Difference between revisions of "Introduction-to-Computers/C2/Google-Drive-Options/Oriya"

From Script | Spoken-Tutorial
Jump to: navigation, search
 
(2 intermediate revisions by 2 users not shown)
Line 1: Line 1:
{| border=1
+
{| Border=1
| <center>Time</center>
+
| '''Time'''
| <center>Narration</center>
+
|'''Narration'''
 +
 
 
|-
 
|-
 
|00:01
 
|00:01
 
| Google Drive Options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Google Drive Options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Google Driveରେ ଉପଲବ୍ଧ ଅପ୍ସନ୍ସ ବିଷୟରେ ଶିଖିବା, ଯେପରି
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Google Driveରେ ଉପଲବ୍ଧ ଅପ୍ସନ୍ସ ବିଷୟରେ ଶିଖିବା, ଯେପରି
 +
 
|-
 
|-
 
|00:12
 
|00:12
|* ଏକ ଡକ୍ୟୁମେଣ୍ଟ, ଏକ ସ୍ପ୍ରେଡଶୀଟ୍ ଓ ଏକ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା
+
| ଏକ ଡକ୍ୟୁମେଣ୍ଟ, ଏକ ସ୍ପ୍ରେଡଶୀଟ୍ ଓ ଏକ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା
 +
 
 
|-
 
|-
 
|00:17
 
|00:17
|* ଫାଇଲ୍ସ ଓ ଫୋଲ୍ଡର୍ସ ଅପଲୋଡ୍ କରିବା
+
| ଫାଇଲ୍ସ ଓ ଫୋଲ୍ଡର୍ସ ଅପଲୋଡ୍ କରିବା
 +
 
 
|-
 
|-
 
|00:20
 
|00:20
|* ଶେୟାରିଙ୍ଗ ଅପ୍ସନ୍ସ
+
| ଶେୟାରିଙ୍ଗ ଅପ୍ସନ୍ସ
 +
 
 
|-
 
|-
 
|00:22
 
|00:22
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ ଓ ଯେକୌଣସି ୱେବ୍ ବ୍ରାଉଜର୍ ଦରକାର ହେବ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ ଓ ଯେକୌଣସି ୱେବ୍ ବ୍ରାଉଜର୍ ଦରକାର ହେବ
 +
 
|-
 
|-
 
|00:29
 
|00:29
 
| ମୁଁ Firefox Web Browser ବ୍ୟବହାର କରିବି
 
| ମୁଁ Firefox Web Browser ବ୍ୟବହାର କରିବି
 +
 
|-
 
|-
 
|00:33
 
|00:33
 
| ପ୍ରାକ୍ ଆବଶ୍ୟକତା ଭାବେ, Gmail ଉପରେ ଆପଣଙ୍କର ଜ୍ଞାନ ଥିବା ଉଚିତ
 
| ପ୍ରାକ୍ ଆବଶ୍ୟକତା ଭାବେ, Gmail ଉପରେ ଆପଣଙ୍କର ଜ୍ଞାନ ଥିବା ଉଚିତ
 +
 
|-
 
|-
 
|00:38
 
|00:38
 
| ଯଦି ନୁହେଁ, ତେବେ ଦୟାକରି ଆମ ୱେବ୍ ସାଇଟ୍ ରେ ଥିବା Gmail ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଯଦି ନୁହେଁ, ତେବେ ଦୟାକରି ଆମ ୱେବ୍ ସାଇଟ୍ ରେ ଥିବା Gmail ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
|00:43
 
|00:43
 
| ଚାଲନ୍ତୁ ଆରମ୍ଭ କରିବା
 
| ଚାଲନ୍ତୁ ଆରମ୍ଭ କରିବା
 +
 
|-
 
|-
 
|00:45
 
|00:45
 
| ୱେବ୍ ବ୍ରାଉଜର୍ ଖୋଲି ଆପଣଙ୍କ Gmail ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
 
| ୱେବ୍ ବ୍ରାଉଜର୍ ଖୋଲି ଆପଣଙ୍କ Gmail ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
 +
 
|-
 
|-
 
|00:49
 
|00:49
 
| ମୁଁ ତାହା କରିସାରିଛି
 
| ମୁଁ ତାହା କରିସାରିଛି
 +
 
|-
 
|-
 
|00:51
 
|00:51
 
| ଉପର ଡାହାଣପଟେ, ଆମ ନାମ ପାଖରେ ଏକ Grid ଆଇକନ୍ ଅଛି
 
| ଉପର ଡାହାଣପଟେ, ଆମ ନାମ ପାଖରେ ଏକ Grid ଆଇକନ୍ ଅଛି
 +
 
|-
 
|-
 
|00:56
 
|00:56
| ଯେତେବେଳେ ଆମେ ତା’ଉପରେ ମାଉସ୍ ଚଲାଉ, ହେଲ୍ପ ଟେକ୍ସଟ୍ କୁହେ "Apps"
+
| ଯେତେବେଳେ ଆମେ ତା’ଉପରେ ମାଉସ୍ ଚଲାଉ, ହେଲ୍ପ ଟେକ୍ସଟ୍ କୁହେ "Apps" ଏହା ଉପରେ କ୍ଲିକ୍ କରନ୍ତୁ
ଏହା ଉପରେ କ୍ଲିକ୍ କରନ୍ତୁ
+
 
 
|-
 
|-
 
|01:02
 
|01:02
 
| ଏହା ଆମକୁ କିଛି Google Apps ଦେଖାଏ, ଯେପରି:
 
| ଏହା ଆମକୁ କିଛି Google Apps ଦେଖାଏ, ଯେପରି:
* Google Plus
+
Google Plus
* Search
+
Search
* YouTube
+
YouTube
* Maps
+
Maps
* PlayStore
+
PlayStore
* News
+
News
* Mail
+
Mail
* Drive
+
Drive
* Calendar ଓ
+
Calendar ଓ
* More
+
More
 +
 
 
|-
 
|-
 
|01:18
 
|01:18
 
| ସେଗୁଡ଼ିକ ଉପରେ କ୍ଲିକ୍ କଲେ, ତାହା ଆମକୁ ନିର୍ଦ୍ଦିଷ୍ଟ Google Appକୁ ନେଇଯିବ
 
| ସେଗୁଡ଼ିକ ଉପରେ କ୍ଲିକ୍ କଲେ, ତାହା ଆମକୁ ନିର୍ଦ୍ଦିଷ୍ଟ Google Appକୁ ନେଇଯିବ
 +
 
|-
 
|-
 
|01:24
 
|01:24
 
| Apps ଆଇକନ୍ କୁ ଯେକୌଣସି ସ୍ଥାନକୁ  ଡ୍ରାଗ୍ କରି ଆମେ ନିଜ ପସନ୍ଦ ଅନୁସାରେ ଏହି ତାଲିକାକୁ ପୁନଃବ୍ୟବସ୍ଥିତ କରିପାରିବା
 
| Apps ଆଇକନ୍ କୁ ଯେକୌଣସି ସ୍ଥାନକୁ  ଡ୍ରାଗ୍ କରି ଆମେ ନିଜ ପସନ୍ଦ ଅନୁସାରେ ଏହି ତାଲିକାକୁ ପୁନଃବ୍ୟବସ୍ଥିତ କରିପାରିବା
 +
 
|-
 
|-
 
|01:32
 
|01:32
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, ବିଶେଷକରି Drive ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, ବିଶେଷକରି Drive ବିଷୟରେ ଶିଖିବା
 +
 
|-
 
|-
 
|01:35
 
|01:35
 
| ତେଣୁ, Drive ଉପରେ କ୍ଲିକ୍ କରନ୍ତୁ
 
| ତେଣୁ, Drive ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:39
 
|01:39
 
| ଏହା Google Drive ପେଜ୍ କୁ ନୂଆ ଟାବ୍ ରେ ଖୋଲିବ
 
| ଏହା Google Drive ପେଜ୍ କୁ ନୂଆ ଟାବ୍ ରେ ଖୋଲିବ
 +
 
|-
 
|-
 
|01:43
 
|01:43
 
| ପେଜ୍ ର ଉପରେ, ଏକ Search Bar ଅଛି
 
| ପେଜ୍ ର ଉପରେ, ଏକ Search Bar ଅଛି
 +
 
|-
 
|-
 
|01:47
 
|01:47
 
| ବାମପଟେ କିଛି Menu ଅଛି
 
| ବାମପଟେ କିଛି Menu ଅଛି
 +
 
|-
 
|-
 
|01:51
 
|01:51
 
| ଆଉ ଉପର ଡାହାଣପଟେ କିଛି ଆଇକନ୍ସ ଅଛି
 
| ଆଉ ଉପର ଡାହାଣପଟେ କିଛି ଆଇକନ୍ସ ଅଛି
 +
 
|-
 
|-
 
|01:55
 
|01:55
 
| ମଝିରେ ଆମେ ଦୁଇଟି ଫାଇଲ୍ସ ଦେଖୁ
 
| ମଝିରେ ଆମେ ଦୁଇଟି ଫାଇଲ୍ସ ଦେଖୁ
 +
 
|-
 
|-
 
|01:59
 
|01:59
 
| ଆକାଉଣ୍ଟ କ୍ରିଏଶନ୍ ସମୟରେ Google Team ଦ୍ୱାରା ପ୍ରଥମ ଫାଇଲଟି ଆମ ସହିତ ଶେୟାର୍ କରାଯାଇଥିଲା
 
| ଆକାଉଣ୍ଟ କ୍ରିଏଶନ୍ ସମୟରେ Google Team ଦ୍ୱାରା ପ୍ରଥମ ଫାଇଲଟି ଆମ ସହିତ ଶେୟାର୍ କରାଯାଇଥିଲା
 +
 
|-
 
|-
 
|02:05
 
|02:05
 
| ଦ୍ୱିତୀୟ ଫାଇଲଟି ହେଉଛି, ଯାହାକୁ ଆମେ ପୂର୍ବେଅରୁ ଅପଲୋଡ୍ କରିଥିଲେ
 
| ଦ୍ୱିତୀୟ ଫାଇଲଟି ହେଉଛି, ଯାହାକୁ ଆମେ ପୂର୍ବେଅରୁ ଅପଲୋଡ୍ କରିଥିଲେ
 +
 
|-
 
|-
 
|02:10
 
|02:10
 
| ଏବେ ଚାଲନ୍ତୁ, ବାମପଟେ ଥିବା ମେନୁ ଉପରେ ନଜର ପକାଇବା
 
| ଏବେ ଚାଲନ୍ତୁ, ବାମପଟେ ଥିବା ମେନୁ ଉପରେ ନଜର ପକାଇବା
 +
 
|-
 
|-
 
|02:14
 
|02:14
 
| ଆମ ପାଖରେ ନିମ୍ନ ମେନୁଗୁଡ଼ିକ ଅଛି:
 
| ଆମ ପାଖରେ ନିମ୍ନ ମେନୁଗୁଡ଼ିକ ଅଛି:
* New
+
New
* My Drive
+
My Drive
* Shared with me
+
Shared with me
* Google Photos
+
Google Photos
* Recent
+
Recent
* Starred ଓ
+
Starred ଓ
Trash
+
Trash
 +
 
 
|-
 
|-
 
|02:27
 
|02:27
 
| ଡିଫଲ୍ଟ ଭାବରେ My Drive ମେନୁ ସିଲେକ୍ଟ ହୋଇଥିବ ଏବଂ ତାହାର କଣ୍ଟେଣ୍ଟ ମଝିରେ ପ୍ରଦର୍ଶିତ ହେଉଥିବ
 
| ଡିଫଲ୍ଟ ଭାବରେ My Drive ମେନୁ ସିଲେକ୍ଟ ହୋଇଥିବ ଏବଂ ତାହାର କଣ୍ଟେଣ୍ଟ ମଝିରେ ପ୍ରଦର୍ଶିତ ହେଉଥିବ
 +
 
|-
 
|-
 
|02:34
 
|02:34
 
| ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ମଝିରେ ପ୍ରଦର୍ଶିତ ହେବ  
 
| ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ମଝିରେ ପ୍ରଦର୍ଶିତ ହେବ  
 +
 
|-
 
|-
 
|02:38
 
|02:38
 
| ତେଣୁ, ଏଠାରେ ଆମେ, ପୂର୍ବ ଟ୍ୟୁଟୋରିଆଲରେ ଅପଲୋଡ୍ କରିସାରିଥିବା PDF ଓ ZIP ଫାଇଲକୁ ଦେଖିପାରିବା
 
| ତେଣୁ, ଏଠାରେ ଆମେ, ପୂର୍ବ ଟ୍ୟୁଟୋରିଆଲରେ ଅପଲୋଡ୍ କରିସାରିଥିବା PDF ଓ ZIP ଫାଇଲକୁ ଦେଖିପାରିବା
 +
 
|-
 
|-
 
|02:47
 
|02:47
 
| ଆମ ଦ୍ୱାରା କ୍ରିଏଟ୍ ଓ ଅପଲୋଡ୍ କରାଯାଇଥିବା ଫାଇଲଗୁଡ଼ିକ ମଧ୍ୟ My Driveରେ  ଷ୍ଟୋର୍ ହୋଇଯିବ
 
| ଆମ ଦ୍ୱାରା କ୍ରିଏଟ୍ ଓ ଅପଲୋଡ୍ କରାଯାଇଥିବା ଫାଇଲଗୁଡ଼ିକ ମଧ୍ୟ My Driveରେ  ଷ୍ଟୋର୍ ହୋଇଯିବ
 +
 
|-
 
|-
 
|02:53
 
|02:53
 
| ପରବର୍ତ୍ତୀ ମେନୁ ହେଉଛି Shared With Me ଏହା ଉପରେ କ୍ଲିକ୍ କରନ୍ତୁ
 
| ପରବର୍ତ୍ତୀ ମେନୁ ହେଉଛି Shared With Me ଏହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:58
 
|02:58
 
| ଯଦି କେହି ମୋ ସହିତ ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ ଶେୟାର୍ କରନ୍ତି, ତାହା ଏହି ମେନୁରେ ପ୍ରଦର୍ଶିତ ହେବ
 
| ଯଦି କେହି ମୋ ସହିତ ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ ଶେୟାର୍ କରନ୍ତି, ତାହା ଏହି ମେନୁରେ ପ୍ରଦର୍ଶିତ ହେବ
 +
 
|-
 
|-
 
|03:03
 
|03:03
 
| ଏପର୍ଯ୍ୟନ୍ତ ମୋ ସହିତ କେହି ଫାଈଲ୍ ଶେୟାର୍ କରିନାହାନ୍ତି ତେଣୁ, ଏହା ଖାଲି ଅଛି
 
| ଏପର୍ଯ୍ୟନ୍ତ ମୋ ସହିତ କେହି ଫାଈଲ୍ ଶେୟାର୍ କରିନାହାନ୍ତି ତେଣୁ, ଏହା ଖାଲି ଅଛି
 +
 
|-
 
|-
 
|03:09
 
|03:09
 
| ନିକଟରେ Google, Drive ମଧ୍ୟରେ Google Photos ଆକ୍ସେସ୍ କରିବା ପାଇଁ ଏକ Shortcut Link କ୍ରିଏଟ୍ କରିଛି
 
| ନିକଟରେ Google, Drive ମଧ୍ୟରେ Google Photos ଆକ୍ସେସ୍ କରିବା ପାଇଁ ଏକ Shortcut Link କ୍ରିଏଟ୍ କରିଛି
 +
 
|-
 
|-
 
|03:15
 
|03:15
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ଏହି ଅପ୍ସନ୍ କୁଛାଡ଼ିଦେବା
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ଏହି ଅପ୍ସନ୍ କୁଛାଡ଼ିଦେବା
 +
 
|-
 
|-
 
|03:19
 
|03:19
 
| Recent ମେନୁ, ନିକଟରେ ଖୋଲାଯାଇଥିବା ଫାଇଲ୍ସ କିମ୍ୱା ଡକ୍ୟୁମେଣ୍ଟସ୍ ର ତାଲିକା ପ୍ରଦର୍ଶନ କରିବ
 
| Recent ମେନୁ, ନିକଟରେ ଖୋଲାଯାଇଥିବା ଫାଇଲ୍ସ କିମ୍ୱା ଡକ୍ୟୁମେଣ୍ଟସ୍ ର ତାଲିକା ପ୍ରଦର୍ଶନ କରିବ
 +
 
|-
 
|-
 
|03:25
 
|03:25
 
| ଏହା ଉଭୟ My Drive ଓ Shared With Me କଣ୍ଟେଣ୍ଟ ପ୍ରଦର୍ଶିତ କରିବ
 
| ଏହା ଉଭୟ My Drive ଓ Shared With Me କଣ୍ଟେଣ୍ଟ ପ୍ରଦର୍ଶିତ କରିବ
 +
 
|-
 
|-
 
|03:30
 
|03:30
 
| ତେଣୁ, ଏଠାରେ ଆମେ PDF ଓ ZIP ଫାଇଲ୍ସ ଦେଖିପାରିବା, କାରଣ ଆମେ ପୂର୍ବରୁ ସେଗୁଡ଼ିକୁ ଖୋଲିଥିଲେ
 
| ତେଣୁ, ଏଠାରେ ଆମେ PDF ଓ ZIP ଫାଇଲ୍ସ ଦେଖିପାରିବା, କାରଣ ଆମେ ପୂର୍ବରୁ ସେଗୁଡ଼ିକୁ ଖୋଲିଥିଲେ
 +
 
|-
 
|-
 
|03:37
 
|03:37
 
| Starred - ଆମେ, Important ଭାବେ ଚିହ୍ନିତ କରିଥିବା ଫାଇଲ କିମ୍ୱା ଡକ୍ୟୁମେଣ୍ଟ ଏହି ମେନୁରେ ପ୍ରଦର୍ଶିତ ହେବ
 
| Starred - ଆମେ, Important ଭାବେ ଚିହ୍ନିତ କରିଥିବା ଫାଇଲ କିମ୍ୱା ଡକ୍ୟୁମେଣ୍ଟ ଏହି ମେନୁରେ ପ୍ରଦର୍ଶିତ ହେବ
 +
 
|-
 
|-
 
|03:45
 
|03:45
 
| My Drive ମେନୁକୁ ଫେରିଯାଇ ଆମ PDF ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 
| My Drive ମେନୁକୁ ଫେରିଯାଇ ଆମ PDF ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:51
 
|03:51
 
| ଏବେ, Add Star ଅପ୍ସନ୍ ଚୟନ କରନ୍ତୁ
 
| ଏବେ, Add Star ଅପ୍ସନ୍ ଚୟନ କରନ୍ତୁ
 +
 
|-
 
|-
 
|03:55
 
|03:55
 
| Starred ମେନୁ ଉପରେ କ୍ଲିକ୍ କରନ୍ତୁ ଏହା ହେଉଛି ଆମ ଫାଇଲ୍
 
| Starred ମେନୁ ଉପରେ କ୍ଲିକ୍ କରନ୍ତୁ ଏହା ହେଉଛି ଆମ ଫାଇଲ୍
 +
 
|-
 
|-
 
|04:00
 
|04:00
 
| ଚାଲନ୍ତୁ ଏହି ଫାଇଲର ଏକ କପୀ କରିବା
 
| ଚାଲନ୍ତୁ ଏହି ଫାଇଲର ଏକ କପୀ କରିବା
 +
 
|-
 
|-
 
|04:03
 
|04:03
 
| ପୁଣିଥରେ ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Make a Copy ଅପ୍ସନ୍ ଚୟନ କରନ୍ତୁ
 
| ପୁଣିଥରେ ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Make a Copy ଅପ୍ସନ୍ ଚୟନ କରନ୍ତୁ
 +
 
|-
 
|-
 
|04:10
 
|04:10
 
| ଏବେ ଆମ ପାଖରେ ଦୁଇଟି ଫାଇଲ୍ ଅଛି
 
| ଏବେ ଆମ ପାଖରେ ଦୁଇଟି ଫାଇଲ୍ ଅଛି
 +
 
|-
 
|-
 
|04:13
 
|04:13
 
| ସେଗୁଡ଼ିକରୁ ଗୋଟିଏ ଡିଲିଟ୍ କରନ୍ତୁ ଫାଇଲ୍ ସିଲେକ୍ଟ କରି କୀବୋର୍ଡରେ ଥିବା Delete କୀ ଦାବନ୍ତୁ
 
| ସେଗୁଡ଼ିକରୁ ଗୋଟିଏ ଡିଲିଟ୍ କରନ୍ତୁ ଫାଇଲ୍ ସିଲେକ୍ଟ କରି କୀବୋର୍ଡରେ ଥିବା Delete କୀ ଦାବନ୍ତୁ
 +
 
|-
 
|-
 
|04:20
 
|04:20
 
| ଡିଲିଟ୍ ହୋଇଥିବା ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ Trash ମେନୁରେ ପ୍ରଦର୍ଶିତ ହେବ
 
| ଡିଲିଟ୍ ହୋଇଥିବା ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ Trash ମେନୁରେ ପ୍ରଦର୍ଶିତ ହେବ
 +
 
|-
 
|-
 
|04:25
 
|04:25
 
| ଅବଶ୍ୟ, ଡିଲିଶନ୍ ସାମୟିକ ଅଟେ
 
| ଅବଶ୍ୟ, ଡିଲିଶନ୍ ସାମୟିକ ଅଟେ
 +
 
|-
 
|-
 
|04:28
 
|04:28
 
| Empty Trash ଅପ୍ସନ୍ ସିଲେକ୍ଟ କରି ଆମେ Trashରୁ ସମସ୍ତ ଫାଇଲ୍ସ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା
 
| Empty Trash ଅପ୍ସନ୍ ସିଲେକ୍ଟ କରି ଆମେ Trashରୁ ସମସ୍ତ ଫାଇଲ୍ସ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା
 +
 
|-
 
|-
 
|04:36
 
|04:36
 
| 30 ଦିନ ପରେ Google Serverରୁ Trash ମେନୁରେ ଥିବା ସମସ୍ତ ଫାଇଲ୍ସ ନିଜକୁ ନିଜ ସ୍ଥାୟୀ ଭାବେ ଡିଲିଟ୍ ହୋଇଯିବ
 
| 30 ଦିନ ପରେ Google Serverରୁ Trash ମେନୁରେ ଥିବା ସମସ୍ତ ଫାଇଲ୍ସ ନିଜକୁ ନିଜ ସ୍ଥାୟୀ ଭାବେ ଡିଲିଟ୍ ହୋଇଯିବ
 +
 
|-
 
|-
 
|04:44
 
|04:44
 
| ଏବେ, ଫାଇଲ୍ସ ଓ ଫୋଲ୍ଡର୍ସ କିପରି Creat ଓ Upload କରାଯାଏ, ଚାଲନ୍ତୁ ଶିଖିବା
 
| ଏବେ, ଫାଇଲ୍ସ ଓ ଫୋଲ୍ଡର୍ସ କିପରି Creat ଓ Upload କରାଯାଏ, ଚାଲନ୍ତୁ ଶିଖିବା
 +
 
|-
 
|-
 
|04:49
 
|04:49
| ଏପରି କରିବାକୁ 4ଟି ମାର୍ଗ ଅଛି:
+
| ଏପରି କରିବାକୁ 4ଟି ମାର୍ଗ ଅଛି:ପ୍ରଥମ ମାର୍ଗ ହେଉଛି, ବାମପଟେ ଥିବା New ବଟନ୍ ଉପରେ କ୍ଲିକ୍ କରିବା
| ପ୍ରଥମ ମାର୍ଗ ହେଉଛି, ବାମପଟେ ଥିବା New ବଟନ୍ ଉପରେ କ୍ଲିକ୍ କରିବା
+
 
 
|-
 
|-
 
|04:56
 
|04:56
 
| ଦ୍ୱିତୀୟ ମାର୍ଗ ହେଉଛି: My Drive ଅପ୍ସନ୍ ଉପରେ ରାଇଟ୍ କ୍ଲିକ୍ କରିବା
 
| ଦ୍ୱିତୀୟ ମାର୍ଗ ହେଉଛି: My Drive ଅପ୍ସନ୍ ଉପରେ ରାଇଟ୍ କ୍ଲିକ୍ କରିବା
 +
 
|-
 
|-
 
|05:00
 
|05:00
| ଏବେ, My Driveକୁ ଫେରିଆସନ୍ତୁ
+
| ଏବେ, My Driveକୁ ଫେରିଆସନ୍ତୁ My Drive ଅପ୍ସନରେ ଆମେ, ମଝିରେ ରାଇଟ୍ କ୍ଲିକ୍ କରିପାରିବା
My Drive ଅପ୍ସନରେ ଆମେ, ମଝିରେ ରାଇଟ୍ କ୍ଲିକ୍ କରିପାରିବା
+
 
 
|-
 
|-
 
|05:09
 
|05:09
 
| ଶେଷରେ, ଉପରେ ଥିବା My Drive ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ
 
| ଶେଷରେ, ଉପରେ ଥିବା My Drive ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:14
 
|05:14
| ଚାଲନ୍ତୁ New ଅପ୍ସନ୍ ଦେଖିବା
+
| ଚାଲନ୍ତୁ New ଅପ୍ସନ୍ ଦେଖିବା New ବଟନ୍ ଉପରେ କ୍ଲିକ୍ କରନ୍ତୁ
New ବଟନ୍ ଉପରେ କ୍ଲିକ୍ କରନ୍ତୁ
+
 
 
|-
 
|-
 
|05:19
 
|05:19
 
| ଏହା କିଛି ଅପ୍ସନ୍ସ ପ୍ରଦର୍ଶିତ କରିବ, ଯେପରି:
 
| ଏହା କିଛି ଅପ୍ସନ୍ସ ପ୍ରଦର୍ଶିତ କରିବ, ଯେପରି:
* Folder
+
Folder
* File Upload
+
File Upload
* Google Docs, Sheets, Slides ଓ More
+
Google Docs, Sheets, Slides ଓ More
 +
 
 
|-
 
|-
 
|05:28
 
|05:28
 
| ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ଅପ୍ସନ୍ ଦେଖିବା
 
| ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ଅପ୍ସନ୍ ଦେଖିବା
 +
 
|-
 
|-
 
|05:31
 
|05:31
 
| ଆମେ Folder ଅପ୍ସନ୍ ବ୍ୟବହାର କରି ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିପାରିବା
 
| ଆମେ Folder ଅପ୍ସନ୍ ବ୍ୟବହାର କରି ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିପାରିବା
 +
 
|-
 
|-
 
|05:34
 
|05:34
 
| ତାହା ଉପରେ କ୍ଲିକ୍ କରନ୍ତୁ ତୁରନ୍ତ, ଏହା ଆମକୁ ଗୋଟିଏ ନାମ ପାଇଁ କହିବ
 
| ତାହା ଉପରେ କ୍ଲିକ୍ କରନ୍ତୁ ତୁରନ୍ତ, ଏହା ଆମକୁ ଗୋଟିଏ ନାମ ପାଇଁ କହିବ
 +
 
|-
 
|-
 
|05:40
 
|05:40
 
| ଫୋଲ୍ଡର୍ ର ନାମ Spoken Tutorial ଦେଇ Creat ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଫୋଲ୍ଡର୍ ର ନାମ Spoken Tutorial ଦେଇ Creat ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:48
 
|05:48
 
| ଡିଫଲ୍ଟ ଭାବରେ ଏହି ଫୋଲ୍ଡର୍, My Driveରେ ଦେଖାଦେବ
 
| ଡିଫଲ୍ଟ ଭାବରେ ଏହି ଫୋଲ୍ଡର୍, My Driveରେ ଦେଖାଦେବ
 +
 
|-
 
|-
 
|05:52
 
|05:52
 
| ଆମେ ଏହାକୁ ଏଠାରେ, ମଝିରେ ଦେଖିପାରୁଛେ
 
| ଆମେ ଏହାକୁ ଏଠାରେ, ମଝିରେ ଦେଖିପାରୁଛେ
 +
 
|-
 
|-
 
|05:56
 
|05:56
 
| ଫାଇଲଗୁଡ଼ିକୁ ଉତ୍ତମ ଭାବରେ ବ୍ୟବସ୍ଥିତ କରିବା ପାଇଁ ଫୋଲ୍ଡର୍ ଆମକୁ ସାହାଯ୍ୟ କରିଥାଏ
 
| ଫାଇଲଗୁଡ଼ିକୁ ଉତ୍ତମ ଭାବରେ ବ୍ୟବସ୍ଥିତ କରିବା ପାଇଁ ଫୋଲ୍ଡର୍ ଆମକୁ ସାହାଯ୍ୟ କରିଥାଏ
 +
 
|-
 
|-
 
|06:00
 
|06:00
 
| ତେଣୁ, ଆମେ ପୃଥକ୍ ଫୋଲ୍ଡର୍ସ କ୍ରିଏଟ୍ କରିପାରିବା ଉଦାହରଣସ୍ୱରୂପ, Personal, Work ଆଦି
 
| ତେଣୁ, ଆମେ ପୃଥକ୍ ଫୋଲ୍ଡର୍ସ କ୍ରିଏଟ୍ କରିପାରିବା ଉଦାହରଣସ୍ୱରୂପ, Personal, Work ଆଦି
 +
 
|-
 
|-
 
|06:07
 
|06:07
 
| ଯେକୌଣସି ଫାଇଲ୍ Upload କରିବା ପାଇଁ - ପ୍ରଥମେ New ବଟନ୍ ଉପରେ କ୍ଲିକ୍ କରନ୍ତୁ, ତା’ପରେ File Upload ଉପରେ କ୍ଲିକ୍ କରନ୍ତୁ
 
| ଯେକୌଣସି ଫାଇଲ୍ Upload କରିବା ପାଇଁ - ପ୍ରଥମେ New ବଟନ୍ ଉପରେ କ୍ଲିକ୍ କରନ୍ତୁ, ତା’ପରେ File Upload ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:13
 
|06:13
 
| ଏହା ଏକ ଫାଇଲ୍ Browser Window ଖୋଲିବ
 
| ଏହା ଏକ ଫାଇଲ୍ Browser Window ଖୋଲିବ
 +
 
|-
 
|-
 
|06:16
 
|06:16
ଆପଣ ଅପଲୋଡ୍ କରିବାଖୁ ଚାହୁଁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
+
| ଆପଣ ଅପଲୋଡ୍ କରିବାଖୁ ଚାହୁଁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|06:19
 
|06:19
 
| ମୁଁ, Desktopରେ ଥିବା xyz.odt ଫାଇଲ୍ ସିଲେକ୍ଟ କରି Open ବଟନରେ କ୍ଲିକ୍ କରିବି
 
| ମୁଁ, Desktopରେ ଥିବା xyz.odt ଫାଇଲ୍ ସିଲେକ୍ଟ କରି Open ବଟନରେ କ୍ଲିକ୍ କରିବି
 +
 
|-
 
|-
 
|06:26
 
|06:26
 
| ତଳ ଡାହାଣପଟେ ଆମେ, Uploadର ପ୍ରୋଗ୍ରେସ୍ ଦେଖିପାରିବା
 
| ତଳ ଡାହାଣପଟେ ଆମେ, Uploadର ପ୍ରୋଗ୍ରେସ୍ ଦେଖିପାରିବା
 +
 
|-
 
|-
 
|06:30
 
|06:30
 
| ଫାଇଲର ସାଇଜ୍ ଓ ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
 
| ଫାଇଲର ସାଇଜ୍ ଓ ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
 +
 
|-
 
|-
 
|06:35
 
|06:35
 
| ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, ଅପଲୋଡ୍ ହୋଇଥିବା ଫାଇଲ୍ ମଝିରେ ପ୍ରଦର୍ଶିତ ହେବ
 
| ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, ଅପଲୋଡ୍ ହୋଇଥିବା ଫାଇଲ୍ ମଝିରେ ପ୍ରଦର୍ଶିତ ହେବ
 +
 
|-
 
|-
 
|06:41
 
|06:41
 
| ଏବେ, ତଳ Progress Windowକୁ ବନ୍ଦ କରିଦିଅନ୍ତୁ
 
| ଏବେ, ତଳ Progress Windowକୁ ବନ୍ଦ କରିଦିଅନ୍ତୁ
 +
 
|-
 
|-
 
|06:45
 
|06:45
 
| ସମାନ ମାର୍ଗରେ ଆମେ, Folder Upload ଅପ୍ସନ୍ ବ୍ୟବହାର କରି Driveରେ ଗୋଟିଏ ଫୋଲ୍ଡର୍ ଅପଲୋଡ୍ କରିପାଇବା
 
| ସମାନ ମାର୍ଗରେ ଆମେ, Folder Upload ଅପ୍ସନ୍ ବ୍ୟବହାର କରି Driveରେ ଗୋଟିଏ ଫୋଲ୍ଡର୍ ଅପଲୋଡ୍ କରିପାଇବା
 +
 
|-
 
|-
 
|06:52
 
|06:52
 
| ଏହି ଫିଚର୍ କେବଳ ନିର୍ଦ୍ଦିଷ୍ଟ ବ୍ରାଉଜରଗୁଡ଼ିକରେ ଉପଲବ୍ଧ ଥାଇପାରେ  ଉଦାହରଣସ୍ୱରୂପ Google Chrome
 
| ଏହି ଫିଚର୍ କେବଳ ନିର୍ଦ୍ଦିଷ୍ଟ ବ୍ରାଉଜରଗୁଡ଼ିକରେ ଉପଲବ୍ଧ ଥାଇପାରେ  ଉଦାହରଣସ୍ୱରୂପ Google Chrome
 +
 
|-
 
|-
 
|06:59
 
|06:59
 
| ଆମେ ଅପଲୋଡ୍ କରିଥିବା ଫାଇଲକୁ କିପରି Spoken Tutorial ଫୋଲ୍ଡରକୁ ଘୁଞ୍ଚାଇ ପାଇବା?
 
| ଆମେ ଅପଲୋଡ୍ କରିଥିବା ଫାଇଲକୁ କିପରି Spoken Tutorial ଫୋଲ୍ଡରକୁ ଘୁଞ୍ଚାଇ ପାଇବା?
 +
 
|-
 
|-
 
|07:04
 
|07:04
 
| ଏହାକୁ କେବଳ ଡ୍ରାଗ୍ ଓ ଡ୍ରପ୍ କରିଦିଅନ୍ତୁ, ଏହିପରି
 
| ଏହାକୁ କେବଳ ଡ୍ରାଗ୍ ଓ ଡ୍ରପ୍ କରିଦିଅନ୍ତୁ, ଏହିପରି
 +
 
|-
 
|-
 
|07:09
 
|07:09
 
| ଏବେ, ବାମପଟେ ଥିବା My Drive ଅପ୍ସନ୍ କୁ ଦେଖନ୍ତୁ
 
| ଏବେ, ବାମପଟେ ଥିବା My Drive ଅପ୍ସନ୍ କୁ ଦେଖନ୍ତୁ
 +
 
|-
 
|-
 
|07:14
 
|07:14
 
| ଏହାର ବାମପଟେ ଏକ ଛୋଟ ତ୍ରିଭୁଜ ଅଛି
 
| ଏହାର ବାମପଟେ ଏକ ଛୋଟ ତ୍ରିଭୁଜ ଅଛି
 +
 
|-
 
|-
 
|07:18
 
|07:18
 
| ତାହା ଉପରେ କ୍ଲିକ୍ କଲେ, ତାହା My Driveରେ ଥିବା ସବ୍-ଫୋଲ୍ଡର୍ସ ଦେଖାଇବ
 
| ତାହା ଉପରେ କ୍ଲିକ୍ କଲେ, ତାହା My Driveରେ ଥିବା ସବ୍-ଫୋଲ୍ଡର୍ସ ଦେଖାଇବ
 +
 
|-
 
|-
 
|07:22
 
|07:22
 
| ଦେଖନ୍ତୁ, ଏଠାରେ ଆମର SpokenTutorial ଫୋଲ୍ଡର୍ ଅଛି ଓ ତା’ଭିତରେ xyz.odt ଫାଇଲ୍
 
| ଦେଖନ୍ତୁ, ଏଠାରେ ଆମର SpokenTutorial ଫୋଲ୍ଡର୍ ଅଛି ଓ ତା’ଭିତରେ xyz.odt ଫାଇଲ୍
 +
 
|-
 
|-
 
|07:31
 
|07:31
 
| ଆମର ଦୈନ୍ୟନ୍ଦିନ କାମ ପାଇଁ ଆମେ Documents, spreadsheets ଓ Presentations ବ୍ୟବହାର କରୁ
 
| ଆମର ଦୈନ୍ୟନ୍ଦିନ କାମ ପାଇଁ ଆମେ Documents, spreadsheets ଓ Presentations ବ୍ୟବହାର କରୁ
 +
 
|-
 
|-
 
|07:36
 
|07:36
 
| Driveରେ ସେଗୁଡ଼ିକୁ କ୍ରିଏଟ୍ ଓ ମ୍ୟାନେଜ୍ କରିବା ସମ୍ଭବ କି?
 
| Driveରେ ସେଗୁଡ଼ିକୁ କ୍ରିଏଟ୍ ଓ ମ୍ୟାନେଜ୍ କରିବା ସମ୍ଭବ କି?
 +
 
|-
 
|-
 
|07:39
 
|07:39
 
| ହଁ, ଏହା ସମ୍ଭବ Google Driveରେ, ଯେକୌଣସି Office Suite ଭଳି ଆମେ Documents, Spreadsheets ଓ Presentations କ୍ରିଏଟ୍ କରିପାରିବା
 
| ହଁ, ଏହା ସମ୍ଭବ Google Driveରେ, ଯେକୌଣସି Office Suite ଭଳି ଆମେ Documents, Spreadsheets ଓ Presentations କ୍ରିଏଟ୍ କରିପାରିବା
 +
 
|-
 
|-
 
|07:50
 
|07:50
 
| ତେଣୁ, ଆମ ପାଖରେ ଡକ୍ୟୁମେଣ୍ଟସ୍ କ୍ରିଏଟ୍ କରିବା ପାଇଁ Google Docs
 
| ତେଣୁ, ଆମ ପାଖରେ ଡକ୍ୟୁମେଣ୍ଟସ୍ କ୍ରିଏଟ୍ କରିବା ପାଇଁ Google Docs
 +
 
|-
 
|-
 
|07:54
 
|07:54
 
| ସ୍ପ୍ରେଡ୍ ଶୀଟ୍ସ କ୍ରିଏଟ୍ କରିବା ପାଇଁ Google Sheets
 
| ସ୍ପ୍ରେଡ୍ ଶୀଟ୍ସ କ୍ରିଏଟ୍ କରିବା ପାଇଁ Google Sheets
 +
 
|-
 
|-
 
|07:57
 
|07:57
 
| ଓ ପ୍ରେଜେଣ୍ଟେଶନ୍ସ କ୍ରିଏଟ୍ କରିବା ପାଇଁ Google Slides ଅଛି
 
| ଓ ପ୍ରେଜେଣ୍ଟେଶନ୍ସ କ୍ରିଏଟ୍ କରିବା ପାଇଁ Google Slides ଅଛି
 +
 
|-
 
|-
 
|08:01
 
|08:01
 
| ପ୍ରଦର୍ଶନ ପାଇଁ, ମୁଁ କେବଳ Google Docs ବ୍ୟବହାର କରି କିପରି ଗୋଟିଏ ଡକ୍ୟୁମେଣ୍ଟ କ୍ରିଏଟ୍ କରାଯାଏ, ଦେଖାଇବି
 
| ପ୍ରଦର୍ଶନ ପାଇଁ, ମୁଁ କେବଳ Google Docs ବ୍ୟବହାର କରି କିପରି ଗୋଟିଏ ଡକ୍ୟୁମେଣ୍ଟ କ୍ରିଏଟ୍ କରାଯାଏ, ଦେଖାଇବି
 +
 
|-
 
|-
 
|08:08
 
|08:08
 
| ଗୋଟିଏ ନୂଆ ଡକ୍ୟୁମେଣ୍ଟ କ୍ରିଏଟ୍ କରିବା ପାଇଁ, New ବଟନ୍ ଉପରେ କରି Google Docs ଅପ୍ସନ୍ ସିଲେକ୍ଟ କରନ୍ତୁ
 
| ଗୋଟିଏ ନୂଆ ଡକ୍ୟୁମେଣ୍ଟ କ୍ରିଏଟ୍ କରିବା ପାଇଁ, New ବଟନ୍ ଉପରେ କରି Google Docs ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|08:14
 
|08:14
 
| ଏହା ଏକ ଖାଲି ଡକ୍ୟୁମେଣ୍ଟକୁ ନୂଆ ଟାବ୍ ରେ ଖୋଲିବ
 
| ଏହା ଏକ ଖାଲି ଡକ୍ୟୁମେଣ୍ଟକୁ ନୂଆ ଟାବ୍ ରେ ଖୋଲିବ
 +
 
|-
 
|-
 
|08:19
 
|08:19
 
| ଦେଖନ୍ତୁ, ଏଠାରେ ଥିବା ମେନୁ ଓ ଟେକ୍ସଟ୍ ଫର୍ମାଟିଙ୍ଗ ଅପ୍ସନ୍ସ, ଅନ୍ୟ Office Suite ପରି ସମାନ ଅଟେ
 
| ଦେଖନ୍ତୁ, ଏଠାରେ ଥିବା ମେନୁ ଓ ଟେକ୍ସଟ୍ ଫର୍ମାଟିଙ୍ଗ ଅପ୍ସନ୍ସ, ଅନ୍ୟ Office Suite ପରି ସମାନ ଅଟେ
 +
 
|-
 
|-
 
|08:26
 
|08:26
 
| ଉପରେ ଦେଖନ୍ତୁ Untitled Document ଲେଖାଅଛି
 
| ଉପରେ ଦେଖନ୍ତୁ Untitled Document ଲେଖାଅଛି
 +
 
|-
 
|-
 
|08:31
 
|08:31
 
| ଏହା ଏକ ଏଡିଟେବଲ୍ ଟାଇଟଲ୍ ଅଟେ ଟାଇଟଲକୁ Rename କରିବା ପାଇଁ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ
 
| ଏହା ଏକ ଏଡିଟେବଲ୍ ଟାଇଟଲ୍ ଅଟେ ଟାଇଟଲକୁ Rename କରିବା ପାଇଁ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:38
 
|08:38
 
| Rename Document ୱିଣ୍ଡୋ ଖୋଲିଲା  
 
| Rename Document ୱିଣ୍ଡୋ ଖୋଲିଲା  
 +
 
|-
 
|-
 
|08:41
 
|08:41
 
| ଏଠାରେ ଆମେ, ଆମ ଡକ୍ୟୁମେଣ୍ଟ ପାଇଁ ଉପଯୁକ୍ତ ଟାଇଟଲ୍ ଟାଇପ୍ କରିପାରିବା
 
| ଏଠାରେ ଆମେ, ଆମ ଡକ୍ୟୁମେଣ୍ଟ ପାଇଁ ଉପଯୁକ୍ତ ଟାଇଟଲ୍ ଟାଇପ୍ କରିପାରିବା
 +
 
|-
 
|-
 
|08:46
 
|08:46
 
| ମୁଁ, My First Google Doc ଟାଇପ୍ କରି OK କ୍ଲିକ୍ କରିବି
 
| ମୁଁ, My First Google Doc ଟାଇପ୍ କରି OK କ୍ଲିକ୍ କରିବି
 +
 
|-
 
|-
 
|08:53
 
|08:53
 
| ଦେଖନ୍ତୁ, ଟାଇଟଲ୍ ବଦଳିଗଲା
 
| ଦେଖନ୍ତୁ, ଟାଇଟଲ୍ ବଦଳିଗଲା
 +
 
|-
 
|-
 
|08:56
 
|08:56
 
| ଏହାପରେ ମୁଁ ଏଠାରେ Welcome to Google Docs ଟାଇପ୍ କରିବି
 
| ଏହାପରେ ମୁଁ ଏଠାରେ Welcome to Google Docs ଟାଇପ୍ କରିବି
 +
 
|-
 
|-
 
|09:02
 
|09:02
 
| ଏହି ଡକ୍ୟୁମେଣ୍ଟରେ କୌଣସି ପ୍ରକାରର ଯୋଗ, ସଂଶୋଧନ କିମ୍ୱା ବିଲୋପ କରାଗଲେ, ତାହା ଅଟୋ ସେଭ୍ ହୋଇଯିବ  
 
| ଏହି ଡକ୍ୟୁମେଣ୍ଟରେ କୌଣସି ପ୍ରକାରର ଯୋଗ, ସଂଶୋଧନ କିମ୍ୱା ବିଲୋପ କରାଗଲେ, ତାହା ଅଟୋ ସେଭ୍ ହୋଇଯିବ  
 +
 
|-
 
|-
 
|09:08
 
|09:08
 
| ଉପରେ Help ମେନୁ ପାଖରେ ଥିବା All Changes Saved in Drive ମେସେଜ୍ କୁ ଦେଖନ୍ତୁ
 
| ଉପରେ Help ମେନୁ ପାଖରେ ଥିବା All Changes Saved in Drive ମେସେଜ୍ କୁ ଦେଖନ୍ତୁ
 +
 
|-
 
|-
 
|09:14
 
|09:14
 
| ଆମେ ଯଦି ତା’ଉପରେ କ୍ଲିକ୍ କରୁଛେ, ତେବେ ଡାହାଣପଟେ Revision History ଦେଖିବା
 
| ଆମେ ଯଦି ତା’ଉପରେ କ୍ଲିକ୍ କରୁଛେ, ତେବେ ଡାହାଣପଟେ Revision History ଦେଖିବା
 +
 
|-
 
|-
 
|09:19
 
|09:19
 
| ଏଥିରେ ସଂଶୋଧନ ତାରିଖ ଓ ସମୟ ଅଛି ଏବଂ କିଏ ଏହି ସଂଶୋଧନ କରିଛି, ତାହା ମଧ୍ୟ ଦେଖାଉଛି
 
| ଏଥିରେ ସଂଶୋଧନ ତାରିଖ ଓ ସମୟ ଅଛି ଏବଂ କିଏ ଏହି ସଂଶୋଧନ କରିଛି, ତାହା ମଧ୍ୟ ଦେଖାଉଛି
 +
 
|-
 
|-
 
|09:26
 
|09:26
 
| ବର୍ତ୍ତମାନ ଏହି ଡକ୍ୟୁମେଣ୍ଟ କାହା ସହିତ ଶେୟାର୍ ହୋଇନାହିଁ
 
| ବର୍ତ୍ତମାନ ଏହି ଡକ୍ୟୁମେଣ୍ଟ କାହା ସହିତ ଶେୟାର୍ ହୋଇନାହିଁ
 +
 
|-
 
|-
 
|09:30
 
|09:30
 
| ତେଣୁ, ଆମେ କେବଳ ତାରିଖ ଭାବେ "Today" ଓ ସମୟ ସହିତ ଜଣେୟୁଜର୍ "Rebecca Raymond" ଦେଖିପାରିବା
 
| ତେଣୁ, ଆମେ କେବଳ ତାରିଖ ଭାବେ "Today" ଓ ସମୟ ସହିତ ଜଣେୟୁଜର୍ "Rebecca Raymond" ଦେଖିପାରିବା
 +
 
|-
 
|-
 
|09:37
 
|09:37
 
| ଯଦି ଏହି Google Doc ଅନେକ ଲୋକମାନଙ୍କ ସହିତ ଶେୟାର୍ ହୋଇଥିବ, ତେବେ Revision History, ପ୍ରତ୍ୟେକ ୟୁଜରଙ୍କ ପାଇଁ ବିଭିନ୍ନ ରଙ୍ଗ ସହିତ ସେମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ତାଲିକାଭୁକ୍ତ କରିବ
 
| ଯଦି ଏହି Google Doc ଅନେକ ଲୋକମାନଙ୍କ ସହିତ ଶେୟାର୍ ହୋଇଥିବ, ତେବେ Revision History, ପ୍ରତ୍ୟେକ ୟୁଜରଙ୍କ ପାଇଁ ବିଭିନ୍ନ ରଙ୍ଗ ସହିତ ସେମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ତାଲିକାଭୁକ୍ତ କରିବ
 +
 
|-
 
|-
 
|09:48
 
|09:48
 
| କିଛି ସମୟ ପରେ ଏହି ଟ୍ୟୁଟୋରିଆଲରେ ଆମେ ଏହି ଫିଚର୍ ଦେଖିବା
 
| କିଛି ସମୟ ପରେ ଏହି ଟ୍ୟୁଟୋରିଆଲରେ ଆମେ ଏହି ଫିଚର୍ ଦେଖିବା
 +
 
|-
 
|-
 
|09:53
 
|09:53
 
| Revision History ବନ୍ଦ କରନ୍ତୁ
 
| Revision History ବନ୍ଦ କରନ୍ତୁ
 +
 
|-
 
|-
 
|09:56
 
|09:56
 
| ଏହି ଟାବ୍ ବନ୍ଦ କରନ୍ତୁ Google Doc ନିଜକୁ ନିଜ ସେଭ୍ ହୋଇଯିବ
 
| ଏହି ଟାବ୍ ବନ୍ଦ କରନ୍ତୁ Google Doc ନିଜକୁ ନିଜ ସେଭ୍ ହୋଇଯିବ
 +
 
|-
 
|-
 
|10:02
 
|10:02
 
| ପୁଣିଥରେ ଆମେ My Driveରେ ଅଛେ ଓ ଏଠାରେ ଆମର ଫାଇଲକୁ ଦେଖିପାରୁଛେ
 
| ପୁଣିଥରେ ଆମେ My Driveରେ ଅଛେ ଓ ଏଠାରେ ଆମର ଫାଇଲକୁ ଦେଖିପାରୁଛେ
 +
 
|-
 
|-
 
|10:07
 
|10:07
 
| ପୁଣିଥରେ ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ
 
| ପୁଣିଥରେ ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|10:10
 
|10:10
 
| ଏବେ ଆମେ, Welcome to Google Docsକୁ ଦୁଇଥର କପୀ-ପେଷ୍ଟ କରି ଟାବ୍ ବନ୍ଦ କରିଦେବା
 
| ଏବେ ଆମେ, Welcome to Google Docsକୁ ଦୁଇଥର କପୀ-ପେଷ୍ଟ କରି ଟାବ୍ ବନ୍ଦ କରିଦେବା
 +
 
|-
 
|-
 
|10:17
 
|10:17
 
| ଫାଇଲକୁ ପୁଣିଥରେ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
 
| ଫାଇଲକୁ ପୁଣିଥରେ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|10:20
 
|10:20
 
| ପୁଣିଥରେ, Welcome to Google Docsକୁ ଥରେ କପୀ-ପେଷ୍ଟ କରନ୍ତୁ
 
| ପୁଣିଥରେ, Welcome to Google Docsକୁ ଥରେ କପୀ-ପେଷ୍ଟ କରନ୍ତୁ
 +
 
|-
 
|-
 
|10:26
 
|10:26
 
| ଏବେ, Rivision History ଉପରେ କ୍ଲିକ୍ କରନ୍ତୁ ତାରିଖ-ସମୟ ଷ୍ଟାମ୍ପ ଓ ୟୁଜର୍ ସୂଚନା ସହ ଫାଇଲର ସମସ୍ତ ସଂଶୋଧନ ଆମେ ଦେଖିପାରୁଛେ
 
| ଏବେ, Rivision History ଉପରେ କ୍ଲିକ୍ କରନ୍ତୁ ତାରିଖ-ସମୟ ଷ୍ଟାମ୍ପ ଓ ୟୁଜର୍ ସୂଚନା ସହ ଫାଇଲର ସମସ୍ତ ସଂଶୋଧନ ଆମେ ଦେଖିପାରୁଛେ
 +
 
|-
 
|-
 
|10:36
 
|10:36
 
| ଯଦି ବିଭିନ୍ନ ସଂଶୋଧନ ଦେଖାଯାଉନଥିବ, ତେବେ ତଳେ ଥିବା Show More Detailed Revisions ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଯଦି ବିଭିନ୍ନ ସଂଶୋଧନ ଦେଖାଯାଉନଥିବ, ତେବେ ତଳେ ଥିବା Show More Detailed Revisions ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|10:44
 
|10:44
 
| ସଂଶୋଧନଗୁଡ଼ିକ କ୍ରମବଦ୍ଧ ଭାବରେ, ଅଦ୍ୟତନ ସଂଶୋଧନ ଉପରେ ଥାଇ ବ୍ୟବସ୍ଥିତ ଢଙ୍ଗରେ ରହିଛି
 
| ସଂଶୋଧନଗୁଡ଼ିକ କ୍ରମବଦ୍ଧ ଭାବରେ, ଅଦ୍ୟତନ ସଂଶୋଧନ ଉପରେ ଥାଇ ବ୍ୟବସ୍ଥିତ ଢଙ୍ଗରେ ରହିଛି
 +
 
|-
 
|-
 
|10:50
 
|10:50
 
| ପ୍ରତ୍ୟେକ ସଂଶୋଧନରେ କ୍ଲିକ୍ କରନ୍ତୁ ଓ ଏହି ଫିଚର୍ କିପରି କାର୍ଯ୍ୟ କରେ ବୁଝନ୍ତୁ
 
| ପ୍ରତ୍ୟେକ ସଂଶୋଧନରେ କ୍ଲିକ୍ କରନ୍ତୁ ଓ ଏହି ଫିଚର୍ କିପରି କାର୍ଯ୍ୟ କରେ ବୁଝନ୍ତୁ
 +
 
|-
 
|-
 
|10:55
 
|10:55
 
| ଏହି ଡକ୍ୟୁମେଣ୍ଟକୁ ମୁଁ ଏବେ ଅନ୍ୟ ଦୁଇଜଣ ୟୁଜରଙ୍କ ସହିତ ଶେୟାର୍ କରିବି
 
| ଏହି ଡକ୍ୟୁମେଣ୍ଟକୁ ମୁଁ ଏବେ ଅନ୍ୟ ଦୁଇଜଣ ୟୁଜରଙ୍କ ସହିତ ଶେୟାର୍ କରିବି
 +
 
|-
 
|-
 
|10:59
 
|10:59
 
| ଏଥିପାଇଁ, ଉପର ଡାହାଣପଟେ ଥିବା Share ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଏଥିପାଇଁ, ଉପର ଡାହାଣପଟେ ଥିବା Share ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|11:03
 
|11:03
 
| Share With Others ଡାୟଲଗ୍ ବକ୍ସ ଦେଖାଦେଲା
 
| Share With Others ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
|11:07
 
|11:07
 
| People ଟେକ୍ସଟ୍ ବକ୍ସରେ, ଆମକୁ ସେହି ଲୋକମାନଙ୍କର ଇ-ମେଲ୍ ID ଦେବାକୁ ହେବ, ଯେଉଁମାନଙ୍କ ସହ ଆମେ ଏହି ଡକ୍ୟୁମେଣ୍ଟକୁ ଶେୟାର୍ କରିବାକୁ ଚାହୁଁଥିବା  
 
| People ଟେକ୍ସଟ୍ ବକ୍ସରେ, ଆମକୁ ସେହି ଲୋକମାନଙ୍କର ଇ-ମେଲ୍ ID ଦେବାକୁ ହେବ, ଯେଉଁମାନଙ୍କ ସହ ଆମେ ଏହି ଡକ୍ୟୁମେଣ୍ଟକୁ ଶେୟାର୍ କରିବାକୁ ଚାହୁଁଥିବା  
 +
 
|-
 
|-
 
|11:15
 
|11:15
 
| ତେଣୁ, ମୁଁ ଟାଇପ୍ କରିବି 0808iambecky@gmail.com  
 
| ତେଣୁ, ମୁଁ ଟାଇପ୍ କରିବି 0808iambecky@gmail.com  
 +
 
|-
 
|-
 
|11:23
 
|11:23
 
| ଦେଖନ୍ତୁ, ଏଠାରେ, ଆମେ ପୂର୍ବରୁ ଯେଉଁମାନଙ୍କୁ ଇମେଲ ପଠାଇଥିଲେ, ସେହି ଇମେଲ୍ IDଗୁଡ଼ିକ ପାଇଁ Auto Fill ଫିଚର୍ ଉପଲବ୍ଧ ଅଛି
 
| ଦେଖନ୍ତୁ, ଏଠାରେ, ଆମେ ପୂର୍ବରୁ ଯେଉଁମାନଙ୍କୁ ଇମେଲ ପଠାଇଥିଲେ, ସେହି ଇମେଲ୍ IDଗୁଡ଼ିକ ପାଇଁ Auto Fill ଫିଚର୍ ଉପଲବ୍ଧ ଅଛି
 +
 
|-
 
|-
 
|11:31
 
|11:31
 
| ଏଠାରେ ତିନି ପ୍ରକାର ମୋଡ୍ ଅଛି, ଯେଉଁଥିରେ ଆମେ ଅନ୍ୟ ୟୁଜରମାନଙ୍କ ସହିତ ଡକ୍ୟୁମେଣ୍ଟ ଶେୟାର୍ କରିପାରିବା
 
| ଏଠାରେ ତିନି ପ୍ରକାର ମୋଡ୍ ଅଛି, ଯେଉଁଥିରେ ଆମେ ଅନ୍ୟ ୟୁଜରମାନଙ୍କ ସହିତ ଡକ୍ୟୁମେଣ୍ଟ ଶେୟାର୍ କରିପାରିବା
 +
 
|-
 
|-
 
|11:36
 
|11:36
 
| ସେହି ତିନୋଟି ମୋଡ୍ ଦେଖିବା ପାଇଁ ଏଠାରେ ଥିବା ବଟନ୍ କୁ କ୍ଲିକ୍ କରନ୍ତୁ:
 
| ସେହି ତିନୋଟି ମୋଡ୍ ଦେଖିବା ପାଇଁ ଏଠାରେ ଥିବା ବଟନ୍ କୁ କ୍ଲିକ୍ କରନ୍ତୁ:
* Can Edit
+
Can Edit
* Can Comment
+
Can Comment
* Can View
+
Can View
 +
 
 
|-
 
|-
 
|11:44
 
|11:44
 
| Can Edit ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ , ଡକ୍ୟୁମେଣ୍ଟରେ ହିଁ ପରିବର୍ତ୍ତନ କରିବାଖୁ ଅନୁମତି ଦେଇଥାଏ
 
| Can Edit ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ , ଡକ୍ୟୁମେଣ୍ଟରେ ହିଁ ପରିବର୍ତ୍ତନ କରିବାଖୁ ଅନୁମତି ଦେଇଥାଏ
 +
 
|-
 
|-
 
|11:51
 
|11:51
 
| Can Comment ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ ପରିବର୍ତ୍ତନ ପରାମର୍ଶ ଦେବାପାଇଁ ଅନୁମତି ଦେଇଥାଏ
 
| Can Comment ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ ପରିବର୍ତ୍ତନ ପରାମର୍ଶ ଦେବାପାଇଁ ଅନୁମତି ଦେଇଥାଏ
 +
 
|-
 
|-
 
|11:56
 
|11:56
 
| Can View ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ, କେବଳ ଦେଖିବା ପାଇଁ ଅନୁମତି ଦେଇଥାଏ  
 
| Can View ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ, କେବଳ ଦେଖିବା ପାଇଁ ଅନୁମତି ଦେଇଥାଏ  
 +
 
|-
 
|-
 
|12:00
 
|12:00
 
| ସେମାନେ ପରିବର୍ତ୍ତନ କିମ୍ୱା ପରାମର୍ଶ କରିପାରିବେ ନାହିଁ  
 
| ସେମାନେ ପରିବର୍ତ୍ତନ କିମ୍ୱା ପରାମର୍ଶ କରିପାରିବେ ନାହିଁ  
 +
 
|-
 
|-
 
|12:04
 
|12:04
 
| 0808iambeckyକୁ ଚାଲନ୍ତୁ Can Edit ଅପ୍ସନ୍ ଦେବା
 
| 0808iambeckyକୁ ଚାଲନ୍ତୁ Can Edit ଅପ୍ସନ୍ ଦେବା
 +
 
|-
 
|-
 
|12:09
 
|12:09
 
| ମୁଁ ନିମ୍ନ ମଧ୍ୟ ଆଡ୍ କରିବି: stlibreoffice@gmail.com
 
| ମୁଁ ନିମ୍ନ ମଧ୍ୟ ଆଡ୍ କରିବି: stlibreoffice@gmail.com
 +
 
|-
 
|-
 
|12:16
 
|12:16
 
| ଦୁଇଟି ଇମେଲ୍ ID ମଧ୍ୟରେ କମା ସେପାରେଟର୍ ଦେବାକୁ ଭୁଲନ୍ତୁ ନାହିଁ
 
| ଦୁଇଟି ଇମେଲ୍ ID ମଧ୍ୟରେ କମା ସେପାରେଟର୍ ଦେବାକୁ ଭୁଲନ୍ତୁ ନାହିଁ
 +
 
|-
 
|-
 
|12:21
 
|12:21
 
| ଆମେ ଇମେଲ୍ IDଗୁଡ଼ିକ ଏଣ୍ଟର୍ କରିବା କ୍ଷଣି ଏହି ୱିଣ୍ଡୋରେ ଏକ ପରିବର୍ତ୍ତନ ହେବ
 
| ଆମେ ଇମେଲ୍ IDଗୁଡ଼ିକ ଏଣ୍ଟର୍ କରିବା କ୍ଷଣି ଏହି ୱିଣ୍ଡୋରେ ଏକ ପରିବର୍ତ୍ତନ ହେବ
 +
 
|-
 
|-
 
|12:25
 
|12:25
 
| ଆମେ Add a Note ଟେକ୍ସଟ୍ ଏରିଆ ପାଇବା
 
| ଆମେ Add a Note ଟେକ୍ସଟ୍ ଏରିଆ ପାଇବା
 +
 
|-
 
|-
 
|12:28
 
|12:28
 
| ଯଦି ଆମେ ଏହି ଡକ୍ୟୁମେଣ୍ଟ ବିଷୟରେ କିଛି ସୂଚନା ଅନ୍ୟ ୟୁଜରମାନଙ୍କୁ ପଠାଇବାକୁ ଚାହିବା, ତେବେ ତାହାକୁ ଆମେ ଏଠାରେ ଟାଇପ୍ କରିପାରିବା  
 
| ଯଦି ଆମେ ଏହି ଡକ୍ୟୁମେଣ୍ଟ ବିଷୟରେ କିଛି ସୂଚନା ଅନ୍ୟ ୟୁଜରମାନଙ୍କୁ ପଠାଇବାକୁ ଚାହିବା, ତେବେ ତାହାକୁ ଆମେ ଏଠାରେ ଟାଇପ୍ କରିପାରିବା  
 +
 
|-
 
|-
 
|12:36
 
|12:36
Line 445: Line 579:
 
Thanks
 
Thanks
 
Ray.Becky  
 
Ray.Becky  
 +
 
|-
 
|-
 
|12:47
 
|12:47
 
| ଶେଷରେ, ଶେୟାରିଙ୍ଗ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ Send ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଶେଷରେ, ଶେୟାରିଙ୍ଗ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ Send ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|12:52
 
|12:52
 
| ଏହା, ଅନ୍ୟ ୟୁଜରମାନଙ୍କ ପାଖକୁ ଆମର ବାର୍ତ୍ତା ସହ ଏକ ଇମେଲ୍ ନୋଟିଫିକେଶନ୍ ଏବଂ ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟର ଏକ Link ପଠାଇବ
 
| ଏହା, ଅନ୍ୟ ୟୁଜରମାନଙ୍କ ପାଖକୁ ଆମର ବାର୍ତ୍ତା ସହ ଏକ ଇମେଲ୍ ନୋଟିଫିକେଶନ୍ ଏବଂ ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟର ଏକ Link ପଠାଇବ
 +
 
|-
 
|-
 
|12:59
 
|12:59
 
| ପୁଣିଥରେ, Share ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ପୁଣିଥରେ, Share ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|13:02
 
|13:02
 
| ତା’ପରେ Advanced ଉପରେ କ୍ଲିକ୍ କରନ୍ତୁ '''
 
| ତା’ପରେ Advanced ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|13:05
 
|13:05
 
| ଏବେ, stlibreoffice ୟୁଜର୍ ପାଇଁ ଆମେ, ଶେୟାରିଙ୍ଗ ମୋଡ୍ କୁ Can Commentକୁ ପରିବର୍ତ୍ତନ କରିବା
 
| ଏବେ, stlibreoffice ୟୁଜର୍ ପାଇଁ ଆମେ, ଶେୟାରିଙ୍ଗ ମୋଡ୍ କୁ Can Commentକୁ ପରିବର୍ତ୍ତନ କରିବା
 +
 
|-
 
|-
 
|13:12
 
|13:12
 
| ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରି Done ଉପରେ କ୍ଲିକ୍ କରନ୍ତୁ
 
| ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରି Done ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|13:18
 
|13:18
 
| ଓ ଏହି ଡକ୍ୟୁମେଣ୍ଟକୁ ବନ୍ଦ କରିଦିଅନ୍ତୁ
 
| ଓ ଏହି ଡକ୍ୟୁମେଣ୍ଟକୁ ବନ୍ଦ କରିଦିଅନ୍ତୁ
 +
 
|-
 
|-
 
|13:21
 
|13:21
 
| ଏବେ, କଳ୍ପନା କରନ୍ତୁ ଯେ, ଉଭୟ ଯୁଜର୍, ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟରେ କିଛି ସଂଶୋଧନ କଲେ
 
| ଏବେ, କଳ୍ପନା କରନ୍ତୁ ଯେ, ଉଭୟ ଯୁଜର୍, ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟରେ କିଛି ସଂଶୋଧନ କଲେ
 +
 
|-
 
|-
 
|13:27
 
|13:27
 
| ଆମେ ପୁଣିଥରେ ଡକ୍ୟୁମେଣ୍ଟ ଖୋଲିଲେ, କିଛି ସମୟ ପରେ, ଅନ୍ୟ ଶେୟାର୍ ହୋଇଥିବା ୟୁଜରମାନଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡ଼ିକ ଜଣାପଡ଼ିବ
 
| ଆମେ ପୁଣିଥରେ ଡକ୍ୟୁମେଣ୍ଟ ଖୋଲିଲେ, କିଛି ସମୟ ପରେ, ଅନ୍ୟ ଶେୟାର୍ ହୋଇଥିବା ୟୁଜରମାନଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡ଼ିକ ଜଣାପଡ଼ିବ
 +
 
|-
 
|-
 
|13:34
 
|13:34
 
| ଯେହେତୁ stlibreoffice@gmail.comକୁ କେବଳ ପରାମର୍ଶର ଅନୁମତି ଦିଆଯାଇଥିବାରୁ ତାଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକୁ ଆମେ ଦେଖିପାରିବା
 
| ଯେହେତୁ stlibreoffice@gmail.comକୁ କେବଳ ପରାମର୍ଶର ଅନୁମତି ଦିଆଯାଇଥିବାରୁ ତାଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକୁ ଆମେ ଦେଖିପାରିବା
 +
 
|-
 
|-
 
|13:43
 
|13:43
 
| Mouseକୁ, ସଜେଶନ୍ ବକ୍ସ ଆଡ଼କୁ ନିଅନ୍ତୁ, Check ଓ Cross ମାର୍କ୍ସ ଉପରକୁ
 
| Mouseକୁ, ସଜେଶନ୍ ବକ୍ସ ଆଡ଼କୁ ନିଅନ୍ତୁ, Check ଓ Cross ମାର୍କ୍ସ ଉପରକୁ
 +
 
|-
 
|-
 
|13:49
 
|13:49
 
| ଚେକ୍ ମାର୍କ କୁହେ Accept Suggestion ଏବଂ କ୍ରସ୍ ମାର୍କ କୁହେ Reject Suggestion
 
| ଚେକ୍ ମାର୍କ କୁହେ Accept Suggestion ଏବଂ କ୍ରସ୍ ମାର୍କ କୁହେ Reject Suggestion
 +
 
|-
 
|-
 
|13:56
 
|13:56
 
| ମୁଁ ଗୋଟିଏ Accept କରିବି ଓ ଅନ୍ୟଟିକୁ Reject କରିବି
 
| ମୁଁ ଗୋଟିଏ Accept କରିବି ଓ ଅନ୍ୟଟିକୁ Reject କରିବି
 +
 
|-
 
|-
 
|14:02
 
|14:02
 
| ଆମେ ଏଠାରେ 0808iambecky ତରଫରୁ ଏକ କମେଣ୍ଟ ଦେଖିପାରୁଛେ
 
| ଆମେ ଏଠାରେ 0808iambecky ତରଫରୁ ଏକ କମେଣ୍ଟ ଦେଖିପାରୁଛେ
 +
 
|-
 
|-
 
|14:07
 
|14:07
 
| ଆଉ ଏଠାରେ ଆମେ ଏକ Resolve ବଟନ୍ ଦେଖିପାରୁଛେ
 
| ଆଉ ଏଠାରେ ଆମେ ଏକ Resolve ବଟନ୍ ଦେଖିପାରୁଛେ
 +
 
|-
 
|-
 
|14:11
 
|14:11
 
| Can Edit ଅପ୍ସନ୍ ସହ ୟୁଜର୍ସ, କମେଣ୍ଟ ଟେକ୍ସଟ୍ ଉପରେ କ୍ଲିକ୍ କରି ସେହି କମେଣ୍ଟର ଉତ୍ତର ଦେଇପାରିବେ
 
| Can Edit ଅପ୍ସନ୍ ସହ ୟୁଜର୍ସ, କମେଣ୍ଟ ଟେକ୍ସଟ୍ ଉପରେ କ୍ଲିକ୍ କରି ସେହି କମେଣ୍ଟର ଉତ୍ତର ଦେଇପାରିବେ
 +
 
|-
 
|-
 
|14:18
 
|14:18
 
| କମେଣ୍ଟ ଥ୍ରେଡ୍ କାଢିବା ପାଇଁ, Resolve ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| କମେଣ୍ଟ ଥ୍ରେଡ୍ କାଢିବା ପାଇଁ, Resolve ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|14:22
 
|14:22
 
| ଡକ୍ୟୁମେଣ୍ଟରେ 0808imabecky ଦ୍ୱାରା କରାଯାଇଥିବା କୌଣସି ସଂଶୋଧନକୁ ଆମେ ଦେଖିପାରୁନେ
 
| ଡକ୍ୟୁମେଣ୍ଟରେ 0808imabecky ଦ୍ୱାରା କରାଯାଇଥିବା କୌଣସି ସଂଶୋଧନକୁ ଆମେ ଦେଖିପାରୁନେ
 +
 
|-
 
|-
 
|14:29
 
|14:29
 
| ମନେପକାନ୍ତୁ, ଡକ୍ୟୁମେଣ୍ଟରେ ଏହି ୟୁଜରଙ୍କ ପାଖରେ Edit ଅନୁମତି ଥିଲା
 
| ମନେପକାନ୍ତୁ, ଡକ୍ୟୁମେଣ୍ଟରେ ଏହି ୟୁଜରଙ୍କ ପାଖରେ Edit ଅନୁମତି ଥିଲା
 +
 
|-
 
|-
 
|14:34
 
|14:34
 
| ତେଣୁ, ସେହି ୟୁଜର କ’ଣ କରିବର୍ତ୍ତନ କରିଛନ୍ତି ବୋଲି ଆମେ କିପରି ଜାଣିପାଇବା?
 
| ତେଣୁ, ସେହି ୟୁଜର କ’ଣ କରିବର୍ତ୍ତନ କରିଛନ୍ତି ବୋଲି ଆମେ କିପରି ଜାଣିପାଇବା?
 +
 
|-
 
|-
 
|14:39
 
|14:39
 
| ସେଥିପାଇଁ ଆମକୁ Revision History ଦେଖିବାଖୁ ପଡ଼ିବ  
 
| ସେଥିପାଇଁ ଆମକୁ Revision History ଦେଖିବାଖୁ ପଡ଼ିବ  
 +
 
|-
 
|-
 
|14:43
 
|14:43
 
| ତାକୁ ଖୋଲିବା ପାଇଁ ପ୍ରଥମେ File ଓ ତା’ପରେ See Revision History ଉପରେ କ୍ଲିକ୍ କରନ୍ତୁ
 
| ତାକୁ ଖୋଲିବା ପାଇଁ ପ୍ରଥମେ File ଓ ତା’ପରେ See Revision History ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|14:50
 
|14:50
 
| 0808iambecky କରିଥିବା କିଛି ପରିବର୍ତ୍ତନ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
 
| 0808iambecky କରିଥିବା କିଛି ପରିବର୍ତ୍ତନ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
 +
 
|-
 
|-
 
|14:58
 
|14:58
 
| stlibreoffice@gmail.com ଦେଇଥିବା କିଛି ପରାମର୍ଶ ମଧ୍ୟ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
 
| stlibreoffice@gmail.com ଦେଇଥିବା କିଛି ପରାମର୍ଶ ମଧ୍ୟ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
 +
 
|-
 
|-
 
|15:05
 
|15:05
 
| ଆଉ ଦେଖନ୍ତୁ, ଏହା ଆମର କାମ ହୋଇଥିବାରୁ, ଆମ ନିଜସ୍ୱ କାମ ମଧ୍ୟ ଭିନ୍ନ ରଙ୍ଗରେ ଅଛି
 
| ଆଉ ଦେଖନ୍ତୁ, ଏହା ଆମର କାମ ହୋଇଥିବାରୁ, ଆମ ନିଜସ୍ୱ କାମ ମଧ୍ୟ ଭିନ୍ନ ରଙ୍ଗରେ ଅଛି
 +
 
|-
 
|-
 
|15:11
 
|15:11
 
| ଏବେ Revision History ବନ୍ଦ କରିଦିଅନ୍ତୁ
 
| ଏବେ Revision History ବନ୍ଦ କରିଦିଅନ୍ତୁ
 +
 
|-
 
|-
 
|15:14
 
|15:14
 
| ଡକ୍ୟୁମେଣ୍ଟ ଶେୟାର୍ କରିବାର ଆଉ ଏକ ମାର୍ଗ ଅଛି Share ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଡକ୍ୟୁମେଣ୍ଟ ଶେୟାର୍ କରିବାର ଆଉ ଏକ ମାର୍ଗ ଅଛି Share ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|15:20
 
|15:20
 
| Share With Others ୱିଣ୍ଡୋର ଉପର ଡାହାଣପଟ କୋଣରେ Get Shareable Link ଟେକ୍ସଟ୍ ଆମେ ଦେଖିପାରୁଛେ ତାହାକୁ କ୍ଲିକ୍ କରନ୍ତୁ  
 
| Share With Others ୱିଣ୍ଡୋର ଉପର ଡାହାଣପଟ କୋଣରେ Get Shareable Link ଟେକ୍ସଟ୍ ଆମେ ଦେଖିପାରୁଛେ ତାହାକୁ କ୍ଲିକ୍ କରନ୍ତୁ  
 +
 
|-
 
|-
 
|15:29
 
|15:29
 
| ଏହା କୁହେ Anyone With The Link Can View
 
| ଏହା କୁହେ Anyone With The Link Can View
 +
 
|-
 
|-
 
|15:32
 
|15:32
 
| ଏହା, ଏହି ଡକ୍ୟୁମେଣ୍ଟ ପାଇଁ ଏକ ଲିଙ୍କ କ୍ରିଏଟ୍ କରିବ
 
| ଏହା, ଏହି ଡକ୍ୟୁମେଣ୍ଟ ପାଇଁ ଏକ ଲିଙ୍କ କ୍ରିଏଟ୍ କରିବ
 +
 
|-
 
|-
 
|15:35
 
|15:35
 
| ଏବେ, ଏହି ଲିଙ୍କକୁ ଆମେ ଯେକୌଣସି ଇମେଲ୍ IDକୁ ପଠାଇ ପାରିବା, ଯାହାର ଅର୍ଥ ହେଉଛି ଯାହା ପାଖରେ ଏହି ଲିଙ୍କ ଥିବ, ସେ ଏହି ଡକ୍ୟୁମେଣ୍ଟକୁ ଦେଖିପାରିବ
 
| ଏବେ, ଏହି ଲିଙ୍କକୁ ଆମେ ଯେକୌଣସି ଇମେଲ୍ IDକୁ ପଠାଇ ପାରିବା, ଯାହାର ଅର୍ଥ ହେଉଛି ଯାହା ପାଖରେ ଏହି ଲିଙ୍କ ଥିବ, ସେ ଏହି ଡକ୍ୟୁମେଣ୍ଟକୁ ଦେଖିପାରିବ
 +
 
|-
 
|-
 
|15:44
 
|15:44
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
|-
 
|-
 
|15:47
 
|15:47
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|15:49
 
|15:49
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
* Google Drive ଆକ୍ସେସ୍ କରିବା
+
Google Drive ଆକ୍ସେସ୍ କରିବା
* ଫାଇଲ୍ସ କ୍ରିଏଟ୍ ଓ ଅପଲୋଡ୍ କରିବା
+
ଫାଇଲ୍ସ କ୍ରିଏଟ୍ ଓ ଅପଲୋଡ୍ କରିବା
* Google Docs କ୍ରିଏଟ୍ କରିବା ଓ
+
Google Docs କ୍ରିଏଟ୍ କରିବା ଓ
* ଶେୟାରିଙ୍ଗ ଅପ୍ସନ୍ସ ବ୍ୟବହାର କରିବା
+
ଶେୟାରିଙ୍ଗ ଅପ୍ସନ୍ସ ବ୍ୟବହାର କରିବା
 +
 
 
|-
 
|-
 
|16:00
 
|16:00
 
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
|-
 
|-
 
|16:07
 
|16:07
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
+
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
 
 
|-
 
|-
 
|16:16
 
|16:16
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ  
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
 
 
|-
 
|-
 
|16:27
 
|16:27
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 13:07, 7 April 2017

Time Narration
00:01 Google Drive Options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, Google Driveରେ ଉପଲବ୍ଧ ଅପ୍ସନ୍ସ ବିଷୟରେ ଶିଖିବା, ଯେପରି
00:12 ଏକ ଡକ୍ୟୁମେଣ୍ଟ, ଏକ ସ୍ପ୍ରେଡଶୀଟ୍ ଓ ଏକ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା
00:17 ଫାଇଲ୍ସ ଓ ଫୋଲ୍ଡର୍ସ ଅପଲୋଡ୍ କରିବା
00:20 ଶେୟାରିଙ୍ଗ ଅପ୍ସନ୍ସ
00:22 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ ଓ ଯେକୌଣସି ୱେବ୍ ବ୍ରାଉଜର୍ ଦରକାର ହେବ
00:29 ମୁଁ Firefox Web Browser ବ୍ୟବହାର କରିବି
00:33 ପ୍ରାକ୍ ଆବଶ୍ୟକତା ଭାବେ, Gmail ଉପରେ ଆପଣଙ୍କର ଜ୍ଞାନ ଥିବା ଉଚିତ
00:38 ଯଦି ନୁହେଁ, ତେବେ ଦୟାକରି ଆମ ୱେବ୍ ସାଇଟ୍ ରେ ଥିବା Gmail ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:43 ଚାଲନ୍ତୁ ଆରମ୍ଭ କରିବା
00:45 ୱେବ୍ ବ୍ରାଉଜର୍ ଖୋଲି ଆପଣଙ୍କ Gmail ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
00:49 ମୁଁ ତାହା କରିସାରିଛି
00:51 ଉପର ଡାହାଣପଟେ, ଆମ ନାମ ପାଖରେ ଏକ Grid ଆଇକନ୍ ଅଛି
00:56 ଯେତେବେଳେ ଆମେ ତା’ଉପରେ ମାଉସ୍ ଚଲାଉ, ହେଲ୍ପ ଟେକ୍ସଟ୍ କୁହେ "Apps" ଏହା ଉପରେ କ୍ଲିକ୍ କରନ୍ତୁ
01:02 ଏହା ଆମକୁ କିଛି Google Apps ଦେଖାଏ, ଯେପରି:

Google Plus Search YouTube Maps PlayStore News Mail Drive Calendar ଓ More

01:18 ସେଗୁଡ଼ିକ ଉପରେ କ୍ଲିକ୍ କଲେ, ତାହା ଆମକୁ ନିର୍ଦ୍ଦିଷ୍ଟ Google Appକୁ ନେଇଯିବ
01:24 Apps ଆଇକନ୍ କୁ ଯେକୌଣସି ସ୍ଥାନକୁ ଡ୍ରାଗ୍ କରି ଆମେ ନିଜ ପସନ୍ଦ ଅନୁସାରେ ଏହି ତାଲିକାକୁ ପୁନଃବ୍ୟବସ୍ଥିତ କରିପାରିବା
01:32 ଏହି ଟ୍ୟୁଟୋରିଆଲ୍ ରେ ଆମେ, ବିଶେଷକରି Drive ବିଷୟରେ ଶିଖିବା
01:35 ତେଣୁ, Drive ଉପରେ କ୍ଲିକ୍ କରନ୍ତୁ
01:39 ଏହା Google Drive ପେଜ୍ କୁ ନୂଆ ଟାବ୍ ରେ ଖୋଲିବ
01:43 ପେଜ୍ ର ଉପରେ, ଏକ Search Bar ଅଛି
01:47 ବାମପଟେ କିଛି Menu ଅଛି
01:51 ଆଉ ଉପର ଡାହାଣପଟେ କିଛି ଆଇକନ୍ସ ଅଛି
01:55 ମଝିରେ ଆମେ ଦୁଇଟି ଫାଇଲ୍ସ ଦେଖୁ
01:59 ଆକାଉଣ୍ଟ କ୍ରିଏଶନ୍ ସମୟରେ Google Team ଦ୍ୱାରା ପ୍ରଥମ ଫାଇଲଟି ଆମ ସହିତ ଶେୟାର୍ କରାଯାଇଥିଲା
02:05 ଦ୍ୱିତୀୟ ଫାଇଲଟି ହେଉଛି, ଯାହାକୁ ଆମେ ପୂର୍ବେଅରୁ ଅପଲୋଡ୍ କରିଥିଲେ
02:10 ଏବେ ଚାଲନ୍ତୁ, ବାମପଟେ ଥିବା ମେନୁ ଉପରେ ନଜର ପକାଇବା
02:14 ଆମ ପାଖରେ ନିମ୍ନ ମେନୁଗୁଡ଼ିକ ଅଛି:

New My Drive Shared with me Google Photos Recent Starred ଓ Trash

02:27 ଡିଫଲ୍ଟ ଭାବରେ My Drive ମେନୁ ସିଲେକ୍ଟ ହୋଇଥିବ ଏବଂ ତାହାର କଣ୍ଟେଣ୍ଟ ମଝିରେ ପ୍ରଦର୍ଶିତ ହେଉଥିବ
02:34 ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ମଝିରେ ପ୍ରଦର୍ଶିତ ହେବ
02:38 ତେଣୁ, ଏଠାରେ ଆମେ, ପୂର୍ବ ଟ୍ୟୁଟୋରିଆଲରେ ଅପଲୋଡ୍ କରିସାରିଥିବା PDF ଓ ZIP ଫାଇଲକୁ ଦେଖିପାରିବା
02:47 ଆମ ଦ୍ୱାରା କ୍ରିଏଟ୍ ଓ ଅପଲୋଡ୍ କରାଯାଇଥିବା ଫାଇଲଗୁଡ଼ିକ ମଧ୍ୟ My Driveରେ ଷ୍ଟୋର୍ ହୋଇଯିବ
02:53 ପରବର୍ତ୍ତୀ ମେନୁ ହେଉଛି Shared With Me ଏହା ଉପରେ କ୍ଲିକ୍ କରନ୍ତୁ
02:58 ଯଦି କେହି ମୋ ସହିତ ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ ଶେୟାର୍ କରନ୍ତି, ତାହା ଏହି ମେନୁରେ ପ୍ରଦର୍ଶିତ ହେବ
03:03 ଏପର୍ଯ୍ୟନ୍ତ ମୋ ସହିତ କେହି ଫାଈଲ୍ ଶେୟାର୍ କରିନାହାନ୍ତି ତେଣୁ, ଏହା ଖାଲି ଅଛି
03:09 ନିକଟରେ Google, Drive ମଧ୍ୟରେ Google Photos ଆକ୍ସେସ୍ କରିବା ପାଇଁ ଏକ Shortcut Link କ୍ରିଏଟ୍ କରିଛି
03:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ଏହି ଅପ୍ସନ୍ କୁଛାଡ଼ିଦେବା
03:19 Recent ମେନୁ, ନିକଟରେ ଖୋଲାଯାଇଥିବା ଫାଇଲ୍ସ କିମ୍ୱା ଡକ୍ୟୁମେଣ୍ଟସ୍ ର ତାଲିକା ପ୍ରଦର୍ଶନ କରିବ
03:25 ଏହା ଉଭୟ My Drive ଓ Shared With Me କଣ୍ଟେଣ୍ଟ ପ୍ରଦର୍ଶିତ କରିବ
03:30 ତେଣୁ, ଏଠାରେ ଆମେ PDF ଓ ZIP ଫାଇଲ୍ସ ଦେଖିପାରିବା, କାରଣ ଆମେ ପୂର୍ବରୁ ସେଗୁଡ଼ିକୁ ଖୋଲିଥିଲେ
03:37 Starred - ଆମେ, Important ଭାବେ ଚିହ୍ନିତ କରିଥିବା ଫାଇଲ କିମ୍ୱା ଡକ୍ୟୁମେଣ୍ଟ ଏହି ମେନୁରେ ପ୍ରଦର୍ଶିତ ହେବ
03:45 My Drive ମେନୁକୁ ଫେରିଯାଇ ଆମ PDF ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
03:51 ଏବେ, Add Star ଅପ୍ସନ୍ ଚୟନ କରନ୍ତୁ
03:55 Starred ମେନୁ ଉପରେ କ୍ଲିକ୍ କରନ୍ତୁ ଏହା ହେଉଛି ଆମ ଫାଇଲ୍
04:00 ଚାଲନ୍ତୁ ଏହି ଫାଇଲର ଏକ କପୀ କରିବା
04:03 ପୁଣିଥରେ ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Make a Copy ଅପ୍ସନ୍ ଚୟନ କରନ୍ତୁ
04:10 ଏବେ ଆମ ପାଖରେ ଦୁଇଟି ଫାଇଲ୍ ଅଛି
04:13 ସେଗୁଡ଼ିକରୁ ଗୋଟିଏ ଡିଲିଟ୍ କରନ୍ତୁ ଫାଇଲ୍ ସିଲେକ୍ଟ କରି କୀବୋର୍ଡରେ ଥିବା Delete କୀ ଦାବନ୍ତୁ
04:20 ଡିଲିଟ୍ ହୋଇଥିବା ଫାଇଲ୍ କିମ୍ୱା ଡକ୍ୟୁମେଣ୍ଟ Trash ମେନୁରେ ପ୍ରଦର୍ଶିତ ହେବ
04:25 ଅବଶ୍ୟ, ଡିଲିଶନ୍ ସାମୟିକ ଅଟେ
04:28 Empty Trash ଅପ୍ସନ୍ ସିଲେକ୍ଟ କରି ଆମେ Trashରୁ ସମସ୍ତ ଫାଇଲ୍ସ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା
04:36 30 ଦିନ ପରେ Google Serverରୁ Trash ମେନୁରେ ଥିବା ସମସ୍ତ ଫାଇଲ୍ସ ନିଜକୁ ନିଜ ସ୍ଥାୟୀ ଭାବେ ଡିଲିଟ୍ ହୋଇଯିବ
04:44 ଏବେ, ଫାଇଲ୍ସ ଓ ଫୋଲ୍ଡର୍ସ କିପରି Creat ଓ Upload କରାଯାଏ, ଚାଲନ୍ତୁ ଶିଖିବା
04:49 ଏପରି କରିବାକୁ 4ଟି ମାର୍ଗ ଅଛି:ପ୍ରଥମ ମାର୍ଗ ହେଉଛି, ବାମପଟେ ଥିବା New ବଟନ୍ ଉପରେ କ୍ଲିକ୍ କରିବା
04:56 ଦ୍ୱିତୀୟ ମାର୍ଗ ହେଉଛି: My Drive ଅପ୍ସନ୍ ଉପରେ ରାଇଟ୍ କ୍ଲିକ୍ କରିବା
05:00 ଏବେ, My Driveକୁ ଫେରିଆସନ୍ତୁ My Drive ଅପ୍ସନରେ ଆମେ, ମଝିରେ ରାଇଟ୍ କ୍ଲିକ୍ କରିପାରିବା
05:09 ଶେଷରେ, ଉପରେ ଥିବା My Drive ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ
05:14 ଚାଲନ୍ତୁ New ଅପ୍ସନ୍ ଦେଖିବା New ବଟନ୍ ଉପରେ କ୍ଲିକ୍ କରନ୍ତୁ
05:19 ଏହା କିଛି ଅପ୍ସନ୍ସ ପ୍ରଦର୍ଶିତ କରିବ, ଯେପରି:

Folder File Upload Google Docs, Sheets, Slides ଓ More

05:28 ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ଅପ୍ସନ୍ ଦେଖିବା
05:31 ଆମେ Folder ଅପ୍ସନ୍ ବ୍ୟବହାର କରି ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିପାରିବା
05:34 ତାହା ଉପରେ କ୍ଲିକ୍ କରନ୍ତୁ ତୁରନ୍ତ, ଏହା ଆମକୁ ଗୋଟିଏ ନାମ ପାଇଁ କହିବ
05:40 ଫୋଲ୍ଡର୍ ର ନାମ Spoken Tutorial ଦେଇ Creat ବଟନ୍ ଉପରେ କ୍ଲିକ୍ କରନ୍ତୁ
05:48 ଡିଫଲ୍ଟ ଭାବରେ ଏହି ଫୋଲ୍ଡର୍, My Driveରେ ଦେଖାଦେବ
05:52 ଆମେ ଏହାକୁ ଏଠାରେ, ମଝିରେ ଦେଖିପାରୁଛେ
05:56 ଫାଇଲଗୁଡ଼ିକୁ ଉତ୍ତମ ଭାବରେ ବ୍ୟବସ୍ଥିତ କରିବା ପାଇଁ ଫୋଲ୍ଡର୍ ଆମକୁ ସାହାଯ୍ୟ କରିଥାଏ
06:00 ତେଣୁ, ଆମେ ପୃଥକ୍ ଫୋଲ୍ଡର୍ସ କ୍ରିଏଟ୍ କରିପାରିବା ଉଦାହରଣସ୍ୱରୂପ, Personal, Work ଆଦି
06:07 ଯେକୌଣସି ଫାଇଲ୍ Upload କରିବା ପାଇଁ - ପ୍ରଥମେ New ବଟନ୍ ଉପରେ କ୍ଲିକ୍ କରନ୍ତୁ, ତା’ପରେ File Upload ଉପରେ କ୍ଲିକ୍ କରନ୍ତୁ
06:13 ଏହା ଏକ ଫାଇଲ୍ Browser Window ଖୋଲିବ
06:16 ଆପଣ ଅପଲୋଡ୍ କରିବାଖୁ ଚାହୁଁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
06:19 ମୁଁ, Desktopରେ ଥିବା xyz.odt ଫାଇଲ୍ ସିଲେକ୍ଟ କରି Open ବଟନରେ କ୍ଲିକ୍ କରିବି
06:26 ତଳ ଡାହାଣପଟେ ଆମେ, Uploadର ପ୍ରୋଗ୍ରେସ୍ ଦେଖିପାରିବା
06:30 ଫାଇଲର ସାଇଜ୍ ଓ ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
06:35 ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, ଅପଲୋଡ୍ ହୋଇଥିବା ଫାଇଲ୍ ମଝିରେ ପ୍ରଦର୍ଶିତ ହେବ
06:41 ଏବେ, ତଳ Progress Windowକୁ ବନ୍ଦ କରିଦିଅନ୍ତୁ
06:45 ସମାନ ମାର୍ଗରେ ଆମେ, Folder Upload ଅପ୍ସନ୍ ବ୍ୟବହାର କରି Driveରେ ଗୋଟିଏ ଫୋଲ୍ଡର୍ ଅପଲୋଡ୍ କରିପାଇବା
06:52 ଏହି ଫିଚର୍ କେବଳ ନିର୍ଦ୍ଦିଷ୍ଟ ବ୍ରାଉଜରଗୁଡ଼ିକରେ ଉପଲବ୍ଧ ଥାଇପାରେ ଉଦାହରଣସ୍ୱରୂପ Google Chrome
06:59 ଆମେ ଅପଲୋଡ୍ କରିଥିବା ଫାଇଲକୁ କିପରି Spoken Tutorial ଫୋଲ୍ଡରକୁ ଘୁଞ୍ଚାଇ ପାଇବା?
07:04 ଏହାକୁ କେବଳ ଡ୍ରାଗ୍ ଓ ଡ୍ରପ୍ କରିଦିଅନ୍ତୁ, ଏହିପରି
07:09 ଏବେ, ବାମପଟେ ଥିବା My Drive ଅପ୍ସନ୍ କୁ ଦେଖନ୍ତୁ
07:14 ଏହାର ବାମପଟେ ଏକ ଛୋଟ ତ୍ରିଭୁଜ ଅଛି
07:18 ତାହା ଉପରେ କ୍ଲିକ୍ କଲେ, ତାହା My Driveରେ ଥିବା ସବ୍-ଫୋଲ୍ଡର୍ସ ଦେଖାଇବ
07:22 ଦେଖନ୍ତୁ, ଏଠାରେ ଆମର SpokenTutorial ଫୋଲ୍ଡର୍ ଅଛି ଓ ତା’ଭିତରେ xyz.odt ଫାଇଲ୍
07:31 ଆମର ଦୈନ୍ୟନ୍ଦିନ କାମ ପାଇଁ ଆମେ Documents, spreadsheets ଓ Presentations ବ୍ୟବହାର କରୁ
07:36 Driveରେ ସେଗୁଡ଼ିକୁ କ୍ରିଏଟ୍ ଓ ମ୍ୟାନେଜ୍ କରିବା ସମ୍ଭବ କି?
07:39 ହଁ, ଏହା ସମ୍ଭବ Google Driveରେ, ଯେକୌଣସି Office Suite ଭଳି ଆମେ Documents, Spreadsheets ଓ Presentations କ୍ରିଏଟ୍ କରିପାରିବା
07:50 ତେଣୁ, ଆମ ପାଖରେ ଡକ୍ୟୁମେଣ୍ଟସ୍ କ୍ରିଏଟ୍ କରିବା ପାଇଁ Google Docs
07:54 ସ୍ପ୍ରେଡ୍ ଶୀଟ୍ସ କ୍ରିଏଟ୍ କରିବା ପାଇଁ Google Sheets
07:57 ଓ ପ୍ରେଜେଣ୍ଟେଶନ୍ସ କ୍ରିଏଟ୍ କରିବା ପାଇଁ Google Slides ଅଛି
08:01 ପ୍ରଦର୍ଶନ ପାଇଁ, ମୁଁ କେବଳ Google Docs ବ୍ୟବହାର କରି କିପରି ଗୋଟିଏ ଡକ୍ୟୁମେଣ୍ଟ କ୍ରିଏଟ୍ କରାଯାଏ, ଦେଖାଇବି
08:08 ଗୋଟିଏ ନୂଆ ଡକ୍ୟୁମେଣ୍ଟ କ୍ରିଏଟ୍ କରିବା ପାଇଁ, New ବଟନ୍ ଉପରେ କରି Google Docs ଅପ୍ସନ୍ ସିଲେକ୍ଟ କରନ୍ତୁ
08:14 ଏହା ଏକ ଖାଲି ଡକ୍ୟୁମେଣ୍ଟକୁ ନୂଆ ଟାବ୍ ରେ ଖୋଲିବ
08:19 ଦେଖନ୍ତୁ, ଏଠାରେ ଥିବା ମେନୁ ଓ ଟେକ୍ସଟ୍ ଫର୍ମାଟିଙ୍ଗ ଅପ୍ସନ୍ସ, ଅନ୍ୟ Office Suite ପରି ସମାନ ଅଟେ
08:26 ଉପରେ ଦେଖନ୍ତୁ Untitled Document ଲେଖାଅଛି
08:31 ଏହା ଏକ ଏଡିଟେବଲ୍ ଟାଇଟଲ୍ ଅଟେ ଟାଇଟଲକୁ Rename କରିବା ପାଇଁ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ
08:38 Rename Document ୱିଣ୍ଡୋ ଖୋଲିଲା
08:41 ଏଠାରେ ଆମେ, ଆମ ଡକ୍ୟୁମେଣ୍ଟ ପାଇଁ ଉପଯୁକ୍ତ ଟାଇଟଲ୍ ଟାଇପ୍ କରିପାରିବା
08:46 ମୁଁ, My First Google Doc ଟାଇପ୍ କରି OK କ୍ଲିକ୍ କରିବି
08:53 ଦେଖନ୍ତୁ, ଟାଇଟଲ୍ ବଦଳିଗଲା
08:56 ଏହାପରେ ମୁଁ ଏଠାରେ Welcome to Google Docs ଟାଇପ୍ କରିବି
09:02 ଏହି ଡକ୍ୟୁମେଣ୍ଟରେ କୌଣସି ପ୍ରକାରର ଯୋଗ, ସଂଶୋଧନ କିମ୍ୱା ବିଲୋପ କରାଗଲେ, ତାହା ଅଟୋ ସେଭ୍ ହୋଇଯିବ
09:08 ଉପରେ Help ମେନୁ ପାଖରେ ଥିବା All Changes Saved in Drive ମେସେଜ୍ କୁ ଦେଖନ୍ତୁ
09:14 ଆମେ ଯଦି ତା’ଉପରେ କ୍ଲିକ୍ କରୁଛେ, ତେବେ ଡାହାଣପଟେ Revision History ଦେଖିବା
09:19 ଏଥିରେ ସଂଶୋଧନ ତାରିଖ ଓ ସମୟ ଅଛି ଏବଂ କିଏ ଏହି ସଂଶୋଧନ କରିଛି, ତାହା ମଧ୍ୟ ଦେଖାଉଛି
09:26 ବର୍ତ୍ତମାନ ଏହି ଡକ୍ୟୁମେଣ୍ଟ କାହା ସହିତ ଶେୟାର୍ ହୋଇନାହିଁ
09:30 ତେଣୁ, ଆମେ କେବଳ ତାରିଖ ଭାବେ "Today" ଓ ସମୟ ସହିତ ଜଣେୟୁଜର୍ "Rebecca Raymond" ଦେଖିପାରିବା
09:37 ଯଦି ଏହି Google Doc ଅନେକ ଲୋକମାନଙ୍କ ସହିତ ଶେୟାର୍ ହୋଇଥିବ, ତେବେ Revision History, ପ୍ରତ୍ୟେକ ୟୁଜରଙ୍କ ପାଇଁ ବିଭିନ୍ନ ରଙ୍ଗ ସହିତ ସେମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ତାଲିକାଭୁକ୍ତ କରିବ
09:48 କିଛି ସମୟ ପରେ ଏହି ଟ୍ୟୁଟୋରିଆଲରେ ଆମେ ଏହି ଫିଚର୍ ଦେଖିବା
09:53 Revision History ବନ୍ଦ କରନ୍ତୁ
09:56 ଏହି ଟାବ୍ ବନ୍ଦ କରନ୍ତୁ Google Doc ନିଜକୁ ନିଜ ସେଭ୍ ହୋଇଯିବ
10:02 ପୁଣିଥରେ ଆମେ My Driveରେ ଅଛେ ଓ ଏଠାରେ ଆମର ଫାଇଲକୁ ଦେଖିପାରୁଛେ
10:07 ପୁଣିଥରେ ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ
10:10 ଏବେ ଆମେ, Welcome to Google Docsକୁ ଦୁଇଥର କପୀ-ପେଷ୍ଟ କରି ଟାବ୍ ବନ୍ଦ କରିଦେବା
10:17 ଫାଇଲକୁ ପୁଣିଥରେ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
10:20 ପୁଣିଥରେ, Welcome to Google Docsକୁ ଥରେ କପୀ-ପେଷ୍ଟ କରନ୍ତୁ
10:26 ଏବେ, Rivision History ଉପରେ କ୍ଲିକ୍ କରନ୍ତୁ ତାରିଖ-ସମୟ ଷ୍ଟାମ୍ପ ଓ ୟୁଜର୍ ସୂଚନା ସହ ଫାଇଲର ସମସ୍ତ ସଂଶୋଧନ ଆମେ ଦେଖିପାରୁଛେ
10:36 ଯଦି ବିଭିନ୍ନ ସଂଶୋଧନ ଦେଖାଯାଉନଥିବ, ତେବେ ତଳେ ଥିବା Show More Detailed Revisions ବଟନ୍ ଉପରେ କ୍ଲିକ୍ କରନ୍ତୁ
10:44 ସଂଶୋଧନଗୁଡ଼ିକ କ୍ରମବଦ୍ଧ ଭାବରେ, ଅଦ୍ୟତନ ସଂଶୋଧନ ଉପରେ ଥାଇ ବ୍ୟବସ୍ଥିତ ଢଙ୍ଗରେ ରହିଛି
10:50 ପ୍ରତ୍ୟେକ ସଂଶୋଧନରେ କ୍ଲିକ୍ କରନ୍ତୁ ଓ ଏହି ଫିଚର୍ କିପରି କାର୍ଯ୍ୟ କରେ ବୁଝନ୍ତୁ
10:55 ଏହି ଡକ୍ୟୁମେଣ୍ଟକୁ ମୁଁ ଏବେ ଅନ୍ୟ ଦୁଇଜଣ ୟୁଜରଙ୍କ ସହିତ ଶେୟାର୍ କରିବି
10:59 ଏଥିପାଇଁ, ଉପର ଡାହାଣପଟେ ଥିବା Share ବଟନ୍ ଉପରେ କ୍ଲିକ୍ କରନ୍ତୁ
11:03 Share With Others ଡାୟଲଗ୍ ବକ୍ସ ଦେଖାଦେଲା
11:07 People ଟେକ୍ସଟ୍ ବକ୍ସରେ, ଆମକୁ ସେହି ଲୋକମାନଙ୍କର ଇ-ମେଲ୍ ID ଦେବାକୁ ହେବ, ଯେଉଁମାନଙ୍କ ସହ ଆମେ ଏହି ଡକ୍ୟୁମେଣ୍ଟକୁ ଶେୟାର୍ କରିବାକୁ ଚାହୁଁଥିବା
11:15 ତେଣୁ, ମୁଁ ଟାଇପ୍ କରିବି 0808iambecky@gmail.com
11:23 ଦେଖନ୍ତୁ, ଏଠାରେ, ଆମେ ପୂର୍ବରୁ ଯେଉଁମାନଙ୍କୁ ଇମେଲ ପଠାଇଥିଲେ, ସେହି ଇମେଲ୍ IDଗୁଡ଼ିକ ପାଇଁ Auto Fill ଫିଚର୍ ଉପଲବ୍ଧ ଅଛି
11:31 ଏଠାରେ ତିନି ପ୍ରକାର ମୋଡ୍ ଅଛି, ଯେଉଁଥିରେ ଆମେ ଅନ୍ୟ ୟୁଜରମାନଙ୍କ ସହିତ ଡକ୍ୟୁମେଣ୍ଟ ଶେୟାର୍ କରିପାରିବା
11:36 ସେହି ତିନୋଟି ମୋଡ୍ ଦେଖିବା ପାଇଁ ଏଠାରେ ଥିବା ବଟନ୍ କୁ କ୍ଲିକ୍ କରନ୍ତୁ:

Can Edit Can Comment Can View

11:44 Can Edit ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ , ଡକ୍ୟୁମେଣ୍ଟରେ ହିଁ ପରିବର୍ତ୍ତନ କରିବାଖୁ ଅନୁମତି ଦେଇଥାଏ
11:51 Can Comment ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ ପରିବର୍ତ୍ତନ ପରାମର୍ଶ ଦେବାପାଇଁ ଅନୁମତି ଦେଇଥାଏ
11:56 Can View ଅପ୍ସନ୍, ଅନ୍ୟ ୟୁଜରମାନଙ୍କୁ, କେବଳ ଦେଖିବା ପାଇଁ ଅନୁମତି ଦେଇଥାଏ
12:00 ସେମାନେ ପରିବର୍ତ୍ତନ କିମ୍ୱା ପରାମର୍ଶ କରିପାରିବେ ନାହିଁ
12:04 0808iambeckyକୁ ଚାଲନ୍ତୁ Can Edit ଅପ୍ସନ୍ ଦେବା
12:09 ମୁଁ ନିମ୍ନ ମଧ୍ୟ ଆଡ୍ କରିବି: stlibreoffice@gmail.com
12:16 ଦୁଇଟି ଇମେଲ୍ ID ମଧ୍ୟରେ କମା ସେପାରେଟର୍ ଦେବାକୁ ଭୁଲନ୍ତୁ ନାହିଁ
12:21 ଆମେ ଇମେଲ୍ IDଗୁଡ଼ିକ ଏଣ୍ଟର୍ କରିବା କ୍ଷଣି ଏହି ୱିଣ୍ଡୋରେ ଏକ ପରିବର୍ତ୍ତନ ହେବ
12:25 ଆମେ Add a Note ଟେକ୍ସଟ୍ ଏରିଆ ପାଇବା
12:28 ଯଦି ଆମେ ଏହି ଡକ୍ୟୁମେଣ୍ଟ ବିଷୟରେ କିଛି ସୂଚନା ଅନ୍ୟ ୟୁଜରମାନଙ୍କୁ ପଠାଇବାକୁ ଚାହିବା, ତେବେ ତାହାକୁ ଆମେ ଏଠାରେ ଟାଇପ୍ କରିପାରିବା
12:36 ମୁଁ ଟାଇପ୍ କରିବି Please find attached a document for testing purpose. Kindly modify or suggest as per the permission given to you.

Thanks Ray.Becky

12:47 ଶେଷରେ, ଶେୟାରିଙ୍ଗ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ Send ବଟନ୍ ଉପରେ କ୍ଲିକ୍ କରନ୍ତୁ
12:52 ଏହା, ଅନ୍ୟ ୟୁଜରମାନଙ୍କ ପାଖକୁ ଆମର ବାର୍ତ୍ତା ସହ ଏକ ଇମେଲ୍ ନୋଟିଫିକେଶନ୍ ଏବଂ ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟର ଏକ Link ପଠାଇବ
12:59 ପୁଣିଥରେ, Share ବଟନ୍ ଉପରେ କ୍ଲିକ୍ କରନ୍ତୁ
13:02 ତା’ପରେ Advanced ଉପରେ କ୍ଲିକ୍ କରନ୍ତୁ
13:05 ଏବେ, stlibreoffice ୟୁଜର୍ ପାଇଁ ଆମେ, ଶେୟାରିଙ୍ଗ ମୋଡ୍ କୁ Can Commentକୁ ପରିବର୍ତ୍ତନ କରିବା
13:12 ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରି Done ଉପରେ କ୍ଲିକ୍ କରନ୍ତୁ
13:18 ଓ ଏହି ଡକ୍ୟୁମେଣ୍ଟକୁ ବନ୍ଦ କରିଦିଅନ୍ତୁ
13:21 ଏବେ, କଳ୍ପନା କରନ୍ତୁ ଯେ, ଉଭୟ ଯୁଜର୍, ଶେୟାର୍ ହୋଇଥିବା ଡକ୍ୟୁମେଣ୍ଟରେ କିଛି ସଂଶୋଧନ କଲେ
13:27 ଆମେ ପୁଣିଥରେ ଡକ୍ୟୁମେଣ୍ଟ ଖୋଲିଲେ, କିଛି ସମୟ ପରେ, ଅନ୍ୟ ଶେୟାର୍ ହୋଇଥିବା ୟୁଜରମାନଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡ଼ିକ ଜଣାପଡ଼ିବ
13:34 ଯେହେତୁ stlibreoffice@gmail.comକୁ କେବଳ ପରାମର୍ଶର ଅନୁମତି ଦିଆଯାଇଥିବାରୁ ତାଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକୁ ଆମେ ଦେଖିପାରିବା
13:43 Mouseକୁ, ସଜେଶନ୍ ବକ୍ସ ଆଡ଼କୁ ନିଅନ୍ତୁ, Check ଓ Cross ମାର୍କ୍ସ ଉପରକୁ
13:49 ଚେକ୍ ମାର୍କ କୁହେ Accept Suggestion ଏବଂ କ୍ରସ୍ ମାର୍କ କୁହେ Reject Suggestion
13:56 ମୁଁ ଗୋଟିଏ Accept କରିବି ଓ ଅନ୍ୟଟିକୁ Reject କରିବି
14:02 ଆମେ ଏଠାରେ 0808iambecky ତରଫରୁ ଏକ କମେଣ୍ଟ ଦେଖିପାରୁଛେ
14:07 ଆଉ ଏଠାରେ ଆମେ ଏକ Resolve ବଟନ୍ ଦେଖିପାରୁଛେ
14:11 Can Edit ଅପ୍ସନ୍ ସହ ୟୁଜର୍ସ, କମେଣ୍ଟ ଟେକ୍ସଟ୍ ଉପରେ କ୍ଲିକ୍ କରି ସେହି କମେଣ୍ଟର ଉତ୍ତର ଦେଇପାରିବେ
14:18 କମେଣ୍ଟ ଥ୍ରେଡ୍ କାଢିବା ପାଇଁ, Resolve ବଟନ୍ ଉପରେ କ୍ଲିକ୍ କରନ୍ତୁ
14:22 ଡକ୍ୟୁମେଣ୍ଟରେ 0808imabecky ଦ୍ୱାରା କରାଯାଇଥିବା କୌଣସି ସଂଶୋଧନକୁ ଆମେ ଦେଖିପାରୁନେ
14:29 ମନେପକାନ୍ତୁ, ଡକ୍ୟୁମେଣ୍ଟରେ ଏହି ୟୁଜରଙ୍କ ପାଖରେ Edit ଅନୁମତି ଥିଲା
14:34 ତେଣୁ, ସେହି ୟୁଜର କ’ଣ କରିବର୍ତ୍ତନ କରିଛନ୍ତି ବୋଲି ଆମେ କିପରି ଜାଣିପାଇବା?
14:39 ସେଥିପାଇଁ ଆମକୁ Revision History ଦେଖିବାଖୁ ପଡ଼ିବ
14:43 ତାକୁ ଖୋଲିବା ପାଇଁ ପ୍ରଥମେ File ଓ ତା’ପରେ See Revision History ଉପରେ କ୍ଲିକ୍ କରନ୍ତୁ
14:50 0808iambecky କରିଥିବା କିଛି ପରିବର୍ତ୍ତନ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
14:58 stlibreoffice@gmail.com ଦେଇଥିବା କିଛି ପରାମର୍ଶ ମଧ୍ୟ ଏକ ଭିନ୍ନ ରଙ୍ଗରେ ଥିବାର ଆମେ ଦେଖିପାରୁଛେ
15:05 ଆଉ ଦେଖନ୍ତୁ, ଏହା ଆମର କାମ ହୋଇଥିବାରୁ, ଆମ ନିଜସ୍ୱ କାମ ମଧ୍ୟ ଭିନ୍ନ ରଙ୍ଗରେ ଅଛି
15:11 ଏବେ Revision History ବନ୍ଦ କରିଦିଅନ୍ତୁ
15:14 ଡକ୍ୟୁମେଣ୍ଟ ଶେୟାର୍ କରିବାର ଆଉ ଏକ ମାର୍ଗ ଅଛି Share ବଟନ୍ ଉପରେ କ୍ଲିକ୍ କରନ୍ତୁ
15:20 Share With Others ୱିଣ୍ଡୋର ଉପର ଡାହାଣପଟ କୋଣରେ Get Shareable Link ଟେକ୍ସଟ୍ ଆମେ ଦେଖିପାରୁଛେ ତାହାକୁ କ୍ଲିକ୍ କରନ୍ତୁ
15:29 ଏହା କୁହେ Anyone With The Link Can View
15:32 ଏହା, ଏହି ଡକ୍ୟୁମେଣ୍ଟ ପାଇଁ ଏକ ଲିଙ୍କ କ୍ରିଏଟ୍ କରିବ
15:35 ଏବେ, ଏହି ଲିଙ୍କକୁ ଆମେ ଯେକୌଣସି ଇମେଲ୍ IDକୁ ପଠାଇ ପାରିବା, ଯାହାର ଅର୍ଥ ହେଉଛି ଯାହା ପାଖରେ ଏହି ଲିଙ୍କ ଥିବ, ସେ ଏହି ଡକ୍ୟୁମେଣ୍ଟକୁ ଦେଖିପାରିବ
15:44 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
15:47 ସଂକ୍ଷିପ୍ତରେ
15:49 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,

Google Drive ଆକ୍ସେସ୍ କରିବା ଫାଇଲ୍ସ କ୍ରିଏଟ୍ ଓ ଅପଲୋଡ୍ କରିବା Google Docs କ୍ରିଏଟ୍ କରିବା ଓ ଶେୟାରିଙ୍ଗ ଅପ୍ସନ୍ସ ବ୍ୟବହାର କରିବା

16:00 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
16:07 ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
16:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
16:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep