
 +
 
 
|-
 
|-
 
|14:03
 
|14:03
|ବର୍ତମାନ ଯେବେ ଆମେ “rm” ,” rm hyphen i” ଚଲାଉ ବାସ୍ତବରେ ଏହା ଚାଲିବ.
+
|| ଏବେ, ଯେତେବେଳେ ଆମେ “rm”, “rm ହାଇଫେନ୍ I” ଚଲାଇବା, ତାହା ପ୍ରକୃତରେ ଚାଲିବ |
 +
 
 
|-
 
|-
 
|14:13  
 
|14:13  
|ତେଣୁ ଆମେ ଦେଖିଥିଲେ ଯେ ଯେବେ test1 କୁ ନିରବରେ ହଟାଇଥିଲେ, ସିଷ୍ଟମ test2 ହଟାଇବା ପୁର୍ବରୁ ପଚାରିଥିଲା.
+
|| ଆମେ ଦେଖିଲେ ଯେ, ଯେତେବେଳେ “ଟେଷ୍ଟ୍1” ଡିଲିଟ୍ ହୋଇଯାଏ, ସିଷ୍ଟମ୍ “ଟେଷ୍ଟ୍2” ଡିଲିଟ୍ କରିବା ପୂର୍ବରୁ  ପଚାରିଥାଏ |
 +
 
 
|-
 
|-
 
|14:20  
 
|14:20  
|ତେଣୁ ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ.
+
|| ଏହି ଟ୍ୟୁଟୋରିଆଲ୍‍ରେ ଆମେ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ, ହିଷ୍ଟ୍ରୀ ଓ ଆଲିଆସ୍ କରିବା ବିଷୟରେ ଜାଣିଲେ |
 +
 
 
|-
 
|-
 
|14:25
 
|14:25
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. 
+
|| ଏହା ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆଣେ |
 +
 
 
|-
 
|-
 
|14:28
 
|14:28
|ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି. 
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
|14:36  
 
|14:36  
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
+
|| ଏହା ଉପରେ ଅଧିକ ସୂଚନା ଆମ ୱେବ୍‍ସାଇଟ୍‍ରେ ଉପଲବ୍ଧ |
 +
 
 
|-
 
|-
 
|14:39  
 
|14:39  
|ସ୍କ୍ରିପ୍ଟ୍ ଟି ଏହି ଟ୍ୟୁଟୋରିଆଲ ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା.
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|-
+
|14:42
+
|ଏହି ସ୍କ୍ରିପ୍ଟ୍ (script) ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
ଉପସ୍ତିଥ ପାଇଁ ଧନ୍ୟବାଦ.
+
 
|}
 
|}

Latest revision as of 16:48, 10 April 2017

Time Narration
00:00 ଲିନକ୍ସ ଏନ୍‍ଭାଇରୋନ୍‍ମେଣ୍ଟ ଓ ତାହାକୁ ମାନିପ୍ୟୁଲେଟ୍ କରିବା ପାଇଁ ମାର୍ଗ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ଵାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ଉଦାହରଣଗୁଡ଼ିକୁ ଟ୍ରାଏ କରିବା ପାଇଁ ଏକ କାମକରୁଥିବା ଲିନକ୍ସ ସିଷ୍ଟମ୍, ବିଶେଷ କରି ଉବୁଣ୍ଟୁ ଦରକାର ହେବ |
00:13 ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଏବଂ କମାଣ୍ଡ୍, ଫାଇଲ୍ ସିଷ୍ଟମ୍ ଓ ଶେଲ୍ ଉପରେ ଆପଣଙ୍କର କିଛି ମୌଳିକ ଧାରଣା ଥିବ ବୋଲି ଆମେ ଭାବୁଛୁ |
00:22 ଯଦି ଆଗ୍ରହୀ କିମ୍ୱା କନସେପ୍ଟଗୁଡ଼ିକ ବିଷୟରେ ଆଉଥରେ ଜାଣିବାକୁ, ଦୟାକରି ଆମ ୱେବ୍‍ସାଇଟ୍‍ରେ ଥିବା ଅନ୍ୟଏକ ଟ୍ୟୁଟୋରିଆଲ୍ କୁ ଯାଆନ୍ତୁ |
00:32 ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ କରିବା ପାଇଁ ଉବୁଣ୍ଟୁ ୧୦.୧୦ର ବ୍ୟବହାର କରାଯାଇଛି |
00:36 ଲିନକ୍ସ କେସ୍ ସେନ୍ସିଟିଭ୍ ହୋଇଥିବା କାରଣରୁ ଉଲ୍ଲେଖ ନକରାଯାଇଥିବା ପର୍ଯ୍ୟନ୍ତ ଏଠାରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ |
00:46 ଅପରେଟିଙ୍ଗ୍ ସିଷ୍ଟମ୍ ଆପଣଙ୍କ ସହିତ କିପରି ବ୍ୟବହାର କରିବ, ଆପଣଙ୍କ କମାଣ୍ଡ୍ ପ୍ରତି କିପରି ପ୍ରତିକ୍ରିୟା କରିବ, ଆପଣଙ୍କ କାର୍ଯ୍ୟକୁ କିପରି କରିବ ଆଦି ଲିନକ୍ସ ଏନ୍‍ଭାଇରୋନ୍‍ମେଣ୍ଟ ନିର୍ଦ୍ଧାରଣ କରେ |
00:55 ଶେଲ୍‍ର ସେଟିଙ୍ଗ୍ ଚେଞ୍ଜ୍ କରି ଲିନକ୍ସକୁ ବହୁତ ଅନୁକୂଳ କରାଯାଇପାରେ |
00:58 ଏହିସବୁ କିପରି କରାଯାଏ, ଚାଲନ୍ତୁ ଜାଣିବା |,ଶେଲ୍‍ର ଆଚରଣ ସାଧାରଣତଃ ଶେଲ୍ ଭେରିଏବଲ୍ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ |
01:04 ଶେଲ୍ ଭେରିଏବଲ୍ସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ:

ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ ଓ

ଲୋକାଲ୍ ଭେରିବଲ୍ସ

01:12 ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ ନାମକରଣ ହୋଇଥିବାର କାରଣ ହେଉଛି, ୟୁଜର୍‍ଙ୍କ ସମୁଦାୟ ପରିବେଶରେ ସେଗୁଡ଼ିକ ସମଗ୍ର ଭାବେ ଉପଲବ୍ଧ |
01:19 ଶେଲ୍ ସ୍କ୍ରିପ୍ଟ ଚାଲିବା ପାଇଁ ଶେଲ୍ ଭଳି ଶେଲ୍ ଦ୍ୱାରା ଜାତ ସବ୍-ଶେଲ୍‍ରେ ମଧ୍ୟ ଏହିଗୁଡ଼ିକ ଉପଲବ୍ଧ ଅଛି |
01:24 ଲୋକାଲ୍ ଭେରିଏବଲ୍ସରେ, ଯେପରି ନାମ କହୁଛି ଅଧିକ ପ୍ରବନ୍ଧିତ କିମ୍ୱା ସୀମିତ ଉପଲବ୍ଧତା ଅଛି |
01:31 ଏହିଗୁଡ଼ିକ ଶେଲ୍ ଦ୍ୱାରା ଜାତ ସବ୍-ଶେଲ୍ସରେ ଉପଲବ୍ଧ ନାହିଁ |
01:36 ଏଠାରେ ମୁଖ୍ୟତଃ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ ବିଷୟରେ କଥା ହେବା ସହ ଏହିସବୁ ଶେଲ୍ ଭେରିଏବଲ୍ସର ଭାଲ୍ୟୁକୁ କିପରି ଦେଖିବାକୁ ହୁଏ, ତାହା ଆମେ ପ୍ରଥମେ ଦେଖିବା |
01:48 ସାଂପ୍ରତିକ ଶେଲ୍‍ରେ ସମସ୍ତ ଉପଲବ୍ଧ ଭେରିଏବଲ୍ସ ଦେଖିବାକୁ, କମାଣ୍ଡ୍ ସେଟ୍ ଚଲାନ୍ତୁ |
01:53 ଟର୍ମିନାଲ୍‍ରେ “ସେଟ୍” ସ୍ପେସ୍ ପାଇପ୍-ଲାଇନ୍ କ୍ୟାରେକ୍ଟର୍ “ମୋର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:00 ଆମେ ସବୁ ସାମ୍ପ୍ରତିକ ଶେଲ୍ ଭେରିଏବଲ୍ସ ଦେଖିପାରିବା,
02:04 ଉଦାହରଣସ୍ୱରୂପ: “ହୋମ୍” ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍‍କୁ ଦେଖିବା ସହ ତାହାକୁ ଆସାଇନ୍ ହୋଇଥିବା ଭାଲ୍ୟୁକୁ ମଧ୍ୟ ଦେଖନ୍ତୁ |
02:15 ତାଲିକା ଦେଖିବାକୁ “ଏଣ୍ଟର୍” ଓ ବାହାରିବାକୁ “q” ଦାବନ୍ତୁ
02:21 ଏଠାରେ, ଭେରିଏବଲ୍ ତାଲିକାର ଅଧିକ ବ୍ୟବସ୍ଥିତ ମଲ୍ଟିପେଜ୍ ଆଉଟପୁଟ୍ ଦେଖାଇବାକୁ ସେଟ୍ର ଆଉଟ୍‍ପୁଟ୍‍ ମୋର୍ ସହିତ ପାଇପ୍-ଲାଇଣ୍ଡ୍ ହୋଇଛି |
02:38 କେବଳ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ ଦେଖିବାକୁ “env” କମାଣ୍ଡ୍ ଦିଅନ୍ତୁ |
02:45 ଟର୍ମିନାଲ୍‍ରେ “env” ସ୍ପେସ୍ ’ଭର୍ଟିକାଲ୍-ବାର୍’”ମୋର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:52 ଉଦାହରଣସ୍ୱରୂପ,“ଶେଲ୍” ଭେରିଏବଲ୍‍କୁ ଦେଖନ୍ତୁ, ଯାହାର ଭାଲ୍ୟୁ ହେଉଛି “ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍”
03:00 ପୁନଶ୍ଚ, ତାଲିକାରୁ ବାହାରିବା ପାଇଁ ଆପଣ “q” ଦାବିପାରନ୍ତି |
03:07 ଏବେ, ଲିନକ୍ସରେ ଆହୁରି ଜରୁରୀ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସର କିଛି ବିଷୟରେ ଆଲୋଚନା କରିବା |
03:11 ଏଠାରେ ସମସ୍ତ ପ୍ରଦର୍ଶନ ପାଇଁ ବାଶ୍ ସେଲ୍ ବ୍ୟବହାର କରାଯାଇପାରେ |
03:15 ସାମାନ୍ୟ ଭିନ୍ନ ମାର୍ଗରେ ଭିନ୍ନ ଭିନ୍ନ ଶେଲ୍ସ ଅନୁକୂଳିତ ହୋଇଛି |
03:19 ଏକ ଭେରିଏବଲ୍‍ରେ ପ୍ରକୃତରେ କ’ଣ ଷ୍ଟୋର୍ ହୋଇଛି ଦେଖିବା ପାଇଁ ଆମକୁ ସେହି ଭେରିଏବଲ୍ ନାମ ସହ ଏକ ଡଲାର୍ ସାଇନ୍ ପ୍ରିଫିକ୍ସ କରି ତା’ ସହିତ “ଇକୋ” କମାଣ୍ଡ୍ ବ୍ୟବହାର କରିବାକୁ ହେବ |
03:30 ଆମେ ଦେଖିବାକୁ ଥିବା ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ ହେଉଛି “ଶେଲ୍” ଭେରିଏବଲ୍ |
03:35 ଏହା, ସାମ୍ପ୍ରତିକ ଶେଲ୍ ର ନାମ ଷ୍ଟୋର୍ କରିଛି |
03:37 “ଶେଲ୍” ଭେରିଏବଲ୍ ର ଭାଲ୍ୟୁ ଦେଖିବା ପାଇଁ, ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ S-H-E-L-L ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
03:55 ଏଠାରେ “ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍” ହେଉଛି ସେହି ଶେଲ୍, ଯେଉଁଠାରେ ଆମେ ବର୍ତ୍ତମାନ ଅପରେଟ୍ କରୁଛେ |
04:02 ପରବର୍ତ୍ତୀ ଭେରିଏବଲ୍ ହେଉଛି “ହୋମ୍”
04:05 ଲିନକ୍ସରେ ଲଗିନ୍ କଲେ, ଏହା ଆମକୁ ଆମ ୟୁଜର୍ ନାମାନୁସାରେ ନାମିତ ଏକ ଡାଇରେକ୍ଟୋରୀକୁ ନେଇଯାଏ |
04:11 ଏହାକୁ ହୋମ୍ ଡାଇରେକ୍ଟୋରୀ କୁହାଯାଏ ଓ ଏହା ହିଁ ହୋମ୍ ଭେରିଏବଲ୍‍ରେ ଉପଲବ୍ଧ ଅଛି |
04:17 ଭାଲ୍ୟୁ ଦେଖିବା ପାଇଁ ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ H-O-M-E ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
04:29 ପରବର୍ତ୍ତୀ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ ହେଉଛି “ପାଥ୍” |
04:32 “ପାଥ୍” ଭେରିଏବଲ୍‍ରେ ଡାଇରେକ୍ଟୋରିଜ୍‍ର ଆବସୋଲ୍ୟୁଟ୍ ପାଥ୍ସ ରହିଛି, ଯେଉଁଥିରେ ଶେଲ୍‍କୁ ଏକଜେକ୍ୟୁଟେବଲ୍ କମାଣ୍ଡର ସର୍ଚ୍ଚ କରିବାକୁ ହୋଇଥାଏ |
04:40 ଆସନ୍ତୁ ପାଥ୍ ଭେରିଏବଲ୍‍ର ଭାଲ୍ୟୁ ଦେଖିବା |
04:43 ପୁଣିଥରେ, ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ “ଡଲାର୍ କ୍ୟାପିଟାଲ୍ ଲେଟର୍‍ରେ P-A-T-H” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:51 ମୋ କମ୍ପ୍ୟୁଟର୍‍ରେ “ସ୍ଲାଶ୍ ୟୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ଏସ୍‍ବିନ୍‍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଏସ୍‍ବିନ୍‍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ବିନ୍” ଆଦି ଦେଖାଉଛି |
05:04 ଗୋଟିଏ ସିଷ୍ଟମ୍‍ରୁ ଆଉ ଗୋଟିଏରେ ଏହା ସାମାନ୍ୟ ଭିନ୍ନ ହୋଇପାରେ |
05:07 ଏହା ପ୍ରକୃତରେ : କଲନ୍ ଡେଲିମିଟର୍ ଦ୍ୱାରା ପୃଥକ ହୋଇଥିବା ଡାଇରେକ୍ଟୋରିଜ୍‍ର ଏକ ତାଲିକା ଅଟେ, ଯାହାକୁ ଶେଲ୍, ଏକ ଏକ୍‍ଜେକ୍ୟୁଟେବଲ୍ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ ଏହି କ୍ରମରେ ଖୋଜେ |
05:18 ଏଥିରେ ଆମ ନିଜର ଡାଇରେକ୍ଟୋରୀ ବି ଆଡ୍ କରାଯାଇପାରିବ, ଯେଉଁଥିରୁ ତାହାକୁ ମଧ୍ୟ ଶେଲ୍ ଖୋଜିପାରିବ |
05:25 ଆମ ଡାଇରେକ୍ଟୋରୀ ଆଡ୍ କରିବାକୁ, ଟର୍ମିନାଲ୍‍ରେ
05:29 କ୍ୟାପିଟାଲ୍ ଲେଟର୍‍ରେ P-A-T-H ’(=) ଇକ୍ୱାଲ୍-ଟୁ’ ପୁଣିଥରେ କ୍ୟାପିଟାଲ୍ ଲେଟର୍‍ରେ P-A-T-H “କଲନ୍ ସ୍ଲାଶ୍ ହୋମ୍ ସ୍ଲାଶ୍” ଆମ ହୋମ୍ ଡାଇରେକ୍ଟୋରୀର ନାମ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:54 ଏବେ, ଯଦି ଆମେ “PATH”ର ଭାଲ୍ୟୁକୁ “ଇକୋ” କରିବା,
06:04 ଆଡ୍ କରାଯାଇଥିବା ଆମ ଡାଇରେକ୍ଟୋରୀ ମଧ୍ୟ “PATH” ଭାରିଏବଲ୍‍ର ଏକ ଅଂଶ ହୋଇଯିବ |
06:10 ଦେଖନ୍ତୁ, ଡାଇରେକ୍ଟୋରୀଟି ଏବେ ଏଠାରେ ଅଛି |
06:16 ଅନ୍ୟଏକ କୌତୁହଳପ୍ରଦ ଭାରିଏବଲ୍ ହେଉଛି “LOGNAME” |
06:20 ଏହା, ସାମ୍ପ୍ରତିକ ଆକ୍ଟିଭ୍ ଯୁଜର୍‍ଙ୍କ ଯୁଜର୍‍ନେମ୍‍ ଷ୍ଟୋର୍ କରେ |
06:24 ଭାଲ୍ୟୁ ଦେଖିବା ପାଇଁ “ଇକୋ” ସ୍ପେସ୍ “ଡଲାର୍ ଲଗ୍‍ନେମ୍” ଟାଇପ୍ କରି “ଏଣ୍ଟର୍” ପ୍ରେସ୍ କରନ୍ତୁ |
06:35 ଟର୍ମିନାଲ୍ ଓପନ୍ କଲେ ଆମେ ଡଲାର୍ ସାଇନ୍ ଦେଖୁ, ଯାହା ହେଉଛି ପ୍ରମ୍ପଟ୍, ଯେଉଁଠାରେ ଆମେ ଆମର ସମସ୍ତ କମାଣ୍ଡ୍ ଏଣ୍ଟର୍ କରିଥାଉ |
06:42 ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ PS1 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍ |
06:47 ଏକ ସେକେଣ୍ଡାରୀ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ ମଧ୍ୟ ଅଛି |
06:50 ଯଦି ଆମ କମାଣ୍ଡ୍ ଲମ୍ୱା ଓ ଗୋଟିଏ ଲାଇନ୍‍ଠାରୁ ଅଧିକ ବ୍ୟାପ୍ତ ହୋଇଥିବ, ତେବେ ଦ୍ୱିତୀୟ ଲାଇନ୍ ପରଠାରୁ ଆମେ ପ୍ରମ୍ପ୍ଟ୍ ଭାବରେ ଗ୍ରେଟର୍ ଦ୍ୟାନ୍‍ର ଚିହ୍ନ “>” ଦେଖିପାରିବା |
07:00 ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ PS2 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ଦ୍ୱିତୀୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍ |
07:05 ଦ୍ୱିତୀୟ କମାଣ୍ଡ୍ ପ୍ରମ୍ପ୍ଟର ଭାଲ୍ୟୁ ଦେଖିବାକୁ, ଟର୍ମିନାଲ୍‍ରେ “ଇକୋ” ସ୍ପେସ୍ “ଡଲାର୍PS2” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
07:20 ଆମେ ଆମର ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍‍କୁ, ଧରନ୍ତୁ “ଆଟ୍ ଦ ରେଟ୍” <@> ପ୍ରମ୍ପ୍ଟ୍ରେ ଚେଞ୍ଜ୍ କରିପାରିବା |
07:28 ଏହା କରିବାକୁ “PS1” ଇକ୍ୱାଲ୍ ଟୁ (=) କ୍ୱୋଟ୍ ମଧ୍ୟରେ ’ଆଟ୍ ଦ ରେଟ୍ (@)’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:41 ଏବେ, “ଡଲାର୍ ($)” ଚିହ୍ନ ପରିବର୍ତ୍ତେ ଆମେ “ଆଟ୍ ଦ ରେଟ୍ (@)” ଚିହ୍ନକୁ ପ୍ରମ୍ପ୍ଟ୍ ଭାବେ ଦେଖୁଛେ |
07:50 ଆମେ ଅଧିକ କିଛି କୌତୁହଳପ୍ରଦ କରିପାରିବା, ଯେପରି ଆମେ ଆମର ୟୁଜର୍ନେମ୍‍କୁ ପ୍ରମ୍ପ୍ଟରେ ଦେଖାଇପାରିବା |
07:56 କ୍ୟାପିଟାଲ୍‍ରେ “PS1” ’ଇକ୍ୱାଲ୍ ଟୁ (=)’ କ୍ୱୋଟ୍ ମଧ୍ୟରେ “ଡଲାର୍ କ୍ୟାପିଟାଲ୍‍ରେ ଲଗ୍‍ନେମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:12 ଏବେ, ମୋ ୟୁଜର୍ ନେମ୍ ହେଉଛି ମୋର ପ୍ରମ୍ପ୍ଟ୍ |
08:16 ଫେରିବାକୁ କ୍ୟାପିଟାଲ୍‍ରେ “PS1” ‘ଇକ୍ୱାଲ୍ ଟୁ (=)’ କ୍ୱୋଟ୍ ମଧ୍ୟରେ ଡଲାର୍ ($) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:28 ଅନେକ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସରେ ଆମେ ଭାଲ୍ୟୁ ଆସାଇନ୍ କଲେ |
08:32 ହେଲେ, ଗୋଟିଏ ଜିନିଷ ମନେରଖନ୍ତୁ, ଏହି ସଂଶୋଧନଗୁଡ଼ିକ କେବଳ ସାମ୍ପ୍ରତିକ ଅଧିବେଶନ ପାଇଁ ପ୍ରଯୁଜ୍ୟ |
08:37 ଯେପରି ଆମେ PATH ଭାରିଏବଲ୍ ସହିତ ଆମ ଡାଇରେକ୍ଟୋରୀକୁ ଆଡ୍ କରିଥିଲେ |
08:40 ଯଦି ଆମେ ଟର୍ମିନାଲ୍ ବନ୍ଦ କରି ତାହାକୁ ପୁଣି ଖୋଲିବା କିମ୍ୱା ତାହା ସହିତ ଏକ ନୂଆ ଟର୍ମିନାଲ୍ ଖୋଲି, ତାହାର ଭାଲ୍ୟୁ ଦ୍ୱାରା ଭେରିଏବଲ୍ ପାଥ୍ ଚେକ୍ କରିବା
09:00 ଆମେ ଦେଖି ଆଶ୍ଚର୍ଯ୍ୟ ହେବା ଯେ, ଆମର ସଂଶୋଧନ ଆଉ ସେଠାରେ ନାହିଁ |
09:05 କେତେକ ଆଡ୍‍ଭାନ୍ସ ଟ୍ୟୁଟୋରିଆଲ୍‍ରେ ଆମେ, ଏହିସବୁ ସଂଶୋଧନ ସ୍ଥାୟୀ କରିବାର ମାର୍ଗକୁ କଭର୍ କରିବା |
09:13 ଅଧିକାଂଶ ସମୟରେ ଆମେ, ନିକଟ ଅତୀତରେ ଏକ୍‍ଜେକ୍ୟୁଟ୍‍ ହୋଇଥିବା କମାଣ୍ଡକୁ ରି-ଏକ୍ଜେକ୍ୟୁଟ୍ କରିବାକୁ ଚାହିଁଲେ କ’ଣ କରିବା? କ’ଣ ଆମକୁ ସମ୍ପୂର୍ଣ୍ଣ କମାଣ୍ଡକୁ ପୁଣିଥରେ ଟାଇପ୍ କରିବାକୁ ପଡ଼ିବ?
09:22 ନା, ତା’ପାଇଁ ଅନେକ ସମାଧାନ ଅଛି |
09:26 ପ୍ରଥମ, ଯଦି ଆପଣ କୀ-ବୋର୍ଡରେ ଥିବା ଅପ-କୀ’କୁ ଦାବିବେ, ତେବେ ତାହା ଆପଣ ଟାଇପ୍ କରିଥିବା ଶେଷ କମାଣ୍ଡଟିକୁ ଦେଖାଇବ |
09:33 ତାହାକୁ ଦବାଇ ଚାଲନ୍ତୁ ଓ ତାହା ପୂର୍ବବର୍ତ୍ତୀ ସମସ୍ତ କମାଣ୍ଡ୍ ମଧ୍ୟଦେଇ ସ୍କ୍ରୋଲ୍ କରିଚାଲିଥିବ |
09:37 ପଛକୁ ଫେରିବା ପାଇଁ ଡାଉନ୍ କୀ’ ଦାବନ୍ତୁ |
09:42 ମାତ୍ର ଅନେକ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ କରିବାକୁ ହୋଇଥିବାରୁ, ଏହା ଟିକିଏ ଅବାଗିଆ ଓ ବିରକ୍ତିକର ହୋଇଥାଏ | ଏହା ବଦଳରେ “ହିଷ୍ଟ୍ରୀ” କମାଣ୍ଡ୍ ବ୍ୟବହାର କରିବା ଭଲ |
09:52 ପ୍ରମ୍ପ୍ଟରେ “ହିଷ୍ଟ୍ରୀ” ଟାଇପ୍ କରି
09:58 ଏଣ୍ଟର୍ ଦାବିଲେ ପୂର୍ବରୁ ଏକ୍‍ଜେକ୍ୟୁଟ୍‍ ହୋଇଥିବା କମାଣ୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହୁଏ |
10:04 ଯଦି ବିଶାଳ ତାଲିକା ବଦଳରେ ଆପଣ କେବଳ ଦଶୋଟି ଦେଖିବାକୁ ଚାହାନ୍ତି,
10:08 ତେବେ, “ହିଷ୍ଟ୍ରୀ ସ୍ପେସ୍ 10” ଲେଖି “ଏଣ୍ଟର୍” ଦାବନ୍ତୁ |
10:20 ଦେଖନ୍ତୁ, ଏହି ତାଲିକାରେ, ପୂର୍ବରୁ ଏକ୍‍ଜେକ୍ୟୁଟ୍‍ ହୋଇଥିବା କମାଣ୍ଡଗୁଡ଼ିକ ପାଇଁ ଗୋଟିଏ ଗୋଟିଏ ନମ୍ୱର୍ ଆସାଇନ୍ ଲରାଯାଇଛି |
10:27 ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ ରିପିଟ୍ କରିବା ପାଇଁ,
10:32 ବିସ୍ମୟସୂଚକ ଚିହ୍ନ (ଏକ୍‍ସ୍ଲାମେଶନ୍ ମାର୍କ) ପରେ କମାଣ୍ଡର ନମ୍ୱର୍ ଟାଇପ୍ କରନ୍ତୁ, ଉଦାହରଣସ୍ୱରୂପ, ମୋ ମାମଲାରେ 442 “ଇକୋ ସ୍ପେସ୍ ଡଲାର୍PATH”କୁ ଏକ୍‍ଜେକ୍ୟୁଟ୍‍ କରିବ |
10:51 ଯଦି ଆପଣ ଶେଷ କମାଣ୍ଡାକୁ ରି-ଏକ୍‍ଜେକ୍ୟୁଟ୍‍ କରିବାକୁ ଚାହାନ୍ତି, ତେବେ କେବଳ ଦୁଇଥର ବିସ୍ମୟସୂଚକ ଚିହ୍ନ (ଏକ୍‍ସ୍ଲାମେଶନ୍ ମାର୍କ) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:03 ପରବର୍ତ୍ତୀ ବିଷୟକୁ ଟିଲ୍ଡା ସବ୍‍ଷ୍ଟିଚ୍ୟୁଶନ୍ କୁହନ୍ତି | ହୋମ୍ ଡାଇରେକ୍ଟୋରୀ ପାଇଁ ଟିଲ୍ଡା (~) କ୍ୟାରେକ୍ଟର୍ ହେଉଛି ଶର୍ଟହ୍ୟାଣ୍ଡ୍ |
11:12 ଧରନ୍ତୁ, ଆପଣଙ୍କ ହୋମ୍ ଡାଇରେକ୍ଟୋରୀରେ testtree ନାମକ ଡାଇରେକ୍ଟୋରୀ ଅଛି | ଆପଣ, “ସିଡି” ସ୍ପେସ୍ “~ (ଟିଲ୍ଡା)” ସ୍ଲାଶ୍ “testtree” ଟାଇପ୍ କରି, ସେଠାରେ ପହଞ୍ଚିପାରିବେ |
11:25 ଜଣେ ନିମ୍ନ କମାଣ୍ଡ୍ ଦେଇ ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀ ଓ ଶେଷ ଡାଇରେକ୍ଟୋରୀ ମଧ୍ୟରେ ଟୋଗଲ୍ ମଧ୍ୟ କରିପାରିବ, cd '~(ଟିଲ୍ଡା)' ମାଇନସ୍ କିମ୍ୱା କେବଳ cd ମାଇନସ୍
11:35 ଆମେ ବର୍ତ୍ତମାନ “testtree” ଡାଇରେକ୍ଟୋରୀରେ ଅଛେ, ଆଉ ଆମର ଶେଷ ଡାଇରେକ୍ଟୋରୀ ହେଉଛି ହୋମ୍ ଡାଇରେକ୍ଟୋରୀ |
11:41 ତେଣୁ, ଆମେ ଯଦି cd ସ୍ପେସ୍ ମାଇନସ୍ ଟାଇପ୍ କରି ଏଣ୍ଟର୍ ଦାବିବା, ଏହା ହୋମ୍ ଡାଇରେକ୍ଟୋରୀକୁ ଚାଲିଯିବ |
11:47 ଏହାକୁ ପୁଣି ଚଲାଇଲେ, ଏହା “testtree” ଡାଇରେକ୍ଟୋରୀକୁ ଫେରାଇନେବ |
11:55 ଶେଷ, ମାତ୍ର ବହୁତ ଜରୁରୀ କମାଣ୍ଡ୍ ହେଉଛି “ଆଲିଆସ୍” କମାଣ୍ଡ୍ |
11:59 ବେଳେବେଳେ ଆପଣଙ୍କୁ ଏକ ବଡ଼ କମାଣ୍ଡକୁ ବାରମ୍ୱାର ଚଲାଇବାକୁ ହୋଇଥାଏ |
12:04 ଏହି ମାମଲାରେ ଆମେ, ତାହାକୁ ଏକ ଛୋଟ “ଆଲିଆସ୍” ନାମ ଦେଇ ଚଲାଇବା ପାଇଁ ଉପଯୋଗ କରିପାରିବା |
12:11 ଧରନ୍ତୁ, ଆପଣଙ୍କ ପାଖରେ ଏପରି ଏକ ଲମ୍ୱା ଡାଇରେକ୍ଟୋରୀର କ୍ରମ ଅଛି, ଯେଉଁଠାକୁ ଆପଣ ଅଧିକାଂଶ ସମୟରେ ସଂଗୀତ ପାଇଁ ଯାଆନ୍ତି | ଏଥିପାଇଁ ଆପଣ ଏହିପ୍ରକାରର ଏକ ଆଲିଆସ୍ ତିଆରି କରିପାରିବେ |
12:20 ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍ 'ଇକ୍ୱାଲ୍-ଟୁ' ଡବଲ୍ କ୍ୟୋଟ୍ସ ମଧ୍ୟରେ cd ସ୍ପେସ୍ ସ୍ଲାଶ୍ ହୋମ୍ ସ୍ଲାଶ୍ ଆର୍କ୍ ସ୍ଲାଶ୍ ଫାଇଲ୍ସ ସ୍ଲାଶ୍ ଏଣ୍ଟର୍‍ଟେନ୍‍ମେଣ୍ଟ ସ୍ଲାଶ୍ ମ୍ୟୁଜିକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
12:47 ଏବେ, ଯେବେବି ଆପଣ ଏହି ଡାଇରେକ୍ଟୋରୀକୁ ଯିବାକୁ ଚାହିଁବେ, କେବଳ “cdମ୍ୟୁଜିକ୍” ଟାଇପ୍ କରି ଏଣ୍ଟର୍ ଦାବିଦିଅନ୍ତୁ |
12:55 ଦେଖନ୍ତୁ, ଆମେ ଏବେ “ମ୍ୟୁଜିକ୍” ଡାଇରେକ୍ଟୋରୀରେ ଅଛେ |
12:58 ବର୍ତ୍ତମାନ ଆପଣ ପୂର୍ବ ୱର୍କିଙ୍ଗ୍ ଡାଇରେକ୍ଟୋରୀକୁ ଯିବାପାଇଁ ପ୍ରମ୍ପ୍ଟରେ “cd ସ୍ପେସ୍ ମାଇନସ୍” ଟାଇପ୍ କରିପାରନ୍ତି |
13:08 “ଅନ୍ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍” ଲେଖି ଏଣ୍ଟର୍ ଦାବିଲେ “ଆଲିଆସ୍” ଅନ୍‍ସେଟ୍ ହୋଇଯିବ |
13:20 ଏବେ, ଆପଣ ପୁଣି ଯଦି ଟର୍ମିନାଲ୍‍ରେ “cdମ୍ୟୁଜିକ୍” ଲେଖନ୍ତି, ତେବେ କମାଣ୍ଡ୍ ନାହିଁ ବୋଲି ଆପଣଙ୍କୁ ଏରର୍ ମିଳିବ |
13:30 ମନେକରନ୍ତୁ, ଆମର ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀରେ “ଟେଷ୍ଟ୍1” ଓ ଟେଷ୍ଟ୍2” ନାମକ ଦୁଇଟି ଫାଇଲ୍ ଅଛି
13:38 ଓ ଆମେ ଯଦି “rm ଟେଷ୍ଟ୍1” ଲେଖିବା, ତେବେ “ଟେଷ୍ଟ୍1” ଡିଲିଟ୍ ହୋଇଯିବ |
13:45 ଆମେ ଜାଣିଛେ ଯେ, “rm” କମାଣ୍ଡର “ହାଇଫେନ୍ i” ଅପ୍ସନ୍ ରିମୁଭାଲ୍ ପ୍ରକ୍ରିୟାକୁ ଇଣ୍ଟରାକ୍ଟିଭ୍ କରିଥାଏ |
13:52 ତେଣୁ ଆମେ, ଏକ “ଆଲିଆସ୍”, ଯେପରି “ଆଲିଆସ୍ rm” ଇକ୍ୱାଲ୍-ଟୁ (=) କ୍ୟୋଟ୍ ମଧ୍ୟରେ “rm ସ୍ପେସ୍ ହାଇଫେନ୍ i” ସେଟ୍ କରିପାରିବା |
14:03 ଏବେ, ଯେତେବେଳେ ଆମେ “rm”, “rm ହାଇଫେନ୍ I” ଚଲାଇବା, ତାହା ପ୍ରକୃତରେ ଚାଲିବ |
14:13 ଆମେ ଦେଖିଲେ ଯେ, ଯେତେବେଳେ “ଟେଷ୍ଟ୍1” ଡିଲିଟ୍ ହୋଇଯାଏ, ସିଷ୍ଟମ୍ “ଟେଷ୍ଟ୍2” ଡିଲିଟ୍ କରିବା ପୂର୍ବରୁ ପଚାରିଥାଏ |
14:20 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଏନ୍‍ଭାଇରୋନ୍‍ମେଣ୍ଟ ଭେରିଏବଲ୍ସ, ହିଷ୍ଟ୍ରୀ ଓ ଆଲିଆସ୍ କରିବା ବିଷୟରେ ଜାଣିଲେ |
14:25 ଏହା ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆଣେ |
14:28 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
14:36 ଏହା ଉପରେ ଅଧିକ ସୂଚନା ଆମ ୱେବ୍‍ସାଇଟ୍‍ରେ ଉପଲବ୍ଧ |
14:39 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep, Sakinashaikh